Matthew 9

ମାଥିଉ ୦୯ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

”ପାପୀଗଣ”

ଯୀଶୁଙ୍କ ସମୟରେ ଲୋକମାନେ “ପାପୀ” ବିଷୟରେ କହିଲେ, ସେମାନେ ଲୋକଙ୍କ ବିଷୟରେ କହୁଥିଲେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅବଜ୍ଞା କରୁଥିଲେ ଓ ପରିବର୍ତ୍ତେ ଚୋରୀ କିମ୍ବା କାମୁକତା କ୍ରିୟାର ପାପରେ ଲିପ୍ତ ରହୁଥିଲେ I ଯେତେବେଳେ ଯୀଶୁ କହିଲେ ଯେ ସେ “ପାପିମାନଙ୍କୁ” ଆହ୍ବାନ କରିବାକୁ ଆସିଲେ, ତାହାର ଅର୍ଥ ଯେ କେବଳ ଯେଉଁ ଲୋକାମାନେ ବିଶ୍ବାସ କଲେ ଯେ ସେମାନେ ପାପୀ ହୋଇ ତାଙ୍କର ଅନୁଗମନ କରି ପାରିବେ I ଏହା ସତ୍ୟ ଅଟେ ଏପରିକି ସେମାନେ ସେହିପରି ନଥିଲେ ମଧ୍ୟ ଯାହାଙ୍କୁ ଲୋକମାନେ “ପାପୀ” କହୁଥିଲେ I (ଦେଖ:/WA-Catalog/or_tw?section=kt#sin)

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ପ୍ରତ୍ୟେକ୍ଷ ଉକ୍ତିରେ

ଏହି ଅଧ୍ୟାୟରେ ଅଧିକାଂଶ ବାକ୍ୟ ପ୍ରକାଶ କରେ ଯେ ଜଣେ ବ୍ୟକ୍ତିଙ୍କର କିଛି ଘଟିଛି ବର୍ଣ୍ଣନା ନକରି କିଏ ତାହା ଘଟାଇଛି ତାହା କହେ I ତୁମେ ହୁଏତ ସେହି ବାକ୍ୟକୁ ଅନୁବାଦ କରିପାରିବ ଯେପରି ଏହା ପାଠକଙ୍କୁ ବୁଝେଇପାରିବ ଯେ କିଏ ଏହି କାର୍ଯ୍ୟ କରିଛି I (ଦେଖ:/WA-Catalog/or_tm?section=translate#figs-activepassive)

ଅଳଙ୍କାରିକ ପ୍ରଶ୍ନ

ଏହି ଅଧ୍ୟାୟରେ ବକ୍ତା ପ୍ରଶ୍ନ ପଚାରିଛନ୍ତି ଯାହାର ଉତ୍ତର ସେମାନେ ପୂର୍ବରୁ ଜାଣିଛନ୍ତି I ସେମାନେ ପ୍ରଶ୍ନ ପଚାରିବା ଦେଖାଏ ଯେ ସେମାନେ ଶ୍ରୋତାମାନଙ୍କ ଉପରେ ସନ୍ତୁଷ୍ଟ ନୁହନ୍ତି କିମ୍ବା ସେମାନଙ୍କୁ ଶିକ୍ଷା ଦେବା ନିମନ୍ତେ କିମ୍ବା ସେମାନଙ୍କୁ ଭାବିବା ନିମନ୍ତେ ସାହାଯ୍ୟ କରିବ I ତୁମ ଭାଷା ହୁଏତ ଏହା କରିବା ନିମନ୍ତେ ଅନ୍ୟ ଉପାୟ ଥାଇପାରେ I (ଦେଖ:/WA-Catalog/or_tm?section=translate#figs-rquestion)

ହିତୋପଦେଶ

ହିତୋପଦେଶ ଗୁଡିକ ବହୁତ ଛୋଟ ବାକ୍ୟ ଅଟନ୍ତି ଯାହାକୁ ବ୍ୟବହାର କଲେ ମନେ ରଖିବାକୁ ସହଜ ଓ ସାଧାରଣ ସତ୍ୟତାକୁ ପ୍ରକାଶ କରେ I ଯେଉଁ ଲୋକମାନେ ହିତୋପଦେଶ ବୁଝି ପାରନ୍ତି ସାଧାରଣତଃ ସେମାନେ ଭାଷା ଓ ସଂସ୍କୃତି ବିଷୟରେ ଭଲରୁପେ ଜାଣିବାକୁ ପଡିବ I ଯେତେବେଳେ ତୁମେ ଏହି ଅଧ୍ୟାୟରେ ହିତୋପଦେଶକୁ ଅନୁବାଦ କରିବ, ତୁମକୁ ହୁଏତ କହୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଶବ୍ଦ ବ୍ୟବହାର କରିବାକୁ ପଡିପାରେ ଯେପରି ତୁମେ ଅଧିକ ସୂଚନା ବ୍ୟବହାର କରିପାରିବ ଯାହା ଶ୍ରୋତାମାନେ ଜାଣିଥିଲେ କିନ୍ତୁ ପାଠକମାନେ ଜାଣି ନାହାନ୍ତି I (ଦେଖ:/WA-Catalog/or_tm?section=translate#writing-proverbs)

Matthew 9:1

Connecting Statement:

ମାଥିଉ ବିଷୟବସ୍ତୁ ନିକଟକୁ ଫେରିଯାନ୍ତି, ଯାହା ସେ [ମାଥିଉ ୮:୧] (../08/01.md)ରେ ଆରମ୍ଭ କରିଛନ୍ତି I ଏହା ଜଣେ ପକ୍ଷଘାତି ଲୋକକୁ ଯୀଶୁ ସୁସ୍ଥ କରିବାର ବିବରଣୀରୁ ଆରମ୍ଭ ହୁଏ I

Jesus entered a boat

ଏହା ସୁଚିତ କରେ ଯେ ଶିଷ୍ୟମାନେ ଯୀଶୁଙ୍କ ସହିତ ଥିଲେ I (ଦେଖ:/WA-Catalog/or_tm?section=translate#figs-activepassive)

a boat

ଏହା ସମ୍ଭବତଃ [ମାଥିଉ ୮:୨୩] (../08/23.md)ରେ ଦର୍ଶାଇଥିବା ସେହି ସମାନ ନୌକା ଅଟେ I ତୁମେ କେବଳ ଏହାକୁ ଚିହ୍ନଟ କରିବା ଆବଶ୍ବକ ଯଦି ଦ୍ବନ୍ଦତାକୁ ଦୁରେଇବାକୁ ଆବଶ୍ବକ ହୁଏ I

into his own city

ଆପଣା ନଗରକୁ ଯେଉଁଠାରେ ସେ ବାସ କରୁଥିଲେ I ଏହା କପର୍ନାହୁମକୁ ବୁଝାଏ I

Matthew 9:2

Behold

ଏହା ବୃହତ୍ତ କାହାଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ଏହା ହୁଏତ ପୂର୍ବ ଘଟଣା ଅପେକ୍ଷା ଭିନ୍ନ ଲୋକମାନଙ୍କୁ ସମ୍ପୃକ୍ତ କରିପାରେ I ତୁମ ଭାଷାରେ ହୁଏତ ଏହାକୁ ପ୍ରକାଶ କରିବାର ଅନ୍ୟ ଉପାୟ ଥାଇପାରେ I

they brought

ସେହି ନଗରରେ କିଛି ଲୋକ

their faith

ଏହା ମନୁଷ୍ୟର ବିଶ୍ବାସକୁ ବୁଝାଏ ଓ ତା’ସହିତ ପକ୍ଷାଘାତ ରୋଗୀର ବିଶ୍ବାଶକୁ ମଧ୍ୟ ବୁଝାଏ I

Son

ସେହି ବ୍ୟକ୍ତି ଯୀଶୁଙ୍କର ପ୍ରକୃତ ପୁତ୍ର ନଥିଲେ, ଯୀଶୁ ତାହାଙ୍କୁ ନମ୍ରତାର ସହ କହୁଛନ୍ତି, ଯଦି ଏହା ଦ୍ବନ୍ଦରେ ପକାଏ, ଏହାକୁ ”ମୋର ବନ୍ଧୁ” କିମ୍ବା “ ହେ ଯୁବକ” ଭାବେ ଅନୁବାଦ କରାଯାଇପାରିବ ନତୁବା ଏହାକୁ ବାଦ୍ ଦିଅ I

Your sins have been forgiven

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭର ପାପ ସବୁ କ୍ଷମା କଲି” (ଦେଖ:/WA-Catalog/or_tm?section=translate#figs-activepassive)

Matthew 9:3

Behold

ଏହା ବୃହତ୍ତ ବିବରଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ସୁଚାଇ ଦିଏ I ଏହା ହୁଏତ ପୂର୍ବର ଘଟଣା ଅପେକ୍ଷା ଭିନ୍ନ ଲୋକମାନଙ୍କୁ ସମ୍ପୃକ୍ତ କରେ I ତୁମ ଭାଷାରେ ହୁଏତ ଏହା କରିବା ନିମନ୍ତେ ଅନ୍ୟ ଉପାୟ ଥାଇପାରେ I

among themselves

ସାମ୍ଭାବିତ ଅର୍ଥଗୁଡିକ ୧) ପ୍ରତେକେ ନିଜ ନିଜ ବିଷୟରେ ଭାବୁଥିଲେ କିମ୍ବା ୨) ସେମାନେ ପରସ୍ପର ମଧ୍ୟରେ କଥୋପକଥନ କରୁଥିଲେ I

blaspheming

ଯୀଶୁ ସବୁକିଛି କରିବାର କ୍ଷମତା ଥିବା ଦାବି କରୁଥିଲେ ଯେଉଁ କାର୍ଯ୍ୟକୁ ଶାସ୍ତ୍ରୀମାନେ କେବଳ ଈଶ୍ବର ହିଁ କରି ପାରିବା ଭାବୁଥିଲେ I

Matthew 9:4

knew their thoughts

ଯୀଶୁ ସେମାନଙ୍କ ଅଲୌକିକ ଭାବନାକୁ ଜାଣି ପାରିଲେ କିମ୍ବା ଯେହେତୁ ସେ ସେମାନେ ପରସ୍ପର କଥାବାର୍ତ୍ତା କରିବା ଦେଖିଲେ I

Why are you thinking evil in your hearts?

ଯୀଶୁ ଶାସ୍ତ୍ରୀମାନଙ୍କୁ ଚେତେଇ ଦେବାନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କଲେ (ଦେଖ:/WA-Catalog/or_tm?section=translate#figs-rquestion)

evil

ଏହା ନୈତିକ ମନ୍ଦତା କିମ୍ବା ଦୁଷ୍ଟତା ଅଟେ, ଏହା ପ୍ରକୃତରେ ସାଧାରଣ ଭୁଲ ନୁହେ I

in your hearts

ଏଠାରେ “ହୃଦୟ” ସେମାନଙ୍କର ମନ କିମ୍ବା ଭାବନାକୁ ବୁଝାଏ I (ଦେଖ:/WA-Catalog/or_tm?section=translate#figs-metonymy)

Matthew 9:5

For which is easier, to say, 'Your sins are forgiven,' or to say, 'Get up and walk'?

ଯୀଶୁ ଶାସ୍ତ୍ରୀମାନଙ୍କୁ ଚିନ୍ତା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କଲେ, ଯାହା ହୁଏତ କେଉଁ ବିଷୟ ପ୍ରମାଣିତ କରିବ କିମ୍ବା ପ୍ରକୃତରେ ସେ ପାପ କ୍ଷମା କରି ପାରନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ କହିଲି ‘ତୁମର ପାପସବୁ କ୍ଷମା କରାଗଲା I” ତୁମ୍ଭେ ହୁଏତ ଭାବିପାର ଯେ ଏହା କହିବା କଷ୍ଟକର ‘ଉଠ, ଚାଲ କହିବା’, ଯେହେତୁ ପ୍ରମାଣିତ ହେଉ ବା ନହେଉ ମୁଁ ତାହାଙ୍କୁ ସୁସ୍ଥ କରି ପାରିବି I ସେ ମନୁଷ୍ୟ ଉଠି ଚାଲୁ ବା ନଚାଲୁ” କିମ୍ବା “ତୁମେ ଭାବିପାର ଏହା କହିବା କ”ଣ ସହଜ, ‘ତୁମର ପାପସବୁ କ୍ଷମା କରାଗଲା’ ଠାରୁ ‘ଉଠ ଓ ଚାଲ’” (ଦେଖ:/WA-Catalog/or_tm?section=translate#figs-rquestion)

which is easier, to say, 'Your sins are forgiven,' or to say, 'Get up and walk'?

ଏହି ଉଦ୍ଧୃତ ବାକ୍ୟକୁ ପରୋକ୍ଷ ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ କ”ଣ ସହଜ ଅଟେ, ତୁମ୍ଭର ପାପସବୁ କ୍ଷମା କରାଗଲା କହିବା, ବା, ଉଠ, ଚାଲ କହିବା ?” କିମ୍ବା “ତୁମେ ଏହା ସହଜ ଭାବିବ ଯେ ଏହା ଜଣକୁ କହିବା ସହଜ ହୋଇପାରେ ତାହାର ପାପସବୁ କ୍ଷମା କରାଗଲା ଅପେକ୍ଷା ଉଠ ଓ ଚାଲ I” (ଦେଖ: /WA-Catalog/or_tm?section=translate#figs-quotations)

Your sins are forgiven

ଏଠାରେ “ତୁମ୍ଭର” ଏକବଚନ ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭର ପାପସବୁ କ୍ଷମା କଲି” (ଦେଖ: /WA-Catalog/or_tm?section=translate#figs-you/WA-Catalog/or_tm?section=translate#figs-activepassive)

Matthew 9:6

that you may know

ମୁଁ ତୁମଠାରେ ପ୍ରମାଣ କରିବି I “ତୁମେ” ହେଉଛି ବହୁବଚନ ଅଟେ I (ଦେଖ:/WA-Catalog/or_tm?section=translate#figs-you)

your mat ... your house

ଏଠାରେ “ତୁମେ” ଏକ ବଚନ ଅଟେ I (ଦେଖ:/WA-Catalog/or_tm?section=translate#figs-you)

go to your house

ଯୀଶୁ ସେହି ମନୁଷ୍ୟ କେଉଁ ଆଡକୁ ଯିବା ନିମନ୍ତେ ପ୍ରତିରୋଧ କରୁ ନାହାନ୍ତି I ସେ ମନୁଷ୍ୟକୁ ଘରକୁ ଯିବା ନିମନ୍ତେ ସୁଯୋଗ ଦେଉଛନ୍ତି I

Matthew 9:7

Connecting Statement:

ଏହା ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବାର ବିବରଣୀ ସମାପ୍ତ କରେ I ତାପରେ ଯୀଶୁ ଜଣେ କରଗ୍ରାହୀଙ୍କୁ ତାହାଙ୍କ ଶିଷ୍ୟ ହେବା ନିମନ୍ତେ ଅନୁଗମନ କରିବାକୁ ଆହ୍ବାନ କରନ୍ତି I

Matthew 9:8

who had given

ଯେହେତୁ ସେ ଦେଲେ

such authority

ଏହା ପାପ କ୍ଷମା କରିବା ଅଧିକାରକୁ ବୁଝାଏ

Matthew 9:9

As Jesus passed by from there

ଏହି ବାକ୍ୟାଂଶ ବିବରଣୀରେ ଏକ ନୁତନ ଭାଗର ଆରମ୍ଭକୁ ସୁଚିତ କରେ I ଯଦି ତୁମ ଭାଷାରେ ଏପରି କରିବା ନିମନ୍ତେ କୌଣସି ଉପାୟ ଥାଏ, ତୁମେ ତାହାକୁ ଏଠାରେ ବ୍ୟବହାର କରିପାର I

passed by

ସେଠାରୁ ଯାଇ କିମ୍ବା “ଯାଉଥିଲେ”

Matthew ... him ... He

ମଣ୍ଡଳୀ ପରମ୍ପରା କହେ ଯେ ସେହି ମାଥିଉ ଏହି ସୁସମାଚାରର ଲେଖକ ଅଟନ୍ତି, କିନ୍ତୁ ଶାସ୍ତ୍ରରେ କୌଣସି ସର୍ବନାମ “ତାହାଙ୍କୁ” କିମ୍ବା “ସେ” କୁ “ମୋତେ” ଓ “ମୁଁ” ପରିବର୍ତ୍ତନ କରିବା ନିମନ୍ତେ କାରଣ ଦର୍ଶାଏ ନାହି

He said to him

ଯୀଶୁ ମାଥିଉଙ୍କୁ କହିଲେ

He got up and followed him

ମାଥିଉ ଉଠିଲେ ଓ ଯୀଶୁଙ୍କୁ ଅନୁଗମନ କଲେ I ଏହାର ଅର୍ଥ ମାଥିଉ ଯୀଶୁଙ୍କର ଶିଷ୍ୟ ହେଲେ I

Matthew 9:10

General Information:

ଏହି ଘଟଣା କରଗ୍ରାହୀ ମାଥିଉଙ୍କ ଗୃହରେ ଘଟିଲା I

the house

ଏହା ସମ୍ଭବତଃ ମାଥିଉଙ୍କ ଗୃହ ହୋଇପାରେ, କିନ୍ତୁ ଏହା ମଧ୍ୟ ଯୀଶୁଙ୍କ ଗୃହ ହୋଇପାରେ I ଯଦି ଦ୍ବନ୍ଦ ଆସେ ତେବେ ନିର୍ଦ୍ଧିଷ୍ଟ ଗୃହ କୁହନ୍ତୁ I

behold

ଏହା ବୃହତ୍ତ ବିବରଣୀର ଅନ୍ୟ ଏକ ଘଟଣାର ଆରମ୍ଭକୁ ସୁଚାଇ ଦିଏ I ଏହା ହୁଏତ ପୂର୍ବ ଘଟଣା ଅପେକ୍ଷା ଅନ୍ୟ ଲୋକମାନଙ୍କୁ ସମ୍ପୃକ୍ତ କରି ଥାଇପାରେ I ତୁମ ଭାଷାରେ ହୁଏତ ଏହା କରିବା ନିମନ୍ତେ ଏକ ଉପାୟ ଥାଇପାରେ I

sinners

ଯେଉଁ ଲୋକମାନେ ମୋଶାଙ୍କ ବ୍ୟବସ୍ଥାରେ ବାଧ୍ୟ ହେଲେ ନାହି କିନ୍ତୁ ଅନ୍ୟମାନେ ଗୁରୁତର ପାପ ବିବେଚନା କରୁଥିଲେ ତାହା କରୁଥିଲେ

Matthew 9:11

When the Pharisees saw it

ଯେତେବେଳେ ଫରୁଶୀ ଦେଖିଲେ ଯେ ଯୀଶୁ କରଗ୍ରାହୀ ଓ ପାପୀମାନଙ୍କ ଗୃହରେ ଭୋଜନ କରୁଛନ୍ତି

Why does your teacher eat with tax collectors and sinners?

ଫାରୁଶୀମାନେ ଯୀଶୁ ଯାହା କରୁଥିଲେ ସେଥିରେ ପରିହାସ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କଲେ I (ଦେଖ:/WA-Catalog/or_tm?section=translate#figs-rquestion)

Matthew 9:12

General Information:

ଏହି ଘଟଣା କରଗ୍ରାହୀ ମାଥିଉଙ୍କର ଗୃହରେ ଘଟିଥିଲା I

When Jesus heard this

ଏଠାରେ “ଏହି” ଫାରୁଶୀମାନେ ଯୀଶୁ କରଗ୍ରାହୀ ଓ ପାପିମାନଙ୍କ ଗୃହରେ ଭୋଜନ କରିବା ସମ୍ବନ୍ଧୀୟ ଯେଉଁ ପ୍ରଶ୍ନ କରିଥିଲେ ତାହାକୁ ବୁଝାଏ I

People who are strong in body do not need a physician, only those who are sick

ଯୀଶୁ ପ୍ରବାଦ ମାଧ୍ୟମରେ ଉତ୍ତର ଦେଲେ I ତାହାଙ୍କ ଅର୍ଥ ଯେ ସେ ଏହିପରି ଲୋକମାନଙ୍କ ସହ ଭୋଜନ କଲେ କାରଣ ସେ ପାପୀମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଆସିଛନ୍ତି I (ଦେଖ: /WA-Catalog/or_tm?section=translate#writing-proverbs)

People who are strong in body

ଯେଉଁ ଲୋକମାନେ ସୁସ୍ଥ

physician

ବୈଦ (ଡାକ୍ତର)

those who are sick

“ବୈଦର ଆବଶ୍ୟକତା” ବାକ୍ୟାଂଶ ବୁଝା ଯାଏ I ଅନ୍ୟ ଏକ ଅନୁବାଦରେ: “ଅସୁସ୍ଥ ଲୋକମାନଙ୍କର ବୈଦଠାରେ ପ୍ରୟୋଜନ ଅଛି” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 9:13

You should go and learn what this means

ଯୀଶୁ ଶାସ୍ତ୍ରରୁ ବାକ୍ୟ ଉଦ୍ଧୃତ କରିବା ନିମନ୍ତେ ଉଦ୍ୟତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: ଏହି ଶିକ୍ଷାର ମର୍ମ ଇଶ୍ବର ଯାହା ବ୍ୟବସ୍ଥାରେ କହିଛନ୍ତି ଶିକ୍ଷା କର”

You should go

ଏଠାରେ “ତୁମ୍ଭେ” ବହୁବଚନ ଅଟେ ଓ ଫାରୁଶୀମାନଙ୍କୁ ବୁଝାଏ I (ଦେଖ:/WA-Catalog/or_tm?section=translate#figs-you)

I desire mercy and not sacrifice

ଯୀଶୁ ଭାବବାଦୀ ହୋଶେୟଙ୍କର ଭାବବାଣୀ ଉଦ୍ଧୃତ କରି କହିଲେ I ଏଠାରେ “ମୁଁ” ଈଶ୍ବରଙ୍କୁ ବୁଝାଏ I

For I came

ଏଠାରେ “ମୁଁ” ଯୀଶୁଙ୍କୁ ବୁଝାଏ

the righteous

ଯୀଶୁ ବ୍ୟାଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ସେ ଭାବିଲେ ନାହି ଯେ ସେମାନଙ୍କ ମଧ୍ୟରୁ କେହି ଜଣେ ଧାର୍ମିକ ନଥିଲେ ଓ ଅନୁତାପର ଆବଶ୍ୟକତା ନଥିଲା I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଭାବନ୍ତି ସେମାନେ ଧାର୍ମିକ ଅଟନ୍ତି” (ଦେଖ:/WA-Catalog/or_tm?section=translate#figs-irony)

Matthew 9:14

Connecting Statement:

ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏକ ତଥ୍ୟକୁ ନେଇ ପ୍ରଶ୍ନ କଲେ ଯେ ଯୀଶୁଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ I

do not fast

ନିୟମିତ ଖାଦ୍ୟ ଭୋଜନ କରନ୍ତି

Matthew 9:15

Can wedding attendants be sorrowful while the bridegroom is still with them?

ଯୀଶୁ ଯୋହନଙ୍କ ଶିଷ୍ୟମାନଙ୍କୁ ଉତ୍ତର ଦେବା ନିମନ୍ତେ ଏକ ପ୍ରଶ୍ନ କଲେ I ସେମାନେ ସମସ୍ତେ ଜାଣିଥିଲେ ଯେ ଲୋକମାନେ ବିବାହ ଭୋଜିରେ ରୋଦନ କିମ୍ବା ଉପବାସ କରନ୍ତି ନାହିଁ I ଯୀଶୁ ସେହି ପ୍ରବାଦ ବ୍ୟବହାର କରି ଦର୍ଶାଇଲେ ଯେ ତାହାଙ୍କ ଶିଷ୍ୟମାନେ ରୋଦନ କରନ୍ତି ନାହି ଯେହେତୁ ସେ ସେମାନଙ୍କ ସହିତ ଏପର୍ଯ୍ୟନ୍ତ ଅଛନ୍ତି I (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#writing-proverbs)

the days will come when

ଏହା ଭବିଷ୍ୟତରେ କିଛିକାଳକୁ ବୁଝାଇବା ନିମନ୍ତେ ଏକ ଉପାୟ ଅଟେ I ଅନ୍ୟ ଏକ ଅନୁବାଦରେ: “ସମୟ ଆସିବ ଯେତେବେଳେ” ବା “ ଏପରି ଏକ ଦିନ”

the bridegroom will be taken away from them

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢି ନିଆଯିବ” କିମ୍ବା “କେହିଜଣେ ସେମାନଙ୍କଠାରୁ ବରଙ୍କୁ ନେଇଯିବ” (ଦେଖ:/WA-Catalog/or_tm?section=translate#figs-activepassive)

will be taken away

ଯୀଶୁ ସମ୍ଭବତଃ ନିଜର ମୃତ୍ୟୁ ବିଷୟରେ କହୁଥିଲେ, କିନ୍ତୁ ଏହା ଅନୁବାଦରେ ବହିର୍ଭୁତ କରିବା ଉଚିତ ହେବନାହିଁ I ବିବାହର ଚିତ୍ରକୁ ରକ୍ଷା କରିବା ନିମନ୍ତେ, ଏହା କେବଳ ବର ଆଉ ସେଠାରେ ନଥିବେ ଉକ୍ତି ପ୍ରଯୁଜ୍ୟ ଅଟେ I

Matthew 9:16

Connecting Statement:

ଯୀଶୁ ନିୟମିତ ଭାବେ ପ୍ରଶ୍ନର ଉତ୍ତର ଦିଅନ୍ତି ଯାହା ଯୋହନଙ୍କ ଶିଷ୍ୟମାନେ ପଚାରି ଥିଲେ I ସେ ପୁରୁଣା ଓ ନୁଆ ବିଷୟର ଦୁଇଟି ଉଦାହରଣ ଦେଇ ଏହା କଲେ ଯାହା ଲୋକମାନେ ଏକତ୍ର କରନ୍ତି ନାହିଁ I

No man puts a piece of new cloth on an old garment

କେହି ନୁଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ କିମ୍ବା “ଲୋକମାନେ ନୁଆ ଲୁଗାର ତାଳି ପୁରୁଣା ଲୁଗାରେ ପକାନ୍ତି ନାହିଁ”

an old garment ... the garment

ପୁରୁଣା ଲୁଗା… ଲୁଗା”

the patch will tear away from the garment

ସେହି ତାଳି ଲୁଗାରୁ ବେଶୀ ଛିଣ୍ଡାଇ ଦିଏ ଯଦି କେହିଜଣେ ଲୁଗା ସଫା କରେ, ନୁଆ ଲୁଗାର ତାଳି ଛିଡି ଯାଏ, କିନ୍ତୁ ପୁରୁଣା ଲୁଗା ଛିଡେନାହିଁ I ଏହା ଲୁଗାର ତାଳିକୁ ଛିଣ୍ଡାଇ ଦିଏ ଓ ବଡ ଚିରା କରିଦିଏ I

the patch

ନୁତନ ଲୁଗାରେ ତାଳି I “ଏହା ଖଣ୍ଡେ କପଡା ପୁରୁଣା ଲୁଗାର ଚିରାକୁ ବନ୍ଦ କରିବା ନିମନ୍ତେ ବ୍ୟବହାର କରାଯାଏ I

a worse tear will be made

ଏହାକୁ କର୍ତ୍ତୁବାଚ୍ୟ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଛିଣ୍ଡା ସ୍ଥାନକୁ ଆହୁରି ଛିଣ୍ଡେଇ ଦିଏ” (ଦେଖ: )

Matthew 9:17

Connecting Statement:

ଯୀଶୁ ପ୍ରଶ୍ନର ନିୟମିତ ଉତ୍ତର ଦେଉଛନ୍ତି ଯାହା ଯୋହନଙ୍କ ଶିଷ୍ୟମାନେ ପଚାରି ଥିଲେ I

Neither do people put new wine into old wineskins

ଯୀଶୁ ଯୋହନଙ୍କ ଶିଷ୍ୟମାନଙ୍କୁ ଉତ୍ତର ଦେବା ନିମନ୍ତେ ଅନ୍ୟ ଏକ ପ୍ରବାଦ ବ୍ୟବହାର କରୁଛନ୍ତି I ଏହାର ଅର୍ଥ [ମାଥିଉ ୯:୧୬] (../09/16.md)ର ପ୍ରବାଦ ସହିତ ସମାନ ଅଟେ I

Neither do people put

କେହି ରଖନ୍ତି ନାହିଁ କିମ୍ବା “ଲୋକମାନେ କେବେ ରଖନ୍ତି ନାହିଁ”

new wine

ଏହା ଦ୍ରାକ୍ଷାରସକୁ ବୁଝାଏ ଯାହା ଏପର୍ଯ୍ୟନ୍ତ ପଚି ନାହିଁ I ଯଦି ତୁମ ଅଞ୍ଚଳରେ ଅଙ୍ଗୁର ଅପରିଚିତ ଅଟେ, ଫଳ ନିମନ୍ତେ ସାଧାରଣ ଶବ୍ଦ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: ଅଙ୍ଗୁର ରସ” (ଦେଖ: /WA-Catalog/or_tm?section=translate#translate-unknown)

old wineskins

ଏହା କୁମ୍ପାକୁ ବୁଝାଏ ଯାହା ଅଣ ଓସାରିଆ ଓ ଶୁଖିଯାଇ ଥିଲା ଯେହେତୁ ସେଗୁଡିକ ଦ୍ରାକ୍ଷା ପଚାଇଵା ନିମନ୍ତେ ବ୍ୟବହାର ହୋଇ ସାରିଥିଲେ I

wineskins

ଦ୍ରାକ୍ଷା ଥାଳି କିମ୍ବା “ଚମଡା ମୁଣା” ସେଗୁଡିକ ପ୍ରାଣୀର ଚମଡାରୁ ତିଆରି ହୋଇଥିଲେ I

the wine will be spilled, and the wineskins will be destroyed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା କୁମ୍ପାକୁ ଫଟାଇ ଦିଏ ଓ ଦ୍ରାକ୍ଷାରସ ତଳେ ପଡିଯାଏ” (ଦେଖ: /WA-Catalog/or_tm?section=translate#figs-activepassive)

the skins will burst

ଯେତେବେଳେ ଦ୍ରାକ୍ଷାରସ ପଚିଯାଏ ଓ ବୃଦ୍ଧି ପାଏ, କୁମ୍ପା ଫାଟିଯାଏ ଯେହେତୁ ଆଉ ତାହା ସଙ୍କୁଚିତ ହୋଇପାରେ ନାହିଁ I

fresh wineskins

ନୁଆ କୁମ୍ପା କିମ୍ବା “ନୁଆ ଦ୍ରାକ୍ଷାରସ ଥଳି” ଏହା ବ୍ୟବହୃତ ହୋଇନଥିବା କୁମ୍ପାକୁ ବୁଝାଏ I

both will be preserved

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଉଭୟ ଦ୍ରାକ୍ଷାରସ ଓ କୁମ୍ପାକୁ ସୁରକ୍ଷିତ ରଖିବ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 9:18

Connecting Statement:

ଏହ ଯୀଶୁ ଜଣେ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ମୃତ୍ୟୁରୁ ଜୀବନ ଫେରାଇ ଆଣିବାର ଏକ ବିବରଣୀକୁ ଆରମ୍ଭ କରେ I

these things

ଏହା ଯୋହନଙ୍କ ଶିଷ୍ୟମାନଙ୍କୁ ଉପବାସ ବିଷୟରେ ଯୀଶୁଙ୍କ ଉତ୍ତରକୁ ବୁଝାଏ I

behold

“ଦେଖ” ଶବ୍ଦ ଆମ୍ଭମାନଙ୍କୁ ବିବରଣୀରେ ଏକ ନୁତନ ବ୍ୟକ୍ତିଙ୍କ ବିଷୟରେ ସୂଚନା ଦିଏ I ତୁମ ଭାଷାରେ ହୁଏତ ଏହା କରିବା ନିମନ୍ତେ ଭିନ୍ନ ଉପାୟ ଥାଇପାରେ I

bowed down to him

ଏହା ଯିହୁଦୀ ସଂସ୍କୃତିରେ ଜଣେ ବ୍ୟକ୍ତିଙ୍କୁ ଏପରି ସମ୍ମାନ ଦେଖାଇବାର ଏକ ମାଧ୍ୟମ ଅଟେ I (ଦେଖ:/WA-Catalog/or_tm?section=translate#translate-symaction)

come and lay your hand on her, and she will live

ଏହା ପ୍ରକାଶ କରେ ଯେ ଯିହୁଦୀ ଅଧ୍ୟକ୍ଷ ବିଶ୍ବାସ କରୁଥିଲେ ତାଙ୍କ ଝିଅକୁ ମୃତ୍ୟୁରୁ ଜୀବନକୁ ଫେରାଇ ଆଣିବା ନିମନ୍ତେ ଯୀଶୁଙ୍କର ଅଧିକାର ଅଛି I

Matthew 9:19

his disciples

ଯୀଶୁଙ୍କର ଶିଷ୍ୟମାନେ

Matthew 9:20

Connecting Statement:

ଏହା ଯିହୁଦୀ ଅଧ୍ୟକ୍ଷଙ୍କ ଗୃହକୁ ଯିବା ପଥରେ ଯୀଶୁ ଅନ୍ୟଜଣେ ସ୍ତ୍ରୀ ଲୋକକୁ କିପରି ସୁସ୍ଥ କଲେ ତାହା ବର୍ଣ୍ଣନା କରେ I

Behold

“ଦେଖ” ଶବ୍ଦ ଆମ୍ଭମାନଙ୍କୁ ବିବରଣୀରେ ଏକ ନୁତନ ବ୍ୟକ୍ତିଙ୍କ ବିଷୟରେ ସୂଚନା ଦିଏ I ତୁମ ଭାଷାରେ ହୁଏତ ଏହା କରିବା ନିମନ୍ତେ ଭିନ୍ନ ମାଧ୍ୟମ ଥାଇପାରେ I

who suffered from a discharge of blood

ଯାହାର ପ୍ରଦର ରୋଗାଗ୍ରସ୍ତ ଥିଲା କିମ୍ବା “ଯାହାର ବାରମ୍ବାର ରକ୍ତସ୍ରାବ ହେଉଥିଲା” I ହୋଇଥାଇପାରେ ତାହାର ଗର୍ଭାଶୟରୁ ରକ୍ତ ସ୍ରାବ ହେଉଥିଲା ଏପରିକି ଏହା ନିମନ୍ତେ ସ୍ବାଭାବିକ ସମୟ ନଥିଲା I କୌଣସି ସଂସ୍କୃତିରେ ହୁଏତ ଏହି ଅବସ୍ଥାକୁ ବୁଝେଇଵା ନିମନ୍ତେ ଆହୁରି ସରଳ ଉପାୟ ଥାଇପାରେ I (ଦେଖ: /WA-Catalog/or_tm?section=translate#figs-euphemism)

twelve years

୧୨ ବର୍ଷ (ଦେଖ: /WA-Catalog/or_tm?section=translate#translate-numbers)

his garment

ତାଙ୍କର ଝୁମ୍ପା କିମ୍ବା “ଯାହା ସେ ପିନ୍ଧିଥିଲେ”

Matthew 9:21

For she had said to herself, ""If only I touch his clothes, I will be made well.

ସେ (ସ୍ତ୍ରୀଲୋକ) ଯୀଶୁଙ୍କ ଝୁମ୍ପା ଛୁଇଁବା ଆଗରୁ ନିଜେ କହିଲା I ଏହା କାହିଁକି ସେ ଯୀଶୁଙ୍କ ଝୁମ୍ପା ଛୁଇଁଲେ ତାହା କୁହେ I (ଦେଖ: /WA-Catalog/or_tm?section=translate#figs-events)

If only I touch his clothes

ଯିହୁଦୀ ବ୍ୟବସ୍ଥାନୁସାରେ, ଯେହେତୁ ତାହାର ରକ୍ତସ୍ରାବ ହେଉଥିଲା ସେ କାହାକୁ ଛୁଇଁବା ବିଧିସଂଗତ ନଥିଲା I ସେ ତାଙ୍କର ଝୁମ୍ପା (ପିନ୍ଧି ଥିବା ବସ୍ତ୍ର) ଛୁଇଁଲା ଯେପରି ଯୀଶୁଙ୍କ ଶକ୍ତିରେ ସେ ସୁସ୍ଥ ହୋଇପାରିବ ଓ ଏପର୍ଯ୍ୟନ୍ତ ଯୀଶୁ ଜାଣି ନଥିଲେ ସେ (ସ୍ତ୍ରୀ) ତାହାଙ୍କୁ ସ୍ପର୍ଶ କରିଛି I (ଦେଖ:/WA-Catalog/or_tm?section=translate#figs-explicit)

Matthew 9:22

But Jesus

ସ୍ତ୍ରୀ ଲୋକଟି ଆଶା କରୁଥିଲା କି ସେ ଲୁକାୟିତ ଭାବେ ସ୍ପର୍ଶ କରିବ, କିନ୍ତୁ ଯୀଶୁ

Daughter

ସେହି ସ୍ତ୍ରୀ ଲୋକ ଯୀଶୁଙ୍କ ପ୍ରକୃତ ଝିଅ ନଥିଲା I ଯୀଶୁ ତାହାକୁ ନମ୍ରତାର ସହ କହିଲେ I ଯଦି ଏହା ଦ୍ବନ୍ଦ ସୃଷ୍ଟି କରେ, ଏହାକୁ “ଯୁବତୀ କନ୍ୟା” ଅନୁବାଦ କରାଯାଇପାରିବ, କିମ୍ବା ଏପରିକି ଛାଡି ଦିଅ I

your faith has made you well

ଯେହେତୁ ତୁମେ ମୋଠାରେ ବିଶ୍ବାସ କର, ମୁଁ ତୁମକୁ ସୁସ୍ଥ କରିବି

the woman was healed from that hour

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ”ସେହି ଦଣ୍ଡରୁ ଯୀଶୁ ତାହାକୁ ସୁସ୍ଥ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 9:23

Connecting Statement:

ଏହା ଯୀଶୁ ଯିହୁଦୀ ଅଧ୍ୟକ୍ଷଙ୍କ ବାଳିକାକୁ ଜୀବନ ଫେରାଇ ଆଣିବା ବିବରଣୀକୁ ଫେରି I

the flute players and the crowds making much noise

ଏହା ଜଣକର ମୃତ୍ୟୁରେ ରୋଦନ କରିବା ସାଧାରଣ ବିଷୟ ଥିଲା I

flute players

ଯେଉଁ ଲୋକମାନେ ବଂଶୀ ବଜାନ୍ତି

Matthew 9:24

Go away

ଯୀଶୁ ବହୁ ସଂଖ୍ୟକ ଲୋକଙ୍କୁ ଶିକ୍ଷା ଦେଉଥିଲେ, ଏଣୁ ବହୁବଚନ ଆଦେଶ ଆକାରରେ ବ୍ୟବହାର କର ଯଦି ତୁମ ଭାଷାରେ ଅଛି I

the girl is not dead, but she is asleep

ଯୀଶୁ ବାକ୍ୟରେ ଏକ ଭୁମିକା ବ୍ୟବହାର କରୁଛନ୍ତି I ଏହା ମୃତ ବ୍ୟକ୍ତିଙ୍କୁ “ଶୋଇଥିବା” ବୁଝାଇବା ନିମନ୍ତେ ଯୀଶୁଙ୍କ ସମୟରେ ସାଧାରଣ ଥିଲା I କିନ୍ତୁ ଏଠାରେ ଯେ ମୃତ ବାଲିକା ଉଠିବ, ଯେପରିକି ସେ ଶୋଇ ପଡିଅଛି I (ଦେଖ: /WA-Catalog/or_tm?section=translate#figs-euphemism)

Matthew 9:25

General Information:

୨୬ ପଦ ଉକ୍ତିର ଏକ ସାରାଂଶ ଅଟେ ଯାହା ଯୀଶୁ ସେହି ବାଲିକାକୁ ମୃତ୍ୟୁରୁ ଜୀବିତ କରିବାର ଫଳାଫଳକୁ ବର୍ଣନା କରେ I

Connecting Statement:

ଏଠାରେ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ଯୀଶୁ ମୃତ୍ୟୁରୁ ଉଠାଇବା ବିବରଣୀର ସମାପ୍ତ ହୁଏ I

When the crowd had been put outside

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ ଯୀଶୁ ଲୋକସମୁହକୁ ବାହାର କରିବା ପରେ” କିମ୍ବା “ପରିବାର ସଦସ୍ୟ ଲୋକସମୁହକୁ ବାହରକୁ ପଠାଇବା ପରେ” (ଦେଖ: /WA-Catalog/or_tm?section=translate#figs-activepassive)

got up

ଆଉ ସେ ଉଠିଲା I ଏହା [ମାଥିଉ ୮:୧୫] (../08/15.md) ସଦୃଶ ସମାନ ଅର୍ଥ ଅଟେ I

Matthew 9:26

The news about this spread into all that region

ଏହି କଥା ସେହି ଦେଶ ଯାକ ଶୁଣିଲେ କିମ୍ବା “ଯେଉଁ ଲୋକମାନେ ବାଳିକା ମୃତ୍ୟୁରୁ ଉଠିବା ଦେଖିଥିଲେ ସେହି ସମଗ୍ର ଦେଶରେ ଏହି ବିଷୟରେ ସମସ୍ତଙ୍କୁ କହିବାକୁ ଲାଗିଲେ”

Matthew 9:27

Connecting Statement:

ଏହା ଯୀଶୁ ଦୁଇଜଣ ଅନ୍ଧଙ୍କୁ ସୁସ୍ଥ କରିବା ବିବରଣୀର ଆରମ୍ଭ ଅଟେ I

As Jesus passed by from there

ଯେହେତୁ ଯୀଶୁ ସେହି ଦେଶରେ ପରିତ୍ୟାଗ କରୁଥିଲେ

passed by

ପରିତ୍ୟାଗ କରୁଥିଲେ କିମ୍ବା “ଯାଉଥିଲେ”

followed him

ଏହାର ଅର୍ଥ ସେମାନେ ଯୀଶୁଙ୍କ ପଛେ ପଛେ ଚାଲୁଥିଲେ, ସେମାନେ ଯେ ତାହାଙ୍କର ଶିଷ୍ୟ ଥିଲେ ତାହା ନୁହେଁ I

Have mercy on us

ଏହା ବୁଝାଏ ଯେ ସେମାନେ ଯୀଶୁ ସେମାନଙ୍କୁ ସୁସ୍ଥ କରିବାକୁ ଇଚ୍ଛା କରୁଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Son of David

ଯୀଶୁ ଦାଉଦଙ୍କ ପ୍ରକୃତ ସନ୍ତାନ ନଥିଲେ, ଏଣୁ ଏହାକୁ “ଦାଉଦଙ୍କର ବଂଶଜ” ଭାବେ ଅନୁବାଦ କରାଯାଇପାରିବ I ଯାହାହେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମଶିହଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ, ଓ ଲୋକମାନେ ସମ୍ଭବତଃ ଏହି ସଜ୍ଞା ନେଇ ଡାକୁଥିଲେ I

Matthew 9:28

When Jesus had come into the house

ଏହା ଯୀଶୁଙ୍କ ନିଜ ଗୃହ କିମ୍ବା ମାଥିଉ 9:10ରେ ଉଲ୍ଲେଖିତ ଗୃହ ହୋଇଥାଇ ପାରେ I

Yes, Lord

ସେମାନଙ୍କ ସମ୍ପୁର୍ଣ୍ଣ ଉତ୍ତର ଉଲ୍ଲେଖକରାଯାଇ ନାହିଁ, କିନ୍ତୁ ଏହା ବୁଝି ହେଉଛି I ଅନ୍ୟ ଏକ ଅନୁବାଦରେ: “ ହଁ, ପ୍ରଭୁ, ଆମ୍ଭେ ମାନେ ବିଶ୍ବାସ କରୁଛୁ ତୁମ୍ଭେ ଆମ୍ଭଙ୍କୁ ସୁସ୍ଥ କରିପାର” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 9:29

touched their eyes and said

ସେ ଉଭୟଙ୍କର ଚକ୍ଷୁକୁ ଏକାଥରକେ ସ୍ପର୍ଶ କଲେ ନା କେବଳ ତାଙ୍କର ଦକ୍ଷିଣ ହସ୍ତ ଜଣକ ପରେ ଜଣକୁ ସ୍ପର୍ଶ କଲେ ଏହା ସ୍ପଷ୍ଟ ହୁଏନାହିଁ I ଯେହେତୁ ଅଶୁଚି ଉଦ୍ଦେଶ୍ୟରେ ବାମହସ୍ତ ବ୍ୟବହାର କରିବା ପ୍ରଥା ଥିଲା I ଏହା ହୁଏତ ସେ କେବଳ ଡାହାଣ ହସ୍ତ ବ୍ୟବହାର କରିଥିବେ I ସେ ଯେଉଁ ସମୟରେ ସେମାନଙ୍କୁ ସ୍ପର୍ଶ କଲେ ସେ କିଛି କହିଲେ କି ନାହିଁ ସ୍ପଷ୍ଟ ହୁଏନାହିଁ କିମ୍ବା ସେମାନଙ୍କୁ ପ୍ରଥମେ ସ୍ପର୍ଶ କଲେ ଓ ତାପରେ ସେମାନଙ୍କୁ କହିଲେ I

Let it be done to you according to your faith

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ “ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରୁ” କିମ୍ବା “ଯେହେତୁ ତୁମେ ବିଶ୍ବାସ କରିଛ, ମୁଁ ତୁମକୁ ସୁସ୍ଥ କରିବି” (ଦେଖ: /WA-Catalog/or_tm?section=translate#figs-activepassive)

Matthew 9:30

their eyes were opened

ଏହାର ଅର୍ଥ ସେମାନେ ଦେଖି ପାରିଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କ ଚକ୍ଷୁକୁ ସୁସ୍ଥକଲେ” କିମ୍ବା “ଦୁଇଜଣ ଅନ୍ଧଲୋକ ଦେଖି ପାରିଲେ” (ଦେଖ: /WA-Catalog/or_tm?section=translate#figs-idiom/WA-Catalog/or_tm?section=translate#figs-activepassive)

See that no one knows about this

ଏଠାରେ “ଦେଖ” ଅର୍ଥ “ନିଶ୍ଚିତ ହେବା” I ଅନ୍ୟ ଏକ ଅନୁବାଦରେ: “ଏ ବିଷୟ ଯେପରି କେହି ନଜାଣେ ନିଶ୍ଚିତ ହୁଅ” କିମ୍ବା “କାହାକୁ କୁହ ନାହିଁ ଯେ ମୁ ତୁମକୁ ସୁସ୍ଥ କରିଅଛି” (ଦେଖ: /WA-Catalog/or_tm?section=translate#figs-idiom)

Matthew 9:31

But the two men

ଯୀଶୁ ସେହି ଦୁଇଜଣକୁ ଯାହା କରିବା ନିମନ୍ତେ କହିଥିଲେ ସେମାନେ କରିଲେ ନାହିଁ I ସେମାନେ

spread the news

ଯାହା ଘଟିଲା ଅନ୍ୟମାନଙ୍କୁ କହିଲେ

Matthew 9:32

Connecting Statement:

ଏହା ଯୀଶୁ ଜଣେ ଭୁତଗ୍ରସ୍ତ ଲୋକକୁ ସୁସ୍ଥତା କରିବା ବିବରଣୀ ଅଟେ ଯେଉଁମାନେ କହି ପାରୁ ନଥିଲେ ଓ ଲୋକମାନେ କିପରି ପ୍ରତିକ୍ରିୟା କଲେ I

behold

“ଦେଖ” ଶବ୍ଦ ଆମକୁ ବିବରଣୀରେ ଜଣେ ନୁତନ ବ୍ୟକ୍ତି ବିଷୟରେ ସୁଚିତ କରେ I ତୁମ ଭାଷାରେ ଏପରି କରିବା ନିମନ୍ତେ ଭିନ୍ନ ଉପାୟ ଥାଇପାରେ I

a mute man ... was brought to Jesus

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ”ଲୋକେ ଜଣେ ମୁକ ଭୁତଗ୍ରସ୍ତକୁ…ଯୀଶୁଙ୍କ ନିକଟକୁ ଆଣିଲେ” (ଦେଖ: /WA-Catalog/or_tm?section=translate#figs-activepassive)

mute

ସେ କଥା କହିବାକୁ ଅକ୍ଷମ

possessed by a demon

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ଭୁତ ଲାଗିଥିଲା” ବା “ଯାହାଙ୍କୁ ଭୁତ ନିଜ କବଳରେ ରଖିଥିଲା” (ଦେଖ: /WA-Catalog/or_tm?section=translate#figs-activepassive)

Matthew 9:33

When the demon had been driven out

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଭୁତ ଛଡାଇ ସାରିବା ପରେ” କିମ୍ବା “ଯୀଶୁ ଭୁତ ଛାଡି ଚାଲିଯିବା ନିମନ୍ତେ ଆଦେଶ ଦେବା ପରେ” (ଦେଖ: /WA-Catalog/or_tm?section=translate#figs-activepassive)

the mute man spoke

ମୁକ ଲୋକଟି କଥା କହିବାକୁ ଲାଗିଲା କିମ୍ବା “ବ୍ୟକ୍ତି ଜଣକ ଆଉ ମୁକ ନଥିଲା, କଥା କହିବାକୁ ଲାଗିଲା”

The crowds were astonished

ସେଥିରେ ଲୋକସମୁହ ଚମତ୍କୃତ ହେଲେ

This has never been seen

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆଗରୁ ଏପରି କେବେ ହୋଇ ନଥିଲା” କିମ୍ବା “ଏପରି କେହି କେବେ ଆଗରୁ ଏପରି କରିବା ଦେଖାଯାଇ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 9:34

he drives out demons

ସେ ଛାଡି ଚାଲିଯିବା ନିମନ୍ତେ ଭୁତକୁ ଆଦେଶ ଦେଲେ

he drives

ସର୍ବନାମ “ସେ” ଯୀଶୁଙ୍କୁ ବୁଝାଏ I

Matthew 9:35

General Information:

୩୬ ପଦ ବିବରଣୀର ନୁତନ ଭାଗ ଆରମ୍ଭ କରେ ଯେଉଁଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି ଓ ସୁସମାଚାର ଘୋଷଣା କରିବାକୁ ଓ ସେ ଯେପରି ସୁସ୍ଥ କରୁଥିଲେ ସେହିପରି ସୁସ୍ଥ କରିବାକୁ ପ୍ରେରଣ କଲେ I

୩୫ ପଦରେ ବିବରଣୀର ଶେଷ ଭାଗ ଅଟେ ଯାହା [ମାଥିଉ ୮:୧] (../08/01.md)ରେ ଗାଲିଲିରେ ଯୀଶୁଙ୍କ ସୁସ୍ଥକରିବା ବିଷୟରେ ଆରମ୍ଭ ହୋଇଥିଲା I (ଦେଖ: /WA-Catalog/or_tm?section=translate#writing-endofstory)

all the cities

“ସମସ୍ତ” ଶବ୍ଦ ଯୀଶୁ କେତେ ଅଧିକ ସହର ଗୁଡିକୁ ଗଲେ ଗୁରୁତ୍ବାରୋପ କରିବା ନିମନ୍ତେ ଅତିରଞ୍ଜିତ କରେ I ସେ ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ନିକଟକୁ ଯିବାର ଆବଶ୍ୟକ କଲେନାହି I ଅନ୍ୟ ଏକ ଅନୁବାଦରେ: “ସମୁଦାୟ ନଗର” (ଦେଖ: /WA-Catalog/or_tm?section=translate#figs-hyperbole)

cities ... villages

ବିସ୍ତୃତ ଗ୍ରାମଗୁଡିକ … ଛୋଟ ଗ୍ରାମଗୁଡିକ କିମ୍ବା “ବଡ ସହରଗୁଡିକ … ଛୋଟ ସହରଗୁଡିକ”

the gospel of the kingdom

ଏଠାରେ “ରାଜ୍ୟ” ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଦେଖ ତୁମେ ଏହାକୁ ମାଥିଉ ୪:୨୩ରେ କିପରି ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ସୁସମାଚାର ଘୋଷଣା କରିବେ ଯେପରି ଈଶ୍ବର ଆପଣାକୁ ରାଜା ଭାବେ ପ୍ରକାଶିତ କରିବେ” (ଦେଖ: /WA-Catalog/or_tm?section=translate#figs-abstractnouns)

all kinds of disease and all kinds of sickness

ସମସ୍ତ ରୋଗ ଓ ସମସ୍ତ ପୀଡା I “ରୋଗ” ଓ “ପୀଡା” ଶବ୍ଦ ପ୍ରାୟ ସମାନ ଅର୍ଥ ପ୍ରକାଶ କରନ୍ତି କିନ୍ତୁ ଦୁଇପ୍ରକାର ଶବ୍ଦ ସ୍ବରୁପ ଅନୁବାଦ କରିବା ଉଚିତ I “ରୋଗ” ଯାହା ମନୁଷ୍ୟ ନିମନ୍ତେ ଅସୁସ୍ଥତାର କାରଣ ଅଟେ I “ରୋଗାଗ୍ରସ୍ତ” ଏକ ରୋଗରୁ ଶାରିରୀକ ଦୁର୍ବଳତା ବା ରୋଗର ପରିଣାମ ଅଟେ I

Matthew 9:36

They were like sheep without a shepherd

ଏହି ଉପମାର ଅର୍ଥ ସେମାନଙ୍କର ଯତ୍ନ ନେବା ନିମନ୍ତେ କେହି ପଥ ପ୍ରଦର୍ଶକ ନଥିଲେ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କର ଜଣେ ପଥ ପ୍ରଦର୍ଶକ ନଥିଲେ” (ଦେଖ: /WA-Catalog/or_tm?section=translate#figs-simile)

Matthew 9:37

General Information:

ଯୀଶୁ ଶସ୍ୟ ଅମଳ କରିବା ଉପଦେଶ ବ୍ୟବହାର କରି ଶିଷ୍ୟମାନଙ୍କୁ କହିଲେ କିପରି ସେମାନେ ପୂର୍ବ ଭାଗରେ ଲିଖିତ ଜନସମୁହର ଆବଶ୍ବକତାକୁ ପୁରଣ କରିବେ I

The harvest is plentiful, but the laborers are few

ଯୀଶୁ ଯାହା ଦେଖିଲେ ତାହାକୁ ହିତବାଣୀ ବ୍ୟବହାର କରି ପ୍ରକାଶ କଲେ I ଯୀଶୁ କହିବାର ଅର୍ଥ ଅନେକ ଲୋକମାନେ ଈଶ୍ବରଙ୍କଠାରେ ବିଶ୍ବାସ କରିବାକୁ ପ୍ରସ୍ତୁତ ଅଟନ୍ତି କିନ୍ତୁ ଅଳ୍ପ କେତେକ ଲୋକମାନେ ଈଶ୍ବରଙ୍କ ସତ୍ୟତାକୁ ଶିକ୍ଷା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-proverbs)

The harvest is plentiful

ଅମଳ କରିବା ନିମନ୍ତେ ଶସ୍ୟ ପାଚି ଗଲାଣି

laborers

କାର୍ଯ୍ୟକାରୀ

Matthew 9:38

pray to the Lord of the harvest

ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କର, କାରଣ ସେ ଶସ୍ୟକ୍ଷେତ୍ରର କର୍ତ୍ତା ଅଟନ୍ତି