Matthew 26

ମାଥିଉ ୨୬ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରେ I ULT ୨୬:୩୧ରେ ପଦ୍ୟ ସହିତ ଏହିପରି କରେ, ଯେଉଁ ଶବ୍ଦଗୁଡିକ ପୁରାତନ ନିୟମରୁ ନିଆ ଯାଇଛି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ମେଷ

ମେଷ ଶବ୍ଦ ଇସ୍ରାଏଲର ଲୋକମାନଙ୍କୁ ବୁଝାଇବା ନିମନ୍ତେ ଶାସ୍ତ୍ରରେ ବ୍ୟବହୃତ ଏକ ଅତି ସାଧାରଣ ପରିକଳ୍ପନା ଅଟନ୍ତି I ମାଥିଉ ୨୬:୩୧ରେ, ଯାହାହେଉ, ଯୀଶୁ ତାହଙ୍କ ଶିଷ୍ୟମାନଙ୍କୁ ଇଙ୍ଗିତ କରି “ମେଷ” ଶବ୍ଦ ବ୍ୟବହାର କଲେ ଓ କହିଲେ ଯେ ସେମାନେ ଛିନ୍ନ ଭିନ୍ନ ହୋଇଯିବେ ଯେତେବେଳେ ସେ ବନ୍ଦୀ ହେଲେ I

ନିସ୍ତାର ପର୍ବ

ଯେଉଁ ଦିନ ଈଶ୍ବର ମିଶରରେ ପ୍ରଥମ ଜାତ ସନ୍ତାନଗଣକୁ ସଂହାର କଲେ କିନ୍ତୁ ଇସ୍ରାଏଲମାନଙ୍କୁ “ଅତିକ୍ରମ କରି” ଜୀବିତ ଛାଡିଦେଲେ ସେହି ଦିନ ଯିହୁଦୀମାନେ ପାଳନ କରିବା ନିମନ୍ତେ ନିସ୍ତାର ପର୍ବ ଥିଲା I

ଶରୀର ଓ ରକ୍ତ ଖାଇଲେ

ମାଥିଉ ୨୬:୨୬-୨୮ ତାହାଙ୍କ ଶିଷ୍ୟମାନଙ୍କ ସହିତ ଯୀଶୁଙ୍କର ଶେଷଭୋଜ ବିଷୟରେ ବର୍ଣ୍ଣନା କରେ I ସେହି ସମୟରେ, ଯୀଶୁ ସେମାନଙ୍କୁ କହିଲେ ଯାହା ସେମାନେ ଖାଇଲେ ଓ ପିଇଲେ ତାହା’ ତାହାଙ୍କର ଶରୀର ଓ ରକ୍ତ ଥିଲେ I ପ୍ରାୟ ସମସ୍ତ ଖ୍ରୀଷ୍ଟିଆନମାନେ ଏହାକୁ ସ୍ମରଣ କରିବା ନିମନ୍ତେ “ପ୍ରଭୁ ଭୋଜ,” “ପ୍ରେମ ଭୋଜ,” “ପବିତ୍ର ଭୋଜ” ପାଳନ କରନ୍ତି I

ଏହି ଅଧ୍ୟାୟରେ ଅନ୍ୟ ଅନୁବାଦ ସମସ୍ୟା

ଯିହୁଦା ଯୀଶୁଙ୍କୁ ଚୁମ୍ବନ କରିବା

ମାଥିଉ ୨୬:୪୯ ଯିହୁଦା କିପରି ଯୀଶୁଙ୍କୁ ଚୁମ୍ବନ କଲା ବର୍ଣ୍ଣନା କରେ ଯେପରି ସୈନିକମାନେ କାହାକୁ ବନ୍ଦୀ କରିବେ ଜାଣି ପାରିବେ I ଯିହୁଦୀମାନେ ପରସ୍ପକୁ ସମ୍ମାନ କରିବା ସମୟରେ ଚୁମ୍ବନ କରନ୍ତି I

“ମୁଁ ଈଶ୍ବରଙ୍କ ମନ୍ଦିରକୁ ଭାଙ୍ଗିବା ନିମନ୍ତେ ସକ୍ଷମ ଅଟେ”

ଦୁଇଜଣ ବ୍ୟକ୍ତି ଯୀଶୁଙ୍କୁ ଦୋଷାରୋପ କରି କହିଲେ ଯେ ସେ ଯିରୁଶାଲମ ମନ୍ଦିରକୁ ଭାଙ୍ଗି ପୁଣି “ତିନିଦିନ” ମଧ୍ୟରେ ତୋଳିଦେଇ ପାରେ (ମାଥିଉ ୨୬:୬୧) I ସେମାନେ ତାହାଙ୍କୁ ଦୋଷାରୋପ କରୁଥିଲେ ଯେ ଏ ଈଶ୍ବର ନିନ୍ଦା କରୁଛି ଓ କହୁଛି ଯେ ଈଶ୍ବର ତାହାଙ୍କୁ ମନ୍ଦିର ଭାଙ୍ଗି ପୁଣି ତୋଳିଦେବା ନିମନ୍ତେ ଅଧିକାର ଦେଇଛନ୍ତି I ପ୍ରକୃତରେ ଯୀଶୁ କଅଣ କହିଥିଲେ ଯେ ଯଦି ଯିହୁଦୀ ଅଧିକାରୀମାନେ ଏହି ମନ୍ଦିରକୁ ଭାଙ୍ଗିଦେବେ, ସେ ନିଶ୍ଚୟ ତିନି ଦିନରେ ଏହାକୁ ତୋଳି ଦେବେ (ଯୋହନ ୨:୧୯) I

Matthew 26:1

General Information:

ଏହା ବିବରଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯାହା ଯୀଶୁଙ୍କ କୃଶରେ ହତ, ମୃତ୍ୟୁ, ଓ ପୁନ୍ନରୁଥାନ ବିଷୟଗୁଡିକ ପ୍ରକାଶ କରେ I ଏଠାରେ ସେ ତାହାଙ୍କ ଶିଷ୍ୟମାନଙ୍କୁ କିପରି ସେ ଦୁଖଭୋଗ ଓ ମୃତ୍ୟୁବରଣ କରିବେ ତାହା ପ୍ରକାଶ କରୁଛନ୍ତି I

It came about that when

ପରେ କିମ୍ବା “ପୁଣି, ପରେ I” ଏହି ବାକ୍ୟାଂଶ ଯୀଶୁଙ୍କ ଶିକ୍ଷାରୁ ପରବର୍ତ୍ତୀ ଘଟଣାକୁ ସ୍ଥାନାନ୍ତର ହୁଏ I

all these words

ଏହି ସମସ୍ତ ଯୀଶୁ ମାଥିଉ ୨୪:୩ରେ ଶିକ୍ଷା ଦେଇଥିବା ବିଷୟକୁ ଦର୍ଶାଏ I

Matthew 26:2

the Son of Man will be delivered up to be crucified

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପୁଣି କିଛି ଲୋକ ମନୁଷ୍ୟ ପୁତ୍ରଙ୍କୁ ଅନ୍ୟମାନଙ୍କ ନିକଟକୁ ନେବେ ଯେଉଁମାନେ ତାହାଙ୍କୁ କ୍ରୁଶାର୍ପିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

the Son of Man

ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତି ଭାବରେ ସମ୍ବୋଧନ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Matthew 26:3

ଏହି ପଦଗୁଡିକ ଯିହୁଦୀ ନେତାମାନଙ୍କ ମନ୍ତ୍ରଣାଠାରୁ ବନ୍ଦୀକରି ଯୀଶୁଙ୍କୁ ବଧ କରିବା ବିଷୟରେ ପ୍ରାକ ସୂଚନା ଦିଏ I (ଦେଖ: /WA-Catalog/or_tm?section=translate#writing-background)

were gathered together

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏକତ୍ର ହେଲେ” କିମ୍ବା “ସମସ୍ତେ ମିଶି ଏକାଠି ହେଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 26:4

Jesus stealthily

ଯୀଶୁଙ୍କୁ ଗୁପ୍ତରେ ଆସି

Matthew 26:5

Not during the feast

ନେତାମାନେ ପର୍ବ ସମୟରେ ଯାହା କରିବାକୁ ଚାହୁଁ ନଥିଲେ ସ୍ପଷ୍ଟଭାବେ ବର୍ଣ୍ଣନା କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଯୀଶୁଙ୍କୁ ପର୍ବ ସମୟରେ ବଧ କରିବା ଉଚିତ ନୁହେ” (ଦେଖ: /WA-Catalog/or_tm?section=translate#figs-ellipsis)

the feast

ଏହା ବାର୍ଷିକ ନିସ୍ତାର ପର୍ବ ଅଟେ I

Matthew 26:6

Connecting Statement:

ଏହା ଯୀଶୁଙ୍କ ମୃତ୍ୟୁ ପୂର୍ବରୁ ଜଣେ ମହିଳା ବହୁମୁଲ୍ୟ ସୁଗନ୍ଧି ତୈଳ ଢାଳିବା ବିଷୟର ବିବରଣୀରୁ ଆରମ୍ଭ ହୁଏ I

Now

ଏହି ଶବ୍ଦ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଅଛି I ଏଠାରେ ମାଥିଉ ବିବରଣୀର ଏକ ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I

Simon the leper

ଏହା ସୁଚିତ କରେ ଯେ ସେହି ବ୍ୟକ୍ତି ଯାହାଙ୍କୁ ଯୀଶୁ କୃଷ୍ଠରୋଗରୁ ସୁସ୍ଥ କରିଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Matthew 26:7

he was reclining

ଯୀଶୁ ତାହାର ପାର୍ଶ୍ବରେ ବସିଥିବା ସମୟରେ I ତୁମେ ତୁମର ଭାଷାରେ ଲୋକମାନେ ଭୋଜନରେ ଯେପରି ବସନ୍ତି ସେହି ଶବ୍ଦ ବ୍ୟବହାର କର I

a woman came to him

ଜଣେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ

alabaster jar

ଏହା ନରମ ପ୍ରସ୍ତରରେ ନିର୍ମିତ ବହୁମୁଲ୍ୟ ପାତ୍ର ଅଟେ I (ଦେଖ: /WA-Catalog/or_tm?section=translate#translate-unknown)

ointment

ସୁଗନ୍ଧି ତୈଳ

she poured it upon his head

ସ୍ତ୍ରୀ ଜଣକ ଯୀଶୁଙ୍କୁ ସମ୍ମାନୀତ କରିବା ନିମନ୍ତେ ଏପରି କଲେ I

Matthew 26:8

What is the reason for this waste?

ସେହି ସ୍ତ୍ରୀଲୋକର କାର୍ଯ୍ୟରେ ବିରକ୍ତ ହୋଇ ଶିଷ୍ୟମାନେ ଏହି ପ୍ରଶ୍ନ ପଚାରିଲେ I ଅନ୍ୟ ଏକ ଅନୁବାଦରେ: “ଏହି ସ୍ତ୍ରୀଲୋକ ଏହି ସୁଗନ୍ଧି ତୈଳ ଏତେ ଅପବ୍ୟୟ କାହିଁକି କରୁଛି !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 26:9

This could have been sold for a large amount and given

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଏହାକୁ ଅନେକ ଟଙ୍କାରେ ବିକ୍ରୟ କରି ସେହି ଟଙ୍କା ଦେଇ ପାରିଥାନ୍ତା” (ଦେଖ: /WA-Catalog/or_tm?section=translate#figs-activepassive)

to the poor

ଏଠାରେ “ଦରିଦ୍ର” ବିଶେଷଣଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦରିଦ୍ର ଲୋକମାନଙ୍କୁ” (ଦେଖ: /WA-Catalog/or_tm?section=translate#figs-nominaladj)

Matthew 26:10

Why are you troubling this woman?

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ତାହା ଜାଣି ଅନୁଯୋଗ କରିବା ପରି ଏହି ପ୍ରଶ୍ନ ସେମାନଙ୍କୁ ପଚାରିଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଏହି ସ୍ତ୍ରୀଲୋକଟିକୁ କଷ୍ଟ ଦେବା ଉଚିତ ନୁହେ !” (ଦେଖ: /WA-Catalog/or_tm?section=translate#figs-rquestion)

Why are you

“ତୁମ୍ଭେ”ର ସମସ୍ତ ବ୍ୟବହାର ବହୁବଚନ ଅଟେ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

Matthew 26:11

the poor

ଏହାକୁ ବିଶେଷଣଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦରିଦ୍ର ଲୋକମାନେ” (ଦେଖ: /WA-Catalog/or_tm?section=translate#figs-nominaladj)

Matthew 26:12

ointment

ସେହି ତୈଳରେ ମହ ମହ ବାସନା ଥିଲା I ଦେଖ ତୁମେ ଏହାକୁ ମାଥିଉ ୨୬:୭ରେ କିପରି ଅନୁବାଦ କରିଅଚ୍ଛ I

Matthew 26:13

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ କଅଣ କହିବେ ତାହାର ଗୁରୁତ୍ବାରୋପ କରେ I

wherever this good news is preached

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ” (ଦେଖ: /WA-Catalog/or_tm?section=translate#figs-activepassive)

what this woman has done will also be spoken of in memory of her

ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ” କିମ୍ବା “ଲୋକମାନେ ଏହି ସ୍ତ୍ରୀଲୋକ ଯାହା କରିଅଛି ତାହାର ସ୍ମରଣାର୍ଥେ ଓ ଅନ୍ୟମାନଙ୍କୁ ମଧ୍ୟ ଏହି କଥା କହିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 26:14

Connecting Statement:

ଇଷ୍କରିୟୋଥ ଯିହୁଦା ଯୀଶୁଙ୍କୁ ବନ୍ଦୀ ଓ ବଧ କରିବା ନିମନ୍ତେ ଯିହୁଦୀ ନେତାମାନଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ I

Matthew 26:15

to deliver him to you

ଯୀଶୁଙ୍କୁ ତୁମ ନିକଟକୁ ଆଣିବି

thirty pieces of silver

ଯେହେତୁ ପୁରାତନ ନିୟମରେ ଭାବବାଣୀ ପରି ଏହି ଶବ୍ଦଗୁଡିକ ସହିତ ସମାନ ଅଟନ୍ତି, ଆଧୁନିକ ଟଙ୍କା ପରିବର୍ତ୍ତନ କରିବା ପରିବର୍ତ୍ତେ ଏହାର ଆକୃତିକୁ ବଦଳାଇ ଦିଅ I

thirty pieces

୩୦ ଖଣ୍ଡ (ଦେଖ: /WA-Catalog/or_tm?section=translate#translate-numbers)

Matthew 26:16

to deliver him to them

ତାହାଙ୍କୁ ସେମାନଙ୍କ ନିକଟରେ ଧରାଇଦେବା

Matthew 26:17

Connecting Statement:

ଏହା ଯୀଶୁ ଶିଷ୍ୟମାନଙ୍କ ସହ ନିସ୍ତାର ପର୍ବ ପାଳନ କରିବାକୁ ଆରମ୍ଭ କରୁଥିବା ବିବରଣୀର ଆରମ୍ଭ କରେ I

Now

ଏହି ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତି ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀର ଏକ ନୁତନ ଭାଗ କହିବାକୁ ଆରମ୍ଭ କରିଛନ୍ତି I

Matthew 26:18

He said, ""Go into the city to a certain man and say to him, 'The Teacher says, My time is at hand. I will keep the Passover at your house with my disciples.'

ଏଥିରେ ଉଦ୍ଧୃତ ବାକ୍ୟ ମଧ୍ୟରେ ଉଦ୍ଧୃତ ବାକ୍ୟ ଅଛି I ତୁମେ କିଛି ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ ବ୍ୟକ୍ତ କରିପାର I ଅନ୍ୟ ଏକ ଅନୁବାଦରେ: “ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ନଗର ଭିତରକୁ ଜଣେ ଲୋକର ଘରକୁ ଯାଇ କୁହ ପ୍ରଭୁ କହିଛନ୍ତି, ‘ମୋର ସମୟ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି” କିମ୍ବା “ସେ ତାଙ୍କଙ୍କ ଶିଷ୍ୟମାନଙ୍କୁ କହିଲେ, ନଗର ଭିତରେ ନିର୍ଦ୍ଧିଷ୍ଟ ଲୋକ ନିକଟକୁ ଯାଇ ତାହାଙ୍କୁ କୁହ ଯେ ପ୍ରଭୁଙ୍କର ସମସ୍ୟା ସନ୍ନିକଟ ଏଣୁ ସେ ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବେ I” (ଦେଖ: /WA-Catalog/or_tm?section=translate#figs-quotesinquotes/WA-Catalog/or_tm?section=translate#figs-quotations)

My time

ସାମ୍ଭାବିତ ଅର୍ଥଗୁଡିକ ୧) “ଯେଉଁ ସମୟ ବିଷୟରେ ମୁଁ ତୁମ୍ଭମାନଙ୍କୁ କହିଅଛି” କିମ୍ବା ୨) “ମୋ ନିମନ୍ତେ ଈଶ୍ବର ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି I”

is at hand

ସାମ୍ଭାବିତ ଅର୍ଥଗୁଡିକ ୧) “ସନ୍ନିକଟ” କିମ୍ବା ୨) “ଉପସ୍ଥିତ” (ଦେଖ: /WA-Catalog/or_tm?section=translate#figs-idiom)

keep the Passover

ନିସ୍ତାର ଭୋଜ ପାଳନ କଲେ କିମ୍ବା “ବିଶେଷ ଖାଦ୍ୟ ଦ୍ବାରା ନିସ୍ତାର ପର୍ବ ପାଳନ କରିବା”

Matthew 26:20

he sat down to eat

ତୁମ ସଂସ୍କୃତିରେ ଲୋକମାନେ ଯେପରି ଭୋଜନ କରନ୍ତି ସେହି ଶବ୍ଦ ବ୍ୟବହାର କର I

Matthew 26:21

Truly I say to you

ମୁଁ ତୁମମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷା ଉପରେ ଗୁରୁତ୍ବାରୋପ କରେ I

Matthew 26:22

Surely not I, Lord?

ନିଶ୍ଚିତରୁପେ ମୁଁ ନୁହେଁ, ପ୍ରଭୁ ସେ କଣ ମୁଁ ? ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ଅଳଙ୍କାରିକ ପ୍ରଶ୍ନ ଅଟେ ଯେହେତୁ ପ୍ରେରିତମାନେ ନିଶ୍ଚୟ ଯେ ସେମାନେ ଯୀଶୁଙ୍କ ସହିତ ବିଶ୍ବାସଘାତ କରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ମୁଁ କେବେହେଲେ ବିଶ୍ବାସଘାତ କରିବି ନାହିଁ” କିମ୍ବା “ଏହା ଏକ ଭାବ ବୁଝାଉଥିବା ପ୍ରଶ୍ନ ଯେହେତୁ ଯୀଶୁଙ୍କ ଉକ୍ତି ସେମାନଙ୍କୁ ଅସୁବିଧା ଓ ଦ୍ବନ୍ଦରେ ପକାଉଛି I (ଦେଖ: /WA-Catalog/or_tm?section=translate#figs-rquestion)

Matthew 26:24

The Son of Man

ଯୀଶୁ ଆପଣାକୁ ତୃତୀୟ ପୁରୁଷରେ ବ୍ୟକ୍ତ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

will go

ଏଠାରେ “ଯାଅ” ନମ୍ର ଭାବରେ ମୃତ୍ୟୁକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ ସେ ମୃତ୍ୟୁବରଣ କରିବେ” କିମ୍ବା “ମୃତ୍ୟୁବରଣ କରିବେ” (ଦେଖ: /WA-Catalog/or_tm?section=translate#figs-euphemism)

just as it is written about him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ତାହାଙ୍କ ବିଷୟରେ ଭାବାବାଦୀମାନଙ୍କ ଶାସ୍ତ୍ରରେ ଲେଖିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

that man by whom the Son of Man is betrayed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକ ଦ୍ବାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେବେ ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 26:25

Is it I, Rabbi?

ଗୁରୁ, ସେ କଣ ମୁଁ କି ଯେ ତୁମକୁ ଶତ୍ରୁ ହସ୍ତରେ ସମର୍ପଣ କରିବ ?” ଯିହୁଦା ହୁଏତ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଗୁରୁ, ନିଶ୍ଚିତ ରୁପେ ମୁଁ ନୁହଁ ଯେ କି ତୁମକୁ ଶତ୍ରୁ ହସ୍ତରେ ସମର୍ପଣ କରିବ” (ଦେଖ: /WA-Catalog/or_tm?section=translate#figs-rquestion)

You have said it yourself

ଏହା ଏକ ରୁଢିପଦ ଅଟେ ଯାହାକୁ ସମ୍ପୁର୍ଣରୁପେ ସ୍ପଷ୍ଟ ନହୋଇ ଯୀଶୁ “ହଁ” ଅର୍ଥରେ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଏହା କହିଅଛ” କିମ୍ବା “ତୁମ୍ଭେ ଏହାକୁ ସ୍ବୀକାର କରୁଅଛ” (ଦେଖ: /WA-Catalog/or_tm?section=translate#figs-idiom)

Matthew 26:26

Connecting Statement:

ଯୀଶୁ ଶିଷ୍ୟମାନଙ୍କ ସହିତ ନିସ୍ତାର ପର୍ବ ପାଳନ କରି ସେ ପ୍ରଭୁଭୋଜ ସଂସ୍ଥାପନ କଲେ I

took ... blessed ... broke

ଦେଖ ତୁମେ ଏହି ଶବ୍ଦଗୁଡିକ ମାଥିଉ ୧୪:୧୯ରେ କିପରି ଅନୁବାଦ କରିଅଚ୍ଛ I

Matthew 26:27

He took

“ସମର୍ପଣକାରୀ” ଅନୁବାଦ କର ଯେପରି ତୁମେ ମାଥିଉ ୧୪:୧୯ରେ କରିଅଛା I

a cup

ଏଠାରେ “ପାନ ପାତ୍ର” ପାତ୍ରକୁ ଓ ଏହା ମଧ୍ୟରେ ଥିବା ମଦିରାକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

gave it to them

ଶିଷ୍ୟ ମାନଙ୍କୁ ଦେଲେ

Drink it

ଏହି ପାନ ପାତ୍ରରୁ ପାନ କର

Matthew 26:28

For this is my blood

କାରଣ ଏହି ମଦିରା ମୋହର ରକ୍ତ ଅଟେ

blood of the covenant

କାରଣ ଯେଉଁ ନିୟମର ରକ୍ତ ପାତିତ ହେଉଅଛି କିମ୍ବା “ରକ୍ତ ଯାହା ନିୟମକୁ ସମ୍ଭବ କରି ପାରିଲା”

is poured out

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ସେହି ରକ୍ତ” କିମ୍ବା “ମୋର ମୃତ୍ୟୁ ସମୟରେ ମୋର କ୍ଷତ ବିକ୍ଷତରୁ ପାତିତ ହେବ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 26:29

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଉକ୍ତିକୁ ଗୁରୁତ୍ବାରୋପ କରେ I

fruit of the vine

ଏହା ଏକ ରୁଢିପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ମଦିରା” (ଦେଖ: /WA-Catalog/or_tm?section=translate#figs-idiom)

in my Father's kingdom

ଏଠାରେ “ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଦିନ ମୋହର ପିତା ପୃଥିବୀରେ ତାହାଙ୍କ ରାଜତ୍ବ ସ୍ଥାପନ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

my Father's

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ପିତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 26:30

General Information:

୩୧ ପଦରେ, ଯୀଶୁ ଜିଖରିୟ ଭାବବାଦୀଙ୍କ ବାକ୍ୟକୁ ଉଦ୍ଧୃତ କରି ଦେଖାଇଲେ ଯେ ଏହି ଭାବବାଣୀ ସଫଳ ହେଲା, ତାହାଙ୍କ ସମସ୍ତ ଶିଷ୍ୟମାନେ ବାହାରିଗଲେ I

Connecting Statement:

ଜୀତ ପର୍ବତକୁ ଗମନ କଲାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖିଛନ୍ତି I

hymn

ସେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଏକ ସ୍ତବ ଗାନ କଲେ

Matthew 26:31

fall away

ମୋତେ ଅସ୍ବିକାର କରିବ

for it is written

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଜିଖରିୟ ଭାବବାଦୀ ଶାସ୍ତ୍ରରେ ବହୁ ବର୍ଷ ଆଗରୁ ଭାବାବାଣୀ କରିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

I will strike

ଏଠାରେ “ମୁଁ” ଈଶ୍ବରଙ୍କୁ ବୁଝାଏ I ଏହା ଦର୍ଶାଏ ଯେ ଈଶ୍ବର ବିଘ୍ନ ଘଟାଇବେ କିମ୍ବା ଯୀଶୁ କ୍ଷତ ବିକ୍ଷତ କରି ବଧ କରିବା ନିମନ୍ତେ ଲୋକମାନଙ୍କୁ ଅନୁମତି ଦେଲେ I (ଦେଖ: /WA-Catalog/or_tm?section=translate#figs-explicit)

the shepherd ... sheep of the flock

ଏହା ରୁପକଗୁଡିକ ଅଟନ୍ତି ଯାହା ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metaphor)

the sheep of the flock will be scattered

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ପଲର ମେଷଗୁଡିକ ଛିନ୍ନ ଭିନ୍ନ କରିବେ” କିମ୍ବା “ମେଷଗୁଡିକ ଛିନ୍ନଭିନ୍ନ ହୋଇ ଦୌଡିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 26:32

after I am raised up

ଏଠାରେ ପୁନ୍ନରୁଥାନ ଏକ ରୁଢିପଦ ଅଟେ ଯାହାର ଅର୍ଥ ଯେକେହି ମୃତ୍ୟୁବରଣ କରି ପୁନର୍ଜୀବିତ ହେବାର କାରଣ ହୁଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ପୁନର୍ଜୀବିତ କରିବା ପରେ” କିମ୍ବା “ଈଶ୍ବର ମୋତେ ପୁନରୁଥିତ କରିବା ପରେ” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-idiom)

Matthew 26:33

fall away

ଦେଖ ତୁମେ ଏହାକୁ ମାଥିଉ ୨୬:୩୧ରେ କିପରି ଅନୁବାଦ କରିଅଚ୍ଛ I

Matthew 26:34

Truly I say to you

ମୁଁ ତୁମମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ ବାକ୍ୟକୁ ଗୁରୁତ୍ବାରୋପ କରେ I

before the rooster crows

ସୁର୍ଯ୍ୟ ଉଦୟ ସମୟରେ ସାଧାରଣତଃ କୁକୁଡା ଡାକେ, ଏଣୁ ଶ୍ରୋତାମାନେ ହୁଏତ ଏହି ଶବ୍ଦଗୁଡିକୁ ସୁର୍ଯ୍ୟ ଉଦୟର ଲକ୍ଷଣ ସୁଚକ ଅଟେ ଭାବେ ବୁଝି ପାରିଥିବେ I ଯାହାହେଉ, ପରବର୍ତ୍ତୀ ସମୟରେ ପ୍ରକୃତରେ କୁକୁଡାର ଡାକ ବିବରଣୀର ଅତି ଗୁରୁତ୍ବପୁର୍ଣ୍ଣ ଅଂଶ ଅଟେ, ତେଣୁ “କୁକୁଡା ଡାକ” ଶବ୍ଦକୁ ଅନୁବାଦରେ ସ୍ଥାନ ଦିଅ I (ଦେଖ: /WA-Catalog/or_tm?section=translate#figs-metonymy)

rooster

ଗଞ୍ଜା କୁକୁଡା, ସୁର୍ଯ୍ୟ ଉଦୟ ସମୟରେ ପକ୍ଷୀଟି ଉଚ୍ଚ ସ୍ବରରେ ଡାକ ପକାଏ

crows

କୁକୁଡା ଉଚ୍ଚ ସ୍ବରରେ ଡାକିବା ଇଂଗ୍ରାଜୀ ଶବ୍ଦରେ ସାଧାରଣ ଶବ୍ଦ ଅଟେ I

you will deny me three times

ତୁମେ ତିନି ଥର କହିବ ଯେ ତୁମେ ମୋର ଶିଷ୍ୟ ନୁହେଁ

Matthew 26:36

Connecting Statement:

ଏହା ଯୀଶୁ ଗେଥଶିମାନୀରେ ଯୀଶୁଙ୍କ ପ୍ରାର୍ଥନା କରିବାର ବିବରଣୀର ଆରମ୍ଭ ଅଟେ I

Matthew 26:37

began to become sorrowful

ସେ ବହୁତ ଶୋକାକୁଳ ଓ ବ୍ୟଥିତ ହେଲେ

Matthew 26:38

My soul is deeply sorrowful

ଏଠାରେ “ପ୍ରାଣ” ସମ୍ପୁର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ବହୁତ ଶୋକାକୁଳ ଅଟେ” (ଦେଖ: /WA-Catalog/or_tm?section=translate#figs-synecdoche)

even to death

ଏହା ଏକ ରୁଢିପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ଓ ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ହେଉଅଛି” (ଦେଖ: /WA-Catalog/or_tm?section=translate#figs-idiom)

Matthew 26:39

fell on his face

ସେ ଉଦ୍ଦେଶ୍ୟମୁଳକ ଭାବେ ତଳକୁ ମୁହଁ କରି ପ୍ରାର୍ଥନା କଲେ I (ଦେଖ: /WA-Catalog/or_tm?section=translate#figs-idiom)

My Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

let this cup pass from me

ଯୀଶୁ ଏହି କାର୍ଯ୍ୟ ବିଷୟରେ କହୁଛନ୍ତି ଯାହା ସେ ନିଶ୍ଚୟ କରିବେ, କୃଶରେ ମୃତ୍ୟୁବରଣ କରିବା ସହିତ, ଯେପରି ଏହା ସବୁଠାରୁ ତିକ୍ତ ଥିଲା ଯାହା ଈଶ୍ବର ତାହାଙ୍କୁ ସେହି ପାନ ପାତ୍ର ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି I “ପାତ୍ର” ଶବ୍ଦ ନୁତନ ନିୟମରେ ଏକ ଗୁରୁତ୍ବପୂର୍ଣ୍ଣ ଶବ୍ଦ ଅଟେ, ତେଣୁ ତୁମ ଅନୁବାଦରେ ଏହାର ସମତୁଲ ଶବ୍ଦ ବ୍ୟବହାର କର I (ଦେଖ: /WA-Catalog/or_tm?section=translate#figs-metaphor)

this cup

ଏଠାରେ “ପାତ୍ର” ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା ପାତ୍ର ଓ ଏହା ମଧ୍ୟରେ ଥିବା ପଦାର୍ଥ ସହିତ ଜଡିତ ହୋଇଅଛି I ପାତ୍ରରେ ଥିବା ରୁପକ ଯୀଶୁଙ୍କ ଦୁଖଭୋଗ କରିବାକୁ ଯାଉଥିବା ବିଷୟର ସୂଚନା ଦିଏ I ଯୀଶୁ ପିତାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯଦି ଈଶ୍ବରଙ୍କ ନିମନ୍ତେ ଯଦି ଏହା ସମ୍ଭବ ହୁଏ ମୃତ୍ୟୁ ଓ ଦୁଖଭୋଗର ଯନ୍ତ୍ରଣା ଅନୁଭାବ ନ କରିବା ନିମନ୍ତେ ଯାହା ଯୀଶୁ ଜାଣିଥିଲେ ଏହା ଶୀଘ୍ର ଘଟିବ I (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-metaphor)

Yet, not as I will, but as you will

ଏହାକୁ ସମ୍ପୁର୍ଣ୍ଣ ବାକ୍ୟରେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ମୋହର ଇଛା ନୁହେଁ, ମାତ୍ର ତୁମ୍ଭର ଇଛା ସଫଳ ହେଉ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 26:40

he said to Peter, ""What, could you not watch

ଯୀଶୁ ପିତରଙ୍କୁ କହିଲେ, କିନ୍ତୁ “ତୁମ୍ଭେମାନେ” ବହୁବଚନ ଅଟେ, ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

What, could you not watch with me for one hour?

ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ଅନୁଯୋଗ କରିଵା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ମୁ ନିରାଶ ଯେ “ତୁମ୍ଭେମାନେ ମୋ ସହିତ ଘଣ୍ଟାଏ ଜାଗି ରହି ପାରିଲ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 26:41

you do not enter into temptation

ଏଠାରେ “ପ୍ରଲୋଭନ” ଅବ୍ୟୟ ବିଶେଷ ପଦ କ୍ରୟା ପଦରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହି ଯେପରି ତୁମ୍ଭମାନଙ୍କୁ ପାପ କରିବାକୁ ପ୍ରଲୋଭିତ ନକରେ” (ଦେଖ: /WA-Catalog/or_tm?section=translate#figs-abstractnouns)

The spirit indeed is willing, but the flesh is weak

ଏଠାରେ “ଆତ୍ମା” ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା ଜଣେ ବ୍ୟକ୍ତିର ଉତ୍ତମ କରିବାକୁ ଇଚ୍ଛାକୁ ବୁଝାଏ I “ଶରୀର” ଜଣେ ବ୍ୟକ୍ତିର ଶାରୀରିକ ଆବଶ୍ୟକତା ଓ ଅଭିଳାଷକୁ ବୁଝାଏ I ଯୀଶୁ ଏହାର ଅର୍ଥ କରନ୍ତି ଯେ ଶିଷ୍ୟମାନେ ଈଶ୍ବର ଯାହା ଚାହାନ୍ତି ତାହା କରିବାକୁ ଆଶା କରନ୍ତି, କିନ୍ତୁ ମାନବିୟ ଭାବେ ସେମାନେ ଦୁର୍ବଳ ଓ ପତ୍ତନ ହୁଅନ୍ତି I (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-synecdoche)

Matthew 26:42

He went away

ଯୀଶୁ ଚାଲିଗଲେ

a second time

ପ୍ରଥମ ଥର ମାଥିଉ ୨୬:୩୯ରେ ବର୍ଣନା କରା ଯାଇଅଛି I (ଦେଖ: /WA-Catalog/or_tm?section=translate#translate-ordinal)

My Father

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

if this cannot pass away unless I drink it

ଯଦି ପାନ ନକଲେ ଏହି ପାତ୍ର ମୋଠାରୁ ଦୁର ହୋଇ ନପାରେ I ଯୀଶୁ ଯେଉଁ କାର୍ଯ୍ୟ ନିଶ୍ଚିତ କରିବେ ସେହି କାର୍ଯ୍ୟ ବିଷୟରେ କହୁଛନ୍ତି ଯେପରି ଏହା ଏତେ ତିକ୍ତ ତରଳ ପଦାର୍ଥ ଯାହା ପାନ କରିବାକୁ ଈଶ୍ବର ଆଦେଶ ଦେଇଛନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

if this

ଏଠାରେ “ଏହି” ପାତ୍ରକୁ ଓ ଏଥିମଧ୍ୟରେ ଥିବା ପଦାର୍ଥକୁ ବୁଝାଏ, ଦୁଖଭୋଗ କରିବା ନିମନ୍ତେ ଏକ ରୁପକ ଅଟେ, ଯେପରି ମାଥିଉ ୨୬:୩୯ରେ ଉଲ୍ଲେଖ କରା ଯାଇଅଛି I (ଦେଖ: /WA-Catalog/or_tm?section=translate#figs-metaphor)

unless I drink it

ଏହି ପାନ ନ କରିବା ପର୍ଯ୍ୟନ୍ତ ବା “ଯେପର୍ଯ୍ୟନ୍ତ ମୁଁ ଏହି ପାତ୍ର ରୁପକ ଦୁଖଭୋଗ କରିନାହିଁ I” ଏଠାରେ “ଏହା” ପାତ୍ର ଓ ଏଥି ମଧ୍ୟରେ ଥିବା ପଦାର୍ଥକୁ ବୁଝାଏ, ଯେପରି (ମାଥିଉ ୨୬:୩୯)ରେ ଉଲ୍ଲେଖ ଅଛି I (ଦେଖ: /WA-Catalog/or_tm?section=translate#figs-metaphor)

your will be done

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ମାତ୍ର ତୁମ୍ଭେ ଯେପରି ଇଛା କର ତାହା ଘଟୁ” କିମ୍ବା “ତୁମ୍ଭେ ଯାହା ଇଛା କର ତାହା କର” (ଦେଖ: /WA-Catalog/or_tm?section=translate#figs-activepassive)

Matthew 26:43

their eyes were heavy

ଏହା ରୁଢିପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ସେମାନେ ଖୁବ ନିଦ୍ରିତ ଥିଲେ” (ଦେଖ: /WA-Catalog/or_tm?section=translate#figs-idiom)

Matthew 26:44

third time

ପ୍ରଥମ ଥର ମାଥିଉ ୨୬:୩୯ରେ ଉଲ୍ଲେଖ ଅଛି I (ଦେଖ: /WA-Catalog/or_tm?section=translate#translate-ordinal)

Matthew 26:45

Are you still sleeping and taking your rest?

ଶିଷ୍ୟମାନେ ନିଦ୍ରିତ ହେବାରୁ ଯୀଶୁ ସେମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଦୁଖିତ ଯେ ତୁମ୍ଭେମାନେ ଏପର୍ଯ୍ୟନ୍ତ ନିଦ୍ରିତ ଓ ବିଶ୍ରାମ କରୁଅଛ !” (ଦେଖ: /WA-Catalog/or_tm?section=translate#figs-rquestion)

the hour is at hand

ଏହା ଏକ ରୁଢୀ ଅଟେI ପରିବର୍ତ୍ତନ ଅନୁବାଦ: “ସମୟ ଉପସ୍ଥିତ” (ଦେଖ:/WA-Catalog/or_tm?section=translate#figs-idiom)

the Son of Man is being betrayed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କହିଜଣେ ମନୁଷ୍ୟପୁତ୍ରଙ୍କ ସହ ବିଶ୍ବାସଘାତ କରୁଅଛି” (ଦେଖ: /WA-Catalog/or_tm?section=translate#figs-activepassive)

the Son of Man

ଯୀଶୁ ଆପଣାକୁ ତୃତୀୟ ପୁରୁଷଭାବରେ ବ୍ୟକ୍ତ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

betrayed into the hands of sinners

ଏଠାରେ “ହାତଗୁଡିକ” ଶକ୍ତି ଓ କ୍ଷମତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଛି” କିମ୍ବା “ସମର୍ପଣ କଲା ଯେ ପାପିମାନଙ୍କ ତାହାଙ୍କ ଉପରେ କ୍ଷମତା ଅଛି” (ଦେଖ: /WA-Catalog/or_tm?section=translate#figs-metonymy)

Look

ମୁଁ କଣ କହିବାକୁ ଯାଉଅଛି ଧ୍ୟାନର ସହିତ ଶୁଣ

Matthew 26:47

Connecting Statement:

ଏହା ଯିହୁଦାଙ୍କ ଦ୍ବାରା ଯୀଶୁ ବିଶ୍ବାସଘାତକର ଶିକାର ହେଉଛନ୍ତି ଓ ଧାର୍ମିକ ନେତାମାନେ ତାଙ୍କୁ ବନ୍ଦୀ କରିବା ବିବରଣୀର ଆରମ୍ଭ ଅଟେ I

While he was still speaking

ଯୀଶୁ କହୁଥିବା ସମୟରେ

clubs

ଶକ୍ତ କାଠର ବାଡି ଧରି ଲୋକଙ୍କୁ ପିଟିଲା ପରି

Matthew 26:48

Now ... Seize him

ଏଠାରେ ମୁଖ୍ୟ ବିବରଣୀରେ ବିରତିକୁ ଚିହ୍ନିତ କରିବା ନିମନ୍ତେ “ବର୍ତ୍ତମାନ” ଶବ୍ଦ ବ୍ୟବହାର ହୋଇଛି I ଏଠାରେ ମାଥିଉ ଯିହୁଦା ବିଷୟରେ ପୃଷ୍ଠଭୁମି ତଥ୍ୟ ଓ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

saying, ""Whomever I kiss, he is the one. Seize him.

ଏହି ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟଗୁଡିକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା କହି ତାହାଙ୍କୁ ଚୁମ୍ବନ କଲା ତାହାଙ୍କୁ ବନ୍ଦୀ କରିବ” (ଦେଖ: /WA-Catalog/or_tm?section=translate#figs-quotations)

Whomever I kiss

ମୁଁ ଯାହାଙ୍କୁ ଚୁମ୍ବନ ଦେବି କିମ୍ବା “ଯେଉଁ ଲୋକକୁ ଚୁମ୍ବନ କରିବି”

kiss

ଏହା ଜଣେ ଗୁରୁଙ୍କୁ ଶୁଭକାମନା ମନାଶିଵାକୁ ବୁଝାଏ I

Matthew 26:49

he came up to Jesus

ଯିହୁଦା ଯୀଶୁଙ୍କ ନିକଟକୁ ଆସି

kissed him

ଚୁମ୍ବନ ଦେଲେ I ଉତ୍ତମ ବନ୍ଧୁମାନେ ଗାଲରେ ଚୁମ୍ବନ ଦିଅନ୍ତି, କିନ୍ତୁ ଶିଷ୍ୟମାନେ ହୁଏତ ପ୍ରଭୁଙ୍କୁ ଶୁଭମନାଶିଵା ହାତରେ କରନ୍ତି I କେହି ଜାଣନ୍ତି ନାହିଁ ଯିହୁଦା ଯୀଶୁଙ୍କୁ କିପରି ଚୁମ୍ବନ କଲା I

Matthew 26:50

Then they came

ଏଠାରେ “ସେମାନେ” ଯିହୁଦା ଓ ଧାର୍ମିକ ନେତାମାନଙ୍କ ସହିତ ବାଡି, ଓ ଖଗ୍ଦ ସହିତ ଆସିଥିବା ଲୋକମାନଙ୍କୁ ବୁଝାଏ I

laid hands on Jesus, and seized him

ଯୀଶୁଙ୍କୁ ଧରିଲେ ଓ ତାହାଙ୍କୁ ବନ୍ଦୀ କଲେ

Matthew 26:51

Behold

“ଦେଖ” ଶବ୍ଦ ଏଠାରେ ଚମତ୍କୃତ ଯାହା ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ନିମନ୍ତେ ଆମ୍ଭମାନଙ୍କୁ ସଚେତନ ଦିଏ I

Matthew 26:52

who take up the sword

“ଖଗ୍ଦ” ଶବ୍ଦ ଜଣକୁ ବଧ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଏକ ଅସ୍ତ୍ରର ଲକ୍ଷଣ ସୁଚକ ଶବ୍ଦ ଅଟେ I ଏହି ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଅନ୍ୟମାନଙ୍କୁ ବଧ କରିବା ନିମନ୍ତେ ଖଗ୍ଦ ଧରନ୍ତି” କିମ୍ବା “ଯେଉଁମାନେ ଅନ୍ୟମାନଙ୍କୁ ବଧ କରିବା ଚାହାନ୍ତି” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-explicit)

sword will perish by the sword

ଖଗ୍ଦ ଦ୍ବାରା ବିନଷ୍ଟ ହେବା ଅର୍ଥାତ ଖଗ୍ଦ କିମ୍ବା “ଖଗ୍ଦ – ଏହି ଖଗ୍ଦ ଦ୍ବାରା କହିଜଣେ ସେମାନଙ୍କୁ ବଧ କରିବେ”

Matthew 26:53

Do you think that I could not call ... angels?

ଯୀଶୁ ଖଗ୍ଦଧାରୀମାନଙ୍କୁ ସ୍ମରଣ କରାଇବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ଯୀଶୁଙ୍କୁ ବନ୍ଦୀ କରୁଥିବା ଲୋକମାନଙ୍କୁ ବନ୍ଦ କରି ପାରିବେ ଯେଉଁମାନେ ତାହାଙ୍କୁ ବନ୍ଦୀ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ତୁମ୍ଭେମାନେ ଜାଣ ଯେ ମୁଁ କହି ପାରିବି … ଦୁତଗଣ” (ଦେଖ: /WA-Catalog/or_tm?section=translate#figs-rquestion)

Do you think

ଏଠାରେ “ତୁମ୍ଭେ” ଏକବଚନ ଅଟେ ଓ ଯେଉଁ ବ୍ୟକ୍ତି ଖଗ୍ଦ ଧରିଛନ୍ତି ତାହାଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

more than twelve legions of angels

“ବହୁ ସଂଖ୍ୟାରେ” ଏକ ସୈନ୍ୟଦଳ ଶବ୍ଦ ଅଟେ ଯାହା ପ୍ରାୟ ୬,୦୦୦ ସୈନିକମାନଙ୍କ ଏକ ଦଳକୁ ବୁଝାଏ I ଯୀଶୁଙ୍କ ଅର୍ଥରେ ସହଜରେ ତାହାଙ୍କୁ ବନ୍ଦି କରୁଥିବା ଲୋକମାନଙ୍କୁ ଅବରୋଧ କରିବା ନିମନ୍ତେ ଈଶ୍ବର ଅନେକ ଦୁତ ବାହିନୀ ପଠାଇ ପାରିବେ I ସେ କେତେ ଦୁତ ପଠାଇବେ ତାହା ଗୁରୁତ୍ବ ନୁହେଁ I ଅନ୍ୟ ଏକ ଅନୁବାଦରେ: “ପ୍ରକୃତରେ ଦ୍ବାଦଶ ବାହିନୀ ଦୁତଗଣ” (ଦେଖ: /WA-Catalog/or_tm?section=translate#translate-numbers)

Matthew 26:54

But how then would the scriptures be fulfilled, that this must happen?

ଯୀଶୁ ପ୍ରଶ୍ନ ଦ୍ବାରା ପ୍ରକାଶ କଲେ ଯେ ସେ କାହିଁକି ଏହି ସୈନ୍ୟମାନଙ୍କୁ ତାହାଙ୍କୁ ବନ୍ଦୀ କରିବାକୁ ଅନୁମତି ଦେଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ମୁଁ ତାହା କଲି, ତେବେ ଏହି ପ୍ରକାର ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାରେ ସଫଳ ହେବ ଇଅହ ଈଶ୍ବର କହିଥିଲେ” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-activepassive)

Matthew 26:55

Have you come out with swords and clubs to seize me like a robber?

ଯୀଶୁ ଭୁଲ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଦର୍ଶାଇବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେଉଁମାନେ ତାହାଙ୍କୁ ବନ୍ଦୀ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଜାଣିଅଚ୍ଛ ଯେ ମୁଁ ଚୋର ନୁହେଁ, ତୁମ୍ଭେମାନେ ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଆଣିଛ” (ଦେଖ: /WA-Catalog/or_tm?section=translate#figs-rquestion)

clubs

ଲୋକାମାନଙ୍କୁ ପ୍ରହାରିତ କରିବା ପରି ଲମ୍ବା କାଠରେ ତିଆରି ବାଡି

in the temple

ଏହା ସୁଚିତ କରେ ଯେ ଯୀଶୁ ପ୍ରକୃତରେ ମନ୍ଦିରରେ ନଥିଲେ I ସେ ମନ୍ଦିର ପ୍ରାଙ୍ଗଣ (ବେଢା) ମଧ୍ୟରେ ଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Matthew 26:56

the writings of the prophets might be fulfilled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏ ସମସ୍ତ ଘଟିଅଛି” (ଦେଖ: /WA-Catalog/or_tm?section=translate#figs-activepassive)

left him

ଯଦି ତୁମ ଭାଷାରେ ଶବ୍ଦ ଅଛି ଯାହାର ଅର୍ଥ ସେମାନେ ତାହାଙ୍କୁ ଛାଡି ଚାଲିଗଲେ କିନ୍ତୁ ପ୍ରକୃତରେ ସେମାନେ ତାହାଙ୍କ ସହିତ ଥିଲେ, ଏଠାରେ ତାହା ବ୍ୟବହାର କର I

Matthew 26:57

Connecting Statement:

ଏହା ଯିହୁଦୀ ଧାର୍ମିକ ନେତାମାନଙ୍କର ମହାସଭାରେ ଯୀଶୁଙ୍କ ବିଚାରର ବିବରଣୀର ଆରମ୍ଭ କରେ I

Matthew 26:58

Peter followed him

ପିତର ଯୀଶୁଙ୍କ ପଛେପଛେ ଗଲେ

courtyard of the high priest

ମହାଯାଜକଙ୍କ ପ୍ରାଙ୍ଗଣ ନିକଟ ଖୋଲା ପଡିଆରେ

He went inside

ପିତର ଭିତରକୁ ପ୍ରବେଶ କଲେ

Matthew 26:59

Now

ଏହି ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତି ଦେବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ କାହାଣୀର ନୁତନ ଭାଗ ଉଲ୍ଲେଖ କରିବାକୁ ଆରମ୍ଭ କରିଛନ୍ତି I

so that they

ଏଠାରେ “ସେମାନେ” ପ୍ରଧାନ ଯାଜକ ଓ ମହାସଭାର ସଦସ୍ୟମାନଙ୍କୁ ବୁଝାଏ I

might put him to death

ବଧ କରିବାକୁ ସାକ୍ଷ୍ୟ ଗ୍ରହଣ କରିବାକୁ ଲାଗିଲେ

Matthew 26:60

two came forward

ଦୁଇଜଣ ବାହାରି ଆସିଲେ କିମ୍ବା “ଦୁଇଜଣ ସାକ୍ଷ୍ୟ ଆଗକୁ ଆସି”

Matthew 26:61

This man said, 'I am able to destroy ... days.'

ଯଦି ତୁମ ଭାଷାରେ ଉଦ୍ଧୃତ ବାକ୍ୟ ମଧ୍ୟରେ ଉଦ୍ଧୃତ କରିବା ଅନୁମତି ନାହିଁ ତେବେ ଏହାକୁ ଗୋଟିଏ ଉଦ୍ଧୃତ ବାକ୍ୟଭାବରେ ପୁନର୍ଲିଖନ କର I ଅନ୍ୟ ଏକ ଅନୁବାଦରେ: “ଏହି ଲୋକଟା କହୁଥିଲା ଯେ ସେ ଭାଙ୍ଗିବାର ଅଧିକାର ଅଛି … ଗୋଟିଏ ଦିନରେ” (ଦେଖ: /WA-Catalog/or_tm?section=translate#writing-quotations/WA-Catalog/or_tm?section=translate#figs-quotations)

This man said

ଏହି ଲୋକ ଯୀଶୁ କହୁଥିଲେ

in three days

ତିନି ଦିନ ମଧ୍ୟରେ, ତିନିଥର ସୁର୍ଯ୍ୟାସ୍ତ ହେବା ପୂର୍ବରୁ, ନୁହେଁ “ତିନିଦିନ ପରେ”, ତୃତୀୟ ଦିବସର ସୁର୍ଯ୍ୟାସ୍ତ ହେବା ପରେ

Matthew 26:62

What is it that they are testifying against you?

ଯାହା ସାକ୍ଷୀମାନେ କହିଲେ ସେ ବିଷୟରେ ପ୍ରଧାନ ଯାଜକ ଯୀଶୁଙ୍କୁ କିଛି ପଚାରିଲେ ନାହିଁ I ସେ ଯୀଶୁଙ୍କୁ ପଚାରିଲେ ଯେ ସାକ୍ଷୀ ଯାହା କହୁଛି ତାହା ଭୁଲ୍ ପ୍ରମାଣିତ କର I ଅନ୍ୟ ଏକ ଅନୁବାଦରେ: “ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଛନ୍ତି ଏ କଅଣ ଅଟେ ?”

Matthew 26:63

Son of God

ଏହା ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the living God

ଏଠାରେ “ଜୀବନ୍ତ” ଇସ୍ରାଏଲର ଈଶ୍ବରଙ୍କ ସହିତ ସମସ୍ତ ମିଥ୍ୟା ଦେବଗଣ ଓ ପ୍ରତିମାଗଣର ବିରୋଧୀ ଅଟେ ଯେଉଁଗୁଡିକୁ ଲୋକମାନେ ଉପାସନା କରୁଥିଲେ I କେବଳ ଇସ୍ରାଏଲର ଈଶ୍ବର ଜୀବିତ ଓ କାର୍ଯ୍ୟ କରିବା କ୍ଷମତା ଅଛି I ଦେଖ ତୁମେ ଏହାକୁ ମାଥିଉ ୧୬:୧୬ରେ କିପରି ଅନୁବାଦ କରିଅଚ୍ଛ I

Matthew 26:64

You have said it yourself

ଏହା ଏକ ରୁଢିପଦ ଅଟେ ଯାହା ଯୀଶୁ ସମ୍ପୁର୍ଣରୁପେ ସ୍ପଷ୍ଟ ନହୋଇ “ହଁ” କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ ତ କହୁଅଛ” କିମ୍ବା “ତୁମ୍ଭେମାନେ ଏହାକୁ ଗ୍ରହଣ କରୁଅଛ” (ଦେଖ: /WA-Catalog/or_tm?section=translate#figs-idiom)

But I tell you, from now on you

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ I ଯୀଶୁ ପ୍ରଧାନ ଯାଜକ ଓ ଯେଉଁମାନେ ସେହି ସ୍ଥାନରେ ଉପସ୍ଥିତ ଥିଲେ ସେମାନଙ୍କୁ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-you)

from now on you will see the Son of Man

ସାମ୍ଭାବିତ ଅର୍ଥଗୁଡିକ ୧) “ଅଦ୍ୟାବଧି” ବାକ୍ୟାଂଶ ଏକ ରୁଢିପଦ ଅଟେ ଯାହାର ଅର୍ଥ ସେମାନେ ମନୁଷ୍ୟ ପୁତ୍ରଙ୍କୁ କିଛି କ୍ଷଣପରେ ତାହାଙ୍କ ଶକ୍ତିକୁ ଦେଖିବେ କିମ୍ବା ୨) “ଅଦ୍ୟାବଧି” ବାକ୍ୟାଂଶର ଅର୍ଥ ଯେ ଯୀଶୁଙ୍କ ବିଚାର ଓ ପରବର୍ତ୍ତୀ ସମୟ ଠାରୁ, ଯୀଶୁ ଆପଣାକୁ ମସିହ ଦେଖାଇଲେ ଯେ ଶକ୍ତିଯୁକ୍ତ ଓ ଜୟଲାଭକାରୀ ଅଟନ୍ତି I

the Son of Man

ଯୀଶୁ ଆପଣାକୁ ତୃତୀୟ ପୁରୁଷରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

sitting at the right hand of Power

ଏଠାରେ “ଶକ୍ତି” ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା ଈଶ୍ବରଙ୍କୁ ଉପସ୍ଥାପନା କରେ I “ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହେବା ଏକ ପରାକ୍ରମ ଓ ଈଶ୍ବରଙ୍କଠାରୁ ଅଧିକାର ପ୍ରାପ୍ତ ହେବା ସାଙ୍କେତିକ କାର୍ଯ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ସର୍ବଶକ୍ତିମାନ ପରମେଶ୍ବରଙ୍କ ସ୍ଥାନରେ ଉପବିଷ୍ଟ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#translate-symaction)

coming on the clouds of heaven

ମେଘ ମାଳରେ ପୃଥିବୀକୁ ଅବତରଣ କରିବା

Matthew 26:65

the high priest tore his clothes

ବସ୍ତ୍ର ଚିରିଵା କ୍ରୋଧ ଓ ଦୁଖୀ ହେବାର ଚିହ୍ନ ଥିଲା I (ଦେଖ: /WA-Catalog/or_tm?section=translate#translate-symaction)

He has spoken blasphemy

ପ୍ରଧାନ ଯାଜକ ଯୀଶୁଙ୍କ ଉକ୍ତିଗୁଡିକୁ ଈଶ୍ବର ନିନ୍ଦା ମନେକଲେ କାରଣ ହୁଏତ ମାଥିଉ ୨୬:୬୪ରେ ଯୀଶୁ ଈଶ୍ବରଙ୍କ ସହିତ ସମାନର ଏକ ଦାବି କରିବାର ତାତ୍ପର୍ଯ୍ୟ ସେମାନେ ବୁଝି ପାରିଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Why do we still need witnesses?

ସେଥିରେ ମହାଯାଜକ ଏହି ପ୍ରଶ୍ନ ଦ୍ବାରା ଗୁରୁତ୍ବାରୋପ କଲେ ଯେ ସେ ଓ ମହାସଭାର ଅନ୍ୟ ସଦସ୍ୟମାନଙ୍କ ସହିତ ଆଉଜଣେ ସାକ୍ଷ୍ୟର ପ୍ରୟୋଜନ କଲେନାହି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କର ଆଉଜଣେ ସାକ୍ଷ୍ୟର ଆଉ ପ୍ରୟୋଜନ ନାହିଁ ! (ଦେଖ: /WA-Catalog/or_tm?section=translate#figs-rquestion)

now you have heard

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ ଓ ମହାସଭାର ସଦସ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

Matthew 26:67

Then they

ସାମ୍ଭାବିତ ଅର୍ଥଗୁଡିକ ୧) “ତା’ପରେ କିଛି ଲୋକ” କିମ୍ବା ୨) “ତାପରେ ସୈନିକ ମାନେ”

spit in his face

ଏହା ଅପମାନ ପରି ହେଲା

Matthew 26:68

Prophesy to us

ଏଠାରେ “ଆମ୍ଭମାନଙ୍କର ଭାବବାଦୀ” ଅର୍ଥ କହିବାର ଅର୍ଥ ଈଶ୍ବରଙ୍କ ଶକ୍ତି ଅଟେ I ଏହାର ଅର୍ଥ ନୁହେ ଯେ ଭବିଷ୍ୟତରେ କଅଣ ଘଟିବ ତାହାକୁ ବୁଝାଏ I

you Christ

ଯେଉଁମାନେ ମାରିଲେ ସେମାନେ କେବେବି ଭାବି ନାହାନ୍ତି ସେ ଖ୍ରୀଷ୍ଟ ଅଟନ୍ତି Iସେମାନେ ତାହାଙ୍କୁ ଅପମାନ କରିବା ନିମନ୍ତେ ଏପରି କଲେ I (ଦେଖ: /WA-Catalog/or_tm?section=translate#figs-irony)

Matthew 26:69

General Information:

ଏହି ଘଟଣା ଗୁଡିକ ଘଟୁଥାଏ ଯେପରି ଧାର୍ମିକ ନେତାମାନଙ୍କ ସମ୍ମୁଖରେ ଯୀଶୁଙ୍କ ବିଚାର ହେଉଥିଲା I

Connecting Statement:

ଏହା କିପରି ପିତର ତିନିଥର ଯୀଶୁଙ୍କୁ ଅସ୍ବିକାର କଲେ ଯାହା ଯୀଶୁଙ୍କୁ ଜାଣିଥିଲେ ସେହି ବିବରଣୀର ଆରମ୍ଭ ଅଟେ,, ଯେପରି ଯୀଶୁ କହିଥିଲେ ସେ ଏହା କରିବେ I

Now

ଏହି ଶବ୍ଦ ଏଠାରେ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀର ନୁତନ ଭାଗର କହିବା ଆରମ୍ଭ କରୁଛନ୍ତି I

Matthew 26:70

I do not know what you are talking about

ଦାସୀ କଣ କହୁଛନ୍ତି ପିତର ବୁଝିଥିଲେ I ସେ ଏହି ଶବ୍ଦଗୁଡିକ ଅସ୍ବୀକାର କରିବା ନିମନ୍ତେ ବ୍ୟବହାର କଲେ ଯେ ସେ ଯୀଶୁଙ୍କ ସହିତ ଥିଲେ I

Matthew 26:71

When he went out

ପିତର ବାହାରକୁ ଯାଇ

gateway

କାନ୍ଥ ଆଡକୁ ମୁହଁ କରି ବେଢା ଚାରିପାଖେ

said to those there

ସେଠାରେ ଯେଉଁମାନେ ବସିଥିଲେ ସେମାନଙ୍କୁ କହିଲେ

Matthew 26:72

He again denied it with an oath, ""I do not know the man!

ସେ ଆଉଥରେ ଶପଥ କରି ଅସ୍ବିକାର କଲେ, ‘ମୁଁ ତାଙ୍କୁ ଜାଣେ ନାହିଁ !’

Matthew 26:73

one of them

ଯୀଶୁଙ୍କ ସହିତ ଯେଉଁମାନେ ଥିଲେ ସେମାନଙ୍କ ମଧ୍ୟରୁ ଜଣେ

for the way you speak gives you away

ଏହାକୁ ନୁତନ ବାକ୍ୟ ରୁପେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ କହିପାରିବୁ ତୁମ୍ଭେ ଗାଲିଲି ନିବାସୀ କାରଣ ତୁମ୍ଭେ ଗାଲିଲିୟମାନଙ୍କ ପରି କଥା କହୁଅଛ”

Matthew 26:74

to curse

ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ

rooster crowed

କୁକୁଡା ଗୋଟିଏ ପକ୍ଷୀ ସୁର୍ଯ୍ୟ ଉଦୟ ସମୟରେ ଉଚ୍ଚ ସ୍ବରରେ ରାବ ଦିଏ I ଯେଉଁ ଶବ୍ଦ କୁକୁଡା ରାବେ ତାକୁ କହନ୍ତି “କୁକୁଡାର ରାବ” କହନ୍ତି I ଦେଖ ତୁମେ ଏହାକୁ ମାଥିଉ ୨୬:୩୪ରେ କିପରି ଅନୁବାଦ କରିଅଚ୍ଛ I

Matthew 26:75

Peter remembered the words that Jesus had said, ""Before the rooster crows you will deny me three times.

ଏହି ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପିତରଙ୍କ ମନରେ ପଡିଲା ଏହି ଯେଉଁ କଥା ଯୀଶୁ କହିଥିଲେ, କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ବିକାର କରିବ” (ଦେଖ: /WA-Catalog/or_tm?section=translate#figs-quotations)