Mark 6

ମାର୍କ ୦୬ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

“ତୈଳରେ ଅଭିଶିକ୍ତ କରିବା”

ଆଦ୍ୟକାଳରେ, ଲୋକାମାନେ ରୋଗୀମାନଙ୍କ ଉପରେ ଜୀତ ତେଲ ଲଗାଇ ସେମାନଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରୁଥିଲେ I

Mark 6:1

Connecting Statement:

ଯୀଶୁ ପୈତୃକ ନଗରକୁ ଆସିଲେ, ଯେଉଁଠାରେ ତାହାଙ୍କୁ ଗ୍ରହଣ କରୁନଥିଲେ I

his hometown

ଏହା ନାଜରିତ ସହରକୁ ବୁଝାଏ, ଯେଉଁଠି ଯୀଶୁ ବୃଦ୍ଧି ପାଇଲେ ଓ ସେହିଠାରେ ତାହାଙ୍କ ପରିବାର ବାସ କରୁଥିଲେ I ଏହାର ଅର୍ଥ ନୁହେଁ ଯେ ସେ ସେଠାରେ ଭୁମିର ଅଧିକାରୀ ଥିଲେ I

Mark 6:2

What is this wisdom that has been given to him?

ଏହି ପ୍ରଶ୍ନ, ଯାହା ପରୋକ୍ଷ ଭାବରେ ଗଠନ କରାଯାଇଛି, ହୁଏତ ପ୍ରତ୍ୟକ୍ଷ ଭାବରେ ପ୍ରଶ୍ନ କାରଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଲୋକର ଏହି ପ୍ରକାର ଜ୍ଞାନ କେଉଁଠୁ ଆସିଲା ?”

that he does with his hands

ଏହି ବାକ୍ୟାଂଶ ଗୁରୁତ୍ବ ଦିଏ ଯେ ଯୀଶୁ ନିଜେ ଆଶ୍ଚର୍ଯ୍ୟ କର୍ମ କରନ୍ତି I ଅନ୍ୟଏକ ଅନୁବାଦରେ: “ଯେ ସେ ନିଜେ ସାଧିତ କରନ୍ତି”

Mark 6:3

Is this not the carpenter, the son of Mary and the brother of James and Joses and Judas and Simon? Are his sisters not here with us?

ଏହି ପ୍ରଶ୍ନ ଗୁଡିକ ଏକ ଉକ୍ତି ଭାବରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଜଣେ ସାଧାରଣ ବଢେଇ ଅଟେ ! ଆମ୍ଭେମାନେ ତାକୁ ଓ ତାହାର ପରିବାରକୁ ଜାଣିଛୁ I ଆମ୍ଭେମାନେ ଜାଣୁ ତାହାର ମାତା ମରିୟମ. ଆମ୍ଭେ ଜାଣୁ ତାହାର ଭାଇ ଯାକୁବ, ଯୋଶୀ, ଯିହୁଦା ଓ ଶିମୋନ I ଏହାର ଭଉଣୀମାନେ ଆମ୍ଭମାନଙ୍କ ସଙ୍ଗରେ ରହନ୍ତି” (ଦେଖ: /WA-Catalog/or_tm?section=translate#figs-rquestion)

Mark 6:4

to them

ଲୋକସମୁହକୁ

A prophet is not without honor, except

ଏହି ବାକ୍ୟଗୁଡିକ ସମତୁଲ୍ୟ ଆସ୍ତିକ ଭାବନାକୁ ଗୁରୁତ୍ବ ଦେବା ନିମନ୍ତେ ଦ୍ବି-ନକରାତ୍ମକ ଭାବେ ବ୍ୟବହୃତ ହୁଅନ୍ତି I ଅନ୍ୟଏକ ଅନୁବାଦରେ: “ଭାବାବାଦୀ ସର୍ବଦା ଆଦର ପଆନ୍ତି, ବ୍ୟତିତ” କିମ୍ବା “କେବଳ ଗୋଟିଏ ସ୍ଥାନରେ ଭାବବାଦୀ ଆଦର ପଆନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-doublenegatives)

Mark 6:5

to lay his hands on a few sick people

ଭାବବାଦୀ ଓ ଶିକ୍ଷକ ସେମାନଙ୍କର ହସ୍ତ ଲୋକମାନଙ୍କ ଉପରେ ଥୋଇଲେ ସେମାନେ ସୁସ୍ଥ ହୁଅନ୍ତି କିମ୍ବା ସେମାନଙ୍କୁ ଆଶୀର୍ବାଦ କରନ୍ତି I ଏହି ଘଟଣାରେ, ଯୀଶୁ ଲୋକମାନଙ୍କୁ ସୁସ୍ଥ କରୁଥିଲେ I

Mark 6:7

General Information:

୮ ଓ ୯ ପଦରେ ଯୀଶୁଙ୍କର ଉପଦେଶ ଆଉଥରେ କ୍ରମ ଅନୁସାରେ ଭିନ୍ନ କରାଯାଇ ପାରେ ଯାହା ସେ ଶିଷ୍ୟମାନଙ୍କୁ ନକରିବାକୁ କହିଲେ, ଯେପରି UST କରେ I (ଦେଖ: /WA-Catalog/or_tm?section=translate#translate-versebridge)

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ସୁସମାଚାର ଘୋଷଣ କର ଓ ସୁସ୍ଥ କରିବା ନିମନ୍ତେ ଦୁଇଜଣ କରି ପ୍ରେରଣ କଲେ I

he called the twelve

ଏଠାରେ “ଆହୁତ” ଶବ୍ଦର ଅର୍ଥ ଯେ ସେ ଦ୍ବାଦଶଙ୍କୁ ତାହାଙ୍କ ନିକଟକୁ ଆସିବା ନିମନ୍ତେ ଆଦେଶ ଦେଲେ I

two by two

୨ ଜଣ୨ ଜଣ କରି କିମ୍ବା “ଯୋଡି କରି” (ଦେଖ: /WA-Catalog/or_tm?section=translate#translate-numbers)

Mark 6:8

no bread

ଏଠାରେ “ରୋଟୀ” ସାଧାରଣ ଖାଦ୍ୟର ସମସ୍କନ୍ଦ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଖାଦ୍ୟ ବିନା” (ଦେଖ: /WA-Catalog/or_tm?section=translate#figs-synecdoche)

Mark 6:10

He said to them

ଯୀଶୁ ଦ୍ବାଦଶଙ୍କୁ କହିଲେ

remain until you go away from there

ଏଠାରେ “ସାଙ୍ଗରେ ରହିବା” ପ୍ରତ୍ୟକ ଦିନ ସେହି ଗୃହକୁ ଭୋଜନ ଓ ଶୋଇଵା ନିମନ୍ତେ ଯିବା ଆସିବା କରିବାକୁ ଉପସ୍ଥାପନ କରେ I ଅନ୍ୟଏକ ଅନୁବାଦରେ: ଯେପର୍ଯ୍ୟନ୍ତ ସେହି ଗୃହକୁ ପ୍ରସ୍ଥାନ କରି ନାହଁ ସେଠାରେ ଖାଇବ ଓ ଶୋଇବ” (ଦେଖ: /WA-Catalog/or_tm?section=translate#figs-metonymy)

Mark 6:11

as a testimony to them

ସେମାନଙ୍କ ନିକଟରେ ଏକ ସାକ୍ଷ୍ୟ ଦେବା ସଦୃଶ I ଏହା ଆହୁରି ବୁଝିବାକୁ ସାହାଯ୍ୟ କରିବ ଯଦି ବର୍ଣ୍ଣନା କରାଯାଏ କିପରି ଏହି କାର୍ଯ୍ୟ ସେମାନଙ୍କ ନିମନ୍ତେ ସାକ୍ଷ୍ୟ. “ସେମାନଙ୍କ ନିକଟରେ ସାକ୍ଷ୍ୟ, ଏପରି କାର୍ଯ୍ୟ କରିବା ଦ୍ବାରା, ତୁମେ ସାକ୍ଷୀ ହେବ ଯେ ସେମାନେ ତୁମକୁ ଗ୍ରହଣ କରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Mark 6:12

They went out

“ସେମାନେ” ଶବ୍ଦ ଦ୍ବାଦଶ ଶିଷ୍ୟଙ୍କୁ ବୁଝାଏ ଓ ଯୀଶୁଙ୍କୁ ଯୋଗ କରେନାହି I ମଧ୍ୟ, ଏହା ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ ଯେ ସେମାନେ ଭିନ୍ନ ଭିନ୍ନ ନଗରକୁ ଗଲେ I ଅନ୍ୟଏକ ଅନୁବାଦରେ: “ସେମାନେ ବିଭିନ୍ନ ସହରକୁ (ନଗର) ଗଲେ” (ଦେଖ: /WA-Catalog/or_tm?section=translate#figs-ellipsis)

turn away from their sins

ଏଠାରେ “ମନ ପରିବର୍ତ୍ତନ” ଏକ ରୁପକ ଅଟେ ଯାହାର ଅର୍ଥ କିଛି କରିବାଠାରୁ ଦୁରେଇ ଯିବା I ଅନ୍ୟଏକ ଅନୁବାଦରେ: “ପାପ ନକରିବା” କିମ୍ବା “ସେମାନଙ୍କର ପାପରେ ଅନୁତାପ କରିବା” (ଦେଖ: /WA-Catalog/or_tm?section=translate#figs-metaphor)

Mark 6:13

They cast out many demons

ଏହା ହୁଏତ ବ୍ୟକ୍ତ କରିବାକୁ ଆହୁରି ସହଜ ହେବ ଯେ ସେମାନେ ଭୁତଗ୍ରସ୍ତ ଲୋକମାନଙ୍କୁ ସୁସ୍ଥ କଲେ I ଅନ୍ୟଏକ ଅନୁବାଦରେ: “ସେମାନେ ଲୋକମାନଙ୍କ ମଧ୍ୟରୁ ଅନେକ ବହୁତ ଛଡାଇଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 6:14

Connecting Statement:

ଯେତେବେଳେ ହେରୋଦ ଯୀଶୁଙ୍କ ଆଶ୍ଚର୍ଯ୍ୟକର୍ମ ବିଷୟରେ ଶୁଣିଲେ, ସେ ବ୍ୟତିବ୍ୟସ୍ତ ହେଲେ, ଯେ କେହିଜଣେ ବାପ୍ତିଜକ ଯୋହନଙ୍କୁ ମୃତ୍ୟୁରୁ ଉଠାଇଛନ୍ତି I (ହେରୋଦ ବାପ୍ତିଜକ ଯୋହନଙ୍କୁ ବଧ କରିଥିଲେ I)

King Herod heard this

“ଏହା” ଶବ୍ଦ ଯୀଶୁ ଓ ଶିଷ୍ୟମାନେ ଯେଉଁ ସବୁ କାର୍ଯ୍ୟ ବିଭିନ୍ନ ସହର (ନଗର)ରେ କରୁଥିଲେ ସେସବୁକୁ ବୁଝାଏ, ଭୁତ ଛଡାଇବା ଓ ସୁସ୍ଥ କରିବା ଇତ୍ୟାଦି I

Some were saying, ""John the Baptist has been

କିଛି ଲୋକ କହୁଥିଲେ ଯେ ଯୀଶୁ ବାପ୍ତିଜକ ଯୋହନ ଥିଲେ I ଏହାକୁ ଅଧିକ ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହି କେହି କହିଲେ. ‘ସେ ବାପ୍ତିଜକ ଯୋହନ ଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

John the Baptist has been raised

ଏଠାରେ ଉଠି ଅଛନ୍ତି ଏକ ରୁଢି ଅଟେ ଯାହାର ଅର୍ଥ “ପୁନର୍ବାର ଜୀବିତ ହେଲେ I” ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବାପ୍ତିଜକ ଯୋହନ ମୃତ୍ୟୁରୁ ଉଠିଛନ୍ତି” କିମ୍ବା “ଈଶ୍ବର ବାପ୍ତିଜକ ଯୋହନଙ୍କୁ ମୃତ୍ୟୁରୁ ଉଠାଇଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-idiom)

Mark 6:15

Some others said, ""He is Elijah.

ଏହା ଏପରି ବ୍ୟକ୍ତ କରିବାକୁ ସହାୟକ ହୋଇପାରେ ଯେ କିଛି ଲୋକ ଭାବିଲେ ସେ ଏଲିୟ ଥିଲେ I ଅନ୍ୟଏକ ଅନୁବାଦରେ: “ଅନ୍ୟ କେହି କହିଲେ, ‘ସେ ଏଲିୟ, ଯାହାଙ୍କୁ ଈଶ୍ବର ଆଉଥରେ ପ୍ରେରଣ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 6:16

General Information:

୧୭ ପଦରେ, ଲେଖକ ହେରୋଦଙ୍କ ବିଷୟରେ ପ୍ରାକ ତଥ୍ୟ ଦେବାକୁ ଆରମ୍ଭ କରିଛନ୍ତି ଯେ କାହିଁକି ସେ ବାପ୍ତିଜକ ଯୋହନଙ୍କ ମୁଣ୍ଡ କାଟ କଲେ” (ଦେଖ: /WA-Catalog/or_tm?section=translate#writing-background)

whom I beheaded

ଏଠାରେ ହେରୋଦ ଆପଣାକୁ ସୁଚିତ କରିବା ନିମନ୍ତେ “ମୁଁ” ଶବ୍ଦ ବ୍ୟବହାର କରୁଛନ୍ତି I “ମୁଁ” ଶବ୍ଦ ହେରୋଦଙ୍କ ସୈନ୍ୟମାନଙ୍କ ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଯାହାଙ୍କର ମୁଣ୍ଡ ଛେଦନ କରିବା ପାଇଁ ମୋର ସୈନିକମାନଙ୍କୁ ଆଦେଶ ଦେଇଥିଲି” (ଦେଖ: /WA-Catalog/or_tm?section=translate#figs-metonymy)

has been raised

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଉଠିଅଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Mark 6:17

Herod sent to have John arrested and he had him bound in prison

ଏହାକୁ କର୍ତ୍ତୁବାଚ୍ୟ ଆକରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ହେରୋଦ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖିବା ନିମନ୍ତେ ସୈନିକମାନଙ୍କୁ ପଠାଇଲେ” (ଦେଖ: /WA-Catalog/or_tm?section=translate#figs-activepassive)

sent to have

ଆଦେଶ ଦେଇଛନ୍ତି

on account of Herodias

ହେରୋଦିୟାଙ୍କ ହେତୁ

his brother Philip's wife

ତାହାର ଭାଇର ଫିଲିପ୍ପର ସ୍ତ୍ରୀ I ହେରୋଦଙ୍କର ଭାଇ ଫିଲିପ୍ପ ସମାନ ଫିଲିପ୍ପ ନୁହନ୍ତି ଯିଏ କି ପ୍ରେରିତ ପୁସ୍ତକରେ ଜଣେ ସୁସମାଚାର ପ୍ରଚାରକ ଥିଲେ କିମ୍ବା ଫିଲିପ୍ପ ଜଣେ ଯୀଶୁଙ୍କ ଶିଷ୍ୟ ଥିଲେ I (ଦେଖ: /WA-Catalog/or_tm?section=translate#translate-names)

because he had married her

ଯେହେତୁ ହେରୋଦ ତାଙ୍କୁ (ହେରୋଦିୟା) ବିବାହ କରିଥିଲେ

Mark 6:19

wanted to kill him, but she could not

ହେରୋଦିୟା ଏହି ବାକ୍ୟାଂଶର ବିଷୟ ଅଟନ୍ତି ଓ “ସେ” ତାହାଙ୍କ ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ ଯେହେତୁ ସେ ଚାହୁଁଥିଲେ ଯେ କେହିଜଣେ ଯୋହନଙ୍କୁ ବଧ କରୁ I ଅନ୍ୟଏକ ଅନୁବାଦରେ: “ହେରୋଦିୟା ଚାହୁଁଥିଲେ କେହିଜଣେ ଯୋହନଙ୍କୁ ବଧ କରୁ, କିନ୍ତୁ ସେ ନିଜେ ତାହାଙ୍କୁ ବଧ କରିପାରୁ ନଥିଲେ” (ଦେଖ: /WA-Catalog/or_tm?section=translate#figs-metonymy)

Mark 6:20

for Herod feared John; he knew

ଏହି ଦୁଇଟି କାରଣ ଗୁଡିକୁ ଭିନ୍ନ ଭବାରେ ଯୁକ୍ତ କରି ଅଧିକ ସ୍ପଷ୍ଟ କରି ଦେଖାଅ ଯେ କାହିଁକି ହେରୋଦ ଯୋହନଙ୍କୁ ଭୟ କରୁଥିଲେ I ଅନ୍ୟଏକ ଅନୁବାଦରେ: “କାରଣ ହେରୋଦ ଯୋହନଙ୍କୁ ଭୟ କରୁଥିଲେ ଯେହେତୁ ସେ ଜାଣିଥିଲେ” (ଦେଖ: /WA-Catalog/or_tm?section=translate#writing-connectingwords)

he knew that he was a righteous

ହେରୋଦ ଜାଣିଥିଲେ ଯେ ଯୋହନ ଜଣେ ଧାର୍ମିକ ବ୍ୟକ୍ତି ଥିଲେ

Listening to him

ଯୋହନଙ୍କ ବିଷୟରେ ଶୁଣିଥିଲେ

Mark 6:21

ଲେଖକ ହେରୋଦ ଓ ବାପ୍ତିଜକ ଯୋହନଙ୍କର ମୁଣ୍ଡ ଛେଦନକାରୀ ବିଷୟରେ ପ୍ରାକ ତଥ୍ୟ ପ୍ରକାଶ କରୁଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

he made a dinner for his officials ... of Galilee

ଏଠାରେ “ସେ” ଶବ୍ଦ ହେରୋଦକୁ ବୁଝାଏ ଓ ତାହାର ଦାସ ଯେଉଁମାନଙ୍କୁ ଭୋଜନ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ I ଅନ୍ୟଏକ ଅନୁବାଦରେ: “ସେ ପାତ୍ର, ମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ ... ଗାଲିଲିର” କିମ୍ବା “ ସେ ତାଙ୍କର ଅଧିକାରୀମାନଙ୍କୁ ନିମନ୍ତ୍ରଣ କଲେ ... ଗାଲିଇରେ ତାହାଙ୍କ ସହିତ ଭୋଜନ ଓ ପାନ କରିବେ”

a dinner

ରିତିବାଦ ଭୋଜ ବା ଭୋଜି

Mark 6:22

Herodias herself

“ତାହାର” ଶବ୍ଦ ପ୍ରତିଫଳନ ସର୍ବନାମ ବ୍ୟବହାର କରି ଗୁରୁତ୍ବ ଦିଏ ଯେ ଏହା ଗୁରୁତ୍ବପୂର୍ଣ୍ଣ ଯେ ସେ ହେରୋଦିୟାର ଝିଅ (କନ୍ୟା) ଭୋଜରେ ନୃତ୍ୟ ପରିବେଷଣ କଲା I (ଦେଖ: /WA-Catalog/or_tm?section=translate#figs-rpronouns)

came in

କୋଠାରୀ (ଗୃହ) ଭିତରକୁ ଆସି

Mark 6:23

Whatever you ask ... my kingdom

ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା ଯାହା ତୁମ୍ଭେ ଆମ୍ଭକୁ ଏଥିନିମନ୍ତେ ମାଗିବ

Mark 6:24

went out

କୋଠାରୀ ବାହାରକୁ ଗଲେ

Mark 6:25

on a wooden platter

ଭୋଜନ ଶରଣ ପାନ କିମ୍ବା “ଗୋଟିଏ ବିସ୍ତୃତ କାଷ୍ଠ ଥାଳି”

Mark 6:26

because of the oath he had made and because of his dinner guests

ଶପଥର ସୁଚୀ, ଓ ଅତିଥି ଏବଂ ରାତ୍ରି ଭୋଜ ଓ ଶପଥ ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟଭାବେ ବ୍ୟକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ତାହାର ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ସେ ଯାହା ଅନୁରୋଧ କଲା ସେଥିରେ ସେ ନାସ୍ତି କରିବାକୁ ଇଛା କଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Mark 6:28

on a platter

ଗୋଟିଏ ଥାଳିରେ

Mark 6:29

When his disciples

ଯେତେବେଳେ ଯୋହନଙ୍କ ଶିଷ୍ୟମାନେ

Mark 6:30

Connecting Statement:

ଶିଷ୍ୟମାନେ ସୁସମାଚାର ଘୋଷଣା ଓ ସୁସ୍ଥ କରିବା କାର୍ଯ୍ୟରୁ ଫେରିବା ପରେ, ସେମାନେ ଅନ୍ତର ହୋଇ ନିର୍ଜନ ସ୍ଥାନକୁ ଗଲେ, କିନ୍ତୁ ଅନେକ ଲୋକ ଯୀଶୁଙ୍କ ଶିକ୍ଷା ଶୁଣିବାକୁ ଆସିଲେ I ଏହା ଯେତେବେଳେ ବିଳମ୍ବ ହେଲା, ସେ ଲୋକମାନଙ୍କୁ ଭୋଜନ କରିବାକୁ ଦେଲେ ଓ ସେ ସମସ୍ତଙ୍କୁ ବିଦାୟ ଦେଇ ଏକାକି ପ୍ରାର୍ଥନା କରିବାକୁ ଗଲେ I

Mark 6:31

a deserted place

ଏମିତି ଏକ ସ୍ଥାନ ଯେଉଁଠାରେ କୌଣସି ଲୋକ ନାହାନ୍ତି

many were coming and going

ଏହାର ଅର୍ଥ ଯେ ଲୋକମାନେ ପ୍ରେରିତମାନଙ୍କ ନିକଟକୁ ଆସୁ ଥାଆନ୍ତି ଓ ଯାଉ ଥାଆନ୍ତି

they did not even

“ସେମାନେ” ଶବ୍ଦ ପ୍ରେରିତମାନଙ୍କୁ ବୁଝାଏ I

Mark 6:32

So they went away

ଏଠାରେ “ସେମାନେ” ଶବ୍ଦ ପ୍ରେରିତ ଓ ଯୀଶୁ ଉଭୟଙ୍କୁ ବୁଝାଏ I

Mark 6:33

they saw them leaving

ଲୋକମାନେ ଯୀଶୁ ଓ ପ୍ରେରିତମାନଙ୍କୁ ଅନ୍ତର ହେବାର ଦେଖିଲେ

on foot

ଲୋକମାନେ ଭୁମିରେ ପାଦରେ ଯାଉ ଥାଆନ୍ତି ଯାହା ଶିଷ୍ୟମାନେ ନୌକାରେ ଯିବାର ବିପରାର୍ଥକ ଅଟେ I

Mark 6:34

he saw a great crowd

ଯୀଶୁ ଲୋକସମୁହକୁ ଦେଖିଲେ

they were like sheep without a shepherd

ଯୀଶୁ ଲୋକମାନଙ୍କ ସହିତ ମେଷମାନଙ୍କୁ ତୁଳନା କରୁଛନ୍ତି ଯେଉଁମାନେ ଦ୍ବନ୍ଦରେ ପଡି ଯାଆନ୍ତି ଯେତେବେଳେ ସେମାନଙ୍କ ନିକଟରେ ମେଷପାଳକ ନଥାନ୍ତି I (ଦେଖ: /WA-Catalog/or_tm?section=translate#figs-simile)

Mark 6:35

When the hour was late

ଏହାର ଅର୍ଥ ଦିନରେ ବିଳମ୍ବ ପ୍ରହରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବେଳ ବହୁତ ହେବାରୁ” କିମ୍ବା “ମଧ୍ୟାହ୍ନ ପରେ” (ଦେଖ: /WA-Catalog/or_tm?section=translate#figs-idiom)

a deserted place

ଏହା ଏମିତି ଏକ ସ୍ଥାନକୁ ବୁଝାଏ ଯେଉଁଠାରେ କୌଣସି ଲୋକ ନାହାନ୍ତି I ଦେଖ ତୁମେ ଏହାକୁ ମାର୍କ ୬:୩୧ରେ କିପରି ଅନୁବାଦ କରିଅଚ୍ଛ I

Mark 6:37

But he answered and said to them

କିନ୍ତୁ ଯୀଶୁ ଶିଷ୍ୟମାନଙ୍କୁ ଉତ୍ତର ଦେଇ କହିଲେ

Can we go and buy two hundred denarii worth of bread and give it to them to eat?

ଶିଷ୍ୟମାନେ କହିବାକୁ ଯାଇ ଏହି ପ୍ରଶ୍ନ ପଚାରିଲେ ଯେ ଏହି ଲୋକସମୁହ ନିମନ୍ତେ ଖାଦ୍ୟ କିଣିବା ନିମନ୍ତେ ସେମାନଙ୍କ ନିକଟରେ କୌଣସି ସମ୍ବଳ ନାହିଁ I ଅନ୍ୟଏକ ଅନୁବାଦରେ: “ଏହି ଲୋକମାନଙ୍କୁ ଖାଦ୍ୟ ଦେବା ନିମନ୍ତେ ଯଥେଷ୍ଟ ନାହି, ଏପରିକି ଆମମାନଙ୍କ ପାଖରେ ଦୁଇଶହ ନାହି !” (ଦେଖ: /WA-Catalog/or_tm?section=translate#figs-rquestion)

two hundred denarii

୨୦୦ ଦିନାରୀ, “ଏକ ଶତ” ଏକ ବଚନ “ଶତକ” ଅଟେ I ଏକ ଦିନାରୀ ରୋମିୟ ରୌପ୍ୟ ମୁଦ୍ରାରେ ଏକ ଦିନର ମଜୁରୀର ମୁଲ୍ୟ ଅଟେ I (ଦେଖ: /WA-Catalog/or_tm?section=translate#translate-bmoney/WA-Catalog/or_tm?section=translate#translate-numbers)

Mark 6:38

loaves

ଚକଟା ହୋଇଥିବା ଅଟା ଯାହା ଆକାର ହୋଇଛି ଓ ଶେକା ହୋଇଛି

Mark 6:39

green grass

ସୁସ୍ଥ ଘାସକୁ ତୁମ ଭାଷାରେ ବର୍ଣ୍ଣନାତ୍ମକ ଶବ୍ଦରେ ବ୍ୟବହାର କରି ବର୍ଣନା କର, ଯାହା ସବୁଜ ଘାସ ହୋଇଥାଇ ପାରେ କିମ୍ବା ହୋଇ ନଥାଇ ପାରେ I

Mark 6:40

groups of hundreds and fifties

ଏହା ପ୍ରତ୍ୟକ ଦଳର ଲୋକ ସଂଖ୍ୟାକୁ ଏହା ବୁଝାଏ I ଅନ୍ୟଏକ ଅନୁବାଦରେ: “କେତେକ ଦଳରେ ପ୍ରାୟ ପଚାଶ ଲୋକ ଓ ଅନ୍ୟ ଦଳରେ ଏକ ଶତ ଲୋକ” (ଦେଖ: /WA-Catalog/or_tm?section=translate#translate-numbers/WA-Catalog/or_tm?section=translate#figs-explicit)

Mark 6:41

looking up to heaven

ଏହାର ଅର୍ଥ ଯେ ସେ ଆକାଶ ଆଡକୁ ଉର୍ଦ୍ଧ୍ବଦୃଷ୍ଟି କଲେ, ଯାହା ଈଶ୍ବରଙ୍କ ବାସସ୍ଥାନ ସହିତ ଯୁକ୍ତ କରାଯାଇଛି I

he blessed

ସେ ଆଶୀର୍ବାଦ କରି କିମ୍ବା “ସେ ଧନ୍ୟବାଦ ଦେଇ”

He also divided the two fish among them all

ସେ ଦୁଇଟି ମାଛ ଭାଙ୍ଗିଲେ ଯେପରି ସମସ୍ତେ କିଛି କିଛି ପାଇବେ

Mark 6:43

They took up

ସମ୍ଭାବିତ ଅର୍ଥଗୁଡିକ ୧) “ଶିଷ୍ୟମାନେ ନେଲେ” କିମ୍ବା ୨) “ଲୋକମାନେ ଭୋଜନ କଲେ”

broken pieces of bread, twelve baskets full

ବାର ଟୋକେଇ ଖଣ୍ଡ ଖଣ୍ଡ ରୋଟୀ ବଳକା ହେଲା

twelve baskets

୧୨ ଟୋକେଇ (ଦେଖ: /WA-Catalog/or_tm?section=translate#translate-numbers)

Mark 6:44

five thousand men

୫,୦୦୦ ପୁରୁଷ (ଦେଖ: /WA-Catalog/or_tm?section=translate#translate-numbers)

There were five thousand men who ate the loaves

ସ୍ତ୍ରୀ ଓ ପିଲାମାନଙ୍କର ସଂଖ୍ୟା ଗଣନା କରାଯାଇ ନାହିଁ I ଯଦି ସ୍ତ୍ରୀ ଓ ପିଲାମାନେ ଉପସ୍ଥିତ ଥିଲେ ତାହା ବୁଝା ପଡିବ ନାହିଁ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ରୋଟୀ ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ I ସେମାନେ ଏପରିକି ସ୍ତ୍ରୀ ଓ ପିଲା ମାନଙ୍କୁ ଗଣନା କରି ନାହାନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Mark 6:45

to the other side

ଏହା ଗାଲିଲି ସମୁଦ୍ରକୁ ବୁଝାଏ I ଏହା ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଗାଲିଲି ସମୁଦ୍ରର ଆରପାରିକୁ” (ଦେଖ: /WA-Catalog/or_tm?section=translate#figs-ellipsis)

Bethsaida

ଗାଲିଲି ସମୁଦ୍ରର ଦକ୍ଷିଣକୁ ଏହି ସହର ଅବସ୍ଥିତ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Mark 6:46

When they were gone

ଯେତେବେଳେ ଲୋକମାନେ ଚାଲିଗଲେ

Mark 6:48

Connecting Statement:

ଶିଷ୍ୟମାନେ ହ୍ରଦ ପାର ହେଉଥିବା ସମୟରେ ଏକ ଝଡତୋଫାନ ଆସିଲା I ଯୀଶୁ ପାଣିରେ ଚାଲୁଥିବା ଦେଖି ସେମାନେ ଭୟକଲେ I ସେମାନେ ବୁଝିପାରିଲେ ନାହିଁ ଯେ କିପରି ଯୀଶୁ ଝଡକୁ ଶାନ୍ତ କଲେ I

fourth watch

ଏହା ସକାଳ ୩ ଘଣ୍ଟା ସମୟ ଓ ସୁର୍ଯ୍ୟ ଉଦୟ ହେବା ସମୟ ଅଟେ I (ଦେଖ: /WA-Catalog/or_tm?section=translate#translate-ordinal)

Mark 6:49

a ghost

ମୃତ ବ୍ୟକ୍ତିର ଆତ୍ମା କିମ୍ବା ଅନ୍ୟ କାହାର ଆତ୍ମା

Mark 6:50

Be courageous! ... Do not be afraid!

ଏହି ଦୁଇଟି ବାକ୍ୟ ଅର୍ଥରେ ପ୍ରାୟ ସମାନ ଅଟନ୍ତି , ତାହାଙ୍କ ଶିଷ୍ୟମାନଙ୍କୁ ଗୁରୁତ୍ବାରୋପ କରେ ଯେ ସେମାନେ ଭୟ କରିବା କାରଣ ନାହିଁ I ଯଦି ଆବଶ୍ବକ ହୁଏ ତେବେ ସେଗୁଡିକ ଯୋଡି ଗୋଟିଏ ଭାବେ ପ୍ରକାଶ କରିବା ଆବଶ୍ବକ ଅଟେ I ଅନ୍ୟଏକ ଅନୁବାଦରେ: “ମୋତେ ଭୟ କର ନାହିଁ !” (ଦେଖ: /WA-Catalog/or_tm?section=translate#figs-parallelism)

Mark 6:51

They were completely amazed

ଯଦି ତୁମେ ନିର୍ଦ୍ଧିଷ୍ଟ ହେବାକୁ ଚାହୁଁଛ, ସେମାନଙ୍କର ଚମତ୍କୃତ ବିଷୟକୁ ସ୍ପଷ୍ଟ କର I ଅନ୍ୟଏକ ଅନୁବାଦରେ: “ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ବିତ ହେଲେ ଯାହା ସେ କଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 6:52

what the loaves meant

ଏଠାରେ “ରୋଟୀ” ଯେତେବେଳେ ଯୀଶୁ ରୋଟୀକୁ ବହୁ ଗୁଣିତ କଲେ ତାହାକୁ ନିର୍ଦ୍ଦେଶ କରେ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଯୀଶୁ ରୋଟୀକୁ ବହୁ ଗୁଣିତ କରିବା ଘଟଣାର ଅର୍ଥ କଣ” କିମ୍ବା “ଯେତେବେଳେ ଯୀଶୁ ଅଳ୍ପ କେତେକ ରୋଟୀକୁ ବହୁ ପରିମାଣ ହେଲାର ଅର୍ଥ କ’ଣ ହୋଇପାରେ” (ଦେଖ: /WA-Catalog/or_tm?section=translate#figs-metonymy)

their hearts were hardened

ହୃଦୟରେ ଜଡତା ବୁଝିବା ପାଇଁ କଷ୍ଟକର ହେବା ପରି ଉପସ୍ଥାପନ କର I ଅନ୍ୟଏକ ଅନୁବାଦରେ: “ସେମାନେ ବୁଝିବା ପାଇଁ ଏତେ ଜଡ ହୋଇଥିଲେ” (ଦେଖ: /WA-Catalog/or_tm?section=translate#figs-metaphor)

Mark 6:53

Connecting Statement:

ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକାରେ ଗିନ୍ନେସରତରେ ପହଞ୍ଚିଲେ, ଲୋକାମାନେ ତାହାଙ୍କୁ ଦେଖିଲେ ଓ ଲୋକମାନଙ୍କୁ ସୁସ୍ଥ କରିବାକୁ ତାହାଙ୍କ ନିକଟକୁ ଆଣିଲେ I ସେ ଯେଉଁଆଡେ ଗଲେ ଏହିପରି ଘଟିଲା I

Gennesaret

ଏହା ଗାଲିଲି ସମୁଦ୍ରର ଦକ୍ଷିଣ ପଶ୍ଚିମ ଅଞ୍ଚଳ ଗୁଡିକର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Mark 6:55

they ran throughout the whole region

କାହିଁକି ସେମାନେ ଏହିସବୁ ଅଞ୍ଚଳରେ ଦୌଡ଼ିଲେ ଏହା ବ୍ୟକ୍ତ କରିବାକୁ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ସେମାନେ ସମ୍ପୁର୍ଣ୍ଣ ଅଞ୍ଚଳକୁ ଯାଇ କହିବାକୁ ଲାଗିଲେ ଯେ ଯୀଶୁ ସେଠାରେ ଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

they ran ... they heard

“ସେମାନେ” ଶବ୍ଦ ଲୋକମାନଙ୍କୁ ବୁଝାଏ ଯେଉଁମାନେ ଯୀଶୁଙ୍କୁ ଚିହ୍ନିଲେ, କିନ୍ତୁ ଶିଷ୍ୟମାନଙ୍କୁ ନୁହେଁ I

the sick

ଏହି ବାକ୍ୟାଂଶ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ରୋଗୀ ଲୋକମାନଙ୍କୁ” (ଦେଖ: /WA-Catalog/or_tm?section=translate#figs-nominaladj)

Mark 6:56

Wherever he entered

ଯୀଶୁ ଯେଉଁ ଆଡକୁ ଗଲେ

they would put

ଏଠାରେ “ସେମାନେ” ଲୋକମାନଙ୍କୁ ବୁଝାଏ I ଏହା ଯୀଶୁଙ୍କ ଶିଷ୍ୟମାନଙ୍କୁ ବୁଝାଏ ନାହି I

the sick

ଏହି ବାକ୍ୟାଂଶ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ରୋଗୀ” ଲୋକମାନେ (ଦେଖ: /WA-Catalog/or_tm?section=translate#figs-nominaladj)

They begged him

ସାମ୍ଭାବିତ ଅର୍ଥଗୁଡିକ ୧) “ରୋଗୀମାନେ ତାହାଙ୍କୁ ବିନତି କଲେ” କିମ୍ବା ୨) ଲୋକମାନେ ତାହାଙ୍କୁ ବିନତି କଲେ I”

let them touch

“ସେମାନେ” ଶବ୍ଦ ରୋଗୀ ଲୋକମାନଙ୍କୁ ବୁଝାଏ I

the edge of his garment

ତାହାଙ୍କ ବସ୍ତ୍ରର ଝୁମ୍ପା କିମ୍ବା “ଲୁଗାର ଅଂଶ”

as many as

ଯେଉଁମାନେ ସମସ୍ତେ