Mark 5

ମାର୍କ ୦୫ ସାଧାରଣ ସୁଚନା

ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା

”ଟଲିଥା, କୁମ୍ “

”ଟଲିଥା, କୁମ୍“ ବାକ୍ୟ ସମୁହ ([ମାର୍କ ୫:୪୧] (../../mrk/05/41.md)ରେ ଆରମିକ ଭାଷାରୁ ଆସିଅଛି I ମାର୍କ ସେଗୁଡିକୁ ଏପରି ଲେଖିଛନ୍ତି ଯେ ସେମାନଙ୍କର ଉଚ୍ଚାରଣ ଓ ପରେ ସେଗୁଡିକର ଅନୁବାଦ କରିଛନ୍ତି (ଦେଖ: /WA-Catalog/or_tm?section=translate#translate-transliterate)

Mark 5:1

Connecting Statement:

ଯୀଶୁ ଭୟଙ୍କର ଝଡତୋଫାନ ଶାନ୍ତ କରିବା ପରେ, ସେ ଜଣେ ଅଶୁଚି ଆତ୍ମାବିଷ୍ଟ ମନୁଷ୍ୟକୁ ସୁସ୍ଥ କଲେ, କିନ୍ତୁ ଗରାଶିୟର ସ୍ଥାନୀୟ ଲୋକମାନେ ଏହି ସୁସ୍ଥତାରେ ପାଇଁ ଖୁସି ନଥିଲେ, ଏଣୁ ସେମାନେ ସୀମାରୁ ପ୍ରସ୍ଥାନ କରିବାକୁ ଯୀଶୁଙ୍କୁ ବିନତୀ କଲେ I

They came

“ସେମାନେ” ଶବ୍ଦ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I

the sea

ଏହା ଗାଲିଲି ସମୁଦ୍ରକୁ ବୁଝାଏ I

Gerasenes

ଏହି ନାମ ଗରାଶିୟ ବସବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#translate-names)

Mark 5:2

with an unclean spirit

ଏହା ଏକ ରୁଢି ଅଟେ ଯାହାର ଅର୍ଥ ଲୋକଟି ଅଶୁଚି ଆତ୍ମାର “ନିୟନ୍ତ୍ରଣ” ବା “ଅଧିନ”ରେ ଅଛି I ଅନ୍ୟଏକ ଅନୁବାଦରେ: “ଏକ ଅଶୁଚି ଆତ୍ମାବିଷ୍ଟ” କିମ୍ବା “ଏକ ଅଶୁଚି ଆତ୍ମା ଅଧିନରେ ରହିବା” (ଦେଖ: /WA-Catalog/or_tm?section=translate#figs-idiom)

Mark 5:4

He had been bound many times

ଏହାକୁ କର୍ତ୍ତା ବାଚ୍ୟରେ ଲେଖା ଯାଇ ପାରିବ. ପରିବର୍ତ୍ତନ ଅନୁବାଦ: “ ଲୋକମାନେ ଅନେକ ଥର ତାକୁ ବାନ୍ଧି ଥିଲେ” (ଦେଖ:/WA-Catalog/or_tm?section=translate#figs-activepassive)

his shackles were shattered

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ସେ ଜଞ୍ଜିର ଛିଡାଇ ଦେଲା ” (ଦେଖ: /WA-Catalog/or_tm?section=translate#figs-activepassive)

shackles

ଖଣ୍ଡବିଖଣ୍ଡ ଧାତୁ ପଦାର୍ଥ ଯାହାକୁ ଲୋକମାନେ ବାହୁ ଚାରିପଟେ ବାନ୍ଧନ୍ତି ଓ ଗୋଡରେ ବନ୍ଦୀମାନଙ୍କ ପରି ଓ ଜଞ୍ଜିର ସହିତ ଗୋଟିଏ ଉପାଦାନକୁ ସଂଯୁକ୍ତ କରନ୍ତି ଯେପରି ସେ କାରାଗାରରେ ବନ୍ଦୀ ହୋଇଥିବା ଲୋକ ଗତି କରିପାରିବ ନାହିଁ

No one had the strength to subdue him

ଲୋକଟି ଏତେ ବଳ ଥିଲା ଯେ କେହି ତାକୁ ଆୟତ କରିପାରୁ ନଥିଲେ I ଅନ୍ୟଏକ ଅନୁବାଦରେ: “ତାହାକୁ ବଶରେ ରଖିବା ପାଇଁ କାହାରି ବଳ ନଥିଲା” (ଦେଖ: /WA-Catalog/or_tm?section=translate#figs-explicit)

subdue him

ତାକୁ ବଶରେ ରଖିବା

Mark 5:5

cut himself with sharp stones

ସାଧାରଣତଃ ଯେତେବେଳେ ଜଣେ ଲୋକ ଅଶୁଚି ଆତ୍ମାରେ ବିଷ୍ଟ ଥାଏ, ଅଶୁଚି ଆତ୍ମାବିଷ୍ଟ ବ୍ୟକ୍ତି ନିଜର କ୍ଷତି କରିବାକୁ ଚାହେଁ, ଯେପରିକି ନିଜକୁ କାଟି ପକାଏ I

Mark 5:6

When he saw Jesus from a distance

ଯେତେବେଳେ ମନୁଷ୍ୟ ପ୍ରଥମେ ଯୀଶୁଙ୍କୁ ଦେଖିଲା, ଯୀଶୁ ହୁଏତା ନୌକାରୁ ଓହ୍ଲାଉ ଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

bowed down

ଏହାର ଅର୍ଥ ଯେ ସେ ଯୀଶୁଙ୍କ ସମ୍ମୁଖରେ ସମ୍ମାନ ଦେଇ ଜାନୁ ପାତିଲା, ଉପାସନା ନୁହେଁ I

Mark 5:7

General Information:

ଏହି ଦୁଇ ପଦରେ ତଥ୍ୟକୁ ପୁନଃ କ୍ରମାନ୍ବୟରେ ରଖ ଯେପରି କ୍ରମାନ୍ବୟରେ ଘଟଣାବଳୀର ଉପସ୍ଥାପନା କରିବ ଯାହା ଘଟୁଥିଲା, ଯେପରି USTରେ ଉଲ୍ଲେଖ ଅଛି I (ଦେଖ: /WA-Catalog/or_tm?section=translate#figs-events)

He cried out

ଅଶୁଚି ଆତ୍ମା ଉଚ ସ୍ବରରେ କହିବାକୁ ଲାଗିଲା

What do I have to do with you, Jesus, Son of the Most High God?

ଅଶୁଚି ଆତ୍ମା ଭୟରେ ଏହି ପ୍ରଶ୍ନ ପଚାରିଲା I ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୋତେ ଏକାକି ଛାଡି ଦିଅ, ହେ ପରାତ୍ପର ଈଶ୍ବରଙ୍କ ପୁତ୍ର ଯୀଶୁ ! ତୁମ ସାଙ୍ଗରେ ମୋର କ,ଣ ଅଛି” (ଦେଖ: /WA-Catalog/or_tm?section=translate#figs-rquestion)

Jesus ... do not torment me

ଅଶୁଚି ଆତ୍ମାକୁ ଯନ୍ତ୍ରଣା ଦେବାର ଦକ୍ଷତା ଯୀଶୁଙ୍କର ଥିଲା

Son of the Most High God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

I beg you by God himself

ଏଠାରେ ଅଶୁଚି ଆତ୍ମା ଈଶ୍ବରଙ୍କ ନାମରେ ଶପଥ କରୁଛି ଯେପରି ସେ ଯୀଶୁଙ୍କୁ ବିନତୀ କରୁଛି I ତୁମ ଭାଷାରେ ଏହିପରି ଅନୁରୋଧ କିପରି କରାଯାଏ ଚିନ୍ତା କର I ଅନ୍ୟଏକ ଅନୁବାଦରେ: “ମୁଁ ଈଶ୍ବରଙ୍କ ସାକ୍ଷାତରେ ବିନତୀ କରୁଅଛି” କିମ୍ବା “ମୁଁ ଈଶ୍ବରଙ୍କ ସାକ୍ଷାତରେ ନିଜକୁ ଶପଥ କରୁଅଛି ଓ ତୁମକୁ ବିନତୀ କରୁଅଛି”

Mark 5:9

He asked him

ଓ ଯୀଶୁ ଅଶୁଚି ଆତ୍ମାକୁ କହିବାକୁ ଯାଉଥିଲେ

He answered him, ""My name is Legion, for we are many.

ଗୋଟିଏ ଆତ୍ମା ଅନେକଙ୍କ ନିମନ୍ତେ କହୁଥିଲା I ସେ ସେମାନଙ୍କୁ କହିଲା ଯେପରି ସେମାନେ ଏକ ବାହିନୀ ପରି ଥିଲେ, ଗୋଟିଏ ରୋମିୟ ସୈନିକ ଦଳରେ ପ୍ରାୟ ୬,୦୦୦ ସୈନ୍ୟ ରୁହନ୍ତି I ଅନ୍ୟଏକ ଅନୁବାଦରେ: “ଅଶୁଚି ଆତ୍ମା ତାହାଙ୍କୁ କହିଲା, ‘ଆମ୍ଭମାନେ ଗୋଟିଏ ବାହିନୀ, ଏହି ଲୋକ ଭିତରେ ଆମ୍ଭେ ଅନେକ ଅଛୁ” (ଦେଖ: /WA-Catalog/or_tm?section=translate#figs-metaphor)

Mark 5:12

they begged him

ଅଶୁଚି ଆତ୍ମା ଯୀଶୁଙ୍କୁ ବହୁତ ବିନତୀ କରି କହିଲା

Mark 5:13

he allowed them

ଯୀଶୁ ସେମାନଙ୍କୁ ଯାହା କରିବାକୁ ଅନୁମତି ଦେଲେ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଅଶୁଚି ଆତ୍ମା ଗୁଡିକ ଯେପରି କରିବା ପାଇଁ ଅନୁମତି ମାଗିଥିଲେ ସେହିପରି କରିବାକୁ କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

they rushed

ଘୁଷୁରୀ ଅତି ବେଗରେ ଦୌଡ଼ିଲେ

into the sea, and about two thousand pigs drowned in the sea

ତୁମେ ଏହାକୁ ଏକ ଭିନ୍ନ ବାକ୍ୟ କରି ପାରିବ: “ସମୁଦ୍ର ମଧ୍ୟକୁ. ଘୁଷୁରୀମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା, ଓ ସେମାନେ ସମୁଦ୍ରରେ ପଡି ବୁଡି ମଲେ”

about two thousand pigs

ପ୍ରାୟ ୨,୦୦୦ ଘୁଷୁରୀ (ଦେଖ: /WA-Catalog/or_tm?section=translate#translate-numbers)

Mark 5:14

in the city and in the countryside

ଏହାକୁ ସ୍ପଷ୍ଟ ରୁପେ କୁହାଯାଇ ପାରିବ ଯେ ଲୋକମାନେ ସେମାନଙ୍କର ସମ୍ବାଦ ଯେଉଁମାନେ ସହର କିମ୍ବା ପଲ୍ଲୀରେ ଥିବା ଲୋକମାନଙ୍କୁ ଦେଲେ I ଅନ୍ୟଏକ ଅନୁବାଦରେ: “ନଗର ଓ ପଲ୍ଲୀରେ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 5:15

Legion

ସେହି ଲୋକ ଭିତରେ ଅନେକ ଅଶୁଚି ଆତ୍ମା ଗୁଡିକର ନାମ ଏହା ଥିଲା I ଦେଖ ତୁମେ ଏହାକୁ ମାର୍କ ୫:୯ରେ କିପରି ଅନୁବାଦ କରିଅଚ୍ଛ I

in his right mind

ଏହା ଏକ ରୁଢି ଅଟେ ଯାହାର ଅର୍ଥ ସେ ଭଲ ମନରେ ଭାବୁଛି I ଅନ୍ୟଏକ ଅନୁବାଦରେ: “ଭଲ ମନ” କିମ୍ବା “ସ୍ପଷ୍ଟ ଭାବନା” (ଦେଖ: /WA-Catalog/or_tm?section=translate#figs-idiom)

they were afraid

“ସେମାନେ” ଶବ୍ଦ ଦଳଗତ ଲୋକାମାନଙ୍କୁ ବୁଝାଏ ଯେଉଁମାନେ କ’ଣ ଘଟିଛି ଦେଖିବାକୁ ଗଲେ I

Mark 5:16

Those who had seen what happened

ଯେଉଁ ଲୋକମାନେ କ’ଣ ଘଟିଲା ସେହି ବିଷୟରେ ସାକ୍ଷ୍ୟ ଦେଉଥିଲେ

Mark 5:18

the demon-possessed man

ଯଦ୍ୟାପି ସେହି ଲୋକ ଆଉ ଅଶୁଚି ଆତ୍ମାବିଷ୍ଟ ନଥିଲା, ସେ ଏହିପରି ଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକ ଭୁତଗ୍ରସ୍ତ ଥିଲା”

Mark 5:19

But Jesus did not permit him

ଯୀଶୁ କେଉଁ ବିଷୟ ସେହି ଲୋକକୁ କରିବାକୁ ଅନୁମତି ଦେଲେ ନାହିଁ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ସେ ସେହି ଲୋକକୁ ସେମାନଙ୍କ ସହିତ ଯିବାକୁ ଅନୁମତି ଦେଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Mark 5:20

Decapolis

ଏହା ହେଉଛି ଗୋଟିଏ ଅଞ୍ଚଳର ନାମ ଯାହାର ଅର୍ଥ ଦଶ ସହର I ଏହା ଗାଲିଲି ସମୁଦ୍ରର ଦକ୍ଷିଣ-ପୁର୍ବ ଅଞ୍ଚଳରେ ଅବସ୍ଥିତ ଅଟେ I (ଦେଖ: /WA-Catalog/or_tm?section=translate#translate-names)

everyone was amazed

ଏହା ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ ଯେ କାହିଁକି ଲୋକମାନେ ଆଶ୍ଚର୍ଯ୍ୟ ହେଲେ I ଅନ୍ୟଏକ ଅନୁବାଦରେ: “ସମସ୍ତ ଲୋକମାନେ ସେହି ଲୋକ ପ୍ରତି ଯାହା ଘଟିଥିଲା ଯିଏ ଶୁଣିଲା ସେଥିରେ ଚମତ୍କୃତ ହେଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 5:21

Connecting Statement:

ଅଶୁଚି ଆତ୍ମାବିଷ୍ଟ ଲୋକକୁ ସୁସ୍ଥ କରିବା ପରେ ଗେରଶେତ ଅଞ୍ଚଳରେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦ ପାର ହୋଇ କଫର୍ନାହୁମକୁ ଆସିଲେ ଯେଉଁଠାରେ ସମାଜ ଗୃହର ଜଣେ ଶାସନକର୍ତ୍ତା ତାହାଙ୍କର ଝିଅକୁ ସୁସ୍ଥ କରିବା ପାଇଁ ଅନୁରୋଧ କଲେ I

the other side

ଏହି ବାକ୍ୟାଂଶରେ କିଛି ତଥ୍ୟ ଯୋଗ କରିବା ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ସମୁଦ୍ରର ଅପର ପାର୍ଶ୍ବରେ” (ଦେଖ: /WA-Catalog/or_tm?section=translate#figs-ellipsis)

beside the sea

ସମୁଦ୍ର କୁଳରେ କିମ୍ବା “କୁଳରେ”

the sea

ଏହା ଗାଲିଲିର ସମୁଦ୍ର ଅଟେ I

Mark 5:22

Jairus

ଏହା ଜଣେ ଲୋକର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Mark 5:23

lay your hands

ହସ୍ତ ଥୋଇଵା ହେଉନ୍ତୁ ଅର୍ଥାତ ଜଣେ ଭାବବାଦୀ କିମ୍ବା କାହାରି ଉପରେ ଶିକ୍ଷକ ହସ୍ତ ଥୋଇ ଓ ସୁସ୍ଥତା କିମ୍ବା ଆଶୀର୍ବାଦ ପ୍ରଦାନ କରନ୍ତି I ଏହି ପରିପ୍ରେକ୍ଷିରେ; ଯାଇରସ ତାଙ୍କର ଝିଅକୁ ସୁସ୍ଥ କରିବା ପାଇଁ ଯୀଶୁଙ୍କୁ କହିଲା I

that she may be made well and live

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଯେପରି ରକ୍ଷା ପାଇବ ଓ ବଞ୍ଚିବ” (ଦେଖ: /WA-Catalog/or_tm?section=translate#figs-activepassive)

Mark 5:24

So he went with him

ତେଣୁ ଯୀଶୁ ଯାଇରସ ସହିତ ଗଲେ I ଯୀଶୁଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଗଲେ I ଅନ୍ୟଏକ ଅନୁବାଦରେ: “ଅତଏବ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାଇରସ ସହିତ ଗଲେ” (ଦେଖ: /WA-Catalog/or_tm?section=translate#figs-explicit)

pressed close around him

ଏହା ବୁଝାଏ ଯେ ସେମାନେ ଯୀଶୁଙ୍କ ଚାରିପଟେ ଘେରିଗଲେ ଓ ଯୀଶୁଙ୍କ ନିକଟକୁ ଯିବା ପାଇଁ ଠେଲାପେଲା ଲାଗିଲେ I

Mark 5:25

Connecting Statement:

ଯୀଶୁ ସୁସ୍ଥ କରିବା ନିମନ୍ତେ ସେହି ଲୋକର ବାର ବର୍ଷର ଝିଅଟିଏ ଘରକୁ ଯିବା ରାସ୍ତାରେ, ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦରରୋଗଗ୍ରସ୍ତ ଜଣେ ସ୍ତ୍ରୀଲୋକ ବାଧା ଦେଲା ଯେପରି ଯୀଶୁଙ୍କୁ ଛୁଇଁଵା ଦ୍ବାରା ସୁସ୍ଥ ହେବ I

Now a woman was there

ବର୍ତ୍ତମାନ ଏହା ସୁଚିତ କରେ ଯେ ଏହି ସ୍ତ୍ରୀ ଲୋକ କାହାଣୀର ପରିଚୟ କରେ I ତୁମ ଭାଷାରେ କିପରି ଜଣେ ନୁଆ ଲୋକକୁ କାହାଣୀରେ ପରିଚିତ କରନ୍ତି ଭାବି ଦେଖ I (ଦେଖ: /WA-Catalog/or_tm?section=translate#writing-participants)

who had a flow of blood for twelve years

ସେହି ସ୍ତ୍ରୀ ଲୋକର ଖୋଲା ଖୋଲି କ୍ଷତ ନଥିଲା; ପରିବର୍ତ୍ତେ, ତାହାର ମାସିକ ସ୍ରାବ ବନ୍ଦ ହେଉନଥିଲା. ଏହି ଅବସ୍ଥାକୁ ନମ୍ରତାର ସହିତ ବୁଝିବା ନିମନ୍ତେ କିଛି ଉପାୟ ଥାଇପାରେ (ଦେଖ:/WA-Catalog/or_tm?section=translate#figs-euphemism)

for twelve years

୧୨ ବର୍ଷ ପର୍ଯ୍ୟନ୍ତ (ଦେଖ: /WA-Catalog/or_tm?section=translate#translate-numbers)

Mark 5:26

she grew worse

ତାହାର ଅସୁସ୍ଥତା ଆହୁରି ଖରାପ ହେଲା କିମ୍ବା “ତାହାର ରକ୍ତସ୍ରାବ ଆହୁରି ବଢିଗଲା”

Mark 5:27

the reports about Jesus

ଯୀଶୁ କିପରି ଲୋକମାନଙ୍କୁ ସୁସ୍ଥ କରୁଛନ୍ତି ସେ ଶୁଣିଥିଲା I ଅନ୍ୟଏକ ଅନୁବାଦରେ: “ଯେ ଯୀଶୁ ଲୋକମାନଙ୍କୁ ସୁସ୍ଥ କରନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

cloak

ବାହାର ପୋଷାକ କିମ୍ବା ଝୁମ୍ପା

Mark 5:28

I will be healed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ଏହା ମୋତେ ସୁସ୍ଥ କରିବ” କିମ୍ବା “ତାହାଙ୍କ ଶକ୍ତି ମୋତେ ସୁସ୍ଥ କରିବ” (ଦେଖ: /WA-Catalog/or_tm?section=translate#figs-activepassive)

Mark 5:29

she was healed from her affliction

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ସେହି ରୋଗ ତାହାର ଛାଡିଗଲା” କିମ୍ବା “ସେ ଆଉ ଅସୁସ୍ଥ ନଥିଲା” (ଦେଖ: /WA-Catalog/or_tm?section=translate#figs-activepassive)

Mark 5:30

that power had gone out from him

ଯେତେବେଳେ ସ୍ତ୍ରୀଲୋକ ଯୀଶୁଙ୍କୁ ଛୁଇଁଲା, ଯୀଶୁ ଅନୁଭବ କଲେ ଯେ ତାହାଙ୍କ ଶକ୍ତି ତାହାକୁ ସୁସ୍ଥ କଲା I ଯୀଶୁ ନିଜେ ଲୋକମାନଙ୍କୁ ସୁସ୍ଥ କରିବା ପାଇଁ କିଛି ଶକ୍ତି ହରାଇଲେ ନାହିଁ ଯେତେବେଳେ ସେ ସ୍ତ୍ରୀଲୋକଟିକୁ ସୁସ୍ଥ କଲେ I ଅନ୍ୟଏକ ଅନୁବାଦରେ: “ତାହାଙ୍କର ସୁସ୍ଥକାରୀ ଶକ୍ତି ସ୍ତ୍ରୀଲୋକକୁ ସୁସ୍ଥ କଲା”

Mark 5:31

this crowd pressed around you

ଏହା ବୁଝାଏ ଯେ ସେମାନେ ଯୀଶୁଙ୍କ ଚାରିପଟେ ଘେରି ଗଲେ ଓ ଯୀଶୁଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କ ମଧ୍ୟରେ ଠେଲା ପେଲା କରୁଥିଲେ I ଦେଖ ତୁମେ ଏହାକୁ ମାର୍କ ୫:୨୪ରେ କିପରି ଅନୁବାଦ କରିଅଚ୍ଛ I

Mark 5:33

fell down before him

ତାହାଙ୍କ ସମ୍ମୁଖରେ ଜାନୁ ପାତିଲା I ସ୍ତ୍ରୀଟି ଯୀଶୁଙ୍କ ସମ୍ମୁଖରେ ସମ୍ମାନ ଓ ସମର୍ପିତ ସ୍ବରୁପ ଜାନୁ ପାତିଲା I

told him the whole truth

“ସମସ୍ତ ସତ୍ୟ କଥା” ବାକ୍ୟାଂଶ ସେ କିପରି ତାହାଙ୍କୁ ସ୍ପର୍ଶ କଲା ଓ ସୁସ୍ଥ ହେଲା ତାହା ବୁଝାଏ I ଅନ୍ୟଏକ ଅନୁବାଦରେ: “ ସେ କିପରି ତାହାଙ୍କୁ ସ୍ପର୍ଶ କଲା ସେ ସମ୍ବନ୍ଧିୟ ସମସ୍ତ ସତ୍ୟକଥା ତାହାଙ୍କୁ କହିଲା” (ଦେଖ: /WA-Catalog/or_tm?section=translate#figs-ellipsis)

Mark 5:34

Daughter

ଯୀଶୁ ଏହି ଆଳଙ୍କାରିକ ବାକ୍ୟ ବ୍ୟବହାର କରି ସେହି ସ୍ତ୍ରୀକୁ ବିଶ୍ବାସୀ ଭାବେ ସମ୍ବୋଧନ କଲେ I

your faith

ତୁମର ମୋ ଉପରେ ବିଶ୍ବାସ

Mark 5:35

While he was speaking

ଯୀଶୁ କହୁଥିବା ସମୟରେ

some people came from the leader of the synagogue

ସାମ୍ଭାବିତ ଅର୍ଥଗୁଡିକ ୧) ଏହି ଲୋକମାନେ ଯାଇରସଙ୍କ ଗୃହରୁ ଆସିଥିଲେ କିମ୍ବା ୨) ଯୀଶୁଙ୍କୁ ଦେଖା କରିବାକୁ ଯାଇରସ ଆଗରୁ ଏହି ଲୋକମାନଙ୍କୁ ଆଦେଶ ଦେଇଥିଲେ କିମ୍ବା ୩) ଏହି ଲୋକମାନେ ସେହି ଲୋକ ଦ୍ବାରା ପଠା ଜଇଥିବେ ଯେଉଁମାନେ ଯାଇରସଙ୍କର ଅନୁପସ୍ଥିତରେ ସମାଜଗୃହର ଅଧକ୍ଷ ଥିଲେ I

the leader of the synagogue

“ସମାଜଗୃହର ଅଧକ୍ଷ” ଯାଇରସ ଥିଲେ

synagogue, saying

ସମାଜଗୃହ, ଯାଇରସଙ୍କୁ କହନ୍ତି

Why trouble the teacher any longer?

ଏହି ପ୍ରଶ୍ନକୁ ଏକ ଉକ୍ତି ଭାବରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଗୁରୁଙ୍କୁ ଆଉ କଷ୍ଟ ଦେବା ଆବଶ୍ବକ ନାହି” କିମ୍ବା “ଗୁରୁଙ୍କୁ ଆଉ କଷ୍ଟ ଦେବା ଉଚିତ ନୁହେ” (ଦେଖ: /WA-Catalog/or_tm?section=translate#figs-rquestion)

the teacher

ଏହା ଯୀଶୁଙ୍କୁ ବୁଝାଏ I

Mark 5:36

General Information:

୩୭ ଓ ୩୮ ପଦରେ ତଥ୍ୟକୁ ଆଉଥରେ ସଜାଡି ଘଟଣା ଗୁଡିକୁ କ୍ରମାନ୍ବୟରେ ଉପସ୍ଥାପନ କର ଯେପରି ସେଗୁଡିକ ଘଟିଅଛି, ଯେପରି UST ରେ ଅଛି I (ଦେଖ: /WA-Catalog/or_tm?section=translate#figs-events/WA-Catalog/or_tm?section=translate#translate-versebridge)

Just believe

ଯଦି ଆବଶ୍ୟକ ହୁଏ, ଯୀଶୁ କେଉଁ ଆଦେଶ ଯାଇରସଙ୍କୁ ବିଶ୍ବାସ କରିବାକୁ ଦେଉଛନ୍ତି ତାହା ବ୍ୟକ୍ତ କରି ପାରିବ I ଅନ୍ୟଏକ ଅନୁବାଦରେ: “ବିଶ୍ବାସ କର ତୁମର ଝିଅ ବଞ୍ଚିବ”

Mark 5:37

He did not permit

ଯୀଶୁ ଅନୁମତି ଦେଲେନାହିଁ

to accompany him

ତାହାଙ୍କ ସହିତ ଯିବା ପାଇଁ I ସେମାନେ କେଉଁଠାକୁ ଯାଉଛନ୍ତି ବ୍ୟକ୍ତ କଲେ ଏହା ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାଇରସଙ୍କୁ ତାହାଙ୍କ ସଙ୍ଗରେ ଗୃହ ଭିତରକୁ ନେଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 5:38

he saw

ଯୀଶୁ ଦେଖିଲେ

Mark 5:39

he said to them

ଯେଉଁମାନେ ରୋଦନ କରୁଥିଲେ ସେମାନଙ୍କୁ ଯୀଶୁ କହିଲେ

Why are you upset and why do you weep?

ସେମାନଙ୍କର ଅଳ୍ପ ବିଶ୍ବାସକୁ ଦେଖିବା ପାଇଁ ଯୀଶୁ ଏହି ପ୍ରଶ୍ନ ପଚାରିଲେ I ଏହା ଏକ ଉକ୍ତି ପରି ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ବର୍ତ୍ତମାନ ଏହା ଦୁଖ କିମ୍ବା ରୋଦନ କରିବାର ସମୟ ନୁହେ” (ଦେଖ: /WA-Catalog/or_tm?section=translate#figs-rquestion)

The child is not dead but sleeps

ଯୀଶୁ ଶୋଇଵା ନିମନ୍ତେ ସାଧାରଣ ଶବ୍ଦ ବ୍ୟବହାର କରୁଛନ୍ତି, ଓ ଏଣୁ ଅନୁବାଦ ହେବା ଉଚିତ I

Mark 5:40

They laughed at him

ଶୋଇଵା ପାଇଁ ଯୀଶୁ ସାଧାରଣ ଶବ୍ଦ ବ୍ୟବହାର କଲେ (୩୯ ପଦ) I ପାଠକ ବୁଝିପାରିଵା ଉଚିତ ଯେ ଯେଉଁ ଲୋକମାନେ ଯୀଶୁ ଶୁଣିଲେ ପରିହାସ କଲେ କାରଣ ସେମାନେ ପ୍ରକୃତରେ ଜାଣିଛନ୍ତି ମରିଥିବା ଲୋକ ଓ ଶୋଇଥିଵା ଲୋକ ମଧ୍ୟରେ ପାର୍ଥକ୍ୟ ଓ ସେମାନେ ଭାବନ୍ତି ସେ କରିପାରିବେ ନାହିଁ I

put them all outside

ଗୃହ ଭିତର ସମସ୍ତ ଲୋକମାନଙ୍କୁ ବାହାରକୁ ପଠେଇ ଦିଅ

those who were with him

ଏହା ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ I

went in where the child was

ଏହା ଉକ୍ତ କରିବାକୁ ସାହାଯ୍ୟ ହୋଇପାରେ ଯେ ଯେଉଁଠାରେ ପିଲାଟି ଅଛି I ଅନ୍ୟଏକ ଅନୁବାଦରେ: “ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 5:41

Talitha, koum

ଏହା ହେଉଛି ଅରାମିକ ଭାଷାରେ ବାକ୍ୟ, ଯାହା ଯୀଶୁ ସାନ ଝିଅ କୁ କହିଲେ ତାହାର ଭାଷାରେ. ସେହି ଶବ୍ଦ ଗୁଡିକୁ ତୁମର ବର୍ଣ୍ଣରେ ଲେଖ. (ଦେଖ: /WA-Catalog/or_tm?section=translate#translate-transliterate)

Mark 5:42

she was twelve years of age

ସେ ବାର ବର୍ଷରେ ହୋଇଥିଲା (ଦେଖ: /WA-Catalog/or_tm?section=translate#translate-numbers)

Mark 5:43

He strictly ordered them that no one should know about this. Then

ଏହାକୁ ପ୍ରତ୍ୟକ୍ଷ ଉକ୍ତି ଭାବେ ଉଦ୍ଧୃତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ସେମାନଙ୍କୁ ଅତି ଦୃଢ ଭାବରେ ଆଜ୍ଞା ଦେଲେ, କେହି ଯେପରି ମୁଁ ଯାହା କରିଅଛି ସେହି ବିଷୟରେ ନଜାଣେ ! ପୁଣି” (ଦେଖ: /WA-Catalog/or_tm?section=translate#figs-quotations)

He strictly ordered them

ସେ ଦୃଢ ଭାବରେ ଆଦେଶ ଦେଲେ

Then he told them to give her something to eat.

ଏହା ପ୍ରତ୍ୟକ୍ଷ ଭାବରେ ଉଦ୍ଧୃତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପରେ ସେ ସେମାନଙ୍କୁ କହିଲେ, ‘ବାଳିକାକୁ କିଛି ଖାଇବାକୁ ଦିଅ’” (ଦେଖ: /WA-Catalog/or_tm?section=translate#figs-quotations)