Mark 9

ମାର୍କ ୦୯ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

“ରୁପାନ୍ତର”

ଶାସ୍ତ୍ରରେ ସର୍ବଦା ଈଶ୍ବରଙ୍କ ମହିମା ମହାନ, ତେଜୋମୟ ଜ୍ୟୋତି ଭାବେ ପ୍ରକାଶ କରେ I ଯେତେବେଳେ ଲୋକମାନେ ଏହି ଜ୍ୟୋତିକୁ ଦେଖନ୍ତି, ସେମାନେ ଭୟଭିତ ହୁଅନ୍ତି I ଏହି ଅଧ୍ୟାୟରେ ମାର୍କ କୁହନ୍ତି ଯେ ଯୀଶୁଙ୍କ ବସ୍ତ୍ର ଉଜ୍ଜଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେପରି ତାହାଙ୍କ ଶିଷ୍ୟମାନେ ଦେଖି ପାରିବେ ଯେ ଯୀଶୁ ପ୍ରକୃତରେ ଈଶ୍ବରଙ୍କ ପୁତ୍ର ଥିଲେ I ସେହି ସମୟରେ, ଈଶ୍ବର ସେମାନଙ୍କୁ କହିଲେ ଯେ ଯୀଶୁ ତାହାଙ୍କର ପୁତ୍ର ଥିଲେ I (ଦେଖ: /WA-Catalog/or_tw?section=kt#glory/WA-Catalog/or_tw?section=kt#fear)

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ଅତିଶୟୋକ୍ତି

ଯୀଶୁ ଏହି ବିଷୟରେ କହିଲେ ଯେ ଶିଷ୍ୟମାନେ ଏହାକୁ ଆକ୍ଷରିକ ଭାବେ ବୁଝନ୍ତୁ ତାହା ସେ ଚାହାନ୍ତି ନାହିଁ I ଯେତେବେଳେ ସେ କହିଲେ, “ଯଦି ତୁମ୍ଭର ହାତ ତୁମ୍ଭର ବାଧାର କାରଣ ହୁଏ, ତେବେ ଏହାକୁ କାଟି ପକାଅ” ([ମାର୍କ ୯:୪୩] (../../mrk/09/43.md)), ସେ ଅତିରଞ୍ଜିତ କରି କହିଲେ ଯେ ସେମାନେ ଜାଣିବେ ଯେ ସେମାନେ ପାପରୁ ନିବୃତ୍ତ ରହିବେ, ଏପରିକି ଯଦି ସେମାନେ କୌଣସି ବିଷୟ ଅତି ପ୍ରିୟ ଜ୍ଞାନ କରୁଥାନ୍ତି କିମ୍ବା ସେମାନଙ୍କର ଯାହା ଆବଶ୍ୟକ ଅଟେ I

ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା

ଏଲିୟ ଓ ମୋଶା

ସେହିକ୍ଷଣି ଯୀଶୁ, ଯାକୁବ, ଯୋହନ ଓ ପିତରଙ୍କ ନିକଟକୁ ଏଲିୟ ଓ ମୋଶାଙ୍କୁ ଅବତରଣ କଲେ ଏବଂ ତାପରେ ସେମାନେ ଅଛାଦିତ ହୋଇଗଲେ I ଚାରିଜଣ ସମସ୍ତେ ଏଲିୟ ଓ ମୋଶାଙ୍କୁ ଦେଖିଲେ, ଏବଂ ଏଲିୟ ଓ ମୋଶା ଯୀଶୁଙ୍କ ସହିତ କଥାବାର୍ତ୍ତା କରିବା ଶୁଣିଲେ, ପାଠକମାନେ ବୁଝିବା ଉଚିତ ଯେ ଏଲିୟ ଓ ମୋଶା ଶାରିରୀକ ଭାବେ ଅବତରଣ କଲେ

“ମନୁଷ୍ୟ ପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ବୋଲି ସମ୍ବୋଧନ କରୁଥିଲେ ([ମାର୍କ ୯:୩୧] (../../mrk/09/31.md)) I ତୁମ ଭାଷା ହୁଏତ ନିଜକୁ ଏପରି ସମ୍ବୋଧନ କରିବା ନିମନ୍ତେ ଅନୁମତି ଦେଇ ନପାରେ ଯେପରି ସେମାନେ ଅନ୍ୟ ବିଷୟରେ କହିବେ I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

ବିରୋଧାଭାସ

ଗୋଟିଏ ବିରୋଧାଭାସ ଏକ ସତ୍ୟ କାହାଣୀ ଅଟେ ଯାହା କିଛି ଅସମ୍ଭବ ବିଷୟରେ ବର୍ଣ୍ଣନା କରେ I ଯୀଶୁ ଏହି ବିରୋଧାଭାସ ବ୍ୟବହାର କରୁଥିଲେ ଯେତେବେଳେ ସେ କହିଲେ, “ଯଦି କେହି ପ୍ରଧାନ ହେବାକୁ ଚାହେଁ, ସେ ସମସ୍ତଙ୍କଠାରୁ ସାନ ହେଉ ଓ ସମସ୍ତଙ୍କର ସେବକ ହେଉ” ([ମାର୍କ ୯:୩୫] ../../mrk/09/35.md)) I

Mark 9:1

Connecting Statement:

ପୁନଶ୍ଚ ଯୀଶୁ ଲୋକମାନଙ୍କୁ କହିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁଗମନ କରିବାକୁ ଉଦ୍ୟତ I ଛଅଦିନ ଉତାରେ, ଯୀଶୁ ତିନିଜଣ ଶିଷ୍ୟଙ୍କୁ ସଂଗରେ ନେଇ ପର୍ବତ ଉପରକୁ ଗଲେ ଯେଉଁ ସ୍ଥାନରେ ତାହାଙ୍କର ଉପସ୍ଥିତି କ୍ଷଣିକ ସମୟ ନିମନ୍ତେ ରୁପାନ୍ତର ହେଲା ଯେପରି ଈଶ୍ବରଙ୍କ ରାଜ୍ୟରେ ସେ ଦେଖାଯିବେ I

He said to them

ଯୀଶୁ ଶିଷ୍ୟମାନଙ୍କୁ କହିଲେ

the kingdom of God come with power

ଈଶ୍ବରଙ୍କ ରାଜ୍ୟ ସନ୍ନିକଟ ଉପସ୍ଥାପନ କରେ ଯେ ଈଶ୍ବର ଆପଣାକୁ ରାଜା ଭବାରେ ପ୍ରକାଶିତ କରିବେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟରେ ମହାପରାକ୍ରମରେ ଉପସ୍ଥିତ ହେବା ଦେଖିବ” (ଦେଖ: /WA-Catalog/or_tm?section=translate#figs-metonymy)

Mark 9:2

alone by themselves

ଲେଖକ ଏଠାରେ ଗୁରୁତ୍ବ ଦେବା ନିମନ୍ତେ ସ୍ବୟଂ ବାଚକ “ସେମାନଙ୍କର” ସର୍ବନାମ ବ୍ୟବହାର କରିଛନ୍ତି ଯେ ସେମାନେ କେବଳ ଏକତ୍ର ଯୀଶୁ, ପିତର, ଯାକୁବ ଓ ଯୋହନ ପର୍ବତ ଉପରକୁ ଗଲେ I (ଦେଖ: /WA-Catalog/or_tm?section=translate#figs-rpronouns)

he was transfigured before them

ସେମାନେ ଯେତେବେଳେ ତାହାଙ୍କୁ ଚାହିଁଲେ, ତାହାଙ୍କର ଉପସ୍ଥିତି ପୁର୍ବଠାରୁ ଭିନ୍ନ ଥିଲା I

he was transfigured

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଉପସ୍ଥିତି ପରିବର୍ତ୍ତିତ ହୋଇଥିଲା” କିମ୍ବା “ସେ ଭିନ୍ନଭାବରେ ଦେଖା ଯାଉଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

before them

ସେମାନଙ୍କ ସମ୍ମୁଖରେ କିମ୍ବା “ସେମାନେ ସ୍ପଷ୍ଟ ଭାବରେ ତାହାଙ୍କୁ”

Mark 9:3

radiantly brilliant

ଦୀପ୍ତିମୟ କିମ୍ବା “ଉଜ୍ଜଳ I” ଯୀଶୁଙ୍କର ବସ୍ତ୍ର ଉଜ୍ଜଳ କିମ୍ବା “ଦୀପ୍ତିମୟ” ଶୁଭ୍ରବର୍ଣ୍ଣ ପରିହିତ କିମ୍ବା ଜ୍ୟୋତି ପ୍ରଦାନ କରୁଥିଲା I

extremely

ଯଥା ସମ୍ଭବ କିମ୍ବା ନିଶ୍ଚୟତା ଠାରୁ ଅଧିକ

whiter than any bleacher on earth could bleach them

ଉଜ୍ଜଳ ବର୍ଣ୍ଣନା କରେ ଯେ ପ୍ରାକୃତିକ ଶୁଭ୍ର ପଶମ ସୁତା ଅପେକ୍ଷା ମଧ୍ୟ ଆହୁରି ଉଜ୍ଜ୍ବଳ କୌଣସି ରାସାୟନିକ ପଦାର୍ଥ ଯଥା ଉଜ୍ଜ୍ବଳ କିମ୍ବା ରଙ୍ଗ ପରିହିତ ତିବ୍ର ଗନ୍ଧ ଯୁକ୍ତ ଗ୍ୟାସ I ଅନ୍ୟଏକ ଅନୁବାଦରେ: “ପୃଥିବୀର ଏପରି ଗୋରା (ଉଜ୍ଜ୍ବଳ) ମନୁଷ୍ୟ ଅପେକ୍ଷା ଶୁଭ୍ରବର୍ଣ୍ଣ ହୋଇ ପାରିବ”

Mark 9:4

Elijah with Moses appeared

ଏହା ଏହି ଲୋକମାନେ କିଏ ଥିଲେ ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଦୁଇଜଣ ଭାବବାଦୀ ଯେଉଁମାନେ ବହୁବର୍ଷ ପୁର୍ବେ ପୃଥିବୀରେ ଥିଲେ, ଏଲିୟ ଓ ମୋଶା ଅବତରଣ କଲେ” (ଦେଖ: /WA-Catalog/or_tm?section=translate#figs-explicit)

they were talking

“ସେମାନେ” ଶବ୍ଦ ଏଲିୟ ଓ ମୋଶାଙ୍କୁ ବୁଝାଏ I

Mark 9:5

Peter answered and said to Jesus

ପିତର ଯୀଶୁଙ୍କୁ କହିଲେ, ଏଠାରେ “ଉତ୍ତର” ଶବ୍ଦଗୁଡିକ ଏହି କଥୋପକଥନରେ ପିତରଙ୍କୁ ପରିଚିତ କରେ I ପିତର ପ୍ରଶ୍ନର ଉତ୍ତର ଦେଉ ନଥିଲେ I

it is good for us to be here

ଏହା ସ୍ପଷ୍ଟ ନୁହେଁ ଯେ “ଆମ୍ଭମାନଙ୍କୁ” କେବଳ ପିତର, ଯାକୁବ, ଓ ଯୋହନ ଙ୍କୁ ବୁଝାଏ କିମ୍ବା ସେହିଠାରେ ଯୀଶୁ, ଏଲିୟ ଓ ମୋଶାଙ୍କୁ ବୁଝାଏ I ଯଦି ତୁମେ ଅନୁବାଦ ଉଭୟକୁ ପସନ୍ଦ କରେ, ତାହା କର I (ଦେଖ: /WA-Catalog/or_tm?section=translate#figs-exclusive/WA-Catalog/or_tm?section=translate#figs-inclusive)

shelters

ସରଳ, କ୍ଷଣସ୍ଥାୟୀ ସ୍ଥାନ ଯେଉଁଠାରେ ବସିବେ କିମ୍ବା ଶୋଇବେ

Mark 9:6

For he did not know what to say, for they were terrified

ବନ୍ଧନୀରେ ଥିବା ଏହି ବାକ୍ୟ ପିତର, ଯାକୁବ ଓ ଯୋହନଙ୍କ ସମ୍ବନ୍ଧରେ ପ୍ରାକ ତଥ୍ୟ ପ୍ରକାଶ କରେ I (ଦେଖ: /WA-Catalog/or_tm?section=translate#writing-background)

they were terrified

ସେମାନେ ଅତ୍ୟନ୍ତ ଭୟଭିତ ହୋଇ ଯାଇଥିଲେ କିମ୍ବା “ସେମାନେ ଅତ୍ୟନ୍ତ ଭୀତ ହେଲେ”

Mark 9:7

came and overshadowed

ଉପସ୍ଥିତି ଓ ଅଛାଦିତ ହେଲେ

Then a voice came out of the cloud

ଏଠାରେ “ଏହି ବାଣୀ ଆସିଲା” କେହିଜଣେ କହୁଥିବା ନିମନ୍ତେ ଲକ୍ଷଣ ସୁଚକ ଅଟେ I ଏହା କିଏ କହୁଥିଲେ ସ୍ପଷ୍ଟଭାବରେ ବ୍ୟକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମେଘରୁ ଏହି ବାଣୀ ଆସିଲା” କିମ୍ବା “ପୁଣି, ଈଶ୍ବର ମେଘଖଣ୍ଡରୁ କହିଲେ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-explicit)

This is my beloved Son. Listen to him

ପିତା ଈଶ୍ବର ତାହାଙ୍କ “ଅଦ୍ବିତୀୟ ପୁତ୍ର”ଙ୍କ ପ୍ରତି ପ୍ରେମ ପ୍ରକାଶ କଲେ, ଈଶ୍ବରଙ୍କ ପୁତ୍ର I

beloved Son

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ, ଈଶ୍ବରଙ୍କ ପୁତ୍ର I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Mark 9:8

when they looked

ଏଠାରେ “ସେମାନେ” ପିତର, ଯାକୁବ, ଓ ଯୋହନଙ୍କୁ ବୁଝାଏ I

Mark 9:9

he commanded them to tell no one ... until the Son of Man had risen

ଏହାର ଅର୍ଥ ଯେ ସେ ଦୃଢ ଆଜ୍ଞା ଦେଇ କହିଲେ ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟ ପୁତ୍ରଙ୍କ ପୁନ୍ନରୁଥାନ ନହେବା ପର୍ଯ୍ୟନ୍ତ କହିବା ପାଇଁ ଅନୁମତି ଦେଲେ I (ଦେଖ: /WA-Catalog/or_tm?section=translate#figs-explicit)

risen from the dead

ମୃତମାନଙ୍କ ମଧ୍ୟରୁ ପୁନ୍ନରୁଥାନ I ଏହା ପୁନର୍ବାର ଜୀବନ ପାଇବା ବିଷୟରେ କହେ I ଏହି ବାକ୍ୟାଂଶ “ମୃତ୍ୟୁ” “ମୃତ ଲୋକକୁ” ବୁଝାଏ ଓ ମୃତ୍ୟୁର ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ମୃତମାନଙ୍କ ମଧ୍ୟରୁ ପୁନ୍ନରୁଥାନ” (ଦେଖ: /WA-Catalog/or_tm?section=translate#figs-metonymy)

Mark 9:10

rising from the dead

ମୃତମାନଙ୍କ ମଧ୍ୟରୁ ପୁନ୍ନରୁଥାନ I ଏହା ପୁନର୍ବାର ଜୀବନ ପାଇବା ବିଷୟରେ କହେ I ଏହି ବାକ୍ୟାଂଶ “ମୃତ୍ୟୁ” “ମୃତ ଲୋକକୁ” ବୁଝାଏ ଓ ମୃତ୍ୟୁର ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ ମୃତମାନଙ୍କ ମଧ୍ୟରେ ପୁନ୍ନରୁଥାନ” (ଦେଖ: /WA-Catalog/or_tm?section=translate#figs-metonymy)

So they kept the matter to themselves

ଏଠାରେ “ନିଜ ପାଖରେ ରଖିବା” ଏକ ରୁଢି ଅଟେ ଯାହାର ଅର୍ଥ ସେମାନେ ଯାହା ଦେଖିଲେ ସେ ବିଷୟରେ କାହାକୁ କିଛି କହିଲେ ନାହିଁ I ଅନ୍ୟଏକ ଅନୁବାଦରେ: “ଏଣୁ ସେମାନେ ଯାହା ଦେଖିଥିଲେ କାହାକୁ କହିଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-idiom)

Mark 9:11

Connecting Statement:

ଯଦିଓ ପିତର, ଯାକୁବ ଓ ଯୋହନ ଆଶ୍ଚର୍ଯ୍ୟ ହେଲେ ଯେ ଯୀଶୁଙ୍କ ଅର୍ଥରେ “ମୃତ୍ୟୁରୁ ପୁନ୍ନରୁଥାନ” ହେବା କ’ଣ ହୋଇପାରେ, ଏଲିୟଙ୍କ ଆସିବା ପରିବର୍ତ୍ତେ ସେମାନେ ତାହାଙ୍କୁ ପଚାରିଲେ I

They asked him

“ସେମାନେ” ଶବ୍ଦ ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ I

Why do the scribes say that Elijah must come first?

ଭାବାବାଣୀ ପ୍ରକାଶ କରେ ଯେ ଏଲିୟ ସ୍ବର୍ଗରୁ ପ୍ରଥମେ ଆଗମନ କରିବେ I ତା’ପରେ ମସିହ, ଯେ ମନୁଷ୍ୟ ପୁତ୍ର, ରାଜ୍ୟ ଶାସନ କରିବାକୁ ଆସିବେ I ଶିଷ୍ୟମାନଙ୍କ ମଧ୍ୟରେ ଦ୍ବନ୍ଦ ଜାତ ହେଲା ଯେ କିପରି ମନୁଷ୍ୟ ପୁତ୍ର ମୃତ୍ୟୁବରଣ କରିବେ ପୁଣି ପୁନ୍ନରୁଥାନ ହେବେ I ଅନ୍ୟଏକ ଅନୁବାଦରେ: “ ମସିହଙ୍କର ଆଗମନ ପୁର୍ବରୁ ପ୍ରଥମରେ ଅବଶ୍ୟ ଏଲିୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି ?” (ଦେଖ: /WA-Catalog/or_tm?section=translate#figs-explicit)

Mark 9:12

Elijah does come first to restore all things

ଏହପରି କହିବା ଦ୍ବାରା ଯୀଶୁ ସ୍ବୀକୃତ କରନ୍ତି ଯେ ଏଲିୟଙ୍କର ପ୍ରଥମେ ଆଗମନ ହେବ I

Why then is it written ... be despised?

ଯୀଶୁ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ ଯେ ଶାସ୍ତ୍ର ମଧ୍ୟ ମନୁଷ୍ୟ ପୁତ୍ରଙ୍କର ଦୁଖଭୋଗ କରିବେ ଓ ଘୃଣା କରିବେ ବିଷୟରେ ଶିକ୍ଷା ଦିଏ I ଏହାକୁ ଏକ ଉକ୍ତିଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଆଉ ମନୁଷ୍ୟ ପୁତ୍ର ବହୁତ ଦୁଖଭୋଗ କରି ତୁଛିକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଶାସ୍ତ୍ରରେ ଲେଖା ଅଛି “ (ଦେଖ: /WA-Catalog/or_tm?section=translate#figs-rquestion)

be despised

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ତାଙ୍କୁ ତୁଛିକୃତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 9:13

they did whatever they wanted to him

ଲୋକମାନେ ଏଲିୟଙ୍କ ପ୍ରତି ଯାହା କରିଛନ୍ତି ତାହାକୁ ବ୍ୟକ୍ତ କରିବା ନିମନ୍ତେ ଏହା ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ଅଧିପତିମାନେ ତାହାଙ୍କ ପ୍ରତି ଯାହା ଇଛା ତାହା କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Mark 9:14

Connecting Statement:

ଯେତେବେଳେ ପିତର, ଯାକୁବ, ଯୋହନ ଓ ଯୀଶୁ ପର୍ବତ ତଳକୁ ଓହ୍ଲାଇଲେ, ଶାସ୍ତ୍ରୀମାନେ ଅନ୍ୟ ଶିଷ୍ୟମାନଙ୍କ ସହ ବାଦାନୁବାଦ କରୁଥିବା ସେମାନେ ଦେଖିବାକୁ ପାଇଲେ I

When they came to the disciples

ଯୀଶୁ, ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ୟମାନଙ୍କ ସହ ଫେରି ଆସିଲେ ଯେଉଁମାନେ ସେମାନଙ୍କ ସହ ପର୍ବତକୁ ଯାଇ ନଥିଲେ I

they saw a great crowd around them

ଯୀଶୁ ଓ ଅନ୍ୟ ତିନିଜଣ ଶିଷ୍ୟ ଲୋକସମୁହ ଅନ୍ୟ ଶିଷ୍ୟମାନଙ୍କ ଚାରିପଟେ ଘେରି ଥିବା ଦେଖିଲେ

scribes were arguing with them

ଯୀଶୁଙ୍କ ସହିତ ଯେଉଁ ଶିଷ୍ୟମାନେ ଯାଇ ନଥିଲେ ସେମାନଙ୍କ ସହିତ ଶାସ୍ତ୍ରୀମାନେ ବାଦାନୁବାଦ କରୁଥିଲେ I

Mark 9:15

was amazed

କାହିଁକି ସେମାନେ ଆଶ୍ଚର୍ଯ୍ୟ ହେଲେ ତାହା ବ୍ୟକ୍ତ କରିବା ନିମନ୍ତେ ଏହା ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମୟାନ୍ବିତ ହେଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 9:17

Connecting Statement:

କେଉଁ ସମ୍ବନ୍ଧରେ ଶାସ୍ତ୍ରୀ ଓ ଅନ୍ୟ ଶିଷ୍ୟମାନେ ବାଦାନୁବାଦ କରୁଥିଲେ ବର୍ଣ୍ଣନା କରିବା ନିମନ୍ତେ, ଜଣେ ଅଶୁଚି ଆତ୍ମାବିଷ୍ଟର ପିତା ଯୀଶୁଙ୍କୁ କହିଲେ ଯେ ତାହାକୁ ଛଡାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ଆଣିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ. ଯୀଶୁ ଅଶୁଚି ଆତ୍ମାକୁ ସେହି ପୁଅ ଠାରୁ ଛଡାଇ ଦେଲେ I ପରେ ଶିଷ୍ୟମାନେ ପଚାରିଲେ କାହିଁକି ସେମାନେ ଭୁତ ଛଡାଇ ପାରିଲେ ନାହିଁ I

He has a spirit

ଏହାର ଅର୍ଥ ବାଳକଟି ଅଶୁଚି ଆତ୍ମାବିଷ୍ଟ ଥିଲା I “ତାହାକୁ ଗୋଟିଏ ଅଶୁଚି ଆତ୍ମା ଲାଗିଛି” କିମ୍ବା “ସେ ଗୋଟିଏ ଅଶୁଚି ଆତ୍ମାବିଷ୍ଟ ଥିଲା” (ଦେଖ: /WA-Catalog/or_tm?section=translate#figs-idiom)

Mark 9:18

he foams at the mouth

ମୋଡି ହୋଇ ପଡେ, କିମ୍ବା ଅପସ୍ମାର ମୁର୍ଛା, ଜଣେ ବ୍ୟକ୍ତିର ନିଶ୍ବାସ ପ୍ରଶ୍ବାସରେ ବାଧା ଜନ୍ମାଏ କିମ୍ବା ଫୁଲିଯାଏ I ଏହା ପାଟିରୁ ଧଳା ଫେଣ ବାହାର କରେ I ଯଦି ତୁମ ଭାଷାରେ ବର୍ଣ୍ଣନା କରିବା ପ୍ରଣାଳୀ ଥାଏ, ତୁମେ ଏହାକୁ ବ୍ୟବହାର କରିପାରିବ I ଅନ୍ୟଏକ ଅନୁବାଦରେ: “ତାହାର ମୁଖରୁ ଫେଣ ବାହାରେ”

he becomes rigid

ସେ କଡା ଶକ୍ତ କିମ୍ବା “ତାହାର ଶରୀର କଠୋରତା ହୋଇଯାଏ”

they could not

ଏହା ଶିଷ୍ୟମାନେ ତାହାର ଶରୀରରୁ ଅଶୁଚୀ ଆତ୍ମାକୁ ଛଡାଇ ନପାରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନେ ତାକୁ ଛଡାଇ ପାରିଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 9:19

He answered them

ଯଦିଓ ବାଳକର ପିତା ଯୀଶୁଙ୍କୁ ବିନତୀ କଲା, ଯୀଶୁ ଲୋକସମୁହକୁ ଉତ୍ତର ଦେଲେ. ଏହା ସ୍ପଷ୍ଟ କରିବା ଉଚିତ I ଅନ୍ୟଏକ ଅନୁବାଦରେ: “ଯୀଶୁ ଲୋକସମୁହକୁ କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

Unbelieving generation

ଆରେ ଅବିଶ୍ବାସୀ ବଂଶ. ଯୀଶୁ ଏହିପରି ଲୋକସମୁହକୁ କହିଲେ, ଯେପରି ସେ ସେମାନଙ୍କୁ ଉତ୍ତର ଦେବା ଆରମ୍ଭ କରନ୍ତି I

how long will I have to stay with you? ... bear with you?

ଯୀଶୁ ତାହାଙ୍କ ବିରକ୍ତି ମନୋଭାବକୁ ପ୍ରକାଶ କରିବା ପାଇଁ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଉଭୟ ପ୍ରଶ୍ନର ସମାନ ଉତ୍ତର ଅଟେ I ସେଗୁଡିକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେତେକାଳ ମୁଁ ତୁମ୍ଭମାନଙ୍କ ସଂଗରେ ରହିବି !” କିମ୍ବା “ତୁମ୍ଭମାନଙ୍କର ଅବିଶ୍ବାସ ମୋତେ ଦୁଖ ଦେଉଛି ! କେତେକାଳ ମୁଁ ତୁମ୍ଭମାନଙ୍କ ସଂଗରେ ରହିବି” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-parallelism)

bear with you

ତୁମର ସହିବି କିମ୍ବା “ତୁମ ସହିତ ରହିବି”

Bring him to me

ବାଳକକୁ ମୋ ନିକଟକୁ ଆଣ

Mark 9:20

spirit

ଏହା ଅଶୁଚି ଆତ୍ମାକୁ ବୁଝାଏ I ଦେଖ ତୁମେ ଏହାକୁ ମାର୍କ ୯:୧୭ରେ କିପରି ଅନୁବାଦ କରିଅଚ୍ଛ I

convulsion

ଏହା ଏପରି ଏକ ଅବସ୍ଥା ଯାହା ଜଣେ ବ୍ୟକ୍ତି ତାହାର ଶରୀରକୁ ନିୟନ୍ତ୍ରଣ ରଖି ପରେନାହିଁ, ଓ ତାହାର ଶରୀର ଭୟଙ୍କର ଭାବେ ଥରୁଛି I

Mark 9:21

Since childhood

ତାହାର ପିଲା କାଳରୁ I ଏହାକୁ ସମ୍ପୁର୍ଣ୍ଣ ବାକ୍ୟରେ ବ୍ୟକ୍ତ କରିବାରେ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ତାହାର ପିଲାକାଳରୁ ଏହିପରି ହେଉଅଛି” (ଦେଖ: /WA-Catalog/or_tm?section=translate#figs-ellipsis)

Mark 9:22

have pity

ଦୟାରେ ବିଗଳିତ ହେଲେ

Mark 9:23

'If you are able'?

ସେଥିରେ ଯୀଶୁ ପୁନରାବୃତ୍ତି କରି ବ୍ୟକ୍ତିଙ୍କୁ କହିଲେ I ଅନ୍ୟଏକ ଅନୁବାଦରେ: “ତୁମେ ମୋତେ କ’ଣ କହିଲ ‘ତୁମେ ଯଦି କରି ପାର’ ?” କିମ୍ବା “ତୁମେ କାହିଁକି କହିଲ ‘ତୁମେ ଯଦି ସକ୍ଷମ’ ?” (ଦେଖ: /WA-Catalog/or_tm?section=translate#figs-ellipsis)

'If you are able'?

ମନୁଷ୍ୟର ସନ୍ଦେହ ନିମନ୍ତେ ଯୀଶୁଙ୍କର ବିରକ୍ତି ପ୍ରଶ୍ନ ମାଧ୍ୟମରେ ପ୍ରକାଶ କଲେ I ଏହାକୁ ଏକ ଉକ୍ତି ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମେ କହିବା ଉଚିତ ନଥିଲା, “ଯଦି ତୁମ ପକ୍ଷରେ ସମ୍ଭବ’” କିମ୍ବା “ତୁମେ ମୋତେ ପଚାରିଲ ଯଦି ମୋ ପକ୍ଷରେ ସମ୍ଭବ I ନିଶ୍ଚୟ ମୋ ପକ୍ଷରେ ଏହା ସମ୍ଭବ” (ଦେଖ: /WA-Catalog/or_tm?section=translate#figs-rquestion)

All things are possible for the one who believes

ଯେଉଁ ଲୋକମାନେ ବିଶ୍ବାସ କରନ୍ତି ଈଶ୍ବର ସେମାନଙ୍କ ନିମନ୍ତେ କିଛି ବି କରି ପାରନ୍ତି

for the one

ବ୍ୟକ୍ତି ନିମନ୍ତେ କିମ୍ବା “ଯେକେହି”

believes

ଏହା ଈଶ୍ବରଙ୍କଠାରେ ବିଶ୍ବାସ କରିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରେ ବିଶ୍ବାସ କର”

Mark 9:24

Help my unbelief

ସେହି ବ୍ୟକ୍ତି ଯୀଶୁଙ୍କୁ ପଚାରିଲେ ମୋର ଅବିଶ୍ବାସର ପ୍ରତିକାର କରନ୍ତୁ I ଅନ୍ୟଏକ ଅନୁବାଦରେ: “ମୋର ଅବିଶ୍ବାସରେ ମୋତେ ସାହାଯ୍ୟ କରନ୍ତୁ” କିମ୍ବା “ମୋର ବିଶ୍ବାସକୁ ବଢାଇ ଦିଅନ୍ତୁ”

Mark 9:25

the crowd running to them

ଏହାର ଅର୍ଥ ଯେ ଅଧିକ ଲୋକମାନେ ଯୀଶୁଙ୍କ ନିକଟକୁ ଆସୁଥିଲେ ଓ ସେଥିପାଇଁ ଲୋକସମୁହ ବଢ଼ିବାକୁ ଲାଗୁଥାଏ.

You mute and deaf spirit

“ମୁକ” ଓ “ବଧିର” ଶବ୍ଦଗୁଡିକ ବ୍ୟାଖ୍ୟା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅଶୁଚି ଆତ୍ମା, ତୁ ଏ ବାଳକକୁ କହିବା ଓ ଶୁଣିବାରୁ ଅକ୍ଷମ କରିଛୁ”

Mark 9:26

It cried out

ଅଶୁଚି ଆତ୍ମା ଚିତ୍କାର କଲା

convulsed the boy greatly

ଅତ୍ୟନ୍ତ ମୋଡି ପକାଇଲା

came out

ଏହା ସୁଚିତ କରେ ଯେ ଆତ୍ମା ବାଳକଠାରୁ ବାହାରି ଗଲା I ଅନ୍ୟଏକ ଅନୁବାଦରେ: “ବାଳକଠାରୁ ବାହାରିଗଲା” (ଦେଖ: /WA-Catalog/or_tm?section=translate#figs-explicit)

The boy looked like one who was dead

ବାଳକର ଉପସ୍ଥିତି ମୃତ ବ୍ୟକ୍ତି ସହିତ ତୁଳନା କରା ଯାଇଛି I ଅନ୍ୟଏକ ଅନୁବାଦରେ: “ ବାଳକଟି ମଲା ପରି ହୋଇଗଲା” କିମ୍ବା “ପିଲାଟି ମୃତ ବ୍ୟକ୍ତି ପରି ହୋଇଗଲା” (ଦେଖ: /WA-Catalog/or_tm?section=translate#figs-simile)

so that many

ଏଣୁ ଅନେକ ଲୋକ

Mark 9:27

took him by the hand

ଏହାର ଅର୍ଥ ଯେ ଯୀଶୁ ନିଜ ହାତରେ ବାଳକଟିର ହାତ ଧରି ଉଠାଇ ନେଲେ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଯୀଶୁ ବାଳକର ହାତ ଧରି ଉଠାଇଲେ” (ଦେଖ: /WA-Catalog/or_tm?section=translate#figs-idiom)

lifted him up

ଉଠିବା ପାଇଁ ତାହାକୁ ସାହାଯ୍ୟ କଲେ

Mark 9:28

privately

ଏହାର ଅର୍ଥ ସେମାନେ ଏକା ଥିଲେ I

cast it out

ଅଶୁଚି ଆତ୍ମା ଛଡାଇଲେ I ଏହା ବାଳକଠାରୁ ଅଶୁଚି ଆତ୍ମାକୁ ବାହାର କରିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବାଳକଠାରୁ ଅଶୁଚି ଆତ୍ମାକୁ ଛଡାଇଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 9:29

This kind cannot be cast out except by prayer

“ପାରିଲୁ ନାହିଁ” ଓ “ବ୍ୟତିତ” ଶବ୍ଦଗୁଡିକ ଉଭୟ ନାସ୍ତିକ ଶବ୍ଦ ଅଟନ୍ତି I କେତେକ ଭାଷାରେ ଏହା ଅଧିକ ପ୍ରାକୃତିକ ଆସ୍ତିକ ଉକ୍ତି ଭାବରେ ବ୍ୟବହୃତ ହୁଏ I ଅନ୍ୟଏକ ଅନୁବାଦରେ: “ପ୍ରାର୍ଥନା ବିନା ଆଉ କାହିଁରେ ଏପ୍ରକାର ଭୁତ ଛଡାଯାଇ ପାରେ ନାହିଁ” (ଦେଖ: /WA-Catalog/or_tm?section=translate#figs-doublenegatives)

This kind

ଏହା ଅଶୁଚି ଆତ୍ମାକୁ ବର୍ଣ୍ଣନା କରେ I ଅନ୍ୟଏକ ଅନୁବାଦରେ: “ଏ ପ୍ରକାର ଅଶୁଚି ଆତ୍ମା” (ଦେଖ: /WA-Catalog/or_tm?section=translate#figs-ellipsis)

Mark 9:30

Connecting Statement:

ଅଶୁଚି ଆତ୍ମାବିଷ୍ଟ ବାଳକକୁ ସୁସ୍ଥ କରିବା ପରେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯେଉଁ ଗୃହରେ ସେମାନେ ବାସ କରୁଥିଲେ ସେଠାରୁ ପ୍ରସ୍ଥାନ କଲେ I ସେ ଶିଷ୍ୟମାନଙ୍କୁ ଏହି ଶିକ୍ଷା ଦେଉଥିଲେ I

They went out from there

ଯୀଶୁ ଓ ଶିଷ୍ୟମାନେ ସେହି ଅଞ୍ଚଳ ପରିତ୍ୟାଗ କଲେ

passed through

ମଧ୍ୟଦେଇ ଯାତ୍ରା କଲେ କିମ୍ବା “ଅତିକ୍ରମ କଲେ”

Mark 9:31

for he was teaching his disciples

ଯୀଶୁ ବ୍ୟକ୍ତିଗତ ଭାବରେ ଶିଷ୍ୟମାନଙ୍କୁ, ଲୋକସମୁହଠାରୁ ଦୁରରେ ଶିକ୍ଷା ଦେଲେ I ଏହା ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ଏହି କଥା କହି ଶିକ୍ଷା ଦେଉଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

The Son of Man will be delivered

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ” (ଦେଖ: /WA-Catalog/or_tm?section=translate#figs-activepassive)

The Son of Man

ଏଠାରେ ଯୀଶୁ ମନୁଷ୍ୟ ପୁତ୍ର ଭାବେ ଆପଣାକୁ ଦର୍ଶାଉଛନ୍ତି I ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I “ମୁଁ ମନୁଷ୍ୟ ପୁତ୍ର” (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

into the hands of men

ଏଠାରେ “ହାତରେ” ସଂଯମର ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ମାନଙ୍କ ହସ୍ତରେ” କିମ୍ବା “ଯାହାଫଳରେ ସେ ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ” (ଦେଖ: /WA-Catalog/or_tm?section=translate#figs-metonymy)

When he has been put to death, after three days he

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ସେମାନେ ତାହାଙ୍କୁ ବଧ କରିବେ ଓ ତିନିଦିନ ପରେ, ସେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 9:32

they were afraid to ask him

ସେମାନେ ଯୀଶୁ ଯାହା କହିଲେ ତାହାଙ୍କୁ ପଚାରିବା ପାଇଁ ଭୟ କରୁଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କୁ ଏହାର ଅର୍ଥ ପଚାରିବାକୁ ଭୟ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 9:33

ଯେତେବେଳେ ସେମାନେ କଫର୍ନାହୁମକୁ ଆସିଲେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସବୁଠାରୁ ନମ୍ର ସେବକ ବିଷୟରେ ଶିକ୍ଷା ଦେଲେ I (ଦେଖ: /WA-Catalog/or_tm?section=translate#writing-newevent)

they came to

ସେମାନେ ସେଠାରେ ପହଞ୍ଚିଲେ I “ସେମାନେ” ଶବ୍ଦ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I

were you discussing

ତୁମ୍ଭେମାନେ ପରସ୍ପର ତର୍କବିତର୍କ କରୁଥିଲ

Mark 9:34

they were silent

ସେମାନେ ନିରୁତ୍ତର ହେଲେ କାରଣ ସେମାନେ ତର୍କବିତର୍କ ବିଷୟ ଯୀଶୁଙ୍କୁ କହିବାକୁ ଲଜ୍ଜା ବୋଧ କରୁଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ ନିରୁତ୍ତର ହେଲେ ଯେହେତୁ ସେମାନେ ଲଜ୍ଜା ବୋଧ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

who was the greatest

ଏଠାରେ “ପ୍ରଧାନ” ଶିଷ୍ୟମାନଙ୍କ ମଧ୍ୟରେ “ଅତି ପ୍ରଧାନ”କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ କିଏ” (ଦେଖ: /WA-Catalog/or_tm?section=translate#figs-explicit)

Mark 9:35

If anyone wants to be first, he must be last of all

ଏଠାରେ “ପ୍ରଥମ” ଓ “ଶେଷ” ଶବ୍ଦଗୁଡିକ ପରସ୍ପରର ବିପରିତ ଅଟନ୍ତି I ଯୀଶୁ “ସବୁଠାରୁ ଗୁରୁତ୍ବ” ବିଷୟ ହେଉଛି “ପ୍ରଥମ” ଓ ତାପରେ “ନ୍ୟୁନତମ”କୁ “ନମ୍ର” ହେବା କହନ୍ତି I ଅନ୍ୟଏକ ଅନୁବାଦରେ: “ଯଦି କାହାକୁ ଈଶ୍ବର ଚାହାନ୍ତି ସମସ୍ତଙ୍କ ମଧ୍ୟରେ ଗୁରୁତ୍ବପୁର୍ଣ୍ଣ କରିବା ନିମନ୍ତେ, ସେ ନିଜକୁ ସବୁଠାରୁ ନ୍ୟୁନ ମନେ କରୁ” (ଦେଖ: /WA-Catalog/or_tm?section=translate#figs-metaphor)

of all ... of all

ସମସ୍ତ ଲୋକମାନଙ୍କର ... ସମସ୍ତ ଲୋକଙ୍କର

Mark 9:36

in their midst

ସେମାନଙ୍କ ମଧ୍ୟରୁ I “ସେମାନଙ୍କର” ଶବ୍ଦ ଲୋକସମୁହକୁ ବୁଝାଏ I

He took him in his arms

ଏହାର ଅର୍ଥ ସେଥିରେ ଯୀଶୁ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରିଲେ ଓ ତାହାକୁ ଆଲିଙ୍ଗନ କରି କୋଳରେ ବସାଇଲେ I

Mark 9:37

such a child

ଏହି ସାନ ପିଲା ପରି

in my name

ଏହାର ଅର୍ଥ କାରଣ ଯୀଶୁଙ୍କ ପ୍ରେମରେ କିଛି କର I ଅନ୍ୟଏକ ଅନୁବାଦରେ: “କାରଣ ସେ ମୋତେ ପ୍ରେମ କରେ” କିମ୍ବା “ମୋ ନାମରେ” (ଦେଖ: /WA-Catalog/or_tm?section=translate#figs-idiom)

the one who sent me

ଏହା ଈଶ୍ବରଙ୍କୁ ବୁଝାଏ I ଯେ ମୋତେ ଏହି ପୃଥିବୀକୁ ପ୍ରେରଣ କରିଛନ୍ତି I ଅନ୍ୟଏକ ଅନୁବାଦରେ: ଈଶ୍ବର, ଯେ ମୋତେ ପ୍ରେରଣ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Mark 9:38

John said to him

ଯୋହନ ଯୀଶୁଙ୍କୁ କହିଲେ

driving out demons

ଭୁତ ଛଡାଇବା I ଏହା ଲୋକଙ୍କଠାରୁ ଭୁତ ଛଡାଇବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଲୋକଙ୍କଠାରୁ ଭୁତ ଛଡାଉଅଛି” (ଦେଖ: /WA-Catalog/or_tm?section=translate#figs-explicit)

in your name

ଏଠାରେ “ନାମ” ଯୀଶୁଙ୍କର ଅଧିକାର ଓ କ୍ଷମତା (ଶକ୍ତି) ସହିତ ସଂଯୁକ୍ତ ରହିଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭ ନାମରେ” କିମ୍ବା “ତୁମ୍ଭ ନାମର ଶକ୍ତିରେ” (ଦେଖ: /WA-Catalog/or_tm?section=translate#figs-metonymy)

he does not follow us

ଏହାର ଅର୍ଥ ଯେ ସେ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନଥିଲେ I ଅନ୍ୟଏକ ଅନୁବାଦରେ: “ସେ ଆମ୍ଭମାନଙ୍କ ମଧ୍ୟରୁ ଜଣେ ନୁହେଁ” କିମ୍ବା “ସେ ଆମ୍ଭମାନଙ୍କ ସହିତ ବାସ କରେ ନାହିଁ” (ଦେଖ: /WA-Catalog/or_tm?section=translate#figs-idiom)

Mark 9:40

is not against us

ସେ ଆମ୍ଭମାନଙ୍କର ବିରୋଧୀ ନୁହେଁ

is for us

ଏହାର ଅର୍ଥ କ’ଣ ଅଟେ ଏହା ସ୍ପଷ୍ଟ ଭାବରେ ବୁଝିବା ଉଚିତ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ଯାହା କରୁଅଛୁ ସେ ସେହି ଉଦ୍ଦେଶ୍ୟକୁ ସଫଳ କରିବାକୁ ଚାହୁଁଅଛି”

Mark 9:41

gives you a cup of water to drink because you belong to Christ

ଯୀଶୁ କହିଲେ କେହି ଯଦି ତୁମ୍ଭମାନଙ୍କୁ ପାଣି ଗିଲାସେ ଦିଏ ଯେ କିପରି ଜଣ ଅନ୍ୟ ଜଣକୁ ସାହାଯ୍ୟ କରି ପାରିବ I ଏହା ଅନ୍ୟ କାହାକୁ ସାହାଯ୍ୟ କରିବା ବିଷୟ ନିମନ୍ତେ ଏକ ରୁପକ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

not lose

ଏହି ନାସ୍ତିକ ବାକ୍ୟକୁ ଆସ୍ତିକ ଅର୍ଥରେ ଗୁରୁତ୍ବ ଦିଏ I କେତେକ ଭାଷାରେ ଆସ୍ତିକ ଉକ୍ତି ବ୍ୟବହାର କରିବା ପ୍ରାକୃତିକ ଅଟେ I ଅନ୍ୟଏକ ଅନୁବାଦରେ: “ନିଶ୍ଚୟ ଗ୍ରହଣ କରେ” (ଦେଖ: /WA-Catalog/or_tm?section=translate#figs-litotes)

Mark 9:42

millstone

ଗୋଟିଏ ବଡ଼, ଚକି ପଥର ଯାହା ଶସ୍ୟକୁ ପେଶି ଅଟା କରନ୍ତି

Mark 9:43

If your hand causes you to stumble

ଏଠାରେ “ହସ୍ତ” ବିଘ୍ନ କରିବାକୁ ଇଛା କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ ଯାହା ଆମ୍ଭେମାନେ ହାତରେ କରିଥାଉ I ଅନ୍ୟଏକ ଅନୁବାଦରେ: “ପୁଣି ତୁମ୍ଭର ହସ୍ତ ଯଦି ବିଘ୍ନର କାରଣ ହୁଏ“ (ଦେଖ: /WA-Catalog/or_tm?section=translate#figs-metonymy)

to enter into life maimed

ପଙ୍ଗୁ ହୋଇ ଓ ଜୀବନରେ ପ୍ରବେଶ କରିବା କିମ୍ବା “ଜୀବନରେ ପ୍ରବେଶ କରିବା ପୁର୍ବରୁ ପଙ୍ଗୁ ହେବା”

to enter into life

ମୃତ୍ୟୁ ଓ ପରେ ଅନନ୍ତ କାଳ ଜୀବନରେ ରହିବା କଥା କୁହାଯାଇଛି ଯେପରି ଜୀବନରେ ପ୍ରବେଶ କରିବା ଅଟେ I ଅନ୍ୟଏକ ଅନୁବାଦରେ: “ଜୀବନରେ ପ୍ରବେଶ କରିବା” କିମ୍ବା “ମୃତ୍ୟୁ ଓ ଅନନ୍ତକାଳ ଜୀବିତ ରହିବା” (ଦେଖ: /WA-Catalog/or_tm?section=translate#figs-metaphor)

maimed

ଶରୀରର ଗୋଟିଏ ଅଙ୍ଗ ହରାଇବା ଅର୍ଥ କାଟି ପକାଇବା କିମ୍ବା କ୍ଷତ କରିବା I ଏଠାରେ ଗୋଟିଏ ହସ୍ତ ହରାଇବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବିନା ହସ୍ତରେ” କିମ୍ବା “ଗୋଟିଏ ହସ୍ତ ହରାଇବା”

into the unquenchable fire

ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା

Mark 9:45

If your foot causes you to stumble

ଏଠାରେ “ପାଦ” ଶବ୍ଦ ତୁମ୍ଭର ବିଘ୍ନର କାରଣ ହେବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯେପରିକି ଯେଉଁ ସ୍ଥାନକୁ ଯିବା ଉଚିତ ନୁହେଁ ସେ ସ୍ଥାନକୁ ଗମନ କରିବା I ଅନ୍ୟଏକ ଅନୁବାଦରେ: “ଯଦି ତୁମ୍ଭର ପାଦ ବିଘ୍ନର କାରଣ ହୁଏ” (ଦେଖ: /WA-Catalog/or_tm?section=translate#figs-metonymy)

to enter into life lame

ଖଞ୍ଜ ହେବା ଓ ଜୀବନରେ ପ୍ରବେଶ କରିବା କିମ୍ବା “ଜୀବନରେ ପ୍ରବେଶ କରିବା ପୁର୍ବରୁ ଖଞ୍ଜ ହେବା”

to enter into life

ମୃତ୍ୟୁ ଓ ପରେ ଅନନ୍ତକାଳ ଜୀବନରେ ରହିବା ଯେପରି ଜୀବନରେ ପ୍ରବେଶ କରିବା ପରି କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ଜୀବନରେ ପ୍ରବେଶ କରିବା” କିମ୍ବା “ମୃତ୍ୟୁ ଓ ଅନନ୍ତକାଳ ଜୀବିତ ରହିବା” (ଦେଖ: /WA-Catalog/or_tm?section=translate#figs-metaphor)

lame

ସହଜରେ ଚାଲି ନପାରିବା. ଏଠାରେ ଗୋଟିଏ ପାଦ ହରାଇବା ଦ୍ବାରା ଭଲ ଭାବରେ ଚାଲି ନପାରିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଗୋଟିଏ ପାଦ ଅପେକ୍ଷା” କିମ୍ବା “ଗୋଟିଏ ପାଦ ହରାଇବା”

be thrown into hell

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ତୁମ୍ଭମାନଙ୍କୁ ଅନନ୍ତ ଅଗ୍ନିରେ ନିକ୍ଷେପ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 9:47

If your eye causes you to stumble, tear it out

ଏଠାରେ “ଚକ୍ଷୁ” (ଯେକୌଣସି ଗୋଟିଏ) କୌଣସି ବିଷୟ ଦେଖି ପାପ କରିବାକୁ ଇଚ୍ଛା କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଦେଖିବା ଦ୍ବାରା ପାପ କର, ତେବେ ତୁମ୍ଭର ଚକ୍ଷୁକୁ ଉପାଡି ପକାଅ “ କିମ୍ବା ୨) ତୁମେ ଯାହା ଦେଖୁଅଛ ଯଦି ତାହା ନିମନ୍ତେ ପାପ କରିବାକୁ ଲାଳାୟିତ କରେ, ତୁମ୍ଭର ଚକ୍ଷୁକୁ ବାହାର କରି ଆଣ” (ଦେଖ: /WA-Catalog/or_tm?section=translate#figs-metonymy)

to enter into the kingdom of God with one eye than to have two eyes

ଏହା ଜଣେ ବ୍ୟକ୍ତିର ଜାଗତିକ ଶରୀରକୁ ବ୍ୟକ୍ତ କରିବାକୁ ବୁଝାଏ ଯେତେବେଳେ ସେ ମୃତ୍ୟୁବରଣ କରେ I ଜଣେ ବ୍ୟକ୍ତି ତାହାର ଶରୀରକୁ ତାହା ସହିତ ଅନନ୍ତ କାଳ ନିଏ ନାହିଁ I ଅନ୍ୟଏକ ଅନୁବାଦରେ: “ପୃଥିବୀରେ ଦୁଇଟି ଚକ୍ଷୁରେ ବାସ କରିବା ଅପେକ୍ଷା ଈଶ୍ବରଙ୍କ ରାଜ୍ୟରେ କେବଳ ଗୋଟିଏ ଚକ୍ଷୁ ନେଇ ପ୍ରବେଶ କରିବା ଭଲ” (ଦେଖ: /WA-Catalog/or_tm?section=translate#figs-explicit)

to be thrown into hell

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ତୁମ୍ଭକୁ ନରକରେ ଅନନ୍ତ ଅଗ୍ନିରେ ନିକ୍ଷେପ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 9:48

where their worm does not die

ଏହି ବାକ୍ୟରେ ଅର୍ଥକୁ ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ନରକରେ ଲୋକମାନଙ୍କୁ ଭକ୍ଷଣ କରୁଥିବା କୀଟମାନଙ୍କର କ୍ଷୟ ପାଏ ନାହିଁ “ (ଦେଖ: /WA-Catalog/or_tm?section=translate#figs-explicit)

Mark 9:49

everyone will be salted with fire

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପ୍ରତ୍ୟକ ଜଣକୁ ଅଗ୍ନିରେ ଲବଣାକ୍ତ କରିବେ” କିମ୍ବା “ଯେପରି ଲବଣ ବଳିଦାନକୁ ପରିଷ୍କୃତ କରେ, ଈଶ୍ବର ଦୁଖଭୋଗ ଦ୍ବାରା ପ୍ରତ୍ୟକ ଜଣକୁ ପରିଷ୍କୃତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

will be salted with fire

ଏଠାରେ “ଅଗ୍ନି” ହେଉଛି ଦୁଖାଭୋଗ ନିମନ୍ତେ ଏକ ରୁପକ ଅଟେ, ଓ ଲୋକମାନଙ୍କୁ ଲବଣାକ୍ତ କରିବା ହେଉଛି ସେମାନଙ୍କୁ ପରିଷ୍କୃତ କରିବା ନିମନ୍ତେ ରୁପକ ଅଟେ I ଏଣୁ “ଅଗ୍ନିରେ ଲବଣାକ୍ତ ହେବେ” ଦୁଖାଭୋଗ ଦ୍ବାରା ପରିଷ୍କୃତ ହେବାର ମାଧ୍ୟମର ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ଅଗ୍ନିର ଦୁଖଭୋଗ ଦ୍ବାରା ପରିଷ୍କୃତ କରାଯିବେ” କିମ୍ବା “ଯେପରି ବଲିଦାନ ଲବଣରେ ପରିଷ୍କୃତ କରାଯାଏ ସେହିପରି ଦୁଖଭୋଗ ଦ୍ବାରା ଲବଣରେ ପରିଷ୍କୃତ ହେବେ” (ଦେଖ: /WA-Catalog/or_tm?section=translate#figs-metaphor)

Mark 9:50

its saltiness

ଏହାର ଲବଣତ୍ବ

how can you make it salty again?

ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଆଉଥରେ ଏହାକୁ ଲବଣତ୍ବ କରି ପାରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion)

salty again

ଆଉଥରେ ଲବଣର ସ୍ବାଦ

Have salt among yourselves

ଯୀଶୁ ପରସ୍ପର ଉତ୍ତମ କର୍ମ କରିବା ବିଷୟରେ କହନ୍ତି ଯେପରି ଲବଣ ଉତ୍ତମ କରେ ଯାହା ଲୋକମାନଙ୍କର ଅଛି I ଅନ୍ୟଏକ ଅନୁବାଦରେ: ପରସ୍ପରର ଉତ୍ତମ କର, ଯେପରି ଲବଣ ଖାଦ୍ୟରେ ସ୍ବାଦ ଯୁକ୍ତ କରେ” (ଦେଖ: /WA-Catalog/or_tm?section=translate#figs-metaphor)