Matthew 20

ମାଥିଉ ୨୦ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ଗୃହକର୍ତ୍ତା ଓ ତାହାର ଦ୍ରାକ୍ଷାକ୍ଷେତ୍ର ରକ୍ଷକର ଦୃଷ୍ଟାନ୍ତ

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ (ମାଥିଉ ୨୦:୧-୧୬)ରେ କହନ୍ତି ଯେ ଲୋକମାନଙ୍କ କହିବା ସତ୍ୟତା ଠାରୁ ଈଶ୍ବର ସତ୍ୟ କହନ୍ତି ବିଷୟ ଭିନ୍ନ ଅଟେ I

Matthew 20:1

Connecting Statement:

ଯୀଶୁ ଜଣେ ଗୃହ କର୍ତ୍ତାଙ୍କ ବିଷୟରେ ଏକ ଦୃଷ୍ଟାନ୍ତ ଦେଇ କହିଲେ ଯେ ମୁଲିଆ ମାନଙ୍କୁ ଲଗାନ୍ତି, ଈଶ୍ବର କିପରି ସ୍ବର୍ଗ ରାଜ୍ୟରେ ପୁରସ୍କାର ଦେବେ ତାହାର ଏକ ଉଦାହରଣ ଦିଅନ୍ତି I

For the kingdom of heaven is like

ଏହା ଦୃଷ୍ଟାନ୍ତର ଆରମ୍ଭ ଅଟେ I ଦେଖ ତୁମେ ଏହି ଦୃଷ୍ଟାନ୍ତକୁ ମାଥିଉ ୧୩:୨୪ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#figs-parables)

Matthew 20:2

After he had agreed

ଗୃହକର୍ତ୍ତା ସହମତି ହେବା ପରେ

one denarius

ସେହି ସମୟରେ ଦିନ ମଜୁରିଆ ଥିଲା I ଅନ୍ୟ ଏକ ଅନୁବାଦରେ: “ଦିନକର ମଜୁରୀ” (ଦେଖ: /WA-Catalog/or_tm?section=translate#translate-bmoney)

he sent them into his vineyard

ସେ ତାହାଙ୍କ ଦ୍ରାକ୍ଷାକ୍ଷେତ୍ରରେ କାମ କରିବା ନିମନ୍ତେ ସେମାନଙ୍କୁ ପଠାଇଲେ

Matthew 20:3

ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

He went out again

ଗୃହକର୍ତ୍ତା ପୁଣି ବାହାରକୁ ଗଲେ

the third hour

ତିନିଟା ସମୟ ବା ସକାଳ ୯ ଘଣ୍ଟା ସମୟ I (ଦେଖ: /WA-Catalog/or_tm?section=translate#translate-ordinal)

standing idle in the marketplace

ନିଷ୍କର୍ମୀ ହୋଇ ବାଜାରରେ ଠିଆ ହୋଇଥିବା ଦେଖି କିମ୍ବା “କୌଣସି କାର୍ଯ୍ୟ ନପାଇ ବଜାରରେ ଠିଆ ହୋଇଥିବା ଦେଖି”

marketplace

ବିସ୍ତୃତ, ଖୋଲା ପଡିଆ ଯେଉଁଠାରେ ଲୋକମାନେ ଖାଦ୍ୟ ଓ ଅନ୍ୟ ସାମଗ୍ରୀ କ୍ରୟବିକ୍ରୟ କରନ୍ତି

Matthew 20:5

ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Again he went out

ପୁନଶ୍ଚ ଗୃହକର୍ତ୍ତା ବାହାରକୁ ଗଲେ

the sixth hour and again the ninth hour

ସେ ଛଅ ଘଣ୍ଟା ପ୍ରାୟ ଦ୍ବିପ୍ରହର ସମୟ I ନଅ ଘଣ୍ଟା ବା ଦ୍ବିପ୍ରହର ତିନି ଘଣ୍ଟା ସମୟରେ I (ଦେଖ: /WA-Catalog/or_tm?section=translate#translate-ordinal)

did the same

ଏହାର ଅର୍ଥ ଗୃହକର୍ତ୍ତା ବାଜାରକୁ ଗଲେ ଓ ମଜୁରିଆ ମାନଙ୍କୁ ଆଣିଲେ I

Matthew 20:6

the eleventh hour

ସଂଧ୍ୟା ପାଞ୍ଚଟା ହୁଅନ୍ତେ I (ଦେଖ: /WA-Catalog/or_tm?section=translate#translate-ordinal)

standing idle

ନିଷ୍କର୍ମା ହୋଇ କିମ୍ବା “କୌଣସି କାର୍ଯ୍ୟ ନକରି”

Matthew 20:8

ଯୀଶୁ ଦୃଷ୍ଟାନ୍ତ ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

beginning from the last to the first

ତୁମେ ବୁଝି ପାରିଲା ଭଳି ସୂଚନା ସ୍ପଷ୍ଟ କର I ଅନ୍ୟ ଏକ ଅନୁବାଦରେ: “ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ଓ ପ୍ରାୟ ପାଞ୍ଚଟା ସମୟରେ ମୁଲ ଲଗାଯାଇଥିଲେ” କିମ୍ବା “ଶେଷ ଲୋକମାନଙ୍କୁ ପ୍ରଥମେ ମୁଲ ଦିଅ, ପୁଣି ପାଞ୍ଚଟା ସମୟରେ ଲଗାଯାଇଥିବା ଲୋକମାନଙ୍କୁ ମୁଲ ଦିଅ, ଓ ଶେଷରେ ପ୍ରଥମରେ ଲଗାଯାଇଥିବା ମଜୁରିଆମାନଙ୍କୁ ମୁଲ ଦିଅ”

Matthew 20:9

who had been hired

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଯେଉଁମାନଙ୍କୁ ଗୃହକର୍ତ୍ତା ମୁଲ ଲାଗିବା ନିମନ୍ତେ ଅଣିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 20:10

one denarius

ସେହି ସମୟରେ ଦିନ ମଜୁରିଆ ବ୍ୟବସ୍ଥା ଥିଲା I ଅନ୍ୟ ଏକ ଅନୁବାଦରେ: “ଦିନକର ମଜୁରୀ” (ଦେଖ: /WA-Catalog/or_tm?section=translate#translate-bmoney)

Matthew 20:11

ଯୀଶୁ ଦୃଷ୍ଟାନ୍ତଟିକୁ ଚାଲୁ ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

When they received

ଯେଉଁ ମୁଲିଆମାନେ ଦୀର୍ଘ ସମୟଧରି କାର୍ଯ୍ୟ କରିଛନ୍ତି ଗ୍ରହଣ କଲେ

the landowner

ଗୃହକର୍ତ୍ତା

Matthew 20:12

you have made them equal to us

ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସହିତ ସମାନ ମଜୁରୀ ଦେଲ

we who have borne the burden of the day and the scorching heat

“ଦିନ ଯାକ ଖଟି ଖଟି” ଏକ ରୁଢି ପଦ ଅଟେ ଯାହାର ଅର୍ଥ “ଦିନସାରା କାମ କରି I ଅନ୍ୟ ଏକ ଅନୁବାଦରେ: “ ଆମେମାନେ ଦିନ ସାରା କାମ କରି, ଏପରିକି ଖରାରେ ଜଳିପୋଡି ଗଲେ ସୁଦ୍ଧା” (ଦେଖ: /WA-Catalog/or_tm?section=translate#figs-idiom)

Matthew 20:13

ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

one of them

ଦୀର୍ଘ ସମୟ କାର୍ଯ୍ୟ କରିଥିବା ମୁଲିଆମାନଙ୍କ ମଧ୍ୟରୁ ଜଣେ

Friend

ଜଣେ ଲୋକ ଏପରି ଶବ୍ଦ ବ୍ୟବହାର କଲେ ଯେପରି ଜଣେ ଲୋକ ନମ୍ର ସହକାରେ ଧମକ ଦିଏ I

Did you not agree with me for one denarius?

ଯେଉଁମାନେ ବଚସା କରୁଥିଲେ ସେମାନଙ୍କୁ ଧମକ ଦେଇ ଗୃହକର୍ତ୍ତା ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଚୁକ୍ତି କରିସାରିଛୁ ଯେ ମୁଁ ତୁମକୁ ଆଠଅଣା ଦେବି I” (ଦେଖ: /WA-Catalog/or_tm?section=translate#figs-rquestion)

one denarius

ସେହି ସମୟରେ ଏହା ଦିନ ମଜୁରି ଥିଲା I ଅନ୍ୟ ଏକ ଅନୁବାଦରେ: “ଦିନକର ମଜୁରୀ” (ଦେଖ: /WA-Catalog/or_tm?section=translate#translate-bmoney)

Matthew 20:15

ଯୀଶୁ ତାହାଙ୍କ ଦୃଷ୍ଟାନ୍ତରେ ଗୃହକର୍ତ୍ତା ଯିଏ କି ମୁଲିଆ ମାନଙ୍କୁ କ୍ଷେତରେ କାମ କରିବାକୁ ଆଣିଲେ ଶେଷ କଲେ I (ଦେଖ: /WA-Catalog/or_tm?section=translate#figs-parables)

Do I not have the right to do as I want with what belongs to me?

ଯେଉଁମାନେ ବଚସା କରୁଥିଲେ ସେମାନଙ୍କୁ ସଂଶୋଧନ କରିବା ପାଇଁ ଗୃହକର୍ତ୍ତା ପ୍ରଶ୍ନ ବ୍ୟବହାର କଲେI ପରିବର୍ତ୍ତନ ଅନୁବାଦ: “ନିଜ ସମ୍ପତିର ନିଜ ଇଛାନୁସାରେ ବ୍ୟବହାର କରିବାକୁ ମୋର ଅଧିକାର ଅଛି” (ଦେଖ:/WA-Catalog/or_tm?section=translate#figs-rquestion)

Or are you envious because I am generous?

ଯେଉଁମାନେ ବଚସା କରୁଥିଲେ ସେମାନଙ୍କୁ ସଂଶୋଧନ କରିବା ପାଇଁ ଗୃହକର୍ତ୍ତା ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଦାନଶିଳ ହେବାରୁ ତୁ ଇର୍ଷା ଦୃଷ୍ଟି କରୁଛୁ” (ଦେଖ: /WA-Catalog/or_tm?section=translate#figs-rquestion)

Matthew 20:16

So the last will be first, and the first last

ଏଠାରେ “ପ୍ରଥମ” ଓ “ଶେଷ” ଲୋକମାନଙ୍କର ସ୍ଥିତି ବା ଗୁରୁତ୍ବକୁ ବୁଝାଏ I ଯୀଶୁ ବର୍ତ୍ତମାନ ଲୋକମାନଙ୍କର ସ୍ଥିତି ସହିତ ସେମାନଙ୍କ ସ୍ବର୍ଗ ରାଜ୍ୟର ସ୍ଥିତି ବିପରିତ ହେବ ବୋଲି ପ୍ରକାଶ କରୁଛନ୍ତି I ଦେଖ ଏହି ସମାନ ଉକ୍ତିକୁ ତୁମେ ମାଥିଉ ୧୯:୩୦ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ସେହିପରି ପଛରେ ଥିବା ଲୋକେ ପ୍ରଥମ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡିବେ”

So the last will be first

ଏଠାରେ ଦୃଷ୍ଟାନ୍ତ ଶେଷ ହେଉଛି ଓ ଯୀଶୁ କହିବା ଜାରି ରଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ପୁଣି ଯୀଶୁ କହିଲେ, ‘ଏଣୁ ଶେଷ ଲୋକ ପ୍ରଥମ ହେବ”

Matthew 20:17

Connecting Statement:

ଯେତେବେଳେ ଯୀଶୁ ଓ ତାଙ୍କର ଶିଷ୍ୟମାନେ ଯିରୁଶାଲମ କୁ ଯାତ୍ରା କଲେ ଯେପରି ସେ ତାହାଙ୍କ ମୃତ୍ୟୁ ଓ ପୁନ୍ନରୁଥାନ ସମ୍ବନ୍ଧରେ ତୃତୀୟ ଥର କହିଲେ I

going up to Jerusalem

ପର୍ବତର ଶିଖରରେ ଯିରୁଶାଲମ ଅବସ୍ଥିତ ଥିଲା, ଏଣୁ ଲୋକମାନେ ସେଠାରେ ପହଞ୍ଚିବା ପାଇଁ ପର୍ବତରୁ ଉପରକୁ ଯିବାକୁ ପଡେ I

Matthew 20:18

See, we are going

ଯୀଶୁ “ଦେଖ” ଶବ୍ଦ ବ୍ୟବହାର କରି ଶିଷ୍ୟମାନଙ୍କୁ କହିଲେ ସେ ଯାହା ବର୍ତ୍ତମାନ କହିବେ ତାହା ଉପରେ ଧ୍ୟାନ ଦେବା ଉଚିତ I

we are going

ଏଠାରେ “ଆମ୍ଭେ” ଯୀଶୁ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-inclusive)

the Son of Man will be delivered

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହି ଜଣେ ମନୁଷ୍ୟପୁତ୍ରଙ୍କୁ ରକ୍ଷା କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Son of Man ... him

ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତିରେ ସୁଚାଉଛନ୍ତି I ଯଦି ଆଚଶ୍ୟକ ହୁଏ, ତୁମ୍ଭେମାନେ ଏହାକୁ ପ୍ରଥମ ବ୍ୟକ୍ତିଭାବେ ଅନୁବାଦ କରିପାରିବ I (ଦେଖ: /WA-Catalog/or_tm?section=translate#figs-123person)

They will condemn

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ଦୋଷାରୋପ କରିବେ I

Matthew 20:19

and will deliver him to the Gentiles for them to mock

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଓ ବିଜାତୀମାନେ ତାଙ୍କୁ ପରିହାସ କରିବେ I

to flog

ତାହାଙ୍କୁ କୋରଡା ପ୍ରହାର କରିବେ କିମ୍ବା “ତାହାଙ୍କୁ କୋରଡାରେ ପ୍ରହାର କରିବେ”

third day

ତୃତୀୟ “ତିନି” ସଂଖ୍ୟାର କ୍ରମାନ୍ବୟ ସଂଖ୍ୟା ଅଟେ I (ଦେଖ: /WA-Catalog/or_tm?section=translate#translate-ordinal)

him ... him ... he

ଯୀଶୁ ଆପଣାକୁ ତୃତୀୟ ବଚନରେ ସମ୍ବୋଧନ କରୁଛନ୍ତି I ଯଦି ସମ୍ଭବ ହୁଏ, ତୁମେ ଏହାକୁ ପ୍ରଥମ ବଚନରେ ଅନୁବାଦ କରିପାରିବ I (ଦେଖ: /WA-Catalog/or_tm?section=translate#figs-123person)

he will be raised up

“ଉତଥିତ ହେବେ” ଶବ୍ଦଗୁଡିକ “ଆଉଥରେ ଜୀବିତ କରିବା” ନିମନ୍ତେ ଏକ ରୁଢି ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ପୁନ୍ନରୁଥିତ କରିବେ” କିମ୍ବା “ଈଶ୍ବର ତାହାଙ୍କୁ ପୁନର୍ଜୀବିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 20:20

Connecting Statement:

ଏହି ପ୍ରଶ୍ନର ଉତ୍ତରରେ ଦୁଇଜଣ ଶିଷ୍ୟଙ୍କ ମାତା ପଚାରିଲେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଅଧିକାର ଓ ସ୍ବର୍ଗ ରାଜ୍ୟରେ ଅନ୍ୟମାନଙ୍କ ସେବା କରିବା ସମ୍ବନ୍ଧରେ ଶିକ୍ଷା ଦେଉଛନ୍ତି I

the sons of Zebedee

ଏହା ଯାକୁବ ଓ ଯୋହନଙ୍କୁ ବୁଝାଏ I

Matthew 20:21

at your right hand ... at your left hand

ଏଗୁଡିକ ଅଧିକାର ଓ ସମ୍ମାନ, ଏବଂ କ୍ଷମତାର ସ୍ଥିତିକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

in your kingdom

ଏଠାରେ “ରାଜ୍ୟ” ରାଜାଭାବେ ଯୀଶୁଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆପଣ ରାଜା ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

Matthew 20:22

You do not know

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ ଓ ମାତା ଓ ପୁତ୍ରମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

Are you able

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ, କିନ୍ତୁ ଯୀଶୁ କେବଳ ଦୁଇପୁତ୍ରଙ୍କ ସହିତ କଥା କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-you)

drink the cup that I am about to drink

“ପାତ୍ରରେ ପାନ କରିବାକୁ” କିମ୍ବା “ପାତ୍ରରୁ ପାନ କରିବା” ଏକ ରୁଢି ଅଟେ ଯାହାର ଅର୍ଥ ଦୁଖଭୋଗର ଅନୁଭୁତି I ଅନ୍ୟ ଏକ ଅନୁବାଦରେ: “ଭୋଗକର ମୁଁ ଯେଉଁ ଦୁଖଭୋଗ କରିବାକୁ ଯାଉଅଛି” (ଦେଖ: /WA-Catalog/or_tm?section=translate#figs-idiom)

They said

ଜେବଦୀଙ୍କ ପୁତ୍ରମାନେ କହିଲେ କିମ୍ବା “ଯାକୁବ ଓ ଯୋହନ କହିଲେ”

Matthew 20:23

My cup you will indeed drink

“ପାନ ପାତ୍ର” କିମ୍ବା “ପାନ ପାତ୍ରରୁ ପାନ କରିବା” ଏକ ରୁଢି ଅଟେ ଯାହାର ଅର୍ଥ ଦୁଖଭୋଗକୁ ଆଦରି ନେବା I ଅନ୍ୟ ଏକ ଅନୁବାଦ: “ତୁମ୍ଭେମାନେ ନିଶ୍ଚୟ ଦୁଖଭୋଗ କରିବ ଯେପରି ମୁଁ ଦୁଖଭୋଗ କରିବି” (ଦେଖ: /WA-Catalog/or_tm?section=translate#figs-idiom)

right hand ... left hand

ଏହା କ୍ଷମତା, ଅଧିକାର ଓ ସମ୍ମାନର ସ୍ଥିତିକୁ ବୁଝାଏ I ଦେଖ ତୁମେ ଏହାକୁ ମାଥିଉ ୨୦:୨୧ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#figs-metonymy)

it is for those for whom it has been prepared by my Father

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ପିତାଙ୍କ ଦ୍ବାରା ସ୍ଥାନ ପ୍ରସ୍ତୁତ କରା ଯାଇଛି, ଏବଂ ସେ ସେମାନଙ୍କୁ ଦେବେ ଯେଉଁମାନଙ୍କୁ ସେ ମନୋନୀତ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 20:24

heard this

ଯାକୁବ ଓ ଯୋହନ ଯୀଶୁଙ୍କୁ ଯାହା ପଚାରିଥିଲେ ଶୁଣିଲେ

they were very angry with the two brothers

ଯଦି ଆବଶ୍ବକ ହୁଏ, ତୁମେ ଏହାକୁ ବହିର୍ଭୁତ କରିପାରିବ ଯେ କାହିଁକି ଦଶଜଣ ଶିଷ୍ୟମାନେ ବିରକ୍ତ ହେଲେ I ଅନ୍ୟ ଏକ ଅନୁବାଦରେ: “ସେମାନେ ସେହି ଦୁଇଭାଇଙ୍କ ଉପରେ ବିରକ୍ତ ହେଲେ ଯେହେତୁ ସେମାନେ ମଧ୍ୟ ଯୀଶୁଙ୍କ ସହିତ ସମ୍ମାନିତ ସ୍ଥାନରେ ବସିବାକୁ ଇଛା କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 20:25

Connecting Statement:

ଯୀଶୁ ଅଧିକାର ଓ ସେବାକରିବା ବିଷୟରେ ଶିକ୍ଷା ଶେଷ କରନ୍ତେ

called them

ଦ୍ବାଦଶ ଶିଷ୍ୟଙ୍କୁ ପାଖକୁ ଡାକିଲେ

the rulers of the Gentiles subjugate them

ବିଜାତୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଲୋକମାନଙ୍କ ଉପରେ ପ୍ରଭୁତ୍ବ କରନ୍ତି

their important men

ବିଜାତୀମାନଙ୍କ ମଧ୍ୟରୁ ମହାନ ବ୍ୟକ୍ତିମାନେ

exercise authority over them

ଲୋକମାନଙ୍କ ଉପରେ କତୃତ୍ଵ କରନ୍ତି

Matthew 20:26

whoever wishes

ଯେକେହି ଇଛା କରେ କିମ୍ବା “ଯେକେହି ଆଶା କରେ”

Matthew 20:27

to be first

ଗୁରୁତ୍ବପୁର୍ଣ ଅଟେ

Matthew 20:28

the Son of Man ... his life

ଯୀଶୁ ଆପଣାକୁ ତୃତୀୟ ବଚନରେ କହୁଛନ୍ତି I ଯଦି ସମ୍ଭବ ହୁଏ, ତୁମେ ପ୍ରଥମ ବଚନରେ ଅନୁବାଦ କରିପାରିବ I (ଦେଖ: /WA-Catalog/or_tm?section=translate#figs-123person)

did not come to be served

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଆସିଛନ୍ତି” କିମ୍ବା “ସେବା ପାଇବାକୁ ନୁହେଁ ମାତ୍ର ଅନ୍ୟମାନଙ୍କର ସେବା କରିବାକୁ ଆସିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

but to serve

ତୁମେ ବୁଝା ଯାଉଥିବା ତଥ୍ୟକୁ ସ୍ପଷ୍ଟ କରିପାର I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଅନ୍ୟମାନଙ୍କର ସେବା କରିବାକୁ” (ଦେଖ: /WA-Catalog/or_tm?section=translate#figs-ellipsis)

to give his life as a ransom for many

ଯୀଶୁଙ୍କ ଜୀବନ “ମୁକ୍ତିର ମୁଲ୍ୟ ସ୍ବରୁପେ” ଏକ ରୁପକ ଅଟେ ଯେଣୁ ସେ ପ୍ରାଣଦଣ୍ଡ ଭୋଗୀ ଅନ୍ୟମାନଙ୍କୁ ସେମାନଙ୍କ ପାପରୁ ମୁକ୍ତ କରିବେ I ଅନ୍ୟ ଏକ ଅନୁବାଦରେ: “ସେ ଅନ୍ୟମାନଙ୍କ ନିମନ୍ତେ ମୁକ୍ତିର ମୁଲ୍ୟ ସ୍ବରୁପେ” କିମ୍ବା “ଅନେକଙ୍କୁ ମୁକ୍ତ କରିବା ନିମନ୍ତେ ମୁକ୍ତିର ମୁଲ୍ୟ ସ୍ବରୁପେ ଜୀବନ ଦେବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-metaphor)

to give his life

ଜଣକର ପ୍ରାଣ ଦେବା ଏକ ରୁଢି ଅଟେ ଯାହାର ଅର୍ଥ ସ୍ବେଛାକୃତ ଭାବେ ମୃତ୍ୟୁବରଣ କରିବା I ସାଧାରଣତଃ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ I ଅନ୍ୟ ଏକ ଅନୁବାଦରେ: “ମୃତ୍ୟୁଭୋଗ କରିବା” (ଦେଖ: /WA-Catalog/or_tm?section=translate#figs-idiom)

for many

ତୁମେ ବୁଝିଥିବା ତଥ୍ୟକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନେକଙ୍କ ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 20:29

Connecting Statement:

ଏହା ଯୀଶୁ ଦୁଇଜଣ ଅନ୍ଧ ଲୋକକୁ ସୁସ୍ଥତା କରିବା ବିବରଣୀକୁ ଆରମ୍ଭ କରେ I

As they went

ଏହା ଯୀଶୁ ଓ ଶିଷ୍ୟମାନଙ୍କୁ ବୁଝାଏ I

followed him

ଯୀଶୁଙ୍କୁ ଅନୁଗମନ କଲେ

Matthew 20:30

There were two blind men sitting

ଏହା ବେଳେବେଳେ ଏପରି ଅନୁବାଦ ହୁଏ ଯେପରି “ଦେଖ, ଦୁଇଜଣ ଅନ୍ଧ ବ୍ୟକ୍ତି ବସିଥିଲେ I” ବିବରଣୀରେ ନୁତନ ବ୍ୟକ୍ତିଙ୍କ ବିଷୟରେ ମାଥିଉ ଆମ୍ଭମାନଙ୍କୁ ସଚେତନ କରନ୍ତି I ତୁମ ଭାଷାରେ ଏପରି କରିବାର କିଛି ଉପାୟ ଥାଇପାରେ I

When they heard

ଯେତେବେଳେ ଦୁଇ ଅନ୍ଧ ବ୍ୟକ୍ତି ଶୁଣିଲେ

was passing by

ସେ ସେମାନଙ୍କ ପଥ ଦେଇ ଯାଉଛନ୍ତି

Son of David

ଯୀଶୁ ଦାଉଦଙ୍କ ପ୍ରକୃତ ସନ୍ତାନ ନଥିଲେ, ଏଣୁ ଏହାକୁ ଏପରି ଅନୁବାଦ କରାଯାଇପାରିବ ଯେପରି “ରାଜା ଦାଉଦଙ୍କ ସନ୍ତାନ I” ଯାହାହେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମସିହଙ୍କର ଏକ ସଜ୍ଞା ଅଟେ, ଏବଂ ଲୋକମାନେ ହୁଏତ ଯୀଶୁଙ୍କୁ ଏହି ସଜ୍ଞାରେ ସମ୍ବୋଧନ କରନ୍ତି I

Matthew 20:32

called to them

ଅନ୍ଧଲୋକ ମାନଙ୍କୁ ଡାକି ପଚାରିଲେ

do you wish

ତୁମେ କଣ ଇଛା କରୁଅଛ

Matthew 20:33

that our eyes may be opened

ବ୍ୟକ୍ତି କହିବାକୁ ଲାଗିଲେ ଯେପରି ଆମ୍ଭମାନଙ୍କର ଚକ୍ଷୁ ଫିଟିଯାଏ ଯେପରି ଆମ୍ଭେମାନେ ଦେଖି ପାରିବୁ I ଯେହେତୁ ଯୀଶୁଙ୍କ ପୂର୍ବ ପ୍ରଶ୍ନରୁ, ଆମ୍ଭେମାନେ ବୁଝିପାରୁ ଯେ ସେମାନେ ସେମାନଙ୍କ ଇଚ୍ଛାକୁ ପ୍ରକାଶ କଲେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଚାହୁଁ ଯେ ତୁମେ ଆମର ଆଖି ଖୋଲି ଦିଅ” କିମ୍ବା “ଯେପରି ଆମ୍ଭେମାନେ ଦେଖି ପାରିବୁ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-ellipsis)

Matthew 20:34

being moved with compassion

ଦୟାରେ ବିଗଳିତ ହେଲେ କିମ୍ବା “ସେମାନଙ୍କ ନିମନ୍ତେ ଦୟାରେ ବିଗଳିତ ହେଲେ”