Matthew 23

ମାଥିଉ 23 ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

କପଟୀ

ଅଧିକାଂଶ ଥର ଯୀଶୁ ଫାରୁଶୀମାନଙ୍କୁ କପଟୀ ଡାକନ୍ତି (ମାଥିଉ ୨୩:୧୩) ଓ ଯତ୍ନ ସହକାରେ କହନ୍ତି ସେହିପରି କହିବା ଦ୍ବାରା ସେ କଣ ଅର୍ଥ ପ୍ରକାଶ କରନ୍ତି I ଫାରୁଶୀମାନେ ନିୟମ କରନ୍ତି ତାହାକୁ କେହି କେବେ ପାଳନ କରିପାରିବ ନାହିଁ, ଓ ପୁଣି ସେମାନେ ଜଣସାଧାରଣକୁ ଦୋଷୀ କରନ୍ତି କାରଣ ସେମାନେ ଆଜ୍ଞା ପାଳନ କରି ପାରିଲେ ନାହିଁ I ମଧ୍ୟ, ମୋଶାଙ୍କ ବ୍ୟବସ୍ଥାରେ ଈଶ୍ବର ଦେଇଥିବା ମୁଳ ଆଦେଶ ପାଳନ କରିବା ପରିବର୍ତ୍ତେ ଫାରୁଶୀମାନେ ଆପଣା ନିୟମ (ଆଜ୍ଞା) ପାଳନ କରନ୍ତି I

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ନାମଧରି ଡାକିବେ

ଅଧିକାଂଶ ସଂସ୍କୃତିରେ, ଲୋକମାନଙ୍କୁ ପରିହାସ କରିବା ଭୁଲ ଅଟେ I ଏହି ଅଧ୍ୟାୟରେ ଫାରୁଶୀମାନେ ଅଧିକାଂଶ ଶବ୍ଦ ପରିହାସ କରିବା ନିମନ୍ତେ ବ୍ୟବହାର କରିଛନ୍ତି I ଯୀଶୁ ସେମାନଙ୍କୁ “କପଟୀମାନେ”, “ଅନ୍ଧ ପଥ ପ୍ରଦର୍ଶକ”, “ନିର୍ବୋଧ” ଓ “କାଳସର୍ପ” କହିଲେ ମାଥିଉ ୨୩:୧୬-୧୭ I ଯୀଶୁ ଏହିପରି ଶବ୍ଦଗୁଡିକ ବ୍ୟବହାର କରି କହୁଥିଲେ ଯେ ଈଶ୍ବର ନିଶ୍ଚୟ ସେମାନଙ୍କୁ ଦଣ୍ଡ ଦେବେ କାରଣ ସେମାନେ ଭୁଲ କରୁଛନ୍ତି I

ବିରୋଧାଭାସ

ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ ଯାହା କିଛି ଅସମ୍ଭବକୁ ବର୍ଣ୍ଣନା କରିବା ନିମନ୍ତେ ଦେଖାଯାଏ I ଯୀଶୁ ବିରୋଧାଭାସ ବ୍ୟବହାର କରିଛନ୍ତି ଯେତେବେ ସେ କହନ୍ତି, “ତୁମ୍ଭମାନଙ୍କ ମଧ୍ୟରୁ ଯେକେହି ଶ୍ରେଷ୍ଠ ସେ ତୁମ୍ଭମାନଙ୍କର ସେବକ ହେଉ” ମାଥିଉ ୨୩:୧୧-୧୨ I

Matthew 23:1

General Information:

ଏହା କାହାଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯାହା ସମ୍ପୁର୍ଣ୍ଣରୁପେ ମାଥିଉ ୨୫:୪୬ ଚାଲୁ ରହିଅଛି, ଯେଉଁଠାରେ ଯୀଶୁ ପରିତ୍ରାଣ ଓ ଶେଷ ବିଚାର ଦିନ ବିଷୟରେ ଶିକ୍ଷା ଦେଉଛନ୍ତି I ଏଠାରେ ସେ ଲୋକମାନଙ୍କୁ ଫାରୁଶୀ ଓ ଶାସ୍ତ୍ରଜ୍ଞମାନଙ୍କ ବିଷୟରେ ଚେତାବନୀ ଦେବା ଆରମ୍ଭ କରନ୍ତି I

Matthew 23:2

sit in Moses' seat

ଏଠାରେ “ବସିଅଛନ୍ତି” ଶାସନ କରିବା ଓ ବିଚାରଦିନରେ ବିଚାର କରିବା ଅଧିକାରକୁ ସୁଚିତ କରେ I ଅନ୍ୟ ଏକ ଅନୁବାଦରେ: “ଅଧିକାର ଅଛି ଯେପରି ମୋଶାଙ୍କର ଥିଲା” କିମ୍ବା “ମୋଶାଙ୍କ ବ୍ୟବସ୍ଥାର ଅର୍ଥ କଣ କହିବାର ଅଧିକାର ଅଛି” (ଦେଖ: /WA-Catalog/or_tm?section=translate#figs-metonymy)

Matthew 23:3

whatever ... do these things and observe them

ସମସ୍ତ ବିଷୟ ... ସେମାନେ କରନ୍ତି ଓ ସେଗୁଡିକୁ ପାଳନ କରନ୍ତି କିମ୍ବା “ସବୁକିଛି ... କରନ୍ତି ଓ ପାଳନ କରନ୍ତି”

Matthew 23:4

they bind heavy burdens that are difficult to carry, and then they put them on people's shoulders. But they themselves will not move a finger to carry them

ଏଠାରେ “ଗୁରୁ ଭାର ବନ୍ଧନ କରି … ମନୁଷ୍ୟମାନଙ୍କ ସ୍କନ୍ଧରେ ଥୋଇ ଦିଅନ୍ତି” ଧାର୍ମିକ ନେତାମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ଲୋକମାନଙ୍କ ଉପରେ କଠିନ ଆଇନ ପ୍ରଣୟନ କରନ୍ତି ଓ ସେଗୁଡିକୁ ଲୋକମାନେ ପାଳନ କରିବାକୁ ବାଧ୍ୟ କରନ୍ତି I କିନ୍ତୁ “ନିଜ ଅଙ୍ଗୁଳି ଦେଇ କିଛି ଟେକି ଥଆନ୍ତି ନାହିଁ” ଏକ ରୁଢିପଦ ଅଟେ ଯାହାର ଅର୍ଥ ଧାର୍ମିକନେତା ମାନେ ଲୋକମାନଙ୍କୁ ସାହାଯ୍ୟ କରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମ୍ଭମାନଙ୍କୁ ଅତି କଠିନ ଆଇନ ଗୁଡିକୁ ପାଳନ କରିବାକୁ ଦେବେ I କିନ୍ତୁ ସେମାନେ ଲୋକମାନଙ୍କୁ ଆଇନ ପାଳନ କରିବାକୁ ସାହାଯ୍ୟ କରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-idiom)

Matthew 23:5

They do all their deeds to be seen by people

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣା ସମସ୍ତ କ୍ରିୟା କର୍ମ କରନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

For they make their phylacteries wide, and they enlarge the edges of their garments

ଉଭୟଯାକ ସେହି ବିଷୟଗୁଡିକ ଫାରୁଶୀମାନେ ଦେଖାଇବା ପାଇଁ ଯେପରି ସେମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ଈଶ୍ବରଙ୍କୁ ସମ୍ମାନ କରନ୍ତି I (ଦେଖ: /WA-Catalog/or_tm?section=translate#figs-explicit)

phylacteries

ଛୋଟ ଛୋଟ ଚମଡା ମୁଣାରେ ଶାସ୍ତ୍ରରୁ ଲେଖି ତାହା ଭିତରେ ରଖିଥିବେ

they enlarge the edges of their garments

ଫାରୁଶୀମାନେ ସେମାନଙ୍କ ଈଶ୍ବର ଭକ୍ତି ଦେଖାଇବା ନିମନ୍ତେ ବସ୍ତ୍ରରେ ସେମାନଙ୍କ ବିଶେଷ ଝୁମ୍ପା ଲମ୍ବା କରି ତିଆରି କରନ୍ତି I

Matthew 23:6

Connecting Statement:

ଫାରୁଶୀମାନଙ୍କ ସମ୍ବନ୍ଧରେ ଯୀଶୁ ଲୋକସମୁହ ଓ ଶିଷ୍ୟମାନଙ୍କୁ କହିବା ଜାରି ରଖିଛନ୍ତି I

chief places ... chief seats

ଉଭୟ ସ୍ଥାନରେ ଯେଉଁଠାରେ ଅଧିକ ମହାନବ୍ୟକ୍ତି ବସନ୍ତି I

Matthew 23:7

marketplaces

ବିଶାଳ, ମୁକ୍ତ ଆକାଶ ଅଞ୍ଚଳରେ ଯେଉଁଠାରେ ଲୋକମାନେ କ୍ରୟ ବିକ୍ରୟ କରନ୍ତି

to be called 'Rabbi' by people.

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଲୋକମାନେ ସେମାନଙ୍କୁ ‘ଗୁରୁ’ ସମ୍ବୋନ୍ଧିତ କରନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Matthew 23:8

But you must not be called

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ କାହାକୁ ସମ୍ବୋନ୍ଧିତ କରିବା ନିମନ୍ତେ ଦିଅ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

you

“ତୁମ୍ଭମାନଙ୍କ” ସମସ୍ତ ବ୍ୟବହାର ବହୁବଚନ ଅଟନ୍ତି ଓ ଯୀଶୁଙ୍କ ସମସ୍ତ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

you are brothers

ଏଠାରେ “ଭାଇମାନେ” ଅର୍ଥ “ସହବିଶ୍ବାସୀ ବୃନ୍ଦ I”

Matthew 23:9

call no man on earth your father

ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ କହିବା ନିମନ୍ତେ ଅତିଶୟୋକ୍ତି ବ୍ୟବହାର କରୁଛନ୍ତି ଯେ ସେମାନେ ଏପରିକି ଈଶ୍ବରଙ୍କଠାରୁ ଉନ୍ନତରୁ ଅଧିକ ଉନ୍ନତ ଅନୁମତି ଦେବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ପୃଥିବୀରେ ପିତା ବୋଲି କାହାକୁ ସମ୍ବୋଧନ କର ନାହିଁ” କିମ୍ବା “ଏହି ପୃଥିବୀରେ ତୁମ୍ଭର ପିତା ବୋଲି କାହାକୁ କୁହ ନାହିଁ” (ଦେଖ: /WA-Catalog/or_tm?section=translate#figs-hyperbole)

you have only one Father

ଏଠାରେ ପିତା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 23:10

Neither must you be called

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମଧ୍ୟ, କାହାକୁ ସମ୍ବୋଧନ କରିବା ଦିଅ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

you have only one teacher, the Christ

ଯେତେବେଳେ ଯୀଶୁ କହିଲେ “ଖ୍ରୀଷ୍ଟ”, ସେ ତୃତୀୟ ବଚନରେ ଆପଣା ବିଷୟରେ କହୁଥିଲେ I ଅନ୍ୟ ଏକ ଅନୁବାଦରେ: “ ମୁଁ, ହିଁ ଖ୍ରୀଷ୍ଟ” ମୁଁ ତୁମ୍ଭମାନଙ୍କ ଶିକ୍ଷକ ଅଟେ” (ଦେଖ: /WA-Catalog/or_tm?section=translate#figs-123person)

Matthew 23:11

he who is greatest among you

ତୁମ୍ଭମାନଙ୍କ ମଧ୍ୟରୁ ଯେଉଁ ଲୋକ ଶ୍ରେଷ୍ଠ ଅଟେ

among you

ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ବହୁବଚନ ଅଟେ ଓ ଯୀଶୁଙ୍କ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

Matthew 23:12

exalts himself

ସେ ଆପଣାକୁ ଶ୍ରେଷ୍ଠ କରୁ

will be humbled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ନତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

will be exalted

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଉନ୍ନତ କରିବେ” କିମ୍ବା “ଈଶ୍ବର ସମ୍ମାନିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 23:13

General Information:

ଯୀଶୁ ସ୍ବର୍ଗ ରାଜ୍ୟକୁ ଗୃହ ପରି ଥିଲା କହନ୍ତି, ଫାରୁଶୀମାନେ ସେହି ଗୃହର ଦ୍ବାର ବାହାର ପଟୁ ରୁଦ୍ଧ କରିଛନ୍ତି ଯେପରି ସେମାନେ କିମ୍ବା ଆଉକେହି ସେହି ଗୃହ ଭିତରକୁ ପ୍ରବେଶ କରି ପାରିବେ ନାହିଁ I ଯଦି ତୁମେ ଗୃହର ରୁପକ ବ୍ୟବହାର ନକରିବ, ତେବେ ମନେକରି ପରିବର୍ତ୍ତନ କରିବା “ରୁଦ୍ଧ” ଓ “ପ୍ରବେଶ” ର ସ୍ଥିତିକୁ ବ୍ୟବହାର କର I ମଧ୍ୟ, ଯେହେତୁ “ସ୍ବର୍ଗରାଜ୍ୟ” ଶବ୍ଦ ଯାହା ଈଶ୍ବରଙ୍କୁ ବୁଝାଏ, ଯିଏ ସ୍ବର୍ଗରେ ବାସ କରନ୍ତି, କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ, “ସ୍ବର୍ଗ” ନିମନ୍ତେ ତୁମ ଭାଷାରେ ଥିବା ଶବ୍ଦ ଅନୁବାଦରେ ବ୍ୟବହାର କର I (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-metonymy)

Connecting Statement:

ଫାରୁଶୀମାନଙ୍କର କପଟତା ବନିମନତେ ଯୀଶୁ ସେମାନଙ୍କୁ ଭର୍ତ୍ସନା କରିବାକୁ ଆରମ୍ଭ କଲେ I

But woe to you

ଏହା ତୁମ୍ଭମାନଙ୍କ ପାଇଁ କେତେ ଭୟଙ୍କର ହେବ ! ଦେଖ ତୁମେ ଏହାକୁ ମାଥିଉ ୧୧:୨୧ରେ କିପରି ଅନୁବାଦ କରିଅଚ୍ଛ I

You shut the kingdom of heaven against people ... you do not enter it ... neither do you allow those about to enter to do so

ସ୍ବର୍ଗ ରାଜ୍ୟ ସମ୍ବନ୍ଧରେ ଯୀଶୁ କହୁଚ୍ଛନ୍ତି, ଯେଉଁଠାରେ ଈଶ୍ବର ତାହାଙ୍କ ଲୋକମାନଙ୍କ ଉପରେ ଶାସନ କରନ୍ତି, ଯେପରି ଏହା ଏକ ଗୃହ ଥିଲା, ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ବର୍ଗରାଜ୍ୟ ରୁଦ୍ଧ କରୁଥାଅ I ତୁମ୍ଭେମାନେ ତ ନିଜେ ପ୍ରବେଶ କରୁନାହଁ, ପୁଣି ପ୍ରବେଶ କରିବାକୁ ଇଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରିବାକୁ ଦେଉ ନାହଁ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶକେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ୍ଭ ଭାଷାରେ “ସ୍ବର୍ଗ” ଶବ୍ଦ ଥିବା ଶବ୍ଦ ଅନୁବାଦରେ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ସ୍ବର୍ଗ ରାଜ୍ୟ ପ୍ରବେଶ କରିବା ନିମନ୍ତେ ତୁମ୍ଭେମାନେ ଅସମ୍ଭବ କରିଅଛ … ତୁମ୍ଭେମାନେ ନିଜେ ପ୍ରବେଶ କରିବ ନାହିଁ … ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ଦେବ ନାହିଁ” କିମ୍ବା “ଲୋକମାନେ ଈଶ୍ବରଙ୍କୁ ଗ୍ରହଣ କରିବା ନିମନ୍ତେ ତୁମ୍ଭେମାନେ ବାଧା ଦେଉଅଛ, ରାଜା ଭାବରେ … ତୁମ୍ଭେମାନେ ମଧ୍ୟ ରାଜାଙ୍କୁ ଗ୍ରହଣ କରୁନାହଁ … ପୁଣି ଯେଉଁମାନେ ରାଜାଭାବରେ ଗ୍ରହଣ କରିବାକୁ ଇଛୁକ ସେମାନଙ୍କୁ କରିବା ଦେଉ ନାହଁ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-metonymy)

Matthew 23:15

you go over sea and land

ଏହି ରୁଢି ଅଟେ ଯାହାର ଅର୍ଥ ସେମାନେ ଦୁର ସ୍ଥାନକୁ ଯାଆନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ବହୁଦୁରକୁ ଯାତ୍ରା କରୁଅଛ” (ଦେଖ: /WA-Catalog/or_tm?section=translate#figs-idiom)

to make one convert

ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କ ଧର୍ମାବଲମ୍ବୀ କରିବା ନିମନ୍ତେ

son of hell

ଏଠାରେ “ପୁତ୍ର” ଏକ ରୁଢି ଅଟେ ଯାହାର ଅର୍ଥ “ଜଣକର ସମ୍ପତ୍ତି” I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ନରକର ପାତ୍ର “ କିମ୍ବା “ଯେଉଁ ବ୍ୟକ୍ତିମାନେ ନର୍କକୁ ଯିବେ” (ଦେଖ: /WA-Catalog/or_tm?section=translate#figs-idiom)

Matthew 23:16

blind guides

ଯିହୁଦୀ ନେତାମାନେ ଆତ୍ମିକବଝାବେ ଅନ୍ଧ ଥିଲେ I ଯଦିଓ ସେମାନେ ନିଜକୁ ଶିକ୍ଷକ ମନେ କରନ୍ତି, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଅଟନ୍ତି I ଦେଖ ତୁମେ “ଅନ୍ଧ ପଥ ପ୍ରଦର୍ଶକ” ଶବ୍ଦକୁ ମାଥିଉ ୧୫:୧୪ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#figs-metaphor)

by the temple, it is nothing

ମନ୍ଦିରରେ ଶପଥ କରିବା ଗୁରୁତ୍ବ ନୁହେଁ

is bound to his oath

ଯେକେହି ଶପଥ କରେ I “ସେ ତାହାର ଶପଥରେ ଆବଦ୍ଧ” ବାକ୍ୟାଂଶ ରୁପକ ଶପଥରେ ଯେକେହି ମାନତ କରେ ସେ ତାହା କରିବା ଆବଶ୍ବକ କରେ I ଅନ୍ୟ ଏକ ଅନୁବାଦରେ: “ ଯେ ଶପଥ କରେ ସେ ତାହା ରକ୍ଷା କରିବା ଉଚିତ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 23:17

blind fools

ଯିହୁଦୀ ନେତାମାନେ ଆତ୍ମିକଭାବେ ଅନ୍ଧ ଥିଲେ I ଯଦିଓ ସେମାନେ ଆପଣାକୁ ଶିକ୍ଷକ ମନେ କରୁଥିଲେ, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଥିଲେ I (ଦେଖ: /WA-Catalog/or_tm?section=translate#figs-metaphor)

Which is greater, the gold or the temple that makes the gold holy?

ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ଫାରୁଶୀମାନଙ୍କ ଉପରେ ବିରକ୍ତ ହେଲେ କାରଣ ସେମାନେ ମନ୍ଦିର ଅପେକ୍ଷା ସ୍ବର୍ଣ୍ଣକୁ ପ୍ରାଧାନ୍ୟ ଦେଲେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ମନ୍ଦିରରେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ପବିତ୍ର ଭାବେ ଉତ୍ସର୍ଗ କରିଅଛ ତାହା ସ୍ବର୍ଣ୍ଣ ଠାରୁ ଅଧିକ ପ୍ରାଧାନ୍ୟ ଅଟେ !” (ଦେଖ: /WA-Catalog/or_tm?section=translate#figs-rquestion)

the temple that makes the gold holy

ମନ୍ଦିରରେ ସୁବର୍ଣ୍ଣ କେବଳ ଈଶ୍ବରଙ୍କର ଅଟେ

Matthew 23:18

And

ଏହି ତଥ୍ୟକୁ ସ୍ପଷ୍ଟ ଭାବେ ବର୍ଣ୍ଣନା କରିବା ଉଚିତ I ଅନ୍ୟ ଏକ ଅନୁବାଦରେ: “ପୁଣି ତୁମ୍ଭେମାନେ କହୁଥାଅ” (ଦେଖ: /WA-Catalog/or_tm?section=translate#figs-ellipsis)

it is nothing

ସେ ଯାହା ଶପଥ କରିଅଛି ତାହା କିଛି ନୁହେଁ କିମ୍ବା “ସେ ତାହାର ଶପଥକୁ ପାଳନ କରେ ନାହିଁ”

the gift

ଏହା ଗୋଟିଏ ପଶୁ କିମ୍ବା ଶସ୍ୟ ଅଟେ ଯାହା ଜଣେ ବ୍ୟକ୍ତି ଈଶ୍ବରଙ୍କ ବେଦୀରେ ଅର୍ପଣ କରେ I

is bound to his oath

ସେ ତାହା ମାନତ କରିଅଛି I ଜଣେ ବ୍ୟକ୍ତି ଯାହା ମାନତ କରିଅଛି ଆବଶ୍ୟକ କରେ ଶପଥରେ ପ୍ରକାଶ କରେ ଯେପରି ସେ ଶପଥ ରକ୍ଷା କରିବାକୁ ବନ୍ଧା ଅଟେ I ଅନ୍ୟ ଏକ ଅନୁବାଦରେ: “ଯାହା ଶପଥ କରିଅଛି ସେ ନିଶ୍ଚୟ ପାଳନ କରିବ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 23:19

blind people

ଯିହୁଦୀ ନେତାମାନେ ଆତ୍ମିକଭାବେ ଅନ୍ଧ ଥିଲେ I ଯଦିଓ ସେମାନେ ଆପଣାକୁ ଶିକ୍ଷକ ମନେ କରୁଥିଲେ, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଥିଲେ I (ଦେଖ: /WA-Catalog/or_tm?section=translate#figs-metaphor)

Which is greater, the gift or the altar that makes the gift holy?

ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ଫାରୁଶୀମାନଙ୍କ ଉପରେ ବିରକ୍ତ ହେଲେ କାରଣ ସେମାନେ ବେଦୀ ନିକଟରୁ ନିବେଦ୍ୟକୁ ପ୍ରାଧାନ୍ୟ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ବେଦୀ ନିବେଦ୍ୟକୁ ପବିତ୍ର କରେ ତାହା ନିବେଦ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଅଟେ !” (ଦେଖ: /WA-Catalog/or_tm?section=translate#figs-rquestion)

the altar that makes the gift holy

ବେଦୀ ଈଶ୍ବରଙ୍କ ନିକଟରେ ନିବେଦ୍ୟକୁ ବିଶେଷଭାବେ ସ୍ଥାପନ କରେ

Matthew 23:20

by everything on it

ଆଉ ସମସ୍ତ ନିବେଦ୍ୟ ଯାହା ଲୋକମାନେ ଅର୍ପଣ କରିଥାନ୍ତି

Matthew 23:21

the one who lives in it

ପିତା ଈଶ୍ବର

Matthew 23:22

him who sits on it

ପିତା ଈଶ୍ବର

Matthew 23:23

Woe to you ... hypocrites!

ତୁମ୍ଭମାନଙ୍କ ନିମନ୍ତେ ଏହା କେତେ ଭୟଙ୍କର ହେବ … କପଟୀମାନେ ! ଦେଖ ତୁମେ ଏହାକୁ ମାଥିଉ ୧୧:୨୧ରେ କିପରି ଅନୁବାଦ କରିଅଚ୍ଛ I

mint and dill and cumin

ଏଗୁଡିକ ବିଭିନ୍ନ ପ୍ରକାରର ପତ୍ର ଓ ଫଳ ଥିଲେ ଯାହାକୁ ଲୋକମାନେ ଖାଦ୍ୟକୁ ସ୍ବାଦିଷ୍ଟ କରିବା ନିମନ୍ତେ ବ୍ୟବହାର କରୁଥିଲେ I (ଦେଖ: /WA-Catalog/or_tm?section=translate#translate-unknown)

you have left undone

ଏହିସବୁ ପାଳନ କରିନାହଁ

the weightier matters

ଏହା ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଅଟେ

But these you ought to have done

ତୁମେ ଏହି ଗୁରୁତବପୁର୍ଣ ବ୍ୟବସ୍ଥାର ବିଷୟଗୁଡିକ ପାଳନ କରିବା ଉଚିତ ଅଟେ

and not to have left the other undone

ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର ଲଘୁ ବିଷୟଗୁଡିକର ମଧ୍ୟ ପାଳନ କରିବା ଉଚିତ୍” (ଦେଖ: /WA-Catalog/or_tm?section=translate#figs-doublenegatives)

Matthew 23:24

You blind guides

ଯୀଶୁ ଏହି ରୁପକ ବ୍ୟବହାର କରି ଫାରୁଶୀମାନଙ୍କ ନିକଟରେ ବର୍ଣ୍ଣନା କରୁଥିଲେ I ଯୀଶୁଙ୍କ କହିବାର ଅର୍ଥ ଯେ ଫାରୁଶୀମାନେ ଈଶ୍ବରଙ୍କ ଆଦେଶଗୁଡିକୁ କିମ୍ବା କିପରି ତାହାଙ୍କୁ ସନ୍ତୁଷ୍ଟ କରିବାକୁ ହେବ ବୁଝି ନାହାନ୍ତି I ଏଣୁ, ଈଶ୍ବରଙ୍କୁ ସନ୍ତୁଷ୍ଟ କିପରି କରିବେ ସେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେଇ ପାରନ୍ତି ନାହିଁ I ଦେଖ ତୁମେ ଏହି ରୁପକକୁ ମାଥିଉ ୧୫:୧୪ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#figs-metaphor)

you who strain out a gnat but swallow a camel

ସଚେତନ ନହୋଇ ଲଘୁଜ୍ଞାନ ବ୍ୟବସ୍ଥାଗୁଡିକୁ ପାଳନ କର ଓ ଗୁରୁଜ୍ଞାନ ବ୍ୟବସ୍ଥାଗୁଡିକୁ ପଛରେ ପକାଇ ଦିଅ ଛୋଟ ଅଶୁଚି ପ୍ରାଣୀକୁ ଖାଇବା ନିମନ୍ତେ ସଚେତନ ହୁଅ କିନ୍ତୁ ବଡ଼ ଅଶୁଚି ପଶୁକୁ ଖାଇ ପକାଅ I ଅନ୍ୟ ଏକ ଅନୁବାଦରେ: “ନିର୍ବୋଧ ଲୋକମାନଙ୍କ ପରି ତୁମ୍ଭେମାନେ ଯିଏ କି ସମସ୍ତ ଶକ୍ତି ଲଗାଇ ମଶାକୁ ଛାଣୁଥାଅ କିନ୍ତୁ ଓଟକୁ ଗିଳୁଥାଅ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-hyperbole)

strain out a gnat

ତାହାର ଅର୍ଥ ତରଳ ପାନିୟ ପଦାର୍ଥକୁ ଲୁଗାରେ ପକାଇ ମଶାକୁ ଛାଣୁଥାଅ

gnat

ଗୋଟିଏ ଛୋଟିଆ ମାଛି

Matthew 23:25

Woe to you ... hypocrites!

ଏହା ତୁମ୍ଭମାନଙ୍କ ନିମନ୍ତେ କେଡେ ଭୟଙ୍କର ହେବ … ରେ କପଟୀମାନେ ! ଦେଖ ତୁମେ ଏହାକୁ କିପରି ମାଥିଉ ୧୧:୨୧ରେ ଅନୁବାଦ କରିଅଚ୍ଛ I

For you clean the outside of the cup and of the plate, but inside they are full of greed and self-indulgence

ଏହା ଏକ ରୁପକ ଅଟେ ଯାହାର ଅର୍ଥ ଶାସ୍ତ୍ରଜ୍ଞ ଓ ଫାରୁଶୀମାନେ ବାହାରକୁ ପବିତ୍ର ଦେଖା ଯାଆନ୍ତି, କିନ୍ତୁ ଭିତରେ ସେମାନେ ଦୁର୍ବଳ (ପାପୀ) ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

they are full of greed and self-indulgence

ସେମାନେ ଅନ୍ୟମାନଙ୍କ ଧନ ଲୋଭ କରନ୍ତି, ଓ ସେମାନେ ନିଜ ନିଜ ପାଇଁ କାର୍ଯ୍ୟ କରି ଥାଆନ୍ତି

Matthew 23:26

You blind Pharisee

ଫାରୁଶୀମାନେ ଆତ୍ମିକଭାବେ ଅନ୍ଧ ଥିଲେ I ଯଦିଓ ସେମାନେ ଆପଣାକୁ ଶିକ୍ଷକ ମନେ କରୁଥିଲେ, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

Clean first the inside of the cup and of the plate, so that the outside may become clean also

ଏହା ଏକ ରୁପକ ଅଟେ ଯାହାର ଅର୍ଥ ଯେ ଯଦି ସେମାନେ ସେମାନଙ୍କର ହୃଦୟରେ ପବିତ୍ର ହେଲେ, ସେମାନେ ମଧ୍ୟ ବାହ୍ୟରୁପରେ ମଧ୍ୟ ପବିତ୍ର ହେବେ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 23:27

you are like whitewashed tombs ... unclean

ଏହା ଏକ ସମାନ ଶବ୍ଦ ଅଟେ ଯାହାର ଅର୍ଥ ଶସ୍ତ୍ରୀ ଓ ଫାରୁଶୀମାନେ ବାହିଃକଭାବେ ଶୁଦ୍ଧ ହେବେ କିନ୍ତୁ ଅନ୍ତରରେ ସେମାନେ ଦୁଷ୍ଟ (ପାପ କରିବାକୁ ଲୋଭ) ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-simile)

whitewashed tombs

ତୁମ୍ଭେମାନେ ଶୁଚିକୃତ ସମାଧି ସ୍ବରୁପ I ଯିହୁଦୀମାନେ ସେମାନଙ୍କର ସମାଧିକୁ ଶୁକ୍ଲିକୃତ କରନ୍ତି ଯେପରି ଲୋକମାନେ ସହଜରେ ଦେଖି ପାରିବେ ଓ ସ୍ପର୍ଶ କରିବେ ନାହିଁ I ସମାଧିକୁ ଛୁଇଁଲେ ଜଣେ ବ୍ୟକ୍ତି ବିଧି ଅନୁସାରେ ଅଶୁଚି ହୋଇଯାଏ I (ଦେଖ: /WA-Catalog/or_tm?section=translate#figs-explicit)

Matthew 23:29

of the righteous

ଏହି ନାମମାତ୍ର ବିଶେଷଣକୁ ବିଶେଷଣରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଧାର୍ମିକ ଲୋକମାନଙ୍କୁ” (ଦେଖ: /WA-Catalog/or_tm?section=translate#figs-nominaladj)

Matthew 23:30

in the days of our fathers

ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସମୟରେ

we would not have been participants with them

ଆମ୍ଭେମାନେ ସେମାନଙ୍କ ସହଭାଗୀ ହୋଇ ନଥାନ୍ତୁ

shedding the blood of

ଏଠାରେ “ରକ୍ତପାତ” ଜୀବନକୁ ବୁଝାଏ I ରକ୍ତପାତର ଅର୍ଥ ବଧ କରିବା I ଅନ୍ୟ ଏକ ଅନୁବାଦରେ: “ବଧ କରିବା” କିମ୍ବା “ହତ୍ୟା କରିବା” (ଦେଖ: /WA-Catalog/or_tm?section=translate#figs-metonymy)

Matthew 23:31

you are sons

ଏଠାରେ “ସନ୍ତାନ” ଅର୍ଥ “ବଂଶଜ”

Matthew 23:32

You also fill up the measure of your fathers

ଯୀଶୁ ଏହି ରୁପକ ବ୍ୟବହାର କରିବାର ଅର୍ଥ ଯେ ଫାରୁଶୀମାନେ ସମ୍ପୁର୍ଣ୍ଣରୁପେ ଦୁଷ୍ଟ ଆଚ୍ଚରଣ କରୁଥିଲେ ଯେ ସେମାନଙ୍କ ପିତୃପୁରୁଷ ଆରମ୍ଭ କରିଥିଲେ ଯେଉଁସମୟରେ ସେମାନେ ଭାବବାଦୀମାନଙ୍କୁ ହତ୍ୟା କଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କ ପରିମାଣ ପୁର୍ଣ୍ଣ କର” (ଦେଖ: /WA-Catalog/or_tm?section=translate#figs-metaphor)

Matthew 23:33

You serpents, you offspring of vipers

ସର୍ପଗୁଡାକ ଓ କାଳସର୍ପ ବିଶାକ୍ତ ସାପ ଅଟନ୍ତି I ସେମାନେ ଭୟଙ୍କର ଓ ମନ୍ଦତାର ଚିହ୍ନ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “କାଳସର୍ପ ପରି ତୁମ୍ଭେମାନେ ମଧ୍ୟ ଭୟଙ୍କର ଅଟ” (ଦେଖ: /WA-Catalog/or_tm?section=translate#figs-doublet/WA-Catalog/or_tm?section=translate#figs-metaphor)

offspring of vipers

ଏଠାରେ “ସନ୍ତାନ” ଅର୍ଥ ସେହିପରି ଚରିତ୍ର ବିଶିଷ୍ଟ ବ୍ୟକ୍ତି”I ଦେଖ ତୁମେ ଏହି ସମାନ ପଦଗୁଡିକ ମାଥିଉ ୩:୭ରେ କିପରି ଅନୁବାଦ କରିଅଚ୍ଛ I

how will you escape the judgment of hell?

ଯୀଶୁ ଏହି ପ୍ରଶ୍ନକୁ ଏକ ଚେତାବନୀ ରୁପେ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କି ପ୍ରକାରେ ନରକର ଦଣ୍ଡରୁ ରକ୍ଷା ପାଇବ !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 23:34

Connecting Statement:

ଯୀଶୁ ଧାର୍ମିକ ନେତାମାନଙ୍କୁ ସେମାନଙ୍କ କପଟତାର କାରଣରୁ ଅନୁଯୋଗ କରିବା ଜାରି ରଖିଛନ୍ତି I

I am sending you prophets and wise men and scribes

ବେଳେବେଳେ ବର୍ତ୍ତମାନ କାଳ ବ୍ୟବହାର କରି ଦେଖାଇବା ନିମନ୍ତେ ଯେ କେହିଜଣେ କିଛି ଖୁବ୍ ଶୀଘ୍ର କରିବାକୁ ଯାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ, ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପ୍ରେରଣ କରୁଅଛି I”

Matthew 23:35

upon you will come all the righteous blood that has been shed on the earth

“ତୁମ୍ଭମାନଙ୍କ ଉପରେ ବର୍ତିବ” ବାକ୍ୟାଂଶ ଏକ ରୁଢି ଅଟେ ଯାହାର ଅର୍ଥ ଦଣ୍ଡ ଗ୍ରହଣ କରିବା I ରକ୍ତପାତ କରିବା ଏକ ଲକ୍ଷଣସୁଚକ ଶବ୍ଦ ଅଟେ ଯାହାର ଅର୍ଥ ଜଗତରେ ଧାର୍ମିକ ଲୋକମାନଙ୍କୁ ବଧ କରିବା ଅଟେ, ଏଣୁ, ପୃଥିବରେ ଯେତେ ଧାର୍ମିକମାନଙ୍କର ରକ୍ତପାତ ହୋଇଅଛି” ସେହି ଧାର୍ମିକ ଲୋକମାନଙ୍କୁ ହତ୍ୟା କରାଯାଇଛି ସେମାନଙ୍କୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କ ଉପରେ ଧାର୍ମିକମାନଙ୍କର ରକ୍ତପାତ ବର୍ତିାଇବେ” (ଦେଖ: /WA-Catalog/or_tm?section=translate#figs-idiom/WA-Catalog/or_tm?section=translate#figs-metonymy)

from the blood ... to the blood

ଏଠାରେ “ରକ୍ତପାତ” ଜଣେ ବ୍ୟକ୍ତିଙ୍କୁ ବଧ କରିବାକୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ବଧ କରିବା ଅପେକ୍ଷା …ହତ୍ୟାକାରୀ ପର୍ଯ୍ୟନ୍ତ” (ଦେଖ: /WA-Catalog/or_tm?section=translate#figs-metonymy)

Abel ... Zechariah

ଯେପରି ଧାର୍ମିକ ହେବଲ ପ୍ରଥମେ ହତ୍ୟାର ଶିକାର ହୋଇଥିଲେ, ଓ ଜିଖରିୟ, ଯାହାଙ୍କୁ ମନ୍ଦିରରେ ଯିହୁଦୀମାନଙ୍କ ଦ୍ବାରା ହତ୍ୟା କରା ଯାଇଥିଲା ହୁଏତ ସେ ଶେଷ ଭାବବାଦୀ ମନେ ହୁଏ I ଏହି ଦୁଇ ବ୍ୟକ୍ତି ସମସ୍ତ ଧାର୍ମିକ ବ୍ୟକ୍ତିଙ୍କୁ ଉପସ୍ଥାପନ କରେ ଯେଉଁମାନଙ୍କୁ ହତ୍ୟା କରାଯାଇଛି I (ଦେଖ: /WA-Catalog/or_tm?section=translate#figs-merism)

Zechariah

ଏହି ଜିଖରୀୟ ବାପ୍ତିଜକ ଯୋହନଙ୍କ ପିତା ନଥିଲେ I

whom you killed

ଯୀଶୁ କହୁନାହାନ୍ତି ଯେ ଯେଉଁ ଲୋକମାନଙ୍କ ବିଷୟରେ କହୁଛନ୍ତି ସେମାନେ ପ୍ରକୃତରେ ଜିଖାରିୟଙ୍କୁ ହତ୍ୟା କରିଥିଲେ I ସେ ସେମାନଙ୍କର ପିତୃପୁରୁଷଙ୍କୁ ବିଷୟରେ କହୁଛନ୍ତି I

Matthew 23:36

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ କଥିତ ବାକ୍ୟକୁ ଗୁରୁତ୍ବାରୋପ କରେ I

Matthew 23:37

Connecting Statement:

ଯୀଶୁ ଯିରୁଶାଲମର ଲୋକମାନଙ୍କ ନିମନ୍ତେ ବିଳାପ କରୁଛନ୍ତି ଯେହେତୁ ସେମାନେ ଈଶ୍ବରଙ୍କର ପ୍ରତ୍ୟକ ଦୁତ୍ତମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି I

Jerusalem, Jerusalem

ଯୀଶୁ ଯିରୁଶାଲମ ନିବାସୀମାନଙ୍କୁ କହନ୍ତି ଯଦ୍ୟପି ସେମାନେ ସେହି ନଗରରେ ଥିଲେ I (ଦେଖ: /WA-Catalog/or_tm?section=translate#figs-apostrophe/WA-Catalog/or_tm?section=translate#figs-metonymy)

those who are sent to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

your children

ଯୀଶୁ ଯିରୁଶାଲମକୁ ଜଣେ ମହିଳା ଓ ତାହାର ସନ୍ତାନଗଣ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର ଲୋକମାନେ” କିମ୍ବା “ତୁମ୍ଭର ସନ୍ତାନଗଣ” (ଦେଖ: /WA-Catalog/or_tm?section=translate#figs-metaphor)

just as a hen gathers her chicks under her wings

ଏହା ଏକ ଉପମା ଅଟେ ଯାହା ଲୋକମାନଙ୍କ ନିମନ୍ତେ ଯୀଶୁଙ୍କ ପ୍ରେମ ଓ ସେ କିପରି ସେମାନଙ୍କର ଯତ୍ନ ନେଇଛନ୍ତି ତାହାକୁ ଗୁରୁତ୍ବାରୋପ କରେ I (ଦେଖ: /WA-Catalog/or_tm?section=translate#figs-simile)

hen

ମାଈ କୁକୁଡା I ତୁମେ ଏହାକୁ ଯେକୌଣସି ପକ୍ଷୀ ଯିଏ ତାହାର ଛୁଆମାନଙ୍କୁ ତାହାର ଡେଣାରେ ଘୋଡାଇ ସୁରକ୍ଷା ଦିଏ ସେହିପରି ଅନୁବାଦ କରିପାରିବ I (ଦେଖ: /WA-Catalog/or_tm?section=translate#translate-unknown)

Matthew 23:38

your house is left to you desolate

ଈଶ୍ବର ତୁମ୍ଭମାନଙ୍କ ଘର ଛାଡି ଦେଇଛନ୍ତି ଓ ଏହା ଶୁନ୍ୟ ପଡିଅଛି

your house

ସାମ୍ଭାବିତ ଅର୍ଥଗୁଡିକ ୧) “ଯିରୁଶାଲମ ନଗରୀ” କିମ୍ବା ୨) “ମନ୍ଦିର I” (ଦେଖ: /WA-Catalog/or_tm?section=translate#figs-metonymy)

Matthew 23:39

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଉକ୍ତିକୁ ଗୁରୁତ୍ବାରୋପ କରେ I

Blessed is he who comes in the name of the Lord

ଏଠାରେ “ନାମରେ” ଅର୍ଥ “ଶକ୍ତିରେ” କିମ୍ବା “ଜଣେ ପ୍ରତିନିଧି ଭାବେ” I ଦେଖ ତୁମେ ଏହାକୁ ମାଥିଉ ୨୧:୯ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ନାମରେ ଯିଏ ଆସୁଛନ୍ତି, ସେ ଧନ୍ୟ” କିମ୍ବା “ଯେ ପ୍ରଭୁଙ୍କ ପ୍ରତିନିଧି ହୋଇ ଆସୁଛନ୍ତି ସେ ଧନ୍ୟ ହେବ” (ଦେଖ: /WA-Catalog/or_tm?section=translate#figs-metonymy)