Mark 4

ମାର୍କ ୦୪ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

ମାର୍କ ୪:୩-୧୦ ଗୋଟିଏ ଦୃଷ୍ଟାନ୍ତ ଗଠନ ହୋଇଛି I ଦୃଷ୍ଟାନ୍ତ ଟି ୪:୧୪-୨୩ରେ ବର୍ଣ୍ଣନା ହୋଇଛି I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି

ULT,୪:୧୨ର କବିତାସହିତ ଏପରି କରିଛି I ଯେଉଁଗୁଡିକ ପୁରାତନ ନିୟମରୁ ଆସିଅଛି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ଦୃଷ୍ଟାନ୍ତ ସମୁହ

ଦୃଷ୍ଟାନ୍ତ ଗୁଡିକ ଛୋଟ ଛୋଟ କାହାଣୀ ଯାହା ଯୀଶୁ କହିଲେ ଯେପରି ଲୋକମାନେ ସହଜରେ ଶିକ୍ଷାଗୁଡିକ ବୁଝି ପାରିବେ ସେ ଯେଉଁ ଶିକ୍ଷା ଦେବାକୁ ଚାହାନ୍ତି I ସେ ମଧ୍ୟ କାହାଣୀଗୁଡିକ କହିଛନ୍ତି ଯେଉଁମାନେ ତାହାଙ୍କ ଉପରେ ବିଶ୍ବାସ କରିବେ ନାହିଁ ସେମାନେ ତାହାର ସତ୍ୟତା ବୁଝି ପାରିବେ ନାହିଁ I

Mark 4:1

ସେ ସମୁଦ୍ର କୁଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ସେ ସେମାନଙ୍କୁ ଭୁମିର ଦୃଷ୍ଟାନ୍ତ କହିଲେ I (ଦେଖ: /WA-Catalog/or_tm?section=translate#figs-parables)

the sea

ଏହା ଗାଲିଲିର ସମୁଦ୍ର ଅଟେ I

Mark 4:3

Listen! A farmer

ଧ୍ୟାନ ଦିଅ ! ଜଣେ କୃଷକ

his seed

ଏଠାରେ କୃଷକ ସମସ୍ତ ବୀଜ ବୁଣିବା ବିଷୟରେ କୁହାଯାଇଛି ଯେପରି ସେଗୁଡିକ ଗୋଟିଏ ପ୍ରକାରର ବୀଜ ଥିଲେ I “ତାହାର ବିହନ”

Mark 4:4

As he sowed, some seed fell on the road

ଆଉ ସେ ବିହନ ଭୁମିରେ ବୁଣିଲା I ଭିନ୍ନ ଭିନ୍ନ ସଂସ୍କୃତିରେ ଲୋକମାନେ ବିଭିନ୍ନ ଉପାୟରେ ବିହନ ବୁଣନ୍ତି I ଏହି ଦୃଷ୍ଟାନ୍ତରେ ବିହନ ଫୋପାଡି ଫୋପାଡି ଜମି ଉପରେ ବୁଣିଲେ ଯାହା ବଢିବା ନିମନ୍ତେ ପ୍ରସ୍ତୁତ ହୋଇଥିଲା I

some seed ... devoured it

ସମସ୍ତ ବିହନ କୃଷକ ବୁଣିଲା ଏଠାରେ ଯେପରି ସେମାନେ ଗୋଟିଏ ପ୍ରକାରର ବିହନ ବିଷୟରେ କୁହାଯାଇଛି I “କିଛି ବିହନ ... ସେମାନଙ୍କୁ ଖାଇଗଲେ”

Mark 4:5

Other seed ... it did not have ... it sprang ... it did not have

ସମସ୍ତ ବିହନ କୃଷକ ବୁଣିଲା ଏଠାରେ ଯେପରି ସେମାନେ ଗୋଟିଏ ପ୍ରକାରର ବିହନ ବିଷୟରେ କୁହାଯାଇଛି I “ଅନ୍ୟ ବିହନ ... ସେମାନେ ଗଜା ହୋଇ ପାରିଲେ ନାହିଁ ... ଗଜା ହେଲା ... ସେମାନେ ଗଜା ହୋଇ ପାରିଲେ ନାହିଁ”

it sprang up

ଆଉ କିଛି ବିହନ ପଥୁରିଆ ଭୁମିରେ ପଡି ଶୀଘ୍ର ବଢିଲା

soil

ଏହା ଅଳ୍ପ ମାଟି ଥିବା ଭୁମିରେ ପଡିଥିବା ବୁଝାଏ ଯେଉଁଠାରେ ତୁମେ ବିହନ ବୁଣି ପାରିବ I

Mark 4:6

the plants were scorched

ଏହା ଛୋଟ ଛୋଟ ଗୁଳ୍ମକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ଛୋଟ ଛୋଟ ଗୁଳ୍ମକୁ ଜାଳିପୋଡି ଦେଲା” (ଦେଖ: /WA-Catalog/or_tm?section=translate#figs-activepassive)

because they had no root, they dried up

ଯେହେତୁ ଛୋଟ ଛୋଟ ଗୁଳ୍ମ ଚେର ମାଡି ନଥିଲା, ସେଗୁଡିକ ଶୁଖିଗଲା

Mark 4:7

Other seed ... choked it ... it did not produce

ସମସ୍ତ ବିହନ କୃଷକ ବୁଣିଥିବା ବିଷୟ ଏଠାରେ କୁହାଯାଏ ଯେପରି ସେମାନେ ଗୋଟିଏ ପ୍ରକାରର ଗୋଟିଏ ବିହନ ଥିଲେ I ଦେଖ ତୁମେ ଏହାକୁ [ମାର୍କ ୪:୩] (../04/03.md)ରେ କିପରି ଅନୁବାଦ କରିଅଚ୍ଛ I “ଅନ୍ୟ ବିହନ ... ସେଗୁଡିକୁ ମାଡି ପକାଇଲା ... ସେମାନେ ଫଳ ଫଳି ପାରିଲେ ନାହିଁ”

Mark 4:8

increasing thirty, sixty, and even a hundred times

ପ୍ରତ୍ୟକ ଗୁଳ୍ମର ଯେତିକି ଶସ୍ୟ ଫଳିଲା ତାହାକୁ ବଢୁଥିବା ଗୋଟିଏ ବିହନ ସହିତ ତୁଳନା କରାଯାଇଛି I ଏଠାରେ ବାକ୍ୟରେ ଶବ୍ଦ ଲୋପ ବ୍ୟବହାର ହୋଇଛି ବାକ୍ୟକୁ ସଙ୍କୁଚିତ କରିବା ଧାରଣାରେ କିନ୍ତୁ ସେଗୁଡିକ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆଉ କିଛି ଶସ୍ୟ ୩୦ ଗୁଣ ଫଳିଲା ଯାହା ଓ ଅନ୍ୟ କିଛି ୬୦ ଗୁଣ ଫଳିଲା ଓ ଆଉ କେତେକେ ଶହେ ଗୁଣ ଫଳିଲା” (ଦେଖ: /WA-Catalog/or_tm?section=translate#figs-ellipsis)

thirty ... sixty ... a hundred

୩୦ ... ୬୦...୧୦୦ I ଏଗୁଡିକ ହୁଏତ ସଂଖ୍ୟାରେ ଲେଖାଯାଇ ପାରିବ (ଦେଖ: /WA-Catalog/or_tm?section=translate#translate-numbers)

Mark 4:9

Whoever has ears to hear, let him hear

ଯୀଶୁ ଯାହା କହିଲେ ତାହାକୁ ପ୍ରାଧାନ୍ୟ ଦିଆଯାଇଛି ଓ ହୁଏତ ବୁଝିବା ଓ ଜୀବନରେ ପ୍ରୟୋଗ କରିବା ନିମନ୍ତେ କିଛି ପ୍ରଯତ୍ନର ଆବଶ୍ୟକତା ରହିଅଛି I ଏଠାରେ “ଯାହାର କାନ ଅଛି” ବାକ୍ୟାଂଶ ଏକ ଲକ୍ଷଣ ସୁଚକ ଅଟେ ଅର୍ଥାତ ବୁଝିବା ଓ ବାଧ୍ୟ ହେବା ନିମନ୍ତେ ଇଛୁକ ଅଟେ I ଅନ୍ୟଏକ ଅନୁବାଦରେ: “ଯେ ଶୁଣିବାକୁ ଇଚ୍ଛା କରେ ସେ ଶୁଣୁ” କିମ୍ବା “ଯେ ବୁଝିବା ପାଇଁ ଇଚ୍ଛା କରେ ସେ ବୁଝୁ ଓ ପାଳନ କରୁ” (ଦେଖ: /WA-Catalog/or_tm?section=translate#figs-metonymy)

Whoever has ... let him

ଯେହେତୁ ଯୀଶୁ ସିଧା ସଳଖ ତାହାଙ୍କ ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ହୁଏତ ଏଠାରେ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ପସନ୍ଦ କରିପାର I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କର ତେବେ ଶୁଣୁ” କିମ୍ବା “ଯଦି ତୁମେ ବୁଝିବା ପାଇଁ ଇଚ୍ଛା କରୁଛ ତେବେ ବୁଝୁ ଓ ପାଳନ କର” (ଦେଖ: /WA-Catalog/or_tm?section=translate#figs-123person)

Mark 4:10

When Jesus was alone

ଏହାର ଅର୍ଥ ନୁହେଁ ଯେ ଯୀଶୁ ଏକାକି ଥିଲେ; ବରଂ, ଲୋକସମୁହ ଚାଲି ଯାଇଥିଲେ ଓ ଯୀଶୁ କେବଳ ଦ୍ବାଦଶ ଶିଷ୍ୟମାନେ ଓ ତାହାଙ୍କ ଆତ୍ମୀୟ ଅନୁଗମନକାରୀମାନଙ୍କ ସହିତ ଥିଲେ I

Mark 4:11

To you is given

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I “ଈଶ୍ବର ତୁମ୍ଭମାନଙ୍କୁ ଦେଇଛନ୍ତି” କିମ୍ବା “ମୁଁ ତୁମ୍ଭମାନଙ୍କୁ ଦେଇଅଛି” (ଦେଖ: /WA-Catalog/or_tm?section=translate#figs-activepassive)

to those outside

କିନ୍ତୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ନୁହନ୍ତି I ଏହା ଅନ୍ୟ ଲୋକମାନଙ୍କୁ ବୁଝାଏ ଯେଉଁମାନେ କି ଦ୍ବାଦଶ କିମ୍ବା ଯୀଶୁଙ୍କ ନିକଟତର ଅନୁଗମନକାରୀ ନଥିଲେ I

everything is in parables

ଏହାକୁ ଏପରି କୁହାଯାଇ ପାରିବ ଯେ ଯୀଶୁ ଲୋକମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ I ଅନ୍ୟଏକ ଅନୁବାଦରେ: “ମୁଁ ସମସ୍ତ ବିଷୟ ଦୃଷ୍ତାନ୍ତରେ କହିଅଛି” (ଦେଖ: /WA-Catalog/or_tm?section=translate#figs-ellipsis)

Mark 4:12

when they look ... when they hear

ଏହା ବୁଝାଯାଇ ପରେ ଯେ ଯୀଶୁ ଲୋକମାନଙ୍କୁ ସେ ଯାହା ଦେଖାଇଛନ୍ତି ଓ ସେମାନଙ୍କୁ ଯାହା କହିଛନ୍ତି ସେମାନେ ତାହା ଶୁଣିଛନ୍ତି ସେହି ବିଷୟରେ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ଯେପରି ସେମାନେ ଦେଖିବେ ମୁଁ କ’ଣ କରୁଛି ... ସେମାନେ ଯେତେବେଳେ ଶୁଣିବେ ମୁଁ ଯାହା କହୁଛି” (ଦେଖ: /WA-Catalog/or_tm?section=translate#figs-explicit)

they look, but do not see

ଯୀଶୁ ଲୋକମାନଙ୍କ ବୁଝିବା ବିଷୟରେ କହନ୍ତି ସେମାନେ ଯାହା ଦେଖନ୍ତି ପ୍ରକୃତରେ ତାହା ବୁଝନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଦେଖନ୍ତି କିନ୍ତୁ ବୁଝନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

they would turn

ଈଶ୍ବରଙ୍କ ନିକଟକୁ ଫେର I ଏଠାରେ “ଅନୁତାପ କରିବା” ନିମନ୍ତେ “ଫେରିବା” ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ଅନୁତାପ କରିବେ” (ଦେଖ: /WA-Catalog/or_tm?section=translate#figs-metaphor)

Mark 4:13

Connecting Statement:

ଯୀଶୁ ଭୁମିର ଦୃଷ୍ଟାନ୍ତ ଶିଷ୍ୟମାନଙ୍କୁ ବୁଝାଇଲେ ଓ ତା’ପରେ ସେ ମାଣ ତଳ ଦ୍ବୀପ ସମ୍ବନ୍ଧରେ କହିଲେ ଯେ ଲୁକାୟିତ ବିଷୟ ଆଲୋକରେ ପ୍ରକାଶିତ ହେବ I

Then he said to them

ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ

Do you not understand this parable? How then will you understand all the other parables?

ଯୀଶୁ ପ୍ରଶ୍ନ ମାଧ୍ୟମରେ ଦେଖାଇବାକୁ ଚାହାନ୍ତି ଯେ ସେ କେତେ ଦୁଖିତ କାରଣ ତାହାଙ୍କ ଶିଷ୍ୟମାନେ ଏହି ଦୃଷ୍ଟାନ୍ତ ବୁଝି ପାରିଲେ ନାହିଁ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁନାହଁ, ତେବେ କିପ୍ରକାର ସମସ୍ତ ଦୃଷ୍ତାନ୍ତ ବୁଝିବ” (ଦେଖ: /WA-Catalog/or_tm?section=translate#figs-rquestion)

Mark 4:14

The farmer who sows his seed is

କୃଷକ ଯେ ତାହାର ବିହନ ବୁଣିବାକୁ ଉପସ୍ଥାପନା କରେ

the one who sows the word

“ବାକ୍ୟ” ଈଶ୍ବରଙ୍କ ସମ୍ବାଦକୁ ବୁଝାଏ I ବିହନ ବୁଣିବା ଶିକ୍ଷା ଦେବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେ ଜଣକ ଈଶ୍ବରଙ୍କ ସୁସମାଚାର ଶିକ୍ଷା ଦିଏ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-metaphor)

Mark 4:15

These are the ones that fall beside the road

କିଛି ଲୋକ ବାଟ ପାଖରେ ବୁଣା ଯାଇଥିବା ବିହନ ପରି କିମ୍ବା “କିଛି ଲୋକ ବାଟ ପରି ଯେଉଁଠାରେ ବିହନ ପଡିଲା”

the road

ବାଟ

when they hear it

ଏଠାରେ “ଏହା” “ବାକ୍ୟ”କୁ କିମ୍ବା “ଈଶ୍ବରଙ୍କ ସୁସମାଚାର”କୁ ବୁଝାଏ I”

Mark 4:16

These are the ones

ପୁଣି କିଛି ଲୋକ ବିହନ ପରି I ଯୀଶୁ ବୁଝାଇବାକୁ ଆରମ୍ଭ କଲେ ଯେ କିପରି କିଛି ଲୋକ ପଥୁରିଆ ଭୁମିରେ ବିହନ ପଡିଲା ପରି ୟନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

Mark 4:17

They have no root in themselves

ଏହା ତୁଳନାତ୍ମକ ଯୁବା ଗୁଳ୍ମ ଯାହାର ଚେର ଭିତରକୁ ପ୍ରବେଶ ନକରି ପାରିବା ନିମନ୍ତେ ଏକ ତୁଳନାତ୍ମକ ଅଟେ I ଏହି ରୁପକର ଅର୍ଥ ଯେ ଲୋକମାନେ ଶୁଣିବାକ୍ଷଣି ଆନନ୍ଦରେ ବାକ୍ୟ ଗ୍ରହଣ କରନ୍ତି, କିନ୍ତୁ ସେମାନେ ଦୃଢ ଭାବେ ଏଥିପ୍ରତି ସମର୍ପିତ ହୋଇ ନଥାନ୍ତି I ଅନ୍ୟଏକ ଅନୁବାଦରେ: “ପୁଣି ସେମାନେ ଯୁବା ଗୁଳ୍ମ ପରି ଯାହାର ଚେର ମାଡି ନଥାଏ” (ଦେଖ: /WA-Catalog/or_tm?section=translate#figs-metaphor)

no root

ଏହା ଗୁରୁତ୍ବାରୋପ କରେ ଯେ କିପରି ଚେର ମାଡି ନଥିଲା (ଦେଖ: /WA-Catalog/or_tm?section=translate#figs-hyperbole)

endure

ଏହି ଦୃଷ୍ତାନ୍ତରେ , “ସ୍ଥିର” ର ଅର୍ଥ “ବିଶ୍ବାସ I” ଅନ୍ୟଏକ ଅନୁବାଦରେ: “ସେମାନଙ୍କର ବିଶ୍ବାସରେ ଚାଲିବା” (ଦେଖ: /WA-Catalog/or_tm?section=translate#figs-metaphor)

tribulation or persecution comes because of the word

ଏହା ବୁଝିବା ନିମନ୍ତେ ସହାୟକ ହୋଇପାରେ ଯେ ତାଡନା ଆସେ କାରଣ ଲୋକମାନେ ଈଶ୍ବରଙ୍କ ସୁସମାଚାରରେ ବିଶ୍ବାସ କରନ୍ତି I ଅନ୍ୟଏକ ଅନୁବାଦରେ: “କ୍ଲେଶ ବା ତାଡନା ଆସେ କାରଣ ସେମାନେ ଈଶ୍ବରଙ୍କ ବାକ୍ୟରେ ବିଶ୍ବାସ କଲେ” (ଦେଖ: /WA-Catalog/or_tm?section=translate#figs-explicit)

they stumble

ଏହି ଦୃଷ୍ତାନ୍ତରେ, “ପ୍ରତିବନ୍ଧକ” ଅର୍ଥ “ଈଶ୍ବରଙ୍କ ସୁସମାଚାରକୁ ବିଶ୍ବାସ କରିବାକୁ ବନ୍ଦ କରିବା” (ଦେଖ: /WA-Catalog/or_tm?section=translate#figs-metaphor)

Mark 4:18

The others are the ones that were sown among the thorns

ଯୀଶୁ ବୁଝାଇବାକୁ ଆରମ୍ଭ କରନ୍ତି ଯେ କିପରି ଲୋକମାନେ ସେହି ବିହନ ପରି ଯାହା କଣ୍ଟାଗଚ୍ଛ ମୁଳରେ ପଡିଥିଲା I ଅନ୍ୟଏକ ଅନୁବାଦରେ: “ପୁଣି ଅନ୍ୟଲୋକମାନେ ବିହନ ପରି ଯାହା କଣ୍ଟାଗଚ୍ଛ ମୁଳରେ ପଡିଲା” (ଦେଖ: /WA-Catalog/or_tm?section=translate#figs-metaphor)

Mark 4:19

the cares of the world

ସାଂସାରିକ ଚିନ୍ତା କିମ୍ବା “ବର୍ତ୍ତମାନ ଜୀବନ ସମ୍ବନ୍ଧରେ ଚିନ୍ତା”

the deceitfulness of riches

ଧନୀ ହେବାର ଲାଳସା

enter in and choke the word

ଯେମିତି ଯୀଶୁ ଲୋକମାନଙ୍କ ସମ୍ବନ୍ଧରେ କହୁଥିଲେ ଆଉ କିପ୍ରକାର ବିହନ କଣ୍ଟାଗଚ୍ଛ ମୁଳରେ ପଡିଲା, ସେ ବୁଝାନ୍ତି ସେମାନଙ୍କର ଜୀବନରେ ବାକ୍ୟ ପ୍ରତି ଲାଳସା ଓ ଚିନ୍ତା କ’ଣ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଯେପରି କଣ୍ଟାଗଚ୍ଛ ଗୁଡାକ ଯୁବା ଗୁଳ୍ମକୁ ଚାପି ପକାଇଲା ସେହିପରି ଈଶ୍ବରଙ୍କ ସୁସମାଚାର ପ୍ରବେଶ କରିଲା ଓ ଚାପି ହୋଇଗଲା” (ଦେଖ: /WA-Catalog/or_tm?section=translate#figs-metaphor)

it does not produce a crop

ସେମାନଙ୍କ ମଧ୍ୟରେ ବାକ୍ୟ ଫଳ ଫଳି ପାରେ ନାହିଁ

Mark 4:20

those that were sown in the good soil

ଯୀଶୁ ଲୋକମାନଙ୍କ ସମ୍ବନ୍ଧରେ କହୁଥିଲେ ଆଉ କିପ୍ରକାର ବିହନ ଉତ୍ତମ ଭୁମିରେ ବୁଣା ଯାଇଥିଲା I ଅନ୍ୟଏକ ଅନୁବାଦରେ: “ଆଉ କିଛି ବିହନ ଉତ୍ତମ ଭୁମିରେ ପଡିଲା ” (ଦେଖ: /WA-Catalog/or_tm?section=translate#figs-metaphor)

thirty, sixty, or a hundred times what was sown

ଏହା ଶସ୍ୟ ଫଳ ଫଳିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆଉ କେତେକ ତିରିଶ ଗୁଣ, କେତେକ ଷାଠିଏ ଗୁଣ, ଓ କେତେକ ଶହେ ଗୁଣ ଫଳ ଫଳିଲା” କିମ୍ବା “କେତେକ ୩୦ ଗୁଣ, କେତେକ ଷାଠିଏ ଗୁଣ, ଓ କେତେକ ଶହେ ଗୁଣ ଫଳ ଫଳିଲା ଯାହା ବୁଣା ଯାଇଥିଲା” (ଦେଖ: /WA-Catalog/or_tm?section=translate#figs-ellipsis କିମ୍ବା /WA-Catalog/or_tm?section=translate#translate-numbers)

Mark 4:21

Jesus said to them

ଯୀଶୁ ଲୋକ ସମୁହକୁ କହିଲେ

Do you bring a lamp inside the house to put it under a basket, or under the bed?

ଏହି ପ୍ରଶ୍ନକୁ ଉକ୍ତି ଭାବରେ ଲେଖା ଯାଇପାରେ I ଅନ୍ୟଏକ ଅନୁବାଦରେ: “ତୁମେ ଦ୍ବୀପକୁ ଘର ଭିତରେ, ମାଣ ତଳେ କିମ୍ବା ଖଟ ତଳେ ରଖିଵ ନାହି !” (ଦେଖ: /WA-Catalog/or_tm?section=translate#figs-rquestion)

Mark 4:22

For nothing is hidden that will not be known ... come out into the open

ଏହାକୁ ଆସ୍ତିକ ବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ପ୍ରକାଶିତ ନହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ, ଆଉ ଯାହା ଗୁପ୍ତ ହୋଇଅଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି” (ଦେଖ: /WA-Catalog/or_tm?section=translate#figs-litotes)

nothing is hidden ... nothing is secret

କୌଣସି ବିଷୟ ଗୁପ୍ତ ନାହିଁ ... ଆଉ କିଛି ହିଁ ଗୁପ୍ତ ନାହିଁ ଉଭୟ ବାକ୍ୟାଂଶ ସମାନ ଅଟେ I ଯୀଶୁ ଗୁରୁତ୍ବ ଦେଉଛନ୍ତି ଯେ ଯାହା ଗୁପ୍ତ ଅଛି ତାହା ପ୍ରକାଶିତ ହେବ I (ଦେଖ: /WA-Catalog/or_tm?section=translate#figs-parallelism)

Mark 4:23

If anyone has ears to hear, let him hear

ଯୀଶୁ ବର୍ତ୍ତମାନ ଯାହା କହିଲେ ତାହା ଗୁରୁତ୍ବପୁର୍ଣ୍ଣ ଅଟେ ଓ ଏହା ଅଭ୍ୟାସ ଓ ବୁଝିବା ନିମନ୍ତେ ଯତ୍ନରେ ରହିବା ଗୁରୁତ୍ବପୂର୍ଣ୍ଣ ଅଟେ I ଏଠାରେ “ଯାହାର କାନ ଅଛି ସେ ଶୁଣୁ” ବାକ୍ୟାଂଶ ବୁଝିବା ଓ ପାଳନ କରିବା ନିମନ୍ତେ ଲକ୍ଷଣ ସୁଚକ ଶବ୍ଦ ଅଟେ I ଦେଖ ତୁମେ ଏହି ସମାନ ବାକ୍ୟାଂଶକୁ [ମାର୍କ ୪:୯] (../04/09.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟଏକ ଅନୁବାଦରେ: “ଯଦି କେହି ଶୁଣିବାକୁ ଇଛା କରେ ସେ ଶୁଣୁ” କିମ୍ବା “ଯଦି କେହି ବୁଝିବାକୁ ଇଛା କରେ, ସେ ବୁଝୁ ଓ ପାଳନ କରୁ” (ଦେଖ: /WA-Catalog/or_tm?section=translate#figs-metonymy)

If anyone ... let him

ଯେହେତୁ ଯୀଶୁ ସିଧାସଳଖ ଭାବେ ତାହାଙ୍କ ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ହୁଏତ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ପସନ୍ଦ କରି ପାରିବ I ଦେଖ ତୁମେ ଏହି ସମାନ ବାକ୍ୟାଂଶକୁ [ମାର୍କ ୪:୯] (../04/09.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଛା କର, ଶୁଣ” କିମ୍ବା “ଯଦି ତୁମ୍ଭେମାନେ ବୁଝିବାକୁ ଇଚ୍ଛା କର, ତେବେ ବୁଝ ଓ ପାଳନ କର” (ଦେଖ: /WA-Catalog/or_tm?section=translate#figs-123person)

Mark 4:24

He said to them

ଯୀଶୁ ଲୋକସମୁହକୁ କହିଲେ

for the measure you use

ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ମାପ ସମନ୍ଧରେ ଓ ଅନ୍ୟକୁ ଦାନ କରିବା ବିଷୟରେ କହୁଛନ୍ତି କିମ୍ବା ୨) ଏହା ଏକ ରୁପକ ଅଟେ ଯେଉଁଥିରେ ଯୀଶୁ “ବୁଝିବା” ଯେପରି ଏହା “ମାପ କରିବା” ଥିଲା I” (ଦେଖ: /WA-Catalog/or_tm?section=translate#figs-metaphor)

will be measured to you, and more will be added to you.

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ସେହି ମାପରେ ମପାଇ ଦେବେ, ଓ ସେ ତୁମମାନଙ୍କୁ ଅଧିକ ଦେବେ“ (ଦେଖ: /WA-Catalog/or_tm?section=translate#figs-activepassive)

Mark 4:25

to him will be given more ... even what he has will be taken

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାର ଅଛି ଈଶ୍ବର ତାହାକୁ ଅଧିକ ଦେବେ ... ତାହାଠାରେ ଯାହା ଅଛି ଈଶ୍ବର ତାହା ନେଇଯିବେ” କିମ୍ବା “ଈଶ୍ବର ତାହାଙ୍କୁ ଅଧିକ ଦେବେ ... ଈଶ୍ବର ତାହାଠାରୁ ନେଇଯିବେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 4:26

ପରେ ଯୀଶୁ ଲୋକମାନଙ୍କୁ ଦୃଷ୍ଟାନ୍ତ ଦେଇ ଈଶ୍ବରଙ୍କ ରାଜ୍ୟ ବିଷୟରେ ବୁଝାଇଲେ, ଯାହାକୁ ପରବର୍ତ୍ତୀ ସମୟରେ ସେ ଶିଷ୍ୟମାନଙ୍କୁ ବର୍ଣ୍ଣନା କଲେ I (ଦେଖ: /WA-Catalog/or_tm?section=translate#figs-parables)

like a man who sows his seed

ଯୀଶୁ ଜଣେ କୃଷକ ସହିତ ଈଶ୍ବରଙ୍କ ରାଜ୍ୟକୁ ସଂଯୁକ୍ତ କଲେ ଯେ ବିହନ ବୁଣୁଛି I ଅନ୍ୟଏକ ଅନୁବାଦରେ: “କୃଷକ ଯେପରି ବୀଜ ବୁଣେ” (ଦେଖ: /WA-Catalog/or_tm?section=translate#figs-simile)

Mark 4:27

He sleeps at night and gets up by day

ଏହା ମନୁଷ୍ୟର ଏକ ଅଭ୍ୟାସଗତ କାର୍ଯ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ସେ ପ୍ରତ୍ୟକ ରାତିରେ ବିଶ୍ରାମ କରେ ଓ ପ୍ରତ୍ୟକ ଦିନ ଉଠେ” କିମ୍ବା “ସେ ପ୍ରତ୍ୟକ ଦିନ ରାତିରେ ବିଶ୍ରାମ କରେ ଓ ତା’ପରଦିନ ଉଠେ”

gets up by day

ଦିନ ମଧ୍ୟରେ କିମ୍ବା “ସେ ଦିନରେ କାର୍ଯ୍ୟ କରେ”

though he does not know how

ଯଦ୍ୟପି ମନୁଷ୍ୟ ଜାଣି ନାହିଁ କିପରି ବୀଜ ଗଜା ହୋଇ ବୃଦ୍ଧି ପାଏ

Mark 4:28

the blade

ବୃନ୍ତ ବା ଅଙ୍କୁରିତ ହୁଏ

the ear

ବୃନ୍ତର ଅଗ୍ରଭାଗ ବା ଶସ୍ୟର ଛିଞ୍ଚା ଯେଉଁଠି ଫଳ ଧରେ

Mark 4:29

he immediately sends in the sickle

ଏଠାରେ “ଶସ୍ୟକାଟିବାର ବକ୍ର କର୍ତ୍ତନୀ” କୃଷକ ନିମନ୍ତେ ଲକ୍ଷଣ ସୁଚକ ଅଟେ କିମ୍ବା ଯେଉଁ ଲୋକମାନଙ୍କୁ କୃଷକ ଶସ୍ୟ କାଟିବା ନିମନ୍ତେ ପଠାଏ I ଅନ୍ୟଏକ ଅନୁବାଦରେ: “ସେ ଶସ୍ୟ ପାଚିଲା କ୍ଷଣି ଫସଲ ସଂଗ୍ରହ କରିବା ନିମନ୍ତେ ଦାଆ ଲଗାଏ” କିମ୍ବା “ସେ ଶସ୍ୟ ପାଚିଲା ମାତ୍ରେ ଦାଆ ଦେଇ ଶସ୍ୟ କଟାଳିମାନଙ୍କୁ ଅମଳ କରିବା ପାଇଁ ପଠାଏ” (ଦେଖ: /WA-Catalog/or_tm?section=translate#figs-metonymy)

sickle

ବକ୍ରକ୍ଷୁର କିମ୍ବା ଧାରୁଆ ଆଙ୍କୁଶ ଶସ୍ୟ କାଟିବା ନିମନ୍ତେ ବ୍ୟବହାର କରାଯାଏ

because the harvest has come

ଏଠାରେ “ସମୟ ଉପସ୍ଥିତ” ବାକ୍ୟାଂଶ ଅମଳ ନିମନ୍ତେ ଶସ୍ୟ ପାଚି ଗଲା ନିମନ୍ତେ ଏକ ରୁଢି ଅଟେ I ଅନ୍ୟଏକ ଅନୁବାଦରେ: “ଯେହେତୁ ଶସ୍ୟ ଅମଳ ନିମନ୍ତେ ପ୍ରସ୍ତୁତ ହୋଇଅଛି” (ଦେଖ: /WA-Catalog/or_tm?section=translate#figs-idiom)

Mark 4:30

To what can we compare the kingdom of God, or what parable can we use to explain it?

ଈଶ୍ବରଙ୍କ ରାଜ୍ୟ ବିଷୟରେ ଶ୍ରୋତାମାନଙ୍କୁ ଚିନ୍ତା କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ପଚାରିଲେ I ଅନ୍ୟଏକ ଅନୁବାଦରେ: “ଏହି ଦୃଷ୍ତାନ୍ତରେ ଈଶ୍ବରଙ୍କ ରାଜ୍ୟ କିପ୍ରକାର ତାହା ମୁ ବର୍ଣନା କରି ପାରେ” (ଦେଖ: /WA-Catalog/or_tm?section=translate#figs-rquestion)

Mark 4:31

when it is sown

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ କେହି ଜଣେ ଏହାକୁ ବୁଣେ” କିମ୍ବା “ଯେତେବେଳେ କେହିଜଣେ ଶସ୍ୟ ଲଗାଏ”

Mark 4:32

it forms large branches

ଶୋରିଷ ଗଚ୍ଛର ଶାଖା ବୃଦ୍ଧି ପାଇବା ବିଷୟରେ ବର୍ଣ୍ଣନା କରାଯାଇଛି I ଅନ୍ୟଏକ ଅନୁବାଦରେ: “ବଡ଼ ବଡ଼ ଡାଳ ହୁଏ” (ଦେଖ: /WA-Catalog/or_tm?section=translate#figs-personification)

Mark 4:33

he spoke the word to them

ଏଠାରେ ଏହା “ଈଶ୍ବରଙ୍କ ସମ୍ବାଦ” ଶବ୍ଦର ରୁପକ ଅଟେ I “ସେମାନଙ୍କୁ” ଶବ୍ଦ ଲୋକସମୁହକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେ ଈଶ୍ବରଙ୍କ ବାକ୍ୟ ସେମାନଙ୍କୁ ଶିକ୍ଷା ଦେଲେ” (ଦେଖ: /WA-Catalog/or_tm?section=translate#figs-synecdoche)

as much as they were able to understand

ଓ ସେମାନେ ଯଦି କିଛି ବୁଝିଥିବେ, ସେ ସେମାନଙ୍କୁ ଆହୁରି ଅଧିକ କହି ଚାଲିବେ

Mark 4:34

when he was alone

ଏହାର ଅର୍ଥ ଯେ ସେ ଲୋକସମୁହଠାରୁ ଦୁରରେ ଥିଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କ ସଙ୍ଗରେ ଥିଲେ I

he explained everything

ଏଠାରେ “ସମସ୍ତ ବିଷୟ” ଏକ ଅତିରଞ୍ଜିତ ବାକ୍ୟ ଅଟେ I ସେ ସମସ୍ତ ଦୃଷ୍ଟାନ୍ତ ବର୍ଣ୍ଣନା କଲେ I ଅନ୍ୟଏକ ଅନୁବାଦରେ: “ସେ ସମସ୍ତ ଦୃଷ୍ଟାନ୍ତ ବୁଝାଇ ଦେଲେ” (ଦେଖ: /WA-Catalog/or_tm?section=translate#figs-hyperbole)

Mark 4:35

Connecting Statement:

ସେହିପରି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକସମୁହକୁ ପରିତ୍ୟାଗ କରିବା ନିମନ୍ତେ ନୌକା ସାଙ୍ଗରେ ଘେନି ବାହାରି ଗଲେ, ଆଉ ପ୍ରବଳ ତୋଫାନ ହେଲା I ତାହାଙ୍କ ଶିଷ୍ୟମାନେ ଭୟଭିତ ହେଲେ ଯେତେବେଳେ ସେମାନେ ଦେଖିଲେ ଏପରିକି ପବନ ଓ ସମୁଦ୍ର ଉଭୟ ଯୀଶୁଙ୍କ ବାଧ୍ୟ ହୁଅନ୍ତି I

he said to them

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ

the other side

ଗାଲିଲି ସମୁଦ୍ରର ଆରପାରିକି କିମ୍ବା “ସମୁଦ୍ରର ଆରପାରି”

Mark 4:37

a violent windstorm arose

ଏଠାରେ “ଉଠିବା” “ଆରମ୍ଭ” ହେବା ନିମନ୍ତେ ଏକ ରୁଢି ଅଟେ I ଅନ୍ୟଏକ ଅନୁବାଦରେ: “ଏକ ଭୟଙ୍କର ଝଡତୋଫାନ ଆରମ୍ଭ ହେଲା” (ଦେଖ: /WA-Catalog/or_tm?section=translate#figs-idiom)

the boat was almost full of water

ଏହା ବ୍ୟକ୍ତ କରିବାକୁ ସହାୟକ ହୋଇପାରେ ଯେ ନୌକାଟି ପାଣିରେ ପୁରିବାକୁ ଲାଗୁଥିଲା I ଅନ୍ୟଏକ ଅନୁବାଦରେ: “ନୌକାଟି ଜଳରେ ପୁର୍ଣ୍ଣ ହେବାକୁ ଲାଗିଲା” (ଦେଖ: /WA-Catalog/or_tm?section=translate#figs-ellipsis)

Mark 4:38

Jesus himself

ଏଠାରେ “ନିଜେ” ଗୁରୁତ୍ବାରୋପ କରେ କି ଯୀଶୁ ଏକାକୀ ନିର୍ଦୟ ଥିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଏକାକୀ ଥିଲେ” (ଦେଖ: /WA-Catalog/or_tm?section=translate#figs-rpronouns)

the stern

ଏହା ନୌକାର ସବୁଠାରୁ ପଛ ଭାଗ I “ନୌକାର ମଙ୍ଗ”

They woke him up

“ସେମାନେ” ଶବ୍ଦ ଶିଷ୍ୟମାନଙ୍କୁ ବୁଝାଏ I ସେହିପରି ସମାନ ଚିନ୍ତାଧାରା ପରବର୍ତ୍ତୀ ପଦରେ ତୁଳନା କରାଯାଇଛି, ୩୯ ପଦରେ, “ସେ ଉଠିଲେ I” “ସେ” ଯୀଶୁଙ୍କୁ ବୁଝାଏ I

do you not care that we are about to die?

ଶିଷ୍ୟମାନେ ଏହି ପ୍ରଶ୍ନ ମାଧ୍ୟମରେ ସେମାନଙ୍କର ଭୟକୁ ପ୍ରକାଶ କଲେ I ଏହି ପ୍ରଶ୍ନ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଘଟୁଅଛି ସେଥିପ୍ରତି ଧ୍ୟାନ ଦେବା ଆବଶ୍ବକ, ଆମ୍ଭେମାନେ ମଲୁ !” (ଦେଖ: /WA-Catalog/or_tm?section=translate#figs-rquestion)

we are about to die

“ଆମ୍ଭେ” ଶବ୍ଦ ଯୀଶୁ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-inclusive)

Mark 4:39

Peace! Be still!

ଏହି ଦୁଇଟି ବାକ୍ୟାଂଶ ସମାନ ଅଟନ୍ତି ଓ ଯୀଶୁ ପବନ ଓ ସମୁଦ୍ରକୁ ଯାହା କରିବା ପାଇଁ ଇଛା କଲେ ତାହାକୁ ଗୁରୁତ୍ବାରୋପ କରେ I (ଦେଖ: /WA-Catalog/or_tm?section=translate#figs-doublet)

a great calm

ସମୁଦ୍ର ସ୍ଥିର ହୋଇଗଲା କିମ୍ବା “ସମୁଦ୍ର ଉପରେ ଶାନ୍ତ ପରିବେଶ ସୃଷ୍ଟି ହେଲା”

Mark 4:40

Then he said to them

ଓ ଯୀଶୁ ଶିଷ୍ୟମାନଙ୍କୁ କହିଲେ

Why are you afraid? Do you still not have faith?

ଯୀଶୁ ପ୍ରଶ୍ନ ମାଧ୍ୟମରେ ଶିଷ୍ୟମାନଙ୍କୁ ଭାବିବାକୁ ଦେଲେ ଯେ ସେ ସେମାନଙ୍କର ସଙ୍ଗେ ଥାଉ ଥାଉ ସେମାନେ କାହିଁକି ଭୟ କଲେ I ସେହି ପ୍ରଶ୍ନକୁ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଭୟ କରନାହିଁ. ତୁମ୍ଭମାନଙ୍କର ଆହୁରି ଅଧିକ ବିଶ୍ବାସ ଆବଶ୍ୟକ” (ଦେଖ: /WA-Catalog/or_tm?section=translate#figs-rquestion)

Mark 4:41

Who then is this, because even the wind and the sea obey him?

ଶିଷ୍ୟମାନେ ବିସ୍ମୟାନ୍ବିତ ହୋଇ ଯୀଶୁ ଯାହା କଲେ ସେହି ପ୍ରଶ୍ନ ପଚାରିଲେ I ଏହି ପ୍ରଶ୍ନକୁ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏ ବ୍ୟକ୍ତି ସାଧାରଣ ବ୍ୟକ୍ତି ପରି ନୁହନ୍ତି; ଏପରିକି ପବନ ଓ ସମୁଦ୍ର ଉଭୟ ତାହାଙ୍କ ଆଜ୍ଞା ମାନନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)