John 8

ଯୋହନ ୦୮ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

୮:୧-୧୧ କୁ ଅନୁବାଦ କରିବା ବା ନକରିବା ନିମନ୍ତେ କାହିଁକି ଅନୁବାଦକମାନେ ମନୋନୀତ କରିଛନ୍ତି, ପାଠକକୁ ତାହା ବୁଝାଇବାକୁ ଯାଇ ୧ ପଦରେ ସେମାନେ ଏକ ଟିପ୍ପଣୀ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଇଚ୍ଛା କରି ପାରନ୍ତି I

ଜ୍ୟୋତିଃ ଓ ଅନ୍ଧକାର

ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ, ଅର୍ଥାତ୍,ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ସେମାନଙ୍କ ବିଷୟରେ କହେ, ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ଆଜ୍ଞା ପାଳନ କରିବା ନିମନ୍ତେ ଆରମ୍ଭ କରିବାକୁ ସକ୍ଷମ କରାଏ I ଏଠାରେ ଏହି ସମସ୍ତେ ବିଜାତୀମାନେ (See: /WA-Catalog/or_tw?section=kt#righteous)

ମୁଁ

ଯୋହନ ଏହି ପୁସ୍ତକରେ ଯୀଶୁ ଏହି ଶବ୍ଦକୁ ଚାରିଥର, ଓ ଏହି ଅଧ୍ୟାୟରେ ତିନିଥର କହିବା ଉଲ୍ଲେଖ କରନ୍ତି I ସେହି ଶବ୍ଦ ନିଜେ ଏକ ସମ୍ପୁର୍ଣ ବାକ୍ୟ ସ୍ବରୂପେ ଅର୍ଥ ପ୍ରକାଶ କରେ, ଓ ଏବ୍ରୀ ଶବ୍ଦ “ମୁଁ” କୁ ଆକ୍ଷରିକ ଭାବେ ଅନୁବାଦ କରେ, ଯେଉଁ ନାମ ଦ୍ବାରା ଯିହୋବା ପରମେଶ୍ବର ମୋଶାଙ୍କୁ ଆପଣା ପରିଚୟ ଦେଇଥିଲେ I ଏହି ସବୁ କାରଣ ନିମନ୍ତେ, ଅନେକ ଲୋକମାନେ ବିଶ୍ବାସ କଲେ ଯେ ଯେତେବେଳେ ଯୀଶୁ ଏହି ଶବ୍ଦସବୁ କହିଲେ, ସେ ଆପଣାକୁ ଯିହୋବା ଈଶ୍ବର ହେବା ଦାବୀ କରୁଅଛନ୍ତି I (ଦେଖ: /WA-Catalog/or_tw?section=kt#yahweh).

ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଷଡଯନ୍ତ୍ର

ଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚାହୁଁଥିଲେ I ସେମାନେ ଚାହୁଁଥିଲେ ଯେ ସେ, ବ୍ୟଭିଚାର କର୍ମରେ ଧରା ପଡିଥିବା ସ୍ତ୍ରୀଲୋକକୁ ବଧକରି ସେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଉଚିତ କିମ୍ବା ମୋଶାଙ୍କର ବ୍ୟବସ୍ଥା ଉଲଂଘନ କରି ସେମାନେ ତାକୁ କ୍ଷମାଦେବା ଉଚିତ ତାହା କହନ୍ତୁ I ଯୀଶୁ ଜାଣିଥିଲେ ଯେ ସେମାନେ ତାହାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛନ୍ତି ଓ ଯାହା ସେମାନେ ପ୍ରକୃତରେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଚାହୁଁ ନାହାନ୍ତି I ସେ ଏହା ଜାଣିଥିଲେ ଯେହେତୁ ବ୍ୟବସ୍ଥା କହୁଥିଲା ଯେ ଉଭୟ ସ୍ତ୍ରୀ ଓ ପୁରୁଷଙ୍କୁ ବଧ କରାଯିବା ଉଚିତ, କିନ୍ତୁ ସେମାନେ ପୁରୁଷକୁ ଯୀଶୁଙ୍କ ପାଖକୁ ଆଣି ନଥିଲେ I (See: /WA-Catalog/or_tw?section=kt#adultery)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ମନୁଷ୍ୟପୁତ୍ର”

ଯୀଶୁ ଏହି ଅଧ୍ୟାୟରେ ଆପଣାକୁ “ମନୁଷ୍ୟପୁତ୍ର” କହୁଛନ୍ତି (John 8:28) I ତୁମର ଭାଷା ହୁଏତ ଅନ୍ୟ କାହା ବିଷୟରେ କହୁଥିବା ସଦୃଶ ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଅନୁମତି ଦେଇ ନଥାଏ I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

John 8:1

General Information:

ଯେତେବେଳେ କି କେତେକ ଶାସ୍ତ୍ରରେ ୭:୫୩-୮:୧୧ ଅଛି, କିନ୍ତୁ ସବୁଠାରୁ ଭଲ ଓ ପ୍ରାଚୀନ ଶାସ୍ତ୍ରଗୁଡିକ ଏହାକୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ I

John 8:12

General Information:

ଯୋହନ ୭:୧-୫୨ କିମ୍ବା ଯୋହନ ୭:୫୩-୮:୧୧ର ଘଟଣା ପରେ ଯୀଶୁ ମନ୍ଦିର କୋଷଗୃହ ନିକଟରେ ଏକ ଜନସମୁହକୁ କଥା କହୁଛନ୍ତି I ଲେଖକ ଘଟଣାର ପୃଷ୍ଠଭୂମି ଦେଉ ନାହାନ୍ତି କିମ୍ବା ଏକ ନୂତନ ଘଟଣା ଆରମ୍ଭ ହେବା ଚିହ୍ନଟ କରୁ ନାହାନ୍ତି I (ଦେଖ: /WA-Catalog/or_tm?section=translate#writing-background/WA-Catalog/or_tm?section=translate#writing-newevent)

I am the light of the world

ଏଠାରେ “ଜ୍ୟୋତିଃ” ଈଶ୍ବରଙ୍କ ନିକଟରୁ ଆସୁଥିବା ପ୍ରକାଶନ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ଜଗତକୁ ଦେଉଥିବା ଜ୍ୟୋତିଃ ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

the world

ଏହା ଲୋକମାନଙ୍କୁ ବୁଝାଉଥିବା ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metonymy)

he who follows me

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଯେଉଁମାନେ ମୁଁ ଯାହା ଶିକ୍ଷା ଦେଉଥିବା ପ୍ରକାରେ କରନ୍ତି ଦିଏ” କିମ୍ବା “ଯେଉଁମାନେ ମୋହର ବାକ୍ୟ ପାଳନ କରନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

will not walk in the darkness

“ଅନ୍ଧକାରରେ ଭ୍ରମଣ କରିବା” ପାପପୂର୍ଣ୍ଣ ଜୀବନଯାପନ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେପରି ସେ ପାପର ଅନ୍ଧକାରରେ ଥିବା ସଦୃଶ ଜୀବନଯାପନ କରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

light of life

“ଜୀବନର ଜ୍ୟୋତିଃ” ଆତ୍ମିକ ଜୀବନ ଦେଉଥିବା ଈଶ୍ବରଙ୍କ ସତ୍ୟତା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଅନନ୍ତ ଜୀବନ ପ୍ରଦାନ କରୁଥିବା ସତ୍ୟତା” (ଦେଖ: /WA-Catalog/or_tm?section=translate#figs-metaphor)

John 8:13

You bear witness about yourself

ତୁମ୍ଭେ ଏସବୁ କେବଳଆପଣା ବିଷୟରେ କହୁଅଛ

your witness is not true

ଫାରୂଶୀମାନେ ସୂଚାଉଛନ୍ତି ଯେ କେବଳ ଜଣକର ସାକ୍ଷ୍ୟ ସତ୍ୟ ନୁହେଁ, କାରଣ ଏହାକୁ ଅନୁସନ୍ଧାନ କରାଯାଇପାରିବ ନାହିଁ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଆପଣାର ସାକ୍ଷୀ ହୋଇ ପାରିବନାହିଁ” କିମ୍ବା “ତୁମ୍ଭେମାନେ ଆପଣା ବିଷୟରେ କହୁଥିବା ବିଷୟ ସତ୍ୟ ହୋଇ ନପାରେ” (ଦେଖ: /WA-Catalog/or_tm?section=translate#figs-explicit)

John 8:14

Even if I bear witness about myself

ଏପରିକି ଯଦିଓ ମୁଁ ଏହି ସମସ୍ତ ଆପଣା ବିଷୟରେ କହେ

John 8:15

the flesh

ମନୁଷ୍ୟର ମାପଦଣ୍ଡ ଓ ମନୁଷ୍ୟର ବ୍ୟବସ୍ଥା

I judge no one

ସମ୍ଭାବିତ ଅର୍ଥଗୁଡିକ ୧) “ମୁଁ ଏପର୍ଯ୍ୟନ୍ତ କାହାରି ବିଚାର କରେ ନାହିଁ” କିମ୍ବା ୨) “ମୁଁ ବର୍ତ୍ତମାନ କାହାରି ବିଚାର କରୁନାହିଁ I”

John 8:16

if I judge

ସମ୍ଭାବିତ ଅର୍ଥଗୁଡିକ ୧) “ଯଦି ମୁ ଲୋକମାନଙ୍କ ବିଚାର କରେ” କିମ୍ବା ୨) “ଯେତେବେଳେ ମୁଁ ଲୋକମାନଙ୍କ ବିଚାର କରେ”

my judgment is true

ସମ୍ଭାବିତ ଅର୍ଥଗୁଡିକ ୧) “ମୋହର ବିଚାର ଯଥାର୍ଥ ହେବ” କିମ୍ବା ୨) “ମୋହର ବିଚାର ଯଥାର୍ଥ ଅଟେ”

I am not alone, but I am with the Father who sent me

ଯୀଶୁ, ଈଶ୍ବରଙ୍କ ପୁତ୍ରଙ୍କର ଆପଣା ପିତାଙ୍କ ସହିତ ବିଶେଷ ସମ୍ପର୍କ ଥିବା ସକାଶୁ ବିଶେଷ ଅଧିକାର ଅଛି I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

I am not alone

ଅନ୍ତର୍ନିହିତ ସୂଚନା ଏହା ଯେ ତାହାଙ୍କ ବିଚାରରେ ଯୀଶୁ ଏକାକୀ ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ କିପରି ବିଚାର କରେ, ସେଥିରେ ମୁଁ ଏକାକୀ ନୁହେଁ” କିମ୍ବା “ମୁଁ ଏକାକୀ ବିଚାର କରେ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

I am with the Father

ପିତା ଓ ପୁତ୍ର ଏକତ୍ର ବିଚାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ପିତା ମଧ୍ୟ ମୋ ସହିତ ବିଚାର କରନ୍ତି” କିମ୍ବା “ପିତା ମଧ୍ୟ ମୋ ସ୍ବରୁପ ବିଚାର କରନ୍ତି”

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I ଯଦି ତୁମ ଭାଷାରେ ସେ କାହାର ପିତା ଅଟନ୍ତି ତାହା ପ୍ରକାଶ କରେ, ତୁମେ “ମୋହର ପିତା” କହିପାର, ଯେହେତୁ ଯୀଶୁ ନିମ୍ନଲିଖିତ ପଦ ଗୁଡିକରେ ସେହି ବିଷୟ କହୁଛନ୍ତି I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 8:17

Connecting Statement:

ଯୀଶୁ ଆପଣା ବିଷୟରେ ଫାରୂଶୀ ଓ ଅନ୍ୟ ଲୋକମାନଙ୍କୁ କଥା କହିବା ଜାରି ରଖିଛନ୍ତି I

Yes, and in your law

“ହଁ” ଶବ୍ଦ ପ୍ରମାଣିତ କରୁଅଛି ଯେ ଯୀଶୁ ପୁର୍ବରୁ କହୁଥିବା କଥା ସହିତ ଏହାକୁ ସମ୍ପୃକ୍ତ କରନ୍ତି I

it is written

ଏହା କର୍ମବାଚ୍ୟର ଏକ ବାକ୍ୟାଂଶ ଅଟେ I ତୁମେ ହୁଏତ ଏହାକୁ ଏକ ବ୍ୟକ୍ତିଗତ ବିଷୟ ସହିତ କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବ I ଅନ୍ୟ ଏକ ଅନୁବାଦରେ: “ମୋଶା ଲେଖିଥିଲେ”(ଦେଖ: /WA-Catalog/or_tm?section=translate#figs-activepassive)

the testimony of two men is true

ଏଠାରେ ତର୍କ ସୂଚାଉ ଅଛି ଯେ ଜଣେ ଅନ୍ୟଜଣେ ବ୍ୟକ୍ତିର ବାକ୍ୟକୁ ପରୀକ୍ଷା କରି ଦେଖି ପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଦୁଇଜଣ ଲୋକ ସମାନ ବିଷୟ କହନ୍ତି, ତେବେ ଲୋକେ ଜାଣିବେ ଯେ ଏହା ସତ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

John 8:18

I am he who bears witness about myself

ଯୀଶୁ ଆପଣା ବିଷୟରେ ସାକ୍ଷ୍ୟ ଦେଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛି”

the Father who sent me bears witness about me

ପିତା ମଧ୍ୟ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି I ତୁମେ ଏହାକୁ ସ୍ପଷ୍ଟ କରି ପାରିବ ଯେ ଏହାର ଅର୍ଥ ଯୀଶୁଙ୍କ ସାକ୍ଷ୍ୟ ସତ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ମୋହର ପିତା ଯେ ମୋତେ ପ୍ରେରଣ କଲେ ସେ ମଧ୍ୟ ମୋ ବିଷୟରେ ସାକ୍ଷ୍ୟ ଦିଅନ୍ତି I ତେଣୁ ଆମ୍ଭେମାନେ ବିଶ୍ବାସ କରିବା ଉଚିତ ଯେ ଆମ୍ଭେମାନେ ଯାହା ତୁମ୍ଭମାନଙ୍କୁ କହୁଅଛୁ ତାହା ସତ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I ଯଦି ତୁମ ଭାଷାରେ ଏ କାହାର ପିତା କହିବାକୁ ହୁଏ, ତେବେ ତୁମେ “ମୋହର ପିତା” କହିପାର, ଯେହେତୁ ଯୀଶୁ ନିମ୍ନଲିଖିତ ପଦ ଗୁଡିକରେ ସେହି ବିଷୟ କହୁଛନ୍ତି I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 8:19

General Information:

୨୦ ପଦରେ ଯୀଶୁ କଥା କହିବାରେ ଏକ ବିରତି ଅଛି, ଯେଉଁଥିରେ ଲେଖକ ଆମ୍ଭମାନଙ୍କୁ ଯୀଶୁ କେଉଁଠାରେ ଶିକ୍ଷା ଦେଉଥିଲେ ତା’ର ପୃଷ୍ଠଭୂମିର ସୂଚନା ଦେଉଛନ୍ତି I କେତେକ ଭାଷା ଯୋହନ ୮:୧୨ରେ ଉଲ୍ଲେଖ ଥିବା ଘଟଣାର ଏହି ଅଂଶର ପ୍ରାରମ୍ଭିକ ଅବସ୍ଥିତି ବିଷୟରେ ସୂଚନା ଦେବା ଆବଶ୍ୟକ କରିପାରନ୍ତି I (ଦେଖ: /WA-Catalog/or_tm?section=translate#writing-background)

You know neither me nor my Father; if you had known me, you would have known my Father also

ଯୀଶୁ ସୂଚାଇ ଦେଉଛନ୍ତି ଯେ ତାହାଙ୍କୁ ଜାଣିବାର ଅର୍ଥ ପିତାଙ୍କୁ ମଧ୍ୟ ଜାଣିବା I ଉଭୟ ପିତା ଓ ପୁତ୍ର ଈଶ୍ବର ଅଟନ୍ତି I “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

my Father

ଏହା ଈଶ୍ବରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 8:20

his hour had not yet come

“ସମୟ” ଶବ୍ଦ ଯୀଶୁଙ୍କ ମୃତ୍ୟୁଭୋଗ କରିବା ସମୟ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ଯୀଶୁଙ୍କ ମୃତ୍ୟୁଭୋଗ କରିବା ନିମନ୍ତେ ଏକ ଉପଯୁକ୍ତ ସମୟ ନଥିଲା” (ଦେଖ: /WA-Catalog/or_tm?section=translate#figs-metonymy)

John 8:21

Connecting Statement:

ଯୀଶୁ ଲୋକମାନଙ୍କୁ କଥା କହିବା ଜାରି ରଖିଛନ୍ତି I

die in your sin

ଏଠାରେ “ମରିବା” ଆତ୍ମିକ ମୃତ୍ୟୁକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପାପରେ ଥିବା ସମୟରେ ସୁଦ୍ଧା ମରୁଅଛ” କିମ୍ବା “ପାପ କରୁଥିବା ସମୟରେ ମରିବ”

you cannot come

ତୁମ୍ଭେମାନେ ଆସି ପାରିବ ନାହିଁ

John 8:22

The Jews said

ଏଠାରେ “ଯିହୂଦୀମାନେ” ଶବ୍ଦ “ଯିହୂଦୀ ନେତାମାନଙ୍କୁ” ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ କହିଲେ” କିମ୍ବା “ଯିହୂଦୀ ଅଧିପତିମାନେ କହିଲେ” (ଦେଖ: /WA-Catalog/or_tm?section=translate#figs-synecdoche)

John 8:23

You are from below

ତୁମ୍ଭେମାନେ ଏହି ଜଗତରେ ଜନ୍ମ ହୋଇଅଛ

I am from above

ମୁଁ ସ୍ବର୍ଗରୁ ଆସିଅଛି

You are of this world

ତୁମ୍ଭେମାନେ ଏହି ଜଗତର ଅଟ

I am not of this world

ମୁଁ ଏହି ଜଗତର ନୁହେଁ

John 8:24

you will die in your sins

ଈଶ୍ବର ତୁମ୍ଭମାନଙ୍କ ପାପ କ୍ଷମା କରିବା ବିନା ତୁମ୍ଭେମାନେ ମରିବ

that I AM

ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆପଣାକୁ ଯିହୋବା ଭାବେ ପରିଚୟ ଦେଉଛନ୍ତି, ଯେ କି ଆପଣାକୁ ମୋଶାଙ୍କ ନିକଟରେ “ଆମ୍ଭେ” ସ୍ବରୁପ ପରିଚୟ ଦେଇଥିଲେ କିମ୍ବା ୨) ସେ ଆପଣା ବିଷୟରେ “ମୁଁ ଉର୍ଦ୍ଧ୍ବରୁ ଆସିଅଛି” କହିବା ପୂର୍ବରୁ ଯାହା କହିଥିଲେ, ତାହା ଲୋକମାନେ ବୁଝନ୍ତୁ, ଏହା ଯୀଶୁ ଆଶା କରୁଥିଲେ”

John 8:25

They said

“ସେମାନେ” ଶବ୍ଦ ଯିହୂଦୀ ନେତାମାନଙ୍କୁ ବୁଝାଏ (ଯୋହନ ୮:୨୨) I

John 8:26

these things I say to the world

ଏଠାରେ “ଜଗତ” ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ସମସ୍ତ ବିଷୟ ମୁଁ ସମସ୍ତ ଲୋକଙ୍କୁ କହୁଅଛି” (ଦେଖ: /WA-Catalog/or_tm?section=translate#figs-metonymy)

John 8:27

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ବିଶେଷ ଶୀର୍ଷକ ଅଟେ I କେତେକ ଭାଷାରେ ବିଶେଷ୍ୟ ପୂର୍ବରୁ ସମ୍ବନ୍ଧପଦ ବ୍ୟବହାର କରିବା ଆବଶ୍ୟକ ହୋଇପାରେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ପିତା” (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 8:28

When you have lifted up

ଏହା ଯୀଶୁଙ୍କୁ ବଧ କରିବା ନିମନ୍ତେ କ୍ରୁଶ ଉପରେ ରଖାଯିବା ବିଷୟକୁ ବୁଝାଏ I

Son of Man

ଯୀଶୁ ଆପଣାକୁ ବୁଝାଇବା ନିମନ୍ତେ “ମନୁଷ୍ୟ ପୁତ୍ର” ଶୀର୍ଷକ ବ୍ୟବହାର କରୁଥିଲେ I

I AM

ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆପଣାକୁ ଯିହୋବା ଭାବେ ପରିଚୟ ଦେଉଛନ୍ତି, ଯେ କି ମୋଶାଙ୍କୁ “ଆମ୍ଭେ” ସ୍ବରୁପ ପରିଚୟ ଦେଇଥିଲେ କିମ୍ବା ୨) ଯୀଶୁ କହୁଛନ୍ତି, “ମୁଁ ଯେ ଅଛି, ମୁଁ ସେହି ଅଟେ”

As the Father taught me, I speak these things

ମୋହର ପିତା ଯାହା ମୋତେ ଶିକ୍ଷା ଦେଇଛନ୍ତି, ତାହା ମୁଁ କହୁଅଛି I “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 8:29

He who sent me

“ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I

John 8:30

As Jesus was saying these things

ଯୀଶୁ ଏହି ସମସ୍ତ ବିଷୟ କହୁଥିବା ସମୟରେ

many believed in him

ଅନେକେ ତାହାଙ୍କଠାରେ ବିଶ୍ବାସ କଲେ

John 8:31

remain in my word

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ “ଯୀଶୁଙ୍କ ବାକ୍ୟ ପାଳନ କରିବା I” ଅନ୍ୟ ଏକ ଅନୁବାଦରେ: “ ମୁଁ ଯାହା କହିଅଛି, ତାହା ପାଳନ କର” (ଦେଖ: /WA-Catalog/or_tm?section=translate#figs-idiom)

my disciples

ମୋହର ଅନୁଗମନକାରୀ

John 8:32

the truth will set you free

ଏହା ବ୍ୟକ୍ତିତ୍ବ ଆରୋପ ଅଟେ I ଯୀଶୁ “ସତ୍ୟ” ବିଷୟରେ କହୁଛନ୍ତି ଯେପରି ଏହା ଜଣେ ଲୋକ ଥିଲା I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ସତ୍ୟବାକ୍ୟ ପାଳନ କରିବ, ଈଶ୍ବର ତୁମ୍ଭମାନଙ୍କୁ ମୁକ୍ତ କରିବେ” (ଦେଖ: /WA-Catalog/or_tm?section=translate#figs-personification)

the truth

ଏହା ଈଶ୍ବରଙ୍କ ବିଷୟରେ ଯୀଶୁ ଯାହା ପ୍ରକାଶ କରନ୍ତି, ତା’କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବିଷୟରେ ସତ୍ୟ କଅଣ ଅଟେ”

John 8:33

how can you say, 'You will be set free'?

ଯୀଶୁ ଯାହା କହିଥିଲେ, ସେ ସମ୍ବନ୍ଧରେ ଯିହୂଦୀ ନେତାମାନଙ୍କର ଆଚମ୍ବିତ ହେବା ବିଷୟକୁ ପ୍ରକାଶ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ମୁକ୍ତ ହେବା ଆବଶ୍ୟକ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 8:34

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

is the slave of sin

ଏଠାରେ “ଦାସ” ଏକ ରୂପକ ଅଟେ I ଏହା ସୂଚାଇ ଦିଏ ଯେ “ପାପ” ପାପ କରୁଥିବା ଲୋକମାନଙ୍କ ଜଣେ ଜଣେ କର୍ତ୍ତା ସଦୃଶ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ପାପ ପ୍ରତି ଜଣେ ଦାସ ସଦୃଶ ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

John 8:35

in the house

ଏଠାରେ “ଗୃହ” “ପରିବାର” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଗୋଟିଏ ପରିବାରର ଜଣେ ସ୍ଥାୟୀ ସଦସ୍ୟ ସଦୃଶ” (ଦେଖ: /WA-Catalog/or_tm?section=translate#figs-metonymy)

the son remains forever

ଏହା ଏକ ଶବ୍ଦର ବିଲୋପ ଅଟେ I ଅନ୍ତର୍ନିହିତ ଶବ୍ଦକୁ ସଂଯୁକ୍ତ କରି ତୁମେ ଏହାକୁ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପୁତ୍ର ଚିରକାଳ ପରିବାରର ସଦସ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-ellipsis)

John 8:36

if the Son sets you free, you will be truly free

ଏହା ସୂଚାଇଦିଏ ଯେ ଯୀଶୁ ପାପରୁ ମୁକ୍ତି ବିଷୟରେ କହୁଛନ୍ତି, ଯାହା ପାପ ନକରିବାକୁ ସକ୍ଷମ ହେବା ବିଷୟର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ପୁତ୍ର ତୁମକୁ ମୁକ୍ତ କରନ୍ତି, ତୁମେ ପ୍ରକୃତରେ ପାପରୁ ନିବୃତ୍ତ ହେବା ନିମନ୍ତେ ସକ୍ଷମ ହେବ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-metaphor)

if the Son sets you free

ଈଶ୍ବରଙ୍କ ପୁତ୍ର ଯୀଶୁଙ୍କ ନିମନ୍ତେ “ପୁତ୍ର” ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I ଯୀଶୁ ଆପଣା ବିଷୟରେ କହୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ. ପୁତ୍ରହୋଇ ତୁମ୍ଭମାନଙ୍କୁ ମୁକ୍ତ କରେ” (ଦେଖ: /WA-Catalog/or_tm?section=translate#guidelines-sonofgodprinciples/WA-Catalog/or_tm?section=translate#figs-123person)

John 8:37

Connecting Statement:

ଯୀଶୁ ଯିହୂଦୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I

my word has no place in you

ଏଠାରେ “ବାକ୍ୟ” ଯୀଶୁଙ୍କ “ଶିକ୍ଷା” ବା “ବାର୍ତ୍ତା” ନିମନ୍ତେ ଏକ ରୁପକ ଅଟେ, ଯାହା ଯିହୂଦୀ ନେତାମାନେ ଗ୍ରହଣ କରୁ ନଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୋହର ଶିକ୍ଷା ଗ୍ରହଣ କରୁନାହଁ” କିମ୍ବା “ତୁମ୍ଭେମାନେ ମୋହର ଶିକ୍ଷାରେ ତୁମ୍ଭମାନଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ଦେଉନାହଁ” (ଦେଖ: /WA-Catalog/or_tm?section=translate#figs-metonymy)

John 8:38

I say what I have seen with my Father

ମୁଁ ପିତାଙ୍କ ସହିତ ଥିବା ସମୟରେ ଯାହା ଦେଖିଥିଲି, ତାହା ମୁଁ ତୁମ୍ଭମାନଙ୍କୁ କହୁଅଛି

you also do what you heard from your father

ଯୀଶୁ “ତୁମ୍ଭମାନଙ୍କର ପିତା” ବୋଲି ଶୟତାନକୁ ଇଙ୍ଗିତ କରୁଥିବା ବିଷୟ ଯିହୂଦୀ ନେତାମାନେ ବୁଝି ପାରୁନାହାନ୍ତି I ଅନ୍ୟ ଏକ ଅନୁବାଦରେ: ‘ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଯାହା କହିଛନ୍ତି, ତୁମ୍ଭେମାନେ ମଧ୍ୟ ତାହା କରୁଅଛ”

John 8:39

father

ପିତୃପୁରୁଷ

John 8:40

Abraham did not do this

ଈଶ୍ବରଙ୍କଠାରୁ ପ୍ରାପ୍ତ ସତ୍ୟ ପ୍ରକାଶନକୁ କହିଥିବା କାହାରିକି ଅବ୍ରାହାମ କେବେହେଁ ବଧ କରିବା ଚେଷ୍ଟା ନଥିଲେ I

John 8:41

You do the works of your father

ଯୀଶୁ ସୂଚାଇ ଦେଉଛନ୍ତି ଯେ ଶୟତାନ ସେମାନଙ୍କ ପିତା ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ନା ! ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରକୃତ ପିତା କରିଥିବା ବିଷୟ ସବୁ କରୁଅଛ” (ଦେଖ: /WA-Catalog/or_tm?section=translate#figs-explicit)

We were not born in sexual immorality

ଏଠାରେ ଯିହୂଦୀ ନେତାମାନେ ସୂଚାଉଛନ୍ତି ଯେ ଯୀଶୁ ତାହାଙ୍କ ପ୍ରକୃତ ପିତା କିଏ, ତାହା ଜାଣନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ତୁମ୍ଭ ବିଷୟରେ ଜାଣୁନାହୁଁ, କିନ୍ତୁ ଆମ୍ଭେମାନେ ଜାରଜ ସନ୍ତାନ ନୋହୁଁ” କିମ୍ବା “ଆମ୍ଭେମାନେ ସମସ୍ତେ ଯଥାର୍ଥଭାବେ ବିବାହିତ ପିତାମାତାଙ୍କଠାରୁ ଜନ୍ମ ହୋଇଅଛୁ” (ଦେଖ: /WA-Catalog/or_tm?section=translate#figs-explicit)

we have one Father: God

ଏଠାରେ ଯିହୂଦୀ ନେତାମାନେ ଈଶ୍ବରଙ୍କୁ ସେମାନଙ୍କର ଆତ୍ମିକ ପିତା ସ୍ବରୁପ ଦାବୀ କରୁଛନ୍ତି I ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 8:42

love

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଏପରିକି ଏହା ଜଣକ ନିମନ୍ତେ ଉପକାରରେ ନଆସିଲେ ମଧ୍ୟ ଅନ୍ୟମାନଙ୍କ (ଆମ୍ଭମାନଙ୍କ ଶତ୍ରୁମାନଙ୍କୁ ମିଶାଇ) ମଙ୍ଗଳନିମନ୍ତେ ଉଦ୍ଦିଷ୍ଟ ଅଟେ I

John 8:43

Why do you not understand my words?

ତାହାଙ୍କ କଥାକୁ ଶୁଣୁ ନଥିବା ସକାଶୁ ଯୀଶୁ ମୁଖ୍ୟତଃ ଯିହୂଦୀନେତାମାନଙ୍କୁ ଭର୍ତ୍ସନା କରିବାକୁ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କହିବି, ତୁମ୍ଭେମାନେ କାହିଁକି ମୁଁ କହୁଥିବା କଥାକୁ ବୁଝୁନାହଁ !” (ଦେଖ: /WA-Catalog/or_tm?section=translate#figs-rquestion)

It is because you cannot hear my words

ଏଠାରେ “ବାକ୍ୟ” ଯୀଶୁଙ୍କ ଶିକ୍ଷା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ଶିକ୍ଷା ଗ୍ରହଣ କରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

John 8:44

You are of your father, the devil

ତୁମ୍ଭେମାନେ ତୁମ୍ଭମାନଙ୍କ ପିତା, ଶୟତାନର ଅଟ

the father of lies

ଏଠାରେ “ପିତା” ରୂପକ ଭାବରେ ସମସ୍ତ ମିଥ୍ୟାର ଉତ୍ପନ୍ନକାରୀକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ, ଯେ ଆଦ୍ୟରୁ ସମସ୍ତ ମିଥ୍ୟା ସୃଷ୍ଟି କଲା” (ଦେଖ: /WA-Catalog/or_tm?section=translate#figs-metaphor)

John 8:45

Connecting Statement:

ଯୀଶୁ ଯିହୂଦୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I

because I speak the truth

ଯେହେତୁ ମୁଁ ଈଶ୍ବରଙ୍କ ବିଷୟରେ ସତ୍ୟ କଥା କହୁଅଛି

John 8:46

Which one of you convicts me of sin?

ଯୀଶୁ ଗୁରୁତ୍ବ ଦେବାକୁ ଯାଇ ଏହି ପ୍ରଶ୍ନ କରୁଛନ୍ତି ଯେ ସେ କଦାପି ପାପ କଲେ ନାହି I ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ମଧ୍ୟରୁ କେହି ଦେଖାଇ ପାରିବେ ନାହି ଯେ ମୁଁ ପାପ କରିଅଛି !” (ଦେଖ: /WA-Catalog/or_tm?section=translate#figs-rquestion)

If I speak the truth

ମୁଁ ଯଦି ସତ୍ୟ ବିଷୟ ସବୁ କହେ

why do you not believe me?

ଯିହୂଦୀ ନେତାମାନଙ୍କୁ ସେମାନଙ୍କ ଅବିଶ୍ବାସ ନିମନ୍ତେ ଯୀଶୁ ଭର୍ତ୍ସନା କରିବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୋଠାରେ ବିଶ୍ବାସ ନକରିବା ନିମନ୍ତେ ତୁମ୍ଭମାନଙ୍କ ନିକଟରେ କୌଣସି କାରଣ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 8:47

the words of God

ଏଠାରେ “ବାକ୍ୟ” ଈଶ୍ବରଙ୍କ “ବାର୍ତ୍ତା” ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବାର୍ତ୍ତା” କିମ୍ବା “ସତ୍ୟ ଯାହା ଈଶ୍ବରଙ୍କଠାରୁ ଆସିଥାଏ” (ଦେଖ: /WA-Catalog/or_tm?section=translate#figs-metonymy)

John 8:48

The Jews

“ଯିହୂଦୀମାନେ” ଶବ୍ଦଟି ଯୀଶୁଙ୍କୁ ବିରୋଧ କରୁଥିବା “ଯିହୂଦୀ ନେତାମାନଙ୍କୁ” ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ” (ଦେଖ: /WA-Catalog/or_tm?section=translate#figs-synecdoche)

Do we not truly say that you are a Samaritan and have a demon?

ଯୀଶୁଙ୍କୁ ଦୋଷାରୋପ ଓ ଅସମ୍ମାନ କରିବା ନିମନ୍ତେ ଯିହୂଦୀ ନେତାମାନେ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚିତଭାବେ କହୁଅଛୁ ଯେ ତୁ ଜଣେ ଶମିରୋଣୀୟ ଓ ତୋ ଭିତରେ ଏକ ଭୂତାତ୍ମା ବାସ କରୁଅଛି !” (ଦେଖ: /WA-Catalog/or_tm?section=translate#figs-rquestion)

John 8:50

Connecting Statement:

ଯୀଶୁ ଯିହୂଦୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

there is one seeking and judging

ଏହା ଈଶ୍ବରଙ୍କୁ ବୁଝାଏ I

John 8:51

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

keeps my word

ଏଠାରେ ଯୀଶୁଙ୍କ “ଶିକ୍ଷା” ନିମନ୍ତେ “ବାକ୍ୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ; “ମୋହର ଶିକ୍ଷା ପାଳନ କର” କିମ୍ବା “ମୁଁ ଯାହା କହୁଅଛି, ତାହା କରେ” (ଦେଖ: /WA-Catalog/or_tm?section=translate#figs-metonymy)

see death

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ମୃତ୍ୟୁକୁ ଦର୍ଶନ କରିବା I ଏଠାରେ ଯୀଶୁ ଆତ୍ମିକ ମୃତ୍ୟୁକୁ ଦର୍ଶାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆତ୍ମିକ ଭାବରେ ମୃତ୍ୟୁ” (ଦେଖ: /WA-Catalog/or_tm?section=translate#figs-idiom)

John 8:52

Jews

ଏଠାରେ “ଯିହୂଦୀ ନେତା” ନିମନ୍ତେ “ଯିହୁଦୀ” ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ” (ଦେଖ: /WA-Catalog/or_tm?section=translate#figs-synecdoche)

If anyone keeps my word

ଯଦି କେହି ମୋହର ଶିକ୍ଷା ପାଳନ କରେ

taste death

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ମୃତ୍ୟୁକୁ ଦର୍ଶନ କରିବା I ଯିହୂଦୀ ନେତାମାନେ ଭୁଲ୍ ବଶତଃ ଭାବି ନେଇଥିଲେ ଯେ ଯୀଶୁ କେବଳ ଶାରୀରିକ ମୃତ୍ୟୁ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୃତ୍ୟୁ” (ଦେଖ: /WA-Catalog/or_tm?section=translate#figs-idiom)

John 8:53

You are not greater than our father Abraham who died, are you?

ଯିହୁଦୀ ନେତାମାନେ ଗୁରୁତ୍ବାରୋପ କରିବା ନିମନ୍ତେ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ଯେ ଯୀଶୁ ଅବ୍ରାହାମଙ୍କଠାରୁ ଶ୍ରେଷ୍ଠ ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ ନିଶ୍ଚିତ ଭାବରେ ଆମ୍ଭମାନଙ୍କ ପିତା ଅବ୍ରାହାମଙ୍କଠାରୁ ଶ୍ରେଷ୍ଠ ନୁହଁ, ଯେ ନିଶ୍ଚିତରୂପେ ମୃତ୍ୟୁଭୋଗ କଲେ” (ଦେଖ: /WA-Catalog/or_tm?section=translate#figs-rquestion)

father

ପିତୃପୁରୁଷ

Who do you make yourself out to be?

ଯିହୁଦୀମାନେ ଯୀଶୁ ଏପରି ଭାବୁଥିବା ହେତୁ ତାହାଙ୍କୁ ଅନୁଯୋଗ କରି ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯେ ସେ ଅବ୍ରାହାମଙ୍କଠାରୁ ଅଧିକ ଶ୍ରେଷ୍ଠ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ ଭାବିବା ଉଚିତ ନୁହେ ଯେ ତୁମେ ଅଧିକ ଶ୍ରେଷ୍ଠ !” (ଦେଖ: /WA-Catalog/or_tm?section=translate#figs-rquestion)

John 8:54

it is my Father who glorifies me—about whom you say that he is your God

“ପିତା” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I ଈଶ୍ବରଙ୍କ ପୁତ୍ର ଯୀଶୁଙ୍କ ସଦୃଶ କେହି ପିତା ଈଶ୍ବରଙ୍କୁ ଜାଣେ ନାହିଁ I ଅନ୍ୟ ଏକ ଅନୁବାଦରେ: “ମୋହର ପିତା ମୋହର ଗୌରବ କରନ୍ତି, ଆଉ ତୁମ୍ଭେମାନେ କହୁଅଛ ଯେ ସେ ତୁମ୍ଭମାନଙ୍କ ଈଶ୍ବର” (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 8:55

keep his word

ଏଠାରେ “ବାକ୍ୟ” ଈଶ୍ବର କହୁଥିବା ବାକ୍ୟ ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ଯାହା କରିବାକୁ କହନ୍ତି, ତାହା ମୁଁ ପାଳନ କରିଥାଏ” (ଦେଖ: /WA-Catalog/or_tm?section=translate#figs-metonymy)

John 8:56

my day

ଏହା ଯୀଶୁ ଆପଣା ଜୀବନ କାଳରେ କଅଣ ସାଧନ କରିବେ, ସେଥିନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ; “ଯାହା ମୁଁ ମୋ ଜୀବନକାଳ ମଧ୍ୟରେ ସାଧନ କରିବି” (ଦେଖ: /WA-Catalog/or_tm?section=translate#figs-metonymy)

he saw it and was glad

ସେ ଈଶ୍ବରଙ୍କ ପ୍ରକାଶନ ଦ୍ବାରା ମୋହର ଆଗମନକୁ ଦେଖି ଆନନ୍ଦ କରିଥିଲେ

John 8:57

Connecting Statement:

ଏହା ଯୀଶୁ ମନ୍ଦିରରେ ଯିହୂଦୀମାନଙ୍କ ସହିତ କଥା କହୁଥିବା ବିଷୟରେ ଯୋହନ ୮:୧୨ରେ ଆରମ୍ଭ ହୋଇଥିବା କାହାଣୀର ଅଂଶର ପରିସମାପ୍ତି ଅଟେ I

The Jews said to him

ଏଠାରେ “ଯିହୂଦୀନେତାମାନଙ୍କୁ” ବୁଝାଇବା ନିମନ୍ତେ “ଯିହୁଦୀ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ତାହାଙ୍କୁ କହିଲେ”(ଦେଖ: /WA-Catalog/or_tm?section=translate#figs-synecdoche)

You are not yet fifty years old, and you have seen Abraham?

ଯିହୁଦୀ ନେତାମାନେ ସେମାନଙ୍କ ଚକିତ ବିଷୟକୁ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ଯୀଶୁ ଅବ୍ରାହାମଙ୍କୁ ଦେଖିଥିବା ଦାବୀ କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମର ବୟସ ପଚାଶ ବର୍ଷ ହୋଇନାହିଁ I ତୁମେ ଅବ୍ରାହାମଙ୍କୁ ଦେଖିପାରୀ ନଥିବ !” (ଦେଖ: /WA-Catalog/or_tm?section=translate#figs-rquestion)

John 8:58

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

I AM

ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆପଣାକୁ ଯିହୋବା ଭାବେ ପରିଚୟ ଦେଉଛନ୍ତି, ଯେ କି ଆପଣାକୁ ମୋଶାଙ୍କ ନିକଟରେ “ଆମ୍ଭେ” ସ୍ବରୁପ ପରିଚୟ ଦେଇଥିଲେ କିମ୍ବା ୨) ଯୀଶୁ କହୁଛନ୍ତି, “ଅବ୍ରାହାମଙ୍କ ପୂର୍ବରୁ ମୁଁ ଅଛି I”

John 8:59

Then they picked up stones to throw at him

ଯିହୁଦୀ ନେତାମନେ ଯୀଶୁ କହିଥିବା କଥାରେ କ୍ରୋଧାନ୍ବିତ ହେଲେ I ଏଠାରେ ଏହା ସୂଚାଇ ଦିଏ ଯେ ସେ ଆପଣାକୁ ଈଶ୍ବରଙ୍କ ସହ ସମାନ କରୁଥିବା ହେତୁ ସେମାନେ ତାହାଙ୍କୁ ବଧ କରିବାକୁ ଚାହୁଁଥିଲେ I ଅନ୍ୟ ଏକ ଅନୁବାଦରେ: “ସେଥିରେ ସେମାନେ ତାହାଙ୍କୁ ବଧ କରିବାକୁ ପଥର ଉଠାଇଲେ, ଯେହେତୁ ସେ ଆପଣାକୁ ଈଶ୍ବରଙ୍କ ସହ ସମାନ ହେବା ଦାବୀ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit)