Matthew 15

ମାଥିଉ ୧୫ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରେ I ULT ୧୫:୮-୯ରେ ପଦ୍ୟ ସହିତ ଏହିପରି କରେ, ଯାହା ପୁରାତନ ନିୟମରୁ ଶବ୍ଦ ଗୁଡିକ ଅଟନ୍ତି I

ଏହି ଅଧ୍ୟାୟରେ ବିଶେଷ ଧାରଣା

“ପ୍ରାଚୀନମାନଙ୍କ ପରମ୍ପରା”

“ପ୍ରାଚୀନମାନଙ୍କ ରୀତିନୀତି” ମୌଖିକ ବ୍ୟବସ୍ଥା ଥିଲେ ଯାହା ଯିହୁଦୀ ନେତାମାନେ ବିକଶିତ କଲେ କାରଣ ସେମାନେ ନିଶ୍ଚିତ ହେବା ଚାହୁଁଥିଲେ ଯେପରି ସମସ୍ତେ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବେ I ଯାହାହେଉ, ସେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଅପେକ୍ଷା ଏହି ବିଧି ବିଧାନ ପାଳନ କରିବା ନିମନ୍ତେ କଠିନ ପରିଶ୍ରମ କରୁଥିଲେ I ଯୀଶୁ ଏଥିନିମନ୍ତେ ଧାର୍ମିକ ନେତାମାନଙ୍କୁ ଅନୁଯୋଗ କରେ, ଏବଂ ପରିଣାମ ସ୍ବରୁପେ ସେମାନେ କ୍ରୋଧାନ୍ବିତ ହେଲେ I (ଦେଖ: /WA-Catalog/or_tw?section=kt#lawofmoses)

ଯିହୁଦୀ ଓ ବିଜାତୀ

ଯୀଶୁଙ୍କ ସମୟରେ ଯିହୁଦୀମାନେ ଭାବୁଥିଲେ ଯେ ସେମାନଙ୍କ ଜୀବନ ଶୈଳୀ ଦ୍ବାରା କେବଳ ଯିହୁଦୀମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରି ପାରିବେ I ଯୀଶୁ ଜଣେ କିଣାନୀୟା ବିଜାତୀ ସ୍ତ୍ରୀର ଝିଅକୁ ସୁସ୍ଥ କଲେ ଯେହେତୁ ସେ ଶିଷ୍ୟମାନଙ୍କୁ ଦେଖିବାକୁ ଚାହୁଁଥିଲେ ଯେ ସେ ଉଭୟ ଯିହୁଦୀ ଓ ବିଜାତିୟ ତାହାଙ୍କ ଲୋକଭାବେ ଗ୍ରହଣ କରନ୍ତି I

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ମେଷ

ବାଇବଲ ସର୍ବଦା ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ମେଷମାନେ ଥିଲେ କାରଣ ମେଷମାନେ କେହି ଜଣକର ଯତ୍ନ ନେବା ଆବଶ୍ବକ କରନ୍ତି I ଯେହେତୁ ସେମାନେ ଉତ୍ତମତା କଅଣ ଜାଣି ପାରନ୍ତି ନାହିଁ ଓ ଅନ୍ୟ ପଶୁମାନେ ଯେଉଁଠାରେ ସେମାନଙ୍କୁ ସହଜରେ ଶିକାର କରି ପାରିବେ ସେହି ସ୍ଥାନଗୁଡିକୁ ଯାଆନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

Matthew 15:1

General Information:

ଏହି ଦୃଶ୍ବ ପୂର୍ବବର୍ତ୍ତୀ ଅଧ୍ୟାୟରେ ଘଟଣାର କିଛିସମୟ ପରେ ଯେଉଁ ଘଟଣା ଗୁଡିକ ଘଟୁଛି ସେହି ବିଷୟରେ ବର୍ଣ୍ଣନା କରେ I ଏଠାରେ ଯୀଶୁ ଫାରୁଶୀମାନଙ୍କ ସମାଲୋଚନାର ଉତ୍ତର ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

Matthew 15:2

Why do your disciples violate the traditions of the elders?

ଫାରୁଶୀ ଓ ଶାସ୍ତ୍ରୀମାନେ ଏହି ପ୍ରଶ୍ନ ବ୍ୟବହାର କରି ଯୀଶୁଙ୍କୁ ଓ ତାହାଙ୍କର ଶିଷ୍ୟମାନଙ୍କୁ ସମୀକ୍ଷା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ବ୍ୟବସ୍ଥାକୁ ସମ୍ମାନ ଦିଅନ୍ତି ନାହିଁ I” (ଦେଖ: /WA-Catalog/or_tm?section=translate#figs-rquestion)

traditions of the elders

ଏହା ମୋଶାଙ୍କ ଦ୍ବାରା ଦିଆଯାଇଥିବା ବ୍ୟବସ୍ଥା ସହିତ ସମାନ ନୁହେଁ I ଏହା ମୋଶାଙ୍କ ପରେ ଧାର୍ମିକ ନେତାମାନଙ୍କ ଦ୍ବାରା ଦିଆଯାଇ ଥିବା ବ୍ୟବସ୍ଥାର ଭାଷାନ୍ତର ଓ ଶିକ୍ଷାକୁ ବୁଝାଏ I

they do not wash their hands

ଏହି ଶୁଚିକରଣ କେବେଳ ହାତ ଧୋଇଵା ନୁହେଁ I ଏହା ପ୍ରାଚୀନମାନଙ୍କ ଦ୍ବାରା ଶୁଚିକରଣ ରୀତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନେ ସେମାନଙ୍କର ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Matthew 15:3

Then why do you violate the commandment of God for the sake of your traditions?

ଧାର୍ମିକ ନେତାମାନେ କଣ କରନ୍ତି ସମୀକ୍ଷା କରି ଯୀଶୁ ପ୍ରଶ୍ନର ଉତ୍ତର ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ବରଙ୍କ ଆଜ୍ଞା ଲଂଘନ କର !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 15:4

General Information:

୪ ପଦରେ, ଯୀଶୁ ଦୁଇଥର ଯାତ୍ରା ପୁସ୍ତକରୁ ବାକ୍ୟ ଉଦ୍ଧୃତ କରି କହିଲେ ଯେ ଲୋକମାନେ ସେମାନଙ୍କର ପିତାମାତାଙ୍କୁ ସମାଦର ବିଷୟରେ ଈଶ୍ବର କଅଣ ଆଶା କରନ୍ତି I

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

will surely die

ଲୋକମାନେ ନିଶ୍ଚୟ ତାହାଙ୍କୁ ପ୍ରାଣଦଣ୍ଡ ଦେବେ

Matthew 15:5

But you say

ଏଠାରେ “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ ଓ ଫାରୁଶୀ ଏବଂ ଶାସ୍ତ୍ରୀମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

Matthew 15:6

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଚେତନା ଦେବା ଜାରି ରଖିଛନ୍ତି I

that person does not need to honor his father

ଆରମ୍ଭ ଶବ୍ଦ “କିନ୍ତୁ ତୁମ୍ଭେମାନେ କହୁଅଛ” (୫ ପଦ) ଉଦ୍ଧୃତ ମଧ୍ୟରେ ଉଦ୍ଧୃତ ସହିତ ଅଟେ I ଯଦି ଆବଶ୍ୟକ ହୁଏ ତୁମେ ପରୋକ୍ଷଭାବେ ବାକ୍ୟ ଉଦ୍ଧୃତ କରି ଅନୁବାଦ କରିପାରିବ I “କିନ୍ତୁ ଶିକ୍ଷା ଦେଉଅଛ ଯେ ଯେକେହି ପିତା କି ମାତାଙ୍କୁ କହେ, ମୋ’ଠାରୁ ଯାହା ଦ୍ବାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା ମାନତ ହୋଇଅଛି” (ଦେଖ: /WA-Catalog/or_tm?section=translate#figs-quotesinquotes/WA-Catalog/or_tm?section=translate#figs-quotations)

does not need to honor his father

ଏଠାରେ “ଯାହାର ପିତା” ଅର୍ଥ “ନିଜର ପିତାମାତା”କୁ ବୁଝାଏ I ଏହାର ଅର୍ଥ ଧାର୍ମିକ ନେତାମାନେ ଶିକ୍ଷା ଦେଲେ ଯେ ଜଣେ ବ୍ୟକ୍ତି ପିତାମାତାଙ୍କର ଯତ୍ନ ନେଇ ସମାଦର କରିବା ଆବଶ୍ବକ ନୁହେ I (ଦେଖ: /WA-Catalog/or_tm?section=translate#figs-explicit)

you have made void the word of God

ଏଠାରେ “ଈଶ୍ବରଙ୍କ ବାକ୍ୟ” ବିଶେଷ କରି ତାହାଙ୍କ ଆଜ୍ଞାକୁ ବୁଝାଏ I AT: “ଈଶ୍ବରଙ୍କ ବାକ୍ୟକୁ ତୁମ୍ଭେମାନେ ବ୍ୟର୍ଥ କରିଅଛ” କିମ୍ବା “ଈଶ୍ବରଙ୍କ ଆଦେଶକୁ ଅବଜ୍ଞା କରିଅଛ”

for the sake of your traditions

ଯେହେତୁ ତୁମ୍ଭେମାନେ ତୁମ୍ଭାମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରିବାକୁ ଚାହଁ I

Matthew 15:7

General Information:

୮ ଓ ୯ ପଦରେ, ଯୀଶୁ ଯିଶାଇୟ ଭାବବାଦୀଙ୍କର ଭାବାବାଣୀ ଉଦ୍ଧୃତ କରି ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଚେତବନୀ ଦେଉଛନ୍ତି I

Connecting Statement:

ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଯୀଶୁ ତାହାଙ୍କ ଉତ୍ତର ଦେବା ସମାପ୍ତ କରନ୍ତି

Well did Isaiah prophesy about you

ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୁପେ ଏହି ଭାବବାଣୀ କହିଛନ୍ତି

when he said

ଏହା ବୁଝାଏ ଯେ ଈଶ୍ବର ଯାହା ଯିଶାଇୟଙ୍କୁ କହିଲେ ତାହା କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ଯେତେବେଳେ ଈଶ୍ବର ଯାହା କହିଲେ ସେ କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 15:8

This people honors me with their lips

ଏଠାରେ “ମୁଖ” କହିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ଜାତି ମୁଖରେ ଆମ୍ଭମାନଙ୍କ ସମାଦର କରନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

me

ଏହି ପ୍ରକାର ଶବ୍ଦର ବ୍ୟବହାର ଈଶ୍ବରଙ୍କୁ ବୁଝାଏ I

but their heart is far from me

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ବା ଭାବପ୍ରବଣକୁ ବୁଝାଏ I ଏହି ବାକ୍ୟାଂଶ ଅନ୍ୟଭାବେ କହିଲେ ଏହି ଲୋକମାନେ ବାସ୍ତବରେ ଈଶ୍ବରଙ୍କୁ ଭକ୍ତି କରନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ସେମାନେ ପ୍ରକୃତରେ ମୋତେ ପ୍ରେମ କରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-idiom)

Matthew 15:9

They worship me in vain

ସେମାନଙ୍କ ଉପାସନାରେ ମୋହର ଅର୍ଥ କିଛି ନୁହେଁ କିମ୍ବା “ସେମାନେ ମୋତେ ଉପାସନା କରିବାର ଛଳନା କରନ୍ତି”

the commandments of people

ମନୁଷ୍ୟମାନଙ୍କ ପ୍ରଚଳିତ ବିଧି

Matthew 15:10

Connecting Statement:

ଆଉ ସେ ଲୋକସମୁହ ଓ ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ ଯେ କେଉଁ ବିଷୟ ମନୁଷ୍ୟକୁ ଅଶୁଚି କରେ ଓ କାହିଁକି ଫାରୁଶୀ ଓ ଶାସ୍ତ୍ରୀମାନେ ଅଯଥାରେ ତାହାଙ୍କୁ ସମୀକ୍ଷା କରୁଛନ୍ତି I

Matthew 15:11

enters into the mouth ... comes out of the mouth

ମନୁଷ୍ୟର ଖାଦ୍ୟ ସହିତ ମନୁଷ୍ୟର କଥାକୁ ଯୀଶୁ ବିପରିତ କଲେ I ଯୀଶୁ କହିବାର ତାତ୍ପର୍ଯ୍ୟ ଯେ ଈଶ୍ବର ମନୁଷ୍ୟ କଅଣ ଖାଏ ସେଥିରେ ମନଯୋଗୀ ନହୋଇ ମନୁଷ୍ୟର ଅନ୍ତରରୁ ଯାହା ବାହାରେ ସେଥିରେ ମନଯୋଗୀ ହେବା ଅଟେ I (ଦେଖ: /WA-Catalog/or_tm?section=translate#figs-metonymy)

Matthew 15:12

the Pharisees were offended when they heard this statement

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ଉକ୍ତି ଫାରୁଶିମାନଙ୍କୁ କ୍ରୋଧାନ୍ବିତ କଲା” କିମ୍ବା “ଏହି ଉକ୍ତି ଦ୍ବାରା ଫାରୁଶୀମାନେ ଲଜ୍ଜିତ ହେଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 15:13

Every plant that my heavenly Father has not planted will be rooted up

ଏହା ଏକ ରୁପକ ଅଟେ I ଯୀଶୁ ଏହାର ଅର୍ଥ କରନ୍ତି ଯେ ଫାରୁଶୀମାନେ ପ୍ରକୃତରେ ଈଶ୍ବରଙ୍କୁ ପ୍ରେମ କରନ୍ତି ନାହିଁ, ଏଣୁ ଈଶ୍ବର ସେମାନଙ୍କୁ ଉତ୍ପାଟନ କରିବେ I (ଦେଖ: /WA-Catalog/or_tm?section=translate#figs-metaphor)

my heavenly Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

will be rooted up

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ପିତା ସେସବୁ ଉତ୍ପାଟନ କରିବେ” କିମ୍ବା “ସେ ଭୁମିରୁ ବାହାର କରି ଆଣିବେ” ବା “ସେ ଅପସାରଣ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 15:14

Let them alone

“ସେମାନଙ୍କୁ” ଶବ୍ଦ ଫାରୁଶୀମାନଙ୍କୁ ବୁଝାଏ I

blind guides ... both will fall into a pit

ଫାରୁଶୀମାନଙ୍କୁ ବୁଝାଇବା ନିମନ୍ତେ ଯୀଶୁ ଆଉ ଗୋଟିଏ ରୁପକ ବ୍ୟବହାର କଲେ I ଏହାର ଅର୍ଥ ଯେ ଫାରୁଶୀମାନେ ଈଶ୍ବରଙ୍କ ଆଦେଶ (ଆଜ୍ଞା)କୁ କିମ୍ବା କେମିତି ତାହାଙ୍କୁ ସନ୍ତୁଷ୍ଟ କରିବାକୁ ହେବ ଜାଣି ପାରିଲେ ନାହି I ସେଥିପାଇଁ, ସେମାନେ ଈଶ୍ବରଙ୍କୁ କିପରି ସନ୍ତୁଷ୍ଟ କରିବାକୁ ହେବ କାହାରିକୁ ଶିକ୍ଷା ଦେଇ ପାରିବେ ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 15:15

Connecting Statement:

ସେଥିରେ ପିତର ଯୀଶୁଙ୍କୁ ଦୃଷ୍ଟାନ୍ତ ବୁଝାଇବା ନିମନ୍ତେ କହିଲେ ଯାହା ମାଥିଉ ୧୫:୧୩-୧୪ରେ ଯୀଶୁ କହିଲେ I

to us

ଶିଷ୍ୟମାନଙ୍କୁ

Matthew 15:16

Connecting Statement:

ଯୀଶୁ ଦୃଷ୍ଟାନ୍ତକୁ ବୁଝାଇ କହିଲେ ଯାହା ସେ ମାଥିଉ ୧୫:୧୩-୧୪ରେ କହିଲେ I

Are you also still without understanding?

ଶିଷ୍ୟମାନଙ୍କୁ ଚେତେଇ ଦେବା ନିମନ୍ତେ ଯୀଶୁ ପ୍ରଶ୍ନ ମାଧ୍ୟମରେ କହିଲେ ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଦୃଷ୍ଟାନ୍ତଟିକୁ ବୁଝି ନାହଁ I ଆହୁରି ମଧ୍ୟ, “ତୁମ୍ଭେମାନେ” ଶବ୍ଦ ଗୁରୁତ୍ବପୁର୍ଣ ଅଟେ I ଯୀଶୁ ବିଶ୍ବାସ କରିପାରୁ ନାହାନ୍ତି ଯେ ଆପଣା ଶିଷ୍ୟମାନେ ବୁଝି ପାରନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “ମୁଁ ଦୁଖିତ ଯେ ତୁମ୍ଭେମାନେ, ମୋହର ଶିଷ୍ୟ, ଏପର୍ଯ୍ୟନ୍ତ ମୋହର ଶିକ୍ଷା ବୁଝି ପାରୁନାହଁ !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 15:17

Do you not see ... into the latrine?

ଶିଷ୍ୟମାନଙ୍କୁ ଚେତେଇ ଦେବା ନିମନ୍ତେ ଯୀଶୁ ପ୍ରଶ୍ନ ମାଧ୍ୟମରେ କହିଲେ ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଦୃଷ୍ଟାନ୍ତଟିକୁ ବୁଝି ନାହଁ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ତୁମ୍ଭେମାନେ ବୁଝୁଅଛ… ବାହ୍ୟସ୍ଥାନରେ ନିକ୍ଷିପ୍ତ ହୁଏ” (ଦେଖ: /WA-Catalog/or_tm?section=translate#figs-rquestion)

passes into the stomach

ଉଦରକୁ ଯାଇ

latrine

ନମ୍ରତାର ସହ ଲୋକମାନେ ଶରୀର ମଇଳା ଯେଉଁ ସ୍ଥାନରେ ପୋତନ୍ତି I

Matthew 15:18

Connecting Statement:

ଯୀଶୁ ଦୃଷ୍ଟାନ୍ତ ବୁଝାଇବା ଜାରି ରଖିଲେ ଯାହାକୁ ସେ କହିଥିଲେ ମାଥିଉ ୧୫:୧୩-୧୪ରେ କହିଥିଲେ I

things that come out of the mouth

ଏହା ଜଣେ ବ୍ୟକ୍ତିଙ୍କର ଉକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଖରୁ ଯାହା ଜଣେ ବ୍ୟକ୍ତିଠାରୁ ନିର୍ଗତ ହୁଏ” (ଦେଖ: /WA-Catalog/or_tm?section=translate#figs-metonymy)

from the heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମାନସିକତା ବା ଅନ୍ତର୍ହିତ ପୁରୁଷକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯାହା ହୃଦୟରୁ ଭିତରୁ” ବା “ଜଣେ ବ୍ୟକ୍ତିର ମନରୁ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 15:19

murder

ନିର୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା କରିବା କାର୍ଯ୍ୟ

Matthew 15:20

to eat with unwashed hands

ଏହା ପ୍ରାଚୀନମାନଙ୍କ ପରମ୍ପରାଗତ ରୀତିନୀତି ଅନୁସାରେ ଜଣକର ଅଶୁଚି ହସ୍ତରେ ଭୋଜନ କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରଥମେ ହସ୍ତ ପ୍ରକଷଳନ ନକରି ଭୋଜନ କରିବା”

Matthew 15:21

General Information:

ଏହା ଯୀଶୁ ଜଣେ କିଣାନିୟା ସ୍ତ୍ରୀର ଝିଅକୁ ସୁସ୍ଥ କରିବା ବିବରଣୀକୁ ଆରମ୍ଭ କରେ I

Jesus went away

ଏହା ସୁଚାଇ ଦିଏ ଯେ ଶିଷ୍ୟମାନେ ଯୀଶୁଙ୍କ ସହିତ ପ୍ରସ୍ଥାନ କଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବାହାରି ଗଲେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 15:22

Behold, a Canaanite woman came

“ଦେଖ” ଶବ୍ଦ ଆମ୍ଭମାନଙ୍କୁ ବିବରଣୀରେ ଜଣେ ନୁତନ ବ୍ୟକ୍ତିଙ୍କ ବିଷୟରେ ସଚେତନ କରେ I ତୁମ ଭାଷାରେ ହୁଏତ ଏପରି କହିବା ନିମନ୍ତେ ଆଉ କିଛି ଉପାୟ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ଜଣେ କିଣାନିୟା ସ୍ତ୍ରୀ ଆସିଲା”

a Canaanite woman came out from that region

ସେହି ସୀମାରୁ ଜଣେ ସ୍ତ୍ରୀ ଯିଏକି କିଣାନିୟା ଜାତିର ଲୋକ ଥିଲା I ଏହି ସମୟରେ ଆଉ କିଣାନ ଦେଶ ନଥିଲା I ସୋର ଓ ସିଦୋନ ନଗରରେ ବାସ କରୁଥିବା ଲୋକଦଳ ମଧ୍ୟରୁ ଗୋଟିଏ ମଧ୍ୟରୁ ସେ ଜଣେ ଥିଲେ I

Have mercy on me

ଏହି ବାକ୍ୟାଂଶ ସୁଚିତ କରେ ଯେ ସେ ବିନତୀ କରି କହିଲା ଯେପରି ଯୀଶୁ ତାହାର ଝିଅକୁ ସୁସ୍ଥ କରିବେ I ଅନ୍ୟ ଏକ ଅନୁବାଦରେ: “ମୋତେ ଦୟା କରନ୍ତୁ ଓ ମୋର ଝିଅକୁ ସୁସ୍ଥ କରନ୍ତୁ” (ଦେଖ: /WA-Catalog/or_tm?section=translate#figs-explicit)

Son of David

ଯୀଶୁ ଦାଉଦଙ୍କ ବଂଶ ଜାତ ସନ୍ତାନ ନଥିଲେ, ତେଣୁ ଏହାକୁ “ଦାଉଦଙ୍କ ସନ୍ତାନ” ଭାବେ ଅନୁବାଦ କରାଯାଇପାରିବ I ଯାହାହେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମଶିହଙ୍କ ନିମନ୍ତେ ଏକ ସଜ୍ଞା ଅଟେ, ଏବଂ ହୁଏତ ସେହି ସ୍ତ୍ରୀ ଲୋକ ଏହି ସଜ୍ଞା ଦ୍ବାରା ଯୀଶୁଙ୍କୁ ଡାକୁଥିଲା I

My daughter is severely demon-possessed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ଝିଅକୁ ଅତି ଭୟଙ୍କର ଭାବରେ ଭୁତ ଲାଗିଅଛି” କିମ୍ବା “ମୋର ଝିଅକୁ ଭୁତ ଭୟଙ୍କର ଭାବେ ପୀଡା ଦେଉଅଛି” (ଦେଖ: /WA-Catalog/or_tm?section=translate#figs-activepassive)

Matthew 15:23

answered her not a word

ଏଠାରେ “ବାକ୍ୟ” ବ୍ୟକ୍ତି ଜଣକ କଣ କହିଲେ ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ କିଛି ଉତ୍ତର ଦେଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 15:24

I was not sent to anyone

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ଅନ୍ୟ କାହା ନିକଟକୁ ପ୍ରେରିତ କରି ନାହାନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

to the lost sheep of the house of Israel

ଏହା ମେଷମାନଙ୍କ ସହିତ ସମଗ୍ର ଇସ୍ରାଏଲ ଜାତି ନିମନ୍ତେ ତୁଳନାତ୍ମକ ରୁପକ ଅଟେ ଯେଉଁମାନେ ମେଷପାଳକଙ୍କଠାରୁ ଦୁରକୁ ଯାଇଛନ୍ତି I ଦେଖ ତୁମେ ଏହାକୁ ମାଥିଉ ୧୦:୬ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 15:25

she came

କିଣାନିୟା ସ୍ତ୍ରୀ ଆସିଲେ

bowed down before him

ଏହା ଦର୍ଶାଏ ଯେ ସ୍ତ୍ରୀ ଲୋକଟି ଯୀଶୁଙ୍କ ସମ୍ମୁଖରେ ଆପଣାକୁ କଲା I (ଦେଖ: /WA-Catalog/or_tm?section=translate#translate-symaction)

Matthew 15:26

It is not right to take the children's bread and throw it to the little dogs

ଯୀଶୁ ସ୍ତ୍ରୀ ଲୋକଟିକୁ ପ୍ରବାଦ (ହିତବାଣୀ) ମାଧ୍ୟମରେ ଉତ୍ତର ଦେଲେ I ଏହାର ମୁଳ ଅର୍ଥ ଏହା ଯେ ଏହା ଯିହୁଦୀମାନଙ୍କ ନିମନ୍ତେ ଯାହା ଉଦ୍ଧିଷ୍ଟ ତାହା ସେମାନଙ୍କୁ ନଦେଇ ଜଣେ ଅଣ-ଯିହୁଦୀଙ୍କୁ ଦେବା ଅଟେ I (ଦେଖ: /WA-Catalog/or_tm?section=translate#writing-proverbs)

the children's bread

ଏଠାରେ “ଆହାର” ସାଧାରଣ ଖାଦ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସନ୍ତାନଗଣଙ୍କ ଆହାର” (ଦେଖ: /WA-Catalog/or_tm?section=translate#figs-synecdoche)

the little dogs

ଯିହୁଦୀମାନେ କୁକୁରକୁ ଅଶୁଚି ପ୍ରାଣୀ ମନେ କରନ୍ତି I ଏଠାରେ ସେଗୁଡିକ ଅଣ-ଯିହୁଦୀମାନଙ୍କ ନିମନ୍ତେ ଏକ ଚିତ୍ର ସଦୃଶ ବ୍ୟବହାର ହୋଇଛି I

Matthew 15:27

even the little dogs eat some of the crumbs that fall from their masters' tables

ସେହି ସମାନ ଚିତ୍ରକୁ ନେଇ ସ୍ତ୍ରୀଲୋକଟି ଯୀଶୁଙ୍କୁ ଉତ୍ତର ଦେଲେ ଯେଉଁ ଚିତ୍ର ଯୀଶୁ ପ୍ରବାଦରେ ବ୍ୟବହାର କରିଥିଲେ I ସେ କହିବାର ଅର୍ଥ ଅଣ-ଯିହୁଦୀମାନଙ୍କର କିଛି ଭଲ ବିଷୟ ଅଛି ଯାହାକୁ ଯିହୁଦୀମାନେ ଫୋପାଡି ଦିଅନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

little dogs

ଏଠାରେ ବ୍ୟବହୃତ ହୋଇଥିବା କୁକୁର ଶବ୍ଦକୁ ଏପରି ବ୍ୟବହାର କର ଯେପରି ଲୋକମାନେ କୁକୁରକୁ ଗୃହପାଳିତ ପଶୁ ପରି ରଖନ୍ତି I ଦେଖ ତୁମେ ଏଅହକୁ ମାଥିଉ ୧୫:୨୬ରେ କିପରି ଅନୁବାଦ କରିଅଚ୍ଛ I

Matthew 15:28

let it be done

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ କରିବି” (ଦେଖ: /WA-Catalog/or_tm?section=translate#figs-activepassive)

Her daughter was healed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ତାହାର ଝିଅକୁ ସୁସ୍ଥ କଲେ” କିମ୍ବା “ତାହାର ଝିଅ ସୁସ୍ଥ ହୋଇଗଲା” (ଦେଖ: /WA-Catalog/or_tm?section=translate#figs-activepassive)

from that hour

ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: “ସେହି ଦଣ୍ଡରେ” କିମ୍ବା “ସେହିକ୍ଷଣି” (ଦେଖ: /WA-Catalog/or_tm?section=translate#figs-idiom)

Matthew 15:29

General Information:

ଏହି ପଦଗୁଡିକ ଯୀଶୁ ଚାରିହଜାର ଲୋକମାନଙ୍କୁ ଭୋଜନ କରି ତୃପ୍ତ କରିବା ଆଶ୍ଚର୍ଯ୍ୟକର୍ମର ପ୍ରାଥମିକ ପୃଷ୍ଥାଭୁମୀ ଦିଏ I (ଦେଖ: /WA-Catalog/or_tm?section=translate#writing-background)

Matthew 15:30

lame, blind, mute, and crippled people

ଯେଉଁମାନେ ଚାଲି ପାରନ୍ତି ନାହିଁ, ଯେଉଁମାନେ ଦେଖି ପାରନ୍ତି ନାହିଁ, ଯେଉଁମାନେ କଥା କହିପାରନ୍ତି ନାହିଁ, ଓ ଯେଉଁମାନଙ୍କର ହାତ ବା ଗୋଡ ଚାଳନ ହେଉନାହିଁ

They presented them at Jesus' feet

ସେମାନଙ୍କ ମଧ୍ୟରୁ କେତେକ ରୋଗୀ କିମ୍ବା ଘୋଷାଡି ଘୋଷାଡି ହୋଇ ଚାଲୁଥିଲେ ଓ ଛିଡା ହେବାକୁ ଅସମର୍ଥ, ଯେତେବେଳେ ସେମାନଙ୍କର ବନ୍ଧୁମାନେ ଯୀଶୁଙ୍କ ନିକଟକୁ ସେମାନଙ୍କୁ ଘେନି ଆସିଲେ, ସେମାନେ ସେମାନଙ୍କୁ ତାହାଙ୍କ ପାଦତଳେ ରଖିଲେ I ଅନ୍ୟ ଏକ ଅନୁବାଦରେ: “ପୁଣି, ବହୁସଂଖ୍ୟକ ଲୋକ ରୋଗୀମାନଙ୍କୁ ସଙ୍ଗରେ ଆଣି ଯୀଶୁଙ୍କ ଛାମୁକୁ ଆଣିଲେ”

Matthew 15:31

the crippled made well

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଖଞ୍ଜ ସୁସ୍ଥ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)

the crippled ... the lame ... the blind

ନାମମାତ୍ର ବିଶ୍ଲେଷଣଗୁଡିକୁ ବିଶ୍ଲେଷଣରେ ବ୍ୟକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଖଞ୍ଜ ଲୋକମାନେ …ପଙ୍ଗୁ ଲୋକମାନେ …ଅନ୍ଧ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-nominaladj)

Matthew 15:32

Connecting Statement:

ଏହା ଯୀଶୁ ଚାରିହଜାର ଲୋକମାନଙ୍କୁ ସାତଟି ରୋଟୀ ଓ ଅଳ୍ପ ଛୋଟ ମାଛରେ ତୃପ୍ତ କରିବା ବିବରଣୀକୁ ଆରମ୍ଭ କରେ I

without eating, or they may faint on the way

କିଛି ନଖାଇବା କାରଣ ସେମାନେ ହୁଏତ ରାସ୍ତାରେ ବେହୋସ ହୋଇଯାଇ ପାରନ୍ତି

Matthew 15:33

Where can we get enough loaves of bread in such a deserted place to satisfy so large a crowd?

ଶିଷ୍ୟମାନେ ପ୍ରଶ୍ନ ମାଧ୍ୟମରେ ବ୍ୟକ୍ତ କରୁଅଛନ୍ତି ଯେ ନିର୍ଜନ ସ୍ଥାନରେ ଲୋକମାନଙ୍କ ନିମନ୍ତେ କେଉଁଠାରୁ ଖାଦ୍ୟ ମିଳିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନିର୍ଜନ ସ୍ଥାନରେ ଏତେ ଲୋକଙ୍କୁ ତୃପ୍ତ କରିବା ନିମନ୍ତେ କେଉଁଠାରୁ ଏତେ ରୋଟୀ ପାଇବା I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 15:34

Seven, and a few small fish

ବୁଝାପଡୁଥିବା ତଥ୍ୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସାତୋଟି ରୋଟୀ ଓ ଅଳ୍ପ କେତୋଟି ମାଛ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 15:35

sit down on the ground

ଯେତେବେଳେ ଭୋଜନ କରିବା ମେଜ ନଥିଲା ସେହି ସମୟରେ ଲୋକମାନେ ସାଧାରଣତଃ କିପରି ଭୋଜନ କରୁଥିଲେ, ବସୁଥିଲେ କିମ୍ବା ବିଶ୍ରାମ କରି, ତୁମ ଭାଷାରେ ସେହି ଶବ୍ଦକୁ ବ୍ୟବହାର କର I

Matthew 15:36

He took the seven loaves and the fish

ଯୀଶୁ ସାତୋଟି ରୋଟୀ ଓ ମାଛ ଗୁଡିକ ହାତରେ ଧରି

he broke the loaves

ସେ ରୋଟୀ ଭାଙ୍ଗିଲେ

gave them

ସେହି ରୋଟୀ ଓ ମାଛଗୁଡିକୁ ଦେଲେ

Matthew 15:37

they gathered

ଶିଷ୍ୟମାନେ ଏକତ୍ର କଲେ ବା “କିଛି ଲୋକମାନେ ସଂଗ୍ରହ କଲେ”

Matthew 15:38

Those who ate

ସମସ୍ତ ଲୋକମାନେ ଯେଉଁମାନେ ଭୋଜନ କଲେ

four thousand men

୪,୦୦୦ ପୁରୁଷ (ଦେଖ: /WA-Catalog/or_tm?section=translate#translate-numbers)

Matthew 15:39

the region

ସେହି ଅଞ୍ଚଳ

Magadan

ସେହି ସମୟରେ ଏହି ଅଞ୍ଚଳକୁ “ମଗଦାନ” କୁହାଯାଉ ଥିଲା” (ଦେଖ: /WA-Catalog/or_tm?section=translate#translate-names)