Matthew 21

ମାଥିଉ ୨୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରେ I ULT ୨୧:୫, ୧୬ ଏବଂ ୪୨ରେ ପଦ୍ୟଗୁଡିକ ସହିତ ଏହିପରି କରେ, ଯାହା ପୁରାତନ ନିୟମରୁ ଶବ୍ଦଗୁଡିକ ଅଟନ୍ତି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ଗର୍ଦ୍ଧଭୀ ଓ ଶାବକ

ଯୀଶୁ ଗୋଟିଏ ପଶୁ ଉପରେ ବସି ଯିରୁଶାଲମକୁ ଯାତ୍ରା କରେ I ଏହିପରି ଭାବରେ ସେ ଜଣେ ରାଜା ଥିଲେ ଯିଏକି ଯୁଦ୍ଧରେ ଜିତିବା ପରେ ନଗର ଭିତରକୁ ଆସନ୍ତି I ମଧ୍ୟ, ପୁରାତନ ନିୟମରେ ଇସ୍ରାଏଲର ରାଜା ଗର୍ଦ୍ଧଭୀ ଉପରେ ଚଢି ଯାତ୍ରା କରୁଥିଲେ I ଅନ୍ୟ ରାଜାମାନେ ଘୋଡାରେ ଯାତ୍ରା କରୁଥିଲେ I ଏଣୁ ଯୀଶୁ ଦେଖାଇବାକୁ ଚାହୁଁଥିଲେ ଯେ ସେ ଇସ୍ରାଏଲର ରାଜା ଅଟନ୍ତି ଓ ସେ ଅନ୍ୟ ରାଜାମାନଙ୍କ ଭଳି ନୁହନ୍ତି I

ମାଥିଉ, ମାର୍କ, ଲୁକ ଓ ଯୋହନ ସମସ୍ତ ଏହି ଘଟଣା ବିଷୟରେ ଉଲ୍ଲେଖ କରନ୍ତି I ମାଥିଉ ଓ ମାର୍କ ଲେଖିଛନ୍ତି ଯେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଗୋଟିଏ ଗଧ ଆଣିଲେ I ଯୋହନ ଲେଖିଲେ ଯେ ଯୀଶୁ ଗୋଟିଏ ଗଧ ପାଇଲେ I ଲୁକ ଲେଖନ୍ତି ଯେ ସେମାନେ ଗୋଟିଏ ଶାବକ ଆଣିଲେ I କେବଳ ମାଥିଉ ଲେଖନ୍ତି ଯେ ସେମାନେ ଉଭୟ ଗର୍ଦ୍ଧଭୀର ଶାବକ ଥିଲା I କେହି ନିଶ୍ଚିତ ନୁହନ୍ତି ଯେ ଯୀଶୁ ଗର୍ଦ୍ଧଭୀ ନା ଶାବକ ଉପରେ ବସିଲେ I ଏହା ଉପଯୁକ୍ତ ହେବ ଯେ ସେଗୁଡିକୁ ପ୍ରତ୍ୟକକୁ ଏପରି ଅନୁବାଦ କର ଯେପରି ULT ବିନା ଚେଷ୍ଟା କରି ସେମାନେ ପ୍ରକୃତରେ ଗୋଟିଏ ବିଷୟରେ ମତ୍ତ ଦେଉଛନ୍ତି I (ଦେଖ: [ମାଥିଉ ୨୧:୧-୭](../../mat/ 21/01.md) ଓ ମାର୍କ ୧୧:୧-୭ଲୁକ ୧୯:୨୯-୩୬ ଓ [ଯୋହନ ୧୨:୧୪-୧୫](../../jhn /12/14. md))

ହୋଶାନ୍ନା

ଏପରି ଭାବରେ ଯିରୁଶାଲମରେ ଯୀଶୁଙ୍କୁ ସ୍ବାଗତ କରି ଲୋକମାନେ ଉଚ୍ଚସ୍ବରରେ କହୁଥିଲେ I ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷାକର”, କିନ୍ତୁ ଲୋକମାନେ ଈଶ୍ବରଙ୍କୁ ପ୍ରଂଶସା କରିବା ଉଦ୍ଦେଶ୍ୟରେ ଗାନ କରନ୍ତି I

ଏହି ଅଧ୍ୟାୟରେ ସମ୍ଭାବିତ ଅନୁବାଦ ସମସ୍ୟା

“ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ ବାହାର କରି ନିଆଯିବ”

ଏହି ବାକ୍ୟର ପ୍ରକୃତ ଅର୍ଥ କଣ କେହି ଜାଣନ୍ତି ନାହିଁ I କେହି ଜାଣନ୍ତି ନାହିଁ ଯଦି ଯୀଶୁ ବୁଝନ୍ତି ଯେ ଈଶ୍ବର ଦିନେ ବା ଆଉଥରେ ରାଜ୍ୟ ଦେବେ କିମ୍ବା ନାହିଁ I

Matthew 21:1

Connecting Statement:

ଏହା ଯିରୁଶାଲମରେ ଯୀଶୁଙ୍କ ପ୍ରବେଶର ବିବରଣୀର ଆରମ୍ଭ ଅଟେ I ଏଠାରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ସେମାନେ କଅଣ କରିବାକୁ ହେବ ସେହି ବିଷୟରେ ଉପଦେଶ ଦିଅନ୍ତି I

Bethphage

ଏହା ଯିରୁଶାଲମ ନିକଟସ୍ଥ ଗୋଟିଏ ଗ୍ରାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Matthew 21:2

a donkey tied up

ତୁମେ ଏହାକୁ କର୍ତ୍ତୁବାଚ୍ୟ ଆକାରରେ କହିପାରିବ I ଅନ୍ୟ ଏକ ଅନୁବାଦରେ: “ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଧଭୀକୁ ଦେଖିବ” (ଦେଖ: /WA-Catalog/or_tm?section=translate#figs-activepassive)

tied up there

କିପରି ଗଧ ବନ୍ଧା ହୋଇଅଛି ତୁମେ ଏହାକୁ ସ୍ପଷ୍ଟ କରିପାର I ଅନ୍ୟ ଏକ ଅନୁବାଦରେ: “ବନ୍ଧା ହୋଇଥିବା ଦେଖିବ” କିମ୍ବା “ଗୋଟିଏ ଗଛରେ ବନ୍ଧା ହୋଇଥିବ” (ଦେଖ: /WA-Catalog/or_tm?section=translate#figs-explicit)

colt

ଯୁବା ଶାବକ

Matthew 21:4

General Information:

ଏଠାରେ ଲେଖକ ଭାବବାଦୀ ଜିଖରିୟଙ୍କ ବାକ୍ୟ ଉଦ୍ଧୃତ କରି ଦେଖାଇଲେ ଯେ ଯୀଶୁ ଯିରୁଶାଲମରେ ଗର୍ଦ୍ଧଭାରୋହୀ ହେବା ଦ୍ବାରା ସେହି ଭାବବାଣୀ ସଫଳ କଲେ I

Now

ଏହି ଶବ୍ଦଗୁଡିକ ଏଠାରେ ବୁବରଣୀରେ ମୁଖ୍ୟ ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଏଠାରେ ମାଥିଉ କିପରି ଯୀଶୁଙ୍କ କାର୍ଯ୍ୟ ଶାସ୍ତ୍ରକୁ ସଫଳ କରେ ତାହା ବର୍ଣନା କରୁଛନ୍ତି I

this came about that what was spoken through the prophet might be fulfilled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏପରି ଘଟିଲା ଯେଣୁ ଭାବବାଦୀଙ୍କ ଦ୍ବାରା ଈଶ୍ବର ବହୁବର୍ଷ ପୂର୍ବରୁ କହିଥିଲେ ତାହା ଯୀଶୁ ସଫଳ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

through the prophet

ସେହି ସମୟରେ ଅନେକ ଭାବବାଦୀ ଥିଲେ I ମାଥିଉ ଜିଖରିୟ ବିଷୟରେ ପ୍ରକାଶ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଭାବବାଦୀ ଜିଖରିୟ” (ଦେଖ: /WA-Catalog/or_tm?section=translate#figs-explicit)

Matthew 21:5

the daughter of Zion

ଗୋଟିଏ ନଗରର “କନ୍ୟା” ଅର୍ଥ ସେହି ନଗରର ଲୋକମାନେ I ଅନ୍ୟ ଏକ ଅନୁବାଦରେ: “ସିୟୋନର ଲୋକମାନେ” କିମ୍ବା “ଯେଉଁ ଲୋକମାନେ ସିୟୋନରେ ବାସ କରନ୍ତି”

Zion

ଏହା ଯିରୁଶାଲମର ଅନ୍ୟ ନାମ ଅଟେ I

on a donkey—on a colt, the foal of a donkey

“ଶାବକ ଉପରେ ବାକ୍ୟାଂଶ, ଗଧର ଛୋଟ ଛୁଆ” ବର୍ଣ୍ଣିତ କରେ ଯେ ଗଧର ଶାବକ ଅଟେ I ଅନ୍ୟ ଏକ ଅନୁବାଦରେ: “ଶାବକ ଉପରେ, ଶାବକ”

Matthew 21:7

cloaks

ସେଗୁଡିକ ବାହାର ପୋଷାକ କିମ୍ବା ଲମ୍ବା ବର୍ଶାତି ଥିଲେ I

Matthew 21:8

crowd spread their cloaks on the road, and others cut branches from the trees and spread them in the road

ଯୀଶୁଙ୍କୁ ସମ୍ମାନିତ କରିବାର ଏକ ଉପାୟ ଯଥା ସେ ଯିରୁଶାଲମକୁ ପ୍ରବେଶ କଲେ I (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#translate-symaction)

Matthew 21:9

Hosanna

ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷା କର”, କିନ୍ତୁ ଏହାର ଅର୍ଥ “ଈଶ୍ବରଙ୍କର ପ୍ରଂଶସା ହେଉ !”

the son of David

ଯୀଶୁ ଦାଉଦଙ୍କ ପ୍ରକୃତ ପୁତ୍ର ନଥିଲେ, ତେଣୁ ଏହାକୁ ଅନୁବାଦ କରିବା ଯଥା “ରାଜା ଦାଉଦଙ୍କ ସନ୍ତାନ I” ଯାହାହେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମଶିହଙ୍କ ନିମନ୍ତେ ଏକ ସଜ୍ଞା ଅଟେ, ଓ ଲୋକସମୁହ ସମ୍ଭବତଃ ଯୀଶୁଙ୍କୁ ସେହି ସଜ୍ଞାରେ ସମ୍ଭୋଧନ କଲେ I

in the name of the Lord

ଏଠାରେ “ନାମରେ” ଅର୍ଥ “କ୍ଷମତାରେ” କିମ୍ବା “ଗୋଟିଏ ପ୍ରତିରୁପ ପରି I” ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ଶକ୍ତିରେ” ବା “ପ୍ରଭୁଙ୍କର ପ୍ରତିରୁପରେ” (ଦେଖ: /WA-Catalog/or_tm?section=translate#figs-metonymy)

Hosanna in the highest

ଏଠାରେ “ଉର୍ଦ୍ଧ୍ବ” ଈଶ୍ବରଙ୍କୁ ବୁଝାଏ ଯେ ସ୍ବର୍ଗର ଉର୍ଦ୍ଧ୍ବରୁ ଶାସନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କର ପ୍ରଂଶସା ହେଉ, ଯେ ସ୍ବର୍ଗର ଉର୍ଦ୍ଧ୍ବରେ” କିମ୍ବା “ଈଶ୍ବରଙ୍କ ନାମରେ ଗୌରବ ହେଉ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 21:10

all the city was stirred

ଏଠାରେ “ନଗର” ଲୋକମାନେ ବସବାସ କରୁଥିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ନଗରଯାକ ଲୋକ ଏ କିଏ ବୋଲି ଚହଳ ପଡିଲା” (ଦେଖ: /WA-Catalog/or_tm?section=translate#figs-metonymy)

stirred

ଉତ୍ତେଜିତ ହେଲେ

Matthew 21:12

General Information:

୧୩ ପଦରେ, ଯୀଶୁ ଯିଶାଇୟ ଭାବବାଦୀଙ୍କ ବାକ୍ୟକୁ ଉଦ୍ଧୃତ କରି କ୍ରୟବିକ୍ରୟ ଓ ମୁଦ୍ରାବ୍ୟବସାୟୀମାନଙ୍କୁ ଧମକ ଦେଲେ I

Connecting Statement:

ଏହା ଯୀଶୁ ମନ୍ଦିରରେ ପ୍ରବେଶ କରିବା ବିବରଣୀର ଆରମ୍ଭ ଅଟେ I

Jesus entered the temple

ଯୀଶୁ ପ୍ରକୃତରେ ମନ୍ଦିର ମଧ୍ୟକୁ ପ୍ରବେଶ କଲେ ନାହି I ସେ ମନ୍ଦିରର ପ୍ରାଙ୍ଗଣରେ ପ୍ରବେଶ କଲେ I (ଦେଖ: /WA-Catalog/or_tm?section=translate#figs-explicit)

who bought and sold

ବ୍ୟବସାୟୀମାନେ ପଶୁ ଓ ଅନ୍ୟ ସାମଗ୍ରୀ କ୍ରୟବିକ୍ରୟ କରୁଥିଲେ ଯାହା ଯାତ୍ରୀମାନେ ମନ୍ଦିରରେ ବଳିଦାନ ଦେବା ନିମନ୍ତେ ଆଣୁଥିଲେ I

Matthew 21:13

He said to them

ଯୀଶୁ ମୁଦ୍ରା ବ୍ୟବସାୟୀ ଓ କ୍ରୟ ଏବଂ ପଦାର୍ଥଗୁଡିକୁ ବିକ୍ରୟ କରୁଥିବା ଲୋକମାନଙ୍କୁ କହିଲେ

It is written

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଭାବବାଦୀମାନେ ବହୁ ଆଗରୁ ଲେଖିଥିଲେ” କିମ୍ବା “ଈଶ୍ବର ବହୁ ପୂର୍ବରୁ କହିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

My house will be called

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ଗୃହ ହେବ” (ଦେଖ: /WA-Catalog/or_tm?section=translate#figs-activepassive)

My house

ଏଠାରେ “ମୋହର” ଈଶ୍ବରଙ୍କୁ ବୁଝାଏ ଓ “ଗୃହ” ମନ୍ଦିରକୁ ବୁଝାଏ I

a house of prayer

ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: “ଗୋଟିଏ ସ୍ଥାନ ଯେଉଁଠାରେ ଲୋକମାନେ ପ୍ରାର୍ଥନା କରିବେ” (ଦେଖ: /WA-Catalog/or_tm?section=translate#figs-idiom)

a den of robbers

ଯୀଶୁ ମନ୍ଦିରରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ରୁପକ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏପରି ସ୍ଥାନ ଯେଉଁଠାରେ ଦସ୍ୟୁମାନେ ଲୁଚି ରହନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

Matthew 21:14

the blind and the lame

ଏହି ନାମମାତ୍ର ବିଶ୍ଲେଷଣକୁ ବିଶ୍ଲେଷଣ ଭାବେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଅନ୍ଧ ଓ ଖଞ୍ଜ ଥିଲେ” (ଦେଖ: /WA-Catalog/or_tm?section=translate#figs-nominaladj)

lame

ଯେଉଁମାନଙ୍କର ପାଦ କିମ୍ବା ଗୋଡରେ ଆଘାତ ହୋଇଥିଲା ସେମାନେ ଚାଲିବା ନିମନ୍ତେ କଷ୍ଟ ଅନୁଭବ କରୁଥିଲେ

Matthew 21:15

General Information:

୧୬ ପଦରେ, ଯୀଶୁ ଗୀତ ସଂହିତାରୁ ବାକ୍ୟ ଉଦ୍ଧୃତ କରି ସାବ୍ୟସ୍ତ କଲେ ଯେ କିପରି ଲୋକମାନେ ତାଙ୍କର ଭଜନ କଲେ I

the marvelous things

ଆଶ୍ଚର୍ଯ୍ୟ ବିଷୟ ହେଉଛି କିମ୍ବା “ଆଶ୍ଚର୍ଯ୍ୟ କର୍ମ I” ଏହା ମାଥିଉ ୨୧:୨୪ରେ ଯୀଶୁ ଅନ୍ଧ ଓ ଖଞ୍ଜ ଲୋକମାନଙ୍କୁ ସୁସ୍ଥ କରିବାକୁ ବୁଝାଏ I

Hosanna

ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷା କର” କିନ୍ତୁ ଏହା ମଧ୍ୟ “ଈଶ୍ବରଙ୍କର ପ୍ରଂଶସା !” ବୁଝାଇବ I ଦେଖ ତୁମେ ଏହାକୁ ମାଥିଉ ୨୧:୯ରେ କିପରି ଅନୁବାଦ କରିଅଚ୍ଛ I

the Son of David

ଯୀଶୁ ଦାଉଦଙ୍କ ପ୍ରକୃତ ପୁତ୍ର ନଥିଲେ, ତେଣୁ ଏହାକୁ “ରାଜା ଦାଉଦଙ୍କ ସନ୍ତାନ” ଭାବେ ଅନୁବାଦ କରାଯାଇପାରିବ I ଯାହୟେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମଶିହଙ୍କ ନିମନ୍ତେ ଏକ ସଜ୍ଞା ଅଟେ, ଓ ଲୋକସମୁହ ସମ୍ଭବତଃ ଏହିହେତୁ ଯୀଶୁଙ୍କୁ ସେହି ସଜ୍ଞାରେ ସମ୍ବୋଧନ କଲେ I ଦେଖ ତୁମେ ଏହାକୁ ମାଥିଉ ୨୧:୯ରେ କିପରି ଅନୁବାଦ କରିଅଚ୍ଛ I

they became very angry

ଏହା ସୁଚାଇ ଦିଏ ଯେ ସେମାନେ କ୍ରୋଧାନ୍ବିତ ହେଲେ କାରଣ ସେମାନେ ଯୀଶୁଙ୍କୁ ଖ୍ରୀଷ୍ଟ ଥିଲେ ବୋଲି ବିଶ୍ବାସ କଲେନାହିଁ ଓ ସେମାନେ ଚାହାନ୍ତି ନାହିଁ କି ଅନ୍ୟ ଲୋକମାନେ ତାହାଙ୍କ ପ୍ରଂଶସା କରନ୍ତୁ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ତାହାଙ୍କ ପ୍ରଂଶସା କରୁଥିବା ହେତୁ ସେମାନେ ବିରକ୍ତ ହେଲେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 21:16

Do you hear what they are saying?

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ଧମକ ଦେବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ ଯେହେତୁ ସେମାନେ ତାହାଙ୍କ ଉପରେ ବିରକ୍ତ ହୋଇଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମ ବିଷୟ ଏମାନେ କଅଣ କହୁଛନ୍ତି ତାହାକି ତୁମ୍ଭେ ଶୁଣୁଅଚ୍ଛ !” (ଦେଖ: /WA-Catalog/or_tm?section=translate#figs-rquestion)

But have you never read ... praise'?

ଯୀଶୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ ଯେ ସେମାନେ ଯାହା ଶାସ୍ତ୍ରରେ ପାଠ କରିଛନ୍ତି I ଅନ୍ୟ ଏକ ଅନୁବାଦରେ: “ହଁ, ମୁଁ ଶୁଣୁଅଛି, କିନ୍ତୁ ତୁମ୍ଭେମାନେ ମନେ ରଖିବା ଉଚିତ ଯେ ତୁମେ କଅଣ ପାଠ କରିନାହଁ … ପ୍ରଂଶସା’” (ଦେଖ: /WA-Catalog/or_tm?section=translate#figs-rquestion)

Out of the mouths of little children and nursing infants you have prepared praise

“ମୁଖ ଦ୍ବାରା” ବାକ୍ୟାଂଶ କହିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ବାରା ଆପଣା ଉଦ୍ଦେଶ୍ୟରେ ସ୍ତବ ଶିଦ୍ଧ କରିଅଛ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 21:17

Jesus left them

ଯୀଶୁ ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ପରିତ୍ୟାଗ କଲେ

Matthew 21:18

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ବିଶ୍ବାସ ଓ ପ୍ରାର୍ଥନା ବିଷୟରେ ଶିକ୍ଷା ଦେବା ନିମନ୍ତେ ଡିମିରି ଗଚ୍ଛକୁ ବ୍ୟବହାର କରନ୍ତି I

Now

ଏଠାରେ ଶବ୍ଦଗୁଡିକ ମୁଖ୍ୟ ବିବରଣୀରେ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରାଯାଇଛି I ଏଠାରେ ମାଥିଉ ବର୍ଣ୍ଣନା କରୁଛନ୍ତି ଯେ ଯୀଶୁ କ୍ଷୁଧିତ ଅଟନ୍ତି ଓ ସେଥିପାଇଁ ସେ ଡିମିରି ବୃକ୍ଷ ନିକଟକୁ ଗଲେ I

Matthew 21:19

withered

ମରିଗଲା ଓ ଶୁଖିଗଲା

Matthew 21:20

How did the fig tree immediately wither away?

ଶିଷ୍ୟମାନେ ପ୍ରଶ୍ନ ବ୍ୟବହାର କରି ଗୁରୁତ୍ବାରୋପ କଲେ ଯେ କିପରି ସେମାନେ ଚମତ୍କୃତ ହେଲେ I ଅନ୍ୟ ଏକ ଅନୁବାଦରେ: “ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମିରି ଗଛଟି କିପରି ସେହିକ୍ଷଣି ଶୁଖିଗଲା !” (ଦେଖ: /WA-Catalog/or_tm?section=translate#figs-rquestion)

wither away

ଶୁଖିଗଲା ଓ ମଲା

Matthew 21:21

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାର ଗୁରୁତ୍ବାରୋପ କରେ I

if you have faith and do not doubt

ଯୀଶୁ ସମାନ ଚିନ୍ତାଧାରା ଉଭୟ ଆସ୍ତିକ ଓ ନାସ୍ତିକ ଭାବେ ପ୍ରକାଶ କଲେ ଯେ ଯଦି ବିଶ୍ବାସ ଥାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭମାନଙ୍କ ପ୍ରକୃତ ବିଶ୍ବାସ ଥାଏ” (ଦେଖ: /WA-Catalog/or_tm?section=translate#figs-doublet)

you will even say to this mountain, 'Be taken up and thrown into the sea,'

ତୁମ୍ଭେମାନେ ଏହାକୁ ପରୋକ୍ଷ ବାକ୍ୟକୁ ଉଦ୍ଧୃତ କରି ପ୍ରତ୍ୟକ୍ଷ ବାକ୍ୟ ଉଦ୍ଧୃତ ଭାବରେ ଅନୁବାଦ କରିପାର I ଏହାକୁ ମଧ୍ୟ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେ ଏହି ପର୍ବତକୁ କହିବ ସମୁଦ୍ରରେ ଯାଇ ପଡ “ (ଦେଖ: /WA-Catalog/or_tm?section=translate#figs-quotations)

it will be done

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ହେବ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 21:23

Connecting Statement:

ଏହା ଯୀଶୁଙ୍କ ଅଧିକାର ପ୍ରତି ଧାର୍ମିକ ନେତାମାନଙ୍କ ପ୍ରଶ୍ନର ବିବରଣୀକୁ ଆରମ୍ଭ କରେ I

had come into the temple

ଏହା ସୁଚିତ କରେ ଯେ ଯୀଶୁ ପ୍ରକୃତରେ ମନ୍ଦିରରେ ପ୍ରବେଶ କରି ନଥିଲେ I ସେ ମନ୍ଦିର ଚାରିପାଖ ପ୍ରାଙ୍ଗଣରେ ପ୍ରବେଶ କଲେ I (ଦେଖ: /WA-Catalog/or_tm?section=translate#figs-activepassive)

these things

ଏହା ମନ୍ଦିରରେ ଯୀଶୁଙ୍କ ଶିକ୍ଷା ଓ ସୁସ୍ଥତାକୁ ବୁଝାଏ I ଏହା ହୁଏତ ପୂର୍ବ ଦିନରେ ଯୀଶୁ କ୍ରୟ ବିକ୍ରୟକାରୀମାନଙ୍କୁ ଘଉଡାଇ ଥିବାକୁ ବୁଝାଉ ଥାଇପାରେ I

Matthew 21:25

Connecting Statement:

ଯୀଶୁ ଧାର୍ମିକ ନେତାମାନଙ୍କୁ ଉତ୍ତର ଦେବା ଜାରୀ ରଖିଛନ୍ତି I

from where did it come?

ସେ କେଉଁଠାରୁ ଏହିସବୁ କରିବା ପାଇଁ ଅଧିକାର ପାଇଲା ?

If we say, 'From heaven,' he will say to us, 'Why then did you not believe him?

ଏହା ଉଦ୍ଧୃତ ବାକ୍ୟ ମଧ୍ୟରେ ଉଦ୍ଧୃତ ଅଟେ I ତୁମେ କେବଳ ପରୋକ୍ଷ ଉଦ୍ଧୃତ ବାକ୍ୟକୁ ପ୍ରତ୍ୟେକ୍ଷ ଉଦ୍ଧୃତ ବାକ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଆମ୍ଭେ କହୁ ଯୋହନ ସ୍ବର୍ଗରୁ ଅଧିକାର ପାଇଥିଲା, ତେବେ ଯୀଶୁ ଆମ୍ଭମାନଙ୍କୁ ପଚାରିବେ କାହିଁକି ତୁମେ ଯୋହନଙ୍କୁ ବିଶ୍ବାସ କଲ ନାହିଁ I” (ଦେଖ: /WA-Catalog/or_tm?section=translate#figs-quotesinquotes/WA-Catalog/or_tm?section=translate#figs-quotations)

From heaven

ଏଠାରେ “ସ୍ବର୍ଗ” ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସ୍ବର୍ଗସ୍ଥ ଈଶ୍ବରଙ୍କଠାରୁ” (ଦେଖ: /WA-Catalog/or_tm?section=translate#figs-metonymy)

Why then did you not believe him?

ଧାର୍ମିକ ନେତାମାନେ ଜାଣିଥିଲେ ଯେ ଯୀଶୁ ସେମାନଙ୍କୁ ଅଳଙ୍କାରିକ ପ୍ରଶ୍ନ କରି ସେମାନଙ୍କୁ ଅନୁଯୋଗ କଲେ I ଅନ୍ୟ ଏକ ଅନୁବାଦରେ: “ପୁଣି ତୁମେ ବାପ୍ତିଜକ ଯୋହନଙ୍କୁ ବିଶ୍ବାସ କରିଥାନ୍ତ” (ଦେଖ: /WA-Catalog/or_tm?section=translate#figs-rquestion)

Matthew 21:26

But if we say, 'From men,'

ଏହା ଉଦ୍ଧୃତ ବାକ୍ୟମଧ୍ୟରେ ଅନ୍ୟ ଏକ ଉଦ୍ଧୃତ ବାକ୍ୟ ଅଟେ I ତୁମେ ପରୋକ୍ଷ ଉଦ୍ଧୃତ ବାକ୍ୟକୁ ପ୍ରତ୍ୟେକ୍ଷ ଉଦ୍ଧୃତ ବାକ୍ୟଭାବରେ ଅନୁବାଦ କରି ପାର I ଅନ୍ୟ ଏକ ଅନୁବାଦରେ: “ଯଦି ଆମ୍ଭେ କହୁ ଯୋହନ ମନୁଷ୍ୟଠାରୁ ଅଧିକାର ପାଇଥିଲା” (ଦେଖ: /WA-Catalog/or_tm?section=translate#figs-quotesinquotes/WA-Catalog/or_tm?section=translate#figs-quotations)

we fear the crowd

ଆମ୍ଭେମାନେ ଭୟ କରୁ ଯେ ଲୋକସମୁହ ଆମ୍ଭକୁ କଅଣ ଭାବିବେ କିମ୍ବା ଆମ୍ଭମାନଙ୍କ ପ୍ରତି କରିବେ

they all view John as a prophet

ସେମାନେ ଯୋହନଙ୍କୁ ଜଣେ ଭାବବାଦୀ ବିଶ୍ବାସ କରୁଥିଲେ

Matthew 21:28

ଯୀଶୁ ଧାର୍ମିକ ନେତାମାନଙ୍କୁ ଓ ସେମାନଙ୍କ ଅବିଶ୍ବାସକୁ ଦୁଇଟି ପୁତ୍ରଙ୍କ ବିଷୟରେ ଏକ ଦୃଷ୍ଟାନ୍ତ କହନ୍ତି I (ଦେଖ: /WA-Catalog/or_tm?section=translate#figs-parables)

But what do you think?

ଯେଉଁ ଦୃଷ୍ଟାନ୍ତ ସେ କହିବାକୁ ଯାଉଅଛନ୍ତି ସେହି ଦୃଷ୍ଟାନ୍ତ ବିଷୟରେ ଗଭୀର ଚିନ୍ତା କରିବାକୁ ଯୀଶୁ ଆହ୍ବାନ ଦେଇ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ମୁଁ ଯେଉଁ ବିଷୟ କହିବାକୁ ଯାଉଅଛି ସେବିଷୟରେ ତୁମ୍ଭେମାନେ କଅଣ ମନେ କର” (ଦେଖ: /WA-Catalog/or_tm?section=translate#figs-rquestion)

Matthew 21:29

he changed his mind

ଏହା ପୁତ୍ରଙ୍କ ବିଷୟରେ ତାହାର ଭାବନା ଓ ବିଭିନ୍ନ କାର୍ଯ୍ୟର ନିଷ୍ପତ୍ତି ନେବା ଠାରୁ ସେ କିପରି କାର୍ଯ୍ୟ କରିବେ କହିଥିଲେ ପୁନର୍ବିଚାରକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 21:31

They said

ପ୍ରଧାନ ଯାଜକ ଓ ପ୍ରାଚୀନମାନେ କହିଲେ

Jesus said to them

ଯୀଶୁ ପ୍ରାଧାନଯାଜକ ଓ ପ୍ରାଚୀନମାନଙ୍କୁ କହିଲେ

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାର ଗାମ୍ଭିର୍ଯ୍ୟତାକୁ ଗୁରୁତ୍ବାରୋପ କରେ I

the tax collectors and the prostitutes will enter the kingdom of God before you do

ଏଠାରେ “ଈଶ୍ବରଙ୍କ ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯେତେବେଳେ ପୃଥିବୀରେ ତାହାଙ୍କ ରାଜ୍ୟ ସ୍ଥାପନ କରିବେ, ତୁମ୍ଭମାନଙ୍କ ନିମନ୍ତେ ଯାହା କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି ସେଥିରେ ସହମତି ହେବା ପୂର୍ବରୁ ସେ କରଗ୍ରାହୀ ଓ ବେଶ୍ୟାମାନଙ୍କୁ ଆଶୀର୍ବାଦ କରିବେ ସେମାନଙ୍କୁ ଶାସନ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

before you do

ସାମ୍ଭାବିତ ଅର୍ଥଗୁଡିକ ୧) ଯିହୁଦୀ ଧାର୍ମିକ ନେତାମାନଙ୍କୁ ଗ୍ରହଣ କରିବା ଅପେକ୍ଷା ଈଶ୍ବର କରଗ୍ରାହୀ ଓ ବେଶ୍ୟାମାନଙ୍କୁ ଶୀଘ୍ର ଗ୍ରହଣ କରିବେ, କିମ୍ବା ୨) ଯିହୁଦୀ ଧାର୍ମିକନେତାମାନଙ୍କୁ ଗ୍ରହଣ କରିବା ପରିବର୍ତ୍ତେ ସେ କରଗ୍ରାହୀ ଓ ବେଶ୍ୟାମାନଙ୍କୁ ଗ୍ରହଣ କରିବେ I

Matthew 21:32

John came to you

ଏଠାରେ “ତୁମ୍ଭେ” ବହୁବଚନ ଅଟେ ଓ ଏହା କେବଳ ଯିହୁଦୀ ଧାର୍ମିକ ଲୋକମାନଙ୍କୁ ବୁଝାଏ ନାହିଁ ବରଂ ସମସ୍ତ ଇସ୍ରାଏଲକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଯୋହନ ଆସିଥିଲେ” (ଦେଖ: /WA-Catalog/or_tm?section=translate#figs-you)

in the way of righteousness

ଏହା ଏକ ରୁଢି ପଦ ଅଟେ ଯାହାର ଅର୍ଥ ଯୋହନ ଲୋକମାନଙ୍କୁ ଜୀବନଜାପନ କରିବା ନିମନ୍ତେ ଧାର୍ମିକ ପଥ ଦେଖାଇଲେ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭମାନଙ୍କୁ କହିଲେ ଯେଉଁ ପରି ଈଶ୍ବର ତୁମ୍ଭମାନଙ୍କୁ ଜୀବନଯାପନ କରିବାକୁ ଚାହାନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

you did not believe him

ଏଠାରେ “ତୁମ୍ଭେ” ବହୁବଚନ ଅଟେ ଓ ଏହା କେବଳ ଧାର୍ମିକ ନେତାମାନଙ୍କୁ ବୁଝାଏ I” (ଦେଖ: /WA-Catalog/or_tm?section=translate#figs-you)

Matthew 21:33

ସେମାନଙ୍କ ଅବିଶ୍ବାସ ବ୍ୟାଖ୍ୟା ଓ ଧାର୍ମିକ ନେତାମାନଙ୍କୁ ଧମକ ଦେବା ନିମନ୍ତେ, ଯୀଶୁ ଏକ ବିଦ୍ରୋହୀ ଦାସର ଦୃଷ୍ଟାନ୍ତ ଦିଅନ୍ତି I (ଦେଖ: /WA-Catalog/or_tm?section=translate#figs-parables)

a landowner

ଜଣେ ଗୃହକର୍ତ୍ତା ଥିଲେ ଓ ତାଙ୍କର ଖଣ୍ଡେ ଜମି ଥିଲା

a hedge

ତାହାର ଚାରିପାଖ କିମ୍ବା “ବାଡ”

dug a winepress in it

ଦ୍ରାକ୍ଷାକ୍ଷେତ୍ରରେ ଏକ କୁଣ୍ଡ ଖୋଳିଲେ ଯେଉଁଠାରେ ଅଙ୍ଗୁର ପେଷିଲେ

rented it out to vine growers

ଗୃହକର୍ତ୍ତାଙ୍କ ଏପର୍ଯ୍ୟନ୍ତ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ, କିନ୍ତୁ ସେ ଦ୍ରାକ୍ଷାକ୍ଷେତ୍ରରେ କୃଷକମାନଙ୍କୁ ସେହି କ୍ଷେତ୍ରର ଦାୟିତ୍ବ ନେବା ନିମନ୍ତେ କହିଲେ I ଆଉ ଯେତେବେଳେ ଅଙ୍ଗୁର ପାଚିଲା, ସେମାନେ ଗୃହକର୍ତ୍ତାଙ୍କୁ ଦେବେ ଆଉ ବଳକା ସେମାନେ ରଖିବେ I

vine growers

ସେହିପ୍ରକାର ଲୋକମାନେ ଦ୍ରାକ୍ଷାଲତା ବଢିବା ନିମନ୍ତେ କିପରି ଯତ୍ନ ନେବାକୁ ହେବ ଜାଣିଥିଲେ I

Matthew 21:35

ଯୀଶୁ ଦୃଷ୍ଟାନ୍ତ ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

his servants

ଗୃହକର୍ତ୍ତାଙ୍କ ଦାସମାନେ

Matthew 21:38

ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Matthew 21:40

Now

“ବର୍ତ୍ତମାନ” ଶବ୍ଦର ଅର୍ଥ “ଏହି କ୍ଷଣ”କୁ ବୁଝାଏ ନାହି କିନ୍ତୁ ଏହା ନିମ୍ନଲିଖିତ ଗୁରୁତ୍ବପୁର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I

Matthew 21:41

They said to him

ମାଥିଉ ସ୍ପଷ୍ଟ କରି ନାହାନ୍ତି ଯେ କିଏ ଯୀଶୁଙ୍କୁ ଉତ୍ତର ଦେଲା I ଯଦି ତୁମେ ନିର୍ଦ୍ଧିଷ୍ଟ ଶ୍ରୋତାମାନଙ୍କ ନିମନ୍ତେ ଅନୁବାଦ କରିବା ଆବଶ୍ୟକ ହୁଏ ତେବେ “ଲୋକମାନେ ଯୀଶୁଙ୍କୁ କହିଲେ” ଅନୁବାଦ କରିପାରିବ I

Matthew 21:42

General Information:

ଯୀଶୁ ଦେଖାଇବା ନିମନ୍ତେ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କଲେ ଯେ ଧାର୍ମିକ ନେତାମାନେ ଯାହାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ତାହାଙ୍କୁ ଈଶ୍ବର ସମ୍ମାନିତ କରିବେ I

Connecting Statement:

ଏଠାରେ ଯୀଶୁ ଦୁଷ୍ଟ ଦାସର ଦୃଷ୍ଟାନ୍ତକୁ ବୁଝାଇବାକୁ ଆରମ୍ଭ କରନ୍ତି I

Jesus said to them

ଏହା ଅସ୍ପଷ୍ଟ ଯେ ଯୀଶୁ ନିମ୍ନୋକ୍ତ ପ୍ରଶ୍ନ ଗୁଡିକୁ କାହାକୁ ପଚାରିଲେ I ଯଦି “ସେଗୁଡିକୁ” ନିର୍ଦ୍ଧିଷ୍ଟଭାବେ ସ୍ପଷ୍ଟ କରିବା ଆବଶ୍ୟକ ହୁଏ, ସେହି ସମାନ ଶ୍ରୋତାମାନଙ୍କୁ ବ୍ୟବହାର କର ଯାହା ତୁମେ ମାଥିଉ ୨୧:୨୪ରେ କରିଅଚ୍ଛ I

Did you never read ... eyes'?

ଯୀଶୁ ଶାସ୍ତ୍ରର ଅର୍ଥ ସମ୍ବନ୍ଧରେ ତାହାଙ୍କ ଶ୍ରୋତାମାନଙ୍କୁ ଗଭୀରଭାବେ ଚିନ୍ତା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ ଯାହା ପାଠ କରିଅଛ ତାହାକୁ ଭାବି ଦେଖ … ଦୃଷ୍ଟିରେ I” (ଦେଖ: /WA-Catalog/or_tm?section=translate#figs-rquestion)

The stone which the builders rejected has been made the cornerstone

ଯୀଶୁ ଗୀତସଂହିତାରୁ ବାକ୍ୟ ଉଦ୍ଧୃତ କରୁଛନ୍ତି I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଧାର୍ମିକ ନେତାମାନେ, ନିର୍ମାଣକାରୀ ପରି, ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିବେ, କିନ୍ତୁ ଈଶ୍ବର ତାହାଙ୍କୁ ରାଜ୍ୟରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି କରିବେ, ଯେପରି ଅଟ୍ଟାଳିକାରେ କୋଣର ପ୍ରଧାନ ପ୍ରସ୍ତର ହେଲା I (ଦେଖ: /WA-Catalog/or_tm?section=translate#figs-metaphor)

has been made the cornerstone

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କୋଣର ପ୍ରଧାନ ପ୍ରସ୍ତର ହେଲେ” (ଦେଖ: /WA-Catalog/or_tm?section=translate#figs-activepassive)

This was from the Lord

ପ୍ରଭୁ ଏହି ମହାନ ପରିବର୍ତ୍ତନର କାରଣ ହୁଅନ୍ତି

it is marvelous in our eyes

ଏଠାରେ “ତୁମ୍ଭମାନଙ୍କ ଦୃଷ୍ଟିରେ” ଦେଖିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହା ଦେଖିବା ନିମନ୍ତେ ଆଶ୍ଚର୍ଯ୍ୟଜନକ ଅଟେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 21:43

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ କଅଣ କହନ୍ତି ତାହାକୁ ଗୁରୁତ୍ବାରୋପ କରେ I

to you

ଏଠାରେ “ତୁମ୍ଭେ” ବହୁବଚନ ଅଟେ I ଯୀଶୁ ଧାର୍ମିକ ନେତାମାନଙ୍କୁ କହୁଛନ୍ତି ଯେଉଁମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲେ I (ଦେଖ: /WA-Catalog/or_tm?section=translate#figs-you)

the kingdom of God will be taken away from you and will be given to a nation

ଏଠାରେ “ଈଶ୍ବରଙ୍କ ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କଠାରୁ ତାହାଙ୍କ ରାଜ୍ୟ କାଢି ନେବେ ଓ ଏକ ଜାତିକୁ ଦିଆଯିବ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ଓ ଅନ୍ୟ ଦେଶ ମଧ୍ୟରେ ସେ ରାଜା ହେବେ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-activepassive)

that produces its fruits

ଏଠାରେ ଫଳ ଫଳିବା “ପରିଣାମ” କିମ୍ବା “ଫଳାଫଳ” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଫଳ ଫଳିବେ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 21:44

Whoever falls on this stone will be broken to pieces

ଏଠାରେ “ଏହି ପ୍ରସ୍ତର” ମାଥିଉ ୨୧:୨୪ରେ ବ୍ୟବହୃତ ହୋଇଥିବା ସମାନ ପ୍ରସ୍ତର ଅଟେ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଦୁଷ୍ଟମାନଙ୍କୁ ଚୁର୍ଣ୍ଣବିଚୁର୍ଣ୍ଣ କରିବେ I ଏହାକୁ କର୍ତ୍ତୁବାଚ୍ୟ ଅକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରସ୍ତର ଯାହା ଉପରେ ପଡିବ ତାହାକୁ ତାହା ଖଣ୍ଡବିଖଣ୍ଡ କରିବ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-activepassive)

But anyone on whom it falls will be crushed

ଏହା ସାଧାରଣତଃ ପୂର୍ବ ପଦ ପରି ସମାନ ଅର୍ଥକୁ ବୁଝାଏ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଶେଷ ବିଚାର କରିବେ ଓ ଯେଉଁମାନେ ତାହାଙ୍କ ଅବଜ୍ଞା କରନ୍ତି ସେ ସେମାନଙ୍କୁ ବିନଷ୍ଟ କରିବେ I (ଦେଖ: /WA-Catalog/or_tm?section=translate#figs-parallelism)

Matthew 21:45

Connecting Statement:

ପ୍ରଧାନ ଯାଜକ ଓ ଧାର୍ମିକ ନେତାମାନେ ତାହାଙ୍କ ଏହି ଦୃଷ୍ଟାନ୍ତ ଶୁଣି ସେ ଯେ ସେମାନଙ୍କ ବିଷୟରେ କହୁଛନ୍ତି ଏହା ବୁଝିଲେ

his parables

ଯୀଶୁଙ୍କ ଦୃଷ୍ଟାନ୍ତ