Mark 15

ମାର୍କ ୧୫ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

“ମନ୍ଦିରର ବିଛେଦବସ୍ତ୍ର ଦୁଇ ଭାଗରେ ଚିରିଗଲା”

ମନ୍ଦିରର ବିଛେଦବସ୍ତ୍ର ଗୁରୁତ୍ବପୁର୍ଣ୍ଣ ସଙ୍କେତ ଥିଲା ଯାହା ଦେଖାଏ ଯେ କେହିଜଣେ ଲୋକମାନଙ୍କ ପକ୍ଷରୁ ଈଶ୍ବରଙ୍କୁ ବିନତୀ କରେ I ସେମାନେ ସିଧାସଳଖ ଈଶ୍ବରଙ୍କୁ କହି ପାରିବେ ନାହିଁ କାରଣ ସମସ୍ତେ ପାପ କରିଛନ୍ତି ଓ ଈଶ୍ବର ପାପକୁ ଘୃଣା କରନ୍ତି I ଈଶ୍ବର ବିଛେଦବସ୍ତ୍ର ଚିରି ଦେଲେ ଅର୍ଥାତ ବର୍ତ୍ତମାନ ଠାରୁ ଯୀଶୁଙ୍କର ଲୋକମାନେ ଈଶ୍ବରଙ୍କ ସହିତ ସିଧାସଳଖ କଥା ହୋଇ ପାରିବେ କାରଣ ଯୀଶୁ ସେମାନଙ୍କ ପାପର ପ୍ରାୟଶ୍ଚିତ କଲେ I

ସମାଧି

ଯେଉଁ ସମାଧିରେ ଯୀଶୁଙ୍କୁ ସମାଧିସ୍ଥ କରା ହୋଇଥିଲା ([ମାର୍କ ୧୫:୪୬] (../../15/46.md)) ଏପ୍ରକାର ସମାଧି ଥିଲା ଯେଉଠି ଯିହୁଦୀ ଧନୀ ଲୋକମାନେ ସେମାନଙ୍କର ମୃତ ଲୋକମାନଙ୍କୁ ସମାଧି କରୁଥିଲେ I ଏହା ପର୍ବତକୁ କାଟି ଗୋଟିଏ କୋଠାରୀ ପରି ଥିଲା I ଏହାର ଗୋଟିଏ ପାଖ ସମତଳ ଯେଉଁଠାରେ ସେମାନେ ମୃତ ଶରୀରରେ ତୈଳ ପ୍ରଲେପ କରି ଗୋଟିଏ ସୁକ୍ଷ୍ମ ଲୁଗାରେ ଗୋଡାଇ ରଖନ୍ତି I ପରେ ସେମାନେ ସମାଧିର ସମ୍ମୁଖରେ ଗୋଟିଏ ପ୍ରସ୍ତର ଢାଙ୍କନ୍ତି ଯେପରି କେହି ଭିତରକୁ ଦେଖି ପାରିବେ ନାହିଁ କିମ୍ବା ପ୍ରବେଶ କରି ପାରିବେ ନାହିଁ I

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାରିକ ଶବ୍ଦସମୁହ

ଯୀଶୁଙ୍କୁ ଉପାସନା କରିବା ଛଳନା କରିବା ଦ୍ବାରା ([ମାର୍କ ୧୫:୧୯] (../../mrk/15/18.md)) ଓ ଜଣେ ରାଜାଙ୍କ ସହିତ କଥୋପକଥନ କରିବାରେ ଛଳନା କରି (ମାର୍କ ୧୫:୧୮), ସୈନିକମାନେ ଓ ଯିହୁଦୀମାନେ ଦେଖାନ୍ତି ଯେ ସେମାନେ ଯୀଶୁଙ୍କୁ ଘୃଣା କରନ୍ତି ଓ ସେ ଈଶ୍ବରଙ୍କ ପୁତ୍ର ହେବା ବିଶ୍ବାସ କରନ୍ତି ନାହିଁ I (ଦେଖ: /WA-Catalog/or_tm?section=translate#figs-irony/WA-Catalog/or_tw?section=other#mock)

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ଏଲି, ଏଲି, ଲାମ୍ମା ଶାବକଥାନୀ ?

ଏହା ଆରମିୟ ଭାଷାର ବାକ୍ୟାଂଶ ଅଟେ I ମାର୍କ ଏହାର ଅକ୍ଷରାନ୍ତକରଣ କରି ଏହାର ଉଚାରଣ ଅନୁସାରେ ଗ୍ରୀକ ବର୍ଣ୍ଣମାଳାରେ ଉଲ୍ଲେଖ କଲେ I ପରେ ସେ ଏହାର ଅର୍ଥ ବର୍ଣ୍ଣନା କରୁଛନ୍ତି I (ଦେଖ: /WA-Catalog/or_tm?section=translate#translate-transliterate)

Mark 15:1

Connecting Statement:

ଯେତେବେଳେ ପ୍ରଧାନ ଯାଜକ, ପ୍ରାଚୀନଗଣ, ଶାସ୍ତ୍ରୀମାନେ ଓ ମହାସଭା ଯୀଶୁଙ୍କୁ ପିଲାତଙ୍କ ନିକଟରେ ସମର୍ପଣ କଲେ, ସେମାନେ ଯୀଶୁଙ୍କୁ ଅନେକ ଖରାପ କାର୍ଯ୍ୟ କରିଛନ୍ତି ବୋଲି ଦୋଷାରୋପ କଲେ I ଯେତେବେଳେ ପିଲାତ ପଚାରିଲେ ଯେ ସେମାନେ ଯାହା କହିଛନ୍ତି କ’ଣ ସତ୍ୟ ଅଟେ, ଯୀଶୁ କୌଣସି ଉତ୍ତର ଦେଲେ ନାହିଁ I

they bound Jesus and led him away

ସେମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଆଦେଶ ଦେଲେ, କିନ୍ତୁ ଏହା ପ୍ରକୃତରେ ଯୀଶୁଙ୍କୁ ରକ୍ଷୀମାନେ ବନ୍ଦୀ କଲେ ଓ ତାହାଙ୍କୁ ଆଣିଲେ I ଅନ୍ୟଏକ ଅନୁବାଦରେ: “ ସେମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଆଦେଶ ଦେଲେ କିନ୍ତୁ ପ୍ରକୃତରେ ଯେଉଁ ରକ୍ଷୀମାନେ ଥିଲେ ସେମାନେ ତାହାଙ୍କୁ ବନ୍ଦୀ କଲେ ଓ ବାହାରକୁ ନେଇଗଲେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କୁ ବନ୍ଦୀ କରିବା ନିମନ୍ତେ ଆଦେଶ ଦେଲେ ଓ ତାପରେ ତାହାଙ୍କୁ ବାହାରକୁ ନେଇଗଲେ” କିମ୍ବା “ସେମାନେ ଯୀଶୁଙ୍କୁ ବନ୍ଦୀ କରିବା ନିମନ୍ତେ ରକ୍ଷୀମାନଙ୍କୁ ଆଦେଶ ଦେଲେ ଓ ପରେ ସେମାନେ ତାହାଙ୍କୁ ବାହାରକୁ ନେଲେ” (ଦେଖ: /WA-Catalog/or_tm?section=translate#figs-metonymy)

They handed him over to Pilate

ସେମାନେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ପଠାଇଲେ ଓ ଯୀଶୁଙ୍କ ଉପରେ ଅଧିକାରକୁ ତାଙ୍କୁ ଦେଲେ I

Mark 15:2

You say so

ସାମ୍ଭାବିତ ଅର୍ଥଗୁଡିକ ୧) ଏହା କହିବା ଦ୍ବାରା, ଯୀଶୁ ପିଲାତଙ୍କୁ କହିବାକୁ ଲାଗିଲେ, ଯୀଶୁ ନୁହେଁ, ଯିହୁଦୀମାନଙ୍କର ରାଜା ସେମାନଙ୍କ ମଧ୍ୟରୁ ଜଣେ କହିଲେ I ଅନ୍ୟଏକ ଅନୁବାଦରେ: “ଆପଣ କହୁଛନ୍ତି “ କିମ୍ବା ୨) ଏହା କହିବା ଦ୍ବାରା, ଯୀଶୁ କହିବାର ଅର୍ଥ ଏହି ଯେ ସେ ଯିହୁଦୀମାନଙ୍କର ରାଜା ଅଟନ୍ତି I ଅନ୍ୟଏକ ଅନୁବାଦରେ: “ ହଁ, ଆପଣ ଯେ କହୁଛନ୍ତି, ମୁଁ ସେହି” କିମ୍ବା “ହଁ, ଆପଣ ଯେପରି କହିଲେ “ (ଦେଖ: /WA-Catalog/or_tm?section=translate#figs-explicit)

Mark 15:3

were presenting many charges against Jesus

ଅନେକ ବିଷୟରେ ଦୋଷାରୋପ କରୁଥିଲେ କିମ୍ବା “ଯୀଶୁ ଅନେକ ଭୁଲ କାର୍ଯ୍ୟ କରିଛନ୍ତି କହୁଥିଲେ “

Mark 15:4

Pilate again asked him

ପିଲାତ ଯୀଶୁଙ୍କୁ ଆଉଥରେ ପଚାରିଲେ

Do you give no answer

ଏହା ଆସ୍ତିବାଚକ ଉକ୍ତିରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମର କିଛି ଉତ୍ତର ଅଛି କି”

See

ଦେଖ କିମ୍ବା “ଶୁଣ” କିମ୍ବା ମୁଁ ଯେଉଁ ବିଷୟ କହିବି ସେଥିରେ ଧ୍ୟାନ ଦିଅ”

Mark 15:5

that amazed him

ଏହା ପିଲାତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କଲା ଯେ ଯୀଶୁ ନିରୁତ୍ତର ରହିଲେ ଓ ନିଜକୁ ପ୍ରତିବାଦ କଲେ I

Mark 15:6

Connecting Statement:

ପିଲାତ, ଆଶା କରୁଥିଲେ କି ଲୋକସମୁହ ଯୀଶୁଙ୍କୁ ମନୋନିତ କରିବେ, ବନ୍ଦୀକୁ ମୁକ୍ତ କରୁଥିଲେ, କିନ୍ତୁ ଲୋକସମୁହ ଯୀଶୁଙ୍କ ପରିବର୍ତ୍ତେ ବାରବ୍ବାକୁ ମାଗିଲେ I

Now

ଏହି ଶବ୍ଦଗୁଡିକ ଏଠାରେ ମୁଖ୍ୟ କାହାଣୀର ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରାଯାଇଛି ଯେପରି ଲେଖକ ପ୍ରାକ ତଥ୍ୟକୁ ସ୍ଥାନାନ୍ତର କରି କହିଲେ ଯେ ପର୍ବ ସମୟରେ ଜଣେ ବନ୍ଦୀ ବାରବ୍ବାକୁ ମୁକ୍ତ କରିବା ପିଲାତଙ୍କ ଏକ ପ୍ରଥା ଥିଲା I (ଦେଖ: /WA-Catalog/or_tm?section=translate#writing-background)

Mark 15:7

There with the rebels in prison ... in the rebellion, was a man named Barabbas

ସେହି ସମୟରେ ବାରବ୍ବା ନାମରେ ଜଣେ ଲୋକ ଥିଲେ, ଯେ ଅନ୍ୟମାନଙ୍କ ସହ କାରାଗାରରେ ଥିଲା I ସେମାନେ ରୋମିୟ ସରକାରଙ୍କ ବିରୁଦ୍ଧାଚରଣ କରି ନରହତ୍ୟାକାରୀ ଥିଲେ

Mark 15:8

to do for them as he had done in the past

ଏହା ପିଲାତ ପର୍ବର ସମୟରେ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ନିମନ୍ତେ ଜଣେ ବନ୍ଦୀକୁ ସେ ମୁକ୍ତ କରି ଆସୁଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Mark 15:10

For he knew that it was because of envy ... Jesus over to him

ଏହା କାହିଁକି ଯୀଶୁ ପିଲାତଙ୍କୁ ସମର୍ପଣ କରିବା ବିଷୟରେ ପ୍ରାରମ୍ଭିକ ସୁଚନା ଅଟେ I (ଦେଖ: /WA-Catalog/or_tm?section=translate#writing-background)

it was because of envy that the chief priests

ସେମାନେ ଯୀଶୁଙ୍କୁ ଇର୍ଷା କରୁଥିଲେ, କାରଣ ଅନେକ ଲୋକମାନେ ତାହାଙ୍କୁ ଅନୁସରଣ କରୁଥିଲେ ଓ ତାହାଙ୍କ ଶିଷ୍ୟ ହେଉଥିଲେ I ଅନ୍ୟଏକ ଅନୁବାଦରେ: “କାରଣ ପ୍ରଧାନ ଯାଜକମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ I ସେଥିପାଇଁ ସେମାନେ” କିମ୍ବା “ଯୀଶୁଙ୍କ ଲୋକପ୍ରିୟତା ଯୋଗୁଁ ପ୍ରଧାନ ଯାଜକମାନେ ଯୀଶୁଙ୍କ ଉପରେ ଇର୍ଷାନ୍ବିତ ହେଉଥିଲେ I ସେଥିପାଇଁ ସେମାନେ” (ଦେଖ: /WA-Catalog/or_tm?section=translate#figs-explicit)

Mark 15:11

stirred up the crowd

ଲେଖକ ପ୍ରଧାନ ଯାଜକ ଉତ୍ତେଜିତ କରୁଥିବା ବିଷୟରେ କୁହନ୍ତି କିମ୍ବା ଲୋକସମୁହକୁ ବିନତୀ କରୁଥିଲେ ଯେପରି ଲୋକସମୁହ କିଛି ଏକ ପାତ୍ର ଥିଲେ ଯାହାଙ୍କୁ ସେମାନେ ମତାଇଲେ I ଅନ୍ୟଏକ ଅନୁବାଦରେ: “ଲୋକସମୁହକୁ ମତାଇଲେ” କିମ୍ବା “ଲୋକସମୁହକୁ ବିନତୀ କଲେ” (ଦେଖ: /WA-Catalog/or_tm?section=translate#figs-metaphor)

released instead

ସେମାନେ ଯୀଶୁଙ୍କ ପରିବର୍ତ୍ତେ ବାରବ୍ବାକୁ ମୁକ୍ତ କରିବା ନିମନ୍ତେ ବିନତୀ କଲେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ପରିବର୍ତ୍ତେ ମୁକ୍ତ କଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 15:12

Connecting Statement:

ଲୋକସମୁହ ଯୀଶୁଙ୍କ ମୃତ୍ୟୁକୁ ଦାବି କରୁଥିଲେ, ଏଣୁ ପିଲାତ ତାହାଙ୍କୁ ସୈନିକମାନଙ୍କ ହସ୍ତରେ ସମର୍ପଣ କଲେ, ଯେଉଁମାନେ ତାହାଙ୍କୁ ପରିହାସ କଲେ, କଣ୍ଟାର ମୁକୁଟ ପିନ୍ଧାଇଲେ, କୋରଡା ପ୍ରହାର କଲେ, ଓ କୃଶରେ ଚଢାଇଵା ନିମନ୍ତେ ସମର୍ପଣ କଲେ I

What then should I do with the King of the Jews

କିନ୍ତୁ ପିଲାତ ପୁନର୍ବାର ପଚାରିଲେ ଯୀଶୁଙ୍କ ପ୍ରତି ଆମ୍ଭେ କ’ଣ କରିବା ଯଦି ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କରିବେ I ଏହାକୁ ସ୍ପଷ୍ଟଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ମୁଁ ବାରବ୍ବାକୁ ମୁକ୍ତ କରେ, ତେବେ ଯିହୁଦୀମାନଙ୍କ ରାଜାଙ୍କ ପ୍ରତି କଣ କରାଯିବ” (ଦେଖ: /WA-Catalog/or_tm?section=translate#figs-explicit)

Mark 15:14

Pilate said to them

ପିଲାତ ଲୋକସମୁହକୁ କହିଲେ

Mark 15:15

to satisfy the crowd

ସେ ସେମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେମାନେ ଯାହା ଇଛା କଲେ ତାହା କରିବାକୁ ଦେଲେ

He scourged Jesus

ପିଲାତ ପ୍ରକୃତରେ ଯୀଶୁଙ୍କୁ ପ୍ରହାର କରୁ ନଥିଲେ ମାତ୍ର ତାହାର ସୈନ୍ୟମାନେ କଲେ I

scourged

କାରୋଡା ପ୍ରହାର କରିଲେ I ବିଶେଷ ଯନ୍ତ୍ରଣା ଦାୟକ ଚାବୁକରେ “ପ୍ରହାର” କରିବା I

then handed him over to be crucified

ପିଲାତ ତାହାର ସୈନିକମାନଙ୍କୁ ଯୀଶୁଙ୍କୁ କୃଶରେ ଚଢାଇଵା ନିମନ୍ତେ ସମର୍ପଣ କଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କୁ ନେଇ କୃଶରେ ଚଢାଇଵା ପାଇଁ ତାହାର ସୈନିକମାନଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 15:16

the courtyard (which is the government headquarters)

ଯିରୁଶାଲମରେ ରୋମୀୟ ସୈନିକମାନେ ବାସ କରୁଥିଲେ, ଓ ଯେତେବେଳେ ରାଜ୍ୟପାଳ ଯିରୁଶାଲମରେ ରହୁଥିଲେ I ଅନ୍ୟଏକ ଅନୁବାଦରେ: “ସୈନ୍ୟମାନଙ୍କ ପ୍ରାଙ୍ଗଣ ଅର୍ଥାତ ପ୍ରସାଦ” କିମ୍ବା “ରାଜ୍ୟପାଳଙ୍କ ବାସଗୃହର ପ୍ରାଙ୍ଗଣ”

the whole cohort of soldiers

ସୈନ୍ୟମାନଙ୍କ ଏକ ଦଳ

Mark 15:17

They put a purple robe on Jesus

କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ରାଜକୀୟ ମାନେ ପିନ୍ଧୁଥିଲେ I ସୈନ୍ୟମାନେ ବିଶ୍ବାସ କରୁ ନଥିଲେ ଯେ ଯୀଶୁ ରାଜା ଅଟନ୍ତି I ସେମାନେ ପରିହାସ କରିବା ନିମନ୍ତେ ଏହିପରି ବସ୍ତ୍ର ପିନ୍ଧାଇଲେ କାରଣ ଅନ୍ୟମାନେ କହୁଥିଲେ ଯେ ସେ ଯିହୁଦୀମାନଙ୍କ ରାଜା ଥିଲେ I

a crown of thorns

କଣ୍ଟାର ମୁକୁଟ ପିନ୍ଧାଇଲେ

Mark 15:18

Hail, King of the Jews

ନମସ୍କାର “ଶୁଭକାମନା କରିବା” ହାତ ଯୋଡି କେବଳ ରୋମୀୟ ଶାସକଙ୍କୁ ପ୍ରଣାମ କରିବା କ୍ଷେତ୍ରରେ ବ୍ୟବହାର କରାଯାଏ I ସୈନିକମାନେ ଯୀଶୁ ଯିହୁଦୀମାନଙ୍କ ରାଜା ହେବା ବିଶ୍ବାସ କରୁ ନଥିଲେ I ବରଂ’ ସେମାନେ ତାହାଙ୍କୁ ଏହା କହି ପରିହାସ କଲେ I (ଦେଖ: /WA-Catalog/or_tm?section=translate#figs-irony)

Mark 15:19

a reed

ଗୋଟିଏ ନଳ କିମ୍ବା “ଜଷ୍ଟି”

bent their knees

ଜଣେ ବ୍ୟକ୍ତି ଆଣ୍ଠେଇ ପଡି ନଇଁ ପଡେ, ତେଣୁ ଯେଉଁମାନେ ଆଣ୍ଠେଇ ପଡିଲେ ବେଳେବେଳେ ସେମାନଙ୍କୁ “ଆଣ୍ଠୁମାଡି ନମସ୍କାର” କୁହାଯାଏ I ଅନ୍ୟଏକ ଅନୁବାଦରେ: “ଆଣ୍ଠେଇଲେ” କିମ୍ବା “ଆଣ୍ଠୁ ମାଡିଲେ” (ଦେଖ: /WA-Catalog/or_tm?section=translate#figs-metaphor)

Mark 15:21

they forced him to carry his cross

ରୋମୀୟ ବ୍ୟବସ୍ଥାନୁସାରେ, ଜଣେ ସୈନିକ ସେହି ବାଟ ଦେଇ ଯାଉଥିବା ଲୋକକୁ ବୋଝ ବୋହିଵା ନିମନ୍ତେ ଜବରଦସ୍ତ ଆଣି ପାରିବେ I ଏହି ପରିସ୍ଥିତିରେ, ସେମାନେ ଶିମୋନଙ୍କୁ ଯୀଶୁଙ୍କ କୃଶ ବୋହିଵା ନିମନ୍ତେ ବାଧ୍ୟ କଲେ I

from the country

ନଗର ବାହାରୁ

A certain man, ... Rufus), and

ଏହା ପ୍ରାକ ତଥ୍ୟ ସେହି ବ୍ୟକ୍ତିର ଅଟେ ଯାହାଙ୍କୁ ସୈନିକମାନେ ଯୀଶୁଙ୍କ କୃଶ ବହନ କରିବା ନିମନ୍ତେ ବାଧ୍ୟ କଲେ I (ଦେଖ: /WA-Catalog/or_tm?section=translate#writing-background)

Simon ... Alexander ... Rufus

ଏହା ସେହି ବ୍ୟକ୍ତିଙ୍କର ନାମଗୁଡିକ ଅଟନ୍ତି I (ଦେଖ: /WA-Catalog/or_tm?section=translate#translate-names)

Cyrene

ତାହା ଗୋଟିଏ ସ୍ଥାନର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Mark 15:22

Connecting Statement:

ସୈନିକମାନେ ଯୀଶୁଙ୍କୁ ଗଲଗଥା ନାମକ ସ୍ଥାନକୁ ନେଲେ, ଯେଉଁଠାରେ ଆହୁରି ଦୁଇ ଜଣକୁ ସେମାନେ କୃଶରେ ଚଢାଇଲେ I ଅନେକେ ତାହାଙ୍କୁ ପରିହାସ କଲେ I

Place of a Skull

କପାଳ ସ୍ଥଳ କିମ୍ବା “କପାଳ ନାମକ ସ୍ଥାନ” I ଏହା ଏକ ସ୍ଥାନର ନାମ I ଏହାର ଅର୍ଥ ନୁହେ ଯେ ସେହିଠାରେ ଅନେକ କପାଳ ସ୍ଥଳ ଅଛି I (ଦେଖ: /WA-Catalog/or_tm?section=translate#translate-names)

Skull

କପାଳ ମୁଣ୍ଡର ହାଡଗୁଡିକ, କିମ୍ବା ମାଂସ ବିନା ଏକ ମୁଣ୍ଡ I

Mark 15:23

wine mixed with myrrh

ଏହା ବର୍ଣ୍ଣନା କରିବା ଉଚିତ ହେବ ଯେ ଗନ୍ଧରସ ମିଶ୍ରୀତ ଦ୍ରାକ୍ଷାରସ ଯନ୍ତ୍ରଣାରୁ ମୁକ୍ତ କରିବା ଔଷଧ ଅଟେ I ଅନ୍ୟଏକ ଅନୁବାଦରେ: “ଦ୍ରାକ୍ଷାରସ ମିଶ୍ରିତ ଔଷଧକୁ ଗନ୍ଧରସ କୁହାଯାଏ “ କିମ୍ବା “ଦ୍ରାକ୍ଷାରସ ମିଶ୍ରିତ ଯନ୍ତ୍ରଣାରୁ ମୁକ୍ତ କରିବା ଔଷଧକୁ ଗନ୍ଧରସ କୁହାଯାଏ” (ଦେଖ: /WA-Catalog/or_tm?section=translate#figs-explicit)

Mark 15:25

the third hour

ଏଠାରେ ତିନି ଏକ କ୍ରମିକ ସଂଖ୍ୟା ଅଟେ I ଏହା ସକାଳ ୯ ଘଣ୍ଟିକା ସମୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସକାଳ ୯ ଘଣ୍ଟିକା” (ଦେଖ: /WA-Catalog/or_tm?section=translate#translate-ordinal)

Mark 15:26

On a sign

ଯୀଶୁଙ୍କ ମୁଣ୍ଡ ଉପରେ ସୈନିକମାନେ କୃଶରେ ଏହି ଚିହ୍ନ ଲଗାଇଲେ I ଅନ୍ୟଏକ ଅନୁବାଦରେ: “ସେମାନେ ଯୀଶୁଙ୍କ ମୁଣ୍ଡ ଉପରେ କୃଶରେ ସଂଲଗ୍ନ କରି ଏକ ଚିହ୍ନ ଦେଲେ ଯେଉଁଠାରେ” (ଦେଖ: /WA-Catalog/or_tm?section=translate#figs-explicit)

the charge against him

ସେମାନଙ୍କର ଅଭିଯୋଗ ଲିପିରେ

Mark 15:27

one on the right of him and one on his left

ଏହାକୁ ସ୍ପଷ୍ଟରୁପେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ତାହାଙ୍କ ଦକ୍ଷିଣ ପାର୍ଶ୍ବରେ ଜଣେ ଓ ତାହାଙ୍କ ବାମ ପାର୍ଶ୍ବରେ ଜଣେ” (ଦେଖ: /WA-Catalog/or_tm?section=translate#figs-explicit)

Mark 15:29

shaking their heads

ଏହା ଲୋକାମାନଙ୍କର କାର୍ଯ୍ୟ ଦେଖାଇବା ନିମନ୍ତେ ଅଟେ ଯେ ସେମାନେ ଯୀଶୁଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ I

Aha!

ଏହା ବିସ୍ମୟାନ୍ବିତ ସୁଚକ ପରିହାସ I ତୁମ ଭାଷାରେ ଉପଯୁକ୍ତ ବିସ୍ମୟାସୁଚକ ଶବ୍ଦ ବ୍ୟବହାର କର I (ଦେଖ: /WA-Catalog/or_tm?section=translate#figs-exclamations)

You who would destroy the temple and rebuild it in three days

ଲୋକମାନେ ଯୀଶୁ ପୁର୍ବରୁ ଯେଉଁ ଭାବବାଣୀ କରିଥିଲେ ସେ କରି ପାରିବେ ତାହାକୁ ସୁଚିତ କରୁଥିଲେ I ଅନ୍ୟଏକ ଅନୁବାଦରେ: “ ଆପଣ କହିଥିଲେ ଏହି ମନ୍ଦିରକୁ ଭାଙ୍ଗିଦିଅ ମୁଁ ଏହାକୁ ତିନିଦିନରେ ନିର୍ମାଣ କରିବି” (ଦେଖ: /WA-Catalog/or_tm?section=translate#figs-explicit)

Mark 15:31

In the same way

ଏହା ସେହି ବାଟ ଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ ପରିହାସ କରିବାକୁ ବୁଝାଏ I

were mocking him with each other

ସେମାନେ ଆପଣା ଆପଣାକୁ ଯୀଶୁଙ୍କ ସମ୍ବନ୍ଧରେ ପରିହାସ କରି କହୁଥିଲେ

Mark 15:32

Let the Christ, the King of Israel, come down

ନେତାମାନେ ବିଶ୍ବାସ କରୁ ନଥିଲେ ଯେ ଯୀଶୁ ହିଁ ଖ୍ରଷ୍ଟ ଅଟନ୍ତି, ଇସ୍ରାଏଲର ରାଜା I ଅନ୍ୟଏକ ଅନୁବାଦରେ: “ସେ ଆପଣାକୁ ଖ୍ରୀଷ୍ଟ ଓ ଇସ୍ରାଏଲର ରାଜା ବୋଲି କହୁଥିଲା I ଏଣୁ ଏହିକ୍ଷଣି ସେ କୃଶରୁ ଓହ୍ଲାଇ ଆସୁ” କିମ୍ବା “ଯଦି ସେ ପ୍ରକୃତରେ ଖ୍ରୀଷ୍ଟ ଓ ଇସ୍ରାଏଲର ରାଜା, ସେ ତଳକୁ ଓହ୍ଲାଇ ଆସୁ” (ଦେଖ: /WA-Catalog/or_tm?section=translate#figs-irony)

believe

ଏହାର ଅର୍ଥ ଯୀଶୁଙ୍କୁ ବିଶ୍ବାସ କରେ I ଅନ୍ୟଏକ ଅନୁବାଦରେ: “ତାହାଙ୍କଠାରେ ବିଶ୍ବାସ କର” (ଦେଖ: /WA-Catalog/or_tm?section=translate#figs-explicit)

taunted

ପରିହାସ, ଅପମାନ କଲେ

Mark 15:33

Connecting Statement:

ବାରଘଣ୍ଟା ସମୟରେ ତିନିଘଣ୍ଟା ପର୍ଯ୍ୟନ୍ତ ହେଲା ଦେଶ ଯାକ ଅନ୍ଧକାର ଘୋଟିଗଲା, ଯେତେବେଳେ ଯୀଶୁ ଉଚ୍ଚ ସ୍ବରରେ ଡାକି କହିଲେ ଓ ମୃତ୍ୟୁବରଣ କଲେ I ଯେତେବେଳେ ଯୀଶୁ ମୃତ୍ୟୁବରଣ କଲେ, ମନ୍ଦିରର ବିଛେଦ ବସ୍ତ୍ର ତଳରୁ ଉପରକୁ ଚିରିଗଲା I

the sixth hour

ଏହା ମଧ୍ୟାହ୍ନ ବା ୧୨ ଘଣ୍ଟାକୁ ବୁଝାଏ

darkness came over the whole land

ଏଠାରେ ଲେଖକ ବାହାରେ ଅନ୍ଧକାର ହେବା ବର୍ଣନା କରୁଛନ୍ତି ଯେପରି ସମଗ୍ର ଦେଶରେ ଅନ୍ଧକାର ଘୋଟିଗଲା I ଅନ୍ୟଏକ ଅନୁବାଦରେ: “ଦେଶଯାକ ଅନ୍ଧକାର ହୋଇଗଲା” (ଦେଖ: /WA-Catalog/or_tm?section=translate#figs-metaphor)

Mark 15:34

At the ninth hour

ଏହା ମଧ୍ୟାହ୍ନ ତିନିଘଣ୍ଟା ସମୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମଧ୍ୟାନ ତିନିଘଣ୍ଟା ସମୟରେ” କିମ୍ବା “ମଧ୍ୟାହ୍ନ ସମୟରେ”

Eloi, Eloi, lama sabachthani

ଏଗୁଡିକ ଆରମିକ ଶବ୍ଦ ଯାହା ଏହାକୁ ତୁମ ଭାଷାରେ ସମାନ ଉଚ୍ଚାରଣ ସହ ନକଲ କରିବା ଉଚିତ I (ଦେଖ: /WA-Catalog/or_tm?section=translate#translate-transliterate)

is interpreted

ଏହାର ଅର୍ଥାତ

Mark 15:35

Some of those standing by heard his words and said

ଏହାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ ଯେ ସେମାନେ ବୁଝି ପାରୁ ନଥିଲେ ଯେ ଯୀଶୁ କ’ଣ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନେ ବୁଝି ନପାରି କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 15:36

sour wine

ଅମ୍ଲ ରସ

reed staff

ଖଣ୍ଡେ ନଳ I ଏହା ସ୍ପଞ୍ଜରେ ତିଆରି ହୋଇ ଥିବା ଏକ ନଳା I

gave it to him

ଏହାକୁ ଯୀଶୁଙ୍କୁ ଦେଲେ I ପୁଣି ଜଣେ ଖଣ୍ଡେ ନଳ ବଢେଇଲେ ଯେପରି ଯୀଶୁ ସ୍ପଞ୍ଜରୁ ଅମ୍ଲରସ ପାନ କରିବେ I ଅନ୍ୟଏକ ଅନୁବାଦରେ: “ତାହା ଖଣ୍ଡିଏ ନଳରେ ଯୀଶୁଙ୍କ ପାଖକୁ ବଢାଇଲେ“ (ଦେଖ: /WA-Catalog/or_tm?section=translate#figs-explicit)

Mark 15:38

The curtain of the temple was split in two

ମାର୍କ ଦେଖାଇବାକୁ ଚାହାଁନ୍ତି ଯେ ଈଶ୍ବର ନିଜେ ମନ୍ଦିରର ବିଛେଦ ବସ୍ତ୍ରକୁ ଚିରିଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ଈଶ୍ବର ମନ୍ଦିରର ବିଛେଦ ବସ୍ତ୍ର ଚିରି ଦୁଇଖଣ୍ଡ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 15:39

the centurion

ତାହାଙ୍କ ସମ୍ମୁଖରେ ଛିଡା ହୋଇଥିବା ଶତ ସେନାପତି ଯୀଶୁଙ୍କୁ କୃଶରେ ଚଢାଇଵା ନିମନ୍ତେ ତତ୍ତ୍ଵାବଧାନ କରୁଥିଲେ I

who stood and faced Jesus

ଏଠାରେ “ମୁଖ” ଏକ ରୁଢି ଅଟେ ଯାହାର ଅର୍ଥ ଅନ୍ୟକାହାକୁ ନିରୀକ୍ଷଣ କରି ଦେଖିବା I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ସମ୍ମୁଖରେ ଯେ ଛିଡା ହୋଇଥିଲେ” (ଦେଖ: /WA-Catalog/or_tm?section=translate#figs-idiom)

that he had died in this way

ଯୀଶୁ ଯେ ପ୍ରକାରେ ମୃତ୍ୟୁବରଣ କଲେ କିମ୍ବା “ଏହି ପ୍ରକାର ପ୍ରାଣତ୍ୟାଗ ଦେଖି”

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Mark 15:40

looked on from a distance

କେତେକେ ଦୁରରୁ ଦେଖୁଥିଲେ

(the mother of James ... and of Joses)

ସେଥିମଧ୍ୟରୁ ଯାକୁବ ... ଓ ଯୋସୀଙ୍କ ମାତା I ଏହାକୁ ବିନା ବନ୍ଧନୀରେ ଲେଖାଯାଇ ପାରିବ I

James the younger

ସାନ ଯାକୁବ I ଏହି ବ୍ୟକ୍ତି “ସାନ ଯାକୁବ” ଭାବେ ପରିଚିତ ହେଲେ ସମ୍ଭବତଃ ଅନ୍ୟ ବ୍ୟକ୍ତିର ମଧ୍ୟ ନାମ ଯାକୁବ ନାମଠାରୁ ଅଲଗା ଥିଲା I

Joses

ଏହି ଯୋଶୀ ଯୀଶୁଙ୍କ ସାନ ଭାଇ ସଦୃଶ ଅଲଗା ବ୍ୟକ୍ତି ନଥିଲେ I ଦେଖ ତୁମେ ଏହାକୁ [ମାର୍କ ୬:୩] (../06/03.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#translate-names)

Salome

ଶଲୋମୀ ଜଣେ ମହିଳାଙ୍କ ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Mark 15:41

When he was in Galilee they followed him ... with him to Jerusalem

ଯେତେବେଳେ ଯୀଶୁ ଗାଲିଲିରେ ଥିଲେ ସେହି ସ୍ତ୍ରୀଲୋକମାନେ ତାହାଙ୍କର ଅନୁଗମନ କଲେ ... ତାହାଙ୍କ ସହିତ ଯିରୁଶାଲମକୁ ଗଲେ I ଏହି ପ୍ରାରମ୍ଭିକ ସୁଚନା ସେହି ସ୍ତ୍ରୀମାନଙ୍କ ସମ୍ବନ୍ଧରେ ପ୍ରକାଶ କରେ ଯେଉଁମାନେ କୃଶାର୍ପିତକୁ ଦୁରରୁ ଥାଇ ଦେଖୁଥିଲେ I (ଦେଖ: /WA-Catalog/or_tm?section=translate#writing-background)

came up with him to Jerusalem

ଯିରୁଶାଲମ ଇସ୍ରାଏଲର ଯେକୌଣସି ସ୍ଥାନ ଅପେକ୍ଷା ଉଚ୍ଚରେ ଥିଲା, ଏଣୁ ଲୋକକଥାରେ ଲୋକମାନେ ଯିରୁଶାଲମକୁ ଯିବା ଆସିବା କଥା କହନ୍ତି I

Mark 15:42

Connecting Statement:

ହାରାମାଥିୟାର ଯୋଶେଫ ଯୀଶୁଙ୍କ ଶରୀର ପିଲାତଙ୍କୁ ମାଗିଲେ, ସେ ଖଣ୍ଡିଏ ସୁକ୍ଷ୍ମ ବସ୍ତ୍ର ଗୁଡାଇଲେ ଓ ସମାଧିରେ ରଖିଲେ I

evening had come

ଏଠାରେ ସଂଧ୍ୟା ବିଷୟରେ କୁହାଯାଇଛି ଯେପରି ଏହା ଗୋଟିଏ ସ୍ଥାନରୁ ଅନ୍ୟଏକ ସ୍ଥାନକୁ “ଆସେ” I ଅନ୍ୟଏକ ଅନୁବାଦରେ: “ସଂଧ୍ୟା ଆସିଲା” କିମ୍ବା “ସଂଧ୍ୟା ହେଲା” (ଦେଖ: /WA-Catalog/or_tm?section=translate#figs-metaphor)

Mark 15:43

Joseph of Arimathea came there. He was a respected

“ସେଠାକୁ ଆସି” ବାକ୍ୟାଂଶ ଯୋଶେଫ ପିଲାତଙ୍କ ନିକଟକୁ ଆସି, ଯାହା ପ୍ରାଥମିକ ସୁଚନା ଦିଆଯିବା ପରେ ବର୍ଣନା କରାଯାଇଛି, ମାତ୍ର ତାହାଙ୍କ ନିକଟକୁ ଭୟରେ ଓ ସାହାଯ୍ୟ କରିବା ଉଦେଶ୍ବରେ କାହାଣୀରେ ତାହାଙ୍କୁ ପରିଚୟ କରୁଛି I ତୁମ ଭାଷାରେ ହୁଏତ ଭିନ୍ନ ଭାବରେ ଏହା କରିପାର I ଅନ୍ୟଏକ ଅନୁବାଦରେ: ହାରାମାଥିୟର ଯୋଶେଫ ଜଣେ ସମ୍ମାନିତ ବ୍ୟକ୍ତି ଥିଲେ” (ଦେଖ: /WA-Catalog/or_tm?section=translate#writing-participants)

Joseph of Arimathea

ଯୋସେଫ ହାରାମାଥିୟରୁ ଆସିଛନ୍ତି I ଯୋଶେଫ ଜଣେ ବ୍ୟକ୍ତିର ନାମ ଥିଲା ଓ ସେ ହାରାମାଥିୟ ନାମକ ସ୍ଥାନରୁ ଆସିଥିଲେ I (ଦେଖ: /WA-Catalog/or_tm?section=translate#translate-names)

He was a respected member of the council ... for the kingdom of God

ଏହା ଯୋଶେଫଙ୍କ ବିଷୟରେ ପ୍ରାଥମିକ ପରିଚୟ ଅଟେ I (ଦେଖ: /WA-Catalog/or_tm?section=translate#writing-background)

went in to Pilate

ପିଲାତ ନିକଟକୁ ଗଲେ କିମ୍ବା “ଯେଉଁଠାରେ ପିଲାତ ଥିଲେ ସେଠାକୁ ଗଲେ”

asked for the body of Jesus

ଏହାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ ଯେ ସେ ଶରୀର ଚାହୁଁଥିଲେ ଯେପରି ସେ ସମାଧି ଦେଇ ପାରିବେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ମର ଶରୀରକୁ ସମାଧି ଦେବା ନିମନ୍ତେ ଅନୁମତି ମାଗିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 15:44

Pilate was amazed that Jesus was already dead; he called the centurion

ପିଲାତ ଲୋକମାନେ କହୁଥିବା ଶୁଣିଲେ ଯେ ଯୀଶୁ ମରି ଗଲେଣି I ଏହା ତାହାଙ୍କୁ ଚମତ୍କୃତ କଲା, ତେଣୁ ସେ ଶତସେନାପତିଙ୍କୁ ପଚାରିଲେ ଏହା କି ସତ୍ୟ ଅଟେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ମରିଅଛନ୍ତି ଶୁଣି ପିଲାତ ଚମତ୍କୃତ ହେଲେ, ତେଣୁ ସେ ଶତସେନାପତିଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 15:45

he gave the body to Joseph

ସେ ଯୀଶୁଙ୍କ ମାର ଶରୀର ନେବା ପାଇଁ ଯୋଶେଫଙ୍କୁ ଅନୁମତି ଦେଲେ

Mark 15:46

linen

ସୁକ୍ଷ୍ମ ବସ୍ତ୍ର ତନ୍ତୁରୁ ତିଆରି I ଦେଖ ତୁମେ ଏହାକୁ [ମାର୍କ ୧୪:୫୧] (../14/51.md)ରେ କିପରି ଅନୁବାଦ କରିଅଚ୍ଛ I

He took him down ... Then he rolled a stone

ତୁମେ ହୁଏତ ଏହାକୁ ସ୍ପଷ୍ଟ କରିବା ଆବଶ୍ୟକ ଯେ ଯେତେବେଳେ ଯୋଶେଫ ଯୀଶୁଙ୍କ ମର ଶରୀର ସମାଧି ଦେବା ନିମନ୍ତେ ପ୍ରସ୍ତୁତ କରୁଥିବା ବେଳେ ସେ ହୁଏତ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିଥିବେ ଓ ସମାଧି ବନ୍ଦ କରିଥିବେ I ଅନ୍ୟଏକ ଅନୁବାଦରେ: ସେ ଓ ଅନ୍ୟମାନେ ତାହାଙ୍କୁ ଓହ୍ଲାଇଲେ ... ତାପରେ ସେମାନେ ଗୋଟିଏ ପ୍ରସ୍ତର ଗଡାଇ ଦେଲେ“ (ଦେଖ: /WA-Catalog/or_tm?section=translate#figs-metonymy)

a tomb that had been cut out of a rock

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁର୍ବରୁ ପାହାଡରେ ଖୋଳା ହୋଇ ରହିଥିବା ଅନ୍ୟକାହାର ସମାଧି” (ଦେଖ: /WA-Catalog/or_tm?section=translate#figs-activepassive)

a stone against

ଏହାର ସମ୍ମୁଖରେ ଗୋଟିଏ ବଡ଼ ପଥର

Mark 15:47

Joses

ଏହି ଯୋଶୀ ସେହି ସମାନ ବ୍ୟକ୍ତି ପରି ଯୀଶୁଙ୍କ ସାନ ଭାଇ ନଥିଲେ I ଦେଖ ତୁମେ ଏହାକୁ [ ମାର୍କ ୬:୩] (../06/03.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#translate-names)

the place where Jesus was buried

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ଶରୀରକୁ ଯୋଶେଫ ଓ ଅନ୍ୟମାନେ ଯେଉଁ ସ୍ଥାନରେ ସମାଧି ଦେଇଥିଲେ“ (ଦେଖ: /WA-Catalog/or_tm?section=translate#figs-activepassive)