John 16

ଯୋହନ ୧୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ପବିତ୍ର ଆତ୍ମା

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଥିଲେ ଯେ ସେ ସେମାନଙ୍କ ନିକଟକୁ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିବେ I ପବିତ୍ର ଆତ୍ମା ସାହାଯ୍ୟକାରୀ ଅଟନ୍ତି (ଯୋହନ ୧୪:୧୬) ଯେ ଈଶ୍ବରଙ୍କ ଲୋକମାନଙ୍କ ସହିତ ସର୍ବଦା ରହି ସେମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କ ନିମନ୍ତେ ଈଶ୍ବରଙ୍କୁ କଥା କହନ୍ତି I ସେ ମଧ୍ୟ ସତ୍ୟମୟ ଆତ୍ମା (ଯୋହନ ୧୪:୧୭) ଯେ ଈଶ୍ବରଙ୍କ ବିଷୟରେ ସତ୍ୟ କ”ଣ, ତାହା ଈଶ୍ବରଙ୍କ ଲୋକମାନଙ୍କୁ କହନ୍ତି, ଯେପରି ସେମାନେ ତାହାଙ୍କୁ ଭଲରୂପେ ଜାଣି ତାହାଙ୍କର ସେବା କରିବେ I (ଦେଖ: /WA-Catalog/or_tw?section=kt#holyspirit)

“ସମୟ ଆସୁଅଛି”

ଯୀଶୁ ସମୟ ବିଷୟରେ ଭାବବାଣୀ ଆରମ୍ଭ କରିବା ନିମନ୍ତେ ଏହି ଶବ୍ଦ ଗୁଡିକୁ ବ୍ୟବହାର କରନ୍ତି, ଯାହା ଷାଠିଏ ମିନିଟ୍ ଠାରୁ କମ୍ ବା ବେଶୀ ହୋଇପାରେ I ଯେଉଁ “ସମୟ”ରେ ଲୋକମାନେ ତାହାଙ୍କ ଶିଷ୍ୟମାନଙ୍କୁ ତାଡନା କରିବେ, ତାହା (ଯୋହନ ୧୬:୨) ଦିନ, ସପ୍ତାହ ଓ ଅନେକ ବର୍ଷର ସମୟ ଅଟେ, କିନ୍ତୁ ଯେଉଁ “ସମୟ”ରେ ଶିଷ୍ୟମାନେ ଛିନ୍ନଭିନ୍ନ ହୋଇ ତାହାଙ୍କୁ ଏକାକୀ ଛାଡ଼ି ଚାଲିଯିବେ, ତାହା (ଯୋହନ ୧୬:୩୨) ଷାଠିଏ ମିନିଟ୍ ଅପେକ୍ଷା କମ୍ ସମୟ ହେବ I (ଦେଖ: /WA-Catalog/or_tw?section=kt#prophet)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଦୃଷ୍ଟାନ୍ତ ସମୁହ

ଯୀଶୁ କହିଲେ ଯେ ଯେପରି ଜଣେ ସ୍ତ୍ରୀଲୋକଟି ସନ୍ତାନ ପ୍ରସବ କରିବା ସମୟରେ ଯନ୍ତ୍ରଣା ମଧ୍ୟରେ ଥାଏ, ସେହିପରି ଯେତେବେଳେ ସେ ମୃତ୍ୟୁଭୋଗ କରିବା ସମୟରେ, ତାହାଙ୍କ ଶିଷ୍ୟମାନେ ଦୁଃଖିତ ହେବେ I କିନ୍ତୁ ଶିଶୁଟି ଜନ୍ମ ହେଲାପରେ ସ୍ତ୍ରୀଲୋକ ଆନନ୍ଦିତ ହୁଏ, ଆଉ ସେପରି ସେ ପୁନର୍ବାର ଜୀବିତ ହେଲାପରେ ତାହାଙ୍କ ଶିଷ୍ୟମାନେ ଆନନ୍ଦିତ ହେବେ I (ଦେଖ: /WA-Catalog/or_tm?section=translate#figs-simile)

John 16:1

Connecting Statement:

ବିବରଣୀର ଏହି ଅଂଶଟି ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ମେଜ ଉପରେ ଆଉଜି ପଡ଼ି ସେମାନଙ୍କୁ କଥା କହି ଚାଲିଛନ୍ତି I

you will not fall away

ଏଠାରେ “ବିଘ୍ନ ପାଇବା” ବାକ୍ୟାଂଶ ଯୀଶୁଙ୍କଠାରେ ଜଣକର ବିଶ୍ବାସ ସ୍ଥାପନ କରିବା ଅପେକ୍ଷା ଓହରି ଯିବା ବିଷୟକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କଷ୍ଟଦୁଃଖର ସମ୍ମୁଖୀନ ହେଲେ, ମୋ’ଠାରେ ବିଶ୍ବାସ ସ୍ଥାପନ କରିବାଠାରୁ ଓହରି ଯିବ ନାହିଁ”(ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-activepassive)

John 16:2

the hour is coming when everyone who kills you will think that he is offering a service to God

ଏହା ଦିନେ ଘଟିବ ଯେ ଜଣେ ତୁମ୍ଭମାନଙ୍କୁ ବଧ କରିବ ଓ ତୁମ୍ଭେମାନେ ଭାବିବ ଯେ ସେ ଈଶ୍ବରଙ୍କ ନିମନ୍ତେ କିଛି ଉତ୍ତମ ବିଷୟ କରୁଅଛୁ I

John 16:3

They will do these things because they have not known the Father nor me

ସେମାନେ କେତେକ ବିଶ୍ବାସୀମାନଙ୍କୁ ବଧ କରିବେ, କାରଣ ସେମାନେ ପିତା ଈଶ୍ବରଙ୍କୁ କିମ୍ବା ଯୀଶୁଙ୍କୁ ଜାଣନ୍ତି ନାହିଁ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 16:4

when their hour comes

ଏଠାରେ “ସମୟ” ଏକ ରୂପକ ଅଟେ ଯାହା ଲୋକମାନେ ଯୀଶୁଙ୍କ ଶିଷ୍ୟମାନଙ୍କୁ ତାଡନା କରିବାର ସମୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ସେମାନେ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗର କାରଣ ହେବେ” (ଦେଖ: /WA-Catalog/or_tm?section=translate#figs-metonymy)

in the beginning

ଏହା ଏକ ରୂପକ ଅଟେ ଯାହା ଯୀଶୁଙ୍କ ପ୍ରଥମଦିନ ଗୁଡିକର ସେବାକାର୍ଯ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ପ୍ରଥମେ ମୋହର ଅନୁଗମନ କରିବା ଆରମ୍ଭ କଲ” (ଦେଖ: /WA-Catalog/or_tm?section=translate#figs-metonymy)

John 16:6

sadness has filled your heart

ଏଠାରେ ଜଣେ ବ୍ୟକ୍ତିର ଅନ୍ତରଆତ୍ମା ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ତୁମ୍ଭେମାନେ ବହୁତ ଦୁଃଖିତ ଅଟ” (ଦେଖ: /WA-Catalog/or_tm?section=translate#figs-metonymy)

John 16:7

if I do not go away, the Comforter will not come to you

ତୁମେ ଏହାକୁ ସକାରାତ୍ମକ ଆକାରରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରସ୍ଥାନ କଲା ପରେ ଯାଇ ତୁମ୍ଭମାନଙ୍କ ନିକଟକୁ ସାହାଯ୍ୟକାରୀ ଆତ୍ମା ଆସିବେ” (ଦେଖ: /WA-Catalog/or_tm?section=translate#figs-doublenegatives)

Comforter

ଏହା ପବିତ୍ର ଆତ୍ମାଙ୍କ ନିମନ୍ତେ ଏକ ଶୀର୍ଷକ ଅଟେ ଯେ ଯୀଶୁ ପ୍ରସ୍ଥାନ କଲାପରେ ଶିଷ୍ୟମାନଙ୍କ ସହିତ ରହିବେ I ଦେଖ ତୁମେ ଏହାକୁ କିପରି ଯୋହନ ୧୪:୨୬ରେ ଅନୁବାଦ କରିଅଛ I

John 16:8

the Comforter will prove the world to be wrong about sin

ଯେତେବେଳେ ପବିତ୍ର ଆତ୍ମା ଆସିବେ, ସେ ଲୋକମାନଙ୍କୁ ଦର୍ଶାଇବା ଆରମ୍ଭ କରିବେ ଯେ ସେମାନେ ପାପୀ ଅଟନ୍ତି I

Comforter

ଏହା ପବିତ୍ର ଆତ୍ମାଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି ଯୋହନ ୧୪:୧୬ରେ ଅନୁବାଦ କରିଅଛ I

world

ଏହା ଏକ ରୂପକ ଅଟେ ଯାହା ଜଗତର ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

John 16:9

about sin, because they do not believe in me

ସେମାନେ ପାପରେ ଦୋଷୀ ଅଟନ୍ତି କାରଣ ସେମାନେ ମୋଠାରେ ବିଶ୍ବାସ କରନ୍ତି ନାହିଁ

John 16:10

about righteousness, because I am going to the Father, and you will no longer see me

ଯେତେବେଳେ ମୁଁ ଈଶ୍ବରଙ୍କ ନିକଟକୁ ଫେରିଯିବି, ସେମାନେ ମୋତେ ଆଉ ଦେଖିବେ ନାହି, ସେମାନେ ଜାଣିବେ ଯେ ମୁଁ ଠିକ୍ କାର୍ଯ୍ୟ କରିଥିଲି

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 16:11

about judgment, because the ruler of this world has been judged

ଈଶ୍ବର ସେମାନଙ୍କଠାରୁ ହିସାବ ନେବେ ଓ ସେମାନଙ୍କ ପାପ ପାଇଁ ସେମାନଙ୍କୁ ଦଣ୍ଡ ଦେବେ, ଯେପରି ସେ ଏହି ଜଗତର ଅଧିପତି, ଶୟତାନକୁ ଦଣ୍ଡ ଦେବେ I

the ruler of this world

ଏଠାରେ “ଅଧିପତି” ଶୟତାନକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ଯୋହନ ୧୨:୩୧ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଏହି ଜଗତର ଅଧିପତି ଶୟତାନ”

John 16:12

things to say to you

ତୁମ୍ଭମାନଙ୍କ ନିମନ୍ତେ ବାର୍ତ୍ତା କିମ୍ବା “ତୁମ୍ଭମାନଙ୍କ ନିମନ୍ତେ ବାକ୍ୟ”

John 16:13

the Spirit of Truth

ଏହା ପବିତ୍ର ଆତ୍ମାଙ୍କ ନିମନ୍ତେ ଗୋଟିଏ ନାମ ଅଟେ, ଯେ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟରେ ସତ୍ୟ କହିବେ I

he will guide you into all the truth

“ସତ୍ୟ” ଆତ୍ମିକ ସତ୍ୟତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ତୁମ୍ଭେମାନେ ଜାଣିବା ପ୍ରୟୋଜନ ଥିବା ସମସ୍ତ ଆତ୍ମିକ ସତ୍ୟତାକୁ ତୁମ୍ଭମାନଙ୍କୁ ଶିଖାଇବେ” (ଦେଖ: /WA-Catalog/or_tm?section=translate#figs-explicit)

he will say whatever he hears

ଯୀଶୁ ସୂଚାଉଛନ୍ତି ଯେ ପିତା ଈଶ୍ବର ଆତ୍ମାଙ୍କୁ କହିବେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ତାହାଙ୍କୁ କହିବେ, ତାହା ସେ ତୁମ୍ଭମାନଙ୍କୁ କହିବେ” (ଦେଖ: /WA-Catalog/or_tm?section=translate#figs-explicit)

John 16:14

he will take from what is mine and he will tell it to you

ଏଠାରେ “ମୋ ବିଷୟ” ଯୀଶୁଙ୍କ ଶିକ୍ଷା ଓ ମହାନ୍ କାର୍ଯ୍ୟ ସବୁକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ତୁମ୍ଭମାନଙ୍କୁ ପ୍ରକାଶ କରିବେ ଯେ ଯାହା ମୁଁ କହିଅଛି ଓ କରିଅଛି, ସେସବୁ ପ୍ରକୃତରେ ସତ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

John 16:15

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the Spirit will take from what is mine and he will tell it to you

ପବିତ୍ର ଆତ୍ମା ସମସ୍ତ ଲୋକମାନଙ୍କୁ କହିବେ ଯେ ଯୀଶୁଙ୍କ ବାକ୍ୟ ଓ କର୍ମଗୁଡିକ ସତ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ପବିତ୍ର ଆତ୍ମା ପ୍ରତ୍ୟେକଙ୍କୁ କହିବେ ଯେ ମୋହର ବାକ୍ୟ ଓ କର୍ମଗୁଡିକ ସତ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

John 16:16

In a short amount of time

ଶୀଘ୍ର କିମ୍ବା “ବହୁତ ସମୟ ବିତିଯିବା ପୂର୍ବରୁ”

after another short amount of time

ପୁନର୍ବାର, ବହୁତ ସମୟ ବିତିଯିବା ପୂର୍ବରୁ

John 16:17

General Information:

ଏଠାରେ ଯୀଶୁଙ୍କ କଥା କହୁଥିବା ସମୟରେ ଏକ ବିରତି ଅଛି, ଯେହେତୁ ଯୀଶୁ କେଉଁ ଅର୍ଥରେ କହୁଛନ୍ତି, ତାହା ଶିଷ୍ୟମାନେ ପରସ୍ପରକୁ ପଚାରୁଛନ୍ତି I

A short amount of time you will no longer see me

ଶିଷ୍ୟମାନେ ବୁଝିପାରି ନଥିଲେ ଯେ ଏହା ଯୀଶୁଙ୍କ କ୍ରୁଶ ଉପର ମୃତ୍ୟୁକୁ ବୁଝାଏ I

after another short amount of time you will see me

ସମ୍ଭାବିତ ଅର୍ଥଗୁଡିକ ୧) ଏହା ଯୀଶୁଙ୍କ ପୁନରୁତ୍ଥାନକୁ ବୁଝାଇ ପାରେ କିମ୍ବା ୨) ଏହା ଯୁଗାନ୍ତ ସମୟରେ ଯୀଶୁଙ୍କ ଆଗମନକୁ ବୁଝାଇ ପାରେ I

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 16:19

Connecting Statement:

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିବା ଜାରି ରଖିଛନ୍ତି I

Is this what you are asking yourselves, what I meant by saying, ... see me'?

ଯୀଶୁ ଏହି ପ୍ରଶ୍ନ କରୁଛନ୍ତି, ଯେପରି ତାହାଙ୍କ ଶିଷ୍ୟମାନେ ଯୀଶୁ ସେମାନଙ୍କୁ ଯାହା କହୁଛନ୍ତି, ସେଥିରେ ଧ୍ୟାନ ଦେବେ, ଆଉ ସେ ସେମାନଙ୍କୁ ଆହୁରି ବୁଝାଇବେ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ମୁଁ କହିଲି ...ତା’ର ଅର୍ଥ ତୁମ୍ଭେମାନେ ପରସ୍ପରକୁ ପଚାରୁ ଅଛ...ମୋତେ ଦେଖ I” (ଦେଖ: /WA-Catalog/or_tm?section=translate#figs-rquestion)

John 16:20

Truly, truly, I say to you

ଏହାକୁ ଏପରି ଅନୁବାଦ କର ଯେପରି ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ହେବା ତୁମ ଭାଷା ଗୁରୁତ୍ବ ଦେବ I ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

but the world will be glad

ଏଠାରେ “ଜଗତ” ଈଶ୍ବରଙ୍କୁ ବିରୋଧ କରିଥିବା ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନେ ଆନନ୍ଦ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

but your sorrow will be turned into joy

ଏହାକୁ ତୁମେ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭମାନଙ୍କ ଦୁଃଖ ଆନନ୍ଦରେ ପରିଣତ ହେବ” କିମ୍ବା “କିନ୍ତୁ ପରବର୍ତ୍ତୀ ସମୟରେ ଦୁଃଖିତ ହେବା ପରିବର୍ତ୍ତେ ତୁମ୍ଭେମାନେ ଆନନ୍ଦିତ ହେବ” (ଦେଖ: /WA-Catalog/or_tm?section=translate#figs-activepassive)

John 16:22

your heart will be glad

ଏଠାରେ ଜଣେ ବ୍ୟକ୍ତିର ଅନ୍ତରଆତ୍ମା ନିମନ୍ତେ “ହୃଦୟ” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: ତୁମ୍ଭେମାନେ ବହୁତ ଆନନ୍ଦ କରିବ” କିମ୍ବା “ ତୁମ୍ଭେମାନେ ଖୁବ୍ ଆନନ୍ଦିତ ହେବ” (ଦେଖ: /WA-Catalog/or_tm?section=translate#figs-metonymy)

John 16:23

Truly, truly, I say to you

ଏହାକୁ ଏପରି ଅନୁବାଦ କର ଯେପରି ନିମ୍ନଲିଖିତ ବିଷୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟକୁ ତୁମ ଭାଷା ଗୁରୁତ୍ବ ଦେବ I ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

if you ask anything of the Father in my name, he will give it to you

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ବ୍ୟକ୍ତିତ୍ବ ଓ ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ପିତାଙ୍କୁ କୌଣସି ବିଷୟ ମାଗିବ, ସେ ତୁମ୍ଭମାନଙ୍କୁ ତାହା ଦେବେ, କାରଣ ତୁମ୍ଭେମାନେ ମୋହର ଅଟ” (ଦେଖ: /WA-Catalog/or_tm?section=translate#figs-metonymy)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

in my name

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ବ୍ୟକ୍ତିତ୍ବ ଓ ଅଧିକାରକୁ ବୁଝାଏ I ଯୀଶୁଙ୍କ ସହିତ ସେମାନଙ୍କ ସମ୍ପର୍କ ଥିବା ସକାଶୁ, ପିତା ବିଶ୍ବାସୀମାନଙ୍କ ଅନୁରୋଧକୁ ସମ୍ମାନିତ କରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ମୋହର ଶିଷ୍ୟ ଅଟ କିମ୍ବା “ମୋହର ଅଧିକାରରେ” (ଦେଖ: /WA-Catalog/or_tm?section=translate#figs-metonymy)

John 16:24

your joy will be fulfilled

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ମହାନନ୍ଦ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)

John 16:25

in figures of speech

ଏପରି ଏକ ଭାଷାରେ ଯାହା ସ୍ପଷ୍ଟ ନୁହେ

the hour is coming

ଏହା ଶୀଘ୍ର ଘଟିବ

tell you plainly about the Father

ପିତାଙ୍କ ବିଷୟରେ ସ୍ପଷ୍ଟରୂପେ କହିବେ, ଯେପରି ତୁମ୍ଭେମାନେ ସ୍ପଷ୍ଟରୂପେ ବୁଝିପାରିବ

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 16:26

you will ask in my name

ଏଠାରେ “ନାମ” ଯୀଶୁଙ୍କ ବ୍ୟକ୍ତିତ୍ବ ଓ ଅଧିକାର ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମାଗିବ, କାରଣ ତୁମ୍ଭେମାନେ ମୋହର ଅଟ” (ଦେଖ: /WA-Catalog/or_tm?section=translate#figs-metonymy)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 16:27

the Father himself loves you because you have loved me

ଯେତେବେଳେ ଜଣେ ବ୍ୟକ୍ତି ଯୀଶୁ, ଅର୍ଥାତ୍ ପୁତ୍ରଙ୍କୁ ପ୍ରେମ କରେ, ସେ ମଧ୍ୟ ପିତାଙ୍କୁ ପ୍ରେମ କରେ, କାରଣ ପିତା ଓ ପୁତ୍ର ଏକ ଅଟନ୍ତି I

I came from the Father

ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 16:28

I came from the Father ... I am leaving the world and I am going to the Father

ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ପରେ ଯୀଶୁ ପିତାଙ୍କ ନିକଟକୁ ଫେରି ଯିବେ I

I came from the Father ... going to the Father

ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

world

“ଜଗତ” ଏକ ରୂପକ ଅଟେ ଯାହା ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

John 16:29

Connecting Statement:

ଶିଷ୍ୟମାନେ ଯୀଶୁଙ୍କୁ ଉତ୍ତର ଦେଉଛନ୍ତି I

John 16:31

Do you believe now?

ତାହାଙ୍କ ଶିଷ୍ୟମାନେ ବର୍ତ୍ତମାନ କେବଳ ତାହାଙ୍କଠାରେ ହିଁ ବିଶ୍ବାସ କରିବାକୁ ପ୍ରସ୍ତୁତ ଥିବା ଜାଣିପାରି ଯୀଶୁ ହତବୁଦ୍ଧି ହେଉଥିବା ବିଷୟକୁ ଦର୍ଶାଇବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଅତଏବ, ଶେଷରେ ବର୍ତ୍ତମାନ ତୁମ୍ଭେମାନେ ମୋଠାରେ ତୁମ୍ଭମାନଙ୍କ ବିଶ୍ବାସ ସ୍ଥାପନ କରୁଅଛ !” (ଦେଖ: /WA-Catalog/or_tm?section=translate#figs-rquestion)

John 16:32

Connecting Statement:

ଯୀଶୁ ଆପଣା ଶିଷ୍ୟମାନଙ୍କୁ କଥା କହିବା ଜାରି ରଖିଛନ୍ତି I

you will be scattered

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନ୍ୟମାନେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

the Father is with me

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 16:33

so that you will have peace in me

ଏଠାରେ “ଶାନ୍ତି” ଆନ୍ତରିକ ଶାନ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେଥିନିମନ୍ତେ ମୋ ସହିତ ତୁମ୍ଭମାନଙ୍କ ସମ୍ପର୍କ ସକାଶୁ ତୁମ୍ଭେମାନେ ଆନ୍ତରିକ ଶାନ୍ତି ପାଇବ” (ଦେଖ: /WA-Catalog/or_tm?section=translate#figs-explicit)

I have conquered the world

ଏଠାରେ “ଜଗତ” କ୍ଲେଶ ଓ ତାଡନାକୁ ବୁଝାଏ, ଯାହା ବିଶ୍ବାସୀମାନେ ସେମାନଙ୍କଠାରୁ ସହ୍ୟ କରିବେ ଯେଉଁମାନେ ଈଶ୍ବରଙ୍କୁ ବିରୋଧ କରନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଜଗତର କ୍ଲେଶକୁ ଜୟ କରିଅଛି” (ଦେଖ: /WA-Catalog/or_tm?section=translate#figs-metonymy)