ଯିହୁଦୀ ନେତାମାନେ ଯୀଶୁଙ୍କୁ ବଧ କରିବା ପୂର୍ବରୁ, ରୋମିୟ ଶାସନକର୍ତ୍ତା, ପିଲାତଙ୍କଠାରୁ ଅନୁମତି ଆବଶ୍ୟକ କରନ୍ତି I ଯେହେତୁ ରୋମର ବ୍ୟବସ୍ଥା ସେମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ଅନୁମତି ଦିଏ ନାହିଁ I ପିଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଛା କରୁଥିଲେ, କିନ୍ତୁ ସେମାନେ ଜଣେ ଦେଶ ଦ୍ରୋହୀ ବାରବବାକୁ ମୁକ୍ତ କରିବାକୁ ଚାହିଁଲେ I
ଯେଉଁ ସମାଧିରେ ଯୀଶୁଙ୍କୁ ସମାଧି ଦିଆଯାଇଥିଲା ([ମାଥିଉ ୨୭:୬୦] (../../mat/27/60.md)) ସେହି ସମାଧିରେ ଧନୀ ଯିହୁଦୀ ପରିବାର ସେମାନଙ୍କର ମୃତବ୍ୟକ୍ତିଙ୍କୁ ସମାଧି କରନ୍ତି I ଏହା ପର୍ବତକୁ କଟାଯାଇ ଗୋଟିଏ ପ୍ରକୃତ ଗୃହ ପରି ଥିଲା I ଏଥିରେ ଗୋଟିଏ ପଟ ସମତଳ ଯେଉଁଠାରେ ସେମାନେ ଶରୀରକୁ ରଖିବେ ପରେ ସେହି ଶରୀରେ ତୈଳ ଓ କିଛି ଦ୍ରବ୍ୟ ମିଶାଇଲେ ଓ ଲୁଗାରେ ଗୋଡାଇ ଦେଲେ I ପରେ ସେମାନେ ସମାଧି ଦ୍ବାରରେ ଖଣ୍ଡିଏ ବଡ ପଥର ଦେଲେ ଯେପରି ଭିତରକୁ କେହି ଦେଖି ପାରିବେ ନାହିଁ କିମ୍ବା ପ୍ରବେଶ କରି ପାରିବେ ନାହିଁ I
ସୈନିକ କହିଲେ, କଣ୍ଟା ମୁକୁଟ, ହେ ଯିହୁଦୀମାନଙ୍କ ରାଜା !” (ମାଥିଉ ୨୭:୨୯) ଯୀଶୁଙ୍କୁ ପରିହାସ କଲେ I ସେମାନେ ଭାବି ପାରୁ ନଥିଲେ ଯେ ସେ ଯିହୁଦୀମାନଙ୍କ ରାଜା ଥିଲେ I (ଦେଖ: /WA-Catalog/or_tm?section=translate#figs-irony)
ଏହା ପିଲାତଙ୍କ ନିକଟରେ ଯୀଶୁଙ୍କର ବିଚାରର ବିବରଣୀର ଆରମ୍ଭ ଅଟେ I
ଏହି ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ ବିବରଣୀରେ ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I
ଯୁହୁଦୀ ନେତାମାନେ ଯୋଜନା କରୁଛନ୍ତି କିପରି ସେମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ରୋମୀୟ ନେତାମାନଙ୍କୁ ପ୍ରବର୍ତାଇବେ I (ଦେଖ: /WA-Catalog/or_tm?section=translate#figs-explicit)
ଏହି ଘଟଣା ଯିହୁଦୀ ନେତାମାନଙ୍କର ମହାସଭାରେ ଯୀଶୁଙ୍କ ବିଚାର ପରେ ପରେ ଘଟିଲା, କିନ୍ତୁ ଆମ୍ଭେମାନେ ଜାଣିନାହୁଁ ଯେ ଏହା ପିଲାତଙ୍କ ସମ୍ମୁଖରେ ଯୀଶୁଙ୍କ ବିଚାର ସମୟରେ କିମ୍ବା ପୂର୍ବରୁ ଘଟିଲା I (ଦେଖ: /WA-Catalog/or_tm?section=translate#figs-events)
ଲେଖକ ଯୀଶୁଙ୍କ ବିଚାର କହିବା ବନ୍ଦ କରି ଦିଅନ୍ତି ଯେପରି ସେ ଯିହୁଦା ଆପଣାର କିପରି ଜୀବନ ନେଲା କହି ପାରିବେ
ଯଦି ତୁମ ଭାଷାରେ ଗୋଟିଏ ନୁଆ କାହାଣୀ ଆରମ୍ଭ ହେବାର ମାଧ୍ୟମ ଅଛି, ତୁମେ ଏଠାରେ ତାହାକୁ ବ୍ୟବହାର କରିପାର I
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଯିହୁଦୀ ନେତା ତାହାଙ୍କ ବିପକ୍ଷରେ ମନ୍ତ୍ରଣା କଲେ” (ଦେଖ: /WA-Catalog/or_tm?section=translate#figs-activepassive)
ଯୀଶୁଙ୍କ ସହିତ ବିଶ୍ବାସ ଘାତକତା କରିବା ନିମନ୍ତେ ପ୍ରଧାନ ଯାଜକ ଯିହୁଦାଙ୍କୁ ଏହି ରୌପ୍ୟ ମୁଦ୍ରା ଦେଇଥିଲେ I ଦେଖ ତୁମେ ଏହାକୁ ମାଥିଉ ୨୬:୧୫ରେ କିପରି ଅନୁବାଦ କରିଅଚ୍ଛ I
ଏହା ଏକ ରୁଢିପଦ ଅଟେ ଯାହା ଜଣେ ନିର୍ଦୋଷ ବ୍ୟକ୍ତିଙ୍କର ମୃତ୍ୟୁକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜଣେ ବ୍ୟକ୍ତି ଯେ ମୃତ୍ୟୁଦଣ୍ଡ ପାଇବାକୁ ଯୋଗ୍ୟ ନୁହନ୍ତି” (ଦେଖ: /WA-Catalog/or_tm?section=translate#figs-idiom)
ଯିହୁଦୀ ନେତାମାନେ ଗୁରୁତ୍ବାରୋପ କରିବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ ଯେ ଏଥିରେ ସେମାନଙ୍କର କଅଣ ଅଛି ଯାହା ଯିହୁଦା କହିଲେ I ଅନ୍ୟ ଏକ ଅନୁବାଦରେ: “ଏହା ଆମ୍ଭମାନଙ୍କର ସମସ୍ୟା ନୁହେଁ” କିମ୍ବା “ତାହା ତୁମର ସମସ୍ୟା !” (ଦେଖ: /WA-Catalog/or_tm?section=translate#figs-rquestion)
ସାମ୍ଭାବିତ ଅର୍ଥଗୁଡିକ ୧) ସେ ସେହି ରୌପ୍ୟ ମୁଦ୍ରାକୁ ମନ୍ଦିର ବେଢାରେ ଫିଙ୍ଗି ଦେଲା କିମ୍ବା ୨) ସେ ମନ୍ଦିର ବେଢାରେ ଠିଆ ହୋଇଥିଲା, ଓ ସେ ମନ୍ଦିରକୁ ସେହି ରୌପ୍ୟ ମୁଦ୍ରାଗୁଡିକୁ ଫିଙ୍ଗି ଦେଲା I
ଏହା ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ
ଏହି ରୌପ୍ୟ ମୁଦ୍ରାକୁ ପକାଇ ଦିଅ
ସେମାନେ ମନ୍ଦିର ଓ ଯାଜକମାନଙ୍କ ନିମନ୍ତେ ଆବଶ୍ୟକ ହେଉଥିବା ପାଣ୍ଠିରେ ଏହି ଅର୍ଥ ରଖିଲେ I (ଦେଖ: /WA-Catalog/or_tm?section=translate#figs-explicit)
ଏହା ଏକ ରୁଢିପଦ ଅଟେ ଯାହାର ଅର୍ଥ ଯେଉଁ ମୁଦ୍ରା ଜଣକୁ ବଧ କରିବା ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ଦିଆ ଯାଇଥିବା ଅଟେ I ଅନ୍ୟ ଏକ ଅନୁବାଦରେ: “ଜଣେ ଲୋକକୁ ବଧ କରିବା ନିମନ୍ତେ ଟଙ୍କା ଦିଆଗଲା” (ଦେଖ: /WA-Catalog/or_tm?section=translate#figs-idiom)
ଯେଉଁ ବିଦେଶୀମାନେ ଯିରୁଶାଲମରେ ମୃତ୍ୟୁବରଣ କରୁଥିଲେ ସେମାନଙ୍କୁ ସମାଧି ଦେବା ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାର କ୍ଷେତ୍ର କିଣିଲେ I
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେହି କ୍ଷେତ୍ରକୁ ଲୋକମାନେ କହନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)
ଏହାର ଅର୍ଥ ମାଥିଉ ଏହି ପୁସ୍ତକ ଲେଖିବା ସମୟର କଥା ଅଟେ I
ଲେଖକ ପୁରାତନ ନିୟମ ଶାସ୍ତ୍ରକୁ ଉଦ୍ଧୃତ କରି ଦେଖାଇବାକୁ ଚାହାନ୍ତି ଯେ ଯିହୁଦା ଆତ୍ମହତ୍ୟା କଲା ଯାହା ଭାବାବାଣୀକୁ ସଫଳ କଲା I
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏଥିରେ ଯିରିମିୟଙ୍କ ଦ୍ବାରା ଉକ୍ତ ଏହି ବାକ୍ୟ ସଫଳ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ଉପରେ ମୁଲ୍ୟ ନିରୁପଣ କରିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)
ଏହା ଇସ୍ରାଏଲ ଲୋକମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ମୁଲ୍ୟ ନିରୁପଣ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ଇସ୍ରାଏଲର କିଛି ଲୋକମାନେ” କିମ୍ବା “ଇସ୍ରାଏଲର ନେତାଗଣ“ (ଦେଖ: /WA-Catalog/or_tm?section=translate#figs-metonymy)
ଏଠାରେ “ମୋ ପ୍ରତି” ଯିରିମିୟଙ୍କୁ ନିର୍ଦ୍ଦେଶ କରେ I
ଏହା ପିଲାତଙ୍କ ସମ୍ମୁଖରେ ଯୀଶୁଙ୍କର ବିଚାରର ବିବରଣୀକୁ ଜାରି ରଖିଅଛି, ଯାହା ମାଥିଉ ୨୭:୨ରେ ଆରମ୍ଭ ହୋଇଥିଲା I
ଯଦି ତୁମ ଭାଷାରେ ବିବରଣୀକୁ ଚାଲୁ ରଖିବା ନିମନ୍ତେଉପାୟ ଅଛି, ତୁମେ ଏଠାରେ ତାହାକୁ ବ୍ୟବହାର କର I
ପିଲାତ
ସାମ୍ଭାବିତ ଅର୍ଥଗୁଡିକ ୧) ଏହା କହିବା ଦ୍ବାରା, ଯୀଶୁ ଯେ ଯିହୁଦୀମାନଙ୍କର ରାଜା ତାହା ସୁଚିତ କରେ I ଅନ୍ୟ ଏକ ଅନୁବାଦରେ: “ହଁ, ତୁମେ ତ କହୁଅଛ, ମୁଁ ସେହି” କିମ୍ବା “ହଁ, ଏହା ସତ୍ୟ ଯେପରି ତୁମେ କହିଲ” କିମ୍ବା ୨) ଏହିପରି କହିବା ଦ୍ବାରା, ଯୀଶୁ ପିଲାତଙ୍କୁ କହୁଥିଲେ, ଯୀଶୁଙ୍କୁ ନୁହେଁ, ତୁମେ କଅଣ ଯିହୁଦୀମାନଙ୍କ ରାଜା I ଅନ୍ୟ ଏକ ଅନୁବାଦରେ: “ଆପଣ ତ କହୁଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ପ୍ରଧାନ ଯାଜକ ଓ ପ୍ରାଚୀନ ବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ” (ଦେଖ: /WA-Catalog/or_tm?section=translate#figs-activepassive)
ସେଥିରେ ପିଲାତ ତାହାଙ୍କୁ କହିଲେ ଯେହେତୁ ସେ ଚମତ୍କୃତ ହେଲେ ଯେ ଯୀଶୁ ଉତ୍ତର ଦେଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସେମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଛନ୍ତି ତୁମ୍ଭେ କି ଶୁଣୁ ନାହଁ !” (ଦେଖ: /WA-Catalog/or_tm?section=translate#figs-rquestion)
ସେ ଏପରିକି ଗୋଟିଏ ହେଲେ ଶବ୍ଦ କହିଲେ ନାହିଁ; ଏହା ଶାସନକର୍ତ୍ତାଙ୍କୁ ଚକିତ କଲା I ଏହା ଦୃଢଭାବରେ କହିବାର ପ୍ରଣାଳୀ ଯେ ଯୀଶୁ ସମ୍ପୁର୍ଣ୍ଣ ନିରୁତ୍ତର ଥିଲେ I
ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଥିଲା ତେଣୁ ମାଥିଉ ଯାହା ମାଥିଉ ୨୭:୧୭ରେ ଆରମ୍ଭରେ କଣ ଘଟିଥିଲା ପାଠକମାନଙ୍କୁ ବୁଝିବାରେ ସାହାଯ୍ୟ କରିବା ନିମନ୍ତେ ସୂଚନା ଦେଇ ପାରନ୍ତି I (ଦେଖ: /WA-Catalog/or_tm?section=translate#writing-background)
ଏହା ନିସ୍ତାର ପର୍ବ ପାଳନ ସମୟ ଅଟେ I
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବନ୍ଦୀମାନଙ୍କ ମଧ୍ୟରୁ ତୁମେ କାହାକୁ ମନୋନିତ କରିବ” (ଦେଖ: /WA-Catalog/or_tm?section=translate#figs-activepassive)
ସେଠାରେ ଜଣେ ବିଖ୍ୟାତ ବନ୍ଦୀ ଥିଲେ
ସେ ଦୁଷ୍କର୍ମକରିବାରେ ଜଣେ ଜଣାଶୁଣା
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକସମୁହ ଏକତ୍ର ହୋଇଥିବା ସମୟରେ” (ଦେଖ: /WA-Catalog/or_tm?section=translate#figs-activepassive)
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ଖ୍ରୀଷ୍ଟ ବୋଲି କହନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)
ଯିହୁଦୀ ନେତାଗଣ ଯୀଶୁଙ୍କୁ ତାହାଙ୍କ ମଧ୍ୟକୁ ଆଣିଥିଲେ I ସେମାନେ ଏପରି କଲେ ଯେପରି ପିଲାତ ଯୀଶୁଙ୍କୁ ବିଚାର କରନ୍ତି I
ପିଲାତ ଉପବିଷ୍ଟ ଥିବା ସମୟରେ
ବିଚାରପତି ସିଂହାସନରେ ବସିଥିବା ସମୟରେ, ଯେଉଁଠାରେ ବିଚାରପତି ତାହାଙ୍କ ରାୟ ଘୋଷଣା କରନ୍ତି I
ସମ୍ବାଦ ପଠାଇଲେ
ମୁଁ ବହୁତ ବିପର୍ଯ୍ୟୟରେ ଆଜି ପଡିଲି
ଏଠାରେ “ବର୍ତ୍ତମାନ” ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରା ଯାଇଛି I ଏଠାରେ ମାଥିଉ କାହିଁକି ଲୋକମାନେ ବାରବବାକୁ ବାଛିଲେ ତାହାର ପୃଷ୍ଠଭୁମିର ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ରୋମର ସୈନିକମାନେ ଯୀଶୁଙ୍କୁ ବିନାଶ କଲେ” (ଦେଖ: /WA-Catalog/or_tm?section=translate#figs-activepassive)
ଲୋକମାନଙ୍କୁ ପଚାରିଲେ
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: କିଛି ଲୋକ ଯାହାଙ୍କୁ ଖ୍ରୀଷ୍ଟ କହନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)
ଯୀଶୁ କଅଣ କରିଥିଲେ
ଲୋକମାନେ ଚିତ୍କାର କଲେ
ପିଲାତ ଏପରି କରିବାର ଅର୍ଥ ଯେ ସେ ଯୀଶୁଙ୍କ ମୃତ୍ୟୁ ନିମନ୍ତେ ଦାୟୀ ନୁହନ୍ତି I (ଦେଖ: /WA-Catalog/or_tm?section=translate#translate-symaction)
ଏଠାରେ “ରକ୍ତପାତ” ବ୍ୟକ୍ତିର ମୃତ୍ୟୁକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୃତ୍ୟୁ” (ଦେଖ: /WA-Catalog/or_tm?section=translate#figs-metonymy)
ଏହା ତୁମ୍ଭମାନଙ୍କ ଦାୟିତ୍ବ ଅଟେ
ଏଠାରେ “ରକ୍ତପାତ” ଜଣେ ବ୍ୟକ୍ତିର ମୃତ୍ୟୁର ଲକ୍ଷଣ ସୁଚକ ଅଟେ I “ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ପିଲାମାନଙ୍କ ଉପରେ ବର୍ତ୍ତୁ” ବାକ୍ୟାଂଶ ଏକ ରୁଢିପଦ ଅଟେ ଯାହାର ଅର୍ଥ ସେମାନେ ଯାହା ଘତୁଅଛି ତାହାର ଉତ୍ତରଦାୟୀ ରହିବେ I ଅନ୍ୟ ଏକ ଅନୁବାଦରେ: “ହଁ, ଆମ୍ଭେମାନେ ଓ ଆମ୍ଭମାନଙ୍କ ପିଲାମାନେ ତାହାର ମୃତ୍ୟୁର ଦାୟୀ ରହିବେ” (ଦେଖ: /WA-Catalog/or_tm?section=translate#figs-metonymy ଓ /WA-Catalog/or_tm?section=translate#figs-idiom)
ସେଥିରେ ସେ ସେମାନଙ୍କ ନିମନ୍ତେ ବାରବବାକୁ ମୁକ୍ତ କଲେ
ଏହା ସୁଚିତ କରେ ଯେ ପିଲାତ ସୈନିକମାନଙ୍କୁ ଯୀଶୁଙ୍କୁ ପ୍ରହାର କରିବା ନିମନ୍ତେ ଆଦେଶ ଦେଲେ I କୃଶରେ ଚଢାଇବା ନିମନ୍ତେ ଯୀଶୁଙ୍କୁ ସମର୍ପଣ କଲେ, ଯୀଶୁଙ୍କୁ କୃଶାର୍ପିତ କରିବା ନିମନ୍ତେ ତାହାଙ୍କ ସୈନିକମାନଙ୍କୁ ଅଜ୍ଞା କଲେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ:” ସେ ଯୀଶୁଙ୍କୁ ପ୍ରହାର ଓ କୃଶରେ ଚଢାଇବା ନିମନ୍ତେ ତାହାଙ୍କ ସୈନିକମାନଙ୍କୁ ସମର୍ପଣ କଲେ” (ଦେଖ: /WA-Catalog/or_tm?section=translate#figs-explicit)
ଯୀଶୁଙ୍କୁ କୋରଡାରେ ପ୍ରହାରିତ କଲେ କିମ୍ବା “ଯୀଶୁଙ୍କୁ କୋରଡା ଘାତ କଲେ”
ଏହା ଯୀଶୁଙ୍କର କୃଶାର୍ପିତ ଓ ମୃତ୍ୟୁର ବିବରଣୀର ଆରମ୍ଭ ଅଟେ I
ସୈନ୍ୟ ଦଳ
ବସ୍ତ୍ର କାଢୀନେଲେ
କୃଷ୍ଣରହିତ ବର୍ଣ୍ଣ
ଗୋଟିଏ କଣ୍ଟାର ମୁକୁଟ ତିଆରି କରି କିମ୍ବା “କଣ୍ଟାଥିବା ଶାଖାରୁ ମୁକୁଟ ତିଆରି କଲେ”
ସେମାନେ ଖଣ୍ଡିଏ ନଳ ଧରାଇଲେ ଯେପରି ଜଣେ ରାଜା ଧରନ୍ତି I ସେମାନେ ଏହିପରି ଭାବେ ଯୀଶୁଙ୍କୁ ପରିହାସ କଲେ I
ସେମାନେ ଏହା କହି ଯୀଶୁଙ୍କୁ ପରିହାସ କଲେ I ସେମାନେ ଯୀଶୁଙ୍କୁ “ଯିହୁଦୀମାନଙ୍କର ରାଜା” କହୁଥିଲେ କିନ୍ତୁ ସେମାନେ ପ୍ରକୃତରେ ବିଶ୍ବାସ କଲେ ନାହିଁ ଯେ ସେ ଜଣେ ରାଜା ଥିଲେ I ପୁଣି ସେମାନେ ଯାହା କହୁଥିଲେ ତାହା ସତ୍ୟ ଅଟେ I (ଦେଖ: /WA-Catalog/or_tm?section=translate#figs-irony)
ଆମ୍ଭେମାନେ ତୁମ୍ଭକୁ ନମସ୍କାର କରୁଛୁ କିମ୍ବା “ତୁମ୍ଭେ ଦୀର୍ଘଜୀବୀ ହୁଅ”
ସେମାନେ ଛେପ ପକାଇଲେ, ସୈନିକମାନେ ଯୀଶୁଙ୍କୁ ଛେପ ପକାଇଲେ
ଏହାର ଅର୍ଥ ବୁଝାଏ ଯେ ଯୀଶୁ ଓ ସୈନିକମାନେ ନଗର ବାହାରକୁ ଆସିଲେ I ଅନ୍ୟ ଏକ ଅନୁବାଦରେ: “ପରେ ସେମାନେ ଯେତେବେଳେ ଯିରୁଶାଲମ ବାହାରକୁ ଆସିଲେ” (ଦେଖ: /WA-Catalog/or_tm?section=translate#figs-explicit)
ସୈନିକ ଜଣେ ଲୋକକୁ ଦେଖିଲେ
ଯାହାଙ୍କୁ ସୈନିକମାନେ ଜବରଦସ୍ତ ସେମାନଙ୍କ ସହିତ ଯିବା ପାଇଁ କହିଲେ ଯାହାଫଳରେ ସେ ଯୀଶୁଙ୍କର କୃଶକୁ ବୋହିପାରିବ
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏକ ସ୍ଥାନର ନାମ ଯାହାକୁ ଲୋକମାନେ ଗଲଗଥା କହନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ଦ୍ରାକ୍ଷାରସ, ଯେଉଁଥିରେ ସେମାନେ ପିତ୍ତ ମିଶାଇ ଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)
ପିତ୍ତ, ହଳଦିଆ ତରଳ ପଦାର୍ଥ ଯାହା ଶରୀରରେ ହଜମ କରିବା ନିମନ୍ତେ ବ୍ୟବହାର କରାଯାଏ
ଏହିଗୁଡିକ ପୋଷାକ ଯୀଶୁ ପିନ୍ଧିଥିଲେ I (ଦେଖ: /WA-Catalog/or_tm?section=translate#figs-explicit)
ଯୀଶୁ କାହିଁକି କୃଶାର୍ପିତ ହେଲେ ଏକ ଲିଖିତ ଅଭିଯୋଗ
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କ ସହିତ ଆଉ ଦୁଇଜଣ ଚୋରଙ୍କୁ ମଧ୍ୟ ସୈନିକମାନେ କୃଶାର୍ପିତ କଲେ” (ଦେଖ: /WA-Catalog/or_tm?section=translate#figs-activepassive)
ସେମାନେ ଯୀଶୁଙ୍କୁ ପରିହାସ କରିବା ନିମନ୍ତେ ଏପରି କଲେ I (ଦେଖ: /WA-Catalog/or_tm?section=translate#translate-symaction)
ସେମାନେ ପ୍ରକୃତରେ ବିଶ୍ବାସ କଲେ ନାହିଁ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଥିଲେ I ପୁଣି ସେମାନେ ଯାହା କହୁଥିଲେ ସତ୍ୟ ଅଟେ କି ନାହିଁ ପ୍ରମାଣିତ କରିବାକୁ ଚାହୁଁଥିଲେ I ଅନ୍ୟ ଏକ ଅନୁବାଦରେ: “ତୁ ଯଦି ଈଶ୍ବରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷାକରି କୃଶରୁ ଓହ୍ଲାଇ ଆସି ପ୍ରମାଣିତ କର” (ଦେଖ: /WA-Catalog/or_tm?section=translate#figs-explicit)
ଏହା ଖ୍ରୀଷ୍ଟଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ତାହାଙ୍କ ସହିତ ଈଶ୍ବରଙ୍କ ସମ୍ପର୍କକୁ ବର୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)
ସାମ୍ଭାବିତ ଅର୍ଥଗୁଡିକ ୧) ଯିହୁଦୀ ନେତାମାନେ ବିଶ୍ବାସ କରୁ ନଥିଲେ ଯେ ଯୀଶୁ ଅନ୍ୟମାନଙ୍କୁ ପରିତ୍ରାଣ ଦେଇ ପାରିବେ କିମ୍ବା ଯେ ସେ ନିଜକୁ ରକ୍ଷା କରିପାରିବ, କିମ୍ବା ୨) ସେମାନେ ବିଶ୍ବାସ କରୁଥିଲେ ଯେ ସେ ଅନ୍ୟମାନଙ୍କୁ ଉଦ୍ଧାର କରି ପାରିବେ କିନ୍ତୁ ସେମାନେ ତାହାଙ୍କୁ ପରିହାସ କରୁଥିଲେ କାରଣ ବର୍ତ୍ତମାନ ସେ ନିଜକୁ ରକ୍ଷା କରି ପାରୁନାହିଁ I (ଦେଖ: /WA-Catalog/or_tm?section=translate#figs-irony)
ନେତାମାନେ ଯୀଶୁଙ୍କୁ ପରିହାସ କରୁଥିଲେ I ସେମାନେ ତାହାଙ୍କୁ “ଇସ୍ରାଏଲର ରାଜା” କହିଲେ, କିନ୍ତୁ ପ୍ରକୃତରେ ସେମାନେ ବିଶ୍ବାସ କରୁ ନଥିଲେ ଯେ ସେ ଜଣେ ରାଜା ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ସେ କହୁଥିଲା ଯେ ସେ ପରା ଇସ୍ରାଏଲର ରାଜା” (ଦେଖ: /WA-Catalog/or_tm?section=translate#figs-irony)
ଯିହୁଦୀ ନେତାଗଣ ଯୀଶୁଙ୍କୁ ପରିହାସ କରିବା ଜାରି ରଖିଲେ I
ଏହା ଉଦ୍ଧୃତ ବାକ୍ୟମଧ୍ୟରେ ଅନ୍ୟ ଏକ ଉଦ୍ଧୃତ ବାକ୍ୟ ଅଟେ I ଏହାକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ତ କହିଥିଲା ମୁଁ ଈଶ୍ବରଙ୍କ ପୁତ୍ର” I (ଦେଖ: /WA-Catalog/or_tm?section=translate#figs-quotesinquotes ଓ /WA-Catalog/or_tm?section=translate#figs-quotations)
ଏହା ଖ୍ରୀଷ୍ଟଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କର ଘନିଷ୍ଠ ସମ୍ପର୍କକୁ ବର୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)
ଏହାକୁ ପ୍ରତ୍ୟକ୍ଷ ଉକ୍ତି ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଚୋରମାନଙ୍କୁ ସୈନିକମାନେ ଯୀଶୁଙ୍କ ସହିତ କୃଶାର୍ପିତ କରିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)
ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଅଛି I ଏଠାରେ ମାଥିଉ ବିବରଣୀରେ ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I
ପରେ ବାର ଘଣ୍ଟାଠାରୁ ... ତିନି ଘଣ୍ଟା ପର୍ଯ୍ୟନ୍ତ କିମ୍ବା “ ମଧ୍ୟାହ୍ନ ବାର ଘଣ୍ଟାଠାରୁ... ଅପରାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ”
“ଅନ୍ଧକାର” ଶବ୍ଦ ଏକ ଅବ୍ୟୟ ବିଶେଷ୍ୟ ପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ସମଗ୍ର ପୃଥିବୀରେ ଅନ୍ଧକାର ଘୋଟି ଗଲା” (ଦେଖ: /WA-Catalog/or_tm?section=translate#figs-abstractnouns)
ଯୀଶୁ ଉଚ୍ଚ ସ୍ବରରେ କହିଲେ କିମ୍ବା “ଯୀଶୁ ଉଚ୍ଚ ସ୍ବରରେ ଡାକିଲେ”
ଯୀଶୁ କଅଣ ଉଚ୍ଚ ସ୍ବରରେ କହିଲେ ତାହା ତାହାଙ୍କ ନିଜ ଭାଷା ଅଟେ I ଅନୁବାଦକ ସଧାରଣତଃ ସେହି ଶବ୍ଦଗୁଡିକୁ ସେହିପରି ବ୍ୟବହାର କରନ୍ତି I (ଦେଖ: /WA-Catalog/or_tm?section=translate#translate-transliterate)
ସାମ୍ଭାବିତ ଅର୍ଥଗୁଡିକ ୧) ସୈନିକମାନଙ୍କ ମଧ୍ୟରୁ ଜଣେ କିମ୍ବା ୨) ଯେଉଁମାନେ ଠିଆ ହୋଇ ଦେଖୁଥିଲେ I
ଏହା ଏକ ସାମୁଦ୍ରିକ ପ୍ରାଣୀ ଅଟେ ଯାହାକୁ ବେଉଷଣ କରାଯାଏ ଓ ନେବା ପାଇଁ ବ୍ୟବହାର କରାଯାଏ ଏବଂ ଯେଉଁଥିରେ ତରଳ ପଦାର୍ଥ ରଖାଯାଏ I ସେହି ତରଳ ପଦାର୍ଥ ପରବର୍ତ୍ତୀ ସମୟରେ ଠେଲି ଠେଲି ବାହାର କରାଯାଏ I
ଯୀଶୁଙ୍କୁ ଦେଲେ
ଏଠାରେ “ପ୍ରାଣ” ଯାହାଦ୍ବାରା ଜଣେ ବ୍ୟକ୍ତିକୁ ଜୀବନ ଦିଏ I ଏହି ବାକ୍ୟାଂଶ ବ୍ୟବହାର କରି କୁହାଯାଏ ଯେ ଯୀଶୁ ମରିଲେ I ଅନ୍ୟ ଏକ ଅନୁବାଦରେ: “ସେ ମରିଗଲେ, ଈଶ୍ବରଙ୍କଠାରେ ତାହାଙ୍କର ପ୍ରାଣ ସମର୍ପିତ କଲେ” କିମ୍ବା “ସେ ଶେଷ ନିଶ୍ବାସ ଛାଡିଲେ” (ଦେଖ: /WA-Catalog/or_tm?section=translate#figs-euphemism)
ଏହା ଯୀଶୁଙ୍କ ମୃତ୍ୟୁ ସମୟରେ ଘଟଣାବଳୀ ଆରମ୍ଭ ଅଟେ ଯେ ଯେତେବେଳେ ଯୀଶୁ ମୃତ୍ୟୁବରଣ କଲେ I
“ଦେଖ” ଶବ୍ଦ ଏଠାରେ ଯେଉଁ ନିମ୍ନଲିଖିତ ଚମତ୍କୃତ ତଥ୍ୟକୁ ଧ୍ୟାନ ଦେବା ନିମନ୍ତେ ସଚେତନ କରେ I
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମନ୍ଦିରର ବିଛେଦ ବସ୍ତ୍ର ଦୁଇ ଭାଗରେ ଚିରି ଗଲା” କିମ୍ବା “ଈଶ୍ବର ମନ୍ଦିରରେ ଥିବା ବିଛେଦ ବସ୍ତ୍ରକୁ ଦୁଇ ଭାଗରେ ଚିରି ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive)
ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସମାଧିକୁ ଉନ୍ମୁକ୍ତ କଲେ ଓ ମହାନିଦ୍ରା ପ୍ରାପ୍ତ ଅନେକ ସାଧୁ ଲୋକଙ୍କ ଶରୀର ଉତଥାପିତ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)
ଏଠାରେ ଉତଥାପିତ କେହିଜଣେ ମୃତ ବ୍ୟକ୍ତିଙ୍କୁ ପୁନର୍ବାର ଜୀବିତ କରିବା ନିମନ୍ତେ ଏକ ରୁଢିପଦ ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମହାନିଦ୍ରା ପ୍ରାପ୍ତ ଅନେକ ସାଧୁ ଲୋକଙ୍କୁ ଈଶ୍ବର ପୁନର୍ବାର ଜୀବିତ କଲେ” (ଦେଖ: /WA-Catalog/or_tm?section=translate#figs-idiom)
ଏହା ମୃତ୍ୟୁକୁ ସୁଚିତ କରୁଥିବା ପରିସ୍ଥିତିକୁ ନିର୍ଦ୍ଦେଶ କରେ I ଅନ୍ୟ ଏକ ଅନୁବାଦରେ: “ମରିଗଲେ” (ଦେଖ: /WA-Catalog/or_tm?section=translate#figs-euphemism)
ଘଟଣାଗୁଡିକର କ୍ରମାନ୍ବୟ ଯାହା ମାଥିଉ (୫୨ ପଦରେ “ସମାଧି ମୁକ୍ତ ହେଲା” ଶବ୍ଦରୁ ଆରମ୍ଭ କରନ୍ତି) ବର୍ଣନା କରନ୍ତି ଯାହା ଅସ୍ପଷ୍ଟ ଅଟେ I ଯୀଶୁଙ୍କ ମୃତ୍ୟୁରେ ଭୁମିକମ୍ପ ହେଲା ଉତ୍ତାରେ ସମାଧି ମୁକ୍ତ ହେଲା ୧) ସାଧୁମାନେ ପୁନର୍ବାର ଜୀବିତ ହେଲେ, ଏବଂ ପୁଣି, ଯୀଶୁ ପୁନର୍ବାର ଜୀବିତ ହେବା ପରେ, ସାଧୁମାନେ ଯିରୁଶାଲମକୁ ଗଲେ, ଯେଉଁଠାରେ ଅନେକ ଲୋକମାନେ ତାହାଙ୍କୁ ଦର୍ଶନ କଲେ, କିମ୍ବା ୨) ଯୀଶୁ ଜୀବିତ ହେଲେ ଓ ତାପରେ ସାଧୁମାନେ ଜୀବିତ ହେଲେ ଓ ନଗରକୁ ପ୍ରବେଶ କଲେ, ଯେଉଁଠାରେ ଅନେକଙ୍କୁ ଦର୍ଶନ ଦେଲେ I
ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହାର ହୋଇଅଛି I ଏଠାରେ ମିଥିଉ ବିବରଣୀର ଏକ ନୁତନ ଭାଗକୁ କହିବା ଆରମ୍ଭ କରୁଛନ୍ତି I
ଯେଉଁମାନେ ଯୀଶୁଙ୍କୁ ପହରା ଦେଉଥିଲେ I ଏହା ଅନ୍ୟ ଯେଉଁ ସୈନିକମାନେ ଶତସେନାପତିଙ୍କ ସହିତ ଯୀଶୁଙ୍କୁ ପହରା ଦେଉଥିଲେ ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ସାଂଗରେ ଯେଉଁ ସୈନିକମାନେ ଯୀଶୁଙ୍କୁ ଜଗିଥିଲେ” (ଦେଖ: /WA-Catalog/or_tm?section=translate#figs-explicit)
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ଘନିଷ୍ଠ ସମ୍ପର୍କକୁ ବର୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)
ଯାକୁବ ଓ ଯୋହନଙ୍କର ମାତା କିମ୍ବା “ଜେବଦୀଙ୍କ ସ୍ତ୍ରୀ”
ଏହା ଯୀଶୁଙ୍କ ସମାଧିର ବିଷୟରେ ବର୍ଣ୍ଣନା ଆରମ୍ଭ କରେ I
ଏହା ଇସ୍ରାଏଲ ଦେଶର ଏକ ନଗରର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପିଲାତ ଯୋଶେଫଙ୍କୁ ଯୀଶୁଙ୍କ ଶରୀର ଦେବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ“ (ଦେଖ: /WA-Catalog/or_tm?section=translate#figs-activepassive)
ସୁକ୍ଷ୍ମ, ଦାମୀ ବସ୍ତ୍ର
ଏହା ସୁଚିତ କରେ ଯେ ଯୋଶେଫଙ୍କର କାର୍ଯ୍ୟକାରୀ ଥିଲେ ଯିଏ ପାହାଡରୁ ସାମାଧି କାଟିଥିଲେ I (ଦେଖ: /WA-Catalog/or_tm?section=translate#figs-explicit)
ପଥର ଗଡାଇ ଦେବା ନିମନ୍ତେ ଯୋଶେଫଙ୍କର ଆହୁରି ଲୋକମାନେ ଥିଲେ I (ଦେଖ: /WA-Catalog/or_tm?section=translate#figs-explicit)
ସମାଧିର ଚାରିପାଖ
ଏହା ବିଶ୍ରାମ ବାର ନିମନ୍ତେ ସେହିଦିନ ସମସ୍ତ ପ୍ରସ୍ତୁତିର ଦିନ ଥିଲା I
ପିଲାତଙ୍କୁ ସାକ୍ଷାତ କରି
ଯେତେବେଳେ ଯୀଶୁ, ବିଶ୍ବାସଘାତକ, ଜୀବିତ ଥିଲେ
ଏହା ଉଦ୍ଧୃତ ବାକ୍ୟମଧ୍ୟରେ ଉଦ୍ଧୃତ ବାକ୍ୟ ଅଛି I ଏହାକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ କହିଥିଲେ ଯେ ତିନିଦିନ ଉତ୍ତାରେ ମୁଁ ଉଠିବି” କିମ୍ବା “ସେ କହିଥିଲା ଯେ ତିନିଦିନ ଉତାରେ ମୁଁ ଉଠିବି” (ଦେଖ: /WA-Catalog/or_tm?section=translate#figs-quotesinquotes ଓ /WA-Catalog/or_tm?section=translate#figs-quotations)
ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମାଧିକୁ ସୁରକ୍ଷିତ ରଖିବା ନିମନ୍ତେ ତୁମ୍ଭର ସୈନିକମାନଙ୍କୁ ଆଜ୍ଞା କରନ୍ତୁ” (ଦେଖ: /WA-Catalog/or_tm?section=translate#figs-activepassive)
(ଦେଖ: /WA-Catalog/or_tm?section=translate#translate-ordinal)
ତାହାଙ୍କ ଶିଷ୍ୟମାନେ ଆସିବେ ଓ ତାହାଙ୍କ ଶରୀରକୁ ଚୋରି କରିବେ
ଏହା ଉଦ୍ଧୃତ ବାକ୍ୟମଧ୍ୟରେ ଏକ ଉଦ୍ଧୃତ ବାକ୍ୟ ଅଛି I ଏହାକୁ ପରୋକ୍ଷ ବାକ୍ୟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଶିଷ୍ୟମାନେ ହୁଏତ … ଲୋକଙ୍କୁ କହିବେ ଯେ ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି, ଓ ” (ଦେଖ: /WA-Catalog/or_tm?section=translate#figs-quotesinquotes ଓ /WA-Catalog/or_tm?section=translate#figs-quotations)
ଯେଉଁମାନେ ମହାନିଦ୍ରାପ୍ରାପ୍ତମାନଙ୍କ ମଧ୍ୟରୁ I ଏହା ଭାବନା ବର୍ଣ୍ଣନା କରେ ଯେ ସମସ୍ତ ମୃତବ୍ୟକ୍ତି ଏକତ୍ର ପାତାଳରେ ଥିଲେ I ସେମାନଙ୍କ ମଧ୍ୟରୁ ଉଠିବା ସେମାନଙ୍କୁ ଜୀବିତ କୁହାଯାଏ I
ବୁଝି ହେଉଥିବା ସୂଚନାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏବଂ ଯଦି ସେମାନେ କହିବା ଦ୍ବାରା ଲୋକଙ୍କୁ ପ୍ରବଞ୍ଚନା କରନ୍ତି, ଶେଷ ପ୍ରବଞ୍ଚନା ଆହୁରି ମନ୍ଦ ହେବ ଯେଉଁ ଉପାୟରେ ସେ ଲୋକମାନଙ୍କୁ ପ୍ରବଞ୍ଚନା କରିଛି ଯେତେବେଳେ ସେ କହିଲେ ସେ ଖ୍ରୀଷ୍ଟ ଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)
ଏହା ରୋମିୟ ସୈନିକ ଚାରିରୁ ଷୋହଳ ଜଣକୁ ନେଇ ଗଠିତ I
ସାମ୍ଭାବିତ ଅର୍ଥଗୁଡିକ ୧) ସେମାନେ ପଥରର ଚାରିପାଖରେ ତାର ଦେଲେ ଓ ପଥରର କାନ୍ଥକୁ ଲଗାଇ ସମାଧିର ପ୍ରବେଶ ଦ୍ବାରକୁ ମୁଦ୍ରାଙ୍କ ଦେଇ ସୁରକ୍ଷିତ କଲେ କିମ୍ବା ୨) ସେମାନେ କାନ୍ଥ ଓ ପଥର ମଝିରେ ମୁଦ୍ରାଙ୍କ ଦେଲେ I
ସୈନିକ ମାନଙ୍କୁ କହିଲେ ଯେଉଁଠାରେ ସମାଧିକୁ ଲୋକମାନେ ଭାଙ୍ଗିବେ ସେହି ସ୍ଥାନଠାରୁ ସେମାନେ ଦୁରେଇ ରଖିବେ I