John 3

ଯୋହନ ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଜ୍ୟୋତିଃ ଓ ଅନ୍ଧକାର

ବାଇବଲ ସର୍ବଦା ଅଧାର୍ମିକ ଲୋକମାନଙ୍କ ବିଷୟରେ, ଅର୍ଥାତ୍ ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ସେମାନଙ୍କ ବିଷୟରେ କହେ ଯେପରି ସେମାନେ ଅନ୍ଧକାରରେ ପଥଗାମୀ ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନଜାପାନ କରୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦକାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ଆଜ୍ଞା ପାଳନ କରିବାରେ ସକ୍ଷମ କରାଏ I (ଦେଖ: /WA-Catalog/or_tw?section=kt#righteous)

ଏହି ଅଧ୍ୟାୟର ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ମନୁଷ୍ୟ ପୁତ୍ର”

ଏହି ଅଧ୍ୟାୟର (ଯୋହନ ୩:୧୩)ରେ ଯୀଶୁ ଆପଣାକୁ ମନୁଷ୍ୟ ପୁତ୍ର କହୁଛନ୍ତି I ତୁମର ଭାଷା ହୁଏତ ଅନ୍ୟକାହା ବିଷୟରେ କହୁଥିବା ସଦୃଶ ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବା ନିମନ୍ତେ ଅନୁମତି ଦିଏ ନାହି I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

John 3:1

General Information:

ନୀକଦୀମ ଯୀଶୁଙ୍କୁ ସାକ୍ଷାତ କରିବା ନିମନ୍ତେ ଆସନ୍ତି I

Now

ବୃତ୍ତାନ୍ତରେ ଏକ ନୂତନ ଅଂଶକୁ ଚିହ୍ନଟ କରିବା ନିମନ୍ତେ ଓ ନୀକଦୀମଙ୍କୁ ପରିଚୟ କରାଇବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: /WA-Catalog/or_tm?section=translate#writing-participants)

John 3:2

we know

ଏଠାରେ “ଆମ୍ଭେମାନେ” ବହିର୍ଭୂତକାରୀ ଶବ୍ଦ ଅଟେ, ଯାହା କେବଳ ନୀକଦୀମ ଓ ଯିହୂଦୀ ମହାସଭାର ଅନ୍ୟ ସଭ୍ୟମାନଙ୍କୁ ବୁଝାଏ I

John 3:3

Connecting Statement:

ଯୀଶୁ ଓ ନୀକଦୀମ ବାର୍ତ୍ତାଳାପ କରନ୍ତି I

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

born again

ଉର୍ଦ୍ଧରୁ ଜାତ କିମ୍ବା “ଈଶ୍ବରଙ୍କଠାରୁ ଜାତ”

kingdom of God

ଈଶ୍ବରଙ୍କ ରାଜତ୍ବ ନିମନ୍ତେ “ରାଜ୍ୟ” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଏପରି ସ୍ଥାନ ଯେଉଁଠାରେ ଈଶ୍ବର ରାଜତ୍ବ କରନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

John 3:4

How can a man be born when he is old?

ନିକଦିମ ଗୁରୁତ୍ବ ଦେବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି ଯେ ଏହା ହୋଇ ନପାରେ I ଅନ୍ୟ ଏକ ଅନୁବାଦରେ: “ଜଣେ ବ୍ୟକ୍ତି ନିଶ୍ଚିତରୂପେ ପୁନର୍ଜନ୍ମ ହୋଇ ନପାରେ ଯେତେବେଳେ ସେ ବୃଦ୍ଧ ହୁଏ !” (ଦେଖ: /WA-Catalog/or_tm?section=translate#figs-rquestion)

He cannot enter a second time into his mother's womb and be born, can he?

ନିକଦିମ ମଧ୍ୟ ତାହାଙ୍କ ବିଶ୍ବାସକୁ ଗୁରୁତ୍ବ ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର ଜରନ୍ତି ଯେ ଦ୍ବିତୀୟ ଜନ୍ମ ଅସମ୍ଭବ ଅଟେ I “ନିଶ୍ଚିତ ଭାବରେ, ସେ ଆପଣା ମାତାର ଗର୍ଭରେ ଦ୍ବିତୀୟ ଥର ପ୍ରବେଶ କରିପାରିବେ ନାହିଁ ! (ଦେଖ: /WA-Catalog/or_tm?section=translate#figs-rquestion)

a second time

ପୁନର୍ବାର ବା “ଦ୍ବିତୀୟ ଥର”

womb

ଜଣେ ସ୍ତ୍ରୀଲୋକର ଶରୀରର ସେହି ଅଂଶ ଯେଉଁଥିରେ ଶିଶୁ ବୃଦ୍ଧି ପାଏ

John 3:5

Truly, truly

ତୁମେ ଯୋହନ ୩:୩ରେ ଯେପରି ଅନୁବାଦ କରିଅଛ, ସେପରି ଏହାକୁ ଅନୁବାଦ କରିପାରିବ I

born of water and the Spirit

ଦୁଇଟି ସମ୍ଭାବିତ ଅର୍ଥ: ୧) “ଜଳରେ ଓ ଆତ୍ମାରେ ବାପ୍ତିସ୍ମ” କିମ୍ବା ୨) ଶାରୀରିକ ଭାବରେ ଓ ଆତ୍ମିକ ଭାବରେ ଜନ୍ମ”

enter into the kingdom of God

ଜଣେ ବ୍ୟକ୍ତିର ଜୀବନରେ ଈଶ୍ବରଙ୍କ ରାଜତ୍ବ ନିମନ୍ତେ “ରାଜ୍ୟ” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଜୀବନରେ ଈଶ୍ବରଙ୍କ ରାଜତ୍ବର ଅନୁଭୂତି” (ଦେଖ: /WA-Catalog/or_tm?section=translate#figs-metaphor)

John 3:7

Connecting Statement:

ଯୀଶୁ ନୀକଦୀମଙ୍କୁ କହି ଚାଲିଛନ୍ତି I

You must be born again

ତୁମ୍ଭକୁ ଉର୍ଦ୍ଧରୁ ଜନ୍ମ ହେବାକୁ ଉଚିତ

John 3:8

The wind blows wherever it wishes

ମୂଳ ଭାଷାରେ, ବାୟୁ ଓ ଆତ୍ମା ସମାନ ଶବ୍ଦ ଅଟନ୍ତି I ଏଠାରେ କହୁଥିବା ବ୍ୟକ୍ତି ବାୟୁକୁ ବୁଝାଏ ଯେପରି ସେ ଜଣେ ବ୍ୟକ୍ତି ଥିଲେ I ଅନ୍ୟ ଏକ ଅନୁବାଦରେ: “ପବିତ୍ରଆତ୍ମା ପବନ ସ୍ବରୂପ ଅଟନ୍ତି ଯେ ଯେଉଁଆଡ଼େ ଇଚ୍ଛା ସେହିଆଡ଼େ ବହି ଯାଆନ୍ତି” (ଦେଖ: /WA-Catalog/or_tm?section=translate#figs-personification)

John 3:9

How can these things be?

ଏହି ପ୍ରଶ୍ନ ଉକ୍ତିର ଗୁରୁତ୍ବତାକୁ ବୃଦ୍ଧି କରେ I ଅନ୍ୟ ଏକ ଅନୁବାଦରେ: “ଏହା ହୋଇ ନପାରେ !” କିମ୍ବା “ଏହା ହେବା ନିମନ୍ତେ ସମର୍ଥ ନୁହେଁ” (ଦେଖ: /WA-Catalog/or_tm?section=translate#figs-rquestion)

John 3:10

Are you a teacher of Israel, and yet you do not understand these things?

ଯୀଶୁ ଜାଣନ୍ତି ଯେ ନୀକଦୀମ ଜଣେ ଗୁରୁ ଅଟନ୍ତି I ସେ ପ୍ରତ୍ୟକ୍ଷ ସୂଚନା ଅନ୍ବେଷଣ କରନ୍ତି ନାହି I ଅନ୍ୟ ଏକ ଅନୁବାଦରେ; “ତୁମ୍ଭେ ଇଶ୍ରାୟେଲର ଜଣେ ଗୁରୁ ଅଟ, ତେଣୁ ମୁଁ ଆଶ୍ଚର୍ଯ୍ୟ ଯେ ତୁମ୍ଭେ ଏସବୁ ବୁଝି ପାରୁନାହଁ !” କିମ୍ବା “ତୁମ୍ଭେ ଇଶ୍ରାୟେଲର ଜଣେ ଗୁରୁ ଅଟ, ତେଣୁ ତୁମ୍ଭେ ଏସବୁ ବୁଝିବା ଉଚିତ !” (ଦେଖ: /WA-Catalog/or_tm?section=translate#figs-rquestion)

Are you a teacher ... yet you do not understand

“ତୁମ୍ଭେ” ଶବ୍ଦ ଏକବଚନ ଅଟେ ଓ ନୀକଦୀମଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

John 3:11

you do not accept

“ତୁମ୍ଭେମାନେ” ଶବ୍ଦ ବହୁବାଚକ ଓ ସାଧାରଣରେ ଯିହୂଦୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Truly, truly

ଏହାକୁ ଏପରି ଭାବରେ ଅନୁବାଦ କର ଯେପରି ତୁମର ଭାଷା ଗୁରୁତ୍ବ ଦିଏ ଯେ ଯାହା ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

we speak

ଯେତେବେଳେ ଯୀଶୁ “ଆମ୍ଭେମାନେ” କହିଲେ, ସେ ନୀକଦୀମଙ୍କୁ ଅନ୍ତର୍ଭୁକ୍ତ କରୁନାହାନ୍ତି I (ଦେଖ: /WA-Catalog/or_tm?section=translate#figs-exclusive)

John 3:12

Connecting Statement:

ଯୀଶୁ ନୀକଦୀମଙ୍କୁ ଉତ୍ତର ଦେଇ ଚାଲିଛନ୍ତି I

I told you ... you do not believe ... how will you believe if I tell you

ସମସ୍ତ ତିନୋଟି ସ୍ଥାନରେ “ତୁମ୍ଭେମାନେ” ବହୁବାଚକ ଅଟେ ଓ ସାଧାରଣରେ ଯିହୂଦୀମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

how will you believe if I tell you about heavenly things?

ଏହି ପ୍ରଶ୍ନ ନୀକଦୀମ ଓ ଯିହୂଦୀମାନଙ୍କ ଅବିଶ୍ବାସକୁ ଗୁରୁତ୍ବ ଦିଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଶ୍ଚିତ ଭାବରେ ବିଶ୍ବାସ କରିବ ନାହିଁ, ଯଦି ମୁଁ ତୁମ୍ଭମାନଙ୍କୁ ସ୍ବର୍ଗୀୟ ବିଷୟ କହିବି !” (ଦେଖ: /WA-Catalog/or_tm?section=translate#figs-rquestion)

heavenly things

ଆତ୍ମିକ ବିଷୟ ସବୁ

John 3:14

Just as Moses lifted up the serpent in the wilderness, so must the Son of Man be lifted up

ଏହି ଅଳଙ୍କାରକୁ ଉପମା କୁହାଯାଏ I ପ୍ରାନ୍ତରରେ ମୋଶା ଠିକ୍ ଯେପରି ପିତ୍ତଳର ସର୍ପକୁ “ଉଠାଇଥିଲେ,” ସେପରି କେତେକ ଲୋକ ଯୀଶୁଙ୍କୁ “ଉଠାଇବେ I” (ଦେଖ: /WA-Catalog/or_tm?section=translate#figs-simile)

in the wilderness

ପ୍ରାନ୍ତର ଏକ ଶୁଷ୍କ ମରୁଭୂମି ସ୍ଥାନ ଅଟେ, କିନ୍ତୁ ଏଠାରେ ଏହା ନିର୍ଦ୍ଦିଷ୍ଟ ଭାବରେ ମୋଶା ଓ ଇଶ୍ରାୟେଲୀୟମାନେ ଚାଳିଶ ବର୍ଷଧରି ଭ୍ରମଣ କରୁଥିବା ସ୍ଥାନକୁ ବୁଝାଏ I

John 3:16

God so loved the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଜଗତର ସମସ୍ତଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

loved

ଏହି ପ୍ରକାର ପ୍ରେମ ଯାହା ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରିଥାଏ, ଏପରିକି ଯେତେବେଳେ ଜଣେବ୍ୟକ୍ତି ନିଜେ ଲାଭବାନ୍ ହୁଏ ନାହି I ଈଶ୍ବର ସ୍ବୟଂ ପ୍ରେମ ଅଟନ୍ତି ଓ ସତ୍ୟ ପ୍ରେମର ଉତ୍ସ ଅଟନ୍ତି I

John 3:17

For God did not send the Son into the world in order to condemn the world, but in order to save the world through him

ଏହି ଦୁଇ ଖଣ୍ଡ-ବାକ୍ୟର ଅର୍ଥ ପ୍ରାୟ ସମାନ, ଓ ଗୁରୁତ୍ବ ନିମନ୍ତେ ଦୁଇଥର କୁହାଯାଇଛି, ପ୍ରଥମେ ନକାରାତ୍ମକ ଭାବରେ ଓ ତାହାପରେ ସକାରାତ୍ମକ ଭାବରେ I କେତେକ ଭାଷା ହୁଏତ ଭିନ୍ନ ଭାବରେ ଗୁରୁତ୍ବ ଦେବା ବିଷୟକୁ ସୂଚାଇ ପାରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ କରିବାର ପ୍ରକୃତ କାରଣ ଜଗତକୁ ଉଦ୍ଧାର କରିବା” (ଦେଖ: /WA-Catalog/or_tm?section=translate#figs-parallelism/WA-Catalog/or_tm?section=translate#figs-doublenegatives)

to condemn

ଦଣ୍ଡଦେବା ନିମନ୍ତେ I ସାଧାରଣତଃ “ଦଣ୍ଡଦେବା” ବିଷୟ ସୂଚାଇ ଥାଏ ଯେ ଯେଉଁ ବ୍ୟକ୍ତି ଦଣ୍ଡ ପାଇଅଛି, ସେ ପରେ ଈଶ୍ବରଙ୍କ ଦ୍ବାର ଗ୍ରହଣ କରାଯାଇ ଅଛି I ଯେତେବେଳେ ଜଣେ ବ୍ୟକ୍ତି ଦୋଷୀ ଗଣିତ ହୁଏ ସେ ଦଣ୍ଡ ପାଏ, କିନ୍ତୁ ଈଶ୍ବରଙ୍କ ଦ୍ବାରା ଗ୍ରହଣ କରାଯାଏ ନାହିଁ I

John 3:18

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 3:19

Connecting Statement:

ଯୀଶୁ ନୀକଦୀମଙ୍କୁ ଉତ୍ତର ଦେବା ଶେଷ କରୁଛନ୍ତି I

The light has come into the world

“ଜ୍ୟୋତିଃ” ଶବ୍ଦ ଈଶ୍ବରଙ୍କ ସତ୍ୟତା ନିମନ୍ତେ ଏକ ରୂପକ ଅଟେ, ଯାହା ଯୀଶୁଙ୍କଠାରେ ପ୍ରକାଶିତ ହୋଇଅଛି I ଯୀଶୁ ଆପଣାକୁ ତୃତୀୟ ପୁରୁଷରେ କହୁଛନ୍ତି I ଯଦି ତୁମର ଭାଷା ଲୋକମାନଙ୍କୁ ଆପଣା ଆପଣା ସମ୍ବନ୍ଧରେ ତୃତୀୟ ପୁରୁଷରେ କହିବାକୁ ଅନୁମତି ଦିଏ ନାହିଁ, ତେବେ ତୁମକୁ ନିର୍ଦ୍ଦିଷ୍ଟ କରିବାକୁ ହେବ ଯେ ଜ୍ୟୋତିଃ କିଏ ଅଟନ୍ତି I “ଜଗତ” ଜଗତରେ ବାସ କରୁଥିବା ସମସ୍ତ ଲୋକଙ୍କ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେ ଜ୍ୟୋତିଃ ସଦୃଶ ହୋଇ ସମସ୍ତ ଲୋକଙ୍କ ନିକଟରେ ଈଶ୍ବରଙ୍କ ସତ୍ୟତାକୁ ପ୍ରକାଶ କରିଅଛନ୍ତି” କିମ୍ବା “ମୁଁ, ଯେ ଜ୍ୟୋତିଃ ସଦୃଶ ହୋଇ, ଜଗତକୁ ଆସିଅଛି” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-123person)

men loved the darkness

ଏଠାରେ “ଅନ୍ଧକାର” ମନ୍ଦତା ନିମନ୍ତେ ଏକ ରୂପକ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

John 3:20

so that his deeds will not be exposed

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ଜ୍ୟୋତିଃ ଯେପରି କରୁଥିବା ବିଷୟକୁ ଦେଖାଏ ନାହିଁ” କିମ୍ବା “ଜ୍ୟୋତିଃ ଯେପରି ତାହାର କର୍ମଗୁଡିକୁ ସ୍ପଷ୍ଟ କରେ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

John 3:21

plainly seen that his deeds

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ସ୍ପଷ୍ଟଭାବେ ତାହାର କର୍ମଗୁଡିକୁ ଦେଖି ପାରିବେ” କିମ୍ବା “ସମସ୍ତେ ସେ କରୁଥିବା କର୍ମଗୁଡିକୁ ସ୍ପଷ୍ଟଭାବେ ଦେଖି ପାରିବେ” (ଦେଖ: /WA-Catalog/or_tm?section=translate#figs-activepassive)

John 3:22

After this

ଏହା ଯୀଶୁ ନୀକଦୀମଙ୍କୁ କହିବା ପରେ ପରବର୍ତ୍ତୀ ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ଯୋହନ ୨:୧୨ରେ ଅନୁବାଦ କରିଅଛ I

John 3:23

Aenon

ଏହି ଶବ୍ଦର ଅର୍ଥ ଜଳର “ଝରଣା I” (ଦେଖ: /WA-Catalog/or_tm?section=translate#translate-names)

Salim

ଯର୍ଦ୍ଦନ ନଦୀ ନିକଟରେ ଥିବା ଏକ ଗ୍ରାମ ବା ସହର (ଦେଖ: /WA-Catalog/or_tm?section=translate#translate-names)

because there was much water there

କାରଣ ସେହି ସ୍ଥାନରେ ଅନେକ ଝରଣା ଥିଲା

were being baptized

ଏହାକୁ ତୁମେ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ” କିମ୍ବା “ସେ ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

John 3:25

Then there arose a dispute between some of John's disciples and a Jew

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ଯୋହନଙ୍କ ଶିଷ୍ୟମାନେ ଓ ଜଣେ ଯିହୂଦୀ ଯୁକ୍ତିତର୍କ ଆରମ୍ଭ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

a dispute

ଏକ ବାକ୍ ଯୁଦ୍ଧ

John 3:26

you have testified, look, he is baptizing,

ଏହି ବାକ୍ୟାଂଶରେ, “ଦେଖ” ଏକ ଆଜ୍ଞା ଅଟେ, ଯାହାର ଅର୍ଥ “ମନଯୋଗ କର !” ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ସାକ୍ଷ୍ୟ ଦେଇଅଛ, ‘ଦେଖ ! ସେ ବାପ୍ତିସ୍ମ ଦେଉଛନ୍ତି’” କିମ୍ବା “ତୁମ୍ଭେ ସାକ୍ଷ୍ୟ ଦେଇଅଛ, ‘ସେ ଆଡକୁ ଦେଖ ! ସେ ବାପ୍ତିସ୍ମ ଦେଉଛନ୍ତି’” (ଦେଖ: rc://*/ta/man/translate/figs-explicit)

John 3:27

A man cannot receive anything unless

ନ ହେଲେ କେହି କିଛି ପ୍ରାପ୍ତ ହୁଏ ନାହିଁ

it has been given to him from heaven

ଏଠାରେ “ସ୍ବର୍ଗ” ଈଶ୍ବରଙ୍କୁ ବୁଝାଇବା ନିମନ୍ତେ ଏକ ରୂପକ ଭାବରେ ବ୍ୟବହାର କରାଯାଇଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏହା ତାହାଙ୍କୁ ଦେଇଛନ୍ତି” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-activepassive)

John 3:28

You yourselves

ଏହି “ତୁମ୍ଭେମାନେ” ଶବ୍ଦ ବହୁବାଚକ ଓ ଯୋହନ କହୁଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସମସ୍ତେ” କିମ୍ବା “ତୁମ୍ଭମାନଙ୍କ ସମସ୍ତେ” (ଦେଖ: /WA-Catalog/or_tm?section=translate#figs-you/WA-Catalog/or_tm?section=translate#figs-rpronouns)

I have been sent before him

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଆଗମନ ପୂର୍ବରୁ ଈଶ୍ବର ମୋତେ ପ୍ରେରଣ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

John 3:29

Connecting Statement:

ବାପ୍ତିଜକ ଯୋହନ କହି ଚାଲିଛନ୍ତି I

The bride belongs to the bridegroom

ଏଠାରେ “କନ୍ୟା” ଓ “ବର” ରୂପକ ଅଟନ୍ତି I ଯୀଶୁ “ବର” ସଦୃଶ ଓ ଯୋହନ “ବର”ଙ୍କ ବନ୍ଧୁ ସଦୃଶ ଅଟନ୍ତି I” (ଦେଖ: /WA-Catalog/or_tm?section=translate#figs-metaphor)

This, then, is my joy made complete

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେଥିନିମନ୍ତେ ମୁଁ ମହାନନ୍ଦ କରୁଅଛି” କିମ୍ବା ‘ସେଥିନିମନ୍ତେ ମୁଁ ଅଧିକ ଆନନ୍ଦ କରୁଅଛି” (ଦେଖ: /WA-Catalog/or_tm?section=translate#figs-activepassive)

my joy

“ମୋହର” ଶବ୍ଦ ବାପ୍ତିଜକ ଯୋହନଙ୍କୁ ବୁଝାଏ, ଯେ କି କଥା କହୁଛନ୍ତି I

John 3:30

He must increase

“ସେ” ବର, ଅର୍ଥାତ୍, ଯୀଶୁଙ୍କୁ ବୁଝାଏ, ଯେ କି ନିରନ୍ତର ଶ୍ରେଷ୍ଠତାରେ ବୃଦ୍ଧି ପାଇବେ I

John 3:31

He who comes from above is above all

ଯେ ସ୍ବର୍ଗରୁ ଆସନ୍ତି, ସେ ଅନ୍ୟସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି

He who is from the earth is from the earth and speaks about the earth

ଯୋହନଙ୍କ କହିବାର ଅର୍ଥ ଯେ ଯୀଶୁ ତାହାଙ୍କଠାରୁ ଶ୍ରେଷ୍ଟ ଅଟନ୍ତି, ଯେହେତୁ ସେ ସ୍ବର୍ଗରୁ ଆସିଛନ୍ତି ଓ ଯୋହନ ପୃଥିବୀରୁ ଜାତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେ ଏହି ଜଗତରୁ ଜାତ ହୋଇଛି ସେ ଜଗତରେ ବାସ କରୁଥିବା ଅନ୍ୟସମସ୍ତଙ୍କ ସଦୃଶ ଅଟେ ଓ ସେ ଜଗତରେ ଘଟୁଥିବା ବିଷୟରେ କଥା କହେ” (ଦେଖ: /WA-Catalog/or_tm?section=translate#figs-metonymy)

He who comes from heaven is above all

ଏହାର ଅର୍ଥ ପ୍ରଥମ ବାକ୍ୟ ସଦୃଶ ସମାନ ଅଟେ I ଯୋହନ ଗୁରୁତ୍ବାରୋପ କରିବା ନିମନ୍ତେ ଏହାକୁ ପୁନର୍ବାର କହୁଛନ୍ତି I

John 3:32

He testifies about what he has seen and heard

ଯୋହନ ଯୀଶୁଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେ ଉର୍ଦ୍ଧରୁ ଜାତ, ସେ ଉର୍ଦ୍ଧରୁ ଦେଖିଥିବା ଓ ଶୁଣିଥିବା ବିଷୟ କହନ୍ତି”

no one accepts his testimony

ଏଠାରେ ଗୁରୁତ୍ବଦେବା ନିମନ୍ତେ ଅତିରଞ୍ଜିତ କରି କହୁଛନ୍ତି ଯେ କେବଳ ଅଳ୍ପଲୋକ ଯୀଶୁଙ୍କଠାରେ ବିଶ୍ବାସ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଅତି ଅଳ୍ପ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି” (ଦେଖ: /WA-Catalog/or_tm?section=translate#figs-hyperbole)

John 3:33

He who has received his testimony

ଯୀଶୁ ଯାହା କହନ୍ତି, ଯେ ସେଥିରେ ବିଶ୍ବାସ କରେ

has confirmed

ପ୍ରମାଣ କରେ କିମ୍ବା “ଏକମତ ହୁଏ”

John 3:34

Connecting Statement:

ବାପ୍ତିଜକ ଯୋହନ କଥା କହିବା ଶେଷ କରୁଛନ୍ତି I

For the one whom God has sent

ଏହି ଯୀଶୁ, ଯାହାଙ୍କୁ ଈଶ୍ବର ଆପଣାକୁ ପ୍ରକାଶ କରିବା ନିମନ୍ତେ ପ୍ରେରଣ କଲେ

For he does not give the Spirit by measure

କାରଣ ସେ ଏହି ବ୍ୟକ୍ତି ଯାହାଙ୍କୁ ଈଶ୍ବର ଆପଣା ଆତ୍ମାର ସମସ୍ତ କ୍ଷମତା ପ୍ରଦାନ କଲେ

John 3:35

Father ... Son

ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

given ... into his hand

ଏହାର ଅର୍ଥ ଯାହା ତାହାଙ୍କ କ୍ଷମତାର ଅଧିନରେ ବା ନିୟନ୍ତ୍ରଣରେ ରଖିବା I (ଦେଖ: /WA-Catalog/or_tm?section=translate#figs-idiom)

John 3:36

He who believes

ଯେଉଁ ବ୍ୟକ୍ତି ବିଶ୍ବାସ କରେ କିମ୍ବା “ଯେକେହି ବିଶ୍ବାସ କରେ”

the wrath of God stays on him

ଗୁଣବାଚକ ବିଶେଷ୍ୟ “କ୍ରୋଧ”କୁ “ଦଣ୍ଡ ଦେବା” କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ନିରନ୍ତର ଦଣ୍ଡ ଦେବେ” (ଦେଖ: rc://*/ta/man/translate/figs-abstractnouns)