Mark 14

ମାର୍କ ୧୪ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୪:୨୭, ୬୨ ପଦରେ କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ବାକ୍ୟଗୁଡିକ ପୁରାତନ ନିୟମରୁ ଆସିଅଛି

ଏହି ଅଧ୍ୟାୟରେ ବିଶେଷ ଧାରଣା

ଶରୀରର ଭୋଜନ ଓ ରକ୍ତ ପାନ

[ମାର୍କ ୧୪:୨୨-୨୫] (./22.md) ଶିଷ୍ୟମାନଙ୍କ ସହିତ ଯୀଶୁଙ୍କ ଶେଷ ଭୋଜ ବର୍ଣନା କରେ I ଏହି ସମୟରେ, ଯୀଶୁ ସେମାନଙ୍କୁ କହିଲେ ଯେ ସେମାନେ ଯାହା ଭୋଜନ କରୁଛନ୍ତି ଓ ପାନ କରୁଛନ୍ତି ତାହା ତାହାଙ୍କର ଶରୀର ଓ ରକ୍ତ I ପ୍ରାୟ ସବୁ ମଣ୍ଡଳୀଗୁଡିକ ଏହି ଭୋଜକୁ ସ୍ମରଣ କରିବା ନିମନ୍ତେ “ପ୍ରଭୁଭୋଜ”, କିମ୍ବା “ପବିତ୍ର ଭୋଜ” କିମ୍ବା “ପବିତ୍ର ସମ୍ମିଳନ” ପାଳନ କରାଯାଏ I

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ଆବା, ପିତା

”ଆବା” ଏକ ଆରାମିକ ଶବ୍ଦ ଅଟେ ଯାହା ଯିହୁଦୀମାନେ ସେମାନଙ୍କ ପିତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରନ୍ତି I ମାର୍କ ଏହାକୁ ଏହାର ଉଚ୍ଚାରଣ ଅନୁସାରେ ଲେଖନ୍ତି ଓ ପରେ ଏହାକୁ ଅନୁବାଦ କରନ୍ତି I (ଦେଖ: /WA-Catalog/or_tm?section=translate#translate-transliterate)

”ମନୁଷ୍ୟ ପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ସମ୍ବୋଧନ କରନ୍ତି ([ମାର୍କ ୧୪:୨୦](../../mrk/ 14/20.md)) I ତୁମ ଭାଷାରେ ଲୋକମାନେ ଏହିପରି ସମ୍ବୋଧନ କରିବା ନିମନ୍ତେ ଗ୍ରହଣ କରି ନପାରନ୍ତି ଯେପରି ସେମାନେ ଅନ୍ୟ କାହାରି ବିଷୟରେ କହୁଥିଲେ I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

Mark 14:1

Connecting Statement:

ନିସ୍ତାର ପର୍ବର ଦୁଇଦିନ ପୁର୍ବରୁ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଗୋପନରେ ଯୀଶୁଙ୍କୁ ବଧ କରିବାକୁ ମନ୍ତ୍ରଣା କଲେ I

stealthily

ଲୋକମାନଙ୍କର ଅଜ୍ଞାତସାରରେ

Mark 14:2

For they were saying

“ସେମାନେ” ଶବ୍ଦ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କୁ ବୁଝାଏ I

Not during the feast

ଏହା ସେମାନେ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ ନକରିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ପର୍ବ ସମୟରେ ଏହା କରିବା ଉଚିତ ନୁହେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 14:3

Connecting Statement:

ଯଦିଓ କେହି କେହି କ୍ରୋଧାନ୍ବିତ ହୋଇଥିଲେ ଯେ ଯୀଶୁଙ୍କୁ ଅଭିଷେକ କରିବା ନିମନ୍ତେ ତୈଳ ବ୍ୟବହାର କଲେ, ଯୀଶୁ କହିଲେ ଯେ ସ୍ତ୍ରୀଲୋକ ସେ ମୃତ୍ୟୁବରଣ କରିବା ପୁର୍ବରୁ ତାହାଙ୍କ ସମାଧି ନିମନ୍ତେ ତାହାଙ୍କ ଶରୀରକୁ ପୁର୍ବରୁ ତୈଳରେ ଅଭିଶିକ୍ତ କରିଅଛି I

Simon the leper

ଏହି ଲୋକକୁ କୁଷ୍ଠୀ ହୋଇଥିଲା ବର୍ତ୍ତମାନ ସେ ଅସୁସ୍ଥ ନୁହେଁ I ଏହି ବ୍ୟକ୍ତି ଶିମୋନ ପିତର ଓ କରୁଣିୟ ଶିମୋନଙ୍କଠାରୁ ଭିନ୍ନ ଥିଲା I (ଦେଖ: /WA-Catalog/or_tm?section=translate#translate-names)

he was reclining at the table

ଯୀଶୁଙ୍କ ସଂସ୍କୃତିରେ, ଯେତେବେଳେ ଲୋକମାନେ ଭୋଜନ କରିବାକୁ ଏକତ୍ର ହୁଅନ୍ତି, ସେମାନଙ୍କ ପାର୍ଶ୍ବରେ ଆଉଜି ପଡନ୍ତି, ସେମାନେ ନିଜକୁ ତକିଆରେ ଢିରା ଦେଇ ତଳୁଆ ମେଜ ପାଖରେ ବସନ୍ତି I

alabaster jar

ଏହା ସୁଲେମାନୀ ପଥରରେ ତିଆରି ହୋଇଥିଵା ନଳାକାର ପାତ୍ର I ସୁଲେମାନୀ ପଥର ବହୁତ ଦାମୀ ହଳଦିଆ-ଧଳା ରଙ୍ଗର ପଥର ଥିଲା I ଅନ୍ୟଏକ ଅନୁବାଦରେ: “ସୁନ୍ଦର ଧଳା ରଙ୍ଗର ନଳାକାର ପାତ୍ର” (ଦେଖ: /WA-Catalog/or_tm?section=translate#translate-unknown)

of very costly liquid, which was pure nard

ଏହା ବହୁମୁଲ୍ୟ, ସୁଗନ୍ଧି ଜଟାମାଂସୀ ତୈଳ ଧାରଣ କଲା I ଜଟାମାଂସୀ ତୈଳ ବହୁ ମୁଲ୍ୟବାନ ଥିଲା, ସୁଗନ୍ଧି ତୈଳ ବ୍ୟବହାର କରି ଅତର ତିଆରି କରାଯାଏ I (ଦେଖ: /WA-Catalog/or_tm?section=translate#translate-unknown)

on his head

ଯୀଶୁଙ୍କ ମସ୍ତକରେ

Mark 14:4

What is the reason for this waste?

ସେମାନେ ଯୀଶୁଙ୍କ ମସ୍ତକରେ ସ୍ତ୍ରୀଲୋକ ବହୁମୁଲ୍ୟ ତୈଳ ଢାଳିଵା ପସନ୍ଦ କରୁ ନଥିଲେ ସେଥିପାଇଁ ସେମାନେ ଏହି ପ୍ରଶ୍ନ ପଚାରିଲେ I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ କାହିଁକି ତୈଳକୁ ନଷ୍ଟ କଲା !” (ଦେଖ: /WA-Catalog/or_tm?section=translate#figs-rquestion)

Mark 14:5

This perfume could have been sold

ମାର୍କ ତାହାଙ୍କ ପାଠକମାନଙ୍କୁ ଦେଖାଇବାକୁ ଚାହାନ୍ତି ଯେ ଯେଉଁମାନେ ସେହିଠାରେ ଉପସ୍ଥିତ ଥିଲେ ସେମାନଙ୍କ ବିଶେଷ ଧ୍ୟାନ ଟଙ୍କାରେ ଥିଲା I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ଆମ୍ଭେମାନେ ଏହି ଅତରକୁ ବିକ୍ରୟ କରିଥାନ୍ତୁ” କିମ୍ବା “ ସେ ଏହି ଅତରକୁ ବିକ୍ରୟ କରି ପାରିଥାନ୍ତା” (ଦେଖ: /WA-Catalog/or_tm?section=translate#figs-activepassive)

three hundred denarii

୩୦୦ ଦେନାରୀ, ଦେନାରୀ ରୋମିୟ ରୌପ୍ୟ ମୁଦ୍ରା ଅଟେ I (ଦେଖ: /WA-Catalog/or_tm?section=translate#translate-bmoney/WA-Catalog/or_tm?section=translate#translate-numbers)

given to the poor

“ଦରିଦ୍ର” ବାକ୍ୟାଂଶ ଗରିବ ଲୋକମାନଙ୍କୁ ବୁଝାଏ I ଏହି ଅତର ବିକ୍ରୟ କରି ଗରିବମାନଙ୍କୁ ଟଙ୍କା ଦିଆଯାଇ ପାରିଥାନ୍ତା I ଅନ୍ୟଏକ ଅନୁବାଦରେ: “ଟଙ୍କା ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା” (ଦେଖ: /WA-Catalog/or_tm?section=translate#figs-ellipsis)

Mark 14:6

Why are you troubling her?

ଏହି ସ୍ତ୍ରୀ ଲୋକର କାର୍ଯ୍ୟକୁ ପ୍ରଶ୍ନ କରି ଯୀଶୁ ଅତିଥିମାନଙ୍କ ଉପରେ ବିରକ୍ତ ପ୍ରକାଶ କଲେ I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମେ କାହିଁକି ତାହାକୁ କଷ୍ଟ ଦେଉ ଅଚ୍ଛ !” (ଦେଖ: /WA-Catalog/or_tm?section=translate#figs-nominaladj)

Mark 14:7

the poor

ଏହା ଦରିଦ୍ର ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଦରିଦ୍ର ଲୋକମାନେ” (ଦେଖ: /WA-Catalog/or_tm?section=translate#figs-rquestion)

Mark 14:9

Truly I say to you

ଏହା ବୁଝାଏ ଯେ ନିମ୍ନଲିଖିତ ଉକ୍ତି ସତ୍ୟ ଓ ଗୁରୁତ୍ବପୁର୍ଣ୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I

wherever the gospel is preached

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ସ୍ଥାନରେ ମୋହର ଶିଷ୍ୟମାନେ ସୁସମାଚାର ଘୋଷଣା କରିବେ” (ଦେଖ: /WA-Catalog/or_tm?section=translate#figs-nominaladj)

what this woman has done will be spoken of

ସ୍ତ୍ରୀ ଲୋକର କର୍ମର କଥା ମଧ୍ୟ କୁହାଯିବ

Mark 14:10

Connecting Statement:

ସେହି ସ୍ତ୍ରୀ ଲୋକ ଯୀଶୁଙ୍କୁ ସୁଗନ୍ଧି ତୈଳରେ ଅଭିଷେକ କରିବା ପରେ, ଯିହୁଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ I

so that he might deliver him over to them

ଯିହୁଦା ସେମାନଙ୍କଠାରେ ଯୀଶୁଙ୍କୁ ଏପର୍ଯ୍ୟନ୍ତ ସମର୍ପଣ କଲେନାହି, ବରଂ ସେ ଯାଇ ସେମାନଙ୍କ ସହିତ ପ୍ରବନ୍ଧ କରିବାକୁ ଗଲେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ସହିତ ପ୍ରବନ୍ଧ କରିବା ନିମନ୍ତେ ଯେ ସେ ସେମାନଙ୍କ ହସ୍ତରେ ଯୀଶୁଙ୍କୁ ସମର୍ପିତ କରିବ” (ଦେଖ: /WA-Catalog/or_tm?section=translate#figs-explicit)

deliver him over

ଯୀଶୁଙ୍କୁ ସେମାନଙ୍କ ନିକଟକୁ ଆଣନ୍ତେ ଯେପରି ସେମାନେ ତାହାଙ୍କୁ ବନ୍ଦି କରି ପାରିବେ I

Mark 14:11

When the chief priests heard it

ଏହା ସ୍ପଷ୍ଟଭାବେ ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇ ପାରିବ ଯାହା ପ୍ରଧାନ ଯାଜକ ଶୁଣିଥିଲେ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ପ୍ରଧାନ ଯାଜକ ସେମାନଙ୍କ ନିମନ୍ତେ ସେ କ’ଣ କରି ପାରିବ ତାହା ଶୁଣିଲେ“ (ଦେଖ: /WA-Catalog/or_tm?section=translate#figs-explicit)

Mark 14:12

Connecting Statement:

ସେଥିରେ ଯୀଶୁ ଆପଣା ଶିଷ୍ୟଙ୍କୁ ଦୁଇ ଦୁଇ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବା ନିମନ୍ତେ ପ୍ରେରଣ କଲେ I

when they sacrificed the Passover lamb

ଖମୀର ଶୁନ୍ୟ ରୋଟୀର ପର୍ବର ଆରମ୍ଭରେ, ମେଷଶାବକ ବଳିଦାନ କରିବା ଏକ ପ୍ରଥା ଥିଲା I ଅନ୍ୟଏକ ଅନୁବାଦରେ: “ନିସ୍ତାର ପର୍ବରେ ମେଷଶାବକ ବଳିଦାନ କରିବା ଏକ ରିତି ଥିଲା” (ଦେଖ: /WA-Catalog/or_tm?section=translate#figs-explicit)

eat the Passover

ଏଠାରେ “ନିସ୍ତାର ପର୍ବ” ନିସ୍ତାର ପର୍ବର ଭୋଜକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ନିସ୍ତାର ପର୍ବର ଭୋଜ ଭୋଜନ କଲେ” (ଦେଖ: /WA-Catalog/or_tm?section=translate#figs-metonymy)

Mark 14:13

bearing a pitcher of water

ଜଳକୁମ୍ଭ ଘେନି ଯାଉଥିବା ସମୟରେ

Mark 14:14

The Teacher says, ""Where is my guest room ... with my disciples?

ଏହାକୁ ପରୋକ୍ଷ ଉକ୍ତିରେ ଲେଖାଯାଇ ପାରିବ I ଏହାକୁ ବିନତୀ କରୁଥିବା ପରି ଅନୁବାଦ କର I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ଗୁରୁ ପଚାରୁ ଅଛନ୍ତି ସେ ତାହାଙ୍କ ଶିଷ୍ୟମାନଙ୍କ ସହିତ ନିସ୍ତାର ପର୍ବର ଭୋଜ କେଉଁ ଅତିଥି ଶାଳାରେ ପାଳନ କରିବେ I” (ଦେଖ: /WA-Catalog/or_tm?section=translate#figs-quotations)

guest room

ଅତିଥିମାନଙ୍କ ନିମନ୍ତେ ଗୃହ

Mark 14:15

Make the preparations for us there

ସେମାନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ ଭୋଜ ପ୍ରସ୍ତୁତି କରିବେ I ଅନ୍ୟଏକ ଅନୁବାଦରେ: “ସେଠାରେ ଆମ୍ଭମାନଙ୍କ ନିମନ୍ତେ ଭୋଜ ପ୍ରସ୍ତୁତ କର” (ଦେଖ: /WA-Catalog/or_tm?section=translate#figs-explicit)

Mark 14:16

The disciples left

ଦୁଇଜଣ ଶିଷ୍ୟ ଗଲେ

as he had said

ଯେପରି ଯୀଶୁ କହିଥିଲେ

Mark 14:17

Connecting Statement:

ସେହି ସଂଧ୍ୟାରେ ଯେପରି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନିସ୍ତାର ପର୍ବର ଭୋଜ ଗ୍ରହଣ କରନ୍ତି, ଯୀଶୁ ସେମାନଙ୍କୁ କହିଲେ ଯେ ସେମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ I

he came with the twelve

ଏହା ସେମାନେ କେଉଁଠାରୁ ଆସିଲେ ସ୍ପଷ୍ଟକରି ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଦ୍ବାଦଶଙ୍କ ସହିତ ଗୃହକୁ ଆସିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 14:18

lying down at the table

ଯୀଶୁଙ୍କ ସଂସ୍କୃତିରେ, ଯେତେବେଳେ ଲୋକମାନେ ଭୋଜନ କରିବାକୁ ଏକତ୍ର ହୁଅନ୍ତି, ସେମାନେ ସେମାନଙ୍କର ପାର୍ଶ୍ବରେ ଆଉଜି ପଡନ୍ତି, ସେମାନେ ଆପଣାକୁ ତକିଆ ଦ୍ବାରା ନିମ୍ନ ମେଜରୁ ଖାଦ୍ୟ ଗ୍ରହଣ କରନ୍ତି I

Truly I say to you

ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତି ସତ୍ୟ ଓ ଗୁରୁତ୍ବପୁର୍ଣ୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I

Mark 14:19

one by one

ଏହାର ଅର୍ଥ ଯେ “ଥରକୁ ଜଣେ” ଶିଷ୍ୟ ତାହାଙ୍କୁ ପଚାରିଲେ I

Surely not I?

ସାମ୍ଭାବିତ ଅର୍ଥଗୁଡିକ ୧) ଏହି ପ୍ରଶ୍ନର ଉତ୍ତର ନାଁ ହେବ ବୋଲି ଶିଷ୍ୟମାନେ ଆଶା କରି ଏହା କରିଥିଲେ କିମ୍ବା ୨) ଏହା ଏକ ବ୍ୟାଖ୍ୟାମୁଳକ ପ୍ରଶ୍ନ ଯାହାର ଉତ୍ତର ଆଶା କରାଗଲା ନାହି I ଅନ୍ୟଏକ ଅନୁବାଦରେ: “ନିଶ୍ଚିତ ମୁଁ କ’ଣ ପ୍ରଭୁ ତୁମକୁ ଶତ୍ରୁ ହସ୍ତରେ ସମର୍ପଣ କରିବି !” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-explicit)

Mark 14:20

It is one of the twelve, the one now

ସେ ତୁମ ଦ୍ବାଦଶମାନଙ୍କ ମଧ୍ୟରୁ ଜଣେ, ବର୍ତ୍ତମାନ ଜଣେ

dipping bread with me in the bowl

ଯୀଶୁଙ୍କ ସଂସ୍କୃତିରେ, ସାଧାରଣତଃ ଲୋକମାନେ ଏକ ପାତ୍ରରେ ରୋଟୀ ବୁଡାଇ ଖାଆନ୍ତି କିମ୍ବା ଜଡିବୁଟୀ ସହିତ ତେଲ ମିଶ୍ରିତ କରି ଏକତ୍ର ବୁଡାଇ ଗ୍ରହଣ କରନ୍ତି I

Mark 14:21

For the Son of Man will go the way that the scripture says about him

ଏଠାରେ ଯୀଶୁ ମୃତ୍ୟୁ ବିଷୟରେ ଯେପରି ଭାବବାଣୀରେ ଲେଖା ଅଛି ତାହା ଉଦ୍ଧୃତ କରନ୍ତି I ଯଦି ତୁମେ ମୃତ୍ୟୁ ବିଷୟରେ ନମ୍ରତା ସହିତ ତୁମ ଭାଷାରେ କହି ପାରିବ, ତେବେ ବ୍ୟବହାର କର I ଅନ୍ୟଏକ ଅନୁବାଦରେ: “କାରଣ ମନୁଷ୍ୟ ପୁତ୍ରଙ୍କ ମୃତ୍ୟୁ ବିଷୟରେ ଯେପରି ଶାସ୍ତ୍ରରେ ଲେଖାଅଛି”

through whom the Son of Man is betrayed

ଏହାକୁ ପ୍ରତ୍ୟେକ୍ଷ ଉକ୍ତିଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିଏ ମନୁଷ୍ୟ ପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ” (ଦେଖ: /WA-Catalog/or_tm?section=translate#figs-explicit)

Mark 14:22

bread

ଏହା ଏକ ଖମିର ଶୁନ୍ୟ ରୋଟୀ ଥିଲା, ଯାହା ନିସ୍ତାର ପର୍ବର ଭୋଜର ଏକ ଅଂଶ ଥିଲା I

broke it

ଏହାର ଅର୍ଥ ଯେ ସେ ଲୋକମାନେ ଖାଇବା ପାଇଁ ଏକ ରୋଟୀ ନେଇ ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ I ଅନ୍ୟଏକ ଅନୁବାଦରେ: “ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ” (ଦେଖ: /WA-Catalog/or_tm?section=translate#figs-explicit)

Take this. This is my body

ଏହି ରୋଟୀ ନିଅ I ଏହା ମୋହର ଶରୀର I ଯଦିଓ ଅନେକ ଏହାକୁ ବୁଝି ପାରିଲେ ନାହି ଯେ ଏହାର ଅର୍ଥ ରୋଟୀ ଯୀଶୁଙ୍କ ଶରୀରର ନିଦର୍ଶନ ଓ ଏହା ପ୍ରକୃତ ମାଂସ ନଥିଲା, ଏହି ଉକ୍ତିକୁ ଆକ୍ଷରିକଭାବେ ଅନୁବାଦ କରିବା ନିମନ୍ତେ ଉପଯୁକ୍ତ ଅଟେ I (ଦେଖ: /WA-Catalog/or_tm?section=translate#writing-symlanguage)

Mark 14:23

He took a cup

ଏଠାରେ “ପାନ ପାତ୍ର” ଦ୍ରାକ୍ଷାରସ ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ସେ ଦ୍ରାକ୍ଷାରସର ପାତ୍ର ନେଲେ” (ଦେଖ: /WA-Catalog/or_tm?section=translate#figs-synecdoche)

Mark 14:24

This is my blood of the covenant, the blood that is poured out for many

ଏହି ନିୟମ ପାପରୁ କ୍ଷମା ନିମନ୍ତେ ଅଟେ I ଏହାକୁ ଅଧିକ ସ୍ପଷ୍ଟକରି ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ମୋହର ରକ୍ତ ଯାହା ନିୟମକୁ ନିଶ୍ଚିତ କରେ, ଯେଉଁ ରକ୍ତ ଅନେକଙ୍କ ନିମନ୍ତେ ପାତିତ ହେଉଅଛି ଯେପରି ଅନେକ ପାପ କ୍ଷମା ଗ୍ରହଣ କରିବେ“ (ଦେଖ: /WA-Catalog/or_tm?section=translate#figs-explicit)

This is my blood

ଏହି ଦ୍ରାକ୍ଷାରସ ମୋହର ରକ୍ତ ଅଟେ I ଯଦିଓ ଅଧିକାଂଶ ଏହାର ଅର୍ଥ ବୁଝନ୍ତି ଯେ ଦ୍ରାକ୍ଷାରସ ଯୀଶୁଙ୍କ ରକ୍ତର ନିଦର୍ଶନ ଓ ଏହା ପ୍ରକୃତ ରକ୍ତ ନୁହେଁ, ଏହି ଅଂଶକୁ ଆକ୍ଷରିକଭାବେ ଅନୁବାଦ କରିବା ଉତ୍ତମ ହେବ I (ଦେଖ: /WA-Catalog/or_tm?section=translate#writing-symlanguage)

Mark 14:25

Truly I say to you

ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତିଗୁଡିକ ସତ୍ୟ ଓ ଗୁରୁତ୍ବପୁର୍ଣ୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I

fruit of the vine

ଦ୍ରାକ୍ଷାରସ I ଏହା ଦ୍ରାକ୍ଷାରସକୁ ବର୍ଣ୍ଣନା କରାଯାଇଛି I

new

ସାମ୍ଭାବିତ ଅର୍ଥଗୁଡିକ ୧) “ପୁଣିଥରେ” କିମ୍ବା ୨) “ନୁତନ ଭାବରେ”

Mark 14:26

hymn

ସ୍ତବଗାନ ଏକ ଗୀତ ପରି ଅଟେ I ଏହା ପୁରାତନ ନିୟମର ଗୀତସଂହିତାରୁ ଗାନ କରିବା ଏକ ପରମ୍ପରା ଅଟେ I

Mark 14:27

Jesus said to them

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ

will fall away

ଏହା ଏକ ରୁଢି ଅଟେ ଯାହାର ଅର୍ଥ ପରିତ୍ୟାଗ କରିବା I ଅନ୍ୟଏକ ଅନୁବାଦରେ: “ମୋତେ ପରିତ୍ୟାଗ କରିବେ” (ଦେଖ: /WA-Catalog/or_tm?section=translate#figs-idiom)

I will strike

ବଧ କରିବା I ଏଠାରେ “ମୁଁ” ଈଶ୍ବରଙ୍କୁ ବୁଝାଏ I

the sheep will be scattered

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ମେଷମାନଙ୍କୁ ଛିନ୍ନଭିନ୍ନ କରିବି” (ଦେଖ: /WA-Catalog/or_tm?section=translate#figs-activepassive)

Mark 14:28

Connecting Statement:

ଯୀଶୁ ସ୍ପଷ୍ଟ କରି ପିତରଙ୍କୁ କହିଲେ ତୁମେ ମୋତେ ଅସ୍ବିକାର କରିବ I ପିତର ଓ ଅନ୍ୟ ଶିଷ୍ୟମାନେ ନିଶ୍ଚିତ ଯେ ସେମାନେ ଯୀଶୁଙ୍କୁ ଅସ୍ବିକାର କରିବେ ନାହିଁ I

I am raised up

ଏହି ରୁଢିର ଅର୍ଥ ଯେ ଯୀଶୁଙ୍କର ମୃତ୍ୟୁ ପରେ ଈଶ୍ବର ପୁନର୍ବାର ଯୀଶୁଙ୍କୁ ପୁନ୍ନରୁଥିତ କରିବେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ମୋତେ ମୃତ୍ୟୁରୁ ଉଥିତ କରିବେ” କିମ୍ବା “ଈଶ୍ବର ମୋତେ ପୁନର୍ବାର ଜୀବିତ କରିବେ” (ଦେଖ: /WA-Catalog/or_tm?section=translate#figs-idiom/WA-Catalog/or_tm?section=translate#figs-activepassive)

I will go ahead of you

ମୁଁ ତୁମ ଆଗେ ଆଗେ ଯିବି

Mark 14:29

Even if all fall away, I will not

ମୁଁ ସମ୍ପୁର୍ଣ୍ଣ ରୁପେ ପ୍ରକାଶ କରିବି ନାହିଁ ଯେପରି “ମୁଁ ବିଘ୍ନ ପାଇବି ନାହିଁ I” “ବିଘ୍ନ ପାଇବି ନାହିଁ” ବାକ୍ୟାଂଶ ଦ୍ବି-ନାସ୍ତିବାଚକ ଶବ୍ଦ କିନ୍ତୁ ଆସ୍ତିବାଚକ ଅର୍ଥ ପ୍ରକାଶ କରେ I ଯଦି ଆବଶ୍ବକ ହୁଏ ତେବେ ଏହାକୁ ଆସ୍ତିବାଚକ ଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ମୁଁ ତୁମ ସହିତ ରହିବି” (ଦେଖ: /WA-Catalog/or_tm?section=translate#figs-ellipsis/WA-Catalog/or_tm?section=translate#figs-doublenegatives)

Mark 14:30

Truly I say to you

ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତିଗୁଡିକ ସତ୍ୟ ଓ ଗୁରୁତ୍ବପୁର୍ଣ୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I

rooster crows

କୁକୁଡା ଏକ ପକ୍ଷୀ ଅଟେ ଯାହା ପ୍ରତ୍ୟକ ଦିନ ପ୍ରାଃତକାଳରେ ଡାକେ I ଉଚ୍ଚ ସ୍ବର କରି “ରାବେ”

twice

ଦୁଇଥର

you will deny me

ତୁମେ ମୋତେ ଜାଣିନାହଁ କହିବା

Mark 14:31

If I must die

ଯଦିଓ ମୋତେ ମରିବାକୁ ହୁଏ

They all made the same promise

ଏହାର ଅର୍ଥ ଯେ ପିତର ଯାହା କହିଲେ ସମସ୍ତ ଶିଷ୍ୟମାନେ ତାହା ହିଁ କହିଲେ I

Mark 14:32

Connecting Statement:

ଯେତେବେଳେ ସେମାନେ ଜୀତ ପର୍ବତର ଗେଥସମାନୀକୁ ଗଲେ, ଯୀଶୁ ତିନିଜଣ ଶିଷ୍ୟଙ୍କୁ ଜାଗ୍ରତ ରହିବାକୁ କହିଲେ ଯେଉଁ ସମୟରେ ସେ ପ୍ରାର୍ଥନା କଲେ I ସେ ସେମାନଙ୍କୁ ନିଦ୍ରାରୁ ଦୁଇଥର ଉଠାଇଲେ, ଓ ତୃତୀୟ ଥର ସେମାନଙ୍କୁ କହିଲେ ଜାଗ୍ରତ ରୁହ କାରଣ କାଳ ସନ୍ନିକଟ ଅଟେ I

They came to the place

“ସେମାନେ” ଶବ୍ଦ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I

Mark 14:33

distressed

ଦୁଖରେ ଭାଙ୍ଗି ପଡୁଥିଲେ

deeply troubled

“ଗଭୀର” ଶବ୍ଦ ଯୀଶୁ ଆତ୍ମାରେ ବ୍ୟଥିତ ହେବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଉଦବିଗ୍ନ ହେଲେ” (ଦେଖ: /WA-Catalog/or_tm?section=translate#figs-metaphor)

Mark 14:34

My soul is

ଯୀଶୁ ଯେପରି ଆପଣାର “ପ୍ରାଣ” ବିଷୟରେ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ” (ଦେଖ: /WA-Catalog/or_tm?section=translate#figs-synecdoche)

even to the point of death

ଯୀଶୁ ଅତ୍ୟନ୍ତ ଉଦବିଗ୍ନ ହେଉଛନ୍ତି କାରଣ ଯେହେତୁ ସେ ବହୁତ ଶୋକାକୁଳ ଓ ଦୁଖ ଅନୁଭବ କରୁଛନ୍ତି ଯେପରି ସେ ମୃତ୍ୟୁଭୋଗ କରୁଛନ୍ତି, ଯଦିଓ ଜାଣିଥିଲେ ଯେ ସେ ସୁର୍ଯ୍ୟ ଉଦୟ ପରେ ସେ ମୃତ୍ୟୁବରଣ କରିବେ ନାହିଁ I (ଦେଖ: /WA-Catalog/or_tm?section=translate#figs-hyperbole)

watch

ଯୀଶୁ ଯେତେବେଳେ ପ୍ରାର୍ଥନା କରୁଥିଲେ ଶିଷ୍ୟମାନେ ଜାଗ୍ରତ ରହିଲେ ନାହି I ଏହାର ଅର୍ଥ ନୁହେଁ ଯେ ସେମାନେ ଯୀଶୁଙ୍କ ପ୍ରାର୍ଥନା କରିବା ସମୟରେ ଜଗିବସି ରହିଥିବେ I

Mark 14:35

if it were possible

ଏହାର ଅର୍ଥ ଯେ ଯଦି ଈଶ୍ବର ଏହା ଘଟିବାକୁ ଅନୁମତି ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଯଦି ଈଶ୍ବରଙ୍କ ଇଛା କରନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

the hour might pass

ଏଠାରେ “ଏହି ସମୟ” ଯୀଶୁଙ୍କ ଉଭୟ ବର୍ତ୍ତମାନ ଉଦ୍ୟାନରେ ଓ ପରବର୍ତ୍ତି :ଦୁଃଖଭୋଗର ସମୟ”କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେ ସେ ଏହି ଦୁଖଭୋଗର ସମୟ ମଧ୍ୟଦେଇ ଯିବା ପାଇଁ ତାହାଙ୍କର ଇଛା ନଥିଲା” (ଦେଖ: /WA-Catalog/or_tm?section=translate#figs-explicit)

Mark 14:36

Abba

ଏହି ଶବ୍ଦ ଯିହୁଦୀ ସନ୍ତାନମାନେ ସେମାନଙ୍କର ପିତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କଲେ I ଯେହେତୁ ଏହା “ପିତା” ଦ୍ବାରା ଅନୁଗମନ କରେ, ଏହି ଶବ୍ଦ ଆକ୍ଷରିକ ଭାବରେ ଅନୁବାଦ କରିବା ଉତ୍ତମ ହେବ I (ଦେଖ: /WA-Catalog/or_tm?section=translate#translate-transliterate)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Remove this cup from me

ଯୀଶୁ ଦୁଖଭୋଗ ବିଷୟରେ କହୁଛନ୍ତି ଯାହା ସେ କ୍ଲେଶଭୋଗ କରିବେ ଯେପରି ଏହା ଏକ ପାନପାତ୍ର ଥିଲା I (ଦେଖ: /WA-Catalog/or_tm?section=translate#figs-metonymy)

But not my will, but yours

ଯୀଶୁ ଈଶ୍ବର ଯାହା ଇଛା କରୁଛନ୍ତି କରିବାକୁ ପ୍ରାର୍ଥନା କରୁଛନ୍ତି ଓ ଯୀଶୁଙ୍କ ଇଛା ନୁହେଁ I ଅନ୍ୟଏକ ଅନୁବାଦରେ: “କିନ୍ତୁ ମୋହର ଇଛା ନୁହେଁ, ମାତ୍ର ତୁମ୍ଭର ଇଛା ସଫଳ ହେଉ I” (ଦେଖ: /WA-Catalog/or_tm?section=translate#figs-ellipsis)

Mark 14:37

found them sleeping

ବାକ୍ୟ “ସେମାନଙ୍କୁ” ପିତର, ଯାକୁବ, ଓ ଯୋହନଙ୍କୁ ବୁଝାଏ I

Simon, are you asleep? Could you not watch for one hour?

ଯୀଶୁ ଶିମୋନ ପିତରଙ୍କୁ ଶୋଇ ପଡୁଥିବାରୁ ବିରକ୍ତ ହେଲେ I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶିମୋନ, ତୁମେ କ’ଣ ଶୋଇ ପଡିଲ, ଦଣ୍ଡେ ହେଲେ ଜାଗି ପାରିଲ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion)

Mark 14:38

that you do not enter into temptation

ଯୀଶୁ ପରୀକ୍ଷା ବିଷୟରେ କହୁଛନ୍ତି ଯେପରି ଜାଗତିକ ସ୍ଥାନରେ ପ୍ରବେଶ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ପରୀକ୍ଷାରେ ଯେପରି ନପଡ “ (ଦେଖ: /WA-Catalog/or_tm?section=translate#figs-metaphor)

The spirit indeed is willing, but the flesh is weak

ଯୀଶୁ ଶିମୋନ ପିତରଙ୍କୁ ଚେତେଇ ଦେଉଛନ୍ତି ଯେ ସେ ନିଜ ଶକ୍ତିରେ ଯାହା କରିବାକୁ ଚାହୁଛନ୍ତି ସେଥିରେ ସେ ଦୁର୍ବଳ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ ଆତ୍ମାରେ ଇଛୁକ, ମାତ୍ର ତୁମ୍ଭେ ଯାହା ଇଛା କରୁଅଛ କରିବାକୁ ଯାଉଅଚ୍ଛ ସେଥିରେ ଦୁର୍ବଳ ଅଟ“

The spirit ... the flesh

ଏହା ପିତରଙ୍କର ଦୁଇଟି ଭିନ୍ନ ଦୃଷ୍ଟିକୋଣକୁ ବୁଝାଏ I “ଆତ୍ମା” ତାହାଙ୍କର ଆନ୍ତରିକ ଇଛା I “ଶରୀର” ମାନବିୟ ଦକ୍ଷତା ଓ ଶକ୍ତି ଅଟେ I (ଦେଖ: /WA-Catalog/or_tm?section=translate#figs-metonymy)

Mark 14:39

used the same words

ସେ ଯେପରି ପୁର୍ବରୁ ପ୍ରାର୍ଥନା କରୁଥିଲେ ସେହିପରି ପ୍ରାର୍ଥନା କଲେ

Mark 14:40

found them sleeping

“ସେମାନଙ୍କୁ” ଶବ୍ଦ ପିତର, ଯାକୁବ, ଓ ଯୋହନଙ୍କୁ ବୁଝାଏ I

for their eyes were heavy

ଏଠାରେ ଲେଖକ ନିଦ୍ରାଳୁ ଲୋକମାନଙ୍କ ନିମନ୍ତେ ଜାଗ୍ରତ ରହିବା କଠିନ ବିଷୟ କହୁଛନ୍ତି ଯେପରି “ନିଦ୍ରାଳୁ ଚକ୍ଷୁ” I ଅନ୍ୟଏକ ଅନୁବାଦରେ: “କାରଣ ସେମାନଙ୍କୁ ନିଦ୍ରିତ ଦେଖି ସେମାନଙ୍କର ଆଖି ନିଦରେ ମାଡିପଡୁ ଥିଲା “ (ଦେଖ: /WA-Catalog/or_tm?section=translate#figs-metaphor)

Mark 14:41

He came the third time

ଯୀଶୁ ଯାଇ ପୁଣି ପ୍ରାର୍ଥନା କଲେ I ପୁଣି ସେ ତୃତୀୟ ଥର ସେମାନଙ୍କ ପାଖକୁ ଆସିଲେ I ଏହି ବିଷୟକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପରେ ସେ ଯାଇ ପ୍ରାର୍ଥନା କଲେ I ସେ ତୃତୀୟ ଥର ଆସି ଦେଖିଲେ” (ଦେଖ: /WA-Catalog/or_tm?section=translate#figs-explicit)

Are you still sleeping and taking your rest?

ଯୀଶୁ ଶିଷ୍ୟମାନେ ଜାଗ୍ରତ ରହି ପ୍ରାର୍ଥନା ନକରିବାରୁ ବିରକ୍ତ ପ୍ରକାଶ କଲେ I ଯଦି ଆବଶ୍ବକ ହୁଏ ଏହାକୁ ଏକ ଉକ୍ତି ଭାବରେ ବ୍ୟାଖ୍ୟାତ୍ମକ ପ୍ରଶ୍ନ କରି ଅନୁବାଦ କର I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଏପର୍ଯ୍ୟନ୍ତ ଶୋଇଅଛ ଓ ବିଶ୍ରାମ କରୁଅଛ !” (ଦେଖ: /WA-Catalog/or_tm?section=translate#figs-rquestion)

The hour has come

ଯୀଶୁଙ୍କ ଦୁଖଭୋଗ ଓ ଶତ୍ରୁ ହସ୍ତରେ ସମର୍ପଣ ହେବା ସମୟ ଉପସ୍ଥିତ I

Look!

ଶୁଣ !

The Son of Man is being betrayed

ଯୀଶୁ ଶିଷ୍ୟମାନଙ୍କୁ ଚେତନା ଦେଉଛନ୍ତି ଯେ ଶତ୍ରୁମାନେ ପହଞ୍ଚି ଗଲେଣି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ, ମନୁଷ୍ୟ ପୁତ୍ର, ସମର୍ପିତ ହେବାକୁ ଯାଉଅଛି“ (ଦେଖ: /WA-Catalog/or_tm?section=translate#figs-activepassive)

Mark 14:43

General Information:

୪୪ ପଦ କିପରି ଯିହୁଦା ଯିହୁଦୀ ନେତାମାନଙ୍କ ସହ ଯୀଶୁଙ୍କୁ ଧରିବା ନିମନ୍ତେ ଆଯୋଜନ କଲା ତାହାର ପ୍ରାକ ତଥ୍ୟ ଦିଏ I (ଦେଖ: /WA-Catalog/or_tm?section=translate#writing-background)

Connecting Statement:

ଯିହୁଦା ଯୀଶୁଙ୍କୁ ଚୁମ୍ବନ ଦେଇ ସମର୍ପିତ କଲା, ଓ ଶିଷ୍ୟମାନେ ସମସ୍ତେ ପଳାଇଗଲେ I

Mark 14:44

Now his betrayer

ଏହା ଯିହୁଦାଙ୍କୁ ବୁଝାଏ I

he is the one

ଏଠାରେ “ଜଣେ” ମନୁଷ୍ୟମାନଙ୍କ ମଧ୍ୟରୁ ଯିହୁଦା ଚିହ୍ନଟ କରିବାକୁ ଯାଉଥିବା ବୁଝାଏ I ଅନ୍ୟଏକ ଅନୁବାଦରେ: “ତୁମେ ଯାହାକୁ ଅନ୍ବେଷଣ କରୁଥିଲ ସେ ସେହି” (ଦେଖ: /WA-Catalog/or_tm?section=translate#figs-explicit)

Mark 14:45

he kissed him

ଯିହୁଦା ତାହାଙ୍କୁ ଚୁମ୍ବନ କଲା

Mark 14:46

laid hands on him and seized him

ଏହି ଦୁଇଟି ବାକ୍ୟାଂଶର ଅର୍ଥକୁ ଗୁରୁତ୍ବାରୋପ କରିବା ନିମନ୍ତେ ସମାନ ଅଟେ ଓ ସେମାନେ ଯୀଶୁଙ୍କୁ ଧରିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କୁ ଧରିଲେ ଓ ତାହାଙ୍କୁ ବନ୍ଦି କଲେ” କିମ୍ବା “ତାହାଙ୍କୁ ବନ୍ଦି କଲେ” (ଦେଖ: /WA-Catalog/or_tm?section=translate#figs-parallelism)

Mark 14:47

who stood by

ଯେ ନିକଟରେ ଠିଆ ହୋଇଥିଲେ

Mark 14:48

Jesus said to them

ଯୀଶୁ ଲୋକସମୁହକୁ କହିଲେ

Do you come out, as against a robber, with swords and clubs to capture me?

ଯୀଶୁ ଲୋକସମୁହକୁ ବିରକ୍ତ ହେଲେ I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମେ ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଠେଙ୍ଗା ଘେନି ମୋତେ ଧରିବାକୁ ଆସିଲ !” (ଦେଖ: /WA-Catalog/or_tm?section=translate#figs-rquestion)

Mark 14:49

But this was done that

କିନ୍ତୁ ଏହି ସମସ୍ତ ଘଟୁଅଛି

Mark 14:50

All those with Jesus

ଏହା ଶିଷ୍ୟମାନଙ୍କୁ ବୁଝାଏ I

Mark 14:51

linen

ଖଣ୍ଡେ ସରୁ ଚାଦର ଘୋଡାଇ ହୋଇ

that was wrapped around him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ତାହାର ଚାରିପଟେ ଘୋଡାଇ ହୋଇଅଛି” (ଦେଖ: /WA-Catalog/or_tm?section=translate#figs-activepassive)

When the men seized him

ଯେତେବେଳେ ସେମାନେ ତାହାକୁ ଧରିଲେ

Mark 14:52

he left the linen garment

ଯେପରି ଜଣେ ବ୍ୟକ୍ତି ଦୌଡିବା ପାଇଁ ଚେଷ୍ଟା କରୁଥିବା ସମୟରେ, ଅନ୍ୟମାନେ ତାହାର ଚାଦରକୁ ଧରିଲେ, ତାକୁ ବାଧା ଦେବା ନିମନ୍ତେ ଚେଷ୍ଟା କରୁଥିଲେ I

Mark 14:53

Connecting Statement:

ପରେ ପ୍ରଧାନ ଯାଜକ ମାନେ, ଶାସ୍ତ୍ରୀମାନେ, ଓ ପ୍ରାଚୀନଗଣ ଯୀଶୁଙ୍କୁ ମହାଯାଜକ ନିକଟକୁ ଘେନି ଗଲେ, ପିତର କିଛି ଦୁରରେ ରହି ଏସବୁ ଦେଖୁଥିଲେ ଯେ କିଛି ଲୋକମାନେ ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଉଥିଲେ I

There were gathered with him all the chief priests, the elders, and the scribes

ଏହାକୁ ପୁନଃ ସଜାଡି ପାର ଯେପରି ଏହା ବୁଝିବାକୁ ସହଜ ହେବ I “ସମସ୍ତ ପ୍ରଧାନ ଯାଜକ, ପ୍ରାଚୀନଗଣ ଓ ଶାସ୍ତ୍ରୀମାନେ ସେଠାରେ ଏକତ୍ର ହେଲେ”

Mark 14:54

Now

ଯେଉଁ ସମୟରେ ଲେଖକ ଆମ୍ଭମାନଙ୍କୁ ପିତରଙ୍କ ବିଷୟରେ କହିବାକୁ ଯାଉଛନ୍ତି ସେହିଠାରେ ମୁଖ୍ୟ କାହାଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ଏଠାରେ ବ୍ୟବାହାର ହୋଇଛି I

as far as the courtyard of the high priest

ପିତର ଯୀଶୁଙ୍କୁ ଅନୁସରଣ କଲେ, ସେ ପ୍ରଧାନ ଯାଜକଙ୍କ ଫାଟକରେ ବନ୍ଦ ହେଲେ I ଏହାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ମହାଯାଜକଙ୍କର ପ୍ରାଙ୍ଗଣ ପର୍ଯ୍ୟନ୍ତ ଭିତରକୁ ଗଲେ” (ଦେଖ: /WA-Catalog/or_tm?section=translate#figs-explicit)

He sat among the guards

ପିତର ସୁରକ୍ଷା କର୍ମୀମାନଙ୍କ ସହିତ ବସିଲେ ଯେଉଁମାନେ ସେହି ପ୍ରାଙ୍ଗଣରେ କର୍ମଚାରୀ ଥିଲେ I ଅନ୍ୟଏକ ଅନୁବାଦରେ: “ସେ ସୁରକ୍ଷାକର୍ମୀମାନଙ୍କ ସହିତ ବସିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 14:55

Now

ଏହି ଶବ୍ଦ କାହାଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଛି ଯେପରି ଲେଖକ ଆମ୍ଭମାନଙ୍କୁ ଯୀଶୁଙ୍କ ବିଚାର ସମ୍ବନ୍ଧରେ ପ୍ରକାଶ କରନ୍ତି I

they might put him to death

ସେଠାରେ ସମସ୍ତେ ଯୀଶୁଙ୍କୁ କୃଶରେ ଚଢାଇବା ଲୋକମାନଙ୍କ ମଧ୍ୟରୁ ନଥଲେ; ବରଂ, ସେମାନେ ଏହାକୁ କରିବା ନିମନ୍ତେ କାହାକୁ ଆଦେଶକୁ ଅପେକ୍ଷା କରୁଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ ଯୀଶୁଙ୍କୁ ବଧ କରିବାକୁ ଚାହୁଁଥିଲେ” କିମ୍ବା “ସେମାନଙ୍କ ମଧ୍ୟରୁ କେହିଜଣେ ଯୀଶୁଙ୍କୁ ବଧ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

But they did not find any

ଯୀଶୁଙ୍କ ବିରୁଦ୍ଧରେ ସେମାନେ ସାକ୍ଷ୍ୟ ପାଇଲେ ନାହିଁ ଯେପରି ତାହାଙ୍କୁ ଦୋଷାରୋପ କରି ପାରିବେ ଓ ତାହାଙ୍କୁ ବଧ କରି ପାରିବେ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ବିରୁଦ୍ଧରେ ଦୋଷାରୋପ ସାକ୍ଷ୍ୟ ଅନୁସନ୍ଧାନ କରିବାକୁ ଲାଗିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 14:56

brought false testimony against him

ଏଠାରେ ମିଥ୍ୟା ସାକ୍ଷୀମାନଙ୍କୁ ବର୍ଣ୍ଣନା କରାଯାଇଛି ଯେପରି ସେମାନେ ମିଥ୍ୟା ସାକ୍ଷ୍ୟ କେହିଜଣେ ଦେଲେ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ ତାହାଙ୍କୁ ଦୋଷାରୋପ କଲେ”(ଦେଖ: /WA-Catalog/or_tm?section=translate#figs-metaphor)

their testimony did not agree

ଏହାକୁ ଆସ୍ତିକ ବାକ୍ୟରେ ଲେଖାଯାଇ ପାରିବ I “କିନ୍ତୁ ସେମାନଙ୍କର ସାକ୍ଷ୍ୟ ପରସ୍ପରକୁ ବିରୋଧୀ କଲା”

Mark 14:57

brought false testimony against him

ଏଠାରେ ମିଥ୍ୟା ସାକ୍ଷ୍ୟ କହିବା ବିଷୟରେ ବର୍ଣ୍ଣନା କରାଯାଇଛି ଯେପରି ଏହା ଏକ ଦୃଶ୍ୟ ବସ୍ତୁ ତାହାକୁ କହିଜଣେ ବୋହି ନେବ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ“ (ଦେଖ: /WA-Catalog/or_tm?section=translate#figs-metaphor)

Mark 14:58

We heard him say

ଯୀଶୁ କହୁଥିବାର ଆମ୍ଭେମାନେ ଶୁଣି ଅଛୁ I “ଆମ୍ଭେ” ଶବ୍ଦ ଯୀଶୁଙ୍କ ବିରୁଦ୍ଧରେ ଯେଉଁମାନେ ମିଥ୍ୟା ସାକ୍ଷ୍ୟ ଆଣିଲେ ଓ କିନ୍ତୁ ସେ ଯେଉଁମାନଙ୍କୁ କହୁଥିଲେ ସେମାନଙ୍କୁ ମିଶାଇଲେ ନାହିଁ ସେମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-exclusive)

made with hands

ଏଠାରେ “ହସ୍ତକୃତ” ମନୁଷ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ଦ୍ବାରା ନିର୍ମିତ ... ମନୁଷ୍ୟର ବିନା ସାହାଯ୍ୟରେ” କିମ୍ବା “ମନୁଷ୍ୟ ଦ୍ବାରା ନିର୍ମାଣ କରିବା ... ମନୁଷ୍ୟର ବିନା ସାହାଯ୍ୟରେ” (ଦେଖ: /WA-Catalog/or_tm?section=translate#figs-synecdoche)

in three days

ତିନିଦିନ ମଧ୍ୟରେ I ଏହାର ଅର୍ଥ ଯେ ତିନିଦିନ ସମୟ ମଧ୍ୟରେ ମନ୍ଦିର ତିଆରି ହୋଇଯିବ I

will build another

“ମନ୍ଦିର” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ I ଏହାକୁ ପୁନରାବୃତ୍ତି କରାଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଆଉ ଗୋଟିଏ ମନ୍ଦିର ନିର୍ମାଣ କରିବ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 14:59

did not agree

ପରସ୍ପର ମିଶୁ ନଥିଲା I ଏହାକୁ ଆସ୍ତିକ ବାକ୍ୟରେ ଲେଖାଯାଇ ପାରିବ I

Mark 14:60

Connecting Statement:

ଯେତେବେଳେ ଯୀଶୁ ଉତ୍ତର ଦେଲେ ସେ ଖ୍ରୀଷ୍ଟ, ମହାଯାଜକ ଓ ସମସ୍ତ ନେତାମାନେ ତାହାଙ୍କୁ ଦୋଷାରୋପ କଲେ ଯେପରି ସେ ମୃତ୍ୟୁ ପାଇବାକୁ ଯୋଗ୍ୟ ଥିଲେ I

stood up among them

ଯୀଶୁ କ୍ରୋଧାନ୍ବିତ ଲୋକସମୁହ ମଧ୍ୟରେ ଠିଆ ହୋଇ ସେମାନଙ୍କୁ କହିଲେ I ଯେତେବେଳେ ଯୀଶୁ କହିବା ନିମନ୍ତେ ମଝିରେ ଠିଆ ହେଲେ ସେତେବେଳେ କେଉଁମାନେ ଉପସ୍ଥିତ ଥିଲେ ତାହା ଦେଖେଇବା ନିମନ୍ତେ ଅନୁବାଦ କର I ଅନ୍ୟଏକ ଅନୁବାଦରେ: “ମହାଯାଜକ, ଶାସ୍ତ୍ରୀମାନେ, ଓ ପ୍ରାଚୀନମାନଙ୍କ ମଧ୍ୟରେ ଠିଆ ହେଲେ“ (ଦେଖ: /WA-Catalog/or_tm?section=translate#figs-explicit)

Have you no answer? What is it these men testify against you?

ମହାଯାଜକ ତଥ୍ୟ ନିମନ୍ତେ ଯୀଶୁଙ୍କୁ ପଚାରୁ ନଥିଲେ ସାକ୍ଷୀ ଯାହା କହିଲେ I ସାକ୍ଷୀମାନେ ଯାହା କହୁଥିଲେ ତାହା ଭୁଲ ପ୍ରମାଣିତ କରିବା ପାଇଁ ସେ ଯୀଶୁଙ୍କୁ ପଚାରୁଥିଲେ I ଅନ୍ୟଏକ ଅନୁବାଦରେ: “ତୁମେ କିଛି ଉତ୍ତର ଦେବ ନାହିଁ କି ? ଏହି ସାକ୍ଷ୍ୟମାନଙ୍କ ତୁମ୍ଭ ବିରୁଦ୍ଧରେ କହିବା ମୁତାବକ ତୁମେ କ’ଣ କହୁଅଛ ?“ (ଦେଖ: /WA-Catalog/or_tm?section=translate#figs-explicit)

Mark 14:61

the Son of the Blessed

ଏଠାରେ ଈଶ୍ବରଙ୍କୁ “ମଙ୍ଗଳମୟ” କୁହାଯାଇଛି I ଏହାକୁ ତୁମ ଭାଷାରେ :ପିତା”କୁ ସମାନ ଶବ୍ଦରେ ଅନୁବାଦ କର ଯେପରି ମାନବିୟ “ପୁତ୍ର”କୁ ବୁଝାଉଥିବ I ଅନ୍ୟଏକ ଅନୁବାଦରେ: “ମଙ୍ଗଳ ମୟଙ୍କ ପୁତ୍ର” କିମ୍ବା “ଈଶ୍ବରଙ୍କ ପୁତ୍ର” (ଦେଖ: /WA-Catalog/or_tm?section=translate#figs-nominaladj/WA-Catalog/or_tm?section=translate#guidelines-sonofgodprinciples)

Mark 14:62

I am

ଏହାର ଦ୍ବି-ଅର୍ଥ ଥିଲା ପରି ମନେହୁଏ: ୧) ମହାଯାଜକର ପ୍ରଶ୍ନର ଉତ୍ତର ଦେଇ ଓ ୨) ଆପଣାକୁ ସମ୍ବୋଧନ କରି “ଆମ୍ଭେ” ପୁରାତନ ନିୟମରେ ଯାହା ଈଶ୍ବର ଆପଣାକୁ ସମ୍ବୋଧନ କରନ୍ତି I

he sits at the right hand of power

ଏଠାରେ “ମହା ପରାକ୍ରମ” ଈଶ୍ବରଙ୍କୁ ଉପସ୍ଥାପନା କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I “ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ ଉପବିଷ୍ଟ ହେବା“ ଈଶ୍ବରଙ୍କଠାରୁ ମହା ସମ୍ମାନ ଓ ଅଧିକାର ଗ୍ରହଣ କରିବା ନିମନ୍ତେ ଏକ ସଙ୍କେତିକ କାର୍ଯ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ସେ ପରାକ୍ରମଙ୍କ ଦକ୍ଷିଣ ପାର୍ଶ୍ବରେ ଉପବିଷ୍ଟ ହେବାର ତୁମେ ଦେଖିବ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#translate-symaction)

comes with the clouds of heaven

ଏଠାରେ ମେଘମାଳା ଯୀଶୁଙ୍କ ଆଗମନରେ ତାହାଙ୍କ ସଙ୍ଗରେ ଥିବା ପରି ବର୍ଣ୍ଣନା କରାଯାଇଛି I ଅନ୍ୟଏକ ଅନୁବାଦରେ: “ଯେତେବେଳେ ସେ ଆକାଶର ମେଘମାଳାରେ ଆଗମନ କରିବା ଦେଖିବ” (ଦେଖ: /WA-Catalog/or_tm?section=translate#figs-metaphor)

Mark 14:63

tore his garments

ସେଥିରେ ମହାଯାଜକ ଆପଣା ଅଙ୍ଗ ରଖା ଚିରି କହିଲେ ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କି ପ୍ରୟୋଜନ I ଅନ୍ୟଏକ ଅନୁବାଦରେ: “ଆପଣା ଅଙ୍ଗରଖା ଚିରି କ୍ଷଭ ପ୍ରକାଶ କଲେ “

Do we still need witnesses?

ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କର ସାକ୍ଷ୍ୟରେ ଆଉ କି ପ୍ରୟୋଜନ !” (ଦେଖ: /WA-Catalog/or_tm?section=translate#figs-rquestion)

Mark 14:64

You have heard the blasphemy

ଏହା ଯୀଶୁ କ’ଣ କହିଲେ ତାହାକୁ ବୁଝାଏ, ଯାହା ମହାଯାଜକ ଈଶ୍ବର ନିନ୍ଦା କହନ୍ତି I ଅନ୍ୟଏକ ଅନୁବାଦରେ: “ଆପଣମାନେ ତ ଈଶ୍ବର ନିନ୍ଦା ଶୁଣିଲେ” (ଦେଖ: /WA-Catalog/or_tm?section=translate#figs-explicit)

They all

ସେହି ଗୃହରେ ଥିବା ସମସ୍ତ ଲୋକ

Mark 14:65

Some began to

ଗୃହରେ ଥିବା କିଛି ଲୋକ

to cover his face

ସେମାନେ ମୁହଁରେ ଲୁଗା ଗୋଡାଇଲେ କିମ୍ବା ଅନ୍ଧ ପୁତୁଲି, ଯେପରି ସେ କିଛି ଦେଖି ପାରିବ ନାହିଁ I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କ ମୁଖକୁ ଲୁଗାରେ ଢାଙ୍କି ଦେଲେ” (ଦେଖ: /WA-Catalog/or_tm?section=translate#figs-explicit)

Prophesy

ସେମାନେ ତାହାଙ୍କୁ ପରିହାସ କଲେ, ତାହାଙ୍କ ମୁହଁକୁ ଘୋଡାଇ ତାହାଙ୍କୁ ବିଧା ମାରୀ କହିବାକୁ ଲାଗିଲେ, ଟୁ ପରା ଭାବବାଦୀ I ଅନ୍ୟଏକ ଅନୁବାଦରେ: “ତୁମକୁ କିଏ ମାରିଲା ଭାବବାଣୀ କର” (ଦେଖ: /WA-Catalog/or_tm?section=translate#figs-explicit)

officers

ରାଜ୍ୟପାଳ ଗୃହର ପଦାତିକ ମାନେ

Mark 14:66

Connecting Statement:

ଯେପରି ଯୀଶୁ ଭବିଷ୍ୟବାଣୀ କରିଥିଲେ, କୁକୁଡା ରାବିବା ପୁର୍ବରୁ ପିତର ଯୀଶୁଙ୍କୁ ତିନିଥର ଅସ୍ବିକାର କରି ସାରିଲେଣି I

below in the courtyard

ପ୍ରାଙ୍ଗଣ ବାହାରେ

one of the servant girls of the high priest

ମହାଯାଜକଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ଜଣେ ଦାସୀ I ଅନ୍ୟଏକ ଅନୁବାଦରେ: “ମହାଯାଜକଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ଦାସୀମାନଙ୍କ ମଧ୍ୟରୁ ଜଣେ” (ଦେଖ: /WA-Catalog/or_tm?section=translate#figs-explicit)

Mark 14:68

denied

ଏହାର ଅର୍ଥ କିଛି ଦାବି ସତ୍ୟ ନୁହେଁ I ଏହି ପରିସ୍ଥିତିରେ, ପିତର କହୁଥିଲେ ଯାହା ମହା ଯାଜକଙ୍କ ଦାସୀ ପିତରଙ୍କ ବିଷୟରେ ଯାହା କହୁଥିଲେ ତାହା ସତ୍ୟ ନୁହେଁ I

neither know nor understand what you are talking about

ଏଠାରେ ଉଭୟ “ଜାଣ” ଓ “ବୁଝ” ଶବ୍ଦର ଅର୍ଥ ସମାନ ଅଟେ I ପିତରଙ୍କ ଉତ୍ତରକୁ ପୁନରାବୃତ୍ତି କରା ଯାଇଅଛି I ଅନ୍ୟଏକ ଅନୁବାଦରେ: “ମୁଁ ପ୍ରକୃତରେ ବୁଝିପାରୁ ନାହିଁ ତୁମେ କେଉଁ ବିଷୟରେ କଥା ହେଉଛ” (ଦେଖ: /WA-Catalog/or_tm?section=translate#figs-doublet)

Mark 14:69

the servant girl

ଏ ହେଉଛି ସେହି ଦାସୀ ଯେ ପୁର୍ବରୁ ପିତରଙ୍କୁ ଚିହ୍ନିଥିଲା I

one of them

ଲୋକମାନେ ପିତରଙ୍କୁ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ବୋଲି ଚିହ୍ନି ପାରୁଥିଲେ I ଏହା ଅଧିକ ସ୍ପଷ୍ଟ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ଜଣେ ଶିଷ୍ୟ” କିମ୍ବା “ସେମାନେ ଯାହାକୁ ବନ୍ଦୀ କରିଛନ୍ତି ଏ ସେମାନଙ୍କ ମଧ୍ୟରୁ ଜଣେ“ (ଦେଖ: /WA-Catalog/or_tm?section=translate#figs-explicit)

Mark 14:71

to put himself under curses

ଯଦି ତୁମ ଭାଷାରେ ବ୍ୟକ୍ତିର ନାମ ଅଛି ଯେ ଅନ୍ୟ କାହାକୁ ଈଶ୍ବରଙ୍କ ନାମରେ ଅଭିଶାପ ଦେଇଥାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ନାମରେ ରାଣ ପକାଏ” (ଦେଖ: /WA-Catalog/or_tm?section=translate#figs-idiom)

Mark 14:72

rooster immediately crowed

କୁକୁଡା ଗୋଟିଏ ପକ୍ଷୀ ଯିଏ ପ୍ରାତଃକାଳରେ ବୋବାଏ I ଏହାର ଉଚ୍ଚ ସ୍ବର “କୁକୁଡା ଡାକିବା” I

a second time

ଏଠାରେ ଦ୍ବିତୀୟ କ୍ରମିକ ସଂଖ୍ୟା ଅଟେ I (ଦେଖ: /WA-Catalog/or_tm?section=translate#translate-ordinal)

he broke down

ଏହି ରୁଢିର ଅର୍ଥ ଯେ ସେ ଅଟ୍ୟନ୍ତ ଦୁଖରେ ଥିଲେ ଓ ସେ ତାହାଙ୍କ ଭାବପ୍ରବଣତାକୁ ନିତନ୍ତ୍ରଣରେ ରଖି ପାରିଲେ ନାହିଁ I ଅନ୍ୟଏକ ଅନୁବାଦରେ: “ସେ ଦୁଖରେ ମ୍ରିୟମାଣ ହେଲେ” କିମ୍ବା “ସେ ତାହାଙ୍କ ଭାବପ୍ରବଣକୁ ସଂଯମରେ ରଖି ପାରିଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-idiom)