Mark 12

ମାର୍କ ୧୨ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୨:୧୦-୧୧,୩୬, ପଦରେ କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ବାକ୍ୟଗୁଡିକ ପୁରାତନ ନିୟମରୁ ଆସିଅଛି

ଏହି ଅଧ୍ୟାୟରେ ବିଶେଷ ଅଳଙ୍କାର

ପ୍ରାକ କଳ୍ପିତ ପରିସ୍ଥିତି

ପରିକଳ୍ପିତ ପରିସ୍ଥିତି ଯାହା ପ୍ରକୃତରେ ଘଟି ନାହିଁ I ଲୋକମାନେ ସେହି ପରିସ୍ଥିତିଗୁଡିକୁ ବର୍ଣ୍ଣନା କରନ୍ତି ଯେପରି ସେମାନଙ୍କର ଶ୍ରୋତାମାନେ ଯେଉଁ ବିଷୟ ଠିକ ଓ ଭୁଲ କିମ୍ବା ସଠିକ କିମ୍ବା ଅବୈଧ ଭାବନ୍ତି I (ଦେଖ: /WA-Catalog/or_tm?section=translate#figs-hypo)

Mark 12:1

ଯୀଶୁ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନମାନଙ୍କ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କହିଲେ I (ଦେଖ: /WA-Catalog/or_tm?section=translate#figs-parables)

Then Jesus began to teach them

“ସେମାନେ” ଶବ୍ଦ ଏଠାରେ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନଙ୍କୁ ବୁଝାଏ, ଯାହାଙ୍କ ବିଷୟରେ ଯୀଶୁ ପୁର୍ବ ଅଧ୍ୟାୟରେ କହିଛନ୍ତି I

put a hedge around it

ସେ ଦ୍ରାକ୍ଷାକ୍ଷେତ୍ର ଚାରିପଟେ ବାଡ ଦେଲେ I ଏହା ବାଡ, ବୁଦାଗୁଡିକ, କିମ୍ବା ପ୍ରହରୀଗୃହ ନିର୍ମାଣ ହୋଇପାରେ I

dug a pit for a winepress

ଏହାର ଅର୍ଥ ଯେ ସେ ପର୍ବତରେ ଗାତ ଖୋଳିଲେ, ଦ୍ରାକ୍ଷାକୁଣ୍ଡ, ଯେଉଁଠାରେ ଦ୍ରାକ୍ଷାରସ ସଂଗ୍ରହ କରାଯାଏ I ଅନ୍ୟଏକ ଅନୁବାଦରେ: “ପଥରରେ ଗାତ କରି ଖୋଳି ଅଙ୍ଗୁର ମନ୍ଥିବା ଯନ୍ତ୍ର” କିମ୍ବା “ଅଙ୍ଗୁର ମନ୍ଥିବା ଯନ୍ତ୍ରରୁ ଅଙ୍ଗୁର ରସ ସଂଗ୍ରହ କରିବା ପାଇଁ ସେ ତିଆରି କରନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

leased the vineyard to vine growers

ଦ୍ରାକ୍ଷାକ୍ଷେତ୍ରର ମାଲିକ ଦ୍ରାକ୍ଷାକ୍ଷେତ୍ର ଗୁଡିକ ଅଧିନରେ ଅଛି, କିନ୍ତୁ ସେମାନେ ଦ୍ରାକ୍ଷାକ୍ଷେତ୍ରର କୃଷକମାନଙ୍କୁ ଯତ୍ନ ଦେବା ପାଇଁ ଅନୁମତି ଦେଲେ I ଯେତେବେଳେ ଅଙ୍ଗୁର ପାଚିଲା, ସେମାନେ ସେଥିରୁ କିଛି ମାଲିକଙ୍କୁ ଦେବେ ଓ ବଳକା ସେମାନେ ରଖିବେ I

Mark 12:2

At the right time

ଏହା ଅମଳ ସମୟକୁ ବୁଝାଏ I ଏହା ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଅଙ୍ଗୁର ଅମଳ ସମୟ ଆସନ୍ତେ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:3

But they took him

କିନ୍ତୁ ଅଙ୍ଗୁର ଚାଷୀମାନେ ଦାସଙ୍କୁ ନେଲେ

with nothing

ଏହାର ଅର୍ଥ ଯେ ସେମାନେ ତାହାଙ୍କୁ ଫଳ ଦେଲେନାହିଁ I ଅନ୍ୟଏକ ଅନୁବାଦରେ: “ କୌଣସି ଅଙ୍ଗୁର ନଦେଇ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:4

he sent to them

ଦ୍ରାକ୍ଷାକ୍ଷେତ୍ରର ମାଲିକ ଅଙ୍ଗୁର ଚାଷୀମାନଙ୍କ ନିକଟକୁ ପଠାଇଲେ

they wounded him in the head

ଏହାକୁ ଆହୁରି ସ୍ପଷ୍ଟ ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ମଧ୍ୟ ତାହାର ମୁଣ୍ଡ ଫଟାଇ ଦେଲେ ଓ ତାହାକୁ ଅପମାନ କଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:5

yet another ... many others

ଏହି ବାକ୍ୟାଂଶ ଅନ୍ୟ ଦାସମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆଉ ଜଣେ ଦାସ ... ଆହୁରି ଅନେକ ଦାସମାନଙ୍କୁ” (ଦେଖ: /WA-Catalog/or_tm?section=translate#figs-ellipsis)

They treated many others in the same way

ଏହା ଯେଉଁ ଦାସମାନଙ୍କୁ ମାଲିକ ପଠାଇଥିଲେ ସେମାନଙ୍କୁ ବୁଝାଏ I “ସେହିପରି” ଶବ୍ଦ ସେମାନଙ୍କୁ ଅପ-ବ୍ୟବହାର କଲେକୁ ବୁଝାଏ I ଏହାକୁ ସ୍ପଷ୍ଟ ରୁପେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେଥିରେ ସେ ଆହୁରି ଅନେକ ଦାସମାନଙ୍କୁ ପଠାଇଲେ ସେମାନଙ୍କୁ ମଧ୍ୟ ଅପ-ବ୍ୟବହାର କଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:6

a beloved son

ଏହା ବୁଝାଏ ଯେ ସେ ମାଲିକଙ୍କ ପୁତ୍ର ଅଟନ୍ତି I ଅନ୍ୟଏକ ଅନୁବାଦରେ: “ତାହାଙ୍କ ପ୍ରିୟ ପୁତ୍ର” (ଦେଖ: /WA-Catalog/or_tm?section=translate#figs-explicit)

Mark 12:7

the heir

ଏହା ମାଲିକଙ୍କ ଉତ୍ତରାଧିକାରୀ, ଯେ ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ହେବେ I ଅନ୍ୟଏକ ଅନୁବାଦରେ: “ମାଲିକଙ୍କ ଉତ୍ତରାଧିକାରୀ” (ଦେଖ: /WA-Catalog/or_tm?section=translate#figs-explicit)

the inheritance

ଭଡାଟିଆ ଦ୍ରାକ୍ଷାକ୍ଷେତ୍ରକୁ ବୁଝାଏ ଯେପରି “ଉତରାଧିକାରୀ” I ଅନ୍ୟଏକ ଅନୁବାଦରେ: “ଏହି ଦ୍ରାକ୍ଷାକ୍ଷେତ୍ର” (ଦେଖ: /WA-Catalog/or_tm?section=translate#figs-synecdoche)

Mark 12:8

They seized him

ଦ୍ରାକ୍ଷାକ୍ଷେତ୍ରର କୃଷକ ପୁତ୍ରଙ୍କୁ ଧରିଲେ

Mark 12:9

Therefore, what will the owner of the vineyard do?

ଯୀଶୁ ଗୋଟିଏ ପ୍ରଶ୍ନ ପଚାରିଲେ ଓ ତା’ପରେ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଉତ୍ତର ଦେଲେ I ପ୍ରଶ୍ନ ହୁଏତ ଉକ୍ତି ଭାବରେ ଲେଖାଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଏଣୁ ମୁଁ କହିବି ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବେ” (ଦେଖ: /WA-Catalog/or_tm?section=translate#figs-rquestion)

Therefore

ଯୀଶୁ ଦୃଷ୍ଟାନ୍ତ କହିବା ଶେଷ କଲେ ଓ ବର୍ତ୍ତମାନ ଲୋକମାନଙ୍କୁ ପଚାରୁଛନ୍ତି ଯେ ପରବର୍ତ୍ତୀ ଘଟଣା କ’ଣ ହୋଇପାରେ I

destroy

ବଧ କରିବା

will give the vineyard to others

“ଅନ୍ୟମାନେ” ଶବ୍ଦ ଦ୍ରାକ୍ଷାକ୍ଷେତ୍ର କୃଷକମାନଙ୍କୁ ବୁଝାଏ ଯେଉଁମାନେ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେଉଥିଲେ I ଅନ୍ୟଏକ ଅନୁବାଦରେ: “ସେ ଦ୍ରାକ୍ଷାକ୍ଷେତ୍ରରେ କୃଷକମାନଙ୍କୁ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେବା ନିମନ୍ତେ ସେ ଦେବେ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:10

General Information:

ଏହା ଈଶ୍ବରଙ୍କ ବାକ୍ୟରେ ଏହି ଶାସ୍ତ୍ରଂଶ ବହୁ ଆଗରୁ ଲେଖାଯାଇ ଅଛି I

Have you not read this scripture?

ଯୀଶୁ ଲୋକମାନଙ୍କୁ ଶାସ୍ତ୍ରଂଶକୁ ମନେ ପକାଇ ଦେଲେ I ସେ ଏଠାରେ ସେ ଏକ ବ୍ୟାଖ୍ୟାତ୍ମକ ପ୍ରଶ୍ନ ମାଧ୍ୟମରେ ସେମାନଙ୍କୁ ଧମକ ଦେଲେ I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ନିଶ୍ଚୟ ସେହି ଶାସ୍ତ୍ରଂଶ ପଢି ଅଚ୍ଛ” I କିମ୍ବା “ତୁମ୍ଭେମାନେ ସେହି ଶାସ୍ତ୍ର ମନେ ପକାଇବା ଉଚିତ I” (ଦେଖ: /WA-Catalog/or_tm?section=translate#figs-rquestion)

has been made the cornerstone

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାକୁ କୋଣର ପ୍ରସ୍ତର କଲେ”

Mark 12:11

This was from the Lord

ପ୍ରଭୁ ଏହାକୁ କରିଛନ୍ତି

it is marvelous in our eyes

ଏଠାରେ “ଆପଣମାନଙ୍କ ଦୃଷ୍ଟିରେ” ଦେଖିବାକୁ ବୁଝାଏ, ଯାହା ଲୋକମାନଙ୍କ ମତାମତ ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ଏହାକୁ ଆମ୍ଭେମାନେ ଦେଖିଅଛୁ ଓ ଆମ୍ଭମାନଙ୍କ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟଜନକ ଅଟେ“ (ଦେଖ: /WA-Catalog/or_tm?section=translate#figs-metaphor)

Mark 12:12

They sought to arrest Jesus

ସେମାନେ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନଙ୍କୁ ବୁଝାଏ I ଏହି ଦଳକୁ “ଯିହୁଦୀ ନେତାଗଣ” ଭାବରେ କୁହାଯାଇ ପାରେ I

sought

ଇଚ୍ଛା କଲେ

but they feared the crowd

ସେମାନେ ଲୋକସମୁହକୁ ଭୟ କରୁଥିଲେ ଯଦି ସେମାନେ ଯୀଶୁଙ୍କୁ ବନ୍ଦୀ କରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ କିନ୍ତୁ ତାହାଙ୍କୁ ଧରିବାକୁ ସେମାନେ ଲୋକସମୁହକୁ ଭୟ କଲେ” (ଦେଖ: /WA-Catalog/or_tm?section=translate#figs-explicit)

against them

ସେମାନଙ୍କୁ ଦୋଷାରୋପ କରି

Mark 12:13

Connecting Statement:

ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଏହା ଏକ ଯୋଜନା, କେତେକ ଫାରୁଶୀ ଓ ହେରୋଦୀୟାମାନେ, ଓ ପୁଣି ସାଦ୍ଦୁକୀ ପ୍ରଶ୍ନ ସହିତ ଯୀଶୁଙ୍କ ନିକଟକୁ ଆସିଲେ I

Then they sent

ତା’ପରେ ଯିହୁଦୀନେତାଗଣଙ୍କୁ ପଠାଇଲେ

the Herodians

ଏହା ଏକ ମହାନ ଗୁରୁତ୍ବପୁର୍ଣ୍ଣ ରାଜନୈତିକ ଦଳର ନାମ ଯାହା ହେରୋଦଙ୍କୁ ସମର୍ଥନ କରୁଥିଲେ I

to trap him

ଏଠାରେ ଲେଖକ ଯୀଶୁଙ୍କ ପ୍ରତି ସେମାନଙ୍କର ଚାଲାକକୁ “ତାହାଙ୍କୁ ଫାନ୍ଦରେ” ଭାବରେ ବର୍ଣ୍ଣନା କରିଛନ୍ତି I ଅନ୍ୟଏକ ଅନୁବାଦରେ: “ତାହାଙ୍କୁ ଫାନ୍ଦରେ ପକାଇବା” (ଦେଖ: /WA-Catalog/or_tm?section=translate#figs-metaphor)

Mark 12:14

When they came, they said

ଏଠାରେ “ସେମାନେ” ଯେଉଁମାନଙ୍କ ମଧ୍ୟରେ ଫାରୁଶୀ ଓ ହେରୋଦିଆ ମାନେ ପଠାଇ ଥିଲେ I

you care for no one's opinion

ଏହାର ଅର୍ଥ ଯେ ଯୀଶୁଙ୍କର ଚିନ୍ତା ନାହିଁ I ନାସ୍ତିକ ମନୋଭାବ କ୍ରିୟାପଦରେ ବଦଳା ଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମେ ଲୋକାମାନଙ୍କ ମତାମତରେ ଯତ୍ନବାନ ନୁହଁ “ କିମ୍ବା “ଲୋକମାନଙ୍କ କୃପା ପାଇବାକୁ ତୁମର ଚିନ୍ତା ନାହିଁ“ (ଦେଖ: /WA-Catalog/or_tm?section=translate#figs-litotes)

Mark 12:15

Jesus knew their hypocrisy

ସେମାନେ କପଟ ପରି ବ୍ୟବାହାର କରୁଥିଲେ I ଏହାକୁ ଆହୁରି ସ୍ପଷ୍ଟଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ଜାଣିଥିଲେ ଯେ ସେମାନେ ପ୍ରକୃତରେ ଈଶ୍ବର ସେମାନଙ୍କଠାରୁ କ’ଣ ଆଶା କରନ୍ତି ତାହା ଜାଣିବାକୁ ସେମାନେଙ୍କର ଇଛା ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Why do you test me?

ଯିହୁଦୀ ନେତାଗଣଙ୍କୁ ଯୀଶୁ ଧମକ ଦେଲେ କାରଣ ସେମାନେ ତାହାଙ୍କୁ ଫାନ୍ଦରେ ପକାଇଵା ପାଇଁ ଚେଷ୍ଟା କରୁଥିଲେ I ଏହା ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଜାଣେ ତୁମ୍ଭେମାନେ ମୋର ଭୁଲ ବିଷୟ ଦେଖି ମୋତେ ଦୋଷାରୋପ କରିବାକୁ ଚେଷ୍ଟା କରୁଅଛ I” (ଦେଖ: /WA-Catalog/or_tm?section=translate#figs-rquestion)

denarius

ଏହି ମୁଦ୍ରାର ମୁଲ୍ୟ ଗୋଟିଏ ଦିନର ମଜୁରୀ ଥିଲା I (ଦେଖ: /WA-Catalog/or_tm?section=translate#translate-bmoney)

Mark 12:16

They brought one

ଫାରୁଶୀ ଓ ହେରୋଦିଆ ଗୋଟିଏ ଅଧୁଲି ଆଣିଲେ

likeness and inscription

ମୁର୍ତ୍ତୀ ଓ ନାମ

They said, ""Caesar's

ଏଠାରେ “କାଇସରଙ୍କର” ତାହାର ପ୍ରତିମୁର୍ତ୍ତୀ ଓ ଶିଳାଲେଖକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନେ କହିଲେ, ‘ସେଗୁଡିକ କାଇସରଙ୍କ ପ୍ରତିମୁର୍ତ୍ତୀ ଓ ଶିଳାଲେଖ ଅଟେ” (ଦେଖ:/WA-Catalog/or_tm?section=translate#figs-ellipsis)

Mark 12:17

Give to Caesar the things that are Caesar's

ଯୀଶୁ ଶିକ୍ଷା ଦେଉଥିଲେ କି ତାହାର ଲୋକମାନେ ସରକାରଙ୍କୁ କର ଦେଇ ସମ୍ମାନ ଦିଅ I ଏହି ଅଳଙ୍କାରିକ ବାକ୍ୟ କାଇସରକୁ ପରିବର୍ତ୍ତନ କରି ରୋମ ସରକାର ଭାବେ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ରୋମିୟ ସରକାରଙ୍କର ତାହା ରୋମିୟ ସରକାରଙ୍କୁ ଦିଅ“ (ଦେଖ: /WA-Catalog/or_tm?section=translate#figs-metonymy)

and to God

ବୁଝା ପଡୁଥିବା କ୍ରିୟାପଦ ଏହିଠାରେ ଯୋଡା ଯିବା ଆବଶ୍ୟକ I ପରିବର୍ତ୍ତନ ଅନୁବାଦ: “ଓ ଈଶ୍ବରଙ୍କୁ ଦିଅ “ (ଦେଖ:/WA-Catalog/or_tm?section=translate#figs-ellipsis)

They marveled at him

ଯୀଶୁଙ୍କର କଥାରେ ସେମାନେ ଚମତ୍କୃତ ହେଲେ I ଏହାକୁ ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କୁ ଓ ତାହାଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:18

who say there is no resurrection

ଏହି ବାକ୍ୟାଂଶ ବର୍ଣ୍ଣନା କରେ ଯେ କେଉଁମାନେ ସାଦ୍ଦୁକୀ ଥିଲେ I ଏହା ସ୍ପଷ୍ଟଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିଏ କହେ ଯେ ମୃତମାନଙ୍କ ମଧ୍ୟରେ ପୁନ୍ନରୁଥାନ ନାହିଁ “ (ଦେଖ: /WA-Catalog/or_tm?section=translate#figs-explicit)

Mark 12:19

Moses wrote for us, 'If a man's brother dies

ସାଦ୍ଦୁକୀମାନେ ମୋଶା ବ୍ୟବସ୍ଥାରେ କ’ଣ ଲେଖିଛନ୍ତି ତାହାକୁ ଉଦ୍ଧୃତ କଲେ I ମୋଶାଙ୍କ ଉଦ୍ଧୃତ ବାକ୍ୟ ଏକ ପରୋକ୍ଷ ଉଦ୍ଧୃତ ବାକ୍ୟଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ” (ଦେଖ: /WA-Catalog/or_tm?section=translate#figs-quotations)

wrote for us

ଆମ୍ଭେ ଯିହୁଦୀମାନଙ୍କ ପାଇଁ ଲେଖିଲେ I ସାଦ୍ଦୁକୀମାନେ ଯିହୁଦୀମାନଙ୍କ ଦଳରେ ଥିଲେ I ଏଠାରେ ସେମାନେ ବାକ୍ୟ “ଆମ୍ଭମାନଙ୍କୁ” ସେମାନଙ୍କୁ ଓ ସମସ୍ତ ଯିହୁଦୀମାନଙ୍କୁ ବୁଝାଏ I

the man should take the brother's wife

ଜଣେ ବ୍ୟକ୍ତି ତାହାର ସ୍ତ୍ରୀକୁ ବିବାହ କରି ପାରିବ

raise up a descendant for his brother

ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରେ I ସେହି ବ୍ୟକ୍ତିର ପ୍ରଥମ ପୁତ୍ର ମଲା ଭାଇର ପୁତ୍ର, ଓ ପୁତ୍ରଙ୍କ ସନ୍ତାନଗଣ ମୃତ ଭାଇର ସନ୍ତାନଗଣ ଭାବେ ପରିଗଣିତ ହେବେ I ଏହାକୁ ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଭାଇ ମରିଅଛି ତାହା ନିମନ୍ତେ ବଂଶ ଉତ୍ପନ୍ନ କରେ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:20

There were seven brothers

ସାଦ୍ଦୁକୀମାନେ ପରିସ୍ଥିତି ସମ୍ବନ୍ଧରେ କହିଲେ ଯେପରି ତାହା ପ୍ରକୃତରେ ଘଟି ନାହିଁ କାରଣ ସେମାନେ ଚାହୁଁଥିଲେ ଯୀଶୁ ସେମାନଙ୍କୁ କହନ୍ତି ସେ ଠିକ କିମ୍ବା ଭୁଲ୍ ଚିନ୍ତା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ମନେ କରନ୍ତୁ ଯେ ସେମାନେ ସାତ ଭାଇ ଥିଲେ” (ଦେଖ: /WA-Catalog/or_tm?section=translate#figs-hypo)

the first

ପ୍ରଥମ ଭାଇ

the first took a wife

ପ୍ରଥମ ଜଣେ ସ୍ତ୍ରୀକୁ ବିବାହ କଲେ I ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଯେପରି ତାହାକୁ “ନେଲା” କୁହାଯାଇଛି I

Mark 12:21

the second ... the third

ଏହି ସଂଖ୍ୟାଗୁଡିକ ପ୍ରତ୍ୟକ ଭାଇକୁ ବୁଝାଏ ଓ ସେହିପରି ସୁଚାଇ ଦିଆଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଦ୍ବିତୀୟ ଭାଇ ... ତୃତୀୟ ଭାଇ” (ଦେଖ: /WA-Catalog/or_tm?section=translate#figs-ellipsis)

the second took her

ଦ୍ବିତୀୟ ଜଣକ ତାହାକୁ ବିବାହ କଲା I ଏଠାରେ ଗୋଟିଏ ସ୍ତ୍ରୀକୁ ବିବାହ କରିବା ତାହାକୁ “ନେଲା” ପରି କୁହାଯାଇଛି I

the third likewise

ଏହା “ସେହପରି” ଶବ୍ଦର ଅର୍ଥ କ’ଣ ତାହା ବୁଝାଇବା ନିମନ୍ତେ ସାହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ତୃତୀୟ ଭାଇ ତାହାକୁ ବିବାହ କଲେ ଯେପରି ଅନ୍ୟ ଭାଇମାନେ କଲେ, ଓ ନିଃସନ୍ତାନ ହୋଇ ମଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:22

The seven

ଏହା ସମସ୍ତ ଭାଇମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସାତଜଣ ଭାଇ” (ଦେଖ: /WA-Catalog/or_tm?section=translate#figs-ellipsis)

The seven left no children

ପ୍ରତ୍ୟକ ଭାଇ ସେହି ସ୍ତ୍ରୀକୁ ବିବାହ କଲେ ଓ ପୁଣି ତାହାର କୌଣସି ସନ୍ତାନ ସନ୍ତତି ହେବା ପୁର୍ବରୁ ମଲେ I ଏହା ସ୍ପଷ୍ଟ କରି କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶେଷରେ ସାତଜଣ ଯାକ ସେହି ସ୍ତ୍ରୀକୁ ଜଣ ପରେ ଜଣ ବିବାହ କଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କାହାର କୌଣସି ସନ୍ତାନ ହୋଇ ନଥିଲା ଓ ଜଣେ ପରେ ଜଣେ ସେମାନେ ମଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:23

In the resurrection, when they rise again, whose wife will she be?

ସାଦ୍ଦୁକୀମାନେ ଯୀଶୁଙ୍କୁ ପରୀକ୍ଷା କରିବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ I ଯଦି ତୁମର ପାଠକମାନେ ସୁଚନା ନିମନ୍ତେ ଏହାକୁ ଏକ ବିନତୀ ଭାବରେ ବୁଝନ୍ତି, ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ଆମମାନଙ୍କୁ କୁହ ପୁନ୍ନରୁଥାନ ଦିନରେ ସେ କାହାର ସ୍ତ୍ରୀ ହେବ, ଯେତେବେଳେ ସେମାନେ ସମସ୍ତେ ଉଠିବେ” (ଦେଖ: /WA-Catalog/or_tm?section=translate#figs-rquestion)

Mark 12:24

Is this not the reason you are mistaken ... power of God?

ଯୀଶୁ ସାଦ୍ଦୁକୀମାନଙ୍କୁ ଧମକ ଦେଲେ କାରଣ ସେମାନେ ଈଶ୍ବରଙ୍କ ବ୍ୟବସ୍ଥାକୁ ବୁଝି ନଥିଲେ I ଏହା ହୁଏତ ଏକ ଉକ୍ତିଭାବେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ କି ଭ୍ରାନ୍ତ ହୋଇଅଛ କାରଣ ... ଈଶ୍ବରଙ୍କ ଶକ୍ତି” I (ଦେଖ: /WA-Catalog/or_tm?section=translate#figs-rquestion)

you do not know the scriptures

ଏହାର ଅର୍ଥ ଯେ ପୁରାତନ ନିୟମ ଶାସ୍ତ୍ରରେ କ’ଣ ଲେଖା ଯାଇଛି ତାହା ସେମାନେ ବୁଝି ନଥିଲେ I

the power of God

ଈଶ୍ବରଙ୍କ କେତେ ଶକ୍ତିମାନ

Mark 12:25

For when they rise

ଏଠାରେ “ସେମାନେ” ଶବ୍ଦ ଉଦାହରଣରୁ ଭାଇମାନେ ଓ ସ୍ତ୍ରୀକୁ ବୁଝାଏ I

rise

ଚାଲିବା ଓ ମୃତ୍ୟୁରୁ ଉଠିବା ଏକ ରୁପକ ଅଟେ ଯାହାର ଅର୍ଥ ମୃତ୍ୟୁ ପରେ ପୁନର୍ବାର ଜୀବିତ ହେବା I (ଦେଖ: /WA-Catalog/or_tm?section=translate#figs-metaphor)

from the dead

ସମସ୍ତେ ମୃତମାନଙ୍କ ମଧ୍ୟରୁ I ଏହି ଭାବନା ସମସ୍ତ ମୃତମାନଙ୍କୁ ପାତାଳରେ ଏକତ୍ରୀକରଣକୁ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିବା ଅର୍ଥାତ ପୁନର୍ବାର ଜୀବିତ ହେବାକୁ ବୁଝାଏ I

they neither marry nor are given in marriage

ସେମାନେ ବିବାହ କରନ୍ତି ନାହିଁ, ଓ କିମ୍ବା ସେମାନଙ୍କୁ ବିବାହ ଦିଆଯାଏ ନାହିଁ

are given in marriage

ଏହାକୁ କର୍ତ୍ତୁବାଚ୍ୟ ଆକରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି କେହି ସେମାନଙ୍କୁ ବିବାହ ଦିଅନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

heaven

ଏହା ଈଶ୍ବର ବାସ କରନ୍ତି ତାହାକୁ ବୁଝାଏ I

Mark 12:26

that are raised

ଏହାକୁ କ୍ରିୟା ପଦ ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିଏ ଉଠିବ” କିମ୍ବା “କିଏ ପୁନର୍ବାର ଜୀବିତ ହେବେ” /WA-Catalog/or_tm?section=translate#figs-activepassive)

the book of Moses

ଯେଉଁ ପୁସ୍ତକ ମୋଶା ଲେଖିଥିଲେ

the account about the bush

ଏହା ମୋଶାଙ୍କ ଦ୍ବାରା ଲିଖିତ ପୁସ୍ତକରୁ କିଛି ଅଂଶକୁ ବୁଝାଏ ଯାହା ଯେତେବେଳେ ଈଶ୍ବର ମୋଶାଙ୍କୁ ଜ୍ବଳନ୍ତ ବୁଦାରୁ ପ୍ରକାଶ କଲେ ଯାହା ବାସ୍ତବରେ ଜ୍ବଳୁ ନଥିଲା ତାହା ବିଷୟରେ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “ଜଳୁଥିବା ବୁଦା ସମ୍ବନ୍ଧରେ ବାକ୍ୟାଂଶ“ କିମ୍ବା “ଅଗ୍ନିମୟ ବୁଦା ସମ୍ବନ୍ଧରେ ବାକ୍ୟସମୁହ” (ଦେଖ: /WA-Catalog/or_tm?section=translate#figs-explicit)

the bush

ଏହା ବୁଦାକୁ ବୁଝାଏ, ଗୋଟିଏ ଘଞ୍ଚ ବୁଦା ଯାହା ଗଚ୍ଛଠାରୁ ଛୋଟ ଛୋଟ ଅଟେ I

how God spoke to him

ଯେତେବେଳେ ଈଶ୍ବର ମୋଶାଙ୍କୁ କହିଲେ ସେହି ସମ୍ବନ୍ଧରେ

I am the God of Abraham ... Isaac ... Jacob

ଏହାର ଅର୍ଥ ଯେ ଅବ୍ରାହମ, ଇସାହକ, ଓ ଯାକୁଵ ଈଶ୍ବରଙ୍କୁ ଉପାସନା କରୁଥିଲେ I ସେହି ବ୍ୟକ୍ତିମାନେ ଶାରୀରିକ ଭାବେ ମୃତ୍ୟୁବରଣ କରି ସାରିଛନ୍ତି, କିନ୍ତୁ ସେମାନେ ଆତ୍ମିକ ଜୀବନରେ ଜୀବିତ ଅଛନ୍ତି ଓ ଏପର୍ଯ୍ୟନ୍ତ ଈଶ୍ବରଙ୍କୁ ଉପାସନା କରୁଛନ୍ତି I

Mark 12:27

not the God of the dead, but of the living

ଏଠାରେ “ମୃତ” ଯେଉଁ ଲୋକମାନେ ମୃତ ହୋଇ ସାରିଛନ୍ତି ସେମାନଙ୍କୁ ବୁଝାଏ, ଓ “ଜୀବିତ” ଯେଉଁମାନେ ବଞ୍ଚିଛନ୍ତି ସେମାନଙ୍କୁ ବୁଝାଏ I ମଧ୍ୟ, ବାକ୍ୟଗୁଡିକ “ଈଶ୍ବର” ଦ୍ବିତୀୟ ଭାଗରେ ସ୍ପଷ୍ଟରୁପେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୃତମାନଙ୍କର ଈଶ୍ବର ନୁହନ୍ତି, ମାତ୍ର ଜୀବିତ ଲୋକମାନଙ୍କର ଈଶ୍ବର ଅଟନ୍ତି“ (ଦେଖ: /WA-Catalog/or_tm?section=translate#figs-nominaladj/WA-Catalog/or_tm?section=translate#figs-ellipsis)

the living

ଏହା ଯେଉଁମାନେ ଶାରୀରିକ ଓ ଆତ୍ମିକରେ ଜୀବିତ ସେମାନଙ୍କୁ ସମ୍ପୃକ୍ତ କରେ I

You are quite mistaken

ସେମାନେ ଯାହା ବିଷୟ ଭୁଲ ଶିକ୍ଷା ସମ୍ବନ୍ଧିୟରେ ବ୍ୟକ୍ତ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ କୁହ ମୃତମାନେ ଜୀବିତ ହେବେ ନାହିଁ, ତୁମ୍ଭେମାନେ ଭୁଲ କହୁଛ” (ଦେଖ: /WA-Catalog/or_tm?section=translate#figs-explicit)

quite mistaken

ପୁରାପୁରି ମିଛ କିମ୍ବା “ସମ୍ପୁର୍ଣ୍ଣ ମିଥ୍ୟା”

Mark 12:28

He asked him

ଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ

Mark 12:29

The most important is

ଗୁରୁତ୍ବପୁର୍ଣ୍ଣ ବିଷୟ ପ୍ରଧାନ ଆଜ୍ଞାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏହି ପ୍ରଧାନ ଆଜ୍ଞା” (ଦେଖ: /WA-Catalog/or_tm?section=translate#figs-nominaladj)

Hear, Israel, the Lord our God, the Lord is one

ଶୁଣ, ହେ ଇସ୍ରାଏଲ ! ସଦାପ୍ରଭୁ ଆମ୍ଭର ଈଶ୍ବର ଏକ ଅଟନ୍ତି

Mark 12:30

with all your heart, with all your soul, with all your mind, and with all your strength

ଏଠାରେ “ହୃଦୟ” ଓ “ପ୍ରାଣ” ବ୍ୟକ୍ତିର ଆନ୍ତରିକ ପୁରୁଷର ଲକ୍ଷଣ ସୁଚକ ଶବ୍ଦ ଅଟେ I ଏହି ଚାରିଟି ବାକ୍ୟାଂଶ ଏକତ୍ରଭାବେ “ସମ୍ପୁର୍ଣ୍ଣ” କିମ୍ବା “ଦୃଢ଼ତା”ର ଅର୍ଥ ବ୍ୟବହୃତ ହୁଅନ୍ତି” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-doublet)

Mark 12:31

love your neighbor as yourself

ଯୀଶୁ ତୁଳନା କରିବା ନିମନ୍ତେ ଏହି ସମାନ ବାକ୍ୟ ବ୍ୟବହାର କରନ୍ତି ଯେ କିପରି ଲୋକମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଆପଣାକୁ ପ୍ରେମ କରନ୍ତି I ଅନ୍ୟଏକ ଅନୁବାଦରେ: “ଆପଣା ଆପଣା ପ୍ରତିବାସୀକୁ ଆତ୍ମ ତୁଲ୍ୟ ପ୍ରେମ କର” (ଦେଖ: /WA-Catalog/or_tm?section=translate#figs-simile)

than these

ଏଠାରେ “ସେଗୁଡିକ” ଶବ୍ଦ ଯୀଶୁ ଯେଉଁ ଦୁଇଟି ଆଜ୍ଞା କହିଲେ ତାହାକୁ ବୁଝାଏ I

Mark 12:32

Good, Teacher

ତାହା ସତ୍ୟ, ହେ ଗୁରୁ କିମ୍ବା “ହେ ଗୁରୁ, ଆପଣ ଯଥାର୍ଥ କହିଛନ୍ତି”

God is one

ଏହାର ଅର୍ଥ ଯେ କେବଳ ଏକମାତ୍ର ଈଶ୍ବର I ଅନ୍ୟଏକ ଅନୁବାଦରେ: “ଈଶ୍ବର କେବଳ ଏକ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

that there is no other

“ଈଶ୍ବର” ଶବ୍ଦ ପୁର୍ବ ବାକ୍ୟରୁ ବୁଝା ପଡୁଅଛି I ଅନ୍ୟଏକ ଅନୁବାଦରେ: “ତାହାଙ୍କ ବିନା ଆଉ ଈଶ୍ବର କେହି ନାହିଁ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 12:33

with all the heart ... all the understanding ... all the strength

ଏଠାରେ “ହୃଦୟ” ବ୍ୟକ୍ତିର ଚିନ୍ତା, ଅନୁଭୁତି, କିମ୍ବା ଆନ୍ତରିକ ପୁରୁଷର ଲକ୍ଷଣ ସୁଚକ ଶବ୍ଦ ଅଟେ I ଏହି ତିନିଟି ବାକ୍ୟାଂଶ ଏକତ୍ର ବ୍ୟବହାର ହୋଇଛି ଯାହାର ଅର୍ଥ “ସମ୍ପୁର୍ଣ୍ଣ” କିମ୍ବା “ଦୃଢ଼ତା” (ଦେଖ: /WA-Catalog/or_tm?section=translate#figs-metonymy)

to love one's neighbor as oneself

ଏହି ରୁପକ କିପରି ଲୋକମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଆପଣାକୁ ପ୍ରେମ କରନ୍ତି ତୁଳନା କରେ I ଅନ୍ୟଏକ ଅନୁବାଦରେ: “ଆପଣା ପ୍ରତିବାସୀକୁ ଆତ୍ମ ତୁଲ୍ୟ ପ୍ରେମ କର” (ଦେଖ: /WA-Catalog/or_tm?section=translate#figs-simile)

is even more than

ଏହି ଏକ ରୁଢି ଅଟେ ଯାହାର ଅର୍ଥ ଯେ ଏହା କିଛି ବିଷୟଠାରୁ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ପରିସ୍ଥିତିରେ, ସମସ୍ତ ହୋମ ଓ ବଳିଦାନ ଅପେକ୍ଷା ଏହି ଦୁଇଟି ଆଜ୍ଞା ଈଶ୍ବରଙ୍କୁ ଅଧିକ ସନ୍ତୁଷ୍ଟ କରେ I ଏହାକୁ ସ୍ପଷ୍ଟଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ଆହୁରି ଗୁରୁତ୍ବପୁର୍ଣ୍ଣ ଅଟେ” କିମ୍ବା “ଏହା ଅଧିକ ଈଶ୍ବରଙ୍କୁ ସନ୍ତୁଷ୍ଟ କରେ” (ଦେଖ: /WA-Catalog/or_tm?section=translate#figs-idiom)

Mark 12:34

You are not far from the kingdom of God

ଏହା ଆସ୍ତିକବାଚ୍ୟ ଆକାରରେ କୁହାଯାଇ ପାରିବ I ଏଠାରେ ଯୀଶୁ ସେହି ବ୍ୟକ୍ତିଙ୍କୁ କହିଲେ ଈଶ୍ବରଙ୍କ ନିକଟରେ ସମର୍ପିତ ହୁଅ ଓ ଶାରୀରିକ ଭାବରେ ଈଶ୍ବରଙ୍କ ରାଜ୍ୟଠାରୁ ତୁମ୍ଭେ ଦୁରବର୍ତ୍ତୀ ନୁହଁ, ଯେପରି ଏହା ଏକ ଜାଗତିକ ସ୍ଥାନ ଥିଲା I ଅନ୍ୟଏକ ଅନୁବାଦରେ: “ତୁମେ ସମର୍ପିତ ହେବା ନିମନ୍ତେ ଈଶ୍ବରଙ୍କଠାରୁ ଦୁରବର୍ତ୍ତି ନୁହଁ“ (ଦେଖ: /WA-Catalog/or_tm?section=translate#figs-litotes/WA-Catalog/or_tm?section=translate#figs-metaphor)

no one dared

ଏହା ଆସ୍ତିକବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସମସ୍ତେ ଭୟଭିତ ହେଲେ” (ଦେଖ: /WA-Catalog/or_tm?section=translate#figs-litotes)

Mark 12:35

While Jesus was teaching in the temple courts, he said

କିଛି ସମୟ ଅତିକ୍ରମ କଲା ପରେ ବର୍ତ୍ତମାନ ଯୀଶୁ ମନ୍ଦିରରେ ଥିଲେ I ଏହା ପୁର୍ବ କଥୋପକଥନର ଅଂଶ ନଥିଲା I ଅନ୍ୟଏକ ଅନୁବାଦରେ: “ପରେ, ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ, ସେ ଲୋକମାନଙ୍କୁ ଉତ୍ତର ଦେଲେ“ (ଦେଖ: /WA-Catalog/or_tm?section=translate#figs-explicit)

How is it that the scribes say the Christ is the son of David?

ଯୀଶୁ ଗୀତସଂହିତା ସମ୍ବନ୍ଧରେ ସେ ଯାହା ଉଦ୍ଧୃତ କରିବାକୁ ଯାଉଥିଲେ ତାହାକୁ ଗୁରୁତ୍ବଭାବରେ ଚିନ୍ତା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଚିନ୍ତା କର କାହିଁକି ଶାସ୍ତ୍ରୀମାନେ କହନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ସନ୍ତାନ I” (ଦେଖ: /WA-Catalog/or_tm?section=translate#figs-rquestion)

the son of David

ଦାଉଦଙ୍କ ଜଣେ ସନ୍ତାନ

Mark 12:36

David himself

“ଆପଣାକୁ” ବାକ୍ୟଟି ଦାଉଦଙ୍କୁ ବୁଝାଏ ଓ ସେ କ’ଣ କହିଲେ ତାହାକୁ ଗୁରୁତ୍ବାରୋପ କରେI ଅନ୍ୟଏକ ଅନୁବାଦରେ: “ସେ ଦାଉଦ ଥିଲେ“ (ଦେଖ: /WA-Catalog/or_tm?section=translate#figs-rpronouns)

in the Holy Spirit

ଏହାର ଅର୍ଥ ଯେ ସେ ପବିତ୍ରଆତ୍ମାଙ୍କ ଦ୍ବାରା ଆବିଷ୍ଟ ହୋଇ କହିଥିଲେ I ତାହା ହେଉଛି, ପବିତ୍ରଆତ୍ମା ଦାଉଦଙ୍କୁ କହିବା ନିମନ୍ତେ ଆବିଷ୍ଟ କରିଥିଲେ I ଅନ୍ୟଏକ ଅନୁବାଦରେ: “ପବିତ୍ରଆତ୍ମାଙ୍କ ଦ୍ବାରା ଆବିଷ୍ଟ ହୋଇଥିଲେ” (ଦେଖ: /WA-Catalog/or_tm?section=translate#figs-idiom)

said, 'The Lord said to my Lord

ଏଠାରେ ସ୍ବୟଂ ଦାଉଦ ଈଶ୍ବରଙ୍କୁ “ପ୍ରଭୁ” ବୋଲି କହନ୍ତି ଓ ଖ୍ରୀଷ୍ଟଙ୍କୁ “ମୋର ପ୍ରଭୁ” କହନ୍ତି I ଏହା ସ୍ପଷ୍ଟଭାବେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସମ୍ବନ୍ଧରେ କହନ୍ତି, “ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

Sit at my right hand

ଯୀଶୁ ଗୀତସଂହିତାକୁ ଉଦ୍ଧୃତ କରନ୍ତି I ଏଠାରେ ଈଶ୍ବର ଖ୍ରୀଷ୍ଟଙ୍କୁ କହନ୍ତି I “ଆମ୍ଭର ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହୁଅ ମହାନ ପୁରଷ୍କାର ଓ ଈଶ୍ବରଙ୍କ ଠାରୁ ଅଧିକାର ଗ୍ରହଣ କରିବା ନିମନ୍ତେ ସାଙ୍କେତିକ କାର୍ଯ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ମୋ ନିକଟରେ ସମ୍ମାନିତ ସ୍ଥାନରେ ବସିଥାଅ “ (ଦେଖ: /WA-Catalog/or_tm?section=translate#translate-symaction)

until I make your enemies your footstool

ଏହି ଉଦ୍ଧୃତ ବାକ୍ୟରେ, ଈଶ୍ବର ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ ପାଦ ତଳେ ରଖି ନାହୁଁ କହନ୍ତି I ଅନ୍ୟଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ସମ୍ପୁର୍ଣ୍ଣରୁପେ ତୁମ୍ଭର ଶତ୍ରୁକୁ ଦମନ କରିନାହୁଁ” (ଦେଖ: /WA-Catalog/or_tm?section=translate#figs-metaphor)

Mark 12:37

calls him 'Lord,'

ଏଠାରେ “ତାଙ୍କୁ” ଶବ୍ଦ ଖ୍ରୀଷ୍ଟଙ୍କୁ ବୁଝାଏ I

so how can the Christ be David's son?

ଏହାକୁ ସ୍ପଷ୍ଟଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତେବେ ଖ୍ରୀଷ୍ଟ କିପରି ଦାଉଦଙ୍କର ସନ୍ତାନ ହେଲେ ଚିନ୍ତା କର” (ଦେଖ: /WA-Catalog/or_tm?section=translate#figs-rquestion)

Mark 12:38

the greetings they receive in the marketplaces

“ଅଭିବାଦନ” ବିଶେଷ୍ୟ କ୍ରିୟାପଦ “ପ୍ରଣାମ” ସହିତ ପ୍ରକାଶ କରାଯାଇ ପାରିବ I ଏହି ଅଭିବାଦନ ଦର୍ଶାଏ ଯେ ଲୋକମାନେ ଶାସ୍ତ୍ରୀଙ୍କୁ ସମ୍ମାନ କରୁଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ ବଜାରରେ ନମସ୍କାର କରନ୍ତି” କିମ୍ବା “ଲୋକମାନେ ସେମାନଙ୍କୁ ବଜାରରେ ସମ୍ମାନ କରନ୍ତି” (ଦେଖ: /WA-Catalog/or_tm?section=translate#figs-abstractnouns/WA-Catalog/or_tm?section=translate#figs-explicit)

Mark 12:40

They also devour widows' houses

ଏଠାରେ ଯୀଶୁ ଶାସ୍ତ୍ରୀମାନଙ୍କୁ ବିଧବାମାନଙ୍କ ଗୃହ ସବୁ ଗ୍ରାସ କରନ୍ତି ଓ ସେମାନେ ଛଳନା କରି “ଗ୍ରାସ” କରିବା ବିଷୟରେ ବର୍ଣନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ମଧ୍ୟ ବିଧବାମାନଙ୍କ ଗୃହ ସେମାନଙ୍କଠାରୁ ହରଣ କରନ୍ତି“ (ଦେଖ: /WA-Catalog/or_tm?section=translate#figs-metaphor)

widows' houses

“ବିଧବା” ଓ “ଗୃହ” ବାକ୍ୟଗୁଡିକ ଅସହାୟ ଲୋକମାନଙ୍କ ନିମନ୍ତେ ଓ କ୍ରମଶଃ ସମସ୍ତ ଲୋକମାନଙ୍କର ଅଧିକାରକୁ ବ୍ୟକ୍ତ କରେ I ଅନ୍ୟଏକ ଅନୁବାଦରେ: “ଅସହାୟଙ୍କ ସମସ୍ତ କିଛି” (ଦେଖ: /WA-Catalog/or_tm?section=translate#figs-synecdoche)

These men will receive greater condemnation

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଗୁରୁତର ଦଣ୍ଡ ଦେବେ” କିମ୍ବା “ଈଶ୍ବର ସେମାନଙ୍କୁ ଭୟଙ୍କର ଦଣ୍ଡ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)

will receive greater condemnation

“ମହାନ” ଶବ୍ଦ ତୁଳନାତ୍ମକ ଶବ୍ଦ ଅଟେ I ଏଠାରେ ଅନ୍ୟ ବ୍ୟକ୍ତି ଯିଏ ଦଣ୍ଡ ପାଇବ ତାହାର ତୁଳନା କରାଯାଇଛି I ଅନ୍ୟଏକ ଅନୁବାଦରେ: “ଅନ୍ୟ ଲୋକମାନଙ୍କ ଅପେକ୍ଷା ଗୁରୁତର ଦଣ୍ଡ ପାଇବେ” (ଦେଖ: /WA-Catalog/or_tm?section=translate#figs-explicit)

Mark 12:41

Connecting Statement:

ଏପର୍ଯ୍ୟନ୍ତ ମନ୍ଦିରରେ ଅଛନ୍ତି, ଯୀଶୁ ବିଧବାର ଦାନର ମୁଲ୍ୟ ବିଷୟରେ କହୁଛନ୍ତି I

an offering box

ଏହି ଭଣ୍ଡାର, ଯାହାକୁ ସମସ୍ତେ ବ୍ୟବହାର କରି ପାରିବେ, ମନ୍ଦିରରେ ଦାନକୁ ସୁରକ୍ଷିତ ରଖେ I

Mark 12:42

two mites

ଦୁଇ କ୍ଷୁଦ୍ର ରୌପ୍ୟ ମୁଦ୍ରା I ଏହି କ୍ଷୁଦ୍ର ମୁଦ୍ରା ବହୁତ ମୁଲ୍ୟବାନ ଅଟେ I (ଦେଖ: /WA-Catalog/or_tm?section=translate#translate-bmoney)

worth about a penny

ଅଳ୍ପ ମୁଲ୍ୟର I ଗୋଟିଏ ବିଦେଶୀ ମୁଦ୍ରା ଅଳ୍ପ ମୁଲ୍ୟ ଅଟେ I “ବିଦେଶୀ ମୁଦ୍ରା” କୁ ତୁମ ଭାଷାରେ କ୍ଷୁଦ୍ର ମୁଦ୍ରା ନାମ ସହିତ ଅନୁବାଦ କର ଯାହାର ମୁଲ୍ୟ ବହୁତ କମ ପରିମାଣରେ ଯଦି ତୁମ ପାଖରେ ଅଛି ତାହା ଅଳ୍ପ ମୁଲ୍ୟ ଅଟେ I

Mark 12:43

General Information:

୪୩ ପଦରେ ଯୀଶୁ କହନ୍ତି ଯେ ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଦରିଦ୍ର ବିଧବା ଅଧିକ ପକୀଇଛି, ଓ ୪୪ ପଦରେ ସେ ଏପରି କହିବାର କାରଣ କ’ଣ ଥିଲା ତାହା ପ୍ରକାଶ କରନ୍ତି I ଏହି ତଥ୍ୟଗୁଡିକ ପୁନଃ ସଜାଡି ଲେଖାଯାଇ ପାରିବ ଯେପରି ଯୀଶୁ ତାହାର ପ୍ରଥମ କାରଣ ଓ ପରେ ବିଧବା ଅଧିକ ପକାଇଲେ, ଯେପରି USTରେ ଅଛି I (ଦେଖ: /WA-Catalog/or_tm?section=translate#translate-versebridge)

He called

ଯୀଶୁ କହିଲେ

Truly I say to you

ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତି ସତ୍ୟ ଓ ଗୁରୁତ୍ବପୁର୍ଣ୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I

all of them who contributed to

ଆଉ ସମସ୍ତ ଲୋକ ଯେଉଁମାନେ ମୁଦ୍ରା ପକାଇଲେ

Mark 12:44

abundance

ଅଧିକ ଧନୀ, ବହୁତ ମୁଲ୍ୟବାନ ପଦାର୍ଥ

her poverty

ଅଭାବ କିମ୍ବା “ଯେଉଁ ଅଳ୍ପ ତାହାର ଥିଲା”

to live on

ଜୀବନ ରକ୍ଷା କରିବା ପାଇଁ