John 17

ଯୋହନ ୧୭ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟର ଏକ ଦୀର୍ଘ ପ୍ରାର୍ଥନା ଗଠନ କରେ I

ଏହି ଅଧ୍ୟାୟର ବିଶେଷ ଧାରଣା

ମହିମା

ଶାସ୍ତ୍ର ସର୍ବଦା ଈଶ୍ବରଙ୍କ ମହିମାକୁ ଏକ ମହାନ୍, ତେଜୋମୟ ଦୀପ୍ତି ସଦୃଶ ଉପସ୍ଥାପନ କରିଥାଏ I ଯେତେବେଳେ ଲୋକେ ଏହି ଦୀପ୍ତି ଦର୍ଶନ କରନ୍ତି, ସେମାନେ ଭୟଭୀତ ହୁଅନ୍ତି I ଏହି ଅଧ୍ୟାୟରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ତାହାଙ୍କ ପ୍ରକୃତ ମହିମା ଦେଖାଇବା ନିମନ୍ତେ ପ୍ରାର୍ଥନା କରୁଛନ୍ତି (ଯୋହନ ୧୭:୧) I

ଯୀଶୁ ଅନାଦିଅନନ୍ତ ଅଟନ୍ତି

ଈଶ୍ବର ଜଗତକୁ ସୃଷ୍ଟି କରିବା ପୂର୍ବରୁ ଯୀଶୁ ଥିଲେ (ଯୋହନ ୧୭:୫)I ଯୋହନ ଏ ବିଷୟରେ ଯୋହନ ୧:୧ରେ ଲେଖିଥିଲେ I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ପ୍ରାର୍ଥନା

ଯୀଶୁ ଈଶ୍ବରଙ୍କ କେବଳ ଏକମାତ୍ର ଓ ଅଦ୍ବିତୀୟ ପୁତ୍ର ଅଟନ୍ତି (ଯୋହନ ୩:୧୬) I ତେଣୁ ସେ ଅନ୍ୟ ଲୋକମାନଙ୍କଠାରୁ ଭିନ୍ନ ଭାବରେ ପ୍ରାର୍ଥନା କରି ପାରନ୍ତି I ସେ ଅନେକ ଶବ୍ଦ ବ୍ୟବହାର କରିଛନ୍ତି, ଯାହା ଆଜ୍ଞା ସଦୃଶ ଜଣାପଡୁଛି I ତୁମର ଅନୁବାଦ ଯୀଶୁ ପ୍ରେମ ଓ ସମ୍ମାନର ସହିତ ଆପଣା ପିତାଙ୍କ ସହିତ କଥା କହୁଥିବା ସଦୃଶ ଓ ପିତାଙ୍କର ଆନନ୍ଦ ନିମନ୍ତେ ପିତା କ”ଣ କରିବା ପ୍ରୟୋଜନ, ତାହା କହୁଥିବା ସଦୃଶ ଜଣାଯିବା ଉଚିତ I

John 17:1

Connecting Statement:

ବିବରଣୀର ଏହି ଅଂଶ ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କୁ କଥା କହି ଚାଲିଥିଲେ, କିନ୍ତୁ ବର୍ତ୍ତମାନ ସେ ପିତାଙ୍କ ନିକଟରେ ପ୍ରାର୍ଥନା କରିବାକୁ ଆରମ୍ଭ କରୁଛନ୍ତି I

he lifted up his eyes to the heavens

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଉର୍ଦ୍ଧଦୃଷ୍ଟି କରିବା I ଅନ୍ୟ ଏକ ଅନୁବାଦରେ: “ସେ ଆକାଶକୁ ଉର୍ଦ୍ଧଦୃଷ୍ଟି କଲେ” (ଦେଖ: /WA-Catalog/or_tm?section=translate#figs-idiom)

heavens

ଏହା ଆକାଶକୁ ବୁଝାଏ I

Father ... glorify your Son so that the Son will glorify you

ଯୀଶୁ ଆପଣାକୁ ମହିମାନ୍ବିତ କରିବା ନିମନ୍ତେ ପ୍ରାର୍ଥନା କରୁଛନ୍ତି, ଯେପରି ସେ ଈଶ୍ବରଙ୍କୁ ମହିମାନ୍ବିତ କରି ପାରିବେ I

Father ... Son

ଏସବୁ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ, ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the hour has come

ଏଠାରେ “ସମୟ” ଏକ ରୂପକ ଅଟେ, ଯାହା ଯୀଶୁଙ୍କ ଦୁଃଖଭୋଗ ଓ ମୃତ୍ୟୁର ସମୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହା ମୋ ନିମନ୍ତେ ଦୁଃଖଭୋଗ ଓ ମୃତ୍ୟୁର ସମୟ ଅଟେ” (ଦେଖ: /WA-Catalog/or_tm?section=translate#figs-metonymy)

John 17:2

all flesh

ଏହା ସମଗ୍ର ଲୋକଙ୍କୁ ବୁଝାଏ I

John 17:3

This is eternal life ... know you, the only true God, and ... Jesus Christ

ଏକମାତ୍ର ସତ୍ୟ ଈଶ୍ବରଙ୍କୁ ଜାଣିବା ଅନନ୍ତଜୀବନ ଅଟେ, ଅର୍ଥାତ୍ ପିତା ଈଶ୍ବର ଓ ପୁତ୍ର ଈଶ୍ବରଙ୍କୁ ଜାଣିବା ଅଟେ I

John 17:4

the work that you have given me to do

ଏଠାରେ “କର୍ମ” ଏକ ରୂପକ ଅଟେ, ଯାହା ଯୀଶୁଙ୍କ ସମଗ୍ର ଜାଗତିକ ସେବାକାର୍ଯ୍ୟକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

John 17:5

Father, glorify me ... with the glory that I had with you before the world was made

“ଜଗତ ସୃଷ୍ଟି ହେବା ପୂର୍ବରୁ” ପିତା ଈଶ୍ବରଙ୍କ ସହିତ ଯୀଶୁଙ୍କର ମହିମା ଥିଲା, କାରଣ ଯୀଶୁ ପୁତ୍ର ଈଶ୍ବର ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ହେ ପିତା, ଜଗତ ସୃଷ୍ଟି ହେବା ପୂର୍ବରୁ ଆମ୍ଭେମାନେ ଯେପରି ଥିଲୁ, ସେପରି ମୋତେ ତୁମ୍ଭର ଉପସ୍ଥିତି ମଧ୍ୟକୁ ଆଣି ମହିମାନ୍ବିତ କର” (ଦେଖ: /WA-Catalog/or_tm?section=translate#figs-explicit)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 17:6

Connecting Statement:

ଯୀଶୁ ଆପଣା ଶିଷ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଆରମ୍ଭ କରନ୍ତି I

I revealed your name

ଏଠାରେ “ନାମ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ ବ୍ୟକ୍ତିତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ପ୍ରକୃତରେ କିଏ ଓ ତୁମ୍ଭେ କାହା ସଦୃଶ, ତାହା ସେମାନଙ୍କୁ ଶିକ୍ଷା ଦେଲି”(ଦେଖ: /WA-Catalog/or_tm?section=translate#figs-metonymy)

from the world

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ଜଗତର ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କୁ ବିରୋଧ କରନ୍ତି I ଏହାର ଅର୍ଥ ହେଉଛି ଯେ ଈଶ୍ବର ସେହି ଲୋକମାନଙ୍କଠାରୁ ବିଶ୍ବାସୀମାନଙ୍କୁ ପୃଥକ କରନ୍ତି, ଯେଉଁମାନେ ତାହାଙ୍କୁ ବିଶ୍ବାସ କରନ୍ତି ନାହି I (ଦେଖ: /WA-Catalog/or_tm?section=translate#figs-metonymy)

kept your word

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଆଜ୍ଞା ପାଳନ କରିବା I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର ଶିକ୍ଷା ପାଳନ କରି ଅଛନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

John 17:9

I do not pray for the world

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କୁ ବିରୋଧ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତୁମ୍ଭର ନୁହନ୍ତି, ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

John 17:11

in the world

ଏହା ଏକ ରୂପକ ଅଟେ ଯାହା ଜଗତରେ ବାସ କରିବା ଓ ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କ ମଧ୍ୟରେ ବାସ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ତୁମ୍ଭର ନୁହନ୍ତି, ସେମାନଙ୍କ ମଧ୍ୟରେ”(ଦେଖ: /WA-Catalog/or_tm?section=translate#figs-metonymy)

Holy Father, keep them ... that they will be one ... as we are one

ଯୀଶୁ ସେମାନଙ୍କୁ ରକ୍ଷାକରିବା ନିମନ୍ତେ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି ଯେଉଁମାନେ ତାହାଙ୍କଠାରେ ଭରସା କରନ୍ତି, ଯେପରି ସେମାନେ ଈଶ୍ବରଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖି ପାରିବେ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

keep them in your name that you have given me

ଏଠାରେ “ନାମ” ଶବ୍ଦ ଈଶ୍ବରଙ୍କ କ୍ଷମତା ଓ ଅଧିକାର ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର କ୍ଷମତା ଓ ଅଧିକାର ଦ୍ବାରା ସେମାନଙ୍କୁ ରକ୍ଷା କର, ଯେପରି ମୋତେ ରକ୍ଷା କରିଅଚ୍ଛ” (ଦେଖ: /WA-Catalog/or_tm?section=translate#figs-metonymy)

John 17:12

I kept them in your name

ଏଠାରେ “ନାମ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ କ୍ଷମତା ଓ ସୁରକ୍ଷାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁ ସେମାନଙ୍କୁ ତୁମ୍ଭର ସୁରକ୍ଷା ଦେଇ ରକ୍ଷା କଲି” (ଦେଖ: /WA-Catalog/or_tm?section=translate#figs-metonymy)

not one of them was destroyed, except for the son of destruction

ସେମାନଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ଯେ ବିନାଶକାରୀ ହୋଇ ବିନାଶର ସନ୍ତାନ ଅଟେ

the son of destruction

ଏହା ଯିହୂଦାଙ୍କୁ ବୁଝାଏ, ଯେ ଯୀଶୁଙ୍କୁ ବିଶ୍ବାସଘାତ କଲା I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ତୁମ୍ଭେ ବହୁପୂର୍ବରୁ ବିନାଶ କରିବା ନିମନ୍ତେ ସ୍ଥିର କରିଥିଲ” (ଦେଖ: /WA-Catalog/or_tm?section=translate#figs-explicit)

so that the scriptures would be fulfilled

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ ତାହାଙ୍କ ବିଷୟରେ ଉଲ୍ଲିଖିତ ଭାବବାଣୀ ଯେପରି ସଫଳ ହୁଏ” (ଦେଖ: /WA-Catalog/or_tm?section=translate#figs-activepassive)

John 17:13

the world

ଏହି ଶବ୍ଦଗୁଡିକ ଜଗତରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ ରୂପକ ଅଟନ୍ତି, (ଦେଖ: /WA-Catalog/or_tm?section=translate#figs-metonymy)

so that they will have my joy fulfilled in themselves

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେ ସେମାନଙ୍କୁ ମହାନନ୍ଦ ଦେଇପାର” (ଦେଖ: /WA-Catalog/or_tm?section=translate#figs-activepassive)

John 17:14

I have given them your word

ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ କହିଅଛି

the world ... because they are not of the world ... I am not of the world

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭକୁ ବିରୋଧ କରୁଥିବା ଲୋକମାନେ ମୋହର ଶିଷ୍ୟମାନଙ୍କୁ ଘୃଣା କରନ୍ତି, କାରଣ ସେମାନେ ବିଶ୍ବାସୀମାନଙ୍କ ମଧ୍ୟରୁ ନୁହନ୍ତି, ଯେପରି ମୁ ସେମାନଙ୍କ ନୁହେ“ (ଦେଖ: /WA-Catalog/or_tm?section=translate#figs-metonymy)

John 17:15

the world

ଏହି ଅନୁଚ୍ଛେଦରେ, “ଜଗତ” ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ I (ଦେଖ: /WA-Catalog/or_tm?section=translate#figs-metonymy)

keep them from the evil one

ଏହା ଶୟତାନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ମନ୍ଦରୁ, ଅର୍ଥାତ୍ ଶୟତାନଠାରୁ ରକ୍ଷା କର” (ଦେଖ: /WA-Catalog/or_tm?section=translate#figs-explicit)

John 17:17

Set them apart by the truth

ସେମାନଙ୍କୁ ପୃଥକ୍ କରିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବରେ କୁହାଯାଇପାରିବ I ଏଠାରେ “ସତ୍ୟ ଦ୍ବାରା” ବାକ୍ୟାଂଶର ଅର୍ଥ ସତ୍ୟ ବିଷୟକୁ ଶିକ୍ଷାଦେବାକୁ ସୁଚାଏ I ଅନ୍ୟ ଏକ ଅନୁବାଦରେ:“ସେମାନଙ୍କୁ ସତ୍ୟ ବିଷୟ ଶିକ୍ଷା ଦେଇ ଆପଣାର ଲୋକ କର”(ଦେଖ: /WA-Catalog/or_tm?section=translate#figs-explicit)

Your word is truth

ତୁମ୍ଭର ବାକ୍ୟ ସତ୍ୟ ଅଟେ କିମ୍ବା “ତୁମ୍ଭେ ଯାହା କୁହ, ତାହା ସତ୍ୟ ଅଟେ”

John 17:18

into the world

ଏଠାରେ “ଜଗତ” ମଧ୍ୟରେ ଏକ ରୂପକ ଅଟେ, ଯାହା ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନଙ୍କୁ “(ଦେଖ: /WA-Catalog/or_tm?section=translate#figs-metonymy)

John 17:19

so that they themselves may also be set apart in truth

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସେମାନେ ମଧ୍ୟ ତୁମ୍ଭ ପ୍ରତି ଆପଣା ଆପଣାକୁ ପବିତ୍ର କରି ପାରିବେ” (ଦେଖ: /WA-Catalog/or_tm?section=translate#figs-activepassive)

John 17:20

those who will believe in me through their word

ଯେଉଁମାନେ ମୋଠାରେ ବିଶ୍ବାସ କରିବେ, କାରଣ ସେମାନେ ମୋ ବିଷୟରେ ଶିକ୍ଷା ଦିଅନ୍ତି

John 17:21

they will all be one, just as you, Father, are in me, and I am in you. May they also be in us

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ବିଶ୍ବାସ କରିବା ଦ୍ବାରା ସେମାନେ ପିତା ଓ ପୁତ୍ରଙ୍କ ସହିତ ସଂଯୁକ୍ତ ହୁଅନ୍ତି

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the world

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଏପର୍ଯ୍ୟନ୍ତ ଈଶ୍ବରଙ୍କୁ ଜାଣି ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ଈଶ୍ବରଙ୍କୁ ଜାଣନ୍ତି ନାହି” (ଦେଖ: /WA-Catalog/or_tm?section=translate#figs-metonymy)

John 17:22

The glory that you gave me, I have given to them

ତୁମ୍ଭେ ଯେପରି ମୋହର ମହିମାନ୍ବିତ କରିଅଛ, ସେପରି ମୁଁ ମୋହର ଶିଷ୍ୟମାନଙ୍କ ମହିମାନ୍ବିତ କରିଅଛି

so that they will be one, just as we are one

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଆମ୍ଭେମାନେ ଏକ ହୋଇଅଛୁ, ସେମାନଙ୍କୁ ଏକ କରିବ” (ଦେଖ: /WA-Catalog/or_tm?section=translate#figs-activepassive)

John 17:23

that they may be brought to complete unity

ଯେପରି ସେମାନେ ସମ୍ପୂର୍ଣ୍ଣ ଭାବରେ ଏକ ହେବେ

that the world will know

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କୁ ଜାଣି ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଯେପରି ସମଗ୍ର ଲୋକମାନେ ଜାଣିବେ”(ଦେଖ: /WA-Catalog/or_tm?section=translate#figs-metonymy)

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯଦିଓ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I

John 17:24

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

where I am

ଏଠାରେ “ମୁଁ ଯେଉଁଠାରେ ଥାଏ” ସ୍ବର୍ଗକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସହିତ ସ୍ବର୍ଗରେ” (ଦେଖ: /WA-Catalog/or_tm?section=translate#figs-explicit)

to see my glory

ମୋହର ମହିମା ଦେଖିବା ନିମନ୍ତେ

before the creation of the world

ଏଠାରେ ଯୀଶୁ ସୃଷ୍ଟି ପୂର୍ବର ସମୟକୁ ବୁଝାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜଗତକୁ ସୃଷ୍ଟି କରିବା ପୂର୍ବରୁ” (ଦେଖ: /WA-Catalog/or_tm?section=translate#figs-explicit)

John 17:25

Connecting Statement:

ଯୀଶୁ ଆପଣାର ପ୍ରାର୍ଥନା ଶେଷ କରୁଛନ୍ତି I

Righteous Father

ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the world did not know you

“ଜଗତ” ଶବ୍ଦ ଏକ ରୂପକ ଅଟେ, ଯାହା ଯେଉଁ ଲୋକମାନେ ଈଶ୍ବରଙ୍କର ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତୁମ୍ଭର ନୁହନ୍ତି, ତୁମ୍ଭେ କାହା ସଦୃଶ, ତାହା ସେମାନେ ଜାଣନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

John 17:26

I made your name known to them

“ନାମ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ କି ପ୍ରକାର, ମୁଁ ତାହା ସେମାନଙ୍କ ନିକଟରେ ପ୍ରକାଶ କରିଅଛି” (ଦେଖ: /WA-Catalog/or_tm?section=translate#figs-metonymy)

love ... loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯଦିୟ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I