Mark 3

ମାର୍କ ୦୩ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ବିଶ୍ରାମବାର

ବିଶ୍ରାମବାରରେ କୌଣସି କାର୍ଯ୍ୟ କରିବା ମୋଶାଙ୍କ ବ୍ୟବସ୍ଥାର ବିରୁଦ୍ଧାଚରଣ ଥିଲା I ଫାରୁଶୀମାନେ ବିଶ୍ବାସ କରନ୍ତି ଯେ ବିଶ୍ରାମବାରରେ ସୁସ୍ଥ କରିବା ଏକ “କାର୍ଯ୍ୟ” ଅଟେ, ତେଣୁ ଯେତେବେଳେ ଯୀଶୁ ଜଣେ ବ୍ୟକ୍ତିଙ୍କୁ ବିଶ୍ରାମବାରରେ ସୁସ୍ଥ କଲେ ସେମାନେ କହିଲେ ଯେ ଯୀଶୁ ବିଶ୍ରାମବାର ଅବଜ୍ଞା କରୁଛନ୍ତି I (ଦେଖ: /WA-Catalog/or_tw?section=kt#lawofmoses)

”ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା”

କେହି ନିଶ୍ଚିତ ନୁହନ୍ତି ଯେ କେଉଁ କର୍ମ ମନୁଷ୍ୟ କରିବ କିମ୍ବା ସେମାନେ କ’ଣ କହିବେ ଯେତେବେଳେ ସେମାନେ ଏହି ପାପ କରନ୍ତି I ଯାହାହେଉ, ହୁଏତ ସେମାନେ ପବିତ୍ର ଆତ୍ମାଙ୍କୁ ଓ ତାହାଙ୍କ କାର୍ଯ୍ୟକୁ ପରିହାସ କରନ୍ତି I ପବିତ୍ର ଆତ୍ମାଙ୍କ କାର୍ଯ୍ୟଗୁଡିକ ମଧ୍ୟରୁ ଗୋଟିଏ କାର୍ଯ୍ୟ ଲୋକମାନଙ୍କୁ ବୁଝାଇବା ଯେ ସେମାନେ ପାପି ଅଟନ୍ତି ଓ ସେମାନେ ଈଶ୍ବରଙ୍କଠାରୁ ପାପକ୍ଷମା ଆବଶ୍ୟକ କରନ୍ତି I ଯାହାଦ୍ବାରା, ଯେକେହି ପାପ କରିବାରୁ ନିବୃତ୍ତ ନହୁଏ ସେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ଈଶ୍ବର ନିନ୍ଦା କରେ I (ଦେଖ: /WA-Catalog/or_tw?section=kt#blasphemy/WA-Catalog/or_tw?section=kt#holyspirit)

ଏହି ଅଧ୍ୟାୟରେ ଅନ୍ୟନ୍ୟା ଅନୁବାଦ ସମସ୍ୟା

ବାରଜଣ ଶିଷ୍ୟ

ନିମ୍ନଲିଖିତ ବାରଜଣ ଶିଷ୍ୟମାନଙ୍କ ତାଲିକା:

ମାଥିଉରେ:

ଶିମୋନ (ପିତର), ଆନ୍ଦ୍ରୀୟ, ଜେବଦୀଙ୍କ ପୁତ୍ର ଯାକୁବ, ଜେବଦୀଙ୍କ ପୁତ୍ର ଯୋହନ, ଫିଲିପ୍ପ, ବାର୍ଥଲୋମୀ, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ ପୁଣି ଇଷ୍କାରିୟୋତିୟ ଯିହୁଦା

ମାର୍କରେ:

ଶିମୋନ (ପିତର), ଆନ୍ଦ୍ରୀୟ, ଜେବଦୀଙ୍କ ପୁତ୍ର ଯାକୁବ, ଜେବଦୀଙ୍କ ପୁତ୍ର ଯୋହନ (ଯାହାଙ୍କୁ ସେ ମଘନାଦର ପୁତ୍ର ବୋଲି ଉପନାମ ଦେଲେ), ଫିଲିପ୍ପ, ବାର୍ଥଲୋମୀ, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ ପୁଣି ଇଷ୍କାରିୟୋତିୟ ଯିହୁଦା

ଲୁକରେ:

ଶିମୋନ (ପିତର), ଆନ୍ଦ୍ରୀୟ, ଯାକୁବ, ଯୋହନ, ଫିଲିପ୍ପ, ବାର୍ଥଲୋମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, ଶିମୋନ (ଯାହାଙ୍କୁ କିଣାନୀୟ ବୋଲି କହନ୍ତି), ଯାକୁବଙ୍କ ପୁତ୍ର ଯିହୁଦା ପୁଣି ଇଷ୍କାରିୟୋତିୟ ଯିହୁଦା

ଥଦ୍ଦୀୟ ହୁଏତ ଯିହୁଦା ପରି ସମାନ ବ୍ୟକ୍ତି, ଯାକୁବଙ୍କର ପୁତ୍ର

ଭାଇ ଓ ଭଉଣୀ

ଅଧିକାଂଶ ଲୋକମାନେ ସମାନ ପିତା ମାତାଙ୍କଠାରୁ ଜନ୍ମିତଙ୍କୁ “ଭାଇ” ଓ “ଭଉଣୀ” ଡାକନ୍ତି ଓ ସେମାନଙ୍କ ଜୀବନରେ ଗୁରୁତ୍ବପୁର୍ଣ୍ଣ ଭୁମିକା ଲିଭାଇ ଥାଆନ୍ତି I ଅନେକେ ଲୋକ ମଧ୍ୟ ସେମାନଙ୍କର ଗୋଟିଏ ଜେଜେଙ୍କ ଜନ୍ମମାନଙ୍କୁ “ଭାଇ” ଓ “ଭଉଣୀ” କହି ଡାକନ୍ତି I ଏହି ଅଧ୍ୟାୟରେ ଯୀଶୁ କହନ୍ତି ଯେ ଯେଉଁମାନେ ତାହାଙ୍କ ପିତାଙ୍କର ଆଜ୍ଞା ପାଳନ କରେ ସେହି ଲୋକମାନେ ତାହାଙ୍କ ପାଇଁ ଗୁରୁତ୍ବପୁର୍ଣ୍ଣ ଅଟନ୍ତି I (ଦେଖ: /WA-Catalog/or_tw?section=kt#brother)

Mark 3:1

Connecting Statement:

ଯୀଶୁ ସମାଜଗୃହରେ ବିଶ୍ରାମବାରରେ ଜଣେ ଲୋକକୁ ସୁସ୍ଥ କଲେ ଓ ଏହା ଦେଖିବା ପାଇଁ ଯେ ଫରୁଶୀମାନେ ବିଶ୍ରାମବାର ପାଳନ କରିବା ନିମନ୍ତେ କ’ଣ ବିଧି ରଖିଛନ୍ତି I ଫାରୁଶୀ ଓ ହେରୋଦିୟମାନେ ଯୀଶୁଙ୍କୁ ବିନାଶ କରିବାକୁ ମନ୍ତ୍ରଣା କଲେ I

a man with a withered hand

ଜଣେ ଲୋକର ଗୋଟିଏ ହାତ ଶୁଖି ଯାଇଛି

Mark 3:2

Some people watched him closely to see if he would heal him

ସେ ତାହାକୁ କେଜାଣି ବିଶ୍ରାମବାରରେ ଗୋଟିଏ ହାତ ଶୁଖି ଯାଇଥିବା ଲୋକକୁ ସୁସ୍ଥ କରିବେ ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ

Some people

ସେମାନଙ୍କ ମଧ୍ୟରୁ କିଛି ଫାରୁଶୀ I ପରବର୍ତ୍ତୀ ସମୟରେ, [ମାର୍କ ୩:୬] (../03/06.md)ରେ, ସେହି ଲୋକମାନେ ଫାରୁଶୀ ଭାବରେ ପରିଚିତ ହେଲେ I

so that they could accuse him

ସେହିଦିନ କେଜାଣି ଯୀଶୁ ଯଦି ସେହି ଲୋକକୁ ସୁସ୍ଥ କରିବେ, ବିଶ୍ରାମବାରରେ କାର୍ଯ୍ୟ କରି ବ୍ୟବସ୍ଥା ଅବଜ୍ଞା କରୁଛି ବୋଲି ଫାରୁଶିମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରନ୍ତି I ଅନ୍ୟଏକ ଅନୁବାଦରେ: “ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରିବେ” କିମ୍ବା “ଯେପରି ସେମାନେ ବ୍ୟବସ୍ଥା ଅବଜ୍ଞାକାରୀ ଭାବେ ଦୋଷାରୋପ କରି ପାରିବେ” (ଦେଖ: /WA-Catalog/or_tm?section=translate#figs-explicit)

Mark 3:3

in the middle of everyone

ଲୋକସମୁହ ମଧ୍ୟରେ

Mark 3:4

Is it lawful to do good on the Sabbath ... or to kill?

ସେମାନଙ୍କୁ ଆହ୍ବାନ ଦେବା ନିମନ୍ତେ ଯୀଶୁ ଏହି କଥା କହିଲେ. ସେ ସେମାନଙ୍କୁ ସ୍ବୀକାର କରିବାକୁ ଇଚ୍ଛା କଲେ ଯେ ବିଶ୍ରାମବାର ରେ ସୁସ୍ଥ କରିବା ବିଧିସଂଗତ ଅଟେ I (ଦେଖ: /WA-Catalog/or_tm?section=translate#figs-rquestion)

to do good on the Sabbath day or to do harm ... to save a life or to kill

ସେହି ଦୁଇ ଫାରୁଶୀ ଅର୍ଥ ସମାନ ଅଟେ, ତାହା ବ୍ୟତୀତ ଦ୍ଵିତୀୟଟି ଅତ୍ୟନ୍ତ ଅଧିକ I (ଦେଖ: /WA-Catalog/or_tm?section=translate#figs-parallelism)

to save a life or to kill

“ଏହା ବିଧିସଂଗତ” ପୁନରାବୃତ୍ତି କଲେ ଲାଭଦାୟକ ହେବ ଯଥା ତାହା ହିଁ ହେଉଛି ପ୍ରଶ୍ନ ଅନ୍ୟଭାବେ ଯୀଶୁ ପଚାରୁଛନ୍ତି I ଅନ୍ୟଏକ ଅନୁବାଦରେ: “ପ୍ରାଣ ରକ୍ଷା କରିବା ନା ବିନାଶ କରିବା” (ଦେଖ: /WA-Catalog/or_tm?section=translate#figs-ellipsis)

a life

ଏହା ଶାରିରୀକ ଜୀବନକୁ ବୁଝାଏ ଓ ଜଣେ ବ୍ୟକ୍ତି ନିମନ୍ତେ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “କାହାକୁ ମୃତ୍ୟୁରୁ” କିମ୍ବା “କାହାରି ଜୀବନ” (ଦେଖ: /WA-Catalog/or_tm?section=translate#figs-metonymy)

But they were silent

କିନ୍ତୁ ସେମାନେ ନିରୁତ୍ତର ହୋଇ ଗଲେ

Mark 3:5

He looked around

ଯୀଶୁ ଚାରିଆଡେ ଦୃଷ୍ଟିପାତ କଲେ

was grieved

ଦୁଖିତ ହେଲେ

by their hardness of heart

ଏହି ରୁପକ ବର୍ଣ୍ଣନା କରେ ଯେ କିପରି ଫାରୁଶୀମାନେ ହାତ ଶୁଖିଯାଇଥିବା ଲୋକ ଉପରେ ଦୟା କରିବା ପାଇଁ ଅନିଛୁକ ଥିଲେ I ଅନ୍ୟଏକ ଅନୁବାଦରେ: “ସେହି ଲୋକ ପ୍ରତି ସେମାନଙ୍କ ହୃଦୟରେ ଜଡତା ହେତୁ” (ଦେଖ: /WA-Catalog/or_tm?section=translate#figs-metaphor)

Stretch out your hand

ତୁମ୍ଭର ହାତ ବଢାଅ

his hand was restored

ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ତାହାର ହାତକୁ ସୁସ୍ଥ କଲେ” କିମ୍ବା “ଯୀଶୁ ତାହାର ହାତ ପୁର୍ବରୁ ଯେମିତି ଥିଲା ସେମିତି କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 3:6

began to plot

ମନ୍ତ୍ରଣା କରିବାକୁ ଲାଗିଲେ

the Herodians

ଏହା ହେଉଛି ଏକ ଅନୌପଚାରିକ ରାଜନୀତି ଦଳ ଯେଉଁମାନେ ହେରୋଦିୟା ମାନଙ୍କୁ ସମର୍ଥନ କରୁଥିବା ଦଳ I

how they might put him to death

ସେମାନେ କିପରି ଯୀଶୁଙ୍କୁ ବଧ କରିବେ

Mark 3:7

Connecting Statement:

ଲୋକସମୁହ ଯୀଶୁଙ୍କୁ ଅନୁଗମନ କରୁଥିଲେ ଓ ସେ ଅନେକ ଲୋକମାନଙ୍କୁ ସୁସ୍ଥ କଲେ I

the sea

ଏହା ଗାଲିଲି ସମୁଦ୍ର କୁଳକୁ ବୁଝାଏ I

Mark 3:8

Idumea

ଏହି ପ୍ରଦେଶରେ, ପୁର୍ବରୁ ଏହା ଇଦୋମ ନାମରେ ପରିଚିତ, ଯାହା ଯିହୁଦା ପ୍ରଦେଶର ଦକ୍ଷିଣରୁ ଅର୍ଦ୍ଧେକ ଅଞ୍ଚଳ ଏହାର ସୀମାରେ ଆବଦ୍ଧ ଥିଲା I

the things he was doing

ଏହା ଯୀଶୁ ଯେଉଁ ସବୁ ଆଶ୍ଚର୍ଯ୍ୟ କର୍ମ କରୁଥିଲେ ତାହାକୁବୁଝାଏ I ଅନ୍ୟଏକ ଅନୁବାଦରେ: “ଯୀଶୁ ମହତ ମହତ ଆଶ୍ଚର୍ଯ୍ୟକର୍ମ କରୁଥିଲେ”

came to him

ଯେଉଁଠାରେ ଯୀଶୁ ଥିଲେ ସେଠାକୁ ଆସିଲେ

Mark 3:9

General Information:

୯ ପଦ ଲୋକସମୁହ ତାହାଙ୍କ ଚାରିଆଡେ ମାଡି ଆସୁଥିବା କାରଣରୁ ଯୀଶୁ ଶିଷ୍ୟମାନଙ୍କୁ କ’ଣ କହିଲେ ପ୍ରକାଶ କରେ I ୧୦ ପଦ କାହିଁକି ଲୋକସମୁହ ଯୀଶୁଙ୍କ ଚାରିପାଖରେ ଥିଲେ ତାହା ପ୍ରକାଶ କରେ I ଏହି ପଦ ଗୁଡିକର ତଥ୍ୟକୁ କ୍ରମାନୁସାରେ ପ୍ରତ୍ୟକ ଘଟୁଥିବା ଘଟଣାବଳୀକୁ ସଜାଡି ଲେଖ, ଯେପରି UST କରିଅଛି I (ଦେଖ: /WA-Catalog/or_tm?section=translate#figs-events)

He told his disciples to have a small boat ... not press against him

ଭିଡ ସକାଶୁ, ଲୋକ ସମୁହ ଯେପରି ଯୀଶୁଙ୍କ ଆଡକୁ ଆଗ ପଛ ଠେଲାପେଲା ହେଉଥିଲେ, ସେ ହୁଏତ ସେମାନଙ୍କର ଠେଲାପେଲାରେ ଦଳାଚକଟା ହେବା ବିପ୍ପଦରେ ଥିଲେ I ସେମାନେ ତାହାଙ୍କୁ ଉଦ୍ଦେଶ୍ୟମୁଳକ ଭାବେ ମାଡି ପଡୁ ନଥିଲେ I ଏହା କେବଳ ସେଠାରେ ଏତେ ଲୋକଭିଡ଼ ଥିଲା I

Mark 3:10

For he healed many, so that everyone ... to touch him

ଏହା ପ୍ରକାଶ କରେ ଯେ କାହିଁକି ଏତେ ସଂଖ୍ୟକ ଲୋକମାନେ ଯୀଶୁଙ୍କ ଚାରିଆଡେ ଥିଲେ ଯେ ସେ ଭାବିଲେ ସେମାନେ ହୁଏତ ତାହାଙ୍କ ଆଡକୁ ମାଡି ପାରନ୍ତି I ଅନ୍ୟଏକ ଅନୁବାଦରେ: “କାରଣ, ଯୀଶୁ ଅନେକ ଲୋକମାନଙ୍କୁ ସୁସ୍ଥ କଲେ, ସମସ୍ତେ ...ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ମାଡି ପଡୁଥିଲେ” (ଦେଖ: /WA-Catalog/or_tm?section=translate#writing-connectingwords)

For he healed many

“ଅନେକ” ଶବ୍ଦ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ଯୀଶୁ ସୁସ୍ଥ କରି ସାରିଥିବା ବୁଝାଏ I ଅନ୍ୟଏକ ଅନୁବାଦରେ: “କାରଣ, ସେ ଅନେକ ଲୋକଙ୍କୁ ସୁସ୍ଥ କଲେ” (ଦେଖ: /WA-Catalog/or_tm?section=translate#figs-ellipsis)

everyone who had afflictions eagerly approached him in order to touch him

ସେମାନେ ଏପରି କଲେ ଯେହେତୁ ସେମାନ ବିଶ୍ବାସ କରୁଥିଲେ ଯେ ସ୍ପର୍ଶ କରିବା ଦ୍ବାରା ଯୀଶୁ ସେମାନଙ୍କୁ ସୁସ୍ଥ କରିବେ I ଏହାକୁ ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସମସ୍ତ ରୋଗୀ ଲୋକମାନେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡି ପଡୁଥିଲେ ଯେପରି ସେମାନେ ସୁସ୍ଥ ହେବେ” (ଦେଖ: /WA-Catalog/or_tm?section=translate#figs-explicit)

Mark 3:11

saw him

ଯୀଶୁ ଦେଖିଲେ

they fell down ... cried out, and they said

ଏଠାରେ “ସେମାନେ” ଅଶୁଚି ଆତ୍ମାଗୁଡିକୁ ବୁଝାଏ I ଏହା ସେମାନେ ଯେ ଲୋକମାନଙ୍କୁ ଏପରି କରିବା ନିମନ୍ତେ ବାଧ୍ୟ କରୁଥିଲେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କ ସମ୍ମୁଖରେ ପଡି ଚିତ୍କାର କରି କହିବା ନିମନ୍ତେ ବାଧ୍ୟ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

they fell down before him

ଅଶୁଚି ଆତ୍ମାଗୁଡିକ ଯୀଶୁଙ୍କ ସମ୍ମୁଖରେ ପଡୁ ନଥିଲେ କାରଣ ସେମାନେ ଯୀଶୁଙ୍କୁ ପ୍ରେମ କରୁଥିଲେ କିମ୍ବା ସେମାନେ ତାହାଙ୍କୁ ଉପାସନା କରିବା ନିମନ୍ତେ ଇଛୁକ ଥିଲେ I ସେମାନେ ତାହାଙ୍କ ସମ୍ମୁଖରେ ପଡୁଥିଲେ ଯେହେତୁ ସେମାନେ ତାହାଙ୍କୁ ଭୟ କରୁଥିଲେ I

You are the Son of God

ଯୀଶୁଙ୍କର ଅଶୁଚି ଆତ୍ମାଗୁଡିକ ଉପରେ ଅଧିକାର (କ୍ଷମତା) ଥିଲା କାରଣ ସେ “ଈଶ୍ବରଙ୍କ ପୁତ୍ର” ଅଟନ୍ତି I

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Mark 3:12

He strictly ordered them

ଯୀଶୁ ଅଶୁଚି ଆତ୍ମାଗୁଡିକୁ ଦୃଢ ଭାବରେ ଆଜ୍ଞା ଦେଲେ

not to make him known

ସେ କିଏ ଥିଲେ ପ୍ରକାଶ ନକରିବାକୁ

Mark 3:13

General Information:

ଯେଉଁମାନଙ୍କୁ ଯୀଶୁ ଇଛା କରନ୍ତି ତାହାଙ୍କ ପ୍ରେରିତ ହେବା ନିମନ୍ତେ ସେହି ଲୋକମାନଙ୍କୁ ମନୋନିତ କଲେ I

Mark 3:14

so that they might be with him and he might send them to proclaim the message

ଯେପରି ସେମାନେ ତାହାଙ୍କ ସଙ୍ଗରେ ରହିବେ ଓ ସେ ସେମାନଙ୍କୁ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ

Mark 3:16

Simon, to whom he gave the name Peter

ଲେଖକ ଦ୍ବାଦଶ ପ୍ରେରିତ ମାନଙ୍କର ନାମ ତାଲିକା ଆରମ୍ଭ କରୁଛନ୍ତି I ତାଲିକାରେ ଶିମୋନ ପ୍ରଥମେ ଅଛନ୍ତି I

Mark 3:17

to whom he gave

“ଯାହାଙ୍କୁ” ବାକ୍ୟାଶ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ଉଭୟଙ୍କୁ ବୁଝାଏ I

the name Boanerges, that is, sons of thunder

ଯୀଶୁ ସେମାନଙ୍କୁ ଏହା କହିଲେ କାରଣ ସେମାନେ ମେଘନାଦ ପରି ଥିଲେ I ଅନ୍ୟଏକ ଅନୁବାଦରେ: “ବେନେରିପୋଷ ନାମ, ଯାହାର ଅର୍ଥ ମେଘନାଦ ପରି ମନୁଷ୍ୟ” କିମ୍ବା “ବେନେରିପୋଷ ନାମ, ଯାହାର ଅର୍ଥ ମେଘନାଦର ମନୁଷ୍ୟ” (ଦେଖ: /WA-Catalog/or_tm?section=translate#translate-names)

Mark 3:18

Thaddaeus

ଏହା ଜଣେ ମନୁଷ୍ୟର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Mark 3:19

who would betray him

ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ “ଯିଏ” ଶବ୍ଦ ଇଶ୍କାରିୟୋତିୟ ଯିହୁଦାକୁ ବୁଝାଏ I

Mark 3:20

Then he went home

ପରେ ସେ ଘରକୁ ଆସିଲେ ଯେଉଁଠାରେ ସେ ରହୁ ଥିଲେ I

they could not even eat bread

“ରୋଟୀ” ଭୋଜନକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଭୋଜନ ସୁଦ୍ଧା କରି ପାରିଲେ ନାହିଁ” କିମ୍ବା “ସେମାନେ କିଛି ଖାଇ ପାରିଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-synecdoche)

Mark 3:21

they went out to seize him

ତାହାଙ୍କ ଆତ୍ମିୟମାନେ ତାହାଙ୍କ ଗୃହକୁ ଗଲେ, ଯେହେତୁ ସେମାନେ ତାହାଙ୍କୁ ଧରି ନେଇ ଗୃହକୁ ଯିବା ନିମନ୍ତେ ବାଧ୍ୟ କଲେ”

for they said

“ସେମାନେ” ଶବ୍ଦର ସାମ୍ଭାବିତ ଅର୍ଥଗୁଡିକ ୧) ତାହାଙ୍କ ଆତ୍ମିୟମାନେ କିମ୍ବା ୨) ଲୋକଗହଳି ମଧ୍ୟରୁ କିଛି ଲୋକ I

out of his mind

ଯୀଶୁଙ୍କ ପରିବାର ଲୋକମାନେ ବ୍ୟାଖ୍ୟା କରିବା ନିମନ୍ତେ ଯେ ସେ କିପରି ବ୍ୟବହାର କରୁଛନ୍ତି ଚିନ୍ତା କରିବା ନିମନ୍ତେ ଏହି ରୁଢି ବ୍ୟବହାର I ଅନ୍ୟଏକ ଅନୁବାଦରେ: “ମତିଭ୍ରମ” କିମ୍ବା “ପାଗଳ” (ଦେଖ: /WA-Catalog/or_tm?section=translate#figs-idiom)

Mark 3:22

By the ruler of the demons he drives out demons

ବାଆଲଜିବୁଲ ଶକ୍ତିରେ, ଯିଏ କି ଅଶୁଚି ଆତ୍ମାମାନଙ୍କର ଅଧିପତି, ଯୀଶୁ ଅଶୁଚି ଆତ୍ମାଙ୍କୁ ବାହାର କଲେ

Mark 3:23

ଏକ ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁ ବର୍ଣ୍ଣନା କରୁଛନ୍ତି ଯେ ଏହା କାହିଁକି ଲୋକମାନଙ୍କ ନିମନ୍ତେ ଚିନ୍ତା କରିବା ବୋକାମୀ ହେବ ଯେ ଯୀଶୁ ଶୟତାନ ଦ୍ବାରା ନିୟନ୍ତ୍ରଣ ହେଉଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Jesus called them to him

ଯୀଶୁ ଲୋକମାନଙ୍କୁ ତାହାଙ୍କ ପାଖକୁ ଡାକିଲେ

How can Satan cast out Satan?

ଯୀଶୁ ଫାରୁଶୀମାନଙ୍କ କହିବା ମୁତାବିକ ଯେ ବିଆଲଜିବୁଲ ଜରିଆରେ ଭୁତମାନଙ୍କୁ ଛଡାଇବାର ଉତ୍ତର ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ପଚାରିଲେ I ଏହି ପ୍ରଶ୍ନ ଏକ ଉକ୍ତି ଭାବରେ ଲେଖା ଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶୟତାନ କିପ୍ରକାରେ ଶୟତାନକୁ ଛଡାଇ ପାରେ” କିମ୍ବା “ଶୟତାନ ତାହାର ମନ୍ଦ ଆତ୍ମା ବିରୁଦ୍ଧରେ ଯାଇ ପାରେନାହି !” (ଦେଖ: /WA-Catalog/or_tm?section=translate#figs-rquestion)

Mark 3:24

If a kingdom is divided against itself

“ରାଜ୍ୟ” ଶବ୍ଦ ଲୋକମାନଙ୍କ ନିମନ୍ତେ ଲକ୍ଷଣ ସୁଚକ ଅଟେ ଯେଉଁମାନେ ରାଜ୍ୟରେ ବାସ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଯଦି ଲୋକମାନେ କୌଣସି ରାଜ୍ୟରେ ବାସ କରୁଛନ୍ତି ପରସ୍ପର ବିରୁଦ୍ଧରେ ଉଠନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

cannot stand

ଏହା ବାକ୍ୟଖଣ୍ଡ ଏକ ରୁପକ ଅଟେ ଯାହାର ଅର୍ଥ ଯେ ଲୋକାମାନେ ଆଉ ଏକତ୍ର ହୋଇ ନରହିବେ ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ I ଅନ୍ୟଏକ ଅନୁବାଦରେ: ସ୍ଥିର ହୋଇ ରହି ପାରିବ ନାହିଁ” କିମ୍ବା “ପତନ ହେବ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-litotes)

Mark 3:25

house

ଯେଉଁ ଲୋକମାନେ ଗୃହରେ ରହନ୍ତି ସେମାନଙ୍କ ନିମନ୍ତେ ଏହା ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ପରିବାର” କିମ୍ବା “ଆତ୍ମୀୟ ସ୍ବଜନ” (ଦେଖ: /WA-Catalog/or_tm?section=translate#figs-metonymy)

Mark 3:26

If Satan has risen up against himself and is divided

“ଆପଣା” ଶବ୍ଦ ଏକ ପ୍ରତିଫଳନ ସର୍ବନାମ ଯାହା ଶୟତାନକୁ ବୁଝାଏ, ଓ ଏହା ମଧ୍ୟ ମନ୍ଦ ଶକ୍ତିର ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ ସେହି ପ୍ରକାରେ ଶୟତାନ ଯଦି ବିଭକ୍ତ ହୋଇ ଆପଣା ଆପଣା ବିରୁଦ୍ଧରେ ଉଠିଲାଣି” କିମ୍ବା “ଯଦି ଶୟତାନ ଓ ତାହାର ମନ୍ଦ ଶକ୍ତି ଆପଣା ଆପଣା ବିରୁଦ୍ଧରେ ଉଠିଲାଣି ଓ ବିଭକ୍ତ ହେଲାଣି” (ଦେଖ: /WA-Catalog/or_tm?section=translate#figs-rpronouns/WA-Catalog/or_tm?section=translate#figs-metonymy)

is not able to stand

ଏହା ଏକ ରୁପକ ଅଟେ ଯାହାର ଅର୍ଥ ସେ ପତନ ହେବ ଓ ସ୍ଥିର ହୋଇ ରହି ପାରିବ ନାହିଁ I ଅନ୍ୟଏକ ଅନୁବାଦରେ: “ଏକତ୍ର ହେବା ବନ୍ଦ ହେଲାଣି” କିମ୍ବା “ସ୍ଥିର ହୋଇ ରହି ପାରିବ ନାହିଁ” ଓ ଶେଷ ଅବସ୍ଥାକୁ ଆସିଲାଣି” କିମ୍ବା “ପତନ ହେବ ଓ ଶେଷ ଅବସ୍ଥା ହେଲା” (ଦେଖ: /WA-Catalog/or_tm?section=translate#figs-metaphor)

Mark 3:27

plunder

ଜଣେ ବ୍ୟକ୍ତିର ମୁଲ୍ୟବାନ ଓ ସ୍ଥାବର ପଦାର୍ଥକୁ ଚୋରି କରେ

Mark 3:28

Truly I say to you

ଏହା ସୁଚିତ କରେ ଯେ ଯେଉଁ ନିମ୍ନଲିଖିତ ଉକ୍ତି ଅଛି ତାହା ସତ୍ୟ ଓ ଗୁରୁତ୍ବପୁର୍ଣ୍ଣ ଅଟେ I

the sons of men

ଯେଉଁମାନେ ମନୁଷ୍ୟ ଠାରୁ ଜନ୍ମ ହୋଇଛନ୍ତି I ଏହା ଏକ ଭାବପ୍ରବଣ ଶବ୍ଦ ବ୍ୟବହାର ହୋଇଛି ଲୋକମାନଙ୍କ ମାନବିକତାକୁ ଗୁରୁତ୍ବ ଦେବା ନିମନ୍ତେ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “ଲୋକମାନେ”

utter

କହିଲେ

Mark 3:30

they were saying

ଲୋକମାନେ କହୁଥିଲେ

has an unclean spirit

ଏହା ଏକ ରୁଢି ଅଟେ ଯାହାର ଅର୍ଥ ଅଶୁଚି ଆତ୍ମା ଦ୍ବାରା ଆକ୍ରାନ୍ତ ହେବା I ଅନ୍ୟଏକ ଅନୁବାଦରେ: “ଅଶୁଚି ଆତ୍ମା ଲାଗିଛି” (ଦେଖ: /WA-Catalog/or_tm?section=translate#figs-idiom)

Mark 3:31

Then his mother and his brothers came

ସେତେବେଳେ ତାହାଙ୍କ ମାତା ଓ ଭାଇ ମାନେ ଆସିଲେ

They sent for him, summoning him

ସେମାନେ ଜଣେ କାହାକୁ ଭିତରକୁ ପଠାଇଲେ ତାହାଙ୍କୁ କହିବା ନିମନ୍ତେ ଯେ ସେମାନେ ବାହାରେ ଅଛନ୍ତି ଓ ସେ ଆସିବା ନିମନ୍ତେ ସେମାନେ ଅପେକ୍ଷା କରିଛନ୍ତି

Mark 3:32

are looking for you

ସେମାନେ ତୁମକୁ ଖୋଜୁଛନ୍ତି

Mark 3:33

Who are my mother and my brothers?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କହିବି ପ୍ରକୃତରେ ମୋର ମାଆ ଓ ଭାଇ ମାନେ କିଏ” (ଦେଖ: /WA-Catalog/or_tm?section=translate#figs-rquestion)

Mark 3:35

whoever does ... that person is

ଯେଉଁମାନେ କରନ୍ତି ...ସେମାନେ

that person is my brother, and sister, and mother

ଏହା ଏକ ରୁପକ ଅଟେ ଯାହାର ଅର୍ଥ ଯୀଶୁଙ୍କ ଶିଷ୍ୟମାନେ ଯୀଶୁଙ୍କ ଆତ୍ମିକ ପରିବାର ଅଟନ୍ତି I ଏହା ତାହାଙ୍କ ଜାଗତିକ ପରିବାର ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ I ଅନ୍ୟଏକ ଅନୁବାଦରେ: “ସେହି ବ୍ୟକ୍ତି ମୋର ପାଇଁ ଭାଇ, ଭଉଣୀ କିମ୍ବା ମାଆ ପରି” (ଦେଖ: /WA-Catalog/or_tm?section=translate#figs-metaphor)