Matthew 4

ମାଥିଉ ୦୪ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ଅତିରିକ୍ତ ଶାସ୍ତ୍ର ପଠନରେ ସହଜ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT କବିତା କ୍ଷେତ୍ରରେ ୬. ୧୫, ଏବଂ ୧୬ ପଦରେ ସେହିପରି କରିଛି, ଯେଉଁ ଶବ୍ଦଗୁଡିକ ପୁରାତନ ନିୟମରୁ ଅଟେ I

କେତେକ ଅନୁବାଦ ଅତିରିକ୍ତ ଶାସ୍ତ୍ର ପୁରାତନ ନିୟମରୁ ଉଦ୍ଧୃତ ବାକ୍ୟ ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରିଛନ୍ତି I ULT ୧୦ପଦରେ ଉଦ୍ଧୃତ ବାକ୍ୟକୁ ଏହିପରି କରେ I

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

”ସ୍ବର୍ଗରାଜ୍ୟ ସନ୍ନିକଟ”

କେହି ନିଶ୍ଚିତ ନୁହନ୍ତି ଯେ “ସ୍ବର୍ଗ ରାଜ୍ୟ” ଉପସ୍ଥିତ କିମ୍ବା ଏପର୍ଯ୍ୟନ୍ତ ଆସୁଅଛି ଯେତେବେଳେ ଯୀଶୁ ଏହି ଶବ୍ଦ କହିଲେ I ଇଂରାଜୀ ଅନୁବାଦ ସର୍ବଦା ଏହି ବାକ୍ୟାଂଶକୁ “ହାତ ପାହାନ୍ତାରେ ଥିବା” ବ୍ୟବହାର କରେ I କିନ୍ତୁ ସେହି ଶବ୍ଦଗୁଡିକ ଅନୁବାଦ କରିବାରେ କଷ୍ଟକର ହୁଏ I ଅନ୍ୟ ସଂସ୍କରଣଗୁଡିକ “ସନ୍ନିକଟ” ଏବଂ “ଅତି ନିକଟରେ ଆସିଅଛି” ବ୍ୟବହାର କରନ୍ତି

”ଯଦି ତୁମ୍ଭେ ଈଶ୍ବରଙ୍କ ପୁତ୍ର”

ପାଠକମାନେ ୩ ଓ ୬ପଦରେ ଏହି ଶବ୍ଦଗୁଡିକର ଅର୍ଥ ବୁଝିପାରି ନଥିବେ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଥିଲେ ଯାହା ଯୀଶୁ ଈଶ୍ବରଙ୍କ ପୁତ୍ର କି ନୁହେ ଏହା ଶୟତାନ ଜାଣି ନଥିଲା I ଈଶ୍ବର କହି ସାରିଛନ୍ତି ଯେ ଯୀଶୁ ତାହାଙ୍କ ପୁତ୍ର ଥିଲେ (ମାଥିଉ ୩:୧୭), ଏଣୁ ଶୟତାନ ଯୀଶୁ କିଏ ତାହା ଜାଣି ପାରିଲା I ସେ ମଧ୍ୟ ଜାଣି ପାରିଲା ଯେ ଯୀଶୁ ପଥରଗୁଡିକୁ ରୋଟୀରେ ପରିଣତ କରି ପାରିବେ ଓ ଆପଣାକୁ ଅତି ଉଚ୍ଚ ସ୍ଥାନରୁ ଡେଇଁ ପାରିବେ ଓ ଆଘାତ ପାଇବେ ନାହି I ସେ ଯୀଶୁଙ୍କୁ ଏହିସବୁ କାର୍ଯ୍ୟ କରାଇବେ ଓ ଈଶ୍ବରଙ୍କର ଅବାଧ୍ୟ ହୋଇ ଶୟତାନର ବାଧ୍ୟ ହେବେ I ସେହି ଶବ୍ଦଗୁଡିକ “ଯେହେତୁ ତୁମ୍ଭେ ଈଶ୍ବରଙ୍କ ପୁତ୍ର” କିମ୍ବା “ତୁମ୍ଭେ ଈଶ୍ବରଙ୍କ ପୁତ୍ର” ଭାବେ ଅନୁବାଦ କରାଯାଇପାରିବ I ତୁମ୍ଭେ କ”ଣ କରିପାରିବ ତାହା ଦେଖାଅ” I (ଦେଖ: /WA-Catalog/or_tw?section=kt#satan/WA-Catalog/or_tw?section=kt#sonofgod)

Matthew 4:1

General Information:

ଏଠାରେ ମାଥିଉ ବିବରଣୀର ନୁତନ ଭାଗ ଆରମ୍ଭ କରୁଛନ୍ତି ଯେଉଁଠାରେ ଯୀଶୁ ୪୦ଦିନ ପ୍ରାନ୍ତରରେ ସମୟ କ୍ଷେପଣ କରୁଛନ୍ତି, ଯେଉଁଠାରେ ଶୟତାନ ତାହାଙ୍କୁ ପରୀକ୍ଷା କରୁଛି I ୪ପଦରେ, ଯୀଶୁ ଦ୍ବିତୀୟ ବିବରଣୀରୁ ବାକ୍ୟ ଉଦ୍ଧୃତକରି ଶୟତାନକୁ ଧମକ ଦେଉଛନ୍ତି I

Jesus was led up by the Spirit

ଏହାକୁ କର୍ତ୍ତୁବାକ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆତ୍ମା ଯୀଶୁଙ୍କୁ କଢେଇ ନେଲେ” (ଦେଖ: /WA-Catalog/or_tm?section=translate#figs-activepassive)

to be tempted by the devil

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ଶୟତାନ ତାହାଙ୍କୁ ପରୀକ୍ଷା କଲା” (ଦେଖ: /WA-Catalog/or_tm?section=translate#figs-activepassive)

Matthew 4:2

he had fasted ... he was hungry

ସେଗୁଡିକ ଯୀଶୁଙ୍କୁ ବୁଝାଏ I

forty days and forty nights

୪୦ଦିନ ଓ ୪୦ରାତି I ଏହ ୨୪ଘଣ୍ଟାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “୪୦ ଦିନ” (ଦେଖ:/WA-Catalog/or_tm?section=translate#translate-numbers)

Matthew 4:3

The tempter

ସେହି ଶବ୍ଦଗୁଡିକ “ଶୟତାନ” (ପଦ ୧) ସଦୃଶ ସମାନ ବ୍ୟକ୍ତିକୁ ବୁଝାଏ I ତୁମେ ଉଭୟକୁ ଅନୁବାଦ କରିବା ନିମନ୍ତେ ସମାନ ଶବ୍ଦ ବ୍ୟବହାର କରିପାରିବ I

If you are the Son of God, command

ଏହା ଗ୍ରହଣ କରିବା ଠିକ୍ ହେବ ଯେ ଶୟତାନ ଜାଣିପାରିଲା ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି I ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଯୀଶୁଙ୍କ ଆପଣାର ସ୍ବାର୍ଥ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ଏକ ପରୀକ୍ଷ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଇଶ୍ବରଙ୍କ ପୁତ୍ର, ଏଣୁ ତୁମେ ଅଜ୍ଞା ଦିଅ” କିମ୍ବା ୨) ଏହା ଏକ ଆହ୍ବାନ ବା ଦୋଷାରୋପ ଅଟେ I ଅନ୍ୟ ଏକ ଅନୁବାଦରେ: “ଅଜ୍ଞା ଦେବା ଦ୍ବାରା ପ୍ରମାଣ କରେ ଯେ ତୁମ୍ଭେ ଇଶ୍ବରଙ୍କ ପୁତ୍ର ଅଟ”

the Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

command these stones to become bread.

ତୁମେ ଏହାକୁ ପ୍ରତ୍ୟକ୍ଷ ବାକ୍ୟ ଉଦ୍ଧୃତ କରି ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: ‘ରୋଟୀ ହେବା ପାଇଁ’” ଏହି ପଥରଗୁଡାକୁ କୁହ I (ଦେଖ: /WA-Catalog/or_tm?section=translate#figs-quotations)

bread

ଏଠାରେ “ରୋଟୀ” ଶବ୍ଦ ସାଧାରଣତଃ ଖାଦ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଖାଦ୍ୟ” (ଦେଖ: /WA-Catalog/or_tm?section=translate#figs-synecdoche)

Matthew 4:4

It is written

ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋଶା ବହୁପୂର୍ବରୁ ଶାସ୍ତ୍ରରେ ଏହା ଲେଖିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Man shall not live on bread alone

ଏହା ବୁଝାଏ ଯେ ଖାଦ୍ୟ ଅପେକ୍ଷା ଜୀବନରେ ଆଉକିଛି ଅଧିକ ଗୁରୁତ୍ବପୁର୍ଣ ଅଟେ I

but by every word that comes out of the mouth of God

ଏଠାରେ ଈଶ୍ବର ଯାହା କହନ୍ତି ତାହା “ବାକ୍ୟ” ଓ “ମୁଖ”କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମାତ୍ର ଈଶ୍ବରଙ୍କ ପ୍ରତ୍ୟକ ବାକ୍ୟ ଶୁଣିବା ଦ୍ବାରା” (ଦେଖ: /WA-Catalog/or_tm?section=translate#figs-metonymy)

Matthew 4:5

General Information:

୬ ପଦରେ, ଯୀଶୁଙ୍କୁ ପରୀକ୍ଷା କରିବା ନିମନ୍ତେ ଶୟତାନ ଗୀତ ସଂହିତାରୁ ବାକ୍ୟ ଉଦ୍ଧୃତ କରେ I

Matthew 4:6

If you are the Son of God, throw yourself down

ଏହା ଗ୍ରହଣ କରିବା ଠିକ୍ ହେବ ଯେ ଶୟତାନ ଜାଣି ପାରିଲା ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି I ସାମ୍ଭାବିତ ଅର୍ଥଗୁଡିକ ୧)ଏହା ଯୀଶୁଙ୍କ ଆପଣା ସ୍ବାର୍ଥ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ଏକ ପରୀକ୍ଷା ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଯେବେ ପ୍ରକୃତରେ ଈଶ୍ବରଙ୍କ ପୁତ୍ର ଅଟ, ତୁମେ ତଳକୁ ଡ଼େଇଁପଡ” କିମ୍ବା ୨) ଏହା ଏକ ଆହ୍ବାନ କିମ୍ବା ଦୋଷାରୋପ ଅଟେ I ଅନ୍ୟ ଏକ ଅନୁବାଦରେ: “ତଳକୁ ଡ଼େଇଁ ପଡି ଆପଣାକୁ ପ୍ରକୃତରେ ଈଶ୍ବରଙ୍କ ପୁତ୍ର ହେବା ପ୍ରମାଣ କର”

the Son of God

ଯୀଶୁଙ୍କ ନିମନ୍ତେ ଏହା ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

throw yourself down

ତୁମେ ତଳକୁ ଡେଇଁ ପଡ କିମ୍ବା “ତଳକୁ କୁଦାମାର”

for it is written

ଏହାକୁ କର୍ତ୍ତୁବାକ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଲେଖକ ଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି” କିମ୍ବା “କାରଣ ଏହା ଶାସ୍ତ୍ରରେ କୁହାଯାଇଛି” (ଦେଖ: /WA-Catalog/or_tm?section=translate#figs-activepassive)

'He will command his angels to take care of you,' and

ତୁମର ଯତ୍ନ ନେବା ନିମନ୍ତେ ଈଶ୍ବର ଦୁତମାନଙ୍କୁ ଆଜ୍ଞା ଦେବେ, ଓ ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅତଏବ, ତାହାଙ୍କର ଯତ୍ନ ନେବା ନିମନ୍ତେ, ଈଶ୍ବର ତାହାଙ୍କ ଦୁତ୍ତମାନଙ୍କୁ କହିବେ” (ଦେଖ: /WA-Catalog/or_tm?section=translate#figs-quotations)

They will lift you up

ଦୁତମାନେ ତୁମକୁ ତୋଳି ଧରିବେ

Matthew 4:7

General Information:

୭ ପଦରେ, ଯୀଶୁ ଶୟତାନକୁ ଦ୍ବିତୀୟ ବିବରଣୀର ଆଉଏକ ବାକ୍ୟ ଉଦ୍ଦୃତ କରି ଧମକ ଦେଲେ I

Again it is written

ଏହା ବୁଝାଯାଏ ଯେ ଯୀଶୁ ପୁନର୍ବାର ଶାସ୍ତ୍ରରୁ ବାକ୍ୟ ଉଦ୍ଧୃତ କରୁଛନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର, ମୁ ତୁମକୁ କହୁଅଛି ଯାହା ମୋଶା ଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-ellipsis)

You must not test

ଏଠାରେ “ତୁମେ” ଯେକୌଣସି ବ୍ୟକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜଣେ ପରୀକ୍ଷା କରିବା ଉଚିତ ନୁହେ” କିମ୍ବା “ଯେକୌଣସି ବ୍ୟକ୍ତି ପରୀକ୍ଷା କରିବା ଉଚିତ ନୁହେ”

Matthew 4:8

Again, the devil

ପରବର୍ତ୍ତୀ, ଶୟତାନ

Matthew 4:9

He said to him

ଶୟତାନ ଯୀଶୁଙ୍କୁ କହିଲା

All these things I will give you

ମୁଁ ତୁମକୁ ଏହି ସମସ୍ତ ଦେବା I ପ୍ରଲୋଭାନକାରୀ ଏଠାରେ ଗୁରୁତ୍ବ ଦିଏ ଯେ ସେ ଦେବ “ଏହିସମସ୍ତ,”କେବଳ ସେମାନଙ୍କ ମଧ୍ୟରୁ କେତେଗୁଡିକୁ ନୁହେଁ I

fall down

ତୁମେ ଭୁମିଷ୍ଟ ପ୍ରଣାମ କର I ଏହା ଦେଖାଇବା ନିମନ୍ତେ ଏକ ସାଧାରଣ କାର୍ଯ୍ୟ ଥିଲା ଯାହା ଜଣେ ବ୍ୟକ୍ତି ଉପାସନା କରୁଥିଲା I (ଦେଖ: /WA-Catalog/or_tm?section=translate#translate-symaction)

Matthew 4:10

General Information:

୧୦ ପଦରେ, ଯୀଶୁ ଦ୍ବିତୀୟ ବିବରଣୀରୁ ଆଉଏକ ବାକ୍ୟା ଉଦ୍ଧୃତ କରି ଶୟତାନକୁ ଧମକ ଦେଲେ I

Connecting Statement:

ଏହା ଶୟତାନ କିପରି ଯୀଶୁଙ୍କୁ ପରୀକ୍ଷା କରିବା ବିଷୟରେ ବିବରଣୀର ଶେଷ ଅଂଶ ଅଟେ I

For it is written

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ମୋଶା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ କରିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

You will worship ... you will serve

ଉଭୟ ଦୃଷ୍ଟାନ୍ତରେ “ତୁମେ” ଏକବଚନ ଅଟନ୍ତି, ସମସ୍ତଙ୍କ ନିମନ୍ତେ ଏକ ଅଜ୍ଞା ଯେଉଁମାନେ ଏହାକୁ ଶୁଣନ୍ତି I (ଦେଖ: /WA-Catalog/or_tm?section=translate#figs-you)

Matthew 4:11

behold

ଏଠାରେ “ଆଉ ଦେଖ” ଶବ୍ଦ ନିମ୍ନଲିଖିତ ନୁତନ ଗୁରୁତ୍ବପୁର୍ଣ୍ଣ ସୂଚନାଗୁଡିକ ପ୍ରତି ଧ୍ୟାନଦେବା ନିମନ୍ତେ ଆମ୍ଭମାନଙ୍କୁ ସତର୍କ କରାଏ I

Matthew 4:12

General Information:

ଏହା ବିବରଣୀରେ ନୁତନ ଭାଗର ଆରମ୍ଭ ଅଟେ ଯେଉଁଠାରେ ମାଥିଉ ଗାଲିଲିରେ ଯୀଶୁଙ୍କ ପ୍ରାରମ୍ଭିକ ସେବାକାର୍ଯ୍ୟକୁ ବର୍ଣ୍ଣନା କରୁଛନ୍ତି I ଏହି ପଦଗୁଡିକ ଯୀଶୁ କିପରି ଗାଲିଲିକୁ ଆସିଲେ ତାହା ବ୍ୟାଖ୍ୟା କରେ I (ଦେଖ: /WA-Catalog/or_tm?section=translate#writing-background)

Now

ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହୃତ ହୋଇଅଛି I ମାଥିଉ ବିବରଣୀର ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I

John had been arrested

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ରାଜା ଯୋହନଙ୍କୁ ବନ୍ଦୀକଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 4:13

in the territories of Zebulun and Naphtali

ସବଲୁନ୍ ଓ ନପ୍ତାଲୀ ଜନଜାତିର ନାମ ଅଟନ୍ତି ଯେଉଁମାନେ ସେହି ଅଞ୍ଚଳରେ ବିଦେଶୀମାନେ ଇସ୍ରାଏଲର ରାଜ୍ୟକୁ ଅକ୍ତିଆର କରିବାର ବହୁବର୍ଷ ପୂର୍ବରୁ ବାସ କରୁଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Matthew 4:14

General Information:

୧୫ ଓ ୧୬ ପଦରେ, ମାଥିଉ ଯିଶାଇୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟ ଉଦ୍ଧୃତକରି ପ୍ରମାଣ କରିବାକୁ ଚାହାନ୍ତି ଯେ ଗାଲିଲିରେ ଯୀଶୁଙ୍କ ସେବାକାର୍ଯ୍ୟ ଭାବବାଣୀର ଏକ ସଫଳତା ଥିଲା I

This happened

ଏହା କଫର୍ନାହୁମରେ ଯୀଶୁ ବାସକରିବା ନିମନ୍ତେ ଯାଉଥିବା ବିଷୟକୁ ବୁଝାଏ I

what was said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ଈଶ୍ବର କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 4:15

The land of Zebulun and the land of Naphtali ... Galilee of the Gentiles!

ସେହି ଭୁଭାଗ ସମାନ ଅଞ୍ଚଳକୁ ବର୍ଣନା କରେ I

toward the sea

ଏହା ଗାଲିଲିର ସମୁଦ୍ର ଉପକୁଳବର୍ତ୍ତୀ ଅଟେ I

Matthew 4:16

The people who sat

ସେହି ଶବ୍ଦଗୁଡିକ “ସବୂଲୂନର ଦେଶ” (୧୫ ପଦ) ସହିତ ବାକ୍ୟ ଆରମ୍ଭ କରି ସମ୍ପୃକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସବୂଲୂନ ଓ ନପ୍ତାଲୀ ଦେଶରେ ... ଯେଉଁଠାରେ ଅନେକ ଅଣଯିହୁଦୀମାନେ ବାସ କରୁଥିଲେ, ଯେଉଁ ଲୋକମାନେ ବସିଥିଲେ”

The people who sat in darkness have seen a great light

ଏଠାରେ ଈଶ୍ବରଙ୍କ ବିଷୟରେ ସତ୍ୟତା ଜାଣି ନଥିବା ଲୋକମାନଙ୍କ ନିମନ୍ତେ “ଅନ୍ଧକାରବାସୀ ” ଏକ ରୁପକ ଅଟେ I ଏବଂ “ଆଲୋକ” ଈଶ୍ବରଙ୍କ ସତ୍ୟ ବାକ୍ୟ ନିମନ୍ତେ ଏକ ରୁପକ ଅଟେ ଯାହା ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରେ I (ଦେଖ: /WA-Catalog/or_tm?section=translate#figs-metaphor)

to those who sat in the region and shadow of death, upon them has a light arisen

ଏହାର ସାଧାରଣଭାବେ ବାକ୍ୟର ପ୍ରଥମ ଭାଗ ସ୍ବରୁପ ସମାନ ଅର୍ଥ ଅଛି I ଏଠାରେ “ଯେଉଁମାନେ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ବସତି ସ୍ଥାପନ କଲେ” ଏକ ରୁପକ ଅଟେ I ଏହି ଲୋକମାନେ ମୃତ୍ୟୁର ବିପଦରେ ଥିଲେ ଓ ଅନନ୍ତକାଳ ନିମନ୍ତେ ଈଶ୍ବରଙ୍କଠାରୁ ବିଛିନ୍ନ ହେଲେ I (ଦେଖ: /WA-Catalog/or_tm?section=translate#figs-parallelism/WA-Catalog/or_tm?section=translate#figs-metaphor)

Matthew 4:17

the kingdom of heaven has come near

“ସ୍ବର୍ଗ ରାଜ୍ୟ” ବାକ୍ୟାଂଶ ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ଏପରି ଏକ ଶବ୍ଦ ସମ୍ପୃକ୍ତ କର ଯାହା ତୁମ ଅନୁବାଦରେ “ସ୍ବର୍ଗ” ଅର୍ଥ ପ୍ରକାଶ କରେ I ଦେଖ ତୁମେ କିପରି ଏହାକୁ ମାଥିଉ ୩:୨ରେ ଅନୁବାଦ କରିଅଛ I

Matthew 4:18

General Information:

ଏହା ଗାଲିଲିରେ ଯୀଶୁଙ୍କ ସେବାକାର୍ଯ୍ୟ ବିଷୟରେ ବିବରଣୀର ବିଭାଗ ମଧ୍ୟରେ ଏକ ନୁତନ ଦୃଶ୍ୟ ଆରମ୍ଭ କରେ I ଏଠାରେ ସେ ଲୋକମାନଙ୍କୁ ଶିଷ୍ୟ ହେବା ନିମନ୍ତେ ଏକତ୍ର କରୁଛନ୍ତି I

casting a net into the sea

ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥ ସ୍ପଷ୍ଟ ହୋଇଛି I ଅନ୍ୟ ଏକ ଅନୁବାଦରେ: “ମାଛ ଧରିବା ନିମନ୍ତେ ଜାଲ ସଜାଡୁ ଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 4:19

Come, follow me

ଯୀଶୁଙ୍କୁ ତାହାଙ୍କ ଅନୁଗମନ କରିବା ନିମନ୍ତେ, ତାହାଙ୍କ ଶିଷ୍ୟ ହେବା ନିମନ୍ତେ ଶିମୋନ ଓ ଆନ୍ଦ୍ରୀୟଙ୍କୁ ଆହ୍ବାନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ମୋହର ଶିଷ୍ୟ ହୁଅ”

I will make you fishers of men

ଏହି ରୁପକର ଅର୍ଥ ଶିମୋନ ଓ ଆନ୍ଦ୍ରୀୟ ଈଶ୍ବରଙ୍କ ସତ୍ୟ ସମ୍ବାଦ ଲୋକମାନଙ୍କୁ ଶିଖାଇବେ, ଯେହେତୁ ଅନ୍ୟମାନେ ମଧ୍ୟ ଯୀଶୁଙ୍କୁ ଅନୁଗମନ କରିବେ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ଯେପରି ତୁମ୍ଭେମାନେ ମାଛ ଧରୁଅଛ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 4:21

Connecting Statement:

ଯୀଶୁ ଅଧିକ ଲୋକମାନଙ୍କୁ ଶିଷ୍ୟ ହେବାନିମନ୍ତେ ଆହ୍ବାନ କଲେ I

He called them

ଯୀଶୁ ଯୋହନ ଓ ଯାକୁବଙ୍କୁ ଆହ୍ବାନ କଲେ I ଏହି ବାକ୍ୟାଂଶ ମଧ୍ୟ ବୁଝାଏ ଯେ ଯୀଶୁ ତାହାଙ୍କୁ ଅନୁଗମନ କରିବା ନିମନ୍ତେ, ଏବଂ ତାହାଙ୍କ ଶିଷ୍ୟ ହେବା ନିମନ୍ତେ ସେମାନଙ୍କୁ ଆହ୍ବାନ କଲେ I

Matthew 4:22

they immediately left

ସେହିକ୍ଷଣି ସେମାନେ ପରିତ୍ୟାଗ କଲେ

left the boat ... and followed him

ଏହା ସ୍ପଷ୍ଟ ହେବା ଉଚିତ ଯେ ଏହା ଜୀବନ ପରିବର୍ତ୍ତନ ଅଟେ I ସେହି ଲୋକମାନେ ଆଉ ମାଛୁଆ ନୁହନ୍ତି ଓ ପରିବାର ତ୍ୟାଗକରି ସେମାନଙ୍କ ବଳକା ଜୀବନ ଯୀଶୁଙ୍କ ଅନୁଗମନ କରିବାର କାର୍ଯ୍ୟ କଲେ I

Matthew 4:23

ଏହା ଗାଲିଲିରେ ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ ବିଷୟରେ ବିବରଣୀର ଶେଷଭାଗ ଅଟେ I ଏହି ପଦଗୁଡିକ ସେ ଯାହା କଲେ ଓ ଲୋକମାନେ କିପରି ଗ୍ରହଣ କଲେ ସେବିଷୟରେ ସାରାଂଶ ଅଟେ I (ଦେଖ: /WA-Catalog/or_tm?section=translate#writing-endofstory)

teaching in their synagogues

ଗାଲିଲି ଲୋକମାନଙ୍କ ସମାଜଗୃହରେ ଶିକ୍ଷା କିମ୍ବା “ସେହି ଲୋକମାନଙ୍କ ସମାଜଗୃହରେ ଶିକ୍ଷା ଦେଲେ”

preaching the gospel of the kingdom

ଏଠାରେ “ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସୁସମାଚାର ପ୍ରଚାର ଯାହା ଈଶ୍ବର ଆପଣାକୁ ରାଜାଭାବେ ଦର୍ଶାଇବା” (ଦେଖ: /WA-Catalog/or_tm?section=translate#figs-metonymy)

every kind of disease and sickness

“ରୋଗ” ଓ “ଅସୁସ୍ଥତା” ଶବ୍ଦଗୁଡିକ ଅତି ନିକଟତର ଅଟନ୍ତି କିନ୍ତୁ ଯଦି ସମ୍ଭବ ହୁଏ ଦୁଇଟିକୁ ଭିନ୍ନଭିନ୍ନ ଭାବେ ଅନୁବାଦ କରିବା ଉଚିତ I “ରୋଗ” ଯାହା ଜଣେବ୍ୟକ୍ତିର ଅସୁସ୍ଥତାର କାରଣ ହୁଏ I

sickness

ଶାରିରୀକ ଦୁର୍ବଳତା କିମ୍ବା ଯାତନା ଯାହା ଏକ ରୋଗର ପରିଣାମ ଅଟେ I

Matthew 4:24

those possessed by demons

ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଭୁତଗ୍ରସ୍ତ ଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

the epileptic

ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେଉଁମାନଙ୍କର ଅପସ୍ମାର, ସ୍ପଷ୍ଟଭାବେ ଅପସ୍ମାର ରୋଗାଗ୍ରସ୍ତ ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୃଗୀରୋଗୀ ଥିଲେ” କିମ୍ବା “ଯେଉଁମାନେ ବେଳେବେଳେ ଅଚେତ ହୋଇ କିମ୍ବା ଅନିୟନ୍ତ୍ରିତ ଅବସ୍ଥାରେ ଗତି କରୁଥିଲେ” (ଦେଖ: /WA-Catalog/or_tm?section=translate#figs-genericnoun)

and paralytic

ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେଉଁମାନେ ପକ୍ଷାଘାତ ଥିଲେ, ନିର୍ଦ୍ଧିଷ୍ଟଭାବେ ପକ୍ଷାଘାତ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ପକ୍ଷାଘାତ ରୋଗୀ ଥିଲେ” କିମ୍ବା “ଯେଉଁମାନେ ଚାଲି ପାରୁନଥିଲେ” (ଦେଖ: /WA-Catalog/or_tm?section=translate#figs-genericnoun)

Matthew 4:25

the Decapolis

ଏହି ନାମର ଅର୍ଥ “ଦଶଟି ନଗର I” ଏହା ଗାଲିଲିର ସମୁଦ୍ର ଉପକୁଳବର୍ତ୍ତୀ ଦକ୍ଷିଣପୂର୍ବରେ ଥିବା ଗୋଟିଏ ଅଞ୍ଚଳର ନାମ ଅଟେ (ଦେଖ: /WA-Catalog/or_tm?section=translate#translate-names)