Mark 7

ମାର୍କ ୦୭ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୭ :୬-୭ ପଦରେ କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ଗୁଡିକ ପୁରାତନ ନିୟମର ଶବ୍ଦଗୁଡିକ ଅଟନ୍ତି

ଏହି ଅଧ୍ୟାୟରେ ବିଶେଷ ଧାରଣା

ହାତ ଧୋଇଵ

ଫାରୁଶୀମାନେ ମଇଳା ହୋଇନଥିବା ବିଷୟକୁ ଅନେକ ଥର ପ୍ରକ୍ଷାଳନ କରନ୍ତି ସେମାନେ କରିବାକୁ ଚେଷ୍ଟା କରନ୍ତି କାରଣ ଈଶ୍ବର ସେମାନଙ୍କୁ ଉତ୍ତମ ବୋଲି ଭାବନ୍ତି I ସେମାନେ ଭୋଜନ କରିବା ପୁର୍ବରୁ ହାତ ଧୁଅନ୍ତି, ଏପରିକି ସେମାନଙ୍କର ହାତ ମଇଳା ହୋଇ ନଥିଲେ ସୁଦ୍ଧା, ଏବଂ ଏପରିକି ମୋଶାଙ୍କ ବ୍ୟବସ୍ଥାରେ ଏପରି ନଥିଲେ ସୁଦ୍ଧା ସେମାନେ ଏହା କରନ୍ତି I ଯୀଶୁ ସେମାନଙ୍କୁ କହିଲେ ଯେ ସେମାନେ ଭୁଲ କରୁଛନ୍ତି ଓ ଲୋକମାନଙ୍କ ଉତ୍ତମ ଭାବନା ଓ ସଠିକ ବିଷୟ କରିବା ଦ୍ବାରା ଈଶ୍ବର ସନ୍ତୁଷ୍ଟ ହୁଅନ୍ତି I (ଦେଖ: /WA-Catalog/or_tw?section=kt#lawofmoses/WA-Catalog/or_tw?section=kt#clean)

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

“ଇପ୍ ପଥଃ”

ଏହା ଏକ ଆରାମିକ ଶବ୍ଦ ଅଟେ I ମାର୍କ ଗ୍ରୀକ ଭାଷାର ଉଚ୍ଚାରଣ ଏପରି ଲେଖିଲେ ଓ ପରେ ଏହାର ଅର୍ଥ ବର୍ଣ୍ଣନା କଲେ I (ଦେଖ: /WA-Catalog/or_tm?section=translate#translate-transliterate)

Mark 7:1

Connecting Statement:

ଯୀଶୁ ଫାରୁଶୀ ଓ ଶାସ୍ତ୍ରୀ ମାନଙ୍କୁ ଧମକ ଦେଲେ I

gathered around him

ଯୀଶୁଙ୍କ ଚାରିପାଖରେ ଏକତ୍ର ହେଲେ

Mark 7:2

General Information:

୩ ଓ ୪ ପଦରେ, ଫାରୁଶୀମାନଙ୍କର ହାତ ଧୋଇଵା ରୀତିନୀତି ବିଷୟରେ ଲେଖକ ପ୍ରାକ ତଥ୍ୟ ପ୍ରଦାନ କରି ଦେଖାଇଲେ ଯେ ଯୀଶୁଙ୍କ ଶିଷ୍ୟମାନେ ଅଧୁଆ ହାତରେ ଖାଇବା ସମ୍ବନ୍ଧରେ କାହିଁକି ଫାରୁଶୀମାନେ ଚିନ୍ତା କରୁଥିଲେ I ଏହି ତଥ୍ୟକୁ ପୁନଃ ସଜାଡି ହେବ ଯେପରି ବୁଝିବା ନିମନ୍ତେ ସହଜ ହେବ, ଯେପରି UST ରେ ଅଛି I (ଦେଖ: /WA-Catalog/or_tm?section=translate#writing-background/WA-Catalog/or_tm?section=translate#translate-versebridge)

They saw

ଫାରୁଶୀ ଓ ଶାସ୍ତ୍ରୀମାନେ ଦେଖିଲେ

that is, unwashed

“ଅଧୁଆ” ଶବ୍ଦ କାହିଁକି ଶିଷ୍ୟମାନଙ୍କ ହାତ ଅଶୁଚି ହେଲା ତାହାକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅର୍ଥାତ, ସେମାନେ ହାତ ଧୋଇଲେ ନାହି” କିମ୍ବା “ଅର୍ଥାତ, ସେମାନେ ସେମାନଙ୍କ ହାତ ଧୁଇଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

Mark 7:3

elders

ଯିହୁଦୀ ପ୍ରାଚୀନମାନେ ସେମାନଙ୍କ ଗୋଷ୍ଠୀରେ ଅଧକ୍ଷ ଥିଲେ ଓ ଲୋକାମାନଙ୍କ ବିଚାରପତି ମଧ୍ୟ ଥିଲେ I

Mark 7:4

copper vessels

ପିତଳର ପାତ୍ର କିମ୍ବା “ଧାତବ୍ୟ ଧାରକ ପାତ୍ରଗୁଡିକ”

the couches upon which they eat

ବସିବା ସ୍ଥାନ ବା “ଶଯ୍ୟା I” ସେହି ସମୟରେ, ଯିହୁଦୀମାନେ ଖାଉଥିବା ସମୟରେ ନଇଁ ପଡୁଥିଲେ I

Mark 7:5

Why do your disciples not walk according to the tradition of the elders, for they eat their bread with unwashed hands?

ଏଠାରେ “ପାଳନ କରିବା” ନିମନ୍ତେ ଚାଲିବା ଏକ ରୁପକ ଅଟେ I ଯୀଶୁଙ୍କ ଅଧିକାରକୁ ସନ୍ଦେହ କରି ଫାରୁଶୀ ଓ ଶାସ୍ତ୍ରୀମାନେ ପ୍ରଶ୍ନ ପଚାରିଲେ I ଏହା ଦୁଇଟି ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ଶିଷ୍ୟମାନେ ଆମ୍ଭମାନଙ୍କ ପ୍ରାଚୀନମାନଙ୍କ ରିତିନିତି ମାନନ୍ତି ନାହିଁ ! ଆମ୍ଭମାନଙ୍କର ପରମ୍ପରା ଅନୁସାରେ ସେମାନେ ସେମାନଙ୍କର ହାତ ଧୋଇଵା ଉଚିତ I” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-metaphor)

bread

ଏହା ଏକ ତୁଳନାତ୍ମକ ବାକ୍ୟ ଅଟେ, ସାଧାରଣଭାବେ ଖାଦ୍ୟକୁ ଉପସ୍ଥାପନା କରେ I ଅନ୍ୟଏକ ଅନୁବାଦରେ: “ଖାଦ୍ୟ” (ଦେଖ: /WA-Catalog/or_tm?section=translate#figs-synecdoche)

Mark 7:6

General Information:

ଏଠାରେ ଯୀଶୁ ଭାବବାଦୀ ଯିଶାଇୟଙ୍କ ବାକ୍ୟ ଉଦ୍ଧୃତ କରୁଛନ୍ତି, ଯେ ବହୁ ପୁର୍ବରୁ ଶାସ୍ତ୍ର ଲେଖିଛନ୍ତି I

with their lips

ଏଠାରେ “ଓଠ” କହିବା ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଯଥାର୍ଥ କହିଛନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

but their heart is far from me

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ବା ଭାବପ୍ରବଣକୁ ବୁଝାଏ I ଏହିପରି ଲୋକକଥା ଅଛି ଯାହା ପ୍ରକାଶ କରେ ଯେ ଲୋକମାନେ ସତ୍ୟରେ ଈଶ୍ବରଙ୍କୁ ସମାଦର କରନ୍ତି ନାହିଁ I ଅନ୍ୟଏକ ଅନୁବାଦରେ: “ କିନ୍ତୁ ସେମାନେ ପ୍ରକୃତରେ ମୋହର ସମାଦର କରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-idiom)

Mark 7:7

Empty worship they offer me

ସେମାନେ ବୃଥାରେ ଆମ୍ଭର ଉପାସନା କରନ୍ତି ବା “ସେମାନେ ମୋତେ ବୃଥାରେ ଉପାସନା କରନ୍ତି”

Mark 7:8

Connecting Statement:

ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଧମକ ଦେଉଛନ୍ତି I

abandon

ଆଜ୍ଞା ପରିତ୍ୟାଗ କରି

hold fast to

ଦୃଢ ଭାବରେ ଧରି ରଖିବା କିମ୍ବା “କେବଳ ପାଳନ କରନ୍ତି”

Mark 7:9

How well you reject the commandment ... keep your tradition

ଯୀଶୁ ଏହି ଲୋକକଥା ବ୍ୟବହାର କରି ତାହାଙ୍କ ଶ୍ରୋତାମାନଙ୍କୁ ଈଶ୍ବରଙ୍କ ଆଜ୍ଞାଗୁଡିକୁ ପାଶୋରି ଅଚ୍ଛ କହି ଅନୁଯୋଗ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଆପଣା ଆପଣା ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ବରଙ୍କ ଆଜ୍ଞା ବେଶ୍ ଅଗ୍ରାହ୍ୟ କରୁଅଛ, କିନ୍ତୁ ତୁମ୍ଭେମାନେ ଯାହା କରୁଛ ତାହା କୌଣସି ପ୍ରକାରେ ଉତ୍ତମ ବିଷୟ ନୁହେଁ” (ଦେଖ: /WA-Catalog/or_tm?section=translate#figs-irony)

How well you reject

ତୁମ୍ଭେମାନେ କିପରି କୌଶଳ କରି ଅଗ୍ରାହ୍ୟ କରିଅଛ

Mark 7:10

who speaks evil of

କିଏ ଶାପ ଦେବ

will surely die

ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ

He who speaks evil of his father or mother will surely die

ଏହାକୁ ହୁଏତ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଆଉ ଯେକେହି ପିତା କିମ୍ବା ମାତାକୁ ଅଭିଶାପ ଦିଏ ସେହି ବ୍ୟକ୍ତିଙ୍କୁ ଅଧିକାରୀମାନେ ପ୍ରାଣ ଦଣ୍ଡ ଦେବା ଉଚିତ” (ଦେଖ: /WA-Catalog/or_tm?section=translate#figs-activepassive)

Mark 7:11

Whatever help you would have received from me is Corban

କିନ୍ତୁ ଶାସ୍ତ୍ରୀମାନଙ୍କ ପରମ୍ପରା କହେ ଯେ ଥରେ ଟଙ୍କା କିମ୍ବା ଅନ୍ୟ ପଦାର୍ଥ ମନ୍ଦିରକୁ ଦାନ କରିବା ନିମନ୍ତେ ପ୍ରତିଜ୍ଞା କଲେ, ସେମାନେ ଏହାକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରି ପାରିବେ ନାହିଁ I

is Corban

ଏଠାରେ କର୍ବାନ ଗୋଟିଏ ହିବ୍ରୁ ଶବ୍ଦ ଅଟେ ଯାହାର ଅର୍ଥ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଲୋକ ଯେଉଁ ମାନତ କରେ I ଅନୁବାଦକମାନେ ସାମାନ୍ୟତଃ ଏହାକୁ ଅନୁବାଦରେ ନିର୍ଦ୍ଧିଷ୍ଟ ଭାଷାର ବର୍ଣ୍ଣମାଳାକୁ ଲକ୍ଷ୍ୟ କରି ବ୍ୟବହାର କରିଥାନ୍ତି I କେତେକ ଅନୁବାଦକମାନେ ଏହାର ଅର୍ଥକୁ ଅନୁବାଦ କରନ୍ତି, ଓ ତା’ପରେ ମାର୍କ ବର୍ଣ୍ଣନା କରିଥିବା ଅର୍ଥ ଉପରେ ଛାଡି ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ଉଦ୍ଦେଶ୍ୟରେ ମାନତ” କିମ୍ବା “ଈଶ୍ବରଙ୍କର” (ଦେଖ: /WA-Catalog/or_tm?section=translate#translate-transliterate)

Given to God

ଏହି ବାକ୍ୟାଂଶ’ ଏବ୍ରୀ ଶବ୍ଦ “କର୍ଵାନ” ର ଅର୍ଥ ବର୍ଣ୍ଣନା କରେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ମାର୍କ ଏହାର ଅର୍ଥ ବର୍ଣ୍ଣନା କରିଛନ୍ତି ଯେପରି ଯୀଶୁ କ’ଣ କହିଲେ ଅଣ-ଯିହୁଦୀ ପାଠକମାନେ ବୁଝି ପାରିବେ I ଅନ୍ୟଏକ ଅନୁବାଦରେ: “ମୁଁ ଏହା ଈଶ୍ବରଙ୍କୁ ଦେଇଅଛି” (ଦେଖ: /WA-Catalog/or_tm?section=translate#figs-activepassive)

Mark 7:12

General Information:

୧୧ ଓ ୧୨ ପଦରେ, ଯୀଶୁ ଦେଖାଇଛନ୍ତି ଯେ କିପରି ଫାରୁଶୀମାନେ ଈଶ୍ବରଙ୍କ ଅଜ୍ଞା ପାଳନ ନକରି ପିତା ମାତାଙ୍କୁ ସମାଦର କରିବା ବିଷୟରେ ଶିକ୍ଷା ଦିଅନ୍ତି I ୧୧ ପଦରେ ଯୀଶୁ ପ୍ରକାଶ କଲେ ଯେ ଯିହୁଦୀମାନେ ଲୋକାମାନେ ସେମାନଙ୍କ କେଉଁ ଅଧିକାର ବିଷୟରେ କହିବା ପାଇଁ ଅନୁମତି ଦେଇଛନ୍ତି, ଓ ୧୨ ପଦରେ ଯେଉଁ ଲୋକମାନେ ସେମାନଙ୍କ ପିତାମାତାଙ୍କୁ ସମାଦର କରନ୍ତି ସେମାନଙ୍କ ପ୍ରତି ଫାରୁଶୀମାନଙ୍କର ମନୋଭାବ ସମ୍ବନ୍ଧରେ ସେ କହିଲେ I ଏହି ତଥ୍ୟ ଗୁଡିକୁ ପୁନର୍ବାର ସଜାଡି ଉଲ୍ଲେଖ କରାଯାଇ ପାରିବ I ପ୍ରଥମେ ଯେଉଁମାନେ ପିତାମାତାଙ୍କୁ ସାହାଯ୍ୟ କରିବା ବିଷୟରେ ଫାରୁଶୀମାନଙ୍କ ମନୋଭାବ ଓ ପରେ ସେହି ମନୋଭାବ କିପରି ପ୍ରକାଶିତ ହୁଏ ଯେ କ’ଣ ଫାରୁଶୀମାନେ ଲୋକମାନଙ୍କୁ ସେମାନଙ୍କ ଅଧିକାର ସମ୍ବନ୍ଧରେ ଅନୁମତି ଦିଅନ୍ତି I (ଦେଖ: /WA-Catalog/or_tm?section=translate#translate-versebridge)

then you no longer permit him to do anything for his father or his mother

ଏପରି କରିବା ଦ୍ବାରା, ଲୋକମାନେ ପିତାମାତାଙ୍କ ଆବଶ୍ୟକତା ଯୋଗାଇ ନଦେବା ପାଇଁ ଫାରୁଶୀମାନେ ଅନୁମତି ଦିଅନ୍ତି, ଯଦି ସେମାନେ ଈଶ୍ବରଙ୍କୁ ପ୍ରତିଜ୍ଞା କରିଥିବା ମାନତା ଯାହା ସେ ସେମାନଙ୍କୁ ଦେବା ଉଚିତ I ତୁମେ ଏହି ଶବ୍ଦଗୁଡିକୁ କ୍ରମାନ୍ଵୟରେ ସଜାଡି ରଖ ଆଗରୁ ଯେଉଁ ଶବ୍ଦ ଆରମ୍ଭ ହେଉଛି “ଯାହାକିଛି ସାହାଯ୍ୟ କରିବା” ୧୧ ପଦରେ. “କେହି ଯେବେ ପିତା କି ମାତାଙ୍କୁ କହେ, ମୋ’ଠାରୁ ଯାହା ଦ୍ବାରା ତୁମ୍ଭର ଉପକାର ହୋଇ ଥାଆନ୍ତା, ତାହା ‘କର୍ବାନ’ (ଅର୍ଥାତ ‘ଈଶ୍ବରଙ୍କ ଉଦ୍ଦେଶ୍ୟରେ ମାନତ ହୋଇଅଛି’)” (ଦେଖ: /WA-Catalog/or_tm?section=translate#figs-explicit)

Mark 7:13

void

ବ୍ୟର୍ଥ ବା ଅନେକ କର୍ମ କରୁଅଛ

many similar things you do

ତୁମ୍ଭେମାନେ ଏହିପରି ସମଅର୍ଥ ବୋଧକ ଅନ୍ୟ କର୍ମ କରୁଅଛ

Mark 7:14

ସେ ଏପର୍ଯ୍ୟନ୍ତ ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଯାହା କହୁଥିଲେ ଯେପରି ଲୋକସମୁହ ଏହାକୁ ବୁଝିପାରିବେ ସେଥିନିମନ୍ତେ ଯୀଶୁ ଦୃଷ୍ଟାନ୍ତ ଦ୍ବାରା ଲୋକସମୁହକୁ ସାହାଯ୍ୟ କଲେ I (ଦେଖ: /WA-Catalog/or_tm?section=translate#figs-parables)

He called

ଯୀଶୁ କହିଲେ

Listen to me, all of you, and understand

“ଶୁଣ” ଓ “ବୁଝ” ଶବ୍ଦଗୁଡିକ ପରସ୍ପର ଜଡିତ ଅଟନ୍ତି I ଯୀଶୁ ସେଗୁଡିକ ଗୁରୁତ୍ବ ଦେବା ପାଇଁ ଏକତ୍ର ବ୍ୟବହାର କଲେ ଯେ ତାହାଙ୍କର ଶ୍ରୋତାମାନେ ସେ ଯାହା କହୁଛନ୍ତି ସେଥିରେ ଧ୍ୟାନ ଦେବା ଉଚିତ I (ଦେଖ: /WA-Catalog/or_tm?section=translate#figs-doublet)

understand

ଯୀଶୁ ସେମାନଙ୍କୁ କ’ଣ ବୁଝିବା ପାଇଁ କହୁଛନ୍ତି ତାହା ପ୍ରକାଶ କରିବାରେ ଏହା ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଯେଉଁ ବିଷୟରେ କହିବାକୁ ଯାଉଛି ତାହା ବୁଝିବା ନିମନ୍ତେ ଚେଷ୍ଟା କର” (ଦେଖ: /WA-Catalog/or_tm?section=translate#figs-ellipsis)

Mark 7:15

nothing from outside of a person

ଯୀଶୁ ଜଣେ ବ୍ୟକ୍ତି କ’ଣ ଖାଏ ସେହି ବିଷୟରେ କହୁଛନ୍ତି I ଏହା ବିପରିତ ଅର୍ଥବୋଧକ “ଯାହା ମନୁଷ୍ୟଠାରୁ ବାହାରେ I” ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ବାହାରେ ଆଉ ଏପରି ବିଷୟ ନାହିଁ ଯାହାକି ତାହା ଭିତରକୁ ପ୍ରବେଶ କରିପାରେ” (ଦେଖ: /WA-Catalog/or_tm?section=translate#figs-explicit)

It is what comes out of the person

ଏହା ମନୁଷ୍ୟ ଯାହା କରେ କିମ୍ବା କହେ ତାହାକୁ ବୁଝାଏ I ଏହା ଏକ ବିପରିତ ଅର୍ଥବୋଧକ ଶବ୍ଦ “ମନୁଷ୍ୟଠାରୁ ଯାହା ବାହାରେ ତାହା ଭିତରକୁ ପ୍ରବେଶ କରେ I” ଅନ୍ୟଏକ ଅନୁବାଦରେ: “ଏହା ଯାହା ଯାହା ମନୁଷ୍ୟଠାରୁ ବାହାରେ ବା ସେ କହେ କିମ୍ବା କରେ” (ଦେଖ: /WA-Catalog/or_tm?section=translate#figs-explicit)

Mark 7:17

Connecting Statement:

ଶିଷ୍ୟମାନେ ଏପର୍ଯ୍ୟନ୍ତ ବୁଝି ପାରିଲେ ନାହିଁ ଯୀଶୁ ଯାହାସବୁ ଫାରୁଶୀ, ଶାସ୍ତ୍ରୀ ଓ ଲୋକସମୁହକୁ କହିଲେ I ଯୀଶୁ ସେଗୁଡିକର ଅର୍ଥ ପୁଙ୍ଖାନୁପୁଙ୍ଖ କରି ଶିଷ୍ୟମାନଙ୍କୁ ବୁଝାଇ ଦେଲେ I ,

Now

ଏହି ଶବ୍ଦଟି ଏଠାରେ କାହାଣୀରେ ବିରତିକୁ ସୁଚିତ କରିବା ନିମନ୍ତେ ବ୍ୟବହାର ହୋଇଛି I ଯୀଶୁ ବର୍ତ୍ତମାନ ଲୋକସମୁହଠାରୁ ଦୁରରେ ଗୋଟିଏ ଗୃହରେ ଶିଷ୍ୟମାନଙ୍କ ସଂଗରେ ଅଛନ୍ତି I

Mark 7:18

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରଶ୍ନ ମାଧ୍ୟମରେ ଶିକ୍ଷା ଦେବାକୁ ଲାଗିଲେ I

Are you also still without understanding?

ଯୀଶୁ ଏହି ପ୍ରଶ୍ନ ଦ୍ବାରା ତାହାଙ୍କ ବିରକ୍ତି ମନୋଭାବ ପ୍ରକାଶ କରୁଅଛନ୍ତି ଯେ ସେମାନେ ବୁଝି ପାରିଲେ ନାହିଁ I ଏହାକୁ ଉକ୍ତି ଭବାରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ମୁ ସମସ୍ତ ବିଷୟ କହିଲି ଓ କରିଅଛି, ମୁଁ ଅଶା କରେ ତୁମେ ବୁଝି ପାରୁଥିବ” (ଦେଖ: /WA-Catalog/or_tm?section=translate#figs-rquestion)

Mark 7:19

Connecting Statement:

ଯୀଶୁ ପ୍ରଶ୍ନ କରିବା ସମାପ୍ତ କରୁଛନ୍ତି ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରୁଛନ୍ତି I

because ... latrine?

ଏହା ପ୍ରଶ୍ନର ସମାପ୍ତି ଅଟେ ଯାହା ୧୮ ପଦରେ,“ତୁମେ କ’ଣ ଦେଖୁ ନାହଁ” ଶବ୍ଦ ସହିତ ଆରମ୍ଭ ହୋଇଥିଲା I ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ତାହାଙ୍କ ଶିଷ୍ୟମାନଙ୍କୁ କିଛି ଶିକ୍ଷା ଦେଲେ ଯାହା ସେମାନେ ଆଗରୁ ଜାଣିଥିଲେ I ଏହାକୁ ଏକ ଉକ୍ତି ଭାବରେ ପ୍ରକାଶ କରାଯାଇ ପାରିବ I “ତୁମ୍ଭେମାନେ ନିଶ୍ଚିତ ବୁଝିଥିବା ଯାହା ମନୁଷ୍ୟ ଭିତରକୁ ପ୍ରବେଷ କରେ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ କାରଣ ତାହା ତାହାର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ବାହ୍ୟ ସ୍ଥାନରେ ବହିର୍ଗତ ହୁଏ I” (ଦେଖ: /WA-Catalog/or_tm?section=translate#figs-rquestion)

it cannot go into his heart

ଏଠାରେ “ହୃଦୟ” ବ୍ୟକ୍ତିର ଆନ୍ତରିକ ପୁରୁଷ ବା ମନର ଲକ୍ଷଣ ସୁଚକ ଶବ୍ଦ ଅଟେ I ଏଠାରେ ଯୀଶୁଙ୍କ କହିବାର ଅର୍ଥ ଯେ ଖାଦ୍ୟ ମନୁଷ୍ୟର ଚରିତ୍ରରେ ପ୍ରଭାବ ପକାଏ ନାହିଁ I ଅନ୍ୟଏକ ଅନୁବାଦରେ: “ଏହା ହୃଦୟରେ ପ୍ରବେଶ କରେ ନାହିଁ” କିମ୍ବା “ଏହା ତାହାର ମନ ଭିତରକୁ ଯାଏ ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

because it

ଏଠାରେ “ଏହା” ଯାହା ମନୁଷ୍ୟ ଭିତରକୁ ପ୍ରବେଶ କରେ ତାହାକୁ ବୁଝାଏ; ଯାହା ମନୁଷ୍ୟ ଭୋଜନ କରେ I

all foods clean

ଏହା ଏହି ବାକ୍ୟାଂଶର ଅର୍ଥ କ’ଣ ହୋଇପାରେ ତାହା ସ୍ପଷ୍ଟ ଭବାରେ ବର୍ଣ୍ଣନା କରିବାରେ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ସମସ୍ତ ଖାଦ୍ୟ ପରିଷ୍କୃତ, ଅର୍ଥାତ ଈଶ୍ବର ଯେପର୍ଯ୍ୟନ୍ତ ଖାଦକଙ୍କୁ ଅଶୁଚି କରି ନାହାନ୍ତି ତାହାକୁ ଲୋକମାନେ ଖାଦ୍ୟ ଭାବରେ ଭୋଜନ କରନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Mark 7:20

He said

ଯୀଶୁ କହିଲେ

It is that which comes out of the person that defiles him

ଯାହା ମନୁଷ୍ୟର ଭିତରୁ ବାହାରକୁ ଆସେ ତାହା ଅଶୁଚି କରେ

Mark 7:21

out of the heart, proceed evil thoughts

ଏଠାରେ “ହୃଦୟ” ମନୁଷ୍ୟର ଅନ୍ତର କିମ୍ବା ଭାବନା ନିମନ୍ତେ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ” କିମ୍ବା “ମନୁଷ୍ୟର ମନରୁ, କୁଚିନ୍ତା ବାହାରେ” (ଦେଖ: /WA-Catalog/or_tm?section=translate#figs-metonymy)

Mark 7:22

sensuality

ଜଣେ କାମନାର ଅଭିଳାଷକୁ ନିୟନ୍ତ୍ରଣରେ ରଖିପାରେ ନାହିଁ

Mark 7:23

come from within

ଏଠାରେ “ମଧ୍ୟରେ” ଶବ୍ଦ ମନୁଷ୍ୟର ହୃଦୟକୁ ବର୍ଣ୍ଣନା କରେ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟର ହୃଦୟ ଭିତରୁ ଆସେ” କିମ୍ବା “ମନୁଷ୍ୟର ଚିନ୍ତାରୁ ଆସେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 7:24

Connecting Statement:

ଯୀଶୁ ଯେତେବେଳେ ସୋର ସୀମାକୁ ଗଲେ, ସେ ଜଣେ ବିଜାତୀ ସ୍ତ୍ରୀର ଝିଅକୁ ସୁସ୍ଥ କଲେ ଯାହାଙ୍କଠାରେ ଅସାଧାରଣ ବିଶ୍ବାସ ଥିଲା I

Mark 7:25

had an unclean spirit

ଏହା ଏକ ରୁଢିପଦ ଅଟେ ଯାହାର ଅର୍ଥ ତାହାକୁ ଅଶୁଚି ଆତ୍ମା ଲାଗିଥିଲା I ଅନ୍ୟଏକ ଅନୁବାଦରେ: “ଅଶୁଚି ଆତ୍ମା ଲାଗିଥିଲା” (ଦେଖ: /WA-Catalog/or_tm?section=translate#figs-idiom)

fell down

ଆଣ୍ଠୁ ପାତିଲା I ଏହା ସମ୍ମାନ ଓ ବଶବର୍ତ୍ତି ହେବାର ସୁଚକ ଅଟେ I

Mark 7:26

Now the woman was a Greek, a Syrophoenician by descent

“ସେହିକ୍ଷଣି” ଶବ୍ଦ ମୁଖ୍ୟ କାହାଣୀର ବିରତିକୁ ସୁଚାଏ, ଯେହେତୁ ଏହି ବାକ୍ୟ ଆମକୁ ସେହି ସ୍ତ୍ରୀର ପ୍ରାକ ତଥ୍ୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-background)

Syrophoenician

ଏହା ସ୍ତ୍ରୀର ରାଷ୍ଟ୍ରୀୟ ପରିଚୟ ଦିଏ I ସେ ଜଣେ ସୁରଫୈନକିୟା ଜାତିର ଜଣେ ଗ୍ରୀକ ସ୍ତ୍ରୀଲୋକ ଥିଲା I (ଦେଖ: /WA-Catalog/or_tm?section=translate#translate-names)

Mark 7:27

Let the children first be fed. For it is not right ... throw it to the dogs

ଏଠାରେ ଯିହୁଦୀମାନଙ୍କ ବିଷୟରେ ଯୀଶୁ କହିଲେ ଯେପରି ସେମାନଙ୍କ ସନ୍ତାନଗଣ ଓ ବିଜାତୀ ଯେପରି ସେମାନେ କୁକୁରମାନଙ୍କ ସଦୃଶ ଥିଲେ I ଅନ୍ୟଏକ ଅନୁବାଦରେ: “ପ୍ରଥମେ ଇସ୍ରାଏଲର ସନ୍ତାନମାନେ ପ୍ରଥମେ ତୃପ୍ତ ହେବେ I କାରଣ ସନ୍ତାନମାନଙ୍କ ଆହାର ନେଇ ବିଜାତୀ ମାନଙ୍କ ନିକଟରେ ପକାଇବା, ଯେଉଁମାନେ କୁକର ପରି ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

Let the children first be fed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ପ୍ରଥମରେ ଇସ୍ରାଏଲ ସନ୍ତାନମାନଙ୍କୁ ତୃପ୍ତ କରିବା” (ଦେଖ: /WA-Catalog/or_tm?section=translate#figs-activepassive)

bread

ଏହା ସାଧାରଣ ଭାବେ ଖାଦ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଖାଦ୍ୟ” (ଦେଖ: /WA-Catalog/or_tm?section=translate#figs-synecdoche)

dogs

ଏହା ଗୃହ ପାଳିତ ଛୋଟ କୁକୁରକୁ ବୁଝାଏ I

Mark 7:29

you are free to go

ଯୀଶୁଙ୍କ କହିବାର ଅର୍ଥ ଯେ ତାହାର ଝିଅକୁ ସୁସ୍ଥ କରିବା ନିମନ୍ତେ ଅନୁରୋଧ କରିବାକୁ ତାହାର ସେଠାରେ ରହିବା ଆବଶ୍ବକ ନାହି I ସେ ଏହା କରିବେ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ତୁମେ ଯାଇ ପାରିବ” କିମ୍ବା “ବର୍ତ୍ତମାନ ତୁମେ ଯାଇ ପାର” କିମ୍ବା “ତୁମେ ଶାନ୍ତିରେ ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କର” (ଦେଖ: /WA-Catalog/or_tm?section=translate#figs-explicit)

The demon has gone out of your daughter

ସେହି ସ୍ତ୍ରୀ ର ଝିଅଠାରୁ ଅଶୁଚି ଆତ୍ମା ଛାଡି ଚାଲିଗଲା I ଏହା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ ଝିଅଠାରୁ ଭୁତ ବାହାରି ଗଲାଣି” (ଦେଖ: /WA-Catalog/or_tm?section=translate#figs-explicit)

Mark 7:31

Connecting Statement:

ସୋରରେ ଲୋକମାନଙ୍କୁ ସୁସ୍ଥତା କରିବା ପରେ, ଯୀଶୁ ଗାଲିଲି ସମୁଦ୍ର କୁଳକୁ ଗଲେ I ସେଠାରେ ସେ ଜଣେ ମୁକକୁ ସୁସ୍ଥ କଲେ, ଯାହାଦ୍ବାରା ଲୋକମାନେ ଆଚମ୍ବିତ ହେଲେ I

went out again from the region of Tyre

ସୋର ସିମାରୁ ପ୍ରସ୍ଥାନ କଲେ

up into the region

ସାମ୍ଭାବିତ ଅର୍ଥଗୁଡିକ ୧) “ସୀମା ଦେଇ ” ଦେକାପଲୀ ସୀମା ମଧ୍ୟଦେଇ ସମୁଦ୍ର ନିକଟକୁ ଯୀଶୁ ଆସିଲେ କିମ୍ବା ୨) “ସୀମା ମଧ୍ୟଦେଇ” ସମୁଦ୍ର ନିକଟକୁ ଆସିବା ପାଇଁ ଦେକାପଲୀ ସୀମା ମଧ୍ୟଦେଇ ଯୀଶୁ ଆସିଲେ I

Decapolis

ଦେକାପଲୀ ଏକ ସୀମାର ନାମ ଯାହାର ଅର୍ଥ ଦଶ ନଗରୀ I ଏହା ଗାଲିଲି ସମୁଦ୍ରର ଉତ୍ତରପୁର୍ବରେ ଅବସ୍ଥିତ I ଦେଖ ତୁମେ ଏହାକୁ ମାର୍କ ୫:୨୦ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#translate-names)

Mark 7:32

They brought

ପୁଣି ଲୋକାମାନେ ଆଣିଲେ

who was deaf

ଯେ ଶୁଣିବା ନିମନ୍ତେ ସକ୍ଷମ ନଥିଲା

they begged him to lay his hand on him

ଲୋକମାନଙ୍କ ଉପରେ ହାତ ଥୋଇ ଭାବାବାଦୀ ଓ ଶିକ୍ଷକ ମାନେ ସୁସ୍ଥ ବା ଆଶୀର୍ବାଦ କରନ୍ତି I ଏହି ପରିପ୍ରେକ୍ଷିରେ, ଲୋକମାନେ ଯୀଶୁଙ୍କୁ ଜଣକୁ ସୁସ୍ଥତା କରିବା ନିମନ୍ତେ ବିନତୀ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଆଉ ଲୋକେ ଜଣକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହସ୍ତ ଥୋଇବା ନିମନ୍ତେ ତାହାଙ୍କୁ ବିନତୀ କଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 7:33

He took him

ଯୀଶୁ ସେହି ଲୋକକୁ ନେଲେ

he put his fingers into his ears

ଯୀଶୁ ଆପଣା ଅଙ୍ଗୁଠି ସେହି ମନୁଷ୍ୟର କାନରେ ଥୋଇଲେ I

after spitting, he touched his tongue

ଯୀଶୁ ଛେପ ପକାଇଲେ ଓ ତାହାର ଜିଭକୁ ସ୍ପର୍ଶ କଲେ I

after spitting

ଏହା ଯୀଶୁ ଆପଣା ଅଙ୍ଗୁଠିରେ ଛେପ ପକାଇବା ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଆଙ୍ଗୁଳିରେ ଛେପ ପକାଇବା ପରେ” (ଦେଖ: /WA-Catalog/or_tm?section=translate#figs-explicit)

Mark 7:34

looked up to heaven

ଏହା ବୁଝାଏ ଯେ ସେ ଉର୍ଦ୍ଧ୍ବ ଦୃଷ୍ଟି କଲେ, ଯାହା ଈଶ୍ବରଙ୍କ ବାସ ସ୍ଥାନ ସହିତ ଜଡିତ ଅଟେ I

Ephphatha

ଏଠାରେ ଲେଖକ କିଛି ବିଷୟକୁ ଆରମିକ ଶବ୍ଦ ଦ୍ବାରା ନିର୍ଦ୍ଦେଶ କରନ୍ତି I ଯେପରି ତୁମ ଭାଷାର ବର୍ଣ୍ଣମାଳା ପରି ଏହି ଶବ୍ଦକୁ ପ୍ରତିଲିପି କର I (ଦେଖ: /WA-Catalog/or_tm?section=translate#translate-transliterate)

he sighed

ତାହାର ଅର୍ଥ ସେ ଆର୍ତ୍ତସ୍ବର କରି କିମ୍ବା ଦୀର୍ଘ ନିଶ୍ବାସ ପକାଇଲେ ଯେପରି ସେ ଶୁଣି ପାରିବ I ସେହି ଲୋକ ପ୍ରତି ଯୀଶୁଙ୍କର ଦୟାଭାବକୁ ପ୍ରକାଶ କରେ I

said to him

ଲୋକକୁ କହିଲେ

Mark 7:35

his ears were opened

ତାହାର ଅର୍ଥ ସେ ଶୁଣିବାକୁ ସକ୍ଷମ ହୋଇ ପାରିଲା I ଅନ୍ୟଏକ ଅନୁବାଦରେ: “ତାହାର କର୍ଣ୍ଣ ଖୋଲିଗଲା ଓ ସେ ଶୁଣିବାକୁ ସକ୍ଷମ ହେଲା” କିମ୍ବା “ସେ ଶୁଣିବାକୁ ସମର୍ଥ ହେଲା”

his tongue was released

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ଜିହ୍ବାର ବନ୍ଧନକୁ ଫିଟାଇ ଦେଲେ” କିମ୍ବା “ଯୀଶୁ ତାହାର ଜିହ୍ବାକୁ ମୁକ୍ତ କରି ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 7:36

the more he ordered them

ପୁଣି ଏବିଷୟ କାହାରିକି ନକହିଵା ନିମନ୍ତେ ସେ ସେମାନଙ୍କୁ ଆଜ୍ଞା ଦେଲେ I ଅନ୍ୟଏକ ଅନୁବାଦରେ: “କାହାରିକୁ ନକହିଵା ନିମନ୍ତେ ସେ ଦୃଢ ଆଜ୍ଞା ଦେଲେ” (ଦେଖ: /WA-Catalog/or_tm?section=translate#figs-ellipsis)

the more abundantly

ଆହୁରି ଅଧିକ କିମ୍ବା “ଅଧିକରୁ ଅଧିକ”

Mark 7:37

were extremely astonished

ସେମାନେ ଆଶ୍ଚର୍ଯ୍ୟାନ୍ବିତ ହେଲେ କିମ୍ବା “ସେମାନେ ଅତ୍ୟଧିକ ଆଚମ୍ବିତ ହେଲେ” କିମ୍ବା “ସମସ୍ତଠାରୁ ଅଧିକ ଆଶ୍ଚର୍ଯ୍ୟାନ୍ବିତ ହେଲେ”

the deaf ... the mute

ସେଗୁଡିକ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବଧିର ଲୋକ ... ମୁକ ଲୋକ” କିମ୍ବା “ଲୋକମାନେ ଶୁଣି ପାରନ୍ତି ନାହିଁ ... ଯେଉଁ ଲୋକମାନେ କଥା କହି ପାରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)