Mark 1

ମାର୍କ ୦୧ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ୧:୨-୩ରେ ଏପରି କରେ, ଯେଉଁଗୁଡିକ ପୁରାତନ ନିୟମର ଶବ୍ଦଗୁଡିକ ଅଟନ୍ତି I

ଏହି ଅଧ୍ୟାୟରେ ବିଶେଷ ଧାରଣା I

“ତୁମେ ମୋତେ ଶୁଚି କରି ପାରିବ”

କୁଷ୍ଠ ଏକ ଚର୍ମ ଜନିତ ରୋଗ ଥିଲା ଯାହା ଜଣେ ବ୍ୟକ୍ତିଙ୍କୁ ଅଶୁଚି ଓ ଈଶ୍ବରଙ୍କୁ ଉପାସନା କରିବା ନିମନ୍ତେ ଅକ୍ଷମ କରିଦିଏ I ଶାରିରୀକ ଭାବେ ଲୋକାମାନଙ୍କୁ “ଶୁଚି” କରିବା କିମ୍ବା ଶାରୀରିକ ଭାବେ ଓ ଆତ୍ମିକ ଭାବେ “ଶୁଚି କରିବା” କିମ୍ବା ଈଶ୍ବରଙ୍କ ସହିତ ସୁସମ୍ପର୍କ ଗଠନ କରିବା ନିମନ୍ତେ ଯୀଶୁଙ୍କର କ୍ଷମତା ଥିଲା I (ଦେଖ: /WA-Catalog/or_tw?section=kt#clean)

”ଈଶ୍ବରଙ୍କ ରାଜ୍ୟ ସନ୍ନିକଟ”

ବାଇବଲ ପଣ୍ଡିତମାନେ ଯୁକ୍ତି କରନ୍ତି ଯେ ଏହି ସମୟରେ କ’ଣ “ଈଶ୍ବରଙ୍କ ରାଜ୍ୟ” ଉପସ୍ଥିତ ହୋଇଥିଲା କିମ୍ବା ସେହିପରି କିଛି ଆଗକୁ ଆସୁଅଛି I ଇଂରାଜୀ ଭାଷାନ୍ତରରେ ବାରମ୍ବାର “ହାତ ପାହାନ୍ତାରେ” ବାକ୍ୟାଂଶ ବ୍ୟବହାର ହୋଇଛି, କିନ୍ତୁ ଏହା ଅନୁବାଦକମାନଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିପାରେ I ଅନ୍ୟ ସଂସ୍କରଣ ଗୁଡିକ “ଆସୁଅଛି” ଓ “ଅତି ସନ୍ନିକଟ” ବାକ୍ୟାଂଶ ବ୍ୟବହାର କରିଛନ୍ତି I”

Mark 1:1

General Information:

ମାର୍କ ପୁସ୍ତକ ବାପ୍ତିଜକ ଯୋହନଙ୍କ ଆଗମନରେ ଯିଶାଇୟ ଭାବବାଦୀଙ୍କ ଭାବବାଣୀ ସହିତ ଆରମ୍ଭ ହୁଏ, ଯେ ଯୀଶୁଙ୍କୁ ବାପ୍ତିସ୍ମ ଦିଅନ୍ତି I ଏହାର ଲେଖକ ମାର୍କ ଅଟନ୍ତି, ମଧ୍ୟ ଯୋହନ ମାର୍କ କୁହାଗଲେ, ଯେ ଚାରି ସୁସମାଚାରରେ ଉଲ୍ଲେଖ ଥିବା ମରିୟମ ନାମକ ଅନେକ ସ୍ତ୍ରୀ ମାନଙ୍କ ମଧ୍ୟରୁ ଜଣକର ସନ୍ତାନ ଥିଲେ I ସେ ମଧ୍ୟ ବର୍ଣ୍ଣାବାସଙ୍କ ସମ୍ପର୍କୀୟ ଅଟନ୍ତି I

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Mark 1:2

before your face

ଏହା ଏକ ରୁଢି ଅଟେ ଯାହାର ଅର୍ଥ “ତୁମ୍ଭ ଆଗରେ I” (ଦେଖ: /WA-Catalog/or_tm?section=translate#figs-idiom)

your face ... your way

ଏଠାରେ “ତୁମ୍ଭର” ଶବ୍ଦ ଯୀଶୁଙ୍କୁ ବୁଝାଏ ଓ ଏକ ବଚନ ଅଟେ I ଯେତେବେଳେ ଏହାକୁ ତୁମେ ଅନୁବାଦ କରିବ, ସର୍ବନାମ “ତୁମ୍ଭ ମାନଙ୍କର“ ବ୍ୟବହାର କର କାରଣ ଏହା ଜଣେ ଭାବବାଦୀଙ୍କଠାରୁ ଉଦ୍ଧୃତ ବାକ୍ୟ ଅଟେ, ଓ ସେ ଯୀଶୁଙ୍କ ନାମ ବ୍ୟବହାର କରି ନାହାନ୍ତି I (ଦେଖ: /WA-Catalog/or_tm?section=translate#figs-you)

the one

ଏହା ଦୁତ କୁ ବୁଝାଏ I

will prepare your way

ଏପରି କରିବା ପ୍ରଭୁଙ୍କ ଆସିବା ନିମନ୍ତେ ପଥ ପ୍ରସ୍ତୁତ କରିବାକୁ ଉପସ୍ଥାପନା କରେ I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କର ଆଗମନ ନିମନ୍ତେ ଲୋକମାନଙ୍କୁ ପ୍ରସ୍ତୁତ କରିବେ” (ଦେଖ: /WA-Catalog/or_tm?section=translate#figs-metaphor)

Mark 1:3

The voice of one calling out in the wilderness

ଏହାକୁ ଏକ ବାକ୍ୟ ଭବାରେ ପ୍ରକାଶ କରିହେବ I ଅନ୍ୟଏକ ଅନୁବାଦରେ: “ପ୍ରାନ୍ତରରେ ଉଚ୍ଚ ସ୍ବର କରୁଥିବା ଜଣକର ସ୍ବର ଶୁଣାଗଲା” କିମ୍ବା “ସେମାନେ ପ୍ରାନ୍ତରରେ କହି ଜଣେ ଉଚ୍ଚ ସ୍ବର କରୁଥିବା ସେମାନେ ଶୁଣିଲେ”

Make ready the way of the Lord ... make his paths straight

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ I (ଦେଖ: /WA-Catalog/or_tm?section=translate#figs-parallelism)

Make ready the way of the Lord

ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର I ଏହିପରି କରିବା ପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ କରିବାକୁ ଉପସ୍ଥାପନ କରେ ଯେତେବେଳେ ତାହାଙ୍କ ଆଗମନ ହୁଏ I ଲୋକମାନେ ସେମାନଙ୍କର ପାପରେ ଅନୁତାପ କରିବା ଦ୍ବାରା ଏହା କରନ୍ତି I ଅନ୍ୟଏକ ଅନୁବାଦରେ: “ଯେତେବେଳେ ପ୍ରଭୁଙ୍କ ଆଗମନରେ ତାହାଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅ “ କିମ୍ବା “ପ୍ରଭୁଙ୍କ ଆଗମନ ନିମନ୍ତେ ମନ ପରିପର୍ତ୍ତନ କରି ପ୍ରସ୍ତୁତ ହୁଅ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-explicit)

Mark 1:4

General Information:

ଏହିସବୁ ପଦ ଗୁଡିକରେ “ସେ”, “ତାହାଙ୍କୁ” ଓ “ତାହାଙ୍କର” ଯୋହନଙ୍କୁ ବୁଝାଏ

John came

ନିଶ୍ଚିତ ହୁଅ ଯେ ତୁମର ପାଠକମାନେ ଯେପରି ବୁଝିପାରିବେ ଯେ ଯୋହନ ଜଣେ ଦୁତ ଥିଲେ ଯାହାଙ୍କ ବିଷୟରେ ଯିଶାଇୟ ଭାବବାଦୀ ପୁର୍ବ ପଦରେ ଲେଖିଛନ୍ତି I

Mark 1:5

The whole country of Judea and all the people of Jerusalem

“ସମଗ୍ର ଦେଶ” ଶବ୍ଦସମୁହ ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ଦେଶରେ ବାସ କରନ୍ତି ଓ ସାଧାରଣଭାବରେ ବହୁ ସଂଖ୍ୟାରେ ଲୋକମାନଙ୍କୁ ବୁଝାଏ, କିନ୍ତୁ ଜଣ ଜଣ କରି ନୁହେଁ I ଅନ୍ୟଏକ ଅନୁବାଦରେ: “ଯିହୁଦା ଓ ଯିରୁଶାଲମରୁ ଅନେକ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-hyperbole)

They were baptized by him in the Jordan River, confessing their sins

ସେମାନେ ଏକ ସମୟରେ ଏହିସବୁ କରନ୍ତି I ଲୋକମାନେ ବାପ୍ତିଜିତ ହୁଅନ୍ତି କାରଣ ସେମାନେ ସେମାନଙ୍କ ପାପରୁ ମନପରିବର୍ତ୍ତନ କରନ୍ତି I ଅନ୍ୟଏକ ଅନୁବାଦରେ: “ଯେତେବେଳେ ସେମାନେ ଆପଣା ଆପଣା ପାପରୁ ମନ ପରିବର୍ତ୍ତନ କଲେ , ଯୋହନ ସେମାନଙ୍କୁ ଜର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive)

Mark 1:7

He proclaimed

ଯୋହନ ଘୋଷଣା କରିବାକୁ ଲାଗିଲେ

the strap of his sandals I am not worthy to stoop down and untie

ଯୋହନ ଯୀଶୁଙ୍କ ମହାନତାକୁ ପ୍ରକାଶ କରିବା ନିମନ୍ତେ ଆପଣାକୁ ଜଣେ ଦାସ ଭାବରେ ପରିଗଣିତ କରୁଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଅବନତ ହୋଇ ତାହାଙ୍କର ପାଦୁକା ଫିଟାଇବାର ଯୋଗ୍ୟ ନୁହେଁ” (ଦେଖ: /WA-Catalog/or_tm?section=translate#figs-metaphor)

the strap of his sandals

ଯୀଶୁ ପୃଥିବୀରେ ଥିବା ସମୟରେ, ଲୋକମାନେ ପାଦୁକା ପିନ୍ଧୁଥିଲେ ତାହା ଚମଡାରେ ତିଆରି ଓ ପାଦରେ ବାନ୍ଧିବା ପାଇଁ ଚମଡା ଫିତା ଥାଏ I

stoop down

ଅବନତ ହେବା

Mark 1:8

but he will baptize you with the Holy Spirit

ଏହି ରୁପକ ଯୋହନଙ୍କ ଜଳରେ ବାପ୍ତିସ୍ମ ସହିତ ଭବିଷ୍ୟତରେ ପବିତ୍ର ଆତ୍ମାଙ୍କ ଦ୍ବାରା ଅଗ୍ନିରେ ବାପ୍ତିସ୍ମ ବିଷୟକୁ ତୁଳନା କରେ I ତାହାର ଅର୍ଥ ଯୋହନଙ୍କ ବାପ୍ତିସ୍ମ ଲୋକମାନଙ୍କୁ କେବଳ ସେମାନଙ୍କର ପାପରୁ ଶୁଚି କରିବାର ଏକ ସଙ୍କେତ ଥିଲା I ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିସ୍ମ ବାସ୍ତବରେ ସେମାନଙ୍କ ପାପରୁ ଶୁଚି କରେ I ଯଦି ସମ୍ଭବ ହୁଏ, “ବାପ୍ତିସ୍ମ” ପରି ବୁଝାପଡୁଥିବା ଏକ ଶବ୍ଦ ଏଠାରେ ବ୍ୟବହାର କର ଯେପରି ଦୁଇଟି ମଧ୍ୟରେ ଯୋହନଙ୍କର ବାପ୍ତିସ୍ମ ତୁଳନାତ୍ମକ ରହିବା ଉଚିତ I (ଦେଖ: /WA-Catalog/or_tm?section=translate#figs-metaphor)

Mark 1:9

It happened in those days

ଏହା ମୁଖ୍ୟ କାହାଣୀର ଧାରାରେ ଏକ ନୁତନ ଘଟଣାବଳୀର ଆରମ୍ଭକୁ ଚିହ୍ନିତ କରେ I (ଦେଖ: /WA-Catalog/or_tm?section=translate#writing-newevent)

he was baptized by John

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୋହନ ତାହାଙ୍କୁ ବାପ୍ତିସ୍ମ ଦେଲେ “ (ଦେଖ: /WA-Catalog/or_tm?section=translate#figs-activepassive)

Mark 1:10

the Spirit coming down on him like a dove

ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୁପକ ଅଟେ, ଓ ଯୀଶୁଙ୍କ ଉପରେ ଆତ୍ମା ଆକାଶମାର୍ଗରୁ ପୃଥିବୀକୁ ପକ୍ଷୀ ପରି ଅବତରଣ କଲେ କିମ୍ବା ୨) ଯେଉଁ ସମୟରେ ସେ ଯୀଶୁଙ୍କ ଉପରେ ଅବତରଣ କଲେ ଆତ୍ମା ବାସ୍ତବରେ ଏକ କପୋତ ପରି ଦେଖା ଯାଉଥିଲେ I (ଦେଖ: /WA-Catalog/or_tm?section=translate#figs-simile)

Mark 1:11

A voice came out of the heavens

ଏହା ଈଶ୍ଵରଙ୍କ ବକ୍ତବ୍ୟକୁ ଉପସ୍ଥାପନ କରେ I ବେଳେବେଳେ ଲୋକମାନେ ସିଧାସଳଖ ଈଶ୍ଵରଙ୍କୁ ନିଦର୍ଶନ କରନ୍ତି ନାହିଁ କାରଣ ସେମାନେ ସମ୍ମାନ (ଭୟ) କରନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ଵର ସ୍ଵର୍ଗରୁ କହିଲେ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-euphemism)

beloved Son

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I ପିତା ଯୀଶୁଙ୍କୁ ତାହାଙ୍କୁ “ପ୍ରିୟ ପୁତ୍ର” କହନ୍ତି କାରଣ ତାହାଙ୍କ ପ୍ରତି ତାହାଙ୍କର ଅନନ୍ତକାଳୀନ ପ୍ରେମ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Mark 1:12

Connecting Statement:

ଯୀଶୁ ବାପ୍ତିଜିତ ହେବା ପରେ, ସେ ୪୦ ଦିନ ପ୍ରାନ୍ତରରେ ରହିଲେ ଓ ପୁଣି ଗାଲିଲିକୁ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଆହ୍ଵାନ କଲେ ଓ ଶିକ୍ଷା ଦେଲେ I

compelled him to go out

ଯୀଶୁ ବାଧ୍ୟତାମୁଳକ ବାହାରକୁ ଯାଉଥିଲେ

Mark 1:13

He was in the wilderness

ସେ ପ୍ରାନ୍ତରରେ ରହିଲେ

forty days

୪୦ ଦିନ (ଦେଖ: /WA-Catalog/or_tm?section=translate#translate-numbers)

He was with

ସେ ସେମାନଙ୍କ ମଧ୍ୟରେ ରହିଲେ

Mark 1:14

after John was arrested

ଯୋହନ କାରାରୁଦ୍ଧ ହେବା ପରେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ଯୋହନଙ୍କୁ ବନ୍ଦୀ କରିବା ପରେ” (ଦେଖ: /WA-Catalog/or_tm?section=translate#figs-activepassive)

proclaiming the gospel

ସେ ଅନେକ ଲୋକଙ୍କୁ ସୁସମାଚାର କହିଲେ

Mark 1:15

The time is fulfilled

କାଳ ସମ୍ପୁର୍ଣ୍ଣ ହୁଅନ୍ତେ

the kingdom of God is near

ଏହା ଈଶ୍ଵର ତାଙ୍କର ଲୋକମାନଙ୍କୁ ଶାସନ ଆରମ୍ଭ କରିବା ପାଇଁ ସନ୍ନିକଟ ସମୟ ଅଟେ

Mark 1:16

he saw Simon and Andrew

ଯୀଶୁ ଶିମୋନ ଓ ଆନ୍ଦ୍ରୀୟଙ୍କୁ ଦେଖିଲେ

casting a net in the sea

ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥ ଅନ୍ତର୍ହିତ କରା ଯାଇପାରେ I ଅନ୍ୟଏକ ଅନୁବାଦରେ: “ମାଛ ଧରିବା ନିମନ୍ତେ ପାଣିରେ ଜାଲ ପକାଉ ଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 1:17

Come, follow me

ମୋହର ଅନୁଗମନ କର କିମ୍ବା “ମୋ ସହିତ ଆସ”

I will make you fishers of men

ଏହି ରୁପକର ଅର୍ଥ ଶିମୋନ ଓ ଆନ୍ଦ୍ରୀୟ ଈଶ୍ବରଙ୍କର ସତ୍ୟ ବାକ୍ୟ ଲୋକମାନଙ୍କୁ ଶିଖାଇବେ, ଏଣୁ ଅନ୍ୟମାନେ ମଧ୍ୟ ଯୀଶୁଙ୍କୁ ଅନୁଗମନ କରିବେ I ଅନ୍ୟଏକ ଅନୁବାଦରେ: “ମୁଁ ମନୁଷ୍ୟ ଧରିବା ଶିଖାଇବି ଯେପରି ତୁମେ ମାଛ ଧରିବା ଶିଖି ଅଚ୍ଛ” (ଦେଖ: /WA-Catalog/or_tm?section=translate#figs-metaphor)

Mark 1:19

in the boat

ଏହା ଅନୁମାନ କରାଯାଏ ଯେ ସେହି ନୌକା ଯାକୁବ ଓ ଯୋହନଙ୍କର ଥିଲା I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ନୌକାରେ” (ଦେଖ: /WA-Catalog/or_tm?section=translate#figs-explicit)

mending the nets

ଜାଲ ସଜାଡୁ ଥିଲେ

Mark 1:20

called them

ଏହାକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିବା ଉପଯୁକ୍ତ ହେବ ଯେ କାହିଁକି ଯୀଶୁ ଯାକୁବ ଓ ଯୋହନଙ୍କୁ ଆହ୍ବାନ କଲେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ତାହାଙ୍କ ସହିତ ଆସିବା ନିମନ୍ତେ ଆହ୍ବାନ କଲେ” (ଦେଖ: /WA-Catalog/or_tm?section=translate#figs-explicit)

hired servants

ମୁଲିଆମାନେ ଯେଉଁମାନେ ତାହାଙ୍କ ସହିତ କାର୍ଯ୍ୟ କରୁଥିଲେ

they followed him

ଯାକୁବ ଓ ଯୋହନ ଯୀଶୁଙ୍କ ସହିତ ଗଲେ I

Mark 1:21

Connecting Statement:

ଯୀଶୁ କଫର୍ନାହୁମର ସମାଜ ଗୃହରେ ବିଶ୍ରାମବାର ଦିନ ଶିକ୍ଷା ଦେବାକୁ ଲାଗିଲେ I ସେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକଠାରୁ ମନ୍ଦାତ୍ମାକୁ ବାହାର କଲା ପରେ ଗାଲିଲିରେ ଆଖପାଖ ଅଞ୍ଚଳରେ ଲୋକମାନେ ବିସ୍ମୟାନ୍ବିତ ହେଲେ I

came into Capernaum

କଫର୍ନାହୁମରେ ପହଞ୍ଚିଲେ

Mark 1:22

for he was teaching them as someone who has authority and not as the scribes

“ଶିକ୍ଷା” ଦେବା ଧାରଣା ସ୍ପଷ୍ଟଭାବରେ କୁହାଯାଇ ପାରିବ ଯେତେବେଳେ “ଯାହାର ଅଧିକାର ଅଛି” ଓ “ଶାସ୍ତ୍ରୀମାନଙ୍କ” ବିଷୟରେ କୁହାଯିବ I ଅନ୍ୟଏକ ଅନୁବାଦରେ: “କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 1:24

What do we have to do with you, Jesus of Nazareth?

ଅଶୁଚି ଆତ୍ମାବିଷ୍ଟ ବ୍ୟକ୍ତି ଏହି ଅଳଙ୍କାରିକ ପ୍ରଶ୍ନ ପଚାରିଲେ ଯାହାର ଅର୍ଥ ଯୀଶୁ ସେମାନଙ୍କ ସହିତ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଓ ସେମାନେ ତାଙ୍କୁ ଛାଡିବା ପାଇଁ ଇଛା କଲେ I ଅନ୍ୟଏକ ଅନୁବାଦରେ: “ହେ ନାଜରିତିୟ ଯୀଶୁ, ଆମ୍ଭମାନଙ୍କୁ ଏକୁଟିଆ ଛାଡିଦିଅ ! ତୁମେ ଆମ୍ଭ ସହିତ ହସ୍ତକ୍ଷେପ କରିବା ନିମନ୍ତେ ସେଠାରେ କୌଣସି କାରଣ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion)

Have you come to destroy us?

ଅଶୁଚି ଆତ୍ମାବିଷ୍ଟ ବ୍ୟକ୍ତି ଏହି ଅଳଙ୍କାରିକ ପ୍ରଶ୍ନ କରିବା ଦ୍ବାରା ସେ ସେମାନଙ୍କୁ ବିନାଶ ନକରିବା ନିମନ୍ତେ ଯୀଶୁଙ୍କୁ ଅନୁରୋଧ କଲା I ଅନ୍ୟଏକ ଅନୁବାଦରେ: “ଆମ୍ଭ ମାନଙ୍କୁ ବିନାଶ ନକର !” (ଦେଖ: /WA-Catalog/or_tm?section=translate#figs-rquestion)

Mark 1:26

threw him down

ଏଠାରେ “ତାହାକୁ” ଶବ୍ଦ ଭୁତଗ୍ରସ୍ତ ଲୋକକୁ ବୁଝାଏ I

while crying out with a loud voice

ଅଶୁଚି ଆତ୍ମାବିଷ୍ଟ ବ୍ୟକ୍ତି ଯେ ଚିତ୍କାର କଲା, କୌଣସି ଲୋକ ନୁହେଁ I

Mark 1:27

they asked each other, ""What is this? A new teaching with authority! ... and they obey him!

ଲୋକମାନଙ୍କର ବିସ୍ମୟାନ୍ବିତ ଦେଖାଇବା ନିମନ୍ତେ ସେମାନେ ଦୁଇଟି ପ୍ରଶ୍ନ ପଚାରିଲେ I ପ୍ରଶ୍ନଟି ବିସ୍ମୟାନ୍ବିତ ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ପରସ୍ପରକୁ କହିବାକୁ ଲାଗିଲେ. “ଏହା ଆଶ୍ଚର୍ଯ୍ୟଜନକ ଅଟେ ! ସେ ନୁତନ ଶିକ୍ଷା ଦେଉଛନ୍ତି, ଓ ସେ ଅଧିକାରପ୍ରାପ୍ତ ବ୍ୟକ୍ତି ପରି କହୁଛନ୍ତି ! ... ଓ ସେମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି !’” (ଦେଖ: /WA-Catalog/or_tm?section=translate#figs-rquestion)

He even commands

“ସେ” ଶବ୍ଦ ଯୀଶୁଙ୍କୁ ବୁଝାଏ I

Mark 1:29

Connecting Statement:

ଅଶୁଚି ଆତ୍ମାଶିଷ୍ଟ ଲୋକକୁ ସୁସ୍ଥ କରିବା ପରେ, ଯୀଶୁ ଶିମୋନଙ୍କ ଶାଶୁକୁ ସୁସ୍ଥ କଲେ ଓ ଆହୁରି ଅନେକଙ୍କୁ ସେ ସୁସ୍ଥ କଲେ I

Mark 1:30

Now Simon's mother-in-law was lying sick with a fever

“ସେହିକ୍ଷଣି” ଶବ୍ଦ ଶିମୋନଙ୍କ ଶାଶୁଙ୍କୁ କାହାଣୀରେ ପରିଚିତ କରୁଅଛି ଓ ତାହା ବିଷୟରେ ପ୍ରାକ ତଥ୍ୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-participants/WA-Catalog/or_tm?section=translate#writing-background)

Mark 1:31

raised her up

ତାହାକୁ ଉଠାଇଲେ କିମ୍ବା “ଶଯ୍ୟାରୁ ଉଠିବା ନିମନ୍ତେ ସକ୍ଷମ କରିଲେ”

the fever left her

ତୁମେ ହୁଏତ ଯେ ତାହାଙ୍କୁ ସୁସ୍ଥ କଲେ ତାହାଙ୍କ ସମ୍ବନ୍ଧରେ ଅନ୍ତର୍ହିତ ତଥ୍ୟ ସ୍ପଷ୍ଟ କରିବାକୁ ଇଛା କରିପାର I ଅନ୍ୟଏକ ଅନୁବାଦରେ: “ଯୀଶୁ ତାହାକୁ ଜ୍ବରରୁ ସୁସ୍ଥ କଲେ” (ଦେଖ: /WA-Catalog/or_tm?section=translate#figs-explicit)

she started serving them

ତୁମେ ହୁଏତ ଯେ ତାହାଙ୍କୁ ଖାଦ୍ୟ ପରଶିଲେ ତାହାଙ୍କ ସମ୍ବନ୍ଧରେ ଅନ୍ତର୍ହିତ ତଥ୍ୟ ସ୍ପଷ୍ଟ କରିବାକୁ ଇଛା କରିପାର I ଅନ୍ୟଏକ ଅନୁବାଦରେ: “ସେ ସେମାନଙ୍କୁ ଖାଦ୍ୟ ଓ ପାନରେ ପରିଚର୍ଯ୍ୟା କରିବାକୁ ଲାଗିଲେ” (ଦେଖ: /WA-Catalog/or_tm?section=translate#figs-explicit)

Mark 1:32

General Information:

ଏଠାରେ “ତାଙ୍କୁ” ଓ “ସେ” ଶବ୍ଦସମୁହ ଯୀଶୁଙ୍କୁ ବୁଝାଏ I

all who were sick or possessed by demons

“ସମସ୍ତ” ଶବ୍ଦ ଅନେକ ସଂଖ୍ୟାରେ ଲୋକମାନେ ତାହାଙ୍କ ଛାମୁକୁ ଆସିବାକୁ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ଅତିରଞ୍ଜିତ କରେ I ଅନ୍ୟଏକ ଅନୁବାଦରେ: “ଅନେକେ ଯେଉଁମାନେ ପିଡିତ ଓ ଭୁତଗ୍ରସ୍ତ ଥିଲେ” (ଦେଖ: /WA-Catalog/or_tm?section=translate#figs-hyperbole)

Mark 1:33

The whole city gathered together at the door

ଲକ୍ଷଣ ସୂଚକ ଶବ୍ଦ “ନଗର” ସହରରେ ବାସ କରୁଥିବାକୁ ଲୋକମାନଙ୍କୁ ବୁଝାଏ I ଏଠାରେ “ସମସ୍ତ” ଶବ୍ଦ ହୁଏତ ସର୍ବସାଧାରଣରେ ଗୁରୁତ୍ଵ ଦିଏ ଯେ ଏକତ୍ର ହୋଇଥିବା ଅଧିକାଂଶ ଲୋକାମାନେ ସହରରୁ ଥିଲେ I ଅନ୍ୟଏକ ଅନୁବାଦରେ: “ପୁଣି ନଗରବାସୀ ସମସ୍ତେ ଦ୍ଵାର ନିକଟରେ ଏକତ୍ର ହେଲେ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-hyperbole )

Mark 1:35

General Information:

ଏଠାରେ “ସେ” ଓ “ତାହାଙ୍କୁ” ଶବ୍ଦସମୁହ ଯୀଶୁଙ୍କୁ ବୁଝାଏ

Connecting Statement:

ଯୀଶୁ ଲୋକମାନଙ୍କୁ ସୁସ୍ଥ କରିବା ସମୟ ମଧ୍ୟରେ ପ୍ରାର୍ଥନା କରିବା ନିମନ୍ତେ ସମୟ ନେଲେ I ପୁଣି ସେ ଗାଲିଲିରେ ନଗର ସମୁହକୁ ଯାଇ ସୁସମାଚାର ଘୋଷଣା କଲେ, ସୁସ୍ଥ କଲେ ଓ ଭୁତମାନଙ୍କୁ ଛଡାଇଲେ I

a solitary place

ଗୋଟିଏ ନିର୍ଜନ ସ୍ଥାନକୁ ଆସିଲେ ଯେଉଁଠାରେ ସେ ଏକୁଟିଆ ସମୟ କାଟି ପାରିବେ

Mark 1:36

Simon and those who were with him

ଏଠାରେ ବ୍ୟବହୃତ ଶବ୍ଦ “ତାହାଙ୍କୁ” ଶିମୋନକୁ ବୁଝାଏ I ସେମାନେ ମଧ୍ୟ ତାହାଙ୍କ ସହିତ ଥିଲେ ଯଥା ଆନ୍ଦ୍ରୀୟ, ଯାକୁବ, ଯୋହନ ଓ ସମ୍ଭବତଃ ଅନ୍ୟଲୋକମାନେ I

Mark 1:37

Everyone is looking for you

“ପ୍ରତ୍ୟେକଜଣ” ଶବ୍ଦଟି ସେଠାରେ ଥିବା ଲୋକମାନଙ୍କୁ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ଅତିରଞ୍ଜିତ ଶବ୍ଦ ଅଟେ ଯେଉଁମାନେ ଯୀଶୁଙ୍କୁ ଅନ୍ବେଷଣ କରୁଥିଲେ I ଅନ୍ୟଏକ ଅନୁବାଦରେ: “ଅନେକ ଲୋକ ଆପଣଙ୍କର ଅନ୍ବେଷଣ କରୁଛନ୍ତି” (ଦେଖ: /WA-Catalog/or_tm?section=translate#figs-hyperbole)

Mark 1:38

General Information:

ଏଠାରେ “ସେ” ଓ “ମୁଁ” ଶବ୍ଦ ଯୀଶୁଙ୍କୁ ବୁଝାଏ I

Let us go elsewhere

ଆମ୍ଭମାନଙ୍କର ଅନ୍ୟ ସ୍ଥାନକୁ ଯିବାର ପ୍ରୟୋଜନ ଅଛି I ଏଠାରେ ଯୀଶୁ ଆପଣା ସହିତ ଶିମୋନ, ଆନ୍ଦ୍ରୀୟ,ଯାକୁବ ଓ ଯୋହନଙ୍କୁ ସୁଚିତ କରିବା ନିମନ୍ତେ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I

Mark 1:39

He went throughout all of Galilee

“ସମୁଦାୟ” ଶବ୍ଦ ଗୁରୁତ୍ବତାକୁ ବ୍ୟବହାର କରି ଅତିରଞ୍ଜିତ କରି ବୁଝାଏ ଯେ ଯୀଶୁ ତାହାଙ୍କ ସେବାକାର୍ଯ୍ୟର ଅବଧି ମଧ୍ୟରେ ଅନେକ ସ୍ଥାନକୁ ଗଲେ I ଅନ୍ୟଏକ ଅନୁବାଦରେ: “ସେ ସମୁଦାୟ ଗାଲିଲିରେ ଅନେକ ସ୍ଥାନ ଭ୍ରମଣ କଲେ” (ଦେଖ: /WA-Catalog/or_tm?section=translate#figs-hyperbole)

Mark 1:40

A leper came to him. He was begging him; he knelt down and said to him

ଏଥିମଧ୍ୟରେ ଜଣେ କୁଷ୍ଠୀ ଯୀଶୁଙ୍କ ନିକଟକୁ ଆସିଲେ I ସେ ଯୀଶୁଙ୍କ ନିକଟରେ ଜାନୁପାତି ତାହାଙ୍କୁ ବିନତୀ କରି କହିବାକୁ ଲାଗିଲା

If you are willing, you can make me clean

ପ୍ରଥମ ବାକ୍ୟଖଣ୍ଡରେ, “ଶୁଚି କରନ୍ତୁ” ଶବ୍ଦସମୁହ ଦ୍ବିତୀୟ ବାକ୍ୟାଂଶରୁ ବୁଝି ହୁଏ I ଅନ୍ୟଏକ ଅନୁବାଦରେ: “ଆପଣ ଯଦି ମୋତେ ଶୁଚି କରିବାକୁ ଇଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)

are willing

ଇଛା ବା “ଆଶା”

you can make me clean

ବାଇବଲ ସମୟରେ, ଜଣେ ବ୍ୟକ୍ତି ଯାହାର କୌଣସି ପ୍ରକାର ଚର୍ମ ରୋଗ ଥାଏ ତାହାକୁ ସୁସ୍ଠତା ନପାଇବା ପର୍ଯ୍ୟନ୍ତ ଅଶୁଚି ଭାବେ ପରିଗଣିତ କରନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ ମୋତେ ସୁସ୍ଥ କରି ପାରିବ” (ଦେଖ: /WA-Catalog/or_tm?section=translate#figs-metaphor)

Mark 1:41

Moved with compassion, Jesus

ଏଠାରେ “ବିଗଳିତ ହେଲେ” ଏକ ରୁଢି ଅଟେ ଯାହାର ଅର୍ଥ ଅନ୍ୟ ଜଣକର ଆବଶ୍ୟକତାରେ ଭାବ ପ୍ରବଣତା ପ୍ରକାଶ କରିବା I ଅନ୍ୟଏକ ଅନୁବାଦରେ: “ତା ନିମନ୍ତେ ଯୀଶୁ ଦୟାରେ ବିଗଳିତ ହୋଇ” କିମ୍ବା “ଯୀଶୁ ସେହି ଲୋକ ନିମନ୍ତେ ଦୟା ଅନୁଭବ କଲେ, ତେଣୁ ସେ“ (ଦେଖ: /WA-Catalog/or_tm?section=translate#figs-idiom)

I am willing

ଏହା ହୁଏତ ଯୀଶୁ ଯାହା କରିବା ନିମନ୍ତେ ଇଛା ବ୍ୟକ୍ତ କରନ୍ତି ସେଥିନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ମୁଁ ଇଚ୍ଛା କରୁଅଛି ତୁମେ ଶୁଚି ହୁଅ” (ଦେଖ: /WA-Catalog/or_tm?section=translate#figs-ellipsis)

Mark 1:43

General Information:

ଏଠାରେ ବ୍ୟବହୃତ “ତାହାଙ୍କୁ” ଶବ୍ଦ କୁଷ୍ଠୀକୁ ବୁଝାଏ ଯାହାକୁ ଯୀଶୁ ସୁସ୍ଥ କଲେ I

Mark 1:44

Be sure to say nothing to anyone

ସାବଧାନ କାହାକୁ କିଛି କୁହ ନାହିଁ

show yourself to the priest

ଯୀଶୁ ଆପଣାକୁ ଯାଜକଙ୍କ ନିକଟରେ ନିଜକୁ ଦେଖାଇବା ନିମନ୍ତେ ସେହି ଲୋକକୁ କହିଲେଯେହେତୁ ଯାଜକ ତାହାର କୁଷ୍ଠରେ ସୁସ୍ଥ ହୋଇଅଛି ନିରୀକ୍ଷଣ କରିବେ I ପୁଣି ମୋଶାଙ୍କ ବ୍ୟବସ୍ଥା ଲୋକମାନଙ୍କୁ ଯାଜକଙ୍କ ନିକଟରେ ଉପସ୍ଥାପନ କରିବେ ଯଦି ସେମାନେ ଅଶୁଚି ଥିଲେ କିନ୍ତୁ ବର୍ତ୍ତମାନ ଅଶୁଚି ନଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

show yourself

ଏଠାରେ “ଆପଣାର” ଶବ୍ଦ କୁଷ୍ଠୀର ଚର୍ମକୁ ଉପସ୍ଥାପନ କରେ I ଅନ୍ୟଏକ ଅନୁବାଦରେ: “ ତୁମର ଚର୍ମ ଦେଖାଅ” (ଦେଖ: /WA-Catalog/or_tm?section=translate#figs-synecdoche)

a testimony to them

ତୁମ ଭାଷାରେ, ଯଦି ସମ୍ଭବ ହୁଏ, ଏଠାରେ ସର୍ବନାମ “ସେମାନଙ୍କୁ” ବ୍ୟବହାର କରିବା ଉପଯୁକ୍ତ ହେବ I ସାମ୍ଭାବିତ ଅର୍ଥଗୁଡିକ ୧) “ଯାଜକଙ୍କ ନିକଟରେ ସାକ୍ଷ୍ୟ ଦେବା” କିମ୍ବା ୨) “ଲୋକମାନଙ୍କ ନିକଟରେ ସାକ୍ଷ୍ୟ ଦେବା I”

Mark 1:45

But he went out

“ସେ” ଶବ୍ଦ ସେହି ଲୋକକୁ ଯୀଶୁ ସୁସ୍ଥ କଲେ ତାହାକୁ ବୁଝାଏ I

began to spread the news widely

ଏଠାରେ “ଚାରିଆଡେ କହିବାକୁ ଲାଗିଲା” ଏକ ରୁପକ ଅଟେ ଯାହା ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଘଟଣା ସମ୍ବନ୍ଧରେ କହିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେ ବାହାରି ଯାଇ ଯୀଶୁ ତା’ପ୍ରତି ଯାହା କରିଛନ୍ତି ଅଧିକ ଘୋଷଣା କରିବାକୁ ଲାଗିଲା” (ଦେଖ: /WA-Catalog/or_tm?section=translate#figs-metaphor)

so much that

ଲୋକଟି ସେହି ସମ୍ବାଦକୁ ଅଧିକ ବିସ୍ତାରିତ କଲା

that Jesus could no longer enter a town openly

ସେହି ଲୋକ ଅଧିକ ଘୋଷଣା କରିବାର ଫଳାଫଳ ହେଲା I ଏଠାରେ “ଖୋଲାଖୋଲି” ଏକ ରୁପକ ଅଟେ ଯାହା “ସର୍ବ ସାଧାରଣ”କୁ ବୁଝାଏ I ଯୀଶୁ ନଗରରେ ପ୍ରବେଶ କରି ପାରିଲେ ନାହିଁ ଯେହେତୁ ଚତୁର୍ଦ୍ଦିଗରୁ ଲୋକାମାନେ ତାହାଙ୍କ ନିକଟକୁ ଆସିଲେ I ଅନ୍ୟଏକ ଅନୁବାଦରେ: “ ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରି ପାରିଲେ ନାହିଁ” କିମ୍ବା“ ଆଉ ଯୀଶୁ ଅନେକ ନଗରରେ ପ୍ରବେଶ କରି ପାରିଲେ ନାହିଁ ଯେପରି ଅଧିକ ସଂଖ୍ୟକ ଲୋକମାନେ ତାହାଙ୍କୁ ଦେଖି ପାରିବେ” (ଦେଖ: /WA-Catalog/or_tm?section=translate#figs-explicit)

remote places

ନିର୍ଜନ ସ୍ଥାନ କିମ୍ବା “ଯେଉଁ ସ୍ଥାନରେ କହି ନଥିବେ”

from everywhere

“ପ୍ରତ୍ୟେକ ସ୍ଥାନରେ” ଶବ୍ଦ ପ୍ରକାଶ କରେ ଯେ ଅଧିକାଂଶ ସ୍ଥାନରୁ ଲୋକାମାନେ ଆସିଲେ I ଅନ୍ୟଏକ ଅନୁବାଦରେ: “ଚତୁଃଦିଗରୁ” (ଦେଖ: /WA-Catalog/or_tm?section=translate#figs-hyperbole)