Matthew 24

ମାଥିଉ 24 ସାଧାନଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟରେ, ଭବିଷ୍ୟତରେ ସେ ସମସ୍ତ ଉପରେ ରାଜତ୍ବ କରିବା ପର୍ଯ୍ୟନ୍ତ ବିଷୟରେ ଯୀଶୁ ଭାବାବାଣୀ କରିଲେ I (ଦେଖ: /WA-Catalog/or_tw?section=kt#prophet)

ଏହି ଅଧ୍ୟାୟରେ ବିଶେଷ ଧାରଣା

”ଯୁଗାନ୍ତ ସମୟ”

ଏହି ଅଧ୍ୟାୟରେ, ଯୀଶୁ ଶିଷ୍ୟମାନଙ୍କୁ ଉତ୍ତର ଦେଉଛନ୍ତି ଯେତେବେଳେ ସେମାନେ ପଚାରିଲେ ତାହାଙ୍କର ଆଗମନ ସମୟକୁ ସେମାନେ କିପରି ଜାଣିବେ I (ଦେଖ: /WA-Catalog/or_tm?section=translate#writing-apocalypticwriting)

ନୋହଙ୍କ ଉଦାହରଣ

ନୋହଙ୍କ ସମୟରେ, ଲୋକମାନଙ୍କ ପାପର ଦଣ୍ଡ ଦେବା ନିମନ୍ତେ ପରମେଶ୍ବର ପ୍ରଳୟକାରୀ ବନ୍ୟା (ଜଳ ପ୍ଲାବନ) ପଠାଇଲେ I ସେ ସେମାନଙ୍କୁ ଅନେକ ଥର ଆଗାମୀ ଜଳ ପ୍ଲାବନ ବିଷୟରେ ଚେତାବନୀ ଦେଲେ, କିନ୍ତୁ ଏହା ହଠାତ ଆରମ୍ଭ ହେଲା I ଏହି ଅଧ୍ୟାୟରେ, ଯୀଶୁ ସେହି ସମୟରେ ଜଳ ପ୍ଲାବନ ସହିତ ଶେଷ ସମୟକୁ ତୁଳନା କରୁଛନ୍ତି I (ଦେଖ: /WA-Catalog/or_tw?section=kt#sin)

ଏହି ଅଧ୍ୟାୟରେ ଅନୁବାଦର ଅନ୍ୟ ସମସ୍ୟା

“ଅତଏବ”

ଯୀଶୁଙ୍କ କେତେକ ଆଦେଶ ଗୁଡିକୁ ଆରମ୍ଭ କରିବା ନିମନ୍ତେ ULT ସେହି ଶବ୍ଦ ଗୁଡିକୁ ବ୍ୟବହାର କରିଅଛି, ଯେପରିକି “ଯେଉଁମାନେ ଯିହୁଦା ପ୍ରଦେଶରେ ରହି ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ” (୨୪:୧୭), “ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷ ପତ୍ର ଘେନିଯିବା ପାଇଁ ଓହ୍ଲାଇ ନଆସୁ” (୨୪:୧୭), ଓ “ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଲେଉଟି ନଯାଉ I ବିଭିନ୍ନ ପ୍ରକାର ମାଧ୍ୟମରେ ଆଦେଶ କରାଯାଏ I ଅନୁବାଦକମାନେ ସେମାନଙ୍କ ଭାଷାରେ ପ୍ରାକୃତିକ ଉପାୟରେ ମନୋନିତ କରନ୍ତୁ I

Matthew 24:1

Connecting Statement:

ଯୀଶୁ ଘଟଣାଗୁଡିକ ବର୍ଣ୍ଣନା କରିବାକୁ ଆରମ୍ଭ କରିଛନ୍ତି ଯାହା ତାହାଙ୍କ ଦ୍ବିତୀୟ ଆଗମନ ପୂର୍ବରୁ ଯୁଗାନ୍ତର ଲକ୍ଷଣ ଗୁଡିକ କଣ ହେବ ତାହା ନିଶ୍ଚିତରୁପେ ଘଟିବ I

from the temple

ଏହା ସୁଚିତ ଅଟେ ଯେ ଯୀଶୁ ମନ୍ଦିର ମଧ୍ୟରେ ନଥିଲେ I ସେ ମନ୍ଦିରର ପ୍ରାଙ୍ଗଣ ମଧ୍ୟରେ ଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Matthew 24:2

Do you not see all these things?

ଯୀଶୁ ସେମାନଙ୍କୁ କଣ କହିବେ ସେହି ବିଷୟରେ ଚିନ୍ତା କରିବା ନିମନ୍ତେ ଶିଷ୍ୟମାନଙ୍କୁ ଚିନ୍ତା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କଲେ I ଅନ୍ୟ ଏକ ଅନୁବାଦରେ: “ଏହି ଅଟ୍ଟାଳିକା ବିଷୟରେ ମୁଁ ତୁମ୍ଭମାନଙ୍କୁ କିଛି କହିବି” (ଦେଖ: /WA-Catalog/or_tm?section=translate#figs-rquestion)

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ ବକ୍ତବ୍ୟ ଉପରେ ଗୁରୁତ୍ବାରୋପ କରେ I

not one stone will be left on another that will not be torn down

ଏହା ସୁଚିତ କରେ ଯେ ଶତ୍ରୁଗଣଙ୍କ ସୈନିକମାନେ ପ୍ରସ୍ତରଗୁଡିକୁ ଭୁମିସାତ କରିବେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଶତ୍ରୁଗଣଙ୍କ ସୈନିକମାନେ ଆସିବେ, ସେମାନେ ଏହି ପ୍ରସାଦର ସମସ୍ତ ପ୍ରସ୍ତରଗୁଡିକୁ ଭୁମିସାତ କରିବେ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-activepassive)

Matthew 24:3

What will be the sign of your coming and of the end of the age

ଏଠାରେ “ତୁମ୍ଭର ଆଗମନ” ଯେଉଁ ସମୟରେ ଯୀଶୁ କ୍ଷମତାକୁ ଆସିବେ ତାହାକୁ ବୁଝାଏ, ଈଶ୍ବରଙ୍କ ରାଜତ୍ବ ପୃଥିବୀରେ ସ୍ଥାପନ କରିବେ ଓ ବର୍ତ୍ତମାନ ପୁରୁଷର ଅନ୍ତ ଆଣିବେ I ଅନ୍ୟ ଏକ ଅନୁବାଦରେ: “ପୁଣି ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ ହେବ” (ଦେଖ: /WA-Catalog/or_tm?section=translate#figs-explicit)

Matthew 24:4

Be careful that no one leads you astray

ଏଠାରେ “ତୁମ୍ଭ ମାନଙ୍କୁ ଭ୍ରାନ୍ତ ନକରୁ” ଯାହା ସତ୍ୟ ନୁହେଁ ତାହାକୁ ବିଶ୍ବାସ କରିବା ନିମନ୍ତେ ପ୍ରବର୍ତ୍ତାଇବାର ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ପ୍ରତାରଣା ନକରେ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 24:5

many will come in my name

ଏଠାରେ “ନାମ” ଶବ୍ଦ “ଅଧିକାର” କିମ୍ବା “ପ୍ରତିନିଧିତ୍ବ”କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅନେକ କହିବେ ଯେ ସେମାନେ ମୋର ପ୍ରତିନିଧି ସ୍ବରୁପେ ଆସିଛନ୍ତି” କିମ୍ବା “ଅନେକ କହିବେ ଯେ ସେମାନେ ମୋ ବିଷୟରେ କହୁଛନ୍ତି” (ଦେଖ:/WA-Catalog/or_tm?section=translate#figs-metonymy)

will lead many astray

ଏଠାରେ “ତୁମ୍ଭମାନଙ୍କୁ ଭ୍ରାନ୍ତ ନକରୁ” ବାକ୍ୟ ଯାହା ସତ୍ୟ ନୁହେଁ ତାହାକୁ ବିଶ୍ବାସ କରିବା ନିମନ୍ତେ ପ୍ରବର୍ତ୍ତାଇବାର ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଅନେକଙ୍କୁ ପ୍ରତାରଣା କରିବେ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 24:6

See that you are not troubled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନକରୁ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 24:7

For nation will rise against nation, and kingdom against kingdom

ଉଭୟ ବାକ୍ୟ ଗୋଟିଏ ବିଷୟକୁ ପ୍ରକାଶ କରେ I ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ଲୋକମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରିବେ I (ଦେଖ: /WA-Catalog/or_tm?section=translate#figs-parallelism)

Matthew 24:8

the beginning of birth pains

ଏହିସବୁ ବିଷୟ ପ୍ରସବ ବେଦନା ସମୟରେ ଜଣେ ସ୍ତ୍ରୀ ଯେପରି ଅନୁଭବ କରେ ତାହାକୁ ବୁଝାଏ I ଏହି ରୁପକର ଅର୍ଥ ଏହି ଯୁଦ୍ଧ, ଦୁର୍ଭିକ୍ଷ, ଓ ଭୁମିକମ୍ପ ଯୁଗାନ୍ତ ଶେଷ ହେବାର ଆରମ୍ଭ ମାତ୍ର I (ଦେଖ: /WA-Catalog/or_tm?section=translate#figs-metonymy)

Matthew 24:9

they will deliver you up to tribulation and kill you

ସେହି ସମୟରେ ଲୋକମାନେ ତୁମ୍ଭମାନଙ୍କୁ କ୍ଲେଶଭୋଗ କରିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ କ୍ଲେଶ ଦେବେ ଓ ବଧ କରିବେ I

You will be hated by all the nations

ଏଠାରେ “ଜାତି” ଲକ୍ଷଣସୁଚକ ଶବ୍ଦ ଅଟେ, ଲୋକମାନଙ୍କ ଜାତିଗୁଡିକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ତୁମ୍ଭେମାନେ ଲୋକମାନଙ୍କ ସମସ୍ତ ଜାତି ଦ୍ବାରା ଘୃଣିତ ହେବ” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-metonymy)

for my name's sake

ଏଠାରେ “ନାମ” ଜଣେ ସମ୍ପୁର୍ଣ୍ଣ ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ମୋତେ ବିଶ୍ବାସ କର” (ଦେଖ: /WA-Catalog/or_tm?section=translate#figs-metonymy)

Matthew 24:11

will rise up

ଏଠାରେ “ଉଠବେ” “ସ୍ଥାପିତ ହେବେ” ନିମନ୍ତେ ଏକ ରୁଢି ପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ଆସିବେ” (ଦେଖ: /WA-Catalog/or_tm?section=translate#figs-idiom)

and lead many astray

ଏଠାରେ “ଭ୍ରାନ୍ତ… କରିବେ” ଏକ ରୁପକ ଅଟେ ଯାହାର ଅର୍ଥ ଅସତ୍ୟ ଉପରେ ପର୍ଯ୍ୟବେଶିତ ବିଷୟଗୁଡିକରେ ବିଶ୍ବାସ ଜାଗ୍ରତ କରିବେ I ଅନ୍ୟ ଏକ ଅନୁବାଦରେ: “ଅନେକଙ୍କୁ ଭଣ୍ଡ (ପ୍ରତାରଣା) କରିବେ“ (ଦେଖ: /WA-Catalog/or_tm?section=translate#figs-metaphor)

Matthew 24:12

lawlessness will increase

“ଅଧର୍ମ” ଏକ ବିଶେଷ୍ୟ ପଦ ଅଟେ ଯାହାକୁ ବାକ୍ୟାଂଶରେ “ବ୍ୟବସ୍ଥାର ଅବାଧ୍ୟତା” ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର ଅବାଧ୍ୟତା ବୃଦ୍ଧି ପାଇବ” କିମ୍ବା “ଲୋକମାନେ ଈଶ୍ବରଙ୍କ ବ୍ୟବସ୍ଥାକୁ ଅଧିକରୁ ଅଧିକ ଅଗ୍ରାହ୍ୟ କରିବେ” (ଦେଖ: /WA-Catalog/or_tm?section=translate#figs-abstractnouns)

the love of many will grow cold

ସାମ୍ଭାବିତ ଅର୍ଥଗୁଡିକ ୧) “ଅଧିକାଂଶ ଲୋକମାନେ ପରସ୍ପରକୁ ପ୍ରେମ କରିବେ ନାହିଁ” କିମ୍ବା ୨) “ଅଧିକାଂଶ ଲୋକମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରତି ପ୍ରେମ ଶିଥିଳ ହୋଇଯିବ” (ଦେଖ: /WA-Catalog/or_tm?section=translate#figs-idiom)

Matthew 24:13

the one who endures to the end will be saved

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେକେହି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ତାହାକୁ ଈଶ୍ବର ଉଦ୍ଧାର କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

the one who endures

ଯେଉଁ ବ୍ୟକ୍ତି ବିଶ୍ବସ୍ତ ରହିବ

to the end

ଏଠାରେ ଶବ୍ଦ “ଶେଷ” ଶବ୍ଦ ସ୍ପଷ୍ଟ ନୁହେଁ ଏହା ଜଣେ ବ୍ୟକ୍ତିର ମୃତ୍ୟୁକୁ ବୁଝାଏ କିମ୍ବା ଯେତେବେଳେ ତାଡନା ଶେଷ ହେବ ନା ଯୁଗାନ୍ତ ସମୟ ଯେଉଁଠି ଈଶ୍ବର ନିଜକୁ ରାଜାଭାବେ ପ୍ରକାଶ କରିବେ I ମୁଖ୍ୟ ବିଷୟ ହେଉଛି ଯେ ସେମାନେ ଆବଶ୍ୟକ ମୁତାବକ ଧୈର୍ଯ୍ୟ ଧରି ରହିବା ଆବଶ୍ବକ ଅଟେ I

the end

ଏହି ପୃଥିବୀର ଶେଷ କିମ୍ବା “ଯୁଗର ଶେଷ ହେବ”

Matthew 24:14

This good news of the kingdom will be preached

ଏଠାରେ “ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ରାଜ୍ୟ କରିବେ ଏହି ସୁସମାଚାର ଲୋକମାନେ ଘୋଷଣା କରିବେ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-activepassive)

all the nations

ଏଠାରେ, “ସମସ୍ତ ଜାତି ନିକଟରେ” ଲୋକମାନଙ୍କୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକମାନଙ୍କ ନିକଟରେ ଓ ସମସ୍ତ ସ୍ଥାନରେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 24:15

the abomination of desolation, which was spoken of by Daniel the prophet

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ବାରା ରକ୍ତ ଭର୍ତ୍ସନାକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ” (ଦେଖ: /WA-Catalog/or_tm?section=translate#figs-activepassive)

let the reader understand

ଏହା ଯୀଶୁ କହୁ ନାହାନ୍ତି I ମାଥିଉ ଶ୍ରୋତାମାନଙ୍କୁ ଚେତନା ଦେବା ନିମନ୍ତେ ଯୋଗ କରିଛନ୍ତି ଯେ ଯୀଶୁ ଯେଉଁ ସବୁ ଶବ୍ଦଗୁଡିକ ବ୍ୟବହାର କଲେ ଯେପରି ଭାଷାନ୍ତର ନିମନ୍ତେ ଚିନ୍ତା କରିବା ଆବଶ୍ବକ ଅଟେ I

Matthew 24:17

let him who is on the housetop

ଘର ଛାତ ଯେଉଁଠାରେ ଯୀଶୁ ବାସ କରୁଥିଲେ ସମତଳ ଥିଲା, ଓ ଲୋକମାନେ ସେଠାରେ ଠିଆ ହୋଇ ପାରୁଥିଲେ I

Matthew 24:19

those who are with child

ଏହା ନମ୍ର ଭାବରେ ପ୍ରକାଶ କରିବାର ଏକ ମାଧ୍ୟମ “ଗର୍ଭବତୀ ମହିଳା” (ଦେଖ: /WA-Catalog/or_tm?section=translate#figs-euphemism)

in those days

ସେହି ସମୟରେ

Matthew 24:20

that your flight will not occur

ଯେ ତୁମ୍ଭେମାନେ ପଳାୟନ କରିପାରିବ ନାହିଁ କିମ୍ବା “କିମ୍ବା ଦୌଡାଦୌଡି କରିପାରିବ ନାହିଁ”

the winter

ଶୀତରୁତୁ

Matthew 24:22

Unless those days are shortened, no flesh would be saved

ଏହାକୁ ଆସ୍ତିକ ଓ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଈଶ୍ବର ସେହିସମୟର ଦୁଖାଭୋଗ ଉଣା କରିନଥାନ୍ତେ, ତେବେ ସମସ୍ତେ ମରିଥାନ୍ତେ” (ଦେଖ: /WA-Catalog/or_tm?section=translate#figs-doublenegatives)

flesh

ଲୋକମାନେ I ଏଠାରେ, “ଶରୀର” ପଦ୍ୟ ଆକାରରେ ଲୋକମାନଙ୍କୁ କୁହନ୍ତି I (ଦେଖ: /WA-Catalog/or_tm?section=translate#figs-synecdoche)

those days will be shortened

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦୁଖଭୋଗର ସମୟକୁ ଈଶ୍ବର ଉଣା କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 24:23

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ କହିବା ଜାରି ରଖିଛନ୍ତି

do not believe it

ତୁମ୍ଭେମାନେ ସେମାନଙ୍କ ମିଥ୍ୟା କଥାରେ ବିଶ୍ବାସ କର ନାହିଁ

Matthew 24:24

so as to lead astray, if possible, even the elect

ଏଠାରେ “ଭ୍ରାନ୍ତ କରିବେ” ଏକ ରୁପକ ଅଟେ ଯାହାର ଅର୍ଥ ଅସତ୍ୟ ଉପରେ ପର୍ଯ୍ୟବେଶିତ ବିଷୟଗୁଡିକରେ ବିଶ୍ବାସ ଜାଗ୍ରତ କରାଇବା I ଏହାକୁ ଦୁଇଟି ବାକ୍ୟଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅନେକଙ୍କୁ ଭଣ୍ଡ (ପ୍ରତାରଣା) କରିବେ, ଯଦି ସମ୍ଭବ ହୁଏ, ଏପରିକି ମନୋନିତଙ୍କୁ ପ୍ରତାରଣା କରିବେ I” (ଦେଖ: /WA-Catalog/or_tm?section=translate#figs-metaphor)

Matthew 24:26

if they say to you, 'Look, he is in the wilderness,' do

ଏହାକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦିକେହି ତୁମ୍ଭମାନଙ୍କୁ କହେ ଯେ ଖ୍ରୀଷ୍ଟ ପ୍ରାନ୍ତରରେ ଅଛନ୍ତି, କର” (ଦେଖ: /WA-Catalog/or_tm?section=translate#figs-quotations)

Or, 'See, he is in the inner rooms,'

ଏହାକୁ ଏକ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିମ୍ବା, ଯଦି କେହି ତୁମ୍ଭମାନଙ୍କୁ କହେ ଯେ ଖ୍ରୀଷ୍ଟ ଗୁପ୍ତ କୋଠାରୀରେ ଅଛନ୍ତି” (ଦେଖ: /WA-Catalog/or_tm?section=translate#figs-quotations)

in the inner rooms

ଗୁପ୍ତ କୋଠାରୀ କିମ୍ବା “ଗୁପ୍ତ ସ୍ଥାନ ଗୁଡିକରେ”

Matthew 24:27

as the lightning shines ... so will be the coming

ଏହାର ଅର୍ଥ ଯେ ମନୁଷ୍ୟ ପୁତ୍ର ଶୀଘ୍ର ଆସୁଛନ୍ତି ଓ ସହଜରେ ଦେଖି ପାରିବା I (ଦେଖ: /WA-Catalog/or_tm?section=translate#figs-simile)

the Son of Man

ଯୀଶୁ ଆପଣାକୁ ତୃତୀୟ ବଚନରେ ପ୍ରକାଶ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Matthew 24:28

Wherever a dead animal is, there the vultures will gather

ଏହା ହୁଏତ ଏକ ହିତବାଣୀ ଯାହାକୁ ଯୀଶୁଙ୍କ ସମୟରେ ଲୋକମାନେ ବୁଝି ପାରୁଥିଲେ I ସାମ୍ଭାବିତ ଅର୍ଥଗୁଡିକ ୧) ମନୁଷ୍ୟ ପୁତ୍ରଙ୍କର ଆଗମନ ସମୟରେ, ପ୍ରତ୍ୟକ ଜଣ ତାହାଙ୍କୁ ଦେଖିବେ ଓ ସେ ଆସିଛନ୍ତି ବୋଲି ସମସ୍ତେ ଜାଣିବେ, କିମ୍ବା ୨) ଯେଉଁ ସବୁ ସ୍ଥାନଗୁଡିକରେ ଆତ୍ମିକ ମୃତମାନେ ଅଛନ୍ତି, ଭଣ୍ଡ ଭାବବାଦୀ ଭଣ୍ଡ କହିବା ନିମନ୍ତେ ମଧ୍ୟ ସେଠାରେ ରହିଥିବେ I (ଦେଖ: /WA-Catalog/or_tm?section=translate#writing-proverbs)

vultures

ଯେଉଁଠାରେ ମଡା ପଡିଥାଏ ସେହିଠାରେ ଶାଗୁଣା ଗୁଡିକ ଏକାଠି ହେବେ

Matthew 24:29

immediately after the tribulation of those days the sun

ମାତ୍ର ସେହି ସମୟର କ୍ଲେଶ ଉତ୍ତାରେ, ସୁର୍ଯ୍ୟ

the tribulation of those days

ସେହି ସମୟରେ ଦୁଖଭୋଗ

the sun will be darkened

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସୁର୍ଯ୍ୟକୁ ଅନ୍ଧକାରମୟ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

the powers of the heavens will be shaken

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଚନ୍ଦ୍ର ଓ ଉପରିସ୍ଥ ବିଷୟଗୁଡିକ ସ୍ଖଳିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 24:30

the Son of Man

ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତିଭାବରେ ସମ୍ବୋଧନ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

all the tribes

ଏଠାରେ “ଜନଜାତି” ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଜାତିରେ ଲୋକମାନେ” କିମ୍ବା “ସମସ୍ତ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 24:31

He will send his angels with a great sound of a trumpet

ସେ ମହାତୁରୀଧ୍ବନୀ ସହିତ ଆପଣା ଦୁତମାନଙ୍କୁ ପ୍ରେରଣ କରିବେ କିମ୍ବା “ତାହାଙ୍କର ଜଣେ ଦୁତ ତୁରୀ ବଜାଇବ, ଓ ସେ ଆପଣା ଦୁତ ପ୍ରେରଣ କରିବେ”

He ... his

ଯୀଶୁ ଆପଣାକୁ ତୃତୀୟ ବଚନରେ ସମ୍ବୋଧନ କରନ୍ତି I (ଦେଖ: /WA-Catalog/or_tm?section=translate#figs-123person)

they will gather

ତାହାଙ୍କ ଦୁତମାନେ ଏକତ୍ର କରିବେ

his elect

ମନୁଷ୍ୟ ପୁତ୍ରଙ୍କ ଦ୍ବାରା ମନୋନିତ ଲୋକମାନଙ୍କୁ

from the four winds, from one end of the sky to the other

ଉଭୟର ଅର୍ଥ ଏକ ଅଟେ I ସେଗୁଡିକ ରୁଢିପଦ ଅଟନ୍ତି ଯାହାର ଅର୍ଥ “ପ୍ରତ୍ୟକ ସ୍ଥାନରୁ ବା ସବୁଆଡୁ” I ଅନ୍ୟ ଏକ ଅନୁବାଦରେ: “ପୃଥିବୀର ସବୁ ସ୍ଥାନରୁ” (ଦେଖ: /WA-Catalog/or_tm?section=translate#figs-parallelism/WA-Catalog/or_tm?section=translate#figs-idiom)

Matthew 24:33

he is near

ଯୀଶୁ ଆପଣାକୁ ତୃତୀୟ ବଚନରେ ସମ୍ବୋଧନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ମୋହର ଆଗମନର ସମୟ ସନ୍ନିକଟ” (ଦେଖ: /WA-Catalog/or_tm?section=translate#figs-123person)

at the very gates

ଦ୍ବାର ନିକଟବର୍ତ୍ତୀ I ଯୀଶୁ ଜଣେ ରାଜାଙ୍କର କଳ୍ପନା ଚିତ୍ର ବ୍ୟବହାର କରିଛନ୍ତି କିମ୍ବା ଆବଦ୍ଧ ନଗରୀର ଦ୍ବାରରେ ଜଣେ କର୍ମଚାରୀ ଦ୍ବାର ରୁଦ୍ଧ କରେ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଯୀଶୁଙ୍କ ଆଗମନ ସନ୍ନିକଟ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 24:34

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ ବାକ୍ୟକୁ ଗୁରୁତ୍ବାରୋପ କରେ I

this generation will not pass away

ଏଠାରେ “ଲୋପ ପାଇବ” ନମ୍ର ଭାବରେ “ମୃତ୍ୟୁ”କୁ କହିବା ଅଟେ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷ ଲୋପ ପାଇବ ନାହିଁ” (ଦେଖ: /WA-Catalog/or_tm?section=translate#figs-euphemism)

this generation

ସାମ୍ଭାବିତ ଭାଷାନ୍ତରଗୁଡିକ ୧) “ଆଜି ଲୋକମାନେ ଜୀବିତ ଅଛନ୍ତି” ଯୀଶୁ କହୁଥିବା ସମୟରେ ଜୀବିତ ଥିବା ଲୋକମାନଙ୍କୁ ବୁଝାଏ କିମ୍ବା ୨) “ମୁଁ ତୁମ୍ଭମାନଙ୍କୁ ଯେଉଁ ବିଷୟ ଘଟିବା କଥା କହିଥିଲି ସେହି ସମସ୍ତ ଲୋକମାନେ ଜୀବିତ ଥିବା ସମୟରେ ଘଟିବ I” ଅନୁବାଦ କରିବାକୁ ଚେଷ୍ଟା କର ଯେପରି ଉଭୟ ଅନୁବାଦ ସମ୍ଭବ ହୋଇପାରିବ I

until all of these things will have happened

ଯେପର୍ଯ୍ୟନ୍ତ ଈଶ୍ବର ସେହି ସମସ୍ତ ବିଷୟ ଘଟାଇ ନାହାନ୍ତି

pass away

ଅଦୃଶ୍ୟ ହେବା କିମ୍ବା “କେହିଜଣେ ଆଉ ଦୃଶ୍ୟମାନ ନୁହେଁ”

Matthew 24:35

Heaven and the earth will pass away

“ସ୍ବର୍ଗ” ଓ “ପୃଥିବୀ” ଶବ୍ଦ ଗୁଡିକ ରୁପକାତ୍ମକ ଅଟନ୍ତି ଯାହା ଈଶ୍ବରଙ୍କ ସୃଷ୍ଟିର ସମସ୍ତ ବିଷୟକୁ ଅନ୍ତର୍ହିତ କରେ, ବିଶେଷ କରି ଯେଉଁ ପଦାର୍ଥ ଗୁଡିକ ସ୍ଥାୟୀ ପରି ମନେ ହୁଏ I ଯୀଶୁ କହୁଛନ୍ତି ଯେ ତାହାଙ୍କ ବାକ୍ୟ, ସେହି ପଦାର୍ଥ ଗୁଡିକ ପରି, ଚିରସ୍ଥାୟୀ ଅଟେ I ଅନ୍ୟ ଏକ ଅନୁବାଦରେ: “ଆକାଶ ଓ ପୃଥିବୀ ଲୋପ ପାଇବ” (ଦେଖ: /WA-Catalog/or_tm?section=translate#figs-synecdoche)

my words will never pass away

ଏଠାରେ “ବାକ୍ୟ” ଯୀଶୁ ଯାହା କହିଲେ ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ସର୍ବଦା ସତ୍ୟ କହେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 24:36

that day and hour

ଏଠାରେ “ଦିନ” ଓ “ଦଣ୍ଡ” ମନୁଷ୍ୟ ପୁତ୍ରଙ୍କର ଆଗମନର ଠିକ ସମୟ (ଦଣ୍ଡ)କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

nor the Son

ଏପରିକି ପୁତ୍ର ସୁଦ୍ଧା

Son

ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 24:37

As the days of Noah were, so will be the coming of the Son of Man

ଯେଉଁ ସମୟରେ ମନୁଷ୍ୟ ପୁତ୍ର ଆଗମନ କରିବେ, ଏହା ନୋହଙ୍କ ପରି ସମୟ ହେବ I

Son of Man

ଯୀଶୁ ଆପଣା ବିଷୟରେ ତୃତୀୟ ପୁରୁଷରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Matthew 24:39

and they knew nothing

ଏହା ଏକ ଭିନ୍ନ ବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଜାଣି ନଥିଲେ କଅଣ ଘଟୁଥିଲା”

away—so will be the coming of the Son of Man

ଏହା ଏକ ଭିନ୍ନ ବାକ୍ୟରେ ଅନୁବାଦ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବହୁ ଦୁରକୁ I ଯେତେବେଳେ ମନୁଷ୍ୟ ପୁତ୍ର ଆଗମନ କରିବେ ଏହିପରି ଘଟିବ”

Matthew 24:40

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ତାହାଙ୍କ ଆଗମନ ନିମନ୍ତେ ଜାଗ୍ରତ ରହିବା ନିମନ୍ତେ କହିବା ଆରମ୍ଭ କରୁଛନ୍ତି I

Then

ଏହପରି ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ I

one will be taken, and one will be left

ସାମ୍ଭାବିତ ଅର୍ଥଗୁଡିକ ୧) ମନୁଷ୍ୟ ପୁତ୍ର ଜଣକୁ ସ୍ବର୍ଗକୁ ନେବେ ଓ ଅନ୍ୟଜଣକୁ ଛାଡି ପୃଥିବୀରେ ଦଣ୍ଡ ଭୋଗିବାକୁ ରଖିବେ କିମ୍ବା ୨) ଦୁତମାନେ ଜଣକୁ ଦଣ୍ଡ ପାଇବା ନିମନ୍ତେ ନେବେ ଓ ଅନ୍ୟ ଜଣକୁ ଆଶୀର୍ବାଦ ପାଇବାକୁ ଛାଡି ଦେବେ I (ଦେଖ: /WA-Catalog/or_tm?section=translate#figs-activepassive)

Matthew 24:42

Therefore

ଯେହେତୁ ମୁଁ ଯାହା କହୁଅଛି ସତ୍ୟ ଅଟେ

be on your guard

ଧ୍ୟାନ ଦିଅ

Matthew 24:43

that if the master of the house ... broken into

ଯୀଶୁ ବ୍ୟାଖ୍ୟା କରିବା ନିମନ୍ତେ ଜଣେ ଗୃହକର୍ତ୍ତାଙ୍କ ନିତିକଥା ବ୍ୟବହାର କରିଛନ୍ତି ଯେ ତାହାଙ୍କ ଆଗମନ ନିମନ୍ତେ ଯେପରି ତାହାଙ୍କର ଶିଷ୍ୟମାନେ ଜାଗ୍ରତ ରହିବେ I (ଦେଖ: /WA-Catalog/or_tm?section=translate#figs-parables)

the thief

ଯୀଶୁ କହିଲେ ଯେଉଁ ସମୟରେ ଲୋକମାନେ ଆଶା କରୁ ନଥିବେ ସେହି ସମୟରେ ତାହାଙ୍କର ଆଗମନ ହେବ, ସେ ଚୋରୀ କରିବାକୁ ଆସିବେ ତାହା ନୁହେଁ I (ଦେଖ: /WA-Catalog/or_tm?section=translate#figs-metaphor)

he would have been on guard

ସେ ଆପଣା ଗୃହରେ ପ୍ରହରୀ ଦେଇଥାନ୍ତେ

would not have allowed his house to be broken into

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: କାହାରିକୁ ତାହାଙ୍କ ଗୃହକୁ ଆସି ଚୋରୀ କରିବାକୁ ସୁଯୋଗ ଦେଇ ନଥାନ୍ତେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 24:44

the Son of Man

ଯୀଶୁ ଆପଣା ବିଷୟରେ ତୃତୀୟ ପୁରୁଷରେ ସମ୍ବୋଧନ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Matthew 24:45

Connecting Statement:

ଯୀଶୁ ବ୍ୟାଖ୍ୟା କରିବା ନିମନ୍ତେ ଜଣେ ଗୃହକର୍ତ୍ତାଙ୍କ ନିତିକଥା କହିବା ଜାରି ରଖିଛନ୍ତି ଯାହା ତାହାଙ୍କ ଆଗମନ ନିମନ୍ତେ ଯେପରି ତାହାଙ୍କ ଶିଷ୍ୟମାନେ ଜାଗ୍ରତ ରହିବେ I

So who is the faithful and wise servant whom his master ... time?

ଯୀଶୁ ଏହି ପ୍ରଶ୍ନ ବ୍ୟବହାର ଦ୍ବାରା ଶିଷ୍ୟମାନଙ୍କୁ ଚିନ୍ତା କରିବାକୁ ଦେଲେ I ଅନ୍ୟ ଏକ ଅନୁବାଦରେ: “ଏଣୁ ଏପରି ବିଶ୍ବସ୍ତ ଓ ବୁଦ୍ଧିମାନ ଦାସ କିଏ ? ସେ ଏପରି ଜଣେ ଯାହାଙ୍କୁ ତାହାର ପ୍ରଭୁ … ସମୟ I” କିମ୍ବା “ବିଶ୍ବସ୍ତ ଓ ବୁଦ୍ଧିମାନ ଦାସ ପରି ହୁଅ, ଯାହାଙ୍କଠାରେ ପ୍ରଭୁ … ସମୟ” (ଦେଖ: /WA-Catalog/or_tm?section=translate#figs-rquestion)

give them their food

ପ୍ରଭୁଙ୍କ ଗୃହରେ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟ ଦିଏ

Matthew 24:47

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କର ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବାରୋପ କରେ I

Matthew 24:48

ଯୀଶୁ ବ୍ୟାଖ୍ୟା ଶେଷ କରିବା ନିମନ୍ତେ ଜଣେ ଗୃହକର୍ତ୍ତାଙ୍କ ନିତିକଥା ବ୍ୟବହାର କରୁଛନ୍ତି ଯାହା ତାହାଙ୍କ ଆଗମନ ନିମନ୍ତେ ଯେପରି ତାଙ୍କର ଶିଷ୍ୟମାନେ ଜାଗ୍ରତ ରହିବେ I (ଦେଖ: /WA-Catalog/or_tm?section=translate#writing-proverbs)

says in his heart

ଏଠାରେ “ହୃଦୟ” ମନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମନରେ ଚିନ୍ତା କଲେ” (ଦେଖ: /WA-Catalog/or_tm?section=translate#figs-metonymy)

My master has been delayed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ପ୍ରଭୁଙ୍କ ଆଗମନ ବିଳମ୍ବ ହେଉଅଛି” କିମ୍ବା “ମୋହର ପ୍ରଭୁ ଦୀର୍ଘ ଦିନ ଧରି ଆଗମନ କରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 24:50

on a day that the servant does not expect and at an hour that he does not know

ଉଭୟ ଉକ୍ତିର ଅର୍ଥ ସମାନ ଅଟେ I ସେଗୁଡିକ ଗୁରୁତ୍ବାରୋପ କରନ୍ତି ଯେ ଦାସମାନେ ତାହାଙ୍କୁ ଆଶା କରୁ ନଥିବା ସମୟରେ ପ୍ରଭୁଙ୍କର ଆଗମନ ହେବ I (ଦେଖ: /WA-Catalog/or_tm?section=translate#figs-parallelism)

Matthew 24:51

cut him in pieces

ଏହା ଏକ ରୁଢିପଦ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତିଙ୍କୁ ଭୟଙ୍କର ଦୁଖଭୋଗ କରିବାକୁ ହେବ I (ଦେଖ: /WA-Catalog/or_tm?section=translate#figs-idiom)

assign him a place with the hypocrites

କପଟୀମାନଙ୍କ ସହିତ ତାହାର ଅଂଶ ନିରୁପଣ କର କିମ୍ବା “ଯେଉଁ ସ୍ଥାନକୁ କପଟୀମାନଙ୍କୁ ପଠା ଯାଇଛି ତାହଙ୍କୁ ସେହି ସ୍ଥାନକୁ ପଠାଇ ଦିଅ”

there will be weeping and grinding of teeth

ଦାନ୍ତର କିଡିମିଡି ଏଠାରେ ସାଙ୍କେତିକ କାର୍ଯ୍ୟ ଅଟେ, ଭୀଷଣ ଦୁଖଭୋଗକୁ ଉପସ୍ଥାପନ କରେ I ଦେଖ ତୁମେ ଏହାକୁ ମାଥିଉ ୮:୧୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ଦୁଖଭୋଗ ହେତୁ ଲୋକମାନେ ପ୍ରହାରିତ ହେବେ ଓ ସେମାନଙ୍କର ଦନ୍ତ କିଡିମିଡି ହେବ” (ଦେଖ: /WA-Catalog/or_tm?section=translate#translate-symaction)