Matthew 13

ମାଥିଉ ୧୩ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରନ୍ତି I ULT ୧୩:୧୪-୧୫ ପଦର ପଦ୍ୟରେ ଏପରି କରେ, ଯାହା ପୁରାତନ ନିୟମରୁ ଶବ୍ଦ ଗୁଡିକ ଅଟନ୍ତି I

ଏହି ଅଧ୍ୟାୟ ଏକ ନୁତନ ଭାଗ ଆରମ୍ଭ କରେ I ଏହି ଅଧ୍ୟାୟ ସ୍ବର୍ଗରାଜ୍ୟ ବିଷୟରେ ଯୀଶୁଙ୍କ କେତେକ ଉପଦେଶ ଧାରଣ କରେ I

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର I

ରୁପକ

ଯୀଶୁ ସର୍ବଦା “ସ୍ବର୍ଗ” ଶବ୍ଦ ଉଚ୍ଚାରଣ କରନ୍ତି, ଯେତେବେଳେ ତାହାଙ୍କ ଶ୍ରୋତାମାନେ ଈଶ୍ବରଙ୍କ ବିଷୟରେ ଚିନ୍ତା କରନ୍ତି, ଯେଉଁମାନେ ସ୍ବର୍ଗରେ ବାସ କରନ୍ତି (ମାଥିଉ ୧୩:୧୧) I

ଅନ୍ତର୍ହିତ ସୂଚନା

ବକ୍ତା ସଧାରଣତଃ କିଛି କହନ୍ତି ନାହି ଯେପରି ସେମାନେ ଭାବନ୍ତି ସେମାନଙ୍କ ଶ୍ରୋତାମାନେ ବୁଝି ସାରିଛନ୍ତି I ଯେତେବେଳେ ମାଥିଉ ଲେଖିଲେ ଯେ ଯୀଶୁ “ସମୁଦ୍ର କୁଳରେ ବସିଲେ ” (ମାଥିଉ ୧୩:୧), ସେ ହୁଏତ ଆଶା କରନ୍ତି ତାହାଙ୍କ ଶ୍ରୋତାମାନେ ଜାଣିବେ ଯେ ଯୀଶୁ ଲୋକସମୁହକୁ ଶିକ୍ଷା ଦେବା ନିମନ୍ତେ ଉଦ୍ୟତ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-explicit)

ଉପମା

ବକ୍ତା ବିଷୟବସ୍ତୁ ନିମନ୍ତେସର୍ବଦା ଏପରି କିଛିଶବ୍ଦ ବ୍ୟବହାର କରୁଛନ୍ତି ଯାହାକୁ ସ୍ପର୍ଶ କରାଯାଇ ପରେ କିମ୍ବା ସ୍ପର୍ଶ କରାଯାଇ ନପାରେ I ଯୀଶୁ କହିଲେ ବୀଜକୁ ପକ୍ଷୀ ଖାଇଗଲେ ବର୍ଣ୍ଣନା କରିବା ନିମନ୍ତେ କିପରି ଶୟତାନ ଯୀଶୁଙ୍କ ସମ୍ବାଦକୁ ବୁଝିବାରୁ କ୍ଷାନ୍ତ କରେ ([ମାଥିଉ ୧୩:୧୯] (../../mat/13/19.md))ରେ ବର୍ଣନା କରନ୍ତି I

ଅନ୍ୟ ସାମ୍ଭାବିତ ଅନୁବାଦକ ସମସ୍ୟା

ପରୋକ୍ଷ ଉକ୍ତି

ଏହି ଅଧ୍ୟାୟରେ ଅଧିକାଂଶ ବାକ୍ୟ ପ୍ରକାଶ କରେ ଯେ ଜଣେ ବ୍ୟକ୍ତିଙ୍କର କିଛି ନଘଟି ଏହା କେହି ଘଟାଇଥିବାର କାରଣ ହୁଏ I ଉଦାହରଣ ସ୍ବରୁପ, “ସେଗୁଡିକ ଶୁଖି ଗଲା” ([ମାଥିଉ ୧୩:୬] (../../mat/13/06.md)) I ତୁମେ ହୁଏତ ସେହି ବାକ୍ୟକୁ ଅନୁବାଦ କରିପାରିବ ଯେପରି ଏହା ଶ୍ରୋତାମାନଙ୍କୁ ପ୍ରକାଶ କରେ ଯେ କିଏ ସେହି କାର୍ଯ୍ୟ କରିଅଛି I (ଦେଖ: /WA-Catalog/or_tm?section=translate#figs-activepassive)

ଦୃଷ୍ଟାନ୍ତସମୁହ

ଦୃଷ୍ଟାନ୍ତ ଗୁଡିକ କ୍ଷୁଦ୍ର କାହାଣୀ ଥିଲେ ଯେପରି ଲୋକସମୁହକୁ ସେ ଯେଉଁ ଶିକ୍ଷା ଦେବା ନିମନ୍ତେ ଚେଷ୍ଟା କରୁଥିଲେ ସହଜରେ ଶିକ୍ଷାକୁ ବୁଝିପାରିବେ I ସେ ମଧ୍ୟ କାହାଣୀ କହିଛନ୍ତି ଯେପରି ଯେଉଁମାନେ ବିଶ୍ବାସ କରିବାକୁ ଚାହାନ୍ତି ନାହିଁ ଯେପରି ସେମାନେ ସତ୍ୟତାକୁ ବୁଝି ପାରିବେ ନାହିଁ (ମାଥିଉ ୧୩:୧୧) I

Matthew 13:1

General Information:

ଏହା ବିବରଣୀରେ ଏକ ନୁତନ ଭାଗ ଆରମ୍ଭ ଅଟେ ଯେଉଁଠାରେ ଯୀଶୁ ସ୍ବର୍ଗରାଜ୍ୟ ବିଷୟରେ, ଦୃଷ୍ଟାନ୍ତ ବ୍ୟବହାର କରି, ଲୋକସମୁହକୁ ଶିକ୍ଷା ଦେବାକୁ ଆରମ୍ଭ କରନ୍ତି I

On that day

ଏହି ଘଟଣାଗୁଡିକ ପୂର୍ବ ଅଧ୍ୟାୟରେ ଘଟିଥିବା ଓ ଏକା ଦିନରେ ଘଟି ଥିଲା I

out of the house

ଯୀଶୁ କାହା ଗୃହରେ ରହୁଥିଲେ ତାହା ଏଠାରେ ବର୍ଣ୍ଣନା କରାଯାଇ ନାହିଁ I

sat beside the sea

ଏହା ସୁଚିତ କରେ ଯେ ସେ ଲୋକସମୁହକୁ ଶିକ୍ଷା ଦେବା ନିମନ୍ତେ ବସିଲେ I (ଦେଖ: /WA-Catalog/or_tm?section=translate#figs-explicit)

Matthew 13:2

so he got into a boat

ଏହା ସୁଚିତ କରେ ଯେ ଯୀଶୁ ଯାଇ ଏକ ନୌକାରେ ବସିଲେ କାରଣ ଏହା ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ସହଜ (ଯୁକ୍ତିଯୁକ୍ତ) ହେବ I (ଦେଖ: /WA-Catalog/or_tm?section=translate#figs-explicit)

a boat

ଏହା ସମ୍ଭବତଃ ଏକ ଖୋଲା, ଜଳଯାତ୍ରା ସହିତ ମାଛ ଧରିବା ନିମନ୍ତେ ଉପଯୋଗୀ କାଠରେ ତିଆରି ନୌକା ଅଟେ I (ଦେଖ: /WA-Catalog/or_tm?section=translate#translate-unknown)

Matthew 13:3

Connecting Statement:

ଯୀଶୁ ସ୍ବର୍ଗ ରାଜ୍ୟ ବର୍ଣ୍ଣନା କରିବା ନିମନ୍ତେ ବିଜ ବୁଣାଳିର ଦୃଷ୍ଟାନ୍ତ ଦେଲେ I

Jesus said many things to them in parables

ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ ବହୁ ଶିକ୍ଷା ଦେଲେ

to them

ବହୁ ସଂଖ୍ୟକ ଲୋକମାନଙ୍କୁ

Behold

ଦେଖ କିମ୍ବା “ଶୁଣ I” ଏହି ଶବ୍ଦ ପରବର୍ତ୍ତୀ କଅଣ ଶିକ୍ଷା ଦିଆଯିବ ସେହି ବିଷୟରେ ଧ୍ୟାନ ଆକର୍ଷଣ କରେ I ଅନ୍ୟ ଏକ ଅନୁବାଦରେ: “ମୁଁ ଯେଉଁ ସମ୍ବନ୍ଧରେ କହିବାକୁ ଯାଉଅଛି ତାହାପ୍ରତି ଧ୍ୟାନ ଦିଅ “

a farmer went out to sow seed

ଜଣେ କୃଷକ କ୍ଷେତରେ ବୀଜ ବୁଣିବାକୁ ବାହାରିଗଲା

Matthew 13:4

As he sowed

କୃଷକ ବିହନ ବୁଣୁ ବୁଣୁ

beside the road

ଏହା କ୍ଷେତ ନିକଟ “ବାଟ” କୁ ବୁଝାଏ I ସେହିଠାରେ ଲୋକମାନେ ଚାଲି ଚାଲି ଭୁମିକୁ ଟାଣୁଆ କରିଦେଇ ଥିଲେ I

devoured them

ସବୁ ବିହନଗୁଡିକୁ ଖାଇଗଲେ

Matthew 13:5

rocky ground

ଏହା ପଥର ଉପରେ ଏକ ପତଳା ଭୁମିର ଉପରଭାଗ ସମ୍ପୁର୍ଣଭାବେ ପଥୁରିଆ ଭୁମି ଅଟେ I

Immediately they sprang up

ଶୀଘ୍ର ଗଜା ହେଲା ଓ ବୃଦ୍ଧି ପାଇଲା

Matthew 13:6

they were scorched

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସୁର୍ଯ୍ୟ ଉଠନ୍ତେ ଶସ୍ୟ ଜଳି ପୋଡି ଗଲା ଓ ସେଗୁଡିକ ଶୁଖିଗଲା” (ଦେଖ: /WA-Catalog/or_tm?section=translate#figs-activepassive)

they withered away

ଶସ୍ୟ ଶୁଖିଗଲା ଓ ମରିଗଲା

Matthew 13:7

Connecting Statement:

ଯୀଶୁ ବୀଜ ବୁଣାଳି ଦୃଷ୍ଟାନ୍ତ କହିବା ଶେଷ କରନ୍ତେ I

fell among the thorn plants

ଆଉ କେତେକ କଣ୍ଟାଗଚ୍ଛ ଗୁଡାକ ମଧ୍ୟରେ ପଡିଲା

choked them

ପୁଣି କଣ୍ଟାଗଚ୍ଛ ଗୁଡାକ ଉଠି, ତୁମେ ଏପରିଭାବେ ଶବ୍ଦ ବ୍ୟବହାର କର ଯାହା ଅନ୍ୟ ଶସ୍ୟଗୁଡିକୁ ବଢିବା ପାଇଁ ଯେଉଁ ଘାସ ବାଧା ଦିଏ ତାହା ବୁଝାଇବ I

Matthew 13:8

produced a crop

ବୀଜ ବଢିଲା ବା “ଫଳ ଫଳିଲା”

some one hundred times as much, some sixty, and some thirty

“ବୀଜ” ଶବ୍ଦ, “ଫଳ ଉତ୍ପନ୍ନ” ଓ “ଶସ୍ୟ” ପୂର୍ବ ବାକ୍ୟାଂଶରୁ ବୁଝିବାକୁ ହେବ I ଏଗୁଡିକୁ ସ୍ପଷ୍ଟଭାବେ ବର୍ଣ୍ଣନା କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେତେକ ଶସ୍ୟ ଶହେଗୁଣ , ଷାଠିଏଗୁଣ ଓ ତିରିଶ ଗୁଣ ଫଳ ଫଳିଲା” (ଦେଖ: /WA-Catalog/or_tm?section=translate#figs-ellipsis)

one hundred ... sixty ... thirty

୧୦୦ … ୬୦ … ୩୦ (ଦେଖ: /WA-Catalog/or_tm?section=translate#translate-numbers)

Matthew 13:9

He who has ears, let him hear

ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେ ବର୍ତ୍ତମାନ ଯେଉଁ ଶିକ୍ଷା ଦେଲେ ତାହା ଗୁରୁତ୍ବପୁର୍ଣ୍ଣ ଅଟେ ଓ ଏହାକୁ ବୁଝିବା ନିମନ୍ତେ ଓ ପାଳନ କରିବାକୁ କିଛି ସମୟ ଲାଗିବ I “ଯାହାର କାନ ଅଛି” ବାକ୍ୟାଂଶ ଏଠାରେ ବୁଝିବା ଓ ପାଳନ କରିବା ଇଛା ଶକ୍ତିକୁ ବୁଝାଏ I ଦେଖ ତୁମେ ଏହାକୁ [ମାଥିଉ ୧୧:୧୫] (../11/15.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯାହାର ଶୁଣିବା ପାଇଁ ଇଛା ଅଛି ସେ ଶୁଣୁ” କିମ୍ବା “ଯିଏ ବୁଝିବାକୁ ଚେଷ୍ଟା କରେ, ସେ ବୁଝୁ ଓ ପାଳନ କରୁ” (ଦେଖ: /WA-Catalog/or_tm?section=translate#figs-metonymy)

He who ... let him

ଯେହେତୁ ଯୀଶୁ ସିଧାସଳଖଭାବେ ତାହାଙ୍କ ଶ୍ରୋତାମାନଙ୍କୁ କହୁଛନ୍ତି, ଏଠାରେ ତୁମେ ହୁଏତ ଦ୍ବିତୀୟବଚନ ବ୍ୟବହାର କରିବା ପସନ୍ଦ କରିପାରିବ I ଦେଖ ତୁମେ ସମାନ ବାକ୍ୟକୁ ମାଥିଉ ୧୧:୧୫ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କରୁଅଛ, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଚ୍ଛା କରୁଅଛ, ତେବେ ବୁଝ ଓ ପାଳନ କର” (ଦେଖ: /WA-Catalog/or_tm?section=translate#figs-123person)

Matthew 13:10

General Information:

ଯୀଶୁ ଶିଷ୍ୟମାନଙ୍କୁ ବର୍ଣ୍ଣନା କରନ୍ତି ଯେ ସେ କାହିଁକି ଦୃଷ୍ଟାନ୍ତ ଦ୍ବାରା ଶିକ୍ଷା ଦିଅନ୍ତି I

Matthew 13:11

You have been given the privilege of understanding mysteries of the kingdom of heaven, but to them it is not given

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଏବଂ ସ୍ପଷ୍ଟଭାବେ ଉପଯୁକ୍ତ ସୂଚନା ପ୍ରକାଶ କରିବା ସହିତ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମମାନଙ୍କୁ ସ୍ବର୍ଗରାଜ୍ୟର ନିଗୁଢ଼ତତ୍ତ୍ବ ବୁଝିବା ନିମନ୍ତେ ସୁଯୋଗ ଦେଇଛନ୍ତି, କିନ୍ତୁ ଈଶ୍ବର ଏହି ଲୋକମାନଙ୍କୁ ତାହା ଦେଇ ନାହାନ୍ତି” କିମ୍ବା “ଈଶ୍ବର ତୁମମାନଙ୍କୁ ସ୍ବର୍ଗରାଜ୍ୟର ନିଗୁଢ଼ତତ୍ବ ବୁଝିବା ନିମନ୍ତେ ଶକ୍ତି ଦେଇଛନ୍ତି, କିନ୍ତୁ ସେ ଏହି ଲୋକମାନଙ୍କୁ କ୍ଷମତା ଦେଇ ନାହାନ୍ତି” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-explicit)

You have been given the privilege

ଏଠାରେ “ତୁମ୍ଭେମାନେ”ଶବ୍ଦ ବହୁବଚନ ଅଟେ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

mysteries of the kingdom of heaven

ଏଠାରେ “ସ୍ବର୍ଗରାଜ୍ୟ” ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ ସେହି ଶବ୍ଦକୁ ସ୍ଥାନ ଦିଅ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ଓ ତାହାଙ୍କ ରାଜତ୍ବ ବିଷୟରେ ଗୁପ୍ତ ବିଷୟ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 13:12

whoever has

ଯେଣୁ ଯାହାର ଅଛି କିମ୍ବା “ମୁଁ ଯାହା ଶିକ୍ଷା ଦେଇଅଛି ଯେ ଗ୍ରହଣ କରେ”

will be given more

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାକୁ ଆହୁରି ବୁଝିବା ଶକ୍ତି ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)

whoever does not have

ଯାହାର ବୁଝିବାର ଶକ୍ତି ନାହିଁ କିମ୍ବା “ଯେକେହି ମୋହର ଶିକ୍ଷା ଗ୍ରହଣ କରେ ନାହିଁ”

even what he has will be taken away from him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ଯାହା ଅଛି ଈଶ୍ବର ତାପାଖରୁ କାଢି ନେବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 13:13

General Information:

୧୪ ପଦରେ, ଯୀଶୁଙ୍କ ଶିକ୍ଷାରେ ଭାବବାଣୀର ସଫଳତା ବୁଝିବା ନିମନ୍ତେ ଲୋକମାନଙ୍କ ଅସଫଳତା ଦେଖାଇବା ନିମନ୍ତେ ଯୀଶୁ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରୁଛନ୍ତି I

Connecting Statement:

ସେ କାହିଁକି ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେଲେ ତାହା ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଇବା ଜାରି ରଖିଛନ୍ତି I

to them ... they

“ସେମାନଙ୍କର” ଓ “ସେମାନେ” ସମସ୍ତ ବାକ୍ୟ ଲୋକସମୁହକୁ ବୁଝାଏ I

Though they are seeing, they do not see; and though they are hearing, they do not hear, or understand.

ଯୀଶୁ ଶିଷ୍ୟମାନଙ୍କୁ କହିବା ନିମନ୍ତେ ଓ ଗୁରୁତ୍ବାରୋପ କରିବା ନିମନ୍ତେ ଏହି ସମାନ୍ତରାଳ ବାକ୍ୟ ବ୍ୟବହାର କରନ୍ତି ଯେ ଲୋକସମୁହ ଈଶ୍ବରଙ୍କ ସତ୍ୟତାକୁ ବୁଝିବା ନିମନ୍ତେ ଅଗ୍ରାହ୍ୟ କଲେ I (ଦେଖ: /WA-Catalog/or_tm?section=translate#figs-parallelism)

Though they are seeing

ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଯୀଶୁ କଅଣ କରୁଛନ୍ତି ସେମାନେ ଦେଖିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦ୍ୟପି ମୁଁ କଅଣ କରୁଛି ସେମାନେ ଦେଖନ୍ତି” କିମ୍ବା ୨) ଏହା ସେମାନଙ୍କର ଦେଖିବା କ୍ଷମତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦ୍ୟପି ସେମାନେ ଦେଖିବାକୁ ସକ୍ଷମ ଅଟନ୍ତି”

they do not see

ଏଠାରେ “ଦେଖ” ବୁଝିବାକୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ସେମାନେ ବୁଝିଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

though they are hearing

ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଯାହା ଶିକ୍ଷା ଦେଲେ ଏହା ସେମାନଙ୍କୁ ଶୁଣିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦ୍ୟପି ମୋହର କଥା ସେମାନେ ଶୁଣନ୍ତି” କିମ୍ବା ୨) ଏହା ସେମାନଙ୍କର ଶୁଣିବା ଦକ୍ଷତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦିଓ ସେମାନେ ଶୁଣିବା ନିମନ୍ତେ ସକ୍ଷମ ଅଟନ୍ତି”

they do not hear

ଏଠାରେ “ଶୁଣିବା” ଉତ୍ତମଭାବେ ଶୁଣିବାକୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ସେମାନେ ଭାଲରୁପେ ଶୁଣନ୍ତି ନାହିଁ” କିମ୍ବା “ସେମାନେ ଧ୍ୟାନ ଦିଅନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 13:14

To them the prophecy of Isaiah is fulfilled, that which says

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯିଶାଇୟ ଭାବବାଦୀଙ୍କ ଦ୍ବାରା ବହୁ ପୂର୍ବରୁ ଯାହା କହିଥିଲେ ତାହା ସେମାନେ ସଫଳ କରୁଛନ୍ତି”

While hearing you will hear, but you will in no way understand; while seeing you will see, but you will in no way perceive

ଏହା ଯିଶାଇୟ ଭାବବାଦୀଙ୍କ ସମୟରେ ଅବିଶ୍ବାସୀ ଲୋକମାନଙ୍କ ବିଷୟରେ ଯିଶାଇୟ ଭାବାବଦୀଙ୍କ ବାକ୍ୟ ଉଦ୍ଧୃତ କରି ଆରମ୍ଭ କରେ I ଯୀଶୁ ଏହି ଉଦ୍ଧୃତ ବ୍ୟବହାର କରି ଲୋକସମୁହକୁ ବର୍ଣ୍ଣନା କରନ୍ତି ଯାହା ତାହାଙ୍କ ନିମନ୍ତେ ଶୁଣିବାକୁ ଥିଲା I ଏହି ଉକ୍ତିଗୁଡିକ ପୁନର୍ବାର ସମାନ୍ତର ଅଟନ୍ତି ଓ ଗୁରୁତ୍ବାରୋପ କରନ୍ତି ଯେ ଲୋକମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବା ନିମନ୍ତେ ପ୍ରତ୍ୟାଖ୍ୟାନ କଲେ I (ଦେଖ: /WA-Catalog/or_tm?section=translate#figs-parallelism)

While hearing you will hear, but you will in no way understand

ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ I ତୁମେ ସ୍ପଷ୍ଟ କରିପାର ଯେ ଲୋକମାନେ କଅଣ ଶୁଣିବେ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଭାବବାଦୀଙ୍କ ଦ୍ବାରା ଈଶ୍ବର ଯାହା କୁହନ୍ତି ତାହା ଶୁଣିବ, କିନ୍ତୁ ଏହାର ପ୍ରକୃତ ଅର୍ଥ ବୁଝିବ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

while seeing you will see, but you will in no way perceive

ତୁମେ ସ୍ପଷ୍ଟ କରିପାର ଯେ ଲୋକମାନେ କଅଣ ଦେଖିବେ I ଅନ୍ୟ ଏକ ଅନୁବାଦରେ: “ଭାବାବାଦୀଙ୍କ ମାଧ୍ୟମରେ ଈଶ୍ବର ଯାହା କରନ୍ତି ତାହା ତୁମ୍ଭେମାନେ ଦେଖିବ, କିନ୍ତୁ ଏହାକୁ ବୁଝିପାରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Matthew 13:15

Connecting Statement:

ଯୀଶୁ ଯିଶାଇୟ ଭାବବାଦୀଙ୍କ କଥିତ ଭାବାବାଣୀ ସମାପ୍ତ କରନ୍ତି I

For this people's heart ... I would heal them

୧୩:୧୫ରେ ଈଶ୍ବର ଇସ୍ରାଏଲର ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଯେପରି ସେମାନେ ଶାରିରୀକ ଅସୁସ୍ଥତା ହୋଇଛନ୍ତି ଯାହାଫଳରେ ସେମାନେ ଶିକ୍ଷା ଗ୍ରହଣ କରିବାକୁ, ଦେଖିବାକୁ ଓ ଶୁଣିବାକୁ ଅକ୍ଷମ ଅଟନ୍ତି I ଈଶ୍ବର ଚାହାନ୍ତି ସେମାନେ ତାହାଙ୍କ ପାଖକୁ ଆସନ୍ତୁ ଯେହେତୁ ସେ ସେମାନଙ୍କୁ ସୁସ୍ଥ କରିବେ I ଏହା ସବୁ ରୁପକ ଲୋକମାନଙ୍କର ଆତ୍ମିକ ସ୍ଥିତିକୁ ବର୍ଣ୍ଣନା କରେ I ଏହାର ଅର୍ଥ ଲୋକମାନେ ଶକ୍ତଗ୍ରୀଵ ଓ ଈଶ୍ବରଙ୍କ ସତ୍ୟତାକୁ ଗ୍ରହଣ କରିବାକୁ ତିରସ୍କାର କରନ୍ତି I ଯଦି ଅର୍ଥ ସ୍ପଷ୍ଟ ଅଟେ, ତୁମର ଅନୁବାଦରେ ରୁପକ ବ୍ୟବହାର କରନ୍ତୁ (ଦେଖ: /WA-Catalog/or_tm?section=translate#figs-metaphor)

this people's heart has become dull

ଏଠାରେ “ହୃଦୟ” ମନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ଲୋକଙ୍କର ମନ ଜଡ ହେଲା” କିମ୍ବା “ଏହି ଲୋକମାନେ ଆଉ କେବେବି ଶିଖି ପାରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

they are hard of hearing

ସେମାନେ ଶାରିରିକ ବଧିର ନୁହନ୍ତି I ଏଠାରେ “କଷ୍ଟରେ ଶୁଣନ୍ତି” ଅର୍ଥ ସେମାନେ ଶୁଣିବାକୁ ଓ ଈଶ୍ବରଙ୍କ ସତ୍ୟତା ଶିଖିବାକୁ ପ୍ରତ୍ୟାଖ୍ୟାନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ଶୁଣିବା ନିମନ୍ତେ ସେମାନଙ୍କ କର୍ଣ ବ୍ୟବହାର କରନ୍ତି ନାହି” (ଦେଖ: /WA-Catalog/or_tm?section=translate#figs-metonymy)

they have closed their eyes

ସେମାନେ ଆକ୍ଷରିକ ଭାବେ ସେମାନଙ୍କ ଚକ୍ଷୁ ବନ୍ଦ କରନ୍ତି ନାହି I ଏହାର ଅର୍ଥ ସେମାନେ ବୁଝିବାକୁ ପ୍ରତ୍ୟାଖ୍ୟାନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ଦେଖିବା ନିମନ୍ତେ ସେମାନଙ୍କ ଚକ୍ଷୁ ବ୍ୟବହାର କରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

so they should not see with their eyes, or hear with their ears, or understand with their hearts, so they would turn again

ତେଣୁ ସେମାନେ ସେମାନଙ୍କ ଚକ୍ଷୁରେରେ ଦେଖିବାକୁ ଅସମର୍ଥ ଅଟନ୍ତି, ସେମାନେ କାନରେ ଶୁଣିବାକୁ ଓ ସେମାନଙ୍କର ହୃଦୟରେ ବୁଝିବାକୁ, ଓ ପରିଣାମ ସ୍ବରୁପ ସେମାନେ ଫେରିବେ ନାହିଁ

understand with their hearts

ଏଠାରେ “ହୃଦୟ” ଶବ୍ଦ ମନୁଷ୍ୟର ଆନ୍ତରିକ ପୁରୁଷକୁ ବୁଝାଏ I ତୁମେ ହୁଏତ ତୁମ ଭାଷାରେ ଲୋକମାନଙ୍କ ଭାବନା ଓ ଅନୁଭବକୁ ବୁଝାଇବା ନିମନ୍ତେ ତୁମ ଭାଷାର ଶବ୍ଦ ବ୍ୟବହାର କରିବା ଆବଶ୍ବକ କରିପାର I AT: “ସେମାନଙ୍କ ମନକୁ ବୁଝ” (ଦେଖ: /WA-Catalog/or_tm?section=translate#figs-metonymy)

turn again

ମୋ ନିକଟକୁ ଫେର କିମ୍ବା “ଅନୁତାପ କର”

I would heal them

ଆମ୍ଭେ ସେମାନଙ୍କୁ ସୁସ୍ଥ କରିବା I ଏହାର ଅର୍ଥ ଈଶ୍ବର ସେମାନଙ୍କୁ ଆତ୍ମିକ ସୁସ୍ଥତା ଦେବେ ଓ ସେମାନଙ୍କ ପାପରୁ କ୍ଷମା ଦେବେ ଓ ଆପଣାର ଲୋକ କରିବେ I ଅନ୍ୟ ଏକ ଅନୁବାଦରେ: “ପୁଣି ମୁଁ ସେମାନଙ୍କୁ ଗ୍ରହଣ କରିବି” (ଦେଖ: /WA-Catalog/or_tm?section=translate#figs-metaphor)

Matthew 13:16

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କାହିଁକି ଦୃଷ୍ଟାନ୍ତ ମଧ୍ୟଦେଇ ଶିକ୍ଷା ଦେଲେ ବର୍ଣ୍ଣନା କରିବା ସମାପ୍ତ କରୁଛନ୍ତି I

But blessed are your eyes, for they see; and your ears, for they hear

ଉଭୟ ଉକ୍ତିର ଅର୍ଥ ସମାନ ଅଟନ୍ତି I ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିଛନ୍ତି କାରଣ ସେମାନେ ଯୀଶୁ ଯାହା କହିଲେ ଓ କଲେ ସେଥିରେ ବିଶ୍ବାସ କଲେ I (ଦେଖ: /WA-Catalog/or_tm?section=translate#figs-parallelism)

But blessed are your eyes, for they see

ଏଠାରେ “ଚକ୍ଷୁ” ସମ୍ପୁର୍ଣ୍ଣ ମନୁଷ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଧନ୍ୟ କାରଣ ତୁମ୍ଭମାନଙ୍କ ଚକ୍ଷୁ ଦେଖିବାରେ ସକ୍ଷମ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-synecdoche)

your ... you

ଏହି ପ୍ରକାର ଶବ୍ଦର ସମସ୍ତ ବ୍ବାହର ବହୁବଚନ ଅଟନ୍ତି ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

your ears, for they hear

ଏଠାରେ “କର୍ଣ” ସମ୍ପୁର୍ଣ୍ଣ ମନୁଷ୍ୟକୁ ବୁଝାଏ I ତୁମେ ବୁଝିଥିବା ତଥ୍ୟକୁ ସ୍ପଷ୍ଟ କରି ପାର I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଧନ୍ୟ ଅଟ କାରଣ ତୁମମାନଙ୍କର କର୍ଣ୍ଣ ଶୁଣିବାକୁ ସକ୍ଷମ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-synecdoche)

Matthew 13:17

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁ କଅଣ ପରବର୍ତ୍ତୀ କହିବେ ତାହାର ଗୁରୁତ୍ବାରୋପ କରେ I

you

ଏହି ଶବ୍ଦର ସମସ୍ତ ବ୍ୟବହାର ବହୁବଚନ ଅଟନ୍ତି ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-ellipsis)

the things that you see

ତୁମେ ସ୍ପଷ୍ଟ କରିପାରିବ ଯାହା ସେମାନେ ଦେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ କରିବା ତୁମ୍ଭେମାନେ ଦେଖୁଅଛ” (ଦେଖ: /WA-Catalog/or_tm?section=translate#figs-you)

the things that you hear

ସେମାନେ ଯାହା ଶୁଣିଲେ ତୁମେ ତାହା ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୁ କହିବା ଶୁଣୁଅଚ୍ଛ” (ଦେଖ: /WA-Catalog/or_tm?section=translate#figs-explicit)

Matthew 13:18

Connecting Statement:

ଏଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଜଣେ ବୀଜ ବୁଣାଳୀ ବିଷୟରେ ଉପମା ଦେଇ ବ୍ୟାଖ୍ୟା କରିବା ଆରମ୍ଭ କରୁଛନ୍ତି, ଯାହାକୁ ସେ [ମାଥିଉ ୧୩:୩] (../13/03.md)ରେ ଆରମ୍ଭ କରିଥିଲେ I

Matthew 13:19

the word of the kingdom

ରାଜା ଭାବରେ ଈଶ୍ବରଙ୍କ ରାଜତ୍ବ ବିଷୟରେ ବାର୍ତ୍ତା

the evil one comes and snatches away what has been sown in his heart

ଯୀଶୁ ଶୟତାନ ବିଷୟରେ କହନ୍ତି ସେ ବ୍ୟକ୍ତି ଯାହା ଶୁଣିଥାଏ ସେଗୁଡିକୁ ଭୁଲାଇ ଦିଏ ଯେପରି ଶୟତାନ ଗୋଟିଏ ପକ୍ଷୀ ପରି ବୀଜଗୁଡିକୁ ଭୁମିରୁ ନେଇଯାଏ I ଅନ୍ୟ ଏକ ଅନୁବାଦରେ: “ପାପାତ୍ମା ଆସି ତାହାର ହୃଦୟରୁ ଯାହା ବୁଣା ଯାଇଥିଲା ତାହା ହରଣ କରିନିଏ ଯେପରି ଭୁମିରୁ ପକ୍ଷୀ ବିଜକୁ ଖାଇଯାଏ” (ଦେଖ: /WA-Catalog/or_tm?section=translate#figs-metaphor)

the evil one

ଏହା ଶୟତାନକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-explicit)

snatches away

ଏପରି ଶବ୍ଦ ବ୍ୟବହାର କରିବାକୁ ଚେଷ୍ଟା କର ଯାହାର ଅର୍ଥ ଜଣେ ହକଦାର ମାଲିକ ନିକଟରୁ କେହିଜଣେ କିଛି ବିଷୟକୁ ଜୋରକରି ଛଡେଇ ନିଏ I

what has been sown in his heart

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ଯେଉଁ ବାକ୍ୟ ଈଶ୍ବର ତାହାର ହୃଦୟରେ ବୁଣି ଥିଲେ” କିମ୍ବା “ଯେଉଁ ବାକ୍ୟ ସେ ଶୁଣିଥିଲା” (ଦେଖ: /WA-Catalog/or_tm?section=translate#figs-activepassive)

in his heart

ଏଠାରେ “ହୃଦୟ” ଶ୍ରୋତାର ମନକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

This is the seed that was sown beside the road

ଏହାର ଅର୍ଥ ରାସ୍ତା କଡରେ ପଡିଥିବା ବୀଜ କିମ୍ବା “ରାସ୍ତା କଡରେ ପଡିଥିବା ବୀଜ ଏହି ବ୍ୟକ୍ତିକୁ ବୁଝାଏ”

beside the road

ଦେଖ ତୁମେ ଏହାକୁ [ମାଥିଉ ୧୩:୪] (../13/04.md)ରେ କିପରି ଅନୁବାଦ କରିଅଚ୍ଛ I

Matthew 13:20

Connecting Statement:

ଯୀଶୁ ବୀଜ ବୁଣାଳିର ଦୃଷ୍ଟାନ୍ତ ବିଷୟରେ ଶିଷ୍ୟମାନଙ୍କୁ ବ୍ୟାଖ୍ୟା କରିବା ଜାରି ରଖିଛନ୍ତି I

What was sown on rocky ground

“କଅଣ ବୁଣା ଯାଇଥିଲା” ବାକ୍ୟାଂଶ ପଡିଥିବା ବୀଜକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କେତେକ ବୀଜ ପଥୁରିଆ ଭୁମିରେ ପଡିଲା” (ଦେଖ: /WA-Catalog/or_tm?section=translate#figs-explicit)

What was sown on rocky ground is

କେତେକ ବୀଜ ପଥୁରିଆ ଭୁମିରେ ବୁଣା ଯାଇଥିବା ବୁଝାଏ କିମ୍ବା “ପଥୁରିଆ ଭୁମି ଯେଉଁଠାରେ ବୀଜ ବୁଣିବାକୁ ବୁଝାଏ”

the person who hears the word

ଏହି ଉପମାରେ, ବୀଜ ଈଶ୍ବରଙ୍କ ବାକ୍ୟକୁ ବୁଝାଏ I

the word

ଏହା ଈଶ୍ବରଙ୍କ ବାକ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ବାକ୍ୟ” କିମ୍ବା “ଈଶ୍ବରଙ୍କ ଶିକ୍ଷା”(ଦେଖ: /WA-Catalog/or_tm?section=translate#figs-metonymy)

receives it with joy

ବାକ୍ୟ ବିଶ୍ବାସ କରିବା ବିଷୟରେ କୁହାଯାଏ ଯେପରି ଏହା ଗ୍ରହଣ କରାଯାଏ I ଅନ୍ୟ ଏକ ଅନୁବାଦରେ: “ଆନନ୍ଦରେ ତାହାକୁ ବିଶ୍ବାସ କରେ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 13:21

yet he has no root in himself and he endures for a while

ତଥାପି ତାହା ଚେର ନମାଡିବାରୁ କ୍ଷଣକାଳ ମାତ୍ର ସ୍ଥିର ହୋଇ ରହେ I ଚେର ଈଶ୍ବରଙ୍କ ବାକ୍ୟକୁ ଜଣେ ବ୍ୟକ୍ତି ବିଶ୍ବାସରେ ସ୍ଥିର ରହିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଶସ୍ୟ ପରି ଯାହାର ଚେର ଗଭୀରକୁ ନଗଲେ ବୃଦ୍ଧି ହୁଏନାହିଁ, ସେ କେବଳ କିଛି କ୍ଷଣସ୍ଥାୟୀ ହୋଇ ରହେ” (ଦେଖ: /WA-Catalog/or_tm?section=translate#figs-metaphor)

he quickly falls away

ଏଠାରେ “ବିଘ୍ନପାଏ” ଅର୍ଥାତ ବିଶ୍ବାସ କରିବା ବନ୍ଦକରେ I ଅନ୍ୟ ଏକ ଅନୁବାଦରେ: “ସେହିକ୍ଷଣି ସେ ବିଘ୍ନ ପାଏ” କିମ୍ବା “ସେ ତତକ୍ଷଣ ବାକ୍ୟକୁ ବିଶ୍ବାସ କରେ ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 13:22

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ବୀଜ ବୁଣାଳିର ଦୃଷ୍ଟାନ୍ତ ବିଷୟରେ ବ୍ୟାଖ୍ୟା କରିବା ଜାରି ରଖିଛନ୍ତି I

What was sown

ଏହା ବୀଜକୁ ବୁଝାଏ ଯାହା ବୁଣା ଯାଇଥିଲା କିମ୍ବା ଯାହା ପଡିଥିଲା I ଅନ୍ୟ ଏକ ଅନୁବାଦରେ: “ବୀଜ ଯାହା ବୁଣାଯାଇଥିଲା” କିମ୍ବା “ବୀଜ ଯାହା ପଡିଥିଲା” (ଦେଖ: /WA-Catalog/or_tm?section=translate#figs-explicit)

What was sown among the thorn plants

କେତେକ କଣ୍ଟା ଗଚ୍ଛମୁଳରେ ପଡିଲା

this is the person

ଏହା ଜଣେ ବ୍ୟକ୍ତିକୁ ବୁଝାଏ

the word

ବାକ୍ୟ ବା “ଈଶ୍ବରଙ୍କ ଶିକ୍ଷା”

the cares of the world and the deceitfulness of riches choke the word

ଯୀଶୁ ସାଂସାରିକ ଚିନ୍ତା ଓ ଧନ ଲୋଭ ଜଣେ ବ୍ୟକ୍ତିଙ୍କୁ ଈଶ୍ବରଙ୍କ ବାକ୍ୟର ପାଳନ କରିବାରୁ ବଞ୍ଚିତ କରିବା ବିଷୟରେ କହନ୍ତି ଯେପରି ସେଗୁଡିକ କଣ୍ଟାଗଚ୍ଛ ଅଟନ୍ତି ଯାହା ଶସ୍ୟର ଚତୁପାର୍ଶ୍ବ ବୋହି ଯାଏ ଓ ଏହା ବୃଦ୍ଧି ହେବାଠାରେ ବଞ୍ଚିତ କରେ I ଅନ୍ୟ ଏକ ଅନୁବାଦରେ: “ଯେପରି କଣ୍ଟାଗଚ୍ଛ ଉତ୍ତମ ଶସ୍ୟର ବୃଦ୍ଧି ହେବାରେ ବିଘ୍ନର କାରଣ ହୁଏ, ସେହିପରି ସାଂସାରିକ ଚିନ୍ତା ଓ ଧନ ଲୋଭ ଜଣେ ବ୍ୟକ୍ତିକୁ ଈଶ୍ବରଙ୍କ ବାକ୍ୟ ଶୁଣିବାରୁ ବଞ୍ଚିତ କରେ” (ଦେଖ: /WA-Catalog/or_tm?section=translate#figs-metaphor)

cares of the world

ଏହି ଜଗତର ବିଷୟରେ ଲୋକମାନେ ଚିନ୍ତା କରନ୍ତି

the deceitfulness of riches

ଯୀଶୁ “ଧନଲୋଭି” ବିଷୟରେ ଏପରି କହୁଛନ୍ତି ଯେପରି ସେ ଜଣେ ବ୍ୟକ୍ତି ଥିଲେ ଯିଏକି କାହାରିକୁ ମିଥ୍ୟା କହିଛି I ଏହାର ଅର୍ଥ ଲୋକମାନେ ଭାବନ୍ତି ଅଧିକ ଧନ ସେମାନଙ୍କୁ ଖୁସି (ଆନନ୍ଦ) ଦେଇପାରେ, କିନ୍ତୁ ଏହା ହୋଇ ନଥାଏ I ଅନ୍ୟ ଏକ ଅନୁବାଦରେ: “ଧନକୁ ପ୍ରେମ କରିବା” (ଦେଖ: /WA-Catalog/or_tm?section=translate#figs-personification)

he becomes unfruitful

ଏଠାରେ ଜଣେ ବ୍ୟକ୍ତି ବିଷୟରେ କୁହାଯାଇଛି ଯେପରି ତାହା ଏକ ବିଜ ଥିଲା I ଫଳହୀନ ଫଳବତୀ ନହେବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଫଲହିନ ହୁଏ” କିମ୍ବା “ଈଶ୍ବର ଯାହା ଇଛା କରନ୍ତି ସେ କରେ ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 13:23

What was sown on the good soil

କେତେକ ବିହନ ଉତ୍ତମ ଭୁମିରେ ପଡିଲା

He bears fruit and makes a crop

ଜଣେ ବ୍ୟକ୍ତି ବିଷୟରେ କୁହାଯାଏ ଯେପରି ସେ ଏକ ବିଜ ଥିଲା I ଅନ୍ୟ ଏକ ଅନୁବାଦରେ: “ଏକ ଉତ୍ତମ ଭୁମି ସଦୃଶ ଯାହା ପ୍ରକୃତରେ ଫଳ ଫଳେ, ସେ ଫଳବତୀ ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

yielding one hundred times as much as was planted, some sixty, and some thirty times as much

“ଯେତେ ବୁଣା ଯାଇଥିଲା” ବାକ୍ୟାଂଶ ନିମ୍ନୋକ୍ତ ସଂଖ୍ୟା ମାଧ୍ୟମରେ ବୁଝା ପଡେ I ଦେଖ ତୁମେ ଏହାକୁ [ମାଥିଉ ୧୩:୮] (../13/08.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “କେହି କେହି ୧୦୦ ଗୁଣ, କେହି କେହି ୬୦ ଗୁଣ, ଓ କେହି କେହି ୩୦ ଗୁଣ ଫଳ ଫଳିଲା” (ଦେଖ: /WA-Catalog/or_tm?section=translate#figs-ellipsis/WA-Catalog/or_tm?section=translate#translate-numbers)

Matthew 13:24

ଏଠାରେ ଯୀଶୁ ଗୋଟିଏ କ୍ଷେତ୍ରରେ ଉଭୟ ଗହମ ଓ ବାଳୁଙ୍ଗା ବଢ଼ିଥିବା ବିଷୟରେ ଏକ ଉପମା ଦେଇ ସ୍ବର୍ଗରାଜ୍ୟ ବିଷୟରେ କହିବାକୁ ଲାଗିଲେ I (ଦେଖ: /WA-Catalog/or_tm?section=translate#figs-parables)

The kingdom of heaven is like a man

ଅନୁବାଦ ଯେପରି ସ୍ବର୍ଗରାଜ୍ୟ ଯେପରି ଜଣେ ବ୍ୟକ୍ତି ସମାନ ରୁପେ ପ୍ରକାଶ ନକରେ, କିନ୍ତୁ ବରଂ ସ୍ବର୍ଗରାଜ୍ୟ ଉପମାରେ ପରିସ୍ଥିତିକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#figs-simile)

The kingdom of heaven is like

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହୃତ ହୁଏ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଆମ୍ଭର ସ୍ବର୍ଗରେ ଉପବିଷ୍ଟ ଈଶ୍ବର ରାଜା ଭାବରେ ନିଜକୁ ପ୍ରକାଶ କରନ୍ତି, ସେ ଏହିପରି ହିଁ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

good seed

ଭଲ ବିହନ କିମ୍ବା “ଉତ୍ତମ ଶସ୍ୟ ବିହନ” I ଶ୍ରୋତାମାନେ ସାଧାରଣ ଭାବୁଥିବେ ଯେ ଯୀଶୁ ଗହମ ବିଷୟରେ କହୁଛନ୍ତି (ଦେଖ: /WA-Catalog/or_tm?section=translate#figs-explicit)

Matthew 13:25

his enemy came

ତାହାର ଶତ୍ରୁ କ୍ଷେତ୍ରକୁ ଆସିଲା

weeds

ବାଳୁଙ୍ଗା ଖାଦ୍ୟ ଶସ୍ୟ ପରି ଦେଖିବାକୁ ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, କିନ୍ତୁ ସେଗୁଡିକର ଶସ୍ୟ ବିଶାକ୍ତ ଅଟେ I ଅନ୍ୟ ଏକ ଅନୁବାଦରେ: “ମନ୍ଦ ବିହନ” ବା “ବାଳୁଙ୍ଗା ବିହନ”

Matthew 13:26

When the blades sprouted

ଯେତେବେଳେ ଗହମ ବୀଜ ବଢିଲା ବା “ଯେତେବେଳେ ଶସ୍ୟ ବଢିଲା”

produced their crop

ଶସ୍ୟ ଫଳିଲା କିମ୍ବା “ଗହମ ଶସ୍ୟ ଫଳ ଫଳିଲା”

then the weeds appeared also

ତାପରେ ଲୋକମାନେ ଦେଖିବାକୁ ପାଇଲେ ଶସ୍ୟ କ୍ଷେତରେ ବାଳୁଙ୍ଗା ମଧ୍ୟ ଥିଲେ

Matthew 13:27

Connecting Statement:

ଯୀଶୁ ଗୋଟିଏ କ୍ଷେତରେ ଉଭୟ ବାଳୁଙ୍ଗା ଓ ଗହମ ବଢ଼ିବା ବିଷୟରେ ଏକ ଉପମା କହିବା ଜାରି ରଖିଛନ୍ତି I

the landowner

ଏ ସେହି ସମାନ ବ୍ୟକ୍ତି ଯେ କ୍ଷେତରେ ଉତ୍ତମ ବିହନ ବୁଣିଥିଲେ I

did you not sow good seed in your field?

ଦାସମାନେ ସେମାନଙ୍କ ଆଶ୍ଚର୍ୟ ହେବାକୁ ଗୁରୁତ୍ବାରୋପ କରି ଏକ ପ୍ରଶ୍ନ ପଚାରିଲେ I ଅନ୍ୟ ଏକ ଅନୁବାଦରେ: “ତୁମେ କ୍ଷେତରେ ଉତ୍ତମ ବିହନ ବୁଣି ଥିଲ !” (ଦେଖ: /WA-Catalog/or_tm?section=translate#figs-rquestion)

did you not sow

ଜମି ମାଲିକ ସମ୍ଭବତଃ ଦାସମାନଙ୍କ ଦ୍ବାରା ବିହନ ବୁଣିଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମେ କଅଣ ବୁଣି ନଥିଲ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 13:28

He said to them

ସାଆନ୍ତେ ଦାସମାନଙ୍କୁ କହିଲେ

So do you want us

“ଆମ୍ଭେମାନେ” ଶବ୍ଦ ଦାସମାନଙ୍କୁ ବୁଝାଏ I

Matthew 13:29

Connecting Statement:

ଯୀଶୁ କ୍ଷେତରେ ଉଭୟ ଗହମ ଓ ବାଳୁଙ୍ଗା ବୃଦ୍ଧି ପାଉଥିବା ବିଷୟରେ ଉପମା କହିବା ସମାପ୍ତ କରନ୍ତି I

The landowner said

ଜମି ମାଲିକ ଆପଣା ଦାସମାନଙ୍କୁ କହିଲେ

Matthew 13:30

I will say to the reapers, ""First pull out the weeds and tie them in bundles to burn them, but gather the wheat into my barn.

ଏହାକୁ ତୁମେ ପରୋକ୍ଷ ଉକ୍ତିରେ ଅନୁବାଦ କରିପାରିବ (AT): “ଶସ୍ୟ କଟାଳି ମାନଙ୍କୁ କହିବି ପୋଡିଵା ନିମନ୍ତେ ଆଗେ ବାଳୁଙ୍ଗା ଏକାଠି କରି ବିଡା ବାନ୍ଧ, ଓ ପରେ ଗହମ ମୋ ଅମାରରେ ସଂଗ୍ରହ କରି ରଖ” (ଦେଖ: /WA-Catalog/or_tm?section=translate#figs-quotations)

barn

ଅମାର ଶସ୍ୟ ସଂଗ୍ରହାଳୟ ଭାବେ ବ୍ୟବହାର କରିପାରିବ

Matthew 13:31

ଯୀଶୁ ଏକ କ୍ଷୁଦ୍ରବୀଜ ବିଷୟରେ ଏକ ଉପମା କହିବା ଦ୍ବାରା ସ୍ବର୍ଗରାଜ୍ୟ ବିଷୟରେ କହନ୍ତି ଯାହା କାଳକ୍ରମେ ଏକ ବଡ ଗଚ୍ଛରେ ବୃଦ୍ଧି ପାଏ I (ଦେଖ: /WA-Catalog/or_tm?section=translate#figs-parables)

The kingdom of heaven is like

ଏଠାରେ “ସ୍ବର୍ଗ ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ବ୍ୟବହାର କର I ଦେଖ ତୁମେ ଏହାକୁ [ମାଥିଉ ୧୩:୨୪] (../13/24.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ଆପଣାକୁ ରାଜାଭାବେ ପ୍ରଦର୍ଶନ କରନ୍ତି, ସେ ସେହିପରି ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

mustard seed

ଏକ କ୍ଷୁଦ୍ର ବୀଜ ବୃଦ୍ଧି ପାଇ ବଡ଼ ଗଛରେ ପରିଣତ ହୁଏ (ଦେଖ: /WA-Catalog/or_tm?section=translate#translate-unknown)

Matthew 13:32

This seed is indeed the smallest of all seeds

ସୋରିଷଦାନା ସବୁଠାରୁ କ୍ଷୁଦ୍ର ବୀଜ ମୁଳ ଶ୍ରୋତା ଭାବରେ ଜଣା ଯାଏ (ଦେଖ: /WA-Catalog/or_tm?section=translate#figs-explicit)

But when it has grown

କିନ୍ତୁ ଯେତେବେଳେ ବୀଜ ବୃଦ୍ଧି ପାଏ

it is greater than

ଏହା ସବୁଠାରୁ ବଡ଼ ଅଟେ

becomes a tree

ଗୋଟିଏ ସୋରିଷ ଦାନା ବୃଦ୍ଧି ପାଇ ୨ ରୁ ୪ ମିଟର ବୃଦ୍ଧି ହୋଇପାରେ I

birds of the air

ପକ୍ଷୀ ଗୁଡିକ

Matthew 13:33

ଯୀଶୁ ମଇଦାରେ ଖାମିରର ପ୍ରଭାବ ବିଷୟରେ ଏକ ଉପମା କହି ସ୍ବର୍ଗରାଜ୍ୟ ବିଷୟରେ କହନ୍ତି I (ଦେଖ: /WA-Catalog/or_tm?section=translate#figs-parables)

The kingdom of heaven is like yeast

ରାଜ୍ୟ ଖମିର ପରି ନୁହେଁ, କିନ୍ତୁ ରାଜ୍ୟର ବୃଦ୍ଧି ଖମୀର ପରି ହୁଏ (ଦେଖ: /WA-Catalog/or_tm?section=translate#figs-simile)

The kingdom of heaven is like

ଏଠାରେ “ସ୍ବର୍ଗ ରାଜ୍ୟ” ରଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହାର ହୋଇଅଛି I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ [ମାଥିଉ ୧୩:୨୪] (../13/24.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯେଉଁସମୟରେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ରାଜାଭାବେ ପ୍ରକାଶିତ ହେବେ, ଏହିପରି ହେବ” (ଦେଖ: /WA-Catalog/or_tm?section=translate#figs-metonymy)

three measures of flour

“ଅଧିକ ପରିମାଣ ମଇଦା” କହିବା କିମ୍ବା ତୁମ ସଂକୃତିରେ ଅଧିକ ପରିମାଣରେ ମଇଦା ମାପ କରିବା ନିମନ୍ତେ ଏକ ଶବ୍ଦ ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-bvolume)

until all the dough had risen

ଏହି ସୂଚନା ଦର୍ଶାଏ ଯେ ଖମୀର ଓ ତିନିଗୁଣ ମଇଦା ରୋଟି ପ୍ରସ୍ତୁତ କରିବା ନିମନ୍ତେ ସେକା ଯାଏ (ଦେଖ:/WA-Catalog/or_tm?section=translate#figs-explicit)

Matthew 13:34

General Information:

ଏଠାରେ ଲେଖକ ଗୀତସଂହିତାରୁ ଉଦ୍ଧୃତ କରି ଦେଖାଇବାକୁ ଚାହାନ୍ତି ଯେ ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁଙ୍କର ଶିକ୍ଷା ଭାବବାଦୀଙ୍କ ଦ୍ବାରା ଏହି ବାକ୍ୟ ସଫଳ ହୁଏ I

All these things Jesus said to the crowds in parables; and he said nothing to them without a parable

ଉଭୟ ବାକ୍ୟର ଅର୍ଥ ସମାନ I ସେଗୁଡିକ ଗୁରୁତ୍ବାରୋପ କରିବା ସଂଯୁକ୍ତ ହୁଅନ୍ତି ଯେ ଯୀଶୁ ଲୋକସମୁହକୁ କେବଳ ଦୃଷ୍ଟାନ୍ତ ଦ୍ବାରା ଶିକ୍ଷା ଦେଲେ I (ଦେଖ: /WA-Catalog/or_tm?section=translate#figs-parallelism)

All these things

ଏହା ଯୀଶୁ [ମାଥିଉ ୧୩:୧] (../13/01.md)ର ଆରମ୍ଭରେ ଯାହା ଶିକ୍ଷା ଦେଲେ ତାହାକୁ ବୁଝାଏ I

he said nothing to them without a parable

ସେ ଉପମା ବିନା ସେମାନଙ୍କୁ କିଛି କହୁ ନଥିଲେ I ନାସ୍ତିବାଚକ ଦ୍ବୟ ଆସ୍ତିକବାଚ୍ୟ ଭାବରେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଉପମା ମାଧ୍ୟମରେ ସମସ୍ତ ବିଷୟ ଶିକ୍ଷା ଦେଲେ” (ଦେଖ: /WA-Catalog/or_tm?section=translate#figs-doublenegatives)

Matthew 13:35

what had been said through the prophet might come true, when he said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ଭାବବାଦୀଙ୍କୁ ବହୁ ଆଗରୁ ଲେଖିବା ପାଇଁ କହିଥିଲେ ତାହା ସତରେ ଘଟିଲା” (ଦେଖ: /WA-Catalog/or_tm?section=translate#figs-activepassive)

when he said

ଯେତେବେଳେ ଭାବବାଦୀ କହିଲେ

I will open my mouth

ଏହା ରୁଢୀ ଅଟେ ଯାହାର ଅର୍ଥ କହିବା ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ଆପଣା ମୁଖ ଫିଟାଇଵା” (ଦେଖ: /WA-Catalog/or_tm?section=translate#figs-idiom)

things that were hidden

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ବିଷୟ ଈଶ୍ବର ଗୁପ୍ତ ରଖିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

from the foundation of the world

ପୃଥିବୀର ଆରମ୍ଭରୁ କିମ୍ବା “ଈଶ୍ବର ପୃଥିବୀକୁ ସୃଷ୍ଟି କରିବା ସମୟରୁ”

Matthew 13:36

Connecting Statement:

ଏଠାରେ ଦୃଶ୍ବ ଏକ ଗୃହକୁ ପରିବର୍ତ୍ତନ ହୁଏ ଯେଉଁଠାରେ ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନେ ରହୁଥିଲେ I ଯୀଶୁ କ୍ଷେତ୍ରରେ ଉଭୟ ଗହମ ଓ ବାଳୁଙ୍ଗା ଥିବା ଉପମା ଦେଇ ସେମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି ଯାହାକୁ ସେ [ମାଥିଉ ୧୩:୨୪] (../13/24.md)ରେ କହିବା ଆରମ୍ଭ କରିଥିଲେ I

went into the house

ଗୃହ ଭିତରକୁ ଗଲେ କିମ୍ବା “ଗୃହରେ ପ୍ରବେଶ କଲେ ଯେଉଁଠାରେ ସେ ବାସ କରୁଥିଲେ”

Matthew 13:37

He who sows the good seed

ଯେକେହି ଉତ୍ତମ ବିହନ ବୁଣେ କିମ୍ବା “ଉତ୍ତମ ବୀଜ ବୁଣାଳୀ”

the Son of Man

ଯୀଶୁ ଆପଣାକୁ ଦର୍ଶାଉଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Matthew 13:38

the sons of the kingdom

“ପୁତ୍ର” ରୁଢି ସେମାନଙ୍କୁ ବୁଝାଏ ଯେଉଁମାନେ ସଦସ୍ୟ କିମ୍ବା ସମାନ ଚରିତ୍ର ଯେପରି ଜଣକର ଅଛି ବା କୌଣସି ବିଷୟର ଅନ୍ତର୍ଗତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ରାଜ୍ୟର ସଦସ୍ୟ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

of the kingdom

ଏଠାରେ “ରାଜ୍ୟ” ଈଶ୍ବର ରାଜାଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କର” (ଦେଖ: /WA-Catalog/or_tm?section=translate#figs-metonymy)

the sons of the evil one

“ପୁତ୍ର” ରୁଢି ସେମାନଙ୍କୁ ବୁଝାଏ ଯେଉଁମାନେ ସଦସ୍ୟ କିମ୍ବା ସମାନ ଚରିତ୍ର ଯେପରି ଜଣକର ଅଛି ବା କୌଣସି ବିଷୟର ଅନ୍ତର୍ଗତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ମନ୍ଦର ସଦସ୍ୟ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

Matthew 13:39

the enemy who sowed them

ଶତ୍ରୁ ଯିଏ ବାଳୁଙ୍ଗା ବୁଣିଲା

Matthew 13:40

Connecting Statement:

ଯୀଶୁ କ୍ଷେତ୍ରରେ ଉଭୟ ଗହମ ଓ ବାଳୁଙ୍ଗା ବିଷୟରେ ଉପମା ଦେଇ ତାହାଙ୍କ ଶିଷ୍ୟମାନଙ୍କୁ ବ୍ୟାଖ୍ୟା କରିବା ସମାପ୍ତ କରନ୍ତି I

Therefore, as the weeds are gathered up and burned with fire

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅତଏବ, ଯେପରି ଲୋକମାନେ ବାଳୁଙ୍ଗା ସବୁ ଏକତ୍ର କରି ନିଆଁରେ ପକାନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Matthew 13:41

The Son of Man will send out his angels

ଏଠାରେ ଯୀଶୁ ଆପଣା ବିଷୟରେ କହନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ, ମନୁଷ୍ୟପୁତ୍ର, ଆପଣା ଦୁତମାନଙ୍କୁ ପ୍ରେରଣ କରିବି” (ଦେଖ: /WA-Catalog/or_tm?section=translate#figs-123person)

those who commit iniquity

ଯେଉଁମାନେ ଅଧର୍ମାଚାରୀ କିମ୍ବା “ବିଘ୍ନଜନକ ଲୋକମାନେ”

Matthew 13:42

furnace of fire

ଏହି ଅଗ୍ନିକୁଣ୍ଡ ନିମନ୍ତେ ଏକ ରୁପକ ଅଟେ I ଯଦି “କୁଣ୍ଡ” ଅପରିଚିତ ଅଟେ, “ଭାଟି” ବ୍ୟବହାର କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅଗ୍ନିକୁଣ୍ଡ” (ଦେଖ: /WA-Catalog/or_tm?section=translate#figs-metaphor)

weeping and grinding of teeth

ଦନ୍ତର କିଡିମିଡି ଏଠାରେ ସାଙ୍କେତିକ କାର୍ଯ୍ୟ ଅଟେ I ଅତିରିକ୍ତ ବିଷାଦ ଓ ଦୁଖକୁ ବୁଝାଏ I ଦେଖ ତୁମେ ଏହାକୁ ମାଥିଉ ୮:୧୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ରୋଦନ ଓ ସେମାନଙ୍କର ଅତିବ ଯନ୍ତ୍ରଣା ଦାୟକ ଦୁଖଭୋଗ” (ଦେଖ: /WA-Catalog/or_tm?section=translate#translate-symaction)

Matthew 13:43

shine like the sun

ଯଦି ତୁମ ଭାଷାରେ ଏହି ଉପମା ବୁଝା ପଡିବ ନାହିଁ, ତୁମେ: “ତେଜୋମୟ ସୁର୍ଯ୍ୟଙ୍କୁ ଦେଖିବା ଯେତିକି ସହଜ” ତାହାକୁ ବ୍ୟବହାର କରିପାର I” (ଦେଖ: /WA-Catalog/or_tm?section=translate#figs-simile)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

He who has ears, let him hear

ଯୀଶୁ ଯାହା କହିଛନ୍ତି ତାହାକୁ ଗୁରୁତ୍ବାରୋପ କରନ୍ତି ଓ ଏହାକୁ ବୁଝିବା ଓ ପାଳନ କରିବା ନିମନ୍ତେ ସମୟ ଲାଗିପାରେ I “କାନ ଅଛି” ବାକ୍ୟାଂଶ ଏଠାରେ ବୁଝିବା ଏବଂ ପାଳନ କରିବା ନିମନ୍ତେ ଇଚ୍ଛାଶକ୍ତି ନିମନ୍ତେ ଏକ ରୁପକ ଅଟେ I ଦେଖ ତୁମେ ସମାନ ପ୍ରକାର ବାକ୍ୟାଂଶକୁ ମାଥିଉ ୧୧:୧୫ରେ କିପରି ଅନୁବାଦ କାରିଅଛ I ଅନ୍ୟ ଏକ ଅନୁବାଦରେ: ଯାହାର ଶୁଣିବାର ଇଚ୍ଛା ଅଛି ସେ ଶୁଣୁ” କିମ୍ବା “ଯାହାର ବୁଝିବାର ଇଚ୍ଛା ଅଛି, ସେ ବୁଝୁ ଓ ପାଳନ କରୁ” (ଦେଖ: /WA-Catalog/or_tm?section=translate#figs-metonymy)

He who ... let him

ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ ସିଧାସଳଖ କହୁଛନ୍ତି, ତୁମେ ଏଠାରେ ଦ୍ବିତୀୟ ବଚନ ଉପଯୁକ୍ତ ବ୍ୟବାହର କରିପାରିବ I ଦେଖ ତୁମେ ଏହାକୁ ମାଥିଉ ୧୧:୧୫ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କର, ଶୁଣ” କିମ୍ବା “ଯଦି ତୁମ୍ଭମାନଙ୍କର ବୁଝିବା ନିମନ୍ତେ ଇଚ୍ଛା ଅଛି, ତେବେ ବୁଝ ଓ ପାଳନ କର” (ଦେଖ: /WA-Catalog/or_tm?section=translate#figs-123person)

Matthew 13:44

General Information:

ଏହି ଦୁଇଟି ଉପମାରେ, ଯୀଶୁ ଦୁଇଟି ଉପମା ବ୍ୟବହାର କରି ସ୍ବର୍ଗରାଜ୍ୟ କିପରି ଅଟେ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି I (ଦେଖ: /WA-Catalog/or_tm?section=translate#figs-simile)

ଯୀଶୁ ସ୍ବର୍ଗରାଜ୍ୟ ବୁଝାଇବା ନିମନ୍ତେ ଆଉ ଦୁଇଟି ଦୃଷ୍ଟାନ୍ତ କହିଲେ ଯାହା ଜଣେ ଲୋକ ଅପଣାର ସର୍ବସ୍ବ ବିକ୍ରୟ କରି ବହୁମୁଲ୍ୟ ପଦାର୍ଥକୁ କିଣିଲେ I (ଦେଖ: /WA-Catalog/or_tm?section=translate#figs-parables)

The kingdom of heaven is like

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ ମାଥିଉ ୧୩:୨୪ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭର ସ୍ବର୍ଗସ୍ଥ ଈଶ୍ବର ଆପଣାକୁ ରାଜାଭାବେ ପ୍ରକାଶ କରିବେ, ଏହା ଏପରି ହେବ” (ଦେଖ: /WA-Catalog/or_tm?section=translate#figs-metonymy)

like a treasure hidden in a field

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଗୁପ୍ତଧନ ଯାହା କେହିଜଣେ କ୍ଷେତ୍ରରେ ଲୁଚାଇ ରଖିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

treasure

ବହୁମୁଲ୍ୟ ଓ ମୁଲ୍ୟବାନ ବସ୍ତୁ କିମ୍ବା ବସ୍ତୁଗୁଡିକର ସଂଗ୍ରହ

hid it

ଏହାକୁ ଗୁପ୍ତ କରି ରଖିବା

sells everything he possesses, and buys that field

ବ୍ୟବହୃତ ତଥ୍ୟ ହେଉଛି ଯେ ବ୍ୟକ୍ତି ଜଣକ କ୍ରୟ କରି ଗୁପ୍ତଧନକୁ ଅକ୍ତିଆର କଲା (ଦେଖ:/WA-Catalog/or_tm?section=translate#figs-explicit)

Matthew 13:45

like a man who is a merchant looking for valuable pearls

ବ୍ୟବହୃତ ସୂଚନା ଏହା ଯେ ଜଣେ ବ୍ୟକ୍ତି ବହୁମୁଲ୍ୟ ମୁକ୍ତା ଅନ୍ବେଷଣ କରୁଅଛି ଯାହା ସେ କ୍ରୟ କରିପାରିବ I (ଦେଖ: /WA-Catalog/or_tm?section=translate#figs-simile/WA-Catalog/or_tm?section=translate#figs-explicit)

a merchant

ଜଣେ ବଣିକ ବା ଦୋକାନୀ ଯେ ସର୍ବଦା ଦେଶ ବିଦେଶରୁ ବାଣିଜ୍ୟ କରନ୍ତି

valuable pearls

ଖଣ୍ଡେ “ମୁକ୍ତା” ହେଉଛି ମସୃଣ, କଠିନ, ଝକ ମକ କରେ, ଶୁଭ୍ରରଙ୍ଗ କିମ୍ବା ସମୁଦ୍ରରେ ଥିବା ମେରୁଦଣ୍ଡ ବିହୀନ ନରମ ପ୍ରାଣୀରୁ ତିଆରି ହାଲୁକା-ରଙ୍ଗର ଧାତୁ ଓ ବହୁମୁଲ୍ୟ ମଣି କିମ୍ବା ବହୁମୁଲ୍ୟ ଗହଣା ନିର୍ମିତ ଧାତୁ ଅଟେ I ଅନ୍ୟ ଏକ ଅନୁବାଦରେ: “ସୁକ୍ଷ୍ମ ମୁକ୍ତା” ବା “ ମୁକ୍ତାର ସୌନ୍ଦର୍ଯ୍ୟ” (ଦେଖ: /WA-Catalog/or_tm?section=translate#translate-unknown)

Matthew 13:47

ଯୀଶୁ ଜଣେ ମତ୍ସ୍ୟଜିବୀ ଯେ ମତ୍ସ୍ୟ ଧରିବା ନିମନ୍ତେ ଏକ ବୃହତ ଜାଲ ବ୍ୟବହାର କରିବା ବିଷୟରେ ଏକ ଉପମା କହିବା ଦ୍ବାରା ସ୍ବର୍ଗରାଜ୍ୟର କଥା କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

the kingdom of heaven is like a net

ସ୍ବର୍ଗରାଜ୍ୟ ଜାଲ ପରି ନୁହେଁ, କିନ୍ତୁ ସ୍ବର୍ଗରାଜ୍ୟ ସବୁପ୍ରକାର ଲୋକମାନଙ୍କୁ ଆକର୍ଷିତ କରେ ଯେପରି ଏକ ଟଣାଜାଲ ସବୁପ୍ରକାର ମତ୍ସ୍ୟ ସଂଗ୍ରହ କରେ I (ଦେଖ: /WA-Catalog/or_tm?section=translate#figs-simile)

the kingdom of heaven is like

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କର ରାଜତ୍ବକୁ ବୁଝାଏ I “ସ୍ବର୍ଗରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ ମାଥିଉ ୧୩:୨୪ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭର ସ୍ବର୍ଗସ୍ଥ ଈଶ୍ବର ଆପଣାକୁ ରାଜାଭାବେ ପ୍ରକାଶ କରିବେ, ଏହା ଏପରି ହେବ” (ଦେଖ: /WA-Catalog/or_tm?section=translate#figs-metonymy)

like a net that was cast into the sea

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ମାଛୁଆମାନେ ସମୁଦ୍ରରେ ଏକ ଜାଲ ନିକ୍ଷେପ କରନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

was cast into the sea

ସମୁଦ୍ରରେ ନିକ୍ଷେପ କରୁଥିଲେ

gathered creatures of every kind

ସବୁପ୍ରକାର ମାଛ ଧରିଲେ

Matthew 13:48

drew it up on the beach

କୁଳକୁ ଟାଣି ଆଣିଲେ କିମ୍ବା “ସମୁଦ୍ର କୁଳକୁ ଜାଲ ଟାଣିଲେ”

the good things

ଭଲଯାକ

the worthless things

ମନ୍ଦ ମାଛଗୁଡିକ କିମ୍ବା “ଖାଇବା ନିମନ୍ତେ ଉପଯୋଗୀ ନଥିବା ମାଛ”

threw away

ରଖିଲେ ନାହିଁ

Matthew 13:49

Connecting Statement:

ଯୀଶୁ ମାଛୁଆମାନଙ୍କ ବିଷୟରେ ଉପମା କହନ୍ତି ଯେଉଁମାନେ ମାଛ ଧରିବା ନିମନ୍ତେ ଏକ ବୃହତ ଜାଲ ବ୍ୟବହାର କରନ୍ତି I

will come

ବାହାରି ଆସିବେ କିମ୍ବା “ବାହାରକୁ ଯିବେ” କିମ୍ବା “ସ୍ବର୍ଗରୁ ଆସିବେ”

the wicked from among the righteous

ଏହି ନାମମାତ୍ର ବିଶେଷଣକୁ ବିଶେଷଣ ସଦୃଶ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମନ୍ଦ ଲୋକମାନଙ୍କଠାରୁ ଧାର୍ମିକ ଲୋକମାନଙ୍କୁ” (ଦେଖ: /WA-Catalog/or_tm?section=translate#figs-nominaladj)

Matthew 13:50

They will throw them

ଦୁତଗଣ ମନ୍ଦ ଲୋକମାନଙ୍କୁ ଫୋପାଡି ଦେବେ

furnace of fire

ଏହା ନରକର ଅଗ୍ନିକୁଣ୍ଡ ନିମନ୍ତେ ଏକ ଉପମା ଅଟେ I ଯଦି “ଅଗ୍ନିକୁଣ୍ଡ” ଶବ୍ଦ ଅପରିଚିତ ଅଟେ, “ଧାତୁରେ ତିଆରି ଚୁଲା” ବ୍ୟବହାର କରାଯାଇପାରିବ I ଦେଖ ତୁମେ ଏହାକୁ ମାଥିଉ ୧୩:୪୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଅଗ୍ନିକୁଣ୍ଡ (ଚୁଲା)” (ଦେଖ: /WA-Catalog/or_tm?section=translate#figs-metaphor)

weeping and grinding of teeth

ଏଠାରେ ଦନ୍ତର କିଡିମିଡି ଏକ ସାଙ୍କେତିକ କାର୍ଯ୍ୟ ଅଟେ I ଅତିରିକ୍ତ ବିଷାଦ ଓ ଦୁଖକୁ ବୁଝାଏ I ଦେଖ ତୁମେ ଏହାକୁ ମାଥିଉ ୮:୧୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ରୋଦନ ଓ ସେମାନଙ୍କ ଅତିବ ଯନ୍ତ୍ରଣାଦାୟକ ଦୁଖଭୋଗକୁ ପ୍ରକାଶ କରେ I” (ଦେଖ: /WA-Catalog/or_tm?section=translate#translate-symaction)

Matthew 13:51

Connecting Statement:

ଯୀଶୁ ଜଣେ ଗୃହକର୍ତ୍ତାଙ୍କ ଦୃଷ୍ଟାନ୍ତ ମାଧ୍ୟମରେ ସ୍ବର୍ଗରାଜ୍ୟ ବିଷୟରେ କୁହନ୍ତି I ଏହା ଯୀଶୁ ଲୋକସମୁହକୁ ସ୍ବର୍ଗରାଜ୍ୟ ବିଷୟରେ ଉପମା ମାଧ୍ୟମରେ ଶିକ୍ଷା ଦେଉଥିବା ବିବରଣୀର ସମାପ୍ତି ଅଟେ I

Have you understood all these things?"" The disciples said to him, ""Yes.

ଯଦି ସମ୍ଭବ ହୁଏ, ଉଭୟ ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟଗୁଡିକୁ ପରୋକ୍ଷ ଉଦ୍ଧୃତ ବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେ କଅଣ ଏହିସବୁ କଥା ବୁଝିଲ ଯୀଶୁ ପଚାରିଲେ, ଏବଂ ସେମାନେ ତାହାଙ୍କୁ କହିଲେ, ହଁ I” (ଦେଖ: /WA-Catalog/or_tm?section=translate#figs-quotations)

Matthew 13:52

has become a disciple to the kingdom of heaven

ଏଠାରେ “ସ୍ବର୍ଗ ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦକୁ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବରଙ୍କ ବିଷୟର ସତ୍ୟତାକୁ ଜ୍ଞାତ ହେବା, ସେ ଜଣେ ରାଜା ଅଟନ୍ତି” କିମ୍ବା “ଆପଣାକୁ ଈଶ୍ବରଙ୍କ ଅଧିନସ୍ଥ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

is like a man who is the owner of a house, who draws out old and new things from his treasure

ଯୀଶୁ ପୁନଶ୍ଚ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଲେ I ସେ ଶାସ୍ତ୍ରୀମାନଙ୍କୁ ତୁଳନା କରୁଛନ୍ତି, ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଓ ଭାବାବାଦୀମାନଙ୍କ ଦ୍ବାରା ଲିଖିତ ଭାବାବାଣୀ ଭଲକରି ଜାଣନ୍ତି ଏବଂ ସେମାନେ ମଧ୍ୟ ବର୍ତ୍ତମାନ ଯୀଶୁଙ୍କ ଶିକ୍ଷା ଗ୍ରହଣ କରନ୍ତି, ଜଣେ ଗୃହକର୍ତ୍ତା ଉଭୟ ପୁରାତନ ଓ ନୁତନ ପଦାର୍ଥ ବ୍ୟବହାର କରନ୍ତି I (ଦେଖ: /WA-Catalog/or_tm?section=translate#figs-parables)

treasure

ଭଣ୍ଡାର ଏକ ମୁଲ୍ୟବାନ ଓ ବହୁମୁଲ୍ୟ ବାନ ପଦାର୍ଥ କିମ୍ବା ପଦାର୍ଥ ଗୁଡିକର ସଂଗ୍ରହାଳୟ I ଏଠାରେ ଏହା ଏପରି ଗୋଟିଏ ସ୍ଥାନକୁ ବୁଝାଏ ଯେଉଁଠାରେ ଏହିସବୁ ପଦାର୍ଥ ଗୁଡିକ ରଖାଯାଇଅଛି, “ଭଣ୍ଡାର ଘର” ବା “ସଂଗ୍ରହାଳୟ I”

Matthew 13:53

Then it came about that when

ଏହି ବାକ୍ୟାଂଶ ଯୀଶୁ ପରବର୍ତ୍ତୀ କଣ ଶିକ୍ଷା ଦେବେ ସେଠାକୁ ପରିବର୍ତ୍ତିତ ହୁଏ I ଅନ୍ୟ ଏକ ଅନୁବାଦରେ: “ପୁନଶ୍ଚ” କିମ୍ବା “ପରେ”

Matthew 13:54

General Information:

ଏହା ବିବରଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯାହା ମାଥିଉ ୧୭:୨୭ରେ ଦେଖାଯାଏ, ଯେଉଁଠାରେ ମାଥିଉ ସ୍ବର୍ଗରାଜ୍ୟ ବିଷୟରେ ଯୀଶୁଙ୍କ ସେବାକାର୍ଯ୍ୟ ଓ ଶିକ୍ଷାରେ ଜାରି ରହିଥିବା ପ୍ରତିବନ୍ଧକ ଗୁଡିକ ଉଲ୍ଲେଖ କରନ୍ତି I ଏଠାରେ, ଯୀଶୁଙ୍କ ଆପଣା ନଗରର ଲୋକମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲେ I

his own region

ଆପଣା ନଗର I ଏହା ନାଜରିତ ନଗରକୁ ବୁଝାଏ, ଯେଉଁଠାରେ ଯୀଶୁ ବଢି ଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

in their synagogue

ସର୍ବନାମ “ସେମାନେ” ସେହି ଅଞ୍ଚଳର ଲୋକମାନଙ୍କୁ ବୁଝାଏ I

they were astonished

ସେମାନେ ଆଶ୍ଚର୍ଯ୍ୟନ୍ବିତ ହେଲେ

Where does this man get his wisdom and these miracles from?

ଲୋକମାନେ ବିଶ୍ବାସ କରୁଥିଲେ ଯେ ଯୀଶୁ ଜଣେ ସାଧାରଣ ମନୁଷ୍ୟ ଥିଲେ I ସେମାନେ ସେମାନଙ୍କ ଆଶ୍ଚର୍ଯ୍ୟନ୍ବିତ ପ୍ରକାଶ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ସେ ଅତି ଜ୍ଞାନୀ ଥିଲେ ଓ ଆଶ୍ଚର୍ଯ୍ୟକର୍ମ କରିବାକୁ ସମର୍ଥ ଥିଲେ I ଅନ୍ୟ ଏକ ଅନୁବାଦରେ: ଜଣେ ସାଧାରଣ ମନୁଷ୍ୟ କଣ ଜ୍ଞାନୀ ଓ ଆଶ୍ଚର୍ଯ୍ୟ କର୍ମ କରିପାରିବ ?” କିମ୍ବା “ସେମାନେ ଆଶ୍ଚର୍ଯ୍ୟାନ୍ବିତ ହୋଇ କହିଲେ ଯେ ସେ ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କରିବାକୁ ସମର୍ଥ ଅଟନ୍ତି !” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-rquestion)

Matthew 13:55

Is not this man the carpenter's son? Is not his mother called Mary? Are not his brothers James, Joseph, Simon, and Judas?

ଲୋକସମୁହ ସେମାନଙ୍କ ବିଶ୍ବାସ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି ଯେ ସେମାନେ ଯୀଶୁ କିଏ ଜାଣିଛନ୍ତି ଓ ସେ ଜଣେ ସାଧାରଣ ମନୁଷ୍ୟ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ସେ କେବଳ ଜଣେ ବଢେଇର ପୁଅ I ଆମ୍ଭେମାନେ ତାହାଙ୍କ ମାତା ମରିୟମ ଓ ଭ୍ରାତା ଯାକୁବ, ଯୋସେଫ, ଶିମୋନ ଓ ଯିହୁଦାଙ୍କୁ ଜାଣୁ” (ଦେଖ: /WA-Catalog/or_tm?section=translate#figs-rquestion)

the carpenter's son

ବଢେଇ ଏପରି ଜଣେ ବ୍ୟକ୍ତି ଯେ କାଠ ବା ପଥରରେ ବସ୍ତୁସମୁହ ତିଆରି କରନ୍ତି I ଯଦି “ବଢେଇ” ଶବ୍ଦ ପରିଚିତ ଅଟେ, “ଅଟ୍ଟାଳିକା ନିର୍ମାଣକାରୀ” ବ୍ୟବହାର କରାଯାଇପାରିବ I

Matthew 13:56

Are not all his sisters with us?

ଲୋକସମୁହ ସେମାନଙ୍କ ବିଶ୍ବାସ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନଗୁଡିକ ବ୍ୟବହାର କରୁଛନ୍ତି ଯାହା ସେମାନେ ଯୀଶୁ କିଏ ଜାଣିଛନ୍ତି ଓ ସେ ଜଣେ ସାଧାରଣ ମନୁଷ୍ୟ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଏହାର ସମସ୍ତ ଭଉଣୀମାନେ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ମଧ୍ୟ” (ଦେଖ: /WA-Catalog/or_tm?section=translate#figs-rquestion)

Where did he get all these things?

ଲୋକସମୁହ ସେମାନଙ୍କ ଜ୍ଞାନ ଦେଖାଇବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ଯୀଶୁ କେଉଁଠାରୁ ହୁଏତ ଦକ୍ଷତା ପାଇଥିବ I ସେମାନେ ହୁଏତ ସେମାନଙ୍କ ସନ୍ଦେହ ବ୍ୟକ୍ତ କରୁଛନ୍ତି ଯେ ସେ ଏହି ଦକ୍ଷତା ଈଶ୍ବରଙ୍କଠାରୁ ପାଇଥିବ I ଅନ୍ୟ ଏକ ଅନୁବାଦରେ: “ସେ ଏହିସବୁ କର୍ମ କରିବା ନିମନ୍ତେ ଦକ୍ଷତା କେଉଁଠାରୁ ପାଇଥିବ ! କିମ୍ବା “ଆମ୍ଭେମାନେ ଜାଣି ନାହୁଁ ଯେ ସେ ଏହିସବୁ କେଉଁଠୁ ପାଇଲା !” (ଦେଖ: /WA-Catalog/or_tm?section=translate#figs-rquestion)

all these things

ଏହା ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ଯୀଶୁଙ୍କ ଜ୍ଞାନ ଓ ଦକ୍ଷତାକୁ ବୁଝାଏ I

Matthew 13:57

They were offended by him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କ ନଗରର ଲୋକମାନେ ତାହାଙ୍କଠାରେ ବିଘ୍ନ ପାଇଲେ” କିମ୍ବା “ଲୋକମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

A prophet is not without honor

ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଭାବବାଦୀ ସର୍ବତ୍ର ଆଦର ପଆନ୍ତି” କିମ୍ବା “ପ୍ରତ୍ୟେକ ସ୍ଥାନର ଲୋକମାନେ ଭାବବାଦୀଙ୍କୁ ସମ୍ମାନ ଦିଅନ୍ତି” (ଦେଖ: /WA-Catalog/or_tm?section=translate#figs-doublenegatives)

his own country

ଆପଣା ନଗର/ଅଞ୍ଚଳ କିମ୍ବା “ନିଜ ପୈତୃକ ନଗର”

in his own family

ତାହାଙ୍କ ଆପଣାର ଗୃହରେ

Matthew 13:58

He did not do many miracles there

ଯୀଶୁ ଆପଣା ପୈତୃକ ନଗରରେ ଅନେକ ଶକ୍ତିର କାର୍ଯ୍ୟ କଲେ ନାହିଁ