John 15

ଯୋହନ ୧୫ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟର ବିଶେଷ ଧାରଣା

ଦ୍ରାକ୍ଷାଲତା

ଯୀଶୁ ଦ୍ରାକ୍ଷାଲତାକୁ ଆପଣା ନିମନ୍ତେ ଏକ ରୂପକ ଭାବରେ ବ୍ୟବହାର କରୁଛନ୍ତି I ଏହାର କାରଣ ଯେ ଦ୍ରାକ୍ଷାଲତା ପତ୍ର ଓ ଅଙ୍ଗୁର ଫଳ ନିମନ୍ତେ ଭୂମିରୁ ଜଳ ଓ ସାର ନେଇଥାଏ I ଦ୍ରାକ୍ଷାଲତା ବିନା, ଅଙ୍ଗୁର ଓ ପତ୍ରଗୁଡିକ ମଉଳି ଯାଆନ୍ତି I ସେ ତାହାଙ୍କ ଶିଷ୍ୟମାନେ ଜାଣିବା ଚାହୁଁଥିଲେ ଯେ ସେମାନେ ତାହାଙ୍କୁ ପ୍ରେମ ନକରି ତାହାଙ୍କ ବାକ୍ୟ ପାଳନ ନକଲେ, ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା କୌଣସି କାର୍ଯ୍ୟ କରିପାରିବେ ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

John 15:1

Connecting Statement:

ବିବରଣୀର ଏହି ଅଂଶଟି ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ମେଜ ଉପରେ ଆଉଜି ପଡ଼ି ସେମାନଙ୍କୁ କଥା କହିଚାଲିଛନ୍ତି I

I am the true vine

ଏଠାରେ “ପ୍ରକୃତ ଦ୍ରାକ୍ଷାଲତା” ଏକ ରୂପକ ଅଟେ I ଯୀଶୁ ଆପଣାକୁ ଏକ ଦ୍ରାକ୍ଷାଲତା ବା ଦ୍ରାକ୍ଷାମୁଳ ସହିତ ତୁଳନା କରୁଛନ୍ତି I ସେ ଜୀବନର ଉତ୍ସ ଅଟନ୍ତି, ଯାହା ଲୋକମାନଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନ କରିବାର କାରଣ ହୁଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଏକ ଦ୍ରାକ୍ଷାଲତା ସଦୃଶ ଅଟେ ଯାହା ଉତ୍ତମ ଫଳ ଉତ୍ପନ୍ନ କରେ” (ଦେଖ: /WA-Catalog/or_tm?section=translate#figs-metaphor)

my Father is the gardener

“କୃଷକ” ଏକ ରୂପକ ଅଟେ I “କୃଷକ” ଜଣେ ବ୍ୟକ୍ତି ଅଟନ୍ତି, ଯେ ଦ୍ରାକ୍ଷାଲତାର ଯଥାସମ୍ଭବ ଫଳବତୀ ହେବା ବିଷୟକୁ ନିଶ୍ଚିତ କରାନ୍ତି I ଅନ୍ୟ ଏକ ଅନୁବାଦରେ: “ମୋହର ପିତା କୃଷକ ସଦୃଶ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 15:2

He takes away every branch in me that does not bear fruit

ଏଠାରେ “ପ୍ରତ୍ୟେକ ଶାଖା” ଲୋକମାନଙ୍କୁ ଓ “ଫଳ ଧାରଣ କରିବା” ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ଜୀବନଯାପନର ମାର୍ଗକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metaphor)

takes away

କାଟି ଫିଙ୍ଗି ଦିଅନ୍ତି

prunes every branch

ପ୍ରତ୍ୟେକ ଶାଖାକୁ ପରିଷ୍କାର କରନ୍ତି

John 15:3

You are already clean because of the message that I have spoken to you

ଏଠାରେ ଦର୍ଶାଉଥିବା ରୂପକ “ପରିସ୍କୃତ ଶାଖା” ଅଟେ ଯାହା “କଟା ହୋଇଥିବା” ଶାଖାଗୁଡିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ କଟା ହୋଇ ପରିଷ୍କୃତ ହୋଇଥିବା ଶାଖା ସଦୃଶ ଅଟ, କାରଣ ମୁଁ ତୁମ୍ଭମାନଙ୍କୁ ଯାହା ସବୁ ଶିକ୍ଷା ଦେଇଅଛି, ତୁମ୍ଭେମାନେ ପାଳନ କରିଅଛ” (ଦେଖ: /WA-Catalog/or_tm?section=translate#figs-metaphor)

you

ଏହି ସମଗ୍ର ଅନୁଚ୍ଛେଦରେ “ତୁମ୍ଭେମାନେ” ଶବ୍ଦ ବହୁବାଚକ ଅଟେ ଓ ଯୀଶୁଙ୍କ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

John 15:4

Remain in me, and I in you

ଯଦି ତୁମ୍ଭେମାନେ ମୋଠାରେ ଲାଗିରୁହ, ମୁଁ ତୁମ୍ଭମାନଙ୍କଠାରେ ଲାଗି ରହିବି କିମ୍ବା “ମୋଠାରେ ଲାଗିରୁହ, ଆଉ ମୁଁ ତୁମ୍ଭମାନଙ୍କଠାରେ ଲାଗି ରହିବି”

unless you remain in me

ଖ୍ରୀଷ୍ଟଙ୍କଠାରେ ଲାଗି ରହିବା ଦ୍ବାରା, ଯେଉଁମାନେ ତାହାଙ୍କର ଅଟନ୍ତି, ସେମାନେ ସମସ୍ତବିଷୟ ନିମନ୍ତେ ତାହାଙ୍କଠାରେ ନିର୍ଭର କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୋଠାରେ ଲାଗି ନରହିଲେ ଓ ସମସ୍ତବିଷୟ ନିମନ୍ତେ ମୋଠାରେ ନିର୍ଭର ନକଲେ”

John 15:5

I am the vine, you are the branches

“ଦ୍ରାକ୍ଷାଲତା” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବୁଝାଏ I “ଶାଖାଗୁଡିକ” ଏକ ରୂପକ ଅଟେ ଯାହା ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରି ତାହାଙ୍କର ଅଟନ୍ତି, ସେମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଦ୍ରାକ୍ଷାଲତା ସଦୃଶ ଓ ତୁମ୍ଭେମାନେ ଦ୍ରାକ୍ଷାଲତାରେ ସଂଯୁକ୍ତ ହୋଇଥିବା ଶାଖାଗୁଡିକ ସଦୃଶ ଅଟ” (ଦେଖ: /WA-Catalog/or_tm?section=translate#figs-metaphor)

He who remains in me and I in him

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ସେ ଯେପରି ଈଶ୍ବରଙ୍କ ସହିତ ସଂଯୁକ୍ତ ଅଟନ୍ତି, ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ସଂଯୁକ୍ତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଯେପରି ପିତାଙ୍କ ସହିତ ସଂଯୁକ୍ତ ଥାଏ, ସେ ମୋ ସହିତ ସଂଯୁକ୍ତ ଥାଏ” (ଦେଖ: /WA-Catalog/or_tm?section=translate#figs-explicit)

he bears much fruit

ଏଠାରେ ଅର୍ଥବୋଧକ ରୂପକ ଫଳବାନ୍ ଶାଖା ଅଟେ ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ବିଶ୍ବାସୀମାନଙ୍କୁ ବୁଝାଏ I ଦ୍ରାକ୍ଷାଲତାରେ ଲାଗି ରହିଥିବା ଶାଖା ଯେପରି ପ୍ରଚୁର ଫଳ ଫଳେ, ଯେଉଁମାନେ ଯୀଶୁଙ୍କଠାରେ ସଂଯୁକ୍ତ ରହନ୍ତି, ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ଅନେକ ଫଳ ଫଳିବେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପ୍ରଚୁର ଫଳ ଫଳିବ” (ଦେଖ: /WA-Catalog/or_tm?section=translate#figs-metaphor)

John 15:6

he is thrown away like a branch and dries up

ଏଠାରେ ଅର୍ଥବୋଧକ ରୂପକ ଅଫଳନ୍ତି ଶାଖା ଅଟେ ଯାହା ଯୀଶୁଙ୍କଠାରେ ଲାଗିରହି ନଥିବା ଲୋକମାନଙ୍କୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କୃଷକ ତାହାକୁ ଶାଖା ସଦୃଶ ଫିଙ୍ଗିଦିଅନ୍ତି ଓ ଏହା ଶୁଖିଯାଏ” (ଦେଖ: /WA-Catalog/or_tm?section=translate#figs-metaphor)

they are burned up

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅଗ୍ନି ସେଗୁଡିକୁ ଜାଳିଦିଏ”(ଦେଖ: /WA-Catalog/or_tm?section=translate#figs-activepassive)

John 15:7

ask whatever you wish

ଯୀଶୁ ସୂଚାଉଛନ୍ତି ଯେ ବିଶ୍ବାସୀମାନେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେବା ନିମନ୍ତେ ଈଶ୍ବରଙ୍କୁ ମାଗିବା ଆବଶ୍ୟକ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଯାହା ଇଚ୍ଛା କର, ଈଶ୍ବରଙ୍କୁ ମାଗ” (ଦେଖ: /WA-Catalog/or_tm?section=translate#figs-explicit)

it will be done for you

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଏହା ତୁମ୍ଭମାନଙ୍କ ନିମନ୍ତେ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

John 15:8

My Father is glorified in this

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଲୋକମାନଙ୍କୁ ମୋହର ପିତାଙ୍କ ଗୌରବର କାରଣ ହୁଏ” (ଦେଖ: /WA-Catalog/or_tm?section=translate#figs-activepassive)

My Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

that you bear much fruit

ଏଠାରେ “ଫଳ” ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଜୀବନଯାପନ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ତାହାଙ୍କୁ ସନ୍ତୁଷ୍ଟ କରିବାର ମାର୍ଗରେ ଜୀବନଯାପନ କର” (ଦେଖ: /WA-Catalog/or_tm?section=translate#figs-metaphor)

are my disciples

ଦେଖାଏ ଯେ ତୁମ୍ଭେମାନେ ମୋହର ଶିଷ୍ୟଗଣ କିମ୍ବା “ପ୍ରଦର୍ଶନ କରେ ଯେ ତୁମ୍ଭେମାନେ ମୋହର ଶିଷ୍ୟଗଣ”

John 15:9

As the Father has loved me, I have also loved you

ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କ ସହିତ ଯୀଶୁ ଆପଣା ପ୍ରତି ଥିବା ପିତା ଈଶ୍ବରଙ୍କ ପ୍ରେମରେ ଅଂଶୀ କରାନ୍ତି I ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Remain in my love

ମୋହର ପ୍ରେମରେ ସ୍ଥିର ହୋଇ ରୁହ

John 15:10

If you keep my commandments, you will remain in my love, as I have kept the commandments of my Father and remain in his love

ଯେତେବେଳେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କର ବାଧ୍ୟ ହୁଅନ୍ତି, ସେମାନେ ତାହାଙ୍କ ପ୍ରତି ସେମାନଙ୍କ ପ୍ରେମ ପ୍ରଦର୍ଶନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ମୁଁ କରିବାକୁ କହିଥିବା ବିଷୟଗୁଡିକ କରିଥାଅ, ତୁମ୍ଭେମାନେ ମୋହର ପ୍ରେମରେ ଜୀବନଯାପନ କରୁଅଛ; ଯେପରି ମୁଁ ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ଜୀବନଯାପନ କରିଥାଏ” (ଦେଖ: /WA-Catalog/or_tm?section=translate#figs-explicit)

my Father

ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 15:11

I have spoken these things to you so that my joy will be in you

ମୁଁ ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିଅଛି, ଯେପରି ମୋହର ଯେଉଁ ଆନନ୍ଦ ଅଛି, ତୁମ୍ଭେମାନେ ମଧ୍ୟ ସେହି ପ୍ରକାର ଆନନ୍ଦ ଲାଭ କରିବ

so that your joy will be complete

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭମାନଙ୍କ ଆନନ୍ଦ ପୂର୍ଣ୍ଣ ହେବ” କିମ୍ବା “ଯେପରି ତୁମ୍ଭମାନଙ୍କ ଆନନ୍ଦରେ କିଛି ଉଣା ନଥିବ” (ଦେଖ: /WA-Catalog/or_tm?section=translate#figs-activepassive)

John 15:13

life

ଏହା ଶାରୀରିକ ଜୀବନକୁ ବୁଝାଏ I

John 15:15

everything that I heard from my Father, I have made known to you

ମୋହର ପିତା ମୋତେ କହିଥିବା ସମସ୍ତ ବିଷୟ ମୁଁ ତୁମ୍ଭମାନଙ୍କୁ କହିଅଛି

my Father

ଏଠାରେ “ପିତା’ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 15:16

You did not choose me

ଯୀଶୁ ସୂଚାଉଛନ୍ତି ଯେ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଶିଷ୍ୟହେବାକୁ ସେମାନଙ୍କ ନିଜଠାରୁ ନିଷ୍ପତ୍ତି କରି ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ମୋହର ଶିଷ୍ୟ ହେବା ନିମନ୍ତେ ତୁମ୍ଭେମାନେ ନିଜଠାରୁ ନିଷ୍ପତ୍ତି କରିନାହଁ” (ଦେଖ: /WA-Catalog/or_tm?section=translate#figs-explicit)

go and bear fruit

ଏଠାରେ “ଫଳ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ନିମନ୍ତେ ସନ୍ତୋଷଜନକ ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ଜୀବନ ଯାପନ କର “(ଦେଖ: /WA-Catalog/or_tm?section=translate#figs-metaphor)

that your fruit should remain

ଯେପରି ତୁମ୍ଭେମାନେ କରୁଥିବା କର୍ମର ଫଳ ଚିରସ୍ଥାୟୀ ହେବ

whatever you ask of the Father in my name, he will give it to you

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ମୋହର ଅଟ, ତୁମ୍ଭେମାନେ ଯାହା କିଛି ପିତାଙ୍କୁ ମାଗିବ, ତାହା ସେ ତୁମ୍ଭମାନଙ୍କ ନିମନ୍ତେ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 15:18

the world

ଯେଉଁ ଲୋକମାନେ ଈଶ୍ବରଙ୍କର ନୁହନ୍ତି ଓ ତାହାଙ୍କ ବିରୋଧ କରନ୍ତି (ଦେଖ: /WA-Catalog/or_tm?section=translate#figs-metonymy)

John 15:19

the world

ଯେଉଁ ଲୋକମାନେ ଈଶ୍ବରଙ୍କର ନୁହନ୍ତି ଓ ତାହାଙ୍କ ବିରୋଧ କରନ୍ତି (ଦେଖ: /WA-Catalog/or_tm?section=translate#figs-metonymy)

love

ଏହା ମାନବୀୟ, ଭ୍ରାତୃ ପ୍ରେମ କିମ୍ବା ଜଣେ ବନ୍ଧୁ କିଅବା ପରିବାରର ସଦସ୍ୟଙ୍କ ନିମନ୍ତେ ଥିବା ପ୍ରେମକୁ ବୁଝାଏ I

John 15:20

Remember the word that I said to you

ଏଠାରେ “ବାକ୍ୟ” ଯୀଶୁଙ୍କ ବାକ୍ୟର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କହିଥିବା ବାକ୍ୟ ସ୍ମରଣ କର” (ଦେଖ: /WA-Catalog/or_tm?section=translate#figs-metonymy)

John 15:21

because of my name

ଏଠାରେ “ମୋହର ନାମ ସକାଶେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବୁଝାଏ I ଲୋକମାନେ ତାହାଙ୍କ ଶିଷ୍ୟମାନଙ୍କୁ ତାଡନା କରିବେ, କାରଣ ସେମାନେ ତାହାଙ୍କର ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ମୋହର ଅଟ” (ଦେଖ: /WA-Catalog/or_tm?section=translate#figs-metonymy)

John 15:22

If I had not come and spoken to them, they would not have sin, but now they have no excuse for their sin

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି ନାହିଁ, ସେମାନଙ୍କୁ ସେ ଈଶ୍ବରଙ୍କ ବାକ୍ୟ କହିଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ମୁଁ ଆସି ସେମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଅଛି, ସେମାନଙ୍କ ପାପ ନିମନ୍ତେ ଈଶ୍ବର ସେମାନଙ୍କ ବିଚାର କରିବା ସମୟରେ ସେମାନେ କୌଣସି ବାହାନା କରିପାରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

John 15:23

He who hates me also hates my Father

ପୁତ୍ର ଈଶ୍ବରଙ୍କୁ ଘୃଣା କରିବା ଅର୍ଥ ପିତା ଈଶ୍ବରଙ୍କୁ ଘୃଣା କରିବା I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 15:24

If I had not done the works that no one else did among them, they would have no sin, but

ତୁମେ ଏହି ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ କେହି କରି ନଥିବା କର୍ମସବୁ ମୁଁ ସେମାନଙ୍କ ମଧ୍ୟରେ କରିଅଛି, ସେମାନଙ୍କ ପାପ ରହିଅଛି, ଅତଏବ” (ଦେଖ: /WA-Catalog/or_tm?section=translate#figs-doublenegatives)

they would have no sin

ସେମାନଙ୍କର ପାପ ହୋଇ ନଥାଆନ୍ତା I ଦେଖ ତୁମେ ଏହାକୁ କିପରି ଯୋହନ ୧୫:୨୨ରେ ଅନୁବାଦ କରିଅଛ I

they have seen and hated both me and my Father

ପୁତ୍ର ଈଶ୍ବରଙ୍କୁ ଘୃଣା କରିବା ଅର୍ଥ ପିତା ଈଶ୍ବରଙ୍କୁ ଘୃଣା କରିବା I

John 15:25

to fulfill the word that is written in their law

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଏଠାରେ “ବାକ୍ୟ” ଈଶ୍ବରଙ୍କ ସମଗ୍ର ବାକ୍ୟ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ବ୍ୟବସ୍ଥାର ଭାବବାଣୀ ସଫଳ ହେବା ନିମନ୍ତେ” ଓ “ସେମାନଙ୍କ ବ୍ୟବସ୍ଥାର ଭାବବାଣୀ ସଫଳ ହେବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-metonymy)

law

ଏହା ସାଧାରଣ ଭାବରେ ସମଗ୍ର ପୁରାତନ ନିୟମକୁ ବୁଝାଏ, ଯେଉଁଥିରେ ତାହାଙ୍କ ଲୋକମାନଙ୍କ ନିମନ୍ତେ ଈଶ୍ବରଙ୍କର ସମସ୍ତ ଶିକ୍ଷା ରହିଅଛି I

John 15:26

will send ... from the Father ... the Spirit of truth ... he will testify about me

ପିତା ଈଶ୍ବର ପବିତ୍ରଆତ୍ମା ଈଶ୍ବରଙ୍କୁ ପ୍ରକାଶ କରିବା ନିମନ୍ତେ ଜଗତକୁ ପ୍ରେରଣ କଲେ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the Spirit of truth

ଏହା ପବିତ୍ରଆତ୍ମାଙ୍କ ନିମନ୍ତେ ଏକ ଶୀର୍ଷକ ଅଟେ I ଅନ୍ୟ ଏକ ଅନୁବାଦରେ: “ସେହି ଆତ୍ମା, ଯେ ଈଶ୍ବରଙ୍କ ବିଷୟରେ ଓ ମୋ ବିଷୟରେ କହନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

John 15:27

You are also testifying

ଏଠାରେ “ସାକ୍ଷ୍ୟ ଦେଉଅଛି” ର ଅର୍ଥ ଅନ୍ୟମାନଙ୍କ ନିକଟରେ ଯୀଶୁଙ୍କ ବିଷୟରେ କହିବା I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମଧ୍ୟ ମୋ ବିଷୟରେ ଯାହା ଜାଣିଅଛ, ତାହା ନିଶ୍ଚିତରୂପେ ପ୍ରତ୍ୟେକଙ୍କୁ କହିବା ଆବଶ୍ୟକ” (ଦେଖ: /WA-Catalog/or_tm?section=translate#figs-explicit)

the beginning

ଏଠାରେ “ଆରମ୍ଭ” ଏକ ରୂପକ ଅଟେ ଯାହାର ଅର୍ଥ ଯୀଶୁଙ୍କ ସେବାକାର୍ଯ୍ୟର ପ୍ରଥମ ଦିନଗୁଡିକ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରଥମ ଦିନଗୁଡିକରୁ ହିଁ ଯେତେବେଳେ ମୁଁ ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେବା ଓ ଆଶ୍ଚର୍ଯ୍ୟକର୍ମ କରିବା ଆରମ୍ଭ କଲି” (ଦେଖ: /WA-Catalog/or_tm?section=translate#figs-metonymy)