John 14

ଯୋହନ ୧୪ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

“ମୋହର ପିତାଙ୍କ ଗୃହ”

ଯୀଶୁ ସ୍ବର୍ଗ ସମ୍ବନ୍ଧରେ ଏହି ଶବ୍ଦଗୁଡିକ କହିଥିଲେ, ଯେଉଁଠାରେ ଈଶ୍ବର ବାସ କରନ୍ତି; ମନ୍ଦିର ସମ୍ବନ୍ଧରେ ନୁହେଁ I (ଦେଖ: /WA-Catalog/or_tw?section=kt#heaven)

ପବିତ୍ର ଆତ୍ମା

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ ଯେ ସେ ସେମାନଙ୍କ ନିକଟକୁ ପବିତ୍ର ଆତ୍ମା ପଠାଇବେ I ପବିତ୍ର ଆତ୍ମା ସାହାଯ୍ୟକାରୀ ଅଟନ୍ତି (ଯୋହନ ୧୪:୧୬) ଯେ ସର୍ବଦା ଈଶ୍ବରଙ୍କ ଲୋକମାନଙ୍କ ସହିତ ରହି ସେମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କ ନିମନ୍ତେ ଈଶ୍ବରଙ୍କୁ କଥା କହନ୍ତି I ସେ ମଧ୍ୟ ସତ୍ୟମୟ ଆତ୍ମା ଅଟନ୍ତି (ଯୋହନ ୧୪:୧୭) ଯେ ଈଶ୍ବରଙ୍କ ବିଷୟରେ ସତ୍ୟ କଅଣ, ତାହା ଈଶ୍ବରଙ୍କ ଲୋକମାନଙ୍କୁ କହନ୍ତି, ଯେପରି ସେମାନେ ତାହାଙ୍କୁ ଭଲରୂପେ ଜାଣି ତାହାଙ୍କ ସେବା କରି ପାରିବେ I (ଦେଖ: /WA-Catalog/or_tw?section=kt#holyspirit)

John 14:1

Connecting Statement:

ବିବରଣୀର ଏହି ଅଂଶ ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ମେଜ ଉପରେ ଆଉଜିପଡ଼ି ସେମାନଙ୍କୁ କଥା କହି ଚାଲିଛନ୍ତି I

Do not let your heart be troubled

ଏଠାରେ ଜଣେ ବ୍ୟକ୍ତିର ଅନ୍ତରଆତ୍ମା ନିମନ୍ତେ “ହୃଦୟ” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଚିନ୍ତିତ ଓ ବ୍ୟତିବ୍ୟସ୍ତ ହୁଅ ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

John 14:2

In my Father's house are many rooms

ମୋହର ପିତାଙ୍କ ଗୃହରେ ବାସ କରିବା ନିମନ୍ତେ ଅନେକ ସ୍ଥାନ ଅଛି

In my Father's house

ଏହା ସ୍ବର୍ଗକୁ ବୁଝାଏ, ଯେଉଁଠାରେ ଈଶ୍ବର ବାସ କରନ୍ତି I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

many rooms

“ବାସସ୍ଥାନ” ଶବ୍ଦ ଏକ କୋଠାରୀ ବା ବୃହତ୍ ବାସ ସ୍ଥାନକୁ ବୁଝାଇ ପାରେ I

I am going to prepare a place for you

ଯୀଶୁ ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଯୀଶୁ ସ୍ବର୍ଗରେ ଏକ ସ୍ଥାନ ପ୍ରସ୍ତୁତ କରିବେ ଯେଉଁମାନେ ତାହାଙ୍କଠାରେ ଭରସା କରନ୍ତି I ଏଠାରେ “ତୁମ୍ଭେମାନେ” ବହୁବାଚକ ଓ ତାହାଙ୍କ ସମସ୍ତ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

John 14:4

the way

ଏହା ଏକ ରୂପକ ଅଟେ, ଯାହାର ଏହି ସମ୍ଭାବିତ ଅର୍ଥ ୧) “ଈଶ୍ବରଙ୍କ ପଥ” କିମ୍ବା ୨) ଯେ ଲୋକମାନଙ୍କୁ ଈଶ୍ବରଙ୍କ ନିକଟକୁ କଢାଇ ନିଏ I” (ଦେଖ: /WA-Catalog/or_tm?section=translate#figs-metaphor)

John 14:5

how can we know the way?

ଆମ୍ଭେମାନେ ସେଠାକୁ କିପରି ଯିବା, ତାହା କିପରି ଜାଣି ପାରିବୁ ?

John 14:6

the truth

ଏହା ଏକ ରୂପକ ଅଟେ, ଯାହାର ଏହି ସମ୍ଭାବିତ ଅର୍ଥ ୧) “ସତ୍ୟ ବ୍ୟକ୍ତି” କିମ୍ବା ୨) ଯେ ଈଶ୍ବରଙ୍କ ବିଷୟରେ ସତ୍ୟ କହନ୍ତି I” (ଦେଖ: /WA-Catalog/or_tm?section=translate#figs-metaphor)

the life

ଏହା ଏକ ରୂପକ ଅଟେ, ଯାହାର ଅର୍ଥ ଯୀଶୁ ଲୋକମାନଙ୍କୁ ଜୀବନ ଦେଇ ପାରିବେ I ଅନ୍ୟ ଏକ ଅନୁବାଦରେ: “ଯେ କି ଲୋକମାନଙ୍କୁ ଜୀବିତ କରି ପାରିବେ” (ଦେଖ: /WA-Catalog/or_tm?section=translate#figs-metaphor)

no one comes to the Father except through me

ଲୋକମାନେ କେବଳ ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ନିକଟକୁ ଆସି ତାହାଙ୍କ ସହିତ ବାସ କରି ପାରିବେ I ଅନ୍ୟ ଏକ ଅନୁବାଦରେ: “ମୋ ଦେଇ ନ ଆସିଲେ, କେହି ପିତାଙ୍କ ନିକଟକୁ ଆସି ତାହାଙ୍କ ସହିତ ବାସ କରି ପାରିବେନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 14:8

Lord, show us the Father

“ପିତା’ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 14:9

I have been with you for so long and you still do not know me, Philip?

ଏହି ଟିପ୍ପଣୀ ଯୀଶୁଙ୍କ ବାକ୍ୟକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଫିଲିପ୍ପ, ମୁଁ ତୁମ୍ଭେ ଶିଷ୍ୟମାନଙ୍କ ସହିତ ବହୁତ ସମୟ ହେଲା ରହିଲିଣି I ଏବେ ସୁଦ୍ଧା ତୁମ୍ଭେ ମୋତେ ଜାଣିବା ଉଚିତ ଥିଲା !” (ଦେଖ: /WA-Catalog/or_tm?section=translate#figs-rquestion)

Whoever has seen me has seen the Father

ଯୀଶୁଙ୍କୁ ଦେଖିବା, ଯେ ଈଶ୍ବରଙ୍କ ପୁତ୍ର ଅଟନ୍ତି, ପିତା ଈଶ୍ବରଙ୍କୁ ଦେଖିବା ଅଟେ I “ପିତା’ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

How can you say, 'Show us the Father'?

ଏହି ଟିପ୍ପଣୀ ଫିଲିପ୍ପଙ୍କ ପ୍ରତି ଯୀଶୁଙ୍କ ବାକ୍ୟକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତେଣୁ ତୁମ୍ଭେ “ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ” କହିବା ଉଚିତ ନୁହଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 14:10

Connecting Statement:

ଯୀଶୁ ଫିଲିପ୍ପଙ୍କୁ ଏକ ପ୍ରଶ୍ନ ପଚାରୁଛନ୍ତି ଓ ତାହାପରେ ସେ ସମସ୍ତ ଶିଷ୍ୟମାନଙ୍କୁ କହି ଚାଲିଛନ୍ତି I

Do you not believe ... in me?

ଏହି ଟିପ୍ପଣୀ ଫିଲିପ୍ପଙ୍କ ପ୍ରତି ଯୀଶୁଙ୍କ ବାକ୍ୟକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ପ୍ରକୃତରେ ...ମୋଠାରେ ବିଶ୍ବାସ କରିବା ଉଚିତ I”(ଦେଖ: /WA-Catalog/or_tm?section=translate#figs-rquestion)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

The words that I say to you I do not speak from my own authority

ମୁଁ ଯାହା ତୁମମାନଙ୍କୁ କହୁଅଛି, ତାହା ମୋଠାରୁ ନୁହେଁ କିମ୍ବା “ମୁଁ କହୁଥିବା ଏହି ବାକ୍ୟସମୁହ ମୋଠାରୁ ନୁହେଁ”

The words that I say to you

ଏଠାରେ “ତୁମ୍ଭେମାନେ” ବହୁବାଚକ ଅଟେ I ଯୀଶୁ ବର୍ତ୍ତମାନ ସମସ୍ତ ଶିଷ୍ୟମାନଙ୍କୁ କହୁଛନ୍ତି I

John 14:11

I am in the Father, and the Father is in me

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ପିତା ଈଶ୍ବର ଓ ଯୀଶୁଙ୍କ ଏକ ଅନୁପମ ସମ୍ପର୍କ ଅଛି I ଅନ୍ୟ ଏକ ଅନୁବାଦରେ: “ମୁଁ ପିତାଙ୍କ ସହିତ ଏକ ଅଟେ, ଓ ପିତା ମୋ ସହିତ ଏକ ଅଟନ୍ତି” କିମ୍ବା “ମୋହର ପିତା ଓ ମୁଁ ଯେପରି ଏକ ଅଟୁ” (ଦେଖ: /WA-Catalog/or_tm?section=translate#figs-idiom)

John 14:12

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

believes in me

ଏହାର ଅର୍ଥ ବିଶ୍ବାସ କରିବା ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି I

Father

ଏହା ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 14:13

Whatever you ask in my name

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋହର ଅଧିକାର ନେଇ ତୁମ୍ଭେମାନେ ଯାହା କିଛି ମାଗିବ” (ଦେଖ: /WA-Catalog/or_tm?section=translate#figs-metonymy)

so that the Father will be glorified in the Son

ତୁମେ ଏହାକୁ କର୍ତ୍ତୃବାଚ୍ୟଭରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତେବେ ମୁଁ ସମସ୍ତଙ୍କୁ ଦେଖାଇ ପାରିବି ଯେ ମୋହର ପିତା କେଡ଼େ ମହାନ୍ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Father ... Son

ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 14:14

If you ask me anything in my name, I will do it

ଏଠାରେ “ନାମ” ଗୋଟିଏ ରୂପକ ଅଟେ ଯାହା ଯୀଶୁଙ୍କ ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ମୋହର ଜଣେ ଶିଷ୍ୟ ଭାବରେ ଯାହା କିଛି ମାଗିବ, ମୁଁ ତାହା କରିବି” କିମ୍ବା “ମୋତେ ତୁମ୍ଭେମାନେ ଯାହା କିଛି ମାଗିବ, ମୁଁ ତାହା କରିବି, କାରଣ ତୁମ୍ଭେମାନେ ମୋହର ଅଟ” (ଦେଖ: /WA-Catalog/or_tm?section=translate#figs-metonymy)

John 14:16

Comforter

ଏହା ପବିତ୍ର ଆତ୍ମାଙ୍କୁ ବୁଝାଏ I

John 14:17

Spirit of truth

ଏହା ପବିତ୍ର ଆତ୍ମାଙ୍କୁ ବୁଝାଏ ଯେ ଈଶ୍ବରଙ୍କ ବିଷୟରେ ସତ୍ୟ କ”ଣ, ତାହା ଶିଖାନ୍ତି I

The world cannot receive him

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ଜଗତର ଅବିଶ୍ବାସୀମାନେ କଦାପି ତାହାଙ୍କୁ ଗ୍ରହଣ କରିବେ ନାହିଁ” କିମ୍ବା “ଈଶ୍ବରଙ୍କୁ ବିରୋଧକରୁଥିବା ଲୋକମାନେ ତାହାଙ୍କୁ ଗ୍ରହଣ କରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

John 14:18

leave you alone

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ସେ ଆପଣା ଶିଷ୍ୟମାନଙ୍କୁ କେହି ଯତ୍ନ ନନେବା ଅବସ୍ଥାରେ ଛାଡିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର କେହି ଯତ୍ନ ନନେବା ଅବସ୍ଥାରେ ଛାଡିବି” (ଦେଖ: /WA-Catalog/or_tm?section=translate#figs-explicit)

John 14:19

the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କ ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଅବିଶ୍ବାସୀମାନେ” (ଦେଖ: /WA-Catalog/or_tm?section=translate#figs-metonymy)

John 14:20

you will know that I am in my Father

ପିତା ଈଶ୍ବର ଓ ଯୀଶୁ ଜଣେ ବ୍ୟକ୍ତି ଭାବରେ ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିବ ଯେ ମୋହର ପିତା ଓ ମୁଁ ଜଣେ ବ୍ୟକ୍ତି ସଦୃଶ ଅଟୁ”

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

you are in me, and that I am in you

ତୁମ୍ଭେ ଓ ମୁଁ ଜଣେ ବ୍ୟକ୍ତି ସଦୃଶ ଅଟୁ

John 14:21

loves

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯଦିଓ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I

he who loves me will be loved by my Father

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେକେହି ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 14:22

Judas (not Iscariot)

ଏହା ଅନ୍ୟଜଣେ ଶିଷ୍ୟଙ୍କୁ ବୁଝାଏ, ଯାହାର ନାମ ଯିହୂଦା ଥିଲା; ଏ କିରିୟୋଥର ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିଥିବା ଯିହୂଦା ନୁହେଁ I (ଦେଖ: /WA-Catalog/or_tm?section=translate#translate-names)

why is it that you will show yourself to us

ଏଠାରେ “ପ୍ରକାଶ କରିବା” ଶବ୍ଦର ଅର୍ଥ ଯୀଶୁ କେତେ ଆଶ୍ଚର୍ଯ୍ୟଜନକ, ତାହା ପ୍ରକାଶ କରିବା ଅଟେ I ଅନ୍ୟ ଏକ ଅନୁବାଦରେ: “କାହିଁକି ଆପଣ ଆମ୍ଭମାନଙ୍କ ନିକଟରେ କେବଳ ଆପଣାକୁ ପ୍ରକାଶ କରୁଅଛନ୍ତି ?” କିମ୍ବା “ଆପଣ ଯେ କେତେ ମହାନ୍, ତାହା କାହିଁକି କେବଳ ଆମ୍ଭମାନଙ୍କୁ ଦେଖିବାକୁ ଦେଉ ଅଛନ୍ତି?”

not to the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କର ନୁହନ୍ତି, ସେମାନଙ୍କ ନିକଟରେ ନୁହେଁ” (ଦେଖ: /WA-Catalog/or_tm?section=translate#figs-metonymy)

John 14:23

Connecting Statement:

ଯୀଶୁ ଯିହୂଦାକୁ ଉତ୍ତର ଦେଉଛନ୍ତି (ଈଷ୍କରିୟୋଥ ନୁହେଁ)

If anyone loves me, he will keep my word

ଯେ ମୋତେ ପ୍ରେମ କରେ, ମୁଁ ଯାହା କରିବାକୁ ତାହାଙ୍କୁ କହିଅଛି, ସେ ତାହା କରେ

loves

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ ଏପରିକି ଯଦିଓ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I

My Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

we will come to him and we will make our home with him

ଯୀଶୁଙ୍କ ଆଜ୍ଞା ପାଳନ କରୁଥିବା ଲୋକମାନଙ୍କୁ ପିତା ଓ ପୁତ୍ର ଆପଣା ଆପଣା ଜୀବନର ଅଂଶୀ କରାନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ତାହାଙ୍କ ସହିତ ବାସ କରିବାକୁ ଆମ୍ଭେମାନେ ଆସିବୁ, ଓ ତାହାଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ରଖିବୁ” (ଦେଖ: /WA-Catalog/or_tm?section=translate#figs-explicit)

John 14:24

The word that you hear is not from me but from the Father who sent me

ମୁଁ ଯେଉଁସବୁ ତୁମ୍ଭମାନଙ୍କୁ କହିଅଛି, ସେହି ସବୁ ମୁଁ ନିଜେ ସ୍ଥିର କରି କହିଥିବା ବିଷୟ ନୁହେଁ

The word

ବାକ୍ୟ

that you hear

ଏଠାରେ ଯେତେବେଳେ ଯୀଶୁ “ତୁମ୍ଭେମାନେ” କହୁଛନ୍ତି, ସେ ଆପଣା ଶିଷ୍ୟମାନଙ୍କୁ କହୁଛନ୍ତି I

John 14:26

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 14:27

world

“ଜଗତ” ଏକ ରୂପକ ଅଟେ ଯାହାର ଅର୍ଥ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି ନାହି I

Do not let your heart be troubled, and do not be afraid

ଏଠାରେ ଜଣେ ବ୍ୟକ୍ତିର ଅନ୍ତରଆତ୍ମା ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତେଣୁ ବ୍ୟାକୁଳ ହୁଅ ନାହି ଓ ଭୟଭୀତ ହୁଅ ନାହିଁ I“ (ଦେଖ: /WA-Catalog/or_tm?section=translate#figs-metonymy)

John 14:28

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯଦିଓ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I

I am going to the Father

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ସେ ପିତାଙ୍କ ନିକଟକୁ ବାହୁଡି ଯିବେ I ଅନ୍ୟ ଏକ ଅନୁବାଦରେ: “ମୁଁ ପିତାଙ୍କ ନିକଟକୁ ଫେରି ଯାଉଅଛି” (ଦେଖ: /WA-Catalog/or_tm?section=translate#figs-explicit)

the Father is greater than I

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ପୁତ୍ର ପୃଥିବୀରେ ଥିବା ସମୟରେ ପିତାଙ୍କର ପୁତ୍ରଙ୍କ ଅପେକ୍ଷା ମହାନ ଅଧିକାର ଅଛି I ଅନ୍ୟ ଏକ ଅନୁବାଦରେ: “ ଏଠାରେ ମୋହର ଥିବା ଅଧିକାର ଅପେକ୍ଷା ପିତାଙ୍କର ଅଧିକ ଅଧିକାର ଅଛି” (ଦେଖ: /WA-Catalog/or_tm?section=translate#figs-explicit)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 14:30

ruler of this world

ଏଠାରେ “ଅଧିପତି” ଶୟତାନକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ଯୋହନ ୧୨:୩୧ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଶୟତାନ ଯେ ଏହି ଜଗତର ଅଧିପତି ଅଟେ ”

ruler ... is coming

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ଶୟତାନ ତାହାଙ୍କୁ ଆକ୍ରମଣ କରିବାକୁ ଆସୁଅଛି I ଅନ୍ୟ ଏକ ଅନୁବାଦରେ: “ଶୟତାନ ମୋତେ ଆକ୍ରମଣ କରିବାକୁ ଆସୁଅଛି” (ଦେଖ: /WA-Catalog/or_tm?section=translate#figs-explicit)

John 14:31

in order that the world will know

ଏଠାରେ “ଜଗତ” ସେହି ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ ଯେଉଁମାନେ ଈଶ୍ବରଙ୍କର ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କର ନୁହନ୍ତି, ସେମାନେ ଯେପରି ଜାଣିବେ” (ଦେଖ: /WA-Catalog/or_tm?section=translate#figs-metonymy)

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)