Matthew 27

Matthew 27:1

ଯୀଶୁଙ୍କ ବିଚାର ଓ ମୃତ୍ୟର ବିବରଣିକୁ ଏହା ଆରମ୍ଭ

Matthew 27:3

ଲେଖକ ଯୀଶୁଙ୍କ ବନ୍ଧୀ ବିଷୟରେ କହିବା ବନ୍ଦ କଲେ ଯଦ୍ଵାରା ସେ କିପରି ଯିହୁଦା ଆପଣାକୁ ବଧ କଲା ତାହା କହି ପାରିବେ (୨୭:୩ ୧୦)।

ତା'ପରେ ଯେତେବେଳେ ଯିହୁଦା

କାହାଣୀର ସମାପ୍ତ ଓ ନୁତନ କାହାଣୀରେ ଆରମ୍ବକୁ ଦେଖାଇବାକୁ ଯଦି ତୁମ ଭାଷାରେ କୌଣସି ପ୍ରକାର ମାଧ୍ୟମ ଅଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିପାର ।

ତିରିଶଗୋଟି ରୌପ୍ୟ ମୁଦ୍ରା

ମୁଦ୍ରା ଯାହା ପ୍ରଧାନ ଯାଜକ ଯୀଶୁଙ୍କୁ ଧରାଇବାକୁ ଯିହୁଦାକୁ ଦେଇଥିଲେ (୨୬:୧୫)

ନିର୍ଦ୍ଦୋଶ ରକ୍ତ

"ଜଣେ ବ୍ୟକ୍ତି ଯେ ମୃତ୍ୟର ଯୋଗ୍ୟ ନୁହେଁ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

Matthew 27:6

ଯିହୁଦା ଆପଣାକୁ ବଧ କରିବା ବିବରଣକୁ ଏହା ଜାରିରଖେ ।

ଏହା ରଖିବାର ନ୍ୟାୟସଙ୍ଗତ ନୁହେଁ

"ଆମ୍ବମାନଙ୍କର ବ୍ୟବସ୍ଥା ଏହା ରଖିବାକୁ ଅନୁମତି ଦିଏ ନାହିଁ"

ଏହା ରଖ

"ଏହି ରୌପ୍ୟ ରଖ"

ରକ୍ତର ମୁଲ୍ୟ

ଜଣେ ଲୋକଙ୍କୁ ମାରିବାକୁ ଅର୍ଥ ପରିଶୋଧ ହେଲା (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ ଏବଂ UDB)

କୁମ୍ବକାରର କ୍ଷେତ୍ର

ଯିରୂଶାଲେମରେ ମରୁଥିବା ବେଦେଶୀମାନଙ୍କୁ କବର ଦେବା ନିମନ୍ତେ ଏହି କ୍ଷେତ୍ର କିଣାଯାଇଥିଲା । (ଦେଖନ୍ତୁ: UDB)

ଆଜି ପର୍ଯ୍ୟନ୍ତ

ଲେଖକ ଲେଖିବା ଦିନ ପର୍ଯ୍ୟନ୍ତ

Matthew 27:9

ଯିହୁଦା ଆପଣାକୁ ବଧ କରିବା ବିବରଣକୁ ଏହା ଜାରିରଖେ ।

ତା'ପରେ ଯାହା ଯିରିମିୟ ଭାବବାଦୀଙ୍କ ଦ୍ଵାରା କୁହାଯାଇଥିଲା ତାହା ସଫଳ ହେଲା, କୁହାଯାଏ

"ଯିରିମିୟ ଭାବବାଦୀ ଏହି ଭାବବାଣୀ କହିଲେ, ଏବଂ ଏହା ସତ୍ୟ ହେଲା; ସେ କହିଥିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଇସ୍ରାଏଲର ଲୋକମାନେ

ଇସ୍ରାଏଲୀୟ ଧାର୍ମିକ ନେତାମାନେ (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ମୋତେ ଆଦେଶ ଦେଲେ

ଆଦେଶ ଦେଲେ "ଯିରିମିୟ ଭାବବାଦୀ" (୨୭:୯)

Matthew 27:11

୨୭:୨ ଠାରୁ ଆରମ୍ବ ହୋଇଥିବା ରୋମୀୟ ସରକାର ନିକଟରେ ଯୀଶୁଙ୍କ ବିଚାରର କାହାଣୀକୁ ଏହା ଜାରିରଖେ ।

ବର୍ତମାନ

ବିରତି ପରେ ଏକ କାହାଣୀକୁ ଜାରିରଖିବାକୁ ଯଦି ତୁମ ଭାଷାରେ କୌଣସି ମାଧ୍ୟମ ଅଛି, ତେବେ ଏଠାରେ ଏହାକୁ ବ୍ୟବହାର କରିପାର ।

ସରକାର

ପୀଲାତ (୨୭:୧)

ତୁମେ କୁହ ସେହିପରି

"ତୁମେ ଏହା ସ୍ଵୀକାର କରୁଅଛ" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

କିନ୍ତୁ ଯେତେବେଳେ ସେ ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ଦ୍ଵାରା ନିନ୍ଦିତ ହୋଇଥିଲେ

ଏକାନ୍ତରୀକ ଅନୁବାଦ: "କିନ୍ତୁ ଯେତେବେଳେ ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କୁ ନିନ୍ଦିତ କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତୁମ ବିରୁଦ୍ଧରେ କରାଯାଇଥିବା ଅଭିଯୋଗ କି ତୁମେ ଶୁଣୁ ନାହିଁ ?

"ମୁଁ ଆଚମ୍ବିତ ଅଟେ ଯେ ତୁମେ ଏହି ଲୋକମାନଙ୍କୁ ଯେଉଁମାନେ ତୁମ ବିରୁଦ୍ଧରେ ମନ୍ଦ ବିଷୟସବୁ କହନ୍ତି ସେମାନଙ୍କୁ ଉତ୍ତର ଦେଉ ନାହିଁ !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଏକ ଶବ୍ଦ, ଯାହା ଶାସନକର୍ତ୍ତାଙ୍କୁ ଆଚମ୍ବିତ କରିଥିଲା

ଏକାନ୍ତରୀକ ଅନୁବାଦ: "ଏକ ଶବ୍ଦ; ଏହା ଶାସନକର୍ତ୍ତା ଅତ୍ଯନ୍ତ ଆଚମ୍ବିତ ହେଲେ ।"

Matthew 27:15

ରୋମୀୟ ସରକାର ନିକଟରେ ଯୀଶୁଙ୍କ ବିଚାରର କାହାଣୀକୁ ଏହା ଜାରିରଖେ ।

ବର୍ତ୍ତମାନ

ମୁଖ୍ୟ କାହାଣୀରେ ବିରତିକୁ ଚିହ୍ନତ କରିବାକୁ ଏହି ଶବ୍ଦ ବ୍ୟବହାର ହୋଇଅଛି ଯାହା ଫଳରେ ଲେଖକ ପାଠକଙ୍କୁ ଲିଖିତ ପ୍ରଣାଳୀର ଆରମ୍ବରେ କ'ଣ ଘଟେ ତାହା ପାଠକଙ୍କୁ ବୁଝିବାକୁ ଲେଖକ ସୁଚନା ଦେଇ ସାହାର୍ଯ୍ୟ କରିପାରିବେ ପୃଷ୍ଠଭୁମି ସୁଚନା)

ଭୋଜ

(୨୬:୨) ରେ ଯେଉଁ ନିସ୍ତାରପର୍ବ ପାଳନ କରାଯାଉଥିଲା

ଲୋକସମୂହ ଦ୍ଵାରା ମନୋନୀତ ହୋଇଥିବା ବନ୍ଧୀ

ଏକାନ୍ତରୀକ ଅନୁବାଦ: "ବନ୍ଧୀ ଯାହାକୁ ଲୋକସମୂହ ମନୋନୀତ କରିଥିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

କୁଖ୍ୟାତ

ମନ୍ଦ ଆଚରଣ ଯୋଗୁଁ ସୁପରିଚିତ

Matthew 27:17

ରୋମୀୟ ସରକାର ନିକଟରେ ଯୀଶୁଙ୍କ ବିଚାରର କାହାଣୀକୁ ଏହା ଜାରିରଖେ ।

ତାହଙ୍କୁ ସମର୍ପଣ କରିଥିଲେ

"ତାହାଙ୍କ ପାଖକୁ ଯୀଶୁଙ୍କୁ ଆଣିଥିଲେ" ସେହିପରି ପୀଲାତ ଯୀଶୁଙ୍କୁ ବିଚାର କରିବେ

ଯେତେବେଳେ ସେ ବସୁଥିଲେ

"ଯେତେବେଳେ ପୀଲାତ ବସୁଥିଲେ"

ବିଚାରସ୍ଥାନରେ ବସି

ଜଣେ କର୍ମଚାରୀ ସଦୃଶ୍ୟ ତାହାଙ୍କ ଦାୟିତ୍ଵ କରୁଅଛନ୍ତି (ଦେଖନ୍ତୁ: ତୁଳନା/ଉପମା/ରୁପକ)

ଶବ୍ଦ ପଠାଇଲେ

"ଏକ ସମ୍ବାଦ ପଠାଇଲେ"

Matthew 27:20

ରୋମୀୟ ସରକାର ନିକଟରେ ଯୀଶୁଙ୍କ ବିଚାରର କାହାଣୀକୁ ଏହା ଜାରିରଖେ ।

ସେମାନଙ୍କୁ ପଚାରିଲେ

"ଲୋକସମୂହକୁ ପଚାରିଲେ"

Matthew 27:23

ରୋମୀୟ ସରକାର ନିକଟରେ ଯୀଶୁଙ୍କ ବିଚାରର କାହାଣୀକୁ ଏହା ଜାରିରଖେ ।

ସେ କରିଅଛି କି

"ଯୀଶୁ କରିଅଛନ୍ତି କି"

ସେମାନେ ଉଚ୍ଚ ସ୍ଵରରେ କହିଲେ

"ଲୋକସମୂହ ଉଚ୍ଚ ସ୍ଵରରେ କହିଲେ"

ରକ୍ତ

"ମୃତ୍ୟ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

Matthew 27:25

ରୋମୀୟ ସରକାର ନିକଟରେ ଯୀଶୁଙ୍କ ବିଚାରର କାହାଣୀକୁ ଏହା ଜାରିରଖେ ।

ତାହାଙ୍କ ରକ୍ତ ଆମ୍ବମାନଙ୍କ ଉପରେ ଏବଂ ଆମ୍ବମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ !

"ହଁ ! ଆମ୍ବେମାନେ ଏବଂ ଆମ୍ବମାନଙ୍କର ବଂଶମାନେ ତାହାଙ୍କ ମୃତ୍ୟଦଣ୍ଡ ନିମନ୍ତେ ଦାୟୀ ହେବ !" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

Matthew 27:27

ରୋମୀୟ ସୈନିକମାନେ ଯୀଶୁଙ୍କୁ ପରିହାସ କରିବାର ବିବରଣ ଏହା ଆରମ୍ବ କରେ ।

ପ୍ରାସାଦ

ସମ୍ବାବନା ଅର୍ଥଗୁଡିକ: ୧) ଯେଉଁଠାରେ ସୈନିକମାନେ ବାସ କରନ୍ତି (ଦେଖନ୍ତୁ UDB) କିମ୍ବା ୨) ଯେଉଁଠାରେ ଶାସନକର୍ତ୍ତା ବାସ କରନ୍ତି

ତାହାଙ୍କୁ ବିବସ୍ତ୍ର କଲେ

"ତାହାଙ୍କ ବସ୍ତ୍ର ବାହାର କଲେ"

ଲାଲ୍ ରଙ୍ଗ

ଗାଢ ଲାଲ୍ ରଙ୍ଗ

ଅଭିବାଦନ କରିବା

"ଆମ୍ବେମାନେ ତୁମ୍ବମାନଙ୍କୁ ସମ୍ମାନ କରୁ" କିମ୍ବା "ତୁମେ ଅଧିକ ସମୟ ଜୀବିତ ରୁହ"

Matthew 27:30

ରୋମୀୟ ସୈନିକମାନେ ଯୀଶୁଙ୍କୁ ପରିହାସ କରିବାର ବିବରଣ ଏହା ଆରମ୍ବ କରେ ।

ସେମାନେ ... ସେମାନେ ... ସେମାନେ

ପୀଲାତଙ୍କ ସୈନିକମାନେ

ତାହାଙ୍କୁ ... ତାହାଙ୍କୁ ... ତାହାଙ୍କୁ ... ତାହାଙ୍କୁ ... ତାହାଙ୍କ ... ତାହାଙ୍କୁ ... ତାହାଙ୍କୁ ... ତାହାଙ୍କୁ

ଯୀଶୁ

Matthew 27:32

ଯୀଶୁ ଯେତେବେଳେ କ୍ରୁଶାର୍ପିତ ହୋଇଥିଲେ ତହିଁର ବିବରଣୀକୁ ଏହା ଆରମ୍ବ କରେ ।

ଯେପରି ସେମାନେ ବାହାରକୁ ଆସିଲେ

"ଯେପରି ସେମାନେ ଯିରୂଶାଲମେର ବାହରକୁ ଆସିଲେ" (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ)

ଯାହାକୁ ସେମାନେ ସେମାନଙ୍କ ସହିତ ଯିବାକୁ ବାଧ୍ୟ କଲେ ଯଦ୍ଵାରା ସେ ତାହାଙ୍କ କ୍ରୁଶ ବହିନେବେ

"ଯାହାକୁ ସୈନିକମାନେ ସେମାନଙ୍କ ସହିତ ଯିବାକୁ ବାଧ୍ୟ କଲେ ଯଦ୍ଵାରା ସେ ଯୀଶୁଙ୍କ କ୍ରୁଶ ବହି ନେଇପାରିବେ"

ଗଲ୍ଗଥା ନାମକ ସ୍ଥାନ

"ଯେଉଁ ସ୍ଥାନକୁ ଲୋକମାନେ ଗଲ୍ଗଥା କହନ୍ତି"

ପିତ୍ତ

ତିକ୍ତ ହଳଦିଆ ରଙ୍ଗର ତରଳ ବସ୍ତୁ ଯାହା ପରିପାକରେ ବ୍ୟବହାର କରାଯାଏ

Matthew 27:35

ଯୀଶୁ ଯେତେବେଳେ କ୍ରୁଶାର୍ପିତ ଏବଂ ମୃତ୍ୟ ହୋଇଥିଲେ ତହିଁର ବିବରଣୀକୁ ଏହା ଜାରିରଖେ ।

ପୋଷାକଗୁଡିକ

ପୋଷାକ ଯାହା ଯୀଶୁ ପରିଧାନ କରିଆସୁଥିଲେ (ସ୍ପଷ୍ଟ ଏବଂ ଅସ୍ପଷ୍ଟ)

Matthew 27:38

ଯୀଶୁଙ୍କ କ୍ରୁଶାର୍ପିତ ଏବଂ ମୃତ୍ୟର ବିବରଣୀକୁ ଏହା ଜାରିରଖେ ।

ଦୁଇ ଜଣ ଡକାଇତ ତାହାଙ୍କ ସହିତ କ୍ରୁଶାର୍ପିତ ହୋଇଥିଲେ

ଏକାନ୍ତରୀକ ଅନୁବାଦ: "ସୈନିକମାନେ ଯୀଶୁଙ୍କ ସହିତ ଦୁଇ ଜଣ ଡକାଇତଙ୍କୁ କ୍ରୁଶବିଦ୍ଧ କରିଥିଲେ: (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ସେମାନଙ୍କର ମୁଣ୍ଡ ହଲାଇ

ଯୀଶୁଙ୍କ ଉପହାସ କରିବାକୁ

Matthew 27:41

ଯୀଶୁଙ୍କ କ୍ରୁଶାର୍ପିତ ଏବଂ ମୃତ୍ୟର ବିବରଣୀକୁ ଏହା ଜାରିରଖେ ।

ସେ ଅନ୍ୟମାନଙ୍କୁ ଉଦ୍ଧାର କଲେ, କିନ୍ତୁ ସେ ଆପଣାକୁ ଉଦ୍ଧାର କରିପାରନ୍ତି ନାହିଁ

ସମ୍ବାବନା ଅର୍ଥଗୁଡିକ: ୧) ଯୀଶୁ ଯେ ଅନ୍ୟମାନଙ୍କୁ ଉଦ୍ଧାର କଲେ ତାହା ଯିହୂହୀୟ ନେତାମାନେ ବିଶ୍ଵାସ କରନ୍ତି ନାହିଁ (ଦେଖନ୍ତୁ: ବକ୍ରୋକ୍ତି/ବ୍ୟଙ୍ଗୋକ୍ତି ଏବଂ UDB) କିମ୍ବା ତାହା ଯେ ସେ ନିଜକୁ ଉଦ୍ଧାର କରିପାରିବ, କିମ୍ବା ୨) ସେ ଯେ ଅନ୍ୟମାନଙ୍କୁ ଉଦ୍ଧାର କଲେ ସେମାନେ ବିଶ୍ଵାସ କରନ୍ତି କିନ୍ତୁ ତାହାଙ୍କ ପ୍ରତି ପରିହାସ କରୁଅଛନ୍ତି ଯେହେତୁ ବର୍ତ୍ତମାନ ସେ ନିଜକୁ ରକ୍ଷା କରିପାରୁନାହାନ୍ତି ।

ସେ ଇସ୍ରାଏଲର ରାଜା ଅଟନ୍ତି

ଯୀଶୁ ଯେ ଇସ୍ରାଏଲର ରାଜା ନେତାମାନେ ବିଶ୍ଵାସ କରନ୍ତି ନାହିଁ । (ଦେଖନ୍ତୁ: ବକ୍ରୋକ୍ତି/ବ୍ୟଙ୍ଗୋକ୍ତି)

Matthew 27:43

ଯୀଶୁଙ୍କ କ୍ରୁଶାର୍ପିତ ଏବଂ ମୃତ୍ୟର ବିବରଣୀକୁ ଏହା ଜାରିରଖେ ।

ଏବଂ ଡକାଇତ ଯେଉଁମାନେ ତାହାଙ୍କ ସହିତ କ୍ରୁଶାର୍ପିତ ହୋଇଥିଲେ

"ଏବଂ ଡକାଇତ ଯେଉଁମାନଙ୍କୁ ସୈନିକମାନେ ଯୀଶୁଙ୍କ ସହିତ କ୍ରୁଶାର୍ପିତ କରିଥିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 27:45

ଯୀଶୁଙ୍କ କ୍ରୁଶାର୍ପିତ ଏବଂ ମୃତ୍ୟର ବିବରଣୀକୁ ଏହା ଜାରିରଖେ ।

କ୍ରନ୍ଦନ କଲେ

"ଉଚ୍ଚ ସ୍ଵରରେ କହିଲେ" କିମ୍ବା "ଚିତ୍କାର କଲେ"

ଏଲୀ, ଏଲୀ. ଲାମା ସବକଥାନୀ

ଅନୁବାଦକାରୀମାନେ ସାଧାରଣତଃ ଭାବରେ ଏହି ଶବ୍ଦଗୁଡିକ ସେମାନଙ୍କର ଜନ୍ମଗତ ଏବ୍ରୀ ଭାଷାରେ ଛାଡି ଦିଅନ୍ତି ।

Matthew 27:48

ଯୀଶୁଙ୍କ କ୍ରୁଶାର୍ପିତ ଏବଂ ମୃତ୍ୟର ବିବରଣୀକୁ ଏହା ଜାରିରଖେ ।

ସେମାନଙ୍କ ମଧ୍ୟରୁ ଜଣେ

ସମ୍ବାବନା ଅର୍ଥଗୁଡିକ: ୧) ସୈନିକମାନଙ୍କ ମଧ୍ୟରୁ ଜଣେ କିମ୍ବା ୨) ଯେଉଁମାନେ ଠିଆ ହୋଇଥିଲେ ଏବଂ ନିରୀକ୍ଷଣ କଲେ ସେମାନଙ୍କ ମଧ୍ୟରୁ ଜଣେ

ସ୍ପଞ୍ଜ୍

ସମୁଦ୍ରଜୀବ ସଂଗ୍ରହ କରନ୍ତି ଏବଂ ଗ୍ରହଣ କରନ୍ତି ପୁଣି ତରଳ ବସ୍ତୁକୁ ଧରନ୍ତି ତା'ପରେ ବାହାର କରନ୍ତି

ଏହା ତାହାଙ୍କୁ ଦେଲେ

"ଏହା ଯୀଶୁଙ୍କୁ ଦେଲେ"

Matthew 27:51

ଯୀଶୁଙ୍କ ମୃତ୍ୟବରଣ ହେଲା ପରେ ଘଟିଥିବା ଘଟଣାର ବିବରଣୀକୁ ଏହା ଆରମ୍ବ କରେ ।

ଦେଖ

ନିମ୍ନଲିଖିତ ଆଚମ୍ବିତ ସୂଚନା ପ୍ରତି ଲେଖକ ପାଠକଙ୍କୁ ମନୋଯୋଗୀ ହେବାକୁ କହୁଅଛନ୍ତି ।

କବରଗୁଡିକ ଖୋଲା ଥିଲେ, ଏବଂ ଅନେକ ସାଧୁମାନେ ଯେଉଁମାନେ ଶୋଇପଡିଥିଲେ ସେମାନେ ଉଠିଥିଲେ "ଈଶ୍ଵର କବରଗୁଡିକ ଫିଟାଇଲେ ଏବଂ ଅନେକ ସାଧୁ ଯେଉଁମାନେ ମୃତ୍ୟବରଣ କରିଥିଲେ ସେମାନଙ୍କୁ ଉତ୍ଥିତ କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଶୋଇପଡିଥିଲେ

"ମରି ଯାଇଥିଲେ" (ଦେଖନ୍ତୁ: ଶିଷ୍ଟୋକ୍ତି)

କବରଗୁଡିକ ଖୋଲାଥିଲା ... ଅନେକଙ୍କୁ ଦେଖାଦେଲେ

ଘଟଣାର କ୍ରମଗୁଡିକ ଅସ୍ପଷ୍ଟ ଅଟେ । ସମ୍ବାବନା କ୍ରମମାନ: ଭୁମିକମ୍ପ ହେଲା ପରେ ଯେତେବେଳେ ଯୀଶୁ ମୃତ୍ୟବରଣ କଲେ ଏବଂ ସେତେବେଳେ କବରଗୁଡିକ ଖୋଲାହୋଇଥିଲା ୧) ସାଧୁମାନେ ଉତ୍ଥିତ ହେଲେ, ଯୀଶୁ ପୁନରୁତ୍ଥିତ ହେଲେ, ଏବଂ ସାଧୁମାନେ ନଗରକୁ ପ୍ରବେଶ କଲେ ଏବଂ ଅନେକ ଲୋକମାନଙ୍କ ଦ୍ଵାରା ଦେଖାଦେଲେ, କିମ୍ବା ୨) ଯୀଶୁ ପୁନରୁତ୍ଥିତ ହେଲେ, ଏବଂ ସାଧୁମାନେ ଉତ୍ଥିତ ହେଲେ, ନଗରକୁ ପ୍ରବେଶ କଲେ, ଏବଂ ଅନେକ ଲୋକମାନଙ୍କ ଦ୍ଵାରା ଦେଖାଗଲେ ।

Matthew 27:54

ଯୀଶୁଙ୍କ ମୃତ୍ୟବରଣ ହେଲା ପରେ ଘଟିଥିବା ଆଶ୍ଚର୍ଯ୍ୟଜନକ ଘଟଣାଗୁଡିକର ବିବରଣୀକୁ ଏହା ଜାରିରଖେ ।

Matthew 27:57

ଯୀଶୁଙ୍କ ସମାଧିର ବିବରଣୀକୁ ଏହା ଆରମ୍ବ କରେ ।

ତା'ପରେ ପୀଲାତ ଏହା ତାହାଙ୍କୁ ଦିଆଯିବା ନିମନ୍ତେ ଆଦେଶ କଲେ ।

"ତା'ପରେ ପୀଲାତ ଯୀଶୁଙ୍କ ଶରୀରକୁ ଯୋଷେଫଙ୍କୁ ଦେବାକୁ ସୈନିକମାନଙ୍କୁ ଆଦେଶ ଦେଲେ ।"

Matthew 27:59

ଯୀଶୁଙ୍କ ସମାଧିର ବିବରଣୀକୁ ଏହା ଜାରିରଖେ ।

ଶଣ ବସ୍ତ୍ର

ଏକ ପରିଷ୍କୃତ ବସ୍ତ୍ର ଯାହା କିଣିବାକୁ ଅଧିକ ମୁଲ୍ୟ ଲାଗେ

ସମାଧିର ଅପର ପକ୍ଷରେ

"ସମାଧିର ଆରପାଖରେ"

Matthew 27:62

ଯୀଶୁଙ୍କ ସମାଧି ପରେ ଘଟିଥିବା ଘଟଣାର ବିବରଣୀକୁ ଏହା ଜାରିରଖେ ।

ପ୍ରସ୍ତୁତ

ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ ହେବାର ଦିନ

ଯେତେବେଳେ ସେହି ପ୍ରତାରକ ଜୀବିତ ଥିଲେ

"ଯେତେବେଳେ ଯୀଶୁ, ପ୍ରତାରକ, ଜୀବିତ ଥିଲେ"

Matthew 27:65

ଯୀଶୁଙ୍କ ସମାଧି ପରେ ଘଟିଥିବା ଘଟଣାର ବିବରଣୀକୁ ଏହା ଜାରିରଖେ ।

ଜଣେ ପ୍ରହରୀ

୪ ରୁ ୧୬ ରୋମୀୟ ସୈନିକମାନେ

ପ୍ରସ୍ତରକୁ ମୁଦ୍ରାଙ୍କିତ କରିବା

ସମ୍ବାବନ ଅର୍ଥଗୁଡିକ: ୧) ସେମାନେ ପ୍ରସ୍ତର ଚାରିପଟେ ଏକ ରଜ୍ଜୁ ବାନ୍ଧିଲେ ଏବଂ ସମାଧିର ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ଵରେ ସେହି ପ୍ରସ୍ତର କାନ୍ଥରେ ସଂଲଗ୍ନ କଲେ (ଦେଖନ୍ତୁ UDB) କିମ୍ବା ୨) ସେମାନେ ପ୍ରସ୍ତର ଏବଂ କାନ୍ଥ ମଧ୍ୟରେ ମୁଦ୍ରାଙ୍କିତ କଲେ ।

ପ୍ରହରୀଙ୍କୁ ରଖିଲେ

"ସୈନିକମାନଙ୍କୁ ଠିଆ ହେବାକୁ କହିଲେ ଯେଉଁଠାରେ କି ସେମାନେ ଲୋକମାନଙ୍କୁ ତାହା ଛୁଇଁବାରୁ ରଖିପାରିବେ"