John 21

ଯୋହନ ୨୧ସାଧାରଣ ସୂଚନା

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ମେଷ ନିମନ୍ତେ ରୂପକ

ଯୀଶୁଙ୍କ ମୃତ୍ୟୁ ପୂର୍ବରୁ, ସେ ନିଜେ ଆପଣା ଲୋକମାନଙ୍କ ଯତ୍ନ ନେଉଥିବା ବିଷୟ କହୁଥିଲେ ଯେପରି ସେ ମେଷମାନଙ୍କ ଯତ୍ନ ନେଉଥିବା ଜଣେ ଉତ୍ତମ ମେଷପାଳକ ଅଟନ୍ତି (ଯୋହନ ୧୦:୧୧) I ସେ ପୁନର୍ବାର ଜୀବିତ ହେଲାପରେ, ସେ ପିତରଙ୍କୁ କହିଲେ ଯେ ପିତର ଯୀଶୁଙ୍କ ମେଷମାନଙ୍କ ଯତ୍ନ ନେବା ବ୍ୟକ୍ତି ହେବେ I (ଦେଖ: /WA-Catalog/or_tm?section=translate#figs-metaphor)

John 21:1

General Information:

ତିବିରିଆ ସମୁଦ୍ର କୂଳରେ ଯୀଶୁ ପୁନର୍ବାର ଶିଷ୍ୟମାନଙ୍କୁ ଦର୍ଶନ ଦେଉଛନ୍ତି I ଯୀଶୁ ଦର୍ଶନ ଦେବା ପୂର୍ବରୁ ବିବରଣୀରେ କ”ଣ ଘଟୁଛି, ତାହା ୨ ଓ ୩ ପଦ ଆମ୍ଭମାନଙ୍କୁ କହୁଅଛି I

After these things

କିଛି ସମୟ ପରେ

John 21:2

with Thomas called Didymus

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଥୋମାଙ୍କ ସହିତ, ଯାହାଙ୍କୁ ଦିଦୁମ କହନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Didymus

ଏହା ଏକ ପୁରୁଷର ନାମ, ଯାହାର ଅର୍ଥ “ଯମଜ ଅଟେ I ”ଦେଖ ତୁମେ ଏହି ନାମକୁ କିପରି ଯୋହନ ୧୧:୧୫ ରେ ଅନୁବାଦ କରିଅଛ I (ଦେଖ: /WA-Catalog/or_tm?section=translate#translate-names)

John 21:5

Young men

ଏହା ଏକ ଆଦରଣୀୟ ଶବ୍ଦ ଅଟେ ଯାହାର ଅର୍ଥ “ମୋହର ପ୍ରିୟ ବନ୍ଧୁଗଣ”

John 21:6

you will find some

ଏଠାରେ “କେତେକ” ଶବ୍ଦ ମାଛକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତୁମ୍ଭମାନଙ୍କ ଜାଲରେ କେତେକ ମାଛ ଧରିବ” (ଦେଖ: /WA-Catalog/or_tm?section=translate#figs-explicit)

draw it in

ଜାଲ ଟାଣ

John 21:7

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯଦିୟ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I

he tied up his outer garment

ସେ ଆପଣା ଗାମୁଛା ଦେହରେ ପକାଇଲେ କିମ୍ବା “ସେ ଆପଣା ଅଙ୍ଗରଖା ପିନ୍ଧିଲେ”

for he was undressed

ଏହା ପୃଷ୍ଠଭୂମିର ସୂଚନା ଅଟେ I କାର୍ଯ୍ୟ ସହଜ କରିବାରେ ସୁବିଧା ନିମନ୍ତେ ପିତର ଆପଣାର କିଛି ବସ୍ତ୍ର ବାହାର କରି ଦେଇଥିଲେ, କିନ୍ତୁ ବର୍ତ୍ତମାନ ଯେହେତୁ ସେ ପ୍ରଭୁଙ୍କୁ ଅଭିବାଦନ ଜଣାଇବାକୁ ଯାଉଛନ୍ତି, ସେ ଅଧିକା ବସ୍ତ୍ର ପିନ୍ଧିବାକୁ ଇଚ୍ଛାକଲେ I ଅନ୍ୟ ଏକ ଅନୁବାଦରେ: “କରଣ ସେ କିଛି ବସ୍ତ୍ର ବାହାର କରି ଦେଇଥିଲେ” (ଦେଖ: /WA-Catalog/or_tm?section=translate#writing-background)

threw himself into the sea

ପିତର ପାଣି ଭିତରକୁ କୁଦିପଡ଼ି କୂଳ ପାଖକୁ ପହଁରିଗଲେ I ଅନ୍ୟ ଏକ ଅନୁବାଦରେ: “ସମୁଦ୍ରକୁ କୁଦିପଡ଼ି କୂଳ ପାଖକୁ ପହଁରିଗଲେ” (ଦେଖ: /WA-Catalog/or_tm?section=translate#figs-explicit)

threw himself

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ପିତର ପାଣି ଭିତରକୁ ଅତି ଶୀଘ୍ର କୁଦି ପଡ଼ିଲେ I (ଦେଖ: /WA-Catalog/or_tm?section=translate#figs-idiom)

John 21:8

for they were not far from the land, about two hundred cubits off

ଏହା ପୃଷ୍ଠଭୂମିର ସୂଚନା ଅଟେ I (ଦେଖ: /WA-Catalog/or_tm?section=translate#writing-background)

two hundred cubits

୯୦ ମିଟର I ଏକ ହାତର ଦୂରତା ଅଧ ମିଟରରୁ ଟିକିଏ କମ୍ ଥିଲା I (ଦେଖ: /WA-Catalog/or_tm?section=translate#translate-bdistance)

John 21:11

Simon Peter then went up

ଏଠାରେ “ଉପରକୁ ଯାଇ”ର ଅର୍ଥ ଶିମୋନ ପିତର ନୌକା ପାଖକୁ ଫେରିଗଲେ I ଅନ୍ୟ ଏକ ଅନୁବାଦରେ: “ତେଣୁ ଶିମୋନ ପିତର ନୌକା ପାଖକୁ ଫେରିଗଲେ I(ଦେଖ: /WA-Catalog/or_tm?section=translate#figs-explicit)

drew the net to land

ଜାଲକୁ କୂଳକୁ ଟାଣି ଆଣିଲେ

the net was not torn

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଜାଲଟି ଛିଣ୍ଡିଲା ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

full of large fish

ଏକଶ ତେପନ ବଡ ବଡ ମାଛରେ ଭର୍ତ୍ତି I ସେଠାରେ ୧୫୩ଟି ବଡ ମାଛ ଥିଲା I (ଦେଖ: /WA-Catalog/or_tm?section=translate#translate-numbers)

John 21:12

breakfast

ପ୍ରାତଃଭୋଜନ

John 21:14

the third time

ତୁମେ ଏହି ଆନୁକ୍ରମିକ ସଂଖ୍ୟା “ତୃତୀୟ”କୁ “ଥର ସଂଖ୍ୟା ୩” ଭାବେ ଅନୁବାଦ କରିପାରିବ I (ଦେଖ: /WA-Catalog/or_tm?section=translate#translate-ordinal)

John 21:15

General Information:

ଯୀଶୁ ପିତରଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରୁଛନ୍ତି I

do you love me

ଏଠାରେ “ପ୍ରେମ” ଈଶ୍ବରଙ୍କଠାରୁ ଆସୁଥିବା ପ୍ରେମକୁ ବୁଝାଏ, ଯାହା ଅନ୍ୟମାନଙ୍କ ମଙ୍ଗଳ ସାଧନ ନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯେତେବେଳେ ଜଣକର ଉପକାରରେ ଆସି ନଥାଏ I

you know that I love you

ପିତର ଉତ୍ତର ଦେଉଥିବା ସମୟରେ, ସେ ବ୍ୟବହାର କରୁଥିବା “ପ୍ରେମ” ଶବ୍ଦ ଭ୍ରାତୃପ୍ରେମ କିମ୍ବା ଜଣେ ବନ୍ଧୁ ଅବା ପରିବାରର ଜଣେ ସଦସ୍ୟଙ୍କ ପ୍ରତି ଥିବା ପ୍ରେମକୁ ବୁଝାଏ I

Feed my lambs

ଏଠାରେ “ମେଷଶାବକ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ପ୍ରେମକରି ତାହାଙ୍କ ଅନୁଗମନ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଯତ୍ନ ନେଉଥିବା ଲୋକମାନଙ୍କୁ ଚରାଅ” (ଦେଖ: /WA-Catalog/or_tm?section=translate#figs-metaphor)

John 21:16

do you love me

ଏଠାରେ “ପ୍ରେମ” ଈଶ୍ବରଙ୍କଠାରୁ ଆସୁଥିବା ପ୍ରେମକୁ ବୁଝାଏ, ଯାହା ଅନ୍ୟମାନଙ୍କ ମଙ୍ଗଳ ସାଧନ ନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯେତେବେଳେ ଜଣକର ଉପକାରରେ ଆସି ନଥାଏ I

Take care of my sheep

ଏଠାରେ “ମେଷ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ପ୍ରେମକରି ତାହାଙ୍କ ଅନୁଗମନ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଯତ୍ନ ନେଉଥିବା ଲୋକମାନଙ୍କର ଯତ୍ନ ନିଅ” (ଦେଖ: /WA-Catalog/or_tm?section=translate#figs-metaphor)

John 21:17

He said to him a third time

ସର୍ବନାମ ପଦ “ସେ” ଯୀଶୁଙ୍କୁ ବୁଝାଏ I ଏଠାରେ “ତୃତୀୟ ଥର”ର ଅର୍ଥ “ଥର ସଂଖ୍ୟା ୩ I” ଅନ୍ୟ ଏକ ଅନୁବାଦରେ: “ଯୀଶୁ ତାହାଙ୍କୁ ତୃତୀୟ ଥର କହିଲେ” (ଦେଖ: /WA-Catalog/or_tm?section=translate#translate-ordinal)

do you love me

ଏହି ସମୟରେ ଯେତେବେଳେ ଯୀଶୁ ପ୍ରଶ୍ନ ପଚାରୁଛନ୍ତି, ସେ ବ୍ୟବହାର କରିଥିବା “ପ୍ରେମ” ଶବ୍ଦ ଭ୍ରାତୃ ପ୍ରେମ କିମ୍ବା ଜଣେ ବନ୍ଧୁ ବା ପରିବାରର ଜଣେ ସଦସ୍ୟଙ୍କ ପ୍ରତି ଥିବା ପ୍ରେମକୁ ବୁଝାଏ I

Feed my sheep

ଏଠାରେ “ମେଷ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ପ୍ରେମକରି ତାହାଙ୍କ ଅନୁଗମନ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଯତ୍ନ ନେଉଥିବା ଲୋକମାନଙ୍କର ଯତ୍ନ ନିଅ” (ଦେଖ: /WA-Catalog/or_tm?section=translate#figs-metaphor)

John 21:18

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

John 21:19

Now

ବିବରଣୀକୁ ଆଗେଇ ନେବା ପୂର୍ବରୁ ସେ ପୃଷ୍ଠଭୂମିର ସୂଚନା ଦେଉଥିବା ଦେଖାଇବା ନିମନ୍ତେ ଯୋହନ ଏହି ଶବ୍ଦକୁ ବ୍ୟବହାର କରୁଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

to indicate with what kind of death Peter would glorify God

ଏଠାରେ ଯୋହନ ସୂଚାଉଛନ୍ତି ଯେ ପିତର କ୍ରୁଶ ଉପରେ ମୃତ୍ୟୁଭୋଗ କରିବେ I ଅନ୍ୟ ଏକ ଅନୁବାଦରେ: “ଏହା ସୁଚାଇବା ନିମନ୍ତେ ଯେ ଈଶ୍ବରଙ୍କ ଗୌରବ ନିମନ୍ତେ ପିତର କ୍ରୁଶ ଉପରେ ମୃତ୍ୟୁଭୋଗ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

Follow me

ଏଠାରେ “ଅନୁଗାମୀ ହୁଅ”ର ଅର୍ଥ “ଜଣେ ଶିଷ୍ୟ ହେବା I” ଅନ୍ୟ ଏକ ଅନୁବାଦରେ: “ମୋହର ଶିଷ୍ୟହୋଇ ରୁହ” (ଦେଖ: /WA-Catalog/or_tm?section=translate#figs-explicit)

John 21:20

the disciple whom Jesus loved

ନିଜର ନାମ ଉଲ୍ଲେଖ ନକରି, ଏହି ସମଗ୍ର ପୁସ୍ତକକୁ ଯୋହନ ଆପଣାକୁ ବୁଝାଇବା ନିମନ୍ତେ ଏହି ଶୈଳୀ ବ୍ୟବହାର କରିଛନ୍ତି I

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କ ନିକଟରୁ ଅସିଥାଏ ଓ ଏହା ସର୍ବଦା ଅନ୍ୟମାନଙ୍କର ମଙ୍ଗଳ ଚାହିଁଥାଏ, ଯଦିଓ କେତେବେଳେ ଏହା ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କରୁଥିଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I

at the dinner

ଏହା ଶେଷଭୋଜର ସମ୍ବନ୍ଧ ପଦ ଅଟେ (ଯୋହନ ୧୩) I

John 21:21

Peter saw him

ଏଠାରେ “ତାହାଙ୍କୁ” ଶବ୍ଦ “ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ” ବୁଝାଏ I

Lord, what will this man do?

ପିତର ଜାଣିବାକୁ ଚାହୁଁଛନ୍ତି ଯେ ଯୋହନଙ୍କ ପ୍ରତି କଅଣ ଘଟିବ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ଏହି ଲୋକ ପ୍ରତି କଅଣ ଘଟିବ ?” (ଦେଖ: /WA-Catalog/or_tm?section=translate#figs-explicit)

John 21:22

Jesus said to him

ଯୀଶୁ ପିତରଙ୍କୁ କହିଲେ

If I want him to stay

ଏଠାରେ ଯୋହନ ୨୧:୨୦ରେ “ତାହାଙ୍କୁ” ଶବ୍ଦ “ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ” ବୁଝାଏ I

I come

ଏହା ଯୀଶୁଙ୍କ ଦ୍ବିତୀୟ ଆଗମନକୁ, ଅର୍ଥାତ୍ ସ୍ବର୍ଗରୁ ପୃଥିବୀକୁ ତାହାଙ୍କ ଆଗମନକୁ ବୁଝାଏ I

what is that to you?

ଗୋଟିଏ ମୃଦୁ ଅନୁଯୋଗକୁ ପ୍ରକାଶ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତାହା ତୁମ ଚିନ୍ତାର ବିଷୟ ନାହିଁ” କିମ୍ବା “ସେ ବିଷୟରେ ତୁମେ ଚିନ୍ତାକରିବା ଉଚିତ ନୁହଁ” (ଦେଖ: /WA-Catalog/or_tm?section=translate#figs-rquestion)

John 21:23

among the brothers

ଏଠାରେ “ଭାଇମାନେ” ଯୀଶୁଙ୍କ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I

John 21:24

General Information:

ଏହା ଯୋହନଙ୍କ ସୁସମାଚାରର ପରିସମାପ୍ତି ଅଟେ I ଏଠାରେ ଲେଖକ ପ୍ରେରିତ ଯୋହନ ଆପଣା ବିଷୟରେ ଓ ଏହି ପୁସ୍ତକରେ ସେ ଯାହା ଲେଖିଛନ୍ତି, ସେ ବିଷୟରେ ଏକ ଶେଷ ମନ୍ତବ୍ୟ ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-endofstory)

the disciple

ଶିଷ୍ୟ ଯୋହନ

who testifies about these things

ଏଠାରେ “ସାକ୍ଷ୍ୟ ଦେଉଛନ୍ତି”ର ଅର୍ଥ ଏହା ଯେ ସେ ବ୍ୟକ୍ତିଗତ ଭାବରେ କିଛି ଦେଖୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେ ଏହି ସମସ୍ତ ଦେଖିଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

we know

ଏଠାରେ “ଆମ୍ଭେମାନେ” ଶବ୍ଦ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରୁଅଛୁ, ଜାଣୁ” (ଦେଖ: /WA-Catalog/or_tm?section=translate#figs-explicit)

John 21:25

If each one were written down

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ସେ ସମସ୍ତ ବିଷୟ ଉଲ୍ଲେଖ କରେ” (ଦେଖ: /WA-Catalog/or_tm?section=translate#figs-activepassive)

even the world itself could not contain the books

ଗୁରୁତ୍ବ ଦେବା ନିମନ୍ତେ ଯୋହନ ଅତିରଞ୍ଜିତ କରି କହୁଛନ୍ତି ଯେ ଯେଉଁସବୁ ବିଷୟରେ ଲୋକମାନେ ଅନେକ ପୁସ୍ତକ ଲେଖି ପାରିବେ, ଯୀଶୁ ତା’ଠାରୁ ମଧ୍ୟ ଅଧିକ ଏପରି ଅନେକ ଆଶ୍ଚର୍ଯ୍ୟକର୍ମ କରିଥିଲେ, I (ଦେଖ: /WA-Catalog/or_tm?section=translate#figs-hyperbole)

the books that would be written

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଯାହା କରିଥିଲେ, ସେ ବିଷୟରେ ଲୋକମାନେ ଅନେକ ପୁସ୍ତକ ଲେଖି ପାରିବେ” (ଦେଖ: /WA-Catalog/or_tm?section=translate#figs-activepassive)