Mark 13

ମାର୍କ ୧୩ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୩:୨୪-୨୫ ପଦର କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ବାକ୍ୟଗୁଡିକ ପୁରାତନ ନିୟମରୁ ଅଟନ୍ତି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ଖ୍ରୀଷ୍ଟଙ୍କ ଆଗମନ

ଯୀଶୁ ତାହାଙ୍କ ଆଗମନ ପୁର୍ବରୁ କେଉଁ ଘଟଣା ଗୁଡିକ ଘଟିବ ତାହା (ମାର୍କ ୧୩:୬-୩୭)ରେ କହୁଛନ୍ତି I ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଯେ ଏହି ପୃଥିବୀରେ ଭୟଙ୍କର ବିଷୟଗୁଡିକ ଘଟିବ ଓ ତାହାଙ୍କ ଆଗମନ ପୁର୍ବରୁ ସେମାନଙ୍କ ପ୍ରତି ମଧ୍ୟ ଭୟଙ୍କର ବିଷୟସବୁ ଘଟିବ, କିନ୍ତୁ ଯେକୌଣସି ସମୟରେ ତାହାଙ୍କ ଆଗମନ ପ୍ରତି ସେମାନେ ସାବଧାନ ରହିବା ଉଚିତ I

Mark 13:1

General Information:

ସେମାନେ ମନ୍ଦିରରୁ ପ୍ରସ୍ଥାନ କରିବା ସମୟରେ, ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ ଭବିଷ୍ୟତରେ କଣ ସବୁ ଆଶ୍ଚର୍ଯ୍ୟ ବିଷୟ ସବୁ ମନ୍ଦିରରେ ଘଟିବ ଯାହା ମହାନ ହେରୋଦ ନିର୍ମାଣ କରିଛନ୍ତି I

the wonderful stones and wonderful buildings

“ପ୍ରସ୍ତର” ଯେଉଁ ପ୍ରସ୍ତର ଉପରେ ପ୍ରସାଦ ତିଆରି ହୋଇଥିବା ବୁଝାଏ I ଅନ୍ୟଏକ ଅନୁବାଦରେ: “ ବୃହତ ପ୍ରସାଦଗୁଡିକ ଓ ବୃହତ ପ୍ରସ୍ତରରେ ସେମାନେ ଏହାକୁ ନିର୍ମାଣ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Mark 13:2

Do you see these great buildings? Not one stone

ଏହି ପ୍ରଶ୍ନ ପ୍ରସାଦ ଆଡକୁ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏସମସ୍ତ ବୃହତ ପ୍ରାସାଦକୁ ଦେଖ ! ଗୋଟିଏ ପ୍ରସ୍ତର ରହିବ ନାହିଁ” କିମ୍ବା “ବର୍ତ୍ତମାନ ତୁମେ ଏହି ବୃହତ ପ୍ରାସାଦକୁ ଦେଖୁଅଛ, କିନ୍ତୁ ଗୋଟିଏ ପ୍ରସ୍ତର ନଥିବ” (ଦେଖ: /WA-Catalog/or_tm?section=translate#figs-rquestion)

Not one stone will be left on another which will not be torn down

ଏହାର ଅର୍ଥ ଯେ ଶତ୍ରୁ ସୈନିକମାନେ ଏହି ପ୍ରସ୍ତରଗୁଡିକୁ ଭୁମିସାତ କରିବ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, କାରଣ ଶତ୍ରୁ ସୈନିକମାନେ ଆସିବେ ଓ ସମସ୍ତ ପ୍ରାସାଦଗୁଡିକୁ ଭୁମିସାତ କରିବେ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-activepassive)

Mark 13:3

Connecting Statement:

ମନ୍ଦିର ଧ୍ବଂସ ସମ୍ବନ୍ଧରେ ଓ କ’ଣ ଘଟିବାକୁ ଯାଉଅଛି ଯୀଶୁ ଶିଷ୍ୟମାନଙ୍କୁ ଉତ୍ତର ଦେଉଛନ୍ତି, ଭବିଷ୍ୟତରେ କ’ଣ ସବୁ ଘଟିବାକୁ ଯାଉଛି ଯୀଶୁ ସେମାନଙ୍କୁ କହିଲେ I

As he sat on the Mount of Olives opposite the temple, Peter

ଏହା ସ୍ପଷ୍ଟରୁପେ ପ୍ରକାଶ କରାଯାଇ ପାରିବ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଜୀତ ପର୍ବତକୁ ଗଲେ I ଅନ୍ୟଏକ ଅନୁବାଦରେ: “ଜୀତ ପର୍ବତକୁ ଆସିବା ପରେ, ଯାହାକି ମନ୍ଦିର ସମ୍ମୁଖରେ ଅବସ୍ଥିତ ଥିଲା, ଯୀଶୁ ବସିଲେ I ପରେ ପିତର “ (ଦେଖ: /WA-Catalog/or_tm?section=translate#figs-explicit)

privately

ଯେତେବେଳେ ସେମାନେ ଏକାକି ଥିଲେ

Mark 13:4

these things happen ... are about to happen

ଏହା ମନ୍ଦିରର ପ୍ରସ୍ତର ସମ୍ବନ୍ଧରେ ଯାହାସବୁ ଘଟିବା ବିଷୟରେ ଯୀଶୁ କହିଥିଲେ ତାହା ସୁଚିତ କରେI ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମନ୍ଦିରର ପ୍ରସାଦରେ ଏହି ବିଷୟ ସବୁ ଘଟିବ ... ମନ୍ଦିର ପ୍ରସାଦ ପ୍ରତି ଘଟିବାକୁ ଯାଉଅଛି” (ଦେଖ: /WA-Catalog/or_tm?section=translate#figs-explicit)

when all these things

ଯେ ଏହିସବୁ ବିଷୟ

Mark 13:5

to them

ତାହାଙ୍କ ଶିଷ୍ୟମାନଙ୍କୁ

leads you astray

ଏଠାରେ “ଭ୍ରାନ୍ତ” ଅସତ୍ୟ ଉପରେ ଜଣକର ବିଶ୍ବାସ କରିବା ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କୁ ଭ୍ରାନ୍ତ କରନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

Mark 13:6

they will lead many astray

ଏଠାରେ “ଭ୍ରାନ୍ତ ... କରିବା” ଅସତ୍ୟ ବିଷୟରେ ବିଶ୍ବାସ କରିବା ନିମନ୍ତେ ଅନ୍ୟ କାହାକୁ ପ୍ରବର୍ତ୍ତାଇବା ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ଅନେକଙ୍କୁ ଭ୍ରାନ୍ତ କରିବେ” (ଦେଖ: /WA-Catalog/or_tm?section=translate#figs-metaphor)

in my name

ସାମ୍ଭାବିତ ଅର୍ଥଗୁଡିକ ୧) “ମୋହର ଅଧିକାର ସାବ୍ୟସ୍ତ କରିବେ” କିମ୍ବା ୨) “ଈଶ୍ବର ସେମାନଙ୍କୁ ପ୍ରେରଣ କରିଥିବା ଦାବି କରିବେ” I (ଦେଖ: /WA-Catalog/or_tm?section=translate#figs-metonymy)

I am he

ମୁଁ ଖ୍ରୀଷ୍ଟ ଅଟେ

Mark 13:7

hear of wars and rumors of wars

ଯୁଦ୍ଧ ଓ ସଂଗ୍ରାମର ଜନରବ ଶୁଣିବ I ସାମ୍ଭାବିତ ଅର୍ଥଗୁଡିକ ୧) “ଯୁଦ୍ଧର ଜନରବ ଓ ନିକଟରେ କିମ୍ବା ଦୁରରେ ଯୁଦ୍ଧର ସମ୍ବାଦ ଶୁଣିବ” କିମ୍ବା ୨) “ଯୁଦ୍ଧର ଆରମ୍ଭ ଓ ଯୁଦ୍ଧ ଆରମ୍ଭ ହେବାର ସମ୍ବାଦ ଶୁଣିବ”

but the end is not yet

କିନ୍ତୁ ଏହା ଯୁଗାନ୍ତ ନୁହେଁ କିମ୍ବା “କିନ୍ତୁ ସେହିକାଳ ସୁଦ୍ଧା ଯୁଗାନ୍ତ ହେବ ନାହି” କିମ୍ବା “ଯୁଗାନ୍ତ ପରେ ହେବ”

the end

ଏହା ହୁଏତ ପୃଥିବୀର ଅନ୍ତିମ ସମୟକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-explicit)

Mark 13:8

will rise against

ଏହି ରୁଢିର ଅର୍ଥ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରିବା I ଅନ୍ୟଏକ ଅନୁବାଦରେ: “ବିରୁଦ୍ଧରେ ଯୁଦ୍ଧ କରିବେ” (ଦେଖ: /WA-Catalog/or_tm?section=translate#figs-idiom)

kingdom against kingdom

“”ଉଠିବ” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ I ଅନ୍ୟଏକ ଅନୁବାଦରେ: “ରାଜ୍ୟ ରାଜ୍ୟ ବିରୁଦ୍ଧରେ ଉଠିବ” କିମ୍ବା “ଗୋଟିଏ ରାଜ୍ୟର ପ୍ରଜାମାନେ ଅନ୍ୟ ରାଜ୍ୟର ପ୍ରଜାମାନଙ୍କ ବିରୁଦ୍ଧରେ ଉଠିବେ” (ଦେଖ: /WA-Catalog/or_tm?section=translate#figs-ellipsis)

These are the beginnings of birth pains

ଯୀଶୁ ଏହି ଦୁର୍ଭିକ୍ଷଗୁଡିକୁ ପ୍ରସବ ବେଦନାର ଯନ୍ତ୍ରଣାର ଆରମ୍ଭ ମାତ୍ର ବୋଲି କୁହନ୍ତି କାରଣ ସେମାନଙ୍କ ପରେ ଆହୁରି ଭୟଙ୍କର ବିଷୟ ସବୁ ଘଟିବ I ଅନ୍ୟଏକ ଅନୁବାଦରେ: “ଏହି ସମସ୍ତ ଘଟଣା ଜଣେ ସ୍ତ୍ରୀର ପ୍ରଥମ ସନ୍ତାନ ପ୍ରସବ ବେଦନା ପରି ଘଟିବ” (ଦେଖ: /WA-Catalog/or_tm?section=translate#figs-metaphor)

Mark 13:9

Be on your guard

ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ ଘଟାଇବେ ସେଥିପ୍ରତି ସାବଧାନ ଥାଅ

will deliver you up to councils

ତୁମ୍ଭମାନଙ୍କୁ ନେବେ ଓ ବିଚାର ସଭାମାନଙ୍କରେ ସମର୍ପଣ କରିବେ

you will be beaten

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ତୁମ୍ଭମାନଙ୍କୁ ପ୍ରହାରିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

You will stand before

ଏହାର ଅର୍ଥ କ୍ଲେଶ ଓ ବିଚାରକୁ ନେବେ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ବିଚାରସଭାର ସମ୍ମୁଖିନ ହେବ” କିମ୍ବା “ତୁମ୍ଭମାନଙ୍କୁ ବିଚାରସଭାକୁ ନେବେ ଓ ବିଚାର କରିବେ” (ଦେଖ: /WA-Catalog/or_tm?section=translate#figs-idiom)

for my sake

ମୋ’ ସକାଶେ କିମ୍ବା “ମୋ’ ନିମନ୍ତେ”

as a testimony to them

ଏହାର ଅର୍ଥ ସେମାନେ ଯୀଶୁଙ୍କ ବିଷୟରେ ପରୀକ୍ଷା କରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ସେମାନେ ମୋ ବିଷୟରେ ପରୀକ୍ଷା କରିବେ” କିମ୍ବା “ପୁଣି ତୁମ୍ଭେମାନେ ମୋ ବିଷୟରେ ସେମାନଙ୍କୁ ସାକ୍ଷ୍ୟ ଦେବ” (ଦେଖ: /WA-Catalog/or_tm?section=translate#figs-explicit)

Mark 13:10

But the gospel must first be proclaimed to all the nations

ଯୁଗାନ୍ତ ଶେଷ ହେବା ପୁର୍ବରୁ ଏହି ବିଷୟଗୁଡିକ ନିଶ୍ଚିତ ଘଟିବା ବିଷୟରେ ଯୀଶୁ କହୁଛନ୍ତି I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ସମସ୍ତ ଦେଶରେ (ଜାତି) ସୁସମାଚାର ଅବଶ୍ୟ ପ୍ରଥମେ ଘୋଷଣା କରାଯିବ” (ଦେଖ: /WA-Catalog/or_tm?section=translate#figs-explicit)

Mark 13:11

hand you over

ଏଠାରେ ଏହାର ଅର୍ଥ ଲୋକମାନେ ଘେନିଯାଇ ଅଧିକାରୀଙ୍କୁ ସମର୍ପଣ କରିବେ I ଅନ୍ୟଏକ ଅନୁବାଦରେ: “ଅଧିକାରୀଙ୍କ ନିକଟରେ ସମର୍ପଣ କରିବେ” (ଦେଖ: /WA-Catalog/or_tm?section=translate#figs-idiom)

but the Holy Spirit

“ତୁମେ କହିବ” ଶବ୍ଦ ପୁର୍ବ ବାକ୍ୟରୁ ବୁଝା ପଡୁଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କ ମଧ୍ୟଦେଇ ପବିତ୍ରଆତ୍ମା କହିବେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 13:12

Brother will deliver up brother to death

ଭ୍ରାତା ଭ୍ରାତାକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ କିମ୍ବା “ଭ୍ରାତା ସେମାନଙ୍କ ଭ୍ରାତାମାନଙ୍କୁ ମୃତ୍ୟୁଭୋଗ ନିମନ୍ତେ ସେମାନେ ସମର୍ପଣ କରିବେ“ I ଏହି ଘଟଣା ବିଭିନ୍ନ ସମୟରେ ଅନେକ ଲୋକମାନଙ୍କ ନିମନ୍ତେ ଘଟିବ I ଯୀଶୁ ଜଣେ ଲୋକ କିମ୍ବା ତାହାର ଭାଇ ବିଷୟରେ କହୁ ନାହାନ୍ତି I

Brother ... brother

ଏହା ଉଭୟ ଭାଇ ଓ ଭଉଣୀକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଲୋକମାନେ ... ସେମାନଙ୍କ ସହୋଦର ଭାଇ ଭଉଣୀ” (ଦେଖ: /WA-Catalog/or_tm?section=translate#figs-gendernotations)

a father his child

“ମୃତ୍ୟୁଭୋଗ କରିବା ପର୍ଯ୍ୟନ୍ତ” ଶବ୍ଦସମୁହ ପୁର୍ବ ବାକ୍ୟାଂଶରେ ବୁଝା ପଡୁଛି I ଏହାର ଅର୍ଥ ଯେ କିଛି ପିତାମାନେ ତାଙ୍କର ପୁତ୍ରମାନଙ୍କୁ ବିଶ୍ବାସଘାତ କରିବେ, ଓ ଏହି ବିଶ୍ବାସଘାତକ କାର୍ଯ୍ୟ ସେମାନଙ୍କ ସନ୍ତାନଗଣକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବ I ଅନ୍ୟଏକ ଅନୁବାଦରେ: “ପିତା ପୁତ୍ରଗଣଙ୍କୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ” (ଦେଖ: /WA-Catalog/or_tm?section=translate#figs-ellipsis/WA-Catalog/or_tm?section=translate#figs-idiom)

Children will rise up against their parents

ଏହାର ଅର୍ଥ ସନ୍ତାନଗଣ ସେମାନଙ୍କ ପିତାମାତାଙ୍କୁ ବିରୋଧ କରିବେ ଓ ସେମାନଙ୍କ ସହ ବିଶ୍ବାସଘାତ କରିବେ I ଅନ୍ୟଏକ ଅନୁବାଦରେ: “ପୁତ୍ରଗଣ ପିତାମାନଙ୍କୁ ବିରୋଧ କରିବେ“ (ଦେଖ: /WA-Catalog/or_tm?section=translate#figs-idiom)

cause them to be put to death

ଏହାର ଅର୍ଥ ଅଧିକାରୀମାନେ ପିତାମାନଙ୍କୁ ବଧ କରିବେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅଧିକାରୀମାନେ ପିତାମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବେ“ କିମ୍ବା “ପିତାମାନଙ୍କୁ ଅଧିକାରୀମାନେ ବଧ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 13:13

You will be hated by everyone

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ସମସ୍ତଙ୍କ ଦ୍ବାରା ଘୃଣିତ ହେବ“ (ଦେଖ: /WA-Catalog/or_tm?section=translate#figs-activepassive)

because of my name

ଯୀଶୁ ଆପଣାକୁ ସୁଚିତ କରିବା ନିମନ୍ତେ “ମୋ ନାମ” ଲକ୍ଷଣ ସୁଚକ ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ତୁମ୍ଭେମାନେ ମୋତେ ବିଶ୍ବାସ କରୁଅଛ” (ଦେଖ: /WA-Catalog/or_tm?section=translate#figs-metonymy)

whoever endures to the end, that person will be saved

ଏହାକୁ ହୁଏତ କର୍ତ୍ତୁବାଚ୍ୟ ଆକରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେକେହି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ଈଶ୍ବର ସେହି ବ୍ୟକ୍ତିକୁ ଉଦ୍ଧାର କରିବେ” କିମ୍ବା “ଈଶ୍ବର ସେହି ବ୍ୟକ୍ତିକୁ ଉଦ୍ଧାର କରିବେ ଯେ ଶେଷ ପର୍ଯ୍ୟନ୍ତ ଧର୍ଯ୍ୟ ଧରି ରହିବ” (ଦେଖ: /WA-Catalog/or_tm?section=translate#figs-activepassive)

whoever endures to the end

ଏଠାରେ “ଧୈର୍ଯ୍ୟ” ଯେ ଦୁଖଭୋଗ ସତ୍ତ୍ବେ ଈଶ୍ବରଙ୍କ ନିକଟରେ ବିଶ୍ବସ୍ତ ରହେ ତାହାକୁ ଉପସ୍ଥାପନ କରେ I ଅନ୍ୟଏକ ଅନୁବାଦରେ: “ଯେକେହି ଶେଷ ପର୍ଯ୍ୟନ୍ତ ଇଶ୍ବରଙ୍କଠାରେ ଦୁଖଭୋଗ ଓ ବିଶ୍ବସ୍ତ ରହିବ” (ଦେଖ: /WA-Catalog/or_tm?section=translate#figs-explicit)

to the end

ସାମ୍ଭାବିତ ଅର୍ଥଗୁଡିକ ୧) “ତାହାର ଜୀବନର ଶେଷ ପର୍ଯ୍ୟନ୍ତ” କିମ୍ବା ୨) “ଦୁଖଭୋଗର ଶେଷ ସମୟ ପର୍ଯ୍ୟନ୍ତ”

Mark 13:14

the abomination of desolation

ଏହି ବାକ୍ୟାଂଶଗୁଡିକ ଦାନିଏଲ ପୁସ୍ତକରୁ ଆସିଅଛି I ତାହାଙ୍କ ଶ୍ରୋତାମାନେ ଏହି ବାକ୍ୟାଂଶ ଓ ମନ୍ଦିରକୁ ପ୍ରବେଶ କରିବାକୁ ଘୃଣା କରି ଭର୍ତ୍ସନାକାରୀ କରିବା ବିଷୟର ଭାବବାଣୀ ସହିତ ପରିଚିତ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଘୃଣ୍ୟବସ୍ତୁ ଯାହା ଈଶ୍ବରଙ୍କୁ ଲଜ୍ଜିତ କରେ” (ଦେଖ: /WA-Catalog/or_tm?section=translate#figs-metaphor)

standing where it should not be standing

ଯୀଶୁଙ୍କ ଶ୍ରୋତାମାନେ ମଧ୍ୟ ଜାଣିବେ ଯେ ଏହା ମନ୍ଦିରକୁ ବୁଝାଏ I ଏହାକୁ ସ୍ପଷ୍ଟରୁପେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ଅବସ୍ଥିତ ହେବା ଉଚିତ ନୁହେଁ, ସେଠାରେ ଅବସ୍ଥିତ ହେବା ଦେଖିବ” (ଦେଖ: /WA-Catalog/or_tm?section=translate#figs-explicit)

let the reader understand

ଏହା ଯୀଶୁ କହୁ ନାହାନ୍ତି I ମାଥିଉ ଶ୍ରୋତାମାନଙ୍କ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହାକୁ ଯୋଗ କଲେ, ଯେପରି ସେମାନେ ସଚେତନ ହେବା ନିମନ୍ତେ ଶୁଣିବେ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟକ ଜଣ ଯେଉଁମାନେ ଏହାକୁ ପାଠ କରିବେ ଚେତନା ବିଷୟରେ ଧ୍ୟାନ ଦେବେ” (ଦେଖ: /WA-Catalog/or_tm?section=translate#figs-explicit)

Mark 13:15

on the housetop

ଯୀଶୁ ଯେଉଁ ସ୍ଥାନରେ ବାସ କରୁଥିବା ଛାତ ସମତଳ ଥିଲା, ଓ ଲୋକମାନେ ଏଥିରେ ଠିଆ ହୋଇ ପାରିବେ I

Mark 13:16

not return

ଏହା ଗୃହକୁ ଆଗମନ କରିବା ବିଷୟକୁ ବୁଝାଏ I ଏହାକୁ ସ୍ପଷ୍ଟଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାର ଗୃହକୁ ନ ଫେରୁ” (ଦେଖ: /WA-Catalog/or_tm?section=translate#figs-ellipsis)

to take his cloak

ତାହାର ଚାଦର ନେବା ପାଇଁ

Mark 13:17

are with child

ଏହାକୁ ନମ୍ରଭାବରେ କହିବାକୁ ଗଲେ କେହିଜଣେ ଅନ୍ତସତ୍ଵା ଅଛି I ଅନ୍ୟଏକ ଅନୁବାଦରେ: “ଗର୍ଭବତୀ” (ଦେଖ: /WA-Catalog/or_tm?section=translate#figs-euphemism)

Mark 13:18

Pray that it

ସେହି ସମୟ ନିମନ୍ତେ ପ୍ରାର୍ଥନା କର କିମ୍ବା “ସେହି ବିଷୟଗୁଡିକ ନିମନ୍ତେ ପ୍ରାର୍ଥନା କର “

the winter

ଶୀତ ରୁତୁ କିମ୍ବା “ଶୀତ, ବର୍ଷା ରୁତୁ” I ଏହା ବର୍ଷର ରୁତୁଗୁଡିକୁ ବୁଝାଏ ଯେତେବେଳେ ଏହା ଥଣ୍ଡା ଓ ମନୋହର ନୁହେଁ ଓ ଯାତ୍ରା କରିବାକୁ ଅସୁବିଧା ହୁଏ I

Mark 13:19

such as has not been

ଏପରି ମହାକ୍ଲେଶ କେବେ ଘଟି ନଥିଲା I ଏହା ବର୍ଣ୍ଣନା କରେ ଯେ କିପରି ମହାନ ଓ ଭୟଙ୍କର କ୍ଲେଶ ହେବ I ଯାହା ଆସୁଅଛି ସେହିପରି କ୍ଲେଶ କେବେ ଘଟିନାହିଁ I

no, nor ever will be again

ଓ କେବେ ବି ଆଉକେବେ ପୁନରାବୃତ୍ତି ହେବ ନାହିଁ କିମ୍ବା “ପୁଣି ସେହି କ୍ଲେଶ ପରେ, ସେହିପରି କ୍ଲେଶ କେବେ ହେଁ ଘଟିବ ନାହିଁ”

Mark 13:20

had shortened the days

ସେହି ସମୟ ଉଣା କରି ନଥାନ୍ତେ I ଏହା କେଉଁ ନିର୍ଦ୍ଧିଷ୍ଟ “ଦିନ”କୁ ସୁଚିତ କରେ ହୁଏତ ଜାଣିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ କ୍ଲେଶର ଦିନକୁ ଉଣା କରି ନଥାନ୍ତେ” କିମ୍ବା “ଦୁଖଭୋଗ ଦିନଗୁଡିକୁ ଉଣା କରିଥାନ୍ତେ “ (ଦେଖ: /WA-Catalog/or_tm?section=translate#figs-explicit)

no flesh would be saved

“ମାଂସ” ଶବ୍ଦ ଲୋକମାନଙ୍କୁ ବୁଝାଏ, ଓ “ପରିତ୍ରାଣ” ଜାଗତିକ ମୁକ୍ତିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତେବେ କେହିବି ପରିତ୍ରାଣ ପାଇବ ନାହିଁ” କିମ୍ବା “ପ୍ରତ୍ୟକ ଜଣ ମରିବେ” (ଦେଖ: /WA-Catalog/or_tm?section=translate#figs-synecdoche)

for the sake of the elect

ଯେଉଁମାନଙ୍କୁ ମନୋନିତ କରିଛନ୍ତି

the elect, those whom he chose

“ଯେଉଁମାନଙ୍କୁ ସେ ମନୋନିତ କରିଛନ୍ତି” ଅର୍ଥ ସମାନ ବିଷୟ “ମନୋନିତ” ଅଟେ I ଏକତ୍ର, ସେମାନେ ଈଶ୍ବରଙ୍କ ମନୋନିତ ଲୋକଙ୍କ କଥାକୁ ଗୁରୁତ୍ବ ଦିଅନ୍ତି I (ଦେଖ: /WA-Catalog/or_tm?section=translate#figs-doublet)

Mark 13:21

General Information:

୨୧ ପଦରେ ଯୀଶୁ ଆଦେଶ ଦେଲେ, ଓ ୨୨ ପଦରେ ଆଦେଶର କାରଣ କହୁଛନ୍ତି I ଏହାକୁ ପୁନଃ ସଜାଡି କାରଣକୁ ପ୍ରଥମେ ସହିତ, ଓ ଆଦେଶକୁ ଦ୍ବିତୀୟ ସହିତ ଉଲ୍ଲେଖ କରାଯାଇ ପାରିବ, ଯେପରି UST କରେ I (ଦେଖ: /WA-Catalog/or_tm?section=translate#translate-versebridge)

Mark 13:22

false Christs

ଯେଉଁ ଲୋକମାନେ ସେମାନେ ଖ୍ରୀଷ୍ଟ ବୋଲି ଦାବି କରନ୍ତି

so as to deceive

ପ୍ରତାରଣା କରିବା ଉଦ୍ଦେଶ୍ୟରେ କିମ୍ବା “ପ୍ରତାରଣା କରିବାକୁ ଆଶା କରନ୍ତି” କିମ୍ବା “ପ୍ରତାରଣା କରିବାକୁ ଚେଷ୍ଟା କରନ୍ତି”

so as to deceive, if possible, even the elect

“ଏପରିକି ମନୋନିତ” ବାକ୍ୟାଂଶର ଅର୍ଥ ଯେ କିଛି ଲୋକଙ୍କୁ ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭାବବାଦୀ ପ୍ରତାରଣା କରିବେ, କିନ୍ତୁ ସେମାନେ ଜାଣିବେ ନାହିଁ ଯଦି ସେମାନେ ମନୋନିତଙ୍କୁ ପ୍ରତାରଣା କରିବାକୁ ସକ୍ଷମ ହୋଇ ପାରିବେ I ଅନ୍ୟଏକ ଅନୁବାଦରେ: “ଲୋକମାନଙ୍କୁ ପ୍ରତାରଣା କରିବା ଉଦ୍ଦେଶ୍ୟରେ, ଓ ଏପରିକି ମନୋନିତ ପ୍ରତାରଣା କରିବା, ଯଦି ତାହା ସମ୍ଭବ ହୁଏ” (ଦେଖ: /WA-Catalog/or_tm?section=translate#figs-ellipsis)

the elect

ଈଶ୍ବର ଯେଉଁ ଲୋକମାନଙ୍କୁ ମନୋନିତ କରିଛନ୍ତି

Mark 13:23

Be on guard

ସାବଧାନ ଥାଅ କିମ୍ବା “ସଚେତନ ହୁଅ”

I have told you all these things ahead of time

ଯୀଶୁ ସେମାନଙ୍କୁ ଏହି ବିଷୟରେ ସଚେତନ କରିବା ନିମନ୍ତେ କହିଲେ I ଅନ୍ୟଏକ ଅନୁବାଦରେ: “ମୁଁ ପୁର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି, ଯେପରି ତୁମ୍ଭେମାନେ ସାବଧାନ ହୋଇ ଥାଅ” (ଦେଖ: /WA-Catalog/or_tm?section=translate#figs-explicit)

Mark 13:24

the sun will be darkened

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସୁର୍ଯ୍ୟ ଅନ୍ଧକାରମୟ ହେବ” (ଦେଖ: /WA-Catalog/or_tm?section=translate#figs-activepassive)

the moon will not give its light

ଏଠାରେ ଚନ୍ଦ୍ର ବିଷୟରେ କୁହାଯାଇଛି ଯେପରି ଏହା ଜୀବିତ ଥିଲା ଓ କୌଣସି ବିଷୟ ଅନ୍ୟକାହାକୁ ଦେବା ପାଇଁ ସକ୍ଷମ ଥିଲା I ଅନ୍ୟଏକ ଅନୁବାଦରେ: “ଚନ୍ଦ୍ର ଆଲୋକ ଦେବ ନାହିଁ” କିମ୍ବା “ଚନ୍ଦ୍ର ଅନ୍ଧକାରମୟ ହେବ” (ଦେଖ: /WA-Catalog/or_tm?section=translate#figs-personification)

Mark 13:25

the stars will fall from the sky

ଏହାର ଅର୍ଥ ନୁହେଁ ଯେ ସେମାନେ ପୃଥିବୀରେ ପଡିବେ କିନ୍ତୁ ସେମାନେ ପଡିବେ ଯେଉଁଠାରେ ସେମାନେ ବର୍ତ୍ତମାନ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ନକ୍ଷତ୍ରମାଳା ସେମାନଙ୍କ ସ୍ଥାନରୁ ଆକାଶରୁ ସ୍ଖଳିତ ହେବେ” (ଦେଖ: /WA-Catalog/or_tm?section=translate#figs-explicit)

the powers that are in the heavens will be shaken

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆକାଶମଣ୍ଡଳର ଶକ୍ତିସମୁହ ବିଚଳିତ ହେବ” କିମ୍ବା “ଈଶ୍ବର ଆକାଶମଣ୍ଡଳର ଶକ୍ତିସମୁହକୁ ସ୍ଖଳିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

the powers that are in the heavens

ସ୍ବର୍ଗରେ ଶକ୍ତିଶାଳୀ ବିଷୟ ଗୁଡିକ I ସାମ୍ଭାବିତ ଅର୍ଥଗୁଡିକ ୧) ଏହା ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମଣ୍ଡଳକୁ ବୁଝାଏ କିମ୍ବା ୨) ଏହା ଶକ୍ତିଯୁକ୍ତ ଆତ୍ମିକ ଜୀବମାନଙ୍କୁ ବୁଝାଏ

in the heavens

ଆକାଶରେ

Mark 13:26

Then they will see

ପୁଣି ଲୋକମାନେ ଦେଖିବେ

with great power and glory

ମହା ପରାକ୍ରମ ଓ ମହା ମହିମାମୟ

Mark 13:27

he will gather

“ସେ” ଶବ୍ଦ ଈଶ୍ବର ଓ ତାହାଙ୍କ ଦୁତଗଣକୁ ବୁଝାଏ, ଯେପରି ସେମାନେ ମନୋନିତ ମାନଙ୍କୁ ଏକତ୍ର କରିବେ I ଅନ୍ୟଏକ ଅନୁବାଦରେ: “ସେମାନେ ଏକତ୍ର କରିବେ” କିମ୍ବା “ତାହାଙ୍କ ଦୁତଗଣ ଏକତ୍ର କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

the four winds

ସମଗ୍ର ପୃଥିବୀକୁ “ଚାରି ବାୟୁ” ବୋଲି କୁହା ଯାଇଛି, ଯାହା ଚାରିଦିଗକୁ ବୁଝାଏ: ଦକ୍ଷିଣ, ଉତ୍ତର, ପୁର୍ବ ଓ ପଶ୍ଚିମ I ଅନ୍ୟଏକ ଅନୁବାଦରେ: “ଦକ୍ଷିଣ, ଉତ୍ତର, ପୁର୍ବ ଓ ପଶ୍ଚିମ” କିମ୍ବା “ପୃଥିବୀର ସମସ୍ତ ଭାଗରୁ” (ଦେଖ: /WA-Catalog/or_tm?section=translate#figs-metaphor)

from the ends of the earth to the ends of the sky

ଏହି ଦୁଇଟିକୁ ଅତ୍ୟନ୍ତ ଗୁରୁତ୍ବ ଦିଆ ଯାଇଛି ଯେ ସମଗ୍ର ପୃଥିବୀରୁ ମନୋନିତମାନଙ୍କୁ ଏକତ୍ର କରିବେ I ଅନ୍ୟଏକ ଅନୁବାଦରେ: “ପୃଥିବୀର ପ୍ରତ୍ୟକ ସ୍ଥାନରୁ” (ଦେଖ: /WA-Catalog/or_tm?section=translate#figs-merism)

Mark 13:28

ଏଠାରେ ଯୀଶୁ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ଦୁଇଟି କ୍ଷୁଦ୍ର ଦୃଷ୍ଟାନ୍ତ ଯେତେବେଳେ ବର୍ଣ୍ଣିତ ବିଷୟଗୁଡିକ ଘଟିବ I (ଦେଖ: /WA-Catalog/or_tm?section=translate#figs-parables)

the branch becomes tender and puts out its leaves

“ଶାଖା” ବାକ୍ୟାଂଶ ଡିମ୍ବିରୀ ବୃକ୍ଷର ଶାଖାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ“

tender

ସବୁଜ ଓ କଅଁଳ

puts out its leaves

ଏଠାରେ ଡିମ୍ବିରୀ ବୃକ୍ଷ ବିଷୟରେ କୁହାଯାଇଛି ଯେପରି ଏହା ଜୀବିତ ଓ ଇଛାନୁସାରେ ଏହାର ପତ୍ର ବଢିବାକୁ ଦିଏ I ଅନ୍ୟଏକ ଅନୁବାଦରେ: “ଏହାର ପତ୍ର ବଢ଼ିବାକୁ ଆରମ୍ଭ କରେ” (ଦେଖ: /WA-Catalog/or_tm?section=translate#figs-personification)

summer

ଗ୍ରୀଷ୍ମକାଳ ବର୍ଷର ଏକ ଅଂଶ କିମ୍ବା ରୁତୁ ଗମନଶୀଳ

Mark 13:29

these things

ଏହା କ୍ଲେଶର ଦିନଗୁଡିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏହି ବିଷୟରେ ମୁଁ ଆଗରୁ କହି ସାରିଛି” (ଦେଖ: /WA-Catalog/or_tm?section=translate#figs-explicit)

he is near

ମନୁଷ୍ୟ ପୁତ୍ର ନିକଟରେ ଅଛନ୍ତି

close to the gates

ଏହି ରୁଢିର ଅର୍ଥ ଯେ ସେ ବହୁତ ନିକଟରେ ଓ ପ୍ରାୟ ଆସି ଗଲେଣି, ଯେପରି ଜଣେ ଯାତ୍ରୀ ଦ୍ବାର ନିକଟରେ ଉପସ୍ଥିତ I ଅନ୍ୟଏକ ଅନୁବାଦରେ: “ପୁଣି ପ୍ରାୟ ସନ୍ନିକଟ” (ଦେଖ: /WA-Catalog/or_tm?section=translate#figs-idiom)

Mark 13:30

Truly I say to you

ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତି ବିଶେଷ ଗୁରୁତ୍ବପୁର୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I

will not pass away

ଏହାକୁ ନମ୍ରଭାବରେ କେହିଜଣେ ମାରିବାକୁ ଯାଉଥିବା କୁହାଯାଉଛି I ଅନ୍ୟଏକ ଅନୁବାଦରେ: “ମରିବ ନାହିଁ” କିମ୍ବା “ଶେଷ ହେବ ନାହିଁ” (ଦେଖ: /WA-Catalog/or_tm?section=translate#figs-euphemism)

until all of these things

“ସେହିସବୁ ବିଷୟ” ବାକ୍ୟାଂଶ ମହାକ୍ଲେଶର ଦିନଗୁଡିକୁ ବୁଝାଏ I

Mark 13:31

Heaven and earth

ଏହି ଦୁଇଟିକୁ ଆକଶମଣ୍ଡଳରେ, ସୁର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର ଓ ଗ୍ରହଗୁଡିକୁ ଓ ପୃଥିବୀର ଚତୁଃଦିଗକୁ ଗୁରୁତ୍ବ ଦେବା ବୁଝାଏ I ଅନ୍ୟଏକ ଅନୁବାଦରେ: “ଆକାଶ, ପୃଥିବୀ ଓ ଏଥିରେ ଥିବା ପ୍ରତ୍ୟକ ବିଷୟ” (ଦେଖ: /WA-Catalog/or_tm?section=translate#figs-merism)

will pass away

ଲୋପ ପାଇବ I ଏଠାରେ ଏହି ବାକ୍ୟାଂଶ ଜଗତର ଶେଷ ବିଷୟକୁ ବୁଝାଏ I

my words will never pass away

ଯୀଶୁ ଶବ୍ଦଗୁଡିକ ଯାହାର ଶକ୍ତି ଲୋପ ପାଇବ ନାହିଁ ଯେପରି ସେଗୁଡିକ ଶାରୀରିକ ମୃତ୍ୟୁ ନାହିଁ ସେହି ବିଷୟରେ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ମୋହର ବାକ୍ୟ କେବେ ଲୋପ ହେବ ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

Mark 13:32

that day or that hour

ଏହା ମନୁଷ୍ୟପୁତ୍ରଙ୍କ ଆଗମନର ସମୟ ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେହି ଦିନ କିମ୍ବା ମନୁଷ୍ୟପୁତ୍ରଙ୍କ ଆଗମନର ଦଣ୍ଡ (କାଳ)” କିମ୍ବା “ଦିନ କିମ୍ବା ଦଣ୍ଡ (କାଳ) ଯାହା ମୁଁ ଆଗମନ କରିବି” (ଦେଖ: /WA-Catalog/or_tm?section=translate#figs-explicit)

no one knows, not even the angels in heaven, nor the Son, but the Father

ଏହି ଶବ୍ଦଗୁଡିକ ବିଶେଷ କରି କେତେଗୁଡିଏ ବିଷୟକୁ ପ୍ରକାଶ କରେ ଯେତେବେଳେ ମନୁଷ୍ୟପୁତ୍ରଙ୍କର ଆଗମନ ହେବ, ପିତାଙ୍କଠାରୁ ଭିନ୍ନ, ଯିଏ ଜାଣିଛନ୍ତି I ଅନ୍ୟଏକ ଅନୁବାଦରେ: “କେହି ଜାଣନ୍ତି ନାହିଁ – ସ୍ବର୍ଗରେ ଦୁତଗଣ କିମ୍ବା ପୁତ୍ର ଜାଣେ ନାହି – କିନ୍ତୁ ପିତା” କିମ୍ବା “ସ୍ବର୍ଗରେ ଦୁତମାନେ ଜାଣନ୍ତି ନାହିଁ କିମ୍ବା ପୁତ୍ର ଜାଣେ ନାହି; କେହି ଜାଣନ୍ତି ନାହିଁ କିନ୍ତୁ ପିତା ଜାଣନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)

the angels in heaven

ଏଠାରେ “ସ୍ବର୍ଗ” ଈଶ୍ବରଙ୍କ ଆବାସ ସ୍ଥଳକୁ ବୁଝାଏ I

but the Father

ଏହା “ପିତା”ଙ୍କ ସହିତ ସମାନ ଶବ୍ଦ ଯାହା ତୁମ ଭାଷାରେ ଜାଗତିକ ପିତା ନିମନ୍ତେ ବ୍ୟବହୃତ ହେଉଥିବା ଶବ୍ଦକୁ ବ୍ୟବହାର କରିବା ଉତ୍ତମ ହେବ I ମଧ୍ୟ, ଏହା ଏକ ଲୋପ ପାଉଥିବା ଶବ୍ଦ, ପିତା ଜାଣନ୍ତି ଠାରୁ ଆରମ୍ଭ ହୁଏ କେତେବେଳେ ପୁତ୍ର ଆଗମନ କରିବେ I ଅନ୍ୟଏକ ଅନୁବାଦରେ: “କେବଳ ପିତା ହିଁ ଜାଣନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)

Mark 13:33

what time it is

ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇ ପାରିବ ଯେପରି “ସମୟ” ଏଠାରେ ବୁଝାଏ I ଅନ୍ୟଏକ ଅନୁବାଦରେ: “କେତେବେଳେ ଏହିସବୁ ଘଟଣା ଘଟିବ” (ଦେଖ: /WA-Catalog/or_tm?section=translate#figs-explicit)

Mark 13:34

each one with his work

ସେ କେଉଁ କାର୍ଯ୍ୟ ସବୁ କରିବେ ପ୍ରତ୍ୟକ ଜଣକୁ କହିଲେ

Mark 13:35

it could be in the evening

ସେ ହୁଏତ ସଂଧ୍ୟା ସମୟରେ ଆଗମନ କରି ପାରନ୍ତି

rooster crows

କୁକୁଡା ଗୋଟିଏ ପକ୍ଷୀ ଯାହା “ଡାକ ଛାଡେ” ପ୍ରାତଃକାଳରେ ଏକ ଉଚ୍ଚ ରାବ ଦିଏ I

Mark 13:36

find you sleeping

ଏଠାରେ ଯୀଶୁ ଜାଗ୍ରତ ଥାଅ ଯେପରି “ଶୋଇଵା” ଅର୍ଥରେ କୁହନ୍ତି I ଅନ୍ୟଏକ ଅନୁବାଦରେ: ତାହାଙ୍କ ଆଗମନରେ ପ୍ରସ୍ତୁତ ନଥିବା ଦେଖିଲେ” (ଦେଖ: /WA-Catalog/or_tm?section=translate#figs-metaphor)