Matthew 22

ମାଥିଉ ୨୨ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରେ I ULT ୪୪ ପଦରେ ପଦ୍ୟ କ୍ଷେତ୍ରରେ ଏପରି କରିଅଛି, ଯେଉଁ ଶବ୍ଦଗୁଡିକ ପୁରାତନ ନିୟମରୁ ନିଆଯାଇଛି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ବିବାହ ଉତ୍ସବ

(ମାଥିଉ ୨୨:୧-୧୪ର ବିବାହ ଦୃଷ୍ଟାନ୍ତରେ, ଯୀଶୁ ଶିକ୍ଷା ଦେଲେ ଯେ ଈଶ୍ବର ଯେତେବେଳେ ଜଣକୁ ଉଦ୍ଧାର କରନ୍ତି, ସେହି ବ୍ୟକ୍ତି ସୁଯୋଗକୁ ଗ୍ରହଣ କରିବା ଆବଶ୍ୟକ I ଯୀଶୁ ଜୀବନର କଥା ସହିତ ଈଶ୍ବର ଜଣେ ରାଜାଭାବେ ଯେ ଆପଣା ପୁତ୍ରଙ୍କ ବିବାହ ଉତ୍ସବ ଆୟୋଜନ କଲେ ଯେ ସମ୍ପ୍ରତି ବିବାହ କରିଛନ୍ତି I ଏହା ଅତିରିକ୍ତ, ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ଯାହାକୁ ଈଶ୍ବର ନିମନ୍ତ୍ରଣ କରିବେ ସେମାନେ ନିଜକୁ ବିବାହ ଉତ୍ସବରେ ଉପଯୁକ୍ତ ପ୍ରସ୍ତୁତି ସହ ଯେ ପ୍ରତ୍ୟକ ଜଣ ଆସିବା ନିମନ୍ତେ ନୁହେଁ I ଈଶ୍ବର ଅପ୍ରସ୍ତୁତ ଲୋକମାନଙ୍କୁ ବିବାହ ଭୋଜରୁ ବାହାର କରିଦେବେ

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ସନସ୍ୟା

ଅନ୍ତର୍ହିତ ସୂଚନା

ବକ୍ତା ସାଧାରଣତଃ ଏପରି ବିଷୟରେ କିଛି କୁହନ୍ତି ନାହିଁ ଯେ ସେମାନେ ଭାବାନ୍ତି ସେମାନଙ୍କ ଶ୍ରୋତାମାନେ ବୁଝି ସାରିଛନ୍ତି I ଦୃଷ୍ଟାନ୍ତରେ ରାଜା ଯେତେବେଳେ କହିଲେ, “ଆମ୍ଭର ବୃଷ ଓ ହୃଷ୍ଟପ୍ରୁଷ୍ଟ ଛୋଟ ପଶୁ ମରା ଯାଉଛନ୍ତି” ମାଥିଉ ୨୨:୪, ସେ କଳ୍ପନା କରନ୍ତି ଯେ ଶ୍ରୋତାମାନେ ବୁଝି ପାରିବେ ଯେ ଯେଉଁମାନେ ପଶୁମାନଙ୍କୁ ମାରିଲେ ଓ ସେଗୁଡିକୁ ମଧ୍ୟ ରାନ୍ଧିଲେ I

ବିରୋଧାଭାସ

ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ ଯାହା ଅସମ୍ଭବ ବିଷୟକୁ ବର୍ଣ୍ଣନା କରେ I ଯିହୁଦୀମାନଙ୍କ ନିମନ୍ତେ, ପୂର୍ବପୁରୁଷମାନେ ସନ୍ତାନଗଣର କର୍ତ୍ତା ଥିଲେ, କିନ୍ତୁ ଗୀତସଂହିତାରେ ଦାଉଦ ସନ୍ତାନଗଣ ମଧ୍ୟରୁ ଜଣକୁ “ପ୍ରଭୁ” କହନ୍ତି I ଯୀଶୁ ଯିହୁଦୀମାନଙ୍କ ନେତାଗଣକୁ କହନ୍ତି ଯେ ଏହା ବିରୋଧାଭାସ ଅଟେ, “ଯଦି ଦାଉଦ ଖ୍ରୀଷ୍ଟଙ୍କୁ “ପ୍ରଭୁ” କୁହନ୍ତି, ତାହାହେଲେ ସେ କିପରି ଦାଉଦଙ୍କର ସନ୍ତାନ ଅଟନ୍ତି ?” (ମାଥିଉ ୨୨:୪୫) I

Matthew 22:1

ଧାର୍ମିକ ନେତାଗଣ ଓ ସେମାନଙ୍କର ଅବିଶ୍ବାସକୁ ପ୍ରକାଶ କରିବା ନିମନ୍ତେ, ଯୀଶୁ ବିବାହ ଉତ୍ସଵରେ ଗୋଟିଏ ଦୃଷ୍ଟାନ୍ତ କହିଲେ I (ଦେଖ: /WA-Catalog/or_tm?section=translate#figs-parables)

to them

ଲୋକମାନଙ୍କୁ

Matthew 22:2

The kingdom of heaven is like

ଏହା ଦୃଷ୍ଟାନ୍ତର ଆରମ୍ଭ ଅଟେ I ଦେଖ ତୁମେ ଏହାକୁ ମାଥିଉ ୧୩:୨୪ରେ କିପରି ଅନୁବାଦ କରିଅଚ୍ଛ I

Matthew 22:3

those who had been invited

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ରାଜା ଲୋକମାନଙ୍କୁ ନିମନ୍ତ୍ରଣ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 22:4

ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

servants, saying, 'Tell them who are invited

ଏହି ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ ଅନୁବାଦ କରାଯାଇପାରିବ I ଆହୁରି ମଧ୍ୟ, ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦାସଗଣ, କିଏ ନିମନ୍ତ୍ରଣ କରିଛନ୍ତି କହିବାକୁ ଆଦେଶ ଦେଲେ” (ଦେଖ: /WA-Catalog/or_tm?section=translate#figs-quotations/WA-Catalog/or_tm?section=translate#figs-activepassive)

See

ଦେଖ କିମ୍ବା “ଶୁଣ” କିମ୍ବା “ମୁଁ ଯାହା କହୁଛି ସେଥିରେ ଧ୍ୟାନ ଦିଅ’

My oxen and fattened calves have been killed

ଏହାର ସୁଚିତ କରେ ଯେ ପଶୁଗୁଡିକ ରୋଷେଇ ହୋଇ ଖାଇବା ନିମନ୍ତେ ପ୍ରସ୍ତୁତ ଅଟନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ଦାସମାନେ ଆମ୍ଭର ବୃଷ ଓ ହୃଷ୍ଟପୃଷ୍ଟ ଛୋଟ ପଶୁ ମାରି ଓ ରୋଷେଇ କରିଥିଲେ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-activepassive)

My oxen and fattened calves

ଆମ୍ଭର ଖାଦ୍ୟ ନିମନ୍ତେ ସର୍ବୋତ୍ତମ ବୃଷ ଓ ଛୋଟ ଛୋଟ ପଶୁ

Matthew 22:5

ଯୀଶୁ ଦୃଷ୍ଟାନ୍ତକୁ କହିବା ଜାରି ରଖିଛନ୍ତି

But they paid no attention

କିନ୍ତୁ ରାଜାଙ୍କ ନିମନ୍ତ୍ରଣକୁ ଅତିଥିମାନେ ଲଘୁ ଜ୍ଞାନ କଲେ

Matthew 22:7

killed those murderers

ଏହାର ଅର୍ଥ ଯେ ରାଜାଙ୍କର ସୈନିକମାନେ ସେହି ହତ୍ୟାକାରୀମାନଙ୍କୁ ବଧ କଲେ I (ଦେଖ: /WA-Catalog/or_tm?section=translate#figs-explicit)

Matthew 22:8

ଯୀଶୁ ଦୃଷ୍ଟାନ୍ତକୁ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

those who were invited

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନଙ୍କୁ ମୁଁ ନିମନ୍ତ୍ରଣ କରିଅଛି” (ଦେଖ: /WA-Catalog/or_tm?section=translate#figs-activepassive)

Matthew 22:9

the highway crossings

କେଉଁଠାରେ ରାଜଦାଣ୍ଡ ଗୁଡିକର ଛକ I ରାଜା ଦାସମାନଙ୍କୁ ଯେଉଁଠାରେ ଲୋକମାନଙ୍କୁ ପାଇବେ ସେହି ସ୍ଥାନକୁ ପଠାଇଲେ

Matthew 22:10

both bad and good

ଉଭୟ ଦୁଷ୍ଟ ଓ ସନ୍ଥ ଲୋକମାନଙ୍କୁ

So the wedding hall was filled with guests

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ଅଭ୍ୟାଗତ ଲୋକଙ୍କ ଦ୍ବାରା ବିବାହଗୃହ ପରିପୁର୍ଣ୍ଣ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)

hall

ବିଶାଳ ଗୃହ

Matthew 22:11

ଯୀଶୁ ଦୃଷ୍ଟାନ୍ତକୁ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Matthew 22:12

how did you come in here without wedding clothes?

ରାଜା ଅଭ୍ୟାଗତ ମାନଙ୍କୁ ପ୍ରଶ୍ନ ମାଧ୍ୟମରେ ଭତ୍ସନା କଲେ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ବିବାହବସ୍ତ୍ର ପରିଧାନ ନକରି କିପରି ଏ ସ୍ଥାନକୁ ଆସିଲ I” (ଦେଖ: /WA-Catalog/or_tm?section=translate#figs-rquestion)

the man was speechless

ସେ ନିରୁତ୍ତର

Matthew 22:13

Connecting Statement:

ଯୀଶୁ ବିବାହ ଉତ୍ସବ ସମ୍ବନ୍ଧୀୟ ତାହାଙ୍କ ଦୃଷ୍ଟାନ୍ତ କହିବା ସମାପ୍ତ କରନ୍ତି I

Bind this man hand and foot

ଏହାର ହାତ ଗୋଡ ବାନ୍ଧି ପକାଅ

the outer darkness

ଏଠାରେ “ବାହାର ଅନ୍ଧାର” ଏକ ସ୍ଥାନ ନିମନ୍ତେ ଲକ୍ଷଣସୁଚକ ଶବ୍ଦ ଅଟେ ଯେଉଁଠାରେ ଈଶ୍ବରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଲୋକମାନଙ୍କୁ ପଠାନ୍ତି I ଏହା ଏପରି ଏକ ସ୍ଥାନ ଯେଉଁଠାରେ ସର୍ବଦା ଈଶ୍ବରଙ୍କଠାରୁ ବିଛିନ୍ନ କରାଯିବ I ଦେଖ ତୁମେ ଏହାକୁ ମାଥିଉ ୮:୧୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କଠାରୁ ଅଲଗା ହେବା ଅନ୍ଧାର ସ୍ଥାନ” (ଦେଖ: /WA-Catalog/or_tm?section=translate#figs-metonymy)

weeping and the grinding of teeth

ଦାନ୍ତର କିଡିମିଡି ଏକ ସାଙ୍କେତିକ କାର୍ଯ୍ୟ ଅଟେ, ଅତିଶୟ ଦୁଖ ଓ ଯନ୍ତ୍ରଣା ଉପସ୍ଥାପନ କରେ I ଦେଖ ତୁମେ ଏହାକୁ ମାଥିଉ ୮:୧୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ସେଠାରେ ରୋଦନ ଓ ଦନ୍ତର କିଡିମିଡି ହେବ” (ଦେଖ: /WA-Catalog/or_tm?section=translate#translate-symaction)

Matthew 22:14

For many people are called, but few are chosen

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଅନେକ ଲୋକଙ୍କୁ ନିମନ୍ତ୍ରଣ କରନ୍ତି ମାତ୍ର ସେ ଅଳ୍ପ ଲୋକମାନଙ୍କୁ ମନୋନିତ କରନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

For

ଏହା ପରିବର୍ତ୍ତନର ସୁଚକ ଅଟେ I ଯୀଶୁ ଏହି ଦୃଷ୍ଟାନ୍ତ ଶେଷ କଲେ ଓ ଦୃଷ୍ତାନ୍ତରେ ଥିବା ମୁଖ୍ୟ ବିଷୟ ସବୁ ବୁଝାଇ ଦେବେ I

Matthew 22:15

Connecting Statement:

ଏହା ଧାର୍ମିକ ନେତାମାନେ ବିଭିନ୍ନ କଷ୍ଟକର ପ୍ରଶ୍ନ କରିବା ଦ୍ବାରା ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଚେଷ୍ଟା କରିବାର ବିବରଣୀକୁ ଆରମ୍ଭ କରେ I ଏଠାରେ କାଇସରଙ୍କୁ କର ଦେବା ସମ୍ବନ୍ଧରେ ଫାରୁଶୀମାନେ ତାହାଙ୍କୁ ପଚାରିଲେ I

how they might entrap Jesus in his own talk

ସେମାନେ କିପରି ଯୀଶୁଙ୍କୁ ଭୁଲ ଶିକ୍ଷା ଦେବାର କାରଣ ହେବେ ସେଥିରେ ସେମାନେ ତାହାଙ୍କୁ ବନ୍ଦୀ କରି ପାରିବେ

Matthew 22:16

their disciples ... Herodians

ଫାରୁଶୀମାନଙ୍କ ଶିଷ୍ୟମାନେ କେବଳ ଯିହୁଦୀୟ ଅଧିକାରୀମାନଙ୍କୁ କରଦେବା ପାଇଁ ସହମତି ଥିଲେ I ହେରୋଦିୟମାନେ ରୋମିୟ ଅଧିକାରୀମାନଙ୍କୁ କର ଦେବାକୁ ସମର୍ଥନ କରୁଥିଲେ I ଏହା ବୁଝାଏ ଯେ ଫାରୁଶୀମାନେ ବିଶ୍ବାସ କରୁଥିଲେ ଯେ ଯୀଶୁ ଯାହା କହିବେ ସେଥିରେ କୌଣସି ଯାଏ ଆସ ନାହିଁ, ସେ ଏହି ଦଳ ମଧ୍ୟରୁ ଗୋଟିଏକୁ ଅପ୍ରସନ୍ନ କରିବେ I (ଦେଖ: /WA-Catalog/or_tm?section=translate#figs-explicit)

Herodians

ସେମାନେ ଯିହୁଦୀମାନଙ୍କ ରାଜା ହେରୋଦିୟଙ୍କ କର୍ମଚାରୀ ଓ ଅନୁଗାମୀ ଥିଲେ I ସେ ରୋମୀୟ ଅଧିକାରୀମାନଙ୍କ ବନ୍ଧୁ ଥିଲେ I (ଦେଖ: /WA-Catalog/or_tm?section=translate#translate-names)

you do not show partiality between people

ତୁମେ କାହାରିକୁ ଭୟ କର ନାହିଁ କିମ୍ବା “କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ”

Matthew 22:17

to pay taxes to Caesar

ଲୋକମାନେ ସିଧାସଳଖ କାଇସରଙ୍କୁ କର ଦିଅନ୍ତି ନାହି କିନ୍ତୁ ତାହାଙ୍କ କର ଆଦାୟକାରୀମାନଙ୍କ ମଧ୍ୟରୁ ଜଣକୁ କର ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “କାଇସରଙ୍କର ଯାହା ତେବେ କାଇସରଙ୍କୁ ଦିଅ” (ଦେଖ: /WA-Catalog/or_tm?section=translate#figs-explicit)

Matthew 22:18

Why are you testing me, you hypocrites?

ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି ଯେଉଁମାନେ ତାହାଙ୍କୁ ଫାନ୍ଦରେ ପକାଇବା ପାଇଁ ଚେଷ୍ଟା କରୁଥିଲେ ସେମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୋତେ ପରୀକ୍ଷା କର ନାହିଁ, ରେ କପଟୀମାନେ” କିମ୍ବା “ରେ କପଟୀମାନେ ତୁମେ କାହିଁକି ମୋତେ ପରୀକ୍ଷା କରୁଅଛ !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 22:19

denarius

ଏହା ଏକ ରୋମିୟ ମୁଦ୍ରା ଗୋଟିଏ ଦିନର ମଜୁରୀ ସହିତ ସମାନ ଥିଲା I (ଦେଖ: /WA-Catalog/or_tm?section=translate#translate-bmoney)

Matthew 22:20

to them

ଏଠାରେ “ସେମାନଙ୍କୁ” ଅର୍ଥ ହେରୋଦୀୟ ଓ ଫାରୁଶୀମାନଙ୍କର ଶିଷ୍ୟମାନଙ୍କୁ ବୁଝାଏ I

Whose image and name are these?

ଯୀଶୁ ପ୍ରଶ୍ନ ମାଧ୍ୟମରେ ଲୋକମାନଙ୍କୁ ସେ କେଉଁ ବିଷୟ କହୁଛନ୍ତି ଗଭୀରଭାବେ ଚିନ୍ତା କରିବାକୁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ମୁର୍ତ୍ତୀ ଓ ନାମ କାହାର ମୋତେ କୁହ I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 22:21

Caesar's

ତୁମେ ସେମାନଙ୍କ ବୁଝିପାରୁଥିବା ଉତ୍ତରକୁ ସ୍ପଷ୍ଟ କରି ପାର I ଅନ୍ୟ ଏକ ଅନୁବାଦରେ: “ମୁଦ୍ରାରେ କାଇସରଙ୍କର ମୁର୍ତ୍ତୀ ଓ ନାମ ଅଛି” (ଦେଖ: /WA-Catalog/or_tm?section=translate#figs-ellipsis)

things that are Caesar's

ତେବେ କାଇସରଙ୍କର ଯାହା

things that are God's

ଈଶ୍ବରଙ୍କର ଯାହା

Matthew 22:23

Connecting Statement:

ସାଦ୍ଦୁକୀମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ବିବାହ ଓ ମୃତମାନଙ୍କ ପୁନ୍ନରୁଥାନ ବିଷୟରେ ଗୋଟିଏ କଷ୍ଟ ପ୍ରଶ୍ନ ପଚାରିଲେ I

Matthew 22:24

Teacher, Moses said, 'If a man dies

ଧାର୍ମିକ ନେତାମାନେ ଯୀଶୁଙ୍କୁ ଶାସ୍ତ୍ରରେ ମୋଶା କଅଣ ଲେଖିଛନ୍ତି ସେହି ବିଷୟରେ ପ୍ରଶ୍ନ କଲେ I ଯଦି ତୁମ ଭାଷାରେ ଉଦ୍ଧୃତ ମଧ୍ୟରେ ଉଦ୍ଧୃତ ଅନୁମତି ଦିଏ ନାହିଁ, ତେବେ ଏହାକୁ ପରୋକ୍ଷ ଉକ୍ତିଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ହେ ଗୁରୁ, ମୋଶା କହିଛନ୍ତି ଯେ ଯଦି କେହି ମରେ” (ଦେଖ: /WA-Catalog/or_tm?section=translate#figs-quotesinquotes/WA-Catalog/or_tm?section=translate#figs-quotations)

his brother ... his wife ... his brother

ଏଠାରେ “ତାହାର” ମୃତ ଲୋକକୁ ବୁଝାଏ I

Matthew 22:25

Connecting Statement:

ସାଦ୍ଦୁକୀମାନେ ଯୀଶୁଙ୍କୁ ପ୍ରଶ୍ନ ପଚାରିବା ଜାରି ରଖିଛନ୍ତି

The first

ସବୁଠାରୁ ପ୍ରାଚୀନ (ଦେଖ:/WA-Catalog/or_tm?section=translate#translate-ordinal)

Matthew 22:26

the second ... the third ... the seventh

ପରବର୍ତ୍ତୀ ଦ୍ବିତୀୟ … ପରବର୍ତ୍ତୀ ଦ୍ବିତୀୟ … ସବୁଠାରୁ ସାନ କିମ୍ବା “ତାହାର ଦ୍ବିତୀୟର ସାନ ଭାଇ… ଯେ ଦ୍ବତିୟଠାରୁ ସାନ ଭାଇ … ସବୁଠାରୁ ସାନ” (ଦେଖ: /WA-Catalog/or_tm?section=translate#translate-ordinal)

Matthew 22:27

After them all

ପ୍ରତ୍ୟକ ଭାଇ ମଲା ପରେ

Matthew 22:28

Now

ଏଠାରେ ସାଦ୍ଦୁକୀମାନେ ସାତ ଭାଇଙ୍କ ସମ୍ବନ୍ଧରେ ସେମାନଙ୍କର ପ୍ରକୃତ ପ୍ରଶ୍ନକୁ ସ୍ଥାନାନ୍ତର କଲେ I

in the resurrection

ତେବେ ପୁନ୍ନରୁଥାନରେ

Matthew 22:29

You are mistaken

ଯୀଶୁ କହିବାର ଅର୍ଥ ଯେ ସେମାନେ ପୁନ୍ନରୁଥାନ ବିଷୟରେ ଭ୍ରାନ୍ତ ହୋଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ପୁନ୍ନରୁଥାନ ସମ୍ବନ୍ଧରେ ଭ୍ରାନ୍ତ ହୋଇଅଛ” (ଦେଖ: /WA-Catalog/or_tm?section=translate#figs-explicit)

the power of God

ଈଶ୍ବର କଅଣ କରିବାକୁ ସମର୍ଥ ଅଟନ୍ତି

Matthew 22:30

in the resurrection

ଯେତେବେଳେ ମୃତମାନଙ୍କ ପୁନ୍ନରୁଥାନ ହେବ

they neither marry

ଲୋକେ ବିବାହ କରନ୍ତି ନାହିଁ

nor are given in marriage

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିମ୍ବା ଲୋକମାନେ ସେମାନଙ୍କ ସନ୍ତାନମାନଙ୍କୁ ବିବାହ ଦେବେ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 22:31

Connecting Statement:

ମୃତମାନଙ୍କ ପୁନ୍ନରୁଥାନ ବିଷୟରେ ଲୋକମାନଙ୍କୁ ଦେଖାଇବା ନିମନ୍ତେ ଯୀଶୁ ପ୍ରଶ୍ନ ପଚାରିବାକୁ ଆରମ୍ଭ କରୁଛନ୍ତି I

have you not read ... God, saying,

ଯୀଶୁ ସାଦ୍ଦୁକୀମାନଙ୍କୁ ଏକ ପ୍ରଶ୍ନ କରି ଅନୁଯୋଗ କରୁଛନ୍ତି I ସେ ଉତ୍ତର ଆଶା କରୁ ନଥିଲେ I ଅନ୍ୟ ଏକ ଅନୁବାଦରେ: “ମୁଁ ଜାଣେ ତୁମ୍ଭେମାନେ ପାଠ କରିଅଛ ... ଈଶ୍ବର I ତୁମ୍ଭମାନଙ୍କୁ ଯାହା ସେ କହିଛନ୍ତି” (ଦେଖ: /WA-Catalog/or_tm?section=translate#figs-rquestion)

what was spoken to you by God

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ କଅଣ କହିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Matthew 22:32

Connecting Statement:

୩୧ ପଦରେ ଯୀଶୁ ପ୍ରଶ୍ନ ପଚାରିବା ଶେଷ କଲେ I

'I am the God ... Jacob'?

ଏହା ପ୍ରଶ୍ନ କରିବାର ସମାପ୍ତି ଅଟେ ଯାହା ୩୧ ପଦରେ “ତୁମ୍ଭେମାନେ କଅଣ ପାଠ କରି ନାହଁ” ଶବ୍ଦ ସମୁହ ସହିତ ଆରମ୍ଭ ହୋଇଅଛି I ଯୀଶୁ ଏହି ପ୍ରଶ୍ନ ଦ୍ବାରା ଧାର୍ମିକ ନେତାମାନଙ୍କ ଶାସ୍ତ୍ର ଜ୍ଞାନକୁ ସ୍ମରଣ କରାଇଲେ I “ମୁଁ ଜାଣେ ତୁମ୍ଭେମାନେ ଏହା ପାଠ କରିଅଛ, କିନ୍ତୁ ତୁମ୍ଭେମାନେ କଅଣ କହୁଛି ସେବିଷୟରେ ବୁଝି ପାରିନାହଁ … ଯାକୁବ I” ତୁମେ ପରୋକ୍ଷ ଉଦ୍ଧୃତ ବାକ୍ୟକୁ ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟଭାବରେ ଅନୁବାଦ କରିପାରିବ I “ଈଶ୍ବର, ମୋଶାଙ୍କୁ କହିଲେ ଆମ୍ଭେ ଅବ୍ରାହମଙ୍କର ଈଶ୍ବର, ଇସହାକଙ୍କ ଈଶ୍ବର, ଓ ଯାକୁବଙ୍କ ଈଶ୍ବର” (ଦେଖ: /WA-Catalog/or_tm?section=translate#figs-quotations/WA-Catalog/or_tm?section=translate#figs-rquestion)

of the dead, but of the living

ଏହି ନାମମାତ୍ର ବିଶ୍ଲେଷଣ ଗୁଡିକୁ ବିଶେଷଣରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୃତମାନଙ୍କ, କିନ୍ତୁ ଜୀବିତମାନଙ୍କ ଈଶ୍ବର” (ଦେଖ: /WA-Catalog/or_tm?section=translate#figs-nominaladj)

Matthew 22:34

Connecting Statement:

ଆଉ ସେମାନଙ୍କ ମଧ୍ୟରୁ ବ୍ୟବସ୍ଥାରେ ନିପୁଣ ଜଣେ ଫରୁଶୀ ଯୀଶୁଙ୍କୁ ପରୀକ୍ଷା କରିବା ନିମନ୍ତେ ଏକ କଠିନ ପ୍ରଶ୍ନ ବ୍ୟବସ୍ଥା ମଧ୍ୟରେ କିପ୍ରକାର ଆଜ୍ଞା ଶ୍ରେଷ୍ଠ ପଚାରିଲେ I

Matthew 22:35

a lawyer

ବ୍ୟବସ୍ଥା ଶାସ୍ତ୍ରଜ୍ଞ I ସେ ଜଣେ ଫାରୁଶୀ ଯେଉଁମାନଙ୍କର ମୋଶାଙ୍କ ବ୍ୟବସ୍ଥାକୁ ବୁଝିବା ପାଇଁ ବିଶେଷ କୌଶଳ ଥିଲା I

Matthew 22:37

General Information:

ଯୀଶୁ ଦ୍ବିତୀୟ ବିବରଣରୁ ଗୋଟିଏ ପଦ ଉଦ୍ଧୃତ କଲେ ଯଥା ମହାନ ଆଦେଶ I

with all your heart, with all your soul, and with all your mind

ଏହି ତିନିଟି ବାକତାଂଶ ଏକତ୍ର ବ୍ୟବାହାର ହୋଇଛି ଯାହାର ଅର୍ଥ “ସମ୍ପୁର୍ଣ୍ଣ” କିମ୍ବା “ଦୃଢ ସଂକଳ୍ପ I” ଏଠାରେ “ହୃଦୟ” ଓ “ପ୍ରାଣ” ଜଣେ ବ୍ୟକ୍ତିର ଆନ୍ତରିକ ପୁରୁଷର ଲକ୍ଷଣ ସୁଚକ ଶବ୍ଦ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-doublet)

Matthew 22:38

the great and first commandment

ଏଠାରେ “ମହାନ” ଓ “ପ୍ରଥମ” ଅର୍ଥ ସମାନ I ସେଗୁଡିକ ଗୁରୁତ୍ବାରୋପ କରନ୍ତି ଯେ ଏହା ସବୁଠାରୁ ମାହାନ ଅଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#figs-doublet)

Matthew 22:39

General Information:

ଯୀଶୁ ଗୋଟିଏ ପଦ ଲେବିୟ ପୁସ୍ତକରୁ ଉଦ୍ଧୃତ କରନ୍ତି ଯେପରି ଦ୍ବିତୀୟ ମହାନ ଆଜ୍ଞା ଅଟେ I

your neighbor

ଏଠାରେ “ପଡୋଶୀ” ଅର୍ଥ ନିକଟବର୍ତ୍ତୀ ବାସ କରୁଥିବା ଅପେକ୍ଷା ଅଧିକ ନିକଟତର I ତାହାର ଅର୍ଥ ଜଣେ ବ୍ୟକ୍ତି ସମସ୍ତ ଲୋକମାନଙ୍କୁ ପ୍ରେମ କରିବା ଉଚିତ ଯୀଶୁ କହନ୍ତି I

Matthew 22:40

On these two commandments depend the whole law and the prophets

ଏଠାରେ “ସମସ୍ତ ବ୍ୟବସ୍ଥା ଓ ଭାବବାଦୀ” ବାକ୍ୟାଂଶ ସମସ୍ତ ଧର୍ମଶାସ୍ତ୍ର ଉପରେ ନିର୍ଭର କରେ I ଅନ୍ୟ ଏକ ଅନୁବାଦରେ: “ଏହି ଦୁଇ ଆଜ୍ଞା ଉପରେ ମୋଶା ଓ ଭାବାବାଦୀଙ୍କର ସମସ୍ତ ଶାସ୍ତ୍ର ଲିଖିତ ହୋଇଅଛି” (ଦେଖ: /WA-Catalog/or_tm?section=translate#figs-metonymy)

Matthew 22:41

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ତାହାଙ୍କୁ ପରୀକ୍ଷା କରିବା ବନ୍ଦ କରିବା ଉଦେଶ୍ବରେ ଏକ କଷ୍ଟକର ପ୍ରଶ୍ନ ପଚାରିଲେ I

Now

ଏଠାରେ ଏହି ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ କାହାଣୀର ନୁତନ ଅଂଶ କହିବାକୁ ଆରମ୍ଭ କରନ୍ତି ଯେତେବେଳେ ଯୀଶୁ ଧାର୍ମିକ ନେତାମାନଙ୍କୁ ଏକ ପ୍ରଶ୍ନ ପଚାରିଲେ I

Matthew 22:42

son ... son of David

ଉଭୟରେ “ପୁତ୍ର” ଅର୍ଥ “ସନ୍ତାନଗଣ” I

Matthew 22:43

General Information:

ଯୀଶୁ ଗୀତସଂହିତାରୁ ବାକ୍ୟ ଉଦ୍ଧୃତ କରି ଦେଖାଇବାକୁ ଚାହାନ୍ତି ଯେ ଖ୍ରୀଷ୍ଟ “ଦାଉଦଙ୍କର ସନ୍ତାନ” ଠାରୁ ତତୋଧିକ ଅଟନ୍ତି I

How then does David in the Spirit call him Lord

ଯୀଶୁ ପ୍ରଶ୍ନ ମାଧ୍ୟମରେ ଧାର୍ମିକ ନେତାମାନଙ୍କୁ ସାହାଯ୍ୟ କରୁଥିଲେ ଯେ ସେ ବର୍ତ୍ତମାନ ଯାହାକୁ ଉଦ୍ଧୃତ କରିବେ ସେହି ବିଷୟରେ ଗଭୀର ଭାବେ ଚିନ୍ତା କରିବେ I ଅନ୍ୟ ଏକ ଅନୁବାଦରେ: “ତେବେ, ଦାଉଦ କିପ୍ରକାରେ ଆତ୍ମାଙ୍କ ଆଦେଶରେ ତାହାଙ୍କୁ ପ୍ରଭୁ ବୋଲି କହନ୍ତି” (ଦେଖ: /WA-Catalog/or_tm?section=translate#figs-rquestion)

David in the Spirit

ଦାଉଦ, ଯାହାଙ୍କୁ ପବିତ୍ରଆତ୍ମା ଉତ୍ସାହିତ କରୁଛନ୍ତି I ଏହାର ଅର୍ଥ ଦାଉଦ ଯାହା କହିଲେ ତାହାକୁ ପବିତ୍ରଆତ୍ମା ପ୍ରଭାବିତ କରୁଛନ୍ତି I

call him

ଏଠାରେ “ତାହାଙ୍କୁ” ଖ୍ରୀଷ୍ଟଙ୍କୁ ବୁଝାଏ, ଯେ ମଧ୍ୟ ଦାଉଦଙ୍କ ସନ୍ତାନ ଅଟନ୍ତି I

Matthew 22:44

The Lord said

ଏଠାରେ “ପ୍ରଭୁ” ପିତା ଈଶ୍ବରଙ୍କୁ ବୁଝାଏ I

to my Lord

ଏଠାରେ “ପ୍ରଭୁ” ଖ୍ରୀଷ୍ଟଙ୍କୁ ବୁଝାଏ I ମଧ୍ୟ “ମୋର” ଦାଉଦଙ୍କୁ ବୁଝାଏ I ଏହାର ଅର୍ଥ ଖ୍ରୀଷ୍ଟ ଦାଉଦଙ୍କଠାରୁ ଶ୍ରଷ୍ଠ ଅଟନ୍ତି I

Sit at my right hand

“ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ” ବସିଥାଅ ସମ୍ମାନ ଗ୍ରହଣ କରିବା ଓ ଈଶ୍ବରଙ୍କଠାରୁ ଅଧିକାର ପାଇବାର ସାଙ୍କେତିକ ଶବ୍ଦ ଅଟେ I ଅନ୍ୟ ଏକ ଅନୁବାଦରେ: “ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ” (ଦେଖ: /WA-Catalog/or_tm?section=translate#translate-symaction)

until I make your enemies your footstool

ଏହା ଏକ ରୁଢିପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ଆମ୍ଭେ ତୁମ୍ଭର ଶତ୍ରୁଗଣକୁ ପରାଜୟ କରିନାହୁ” କିମ୍ବା “ଯେପର୍ଯ୍ୟନ୍ତ ଆମ୍ଭେ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ” (ଦେଖ: /WA-Catalog/or_tm?section=translate#figs-idiom)

Matthew 22:45

General Information:

ଏହା ବିବରଣୀର ଶେଷ ଭାଗ ଅଟେ ଯାହା [ମାଥିଉ ୧୯:୧] (../19/01.md)ରେ ଆରମ୍ଭ ହୋଇଥିଲା, ତାହା ଯିହୁଦା ପ୍ରଦେଶରେ ଯୀଶୁଙ୍କ ସେବାକାର୍ଯ୍ୟ ବିଷୟରେ ବର୍ଣନା କରେ I

Connecting Statement:

ଏହା ଧାର୍ମିକ ନେତାମାନେ ଯୀଶୁଙ୍କୁ ବିଭିନ୍ନ କଠିନ ପ୍ରଶ୍ନ ମାଧ୍ୟମରେ ପରୀକ୍ଷା କରିବା ନିମନ୍ତେ ଚେଷ୍ଟା କରିବା ବିବରଣୀର ସମାପ୍ତି ଅଟେ I

If David then calls the Christ 'Lord,' how is he David's son?

ଯୀଶୁ ପ୍ରଶ୍ନ ମାଧ୍ୟମରେ ଧାର୍ମିକ ନେତାମାନଙ୍କୁ ଗଭୀରଭାବରେ ତାହାଙ୍କ କଥାକୁ ଚିନ୍ତା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତେବେ, ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି, ତେଣୁ ଖ୍ରୀଷ୍ଟ ଦାଉଦଙ୍କ ସନ୍ତାନ ଅପେକ୍ଷା ତତୋଧିକ” (ଦେଖ: /WA-Catalog/or_tm?section=translate#figs-rquestion)

If David then calls the Christ

ଦାଉଦ ଯୀଶୁଙ୍କୁ “ପ୍ରଭୁ” ଭାବରେ ଦର୍ଶାନ୍ତି କାରଣ ଯୀଶୁ କେବଳ ଦାଉଦଙ୍କର ସନ୍ତାନ ନୁହନ୍ତି ସେ ମଧ୍ୟ ତାହାଙ୍କ ଅପେକ୍ଷା ଶ୍ରେଷ୍ଠ ଥିଲେ I

Matthew 22:46

to answer him a word

ଏଠାରେ “ଶବ୍ଦ” ଲୋକମାନେ କଅଣ କହନ୍ତି ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କେହିହେଲେ ତାହାଙ୍କୁ ପଦେ ହେଲେ ଉତ୍ତର” କିମ୍ବା “ତାହାଙ୍କୁ ଉତ୍ତର ଦେବା” (ଦେଖ: /WA-Catalog/or_tm?section=translate#figs-metonymy)

any more questions

ଏହା ସୁଚିତ କରେ ଯେ କେହିଜଣେ ସେହି ପ୍ରକାର ପ୍ରଶ୍ନ କରିବାକୁ ସାହସ କଲେ ନାହିଁ ଯଦ୍ବାରା ସେ କିଛି ଭୁଲ କହିବେ ଯାହା ଫଳରେ ଧାର୍ମିକ ନେତାମାନେ ତାହାଙ୍କୁ ବନ୍ଦୀ କରିବେ I (ଦେଖ: /WA-Catalog/or_tm?section=translate#figs-explicit)