Matthew 8

ମାଥିଉ ୦୮ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟର ଏକ ନୁତନ ଭାଗ ଆରମ୍ଭ କରେ I

ଏହି ଅଧ୍ୟାୟରେ ବିଶେଷ ଧାରଣା

ଆଶ୍ଚର୍ଯ୍ୟକର୍ମ

ଯୀଶୁ ଦେଖାଇବା ନିମନ୍ତେ ଆଶ୍ଚର୍ଯ୍ୟକର୍ମ କଲେ ଯାହା ସେ ସମସ୍ତ ବିଷୟକୁ ନିୟନ୍ତ୍ରଣାଧିନ କରିବେ ଯାହା ଅନ୍ୟକେହି କରିପାରିବେ ନାହିଁ I ସେ ମଧ୍ୟ ଦେଖାଇଲେ ଯେ ତାହାଙ୍କୁ ଉପାସନା କରିବା ଉପଯୁକ୍ତ ଅଟନ୍ତି ଯେହେତୁ ସେ ଆଶ୍ଚର୍ଯ୍ୟକର୍ମ କରି ପାରନ୍ତି I (ଦେଖ: /WA-Catalog/or_tw?section=kt#authority)

Matthew 8:1

General Information:

ଏହା ବିବରଣୀରେ ନୁତନ ଭାଗର ଆରମ୍ଭ ଅଟେ ଯେଉଁଠାରେ ଯୀଶୁ ଲୋକମାନଙ୍କୁ ସୁସ୍ଥତା କରିବାର ବିବରଣୀ ଅଟେ I ଏହି ବିଷୟବସ୍ତୁ [ମାଥିଉ ୯:୩୫] (../09/35.md)ରେ ଜାରି ରହିଛି I (ଦେଖ:/WA-Catalog/or_tm?section=translate#writing-newevent)

When Jesus had come down from the hill, large crowds followed him

ଯୀଶୁ ପର୍ବତରୁ ଓହ୍ଲାଇ ଆସନ୍ତେ, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ I ବହୁସଂଖ୍ୟକ ଲୋକ ସଂଯୁକ୍ତ ହୋଇଥାଇ ପାରନ୍ତି ଯେଉଁମାନେ ତାହାଙ୍କ ସହିତ ପର୍ବତରେ ଥିଲେ ଓ ଯେଉଁ ଲୋକମାନେ ତାହାଙ୍କ ସହିତ ନଥିଲେ I

Matthew 8:2

Behold

“ଆଉ ଦେଖ” ଆମ୍ଭମାନଙ୍କୁ ବିବରଣୀର ନୁତନ ବ୍ୟକ୍ତିଙ୍କ ବିଷୟରେ ସାବଧାନ କରାଇ ଦିଏ I ତୁମ ଭାଷାରେ ଏହାକୁ ପ୍ରକାଶ କରିବା ନିମନ୍ତେ ଭିନ୍ନ ମାଧ୍ୟମ ଥାଇପାରେ I

a leper

ଜଣେ କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତି କିମ୍ବା “ଜଣେ ବ୍ୟକ୍ତି ଯାହାର ଚର୍ମ ରୋଗ ହୋଇଥିଲା”

bowed before him

ଏହା ଯୀଶୁଙ୍କ ସମ୍ମୁଖରେ ନମ୍ରତାର ଏକ ପରିଚୟ ଅଟେ I (ଦେଖ: /WA-Catalog/or_tm?section=translate#translate-symaction)

if you are willing

ଯଦି ଆପଣ ଇଛା କରନ୍ତି କିମ୍ବା “ଯଦି ଆପଣ ଚାହାନ୍ତି” I କୁଷ୍ଠୀ ଜାଣିଥିଲା ଯେ ଯୀଶୁଙ୍କର ତାହାକୁ ସୁସ୍ଥ କରିବାର କ୍ଷମତା ଅଛି, କିନ୍ତୁ ସେ ଜାଣି ନଥିଲା ଯେ ଯୀଶୁ ତାହାକୁ ସ୍ପର୍ଶ କରିବେ କି ନାହିଁ I

you can make me clean

ଏଠାରେ “ଶୁଚି”ର ଅର୍ଥ ସୁସ୍ଥତା ପାଇବା ଓ ପୁଣିଥରେ ସମାଜରେ ବାସ କରିବା I ଅନ୍ୟ ଏକ ଅନୁବାଦରେ: “ତୁମେ ମୋତେ ଶୁଚି କରିପାର” କିମ୍ବା “ ଦୟାକରି ମୋତେ ସୁସ୍ଥ କରନ୍ତୁ” (ଦେଖ: /WA-Catalog/or_tm?section=translate#figs-idiom)

Matthew 8:3

Be clean

ଏପରି କହିବା ଦ୍ବାରା, ଯୀଶୁ ସେହି ବ୍ୟକ୍ତିଙ୍କୁ ସୁସ୍ଥ କଲେ I (ଦେଖ: /WA-Catalog/or_tm?section=translate#figs-imperative)

Immediately he was cleansed

ସେହିକ୍ଷଣି ସେ ଶୁଚି ହେଲା

he was cleansed of his leprosy

ଯୀଶୁଙ୍କ କହିବାର ପରିଣାମ “ଶୁଚି ହୁଅ” ଥିଲା ଯେ ସେହି ବ୍ୟକ୍ତି ସୁସ୍ଥ ହେଲା I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ସୁସ୍ଥ ହେଲା” କିମ୍ବା “କୁଷ୍ଠ ତାହାକୁ ଛାଡି ଗଲା” କିମ୍ବା “କୁଷ୍ଟ ରୋଗ ଶେଷ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)

Matthew 8:4

to him

ଏହା ସେହି ବ୍ୟକ୍ତିଙ୍କୁ ବୁଝାଏ ଯାହାକୁ ଯୀଶୁ ସୁସ୍ଥ କରିଥିଲେ

say nothing to any man

କାହାକୁ କୁହ ନାହିଁ କିମ୍ବା “ମୁଁ ସୁସ୍ଥତା କରିଅଛି ବୋଲି କାହାକୁ କୁହ ନାହିଁ”

show yourself to the priest

ଯିହୁଦୀମାନଙ୍କ ବ୍ୟବସ୍ଥା ଆବଶ୍ୟକ କରେ ଯେ ସୁସ୍ଥତା ପାଇଥିବା ବ୍ୟକ୍ତି ଯାଜକଙ୍କୁ ଦେଖାଇବ, ତାପରେ ସେ ତାହାକୁ ଅନୁମତି ଦେବେ କିମ୍ବା ସମାଜକୁ ଫେରିବା ନିମନ୍ତେ ଅନୁମତି ଦେବେ, ଯେପରି ସେ ଅନ୍ୟ ଲୋକମାନଙ୍କ ସହ ବାସ କରିବ I (ଦେଖ:/WA-Catalog/or_tm?section=translate#figs-explicit)

offer the gift that Moses commanded, for a testimony to them

ମୋଶାଙ୍କ ବ୍ୟବସ୍ଥା ଆବଶ୍ୟକ କରେ ଯେ କେହିଜଣେ କୁଷ୍ଠ ରୋଗରୁ ସୁସ୍ଥ ହେଲେ ସେ ଧନ୍ୟବାଦାର୍ଥକ ନୈବେଦ ଯାଜକଙ୍କୁ ଦେବ I ଯେତେବେଳେ ଯାଜକ ନୈବେଦ୍ୟ ଗ୍ରହଣ କରନ୍ତି, ଲୋକମାନେ ଜ୍ଞାତ ହେବେ ଯେ ସେହି ବ୍ୟକ୍ତି କୁଷ୍ଠ ରୋଗରୁ ସୁସ୍ଥତା ପାଇଅଛି I କୁଷ୍ଠ ମାନଙ୍କୁ ସମାଜଚ୍ୟୁତ, ଗୋଷ୍ଥିରୁ ବହିଷ୍କାର କରାଯାଏ, ଯେପର୍ଯ୍ୟନ୍ତ ସେମାନଙ୍କର ସୁସ୍ଥତାର ପ୍ରମାଣ ମିଳିନାହିଁ I (ଦେଖ:/WA-Catalog/or_tm?section=translate#figs-explicit)

to them

ଏହା ସମ୍ଭବତଃ ବୁଝାଏ ୧) ଯାଜକ କିମ୍ବା ୨) ସମସ୍ତ ଲୋକ କିମ୍ବା ୩) ଯୀଶୁଙ୍କ ସମାଲୋଚକ I ଯଦି ସମ୍ଭବ ହୁଏ, ସର୍ବନାମ ବ୍ୟବହାର କର ଯେପରି ଏଗୁଡିକ ମଧ୍ୟରୁ କାହାକୁ ବୁଝାଉଥିବ I (ଦେଖ: /WA-Catalog/or_tm?section=translate#figs-pronouns)

Matthew 8:5

Connecting Statement:

ଏଠାରେ ଦୃଶ୍ବ ଅନ୍ୟ ଏକ ସମୟ ଓ ସ୍ଥାନକୁ ସ୍ଥାନାନ୍ତର ହୁଏ ଏବଂ ଯୀଶୁ ଆଉଜଣେ କୁଷ୍ଠ ରୋଗୀ କୁ ସୁସ୍ଥତା କରିବା ବିଷୟ ପ୍ରକାଶ କରେ I

came to him and asked him

ଏଠାରେ “ତାହାଙ୍କୁ” ଅର୍ଥ ଯୀଶୁକୁ ବୁଝାଏ I

Matthew 8:6

paralyzed

ଗତି କରିପାରୁ ନଥିବା କିମ୍ବା ପକ୍ଷାଘାତ ରୋଗରେ ଆକ୍ରାନ୍ତ

Matthew 8:7

Jesus said to him

ଯୀଶୁ ଶତସେନାପତିଙ୍କୁ କହିଲେ

I will come and heal him

ମୁଁ ତୁମ ଘରକୁ ଆସିବି ଓ ତୁମର ଦାସଙ୍କୁ ସୁସ୍ଥ କରିବି

Matthew 8:8

under my roof

ଏହା ଏକ ରୁଢି ଅଟେ ଯାହା ଘର ଭିତରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ”ମୋ ଘରେ ପାଦ ପକାଇବେ” (ଦେଖ: /WA-Catalog/or_tm?section=translate#figs-idiom)

say the word

ଏଠାରେ “ବାକ୍ୟ” ଆଦେଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ପଡେ ଆଜ୍ଞା କରନ୍ତୁ ” (ଦେଖ: /WA-Catalog/or_tm?section=translate#figs-metonymy)

will be healed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସୁସ୍ଥ ହେବ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 8:9

who is placed under authority

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ପରାଧିନ ମନୁଷ୍ୟ” (ଦେଖ: /WA-Catalog/or_tm?section=translate#figs-activepassive)

under authority ... under me

କାହାରି “ପରାଧିନ” ହେବା ଅର୍ଥ ଏତେ ଗୁରୁତ୍ବ ନୁହେ ଓ କାହାରି ଆଦେଶର ବାଧ୍ୟହେବା ଗୁରୁତ୍ବପୁର୍ଣ୍ଣ ଅଟେ I (ଦେଖ: /WA-Catalog/or_tm?section=translate#figs-idiom)

Matthew 8:10

Truly I say to you

ମୁଁ ତୁମକୁ ସତ୍ୟ କହୁଅଛି, ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଉକ୍ତିକୁ ଗୁରୁତ୍ବାରୋପ କରେ I

I have not found anyone with such faith in Israel

ଯୀଶୁଙ୍କ ଶ୍ରୋତାମାନେ ଭାବିଥିବେ ଯେ ଇସ୍ରାଏଲର ଯିହୁଦୀ ମାନେ, ଯେଉଁମାନେ ଈଶ୍ବରଙ୍କ ସନ୍ତାନ ବୋଲି ଦାବି କରନ୍ତି, ଅନ୍ୟମାନଙ୍କ ଠାରୁ ସେମାନଙ୍କର ବିଶ୍ବାସ ବଡ ହୋଇପାରେ I ଯୀଶୁ କହୁଛନ୍ତି ସେମାନେ ଭ୍ରାନ୍ତ ଅଟନ୍ତି ଓ ଶତସେନାପତିର ବିଶ୍ବାସ ବଡ ଥିଲା I (ଦେଖ: /WA-Catalog/or_tm?section=translate#figs-explicit)

Matthew 8:11

you

ଏଠାରେ “ତୁମେ” ବହୁବଚନ ଅଟେ ଓ “ଯେଉଁମାନେ ମାଥିଉ ୮:୧୦ରେ ଅନୁଗମନ କରନ୍ତି” ତାହାଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

from the east and the west

ବିପରିତ ବୋଧକ “ପୂର୍ବ” ଓ “ପଶ୍ଚିମ” ବ୍ୟବହାର କରି “ସବୁଠାରେ” କହିବାର ଏକ ଶୈଳୀ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଦିଗରୁ” କିମ୍ବା “ବହୁ ଦୁର ଦୁରାନ୍ତରୁ” (ଦେଖ:/WA-Catalog/or_tm?section=translate#figs-merism)

recline at the table

ସେହି ସଂସ୍କୃତିରେ ଲୋକମାନେ ଭୋଜନରେ ବସିବେ I ଏହି ବାକ୍ୟାଂଶ ସୁଚିତ କରେ ଯେ ସେହି ଭୋଜନରେ ବସିଥିବା ସମସ୍ତ ଲୋକମାନେ ସେହି ପରିବାରର ଓ ଅତିନିକଟ ବନ୍ଧୁ ଅଟନ୍ତି I ଈଶ୍ବରଙ୍କ ରାଜ୍ୟରେ ଆନନ୍ଦ ବାରମ୍ବାର କୁହାଯାଇଛି ଯେପରି ସେଠାରେ ଥିବା ଲୋକମାନେ ଭୋଜନପାନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ପରିବାର ଓ ବନ୍ଧୁବର୍ଗ ସଦୃଶ ବସବାସ କର” (ଦେଖ: /WA-Catalog/or_tm?section=translate#figs-metonymy)

in the kingdom of heaven

ଏଠାରେ “ସ୍ବର୍ଗ ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଉଲ୍ଲେଖ କରାଯାଇଛି I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦକୁ ରଖ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମୟରେ ଆମ୍ଭର ସ୍ବର୍ଗସ୍ଥ ପିତା ଦେଖାଇବେ ଯେ ସେ ରାଜା ଅଟନ୍ତି “ (ଦେଖ: /WA-Catalog/or_tm?section=translate#figs-metonymy)

Matthew 8:12

the sons of the kingdom will be thrown

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ରାଜ୍ୟର ସନ୍ତାନଗଣକୁ ବାହାରେ ପକାଇବେ” (ଦେଖ: /WA-Catalog/or_tm?section=translate#figs-activepassive)

the sons of the kingdom

ଏଠାରେ “ବାହାରେ ଅନ୍ଧକାର” ଏକ ସ୍ଥାନ ନିମନ୍ତେ ଏକ ରୁପକ ଅଟେ ଯେଉଁଠାକୁ ଈଶ୍ବର ସେମାନଙ୍କୁ ପଠାଇବେ ଯେଉଁମାନେ ସେଗୁଡିକୁ ପ୍ରତ୍ୟାଖ୍ୟାନ କରନ୍ତି I ଏହା ଏକ ସ୍ଥାନ ଅଟେ ଯାହା ସମ୍ପୁର୍ଣରୁପେ ଅନନ୍ତକାଳ ନିମନ୍ତେ ଈଶ୍ବରଙ୍କଠାରୁ ପୃଥକ ଅଟେ I ଅନ୍ୟ ଏକ ଅନୁବାଦରେ: ଈଶ୍ବରଙ୍କଠାରୁ ବହୁଦୁରରେ ଅନ୍ଧକାର ସ୍ଥାନ” (ଦେଖ: /WA-Catalog/or_tm?section=translate#figs-metonymy)

the outer darkness

ଏଠାରେ “ଦନ୍ତର କିଡିମିଡି” ଏକ ପ୍ରତୀକାତ୍ମକ କାର୍ଯ୍ୟ ଅଟେ, ଅତ୍ୟନ୍ତ ଦୁଃଖଦାୟକ ଓ କ୍ଲେଶଭୋଗକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ରୋଦନ ଏବଂ ସେମାନଙ୍କ ଯନ୍ତ୍ରଣା ଭୋଗକୁ ଦେଖାଏ” (ଦେଖ:/WA-Catalog/or_tm?section=translate#figs-irony)

weeping and grinding of teeth

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ତେଣୁ ଆମ୍ଭେ ତୁମମାନଙ୍କ ନିମନ୍ତେ ଏହା କରିବା” (ଦେଖ: /WA-Catalog/or_tm?section=translate#figs-metonymy)

Matthew 8:13

so may it be done for you

ଏଠାରେ “ବାହାରେ ଅନ୍ଧକାର” ଏକ ସ୍ଥାନ ନିମନ୍ତେ ଏକ ରୁପକ ଅଟେ ଯେଉଁଠାକୁ ଈଶ୍ବର ସେମାନଙ୍କୁ ପଠାଇବେ ଯେଉଁମାନେ ସେଗୁଡିକୁ ପ୍ରତ୍ୟାଖ୍ୟାନ କରନ୍ତି I ଏହା ଏକ ସ୍ଥାନ ଅଟେ ଯାହା ସମ୍ପୁର୍ଣରୁପେ ଅନନ୍ତକାଳ ନିମନ୍ତେ ଈଶ୍ବରଙ୍କଠାରୁ ପୃଥକ ଅଟେ I ଅନ୍ୟ ଏକ ଅନୁବାଦରେ: ଈଶ୍ବରଙ୍କଠାରୁ ବହୁଦୁରରେ ଅନ୍ଧକାର ସ୍ଥାନ” (ଦେଖ: /WA-Catalog/or_tm?section=translate#translate-symaction)

the servant was healed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ସେହି ଦାସକୁ ସୁସ୍ଥ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

at that very hour

ଉପଯୁକ୍ତ ସମୟରେ ଯୀଶୁ କହିଲେ ସେ ସେହି ଦାସକୁ ସୁସ୍ଥ କରିବେ

Matthew 8:14

Connecting Statement:

ଏଠାରେ ବିବରଣୀ ଏକ ଭିନ୍ନ ସମୟ ଓ ସ୍ଥାନକୁ ସ୍ଥାନାନ୍ତରିତ ହୁଏ ଓ ଯୀଶୁ ଆଉଜଣେ ବ୍ୟକ୍ତିଙ୍କୁ ସୁସ୍ଥ କରୁଥିବା କହେ I

Jesus had come

ଶିଷ୍ୟମାନେ ହୁଏତ ଯୀଶୁଙ୍କ ସହିତ ଥିଲେ, କିନ୍ତୁ ବିବରଣୀ ଯୀଶୁ କଣ କହିଲେ ଓ କଲେ ତାହାକୁ କେନ୍ଦୃଭୁତ କରେ, ଏଣୁ ଶିଷ୍ୟମାନଙ୍କୁ ଯଦି କେବଳ ଆବଶ୍ବକ ହୁଏ ଭୁଲ ଅର୍ଥ ପରିତ୍ୟାଗ କରିବା ନିମନ୍ତେ ସୂଚନା ଦେଲେ I

Peter's mother-in-law

ପିତରଙ୍କ ସ୍ତ୍ରୀଙ୍କ ମାତା

Matthew 8:15

the fever left her

ଯଦି ତୁମ ଭାଷାରେ ଏହି ବ୍ୟକ୍ତିତ୍ଵକୁ ବୁଝି ପାରିବେ ଯେ ଜ୍ବର ଆପଣାଛାଏଁ ଭାବି କାର୍ଯ୍ୟ କରେ, ତେବେ ଏହାକୁ “ସେ ଭଲ ହେଲେ” କିମ୍ବା “ଯୀଶୁ ତାଙ୍କୁ ସୁସ୍ଥ କଲେ” ସଦୃଶ ଅନୁବାଦ କରାଯାଇପାରିବ I” (ଦେଖ: /WA-Catalog/or_tm?section=translate#figs-personification)

got up

ଶଯ୍ୟାରୁ ଉଠିଲେ

Matthew 8:16

General Information:

୧୭ ପଦରେ, ମାଥିଉ ଯିଶାଇୟ ଭାବାବାଦୀଙ୍କୁ ଉଦ୍ଧୃତ କରି ଦେଖାଇବାକୁ ଚାହାନ୍ତି ଯେ ଯୀଶୁଙ୍କ ସୁସ୍ଥକାରୀ ସେବାକାର୍ଯ୍ୟରେ ଭାବବାଣୀର ସଫଳ ହେଲା I

Connecting Statement:

ଏଠାରେ ଦୃଶ୍ବ ସେହିଦିନ ସନ୍ଧ୍ୟାକୁ ସ୍ଥାନାନ୍ତରିତ ହୁଏ ଓ ଯୀଶୁ ଆହୁରି ଅନେକ ଲୋକଙ୍କୁ ସୁସ୍ଥ କଲେ ଓ ଭୁତ ଛଡାଇବା କୁହେ I

When evening had come

ଯେହେତୁ ଯିହୁଦୀମାନେ ବିଶ୍ରାମବାରରେ କୌଣସି କାର୍ଯ୍ୟ କରନ୍ତି ନାହି କିମ୍ବା ଯାତ୍ରା କରନ୍ତି ନାହିଁ, ଏଣୁ “ସଂଧ୍ୟା ସମୟ” ବିଶ୍ରାମବାରର ପରଦିନକୁ ବୁଝାଏ I ସେମାନେ ଯୀଶୁଙ୍କୁ ଲୋକମାନଙ୍କ ନିକଟକୁ ଆଣିବା ନିମନ୍ତେ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କଲେ I ତୁମେ କୌଣସି ଭୁଲ ଅର୍ଥଠାରୁ ଦୁରରେ ରହିବା ନିମନ୍ତେ ବିଶ୍ରାମବାର ଉଲ୍ଲେଖ କରିବା ଆବଶ୍ୟକ ନାହିଁ I (ଦେଖ: /WA-Catalog/or_tm?section=translate#figs-explicit)

many who were possessed by demons

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅନେକ ଭୁତଗ୍ରସ୍ତ ଲୋକ” ବା “ ଭୁତମାନଙ୍କ ଅଧିନରେ ଥିବା ଅନେକ ଲୋକ” (ଦେଖ:/WA-Catalog/or_tm?section=translate#figs-activepassive)

He drove out the spirits with a word

ଏଠାରେ “ବାକ୍ୟ” ଆଦେଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ଭୁତଗୁଡାକୁ ଛାଡିଯିବା ନିମନ୍ତେ ଅଜ୍ଞା ଦେଲେ” (ଦେଖ:/WA-Catalog/or_tm?section=translate#figs-metonymy)

Matthew 8:17

was fulfilled that which had been spoken by Isaiah the prophet

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଯିଶାଇୟ ଭାବବାଦୀଙ୍କ ଦ୍ବାରା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଉକ୍ତ ଏହି ବାକ୍ୟ ସଫଳ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

took our sickness and bore our diseases

ମାଥିଉ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରିଛନ୍ତି I ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାଧାରଣତଃ ସମାନ ଓ ସେ ଆମ୍ଭମାନଙ୍କ ସମସ୍ତ ରୋଗ ସୁସ୍ଥତା କରିବାକୁ ଗରୁତ୍ବ ଦିଏ I ଅନ୍ୟ ଏକ ଅନୁବାଦରେ: “ସେ ସେମାନଙ୍କୁ ସୁସ୍ଥ କଲେ ଓ ବ୍ୟାଧିସବୁ ବହନ କଲେ” (ଦେଖ:/WA-Catalog/or_tm?section=translate#figs-parallelism)

Matthew 8:18

Connecting Statement:

ଏଠାରେ ଦୃଶ୍ୟ ସ୍ଥାନାନ୍ତର ହୁଏ ଓ ଯେଉଁମାନେ ଯୀଶୁଙ୍କୁ ଅନୁଗମନ କରିବାକୁ ଚାହୁଁଥିଲେ ସେମାନଙ୍କୁ ଉତ୍ତର ଦେଇ କହେ I

Now

ଏହି ବାକ୍ୟ ବିବରଣୀର ମୁଖ୍ୟ ଧାରାକୁ ବିରତି ଦେବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀର ନୁତନ ଭାଗ ବର୍ଣ୍ଣନା କରନ୍ତି I

he gave instructions

ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ

Matthew 8:19

Then

ଏହାର ଅର୍ଥ ଯୀଶୁ “ଉପଦେଶ ଦେବା” ପରେ କିନ୍ତୁ ପୂର୍ବରୁ ସେ ନୌକାରେ ଚଢି ସାରିଥିଲେ I

wherever

କୌଣସି ସ୍ଥାନକୁ ଯିବା ନିମନ୍ତେ

Matthew 8:20

Foxes have holes, and the birds of the sky have nests

ଯୀଶୁ ଏହି ଉପଦେଶ ଦ୍ବାରା ଉତ୍ତର ଦେଲେ I ଏହାର ଅର୍ଥ ଏପରିକି ବନ୍ୟପ୍ରାଣୀଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ଅଛି I (ଦେଖ:/WA-Catalog/or_tm?section=translate#writing-proverbs)

Foxes

କୋକିଶିଆଳି କୁକୁର ସଦୃଶ ପ୍ରାଣୀ ଅଟନ୍ତି I ସେମାନେ ବସାବାନ୍ଧି ରହୁଥିବା ପକ୍ଷୀ ଓ ଅନ୍ୟ ଛୋଟ ପଶୁମାନଙ୍କୁ ଖାଆନ୍ତି I ଯଦି ତୁମ ଅଞ୍ଚଳରେ କୋକିଶିଆଳି ଅପରିଚିତ ଅଟନ୍ତି, କୁକୁର ସଦୃଶ ପଶୁ କିମ୍ବା ଅନ୍ୟ ରକ୍ତପିପାଶୁ ପଶୁ ନିମନ୍ତେ ବ୍ୟବହୃତ ନାମ ଉଲ୍ଲେଖ କର I (ଦେଖ:/WA-Catalog/or_tm?section=translate#translate-unknown)

holes

କୋକିଶିଆଳି ଭୁମିରେ ଗର୍ତ୍ତ କରି ବାସ କରେ I “କୋକିଶିଆଳି” ବାସ କରୁଥିବା ଉପଯୁକ୍ତ ଶବ୍ଦ ବ୍ୟବହାର କର ଯେଉଁଠାରେ “କୋକିଶିଆଳି” ନିମନ୍ତେ ବ୍ୟବହୃତ ପଶୁ ବାସ କରେ I

the Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ:/WA-Catalog/or_tm?section=translate#figs-123person)

nowhere to lay his head

ଏହା ବିଶ୍ରାମସ୍ଥାନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାଙ୍କର ନିଜର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନଥିଲା” (ଦେଖ:/WA-Catalog/or_tm?section=translate#figs-idiom)

Matthew 8:21

allow me first to go and bury my father

ଏହା ଅସ୍ପଷ୍ଟ ଯେ ସେହିସମୟ ବେଳକୁ ସେହି ବ୍ୟକ୍ତିର ପିତା ମୃତ୍ୟୁବରଣ କରିଥିଲେ ଓ ସେ ତାଙ୍କୁ ଶୀଘ୍ର ସମାଧି ଦେବେ, କିମ୍ବା ଯଦି ସେହି ବ୍ୟକ୍ତି ତାଙ୍କର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିବାକୁ ଚାହୁଁଥିଲେ ଯେପରି ସେ ସମାଧି ଦେଇ ପାରିବେ I ମୁଖ୍ୟ ବିଷୟ ଯେ ବ୍ୟକ୍ତି ଜଣକ ଯୀଶୁଙ୍କୁ ଅନୁଗମନ କରିବା ପୂର୍ବରୁ ଅନ୍ୟକିଛି କରିବାକୁ ଚାହୁଁଥିଲେ I

Matthew 8:22

leave the dead to bury their own dead

ଯୀଶୁଙ୍କର ଆକ୍ଷରିକ ଅର୍ଥ ଏହା ନଥିଲା ଯେ ମୃତମାନେ ଆପଣାର ମୃତଲୋକଙ୍କୁ ସମାଧି ଦେବେ I “ମୃତମାନଙ୍କ” ସାମ୍ଭାବିତ ଅର୍ଥଗୁଡିକ ୧) ଯେଉଁମାନେ ଶୀଘ୍ର ମାରିବାକୁ ଯାଉଛନ୍ତି ସେମାନଙ୍କ ନିମନ୍ତେ ଏକ ରୁପକ ଅଟେ, କିମ୍ବା ୨) ଯେଉଁମାନେ ଯୀଶୁଙ୍କୁ ଅନୁଗମନ କରନ୍ତି ନାହି ଓ ଆତ୍ମିକ ଜୀବନରେ ମୃତ ସେମାନଙ୍କ ନିମନ୍ତେ ଏକ ରୁପକ ଅଟେ I ମୁଖ୍ୟ ବିଷୟ ଯେ ଜଣେ ଶିଷ୍ୟ ଯୀଶୁଙ୍କୁ ଅନୁଗମନ କରିବା ନିମନ୍ତେ କୌଣସି ବିଷୟରେ ହେଳା କରିବା ଉଚିତ ନୁହେଁ I (ଦେଖ:/WA-Catalog/or_tm?section=translate#figs-metaphor)

Matthew 8:23

Connecting Statement:

ଏଠାରେ ଦୃଶ୍ୟ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଗାଲିଲି ସମୁଦ୍ର ପାର ହେଉଥିବା ବେଳେ ଝଡକୁ ଶାନ୍ତ କରିବା ନିକଟକୁ ସ୍ଥାନାନ୍ତରିତ ହୁଏ I

entered a boat

ନୌକାରେ ଚଢି

his disciples followed him

“ଶିଷ୍ୟ” ଓ “ଅନୁଗମନକାରୀ” ନିମନ୍ତେ ([ମାଥିଉ 8:21-22] (./21.md))ରେ ବ୍ୟବହାର କରିଥିବା ସମାନ ଶବ୍ଦ ବ୍ୟବହାର କର I

Matthew 8:24

Behold

ଏହା ବୃହତ୍ତ ବିବରଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ତୁମ ଭାଷାରେ ଏପରି କହିବା ନିମନ୍ତେ ହୁଏତ ଅନ୍ୟ ଉପାୟ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ହଠାତ” ବା “ବିନା ସଚେତନ”ରେ

there arose a great storm on the sea

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମୁଦ୍ରରେ ଏପରି ପ୍ରବଳ ଝଡ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)

so that the boat was covered with the waves

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତରଙ୍ଗରେ ନୌକାଟି ଅଛାଦିତ ହେବାକୁ ଲାଗିଲା” (ଦେଖ: /WA-Catalog/or_tm?section=translate#figs-activepassive)

Matthew 8:25

woke him up, saying, ""Save us

ସାମ୍ଭାବିତ ଅର୍ଥଗୁଡିକ ୧) ସେମାନେ ପ୍ରଥମେ ଯୀଶୁଙ୍କୁ ଶୟନରୁ ଉଠାଇଲେ ଓ କହିଲେ, “ଆମମାନଙ୍କୁ ରକ୍ଷା କରନ୍ତୁ” କିମ୍ବା ୨) ଯେତେବେଳେ ସେମାନେ ଯୀଶୁଙ୍କୁ ଉଠାଇଲେ, ସେମାନେ କହୁଥିଲେ “ଆମମାନଙ୍କୁ ରକ୍ଷା କରନ୍ତୁ I”

us ... we

ଯଦି ତୁମେ ଏହି ଶବ୍ଦଗୁଡିକ ଅନ୍ତର୍ଭୁକ୍ତ କରି କିମ୍ବା ନିବାରକ କରି ଅନୁବାଦ ଆବଶ୍ୟକ କର, ତେବେ ଅନ୍ତର୍ଭୁକ୍ତ କରିବା ଉପଯୁକ୍ତ ଅଟେ I ଶିଷ୍ୟମାନେ ହୁଏତ ଚାହୁଁଥିଲେ ଯେ ଯୀଶୁ ଆପଣାକୁ ଓ ଶିଷ୍ୟମାନଙ୍କୁ ବୁଡିଯିବାରୁ ରକ୍ଷା କରନ୍ତୁ I (ଦେଖ: /WA-Catalog/or_tm?section=translate#figs-inclusive)

we are about to die

ଆମେ ମଲୁ

Matthew 8:26

to them

ଶିଷ୍ୟ ମାନେ

Why are you afraid ... faith?

ଯୀଶୁ ଶିଷ୍ୟମାନଙ୍କୁ ଅଳଙ୍କାରିକ ପ୍ରଶ୍ନ ଦ୍ବାରା ଧମକ ଦେଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କାହିଁକି ଏତେ ଭୀରୁ…ବିଶ୍ବାସ କର” କିମ୍ବା “ତୁମ୍ଭେମାନେ ଭୟଭୀତ ହେବାର କୌଣସି କାରଣ ନାହିଁ… ବିଶ୍ବାସ କର” (ଦେଖ: /WA-Catalog/or_tm?section=translate#figs-rquestion)

you of little faith

ତୁମ୍ଭମାନଙ୍କ ମଧ୍ୟରୁ ଯାହାର ଅଳ୍ପ ବିଶ୍ବାସ ଅଛି I ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଏପରି କହୁଛନ୍ତି ଯେହେତୁ ସେମାନେ ଝଡ ଦେଖି ଭୟଭୀତ ହୋଇ ଯାଇଥିଲେ କାରଣ ତାହାଙ୍କର ଯୀଶୁଙ୍କ ଉପରେ ଅଳ୍ପମାତ୍ର ବିଶ୍ବାସ ଥିଲା I ଦେଖ ତୁମେ ଏହାକୁ [ମାଥିଉ ୬:୩୦] (../06/30.md)ରେ ଅନୁବାଦ କରିଅଛ I

Matthew 8:27

What sort of man is this, that even the winds and the sea obey him?

ଏପରିକି ପବନ ଓ ସମୁଦ୍ର ତାହାଙ୍କ ଆଜ୍ଞା ମାନନ୍ତି ! ଏ କିପରି ବ୍ୟକ୍ତି ଅଟନ୍ତି ? ଏହି ଅଳଙ୍କାରିକ ପ୍ରଶ୍ନ ଶିଷ୍ୟମାନଙ୍କ ଆଶ୍ଚର୍ଯ୍ୟ ହେବା ବିଷୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: ଅନ୍ୟମାନଙ୍କ ପରି ଏପରି ବ୍ୟକ୍ତିଙ୍କୁ ଆମ୍ଭେ କେବେ ଦେଖିନାହୁଁ ! ଏପରିକି ପବନ ଓ ସମୁଦ୍ର ତାହାଙ୍କ ଆଜ୍ଞା ମାନନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

even the winds and the sea obey him

କାରଣ ଲୋକମାନେ କିମ୍ବା ପ୍ରାଣୀ ଆଜ୍ଞା ମାନିବା କିମ୍ବା ନମାନିଵା ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ, କିନ୍ତୁ ପବନ ଓ ଜଳ ଅଜ୍ଞା ମାନିବା ପ୍ରକୃତରେ ଆଶ୍ଚର୍ଯ୍ୟ ବିଷୟ ଅଟେ I ଏହି ବ୍ୟକ୍ତିତ୍ବ ବର୍ଣ୍ଣନା କରେ ଯେ ପ୍ରକୃତି ମଧ୍ୟ ମନୁଷ୍ୟ ସ୍ବରୁପ ଶୁଣନ୍ତି ଓ ପ୍ରତ୍ୟୁତ୍ତର କରନ୍ତି I (ଦେଖ: /WA-Catalog/or_tm?section=translate#figs-personification)

Matthew 8:28

Connecting Statement:

ଏଠାରେ ଲେଖକ ଯୀଶୁ ସୁସ୍ଥତା କରିବା ବିଷୟକୁ ଫେରନ୍ତି I ଏହା ଯୀଶୁ ଦୁଇଜଣ ଭୁତଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିବା ବିବରଣୀରୁ ଆରମ୍ଭ ହୁଏ I

to the other side

ଗାଲିଲି ସମୁଦ୍ରର ଆରପାରୀରେ

country of the Gadarenes

ଗଦରୀୟମାନେ ଗଦରୀୟ ନଗର ଅନୁସାରେ ନାମିତ ହେଲେ (ଦେଖ:/WA-Catalog/or_tm?section=translate#translate-names)

two men who were possessed by demons

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦୁଇଜଣ ଭୁତଗ୍ରସ୍ତ ଲୋକ” ବା “ଦୁଇଜଣ ଯାହାଙ୍କୁ ମନ୍ଦ ଆତ୍ମା ଅଧିକାର କରିଥିଲେ” (ଦେଖ:/WA-Catalog/or_tm?section=translate#figs-activepassive)

They ... were very violent, so that no traveler could pass that way

ମନ୍ଦ ଆତ୍ମା ଯାହା କବଳରେ ଏହି ଦୁଇଜଣକୁ କବଳିତ କରିଥିଲେ ଅତି ଭୟଙ୍କର ଥିଲେ ଯେ ଏପରିକି ସେହି ଅଞ୍ଚଳ ମଧ୍ୟଦେଇ କେହି ଯାଇ ପାରୁ ନଥିଲେ I

Matthew 8:29

Behold

ଏହା ବୃହତ ବିବରଣୀରେ ଅନ୍ୟ ଏକ ନୁତନ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ତୁମ ଭାଷାରେ ହୁଏତ ଏହା ଦେଖାଇବା ନିମନ୍ତେ ଉପାୟ ଥାଇପାରେ I

What do we have to do with you, Son of God?

ମନ୍ଦ ଆତ୍ମା ପ୍ରଶ୍ନ ବ୍ୟବହାର ହୋଇଛି କିନ୍ତୁ ସେମାନେ ଯୀଶୁଙ୍କ ବିରୋଧୀ ଥିଲେ I ଅନ୍ୟ ଏକ ଅନୁବାଦରେ: ହେ ଈଶ୍ବରଙ୍କ ପୁତ୍ର, ତୁମ୍ଭ ସାଂଗରେ ଆମମାନଙ୍କୁ ବ୍ୟଥିତ କରନାହି !” (ଦେଖ: /WA-Catalog/or_tm?section=translate#figs-rquestion)

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ, ଯାହା ଈଶ୍ବରଙ୍କ ସହିତ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ:/WA-Catalog/or_tm?section=translate#guidelines-sonofgodprinciples)

Have you come here to torment us before the set time?

ପୁଣି ଥରେ, ମନ୍ଦ ଆତ୍ମା ବିରୋଧ କରି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ନିରୁପିତ ସମୟ ପୂର୍ବରୁ ଆମମାନଙ୍କୁ ଦଣ୍ଡ ଦେବା ଦ୍ବାରା ତୁମେ ଈଶ୍ବରଙ୍କୁ ଅମାନ୍ୟ କରିବା ଉଚିତ ନୁହେ ଯେତେବେଳେ ସେ ଆମମାନଙ୍କୁ ଦଣ୍ଡ ଦେବେ !” (ଦେଖ:/WA-Catalog/or_tm?section=translate#figs-rquestion)

Matthew 8:30

Now

ଏହି ବାକ୍ୟ ମୁଖ୍ୟ ବିବରଣୀ ଧାରାରେ ଏକ ବିରତିକୁ ଏଠାରେ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଏଠାରେ ମାଥିଉ ଘୁଷୁରୀ ପଲ ବିଷୟରେ ପୃଷ୍ଥଭୁମିର ସୂଚନା ଦିଅନ୍ତି ଯାହା ଯୀଶୁ ପହଞ୍ଚିବା ପୂର୍ବରୁ ସେଠାରେ ଥିଲେ I (ଦେଖ:/WA-Catalog/or_tm?section=translate#writing-background)

Matthew 8:31

If you cast us out

ଏହା ସୁଚିତ କରେ ଯେ ମନ୍ଦ ଆତ୍ମା ଜାଣିଥିଲେ ଯାହା ଯୀଶୁ ସେମାନଙ୍କୁ ବାହାର କରିବାକୁ ଯାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେ ଆମମାନଙ୍କୁ ବାହାର କରି ଦେବ” (ଦେଖ: /WA-Catalog/or_tm?section=translate#figs-explicit)

us

ଏହା ମିଶ୍ରିତ ଅଟେ, ଅର୍ଥ କେବଳ ମନ୍ଦ ଆତ୍ମା (ଦେଖ:/WA-Catalog/or_tm?section=translate#figs-exclusive)

Matthew 8:32

to them

ଏହା ମନୁଷ୍ୟ ଭିତରେ ଥିବା ମନ୍ଦ ଆତ୍ମା ବିଷୟକୁ ବୁଝାଏ I

The demons came out and went into the pigs

ମନ୍ଦ ଆତ୍ମା ସେହି ମନୁଷ୍ୟକୁ ଛାଡିଲେ ଓ ଘୁଷୁରୀମାନଙ୍କ ଭିତରେ ପଶିଲେ

behold

ଏହା ଆମମାନଙ୍କୁ ନିମ୍ନଲିଖିତ ଆଶ୍ଚର୍ଯ୍ୟକର୍ମର ସୂଚନା ପ୍ରତି ଧ୍ୟାନ ଦେବା ନିମନ୍ତେ ଚେତନା ଦିଏ

rushed down the steep hill

ସେମାନେ ତୁରନ୍ତ ତିଖସ୍ଥାନରେ ପଡିଗଲେ

they died in the water

ସେମାନେ ପାଣିରେ ପଡିଲେ ଓ ବୁଡିଲେ

Matthew 8:33

Connecting Statement:

ଏହା ଯୀଶୁ ଦୁଇଜଣ ମନ୍ଦଆତ୍ମାରେ ଆକ୍ରାନ୍ତ ହୋଇଥିଵା ଲୋକଙ୍କୁ ସୁସ୍ଥ କରିବାର ବିବରଣୀକୁ ସମାପ୍ତ କରେ I

tending the pigs

ଘୁଷୁରୀ ଚରାଉଥିବା ଲୋକମାନେ

what had happened to the men who had been possessed by demons

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଭୁତଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଯାହା କଲେ” (ଦେଖ:/WA-Catalog/or_tm?section=translate#figs-activepassive)

Matthew 8:34

Behold

ଏହା ବୃହତ୍ତ ବିବରଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ଏହା ହୁଏତ ପୂର୍ବ ଘଟଣାଠାରୁ ଭିନ୍ନ ଲୋକମାନଙ୍କୁ ସମ୍ପୃକ୍ତ କରିପରେ I ତୁମ୍ଭ ଭାଷାରେ ହୁଏତ ଏହାକୁ ଦର୍ଶାଇବା ନିମନ୍ତେ ଭିନ୍ନ ଉପାୟ ଥାଇପାରେ I

all the city

“ନଗର” ଶବ୍ଦ ସେହି ନଗରରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ I “ସମସ୍ତ” ଶବ୍ଦ ହୁଏତ କେତେ ଲୋକ ବାହାରିଆସିଲେ ତାହାର ଗୃରତ୍ବାରୋପ କରିବା ନିମନ୍ତେ ଏକ ଅତିରଞ୍ଜିତ ଶବ୍ଦ ଅଟେ I ପ୍ରତ୍ୟେକ ଜଣ ଅନାବଶ୍ବକ ଭାବରେ ବାହାରି ଆସିଲେ ନୁହେଁ I (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-hyperbole)

their region

ସେମାନଙ୍କ ଅଞ୍ଚଳ