Mark 8

ମାର୍କ ୦୮ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ରୋଟୀ

ଯେତେବେଳେ ଯୀଶୁ ଆଶ୍ଚର୍ଯ୍ୟକର୍ମ କଲେ ଓ ଲୋକସମୁହକୁ ରୋଟୀ ଯୋଗାଇଲେ, ସେମାନେ ହୁଏତ ଭାବୁଥିବେ ଯେତେବେଳେ ଇସ୍ରାଏଲ ଲୋକମାନେ ପ୍ରାନ୍ତରରେ ଥିଲେ ଈଶ୍ବର ଖାଦ୍ୟ ଯୋଗାଇଲେ I

ଖମୀର ଏପରି ଏକ ଉପାଦାନ ଯାହା ରୋଟୀକୁ ଶେକା ହେବା ପୁର୍ବରୁ ଆକାର ବଡ କରେ I ଏହି ଅଧ୍ୟାୟରେ, ଯୀଶୁ ଖମୀରକୁ ଲୋକମାନଙ୍କ ମାନସିକତା, କହିବା ଓ କାର୍ଯ୍ୟକୁ ବଦଳାଇବା ନିମନ୍ତେ ଏକ ରୁପକ ଭାବରେ ବ୍ୟବହାର କରିଛନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

”ବ୍ୟଭିଚାର ବଂଶ”

ଯେଉଁ ସମୟରେ ଲୋକମାନଙ୍କୁ ଯୀଶୁ “ବ୍ୟଭିଚାର ବଂଶ” କହିଲେ ସେ ସେମାନଙ୍କୁ କହୁଥିଲେ ଯେ ସେମାନେ ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ନୁହନ୍ତି I (ଦେଖ: /WA-Catalog/or_tw?section=kt#faithful/WA-Catalog/or_tw?section=kt#peopleofgod)

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ବ୍ୟାଖ୍ୟାତ୍ମକ ପ୍ରଶ୍ନଗୁଡିକ

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଅନେକ ଥର ବ୍ୟାଖ୍ୟାତ୍ମକ ପ୍ରଶ୍ନ ବ୍ୟବହାର କରିଛନ୍ତି (ମାର୍କ ୮:୧୭-୨୧ ଓ ଲୋକମାନଙ୍କୁ ଅନୁଯୋଗ କରୁଛନ୍ତି ([ମାର୍କ ୮:୧୨] (../../mrk/08/12.md)) I (ଦେଖ: /WA-Catalog/or_tm?section=translate#figs-rquestion)

ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା

ଲୋକଉକ୍ତି

ଲୋକଉକ୍ତି ଏକ ସତ୍ୟ ଉକ୍ତି ଅଟେ ଯାହା ଅସମ୍ଭବ ବିଷୟକୁ ବର୍ଣ୍ଣନା କରେ I ଯୀଶୁ ଯେତେବେଳେ କହିଲେ ସେ ଲୋକଉକ୍ତି ବ୍ୟବହାର କରନ୍ତି, “ଯେକେହି ଆପଣା ଜୀବନ ରକ୍ଷା କରେ, ସେ ତାହା ହରାଇବ, ଓ ଯେ ମୋ ସକାଶେ ଜୀବନ ହରାଇବ ସେ ତାହା ପାଇବ” ([ମାର୍କ ୮:୩୫-୩୭] (./35.md)) I

Mark 8:1

Connecting Statement:

ବହୁ ସଂଖ୍ୟକ ଭୋକିଲା ଲୋକ ଯୀଶୁଙ୍କ ସହିତ ଥିଲେ I ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକାରେ ଅନ୍ୟସ୍ଥାନକୁ ଯିବା ପୁର୍ବରୁ ସେ ସେମାନଙ୍କୁ କେବଳ ସାତଟି ରୋଟୀ ଓ ଅଳ୍ପ କେତେକ ମାଛ ଦ୍ବାରା ଭୋଜନ କରିବାକୁ ଦେଲେ I

In those days

ଏହି ବାକ୍ୟାଂଶ କାହାଣୀର ନୁତନ ଘଟଣାକୁ ପରିଚିତ କରେ I (ଦେଖ: /WA-Catalog/or_tm?section=translate#writing-newevent)

Mark 8:2

they continue to be with me already for three days and have nothing to eat

ଏହି ଲୋକମାନେ ମୋ ସହିତ ତିନିଦିନ ଧରି ଅଛନ୍ତି, ଏବଂ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନାହିଁ

Mark 8:3

they may faint

ସାମ୍ଭାବିତ ଅର୍ଥଗୁଡିକ ୧) ଆକ୍ଷରିକ ଭାବେ, “ସେମାନଙ୍କ ହଂସା ଉଡି ଯାଇପାରେ” କିମ୍ବା ୨) ଅତିରଞ୍ଜିତ କରି, “ସେମାନେ ଦୁର୍ବଳ ହୋଇ ପଡିବେ” (ଦେଖ: /WA-Catalog/or_tm?section=translate#figs-hyperbole)

Mark 8:4

Where can we get enough loaves of bread in such a deserted place to satisfy these people?

ଶିଷ୍ୟମାନେ ଆଶ୍ଚର୍ଯ୍ୟ ଭାବରେ ପ୍ରକାଶ କଲେ ଯେ ଯୀଶୁ ସେମାନଙ୍କ ପାଖରୁ ଆଶା କରନ୍ତି ଯେ ସେମାନେ ପ୍ରଚୁର ଖାଦ୍ୟ ପାଇବେ I ଅନ୍ୟଏକ ଅନୁବାଦରେ: “ଏହି ସ୍ଥାନ ଅତି ନିର୍ଜନ ଅଟେ କିଏ କେଉଁଠାରୁ ରୋଟୀ ଆଣି ଏମାନଙ୍କୁ ତୃପ୍ତ କରି ପାରିବ !” (ଦେଖ: /WA-Catalog/or_tm?section=translate#figs-rquestion)

loaves of bread

ଖମୀର ରୋଟୀ ଗୁଡିକ ଚକଟା ହୋଇଥିବା ଅଟା ଯାହା ଶେକା ହେବା ପାଇଁ ପ୍ରସ୍ତୁତ ଥିଲେ I

Mark 8:5

He asked them

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପଚାରିଲେ

Mark 8:6

He commanded the crowd to sit down on the ground

ଏହା ପ୍ରତ୍ୟକ୍ଷ ଉକ୍ତିରେ କୁହାଯାଇ ପାରିବ I “ଯୀଶୁ ଲୋକସମୁହକୁ ଆଦେଶ ଦେଲେ, ‘ଭୁମିରେ ବସି ଯାଅ’” (ଦେଖ: /WA-Catalog/or_tm?section=translate#figs-quotations)

sit down

କିପରି ଲୋକମାନେ ଭୋଜନ କରନ୍ତି ଯେଉଁଠାରେ ମେଜ ନାହିଁ ତୁମ ଭାଷାରେ ଥିବା ଶବ୍ଦ ବ୍ୟବହାର କର I ହୁଏତ ସେମାନେ ବସନ୍ତି କିମ୍ବା ଗୋଡ ଲମ୍ବାଇ ବସନ୍ତି I

Mark 8:7

They also had

ଏଠାରେ “ସେମାନେ” ଶବ୍ଦ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I

he gave thanks for them

ଯୀଶୁ ମାଛ ନେଇ ଧନ୍ୟବାଦ ଦେଲେ

Mark 8:8

They ate

ଲୋକମାନେ ଭୋଜନ କଲେ

they picked up

ଶିଷ୍ୟମାନେ ଗୋଟାଇଲେ

the remaining broken pieces, seven large baskets

ଏହା ଲୋକମାନେ ଭୋଜନ କରି ତୃପ୍ତ ହେବା ପରେ ମାଛ ଖଣ୍ଡ ଓ ବଳକା ରୋଟୀକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ ସାତ ବେତା ବଳକା ଭଂଗା ରୋଟୀ ଓ ମାଛ ଉଠାଇଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 8:9

Then he sent them away

ଏହାକୁ ସ୍ପଷ୍ଟ କରିବାରେ ସହାୟକ ହେବ ଯେତେବେଳେ ସେ ସେମାନଙ୍କୁ ବିଦାୟ ଦେଲେ I ଅନ୍ୟଏକ ଅନୁବାଦରେ: “ସେମାନେ ତୃପ୍ତ ହେବା ପରେ, ଯୀଶୁ ସେମାନଙ୍କୁ ବିଦାୟ ଦେଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 8:10

they went into the region of Dalmanutha

ଏହା ସେମାନେ କାହିଁକି ଦଲମନୁଥାକୁ ଗଲେ ସ୍ପଷ୍ଟ କରିବାରେ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ନୌକାରେ ଗାଲିଲି ସମୁଦ୍ରର ଦଲାମନୁଥା ଅଞ୍ଚଳକୁ ଗଲେ” (ଦେଖ: /WA-Catalog/or_tm?section=translate#figs-explicit)

Dalmanutha

ଏହା ଗାଲିଲି ସମୁଦ୍ରର ଦକ୍ଷିଣପଶ୍ଚିମ ଉପକୁଳବର୍ତ୍ତି ସ୍ଥାନର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Mark 8:11

Connecting Statement:

ଦଲାମନୁଥାରେ, ସେ ଓ ତାହାଙ୍କ ଶିଷ୍ୟମାନେ ନୌକାରେ ବିଦାୟ ନେବା ପୁର୍ବରୁ ଯୀଶୁ ଫାରୁଶୀମାନଙ୍କୁ ଚିହ୍ନ ଦେବା ନିମନ୍ତେ ପ୍ରତ୍ୟାଖ୍ୟାନ କଲେ I

They sought from him

ସେମାନେ ତାହାଙ୍କୁ ପଚାରିଲେ

a sign from heaven

ଯେପରି ଯୀଶୁଙ୍କ କ୍ଷମତା ଓ ଅଧିକାର ଈଶ୍ବରଙ୍କଠାରୁ କି ନୁହେଁ ପରୀକ୍ଷା କରିବା ନିମନ୍ତେ ସେମାନେ ଚିହ୍ନ ଚାହୁଁଥିଲେ I ସାମ୍ଭାବିତ ଅର୍ଥଗୁଡିକ ୧) “ସ୍ବର୍ଗ” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରୁ ଚିହ୍ନ” କିମ୍ବା ୨) “ସ୍ବର୍ଗ” ଶବ୍ଦ ଆକାଶମଣ୍ଡଳକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆକାଶରୁ ଗୋଟିଏ ଚିହ୍ନ” (ଦେଖ: /WA-Catalog/or_tm?section=translate#figs-metonymy)

to test him

ଫାରୁଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ I କିଛି ତଥ୍ୟକୁ ଅନ୍ତର୍ହିତ କରି ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପ୍ରମାଣ କରିବା ପାଇଁ ଯେ ତାହାଙ୍କୁ ଈଶ୍ବର ପ୍ରେରଣ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Mark 8:12

He sighed deeply in his spirit

ଏହାର ଅର୍ଥ ଯେ ସେ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ବାସ ଛାଡି କହିଲେ ଯେପରି ଶୁଣାଯିବ I ଏହା ହୁଏତ ଦେଖାଏ ଯେ ଯୀଶୁଙ୍କ ଗଭୀର ଦୁଖ ଯେ ଫାରୁଶୀମାନେ ତାହାଙ୍କୁ ବିଶ୍ବାସ କରିବାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି I ଦେଖ ତୁମେ ଏହାକୁ ମାର୍କ ୭:୩୪ରେ କିପରି ଅନୁବାଦ କରିଅଚ୍ଛ I

in his spirit

ସେ ନିଜକୁ ନିଜେ

Why does this generation seek for a sign?

ଯୀଶୁ ସେମାନଙ୍କ ଉପରେ ବିରକ୍ତ ହୋଇ କହିଲେ I ଏହି ପ୍ରଶ୍ନ ହୁଏତ ଏକ ଉକ୍ତି ଭାବେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion)

this generation

ଯେତେବେଳେ ଯୀଶୁ “ବର୍ତ୍ତମାନ ପୁରୁଷ” କହିଲେ, ସେ ସେହି ସମୟରେ ବସବାସ କରୁଥିବା ଲୋକମାନଙ୍କୁ ସୁଚିତ କରନ୍ତି I ଏହି ଦଳରେ ଫାରୁଶୀମାନେ ମଧ୍ୟ ସମ୍ପୃକ୍ତ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ ଓ ବର୍ତ୍ତମାନ ପୁରୁଷର ବଂଶ” (ଦେଖ: /WA-Catalog/or_tm?section=translate#figs-explicit)

no sign will be given

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଚିହ୍ନ ଦେବି ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

Mark 8:13

he left them, got into a boat again

ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଗଲେ I କିଛି ତଥ୍ୟକୁ ଅନ୍ତର୍ହିତ କରିବା ଆବଶ୍ୟକ I ଅନ୍ୟଏକ ଅନୁବାଦରେ: “ସେ ସେମାନଙ୍କୁ ଛାଡି, ପୁନର୍ବାର ନୌକାରେ ଚଢି ଶିଷ୍ୟମାନଙ୍କ ସହିତ ଆର ପାରିକି ବାହାରି ଗଲେ” (ଦେଖ: /WA-Catalog/or_tm?section=translate#figs-explicit)

to the other side

ଏହା ଗାଲିଲି ସମୁଦ୍ରକୁ ବର୍ଣ୍ଣନା କରେ, ଯାହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିହେବ I ଅନ୍ୟଏକ ଅନୁବାଦରେ: “ସମୁଦ୍ରର ଆର ପାରିକି” (ଦେଖ: /WA-Catalog/or_tm?section=translate#figs-explicit)

Mark 8:14

Connecting Statement:

ଯେତେବେଳେ ଯୀଶୁ ଓ ଶିଷ୍ୟମାନେ ନୌକାରେ ଥିଲେ, ଫାରୁଶୀ ଓ ହେରୋଦଙ୍କର ଅଳ୍ପ ବିଶ୍ବାସ ସମ୍ବନ୍ଧରେ ସେମାନଙ୍କର ଗୋଟିଏ ଆଲୋଚନା ହେଲା ଯଦିଓ ସେମାନେ ଅନେକ ଚିହ୍ନ ଦେଖି ସାରିଲେଣି I

Now

ଏହି ଶବ୍ଦଟି ମୁଖ୍ୟ କାହାଣୀର ବିରତି ସ୍ବରୁପେ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ଲେଖକ ଶିଷ୍ୟମାନେ ରୋଟୀ ନେବା ନିମନ୍ତେ ଭୁଲି ଯାଇଥିବା ସମ୍ବନ୍ଧରେ ପ୍ରାକ ତଥ୍ୟ ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

no more than one loaf

ନାସ୍ତିକ ବାଚକ ବାକ୍ୟାଂଶ “ଆଉ ନାହିଁ” କେତେ ଅଳ୍ପ ରୋଟୀ ସେମାନଙ୍କର ଥିଲା ତାହାକୁ ଗୁରୁତ୍ବ ଦେବା ନିମନ୍ତେ ବ୍ୟବହୃତ ହୋଇଅଛି I ଅନ୍ୟଏକ ଅନୁବାଦରେ: “କେବଳ ଖଣ୍ଡିଏ ରୋଟୀ” (ଦେଖ: /WA-Catalog/or_tm?section=translate#figs-litotes)

Mark 8:15

Keep watch and be on guard

ଏହି ଦୁଇଟି ବାକ୍ୟର ସାଧାରଣ ଅର୍ଥ ଅଛି ଓ ଏଠାରେ ଗୁରୁତ୍ବ ଦେବା ନିମନ୍ତେ ପୁନରାବୃତ୍ତି କରାଯାଇଛି I ସେଗୁଡିକୁ ମିଶାଇ ଦିଆ ଯାଇପାରିବ I ଅନ୍ୟଏକ ଅନୁବାଦରେ: “ସତର୍କ ହୁଅ” (ଦେଖ: /WA-Catalog/or_tm?section=translate#figs-doublet)

yeast of the Pharisees and the yeast of Herod

ଏଠାରେ ଯୀଶୁ ଶିଷ୍ୟମାନଙ୍କୁ ନବୁଝି ପାରିବା ନିମନ୍ତେ ଏକ ରୁପକ ମାଧ୍ୟମରେ କହୁଛନ୍ତି I ଯୀଶୁ ଫାରୁଶୀ ଓ ହେରୋଦଙ୍କ ଶିକ୍ଷାଗୁଡିକୁ ଖମୀର ସହିତ ତୁଳନା କରିଛନ୍ତି, କିନ୍ତୁ ଯେତେବେଳେ ତୁମେ ଅନୁବାଦ କରିବ ଏହାକୁ ବର୍ଣ୍ଣନା କରିବା ଉଚିତ ନୁହେଁ କାରଣ ଏହାକୁ ଶିଷ୍ୟମାନେ ମଧ୍ୟ ବୁଝି ପାରିଲେ ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

Mark 8:16

It is because we have no bread

ଏହି ଉକ୍ତିରେ, ଏହା ହୁଏତ ବ୍ୟକ୍ତ କରିବାକୁ ସହାୟକ ହୋଇପାରେ ଯେ “ଏହା” ଯୀଶୁ ଯାହା କହିଲେ ତାହାକୁ ବଝାଏ I ଅନ୍ୟଏକ ଅନୁବାଦରେ: “ସେ ନିଶ୍ଚୟ କହିଥିବେ ଯେହେତୁ ଆଉ ଆମ୍ଭମାନଙ୍କର ରୋଟୀ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

no bread

“ନାହିଁ” ଶବ୍ଦଟି ଅତିରଞ୍ଜିତ ଅଟେ I ଶିଷ୍ୟମାନଙ୍କ ପାଖରେ ଗୋଟିଏ ରୋଟୀ ଥିଲା ([ମାର୍କ ୮:୧୪] ../08/14.md)), କିନ୍ତୁ ସେତିକି ବହୁତ ଭିନ୍ନ କାରଣ ନଥିବା ଠାରୁ ସମୁଦାୟ ଖଣ୍ଡେ ରୋଟୀ ଥିଲା I ଅନ୍ୟଏକ ଅନୁବାଦରେ: “ବହୁତ ଛୋଟ ରୋଟୀ” (ଦେଖ: /WA-Catalog/or_tm?section=translate#figs-hyperbole)

Mark 8:17

Why are you reasoning about not having bread?

ଏଠାରେ ଯୀଶୁ ଧିର ଭାବରେ ଶିଷ୍ୟମାନଙ୍କ ଉପରେ ବିରକ୍ତ ହେଲେ କାରଣ ସେମାନେ ବୁଝିବା ଉଚିତ ସେ କେଉଁ ବିଷୟରେ କହୁଛନ୍ତି I ଏହାକୁ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଭାବିବା ଉଚିତ ନୁହେଁ ଯେ ମୁଁ ପ୍ରକୃତ ରୋଟୀ ବିଷୟରେ କହୁଥିଲି” (ଦେଖ: /WA-Catalog/or_tm?section=translate#figs-rquestion)

Do you not yet perceive? Do you not understand?

ଏହି ପ୍ରଶ୍ନ ଗୁଡିକର ସମାନ ଅର୍ଥ ଓ ଗୁରୁତ୍ବ ଦେବା ନିମନ୍ତେ ଏକତ୍ର ବ୍ୟବହାର ହୋଇଛି ଯେ ସେମାନେ ବୁଝୁ ନାହାନ୍ତି I ଏହାକୁ ଗୋଟିଏ ପ୍ରଶ୍ନରେ କିମ୍ବା ଗୋଟିଏ ବାକ୍ୟ ପରି ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଏପର୍ଯ୍ୟନ୍ତ ବୁଝି ନାହଁ ?” କିମ୍ବା “ତୁମ୍ଭେମାନେ ବୁଝିଅଛ ପରି ଲାଗୁଛ ବର୍ତ୍ତମାନ ଠାରୁ ମୁଁ ଯାହା କହିବି ଓ କରିବି” (ଦେଖ: /WA-Catalog/or_tm?section=translate#figs-parallelism/WA-Catalog/or_tm?section=translate#figs-rquestion)

Have your hearts become so dull?

ଏଠାରେ ଜଣେ ମନୁଷ୍ୟର ଭାବନା ନିମନ୍ତେ “ହୃଦୟ” ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I “ହୃଦୟରେ ମୁଢ ହେବା” ବାକ୍ୟାଂଶ ଅକ୍ଷମ ଓ କିଛି ବୁଝି ନପାରିଵା ନିମନ୍ତେ ଏକ ରୁପକ ଅଟେ I ଯୀଶୁଙ୍କ ବିରକ୍ତି ଭାବ ଏହି ପ୍ରଶ୍ନ ମାଧ୍ୟମରେ ଜଣା ପଡୁଛି I ଏହା ଉକ୍ତି ଭାବରେ ଲେଖା ଯାଇପାରେ I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କର ଚିନ୍ତଧାରା ମୁଢ ପରି ହୋଇଅଛି” କିମ୍ବା “ମୁଁ ଯାହା ଭାବୁଅଛି ତୁମ୍ଭେମାନଙ୍କର ବୁଝିବା ଶକ୍ତି ଶିଥିଳ ହୋଇ ଗଲାଣି !” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-metaphor)

Mark 8:18

You have eyes, do you not see? You have ears, do you not hear? Do you not remember?

ଯୀଶୁ ଶିଷ୍ୟମାନଙ୍କ ପ୍ରତି ବିରକ୍ତି ଭାବ ରହିଛି I ଏହି ପ୍ରଶ୍ନକୁ ଏକ ଉକ୍ତି ଭାବରେ ଲେଖା ହୋଇପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କର ଚକ୍ଷୁ ଅଛି, କିନ୍ତୁ ଯାହା ଦେଖୁଅଛ ତାହା ବୁଝି ପାରୁନାହଁ, ତୁମ୍ଭ ମାନଙ୍କର କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ. ତୁମ୍ଭେମାନେ ମନେ ରଖିବା ଉଚିତ” (ଦେଖ: /WA-Catalog/or_tm?section=translate#figs-rquestion)

Mark 8:19

the five thousand

ଯେଉଁ ୫,୦୦୦ ଲୋକମାନେ ଭୋଜନ କରି ତୃପ୍ତ ହେବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “୫,୦୦୦ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#translate-numbers)

how many baskets full of broken pieces of bread did you take up

ଏହା ସେମାନେ ଯେତେବେଳେ ରୋଟୀଖଣ୍ଡ ଗୁଡିକ ଏକତ୍ର କଲେ ଉକ୍ତିକୁ ବୁଝିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ଭୋଜନ କରି ତୃପ୍ତ ହେବା ପରେ ତୁମ୍ଭେମାନେ କେତେ ବେତା ରୋଟୀଖଣ୍ଡ ଗୁଡିକ ଏକତ୍ର କଲ” (ଦେଖ: /WA-Catalog/or_tm?section=translate#figs-explicit)

Mark 8:20

the four thousand

ଏହା ୪,୦୦୦ ଯୀଶୁ ଭୋଜନ କରାଇ ତୃପ୍ତ କରିଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “୪,୦୦୦ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#translate-numbers)

how many basketfuls did you take up

ଏହା ସେମାନେ ଯେତେବେଳେ ରୋଟୀଖଣ୍ଡ ଗୁଡିକ ଏକତ୍ର କଲେ ସେହି ଉକ୍ତିକୁ ବ୍ୟକ୍ତ କରିବାରେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ଭୋଜନ କରି ତୃପ୍ତ ହେବା ପରେ ତୁମ୍ଭେମାନେ କେତେ ବେତା ରୋଟୀଖଣ୍ଡ ଗୁଡିକ ଏକତ୍ର କଲ” (ଦେଖ: /WA-Catalog/or_tm?section=translate#figs-explicit)

Mark 8:21

Do you not yet understand?

ଯୀଶୁ ଶିଷ୍ୟମାନଙ୍କୁ ବିରକ୍ତି ହୋଇ ଅନୁଯୋଗ କରୁଛନ୍ତି I ଏହି ପ୍ରଶ୍ନଟିକୁ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଯାହା କହୁଛି ଓ କରୁଛି ତାହା ତୁମ୍ଭେମାନେ କି ବୁଝୁ ନାହଁ ” (ଦେଖ: /WA-Catalog/or_tm?section=translate#figs-rquestion)

Mark 8:22

Connecting Statement:

ପରେ ଯୀଶୁ ଓ ଶିଷ୍ୟମାନେ ବେଥସାଇଦାକୁ ନୌକାରେ ଆସିଲେ, ସେଠାରେ ଯୀଶୁ ଜଣେ ଅନ୍ଧ ବ୍ୟକ୍ତିଙ୍କୁ ସୁସ୍ଥ କଲେ I

Bethsaida

ଏହି ନଗରଟି ଗାଲିଲି ସମୁଦ୍ରର ଦକ୍ଷିଣ ଉପକୁଳ ରେ ଅବସ୍ଥିତ ଅଟେ I ଦେଖ ତୁମେ ଏହି ସହରର ନାମକୁ [ମାର୍କ ୬:୪୫] (../06/45.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#translate-names)

to touch him

ଏହା ସେମାନେ କାହିଁକି ଚାହୁଁଥିଲେ ଯେପରି ଯୀଶୁ ସେହି ଲୋକକୁ ସ୍ପର୍ଶ କରିବେ ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେପରି ସେ ସୁସ୍ଥ ହେବ ତାହାକୁ ସ୍ପର୍ଶ କରିବାକୁ ବିନତୀ କଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 8:23

When he had spit on his eyes ... he asked him

ଯେତେବେଳେ ଲୋକଟି ଚକ୍ଷୁରେ ଯୀଶୁ ଛେପ ପକାଇଲେ ... ଯୀଶୁ ସେହି ଲୋକକୁ ପଚାରିଲେ

Mark 8:24

He looked up

ଲୋକଟି ଉର୍ଦ୍ଧ୍ବଦୃଷ୍ଟି କଲା

I see men who look like walking trees

ସେ ଚାହିଁ କହିଲା ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, ସେମାନଙ୍କୁ ସ୍ପଷ୍ଟ କରି ଦେଖି ପାରୁନାହିଁ, ତେଣୁ ସେ ସେମାନଙ୍କୁ ଗଚ୍ଛ ସହିତ ତୁଳନା କରୁଛି I ଅନ୍ୟଏକ ଅନୁବାଦରେ: “ହଁ, ମୁଁ ଲୋକମାନଙ୍କୁ ଦେଖୁଅଛି ! ସେମାନେ ମୋର ଚାରିପଟେ ଚାଲୁଛନ୍ତି , କିନ୍ତୁ ମୁଁ ସେମାନଙ୍କୁ ସ୍ପଷ୍ଟ କରି ଦେଖି ପାରୁନାହିଁ I ସେମାନେ ଗଚ୍ଛ ପରି ଦେଖା ଯାଉଛନ୍ତି” (ଦେଖ: /WA-Catalog/or_tm?section=translate#figs-simile)

Mark 8:25

Then he again

ଯୀଶୁ ପୁଣି ଥରେ

and the man opened his eyes, his sight was restored

“ତାହାର ଦୃଷ୍ଟି ଶକ୍ତି ଫେରି ପାଇଲା” ବାକ୍ୟାଂଶକୁ କର୍ତ୍ତୁବାଚ୍ୟ ଆକାରରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେହି ଲୋକର ଦୃଷ୍ଟି ଶକ୍ତି ଫେରି ପାଇଲା, ଓ ଲୋକଟି ଚକ୍ଷୁ ଖୋଲି ଦେଖି ପାରିଲା” (ଦେଖ: /WA-Catalog/or_tm?section=translate#figs-activepassive)

Mark 8:27

Connecting Statement:

ଏଥିଉତ୍ତାରେ ଯୀଶୁ ଓ ଶିଷ୍ୟମାନେ କଇସରିଆ ଫିଲିପପି ଗ୍ରାମମାନଙ୍କୁ ପ୍ରସ୍ତାନ କରିବା ପଥରେ ଯୀଶୁ କଥୋପକଥନରେ ପଚାରିଲେ ଯୀଶୁ କିଏ ଓ ତାଙ୍କ ପ୍ରତି କ’ଣ ଘଟିବାକୁ ଯାଉଛି ଥା କହିଲେ I

Mark 8:28

They answered him and said

ସେମାନେ ତାହାଙ୍କୁ ଉତ୍ତର ଦେଲେ

John the Baptist

ଏଥିରେ ଶିଷ୍ୟମାନେ କହି କେହି ଯୀଶୁ କିଏ ଥିଲେ କୁହନ୍ତି I ଏହା ଅଧିକ ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହି କେହି ବାପ୍ତିଜକ ଯୋହନ କହନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Others say ... others

“ଅନ୍ୟମାନେ” ଶବ୍ଦ ଅନ୍ୟ ଲୋକମାନଙ୍କୁ ବୁଝାଏ I ଏହା ଯୀଶୁଙ୍କ ପ୍ରଶ୍ନରେ ସେମାନଙ୍କ ଉତ୍ତରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆଉ ଅନ୍ୟ କେହି କେହି କହନ୍ତି ତୁମେ ... ଅନ୍ୟ କେହି କେହି କହନ୍ତି ତୁମେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 8:29

He asked them

ଯୀଶୁ ଆପଣା ଶିଷ୍ୟମାନଙ୍କୁ ପଚାରିଲେ

Mark 8:30

Jesus warned them not to tell anyone about him

ସେଥିରେ ଯୀଶୁ ସେମାନଙ୍କୁ ସେ ଯେ ଖ୍ରୀଷ୍ଟ ସେହି ବିଷୟରେ କାହାକୁ କିଛି ନକହିବାକୁ ଦୃଢ ଆଜ୍ଞା ଦେଲେ I ଏହାକୁ ଅଧିକ ସ୍ପଷ୍ଟଭାବେ ବ୍ୟକ୍ତ କରିହେବ I ମଧ୍ୟ, ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତ ଭାବେ ଲେଖି ହେବ I ଅନ୍ୟଏକ ଅନୁବାଦରେ: “ସେ ଖ୍ରୀଷ୍ଟ ଅଟନ୍ତି ଏହି ବିଷୟ କାହାକୁ ନକହିଵା ପାଇଁ ଦୃଢ ଆଜ୍ଞା ଦେଲେ” କିମ୍ବା “ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ, କାହାକୁ କୁହ ନାହିଁ ଯେ ମୁଁ ଖ୍ରୀଷ୍ଟ ଅଟେ !” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-quotations)

Mark 8:31

Son of Man

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

would be rejected by the elders ... and after three days rise up

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ପୁତ୍ର ଅବଶ୍ୟ ବହୁତ ଦୁଖାଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ବାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି ତିନିଦିନ ଉତାରେ ପୁନରୁତଥାନ କରିବାକୁ ହେବ” (ଦେଖ: /WA-Catalog/or_tm?section=translate#figs-activepassive)

Mark 8:32

He said this clearly

ସେ ଏପରି କହିଲେ ଯେ ଯେପରି ବୁଝିବାକୁ ସହଜ ହେବ

began to rebuke him

ସେଥିରେ ପିତର ତାହାଙ୍କୁ ଅନୁଯୋଗ କରିବାକୁ ଲାଗିଲେ ସେ କହିଲେ ଅବଶ୍ୟ ମନୁଷ୍ୟ ପୁତ୍ରଙ୍କ ପ୍ରତି ଘଟିବ I ଏହାକୁ ଅନ୍ତର୍ହିତ କରି ହେବ I ଅନ୍ୟଏକ ଅନୁବାଦରେ: “ଏହି କଥା କହିବାରୁ ସେ ଅନୁଯୋଗ କରିବାକୁ ଆରମ୍ଭ କଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 8:33

Connecting Statement:

ପିତରଙ୍କୁ ଅନୁଯୋଗ କରିବା ପରେ ସେ ଚାହୁଁ ନଥିଲେ ଯୀଶୁ ହତ ଓ ପୁନରୁତଥାନ ହୁଅନ୍ତୁ, ଯୀଶୁ ଉଭୟ ଶିଷ୍ୟ ଓ ଲୋକସମୁହକୁ କହିଲେ କିପରି ତାହାଙ୍କୁ ଅନୁଗମନ କରିବେ I

Get behind me, Satan! You are not setting

ଯୀଶୁଙ୍କ କହିବାର ଅର୍ଥ ଯେ ପିତର ଶୟତାନ ପରି ଆଚରଣ କରୁଛନ୍ତି କାରଣ ଈଶ୍ବର ଯୀଶୁଙ୍କୁ ଯେଉଁ କାର୍ଯ୍ୟ ସମାପନ କରିବା ନିମନ୍ତେ ପ୍ରେରଣ କରିଛନ୍ତି ସେଥିରେ ପିତର ବାଧା ଆଣୁଛନ୍ତି I ଅନ୍ୟଏକ ଅନୁବାଦରେ: “ ମୋ ଠାରୁ ଦୁର ହୁଅ, କାରଣ ତୁମେ ଶୟତାନ ପରି ଭାବୁଅଛ” (ଦେଖ: /WA-Catalog/or_tm?section=translate#figs-metaphor)

Get behind me

ମୋ ଆଗରୁ ଦୁର ହୁଅ

Mark 8:34

follow me

ଯୀଶୁଙ୍କୁ ଅନୁଗମନ କରିବା ଅର୍ଥ ଏଠାରେ ତାହାଙ୍କ ଶିଷ୍ୟ ହେବା I ଅନ୍ୟଏକ ଅନୁବାଦରେ: “ମୋହର ଶିଷ୍ୟ ହୁଅ” କିମ୍ବା “ମୋହର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ହୁଅ” (ଦେଖ: /WA-Catalog/or_tm?section=translate#figs-metaphor)

must deny himself

ସେ ଆପଣାକୁ ଅସ୍ବୀକାର କରୁ କିମ୍ବା “ଆପଣାର ଇଚ୍ଛାକୁ ଅଗ୍ରାହ୍ୟ କରୁ”

take up his cross, and follow me

ଆପଣା କୃଶ ଘେନି ମୋର ଅନୁଗମନ କରୁ I କୃଶ ଦୁଖଭୋଗ ଓ ମୃତ୍ୟୁକୁ ବୁଝାଏ I କୃଶ ଘେନି ଅର୍ଥାତ ଦୁଖାଭୋଗ ଓ ମୃତ୍ୟୁକୁ ସ୍ବାଗତ କରିବା I ଅନ୍ୟଏକ ଅନୁବାଦରେ: “ମୋର ବାଧ୍ୟ ହେବ ଏପରିକି ମୃତ୍ୟୁ ଓ ଦୁଖଭୋଗରେ ମଧ୍ୟ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-metaphor)

follow me

ଯୀଶୁଙ୍କୁ ଅନୁଗମନ କରିବା ଅର୍ଥ ତାହାଙ୍କ ବାଧ୍ୟ ହେବା I ଅନ୍ୟଏକ ଅନୁବାଦରେ: “ମୋହର ଅଜ୍ଞା ପାଳନ କର” (ଦେଖ: /WA-Catalog/or_tm?section=translate#figs-metaphor)

Mark 8:35

For whoever wants

ଯେକେହି ଇଛା କରେ

life

ଏହା ଉଭୟ ଶାରିରିକ ଓ ଆତ୍ମିକ ଜୀବନକୁ ବୁଝାଏ I

for my sake and for the gospel

ମୋ ସକାଶେ ଓ ସୁସମାଚାର ନିମନ୍ତେ I ଯୀଶୁ ଯେଉଁମାନେ ଜୀବନ ହରାଇବା ସମ୍ବନ୍ଧରେ କହୁଛନ୍ତି କାରଣ ସେମାନେ ଯୀଶୁଙ୍କ ଅନୁଗମନ ଓ ସୁସମାଚାର ପ୍ରଚାର କଲେ I ଅନ୍ୟଏକ ଅନୁବାଦରେ: “ଯେହେତୁ ସେ ମୋହର ଅନୁଗମନ କରୁଛି ଓ ଅନ୍ୟମାନଙ୍କୁ ସୁସମାଚାର ପ୍ରଚାର କରୁଛି” (ଦେଖ: /WA-Catalog/or_tm?section=translate#figs-explicit)

Mark 8:36

What does it profit a person to gain the whole world and then forfeit his life?

ଏହାକୁ ଉକ୍ତି ଭାବରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆଉ ମନୁଷ୍ୟ ଯେବେ ସମଗ୍ର ଜଗତ ଲାଭ କରି, ନିଜ ଜୀବନ ହରାଏ, ତେବେ ଏଥିରେ କି ଲାଭ” (ଦେଖ: /WA-Catalog/or_tm?section=translate#figs-rquestion)

to gain the whole world and then forfeit his life

ଏହି ଭାବନାକୁ ଏକ ଉକ୍ତି ଭାବରେ ପ୍ରକାଶ କଲେ ଯେହେତୁ “ଯଦି” ସହିତ ବାକ୍ୟ ଆରମ୍ଭ ହୁଏ I ଅନ୍ୟଏକ ଅନୁବାଦରେ: “ଯଦି ସେ ସମଗ୍ର ଜଗତ ଲାଭ କରେ ଓ ଆପଣା ଜୀବନ ହରାଏ”

to gain the whole world

“ସମଗ୍ର ଜଗତ” ଶବ୍ଦ ଧନୀ ହେବା ନିମନ୍ତେ ଏକ ଅତିରଞ୍ଜିତ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ସେ ଜୀବନରେ ଯାହା ଚାହେଁ ସବୁକିଛି ଲାଭ କରେ” (ଦେଖ: /WA-Catalog/or_tm?section=translate#figs-hyperbole)

forfeit

କିଛି ବିଷୟ ହରାଇବା କିମ୍ବା ଅନ୍ୟ ଜଣେ ଏହାକୁ ନେଇଯିବା I

Mark 8:37

What can a person give in exchange for his life?

ଏହାକୁ ଉକ୍ତି ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇପାରେ”. କିମ୍ବା “ଆପଣା ଜୀବନ ବଦଳରେ କୌଣସି ବିଷୟ ଦେଇ ପାରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion)

What can a person give

ଯଦି ତୁମ ଭାଷାରେ “ଦେବା” କେହିଜଣେ କିଛି ଦାତବ୍ୟ ପଦାର୍ଥକୁ ଗ୍ରହଣ କରିବା ନିମନ୍ତେ ଆବଶ୍ବକ କରେ, “ଈଶ୍ବର” ଗ୍ରହିତା ଭବାରେ ବ୍ୟକ୍ତ କରାଯାଇଛି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କୁ ମନୁଷ୍ୟ କଣ ଦେଇ ପାରେ”

Mark 8:38

ashamed of me and my words

ମୋହର ଓ ମୋହର ବାକ୍ୟ ନିମନ୍ତେ ଲଜ୍ଜାବୋଧ କରେ

in this adulterous and sinful generation

ଏହି ବର୍ତ୍ତମାନ ପୁରୁଷକୁ ଯୀଶୁ “ବ୍ୟଭିଚାରୀ” କହୁଛନ୍ତି, ଅର୍ଥ ଯେ ସେମାନଙ୍କର ଈଶ୍ବରଙ୍କ ସହିତ ଅବିଶ୍ବସ୍ତତା ସମ୍ପର୍କକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏଣୁ ଯେକେହି ଏହି କାଳରେ ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ” କିମ୍ବା “ଏହି କାଳରେ ଲୋକମାନେ ଈଶ୍ବରଙ୍କଠାରେ ବିଶ୍ବସ୍ତ ନୁହନ୍ତି ଓ ବହୁତ ପାପିଷ୍ଠ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

Son of Man

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

when he comes

ଯେତେବେଳେ ସେ ଆଗମନ କରିବେ

in the glory of his Father

ଆପଣା ପିତାଙ୍କର ମହିମାରେ ଯେତେବେଳେ ଯୀଶୁଙ୍କର ଆଗମନ ହେବ I

with the holy angels

ପବିତ୍ର ଦୁତ ମାନଙ୍କ ସହିତ ହେବ