Mark 2

ମାର୍କ ୦୨ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

”ପାପୀଗଣ”

ଯେତେବେଳେ ଯୀଶୁଙ୍କ ସମୟରେ ଲୋକମାନେ “ପାପୀ” ବିଷୟରେ କହିଲେ,” ସେମାନେ ସେହି ଲୋକମାନଙ୍କ ବିଷୟରେ କହିଲେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅବଜ୍ଞା କରୁଥିଲେ ଓ ତା’ପରିବର୍ତ୍ତେ ଚୋରି କିମ୍ବା ବ୍ୟଭିଚାର ପାପ କରୁଥିଲେ I ଯେତେବେଳେ ଯୀଶୁ କହିଲେ ଯେ ସେ “ପାପୀ” ମାନଙ୍କୁ ଆହ୍ବାନ କରିବାକୁ ଆସିଛନ୍ତି, ଏହାର ଅର୍ଥ ଯେ ଯେଉଁ ଲୋକମାନେ ବିଶ୍ବାସ କରନ୍ତି ଯେ ସେମାନେ ପାପୀ ଥିଲେ ସେମାନେ କେବଳ ତାହାଙ୍କର ଅନୁଗମନ କରି ପାରିବେ I ଏହା ସତ୍ୟ ଅଟେ ଯଦ୍ୟପି ସେମାନେ ଲୋକାମାନଙ୍କ ଭାବନାନୁସାରେ “ପାପୀ” ନଥିଲେ I (ଦେଖ: /WA-Catalog/or_tw?section=kt#sin)

ଉପବାସ ଓ ଭୋଜନ ପାନ

ଲୋକମାନେ ଉପାବାସ କରିବେ, କିମ୍ବା ଦୀର୍ଘ ଦିନ ଧରି ଭୋଜନ ନକରିବା, ଯେତେବେଳେ ସେମାନେ ଦୁଖୀ କିମ୍ବା ଈଶ୍ବରଙ୍କୁ ଦେଖାନ୍ତି ଯେ ସେମାନେ ସେମାନଙ୍କର ପାପ ନିମନ୍ତେ ଦୁଖିତ ଥିଲେ I ଯେଉଁ ସମୟରେ ସେମାନେ ଆନନ୍ଦିତ ଥିଲେ, ଯେପରିକି ବିବାହ ସମୟ, ସେମାନେ ଭୋଜନ ପାନ କରିବେ, କିମ୍ବା ଯେଉଁଠାରେ ସେମାନେ ପ୍ରଚୁର ଖାଦ୍ୟ ଭୋଜନ କରି ପାରିବେ I (ଦେଖ: /WA-Catalog/or_tw?section=other#fast)

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ଅଳଙ୍କାରିକ ପ୍ରଶ୍ନସମୁହ

ଯିହୁଦୀ ନେତାମାନେ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରି ସେମାନେ କ୍ରୋଧୀ ଥିବା ଦର୍ଶାଉ ଥିଲେ କାରଣ ଯୀଶୁ ଯାହା କହିଲେ ଓ କଲେ ଏବଂ ସେମାନେ ବିଶ୍ଵାସ କଲେ ନାହିଁ ସେ ଈଶ୍ଵରଙ୍କ ପୁତ୍ର ଥିଲେ ([ମାର୍କ ୨:୭] (../../mrk/02/07.md) I ଯୀଶୁ ସେଗୁଡିକ ବ୍ୟବହାର କରି ଯିହୁଦୀ ନେତା ମାନଙ୍କୁ ଦେଖାଇବା ନିମନ୍ତେ ବ୍ୟବହାର କଲେ ଯେ ସେମାନେ ଅହଂକାରୀ ଥିଲେ (ମାର୍କ ୨:୨୫-୨୬). (ଦେଖ: /WA-Catalog/or_tm?section=translate#figs-rquestion)

Mark 2:1

Connecting Statement:

ସମୁଦାୟ ଗାଲିଲିରେ ସୁସମାଚାର ଘୋଷଣା ଓ ଲୋକମାନଙ୍କୁ ସୁସ୍ଥତା କରିବା ପରେ, ଯୀଶୁ କଫର୍ନାହୁମରେ ପ୍ରବେଶ କଲେ ଯେଉଁସ୍ଥାନରେ ସେ ସୁସ୍ଥ କଲେ ଓ ପକ୍ଷାଘାତୀର ପାପ କ୍ଷମା କଲେ I

it was heard that he was at home

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେଠାରେ ଥିବା ଲୋକମାନେ ଶୁଣିଲେ ଯେ ସେ ଆପଣା ଗୃହରେ ରହୁଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 2:2

So many gathered there

“ସେଠାରେ” ଶବ୍ଦ କଫର୍ନାହୁମରେ ଯେଉଁ ଗୃହରେ ଯୀଶୁ ରୁହନ୍ତି ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେଥିରେ ଏତେ ଲୋକ ଏକତ୍ର ହେଲେ” କିମ୍ବା “ଏତେ ଲୋକ ଗୃହ ନିକଟକୁ ଆସିଲେ” (ଦେଖ: /WA-Catalog/or_tm?section=translate#figs-explicit)

there was no more space

ଏହା ଗୃହ ଭିତରେ ଆଉ ସ୍ଥାନ ନଥିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ପାଇଁ ଗୃହ ଭିତରେ ଆଉ ସ୍ଥାନ ନଥିଲା” (ଦେଖ: /WA-Catalog/or_tm?section=translate#figs-explicit)

Jesus spoke the word to them

ଯୀଶୁ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କଲେ

Mark 2:3

four people were carrying him

ସେମାନଙ୍କ ମଧ୍ୟରୁ ଚାରିଜଣ ତାହାକୁ ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ I ଏହିପରି ମନେହୁଏ ଯେ ଯେଉଁମାନେ ସେହି ଲୋକଟିକୁ ଯୀଶୁଙ୍କ ନିକଟକୁ ଘେନି ଆସିଥିଲେ ସେହି ଦଳରେ ଚାରିଜଣରୁ ଅଧିକ ଲୋକ ଥିଲେ I

were bringing a paralyzed man

ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗିକୀ ଘେନି ଆସିଲେ ଯିଏକି ଚାଲି ପାରୁ ନଥିଲେ କିମ୍ବା ତାହାର ବାହୁ (ହାତ) ମଧ୍ୟ ବ୍ୟବହାର କରି ପାରୁ ନଥିଲେ

Mark 2:4

could not get near him

ଯୀଶୁ ଯେଉଁ ସ୍ଥାନରେ ବସିଥିଲେ ତାଙ୍କ ପାଖକୁ ଆସି ପାରିଲେ ନାହିଁ

they removed the roof ... they lowered

ଗୃହଗୁଡିକ ଯେଉଁଠି ଯୀଶୁ ବାସ କରୁଥିଲେ ତାହା କାଦୁଅରେ ନିର୍ମିତ ଏବଂ ସମତଳ ଖପର ଛାତ ଥିଲା I ଛାତ କଣା କରିବା ପ୍ରଣାଳୀକୁ ସ୍ପଷ୍ଟରୁପେ ବୁଝାଇ ଦିଆଯାଇ ପାରିବ କିମ୍ବା ଅତି ସାଧାରଣ ଶବ୍ଦ ବ୍ୟବାହର କର ଯେପରି ତୁମ ଭାଷାରେ ବୁଝା ପଡୁଥିବ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ଯୀଶୁ ବସିଥିଲେ ସେମାନେ ଛାତରେ ଗୋଟିଏ ଅଂଶରୁ ଖପର ଖୋଲିଲେ I ପୁଣି ଯେତେବେଳେ ସେମାନେ ଛାତର ମାଟି ଅଂଶ ଖୋଲିଲେ , ସେମାନେ ତଳକୁ ଓହ୍ଲାଇ ଦେଲେ କିମ୍ବା “ଯେଉଁ ସ୍ଥାନରେ ଯୀଶୁ ବସିଥିଲେ ସେହି ସ୍ଥାନକୁ ଲକ୍ଷ୍ୟ କରି ସେମାନେ ଛାତରେ କଣା କରି ପକ୍ଷାଘାତ ରୋଗୀକୁ ତଳକୁ ଓହ୍ଲାଇ ଦେଲେ” I

Mark 2:5

Seeing their faith

ଲୋକମାନଙ୍କର ବିଶ୍ବାସ ଦେଖି I ସାମ୍ଭାବିତ ଅର୍ଥଗୁଡିକ ୧) କେବଳ ଯେ ପକ୍ଷାଘାତ ରୋଗୀକୁ ବୋହି ଆଣିଥିଲା ତାହାର ବିଶ୍ଵାସ ଥିଲା କିମ୍ବା ୨) ପକ୍ଷାଘାତ ରୋଗୀ ଓ ଯେଉଁମାନେ ତାହାକୁ ଆଣିଥିଲେ ଯୀଶୁଙ୍କ ଉପରେ ସମସ୍ତଙ୍କର ବିଶ୍ଵାସ ଥିଲା I (ଦେଖ: /WA-Catalog/or_tm?section=translate#figs-explicit)

Son

ଏଠାରେ “ପୁତ୍ର” ଶବ୍ଦ ଯୀଶୁ ଲୋକମାନଙ୍କ ପ୍ରତି ଯତ୍ନ ନେବା ଯେପରି ପିତା ପୁତ୍ର ର ଯତ୍ନ ନିଏ ତାହାକୁ ଦର୍ଶାଏ I ଅନ୍ୟଏକ ଅନୁବାଦରେ: “ମୋର ପୁତ୍ର” (ଦେଖ: /WA-Catalog/or_tm?section=translate#figs-metaphor)

your sins are forgiven

ଯଦି ସମ୍ଭବହୁଏ ଏହାକୁ ଏପରି ଉପାୟରେ ଅନୁବାଦ କର ଯାହା ବୁଝାଇବ ଯେ ଯୀଶୁ ସ୍ପଷ୍ଟ କରି କହି ନଥିଲେ କିଏ ମନୁଷ୍ୟର ପାପ କ୍ଷମା କରିପାରେ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ପାପ ସବୁ କ୍ଷମା କରାଗଲା” କିମ୍ବା “ଆଉ ତୁମ୍ଭେ ତୁମ୍ଭର ପାପ ନିମନ୍ତେ କିଛି ଦେବାକୁ ପଡିବ ନାହିଁ“ କିମ୍ବା “ତୁମ ବିରୁଦ୍ଧରେ ଆଉ ପାପ ଗଣନା କରାଯିବ ନାହି”

Mark 2:6

reasoned in their hearts

ଏଠାରେ “ସେମାନଙ୍କର ହୃଦୟ” ଲୋକମାନଙ୍କ ଭାବନା ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଆପଣା ଆପଣା ମନରେ ତର୍କବିତର୍କ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-metonymy)

Mark 2:7

How can this man speak this way?

ଶାସ୍ତ୍ରୀମାନେ ସେମାନଙ୍କ କ୍ରୋଧକୁ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନ କଲେ ଯେ ଯୀଶୁ କହିଲେ “ତୁମ୍ଭର ପାପ ସବୁ କ୍ଷମା କରାଗଲା I” ଅନ୍ୟଏକ ଅନୁବାଦରେ: “ଏହି ଲୋକ ଏପରି କହିବାର ନଥିଲା !” (ଦେଖ: /WA-Catalog/or_tm?section=translate#figs-rquestion)

Who can forgive sins but God alone?

ଶାସ୍ତ୍ରୀମାନଙ୍କର ଏହି ପ୍ରଶ୍ନ କରି କହିଲେ ଯେ କେବଳ ଈଶ୍ଵର ହିଁ ପାପ କ୍ଷମା କରି ପାରନ୍ତି, କିନ୍ତୁ ଯୀଶୁ କହିବା ଉଚିତ ନୁହେଁ “ତୁମ୍ଭର ପାପ ସବୁ କ୍ଷମା କରାଗଲା I” ଅନ୍ୟଏକ ଅନୁବାଦରେ: “କେବଳ ଈଶ୍ଵର ହିଁ ପାପ କ୍ଷମା କରି ପାରନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

Mark 2:8

in his spirit

ତାହାର ଅନ୍ତରରେ କିମ୍ବା “ତା’ଭିତରେ”

they were thinking within themselves

ପ୍ରତ୍ୟେକ ଶାସ୍ତ୍ରୀମାନେ ଆପଣା ଆପଣା ବିଷୟରେ ଚିନ୍ତା କରୁଥିଲେ; ସେମାନେ ପରସ୍ପର କଥା ହେଉ ନଥିଲେ I

Why are you thinking this in your hearts?

ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ଶାସ୍ତ୍ରୀମାନଙ୍କୁ ପ୍ରଶ୍ନ ମାଧ୍ୟମରେ କହିଲେ ତୁମ୍ଭେମାନେ ଆପଣା ଆପଣା ମନରେ ଏହିସବୁ କାହିଁକି ତର୍କ ବିତର୍କ କରୁଅଛ I ଅନ୍ୟଏକ ଅନୁବାଦରେ: ତୁମ୍ଭେମାନେ ଯାହା ଚିନ୍ତା କରୁଅଛ ତାହା ଭୁଲ୍ ଅଟେ” କିମ୍ବା “ତୁମ୍ଭେମାନେ ଭାବ ନାହିଁ ଯେ ମୁ ଈଶ୍ବର ନିନ୍ଦା କରୁଅଛି” (ଦେଖ: /WA-Catalog/or_tm?section=translate#figs-rquestion)

this in your hearts

“ହୃଦୟ” ଶବ୍ଦ ସେମାନଙ୍କ ଆନ୍ତରିକ ଭାବନା ଓ ଆଶା ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଏହା ତୁମ୍ଭମାନଙ୍କ ଅନ୍ତଃକରଣ“ କିମ୍ବା “ସେହି ବିଷୟ ଗୁଡିକ” (ଦେଖ: /WA-Catalog/or_tm?section=translate#figs-metonymy)

Mark 2:9

What is easier to say to the paralyzed man ... take up your bed, and walk'?

ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ଶାସ୍ତ୍ରୀମାନଙ୍କୁ ଭାବିବା ନିମନ୍ତେ ସୁଯୋଗ ଦେଉଛନ୍ତି ଯେ କେଉଁ ବିଷୟ ପ୍ରମାଣିତ କରିବ କିମ୍ବା ସେ କି ପାପ କ୍ଷମା କରି ପାରନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ପକ୍ଷାଘାତ ରୋଗୀକୁ କହିଲି, ‘ତୁମ୍ଭର ପାପସବୁ କ୍ଷମା କରାଗଲା’ I ତୁମେ କ’ଣ ଭାବୁଛ ଯେ ଏହା କହିବା କଠିନ ଅଟେ ‘ଉଠ, ଆପଣା ଖଟିଆ ଘେନ ଓ ଚାଲ,” କାରଣ ତାହା ପ୍ରମାଣ କରେ ଯେ ମୁଁ ତାଙ୍କୁ ସୁସ୍ଥ କରିଛି କି ନାହିଁ ଦେଖାଯିବ, ସେ ଉଠିବ ଓ ଚାଲିବ” କିମ୍ବା “ତୁମ୍ଭେମାନେ କ’ଣ ଭାବୁଛ ଯେ ପକ୍ଷାଘାତ ରୋଗିକି କହିବା କି ଏତେ ସହଜ ‘ତୁମ୍ଭର ପାପ ସବୁ କ୍ଷମା କରାଗଲା’ ତାପରେ କହିବା ‘ଉଠ, ଆପଣା ଖଟିଆ ଘେନ ଓ ଚାଲ” (ଦେଖ: /WA-Catalog/or_tm?section=translate#figs-rquestion)

Mark 2:10

But in order that you may know

କିନ୍ତୁ ଯେପରି ତୁମ୍ଭେମାନେ ଜାଣିବ I “ତୁମ୍ଭେମାନେ” ଶବ୍ଦ ଶାସ୍ତ୍ରୀ ଓ ଲୋକସମୁହକୁ ବୁଝାଏ I

that the Son of Man has authority

ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ସମ୍ବୋନ୍ଧନ କଲେ I ଅନ୍ୟଏକ ଅନୁବାଦରେ: “ଯେ ମୁଁ ଈଶ୍ବରଙ୍କ ପୁତ୍ର ଓ ପାପ କ୍ଷମା କରିବାର ଅଧିକାର ମୋହର ଅଛି” (ଦେଖ: /WA-Catalog/or_tm?section=translate#figs-123person)

Mark 2:12

in front of everyone

ଯେତେବେଳେ ଲୋକସମୁହଙ୍କ ଦେଖୁଥିଲେ

Mark 2:13

Connecting Statement:

ଯୀଶୁ ଗାଲିଲି ସମୁଦ୍ରକୁଳରେ ଶିକ୍ଷା ଦେବାକୁ ଲାଗିଲେ, ଓ ସେ ଲେବିଙ୍କୁ ଅନୁଗମନ କରିବା ନିମନ୍ତେ ଆହ୍ଵାନ ଦେଲେ I

the lake

ଏହା ଗାଲିଲି ସମୁଦ୍ରକୁଳ ଅଟେ, ଯାହା ମଧ୍ୟ ଗିନେସରତ ହ୍ରଦ ଭାବରେ ପରିଚିତ ଅଟେ I

the crowd came to him

ସେ ଯେଉଁଠାରେ ଥିଲେ ଲୋକସମୁହ ସେହି ସ୍ଥାନକୁ ଗଲେ

Mark 2:14

Levi son of Alphaeus

ଆଲଫି ଲେବିଙ୍କର ପିତା ଥିଲେ I (ଦେଖ: /WA-Catalog/or_tm?section=translate#translate-names)

Mark 2:15

Connecting Statement:

ଆଉ ସେହି ଦିନ ଯୀଶୁ ଲେବିଙ୍କ ଗୃହରେ ଭୋଜନ କରିବା ପାଇଁ ବସିଲେ I

Levi's house

ଲେବିଙ୍କ ଗୃହରେ

sinners

ଯେଉଁ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନଥଲେ କିନ୍ତୁ ଅନ୍ୟମାନଙ୍କ ଶିକ୍ଷା ପାଳନ କରୁଥିଲେ ଯାହା ଅତ୍ୟନ୍ତ ମନ୍ଦ ଥିଲା

for there were many and they followed him

ସାମ୍ଭାବିତ ଅର୍ଥଗୁଡିକ ୧) “କାରଣ ସେଠାରେ ଅନେକ କରଗ୍ରାହୀ ଏବଂ ପାପୀ ଲୋକମାନେ ଥିଲେ ଯେଉଁମାନେ ଯୀଶୁଙ୍କୁ ଅନୁଗମନ କଲେ “ କିମ୍ବା ୨) “କାରଣ ଯୀଶୁଙ୍କର ଅନେକ ଶିଷ୍ୟମାନେ ଥିଲେ ଓ ସେମାନେ ତାହାଙ୍କୁ ଅନୁଗମନ କଲେ”

Mark 2:16

Why does he eat with tax collectors and sinners?

ଶାସ୍ତ୍ରୀ ଓ ଫାରୁଶୀମାନେ ଯୀଶୁଙ୍କ ଆତିଥ୍ୟରେ ସେମାନଙ୍କ ଅସମ୍ମତ ହେବା ଦେଖାଇବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ I ଏହା ଶବ୍ଦପୁଞ୍ଜଗୁଡିକ ଏକ ଉକ୍ତିଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରିବା ଉଚିତ ନଥିଲା !” (ଦେଖ: /WA-Catalog/or_tm?section=translate#figs-rquestion)

Mark 2:17

Connecting Statement:

ଯୀଶୁ କରଗ୍ରାହୀ ଓ ପାପୀ ମାନଙ୍କ ସଂଗରେ ଭୋଜନ ସମ୍ବନ୍ଧୀୟ ଯେଉଁ ପ୍ରଶ୍ନ ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ ପଚାରିଥିଲେ ତାହାର ପ୍ରତିଉତ୍ତର ଦେଲେ I

he said to them

ସେ ଶାସ୍ତ୍ରୀମାନଙ୍କୁ କହିଲେ

People who are strong in body do not need a physician; only people who are sick need one

ଯୀଶୁ ଅସୁସ୍ଥ ବ୍ୟକ୍ତି ଓ ଡାକ୍ତରର ହିତଶିକ୍ଷା ସମ୍ବନ୍ଧରେ ସେମାନଙ୍କୁ ଶିକ୍ଷା ଦେଲେ ଯେ କେବଳ ଲୋକମାନେ ଯେତେବେଳେ ଜାଣିବେ ଯେ ସେମାନେ ପାପି ହେବା ଅନୁଭବ କରନ୍ତି ସେମାନଙ୍କର ଯୀଶୁଙ୍କୁ ପ୍ରୟୋଜନ କରନ୍ତି I (ଦେଖ: /WA-Catalog/or_tm?section=translate#writing-proverbs)

strong in body

ସୁସ୍ଥତା

I did not come to call righteous people, but sinners

ଯୀଶୁ ଅଶା କରନ୍ତି ଯେ ତାହାଙ୍କ ଶ୍ରୋତାମାନେ ବୁଝିପାରିବେ ଯେ ଯେଉଁମାନଙ୍କର ସାହାଯ୍ୟର ଆବଶ୍ୟକ ଅଛି ସେମାନଙ୍କ ନିମନ୍ତେ ଯୀଶୁ ଆସିଛନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ସେହି ଲୋକମାନଙ୍କ ନିମନ୍ତେ ଆସିଅଛି ଯେଉଁମାନେ ଆପଣାକୁ ପାପି ମନେ କରନ୍ତି, ମାତ୍ର ସେହି ଲୋକମାନଙ୍କ ନିମନ୍ତେ ଯେଉଁମାନେ ଆପଣାକୁ ଧାର୍ମିକ ହେବା ବିଶ୍ବାସ କରନ୍ତି” (ଦେଖ: /WA-Catalog/or_tm?section=translate#figs-irony)

but sinners

“ମୁଁ ଆହ୍ଵାନ କରିବାକୁ ଆସିଅଛି” ଶବ୍ଦ ଏହାର ପୁର୍ବ ପଦରୁ ବୁଝି ହେବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ମୁଁ ପାପୀମାନଙ୍କୁ ଆହ୍ବାନ କରିବାକୁ ଆସିଅଛି” (ଦେଖ: /WA-Catalog/or_tm?section=translate#figs-ellipsis)

Mark 2:18

ସେ ସେମାନଙ୍କ ସହିତ ଅଛନ୍ତି ଏଣୁ ତାହାଙ୍କ ଶିଷ୍ୟମାନଙ୍କର ଉପବାସ କରିବା ପ୍ରୟୋଜନ ନାହିଁ ଏହି ବିଷୟବସ୍ତୁକୁ ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ କହିଲେ I (ଦେଖ: /WA-Catalog/or_tm?section=translate#figs-parables)

the Pharisees were fasting ... the disciples of the Pharisees

ଏହି ଦୁଇଟି ବ୍ୟାକ୍ୟାଂଶ ସମାନ ଦଳର ଲୋକମାନଙ୍କୁ ବୁଝାଏ, କିନ୍ତୁ ଦ୍ଵିତୀୟଟି ଆହୁରି ନିର୍ଦ୍ଧିଷ୍ଟ ଅଟେ I ଉଭୟ ଫାରୁଶୀମାନଙ୍କ ଦଳକୁ ବୁଝାଏ, କିନ୍ତୁ ସେମାନେ ଫାରୁଶୀମାନଙ୍କର ନେତାକୁ ଅନୁକରଣ କରନ୍ତି ନାହିଁ I ଅନ୍ୟଏକ ଅନୁବାଦରେ: “ଫାରୁଶୀମାନଙ୍କ ଶିଷ୍ୟମାନେ ଉପବାସ କରନ୍ତି ... ଫାରୁଶୀମାନଙ୍କର ଶିଷ୍ୟମାନେ”

Some people

କିଛି ଲୋକ I ଏହା କୌଣସି ନିର୍ଦ୍ଧିଷ୍ଟ ଦଳକୁ ନିଦର୍ଶନ ନକରି ଅନୁବାଦ କରିବା ଉତ୍ତମ ହେବ I ଯଦି ତୁମ ଭାଷାରେ ତୁମକୁ ନିର୍ଦ୍ଧିଷ୍ଟ ଦଳ ବୁଝାଇବାକୁ ପଡିବ, ତେବେ ସାମ୍ଭାବିତ ଅର୍ଥଗୁଡିକ ୧) ସେହି ଲୋକଗୁଡିକ ଯୋହନଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କିମ୍ବା ଫାରୁଶୀମାନଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ନଥିଲେ କିମ୍ବା ୨) ସେହି ଲୋକମାନେ ଯୋହନଙ୍କ ଶିଷ୍ୟମାନେ ଥିଲେ I

came and said to him

ଆସିଲେ ଓ ଯୀଶୁଙ୍କୁ କହିଲେ

Mark 2:19

Can the wedding attendants fast while the bridegroom is still with them?

ଯୀଶୁ ପ୍ରଶ୍ନ ବ୍ୟବହାର କରି ସେମାନଙ୍କୁ ପୁର୍ବରୁ ଜାଣିଥିବା ବିଷୟ ମନେ ପକାଇ ଦେଲେ ଓ ସେମାନଙ୍କୁ ଉତ୍ସାହିତ କଲେ ଯେ ଏହାକୁ ତାହାଙ୍କ ନିମନ୍ତେ ଓ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ ବିନିଯୋଗ ଅଟେ I ଅନ୍ୟଏକ ଅନୁବାଦରେ: “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରି ପାରନ୍ତି I ବରଂ ସେମାନେ ଉତ୍ସବ ପାଳନ କରନ୍ତି ଓ ଭୋଜନ ପାନ କରନ୍ତି I” (ଦେଖ: /WA-Catalog/or_tm?section=translate#figs-rquestion)

Mark 2:20

the bridegroom will be taken away

ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆଉ ଯେତେବେଳେ ସେମାନଙ୍କ ନିକଟରୁ ବରଙ୍କୁ କାଢି ନିଆଯିବ” (ଦେଖ: /WA-Catalog/or_tm?section=translate#figs-activepassive)

away from them ... they will fast

ଶବ୍ଦ ଦ୍ଵୟ “ସେମାନଙ୍କର” ଓ “ସେମାନେ” ବିବାହ ଭୋଜକୁ ବୁଝାଏ I

Mark 2:21

No one sews a piece of new cloth on an old garment

କେହି ନୁଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ ପକାଇଲେ ନୁଆ ତାଳି ପୁରୁଣା ଲୁଗାକୁ ବେଶୀ ଛିଣ୍ଡାଇ ଦିଏ ଓ ଆହୁରି ଉଭୟ ନୁଆ ଓ ପୃରୁଣା ଲୁଗାରେ ବଡ ଚିରା ହୁଏ I (ଦେଖ: /WA-Catalog/or_tm?section=translate#figs-explicit)

Mark 2:22

ଯୀଶୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ I ଏହି ଦୃଷ୍ଟାନ୍ତ ନୁଆ ଦ୍ରାକ୍ଷାରସ ନୁଆ କୁମପାରେ ନରଖି ପୁରଣା କୁମ୍ପାରେ କେହି ରଖନ୍ତି ନାହିଁ I (ଦେଖ: /WA-Catalog/or_tm?section=translate#figs-parables)

new wine

ଦ୍ରାକ୍ଷାରସ I ଏହା ଯେଉଁ ଦ୍ରାକ୍ଷାରସ ପଚି ନଥିବାକୁ ବୁଝାଏ I ଯଦି ଦ୍ରାକ୍ଷା ତୁମ ଅଞ୍ଚଳରେ ଅପରିଚିତ, ଫଳରସ ନିମନ୍ତେ ସାଧାରଣ ଶବ୍ଦ ବ୍ୟବହାର କର I

old wineskins

ଏହା କୁମ୍ପାକୁ ବୁଝାଏ ଯାହାକୁ ଅନେକ ଥର ବ୍ୟବହାର କରା ଯାଇଥିଲା I

wineskins

ଏହି କୁମ୍ପାଗୁଡିକ ପଶୁମାନଙ୍କ ଚମଡାରୁ ତିଆରି କରା ଯାଉଥିଲେ I ସେଗୁଡିକ ମଧ୍ୟ “ଦ୍ରାକ୍ଷାରସ ଥଳି” କିମ୍ବା “ଚମଡା ଝୁଲା” କୁହାଯାଏ I”

the wine will burst the skins

ନୁତନ ଦ୍ରାକ୍ଷାରସ ଯେତେ ପଚେ ସେତେ ପରିମାଣରେ ବୃଦ୍ଧି ପାଏ, ତେଣୁ ଏହା ପୁରୁଣାର କ୍ଷତି କରେ, ଭଂଗୁର ପ୍ରବଣ କୁମ୍ପା ଛିଡି ଯାଏ I

are lost

ନଷ୍ଟ ହୋଇଯାଏ

fresh wineskins

ନୁଆ କୁମ୍ପା କିମ୍ବା “ନୁଆ ଦ୍ରାକ୍ଷାରସ ମୁଣା”. ଏହି ମୁଣା କେବେବି ବ୍ୟବହାର ହୋଇ ନଥିବା ବୁଝାଏ I

Mark 2:23

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଶାସ୍ତ୍ରରୁ ଗୋଟିଏ ଉଦାହରଣ ଦେଲେ ଦେଖାଇଲେ ଯେ କାହିଁକି ଶିଷ୍ୟମାନେ ବିଶ୍ରାମ ବାରରେ ଶସ୍ୟ ଛିଣ୍ଡାଇବା ଭୁଲ ନୁହେଁ I

pick heads of grain

ଅନ୍ୟ ଜଣକ ଶସ୍ୟ କ୍ଷେତରୁ ଶିଶା ଛିଣ୍ଡାଇ ଖାଇବା କେହି ଚୋରି ବୋଲି ମନେ କରନ୍ତି ନାହିଁ I ପ୍ରଶ୍ନଟି ଏହା ଥିଲା ଯେ ବିଶ୍ରାମ ବାରରେ ଏହା କରିବା ବିଧି ସଂଗତ କି ନୁହେଁ I ଶିଷ୍ୟମାନେ ଶସ୍ୟର ଅଗ୍ରଭାଗ ଛିଣ୍ଡାଇ ଶିଶା, କିମ୍ବା ସେଗୁଡିକର ମଞ୍ଜି ଖାଇଲେ I ପୁରା ଅର୍ଥ ବୁଝାଇବା ନିମନ୍ତେ ଶବ୍ଦ ପୁଞ୍ଜଗୁଡିକୁ ବ୍ୟବହାର କର I ଅନ୍ୟଏକ ଅନୁବାଦରେ: “ଶସ୍ୟର ଅଗ୍ରଭାଗ ଛିଣ୍ଡାଇ ମଞ୍ଜି ଖାଇଲେ” (ଦେଖ: /WA-Catalog/or_tm?section=translate#figs-explicit)

heads of grain

“ଅଗ୍ରଭାଗ” ଗହମ ଶସ୍ୟର ଉପର ଅଂଶ, ଏହା ଏକ ପ୍ରକାର ଲମ୍ବା ଘାସ ସଦୃଶ ଅଟେ I ଶସ୍ୟର ଅଗ୍ରଭାଗରେ ପରିପକ୍ବ ଶସ୍ୟ କିମ୍ବା ମଞ୍ଜି ଥାଏ I

Mark 2:24

Connecting Statement:

ଫାରୁଶୀମାନେ ଶିଷ୍ୟମାନେ କଣ କରୁଥିଲେ ସେହି ବିଷୟରେ ପ୍ରଶ୍ନ ପଚାରିଲେ (୨୩ ପଦ) I

doing something that is not lawful on the Sabbath day

ଅନ୍ୟ ଜଣକ ଶସ୍ୟ କ୍ଷେତରୁ ଶିଶା ଛିଣ୍ଡାଇ ଖାଇବା (୨୩ ପଦ) କେହି ଚୋରି ବୋଲି ମନେ କରନ୍ତି ନାହିଁ I ପ୍ରଶ୍ନଟି ଏପରି ଯେ ବିଶ୍ରାମବାରରେ ଏହା କରିବା ବିଧି ସଂଗତ କି ନୁହେଁ I

Look, why are they doing something that is not lawful on the Sabbath day?

ଯୀଶୁଙ୍କୁ ଦୋଷାରୋପ କରିବା ନିମନ୍ତେ ଫାରୁଶୀମାନେ ଏହି ପ୍ରଶ୍ନ ପଚାରିଲେ I ଏହାକୁ ଉକ୍ତି ଭବାରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦେଖ ! ବିଶ୍ରାମ ବାର ଯିହୁଦୀ ବିଧିକୁ ସେମାନେ ଅବଜ୍ଞା କରୁଛନ୍ତି I“ (ଦେଖ: /WA-Catalog/or_tm?section=translate#figs-rquestion)

Look

ଦେଖ କିମ୍ବା “ଶୁଣ” କିଛି ଦେଖାଇବା ନିମନ୍ତେ କାହାର ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଏ I ଯଦି ତୁମ ଭାଷାରେ କାହାର ଆକର୍ଷଣ କରିବା ପାଇଁ ସେପରି କିଛି ଶବ୍ଦ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କର I

Mark 2:25

Connecting Statement:

ଯୀଶୁ ଫାରୁଶୀମାନଙ୍କ ଉପରେ ବିରକ୍ତ ହୋଇ ସେମାନଙ୍କୁ ପ୍ରଶ୍ନ ପଚାରିଲେ I

He said to them

ଯୀଶୁ ଫାରୁଶୀମାନଙ୍କୁ କହିଲେ

Have you never read what David ... the men who were with him

ଯୀଶୁ ଏହି ପ୍ରଶ୍ନ ସେମାନଙ୍କୁ ମନେ ପକାଇ ଦେବା ନିମନ୍ତେ ପ୍ରଶ୍ନ କଲେ ଯେ ଏପରି ବିଶ୍ରାମ ବାରରେ ଦାଉଦ କିଛି କରିଥିଲେ I ପ୍ରଶ୍ନଟି ଲମ୍ବା ଥିବାରୁ ଦୁଇଟି ବାକ୍ୟରେ ବିଭକ୍ତ କରା ଯାଇଛି I (ଦେଖ: /WA-Catalog/or_tm?section=translate#figs-rquestion)

Have you never read what David did ... him

ଏହାକୁ ଏକ ଅଜ୍ଞା ଭାବେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦାଉଦ କ’ଣ କରିଥିଲେ ତାହାକି ତୁମ୍ଭେ ପାଠ କରି ନାହଁ ... ତାହାଙ୍କୁ I” (ଦେଖ: /WA-Catalog/or_tm?section=translate#figs-rquestion)

read what David

ପୁରାତନ ନିୟମରେ ଦାଉଦଙ୍କ ବିଷୟରେ ପାଠ କରିବା ସମ୍ବନ୍ଧରେ ଯୀଶୁ ଇଂଗିତ କରୁଛନ୍ତି I ଏହାକୁ ବହିର୍ଭୁତ ତଥ୍ୟ ଦେଖାଇବା ପରି ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦାଉଦ କ’ଣ କରିଥିଲେ ତାହାକି ତୁମ୍ଭେମାନେ ପାଠ କରିନାହଁ” (ଦେଖ: /WA-Catalog/or_tm?section=translate#figs-explicit)

Mark 2:26

Connecting Statement:

ଯୀଶୁ ୨୫ ପଦରେ ପଚାରିଥିଵା ପ୍ରଶ୍ନ ଏଠାରେ ଶେଷ କଲେ I

how he went into the house of God ... to those who were with him?

୨୫ ପଦ ଠାରୁ ଅଲଗା ଉକ୍ତି ଭାବେ ଏହାକୁ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଈଶ୍ବରଙ୍କ ଗୃହରେ ପ୍ରବେଶ କରି ... ଆପଣା ସାଙ୍ଗମାନଙ୍କ ସହିତ ଥିଲେ” (ଦେଖ: /WA-Catalog/or_tm?section=translate#figs-rquestion)

how he went

“ସେ” ଶବ୍ଦ ଦାଉଦଙ୍କୁ ବୁଝାଏ I

bread of the presence

ଏହା ପୁରାତନ ନିୟମ ସମୟରେ ବାର ଖଣ୍ଡ ରୋଟୀ ଯାହା ସମାଗମ ତମ୍ବୁ କିମ୍ବା ମନ୍ଦିରରେ ସୁବର୍ଣ୍ଣ ମେଜରେ ଈଶ୍ବରଙ୍କୁ ବଳୀ ଉତ୍ସର୍ଗ କରିବା ନିମନ୍ତେ ରଖା ଯାଇଥିଲା ତାହାକୁ ବୁଝାଏ I

Mark 2:27

The Sabbath was made for mankind

ଯୀଶୁ ସ୍ପଷ୍ଟ କରି ବୁଝାଇ ଦେଲେ ଯେ ଈଶ୍ବର କାହିଁକି ବିଶ୍ରାମ ବାର ପାଳନ କରିବାକୁ ଆଜ୍ଞା ଦେଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ବିଶ୍ରାମବାର ମନୁଷ୍ୟ ନିମନ୍ତେ ସ୍ଥାପନ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

mankind

ମନୁଷ୍ୟ କିମ୍ବା “ଲୋକମାନେ” କିମ୍ବା “ଲୋକମାନଙ୍କର ଆବଶ୍ୟକତା I” ଏଠାରେ ଏହି ବାକ୍ୟଗୁଡିକ ଉଭୟ ପୁରୁଷ ଓ ସ୍ତ୍ରୀ ମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-gendernotations)

not mankind for the Sabbath

“ସ୍ଥାପିତ ହୋଇଥିଲା” ଶବ୍ଦଗୁଡିକ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ I ସେଗୁଡିକ ଏଠାରେ ପୁନରାବୃତି ହୋଇଛି I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ” କିମ୍ବା “ଈଶ୍ବର ବିଶ୍ରାମବାର ନିମନ୍ତେ ମନୁଷ୍ୟକୁ ତିଆରି କରି ନାହାନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)