Matthew 25

ମାଥିଉ ୨୫ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟ ପୂର୍ବ ଅଧ୍ୟାୟର ଶିକ୍ଷାକୁ ଜାରି ରଖିଛି I

ଏହି ଅଧୟରେ ବିଶେଷ ଧାରଣା

ଦଶ କୁମାରୀଙ୍କ ଦୃଷ୍ଟାନ୍ତ

ଯୀଶୁ ଦଶ କୁମାରୀଙ୍କ ଦୃଷ୍ଟାନ୍ତ କହିଲେ (ମାଥିଉ ୨୫:୧-୧୩) ତାହାଙ୍କ ଆଗମନ ନିମନ୍ତେ ଶିଷ୍ୟମାନଙ୍କୁ ଜାଗ୍ରତ ହେବା ନିମନ୍ତେ କହିଲେ I ତାହାଙ୍କ ଶ୍ରୋତାମାନେ ଦୃଷ୍ଟାନ୍ତ ବୁଝି ପାରିବେ କାରଣ ସେମାନେ ଯିହୁଦୀ ବିବାହ ପ୍ରଥା ଜାଣିଥିଲେ I

ଯେତେବେଳେ ଯିହୁଦୀମାନେ ବିବାହ ଆୟୋଜନ କରନ୍ତି, ବିବାହ ନିମନ୍ତେ ସେମାନେ ସପ୍ତାହ କିମ୍ବା ମାସ ପୂର୍ବରୁ ଯୋଜନା କରନ୍ତି I ଉପଯୁକ୍ତ ସମୟରେ, ଜଣେ ଯୁବା କନ୍ୟା ଗୃହକୁ ଆସିବ, ଯେଉଁଠାରେ କନ୍ୟା ତାହାଙ୍କୁ ଅପେକ୍ଷା (ଚାହିଁ) ରହିଥିବ I ତାହା ପରେ ବିବାହ ରୀତି ଆରମ୍ଭ ହେବ, ଓ ତାପରେ ବର ଓ କନ୍ୟା ବରର ଗୃହକୁ ଯାତ୍ରା କରିବେ, ଯେଉଁଠାରେ ଗୋଟିଏ ଭୋଜିର ଆୟୋଜନ ହୋଇଥିବ I (ଦେଖ: /WA-Catalog/or_tm?section=translate#writing-apocalypticwriting)

Matthew 25:1

ଯୀଶୁ ବ୍ୟାଖ୍ୟା କରିବା ନିମନ୍ତେ ଦଶଜଣ ସୁବୁଦ୍ଧି ଓ ନିର୍ବୁଦ୍ଧି କୁମାରୀଙ୍କ ବିଷୟରେ ଦୃଷ୍ଟାନ୍ତ କହନ୍ତି ଯାହା ତାହାଙ୍କ ଆଗମନ ନିମନ୍ତେ ଯେପରି ଶିଷ୍ୟମାନେ ଜାଗ୍ରତ ରହିବା ଉଚିତ I (ଦେଖ: /WA-Catalog/or_tm?section=translate#figs-parables)

the kingdom of heaven will be like

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହୃତ ହୋଇଅଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I ଦେଖ ତୁମେ ମାଥିଉ ୧୩:୨୪ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ରାଜାଭାବେ ଆପଣାକୁ ପ୍ରକାଶ କରନ୍ତି, ଏହିପରି ହେବ” (ଦେଖ: /WA-Catalog/or_tm?section=translate#figs-metonymy)

lamps

ସେଗୁଡିକ ହୋଇପାରେ ୧) ଲଣ୍ଠନ (ବତୀ) କିମ୍ବା ୨) ଦ୍ବୀପ ଚାରିପାଖ ଲୁଗାରେ ବଳୀ ଏହାର ଅଗ୍ର ଭାଗରେ ଗୋଟିଏ କାଠି ଓ ତୈଳରେ ଭିଜା ଯାଇଥାଏ I

Matthew 25:2

Five of them

ସେଥି ମଧ୍ୟରୁ ପାଞ୍ଚଜଣ କୁମାରୀ

Matthew 25:3

did not take any oil with them

ସେମାନଙ୍କ ପ୍ରଦୀପ ସହିତ ତୈଳ ନେଲେ

Matthew 25:5

Now

ଏହା ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର ହୋଇଛି I ଏଠାରେ ଯୀଶୁ ବିବରଣୀର ଏକ ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I

while the bridegroom was delayed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ବର ଆସିବା ବିଳମ୍ବ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)

they all got sleepy

ସମସ୍ତ ଦଶ କୁମାରୀ ଶୋଇ ପଡିଲେ

Matthew 25:6

there was a cry

କେହି ଜଣେ ଉଚ୍ଚ ସ୍ବରରେ କହିଲେ

Matthew 25:7

ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

trimmed their lamps

ଆପଣା ଆପଣା ପ୍ରଦୀପ ସଜାଡିଲେ

Matthew 25:8

The foolish said to the wise

ଏହି ନାମମାତ୍ର ବିଶେଷଣକୁ ବିଶେଷଣରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ନିର୍ବୁଦ୍ଧି କନ୍ୟା ସୁବୁଦ୍ଧି କନ୍ୟାଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-nominaladj)

our lamps are going out

ଏହା ଏକ ରୁଢିପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ଆମମାନଙ୍କ ଦୀପ ସବୁ ଲିଭିବାକୁ ବସିଲାଣି” (ଦେଖ: /WA-Catalog/or_tm?section=translate#figs-idiom)

Matthew 25:10

ଯୀଶୁ ଦଶ କୁମାରୀଙ୍କ ଦୃଷ୍ଟାନ୍ତ କହିବା ସମାପ୍ତ କରନ୍ତି I (ଦେଖ: /WA-Catalog/or_tm?section=translate#figs-parables)

they went away

ପାଞ୍ଚ ଜଣ କୁମାରୀ ବାହାରି ଗଲେ

to buy

ବୁଝି ହେଉଥିବା ତଥ୍ୟକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅଧିକ ତୈଳ କିଣିବାକୁ” (ଦେଖ: /WA-Catalog/or_tm?section=translate#figs-ellipsis)

those who were ready

ଆଉ ସେହି କୁମାରୀ ଯାହାଙ୍କ ନିକଟରେ ବଳକା ତେଲ ଥିଲା I

the door was shut

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦାସମାନେ ଦ୍ବାର ବନ୍ଦ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 25:11

open for us

ଏହି ଅନ୍ତର୍ହିତ ସୂଚନାକୁ ସ୍ପଷ୍ଟକରି କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ନିମନ୍ତେ ଦ୍ବାର ଫିଟାଇ ଦିଅ ଯେପରି ଆମ୍ଭେମାନେ ଭିତରକୁ ଆସି ପାରିବୁ” (ଦେଖ: /WA-Catalog/or_tm?section=translate#figs-explicit)

Matthew 25:12

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଗୃହକର୍ତ୍ତାଙ୍କ ମନ୍ତବ୍ୟକୁ ଗୁରୁତ୍ବାରୋପ କରେ I

I do not know you

ତୁମେ କିଏ ମୁଁ ତୁମ୍ଭ ମାନଙ୍କୁ ଜାଣେ ନାହିଁ I ଏହା ଦୃଷ୍ଟାନ୍ତର ସମାପ୍ତି ଅଟେ I

Matthew 25:13

you do not know the day or the hour

ଏଠାରେ “ଦିନ” ଓ ‘ଦଣ୍ଡ” ସଠିକ ସମୟକୁ ନିଦର୍ଶନ କରେ I ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟକରି କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେତେବେଳେ ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ ତୁମେ ସଠିକ ସମୟ ଜାଣି ନାହଁ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 25:14

ଯୀଶୁ ବ୍ୟାଖ୍ୟା କରିବା ନିମନ୍ତେ ବିଶ୍ବସ୍ତ ଓ ଅବିଶ୍ବସ୍ତ ଦାସ ବିଷୟରେ ଏକ ଦୃଷ୍ଟାନ୍ତ କହିଲେ ଯେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ଅନୁପସ୍ଥିତ ଥିବା ସମୟରେ ଯେପରି ସେମାନେ ବିଶ୍ବସ୍ତ ରହିବେ ଓ ତାହାଙ୍କ ଆଗମନ ନିମନ୍ତେ ଜାଗ୍ରତ ରହିବେ I (ଦେଖ: /WA-Catalog/or_tm?section=translate#figs-explicit)

it is like

ଏଠାରେ “ଏହା” ଶବ୍ଦ ସ୍ବର୍ଗରାଜ୍ୟକୁ ବୁଝାଏ (ମାଥିଉ ୧୩:୨୪) I

was about to go

ବିଦେଶକୁ ଯାତ୍ରା କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି କିମ୍ବା “ଶୀଘ୍ର ବିଦେଶକୁ ଯିବେ”

gave over to them his wealth

ତାହାଙ୍କ ସମ୍ପତ୍ତିରେ ଅଧିକାର ସେମାନଙ୍କୁ ଦେଲେ

his wealth

ତାହାଙ୍କ ସମ୍ପତ୍ତି ଦେଲେ

Matthew 25:15

five talents

ପାଞ୍ଚ ତୋଡା ସ୍ବର୍ଣ୍ଣ I ଆଧୁନିକ ଟଙ୍କାରେ ଅନୁବାଦକୁ ପ୍ରତ୍ୟାଖ୍ୟାନ କର I ଗୋଟିଏ “ତୋଡା” ସୁବର୍ଣ୍ଣ ଥିଲା ୨୦ ବର୍ଷର ମଜୁରୀର ମୁଲ୍ୟ ଥିଲା I ଏହି ଦୃଷ୍ଟାନ୍ତ ପାଖାପାଖି ପାଞ୍ଚ, ଦୁଇ, ଓ ଏକ, ବିଶାଳ ପରିମାଣରେ ସମ୍ପତ୍ତି ଆବଶ୍ୟକ କରେ I ଅନ୍ୟ ଏକ ଅନୁବାଦରେ: “ସ୍ବର୍ଣ୍ଣର ପାଞ୍ଚ ତୋଡା” କିମ୍ବା “ପାଞ୍ଚ ତୋଡା ସ୍ବର୍ଣ୍ଣ ପ୍ରତ୍ୟେକ ୨୦ ବର୍ଷର ମଜୁରୀର ମୁଲ୍ୟ” (ଦେଖ: /WA-Catalog/or_tm?section=translate#translate-bmoney)

to another he gave two ... gave one talent

“ତୋଡା” ଶବ୍ଦ ପୂର୍ବ ବାକ୍ୟାଂଶରେ ବୁଝା ପଡୁଅଛି I ଅନ୍ୟ ଏକ ଅନୁବାଦରେ: “ଅନ୍ୟ ଜଣକୁ ଦୁଇ ତୋଡା ସ୍ବର୍ଣ୍ଣ ଦେଲେ…ପୁଣି ଗୋଟିଏ ସ୍ବର୍ଣ୍ଣ ତୋଡା ଦେଲେ” କିମ୍ବା “ଅନ୍ୟକୁ ସେ ଦୁଇ ବସ୍ତା ସ୍ବର୍ଣ୍ଣ ଦେଲେ … ଗୋଟିଏ ବସ୍ତା ସ୍ବର୍ଣ୍ଣ ଦେଲେ” (ଦେଖ: /WA-Catalog/or_tm?section=translate#figs-ellipsis)

according to his own ability

ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟକରି କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଦାସର ଦକ୍ଷତା ଅନୁସାରେ ସମ୍ପତ୍ତିର ରକ୍ଷଣା ବେକ୍ଷଣା କଲେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 25:16

made another five talents

ତାହାର ନିବେଶରୁ, ସେ ଆହୁରି ପାଞ୍ଚ ତୋଡା କଲେ

Matthew 25:17

ଯୀଶୁ ଦାସ ଓ ତୋଡା ସମ୍ବନ୍ଧରେ ଦୃଷ୍ଟାନ୍ତ ଶିକ୍ଷା ଦେବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables/WA-Catalog/or_tm?section=translate#translate-bmoney)

made another two

ଆହୁରି ଦୁଇ ତୋଡା ରୋଜଗାର କଲେ

Matthew 25:19

ଯୀଶୁ ଦାସ ଓ ତୋଡା ବିଷୟରେ ଦୃଷ୍ଟାନ୍ତ ଦେବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables/WA-Catalog/or_tm?section=translate#translate-bmoney)

Now

ଏହି ଶବ୍ଦ ମୁଖ୍ୟ କାହାଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଛି I ଏଠାରେ ଯୀଶୁ କାହାଣୀର ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I

Matthew 25:20

I have made five talents more

ମୁଁ ଆଉ ପାଞ୍ଚ ତୋଡା କରିଅଛି

talents

ଗୋଟିଏ “ତୋଡା” ୨୦ ବର୍ଷ ମଜୁରୀର ମୁଲ୍ୟ ଥିଲା I ଆଧୁନିକ ଟଙ୍କାରେ ଅନୁବାଦ କରିବାକୁ ପ୍ରତ୍ୟାଖ୍ୟାନ କର I ଦେଖ ତୁମେ ଏହାକୁ ମାଥିଉ ୨୫:୧୫ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#translate-bmoney)

Matthew 25:21

Well done

ତୁମ୍ଭେ ଉତ୍ତମ କରିଅଛ କିମ୍ବା “ତୁମେ ଉପଯୁକ୍ତ କରିଅଛ I” ତୁମ ସଂସ୍କୃତିରେ ଗୃହକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ପଦ୍ଧତି ଥାଇପାରେ (କିମ୍ବା କେହିଜଣେ ଅଧିକାରୀ) ଯାହା ବ୍ୟବହାର ଦ୍ବାରା ବୁଝା ପଡିବ ଯେ ତାହାଙ୍କ ଦାସ ଯାହା କରିଛନ୍ତି ସେ ତାହାକୁ ଗ୍ରହଣ କରୁଛନ୍ତି (କିମ୍ବା କେହିଜଣେ ତାଙ୍କର ନିମ୍ଣସ୍ଥ କର୍ମଚାରୀ) I

Enter into the joy of your master

“ଆନନ୍ଦରେ ସହଭାଗୀ ହୁଅ” ବାକ୍ୟାଂଶ ଏକ ରୁଢିପଦ ଅଟେ I ଆହୁରି ମଧ୍ୟ, ପ୍ରଭୁ ଆପଣାକୁ ତୃତୀୟ ବଚନରେ ପ୍ରକାଶ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆସ ଓ ଆପଣା ପ୍ରଭୁଙ୍କଠାରେ ଆନନ୍ଦରେ ସହଭାଗୀ ହୁଅ” (ଦେଖ: /WA-Catalog/or_tm?section=translate#figs-idiom/WA-Catalog/or_tm?section=translate#figs-123person )

Matthew 25:22

ଯୀଶୁ ଦାସ ଓ ତୋଡା ସମ୍ବନ୍ଧରେ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables/WA-Catalog/or_tm?section=translate#translate-bmoney)

I have made two more talents

ମୁଁ ଆଉ ଦୁଇ ତୋଡା ଲାଭ କରିଅଛି

Matthew 25:23

Well done

ତୁମେ ଉତ୍ତମ କରିଅଛ କିମ୍ବା “ତୁମ୍ଭେ ଉପଯୁକ୍ତ କରିଅଛ I” ତୁମ ସଂସ୍କୃତିରେ ଗୃହକର୍ତ୍ତା (ପ୍ରଭୁ)ଙ୍କୁ ଧନ୍ୟବାଦ ଜଣାଇବା ପଦ୍ଧତି ଥାଇପାରେ (କିମ୍ବା କେହିଜଣେ ଅଧିକାରୀ) ଯାହା ବ୍ୟବହାର ଦ୍ବାରା ବୁଝା ପଡିବ ଯେ ତାହାଙ୍କ ଦାସ ଯାହା କରିଛନ୍ତି ସେ ତାହାକୁ ଗ୍ରହଣ କରୁଛନ୍ତି (କିମ୍ବା କେହିଜଣେ ତାଙ୍କର ନିମ୍ଣସ୍ଥ କର୍ମଚାରୀ) I ଦେଖ ତୁମେ ଏହାକୁ ମାଥିଉ ୨୫:୨୧ରେ କିପରି ଅନୁବାଦ କରିଅଚ୍ଛ I

Enter into the joy of your master

“ଆନନ୍ଦରେ ସହଭାଗୀ ହୁଅ” ବାକ୍ୟାଂଶ ଏକ ରୁପକ ଅଟେ I ମଧ୍ୟ, ପ୍ରଭୁ ଆପଣାକୁ ତୃତୀୟ ବଚନରେ ପ୍ରକାଶ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆସ ଓ ଆପଣା ପ୍ରଭୁଙ୍କ ଆନନ୍ଦରେ ସହଭାଗୀ ହୁଅ I” ଦେଖ ତୁମେ ଏହାକୁ ମାଥିଉ ୨୫:୨୧ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#figs-idiom/WA-Catalog/or_tm?section=translate#figs-123person)

Matthew 25:24

ଯୀଶୁ ଦାସ ଓ ତୋଡା ସମ୍ବନ୍ଧରେ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables/WA-Catalog/or_tm?section=translate#translate-bmoney)

You reap where you did not sow, and you harvest where you did not scatter

“ତୁମେ ଯେଉଁଠାରେ ବୁଣି ନଥାଅ ସେହିଠାରେ ଅମଳ କରିଥାଅ” ଆଉ ଯେଉଁଠାରେ ଶସ୍ୟ ଉଡାଇ ନଥାନ୍ତି, ସେଠାରେ ସଂଗ୍ରହ କରନ୍ତି” ଶବ୍ଦଗୁଡିକର ଅର୍ଥ ସମାନ I ସେଗୁଡିକ ଏପରି ଜଣେ କୃଷକକୁ ବୁଝାଏ ଯେଉଁମାନେ ଅନ୍ୟମାନଙ୍କ କ୍ଷେତରୁ ଶସ୍ୟ ସଂଗ୍ରହ କରନ୍ତି I ଏହି ଦୃଷ୍ଟାନ୍ତରେ ବ୍ୟବହୃତ ଦାସ ଶବ୍ଦ ପ୍ରଭୁଙ୍କୁ ଦୋଷାରୋପ କରିବା ଅର୍ଥରେ ଅନ୍ୟମାନଙ୍କର ନ୍ୟାର୍ଯ୍ୟକୁ ନେବାକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-parallelism)

scatter

ଶସ୍ୟ ଉଡାଇବା I ଏହା ଭୁମିରେ ଯତ୍ନ ସହକାରେ ବୀଜ ବୁଣିବାକୁ ବୁଝାଏ I

Matthew 25:25

See, you have here what belongs to you

ଦେଖ, ଆପଣ ଆପଣାର ଧନ ପାଇଲେ

Matthew 25:26

ଯୀଶୁ ଦାସ ଓ ତୋଡା ସମ୍ବନ୍ଧରେ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

You wicked and lazy servant, you knew

ରେ ଦୁଷ୍ଟ ଓ ଅଳସ ଦାସ I ତୁମେ ଜାଣିଥିଲ

I reap where I have not sowed and harvest where I have not scattered

“ମୁ ଯେଉଁଠାରେ ବୁଣି ନଥାଏ ସେହିଠାରେ ଅମଳ କରେ” ଆଉ ଯେଉଁଠାରେ ଶସ୍ୟ ଉଡାଇ ନଥାଏ, ସେଠାରେ ସଂଗ୍ରହ କରେ” ଶବ୍ଦ ଗୁଡିକର ଅର୍ଥ ସମାନ I ସେଗୁଡିକ ଏପରି ଜଣେ କୃଷକକୁ ବୁଝାଏ ଯେ ଅନ୍ୟମାନଙ୍କ କ୍ଷେତରୁ ଶସ୍ୟ ସଂଗ୍ରହ କରନ୍ତି I ଦେଖ ତୁମେ ଏହାକୁ ମାଥିଉ ୨୫:୧୪ରେ କିପରି ଅନୁବାଦ କରିଅଚ୍ଛ, ଯେଉଁଠାରେ ଦାସ କୃଷକକୁ ଦୋଷାରୋପ କରିବା ନିମନ୍ତେ ଶବ୍ଦଗୁଡିକ ବ୍ୟବହାର କରନ୍ତି I ପାଠକ ଯେପରି ବୁଝିବେ ଯେ କୃଷକ ମତବ୍ୟକ୍ତ କରନ୍ତି ଯେ ସେ ଅନ୍ୟମାନେ ବୁଣିଥିବା କ୍ଷେତରୁ ଶସ୍ୟ ସଂଗ୍ରହ କରିଥିଲେ କିନ୍ତୁ ସେ କହିଲେ ଏହା କରିବା ତାହାଙ୍କ ନ୍ୟାର୍ଯ୍ୟ ଥିଲା I (ଦେଖ: /WA-Catalog/or_tm?section=translate#figs-parallelism/WA-Catalog/or_tm?section=translate#figs-metaphor)

Matthew 25:27

received back my own

ବୁଝି ପାରୁଥିବା ସୂଚନାଗୁଡିକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ଧନ ଫେରି ପାଇ ଥାଆନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)

interest

ତେବେ ବଣିକମାନଙ୍କ ହସ୍ତରେ ମୋହର ତୋଡା ରଖିବା ତୋର ଉଚିତ ଥିଲା

Matthew 25:28

ଯୀଶୁ ଦାସ ଓ ତୋଡା ସମ୍ବନ୍ଧରେ ଦୃଷ୍ଟାନ୍ତ ଦେବା ସମାପ୍ତ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-parables/WA-Catalog/or_tm?section=translate#translate-bmoney)

take away the talent

ପ୍ରଭୁ ଅନ୍ୟ ଦାସ ମାନଙ୍କୁ କହିଲେ I

talent

ଗୋଟେ “ତୋଡା” ୨୦ ବର୍ଷର ମଜୁରୀ ଥିଲା I ଆଧୁନିକ ଟଙ୍କାରେ ଅନୁବାଦ କରିବାକୁ ପ୍ରତ୍ୟାଖ୍ୟାନ କର I ଦେଖ ତୁମେ ଏହାକୁ ମାଥିଉ ୨୫:୧୫ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#translate-bmoney)

Matthew 25:29

who possesses

ଏହା ସୁଚିତ କରେ ଯେ ଯେଉଁ ଲୋକର ସମ୍ପତ୍ତି ଅଛି ମଧ୍ୟ ସେ ଜ୍ଞାନର ସହିତ ଏହାକୁ ବ୍ୟବହାର କରେ I ଅନ୍ୟ ଏକ ଅନୁବାଦରେ: “ଯାହା ପାଖରେ ଅଛି ସେ ତାହାର ଉପଯୁକ୍ତ ବ୍ୟବାହର କରେ” (ଦେଖ: /WA-Catalog/or_tm?section=translate#figs-explicit)

even more abundantly

ଆହୁରି ଅଧିକ

from anyone who does not possess anything

ଏହା ସୁଚିତ କରେ ଯେ ଯେଉଁ ଲୋକର ସମ୍ପତ୍ତି ଅଛି ସେ ଜ୍ଞାନର ସହିତ ଏହାକୁ ବ୍ୟବହାର କରେ I ଅନ୍ୟ ଏକ ଅନୁବାଦରେ: “ଯାହା ପାଖରେ ଅଛି ସେ ଜ୍ଞାନର ସହିତ ଉପଯୁକ୍ତ ବ୍ୟବାହର କରି ନାହିଁ ” (ଦେଖ: /WA-Catalog/or_tm?section=translate#figs-explicit)

will be taken away

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ନେଇ ଯିବେ” କିମ୍ବା “ମୁଁ କାଢି ନେବି” (ଦେଖ: /WA-Catalog/or_tm?section=translate#figs-activepassive)

Matthew 25:30

the outer darkness

ଏଠାରେ “ବାହାର ଅନ୍ଧକାର” ଏପରି ଏକ ସ୍ଥାନ ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯେଉଁଠାରେ ଈଶ୍ବରଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ ହୋଇଥିବା ଲୋକମାନଙ୍କୁ ପଠାଯାଏ I ଏହା ଈଶ୍ବରଙ୍କଠାରୁ ସବୁଦିନ ସମ୍ପୁର୍ଣ୍ଣ ଭିନ୍ନ ହୋଇ ଥିବା ସ୍ଥାନ ଅଟେ I ଦେଖ ତୁମେ ଏହାକୁ ମାଥିଉ ୮:୧୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ ଈଶ୍ବରଙ୍କଠାରୁ ଦୁରରେ ଏକ ଅନ୍ଧକାରରେ ସ୍ଥାନ” (ଦେଖ: /WA-Catalog/or_tm?section=translate#figs-metonymy)

weeping and grinding of teeth

ଦନ୍ତର କିଡିମିଡି ଏକ ସାଂକେତିକ କାର୍ଯ୍ୟ ଅଟେ, ଅତିବ ଦୁଖ ଓ ଯନ୍ତ୍ରଣାକୁ ବୁଝାଏ I ଦେଖ ତୁମେ ଏହାକୁ ମାଥିଉ ୮:୧୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ ରୋଦନ ଓ ଯନ୍ତ୍ରଣାର ଚିତ୍କାର କରୁଥିବାକୁ ବର୍ଣ୍ଣନା କରେ” (ଦେଖ: /WA-Catalog/or_tm?section=translate#translate-symaction)

Matthew 25:31

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି ଯେତେବେଳେ ତାହାଙ୍କ ଆଗମନ ହେବ ଯେତେବେଳେ ସେ କିପରି ଯୁଗାନ୍ତରେ ବିଚାର କରିବେ I

the Son of Man

ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତିଭାବରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Matthew 25:32

Before him will be gathered all the nations

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ତାହାଙ୍କ ଛାମୁରେ ସମସ୍ତ ଜାତିକୁ ଏକତ୍ର କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Before him

ତାହାଙ୍କ ଛାମୁରେ

all the nations

ଏଠାରେ “ଜାତି” ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଦେଶରୁ ସମସ୍ତ ଲୋକ” (ଦେଖ: /WA-Catalog/or_tm?section=translate#figs-metonymy)

as a shepherd separates the sheep from the goats

ଯୀଶୁ ସେ କିପରି ଲୋକମାନଙ୍କୁ ଅଲଗା କରିବେ ତାହାକୁ ବ୍ୟାଖ୍ୟା କରିବା ନିମନ୍ତେ ଏକ ରୁପକ ବ୍ୟବହାର କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-simile)

Matthew 25:33

He will place the sheep on his right hand, but the goats on his left

ଏହା ଏକ ରୁପକ ଅଟେ ଯାହାର ଅର୍ଥ ମନୁଷ୍ୟ ପୁତ୍ର ଲୋକମାନଙ୍କୁ ଅଲଗା(ପୃଥକ) କରିବେ I ସେ ତାହାଙ୍କ ଦକ୍ଷିଣ ପାର୍ଶ୍ବରେ ଧାର୍ମିକମାନଙ୍କୁ ଓ ଅଧାର୍ମିକ (ପାପୀ)ମାନଙ୍କୁ ବାମ ପାର୍ଶ୍ବରେ ରଖିବେ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 25:34

the King ... his right hand

ଏଠାରେ “ରାଜା” ମନୁଷ୍ୟ ପୁତ୍ରଙ୍କ ନିମନ୍ତେ ଅନ୍ୟ ଏକ ସଜ୍ଞା ଅଟେ I ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତି ରୁପେ ସମ୍ବୋଧନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ, ରାଜା… ମୋହର ଦକ୍ଷିଣ ପାର୍ଶ୍ବ” (ଦେଖ: /WA-Catalog/or_tm?section=translate#figs-123person)

Come, you who have been blessed by my Father

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ ଆସ, ମୋହର ପିତାଙ୍କ ଆଶୀର୍ବାଦ ପାତ୍ରମାନେ“ (ଦେଖ: /WA-Catalog/or_tm?section=translate#figs-activepassive)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

inherit the kingdom prepared for you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ନିମନ୍ତେ ଈଶ୍ବର ପ୍ରସ୍ତୁତ କରିଥିବା ରାଜ୍ୟର ଅଧିକାରୀ ହୁଅ” (ଦେଖ: /WA-Catalog/or_tm?section=translate#figs-activepassive)

inherit the kingdom prepared for you

ଏଠାରେ “ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ରାଜତ୍ବର ଆଶୀର୍ବାଦ ପାତ୍ରମାନେ ଯାହା ସେ ତୁମମାନଙ୍କୁ ଦେବା ନିମନ୍ତେ ଯୋଜନା କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

from the foundation of the world

ଜଗତର ସୃଷ୍ଟିର ଆରମ୍ଭରୁ

Matthew 25:37

the righteous

ଏହାକୁ ଏକ ବିଶେଷଣ ପଦଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ ଧାର୍ମିକ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-nominaladj)

Or thirsty

ବୁଝିପାରୁଥିବା ସୂଚନାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅବା ଯେତେବେଳେ ଆମେମାନେ ତୁମ୍ଭକୁ ତୃଷିତ ହେବା ଦେଖିଲୁ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 25:38

Or naked

ଏହା ପ୍ରଶ୍ନଗୁଡିକର ପରିସମାପ୍ତି ଅଟେ ଯାହା ୩୭ ପଦରେ ଆରମ୍ଭ ହୁଏ I ବୁଝିପାରୁଥିବା ସୂଚନାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅବା କେତେବେଳେ ଆମେମାନେ ତୁମ୍ଭକୁ ଉଲଙ୍ଗ ଥିବା ଦେଖିଲୁ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 25:40

the King

ଏହା ମନୁଷ୍ୟ ପୁତ୍ରଙ୍କ ନିମନ୍ତେ ଅନ୍ୟ ଏକ ସଜ୍ଞା ଅଟେ I ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତିଭାବରେ ସମ୍ବୋଧନ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

say to them

ଦକ୍ଷିଣ ପାର୍ଶ୍ବରେ ଥିବା ସେହିମାନଙ୍କୁ କହିଲେ

Truly I say to you

ମୁଁ ତୁମମାନଙ୍କୁ ସତ୍ୟ କହୁଅଛି I ଏହା ରାଜା ପରବର୍ତ୍ତୀ କଅଣ ଆଦେଶ ଦେବେ ତାହାର ଗୁରୁତ୍ବାରୋପ କରେ I

one of the least

ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ

these brothers of mine

ଏଠାରେ “ଭାତୃବୃନ୍ଦ” କାହାକୁ ବି ବୁଝାଏ, ପୁରୁଷ କିମ୍ବା ସ୍ତ୍ରୀ, ଯେକେହି ରାଜାଙ୍କର ଅଜ୍ଞା ପାଳନ କରେ I ଅନ୍ୟ ଏକ ଅନୁବାଦରେ: “ ଏଠାରେ ମୋହର ଭାଇ ଓ ଭଉଣୀମାନେ” କିମ୍ବା “ସେମାନେ ମୋର ଭାଇ ଓ ଭଉଣୀ ପରି“ (ଦେଖ: /WA-Catalog/or_tm?section=translate#figs-gendernotations)

you did it for me

ମୋ ପ୍ରତି ହିଁ ତାହା କରିଅଛ ବୋଲି ମୁଁ ମନେକରେ

Matthew 25:41

Then he will

ପରେ ରାଜା I ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତିଭାବରେ ସମ୍ବୋଧନ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

you cursed

ଈଶ୍ବରଙ୍କ ଦ୍ବାରା ଶାପଗ୍ରସ୍ତ ଲୋକମାନେ

the eternal fire that has been prepared

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରସ୍ତୁତ କରିଥିବା ଅନନ୍ତ ଅଗ୍ନି” (ଦେଖ: /WA-Catalog/or_tm?section=translate#figs-activepassive)

his angels

ତାହାର ସାହାଯ୍ୟକାରୀ

Matthew 25:43

naked, but you did not clothe me

ଶବ୍ଦ “ମୁଁ ଥିଲି” ଆଗକୁ “ଉଲଙ୍ଗ” ବୁଝି ହେଉଛି I ଅନ୍ୟ ଏକ ଅନୁବାଦରେ: “ମୁଁ ଉଲଙ୍ଗ ଥିଲି, କିନ୍ତୁ ତୁମେମାନେ ମୋତେ ବସ୍ତ୍ର ପିନ୍ଧାଇଲ ନାହିଁ” (ଦେଖ: /WA-Catalog/or_tm?section=translate#figs-ellipsis)

sick and in prison

“ମୁଁ ଥିଲି” ଶବ୍ଦ ପରବର୍ତ୍ତୀ “ପିଡିତ”କୁ ବୁଝି ହେଉଛି I ଅନ୍ୟ ଏକ ଅନୁବାଦରେ: “ମୁଁ ପିଡିତ ଓ କାରାଗାରରେ ଥିଲି” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 25:44

General Information:

ଏହା ବିବରଣୀରେ ଶେଷ ଭାଗ ଅଟେ ଯାହା ମାଥିଉ ୨୩:୧ରେ ଆରମ୍ଭ ହୋଇଥିଲା, ଯେଉଁଠାରୁ ଯୀଶୁ ପରିତ୍ରାଣ ଓ ଶେଷ ବିଚାର ସମ୍ବନ୍ଧରେ ଶିକ୍ଷା ଦେଉଥିଲେ I

Connecting Statement:

ଯୁଗାନ୍ତ ଶେଷରେ ଯେତେବେଳେ ତାହାଙ୍କର ଆଗମନ ହେବ ସେହି ସମୟରେ ସେ କିପରି ଲୋକମାନଙ୍କ ବିଚାର କରିବେ ସେ ସମ୍ବନ୍ଧରେ ଯୀଶୁ ଶିଷ୍ୟମାନଙ୍କୁ କହିବା ସମାପ୍ତ କଲେ I

they will also answer

ଯେଉଁମାନେ ତାହାଙ୍କ ବାମ ପାର୍ଶ୍ବରେ ରହିବେ ମଧ୍ୟ ଉତ୍ତର ଦେବେ

Matthew 25:45

for one of the least of these

କାରଣ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି କଲେ

you did not do for me

ମୋ ପ୍ରତି ହିଁ ତାହା କରି ନାହଁ କିମ୍ବା “ମୁଁ ହିଁ ପ୍ରକୃତରେ ସେମାନଙ୍କ ମଧ୍ୟରୁ ଜଣେ ଥିଲି ଯାହାକୁ ତୁମେ ସାହାଯ୍ୟ କଲ ନାହିଁ”

Matthew 25:46

These will go away into eternal punishment

ଏଣୁ ରାଜା ସେମାନଙ୍କୁ ଏପରି ସ୍ଥାନକୁ ପଠାଇବେ ଯେଉଁଠାରେ ସେମାନେ ଅନନ୍ତ ଶାସ୍ତି ପାଇବେ ଯାହା କେବେ ସମାପ୍ତ ହେବ ନାହି

but the righteous into eternal life

ବୁଝିଥିବା ସୂଚନାକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ରାଜା ଧାର୍ମିକମାନଙ୍କୁ ଏପରି ସ୍ଥାନକୁ ପଠାଇବେ ଯେଉଁଠାରେ ସେମାନେ ଈଶ୍ବରଙ୍କ ସହିତ ସର୍ବଦା ବାସ କରିବେ” (ଦେଖ: /WA-Catalog/or_tm?section=translate#figs-ellipsis)

the righteous

ଏହି ନାମ ବିଶେଷଣକୁ ଗୋଟିଏ ବିଶେଷଣରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଧାର୍ମିକ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-nominaladj)