Matthew 16

ମାଥିଉ ୧୬ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ଖମୀର

ଯୀଶୁ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟରେ ଯେପରି ଭାବେ ଶିକ୍ଷା ଦେଲେ ଯେପରି ସେ ଏକ ରୋଟୀ ଥିଲେ, ଓ ସେ ଲୋକମାନେ ଈଶ୍ବରଙ୍କ ବିଷୟରେ କଅଣ ଶିକ୍ଷା କରିଛନ୍ତି ତାହା କହିଲେ ଯେପରି ସେମାନେ ଖମୀର ଥିଲେ ଯାହା ରୋଟିକୁ ଫୁଲାଇ ଦିଏ ଓ ସେକା ରୋତୀକୁ ସ୍ବାଦିଷ୍ଟ କରେ I ସେ ଫାରୁଶୀ ଓ ସାଦ୍ଦୁକୀମାନଙ୍କର ଶିକ୍ଷା ତାହାଙ୍କ ଶିଷ୍ୟମାନେ ଶୁଣିବା ଚାହୁଁ ନଥିଲେ I ଯେହେତୁ ଯଦି ସେମାନେ ଶୁଣିବେ, ସେମାନେ ଈଶ୍ବର କିଏ ଓ ସେ କିପରି ତାହାଙ୍କ ଲୋକମାନେ ଜୀବନଯାପନ କରିବା ଚାହାନ୍ତି ତାହା ବୁଝିବେ ନାହି I (ଦେଖ: /WA-Catalog/or_tm?section=translate#figs-metaphor)

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଉକ୍ତି

ଉପମା

ଯୀଶୁ ତାହାଙ୍କ ଆଜ୍ଞା ପାଳନ କରିବା ନିମନ୍ତେ ଲୋକମାନଙ୍କୁ ଅଜ୍ଞା କଲେ I ସେ ମଧ୍ୟ ତାହାଙ୍କୁ “ଅନୁଗମନ” କରିବାକୁ କହିଲେ I ଯେପରି ସେ କୌଣସି ଏକ ପଥରେ ଚାଲୁଛନ୍ତି ଓ ସେମାନେ ତାହାଙ୍କ ପଶ୍ଚାତଗମନ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

ଏହି ଅଧ୍ୟାୟରେ ସମ୍ଭାବିତ ଅନୁବାଦ ସମସ୍ୟା

ପ୍ରାକ ତଥ୍ୟ

ମାଥିଉ ୧୫ ଅଧ୍ୟାୟର ୧-୨୦ ମଧ୍ୟରେ ତାହାଙ୍କ ଶିକ୍ଷା ଜାରି ରଖିଛନ୍ତି I ସେହି ଶିକ୍ଷା ୨୧ପଦରେ ଶେଷ ହୋଇଛି ଏଣୁ ମାଥିଉ ପାଠକମାନଙ୍କୁ ସୂଚନା ଦେଇ ପାରିବେ ଯେ ଯୀଶୁ ବାରମ୍ବାର ସେ ତାହାଙ୍କ ଶିଷ୍ୟମାନଙ୍କୁ କହି ଚାଲିଛନ୍ତି ଯେ ସେ ଯିରୁଶାଲମରେ ପହଞ୍ଚିବା ପରେ ଲୋକମାନେ ତାହାଙ୍କୁ ବଧ କରିବେ Iଏଥି ସହିତ ୨୨-୨୭ପଦରେ କଣ ଘଟିଲା ଯେତେବେଳେ ପ୍ରଥମ ଥର ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ ଶିଷ୍ୟମାନଙ୍କୁ କହିଲେ I

ବିରୋଧୋକ୍ତି

ବିରୋଧୋକ୍ତି ଏକ ସତ୍ୟ ଉକ୍ତି ଅଟେ ଯାହା କୌଣସି ଅସମ୍ଭଵ ବିଷୟକୁ ବର୍ଣ୍ଣନା କରିବା ଦେଖାଯାଏ I ଯୀଶୁ ଏକ ବିରୋଧୋକ୍ତି ବ୍ୟବହାର କରନ୍ତି, “ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଛା କରେ ସେ ତାହା ହରାଇବ, ଓ ଯେ ମୋ ନିମନ୍ତେ ଆପଣା ଜୀବନ ହରାଇବ ସେ ତାହା ପାଇବ”([ମାଥିଉ ୧୬:୨୫](../../mat /16/25.md)) I

Matthew 16:1

General Information:

ଏହା ଫାରୁଶୀ, ସାଦ୍ଦୁକୀ ଓ ଯୀଶୁଙ୍କ ମଧ୍ୟରେ ଏକ ବାକଯୁଦ୍ଧର ଆରମ୍ଭ ଅଟେ I

tested him

ଏଠାରେ “ପରୀକ୍ଷା” ନାସ୍ତିକବାଚ୍ୟ ଆକାରରେ ବ୍ୟବହାର ହୋଇଛି I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ଆହ୍ବାନ କଲେ” କିମ୍ବା “ତାହାଙ୍କୁ ଫାନ୍ଦରେ ପକାଇ ବାକୁ ଇଚ୍ଛା କଲେ “

Matthew 16:2

When it is evening

ଏହି ପରିସ୍ଥିତି ଅଧିକ ସ୍ପଷ୍ଟଭାବରେ ଉକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ସଂଧ୍ୟାରେ ଆକାଶ ଲାଲବର୍ଣ ହୋଇଥାଏ” କିମ୍ବା “ଯଦି ଆକାଶ ଲାଲବର୍ଣ ଥାଏ ଯେତେବେଳେ ସୁର୍ଯ୍ୟାସ୍ତ ହୁଏ” (ଦେଖ: /WA-Catalog/or_tm?section=translate#figs-explicit)

When it is evening

ଯେତେବେଳେ ସୁର୍ଯ୍ୟାସ୍ତ ହୁଏ

fair weather

ଏହାର ଅର୍ଥ ସ୍ପଷ୍ଟ, ସୁସ୍ଥିର ଓ ମନୋହର

for the sky is red

ଯେପରି ସୁର୍ଯ୍ୟାସ୍ତ ସମୟରେ, ଯିହୁଦୀମାନେ ଜାଣିଥିଲେ ଯଦି ଆକାଶର ରଂଗ ଲାଲବର୍ଣ ହୋଇଥାଏ, ତା’ପରଦିନ ସ୍ପଷ୍ଟ ଓ ସୁସ୍ଥିର ହେବାର ଚିହ୍ନ ଅଟେ I

Matthew 16:3

Connecting Statement:

ଯୀଶୁ ଫାରୁଶୀ ଓ ସାଦ୍ଦୁକୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

When it is morning

ଏହି ପରିସ୍ଥିତି ଅଧିକ ସ୍ପଷ୍ଟଭାବରେ ଉକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ପ୍ରାତଃକାଳରେ ଆକାଶର ରଂଗ ଲାଲବର୍ଣ ହୋଇଥାଏ” କିମ୍ବା “ସୁର୍ଯ୍ୟ ଉଦୟ ସମୟରେ ଯଦି ଆକାଶ ଲାଲବର୍ଣ ଥାଏ” (ଦେଖ: /WA-Catalog/or_tm?section=translate#figs-explicit)

foul weather

ମେଘୁଆ, ଝଡ ପାଗ

red and overcast

ଲାଲବର୍ଣ ଓ ମେଘୁଆ

You know how to interpret the appearance of the sky

ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦା ଭେଦ ଜାଣି ପାରୁଅଛ ଯେ ପାଗ କିପରି ରହିବ

but you cannot interpret the signs of the times

କିନ୍ତୁ ତୁମେ ବର୍ତ୍ତମାନ କାଳର ଲକ୍ଷଣ ଯାହାସବୁ ଘଟିବ ତାହା ବୁଝି ପାରୁ ନାହଁ

Matthew 16:4

An evil and adulterous generation seeks for a sign ... given to it

ଯୀଶୁ ବର୍ତ୍ତମାନର ପୁରୁଷକୁ କଥା କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଅଟ ଯେଉଁମାନେ ମୋଠାରୁ ଚିହ୍ନ ଅନ୍ବେଷଣ କରନ୍ତି …ତୁମ୍ଭମାନଙ୍କୁ ଦିଆ ଯାଇଅଛି” ଦେଖ ତୁମେ ଏହାକୁ ମାଥିଉ ୧୨:୩୯ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#figs-123person)

An evil and adulterous generation

ଏଠାରେ “ବ୍ୟଭିଚାରୀ ବଂଶ” ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ଈଶ୍ବରଙ୍କ ନିକଟରେ ବିଶ୍ବସ୍ତ ନଥିଲେ I ଦେଖ ତୁମେ ଏହାକୁ ମାଥିଉ ୧୨:୩୯ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଏକ ଅବିଶ୍ବାସୀ ବଂଶ” କିମ୍ବା “ଅଧାର୍ମିକ ବଂଶ” (ଦେଖ: /WA-Catalog/or_tm?section=translate#figs-metaphor)

no sign will be given to it

ଯୀଶୁ ଆଉ କୌଣସି ଚିହ୍ନ ଦେବେ ନାହିଁ କାରଣ, ଯଦିଓ ସେ ଅନେକ ଶକ୍ତିର କାର୍ଯ୍ୟ କରି ସାରିଲେଣି, ସେମାନେ ବିଶ୍ବାସ କଲେ ନାହିଁ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଉକ୍ତି କୁହାଯାଇପାରିବ I ଦେଖ ତୁମେ ଏହାକୁ ମାଥିଉ ୧୨:୩୯ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ମୁଁ ଆଉ ଚିହ୍ନ ଦେବି ନାହିଁ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ଆଉ ଚିହ୍ନ ଦେବେ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

except the sign of Jonah

ମାତ୍ର ଈଶ୍ବର ଯୁନସ ଭାବବାଦୀଙ୍କୁ ଦେଉଥିବା ଚିହ୍ନ ବ୍ୟତିତ I ଦେଖ ତୁମେ ଏହାକୁ ମାଥିଉ ୧୨:୩୯ରେ କିପରି ଅନୁବାଦ କରିଅଚ୍ଛ I

Matthew 16:5

Connecting Statement:

ଏଠାରୁ ଦୃଶ୍ବ ପରବର୍ତ୍ତୀ ସମୟକୁ ପରିବର୍ତ୍ତିତ ହୁଏ I ଯୀଶୁ ଫାରୁଶୀ ଓ ସାଦ୍ଦୁକୀମାନଙ୍କ ବିଷୟରେ ଶିଷ୍ୟମାନଙ୍କୁ ସାବଧାନ କରିବା ନିମନ୍ତେ ସୁଯୋଗର ସଦାବ୍ୟବହାର କରନ୍ତି I

the other side

ତୁମେ ସୂଚନା ବୁଝିବା ନିମନ୍ତେ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ହ୍ରଦର ଆରପାରିରେ” କିମ୍ବା “ଗାଲିଲି ସମୁଦ୍ରର ଆରପାରିରେ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 16:6

the yeast of the Pharisees and Sadducees

ଏଠାରେ “ଖମୀର” ଏକ ରୁପକ ଅଟେ ଯାହା ମନ୍ଦ ଭାବନା ଓ ଭଣ୍ଡଶିକ୍ଷାକୁ ବୁଝାଏ I ଏଠାରେ “ଖମୀର” ଅନୁବାଦ କର ଓ କିନ୍ତୁ ତୁମ ଅନୁବାଦରେ ଏହାର ଅର୍ଥକୁ ବର୍ଣ୍ଣନା କରନାହିଁ I ଏହାର ଅର୍ଥ ୧୬:୧୨ରେ ସ୍ପଷ୍ଟ ହୋଇଯିବ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 16:7

reasoned among themselves

ପରସ୍ପର ସହିତ ଆଲୋଚନା କଲେ କିମ୍ଵୀ “ଏ ବିଷୟରେ ଚିନ୍ତା କଲେ”

Matthew 16:8

You of little faith

ହେ ଅଳ୍ପବିଶ୍ବାସୀମାନେ I ଯୀଶୁ ଏହିପରି ଭାବରେ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ଭୋଧନ କରି କହିଲେ କାରଣ ସେମାନଙ୍କର ଚିନ୍ତାଧାରା ଖାଦ୍ୟ ଆଣି ନଥିବା ହେତୁ ନୁହେଁ ବରଂ ଯୀଶୁ ଯେ ଯୋଗାଇବେ ଏହା ଉପରେ ସେମାନଙ୍କର ବିଶ୍ବାସ ଅଳ୍ପ ଥିଲା I ଦେଖ ତୁମେ ଏହାକୁ ମାଥିଉ ୬:୩୦ରେ କିପରି ଅନୁବାଦ କରିଅଚ୍ଛ I

why do you reason ... taken no bread?

ସେ ବର୍ତ୍ତମାନ ଯାହା କହିଲେ ଶିଷ୍ୟମାନେ ନବୁଝି ପାରିବାରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁ ଦୁଃଖ କଲି ଯେ ତୁମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି କାହିଁକି ପରସ୍ପର (ଫାରୁଶୀ ଓ ସାଦ୍ଦୁକୀମାନଙ୍କ ପରି) ତର୍କ ବିତର୍କ କରୁଅଛ I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 16:9

Connecting Statement:

ଫାରୁଶୀ ଓ ସାଦ୍ଦୁକୀମାନଙ୍କ ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ସାବଧାନ କରିବା ଜାରି ରଖିଛନ୍ତି I

Do you not yet perceive or remember ... you gathered up?

ଯୀଶୁ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବାହର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ତୁମେମାନେ ସ୍ମରଣ କର ... ତୁମେ ଏକାଠି କରିଥିଲ !” (ଦେଖ: /WA-Catalog/or_tm?section=translate#figs-rquestion)

five thousand

୫,୦୦୦ (ଦେଖ: /WA-Catalog/or_tm?section=translate#translate-numbers)

Matthew 16:10

four thousand

୪,୦୦୦ (ଦେଖ: /WA-Catalog/or_tm?section=translate#translate-numbers)

Or the seven loaves ... you took up?

ତୁମ୍ଭମାନଙ୍କର କଅଣ ମନେ ନାହିଁ ସାତଟି ରୋଟୀ … କେତେ ବେତା ଗୋଟାଇଲ ? ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ତୁମ୍ଭେ ମାନେ ସାତଟି ରୋଟୀ ମନେ ରଖିଥିବ … ତୁମ୍ଭେମାନେ ଗୋଟାଇଲ !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 16:11

Connecting Statement:

ଫାରୁଶୀ ଓ ସାଦ୍ଦୁକୀମାନଙ୍କ ବିଷୟରେ ଶିଷ୍ୟମାନଙ୍କୁ ଚେତନା ଦେବା ଯୀଶୁ ଜାରି ରଖିଲେI

How is it that you do not understand that I was not speaking to you about bread?

ଯୀଶୁ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଯେ ପ୍ରକୃତରେ ତୁମ୍ଭମାନଙ୍କୁ ରୋଟୀ ବିଷୟରେ କହି ନଥିଲି, ଏହା କି ତୁମ୍ଭେମାନେ ବୁଝୁ ନାହଁ” (ଦେଖ: /WA-Catalog/or_tm?section=translate#figs-rquestion)

the yeast of the Pharisees and Sadducees

ଏଠାରେ “ଖମୀର” ମନ୍ଦ ଭାବନା ଓ ଭଣ୍ଡ ଶିକ୍ଷା ବିଷୟରେ ଉପସ୍ଥାପନା କରେ I ତୁମ ଅନୁବାଦରେ “ଖମୀର”ଭାବେ ବ୍ୟାଖ୍ୟା କର ଓ କିନ୍ତୁ ଏହାର ଅର୍ଥକୁ ବର୍ଣ୍ଣନା କରନାହିଁ I ୧୬:୧୨ରେ ଶିଷ୍ୟମାନେ ଏହାର ଅର୍ଥ ବୁଝି ପାରିବେ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 16:12

they ... them

ସେଗୁଡିକ ଶିଷ୍ୟ ମାନଙ୍କୁ ବୁଝାଏ I

Matthew 16:13

Connecting Statement:

ଏଠାରେ ପରବର୍ତ୍ତୀ ସମୟକୁ ଦୃଶ୍ୟ ପରିବର୍ତ୍ତନ ହୁଏ I ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପଚାରିଲେ ଯଦି ସେମାନେ ଯୀଶୁ ଯିଏ ବୁଝିଛନ୍ତି I

Now

ଏହି ଶବ୍ଦଗୁଡିକ ମୁଖ୍ୟ ବିବରଣୀରେ ବିରତି ରହିବାକୁ କିମ୍ବା ନୁତନ ବ୍ୟକ୍ତିର ପରିଚୟ ଦେବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀର ନୁତନ ଭାଗ କହିବା ଆରମ୍ଭ କରନ୍ତି I

the Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Matthew 16:16

the Son of the living God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ପ୍ରଦର୍ଶନ କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the living God

ଏଠାରେ “ଜୀବିତ” ଇସ୍ରାଏଲର ଈଶ୍ବରଙ୍କ ସହିତ ସମସ୍ତ ମିଥ୍ୟ ଦେବତାଗଣ ଓ ପ୍ରତିମାଗଣକୁ ବିରୋଧ କରେ ଯାହା ଲୋକମାନେ ଉପାସନା କରୁଥିଲେ I କେବଳ ଇସ୍ରାଏଲର ଈଶ୍ବର ଜୀବିତ ଓ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି I

Matthew 16:17

Simon Bar Jonah

ଯୁନସଙ୍କର ପୁତ୍ର ଶିମୋନ (ଦେଖ: /WA-Catalog/or_tm?section=translate#translate-names)

flesh and blood have not revealed

ଏଠାରେ “ମାଂସ ଓ ରକ୍ତ” ମନୁଷ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ” (ଦେଖ: /WA-Catalog/or_tm?section=translate#figs-synecdoche)

this to you

ଏଠାରେ “ଏହା” ପିତରଙ୍କ ଉକ୍ତିକୁ ବୁଝାଏ ଯେ ଯୀଶୁ ଖ୍ରୀଷ୍ଟ ଓ ଜୀବିତ ଈଶ୍ବରଙ୍କ ପୁତ୍ର ଅଟନ୍ତି I

but my Father who is in heaven

ଏଠାରେ ବୁଝିଥିବା ତଥ୍ୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦ: “ବରଂ ମୋହର ସ୍ବର୍ଗସ୍ଥ ପିତା ଯେ ତୁମଠାରେ ଏହା ପ୍ରକାଶ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 16:18

I also say to you

ଏହା ଯୀଶୁଙ୍କ ପରବର୍ତ୍ତୀ କଣ କହିବେ ତାହାର ଗୁରୁତ୍ବାରୋପ କରେ I

you are Peter

ପିତର ନାମର ଅର୍ଥ “ପଥର” (ଦେଖ: /WA-Catalog/or_tm?section=translate#figs-explicit)

upon this rock I will build my church

ଏଠାରେ ଲୋକମାନଙ୍କୁ ଏକତ୍ରିତ କରିବା ନିମନ୍ତେ “ମୋହର ମଣ୍ଡଳୀ ତୋଳିବି” ଏକ ରୁପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିଶ୍ବାସ କରିଛନ୍ତି I ସାମ୍ଭାବିତ ଅର୍ଥଗୁଡିକ ୧) “ଏହି ପଥର” ପିତରଙ୍କୁ ବୁଝାଏ, କିମ୍ବା ୨) “ଏହି ପଥର” ପିତର ମାଥିଉ୧୬:୧୬ରେ ଯେଉଁ ସତ୍ୟତା ସ୍ବୀକାର କଲେ ତାହାକୁ ଉପସ୍ଥାପନା କରେ I (ଦେଖ: /WA-Catalog/or_tm?section=translate#figs-metaphor)

The gates of Hades will not prevail against it

ଏଠାରେ “ନର୍କ” ବିଷୟରେ କୁହାଯାଇଛି ଯେପରି ଏହା ଏକ ସହର ଯାହାର କାନ୍ଥ ସହିତ ଦ୍ବାର ଅଛି ଯେଉଁଠି ମୃତ ଲୋକମାନଙ୍କୁ ଭିତରେ ଓ ଅନ୍ୟ ଲୋକମାନଙ୍କୁ ବାହାରେ ରଖାଯାଏ I ଏଠାରେ “ନର୍କ” ମୃତ୍ୟୁକୁ ବୁଝାଏ, ଓ ଏହାର “ଦ୍ବାର” ଶକ୍ତିକୁ ବୁଝାଏ I ସାମ୍ଭାବିତ ଅର୍ଥଗୁଡିକ ୧)”ମୃତ୍ୟୁର ବଳ ମୋହର ମଣ୍ଡଳୀକୁ ପରାଜୟ କରିପାରିବ ନାହିଁ” କିମ୍ବା ୨) “ମୋହର ମଣ୍ଡଳୀ ମୃତ୍ୟୁର ବଳକୁ ଭାଙ୍ଗିବ ଯେପରି ଜଣେ ସୈନିକ ଦଳ ଏକ ସହରକୁ ଭାଙ୍ଗନ୍ତି I” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-metonymy)

Matthew 16:19

I will give to you

ଏଠାରେ “ତୁମ୍ଭେ” ଏକ ବଚନ ଅଟେ ଓ ପିତରଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

the keys of the kingdom of heaven

କଞ୍ଚି ଉପାଦାନ ଅଟନ୍ତି ଯାହା ଦ୍ବାର ବନ୍ଦ କିମ୍ବା ଖୋଲିବା ନିମନ୍ତେ ବ୍ୟବହାର ହୋଇଥାଏ I ଏଠାରେ ସେମାନେ ଅଧିକାରକୁ ଉପସ୍ଥାପନା କରେ I (ଦେଖ: /WA-Catalog/or_tm?section=translate#figs-metaphor)

the kingdom of heaven

ଏହା ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହୃତ ହୁଏ I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I (ଦେଖ: /WA-Catalog/or_tm?section=translate#figs-metonymy)

Whatever you shall bind on earth shall be bound in heaven, and whatever you shall loose on earth shall be loosed in heaven

ଏଠାରେ “ବାନ୍ଧିବା” ଏକ ରୁପକ ଅଟେ ଯାହର ଅର୍ଥ କୌଣସି ବିଷୟକୁ ମନା କରିବା, ଓ “ଖୋଲିବା” ଏକ ରୁପକ ଅଟେ ଯାହାର ଅର୍ଥ କିଛି ବିଷୟକୁ ଅନୁମତି ଦେବା I ମଧ୍ୟ, “ସ୍ବର୍ଗରେ” ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା ଈଶ୍ବରଙ୍କୁ ଉପସ୍ଥାପନା କରେ I ଅନ୍ୟ ଏକ ଅନୁବାଦରେ: “ତୁମେ ଯାହା କିଛି ବନ୍ଦ କରିବ କିମ୍ବା ପୃଥିବୀରେ ଖୋଲିବ ତାହା ସ୍ବର୍ଗସ୍ଥ ପିତା ସ୍ବୀକାର କରିବେ I (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-metonymy)

Matthew 16:21

Connecting Statement:

ପ୍ରଥମ ଥର ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହୁଛନ୍ତି ଯେ ସେ ଶୀଘ୍ର ମୃତ୍ୟୁବରଣ କରିବେ I

suffer many things at the hand of the elders and chief priests and scribes

ଏଠାରେ “ହସ୍ତ” ଶକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ଯେଉଁଠାରେ “ପ୍ରାଚୀନମାନେ, ପ୍ରଧାନ ଯାଜକଗଣ, ଓ ଶାସ୍ତ୍ରୀମାନଙ୍କ ହସ୍ତରେ ତାହାଙ୍କ ଦୁଖଭୋଗର କାରଣ ହେବେ” (ଦେଖ: /WA-Catalog/or_tm?section=translate#figs-metonymy)

scribes, be killed, and be raised back to life on the third day

ଏଠାରେ ଉଥିତ ହୋଇ ଜୀବନକୁ ଫେରିବା ରୁଢି ଅଟେ ଯାହାର ଅର୍ଥ ଜଣେ ମୃତ୍ୟୁରୁ ପୁନର୍ବାର ଜୀବନ ପାଇବା I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ପ୍ରାଚୀନମାନେ ଓ ପ୍ରଧାନ ଯାଜକଗଣ ଯୀଶୁଙ୍କୁ ଦୋଷାରୋପ କରିବେ ଯେପରି ଅନ୍ୟମାନେ ତାହାଙ୍କୁ ବଧ କରିବେ I ଅନ୍ୟ ଏକ ଅନୁବାଦରେ: “ ଶାସ୍ତ୍ରୀମାନେ I ଲୋକମାନେ ତାହାଙ୍କୁ ବଧ କରିବେ, ଓ ତୃତୀୟ ଦିବସରେ ଈଶ୍ବର ତାହାଙ୍କୁ ମୃତ୍ୟୁରୁ ଉଥିତ କରି ପୁନର୍ବାର ଜୀବନ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)

third day

ତୃତୀୟ “ତିନି”ର କ୍ରମସୁଚକ ସଂଖ୍ୟା ଅଟେ I (ଦେଖ: /WA-Catalog/or_tm?section=translate#translate-ordinal)

Matthew 16:22

Then Peter took him aside

ପ୍ରଥମ ଥର ଯୀଶୁ ସେମାନଙ୍କୁ କହନ୍ତି ଯେ ଅବଶ୍ୟ ମୃତ୍ୟୁଭୋଗ କରିବେ (୨୬ପଦ) I ଏହି ପ୍ରଥମ ଥର ବାଦେ ସେ ସେମାନଙ୍କୁ ସମାନ ବିଷୟ ଅନେକ ଥର କହିବେ I ପ୍ରଥମ ଥର ଶୁଣିବା ପରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନି ଯାଆନ୍ତି I (ଦେଖ: /WA-Catalog/or_tm?section=translate#writing-background)

Peter took him aside

ପିତର ଯୀଶୁଙ୍କୁ କହିଲେ ଯେପରି ଅନ୍ୟକେହି ସେମାନଙ୍କୁ ଶୁଣି ପାରିବେ ନାହିଁ

May this be far from you

ଏହା ଏକ ରୁଢି ଅଟେ ଯାହାର ଅର୍ଥ “ଏହା କେବେ ହେଁ ନ ଘଟୁ I” ଅନ୍ୟ ଏକ ଅନୁବାଦରେ: “ନାଁ” କିମ୍ବା “କେବେ ହେଁ ନୁହେଁ” କିମ୍ବା “ଈଶ୍ବର ଏପରି ନଘଟାନ୍ତୁ” (ଦେଖ: /WA-Catalog/or_tm?section=translate#figs-idiom)

Matthew 16:23

Get behind me, Satan! You are a stumbling block to me

ଯୀଶୁ ଭାବିଲେ ଯେ ପିତର ଶୟତାନ ପରି କାର୍ଯ୍ୟ କରୁଛି କାରଣ ଯେଉଁ କାର୍ଯ୍ୟ ସମାପନ କରିବା ପାଇଁ ଈଶ୍ବର ତାହାଙ୍କୁ ପ୍ରେରଣ କରିଛନ୍ତି ସେହି କାର୍ଯ୍ୟକୁ ପିତର ଯୀଶୁଙ୍କୁ ନିବାରଣ କରିବାକୁ ଚେଷ୍ଟା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୋ ଆଗରୁ ଦୁର ହୁଅ, ଯେହେତୁ ତୁମେ ଶୟତାନ ପରି କାର୍ଯ୍ୟ କରୁଅଛ ! ତୁମ୍ଭେ ମୋର ବିଘ୍ନ ସ୍ବରୁପ” କିମ୍ବା “ମୋ ଆଗରୁ ଦୁର ହୁଅ, ଶୟତାନ ! ମୁଁ ତୁମକୁ ଶୟତାନ କହିଲି ଯେହେତୁ ତୁମ୍ଭେ ମୋର ବିଘ୍ନର କାରଣ ହେଉଅଛ” (ଦେଖ: /WA-Catalog/or_tm?section=translate#figs-metaphor)

Get behind me

ମୋ ଠାରୁ ଦୁର ହୁଅ

Matthew 16:24

follow me

ଏଠାରେ ଯୀଶୁଙ୍କୁ ଅନୁଗମନ କରିବା ଅର୍ଥ ଜଣେ ତାହାଙ୍କର ଶିଷ୍ୟ ହେବା I ଅନ୍ୟ ଏକ ଅନୁବାଦରେ: “ମୋର ଶିଷ୍ୟ ହୁଅ” କିମ୍ବା “ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ହୁଅ” (ଦେଖ: /WA-Catalog/or_tm?section=translate#figs-metaphor)

must deny himself

ସେ ନିଜର ସ୍ବାର୍ଥକୁ ପ୍ରାଧାନ୍ୟ ଦେବ ନାହିଁ କିମ୍ବା “ସେ ନିଜକୁ ଅସ୍ବିକାର କରୁ”

take up his cross, and follow me

ତାହାର କୃଶ ଘେନି, ଓ ମୋର ଅନୁଗମନ କରୁ I କ୍ରୁଶ ଦୁଖଭୋଗ ଓ ମୃତ୍ୟୁକୁ ଉପସ୍ଥାପନା କରେ I କ୍ରୁଶ ଘେନ ଦୁଖଭୋଗ ଓ ମୃତ୍ୟୁ ପାଇଁ ଇଚ୍ଛା କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏବଂ ସେ ମୋର ଆଜ୍ଞା ଏପରିକି ଦୁଖଭୋଗ କିମ୍ବା ମୃତ୍ୟୁ ସନ୍ନିକଟ ହେଲେ ସୁଦ୍ଧା ପାଳନ କରିବା ଉଚିତ” (ଦେଖ: /WA-Catalog/or_tm?section=translate#figs-metonymy)

and follow me

ଯୀଶୁଙ୍କୁ ଅନୁଗମନ କରିବା ଏଠାରେ ତାଙ୍କର ଆଜ୍ଞାବହ ହେବାକୁ ଉପସ୍ଥାପନା କରେ I ଅନ୍ୟ ଏକ ଅନୁବାଦରେ: “ଓ ମୋର ଆଜ୍ଞା ପାଳନ କର” (ଦେଖ: /WA-Catalog/or_tm?section=translate#figs-metaphor)

Matthew 16:25

For whoever wants

କାରଣ ଯେ ଇଛାକରେ

will lose it

ଏହାର ଅର୍ଥ ନୁହେ ଯେ ଜଣେ ବ୍ୟକ୍ତି ନିଶ୍ଚୟ ମରିବ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତି ନିଜର ଜୀବନଠାରୁ ଯୀଶୁଙ୍କର ଆଜ୍ଞା ପାଳନକୁ ଅଧିକ ପ୍ରାଧାନ୍ୟ ଦେବା ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

for my sake

କାରଣ ଯେ ମୋତେ ଭରଷା କରେ କିମ୍ବା “ମୋର ଉତ୍ତରଦାୟୀ” ବା “ମୋ ନିମନ୍ତେ”

will find it

ଏହି ରୁପକର ଅର୍ଥ ବ୍ୟକ୍ତି ଜଣକ ଈଶ୍ବରଙ୍କଠାରେ ଆତ୍ମିକ ଜୀବନ ଅନୁଭୁତି କରିବ I ଅନ୍ୟ ଏକ ଅନୁବାଦରେ: “ପ୍ରକୃତ ଜୀବନ ପାଇବ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 16:26

For what does it profit a person ... his life?

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏଥିରେ ଜଣେ ବ୍ୟକ୍ତିର ଲାଭ ହୁଏନାହିଁ …ତାହାର ଜୀବନ” (ଦେଖ: /WA-Catalog/or_tm?section=translate#figs-rquestion)

if he gains the whole world

“ସମସ୍ତ ଜଗତ” ଧନୀ ହେବା ନିମନ୍ତେ ଏକ ଅତିରଞ୍ଜିତ ଶବ୍ଦଗୁଡିକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯଦି ସେ ଯାହା ଇଚ୍ଛା କରେ ସମସ୍ତ ଲାଭ କରେ” (ଦେଖ: /WA-Catalog/or_tm?section=translate#figs-hyperbole)

but forfeits his life

କିନ୍ତୁ ତାହାର ଜୀବନ ହରାଏ

What can a person give in exchange for his life?

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇପାରିବ I (ଦେଖ: /WA-Catalog/or_tm?section=translate#figs-rquestion)

Matthew 16:27

the Son of Man ... his Father ... Then he

ଏଠାରେ ଯୀଶୁ ତୃତୀୟ ବଚନରେ ଆପଣାକୁ ଦର୍ଶାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ ମୁଁ, ମନୁଷ୍ୟ ପୁତ୍ର… ମୋହର ପିତା …ତାପରେ ମୁଁ “ (ଦେଖ: /WA-Catalog/or_tm?section=translate#figs-123person)

will come in the glory of his Father

ଆଗମନ କରିବେ, ତାହାଙ୍କ ପିତାଙ୍କ ମହିମାରେ

with his angels

ଓ ତାହାଙ୍କ ସହିତ ଦୁତମାନେ ରହିବେ I ଯଦି ତୁମେ ଯୀଶୁ କହୁଥିବା ବାକ୍ୟର ପ୍ରଥମ ଭାଗକୁ ପ୍ରଥମ ପୁରୁଷରେ ଅନୁବାଦ କର, ତୁମେ ଏହାକୁ “ମୋହର ପିତାଙ୍କର ଦୁତମାନେ ମୋ ସହିତ ଥିବେ” ଅନୁବାଦ କରିପାରିବ I” (ଦେଖ: /WA-Catalog/or_tm?section=translate#figs-123person)

his Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ମନୁଷ୍ୟପୁତ୍ର, ଯୀଶୁଙ୍କ ସହିତ ଈଶ୍ବରଙ୍କ ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

according to what he has done

ପ୍ରତ୍ୟକ ଲୋକର କର୍ମ ଅନୁସାରେ

Matthew 16:28

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ପରବର୍ତ୍ତୀ କଅଣ କହନ୍ତି ତାହାର ଗୁରୁତ୍ବ ଦିଏ I

you

ଏହି ସମସ୍ତ ଶବ୍ଦର ବ୍ୟବହାର ବହୁବଚନ ଅଟେ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

will not taste death

ଏଠାରେ “ଆସ୍ବାଦନ” ଅର୍ଥ ଅନୁଭୁବ କରିବା I ଅନ୍ୟ ଏକ ଅନୁବାଦରେ: “ କୌଣସି ପ୍ରକାର ମୃତ୍ୟୁର ଆସ୍ବାଦନ କରିବ ନାହି” କିମ୍ବା “ମୃତ୍ୟୁଭୋଗ କରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-idiom)

until they see the Son of Man coming in his kingdom

ଏଠାରେ “ଆପଣା ରାଜ୍ୟରେ” ତାହାଙ୍କୁ ରାଜା ଭାବରେ ଉପସ୍ଥାପନା କରେ I ଅନ୍ୟ ଏକ ଅନୁବାଦରେ: “ପୁଣି ସେମାନେ ମନୁଷ୍ୟପୁତ୍ରଙ୍କୁ ରାଜାଭାବରେ ଅଗମନ କରିବା ନଦେଖିବା ପର୍ଯନ୍ତ” କିମ୍ବା “ସେମାନେ ମନୁଷ୍ୟପୁତ୍ରଙ୍କୁ ରାଜାଭାବେ ଯେପର୍ଯ୍ୟନ୍ତ ପ୍ରମାଣ ଦେଖିବେ” (ଦେଖ: /WA-Catalog/or_tm?section=translate#figs-metonymy)