Matthew 14

ମାଥିଉ ୧୪ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

୧ ଓ ୨ପଦ ୧୩ ଅଧ୍ୟାୟରୁ ବିବରଣୀକୁ ଜାରି ରଖିଅଛି I ୩-୧୨ପଦ ବିବରଣୀ ବନ୍ଦ କରି ଅନ୍ୟ ବିଷୟ କହେ ଯାହା ପୂର୍ବରୁ ଘଟି ଥିଲା, ସମ୍ଭବତଃ ଶୟତାନ ଯୀଶୁଙ୍କୁ ପରୀକ୍ଷ କରିବା ପରେ (ଦେଖ ମାଥିଉ ୪:୧୨) I ୧୩ପଦ ୨ପଦଠାରୁ ବିବରଣୀକୁ ଜାରି ରଖିଅଛି I ୩-୧୨ପଦରେ ଶବ୍ଦଗୁଡିକ ପାଠକମାନଙ୍କୁ ନିଶ୍ଚିତ ହେବା ନିମନ୍ତେ କହେ ଯେ ମାଥିଉ ପୂର୍ବ ବିବରଣୀକୁ ଜାରି ରଖିବା ପୂର୍ବରୁ ତାହାଙ୍କ ନୁତନ ବିବରଣୀର ସୂଚନା ଦେବା ବନ୍ଦ କଲେ I (ଦେଖ: /WA-Catalog/or_tm?section=translate#writing-background)

ଏହି ଅଧ୍ୟାୟରେ ସମ୍ଭାବିତ ଅନୁବାଦ ସମସ୍ୟା

ପରୋକ୍ଷ ବାଚ୍ୟ

ଏହି ଅଧ୍ୟାୟରେ ଅଧିକାଂଶ ପଦଗୁଡିକ ପ୍ରକାଶ କରନ୍ତି ଯେ ଜଣେ ବ୍ୟକ୍ତିଙ୍କର କିଛି ନକହିବା ପୂର୍ବରୁ ଘଟଣା ଘଟିଥିଲା I ଉଦାହରଣ ସ୍ବରୁପ, ଲେଖକ ପ୍ରକାଶ କରି ନାହାନ୍ତି କିଏ ଯୋହନଙ୍କ ମୁଣ୍ଡକୁ ହେରୋଦଙ୍କ ଝିଅକୁ ଦେଲା (ମାଥିଉ ୧୪:୧୧) I ତୁମେ ହୁଏତ ବାକ୍ୟକୁ ଅନୁବାଦ କରିପାରିବ ଯେପରି ଏହା ପାଠକମାନଙ୍କୁ ପ୍ରକାଶ କରିପାରିବ ଯେ କିଏ ଏହି କାର୍ଯ୍ୟ କରିଥିଲେ I (ଦେଖ: /WA-Catalog/or_tm?section=translate#figs-activepassive)

Matthew 14:1

General Information:

ଏହି ପଦଗୁଡିକ ହେରୋଦଙ୍କ ପ୍ରତିକ୍ରିୟାକୁ ପ୍ରକାଶ କରେ ଯେତେବେଳେ ସେ ଯୀଶୁଙ୍କ ବିଷୟରେ ଶୁଣିଲେ I ଏହି ଘଟଣାର କିଛିସମୟ ପରେ ଘଟଣାର ବର୍ଣ୍ଣନାତ୍ମକ ଅନୁକରଣ କରେ I (ଦେଖ: /WA-Catalog/or_tm?section=translate#figs-events)

About that time

ସେହି ସମୟରେ କିମ୍ବା “ଯେଉଁ ସମୟରେ ଯୀଶୁ ଗାଲିଲିରେ ସେବାକାର୍ଯ୍ୟ କରୁଥିଲେ”

heard the news about Jesus

ଯୀଶୁଙ୍କ ବିଷୟରେ ଶୁଣିଲେ କିମ୍ବା “ଯୀଶୁଙ୍କ ସମ୍ବନ୍ଧୀୟ ସମାଚାର ଶୁଣିଲେ”

Matthew 14:2

He said

ହେରୋଦ କହିଲେ

has risen from the dead

“ମୃତମାନଙ୍କ ମଧ୍ୟରୁ” ଶବ୍ଦ ପାତାଳରେ ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ କୁହେ I ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତିର ଅର୍ଥ ପୁନର୍ବାର ଜୀବିତ ହେବା I

Therefore these powers are at work in him

ସେହି ସମୟରେ କେତେକ ଯିହୁଦୀ ବିଶ୍ବାସ କରୁଥିଲେ ଯଦି ଜଣେ ବ୍ୟକ୍ତି ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି ସେ ସମସ୍ତ ଶକ୍ତିର କାର୍ଯ୍ୟ କରିବା ନିମନ୍ତେ କ୍ଷମତା ପ୍ରାପ୍ତ ଅଟନ୍ତି I

Matthew 14:3

General Information:

ମାଥିଉ ଦେଖାଇବା ନିମନ୍ତେ ବାପ୍ତିଜକ ଯୋହନଙ୍କ ମୃତ୍ୟୁର କାହାଣୀକୁ ପୁନରାବୃତ୍ତି କରୁଛନ୍ତି ଯେ କାହିଁକି ହେରୋଦ ପ୍ରତିକ୍ରିୟା କଲେ ଯେତେବେଳେ ସେ ଯୀଶୁଙ୍କ ବିଷୟରେ ଶୁଣିଲେ I

ଏଠାରେ ଲେଖକ ପ୍ରକାଶ କରନ୍ତି ଯେ କିପରି ହେରୋଦ ବାପ୍ତିଜକ ଯୋହନଙ୍କୁ ବଧ କରିଥିଲେ I ଏହି ଘଟଣା ଏହି ପଦର ପୂର୍ବରୁ ଘଟି ଯାଇଅଛି I (ଦେଖ: /WA-Catalog/or_tm?section=translate#figs-events)

Herod had arrested John, bound him, and put him in prison

ଏହା ପ୍ରକାଶ କରେ ଯେ ହେରୋଦ ଏପରି କାର୍ଯ୍ୟ କଲେ ଯେହେତୁ ସେ ଅନ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ କରିବା ପାଇଁ ଆଦେଶ ଦେଲେ I ଅନ୍ୟ ଏକ ଅନୁବାଦରେ: “ହେରୋଦ ଆପଣା ଦାସମାନଙ୍କୁ ବାପ୍ତିଜକ ଯୋହନଙ୍କୁ ବନ୍ଦୀ କରି କାରାଗାରରେ ନିକ୍ଷେପ କରିବା ନିମନ୍ତେ ଆଦେଶ ଦେଲେ” (ଦେଖ: /WA-Catalog/or_tm?section=translate#figs-metonymy)

Philip's wife

ଫିଲିପ୍ ହେରୋଦଙ୍କ ଭାଇ ଥିଲେ I ହେରୋଦ ଆପଣା ଭାଇର ସ୍ତ୍ରୀକୁ ନିଜ ସ୍ତ୍ରୀକରି ରଖିଲେ I (ଦେଖ: /WA-Catalog/or_tm?section=translate#translate-names)

Matthew 14:4

For John ... as your wife

ଯଦି ଆବଶ୍ୟକ ହୁଏ, ତୁମେ ୧୪:୩-୪ରେ ଘଟଣାଗୁଡିକ କ୍ରମାନ୍ବୟରେ ଉପସ୍ଥାପନା କର, ଯେପରି UST କରିଅଛି (ଦେଖ: /WA-Catalog/or_tm?section=translate#figs-events)

For John had said to him, ""It is not lawful for you to have her as your wife.

ଏହା ପରୋକ୍ଷ ଉକ୍ତିରେ ପ୍ରକାଶ କରାଯାଇପାରିବ, ଯଦି ଆବଶ୍ୟକ ହୁଏ I ଅନ୍ୟ ଏକ ଅନୁବାଦରେ: “କାରଣ ଯୋହନ ହେରୋଦଙ୍କୁ କହୁଥିଲେ ଯେ ହେରୋଦିଆଙ୍କୁ ସ୍ତ୍ରୀକରି ରଖିବା ହେରୋଦଙ୍କ ପକ୍ଷରେ ବିଧିସଂଗତ ନୁହେଁ I” (ଦେଖ: /WA-Catalog/or_tm?section=translate#figs-quotations)

For John had said to him

କାରଣ ଯୋହନ ହେରୋଦଙ୍କୁ ବାରମ୍ବାର କହୁଥିଲେ

It is not lawful

ଫିଲିପ ଏପର୍ଯ୍ୟନ୍ତ ଜୀବିତ ଥିଲେ ଯେତେବେଳେ ହେରୋଦ ହେରୋଦିଆଙ୍କୁ ବିବାହ କଲେ I (ଦେଖ: /WA-Catalog/or_tm?section=translate#figs-explicit)

Matthew 14:5

he feared

ହେରୋଦ ଭୟ କରୁଥିଲେ

they regarded him

ସେମାନେ ଯୋହନଙ୍କୁ ସମ୍ମାନ ଦେଉଥିଲେ

Matthew 14:6

in the midst

ତୁମେ ବହିର୍ଭୁତ ତଥ୍ୟକୁ ଅନ୍ତର୍ହିତ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅତିଥିମାନଙ୍କ ଗହଣରେ ହେରୋଦଙ୍କ ଜନ୍ମ ଦିବସ ପାଳନ ହେଉଥିଲା” (ଦେଖ: /WA-Catalog/or_tm?section=translate#figs-explicit)

Matthew 14:8

After being instructed by her mother

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଆପଣା ମାଆର ଶିକ୍ଷାରେ ପଡି” (ଦେଖ: /WA-Catalog/or_tm?section=translate#figs-activepassive)

instructed

ଶପଥ କଲେ କିମ୍ବା “କହିଲେ”

she said

ହେରୋଦିଆର କନ୍ୟା ହେରୋଦଙ୍କୁ କହିଲେ

platter

ଗୋଟିଏ ବୃହତ ଥାଳି

Matthew 14:9

The king was very upset by her request

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ଅନୁରୋଧ ରାଜାଙ୍କୁ ବହୁତ ଦୁଖିତ କଲା” (ଦେଖ: /WA-Catalog/or_tm?section=translate#figs-activepassive)

The king

ରାଜା ହେରୋଦ

he ordered that it should be done

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପୁଣି ସେ କିଛି ଲୋକ ପଠାଇ ସେ ଯାହା କହିଥିଲେ ତାହା କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 14:10

Connecting Statement:

ଏଠାରେ ହେରୋଦ କିପରି ବାପ୍ତିଜକ ଯୋହନଙ୍କୁ ବଧ କଲେ ସେହି ବିବରଣୀର ସମାପ୍ତ ହୁଏ I

Matthew 14:11

his head was brought on a platter and given to the girl

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଉକ୍ତି କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ କେହିଜଣେ ତାହାଙ୍କ ମସ୍ତକ ଗୋଟିଏ ଥାଳିରେ ଅଣି ସେହି ବାଳିକାକୁ ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive)

platter

ଗୋଟିଏ ବୃହତ ଥାଳି

girl

ଜଣେ ଯୁବା, ଅବିବାହିତ ବାଳିକା ନିମନ୍ତେ ଶବ୍ଦ ବ୍ୟବହାର କର I

Matthew 14:12

his disciples

ଯୋହନଙ୍କ ଶିଷ୍ୟମାନେ

the corpse

ମୃତ ଶରୀର

they went and told Jesus

ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଗଲେ ଏବଂ ବାପ୍ତିଜକ ଯୋହନଙ୍କ ପ୍ରତି ଯାହାସବୁ ଘଟିଥିଲା କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 14:13

General Information:

ଏହି ପଦଗୁଡିକ ଏକ ଆଶ୍ଚର୍ଯ୍ୟକର୍ମ ବିଷୟରେ ସୂଚନାର ପୃଷ୍ଥାଭୁମୀ ପ୍ରଦାନ କରନ୍ତି ଯାହା ଯୀଶୁ ପ୍ରାୟ ପାଞ୍ଚ ହଜାର ଲୋକମାନଙ୍କୁ ଭୋଜନ କରାଇବା ଦ୍ବାରା ସମ୍ପାଦନ କରନ୍ତି I (ଦେଖ: /WA-Catalog/or_tm?section=translate#writing-background)

Connecting Statement:

ସେହି ପଦଗୁଡିକ ଯୀଶୁଙ୍କର ପ୍ରତିକ୍ରିୟା କଲେ ତାହା ବର୍ଣନା କରନ୍ତି ଯେତେବେଳେ ସେ ଶୁଣିଲେ ଯେ ହେରୋଦ ବାପ୍ତିଜକ ଯୋହନଙ୍କୁ ବଧ କଲେ I

Now

ଏହି ଶବ୍ଦ ଏଠାରେ ମୁଖ୍ୟ ବିବରଣୀରେ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀରେ ଆଉ ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I

heard this

ଯୋହନଙ୍କ ପ୍ରତି ଯାହା ଘଟିଛି ଶୁଣିବା ପରେ କିମ୍ବା “ଯୋହନଙ୍କ ବିଷୟରେ ସମାଚାର ଶୁଣିଲେ”

he withdrew

ସେ ବାହାରି ଗଲେ କିମ୍ବା “ସେ ଲୋକସମୁହଠାରୁ ଅନ୍ତର ହେଲେ I” ଏହା ସୁଚିତ କରେ ଯେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଗଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପ୍ରସ୍ଥାନ କଲେ” (ଦେଖ: /WA-Catalog/or_tm?section=translate#figs-explicit)

from there

ସେହି ସ୍ଥାନରୁ

When the crowds heard of it

ଯୀଶୁ ଯେଉଁଠାକୁ ଯାଇଛନ୍ତି ଲୋକ ସମୁହ ଶୁଣିଲେ କିମ୍ବା “ଯେତେବେଳେ ଲୋକସମୁହ ତାହାଙ୍କ ଅନ୍ତର ହେବା ବିଷୟ ଶୁଣିଲେ”

the crowds

ଲୋକସମୁହ ବା “ବହୁ ସଂଖ୍ୟକ ଲୋକ” ବା “ଲୋକମାନେ”

on foot

ଏହାର ଅର୍ଥ ଯେ ଲୋକସମୁହ ପଶ୍ଚାତଗମନ କରୁଥିଲେ (ଦେଖ: /WA-Catalog/or_tm?section=translate#figs-idiom)

Matthew 14:14

Then Jesus came before them and saw the large crowd

ଯୀଶୁ ସମୁଦ୍ର କୁଳକୁ ଆସନ୍ତେ, ସେ ବହୁ ସଂଖ୍ୟାରେ ଲୋକମାନଙ୍କୁ ଦେଖିଲେ

Matthew 14:15

Connecting Statement:

ଏହା ଯୀଶୁ କେବଳ ପାଞ୍ଚଟି ରୋଟୀ ଓ ଦୁଇଟି ଛୋଟ ମାଛ ନେଇ ପାଞ୍ଚ ହଜାର ଲୋକମାନଙ୍କୁ ଭୋଜନ କରିବାକୁ ଦେଇଥିବା ବିବରଣୀ ଆରମ୍ଭ କରେ I

the disciples came to him

ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସିଲେ

Matthew 14:16

They have no need

ଲୋକସମୁହର ଆବଶ୍ୟକତା ନାହିଁ

You give them

“ତୁମ୍ଭେ” ଶବ୍ଦ ବହୁବଚନ ଅଟେ, ଶିଷ୍ୟମାନଙ୍କୁ ବୁଝାଉଛି I (ଦେଖ: /WA-Catalog/or_tm?section=translate#figs-you)

Matthew 14:17

They said to him

ଶିଷ୍ୟମାନେ ଯୀଶୁଙ୍କୁ କହିଲେ

five loaves of bread

ରୋଟୀ ତିଆରି ନିମନ୍ତେ ମଇଦା ଯାହା ଗୋଲାକାର ଏବଂ ସେକା ଯାଇଥିଲା I

Matthew 14:18

Bring them to me

ରୋଟୀ ଓ ମାଛ ମୋ ନିକଟକୁ ଆଣ

Matthew 14:19

Connecting Statement:

ଏହା ଯୀଶୁ ପାଞ୍ଚ ହଜାର ଲୋକମାନଙ୍କୁ ଭୋଜନ କରାଇବା ବିବରଣୀର ସମାପ୍ତି ଅଟେ I

sit down

ବସି ଗଲେ I ତୁମ ସଂସ୍କୃତିରେ ଲୋକମାନେ ଖାଇବା ସମୟରେ ସାଧାରଣତଃ କିପରି ବସନ୍ତି ସେହି କ୍ରିୟାପଦ ବ୍ୟବହାର କର I

He took

ସେ ତା’ଉପରେ ହସ୍ତ ଥୋଇଲେ, ସେ ସେମାନଙ୍କଠାରୁ ଛଡାଇନେଲେ ନାହିଁ (ଦେଖ: /WA-Catalog/or_tm?section=translate#figs-idiom)

broke the loaves

ରୋଟୀ ଭାଙ୍ଗିଲେ

loaves

ରୋଟୀ ବା “ସମ୍ପୁର୍ଣ୍ଣ ରୋଟୀ”

Looking up

ସାମ୍ଭାବିତ ଅର୍ଥଗୁଡିକ ୧) “ସେ ଉର୍ଦ୍ଧ୍ବଦୃଷ୍ଟି କଲେ” ବା “ଉର୍ଦ୍ଧ୍ବଦୃଷ୍ଟି କରିବା ପରେ I”

Matthew 14:20

and were filled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ” କିମ୍ବା “ସେମାନେ ଆଉ ଭୋକିଲା ନହେବା ପର୍ଯ୍ୟନ୍ତ” (ଦେଖ: /WA-Catalog/or_tm?section=translate#figs-activepassive)

they took up

ଶିଷ୍ୟମାନେ ଏକାଠି କଲେ କିମ୍ବା “କିଛି ଲୋକମାନେ ଏକାଠି କଲେ”

twelve baskets full

୧୨ ଟୋକେଇ ଭର୍ତ୍ତି (ଦେଖ: /WA-Catalog/or_tm?section=translate#translate-numbers)

Matthew 14:21

Those who ate

ଯେଉଁମାନେ ରୋଟୀ ଓ ମାଛ ଖାଇଲେ

five thousand men

୫,୦୦୦ ପୁରୁଷ (ଦେଖ: /WA-Catalog/or_tm?section=translate#translate-numbers)

Matthew 14:22

General Information:

ଏହି ପଦଗୁଡିକ ଆଶ୍ଚର୍ଯ୍ୟକର୍ମ ବିଷୟରେ ସୂଚନାର ପୃଷ୍ଥାଭୁମୀ ଯୋଗାଏ ଯାହା ଯୀଶୁ ପାଣିରେ ଚାଲିବାରେ ସମ୍ପାଦନ କଲେ I

Connecting Statement:

ନିମ୍ନୋକ୍ତ ପଦଗୁଡିକ ଘଟଣାକୁ ବର୍ଣ୍ଣନା କରେ ଯାହା ପାଞ୍ଚହଜାର ଲୋକ ଖାଇବା ପରେ ଘଟିଥିଲା I

Immediately he

ଯୀଶୁ ପାଞ୍ଚହଜାର ଲୋକମାନଙ୍କୁ ଭୋଜନ କରାଇବା ଉତ୍ତାରେ, ସେ

Matthew 14:23

When evening came

ସଂଧ୍ୟା ହୁଅନ୍ତେ ବା “ଯେତେବେଳେ ଅନ୍ଧକାର ହେଲା”

Matthew 14:24

being tossed about by the waves

ଓ ଶିଷ୍ୟମାନେ ବୃହତ ଢେଉର କାରଣରୁ ନୌକା ନିୟନ୍ତ୍ରଣରେ ରଖିପାରିଲେ ନାହିଁ

Matthew 14:25

In the fourth watch of the night

ଚତୁର୍ଥ ପ୍ରହର ପ୍ରାୟ ଭୋର ୩ ଘଣ୍ଟା ସମୟ ଓ ସୁର୍ଯ୍ୟଉଦୟ ହେଉଥିଲେ I ଅନ୍ୟ ଏକ ଅନୁବାଦରେ: “ରାତ୍ରି ପାହିଵା ପୂର୍ବରୁ”

walking on the sea

ପାଣି ଉପରେ ଚାଲି ଚାଲି

Matthew 14:26

they were terrified

ସେମାନେ ଭୟଭିତ ହେଲେ

ghost

ଗୋଟିଏ ଆତ୍ମା ଯେ ଯେଉଁ ବ୍ୟକ୍ତି ମୃତ୍ୟୁ ବରଣକରି ଶରୀର ତ୍ୟାଗ କରିଅଛି

Matthew 14:28

Peter answered him

ପିତର ଯୀଶୁଙ୍କୁ ଉତ୍ତର କରି କହିଲେ

Matthew 14:30

when Peter saw the wind

ଏଠାରେ “ପବନକୁ ଦେଖି” ଅର୍ଥ ସେ ପବନ ବହୁଥିଵା ଚେତନା ହୋଇ I ଅନ୍ୟ ଏକ ଅନୁବାଦରେ: ଆଉ ପିତର ପବନରେ ବଡ଼ ବଡ଼ ଢେଉ ଦେଖି” କିମ୍ବା “ଯେତେବେଳେ ସେ ଉପଲବ୍ଧି କଲେ ଯେ ପବନ କେତେ ଶକ୍ତିଶାଳୀ ଥିଲା” (ଦେଖ: /WA-Catalog/or_tm?section=translate#figs-idiom)

Matthew 14:31

You of little faith, why

ହେ ଅଳ୍ପ ବିଶ୍ବାସୀ I ଯୀଶୁ ପିତରକୁ ଏପରି କହିଲେ କାରଣ ପିତର ଭୟଭିତ ହେଲେ I ଏହାକୁ ବିସ୍ମୟସୁଚକ ଅର୍ଥରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ହେ ଅଳ୍ପ ବିଶ୍ବାସୀ ! କାହିଁକି”

why did you doubt?

ଯୀଶୁ ପିତରକୁ କହିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ସନ୍ଦେହ କରି ନଥାନ୍ତା I ତୁମେ ଏହାକୁ ସ୍ପଷ୍ଟ କରିପାର କେଉଁ ବିଷୟରେ ପିତର ସନ୍ଦେହ କରିବା ଉଚିତ ନଥିଲା I ଅନ୍ୟ ଏକ ଅନୁବାଦରେ: “ତୁମେ ସନ୍ଦେହ କରିବା ଉଚିତ ନଥିଲା ଯେ ମୁଁ ତୁମକୁ ପାଣିରେ ବୁଡି ଯାଉଥିବା ସମୟରେ ଉଦ୍ଧାର କରିବି I” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-explicit)

Matthew 14:33

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 14:34

Connecting Statement:

ଏହି ପଦଗୁଡିକ ଯୀଶୁ ପାଣି ଉପରେ ଚାଲିବା ପରେ କଣ ଘଟିଲା ବର୍ଣ୍ଣନା କରେ I ସେମାଗୁଡିକ ଯୀଶୁଙ୍କ ସେବାକାର୍ଯ୍ୟରେ ଲୋକମାନେ କିପରି ଗ୍ରହଣ କରୁଥିଲେ ତାହାର ସଂକ୍ଷିପ୍ତ ବିବରଣୀ ଦିଏ I

When they had crossed over

ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦ ଅତିକ୍ରମ କଲେ

Gennesaret

ଏହା ଗାଲିଲି ସମୁଦ୍ରର ଦକ୍ଷିଣ ପଶ୍ଚିମରେ ଥିବା ଗୋଟିଏ ଛୋଟ ସହର I (ଦେଖ: /WA-Catalog/or_tm?section=translate#translate-names)

Matthew 14:35

they sent messages

ସେହି ଅଞ୍ଚଳର ଲୋକମାନେ ସମ୍ବାଦ ପଠାଇଲେ

Matthew 14:36

They begged him

ରୋଗିମାନେ ତାହାଙ୍କୁ ବିନତୀ କଲେ

his garment

ତାହାଙ୍କ ଝୁମ୍ପା କିମ୍ବା “ଯାହା ସେ ପିନ୍ଧିଥିଲେ”

were healed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସୁସ୍ଥତା ପାଇଲେ” (ଦେଖ: /WA-Catalog/or_tm?section=translate#figs-activepassive)