Matthew 5

ମାଥିଉ ୦୫ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଅଧିକାଂଶ ମାଥିଉ ୫-୭ ଅଧ୍ୟାୟରେ ଥିବା ବିଷୟବସ୍ତୁକୁ ପାର୍ବତ୍ୟ ଉପଦେଶ କହନ୍ତି I ଏହା ଏକ ଦୀର୍ଘ ଶିକ୍ଷା ଅଟେ I ବାଇବଲରେ ଏହି ଶିକ୍ଷାକୁ ତିନିଭାଗରେ ବିଭକ୍ତ କରେ, କିନ୍ତୁ ଏହା ଅନେକ ସମୟରେ ପାଠକମାନଙ୍କୁ ଦ୍ବନ୍ଦରେ ପକାଏ I ଯଦି ତୁମର ଅନୁବାଦ ପାଠ୍ୟକୁ ବିଭିନ୍ନ ଭାଗରେ ବିଭକ୍ତ କରେ, ନିଶ୍ଚିତ ହୁଅ ଯେ ପାଠକ ଯେପରି ବୁଝିପାରିବ ଯେ ସମ୍ପୁର୍ଣ୍ଣ ଉପଦେଶ ଏକ ଦୀର୍ଘ ବିଭାଗ ଅଟେ I

ମାଥିଉ ୫:୩-୧୦, ସ୍ବର୍ଗୀୟ ଆନନ୍ଦ ବା ଆଶୀର୍ବାଦଭାବେ ପରିଚିତ, ଅତିରିକ୍ତ ଶାସ୍ତ୍ରଂଶରେ ପୃଷ୍ଠାର ଅଂଶ ହୋଇ ଡାହାଣରେ ଲେଖାଯାଇଛି, ପ୍ରତ୍ୟକ ଧାଡି “ଆଶୀର୍ବାଦ” ଶବ୍ଦରୁ ଆରମ୍ଭ ହୋଇଛି I ଏହିପରି ଶବ୍ଦଗୁଡିକ ଶାସ୍ତ୍ରରେ କବିତା ଆକାରର ଶିକ୍ଷା ସଦୃଶ ସ୍ଥାନ ପାଇଛି I

ଏହି ଉପଦେଶରେ ଯୀଶୁ ଅନେକ ବିଭିନ୍ନ ବିଷୟରେ କହିଲେ I ଏଣୁ ହୁଏତ ଶାସ୍ତ୍ରରେ ଏକ ଶୁନ୍ୟ ଗାର ଟାଣି ପାଠକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଇଛା କରିପାର I

ଏହି ଅଧ୍ୟାୟରେ ବିଶେଷ ଧାରଣା

”ତାହାଙ୍କ ଶିଷ୍ୟଗଣ”

ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେଉଁମାନେ ଜଣେ ଅନୁଗମନକାରୀ କିମ୍ବା ଶିଷ୍ୟ ହୋଇ ଯୀଶୁଙ୍କ ଅନୁଗମନ କଲେ I ଯୀଶୁ ବାରଜଣଙ୍କୁ ତାହାଙ୍କ ଅତି ନିକଟତର ଶିଷ୍ୟ ହେବା ନିମନ୍ତେ ମନୋନୀତ କଲେ, “ବାରଜଣ ଶିଷ୍ୟ I” ପରବର୍ତ୍ତୀ ସମୟରେ ସେମାନେ ପ୍ରେରିତ ଭାବରେ ପରିଚିତ ହେଲେ I

Matthew 5:1

General Information:

୩ ପଦରେ, ଯୀଶୁ ଆଶୀର୍ବାଦପ୍ରାପ୍ତ ଲୋକମାନଙ୍କ ଚରିତ୍ର ବିଷୟରେ ବର୍ଣ୍ଣନା କରୁଛନ୍ତି I

Connecting Statement:

ଏହା ବିବରଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯେଉଁଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷାଦେବା ଆରମ୍ଭ କରିବା କରନ୍ତି I ଏହି ଭାଗଟି ୭ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ଚାଲୁରହିଛି ଓ ପ୍ରାୟତଃ ଏହାକୁ ପାର୍ବତ୍ୟ ଉପଦେଶ କୁହାଯାଏ I

Matthew 5:2

He opened his mouth

ଏହା ଏକ ରୁଢୀ ଅଟେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ କହିବାକୁ ଲାଗିଲେ” (ଦେଖ: /WA-Catalog/or_tm?section=translate#figs-idiom)

taught them

“ସେମାନେ” ଶବ୍ଦ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I

Matthew 5:3

the poor in spirit

ଏହାର ଅର୍ଥ ଯେକେହି ନମ୍ର ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ଆବଶ୍ବକତା ଅନୁଭବ କରନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

for theirs is the kingdom of heaven

ଏଠାରେ “ସ୍ବର୍ଗରାଜ୍ୟ” ଈଶ୍ବର ରାଜାଭାବେ ରାଜତ୍ବ କରିବାକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଅଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ରଖ I ଅନ୍ୟ ଏକ ଅନୁବାଦରେ: “କାରଣ ସ୍ବର୍ଗସ୍ଥ ଈଶ୍ବର ସେହିମାନଙ୍କ ରାଜା ହେବେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 5:4

those who mourn

ସେମାନଙ୍କ ଦୁଃଖର ସମ୍ଭାବିତ କାରଣ ଗୁଡିକ ୧) ଜଗତର ପାପସମୁହ କିମ୍ବା ୨) ସେମାନଙ୍କ ଆପଣାର ପାପ କିମ୍ବା ୩) ଯେକୌଣସି ବ୍ୟକ୍ତିର ମୃତ୍ୟୁ I ଶୋକ ନିମନ୍ତେ କୌଣସି କାରଣ ଦର୍ଶାଅ ନାହିଁ ଯେପର୍ଯ୍ୟନ୍ତ ତୁମର ଭାଷା ଆବଶ୍ବକ କରେନାହିଁ I

they will be comforted

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ସାନ୍ତ୍ବନା ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 5:5

the meek

ସରଳରେ କିମ୍ବା “ଯେଉଁମାନେ ଆପଣା କ୍ଷମତାରେ ନିର୍ଭର କରନ୍ତି ନାହିଁ”

they will inherit the earth

ଈଶ୍ବର ସେମାନଙ୍କୁ ସମଗ୍ର ଜଗତ ଦେବେ

Matthew 5:6

those who hunger and thirst for righteousness

ଏହି ରୁପକ ଲୋକମାନଙ୍କୁ ବର୍ଣ୍ଣନା କରେ ଯେଉଁମାନେ ସତ୍ୟ କରିବାକୁ ଆପ୍ରାଣ ଉଦ୍ୟମ କରନ୍ତି I ଅନ୍ୟ ଏକ ଅନୁବାଦରେ: ଯେଉଁମାନେ ଧାର୍ମିକତା ଜୀବନଯାପନ କରିବା ନିମନ୍ତେ ଇଛା କରନ୍ତି ଯେପରି ସେମାନେ ଖାଦ୍ୟ ଓ ପାନୀୟରେ ଅଭିଳାଷ ରଖନ୍ତି ” (ଦେଖ: /WA-Catalog/or_tm?section=translate#figs-metaphor)

they will be filled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଇଶ୍ବର ସେମାନଙ୍କୁ ତୃପ୍ତ କରିବେ” କିମ୍ବା “ଈଶ୍ବର ସେମାନଙ୍କୁ ସନ୍ତୁଷ୍ଟ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 5:8

the pure in heart

ଯେଉଁ ଲୋକମାନଙ୍କ ଅନ୍ତଃକରଣ ଶୁଦ୍ଧ ଅଟେ I ଏଠାରେ ଜଣେ ବ୍ୟକ୍ତିର ଅନ୍ତରସ୍ଥ ଇଚ୍ଛା ବା ଉଦ୍ଦେଶ୍ୟ ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ କେବଳ ଈଶ୍ବରଙ୍କ ସେବା କରିବାକୁ ଚାହାନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

they will see God

ଏରଥାରେ “ଦେଖ” ଅର୍ଥ ସେମାନେ ଈଶ୍ବରଙ୍କ ଉପସ୍ଥିତିରେ ବାସ କରିବା ନିମନ୍ତେ ସକ୍ଷମ ହେବେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ତାହାଙ୍କ ସହିତ ବାସକରିବା ନିମନ୍ତେ ଅନୁମତି ଦେବେ”

Matthew 5:9

the peacemakers

ଏହି ଲୋକମାନେ ଯେଉଁମାନେ ଜଣକୁ ଅନ୍ୟମାନଙ୍କ ସହିତ ପରସ୍ପର ଶାନ୍ତିରେ ରହିବା ନିମନ୍ତେ ସାହାଯ୍ୟ କରନ୍ତି I

for they will be called sons of God

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଇଶ୍ବର ସେମାନଙ୍କୁ ଆପଣାର ସନ୍ତାନ କହିବେ” କିମ୍ବା “ସେମାନେ ଈଶ୍ବରଙ୍କ ସନ୍ତାନ ହେବେ” (ଦେଖ: /WA-Catalog/or_tm?section=translate#figs-activepassive)

sons of God

ଏହାକୁ ଜଣେ ମନୁଷ୍ୟ ପୁତ୍ର କିମ୍ବା ସନ୍ତାନ ସଦୃଶ ବୁଝାଇବା ନିମନ୍ତେ ତୁମମାନଙ୍କ ଭାଷା ପ୍ରାକୃତିକଭାବେ ସମାନ ଶବ୍ଦ ବ୍ୟବହାର କରି “ସନ୍ତାନଗଣ” ଅନୁବାଦ କରିବା ଉତ୍ତମ ଅଟେ I

Matthew 5:10

those who have been persecuted

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ଲୋକମାନେ ଯେଉଁମାନଙ୍କୁ ଅନ୍ୟମାନେ ଉପଯୁକ୍ତ ବ୍ୟବହାର କରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

for righteousness' sake

କାରଣ ଈଶ୍ବର ଯାହା ଚାହାନ୍ତି ସେମାନେ ତାହା କରନ୍ତି

theirs is the kingdom of heaven

ଏଠାରେ “ସ୍ବର୍ଗରାଜ୍ୟ” ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଉଲ୍ଲେଖ ଅଛି I ଯଦି ସମ୍ଭବ ହୁଏ, ତୁମର ଅନୁବାଦରେ “ସ୍ବର୍ଗ” ଶବ୍ଦକୁ ବ୍ୟବହାର କର I ଦେଖ ତୁମେ ଏହାକୁ କିପରି [ମାଥିଉ ୫:୩] (../05/03.md)ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “କାରଣ ସ୍ବର୍ଗସ୍ଥ ଈଶ୍ବର ସେମାନଙ୍କ ରାଜା ହେବେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 5:11

Connecting Statement:

ଯୀଶୁ ଲୋକମାନଙ୍କ ଚରିତ୍ର ବିଷୟରେ ବର୍ଣନା କରିବା ସମାପ୍ତ କରନ୍ତି ଯେଉଁମାନେ ଆଶୀର୍ବାଦ ପ୍ରାପ୍ତ ଅଟନ୍ତି I

Blessed are you

“ତୁମେ” ଶବ୍ଦ ବହୁବାଚକ ଅଟେ I (ଦେଖ: /WA-Catalog/or_tm?section=translate#figs-you)

say all kinds of evil things against you falsely

ତୁମ୍ଭମାନଙ୍କ ବିଷୟରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି କିମ୍ବା “ତୁମ୍ଭମାନଙ୍କ ବିଷୟରେ ଖରାପ ବିଷୟଗୁଡିକ କହନ୍ତି ଯାହା ସତ୍ୟ ନୁହେଁ”

for my sake

ଯେହେତୁ ତୁମ୍ଭେମାନେ ମୋହର ଅନୁଗମନ କରୁଅଛ କିମ୍ବା ତୁମ୍ଭେମାନେ ମୋଠାରେ ବିଶ୍ବାସ କରୁଅଛ”

Matthew 5:12

Rejoice and be very glad

ଆନନ୍ଦ କର ଓ “ଉଲ୍ଲସିତ ହୁଅ” ଅର୍ଥ ପ୍ରାୟ ସମାନ ବିଷୟ ଅଟେ I ଯୀଶୁ ତାଙ୍କର ଶ୍ରୋତାମାନେ କେବଳ ଆନନ୍ଦ କରିବା ଚାହିଁଲେ କିନ୍ତୁ ଯଦି ସମ୍ଭବ ହୁଏ ଆନନ୍ଦ କରିବାଠାରୁ ଆହୁରି ଉଲ୍ଲସିତ ହୁଅନ୍ତୁ I (ଦେଖ: /WA-Catalog/or_tm?section=translate#figs-doublet)

Matthew 5:13

Connecting Statement:

ତାହାଙ୍କ ଶିଷ୍ୟମାନେ କିପରି ପୃଥିବୀର ଲବଣ ଓ ଆଲୋକ ଅଟନ୍ତି ସେହି ବିଷୟରେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି I

You are the salt of the earth

ସାମ୍ଭାବିତ ଅର୍ଥ ଗୁଡିକ ୧) ଯେପରି ଲବଣ ଖାଦ୍ୟକୁ ସ୍ବାଦଯୁକ୍ତ କରେ, ସେହିପରି ଯୀଶୁଙ୍କ ଶିଷ୍ୟମାନେ ପୃଥିବୀର ଲୋକମାନଙ୍କୁ ଆକର୍ଷିତ କରିବେ ଯେପରି ସେମାନେ ଉତ୍ତମ ହେବେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜଗତର ଲବଣ ସଦୃଶ” କିମ୍ବା ୨) ଯେପରି ଲବଣ ଖାଦ୍ୟକୁ ସୁରକ୍ଷିତ ରଖେ, ସେହିପରି ଯୀଶୁଙ୍କ ଶିଷ୍ୟମାନେ ସମ୍ପୁର୍ଣ ଭ୍ରଷ୍ଟାଚାରଠାରୁ ଲୋକମାନଙ୍କୁ ରକ୍ଷାକରିବେ I ଅନ୍ୟ ଏକ ଅନୁବାଦରେ: “ଯେପରି ଖାଦ୍ୟ ନିମନ୍ତେ ଲବଣ, ଜଗତ ନିମନ୍ତେ ତୁମ୍ଭେମାନେ ଅଚ୍ଛ” (ଦେଖ: /WA-Catalog/or_tm?section=translate#figs-metaphor)

if the salt has lost its taste

ସାମ୍ଭାବିତ ଅର୍ଥଗୁଡିକ ୧) “ଯଦି ଲବଣ ତାହାର ଲବଣତ୍ବ ହରାଏ ଯାହା ଲବଣାକ୍ତ କରେ” କିମ୍ବା ୨) “ ଯଦି ଲବଣ ସ୍ବାଦ ହରାଏ “ (ଦେଖ: /WA-Catalog/or_tm?section=translate#figs-metaphor)

how can it be made salty again?

ତେବେ ଏହା କାହିଁରେ ବ୍ୟବାହାର ଯୋଗ୍ୟ ହେବ ? ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତିI ଅନ୍ୟ ଏକ ଅନୁବାଦରେ: “ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ହେବନାହିଁ I”

except to be thrown out and trampled under people's feet

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଏହାକୁ ବାହାରେ ପକାଇବେ ଏବଂ ପାଦ ତଳେ ଦଳିତ କରିବେ” (ଦେଖ: /WA-Catalog/or_tm?section=translate#figs-rquestion)

Matthew 5:14

You are the light of the world

ଏହାର ଅର୍ଥ ଯୀଶୁଙ୍କ ଶିଷ୍ୟମାନେ ଈଶ୍ବରଙ୍କ ସତ୍ୟତାର ବାକ୍ୟ ସମସ୍ତ ଲୋକମାନଙ୍କ ନିକଟକୁ ନେବେ ଯେଉଁମାନେ ଈଶ୍ବରଙ୍କୁ ଜାଣି ନାହାନ୍ତି I ଅନ୍ୟ ଏକ ଅନୁବାଦରେ: ତୁମେମାନେ ଜଗତର ଲୋକମାନଙ୍କ ନିମନ୍ତେ ଏକ ଜ୍ୟୋତି ସ୍ବରୁପ ଅଟ” (ଦେଖ: /WA-Catalog/or_tm?section=translate#figs-metaphor)

A city set on a hill cannot be hidden

ରାତ୍ରରେ ଯେତେବେଳେ ଏହା ଅନ୍ଧକାର ଅଟେ, ଲୋକମାନେ ନଗର ଆଲୋକିତ ହେବା ଦେଖିପାରିବେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ରାତ୍ରୀ ସମୟରେ, ଅଲୋକକୁ କେହି ଗୁପ୍ତରେ ରଖି ପାରିବେ ନାହିଁ ଯାହା ପର୍ବତ ଉପରେ ସ୍ଥାପିତ ନଗରୀଠାରୁ ଆଲୋକ ଦିଏ” କିମ୍ବା “ପର୍ବତ ଉପରେ ସ୍ଥାପିତ ନଗରୀର ଆଲୋକ ସମସ୍ତେ ଦେଖି ପାରିବେ” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-metaphor)

Matthew 5:15

Neither do people light a lamp

ଲୋକାମାନେ ପ୍ରଦୀପ ଜାଳନ୍ତି ନାହିଁ

put it under a basket

ଦ୍ବୀପକୁ ମାଣରୁଖା ତଳେ ରଖନ୍ତି I ଏହା କୁହାଯାଏ ଯେ କେବଳ ଗୁପ୍ତରେ ପ୍ରଦୀପ ଜାଳିବା ନିର୍ବୋଧତା ଅଟେ ଯେପରି ଲୋକମାନେ ଆଲୋକ ଦେଖି ପାରିବେ ନାହିଁ I

Matthew 5:16

Let your light shine before people

ଏହାର ଅର୍ଥ ଯୀଶୁଙ୍କ ଶିଷ୍ୟ ଏପରି ଜୀବନଯାପନ କରିବା ଉଚିତ ଯେ ଅନ୍ୟମାନେ ଈଶ୍ବରଙ୍କ ସତ୍ୟତାକୁ ଜାଣି ପାରିବେ I ଅନ୍ୟ ଏକ ଅନୁବାଦରେ: ତୁମମାନଙ୍କ ଜୀବନ ଏକ ପ୍ରଦୀପ ସ୍ବରୁପ ହେଉ ଯାହା ଲୋକମାନଙ୍କୁ ଆଲୋକ ପ୍ରଦାନ କରିବା” (ଦେଖ: /WA-Catalog/or_tm?section=translate#figs-metaphor)

your Father who is in heaven

ଏହା ତୁମ ଭାଷାରେ ଜାଗତିକ ପିତା ବୁଝାଉଥିବା ବାସ୍ତବିକ ସମାନ ଶବ୍ଦ “ପିତା” ଅନୁବାଦ କରିବା ଉତ୍ତମ ଅଟେ I

Matthew 5:17

Connecting Statement:

ଯୀଶୁ କିପରି ପୁରାତନ ନିୟମର ବ୍ୟବସ୍ଥାକୁ ସଫଳ କଲେ ସେ ବିଷୟରେ ଶିକ୍ଷା ଦେବା ଆରମ୍ଭ କରନ୍ତି I

the prophets

ଏହା ଶାସ୍ତ୍ରରେ ଭାବବାଦୀମାନେ ଯେଉଁସବୁ ବିଷୟ ଲେଖିଥିଲେ ତାହାକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

Matthew 5:18

truly I say to you

ମୁଁ ତୁମକୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ପରବର୍ତ୍ତୀ କଣ କହିବେ ତାହାକୁ ଗୁରୁତ୍ବ ଦିଏ I

until heaven and earth pass away

ଏଠାରେ “ସ୍ବର୍ଗ” ଓ “ପୃଥିବୀ” ସମଗ୍ର ବିଶ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ଯେପର୍ଯ୍ୟନ୍ତ ବିଶ୍ବବ୍ରହ୍ମାଣ୍ଡ ଲୋପ ନପାଇବ” (ଦେଖ: /WA-Catalog/or_tm?section=translate#figs-merism)

not one jot or one tittle

ଏବ୍ରୀ ହସ୍ତଲିପିରେ ସବୁଠାରୁ କ୍ଷୁଦ୍ର “ମାତ୍ରା” ଥିଲା, ଓ ସଜ୍ଞା ଏକ କ୍ଷୁଦ୍ର ଚିହ୍ନ ଥିଲା ଯାହା ଦୁଇଟି ଏବ୍ରୀ ହସ୍ତଲିପି ମଧ୍ୟରେ ପାର୍ଥକ୍ୟ ଥିଲା I ଅନ୍ୟ ଏକ ଅନୁବାଦରେ: ଏପରିକି ଲିଖିତ ଅତିକ୍ଷୁଦ୍ର ମାତ୍ରା କିମ୍ବା ଏକ ବିନ୍ଦୁର ଅତିକ୍ଷୁଦ୍ର ଅଂଶ ନଥିଲା” (ଦେଖ: /WA-Catalog/or_tm?section=translate#figs-explicit)

all things have been accomplished

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ବିଷୟ ଘଟିଅଛି” କିମ୍ବା “ ଈଶ୍ବର ସମସ୍ତ ବିଷୟ ଘଟାଇଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

all things

“ସମସ୍ତ ବିଷୟ” ବାକ୍ୟାଂଶ ବ୍ୟବସ୍ଥାରେ ସମସ୍ତ ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାରେ ସମସ୍ତ ବିଷୟ” କିମ୍ବା “ ସମସ୍ତ ବିଷୟ ଯାହା ବ୍ୟବସ୍ଥାରେ ଲେଖା ଯାଇଛି” (ଦେଖ: /WA-Catalog/or_tm?section=translate#figs-explicit)

Matthew 5:19

whoever breaks

ଯେକେହି ଅବଜ୍ଞା କରେ କିମ୍ବା “ଯେକେହି ଉପେକ୍ଷା କରେ”

the least one of these commandments

ଏହି ଆଜ୍ଞାସମୁହରୁ ଗୋଟିଏ, ଏପରିକି ବିନ୍ଦୁ ବା ମାତ୍ର

whoever ... teaches others to do so will be called

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ... ଅନ୍ୟମାନଙ୍କୁ ଏପରି କରିବାକୁ ଶିକ୍ଷା ଦିଏ, ଇଶ୍ବର ସେହି ବ୍ୟକ୍ତିଙ୍କୁ ଆହ୍ବାନ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

least in the kingdom of heaven

“ସ୍ବର୍ଗରାଜ୍ୟ” ବାକ୍ୟାଂଶ ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଲିଖିତ ଅଟେ I ଯଦି ସମ୍ଭବ ହୁଏ ତୁମ ଅନୁବାଦରେ “ସ୍ବର୍ଗ” ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ସ୍ବର୍ଗରାଜ୍ୟରେ ଅତି ଗୁରୁତ୍ବପୁର୍ଣ” କିମ୍ବା “ସ୍ବର୍ଗରେ ଆମ୍ଭମାନଙ୍କ ଈଶ୍ବରଙ୍କ ରାଜତ୍ବ ଅଧିନରେ ଅତି ଗୁରୁତ୍ବପୂର୍ଣ୍ଣ” (ଦେଖ: /WA-Catalog/or_tm?section=translate#figs-metonymy)

keeps them and teaches them

ସମସ୍ତ ଅଜ୍ଞା ଗୁଡିକୁ ପାଳନ କରେ ଓ ଅନ୍ୟ ମାନଙ୍କୁ ସେହିପରି ପାଳନ କରିବାକୁ ଶିକ୍ଷା ଦିଏ

great

ଅଧିକ ଗୁରୁତ୍ବପୁର୍ଣ୍ଣ

Matthew 5:20

For I say to you

ଏହା ଯୀଶୁ ପରବର୍ତ୍ତୀ କ”ଣ କହିବେ ତାହାକୁ ଗୁରୁତ୍ବାରୋପ କରେ I

you ... your ... you

ଏଗୁଡିକ ବହୁବାଚକ ଅଟନ୍ତି (ଦେଖ: /WA-Catalog/or_tm?section=translate#figs-you)

that unless your righteousness exceeds ... Pharisees, you will in no way enter

ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ପ୍ରବେଶ କରିବା ନିମନ୍ତେ ତୁମ୍ଭମାନଙ୍କ ଧାର୍ମିକତା ... ଫାରୁଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନହେଲେ” (ଦେଖ: /WA-Catalog/or_tm?section=translate#figs-doublenegatives)

Matthew 5:21

General Information:

ଯୀଶୁ ଲୋକମାନଙ୍କ ଏକଦଳ ସହ କଥା ହେଉଛନ୍ତି ଯେ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ କ”ଣ ନ କରିବା ଉଚିତ I “ତୁମେମାନେ ଶୁଣିଅଛ” ଓ “ମୁ ତୁମକୁ କହୁଅଛି” ରେ “ତୁମେ” ବହୁବାଚକ ଅଟେ I ବୁଝିବା କ୍ଷେତ୍ରରେ “ତୁମେ ନରହତ୍ୟା କରନାହିଁ”ରେ “ତୁମେ” ଏକ ବଚନ ଅଟେ, କିନ୍ତୁ କେତେକ ଭାଷାରେ ଏହା ହୁଏତ ବହୁବାଚକ ଆବଶ୍ୟକ ହୋଇପାରେ I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ କିପରି ପୁରାତନ ନିୟମର ବ୍ୟବସ୍ଥା ସଫଳ କରିବା ନିମନ୍ତେ ଆସିଲେ ସେହି ବିଷୟରେ ଶିକ୍ଷା ଜାରି ରଖିଲେ I ଏଠାରେ ସେ ନରହତ୍ୟା ଓ କ୍ରୋଧ ବିଷୟରେ କହିବା ଆରମ୍ଭ କରନ୍ତି I

it was said to them in ancient times

ଏହାକୁ କର୍ତ୍ତୁବାଚ୍ୟ କ୍ରିୟାରେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ କହିଲେ ଯେଉଁମାନେ ବହୁବର୍ଷ ପୁର୍ବେ ବାସ କରୁଥିଲେ” କିମ୍ବା “ମୋଶା ବହୁବର୍ଷ ପୁର୍ବେ ତୁମ୍ଭମାନଙ୍କ ପିତୃପୁରୁଷଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Whoever kills will be in danger of the judgment

ଏଠାରେ “ବିଚାର” ସୁଚାଇ ଦିଏ ଯେ ଜଣେ ବିଚାରପତି ଜଣେବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବେ I ଅନ୍ୟ ଏକ ଅନୁବାଦରେ: ଜଣେ ବିଚାରପତି ଯେକୌଣସି ବ୍ୟକ୍ତିକୁ ଦଣ୍ଡ ଦେବେ ଯେ ଅନ୍ୟଜଣେ ବ୍ୟକ୍ତିକୁ ହତ୍ୟା କରେ” (ଦେଖ: /WA-Catalog/or_tm?section=translate#figs-explicit)

kill ... kills

ଏହି ଶବ୍ଦ ହତ୍ୟା କରିବାକୁ ବୁଝାଏ, ସମସ୍ତ ପ୍ରକାର ହତ୍ୟା କରିବା ନୁହେଁ I

will be in danger of the judgment

ଏଠାରେ ଏହା ଦେଖାଯାଏ ଯେ ଯୀଶୁ ଜଣେ ମନୁଷ୍ୟ ବିଚାରପତିଙ୍କୁ ବୁଝାଉ ନାହାନ୍ତି କିନ୍ତୁ ବରଂ ଈଶ୍ବର ବ୍ୟକ୍ତି ବିଶେଷରେ ଦୋଷାରୋପ କରୁଛନ୍ତି ଯେ କି ତାହାର ଭାଇ ଉପରେ କ୍ରୋଧ କରୁଛି I (ଦେଖ: /WA-Catalog/or_tm?section=translate#figs-explicit)

Matthew 5:22

But I say

ଯୀଶୁ ଈଶ୍ବର ଓ ତାହାଙ୍କ ବାକ୍ୟ ସହିତ ସହମ୍ମତି ଅଟନ୍ତି, କିନ୍ତୁ ସେ ଯେଉଁ ମାଧ୍ୟମରେ ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟର ବିନିଯୋଗ କରୁଛନ୍ତି ସେଥିରେ ଯୀଶୁ ସହମ୍ମତି ନୁହନ୍ତି I “ମୁଁ” ଗୁରୁତ୍ବପୂର୍ଣ୍ଣ ଅଟେ I ଏହା ସୁଚାଇ ଦିଏ ଯେ ଯୀଶୁ ଈଶ୍ବରଙ୍କ ମୁଳ ଆଜ୍ଞା ସହିତ ସମାନ ଗୁରୁତ୍ବ ଦେବା ନିମନ୍ତେ କ”ଣ କହନ୍ତି I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟାକର ଯେପରି ଗୁରୁତ୍ବ ଦେଖାଯିବ I

brother

ଏହା ଜଣେ ସହ-ବିଶ୍ବାସୀଙ୍କୁ ବୁଝାଏ, ପ୍ରକୃତ ଭାଇ କିମ୍ବା ପଡୋଶୀକୁ ନୁହେ I

worthless person ... fool

ଏହି ବିଷୟଗୁଡିକ ଲୋକମାନଙ୍କ ନିମନ୍ତେ ଉପହାସ୍ୟ ଅଟେ ଯେଉଁମାନେ ସଠିକ ଭାବି ପାରନ୍ତି ନାହିଁ I “ମୁଲ୍ୟହୀନ ବ୍ୟକ୍ତି “ବୁଦ୍ଧିହୀନ”ର ନିକଟବର୍ତ୍ତୀ, “ମୁର୍ଖତା” ଈଶ୍ବରଙ୍କ ଅବାଧ୍ୟତାର ଭାବଧାରକୁ ଗୁରୁତ୍ବ ଦିଏ I

council

ଏହା ଏକ ସ୍ଥାନିୟ ପରିଷଦ ଥିଲା, ଯିରୁଶାଲମସ୍ଥ ପ୍ରଧାନ ସମାଜଗୃହ ନୁହେଁ I

Matthew 5:23

you

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭାମାନଙ୍କର” ସମସ୍ତ ଘଟଣା ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେମାନେ ହୁଏତ ଆବଶ୍ବକ ସ୍ଥଳେ ବହୁବାଚକ ହୁଅନ୍ତି I (ଦେଖ: /WA-Catalog/or_tm?section=translate#figs-you)

offering your gift

ତୁମ୍ଭର ଦାନ ଦେବା କିମ୍ବା “ତୁମର ନୈବେଦ୍ୟ ଆଣ”

at the altar

ଏହା ସୁଚାଏ ଯେ ଏହା ଯିରୁଶାଲମର ମନ୍ଦିରରେ ପରମେଶ୍ବରଙ୍କ ବେଦୀ ଅଟେ I ଅନ୍ୟ ଏକ ଅନୁବାଦରେ: “ମନ୍ଦିରରେ ଈଶ୍ବରଙ୍କ ବେଦୀ ନିକଟକୁ” (ଦେଖ: /WA-Catalog/or_tm?section=translate#figs-explicit)

there remember

ଯେତେବେଳେ ତୁମେ ବେଦୀ ନିକଟରେ ଠିଆ ହୁଅ ସ୍ମରଣ କର

your brother has anything against you

ତୁମର ଯେକୌଣସି କାର୍ଯ୍ୟର କାରଣରୁ ଅନ୍ୟଜଣେ ବ୍ୟକ୍ତି ତୁମ ସହିତ କ୍ରୋଧିତ ହେଲେ

Matthew 5:24

First be reconciled with your brother

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରଥମେ ଯାଇ ସେହି ବ୍ୟକ୍ତି ସହିତ ମିଳିତ ହୁଅ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 5:25

Agree with your

ଯୀଶୁ ଲୋକମାନଙ୍କ ଏକଦଳ ସହିତ ସେମାନେ ବ୍ୟକ୍ତିଗତ ଭାବେ କ”ଣ କରିବା ଉଚିତ ବା ଅନୁଚିତ ସେହି ବିଷୟରେ କହୁଛନ୍ତି I ସମସ୍ତ ଘଟଣାରେ “ତୁମେ” ଓ “ତୁମର” ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେମାନେ ବହୁବାଚକ ହେବା ଆବଶ୍ବକ କରିପାରନ୍ତି I (ଦେଖ: /WA-Catalog/or_tm?section=translate#figs-you)

your accuser

ଏହା ହେଉଛି ଜଣେବ୍ୟକ୍ତି ଯେ କି ଅନ୍ୟଜଣକୁ କୌଣସି ବିଷୟ ନିମନ୍ତେ ନିନ୍ଦା କରେ I ସେ ଭୁଲ କରିଥିବା ବ୍ୟକ୍ତିଙ୍କୁ ନ୍ୟାୟଳୟକୁ ନେଇ ବିଚାରପତି ସମ୍ମୁଖରେ ଦୋଷାରୋପ କରେ I

may hand you over to the judge

ଏଠାରେ “ହସ୍ତରେ ସମର୍ପଣ କରିବା” ଅର୍ଥ କେହିଜଣେ ଅନ୍ୟଜଣକୁ ନିୟନ୍ତ୍ରଣରେ ଦେବା I ଅନ୍ୟ ଏକ ଅନୁବାଦରେ: “ସେ ତୁମମାନଙ୍କୁ ବିଚାର କରିବେ” (ଦେଖ: /WA-Catalog/or_tm?section=translate#figs-idiom)

the judge may hand you over to the officer

ଏଠାରେ “ସମର୍ପଣ କରିବା” ଅର୍ଥ କେହିଜଣେ ଅନ୍ୟଜଣକ ଅଧିନରେ ଦେବା I ଅନ୍ୟ ଏକ ଅନୁବାଦରେ: ବିଚାରପତି ପଦାତିକ ହସ୍ତରେ ସମର୍ପଣ କରିବେ” (ଦେଖ: /WA-Catalog/or_tm?section=translate#figs-idiom)

officer

ଜଣେ ବ୍ୟକ୍ତି ଯାହାଙ୍କର ବିଚାରପତିଙ୍କ ନିଷ୍ପତ୍ତିକୁ ବହନ କରିବାର ଅଧିକାର ଅଛି

you may be thrown into prison

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ପଦାତିକ ହୁଏତ ତୁମକୁ କାରାଗାରରେ ନିକ୍ଷିପ୍ତ କରିବ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 5:26

Truly I say to you

ମୁଁ ତୁମକୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ପରବର୍ତ୍ତୀ କ”ଣ କହିବେ ତାହାକୁ ଗୁରୁତ୍ବ ଦିଏ I

from there

କାରାଗାର ଠାରୁ

Matthew 5:27

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ ଶୁଣିଅଛ” ଓ “ମି ତୁମକୁ କହୁଅଛି”ରେ “ତୁମେ” ବହୁବାଚକ ଅଟେ I କହିବାକୁ ଗଲେ “ବ୍ୟଭିଚାର କରନାହି”ରେ “ତୁମେ” ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ଏହା ହୁଏତ ବହୁବାଚକ ହେବା ଆବଶ୍ୟକ କରେ I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ପୁରାତନ ନିୟମକୁ କିପରି ସଫଳକଲେ ସେହି ବିଷୟରେ ଶିକ୍ଷାକୁ ଆଗକୁ ଜାରି ରଖନ୍ତି I ଏଠାରେ ସେ ବ୍ୟଭିଚାର ଓ କାମନା ବିଷୟରେ ଶିକ୍ଷା ଦେବା ଆରମ୍ଭ କରୁଛନ୍ତି I

that it was said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ଈଶ୍ବର କହିଲେ” ବା “ଯାହା ମୋଶା କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

commit

ଏହି ଶବ୍ଦର ଅର୍ଥ କାର୍ଯ୍ୟ କରିବା କିମ୍ବା କିଛି କରିବା I

Matthew 5:28

But I say

ଯୀଶୁ ଈଶ୍ବରଙ୍କ ସହିତ ଓ ତାହାଙ୍କ ବାକ୍ୟରେ ସହମ୍ମତି ହେଉଛନ୍ତି, କିନ୍ତୁ ସେ ଯେପରି ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସେ ସହମ୍ମତି ହେଉନ ଥିଲେ I “ମୁଁ” ଶବ୍ଦ ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ସୁଚାଇ ଦିଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞା ବିଷୟରେ ସମାନ ଗୁରୁତ୍ବ ଦେବା ନିମନ୍ତେ ଯୀଶୁ କହନ୍ତି I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟା କର ଯାହା ସମାନ ଗୁରୁତ୍ବ ଦିଏ I ଦେଖ ତୁମେ ଏହାକୁ ମାଥିଉ ୫:୨୨ରେ କିପରି ଅନୁବାଦ କରିଅଛ I

everyone who looks on a woman to lust after her has already committed adultery with her in his heart

ଏହି ରୁପକ ବୁଝାଏ ଯେ ଜଣେବ୍ୟକ୍ତି ଯେ ପ୍ରକୃତରେ ବ୍ୟଭିଚାରର କାର୍ଯ୍ୟ କରିବା ସଦୃଶ ଯେକେହି ସ୍ତ୍ରୀ ପ୍ରତି କାମନାଭାବରେ ଦୃଷ୍ଟିପାତ କରେ ସେ ତାହା ସହିତ ବ୍ୟଭିଚାର କରେ I (ଦେଖ: /WA-Catalog/or_tm?section=translate#figs-metaphor)

to lust after her

ଏବଂ ତାହା ପ୍ରତି ବ୍ୟଭିଚାର କରେ କିମ୍ବା “ଓ ତାହା ସହିତ ସହାବାସ କରିବାକୁ ଇଛାକରେ”

in his heart

ଏଠାରେ ଜଣେବ୍ୟକ୍ତିର ଭାବନା ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାର ମନରେ” ବା “ତାହାର ଭାବନାରେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 5:29

If your

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତ ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ସେମାନେ ହୁଏତ ବହୁବାଚକ ହେବା ଆବଶ୍ବକ କରିଥାନ୍ତି I (ଦେଖ: /WA-Catalog/or_tm?section=translate#figs-you)

If your right eye causes you to stumble

ଏଠାରେ “ଚକ୍ଷୁ” ଜଣେବ୍ୟକ୍ତିର ଦୃଷ୍ଟିପାତକୁ ବୁଝାଏ I ଏବଂ, “ଝୁଣ୍ଟିବା” “ପାପ” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମେ ଯାହା ଦେଖ ତାହା ତୁମମାନଙ୍କ ଝୁଣ୍ଟିବାର କାରଣ ହୁଏ” କିମ୍ବା “ ଯଦି ତୁମମାନଙ୍କ ଦେଖିବାର କାରଣ ତୁମମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଏ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-metaphor)

right eye

ଏହାର ଅର୍ଥ ଚକ୍ଷୁ ସବୁଠାରୁ ଗୁରୁତ୍ବପୁର୍ଣ୍ଣ, ଯେପରି ବାମ ଆଖି ବିଘ୍ନର କାରଣ ହୁଏ I ତୁମେ ହୁଏତ “ଦକ୍ଷିଣ”କୁ “ଉତ୍ତମ” କିମ୍ବା “ଶକ୍ତିଶାଳୀ” ସଦୃଶ ଅନୁବାଦ କରିପାର I (ଦେଖ: /WA-Catalog/or_tm?section=translate#figs-idiom)

pluck it out

ଏହା ଜଣେବ୍ୟକ୍ତି ନିମନ୍ତେ ଏକ ଅତିରଞ୍ଜିତ ଅଜ୍ଞା ଅଟେ ଯେପରି ସେ ପାପଠାରୁ ନିବୃତ୍ତ ରହିବା ନିମନ୍ତେ ଯାହାକିଛି ଆବଶ୍ବକ କରିପାରେ I ଏହାର ଅର୍ଥ “ଏହାକୁ ବଳପୂର୍ବକ ବାହାର କରିବା” କିମ୍ବା “ଏହାକୁ ନଷ୍ଟ କରିବା” I ଯଦିବା ଦକ୍ଷିଣ ଆଖି ବିଷୟରେ ଉଲ୍ଲେଖ ନାହିଁ, ତୁମେ ହୁଏତ ଏହାକୁ “ଆଖିକୁ ଉପାଡି ଦିଅ” ଅନୁବାଦ କରିବା ଆବଶବକ କରିପାର, ଯଦି ଆଖି ଉଲ୍ଲେଖ ଅଛି, ତୁମେ ଏହାକୁ “ସେଗୁଡିକୁ ନଷ୍ଟ କର” ଅନୁବାଦ କରିପାର I’ (ଦେଖ: /WA-Catalog/or_tm?section=translate#figs-hyperbole)

throw it away from you

ଏଠାରୁ ବାହାରି ଆସ

one of your body parts should perish

ତୁମେ ତୁମ ଶରୀରର ଗୋଟିଏ ଅଂଶ ନଷ୍ଟ କରିବା ଉଚିତ୍

than that your whole body should be thrown into hell

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: କାରଣ ଈଶ୍ବର ତୁମର ସମସ୍ତ ଶରୀର ନରକରେ ନିକ୍ଷେପ କରିବା ଅପେକ୍ଷା” (ଦେଖ: /WA-Catalog/or_tm?section=translate#figs-activepassive)

Matthew 5:30

If your right hand causes

ଏହି ତୁଳନାତ୍ମକ ବାକ୍ୟରେ, ହସ୍ତ ଜଣେ ବ୍ୟକ୍ତିର ସମ୍ପୁର୍ଣ୍ଣ କାର୍ଯ୍ୟକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

right hand

ଏହାର ଅର୍ଥ ହସ୍ତ ସବୁଠାରୁ ଗୁରୁତ୍ବପୁର୍ଣ୍ଣ, ଯଦି ବାମହାତ ବିଘ୍ନର କାରଣ ହୁଏ I ତୁମେ ହୁଏତ “ଦକ୍ଷିଣ ହସ୍ତ”କୁ “ଉତ୍ତମ” କିମ୍ବା “ଶକ୍ତିଯୁକ୍ତ”ଭାବେ ଅନୁବାଦ କରିବା ଆବଶ୍ବକ କରିପାର (ଦେଖ: /WA-Catalog/or_tm?section=translate#figs-idiom)

cut it off

ଏହା ଜଣେବ୍ୟକ୍ତି ସବୁକିଛି ପ୍ରୟାସ କରି ପାପଠାରୁ ନିବୃତ ରହିବା ନିମନ୍ତେ ଚେଷ୍ଟାକରିବା ନିମନ୍ତେ ଏକ ଅତିରଞ୍ଜିତ ଅଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#figs-hyperbole)

Matthew 5:31

Connecting Statement:

ଯୀଶୁ ପୁରାତନ ନିୟମ ବ୍ୟବସ୍ଥାକୁ କିପରି ସଫଳ କରିବା ନିମନ୍ତେ ଆସିଛନ୍ତି ସେହି ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I ଏଠାରେ ସେ ଛାଡପତ୍ର ବିଷୟରେ କହିବା ଆରମ୍ଭ୍ କରନ୍ତି I

It was also said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମଧ୍ୟ କହିଲେ” କିମ୍ବା “ମୋଶା ମଧ୍ୟ କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

sends his wife away

ଏହା ଛାଡପତ୍ର ବିଷୟରେ ଏକ ସ୍ପଷ୍ଟକ୍ତି ଅଟେ I (ଦେଖ: /WA-Catalog/or_tm?section=translate#figs-euphemism)

let him give

ସେ ନିଶ୍ଚୟ ଦେବେ

Matthew 5:32

But I say

ଯୀଶୁ ଈଶ୍ବର ଓ ତାହାଙ୍କ ବାକ୍ୟରେ ସମ୍ମତି ପ୍ରକାଶ କରନ୍ତି, କିନ୍ତୁ ସେ ଯେପରି ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସହମ୍ମତି ହେଉ ନଥିଲେ I “ମୁଁ” ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ବୁଝାଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞା ବିଷୟରେ ଯୀଶୁ ଯାହା କହନ୍ତି ତାହା ସମାନଭାବରେ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟା କର ଯେପରି ସମାନ ଗୁରୁତ୍ବ ଦର୍ଶାଉ ଥିବ I ଦେଖ ତୁମେ ଏହାକୁ ମାଥିଉ ୫:୨୨ରେ କିପରି ଅନୁବାଦ କରିଅଛ I

makes her an adulteress

ଏହା ସେହି ବ୍ୟକ୍ତି ଅଟନ୍ତି ଯେକେହି ଆପଣା ସ୍ତ୍ରୀକୁ ବିନା କାରଣରେ ପରିତ୍ୟାଗ କରେ” ସେ ତାହାକୁ ବ୍ୟଭିଚାରିଣୀ କରାଏ” I ଅନେକ ସଂସ୍କୃତିରେ ତାହାର ଦ୍ବିତୀୟ ବିବାହ ଗ୍ରହଣୀୟ ହୋଇପାରେ, କିନ୍ତୁ ଯଦି ତ୍ୟାଗପତ୍ର ବିନା କାରଣରୁ ହୋଇଥାଏ, ସେହିପରି ପୁନ୍ନ-ବିବାହ ବ୍ୟଭିଚାର ଅଟେ I

her after she has been divorced

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ପରେ ତାହାର ସ୍ବାମୀ ତାହାକୁ ପରିତ୍ୟାଗ କଲା” କିମ୍ବା “ପରିତ୍ୟକ୍ତା ସ୍ତ୍ରୀ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 5:33

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ ଶୁଣିଅଛ” ଓ “ମୁ ତୁମକୁ କହିଅଛି”ରେ “ତୁମେ” ବହୁବାଚକ ଅଟେ I ଏଣୁ “ଶପଥ କର ନାହିଁ” ଓ “ ତୁମ୍ଭର ଶପଥ ପାଳନ କର”ରେ “ତୁମେ” ଓ “ତୁମ୍ଭର” ଏକବଚନ ଅଟନ୍ତି I କିନ୍ତୁ କେତେକ ଭାଷାରେ ସେଗୁଡିକ ହୁଏତ ବହୁବାଚକ ଆବଶ୍ବକ କରିପାରନ୍ତି I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ପୁରାତନ ନିୟମ ବ୍ୟବସ୍ଥାକୁ କିପରି ସଫଳ କଲେ ସେହି ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I ଏଠାରେ ସେ ଛାଡପତ୍ର ବିଷୟରେ ଶପଥ ବିଷୟରେ ଶିକ୍ଷା ଦେବା ଆରମ୍ଭ କରନ୍ତି I

Again, you

ମଧ୍ୟ, ତୁମେ କିମ୍ବା “ଆଉ ଏକ ଉଦାହରଣ, ତୁମର”

it was said to those in ancient times

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଈଶ୍ବର ସେମାନଙ୍କୁ କହିଲେ ଯେଉଁମାନେ ବହୁବର୍ଷ ପୁର୍ବେ ବାସ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Do not swear a false oath, but carry out your oaths to the Lord.

ଶପଥ କର ନାହିଁ ଯେ ତୁମେ କିଛି କରିପାରିବ ଓ ତାପରେ କିଛି କରିବ ନାହିଁ I ତା”ପରିବର୍ତ୍ତେ, ଯାହା କରିବା ନିମନ୍ତେ ସଦାପ୍ରଭୁଙ୍କଠାରେ ମାନତ କରିଅଛ ସେହିସବୁ ତୁମେ କର

Matthew 5:34

But I say

ଯୀଶୁ ଈଶ୍ବର ଏବଂ ତାହାଙ୍କ ବାକ୍ୟରେ ସମ୍ମତି ହୁଅନ୍ତି, କିନ୍ତୁ ସେ ଯେପରି ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସହମ୍ମତି ହେଉ ନଥିଲେ I “ମୁଁ” ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ସୁଚାଇ ଦିଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞା ବିଷୟରେ ଯୀଶୁ ଯାହା କହନ୍ତି ତାହା ସମାନଭାବରେ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟା କର ଯାହା ଗୁରୁତ୍ବପୁର୍ଣ ଦର୍ଶାଏ I ଦେଖ ତୁମେ ଏହାକୁ ମାଥିଉ ୫:୨୨ରେ କିପରି ଅନୁବାଦ କରିଅଛ I

swear not at all

ଆଦୌ ଶପଥ କରନାହିଁ କିମ୍ବା “କୌଣସିଥିରେ ଶପଥ କର ନାହିଁ”

it is the throne of God

କାରଣ ଈଶ୍ବର ସ୍ବର୍ଗରୁ ରାଜତ୍ବ କରନ୍ତି, ଯୀଶୁ ସ୍ବର୍ଗ ବିଷୟରେ କହୁଛନ୍ତି ଯେପରି ଏହା ଏକ ସିଂହାସନ ଅଟେ I ଅନ୍ୟ ଏକ ଅନୁବାଦରେ: ଏଠାରୁ ଈଶ୍ବର ଶାସନ କରନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

Matthew 5:35

Connecting Statement:

୩୪ ପଦରେ ଯୀଶୁ ତାହାଙ୍କ ଶିକ୍ଷା ସମାପ୍ତ କରନ୍ତି, ଲୋକମାନଙ୍କୁ ଶପଥ ନ କରିବା ନିମନ୍ତେ କହନ୍ତି I

nor by the earth ... city of the great King

ଏହିଠାରେ ଯୀଶୁ ବୁଝାଇବାକୁ ଚାହାନ୍ତି ଯେ ଲୋକମାନେ ଯେତେବେଳେ ପ୍ରତିଜ୍ଞା କରନ୍ତି କିମ୍ବା ଯାହା ସତ୍ୟ ତାହା କହନ୍ତି, ସେମାନେ ନିଶ୍ଚୟ କୌଣସି ବିଷୟର ଶପଥ କରିବେନାହିଁ I କେତେକ ଲୋକମାନେ ଶିକ୍ଷା ଦିଅନ୍ତି ଯେ ଯଦି ଜଣେବ୍ୟକ୍ତି ଈଶ୍ବରଙ୍କ ନାମରେ ଶପଥ କରେ ଯାହା ସେ କିଛି କରେ, ତେବେ ଏହା ସେ ନିଶ୍ଚୟ କରିବା ଉଚିତ, କିନ୍ତୁ ଯଦି ସେ ନକରି ପାରୁଥିବା ବିଷୟରେ ଶପଥ କରେ, ଯେପରିକି ପୃଥିବୀ କିମ୍ବା ସ୍ବର୍ଗ, ତେବେ ଏହା ଅଳ୍ପ ଲଜ୍ୟାଦାୟକ ଅଟେ ଯଦି ସେ ଯାହା କହିକି ନକରି ପାରେ I ଯୀଶୁ କହନ୍ତି ଯେ ସ୍ବର୍ଗ କିମ୍ବା ପୃଥିବୀ କିମ୍ବା ଯିରୁଶାଲମ ନାମରେ ଶପଥ କରିବା ଯେପରି ଈଶ୍ବରଙ୍କ ନାମରେ ଶପଥ ନେବା ଅଟେ କାରଣ ସେହି ସମସ୍ତ ବିଷୟ ଈଶ୍ବରଙ୍କର ଅଟେ I

it is the footstool for his feet

ଏହି ରୁପକର ଅର୍ଥ ପୃଥିବୀ ମଧ୍ୟ ଇଶ୍ବରଙ୍କର ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ପାଦପିଠ ସଦୃଶ ଅଟେ ଯେଉଁଠାରେ ରାଜା ତାହାଙ୍କ ପାଦ ସ୍ଥାପନ କରନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

for it is the city of the great King

କାରଣ ଏହା ଈଶ୍ବରଙ୍କ ନଗରୀ ଅଟେ ଯାହା ଈଶ୍ବର, ମହାନ ରାଜାଙ୍କର ଅଟେ

Matthew 5:36

General Information:

ପୂର୍ବରୁ ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ କହିଥିଲେ ଯେ ଈଶ୍ବରଙ୍କ ସିଂହାସନ, ପାଦପିଠ, ଓ ପୃଥିବୀର ଆବାସସ୍ଥଳ ସେମାନଙ୍କ ଶପଥ କରିବା ନିମନ୍ତେ ନୁହେ I ଏଠାରେ ସେ କୁହନ୍ତି ଯେ ସେମାନେ ଏପରିକି ଆପଣା ମସ୍ତକର ଶପଥ କରିବା ଉଚିତ ନୁହେ I

your ... you

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I ଏହି ଘଟଣାର ସମସ୍ତ ଶବ୍ଦ ଏକବଚନ ଅଟନ୍ତି I କିନ୍ତୁ ତୁମେ ହୁଏତ ସେଗୁଡିକ ବହୁବଚନରେ ଅନୁବାଦ କରିପାର I (ଦେଖ: /WA-Catalog/or_tm?section=translate#figs-you)

swear

ଏହା ଶପଥ କରିବା ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ ମାଥିଉ ୫:୩୪ରେ କିପରି ଅନୁବାଦ କରିଅଛ I

Matthew 5:37

let your speech be 'Yes, yes,' or 'No, no.'

ଯଦି ତୁମେ ‘ହଁ’ କୁ ‘ହଁ’ କୁହ, ଓ ଯଦି ତୁମେ ‘ନାଁ’ କୁ ‘ନାଁ’ କୁହ I

Matthew 5:38

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ ଶୁଣିଅଛ” ଓ “ମୁଁ ତୁମକୁ ସତ୍ୟ କହୁଅଛି” ରେ “ତୁମେ” ବହୁବାଚକ ଅଟେ I “ଯେ ତୁମକୁ ଆଘାତ କରେ” ଓ ବୁଝିବାକୁ “ତୁମେ” “ତାହା ପ୍ରତି” ଉଭୟ ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ସେଗୁଡିକ ବହୁବଚନ ହୋଇ ପାରନ୍ତି I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ପୁରାତନ ନିୟମକୁ କିପରି ସଫଳ କରିବା ନିମନ୍ତେ ଆସିଛନ୍ତି ସେହି ବିଷୟରେ ଶିକ୍ଷା ଦେବାକୁ ଜାରି ରଖିଛନ୍ତି I ଏଠାରେ ସେ ଜଣେ ଶତ୍ରୁ ବିରୋଧରେ ପ୍ରତିଶୋଧ ସମ୍ବନ୍ଧରେ କୁହନ୍ତି I

that it was said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଦେଖ ତୁମେ ଏହାକୁ [ମାଥିଉ ୫:୧୭] (../05/27.md)ରେ କିପରି ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଯାହା ଈଶ୍ବର କହିଥିଲେ” କିମ୍ବା “ଯାହା ମୋଶା କହିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

eye for an eye, and a tooth for a tooth

ମୋଶାଙ୍କ ବ୍ୟବସ୍ଥା ଜଣେ ବ୍ୟକ୍ତିକୁ ତାହା ପ୍ରତି ଅନ୍ୟଜଣେ କ୍ଷତି ଘଟାଇଲେ ସମାନଭାବେ ତାହା ପ୍ରତି କ୍ଷତି ଘଟାଇବା ନିମନ୍ତେ ଅନୁମତି ଦେଲା, କିନ୍ତୁ ତାହାଠାରୁ ଅଧିକ ସେ କ୍ଷତି ଘଟାଇପାରିବ ନାହିଁ I

Matthew 5:39

But I say

ଯୀଶୁ ଈଶ୍ବର ଏବଂ ତାହାଙ୍କ ବାକ୍ୟ ସହିତ ସହମ୍ମତି ପ୍ରକାଶ କରନ୍ତି, କିନ୍ତୁ ସେ ଯେପରି ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସେ ସହମ୍ମତି ହେଉ ନଥିଲେ I “ମୁଁ” ଶବ୍ଦ ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ସୁଚିତ କରେ ଯେ ଈଶ୍ବରଙ୍କ ମୁଳ ଅଜ୍ଞା ବିଷୟରେ ଯୀଶୁ ଯାହା କହନ୍ତି ତାହା ସମାନଭାବରେ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟାକର ଯାହା ସମାନ ଗୁରୁତ୍ବ ଦେଖାଏ I

one who is evil

ଜଣେ ମନ୍ଦବ୍ୟକ୍ତି କିମ୍ବା “ କେହିଯେବେ ତୁମର କ୍ଷତି କରେ”

strikes ... your right cheek

ଯୀଶୁଙ୍କ ସଂସ୍କୃତିକୁ ଅପମାନ କରିବା ଜଣେ ବ୍ୟକ୍ତିର ମୁହରେ ଚାପୁଡା ମାରିବା ସଦୃଶ ଥିଲା I ଯେପରି ଆଖି ଓ ହାତ, ଦକ୍ଷିଣ ପାର୍ଶ୍ବର ଗାଲ ବହୁତ ଗୁରୁତ୍ବପୁର୍ଣ୍ଣ ଅଟେ, ଓ ଦକ୍ଷିଣପାର୍ଶ୍ବ ଗାଲରେ ଚାପୁଡା ମାରିବା ଭୟଙ୍କର ଅପମାନ ଥିଲା I

strikes

ଯେ ହାତରେ ପଛରୁ ଚାପୁଡା ମାରେ

turn to him the other also

ତାହାକୁ ଅନ୍ୟ ପାର୍ଶ୍ବ ଗାଲରେ ମାରିବା ପାଇଁ ଦିଅ

Matthew 5:40

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତ ଭାବେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କୁହନ୍ତି I “ତୁମେ” ଓ “ତୁମ୍ଭମାନଙ୍କର” ର ସମସ୍ତ ଘଟଣାରେ, ଅଜ୍ଞାସମୁହ “କରିବାକୁ ଦିଅ,” “ଯାଅ,” “ଦିଅ,” ଓ “ବିମୁଖ ହୁଅନାହି”ରେ “ତୁମେ” ଶବ୍ଦ ସମ୍ପୃକ୍ତ କରି ଏକବଚନ ଅଟନ୍ତି I କେତେକ ଭାଷାରେ ସେଗୁଡିକ ହୁଏତ ବହୁବଚନ ହେବା ଆବଶ୍ବକ କରନ୍ତି I (ଦେଖ: /WA-Catalog/or_tm?section=translate#figs-you)

coat ... cloak

“ଅଙ୍ଗରଖା” ଶରୀରକୁ ଉଷୁମ ରଖିବା ନିମନ୍ତେ, ଏକ ଓଜନିଆ ପାଇଜାମା କିମ୍ବା ଏକ ଗରମ ପୋଷାକ ସଦୃଶ ପିନ୍ଧା ଯାଉଥିଲା I “ଅଙ୍ଗରଖା” ଉପରୋକ୍ତ ଦୁଇଟି ପୋଷାକ ଠାରୁ ମୁଲ୍ୟବାନ, ଏହାକୁ ଉଶୁମ ହେବା ନିମନ୍ତେ “ଅଙ୍ଗରଖା” ଉପରେ ମଧ୍ୟ ଓ ଆହୁରି ରାତ୍ରିରେ ଉଷ୍ମତା ନିମନ୍ତେ କମ୍ବଳ ସ୍ବରୁପ ବ୍ୟବହୃତ ହେଉଥିଲା I

let that person also have

ତାହାକୁ ମଧ୍ୟ ସେହି ଲୋକକୁ ଦେଇଦିଅ

Matthew 5:41

Whoever

ଯେକୌଣସି ବ୍ୟକ୍ତି, ପୃଷ୍ଠଭୁମି ଦର୍ଶାଏ ଯେ ସେ ଜଣେ ରୋମିୟ ସୈନିକ ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-explicit)

one mile

ଏହା ଏକ ହଜାର ପାହୁଣ୍ଡ, ଯେଉଁ ଦୁରତା ମଧ୍ୟରେ ଜଣେ ରୋମିୟ ସୈନିକ ଆଇନଗତ ଭାବେ ଆପଣା ନିମନ୍ତେ ବଳ ପ୍ରୟୋଗ କରି ପାରୁଥିଲା I ଯଦି “ମାଇଲ” ବୁଝା ପଡେନାହିଁ, ତେବେ ଏହାକୁ “ ଏକ କିଲୋମିଟର” କିମ୍ବା “ଦୁରତା” ଅନୁବାଦ କରାଯାଇପାରିବ I

with him

ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେ ତୁମକୁ ଯିବା ନିମନ୍ତେ ବାଧ୍ୟ କରେ I

go with him two

ସେ ତୁମକୁ କୋଶେ ଯିବା ନିମନ୍ତେ ବାଧ୍ୟ କଲେ, ଓ ପରେ ଆଉ ଏକ କୋଶ ଅଧିକ ଯାଅ I ଯଦି “କୋଶ” ବୁଝି ହୁଏନାହିଁ, ତୁମେ ଏହାକୁ “ଦୁଇ କିଲୋମିଟର” କିମ୍ବା “ଦ୍ବିଗୁଣ ପର୍ଯ୍ୟନ୍ତ” ସଦୃଶ ଅନୁବାଦ କରିପାର I

Matthew 5:42

do not turn away from

ଦେବାକୁ ମନା କରନାହିଁ I ଏହାକୁ ଆସ୍ତିକ ଆକାରରେ କୁହାଯାଇ ପାରେ I ଅନ୍ୟ ଏକ ଅନୁବାଦରେ: “ଦିଅ”

Matthew 5:43

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ ଶୁଣିଅଛ” ଓ “ ମୁଁ ତୁମକୁ କହୁଅଛି”ରେ “ତୁମେ” ବହୁବାଚକ ଅଟେ I “ତୁମେ ଆପଣା ପ୍ରତିବାସୀକୁ ପ୍ରେମ କର ଓ ଶତ୍ରୁକୁ ଘୃଣା କର”ରେ “ତୁମେ” ଅକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ଏହା ବହୁବାଚକ ହେବା ଆବଶ୍ୟକ କରେ I “ତୁମେ” ଓ “ତୁମର” ପରବର୍ତ୍ତୀ ସମସ୍ତ ଘଟଣାରେ ବହୁବାଚକ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ପୁରାତନ ନିୟମକୁ କିପରି ସଫଳ କରିବାକୁ ଆସିଛନ୍ତି ସେହି ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I ଏଠାରେ ସେ ଶତ୍ରୁଗଣକୁ ପ୍ରେମକରିବା ବିଷୟରେ ଶିକ୍ଷା ଦେଉଛନ୍ତି I

that it was said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଦେଖ ତୁମେ ଏହାକୁ ମାଥିଉ ୫:୨୭ରେ କିପରି ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଯାହା ଈଶ୍ବର କହିଛନ୍ତି” କିମ୍ବା “ଯାହା ମୋଶା କହିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

your neighbor

“ଏଠାରେ “ପ୍ରତିବାସୀ” ଶବ୍ଦ କୌଣସି ନିର୍ଦ୍ଧିଷ୍ଟ ପ୍ରତିବାସୀ କୁ ବୁଝାଏ ନାହିଁ I କିନ୍ତୁ ଏକ ଗୋଷ୍ଠୀର ଯେକୌଣସି ସଦସ୍ୟ କିମ୍ବା ଲୋକଦଳ I ସେହି ଲୋକମାନେ ଯାହାକୁ ଜଣେ ନମ୍ରତାର ସହ ଆଚରଣ କରିବା ଇଛାକରେ ବା ଅନ୍ତତଃ ବିଶ୍ବାସକରେ କି ମୋତେ ନମ୍ରତାର ସହ ସେବା କରିବା ଉଚିତ I ଅନ୍ୟ ଏକ ଅନୁବାଦରେ: “ଗ୍ରାମାଞ୍ଚଳ ଲୋକମାନେ” କିମ୍ବା ଯେଉଁମାନେ ତୁମମାନଙ୍କ ଲୋକମାନଙ୍କ ଦଳରୁ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-genericnoun)

Matthew 5:44

But I say

ଯୀଶୁ ଈଶ୍ବର ଏବଂ ତାହାଙ୍କ ବାକ୍ୟରେ ସହମ୍ମତି ହୁଅନ୍ତି, କିନ୍ତୁ ସେ ଧାର୍ମିକ ନେତାମାନେ ଯେପରି ଭାବେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସହମ୍ମତି ହେଉ ନଥିଲେ I “ମୁଁ” ଶବ୍ଦ ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ବୁଝାଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞାସମୁହ ବିଷୟରେ ଯାହା ଯୀଶୁ କହନ୍ତି ତାହା ସମାନଭାବରେ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ବାକ୍ୟାଂଶକୁ ଏପରିଭାବେ ଅନୁବାଦ କରିବାକୁ ଚେଷ୍ଟାକର ଯାହା ସମାନ ଗୁରୁତ୍ବ ଦେଖାଏ I ଦେଖ ତୁମେ ଏହାକୁ [ମାଥିଉ ୫:୨୨] (../05/22.md)ରେ କିପରି ଅନୁବାଦ କରିଅଛ I

Matthew 5:45

you may be sons of your Father

ଏହା ମନୁଷ୍ୟ ସନ୍ତାନଗଣ କିମ୍ବା ସନ୍ତାନଗଣ ବୁଝାଇବା ନିମନ୍ତେ ତୁମମାନଙ୍କ ଭାଷାରେ ସ୍ବାଭାବିକଭାବେ ବ୍ୟବହୃତ ଶବ୍ଦ “ସନ୍ତାନଗଣ” ଅନୁବାଦ କରିବା ଉତ୍ତମ ଅଟେ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 5:46

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଏବଂ “ତୁମ୍ଭର”ର ସମସ୍ତ ଦୃଷ୍ଟାନ୍ତ ବହୁବାଚକ ଅଟେ I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ପୁରାତନ ନିୟମର ବ୍ୟବସ୍ଥାକୁ ସଫଳ କରିବା ନିମନ୍ତେ ସେ ଆସିଛନ୍ତି ସେହି ବିଷୟରେ ଶିକ୍ଷା ସମାପ୍ତ କରୁଛନ୍ତି I ଏହି ଅଂଶ ମାଥିଉ ୫:୧୭ରେ ଆରମ୍ଭ ହୋଇଥିଲା I

what reward do you get?

ଯୀଶୁ ଲୋକମାନଙ୍କୁ ଶିକ୍ଷାଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯାହା ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରେମକଲେ କୌଣସି ବିଶେଷ କାର୍ଯ୍ୟ ନୁହେ ଯେଉଁଥିନିମନ୍ତେ ଈଶ୍ବର ସେମାନଙ୍କୁ ପୁରସ୍କୃତ କରିବେ I ଏହି ବର୍ଣ୍ଣନାତ୍ମକ ପ୍ରଶ୍ନକୁ ଉକ୍ତି (ବକ୍ତବ୍ୟ)ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ କୌଣସି ପୁରସ୍କାର ପ୍ରାପ୍ତ କରିବ ନାହି” (ଦେଖ: /WA-Catalog/or_tm?section=translate#figs-rquestion)

Do not even the tax collectors do the same thing?

ଏହି ବର୍ଣ୍ଣନାତ୍ମକ ପ୍ରଶ୍ନ ଉକ୍ତି (ବକ୍ତବ୍ୟ)ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏପରିକି କରଗ୍ରାହୀମାନେ ସମାନ ବିଷୟ କରନ୍ତି I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 5:47

what do you do more than others?

ଏହି ପ୍ରଶ୍ନ ଗୁଡିକ ବକ୍ତବ୍ୟଭାବେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ତୁମେମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ କିଛି କର ନାହି I” (ଦେଖ: /WA-Catalog/or_tm?section=translate#figs-rquestion)

greet

ଏହା ଶ୍ରୋତାମାନଙ୍କ ଉତ୍ତମତା ନିମନ୍ତେ ଆଶା ଦେଖାଇବା ଏକ ସାଧାରଣ ଶବ୍ଦ ଅଟେ I

Do not even the Gentiles do the same thing?

ଏହି ପ୍ରଶ୍ନଗୁଡିକ ଏକ ବକ୍ତବ୍ୟଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏପରିକି ବିଜାତିମାନେ ସମାନ କାର୍ଯ୍ୟ I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 5:48

Father

ଈଶ୍ବରଙ୍କ ନିମନ୍ତେ ଏହା ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)