Matthew 7

ମାଥିଉ ୦୭ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଯୀଶୁ ଏହି ଉପଦେଶ ଶିକ୍ଷାରେ ଅନେକ ବିଭିନ୍ନ ବିଷୟଗୁଡିକ କହିଛନ୍ତି, ଏଣୁ ତୁମେ ପାଠକମାନଙ୍କୁ ପାଠ୍ୟ ମଧ୍ୟରେ ଖାଲି ଗାର ଦ୍ବାରା ସାହାଯ୍ୟ କରିବା ନିମନ୍ତେ ଇଛା କରିପାର ଯେତେବେଳେ ଯୀଶୁ କୌଣସି ବିଷୟ ପରିବର୍ତ୍ତନ କରୁଛନ୍ତି I

ଏହି ଅଧ୍ୟାୟରେ ମୁଖ୍ୟ ଧାରଣା

ମାଥିଉ ୫-୭

ଅନେକ ଲୋକମାନେ ମାଥିଉ ୫-୭ରେ ବାକ୍ୟକୁ ପାର୍ବତ୍ୟ ଉପଦେଶ କହନ୍ତି I ଏହା ଏକ ବିସ୍ତୃତ ଶିକ୍ଷା ଅଟେ ଯାହା ଯୀଶୁ ଶିକ୍ଷା ଦେଇଥିଲେ I ବାଇବଲ ଏହି ଶିକ୍ଷାଗୁଡିକୁ ତିନିଟି ଅଧ୍ୟାୟରେ ଭାଗ କରିଛି, କିନ୍ତୁ ବେଳେବେଳେ ଏହା ପାଠକମାନଙ୍କୁ ଦ୍ବନ୍ଦରେ ପକାଏ I ଯଦି ତୁମର ଅନୁବାଦ ପାଠ୍ୟଗୁଡିକୁ ଭାଗ ଭାଗ କରିଥାଏ, ନିଶ୍ଚିତ ହୁଅ ଯେ ପାଠକ ଯେପରି ବୁଝି ପାରିବେ ଯେ ଏଗୁଡିକ ଏକ ବିସ୍ତୃତ ଶିକ୍ଷାର ଏକ ଉପଦେଶ ଶିକ୍ଷା ଅଟେ I

“ସେମାନଙ୍କ ଫଳ ଦ୍ବାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ”

ଶାସ୍ତ୍ରରେ ଫଳ ଏକ ସାଧାରଣ ଚିତ୍ର ଅଟେ I ଏହା ଭଲ କି ମନ୍ଦ କର୍ମର ପରିଣାମ ବିଷୟରେ ବର୍ଣ୍ଣନା କରେ I ଏହି ଅଧ୍ୟାୟରେ, ଭଲ ଫଳ ଈଶ୍ବରଙ୍କ ଅଜ୍ଞାଗୁଡିକ ବାଧ୍ୟ ହେବା ଅଟେ I (ଦେଖ: /WA-Catalog/or_tw?section=other#fruit)

Matthew 7:1

General Information:

ଯୀଶୁ ଲୋକମାନଙ୍କ ଏକଦଳ ସହିତ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଥିଲେ I “ତୁମେ” ଓ ଆଦେଶଗୁଡିକର ବ୍ୟବହାର ବହୁବାଚକ ଅଟେ I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପାର୍ବତ୍ୟ ଉପଦେଶ ଶିକ୍ଷା ଜାରି ରଖିଛନ୍ତି, ଯାହା [ମାଥିଉ ୫:୩ ] (../05/03.md)ରେ ଆରମ୍ଭ ହୋଇଥିଲା I

Do not judge

ଏଠାରେ ଏହା ସୁଚିତ କରେ ଯେ “ବିଚାର କର” ର ଦୃଢ଼ ଅର୍ଥ “ନିଷ୍ଠୁର ଭାବେ ଦୋଷାରୋପ କରିବା” କିମ୍ବା “ଦୋଶୀ ସାବ୍ୟସ୍ତ କରିବା I” ଅନ୍ୟ ଏକ ଅନୁବାଦରେ: “ନିଷ୍ଠୁର ଭାବେ ଲୋକଙ୍କୁ ଦୋଷାରୋପ କରନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

you will not be judged

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମକୁ ରୁକ୍ଷ ଭାବରେ ଦୋଶାରୋପ କରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 7:2

For

ନିଶ୍ଚିତ ହୁଅ ଯେପରି ପାଠକ ୭:୧ରେ ଯୀଶୁଙ୍କ କହିବା ଆଧାରରେ ୭:୨ର ଉକ୍ତିକୁ ବୁଝିବେ I

with the judgment you judge, you will be judged

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମେ ବିଚାର କର ଈଶ୍ବର ସେହିପରି ତୁମର ବିଚାର କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

measure

ସାମ୍ଭାବିତ ଅର୍ଥଗୁଡିକ ୧) ଏହିପରି ଦଣ୍ଡ ଦିଆଯାଏ କିମ୍ବା ୨) ଏହା ବିଚାର ନିମନ୍ତେ ମାପକାଠି ଅଟେ I

it will be measured out to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଇଶ୍ବର ତୁମକୁ ସେହି ମାପକାଠିରେ ମାପିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 7:3

General Information:

ଯୀଶୁ ଲୋକମାନଙ୍କ ଏକଦଳ ସହିତ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଥିଲେ I “ତୁମେ” ଓ “ତୁମ୍ଭର” ସମସ୍ତ ବ୍ୟବହାର ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେଗୁଡିକ ବହୁବଚନ ହୋଇ ପାରନ୍ତି I

Why do you look ... brother's eye, but you do not notice the log that is in your own eye?

ଯୀଶୁ ଅନ୍ୟଲୋକର ପାପ ବିଷୟରେ ଧ୍ୟାନ ଦେଇ ଓ ଆପଣାର ପାପକୁ ହେୟଜ୍ଞାନ କରିବା ହେତୁ ଲୋକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଦେଖ…ତୁମ ଭାଇର ଆଖି, କିନ୍ତୁ ତୁମ ନିଜ ଆଖିରେ ଯେଉଁ କଡିକାଠ ଅଛି ତାହା ଦେଖୁନାହଁ I” କିମ୍ବା “ଦେଖନାହିଁ … ଭାଇର ଆଖି ଓ ନିଜ ଆଖିର ଥିବା କଡିକାଠକୁ ଅଣଦେଖା କରୁଅଛ” (ଦେଖ: /WA-Catalog/or_tm?section=translate#figs-rquestion)

the tiny piece of straw that is in your brother's eye

ଏହା ଏକ ରୁପକ ଅଟେ ଯାହା ଜଣେ ସହ-ବିଶ୍ବାସିର ଗୁରୁତ୍ବହିନ ଦୋଷକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metaphor)

tiny piece of straw

କୁଟା କିମ୍ବା “ଟୁକୁରା” କିମ୍ବା “ଧୁଳିକଣା I” ଛୋଟ ବିଷୟ ନିମନ୍ତେ ଏକଶବ୍ଦ ବ୍ୟବହାର କର ଯାହା ସାଧାରଣ ଭାବେ ଜଣେବ୍ୟକ୍ତିର ଆଖିରେ ପଡେ I

brother

୭:୩-୫ରେ ବ୍ୟବହୃତ “ଭାଇ” ସହ-ବିଶ୍ବାସୀଙ୍କୁ ବୁଝାଏ, ପ୍ରକୃତ ଭାଇ, କିମ୍ବା ପଡୋଶୀକୁ ନୁହେଁ I

the log that is in your own eye

ଏହା ଜଣେବ୍ୟକ୍ତିର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦୋଷ ନିମନ୍ତେ ଏକ ରୁପକ ଅଟେ I ଆକ୍ଷରିକ ଭାବେ କଡିକାଠ ଜଣେବ୍ୟକ୍ତିର ଆଖି ଭିତରକୁ ଯାଏ ନାହିଁ I ଅନ୍ୟ ଜଣକର ଛୋଟିଆ ଦୋଷ ଧରିବା ଆଗରୁ ଯୀଶୁ ପ୍ରାଧାନ୍ୟ ଦେଉଛନ୍ତି ଯେପରି ଜଣେବ୍ୟକ୍ତି ନିଜର ଦୋଷ ଗୁଡିକୁ ସମୀକ୍ଷା କରିବ (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-hyperbole)

log

କେହିଜଣେ ଗଚ୍ଛର ମୋଟା ଭାଗକୁ କାଟି ଦେଇଛି

Matthew 7:4

How can you say ... your own eye?

ଯୀଶୁ ଲୋକମାନଙ୍କୁ ଅନ୍ୟ ବ୍ୟକ୍ତିର ପାପ ଦେଖିବା ପୂର୍ବରୁ ନିଜର ପାପ ଗୁଡିକ ପ୍ରତି ଧ୍ୟାନ ଦେବା ନିମନ୍ତେ ଆହ୍ବାନ କରି ଏକ ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ କହିବା ଉଚିତ ନୁହେ …ତୁମର ଆପଣାର ଚକ୍ଷୁ I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 7:6

General Information:

ଯୀଶୁ ଲୋକମାନଙ୍କ ଏକଦଳ ସହିତ ବ୍ୟକ୍ତିଗତଭାବେ ସେମାନେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମର” ବ୍ୟବହାର ବହୁବାଚକ ଅଟନ୍ତି I

dogs ... hogs

ଯିହୁଦୀମାନେ ଏହି ପଶୁଗୁଡିକୁ ଅଶୁଚି ମନେ କରନ୍ତି, ଓ ଈଶ୍ବର ସେଗୁଡିକୁ ଭକ୍ଷଣ ନ କରିବା ନିମନ୍ତେ ଯିହୁଦୀମାନଙ୍କୁ ଅଜ୍ଞା ଦେଇଥିଲେ I ସେଗୁଡିକ ହେଉଛି ମନ୍ଦ ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ପବିତ୍ର ବିଷୟକୁ ମୁଲ୍ୟବୋଧ କରନ୍ତି ନାହିଁ I ଏହି ବାକ୍ୟଗୁଡିକୁ ଆକ୍ଷରିକ ଭାବେ ଅନୁବାଦ କରିବା ଉତ୍ତମ ହେବ I (ଦେଖ: /WA-Catalog/or_tm?section=translate#figs-metaphor)

pearls

ଏଗୁଡିକ ଗୋଲାକାର, ମୁଲ୍ୟବାନ ପଥର କିମ୍ବା ମୁକ୍ତା ସହିତ ସମାନ ଅଟନ୍ତି I ଈଶ୍ବରଙ୍କ ଜ୍ଞାନ କିମ୍ବା ସାଧାରଣ ବହୁମୁଲ୍ୟ ପଦାର୍ଥ ନିମନ୍ତେ ସେଗୁଡିକ ରୁପକ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

they may trample

ଘୁଷୁରୀ ପାଦରେ ଦଳନ୍ତି

then turn and tear

କୁକୁର ଏହାକୁ ବିଦୀର୍ଣ୍ଣ କରନ୍ତି ଓ ଚିରି ଦିଅନ୍ତି

Matthew 7:7

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟ କହୁଛନ୍ତି I “ତୁମେ” ଓ “ତୁମର” ସମସ୍ତ ବ୍ୟବହାର ବହୁବାଚକ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-you)

Ask ... Seek ... Knock

ଏସମସ୍ତ ଈଶ୍ବରଙ୍କୁ ପ୍ରାର୍ଥନା କରିବା ନିମନ୍ତେ ରୁପକ ଅଟନ୍ତି I କ୍ରିୟା ପଦ ଦେଖାଏ ଯେ ଆମ୍ଭେମାନେ ଉତ୍ତର ନମିଳିବା ପର୍ଯ୍ୟନ୍ତ ପ୍ରାର୍ଥନା କରୁ I ଯଦି ତୁମ ଭାଷାରେ ବାରମ୍ବାର ଜାରି ରଖିବା ନିମନ୍ତେ କୌଣସି ଆକାର (ଗଠନ) ଅଛି, ତେବେ ଏଠାରେ ତାହା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#figs-metaphor)

Ask

କାହାରି ଠାରୁ କୌଣସି ବିଷୟ ମାଗିବା, ଏହି କ୍ଷେତ୍ରରେ ଈଶ୍ବରଙ୍କଠାରୁ

it will be given to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କ ଆବଶ୍ୟକତା ଯୋଗାଇବେ” (ଦେଖ: /WA-Catalog/or_tm?section=translate#figs-activepassive)

Seek

ତାହାଙ୍କ ଠାରେ ଅପେକ୍ଷା କର, ଏହି କ୍ଷେତ୍ରରେ ଈଶ୍ବରଙ୍କଠାରେ

Knock

ଦ୍ବାରରେ ଅଘାତ କର ନମ୍ରତାର ସହ ଅନୁରୋଧ କରିବା ଯେ ଯେଉଁ ବ୍ୟକ୍ତି ଘର କିମ୍ବା କୋଠରୀ ଭିତରେ ଅଛନ୍ତି ସେ ଦ୍ବାର ଖୋଲିବେ I ଯଦି ଦ୍ବାରରେ ଅଘାତ କରିବା ନମ୍ରତା ନହୁଏ କିମ୍ବା ତୁମର ସଂସ୍କୃତିରେ ନାହିଁ, ତେବେ ଲୋକମାନେ ନମ୍ରତା ସହ ଦ୍ବାର ଖୋଲିବା ନିମନ୍ତେ କିପରି ଅନୁରୋଧ କରନ୍ତି ବର୍ଣ୍ଣନା କର I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ତୁମ ନିମନ୍ତେ ଦ୍ବାର ଖୋଲିବା ନିମନ୍ତେ କୁହ I”

it will be opened to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ତୁମ୍ଭ ନିମନ୍ତେ ଈଶ୍ବର ଦ୍ବାର ଖୋଲିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 7:9

Or which one of you ... a stone?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ମଧ୍ୟରେ ଏପରି କେହି ନାହିଁ … ଗୋଟିଏ ପଥର ଦେବ I” (ଦେଖ: /WA-Catalog/or_tm?section=translate#figs-rquestion)

a loaf of bread

ଏହା ସାଧାରଣଭାବେ ଖାଦ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ”କିଛି ଖାଦ୍ୟ” (ଦେଖ: /WA-Catalog/or_tm?section=translate#figs-synecdoche)

stone

ଏହି ବିଶେଷ୍ୟ ଆକ୍ଷରିକ ଅନୁବାଦ ହେବା ଉଚିତ I

Matthew 7:10

fish ... snake

ବିଶେଷ୍ୟ ଗୁଡିକ ଆକ୍ଷରିକ ଅନୁବାଦ ହେବା ଉଚିତ I

Or if he asks for a fish, will give him a snake?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଆଉ ଏକ ପ୍ରଶ୍ନ ପଚାରନ୍ତି I ଏହା ବୁଝା ପଡୁଛି ଯେ ଯୀଶୁ ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଓ ତାହାର ପୁଅ ବିଷୟରେ ଶିକ୍ଷା ଦେଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆଉ ତୁମମାନଙ୍କ ମଧ୍ୟରୁ କିଏ ଏପରି ଲୋକ ଅଛି, ଯଦି ତାହାର ପୁଅ ମାଛ ମାଗିଲେ, ସେ ତାହାକୁ ସାପ ଦେବ I” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-ellipsis)

Matthew 7:11

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମର” ସମସ୍ତ ବ୍ୟବହାର ବହୁବାଚକ ଅଟନ୍ତି (ଦେଖ: /WA-Catalog/or_tm?section=translate#figs-you)

how much more will your Father in heaven give ... him?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତେବେ ତୁମ୍ଭମାନଙ୍କ ସ୍ବର୍ଗସ୍ଥ ପିତା କେତେ ଅଧିକ ରୁପେ ଉତ୍ତମ ବିଷୟ ଦେବେ …ତାହାଙ୍କୁ I” (ଦେଖ: /WA-Catalog/or_tm?section=translate#figs-rquestion)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 7:12

whatever things you want people to do to you

ତୁମେ ଯେପରି ଲୋକମାନେ ତୁମ୍ଭ ପ୍ରତି ଯାହାସବୁ କରନ୍ତୁ ଚାହଁ

for this is the law and the prophets

ଏଠାରେ” ବ୍ୟବସ୍ଥା” ଓ “ଭାବବାଦୀ” ମୋଶା ଓ ଭାବବାଦୀ ମାନେ ଯାହା ଲେଖିଥିଲେ ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କାରଣ ଏହାହିଁ ମୋଶା ଓ ଭାବାବାଦୀମାନେ ଶାସ୍ତ୍ରରେ ବ୍ୟବସ୍ଥା ଶିଖାଇ ଅଛନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

Matthew 7:13

General Information:

ଏହି ଚିତ୍ର ସର୍ବନାଶକୁ ନେଇଯିବା ଦ୍ବାର ଓସାର କିମ୍ବା ଆଉ ଜୀବନକୁ ଘେନି ଯିବା ଦ୍ବାର ସଂକୀର୍ଣ୍ଣ ତାହା ସୁଚିତ କରେ ଯେପରି ଲୋକମାନେ ଜୀବନଯାପନ କରୁଛନ୍ତି ଓ ସେମାନେ କିପରି ଜୀବନଯାପନ କରିବେ ଏହାର ପରିଣାମ ଅଟେ I ଯେତେବେଳେ ତୁମେ ଅନୁବାଦ କରିବ, ଉପଯୁକ୍ତ ଶୁବ୍ଦ “ଓସାର” ଓ “ପ୍ରଶସ୍ତ” ବ୍ୟବହାର କର ଯାହା ମଧ୍ୟରେ “ସଂକୀର୍ଣ୍ଣ” ଠାରୁ ପ୍ରଭେଦ ଥିବା ଦର୍ଶାଇବ ଯାହାଫଳରେ ଦୁଇଟି ରାସ୍ତା ଓ ପଥ ମଧ୍ୟରେ ଥିବା ପାର୍ଥକ୍ୟ ଜଣା ପଡୁଥିବ I

Enter through the narrow gate ... many people who go through it

ଏହା ଲୋକମାନେ ପଥ ମଧ୍ୟଦେଇ ଯାତ୍ରା କରୁଥିବାର ଏକ ଚିତ୍ର ଅଟେ ଯାହା ଈଶ୍ବରଙ୍କ ରାଜ୍ୟର ଦ୍ବାର ଦେଇ ଯିବାକୁ ପଡିବ I ଗୋଟିଏ ରାଜ୍ୟରେ ପ୍ରବେଶ କରିବା ସହଜ; କିନ୍ତୁ ଅନ୍ୟଟିରେ ପ୍ରବେଶ କରିବା ସହଜ ନୁହେଁ I (ଦେଖ: /WA-Catalog/or_tm?section=translate#figs-metaphor)

Enter through the narrow gate

ତୁମେ ହୁଏତ ଏହାକୁ ୧୪ ପଦର ଶେଷ ଆଡକୁ ନେବାକୁ ପଡିପାରେ I “ଅତଏବ, ସଂକୀର୍ଣ୍ଣ ଦ୍ବାର ଦେଇ ପ୍ରବେଶ କର I”

the gate ... the way

ସାମ୍ଭାବିତ ଅର୍ଥଗୁଡିକ ୧) “ପଥ” ଦ୍ବାରକୁ ବୁଝାଏ ଯାହା ଈଶ୍ବରଙ୍କ ରାଜ୍ୟର ଦ୍ବାରକୁ କଢେଇ ନିଏ, କିମ୍ବା ୨) “ଦ୍ବାର” ଓ “ପଥ” ଉଭୟ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ବୁଝାଏ I

to destruction

ଏହି ବିଶେଷ୍ୟ କ୍ରିୟାରେ ଅନୁବାଦ କରାଯାଇ ପାରିବା I ଅନ୍ୟ ଏକ ଅନୁବାଦରେ:” ସେହି ସ୍ଥାନ ଯେଉଁଠି ଲୋକମାନେ ମୃତ୍ୟୁବରଣ କରନ୍ତି” (ଦେଖ: /WA-Catalog/or_tm?section=translate#figs-abstractnouns)

Matthew 7:14

Connecting Statement:

ଯୀଶୁ କହିବା ଜାରି ରଖିଛନ୍ତି ଯେ ଲୋକମାନେ କିପରି ସେମାନଙ୍କ ଜୀବନ ଅତିବାହିତ କରିବାକୁ ମନୋନିତ କରିବେ ଯେପରି ସେମାନେ ମନୋନିତ କରିବେ କି ସେମାନେ କେଉଁ ଗୋଟିଏ ପଥରେ ଯିବେ I

to life

ଏହି ଭାବଶୁଚକ ବିଶେଷ୍ୟ “ଜୀବନ” କ୍ରିୟା ପଦ “ଜୀବନ ଧାରଣ: ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ ଏପରି ସ୍ଥାନ ଯେଉଁଠି ଲୋକମାନେ ଜୀବିତ ରହିବେ” (ଦେଖ: /WA-Catalog/or_tm?section=translate#figs-abstractnouns)

Matthew 7:15

Beware of

ସାବଧାନ ହୋଇଥାଅ

who come to you in sheep's clothing but are truly ravenous wolves

ଏହି ରୁପକର ଅର୍ଥ ଯେ ଭଣ୍ଡ ଭାବବାଦୀମାନେ ଛଳନା କରିବେ ଯେ ସେମାନେ ଉତ୍ତମ ଓ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, କିନ୍ତୁ ସେମାନେ ପ୍ରକୃତରେ ମନ୍ଦ ଓ ଲୋକମାନଙ୍କ କ୍ଷତି କରିବେ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 7:16

By their fruits you will know them

ଏହି ରୁପକ ଜଣେ ବ୍ୟକ୍ତିଙ୍କ କାର୍ଯ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ଗଚ୍ଛକୁ ତାହାର ଫଳ ଦ୍ବାରା ଜାଣିବ ଯାହା ଏଠାରେ ଫଳେ, ତୁମେମାନେ ଭଣ୍ଡ ଭାବବାଦୀମାନେ କିପରି କାର୍ଯ୍ୟ କରନ୍ତି ଜାଣିବ” (ଦେଖ: /WA-Catalog/or_tm?section=translate#figs-metaphor)

Do people gather ... thistles?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଲୋକମାନେ ଯେପରି ଜାଣିବେ ଯେ ଉତ୍ତର ନାଁ ଅଟେ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଏକତ୍ର କରନ୍ତି ନାହିଁ …କଣ୍ଟାଗଚ୍ଛ I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 7:17

every good tree produces good fruit

ଯୀଶୁ ଉତ୍ତମ ଭାବବାଦୀ ମାନଙ୍କୁ ସୁଚିତ କରିବା ନିମନ୍ତେ ଫଳର ରୁପକ ବ୍ୟବହାର ଜାରି ରଖିଛନ୍ତି ଯିଏ ଉତ୍ତମ କାର୍ଯ୍ୟ କରେ କିମ୍ବା ବାକ୍ୟ କୁହେ I (ଦେଖ: /WA-Catalog/or_tm?section=translate#figs-metaphor)

the bad tree produces bad fruit

ଯୀଶୁ ଭଣ୍ଡ ଭାବବାଦୀ ମାନଙ୍କୁ ସୁଚିତ କରିବା ନିମନ୍ତେ ଫଳର ରୁପକ ବ୍ୟବହାର କରିବା ଜାରି ରଖିଛନ୍ତି ଯେ ମନ୍ଦ କାର୍ଯ୍ୟ କିମ୍ବା ବାକ୍ୟ କୁହେ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 7:19

Every tree that does not produce good fruit is cut down and thrown into the fire

ଯୀଶୁ ଭଣ୍ଡ ଭାବବାଦୀ ବିଷୟରେ ବୁଝାଇବା ନିମନ୍ତେ ରୁପକ ସଦୃଶ ଫଳ ଗଚ୍ଛକୁ ବ୍ୟବହାର କରିବା ନିମନ୍ତେ ଜାରି ରଖିଛନ୍ତି I ଏଠାରେ, ସେ ମନ୍ଦ ଗଛ ପ୍ରତି କଣ ଘଟିବ ସେହି ବିଷୟ କୁହନ୍ତି I ଏହା ସୁଚାଇ ଦିଏ ଯେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି ସେହି ପ୍ରକାରେ ଘଟିବ I (ଦେଖ: /WA-Catalog/or_tm?section=translate#figs-metaphor)

is cut down and thrown into the fire

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ:” ଲୋକମାନେ ହାଣି ପକାନ୍ତି ଓ ଜାଳନ୍ତି (ଦେଖ: /WA-Catalog/or_tm?section=translate#figs-activepassive)

Matthew 7:20

you will recognize them by their fruits

“ସେମାନଙ୍କ” ଶବ୍ଦ ଭାବବାଦୀ କିମ୍ବା ଗଚ୍ଛକୁ ବୁଝାଏ I ଏହି ରୁପକ ସୁଚିତ କରେ ଯେ ଗଛର ଫଳ ଓ ଭାବବାଦୀମାନଙ୍କ କାର୍ଯ୍ୟ ଉଭୟ ପ୍ରକାଶ କରେ ସେମାନେ ଉତ୍ତମ ନା ଭଣ୍ଡ ଅଟନ୍ତି I ଯଦି ସମ୍ଭବ ହୁଏ, ଏପରି ଅନୁବାଦ କର ଯେପରି ଏହା ଉଭୟ ଗଚ୍ଛ ଓ ଭାବବାଦୀକୁ ବୁଝାଇବ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 7:21

will enter into the kingdom of heaven

ଏଠାରେ “ସ୍ବର୍ଗ ରାଜ୍ୟ” ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହୃତ ହୋଇଅଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମର ଅନୁବାଦ ରେ ରଖ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସହିତ ସ୍ବର୍ଗରେ ବାସ କରିବ ଯେତେବେଳେ ସେ ଆପଣାକୁ ରାଜା ହେବା ଦେଖାଇବେ” (ଦେଖ: /WA-Catalog/or_tm?section=translate#figs-metonymy)

those who do the will of my Father who is in heaven

ମାତ୍ର ଯେ ମୋହର ସ୍ବର୍ଗସ୍ଥ ପିତାଙ୍କ ଇଛା ସାଧନ କରେ

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 7:22

in that day

ଯୀଶୁ କହିଲେ “ସେହି ଦିନ” ତାହାଙ୍କ ଶ୍ରୋତାମାନେ ବୁଝି ପାରିବେ ଜାଣିପାରି ଯେ ସେ ବିଚାରର ଦିନ ବିଷୟରେ ସଚାଉ ଥିଲେ I ତୁମେ “ବିଚାର ଦିନ” ସମ୍ପୃକ୍ତ କରିବା ଉଚିତ କେବଳ ଯଦି ତୁମର ଶ୍ରୋତାମାନେ ବୁଝିପାରିବେ ନାହିଁ I (ଦେଖ: /WA-Catalog/or_tm?section=translate#figs-explicit)

did we not prophesy ... drive out demons ... do many mighty deeds?

ଲୋକମାନେ ପ୍ରଶ୍ନ ମାଧ୍ୟମରେ ଗୁରୁତ୍ବାରୋପ କରୁଛନ୍ତି ଯେ ସେମାନେ ସେହିସବୁ କରିଛନ୍ତି I ଅନ୍ୟ ଏକ ଅନୁବାଦରେ: ଆମେମାନେ ଭାବବାଣୀ କହିଲୁ … ଆମେମାନେ ଭୁତ ଛଡାଇଲୁ… ଅନେକ ଶକ୍ତିର କାର୍ଯ୍ୟ କଲୁ I (ଦେଖ: /WA-Catalog/or_tm?section=translate#figs-rquestion)

we

ଏହି “ଆମେମାନେ” ଯୀଶୁଙ୍କୁ ସମ୍ପୃକ୍ତ କରେନାହିଁ I (ଦେଖ: /WA-Catalog/or_tm?section=translate#figs-exclusive)

in your name

ସାମ୍ଭାବିତ ଅର୍ଥଗୁଡିକ ୧) “ତୁମ୍ଭ ଅଧିକାରରେ” କିମ୍ବା “ତୁମ୍ଭ ଶକ୍ତିରେ” କିମ୍ବା ୨) “ଯେପରି ତୁମ୍ଭେ ଆମ୍ଭମାନଙ୍କୁ କରିବାକୁ ଚାହୁଁଥିଲ ଆମ୍ଭେମାନେ ସେପରି କରିଅଛୁ” କିମ୍ବା ୩) “ଯେହେତୁ ଆମ୍ଭେମାନେ ଏହା କରିବା ନିମନ୍ତେ ତୁମଠାରୁ ଶକ୍ତି ମାଗିଲୁ” (ଦେଖ: /WA-Catalog/or_tm?section=translate#figs-metonymy)

mighty deeds

ଆଶ୍ଚର୍ଯ୍ୟକର୍ମ ଗୁଡିକ

Matthew 7:23

I never knew you

ଏହାର ଅର୍ଥ ସେହି ବ୍ୟକ୍ତି ଯୀଶୁଙ୍କର ନୁହେଁ I ଅନ୍ୟ ଏକ ଅନୁବାଦରେ: ତୁମେ ମୋହର ଶିଷ୍ୟ ନୁହେଁ “ କିମ୍ବା “ମୁଁ ତୁମକୁ ଜାଣେ ନାହିଁ” (ଦେଖ: /WA-Catalog/or_tm?section=translate#figs-idiom)

Matthew 7:24

Therefore

ସେହି କାରଣରୁ

my words

ଏଠାରେ “ବାକ୍ୟ” ଯାହା ଯୀଶୁ କହିଛନ୍ତି ତାହାକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

like a wise man who built his house upon a rock

ଯେଉଁ ବ୍ୟକ୍ତି ଯୀଶୁଙ୍କ ଆଜ୍ଞା ପାଳନ କରେ ସେ ଏପରି ଘର ତିଆରି କରେ ଯାହା କେହି କ୍ଷତିକରି ପାରିବେ ନାହିଁ I (ଦେଖ: /WA-Catalog/or_tm?section=translate#figs-simile)

rock

ଏହା ଭୁମିରେ ବଡ଼ ବଡ଼ ପଥର ନଦେଇ ସେ ବାଲୁକା ଉପରେ ଗୃହ ନିର୍ମାଣକାରୀ ଅଟେ,

Matthew 7:25

it was built

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ନିର୍ମାଣ କରେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 7:26

Connecting Statement:

ଏହା ଯୀଶୁଙ୍କ ପାର୍ବତ୍ୟ ଉପଦେଶର ସମାପ୍ତି ଅଟେ, ଯାହା [ମାଥିଉ ୫:୩] (../05/03.Md)ରେ ଆରମ୍ଭ ହୋଇଥିଲା I

like a foolish man who built his house upon the sand

ଯୀଶୁ ପୂର୍ବ ପଦରୁ ଉପମା କହିବା ଜାରି ରଖିଛନ୍ତି I ସେ ମୁର୍ଖ ଗୃହ ନିର୍ମାଣକାରୀମାନଙ୍କ ସହିତ ତୁଳନା କରନ୍ତି ଯେଉଁମାନେ ତାହାଙ୍କ ବାକ୍ୟ ପାଳନ କରନ୍ତି ନାହି I କେବଳ ଜଣେ ମୁର୍ଖ ବାଲୁକା ଉପରେ ଗୃହ ନିର୍ମାଣ କରେ, ବୃଷ୍ଟି ହେଲା, ବଢି ଆସିଲା ଓ ବତାସ ବହିଲା ଓ ସେହି ଘରକୁ ଧକକା ମାରିଲା I (ଦେଖ: /WA-Catalog/or_tm?section=translate#figs-simile)

Matthew 7:27

fell

ପ୍ରଚଳିତ ଶବ୍ଦର ବ୍ୟବହାର ତୁମ ଭାଷାରେ ବ୍ୟବାହର କରି ବର୍ଣ୍ଣନା କର ଯେତେବେଳେ ଘର ଭାଙ୍ଗିଗଲା ପରେ କଣ ଘଟେ I

its destruction was complete

ବୃଷ୍ଟି, ବଢି ଓ ବତାସ ସମ୍ପୁର୍ଣ୍ଣ ଭାବେ ଘରକୁ ଧ୍ବଂସ କରିଦିଏ I

Matthew 7:28

General Information:

ଏହି ପଦ ଗୁଡିକ ବର୍ଣ୍ଣନା କରେ ଯେ କିପରି ବହୁସଂଖ୍ୟକ ଲୋକମାନେ ଯୀଶୁଙ୍କ ପାର୍ବତ୍ୟ ଉପଦେଶ ଶିକ୍ଷାରେ ପ୍ରତିକ୍ରିୟା କଲେ I (ଦେଖ: /WA-Catalog/or_tm?section=translate#writing-endofstory)

It came about that when

ଏହି ବାକ୍ୟଖଣ୍ଡ ଯୀଶୁଙ୍କଠାରୁ ଆଗାମୀ ଶିକ୍ଷା କୁ ସ୍ଥାନାନ୍ତରୀତ ହୁଏ, ଅନ୍ୟ ଏକ ଅନୁବାଦରେ: “କେବେ” କିମ୍ବା “ପରେ”

were astonished by his teaching

ଏହା ୭:୨୯ ପଦରେ ସ୍ପଷ୍ଟ ଅଟେ ଯେ ସେମାନେ କେବଳ ଯୀଶୁଙ୍କ ଶିକ୍ଷାରେ ଆଚମ୍ବିତ ହେଲେ ତାହା ନୁହେ ମାତ୍ର ଯେଉଁ ମାଧ୍ୟମରେ ସେ ଶିକ୍ଷା ଦେଲେ ସେଥିରେ ଆଶ୍ଚର୍ଯ୍ୟ ହେଲେ I ଅନ୍ୟ ଏକ ଅନୁବାଦରେ: “ଲୋକସମୁହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ବିତ ହେଲେ”