Mark 11

ମାର୍କ ୧୧ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୧: ୯-୧୦, ୧୭, ପଦରେ କବିତା କ୍ଷେତ୍ରରେ ଏପରି କରିଛି, ଯେଉଁଗୁଡିକ ପୁରାତନ ନିୟମରୁ ଅଟନ୍ତି

ଏହି ଅଧ୍ୟାୟରେ ବିଶେଷ ଧାରଣା

ଗଧ ଓ ଶାବକ

ଗୋଟିଏ ପଶୁ ଉପରେ ବସି ଯୀଶୁ ଯିରୁଶାଲମକୁ ଯାତ୍ରା କଲେ I ଏହପରି ଭାବରେ ସେ ଜଣେ ରାଜା ଗୁରୁତ୍ବପୁର୍ଣ୍ଣ ଯୁଦ୍ଧ ଜୟ କରି ନଗରକୁ ଆସିଲେ I ମଧ୍ୟ, ପୁରାତନ ନିୟମରେ ଇସ୍ରାଏଲର ରାଜାମାନେ ଗଧ ଉପରେ ବସୁଥିଲେ I ଅନ୍ୟ ରାଜାମାନେ ଘୋଡା ଉପରେ ଭ୍ରମଣ କରୁଥିଲେ I ଏଣୁ ଯୀଶୁ ପ୍ରକାଶ କରୁଥିଲେ ଯେ ସେ ଇସ୍ରାଏଲର ରାଜା ଥିଲେ ଓ ସେ ଅନ୍ୟ ରାଜାମାନଙ୍କ ପରି ନଥିଲେ I

ମାଥିଉ, ମାର୍କ, ଲୁକ ଓ ଯୋହନ ସମସ୍ତେ ଏହି ଘଟଣା ବିଷୟରେ ଉଲ୍ଲେଖ କରନ୍ତି I ମାଥିଉ ଓ ମାର୍କ ଉଲ୍ଲେଖ କରନ୍ତି ଯେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଗଧ ଆଣିଲେ I ଯୋହନ ଲେଖନ୍ତି ଯେ ଯୀଶୁ ଗୋଟିଏ ଗଧ ଆଣିଲେ I ଲୁକ ଲେଖନ୍ତି ଯେ ସେମାନେ ତାହାଙ୍କ ନିକଟକୁ ଗୋଟିଏ ଗଧ ଶାବକ ଆଣିଲେ I କେବଳ ମାଥିଉ ବର୍ଣ୍ଣନା କରନ୍ତି ଯେ ସେଠାରେ ଉଭୟ ଗଧ ଓ ଶାବକ ଥିଲେ I କେହି ଜାଣନ୍ତି ନାହିଁ ଯେ ଯୀଶୁ ଗଧ କିମ୍ବା ଶାବକ ଉପରେ ବସିଲେ I ସେଗୁଡିକୁ ସମସ୍ତ ସମାନ ବିଷୟ କହିବାକୁ ଚେଷ୍ଟା ନକରି ULTରେଯେପରି ଦେଖାଯାଏ ସେପରି ଅନୁବାଦ କରିବା ଉତ୍ତମ ହେବ I (ଦେଖ: [ମାଥିଉ ୨୧:୧-୭] (../../mat/21/01. md) ଓ [ମାର୍କ ୧୧:୧-୭] (../../mrk / 11/01.md) ଓ [ଲୁକ ୧୯:୨୯-୩୬] (../../luk/19/29.md) ଓ [ଯୋହନ ୧୨:୧୪-୧୫] (../../jhn/12/14.md))

Mark 11:1

Now as they came to Jerusalem ... Bethphage and Bethany, at the Mount of Olives

ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ନିକଟବର୍ତ୍ତୀ ହେଲେ, ସେମାନେ ଯିରୁଶାଲମ ନିକଟସ୍ଥ ଜୀତ ପର୍ବତ ପାର୍ଶ୍ବସ୍ଥ ବେଥଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ I

Bethphage

ଏହା ଗୋଟିଏ ଗ୍ରାମର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Mark 11:2

opposite us

ଆମ୍ଭମାନଙ୍କ ସମ୍ମୁଖସ୍ଥ

a colt

ଏହା ଜଣେ ବ୍ୟକ୍ତିଙ୍କୁ ବୋହିଵା ନିମନ୍ତେ ଯଥେଷ୍ଟ ବଡ ଗଧ ଶାବକକୁ ବୁଝାଏ I

that has never been ridden

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାଠାରେ କେହି କେବେ ବସି ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

Mark 11:3

Why are you doing this

“ଏହି” ଶବ୍ଦ କ’ଣ ବୁଝାଏ ତାହାକୁ ସ୍ପଷ୍ଟ କରି ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାହିଁକି ଗଧଛୁଆକୁ ଫିଟାଉଛ ଓ ନେଉଅଛ” (ଦେଖ: /WA-Catalog/or_tm?section=translate#figs-explicit)

has need of it

ଏହାଠାରେ ପ୍ରୟୋଜନ ଅଛି

will immediately send it back here

ଆଉ ଯୀଶୁ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇ ଦେବେ I ଅନ୍ୟଏକ ଅନୁବାଦରେ: “ସେ ଯଥାଶୀଘ୍ର ଏହାର ଆବଶ୍ୟକତା ସମ୍ପୁର୍ଣ୍ଣ ହୁଅନ୍ତେ ପଠାଇ ଦେବେ” (ଦେଖ: /WA-Catalog/or_tm?section=translate#figs-explicit)

Mark 11:4

They went

ଦୁଇଜଣ ଶିଷ୍ୟ ଗଲେ

colt

ଏହା ଜଣେ ବ୍ୟକ୍ତିଙ୍କୁ ବୋହିଵା ନିମନ୍ତେ ଯଥେଷ୍ଟ ବଡ ଗଧ ଶାବକକୁ ବୁଝାଏ I ଦେଖ ତୁମେ ଏହାକୁ [ମାର୍କ ୧୧:୨] (../11/02.md)ରେ କିପରି ଅନୁବାଦ କରିଅଚ୍ଛ I

Mark 11:6

They spoke

ସେମାନେ ଉତ୍ତର ଦେଲେ

as Jesus told them

ଯେପରି ଯୀଶୁ ସେମାନଙ୍କୁ ଉତ୍ତର ଦେବା ପାଇଁ କହିଥିଲେ I ସେମାନେ ସେହିପରି ଲୋକର ଗଧ ଶାବକକୁ ନେଇଯିବା ନିମନ୍ତେ ପ୍ରଶ୍ନର ଉତ୍ତର ଦେଲେ ତାହାକୁ ବୁଝାଏ I

let them go their way

ଏହାର ଅର୍ଥ ଯେ ସେମାନେ ସେମାନଙ୍କୁ ଯାହା କରୁଥିଲେ କରିବା ପାଇଁ ଅନୁମତି ଦେଲେ I ଅନ୍ୟଏକ ଅନୁବାଦରେ: “ସେମାନେ ସେମାନଙ୍କ ସହିତ ଗଧଛୁଆକୁ ନେବା ପାଇଁ ଅନୁମତି ଦେଲେ” (ଦେଖ: /WA-Catalog/or_tm?section=translate#figs-idiom)

Mark 11:7

threw their cloaks on it so Jesus could ride it

ଯୀଶୁ ବସି ପାରିବା ପରି ସେମାନେ ଆପଣା ଆପଣା ଲୁଗା ବିଛାଇଲେ I ଗଧଛୁଆ କିମ୍ବା ଘୋଡା ଉପରେ ଲୁଗା ବିଛାଇଲେ ବସିବା ସହଜ ହୁଏ I ଏହି ପରିସ୍ଥିତିରେ, ଶିଷ୍ୟମାନେ ତାହା ଉପରେ ଆପଣା ଆପଣା ଲୁଗା ବିଛାଇଲେ I

cloaks

ଗାମୁଛା କିମ୍ବା “ଝୁମ୍ପା”

Mark 11:8

Many people spread their garments on the road

ଏହା ଜଣେ ମହାନ ବ୍ୟକ୍ତିଙ୍କ ସମ୍ମୁଖରେ ଆପଣା ଆପଣା ଲୁଗା ବିଛାଇବା ଏକ ରିତିନିତି ଥିଲା I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ତାହାଙ୍କୁ ସମ୍ମାନ କରିବା ନିମନ୍ତେ ଅନେକ ଲୋକ ପଥ ମଧ୍ୟରେ ଆପଣା ଆପଣା ଲୁଗା ବିଛାଇଲେ“ (ଦେଖ: /WA-Catalog/or_tm?section=translate#figs-explicit)

others spread branches they had cut from the fields

ଏହା ଗଚ୍ଛ ଡାଳ କାଟି ପଥ ମଧ୍ୟରେ ବିଛାଇବା ସେମାନଙ୍କ ନିମନ୍ତେ ଜଣେ ମହାନ ବ୍ୟକ୍ତିଙ୍କୁ ସମ୍ମାନ ଦେବାର ରିତିନିତି ଥିଲା I ଅନ୍ୟଏକ ଅନୁବାଦରେ: “ଅନ୍ୟମାନେ ପଥ ମଧ୍ୟରେ ଖେତରୁ କାଟି ଆଣି ଡାଳ ବିଛାଇଲେ, ମଧ୍ୟ ତାଙ୍କୁ ସମ୍ମାନ କଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 11:9

who followed

ଯେଉଁମାନେ ତାହାଙ୍କର ଅନୁଗମନ କଲେ

Hosanna

ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷା କର”, କିନ୍ତୁ ଲୋକମାନେ ଆନନ୍ଦରେ ଉଚ୍ଚ ସ୍ବରରେ କହିଲେ ଯେପରି ସେମାନେ ଇଶ୍ବରଙ୍କୁ ପ୍ରଂଶସା କଲେ I ତୁମେ ଏହା ଯେପରି ବ୍ୟବହାର ହୋଇଛି ସେହିପରି ଅନୁବାଦ କର, କିମ୍ବା ତୁମ ଭାଷାରେ “ହୋଶାନ୍ନା” ଶବ୍ଦର ବନାନ ବ୍ୟବହାର କର I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି ସେ ଧନ୍ୟ” (ଦେଖ: /WA-Catalog/or_tm?section=translate#translate-transliterate)

Blessed is the one

ଏହା ଯୀଶୁଙ୍କୁ ବୁଝାଏ I ଏହା ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଧନ୍ୟ, ଯେ ଜଣେ “ (ଦେଖ: /WA-Catalog/or_tm?section=translate#figs-explicit)

in the name of the Lord

ଏହା ପ୍ରଭୁଙ୍କ ଅଧିକାର ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କର ଅଧିକାର” (ଦେଖ: /WA-Catalog/or_tm?section=translate#figs-metonymy)

Blessed is

ଈଶ୍ବର ଆଶୀର୍ବାଦ କରନ୍ତୁ

Mark 11:10

Blessed is the coming kingdom of our father David

ଆମ୍ଭମାନଙ୍କ ପିତ୍ରୁପୁରୁଷ ଦାଉଦଙ୍କ ଆଗାମୀ ରାଜ୍ୟ ଧନ୍ୟ I ଏହା ଯୀଶୁଙ୍କ ଆଗମନ ଓ ରାଜା ଭାବେ ଶାସନ କରିବାକୁ ବୁଝାଏ I “ଆଶୀର୍ବାଦ” ଶବ୍ଦ କ୍ରିୟା ପଦରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମର ରାଜ୍ୟ ଆଗମନ ନିମନ୍ତେ ଧନ୍ୟ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଯେପରି ତୁମର ରାଜ୍ୟ ଆସୁଅଛି “ (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-activepassive)

of our father David

ଏଠାରେ ଦାଉଦଙ୍କ ସନ୍ତାନଗଣ ଯେ ଶାସନ କରିବେ ଏହା ଦାଉଦଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ପିତ୍ରୁପୁରୁଷ ଦାଉଦଙ୍କ ସନ୍ତାନଗଣ ଧନ୍ୟ” କିମ୍ବା “ଦାଉଦଙ୍କ ମହାନ ସନ୍ତାନଗଣ ଶାସନ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

Hosanna in the highest

ସମ୍ଭାବିତ ଅର୍ଥଗୁଡିକ ୧) “ଇଶ୍ବରଙ୍କ ଧନ୍ୟ ହେଉ ଯେ ସ୍ବର୍ଗରେ ଅଛନ୍ତି” କିମ୍ବା ୨) “ସ୍ବର୍ଗ ଲୋକରେ ‘ହୋଶାନ୍ନା’ “I

the highest

ଏଠାରେ ସ୍ବର୍ଗ ବିଷୟରେ କୁହାଯାଇଛି ଯେପରି ତାହା “ସର୍ବୋତମ” ଅଟେ I ଅନ୍ୟଏକ ଅନୁବାଦରେ: “ଉର୍ଦ୍ଧ୍ବଲୋକ ସ୍ବର୍ଗ” କିମ୍ବା “ସ୍ବର୍ଗ” (ଦେଖ: /WA-Catalog/or_tm?section=translate#figs-metaphor)

Mark 11:11

the time being late

କାରଣ ଦିନରେ ବିଳମ୍ବ ହୋଇଥିଲା

he went out to Bethany with the twelve

ସେ ଓ ଦ୍ବାଦଶ ଶିଷ୍ୟ ଯିରୁଶାଲମରୁ ପ୍ରସ୍ଥାନ କଲେ ଓ ବେଥାନିଆକୁ ଗଲେ

Mark 11:12

when they returned from Bethany

ଯେତେବେଳେ ସେମାନେ ବେଥାନିଆରୁ ଯିରୁଶାଲମକୁ ଫେରି ଯାଉଥିଲେ

Mark 11:13

Connecting Statement:

ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମକୁ ଆସୁଥିଲେ ଏହା ଘଟିଲା I

if he could find any fruit on it

କେଜାଣି ସେଥିରୁ ଫଳ ପାଇବେ

he found nothing but leaves

ଏହାର ଅର୍ଥ ଯେ ସେ କୌଣସି ଡିମ୍ବିରୀ ଫଳ ପାଇଲେ ନାହିଁ I ଅନ୍ୟଏକ ଅନୁବାଦରେ: “ସେ କେବଳ ପତ୍ର ଛଡା ଆଉ ସେହି ଗଛରେ ଡିମ୍ବିରୀ ପାଇଲେ ନାହିଁ “ (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-litotes)

the season

ବର୍ଷରେ ସମୟ

Mark 11:14

He spoke to it, ""No one will ever eat fruit from you again

ଯୀଶୁ ଡିମ୍ବିରୀ ବୃକ୍ଷକୁ କହିଲେ ଓ ଏହାକୁ ଶାପ ଦେଲେ I ସେ ଏହାକୁ କହିଲେ ଯେପରି ଶିଷ୍ୟମାନେ ତାହାଙ୍କୁ ଶୁଣି ପାରିବେ I (ଦେଖ: /WA-Catalog/or_tm?section=translate#figs-apostrophe)

He spoke to it

ସେ ଗଚ୍ଛକୁ କହିଲେ

his disciples heard it

“ଏହା” ଶବ୍ଦ ଯୀଶୁ ଡିମ୍ବିରୀ ବୃକ୍ଷକୁ କହିବାକୁ ବୁଝାଏ I

Mark 11:15

They came

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଆସିଲେ

began to cast out the sellers and the buyers in the temple

ଯୀଶୁ ଏହି ଲୋକମାନଙ୍କୁ ମନ୍ଦିର ବାହାରକୁ ଘଉଡାଇ ଦେଲେ I ଏହା ସ୍ପଷ୍ଟଭାବେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆଉ ମନ୍ଦିରରେ କ୍ରୟ ବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ” (ଦେଖ: /WA-Catalog/or_tm?section=translate#figs-explicit)

the sellers and the buyers

କ୍ରୟ ବିକ୍ରୟ କରୁଥିବା ଲୋକମାନଙ୍କୁ

Mark 11:17

General Information:

ଏହି ବାକ୍ୟରେ ଈଶ୍ବର କହିଥିଲେ, ଯିଶାଇୟ ଭାବବାଦୀଙ୍କ ଦ୍ବାରା, ଯେ ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନା ଗୃହ ବୋଲି ଖ୍ୟାତ ହେବ I

Is it not written, 'My house will be called ... the nations'?

ଯିହୁଦୀ ନେତାମାନଙ୍କ ଦ୍ବାରା ମନ୍ଦିରରେ ଅପବ୍ୟବହାର ପାଇଁ ଯୀଶୁ ସେମାନଙ୍କୁ ଧମକ ଦେଲେ I ଏହା ଏକ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ଶାସ୍ତ୍ରରେ ଲେଖା ଅଛି ଈଶ୍ବର କହିଲେ ଯେ, ‘ମୁଁ ଚାହେଁ ମୋର ଗୃହ ପ୍ରାର୍ଥନା ଗୃହ ନାମରେ ଖ୍ୟାତ ହେବ ଯେଉଁଠାରେ ସମସ୍ତ ଜାତିର (ଦେଶ) ଲୋକମାନେ ପ୍ରାର୍ଥନା କରିବେ I” (ଦେଖ: /WA-Catalog/or_tm?section=translate#figs-rquestion)

But you have made it a den of robbers

ଯୀଶୁ ଲୋକମାନଙ୍କୁ ଚୋରମାନଙ୍କ ସହିତ ଓ ମନ୍ଦିରକୁ ଦସ୍ୟୁମାନଙ୍କ ଗହ୍ବର ସହିତ ତୁଳନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ଦସ୍ୟୁ ପରି ଯେ ମୋର ଗୃହକୁ ଦସ୍ୟୁମାନଙ୍କ ଗହ୍ବର କରିଅଛି“ (ଦେଖ: /WA-Catalog/or_tm?section=translate#figs-metaphor)

a den of robbers

ଏକ ଗୁମ୍ଫା ଯେଉଁଠାରେ ଦସ୍ୟୁମାନେ ଲୁଚନ୍ତି

Mark 11:18

they looked for a way

ସେମାନେ ଗୋଟିଏ ପଥ ଖୋଜୁଥିଲେ

Mark 11:19

When evening came

ସଂଧ୍ୟାରେ

they left the city

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ପ୍ରସ୍ଥାନ କଲେ

Mark 11:20

Connecting Statement:

ଯୀଶୁ ଡିମ୍ବିରୀ ବୃକ୍ଷର ଉଦାହରଣ ଦେଇ ଇଶ୍ବରଙ୍କଠାରେ ବିଶ୍ବାସ ସ୍ଥାପନ କରିବା ନିମନ୍ତେ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ I

walked by

ସେହି ବାଟ ଦେଇ ଯାଉଥିବା ସମୟରେ

the fig tree withered away to its roots

ଏହି ଉକ୍ତିକୁ ଅନୁବାଦ କରି ସ୍ପଷ୍ଟ କର ଯେ ଗଚ୍ଛଟି ମରିଯାଇ ଥିଲା I ଅନ୍ୟଏକ ଅନୁବାଦରେ: “ଡିମ୍ବିରୀ ବୃକ୍ଷଟି ମୁଳରୁ ଶୁଖି ଯାଇଥିବା ଦେଖିଲେ “ (ଦେଖ: /WA-Catalog/or_tm?section=translate#figs-explicit)

withered away

ଶୁଖି ଯାଇଥିଲା

Mark 11:21

Peter remembered

ଏହା ହୁଏତ ପିତର କ’ଣ ମନେ ପକାଇଲେ ତାହାକୁ ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ପିତର ସ୍ମରଣ କଲେ ଯାହା ଯୀଶୁ ଡିମ୍ବିରୀ ବୃକ୍ଷକୁ କହିଥିଲେ “ (ଦେଖ: /WA-Catalog/or_tm?section=translate#figs-explicit)

Mark 11:22

Jesus answered them

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉତ୍ତର ଦେଲେ

Mark 11:23

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବ ଦିଏ I

whoever says

ଯଦି କେହି କହେ

if he does not doubt in his heart but believes

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ କିମ୍ବା ଆନ୍ତରିକ ପୁରୁଷ ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଯଦି ସେ ହୃଦୟରେ ବିଶ୍ବାସ କରେ” କିମ୍ବା “ଯଦି ସେ ସନ୍ଦେହ ନକରି ବିଶ୍ବାସ କରେ” (ଦେଖ: /WA-Catalog/or_tm?section=translate#figs-metonymy)

God will do

ଈଶ୍ବର ତାହା ଘଟାଇବେ

Mark 11:24

Therefore I say to you

ଅତଏବ ମୁଁ ତୁମ୍ଭମାନଙ୍କୁ କହୁଅଛି (ଦେଖ: /WA-Catalog/or_tm?section=translate#writing-connectingwords)

it will be yours

ଏହା ବୁଝି ହୁଏ ଯେ ଏପରି ଘଟିବା କାରଣ ତୁମେ ଯାହା ମାଗିବ ଈଶ୍ବର ତାହା ଦେବେ I ଏହା ସ୍ପଷ୍ଟରୁପେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେହିସବୁ ତୁମକୁ ଦେବେ“ (ଦେଖ: /WA-Catalog/or_tm?section=translate#figs-explicit)

Mark 11:25

When you stand and pray

ଏହା ଏବ୍ରୀୟ ସଂସ୍କୃତିରେ ଠିଆ ହୋଇ ଇଶ୍ବରଙ୍କୁ ପ୍ରାର୍ଥନା କରିବା ସାଧାରଣ ଅଟେ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କରିବ”

whatever you have against anyone

ଯଦି କାହାରି ବିରୁଦ୍ଧରେ କୌଣସି କଥା ଆସେ I ଏଠାରେ “ଯାହା କିଛି” ଶବ୍ଦ କାହାରି ପ୍ରତି କୌଣସି ବିରୁଦ୍ଧାଚରଣ (ପାପ) କିମ୍ବା କାହାରି ପ୍ରତି କୌଣସି କ୍ରୋଧ ଆସେ ତାହାକୁ ବୁଝାଏ I

Mark 11:27

Connecting Statement:

ପରଦିନ ଯୀଶୁ ମନ୍ଦିରକୁ ଆସନ୍ତେ, ସେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନମାନଙ୍କୁ ସେମାନଙ୍କର ପ୍ରଶ୍ନରେ ମୁଦ୍ରାବ୍ୟବସାୟୀଙ୍କୁ ମନ୍ଦିର ପ୍ରାଙ୍ଗଣରୁ ବାହାର କରିବା ବିଷୟରେ ଉତ୍ତର ଦେଲେ, ଆଉ ଗୋଟିଏ ପ୍ରଶ୍ନ ସେମାନଙ୍କୁ ପଚାରିଲେ, ଯାହାର ଉତ୍ତର ଦେବା ନିମନ୍ତେ ସେମାନଙ୍କର ଇଚ୍ଛା ନଥିଲା I

They came to

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାକୁ ଆସିଲେ

Jesus was walking in the temple

ଏହାର ଅର୍ଥ ଯେ ଯୀଶୁ ମନ୍ଦିର ବେଢାର ଚାରିପଟେ ବୁଲୁଥିଲେ; କିନ୍ତୁ ସେ ମନ୍ଦିର ଭିତରକୁ ଯାଉ ନଥିଲେ I

Mark 11:28

They said to him

“ସେମାନେ” ଶବ୍ଦ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନ ମାନଙ୍କୁ ବୁଝାଏ I

By what authority do you do these things, and who gave you the authority to do them?

ସାମ୍ଭାବିତ ଅର୍ଥଗୁଡିକ ୧) ଉଭୟ ପ୍ରଶ୍ନର ଉତ୍ତର ସମାନ ଅର୍ଥ ଓ ଯୀଶୁଙ୍କ ଅଧିକାରକୁ ଦୃଢ ଭାବରେ ସେମାନେ ଏକତ୍ର ହୋଇ ପଚାରୁଛନ୍ତି ଓ ସେଥିନିମନ୍ତେ ଏହାକୁ ସଂଯୁକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ?” ୨) ସେଗୁଡିକ ଦୁଇଟି ଭିନ୍ନ ପ୍ରଶ୍ନ ଅଟେ, ପ୍ରଥମ ପ୍ରଶ୍ନଟି ଅଧିକାର ପ୍ରକାର କ’ଣ ଓ ଦ୍ବିତୀୟଟି ସେହି ଅଧିକାର ତାହାଙ୍କୁ କି’ଏ ଦେଇଛି I (ଦେଖ: /WA-Catalog/or_tm?section=translate#figs-parallelism)

you do these things

“ଏସମସ୍ତ କରୁଅଛ” ଶବ୍ଦଗୁଡିକ ଯୀଶୁ କ୍ରୟ ବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିବା ଓ ମୁଦ୍ରା ବ୍ୟବସାୟୀମାନଙ୍କ ମେଜ ଓଲଟାଇ ପକାଇବା ଓ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଶିକ୍ଷା ବିରୁଦ୍ଧରେ କହିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏଠାରେ ଗତକାଲି ଯେଉଁ ସବୁ କାର୍ଯ୍ୟ ଗୁଡିକ କଲ” (ଦେଖ: /WA-Catalog/or_tm?section=translate#figs-explicit)

Mark 11:29

Tell me

ମୋତେ ଉତ୍ତର ଦିଅ

Mark 11:30

The baptism of John

ଯୋହନ ଯେଉଁ ବାପ୍ତିସ୍ମ ଦେଲେ

was it from heaven or from men

ଏହା ସ୍ବର୍ଗରୁ ନା ମନୁଷ୍ୟ ଠାରୁ ହେଲା

from heaven

ଏଠାରେ “ସ୍ବର୍ଗ” ଈଶ୍ବରଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ଠାରୁ” (ଦେଖ: /WA-Catalog/or_tm?section=translate#figs-metonymy)

from men

ମନୁଷ୍ୟ ମାନଙ୍କଠାରୁ

Mark 11:31

If we say, 'From heaven,'

ଯୋହନଙ୍କର ବାପ୍ତିସ୍ମର ଉତ୍ସକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯଦି ଆମ୍ଭେ କହୁ, ‘ଏହା ସ୍ବର୍ଗରୁ ହୋଇଥିଲା’”, (ଦେଖ: /WA-Catalog/or_tm?section=translate#figs-ellipsis)

From heaven

ଏଠାରେ “ସ୍ବର୍ଗ” ଈଶ୍ବରଙ୍କୁ ବୁଝାଏ I ଦେଖ ତୁମେ ଏହାକୁ [ମାର୍କ ୧୧:୩୦] (../11/30.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରୁ” (ଦେଖ: /WA-Catalog/or_tm?section=translate#figs-metonymy)

not believe him

“ତାହାଙ୍କୁ” ଶବ୍ଦ ବାପ୍ତିଜକ ଯୋହନଙ୍କୁ ବୁଝାଏ I

Mark 11:32

But if we say, 'From men,'

ଏହା ଯୋହନଙ୍କ ବାପ୍ତିସ୍ମର ଉତ୍ସ ସମ୍ବନ୍ଧରେ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଯଦି ଆମ୍ଭେ କହୁ, ‘ଏହା ମନୁଷ୍ୟଠାରୁ‘” (ଦେଖ: /WA-Catalog/or_tm?section=translate#figs-ellipsis)

From men

ମନୁଷ୍ୟଠାରୁ

But if we say, 'From men,' ... .

ଧାର୍ମିକ ନେତାମାନେ ଭାବିଲେ ଯେ ଯଦି ସେମାନେ ଏହାର ଉତ୍ତର ଦେବେ ତେବେ ଲୋକମାନଙ୍କଠାରୁ ଦୁଖଭୋଗ (ଭୟ) ହେବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଆମ୍ଭେ ଯଦି କହୁ, ‘ମନୁଷ୍ୟଠାରୁ,’ ତାହା ଉତ୍ତମ ହେବ ନାହିଁ I” କିମ୍ବା “କିନ୍ତୁ ଆମ୍ଭେମାନେ ଉତ୍ତର ଦେବା ପାଇଁ ଇଚ୍ଛା ନକରୁ ଯେ ଏହା ମନୁଷ୍ୟଠାରୁ ଥିଲା I” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-ellipsis)

They were afraid of the people

ଲେଖକ, ମାର୍କ, ବର୍ଣ୍ଣନା କଲେ ଯେ କାହିଁକି ଧାର୍ମିକ ନେତାମାନେ ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ହୋଇଥିଲା ଉତ୍ତର ଦେବାକୁ ଇଛା କଲେ ନାହିଁ I ଏହା ସ୍ପଷ୍ଟଭାବରେ କୁହାଯାଇ ପାରିବ I “’ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ କାରଣ ସେମାନେ ଲୋକସମୁହକୁ ଭୟ କରୁଥିଲେ” କିମ୍ବା “ସେମାନେ କହିବାକୁ ଇଛା କରୁ ନଥିଲେ ଯେ ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ହୋଇଅଛି କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 11:33

We do not know

ଏହା ଯୋହନଙ୍କ ବାପ୍ତିସ୍ମକୁ ବୁଝାଏ I ଏହି ବୁଝି ହେଉଥିବା ତଥ୍ୟଗୁଡିକୁ ଯୋଗାଇ ଦିଆଯାଇ ପାରେ I ଅନ୍ୟଏକ ଅନୁବାଦ: “ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ହୋଇଥିଲା ଆମ୍ଭେମାନେ ଜାଣି ନାହୁଁ” (ଦେଖ: /WA-Catalog/or_tm?section=translate#figs-ellipsis)