Mark 10

ମାର୍କ ୧୦ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୦ :୭-୮ ପଦରେ ଉଦ୍ଧୃତ ବାକ୍ୟ କ୍ଷେତ୍ରରେ ଏହିପରି କରେ

ଏହି ଅଧ୍ୟାୟରେ ବିଶେଷ ଧାରଣା

ଛାଡପତ୍ର ସମ୍ପର୍କରେ ଯୀଶୁଙ୍କ ଶିକ୍ଷା

ଫାରୁଶୀମାନେ ସର୍ବଦା ଯୀଶୁଙ୍କୁ ମୋଶାଙ୍କ ବ୍ୟବସ୍ଥା ଅବଜ୍ଞା କରିବା ଠିକ କହିବାରେ ଅନ୍ବେଷଣ କଲେ, ତେଣୁ ସେମାନେ ଛାଡପତ୍ର ସମ୍ବନ୍ଧରେ ତାହାଙ୍କୁ ପ୍ରଶ୍ନ କଲେ କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ଯୀଶୁ କହିଲେ ଈଶ୍ବର କିପରି ବିବାହ ବନ୍ଧନକୁ ଗଠନ କରିଛନ୍ତି ଯେପରି ଫାରୁଶିମାନେ ଛାଡପତ୍ର ସମ୍ବନ୍ଧରେ ଭୁଲ୍ ମନ୍ତବ୍ୟ ବୁଝି ପାରିବେ କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ରୁପକ

ରୁପକ ଗୁଡିକ ଦୃଶ୍ୟମାନ ଉପାଦାନ ଅଟନ୍ତି ଯାହା ବକ୍ତା ଅଦୃଶ୍ବ ସତ୍ୟତା ବିଷୟରେ ବୁଝାଇବା ନିମନ୍ତେ ବ୍ୟବହାର କରନ୍ତି କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ଯେତେବେଳେ ଯୀଶୁ କହିଲେ, “ଯେଉଁ ପାନ ପାତ୍ରରୁ ମୁଁ ପାନ କରେ”, ସେ କୃଶରେ ଦୁଖଭୋଗ ବିଷୟ କହୁଥିଲେ ଯେପରି ଏହା ତିକ୍ତ, ପାନ ପାତ୍ରରେ ବିଶାକ୍ତ ତରଳ ପଦାର୍ଥ ଅଟେ

ଏହି ଅଧ୍ୟାୟରେ ଅନୁବାଦ ସମସ୍ୟା

ବିରୋଧାଭାସ

ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ ଯାହା ଅସମ୍ଭବ ବିଷୟକୁ ବର୍ଣ୍ଣନା କରେ କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ଯୀଶୁ ବିରୋଧାଭାସ ବ୍ୟବହାର କରୁଥିଲେ ଯେତେବେଳେ ସେ କହୁଥିଲେ, “ଯେ ପ୍ରଧାନ ହେବାକୁ ଇଚ୍ଛା କରେ ସେ ସମସ୍ତଙ୍କର ଦାସ ହେଉ” (ମାର୍କ ୧୦:୪୩) କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I

Mark 10:1

Connecting Statement:

ଯୀଶୁ ଓ ଶିଷ୍ୟମାନେ କଫର୍ନାହୁମରୁ ପ୍ରସ୍ଥାନ କରିବା ପରେ, ଯୀଶୁ ଫାରୁଶୀ ମାନଙ୍କୁ ତଦସହିତ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ, ଈଶ୍ବର କି ପ୍ରକୃତରେ ବିବାହ ଓ ଛାଡପତ୍ର ଆଶା କରନ୍ତି I

Jesus left that place

ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଯାତ୍ରା କରୁଥିବା ସମୟରେ, ସେମାନେ କଫର୍ନାହୁମରୁ ପ୍ରସ୍ଥାନ କରୁଥିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୁମରୁ ପ୍ରସ୍ଥାନ କଲେ” (ଦେଖ: /WA-Catalog/or_tm?section=translate#figs-explicit)

and to the area beyond the Jordan River

ଜର୍ଦ୍ଦନ ନଦୀର ଆରପାରିକି ଗଲେ କିମ୍ବା “ ଜର୍ଦ୍ଦନ ନଦୀର ପୁର୍ବ ସୀମାକୁ ଗଲେ”

He was teaching them again

“ସେମାନେ” ଶବ୍ଦ ଲୋକସମୁହକୁ ବୁଝାଏ I

he was accustomed to do

ତାହାର ରୀତିନୀତି କିମ୍ବା “ସେ ଏହିପରି କରିବାରେ ଅଭ୍ୟସ୍ତ”

Mark 10:3

What did Moses command you

ମୋଶା ସେମାନଙ୍କ ପୁର୍ବପୁରୁଷମାନଙ୍କୁ ବ୍ୟବସ୍ଥା ଦେଲେ, ଯାହାକୁ ସେମାନେ ବର୍ତ୍ତମାନ ପାଳନ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଏହି ସମ୍ବନ୍ଧରେ ତୁମ୍ଭମାନଙ୍କର ପୁର୍ବପୁରୁଷମାନଙ୍କୁ ମୋଶା କି ଆଜ୍ଞା ଦେଇଥିଲେ”

Mark 10:4

a certificate of divorce

ଏହା ଉଲ୍ଲେଖ କରାଯାଇଛି ଯେ ସେ ଆଉ ତାହାର ସ୍ତ୍ରୀ ନୁହେଁ I

Mark 10:5

କେତେକ ଭାଷାରେ ବକ୍ତା ଉଦ୍ଧୃତ ନକରି କହନ୍ତି ଯେ କିଏ କହୁଛନ୍ତି I ବରଂ ସେମାନେ କହନ୍ତି ଯେ ଆରମ୍ଭରେ କିଏ କହୁଛନ୍ତି କିମ୍ବା ଶେଷରେ ସମ୍ପୁର୍ଣ ବାକ୍ୟକୁ ଉଦ୍ଧୃତ କରନ୍ତି I ଅନ୍ୟଏକ ଅନୁବାଦରେ: “ଯୀଶୁ ସେମାନଙ୍କୁ କହିଲେ, ‘ଏହା ଥିଲା କରଣ ... ଏହି ବ୍ୟବସ୍ଥା” (ଦେଖ: /WA-Catalog/or_tm?section=translate#writing-quotations)

because of your hard hearts that he wrote you this law

ଏହି ସମୟ ଆଗରୁ, ମୋଶା ଯିହୁଦୀ ଓ ସେମାନଙ୍କ ପୁର୍ବପୁରୁଷମାନଙ୍କ ନିମନ୍ତେ ଏହି ବ୍ୟବସ୍ଥା ଲେଖିଲେ ଯେହେତୁ ସେମାନଙ୍କର ହୃଦୟ ଜଡ ଥିଲା I ଯୀଶୁଙ୍କ ସମୟରେ ଯିହୁଦୀମାନଙ୍କ ହୃଦୟରେ ମଧ୍ୟ ଜଡତା ଥିଲା, ତେଣୁ ଯୀଶୁ ସେମାନଙ୍କୁ ମଧ୍ୟ ମିଶାଇ ଏହି ବାକ୍ୟ କହିଲେ “ତୁମ୍ଭମାନଙ୍କର” ଓ “ତୁମ୍ଭର” I ଅନ୍ୟଏକ ଅନୁବାଦରେ: “କାରଣ ତୁମ୍ଭମାନଙ୍କର ହୃଦୟର କଠିନତା ଦେଖି ସେ ତୁମ୍ଭମାନଙ୍କ ନିମନ୍ତେ ଏହି ଆଜ୍ଞା ଦେଲେ”

your hard hearts

ଏଠାରେ “ହୃଦୟ” ବ୍ୟକ୍ତିର ଆନ୍ତରିକ ପୁରୁଷ ବା ମନର ଲକ୍ଷଣ ସୁଚକ ଶବ୍ଦ ଅଟେ I “ହୃଦୟର କଠିନତା” ବାକ୍ୟାଂଶ “ଶକ୍ତଗ୍ରୀବ” ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କର ଶକ୍ତଗ୍ରୀବ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-metaphor)

Mark 10:6

God made them

ଈଶ୍ବର ଲୋକମାନଙ୍କୁ ନିର୍ମାଣ କଲେ

Mark 10:7

Connecting Statement:

ଆଦି ପୁସ୍ତକରେ ଈଶ୍ବର ଯାହା କହିଛନ୍ତି ଯୀଶୁ ଉଦ୍ଧୃତ କଲେ I

For this reason

ସେଥିପାଇଁ କିମ୍ବା “ଏହି କାରଣରୁ”

be united to his wife

ସେ ତାହାର ସ୍ତ୍ରୀ ସହିତ ଏକାଙ୍ଗ ହେବେ

Mark 10:8

and the two ... one flesh

ଆଦିପୁସ୍ତକରେ ଈଶ୍ବର ଯାହା କହିଥିଲେ ଯୀଶୁ ଉଦ୍ଧୃତ କରି ଶେଷ କଲେ I

they are no longer two, but one flesh

ଏହା ସ୍ବାମୀ ସ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କକୁ ଉଦାହରଣ ଦ୍ବାରା ଏହି ରୁପକ ବ୍ୟବହାର ହୋଇଛି I ଅନ୍ୟଏକ ଅନୁବାଦରେ: “ଦୁଇଜଣ ବ୍ୟକ୍ତି ଏକ ପରି ଦେଖାଯିବେ” କିମ୍ବା “ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ସେମାନେ ଶରୀରରେ ଏକ ହେବେ” (ଦେଖ: /WA-Catalog/or_tm?section=translate#figs-metaphor)

Mark 10:9

Therefore what God has joined together, let no man tear apart

“ଈଶ୍ବର ଯାହା ସଂଯୁକ୍ତ କରିଛନ୍ତି” ବାକ୍ୟାଂଶ କୌଣସି ବିବାହିତ ଯୁଗଳଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ, ଈଶ୍ବର ଯାହା ସଂଯୁକ୍ତ କରିଛନ୍ତି, ମନୁଷ୍ୟ ତାହା ବିଛିନ୍ନ ନକରୁ” (ଦେଖ: /WA-Catalog/or_tm?section=translate#figs-explicit)

Mark 10:10

When they were

ପରେ ଯୀଶୁ ଓ ଶିଷ୍ୟମାନେ ଥିଲେ

were in the house

ଯୀଶୁଙ୍କ ଶିଷ୍ୟମାନେ ବ୍ୟକ୍ତିଗତଭାବେ ତାହାଙ୍କୁ ପଚାରିଲେ I ଅନ୍ୟଏକ ଅନୁବାଦରେ: “ଗୃହରେ ଏକାକୀ ଥିଲା ବେଳେ” (ଦେଖ: /WA-Catalog/or_tm?section=translate#figs-explicit)

asked him again about this

“ଏହି” ଶବ୍ଦ ଛାଡପତ୍ର ସମ୍ବନ୍ଧରେ ଫାରୁଶୀମାନଙ୍କ ସହିତ ଯୀଶୁଙ୍କର ଯେଉଁ କଥୋପକଥନ ହେଲା ତାହାକୁ ସୁଚିତ କରିବାକୁ ବୁଝାଏ I

Mark 10:11

Whoever

ଯେକେହି

commits adultery against her

ଏଠାରେ “ତାହାର” ପ୍ରମଥ ବିବାହିତ ସ୍ତ୍ରୀକୁ ବୁଝାଏ I

Mark 10:12

she commits adultery

ଏହି ପରିସ୍ଥିତିରେ ସେ ପ୍ରଥମ ସ୍ତ୍ରୀ କି ଛାଡି ଅନ୍ୟକୁ ବିବାହ କରେ ସେ ବ୍ୟଭିଚାର କରେ I ଅନ୍ୟଏକ ଅନୁବାଦରେ: “ସେ ତାହା ବିରୁଦ୍ଧରେ ବ୍ୟଭିଚାର କରେ” କିମ୍ବା “ସେ ପ୍ରଥମ ପୁରୁଷ ବିରୁଦ୍ଧରେ ବ୍ୟଭିଚାର କରେ” (ଦେଖ: /WA-Catalog/or_tm?section=translate#figs-explicit)

Mark 10:13

Connecting Statement:

ମାତ୍ର ଯେତେବେଳେ ଶିଷ୍ୟମାନେ ଲୋକାମାନେ ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିବା ପାଇଁ ବିରକ୍ତ ହେଲେ, ସେ ଶିଶୁମାନଙ୍କୁ ଆଶୀର୍ବାଦ କଲେ ଓ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ ଯେ ଈଶ୍ବରଙ୍କ ରାଜ୍ୟ ଶିଶୁମାନଙ୍କ ପରି ଯେ ଗ୍ରହଣ ନକରେ ସେ କୌଣସି ପ୍ରକାର ପ୍ରବେଶ କରିପାରିବ ନାହିଁ I

Then they brought

ବର୍ତ୍ତମାନ ଲୋକମାନେ ଆଣୁଥିଲେ I ଏହା କାହାଣୀର ପରବର୍ତ୍ତୀ ଘଟଣା ଅଟେ I (ଦେଖ: /WA-Catalog/or_tm?section=translate#writing-newevent)

he might touch them

ଏହାର ଅର୍ଥ ଯୀଶୁ ସେମାନଙ୍କୁ ନିଜ ହାତରେ ସ୍ପର୍ଶ କରିବେ ଓ ଆଶୀର୍ବାଦ କରିବେ I ଅନ୍ୟଏକ ଅନୁବାଦରେ: “ସେ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି ଓ ସେମାନଙ୍କୁ ଆଶୀର୍ବାଦ କରନ୍ତି” କିମ୍ବା “ସେ ତାହାଙ୍କ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କରନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

rebuked them

ଲୋକମାନଙ୍କୁ ଧମକ ଦେଲେ

Mark 10:14

Jesus noticed it

“ଏହା” ଶବ୍ଦ ଶିଷ୍ୟମାନେ ଲୋକମାନଙ୍କୁ ଧମକ ଦେଲେ ଯେଉଁମାନେ ଯୀଶୁଙ୍କ ନିକଟକୁ ଶିଶୁମାନଙ୍କୁ ଆଣୁଥିଲେ ତାହାକୁ ବୁଝାଏ I

was very displeased

କ୍ରୋଧାନ୍ବିତ ହେଲେ

Permit the little children to come to me, and do not forbid them

ଏହି ଦୁଇଟି ବାକ୍ୟାଂଶର ସମାନ ଅର୍ଥ, ଗୁରୁତ୍ବ ଦେବା ନିମନ୍ତେ ପୁନରାବୃତ୍ତି ହୋଇଛି I ଅନ୍ୟଭାବରେ ଗୁରୁତ୍ବ ଦେବା ପାଇଁ କେତେକ ଭାଷାରେ ଏହା ଆହୁରି ପ୍ରାକୃତିକ ହେବ I ଅନ୍ୟଏକ ଅନୁବାଦରେ: “ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ” (ଦେଖ: /WA-Catalog/or_tm?section=translate#figs-parallelism)

do not forbid

ଏହା ଦ୍ବି-ନାସ୍ତିକ ବାକ୍ୟ ଅଟେ I କେତେକ ଭାଷାରେ ଏହା ଆସ୍ତିକ ଉକ୍ତି ଭାବରେ ଆହୁରି ପ୍ରାକୃତିକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ ଆସିବାକୁ ଦିଅ” (ଦେଖ: /WA-Catalog/or_tm?section=translate#figs-doublenegatives)

for the kingdom of God belongs to those who are like them

ଈଶ୍ବରଙ୍କ ରାଜ୍ୟ ସେମାନଙ୍କୁ ମିଶାଇ ଏହି ପ୍ରକାର ଲୋକମାନଙ୍କର I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର” କିମ୍ବା “କାରଣ ଯେଉଁ ଲୋକମାନେ ସେମାନଙ୍କୁ ପସନ୍ଦ କରନ୍ତି ସେମାନେ ହିଁ ଈଶ୍ବରଙ୍କ ରାଜ୍ୟର ସଦସ୍ୟ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

Mark 10:15

whoever will not receive ... child will definitely not enter it

ଯେକେହି ଗ୍ରହଣ ନକରେ ... ଶିଶୁ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ

as a little child

ଯୀଶୁ କିପରି ଲୋକମାନେ ଈଶ୍ବରଙ୍କ ରାଜ୍ୟକୁ ଗ୍ରହଣ କରିବା ଉଚିତ୍ ଓ କିପରି ପିଲାମାନେ ଗ୍ରହଣ କରନ୍ତି ତାହାକୁ ତୁଳନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଶିଶୁ ପରି” (ଦେଖ: /WA-Catalog/or_tm?section=translate#figs-simile)

will not receive the kingdom of God

ଈଶ୍ବରଙ୍କୁ ସେମାନଙ୍କ ରାଜା ଭାବେ ଗ୍ରହଣ କରିବେ ନାହିଁ

definitely not enter it

“ଏହା” ଶବ୍ଦ ଈଶ୍ବରଙ୍କ ରାଜ୍ୟକୁ ବୁଝାଏ I

Mark 10:16

he took the children into his arms

ସେ ଶିଶୁମାନଙ୍କୁ କୋଳେଇ ନେଲେ

Mark 10:17

to inherit eternal life

ଏଠାରେ ଲୋକମାନେ କହିଲେ “ଗ୍ରହଣ କର” ଯେପରି ଏହା “ଉତ୍ତରାଧିକାରୀ” ଥିଲା I ଏହି ରୁପକ ଗ୍ରହଣ କରିବା ନିମନ୍ତେ ଗୁରୁତ୍ବ ଦେବା ନିମନ୍ତେ ବ୍ୟବହାର ହୋଇଛି I ମଧ୍ୟ, “ଉତ୍ତରାଧିକାରୀ” ଏଠାରେ ବୁଝାଏ ନାହିଁ ଯେ କେହିଜଣେ ପ୍ରଥମେ ମୃତ୍ୟୁବରଣ କଲେ I ଅନ୍ୟଏକ ଅନୁବାଦରେ: “ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-metaphor)

Mark 10:18

Why do you call me good?

ଯୀଶୁ ସେହି ବ୍ୟକ୍ତିକୁ ମନେ ପକାଇଦେବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ ଯେ ଈଶ୍ବର ଯେପରି ଉତ୍ତମ ସେହିପରି କୌଣସି ମନୁଷ୍ୟ ଉତ୍ତମ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ କ’ଣ କହୁଚ୍ଛ ତୁମେ ବୁଝି ପାରୁଛ ତ ଯେତେବେଳେ ତୁମେ ମୋତେ ସତ ବୋଲି କହୁଚ୍ଛ” (ଦେଖ: /WA-Catalog/or_tm?section=translate#figs-rquestion)

good except God alone

ଉତ୍ତମ I କେବଳ ଈଶ୍ବର ହିଁ ଉତ୍ତମ ଅଟନ୍ତି

Mark 10:19

do not testify falsely

କାହାରି ବିରୁଦ୍ଧରେ ମିଥ୍ୟାରେ ପରୀକ୍ଷା କରନାହିଁ କିମ୍ବା “ ନ୍ୟାୟଳୟରେ କାହାରି ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ନଦିଅ”

Mark 10:21

One thing you lack

ତୁମ୍ଭର ଗୋଟିଏ ବିଷୟ ଉଣା ଅଛି I ଏଠାରେ “ଉଣା” କିଛି କରିବାର ଆବଶ୍ୟକ ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ଗୋଟିଏ ବିଷୟ ତୁମର କରିବାର ଅଛି” କିମ୍ବା “ଗୋଟିଏ ବିଷୟ ତୁମେ ଏପର୍ଯ୍ୟନ୍ତ କରି ନାହଁ” କିମ୍ବା (ଦେଖ: /WA-Catalog/or_tm?section=translate#figs-metaphor)

give it to the poor

ଏଠାରେ “ଏହା” ଶବ୍ଦ ସେ ଯେଉଁ ପଦାର୍ଥକୁ ବିକ୍ରୟ କରିବ ଓ ସେ ବିକ୍ରୟ କରି ପରେ ଯେଉଁ ଅର୍ଥ ପାଏ ସେଥିନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ ଦରିଦ୍ରମାନଙ୍କୁ ଦାନ କର” (ଦେଖ: /WA-Catalog/or_tm?section=translate#figs-metonymy)

the poor

ଏହା ଦରିଦ୍ର ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଦରିଦ୍ର ଲୋକ” (ଦେଖ: /WA-Catalog/or_tm?section=translate#figs-nominaladj)

treasure

ସମ୍ପଦ, ମୁଲ୍ୟବାନ ପଦାର୍ଥଗୁଡିକ

Mark 10:22

had many possessions

ସର୍ବସ୍ବର ଅଧିକାରୀ

Mark 10:23

How difficult it is

ଏହା ବହୁତ କଷ୍ଟ

Mark 10:24

Jesus said to them again

ଯୀଶୁ ଆଉଥରେ ଶିଷ୍ୟଙ୍କୁ କହିଲେ

Children, how

ବତ୍ସଗଣ, କିପରି I ଯେପରି ଜଣେ ପିତା ତାହାର ପିଲାମାନଙ୍କୁ ଶିକ୍ଷା ଦିଏ ସେହିପରି ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ I ଅନ୍ୟଏକ ଅନୁବାଦରେ: “ମୋର ବନ୍ଧୁ, କିପରି” (ଦେଖ: /WA-Catalog/or_tm?section=translate#figs-metaphor)

how hard it is

ଏହା କେତେ କଷ୍ଟକର

Mark 10:25

It is easier ... kingdom of God

ଯୀଶୁ ଧନୀ ଲୋକ ନିମନ୍ତେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା କେତେ କଷ୍ଟକର ତାହାକୁ ଗୁରୁତ୍ବାରୋପ କରି ଏକ ଅତିରଞ୍ଜିତ ଶବ୍ଦ ବ୍ୟବହାର କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-hyperbole)

It is easier for a camel

ଏହା ଅସମ୍ଭବ ପରିସ୍ଥିତିକୁ ପ୍ରକାଶ କରେ I ଯଦି ତୁମ ଭାଷାରେ ଏହିପରି ବ୍ୟକ୍ତ କରି ପାରିବ ନାହିଁ, ଏହାକୁ ପ୍ରାକକଳ୍ପିତ ପରିସ୍ଥିତି ପରି ଲେଖା ଯାଇପାରିବ I ଅନ୍ୟଏକ ଅନୁବାଦରେ: “ଏହା ଓଟର ଯିବା ପାଇଁ ସହଜ” (ଦେଖ: /WA-Catalog/or_tm?section=translate#figs-hypo)

the eye of a needle

ସୁଚୀର ଛିଦ୍ର I ଏହା ସିଲେଇ କରୁଥିବା ସୁଚିର ଅଗ୍ରଭାଗରେ ଥିବା ଛୋଟିଆ ଗାତ (କଣା)କୁ ବୁଝାଏ ଯାହା ମଧ୍ୟ ଦେଇ ସୁତା ଭର୍ତ୍ତି କରନ୍ତି I

Mark 10:26

They were

ଶିଷ୍ୟମାନେ ଥିଲେ

Then who can be saved?

ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ତାହା ହୁଏ, ତେବେ କିଏ ପରିତ୍ରାଣ ପାଇ ପାରେ !” (ଦେଖ: /WA-Catalog/or_tm?section=translate#figs-rquestion)

Mark 10:27

With people it is impossible, but not with God

ବୁଝା ଯାଉଥିବା ତଥ୍ୟ ହୁଏତ ଯୋଗାଇ ଦିଆଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଯାହା ଲୋକମାନଙ୍କ ନିମନ୍ତେ ଅସମ୍ଭବ, ତାହା ଈଶ୍ବରଙ୍କ ନିମନ୍ତେ ସମ୍ଭବ ଅଟେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 10:28

Look, we have left everything and have followed you

ଏଠାରେ “ଦେଖ” ଶବ୍ଦ ପରବର୍ତ୍ତୀ ବାକ୍ୟ ଉପରେ ଧ୍ୟାନ ଦେବା ପାଇଁ ବ୍ୟବହାର ହୋଇଛି I ସମାନ ପ୍ରକାର ଭାବନାକୁ ଅନ୍ୟଭାବରେ ଗୁରୁତ୍ବକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ “

have left everything

ସବୁକିଛି ପରିତ୍ୟାଗ କରି

Mark 10:29

or lands

କିମ୍ବା ଭୁମି କିମ୍ବା “କିମ୍ବା “ଅଧିନରେ ଥିବା ଭୁମି”

for my sake

ମୋହର କିମ୍ବା “ମୋ ପାଇଁ”

for the gospel

ସୁସମାଚାର ଘୋଷଣା କରିବା ନିମନ୍ତେ

Mark 10:30

who will not receive

ଯୀଶୁ ବାକ୍ୟଟିକୁ ଶେଷ କରନ୍ତେ ଯାହା “ଏପରି ଲୋକ କେହି ନାହିଁ” (୨୯ ପଦରେ) ବାକ୍ୟକୁ ଆରମ୍ଭ କରେ I ସମ୍ପୁର୍ଣ ବାକ୍ୟ ଆସ୍ତିକ ଭବାରେ ବ୍ୟକ୍ତ କରାଯାଇ ପାରେ I “ଯେକେହି ଗୃହ କିମ୍ବା ଭ୍ରାତା, କିମ୍ବା ଭଗ୍ନି, କିମ୍ବା ମାତା, କି ପିତା କି ସନ୍ତାନଗଣ କିମ୍ବା ଭୁମି ମୋ ଶକାସେ ଓ ସୁସମାଚାର ସକାଶେ ପରିତ୍ୟାଗ କରିଅଛି, ସେ ଗ୍ରହଣ କରିବ” (ଦେଖ: /WA-Catalog/or_tm?section=translate#figs-doublenegatives/WA-Catalog/or_tm?section=translate#figs-litotes)

this world

ଏହି ଜୀବନ କିମ୍ବା “ଇହକାଳ”

brothers, and sisters, and mothers, and children

୨୯ ପଦରେ ତାଲିକାନୁଯାୟୀ, ଏହା ସାଧାରଣତଃ ପରିବାରକୁ ବର୍ଣ୍ଣନା କରେ I “ପିତା” ଶବ୍ଦ ୩୦ ପଦରେ ନାହିଁ, କିନ୍ତୁ ଏହା ଗୌଣ ଭାବରେ ଅର୍ଥ ବଦଳାଏ ନାହିଁ I

with persecutions, and in the world to come, eternal life

ଏହାକୁ ଯେପରି ଅବ୍ୟୟ ବିଶେଷ୍ୟ ପଦ :ତାଡନା”କୁ ପୁନଃବାକ୍ୟ ଗଠନ କରାଯାଇ ପାରେ “ତାଡନା” ବିଷୟଟି କ୍ରିୟା ପଦ “ତାଡିତ” ଭାବେ ପ୍ରକାଶ କରାଯାଇଛି I କାରଣ ବାକ୍ୟଟି ଦୀର୍ଘ ଓ ଜଟିଳ ଅଟେ, “ଗ୍ରହଣ କରିବେ” ପୁନରାବୃତି କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦିଓ ଲୋକାମାନେ ସେମାନଙ୍କୁ ତାଡନା କରନ୍ତି, ପରକାଳରେ, ସେମାନେ ଅନନ୍ତ ଜୀବନ ପାଇବେ” (ଦେଖ: /WA-Catalog/or_tm?section=translate#figs-abstractnouns)

in the world to come

ଭବିଷ୍ୟତ ଯୁଗରେ କିମ୍ବା “ଭବିଷ୍ୟତରେ

Mark 10:31

are first will be last, and the last first

ଏଠାରେ “ପ୍ରଥମ” ଓ “ଶେଷ” ଶବ୍ଦସମୁହ ପରସ୍ପର ବିପରିତ ଅଟନ୍ତି I ଯୀଶୁଙ୍କ ବାକ୍ୟ “ପ୍ରଥମ” ଗୁରୁତ୍ବପୁର୍ଣ୍ଣ ଅଟେ ଓ “ଶେଷ” ନଗଣ୍ୟ ହେବେ I ଅନ୍ୟଏକ ଅନୁବାଦରେ: “ମହତ୍ଵପୁର୍ଣ୍ଣ ନଗଣ୍ୟ ହେବ, ଓ ଯେଉଁମାନେ ନଗଣ୍ୟ ଅଟନ୍ତି ସେମାନେ ମହତ୍ବପୁର୍ଣ୍ଣ ହେବେ” (ଦେଖ: /WA-Catalog/or_tm?section=translate#figs-metaphor)

the last first

“ଶେଷ” ବାକ୍ୟାଂଶ ଯେଉଁ ଲୋକମାନେ “ଶେଷ”ରେ ହେବେ ତାହାକୁ ବୁଝାଏ I ମଧ୍ୟ, ବୁଝି ହେଉଥିବା ଏହି ବାକ୍ୟାଂଶର କ୍ରିୟା ପଦ ଯୋଗାଇପାରେ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଶେଷରେ ଥିବେ ପ୍ରଥମ ହେବେ” (ଦେଖ: /WA-Catalog/or_tm?section=translate#figs-nominaladj/WA-Catalog/or_tm?section=translate#figs-ellipsis)

Mark 10:32

They were on the road ... and Jesus was going ahead of them

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପଥ ମଧ୍ୟରେ ଯାଉଥିବା ସମୟରେ ... ଓ ଯୀଶୁ ଶିଷ୍ୟମାନଙ୍କ ଆଗେ ଆଗେ ଥିଲେ

those who were following behind

ଯେଉଁମାନେ ତାହାଙ୍କୁ ଅନୁସରଣ କରୁଥିଲେ I ସେମାନଙ୍କ ମଧ୍ୟରୁ କିଛି ଲୋକ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ପଛେ ପଛେ ଚାଲୁଥିଲେ I

Mark 10:33

See

ଦେଖ କିମ୍ବା “ଶୁଣ” କିମ୍ବା “ମୁଁ ଯାହା କହିବାକୁ ଯାଉଛି ସେଥିରେ ଧ୍ୟାନ ଦିଅ”

the Son of Man will

ଯୀଶୁ ଆପଣା ବିଷୟରେ କହନ୍ତି I ଏହା ସ୍ପଷ୍ଟରୁପେ ବ୍ୟକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ, ମନୁଷ୍ୟ ପୁତ୍ର, ହେବ” (ଦେଖ: /WA-Catalog/or_tm?section=translate#figs-explicit)

the Son of Man will be delivered to

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ମନୁଷ୍ୟ ପୁତ୍ରଙ୍କୁ ସମର୍ପିତ କରିବେ” କିମ୍ବା “ମନୁଷ୍ୟ ପୁତ୍ରଙ୍କୁ ସେମାନଙ୍କ ହସ୍ତରେ ସମର୍ପିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

They will condemn

“ସେମାନେ” ଶବ୍ଦ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କୁ ବୁଝାଏ I

deliver him to the Gentiles

ବିଜାତୀ ମାନଙ୍କ ହସ୍ତରେ ସମର୍ପଣ କରିବେ”

Mark 10:34

They will mock

ସେମାନେ ପରିହାସ କରିବେ ଓ ଲୋକମାନେ ପରିହାସ କରିବେ”

put him to death

ତାହାଙ୍କୁ ବଧ କରିବେ

he will rise

ଏହା ମୃତ୍ୟୁରୁ ପୁନ୍ନରୁଥାନକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେ ମୃତମାନଙ୍କ ମଧ୍ୟରୁ ପୁନ୍ନରୁଥିତ ହେବେ” (ଦେଖ: /WA-Catalog/or_tm?section=translate#figs-explicit)

Mark 10:35

we ... us

ଏହି ଶବ୍ଦଗୁଡିକ କେବଳ ଯାକୁବ ଓ ଯୋହନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-exclusive)

Mark 10:37

in your glory

ଯେତେବେଳେ ତୁମେ ମହିମାନ୍ବିତ ହେବ I “ଆପଣ ମହିମା ପ୍ରାପ୍ତ ହେଲେ” ବାକ୍ୟାଂଶ ଯେତେବେଳେ ଯୀଶୁ ଆପଣା ଗୌରବରେ ଓ ତାହାଙ୍କର ରାଜ୍ୟରେ ଶାସନ କରିବେ ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଆପଣା ରାଜ୍ୟରେ ଶାସନ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

Mark 10:38

You do not know

ତୁମେ ଜାଣୁ ନାହଁ

drink the cup which I will drink

ଏଠାରେ “ପାତ୍ର” ଯୀଶୁ ଯେଉଁ ଦୁଖଭୋଗ କରିବେ ତାହାକୁ ବୁଝାଏ I ଦୁଖଭୋଗ ସର୍ବଦା ପାନପାତ୍ରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମୁଁ ଯେଉଁ ପାତ୍ରରେ ପାନ କରୁଅଛି” କିମ୍ବା “ମୁ ଯେଉଁ ଦୁଖଭୋଗର ପାନପାତ୍ର ପାନ କରୁଅଛି ତାହା ପାନ କର” (ଦେଖ: /WA-Catalog/or_tm?section=translate#figs-metaphor)

endure the baptism with which I will be baptized

ଏଠାରେ “ବାପ୍ତିସ୍ମ” ଓ ବାପ୍ତିଜିତ ହେବା ଦୁଖଭୋଗକୁ ଉପସ୍ଥାପନା କରେ I ଯେପରି ବାପ୍ତିସ୍ମ ସମୟରେ ଜଳ ବ୍ୟକ୍ତିଙ୍କୁ ଆଛାଦନ କରେ, ସେହିପରି ଦୁଖଭୋଗ ଯୀଶୁଙ୍କୁ ଆଛାଦନ କରିବ I ଅନ୍ୟଏକ ଅନୁବାଦରେ: “ମୁଁ ଯେଉଁ ଦୁଖଭୋଗର ବାପ୍ତିସ୍ମରେ ବାପ୍ତିସ୍ମ ନେଇଅଛି ତାହା ଭୋଗିବାକୁ ହେବ” (ଦେଖ: /WA-Catalog/or_tm?section=translate#figs-metaphor)

Mark 10:39

We are able

ସେମାନେ ତାହାଙ୍କୁ ଏପରି କହିଲେ, ଅର୍ଥାତ୍ ସେମାନେ ସେହିପାନ ପାତ୍ରରୁ ପାନ କରିବାକୁ ଓ ସମାନ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ସକ୍ଷମ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-ellipsis)

you will drink

ତୁମ୍ଭେମାନେ ମଧ୍ୟ ପାନ କରିବ

Mark 10:40

But who is to sit at my right hand ... is not mine to give

କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ବରେ ବସିବାକୁ ଦେବା ମୋର ଅଧିକାର ବିଷୟ ନୁହେଁ

but it is for those for whom it has been prepared

ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରା ଯାଇଛି I “ଏହା” ଶବ୍ଦ ତାହାଙ୍କ ଦକ୍ଷିଣ ଓ ବାମ ପାର୍ଶ୍ବକୁ ବୁଝାଏ I

it has been prepared

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଏହା ପ୍ରସ୍ତୁତ କରିଛନ୍ତି” କିମ୍ବା “ଈଶ୍ବର ସେମାନଙ୍କୁ ପ୍ରସ୍ତୁତ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Mark 10:41

heard about this

“ଏହି”ଶବ୍ଦ ଯାକୁବ ଓ ଯୋହନ ଯୀଶୁଙ୍କ ଦକ୍ଷିଣ ଓ ବାମ ପାର୍ଶ୍ବରେ ବସିବା ନିମନ୍ତେ ପ୍ରଶ୍ନ କରିବାକୁ ବୁଝାଏ I

Mark 10:42

Jesus called them

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଆହ୍ବାନ କଲେ

those who are considered rulers of the Gentiles

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧) ଯେଉଁମାନେ ବିଜାତୀ ମାନଙ୍କ ଶାସନକର୍ତ୍ତା ରୁପେ ଗଣିତ ହୁଅନ୍ତି” ଅନ୍ୟଏକ ଅନୁବାଦରେ: ଯେଉଁମାନଙ୍କୁ ଲୋକମାନେ ବିଜାତୀମାନଙ୍କ ଅଧିପତି ହେବା ମନେ କରନ୍ତି କିମ୍ବା ୨) ବିଜାତୀମାନେ ଏହି ଲୋକମାନଙ୍କୁ ସେମାନଙ୍କ ଶାସନକର୍ତ୍ତା ମନେ କରନ୍ତି I ଅନ୍ୟଏକ ଅନୁବାଦରେ: “ବିଜାତୀମାନେ ଯେଉଁ ମାନଙ୍କୁ ସେମାନଙ୍କର ଶାସନକର୍ତ୍ତା ଭାବନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

dominate

ପ୍ରଭୁତ୍ବ କରନ୍ତି କିମ୍ବା କର୍ତ୍ତୃତ୍ବ କରିବା

exercise authority

ସେମାନଙ୍କ ପ୍ରଭୁତ୍ବକୁ ପ୍ରଦର୍ଶନ କରିବା I ଏହାର ଅର୍ଥ ଯେ ସେମାନେ ଦେଖାନ୍ତି କିମ୍ବା ସେମାନଙ୍କର ପ୍ରଭୁତ୍ବ ବିସ୍ତାର କରନ୍ତି

Mark 10:43

But it shall not be this way among you

ଏହା ପୁର୍ବ ପଦରେ ବିଜାତୀମାନଙ୍କ ଶାସନକର୍ତ୍ତା ବିଷୟରେ ବୁଝାଏ I ଏହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମାତ୍ର ସେମାନଙ୍କ ପରି ହୁଅ ନାହିଁ“ (ଦେଖ: /WA-Catalog/or_tm?section=translate#figs-explicit)

become great

ମହାନ ହେବେ

Mark 10:44

to be first

ଏହା ସବୁଠାରୁ ମହତ୍ବପୁର୍ଣ୍ଣ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେବେ” (ଦେଖ: /WA-Catalog/or_tm?section=translate#figs-metaphor)

Mark 10:45

For the Son of Man did not come to be served

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ମନୁଷ୍ୟପୁତ୍ର ସେବା ପାଇବାକୁ ଆସି ନାହାନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

to be served, but to serve

ଲୋକମାନଙ୍କ ଦ୍ବାରା ସେବା ପାଇବା ପାଇଁ, କିନ୍ତୁ ଲୋକମାନଙ୍କର ସେବା କରିବାକୁ

for many

ଅନେକଙ୍କ ନିମନ୍ତେ

Mark 10:46

Connecting Statement:

ଯୀଶୁ ଓ ଶିଷ୍ୟମାନେ ଯିରୁଶାଲମକୁ ଯାତ୍ରା କରୁଛନ୍ତି, ଯୀଶୁ ଅନ୍ଧ ବାଟୀମୟଙ୍କୁ ସୁସ୍ଥ କଲେ, ସେ ମଧ୍ୟ ତାହାଙ୍କ ସହିତ ଆସିଲେ I

the son of Timaeus, Bartimaeus, a blind beggar

ବାର୍ଟିମୟ ନାମକ ଜଣେ ଅନ୍ଧ ଭିକ୍ଷା କରୁଥିଲା, ସେ ଟୀମାୟର ପୁତ୍ର ଥିଲେ I ବାର୍ଟିମୟ ଜଣେ ବ୍ୟକ୍ତିର ନାମ ଅଟେ I ଟୀମାୟ ତାହାର ପିତାଙ୍କ ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Mark 10:47

When he heard that it was Jesus

ବାର୍ଟିମୟ ଯେ ଯୀଶୁ ଏହା ଲୋକମାନେ କହୁଥିବା ସେ ଶୁଣିଲେ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ସେ ଲୋକମାନେ କହୁଥିବା ଶୁଣିଲେ ଯେ ଏହା ଯୀଶୁ ଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Son of David

ଯୀଶୁ ଦାଉଦ ସନ୍ତାନ ନାମରେ ନାମିତ ହେଲେ କାରଣ ସେ ରାଜା ଦାଉଦଙ୍କ ସନ୍ତାନ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ ମସିହ ରାଜା ଦାଉଦଙ୍କର ସନ୍ତାନ” (ଦେଖ: /WA-Catalog/or_tm?section=translate#figs-explicit)

Mark 10:48

Many rebuked

ଅନେକ ତାକୁ ତୁନୀ କରିଲେ

all the more

ଏପରି ଅଧିକ

Mark 10:49

commanded him to be called

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କିମ୍ବା ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟ ଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାକୁ ଡାକିବା ନିମନ୍ତେ ଅନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ଏଠାକୁ ଆସିବା ପାଇଁ ତାହାକୁ ଡାକିଲେ’” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-quotations)

They called

“ସେମାନେ” ଶବ୍ଦ ଲୋକସମୁହକୁ ବୁଝାଏ I

Be brave

ସାହସ ଧର କିମ୍ବା “ଭୟ କର ନାହିଁ”

He is calling for you

ଯୀଶୁ ତୁମକୁ ଡାକୁଛନ୍ତି

Mark 10:50

sprang up

ଉପରକୁ କୁଦା ମାରିଲା

Mark 10:51

answered him

ଅନ୍ଧ ବ୍ୟକ୍ତିକୁ ଉତ୍ତର ଦେଲେ

to receive my sight

ମୁଁ ଯେପରି ଦୃଷ୍ଟି ପାଇବି

Mark 10:52

Your faith has healed you

ଏହି ବାକ୍ୟାଂଶ ସେହି ମନୁଷ୍ୟର ବିଶ୍ବାସକୁ ଗୁରୁତ୍ବ ଦେବା ନିମନ୍ତେ ଏପରି ଭାବରେ ଲେଖା ହୋଇଛି I ଯୀଶୁ ସେହି ବ୍ୟକ୍ତିଙ୍କୁ ସୁସ୍ଥ କଲେ କାରଣ ସେ ବିଶ୍ବାସ କଲା ଯେ ଯୀଶୁ ତାକୁ ସୁସ୍ଥ କରି ପାରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁ ତୁମକୁ ସୁସ୍ଥ କରୁଅଛି କାରଣ ତୁମେ ମୋଠାରେ ବିଶ୍ବାସ କଲ” (ଦେଖ: /WA-Catalog/or_tm?section=translate#figs-explicit)

he followed him

ସେ ଯୀଶୁଙ୍କୁ ଅନୁଗମନ କଲା