Matthew 28

ମାଥିଉ ୨୮ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ (ମାଥିଉ ୨୮:୧) ଏକ ପ୍ରକାର ସମାଧି ଥିଲା ଯେଉଁଠାରେ ଧନୀ ଯିହୁଦୀ ପରିବାରର ଲୋକମାନେ ସେମାନଙ୍କ ମୃତ ବ୍ୟକ୍ତିମାନଙ୍କୁ ସମାଧି ଦେଉଥିଲେ I ଏହା ପ୍ରକୃତରେ ଏକ ପହାଡକୁ କାଟି ଗୋଟିଏ ଗୃହ ପ୍ରସ୍ତୁତ କରା ଯାଇଥାଏ I ଏହାର ଗୋଟିଏ ପାଖ ସମତଳ ଥାଏ ଯେଉଁଠାରେ ମୃତ ଶରୀରକୁ ରଖାଯାଏ ଏବଂ ସେମାନେ ଶରୀରରେ ବିଭିନ୍ନ ଦ୍ରବ୍ୟ ଲଗାଇ ସାରିବା ପରେ ଏକ ସୁକ୍ଷ୍ମ ବସ୍ତ୍ରରେ ଗୁଡାଇ ସମାଧି ଭିତରେ ରଖାଯାଏ ଓ ତାହାର ସମ୍ମୁଖରେ ଗୋଟିଏ ବଡ଼ ପଥର ଢାଙ୍କି ଦିଆଯାଏ ଯେପରି କେହି ତା’ଭିତରକୁ ପ୍ରବେଶ କରି ପାରିବେ ନାହିଁ I

“ଶିଷ୍ୟ କର”

ଶେଷ ଦୁଇଟି ପଦ (ମାଥିଉ ୨୮:୧୯-୨୦) ସାଧାରଣତଃ ଏହା “ମହାନ ଆଦେଶ” ଭାବରେ ପରିଚିତ କାରଣ ସେଥିରେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଗୁରୁତ୍ବପୁର୍ଣ୍ଣ ଆଦେଶ ଦିଆ ଯାଇଛି I ଖ୍ରୀଷ୍ଟିୟାନମାନେ ଲୋକମାନଙ୍କ ନିକଟକୁ ଯାଇ “ଶିଷ୍ୟ କର”, ସେମାନଙ୍କୁ ସୁସମାଚାର କହିବା ଓ ସେମାନଙ୍କୁ ଖ୍ରୀଷ୍ଟିୟାନ ପରି ଜୀବନଯାପନ କରିବା ନିମନ୍ତେ ଶିକ୍ଷା ଦେବେ I

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ଈଶ୍ବରଙ୍କର ଜଣେ ଦୁତ

ମାଥିଉ, ମାର୍କ, ଲୁକ ଓ ଯୋହନ ସମସ୍ତେ ସ୍ତ୍ରୀଲୋକ ସହିତ ଶୁଭ୍ର ବସ୍ତ୍ର ପରିହିତ ଦୁତଙ୍କ ବିଷୟରେ ଯୀଶୁଙ୍କ ସମାଧି ନିକଟରେ ଉପସ୍ଥିତ ବିଷୟ ଉଲ୍ଲେଖ କରନ୍ତି I ଦୁଇଜଣ ଲେଖକ ସେମାନଙ୍କୁ ପୃରୁଷ ଭାବେ ବର୍ଣ୍ଣନା କରିଛନ୍ତି, କିନ୍ତୁ ତାହା କେବଳ ଦୁତମାନେ ମନୁଷ୍ୟ ପରି ଦେଖା ଯାଉଛନ୍ତି I ଅନ୍ୟ ଦୁଇଜଣ ଲେଖକ ସେମାନଙ୍କ ମଧ୍ୟରୁ କେବଳ ଜଣକ ବିଷୟରେ ପ୍ରକାଶ କରନ୍ତି I ଏହା ଅନୁବାଦ କରିବା ଉପଯୁକ୍ତ ହେବ ଯଦି ପ୍ରତ୍ୟକ ଶାସ୍ତ୍ରଂଶକୁ ଯେପରି ULTରେ ଅଛି ଚେଷ୍ଟା ନକରି ଯେପରି ସମସ୍ତ ଶାସ୍ତ୍ର ଗୋଟିଏ ବିଷୟ ପ୍ରକାଶ କରିବ ସେପରି ଚେଷ୍ଟା କର I (ଦେଖ: ମାଥିଉ ୨୮:୧-୨ମାର୍କ ୧୬:୫ଲୁକ ୨୪:୪ଯୋହନ ୨୦:୧୨) I

Matthew 28:1

Connecting Statement:

ଏହା ଯୀଶୁଙ୍କ ମୃତ୍ୟୁରୁ ପୁନ୍ନରୁଥାନ ବିଷୟରେ ବିବରଣୀର ଆରମ୍ଭ ହୁଏ I

Now late on the Sabbath, as it began to dawn toward the first day of the week

ବିଶ୍ରାମ ବାର ଶେଷ ହୁଅନ୍ତେ, ଯେମିତି ରବିବାର ସକାଳର ସୁର୍ଯ୍ୟ ଉଦୟ ହୁଅନ୍ତେ

Now

ଏହି ଶବ୍ଦ ଏଠାରେ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ ବିବରଣୀର ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I

the other Mary

ଅନ୍ୟ ସ୍ତ୍ରୀ ଯାହାର ନାମ ମରିୟମ I ଏହା ମରିୟମ ଯାକୁବ ଓ ଯୋଶେଫଙ୍କର ମାତା ଅଟନ୍ତି (ମାଥିଉ ୨୭:୫୬) I

Matthew 28:2

Behold

“ଦେଖ” ଶବ୍ଦ ଏଠାରେ ନିମ୍ନଲିଖିତ ଆଶ୍ଚର୍ଯ୍ୟ ବିଷୟ ପ୍ରତି ଧ୍ୟାନ ଦେବା ନିମନ୍ତେ ଆମମାନଙ୍କୁ ଚେତନା ଦିଏ I ତୁମ ଭାଷାରେ ଏପରି କରିବା ନିମନ୍ତେ ହୁଏତ ଉପାୟ ଥାଇପାରେ I

there was a great earthquake, for an angel of the Lord descended ... and rolled away the stone

ସାମ୍ଭାବିତ ଅର୍ଥଗୁଡିକ ୧) ଭୁମିକମ୍ପ ହେଲା କାରଣ ଦୁତ ଓହ୍ଲାଇ ଆସିଲେ ଓ ସେହି ପଥରଖଣ୍ଡିକ ଗଡାଇ ଦେଲେ କିମ୍ବା ୨) ଏକ ସମୟରେ ସମସ୍ତ ଘଟଣା ଘଟିଲା I

earthquake

ହଠାତ ଓ ଭୁମି କମ୍ପମାନ ହେଲା

Matthew 28:3

His appearance

ଦୁତଙ୍କର ଦର୍ଶନ

was like lightning

ଏହା ଏକ ରୁପକ ଅଟେ ଯାହା ଗୁରୁତ୍ବ ଦିଏ ଯେ ଦୁତଙ୍କ ଆଗମନରେ କେତେ ଉଜ୍ଜଳ ହୋଇଗଲା I ଅନ୍ୟ ଏକ ଅନୁବାଦରେ: “ବିଜୁଳି ପରି ଉଜ୍ଜ୍ବଳ ଦେଖାଗଲା” (ଦେଖ: /WA-Catalog/or_tm?section=translate#figs-simile)

his clothing as white as snow

ଏହା ଏକ ରୁପକ ଅଟେ ଯାହା ଗୁରୁତ୍ବ ଦିଏ ଯେ ଦୁତଙ୍କର ଆଗମନରେ କେତେ ଉଜ୍ଜଳ ଓ ହିମ ପରି ଶୁଭ୍ରବର୍ଣ୍ଣ ବସ୍ତ୍ର ଥିଲା I କ୍ରିୟାପଦ “ଥିଲା” ପୂର୍ବ ବାକ୍ୟାଂଶଠାରୁ ପୁନରାବୃତ୍ତି କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ବସ୍ତ୍ର ବହୁତ ଶୁଭ୍ରବର୍ଣ୍ଣ, ହିମ ପରି” ଥିଲା I (ଦେଖ: /WA-Catalog/or_tm?section=translate#figs-simile/WA-Catalog/or_tm?section=translate#figs-ellipsis)

Matthew 28:4

became like dead men

ଏହା ରୁପକ ଅଟେ ଯାହାର ଅର୍ଥ ସୈନିକମାନେ କମ୍ପମାନ ହେଲେ ଓ ଗତି କରି ପାରିଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ଭୁମିରେ ପଡିଗଲେ ଓ ସେଠାରେ ମୃତ ଲୋକ ପରି ପଡି ରହିଲେ” (ଦେଖ: /WA-Catalog/or_tm?section=translate#figs-simile)

Matthew 28:5

the women

ମଗଦଲିନ ମରିୟମ ଓ ଅନ୍ୟ ମରିୟମ

who has been crucified

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ଲୋକମାନେ ଓ ସୈନ୍ୟମାନେ କୃଶରେ ହତ କଲେ” କିମ୍ବା “ଯାହାଙ୍କୁ ସେମାନେ କୃଶାର୍ପିତ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 28:7

tell his disciples, 'He has risen from the dead. See, he is going ahead of you to Galilee. There you will see him.'

ଏହା ଉଦ୍ଧୃତ ବାକ୍ୟମଧ୍ୟରେ ଏକ ଉଦ୍ଧୃତ ବାକ୍ୟ ଅଟେ I ଏହାକୁ ଗୋଟିଏ ପରୋକ୍ଷ ଉକ୍ତିଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ଯେ ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି ଓ ପୁଣି ଦେଖ ଯୀଶୁ ତୁମ୍ଭମାନଙ୍କ ଆଗେ ଗାଲିଲିକୁ ଯାଉଛନ୍ତି ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ” (ଦେଖ: /WA-Catalog/or_tm?section=translate#figs-quotesinquotes)

He has risen

ସେ ଜୀବନକୁ ଫେରି ଆସିଛନ୍ତି

from the dead

ଯେଉଁ ସମସ୍ତେ ମୃତ୍ୟୁ ବରଣ କରିଥିଲେ I ଏହା ଭାବ ପ୍ରକାଶନ ପାତାଳରେ ଥିବା ସମସ୍ତ ମୃତ ଲୋକମାନଙ୍କୁ ଏକତ୍ର କରିବା ବର୍ଣନା କରେ I ସେମାନଙ୍କ ମଧ୍ୟରୁ ଉତ୍ଥିତ ହେବା ପ୍ରକାଶ କରେ ପୁନର୍ବାର ଜୀବିତ ହେବା I

going ahead of you ... you will see him

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ I ଏହା ସ୍ତ୍ରୀଲୋକ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

I have told you

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ ଏବଂ ଏହା ସ୍ତ୍ରୀଲୋକକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

Matthew 28:8

The women

ମଗଦଲିନ ମରିୟମ ଓ ଅନ୍ୟ ମରିୟମ

Matthew 28:9

Behold

“ଦେଖ” ଶବ୍ଦ ଏଠାରେ ନିମ୍ନଲିଖିତ ଆଶ୍ଚର୍ଯ୍ୟକର୍ମର ସୂଚନା ପ୍ରତି ଧ୍ୟାନ ଦେବା ନିମନ୍ତେ ଆମମାନଙ୍କୁ ଚେତନା ଦିଏ I ତୁମ ଭାଷାରେ ଏପରି କରିବା ନିମନ୍ତେ ଉପାୟ ଥାଇପାରେ I

Greetings

ଏହା ଏକ ସାଧାରଣ ସମ୍ମାନ ସୁଚକ, ଅଧିକାଂଶ ଇଂରାଜୀରେ “ହେଲୋ” କୁହନ୍ତି I

took hold of his feet

ତହୁଁ ସେମାନେ ତାହାଙ୍କ ନିକଟକୁ ଆସି ତାହାଙ୍କ ପାଦଧରି ତାହାଙ୍କୁ ପ୍ରଣାମ କଲେ

Matthew 28:10

my brothers

ଏହା ଯୀଶୁଙ୍କ ଶିଷ୍ୟମାନଙ୍କୁ ବୁଝାଏ I

Matthew 28:11

Connecting Statement:

ଏହା ଯିହୁଦୀ ନେତାମାନଙ୍କ ପ୍ରତିକ୍ରିୟାରେ ବିବରଣୀର ଆରମ୍ଭ ଅଟେ ଯେତେବେଳେ ସେମାନେ ଯୀଶୁ ଉଠିଛନ୍ତି ବୋଲି ଶୁଣିଲେ I

Now

ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ ବିବରଣୀରେ ଏକ ନୁତନ ଭାଗର ଆରମ୍ଭ କରୁଛନ୍ତି I

the women

ଏଠାରେ ଏହା ମଗଦଲିନୀ ମରିୟମ ଓ ଅନ୍ୟ ମରିୟମଙ୍କୁ ବୁଝାଏ I

behold

ଏହା ବିସ୍ତୃତ ବିବରଣୀରେ ଅନ୍ୟ ଏକ ଘଟଣାକୁ ଆରମ୍ଭ କରିବା ନିମନ୍ତେ ଚିହ୍ନିତ କରେ I ଏହା ହୁଏତ ପୂର୍ବ ଘଟଣା ଅପେକ୍ଷା ଭିନ୍ନ ଲୋକମାନଙ୍କୁ ସମ୍ପୃକ୍ତ କରିପାରେ I ତୁମର ଭାଷାରେ ଏପରି କରିବା ନିମନ୍ତେ ହୁଏତ ଏକ ମାଧ୍ୟମ ଥାଇପାରେ I

Matthew 28:12

discussed the matter with them

ସେମାନେ ନିଜଉ ନିଜେ ଯୋଜନାରେ ନିଷ୍ପତ୍ତି ନେଲେ I ଯାଜକ ଓ ପ୍ରାଚୀନବର୍ଗ ନିଷ୍ପତ୍ତି ନେଲେ ଯେ ସେହି ଅର୍ଥକୁ ସୈନିକ ମାନଙ୍କୁ ଦେଲେ I

Matthew 28:13

Say to others, 'Jesus' disciples came ... while we were sleeping.'

ଯଦି ତୁମ ଭାଷାରେ ଉଦ୍ଧୃତ ବାକ୍ୟ ମଧ୍ୟରେ ଅନ୍ୟ ଏକ ଉଦ୍ଧୃତ ବାକ୍ୟକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦେଉନାହିଁ ତେବେ ତୁମେ ହୁଏତ ଏହାକୁ ଗୋଟିଏ ଉଦ୍ଧୃତ ବାକ୍ୟରୁପେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନ୍ୟମାନଙ୍କୁ କୁହ ଯେ ଯୀଶୁଙ୍କ ଶିଷ୍ୟମାନେ ଆସିଲେ ... ଯେତେବେଳେ ତୁମ୍ଭେମାନେ ଶୋଇ ପଡିଥିଲ” (ଦେଖ: /WA-Catalog/or_tm?section=translate#writing-quotations/WA-Catalog/or_tm?section=translate#figs-quotations)

Matthew 28:14

If this report reaches the governor

ପୁଣି ଏକଥା ଯଦି ଶାସନକର୍ତ୍ତା ଜାଣିବେ ତୁମ୍ଭେମାନେ ଶୋଇ ପଡିଥିଲ ଯେତେବେଳେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ଶରୀର ନେଲେ

the governor

ପିଲାତ (ମାଥିଉ ୨୭:୨)

we will persuade him and take any worries away from you

ଚିନ୍ତା କରନାହିଁ I ଆମ୍ଭେମାନେ ତାହାଙ୍କ ସହିତ କଥା ହେବୁ ଯେପରି ତୁମ୍ଭେମାନେ ଦଣ୍ଡ ନପାଅ I

Matthew 28:15

did as they had been instructed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାଜକ ସେମାନଙ୍କୁ ଯାହା କହିଥିଲେ କର ସେମାନେ ତାହା କଲେ” (ଦେଖ: /WA-Catalog/or_tm?section=translate#figs-activepassive)

This report spread widely among the Jews and continues even today

ଅନେକ ଯିହୁଦୀମାନେ ଏହି ଘଟଣା ଶୁଣିଲେ ଓ ଆଜି ପର୍ଯ୍ୟନ୍ତ ମଧ୍ୟ ଏହା ଅନ୍ୟମାନଙ୍କୁ କହିବା ଚାଲୁ ରହିଅଛି

even today

ଏହା ସମୟକୁ ନିର୍ଦ୍ଦେଶ କରେ ଯାହା ମାଥିଉ ପୁସ୍ତକରେ ଲେଖିଲେ I

Matthew 28:16

Connecting Statement:

ଏହା ଯୀଶୁ ମୃତ୍ୟୁରୁ ଉଠିବା ପରେ ତାହାଙ୍କ ସହିତ କଥାବାର୍ତ୍ତାକୁ ଆରମ୍ଭ କରିଥିବା ବିବରଣୀକୁ ଆରମ୍ଭ କରେ I

Matthew 28:17

they worshiped him, but some doubted

ସାମ୍ଭାବିତ ଅର୍ଥଗୁଡିକ ୧) ସେମାନେ ସମସ୍ତେ ଯୀଶୁଙ୍କୁ ଉପାସନା କଲେ ଯଦ୍ୟପି କେତେକ ତାହାଙ୍କୁ ସନ୍ଦେହ କରୁଥିଲେ, କିମ୍ବା ୨) ସେମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ ଉପାସନା କରୁଥିଲେ, କିନ୍ତୁ ଆହୁରି କେତେକ ତାହାଙ୍କୁ ଉପାସନା କରୁ ନଥିଲେ କାରଣ ସେମାନେ ସନ୍ଦେହ କରୁଥିଲେ I

but some doubted

ଏହାକୁ ସ୍ପଷ୍ଟ କରାପାରେ ଯାହା ଶିଷ୍ୟମାନେ ସନ୍ଦେହ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “କେହି କେହି ସନ୍ଦେହ କଲେ ଯେ ସେ ପ୍ରକୃତରେ ଯୀଶୁ ଓ ଯେ ସେ ପୁନର୍ବାର ଜୀବିତ ହୋଇଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Matthew 28:18

All authority has been given to me

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ପିତା ମୋତେ ସମସ୍ତ ଅଧିକାର ପ୍ରଦତ୍ତ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

in heaven and on earth

ଏଠାରେ “ସ୍ବର୍ଗ” ଓ “ପୃଥିବୀ” ଏକତ୍ର ବ୍ୟବହାର ହୋଇଛି ବୁଝାଇବାକୁ ଯେ ପ୍ରତ୍ୟକ ଓ ସବୁକିଛି ସ୍ବର୍ଗରେ ଓ ପୃଥିବୀରେ ସମସ୍ତ (ଦେଖ: /WA-Catalog/or_tm?section=translate#figs-merism)

Matthew 28:19

of all the nations

ଏଠାରେ “ଜାତି” ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଜାତିର ସମସ୍ତ ଲୋକମାନଙ୍କୁ” (ଦେଖ: /WA-Catalog/or_tm?section=translate#figs-metonymy)

into the name

ଏଠାରେ “ନାମ” ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅଧିକାର ଦ୍ବାରା” (ଦେଖ: /WA-Catalog/or_tm?section=translate#figs-metonymy)

Father ... Son

ଏଗୁଡିକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟନ୍ତି ଯାହା ଯୀଶୁ ଓ ଈଶ୍ବରଙ୍କ ସମ୍ପର୍କକୁ ବର୍ଣ୍ଣନା କରେ (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 28:20

See

ଦେଖ କିମ୍ବା “ଶୁଣ” କିମ୍ବା “ମୁଁ ଯାହା କହିବାକୁ ଯାଉଅଛି ସେ ବିଷୟରେ ଧ୍ୟାନ ଦିଅ”

even to the end of the age

ଏହି ଯୁଗର ଶେଷ ପର୍ଯ୍ୟନ୍ତ କିମ୍ବା “ପୃଥିବୀରେ ଶେଷ ପର୍ଯ୍ୟନ୍ତ”