Matthew 26

Matthew 26:1

ଯୀଶୁ କିପରି ଦୁଃଖଭୋଗ କରିବେ ପୁଣି ମୃତ୍ୟବରଣ କରିବେ ତାହା ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଆରମ୍ବ କରନ୍ତି ।

ଏହା ଏହିପରି ଭାବରେ ଆସିଲା

କାହାଣୀର ନୂତନ ଭାଗକୁ ଆରମ୍ବ କରିବାକୁ ଯଦି ତୁମ୍ବମାନଙ୍କ ଭାଷାରେ କୌଣସି ଚିହ୍ନ ଅଛି, ତେବେ ଏଠାରେ ତାହା ବ୍ୟବହାର କରିବାକୁ ବିବେଚନା କର ।

ଏହି ସମସ୍ତ ଶବ୍ଦଗୁଡିକ

୨୪:୪ ୨୫:୪୬ ର ଶବ୍ଦଗୁଡିକ

ମନୁଷ୍ୟ ପୁତ୍ର କ୍ରୁଶାର୍ପିତ ହେବା ନିମନ୍ତେ ସମର୍ପଣ ହେବେ

"କେତେକ ଲୋକମାନେ ମନୁଷ୍ୟ ପୁତ୍ରଙ୍କୁ ଅନ୍ୟ ଲୋକମାନଙ୍କୁ ଯେଉଁମାନେ ତାହାଙ୍କୁ କ୍ରୁଶାପିତ କରିବେ ସେମାନଙ୍କୁ ସମର୍ପଣ କରିବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ

Matthew 26:3

ଯିହୁଦି ନେତାମାନେ ଯୀଶୁଙ୍କୁ ବନ୍ଧୀ ଓ ବଧ କରିବାକୁ ଯୋଜନା କଲେ ।

ଗୁପ୍ତ ଭାବରେ

"ଗୋପନରେ/ଗୁପ୍ତ ଭାବରେ"

ପର୍ବ ସମୟରେ

ବାର୍ଷିକ ନିସ୍ତାରପର୍ବ ସମୟରେ

Matthew 26:6

ଜଣେ ସ୍ତ୍ରୀଲୋକ ଯୀଶୁଙ୍କ ମୃତ୍ୟ ପୁର୍ବରୁ ତାହାଙ୍କ ଉପରେ ତୈଳ ଢାଳିଲେ ।

ଆଉଜିବା

ତାହାଙ୍କ ପାର୍ଶ୍ଵ ଉପରେ ଢଳିବା । ଯେତେବେଳେ ଲୋକମାନେ ସାଧାରଣତଃ ଭାବରେ ଖାଆନ୍ତି ସେତେବେଳେ ଲୋକମାନେ କେଉଁ ଅବସ୍ଥାରେ ଥାଆନ୍ତି ସେଥିନିମନ୍ତେ ତୁମ୍ବର ଭାଷାର ଏକ ଶବ୍ଦ ବ୍ୟବହାର କରିପାରନ୍ତି ।

ଜଣେ ସ୍ତ୍ରୀ ତାହାଙ୍କ ନିକଟକୁ ଆସିଲେ

ଜଣେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ

ଧଳା ପାତ୍ର

ଏହା ଏକ ପାତ୍ର ଯାହା ନରମ ପ୍ରସ୍ତରରେ ତିଆରି ଏବଂ ଯାହାର ମୁଲ୍ୟ ଅଧିକ

ପ୍ରଲେପ

ତୈଳ ଯାହା ସୁଗନ୍ଧି ଅଟେ

ଏହି ନଷ୍ଟର କାରଣ କ'ଣ ଅଟେ ?

"ଏହି ପ୍ରଲେପ ନଷ୍ଟ କରିବା ଦ୍ଵାରା ଏହି ସ୍ତ୍ରୀ ଖରାପ କାମ କରିଅଛି !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

Matthew 26:10

ଯୀଶୁ ସେହି ସ୍ତ୍ରୀ ଲୋକଙ୍କୁ ପ୍ରଶଂସା କରନ୍ତି ଯେ ତାହାଙ୍କ ମୃତ୍ୟ ପୁର୍ବରୁ ଅଭିଷେକ କଲେ ।

କାହିଁକି ତୁମ୍ବେମାନେ ଏହି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ ?

ଏକାନ୍ତରୀକ ଅନୁବାଦ: "ତୁମ୍ବେମାନେ ଏହି ସ୍ତ୍ରୀଲୋକଙ୍କୁ କଷ୍ଟ ଦେବା ଉଚିତ୍ ନୁହେଁ !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ତୁମେ ... ତୁମେ ... ତୁମେ

ଶିଷ୍ୟମାନେ

Matthew 26:12

ଯୀଶୁ ସେହି ସ୍ତ୍ରୀ ଲୋକଙ୍କୁ ଯେ ତାହାଙ୍କ ମୃତ୍ୟ ପୁର୍ବରୁ ଅଭିଷେକ କଲେ ତାହାଙ୍କୁ ପ୍ରଶଂସା କରିବା ଜାରିରଖନ୍ତି ।

Matthew 26:14

ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ବନ୍ଧୀ ଏବଂ ବଧ କରିବାକୁ ଯିହୁଦୀ ନେତାମାନଙ୍କୁ ସାହାର୍ଯ୍ୟ କରିବାକୁ ସହମତ ହୁଅନ୍ତି ।

ତୁମ୍ବମାନଙ୍କୁ ତାହାଙ୍କୁ ସମର୍ପଣ କରିବା

"ଯୀଶୁଙ୍କୁ ତୁମ୍ବମାନଙ୍କୁ ହସ୍ତାନ୍ତର କରିବା" କିମ୍ବା "ଯୀଶୁଙ୍କୁ ବନ୍ଧୀ କରିବାରେ ତୁମ୍ବମାନଙ୍କୁ ସାହାର୍ଯ୍ୟ କରିବା"

ତିରିଶଗୋତି ରୌପ ମୁଦ୍ରା

ଯେହେତୁ ଏହି ଶବ୍ଦଗୁଡିକ ପୁରାତନ ନିୟମର ଭାବବାଣୀ ସହ ସମାନ, ଏହାକୁ ଆଧୁନିକ ମୁଦ୍ରାରେ ପରିବର୍ତ୍ତନ କରିବା ପରିବର୍ତ୍ତେ ଏହି ଗଠନକୁ ହିଁ ରଖନ୍ତୁ ।

ତାହାଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରିବାକୁ

"ଯୀଶୁଙ୍କୁ ବନ୍ଧୀ କରିବାକୁ ପ୍ରଧାନ ଯାଜକମାନଙ୍କୁ ସାହାର୍ଯ୍ୟ କରିବା"

Matthew 26:17

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହ ନିସ୍ତାରପର୍ବର ଭୋଜ ଖାଇବାକୁ ପ୍ରସ୍ତୁତ ହୁଅନ୍ତି ।

ସେ କହିଲେ, "ନଗରର ନିର୍ଦ୍ଧିଷ୍ଟ ଲୋକଙ୍କ ପାଖକୁ ଯାଅ ଏବଂ ତାହାଙ୍କୁ କୁହ, 'ଶିକ୍ଷକ କହନ୍ତି, "ମୋହର ସମୟ ଉପସ୍ଥିତ; ମୁଁ ମୋହର ଶିଷ୍ୟମାନଙ୍କ ସହ ନିସ୍ତାରପର୍ବ ତୁମ୍ବର ଗୃହରେ ରଖିବି ।" '"

ଯୀଶୁଙ୍କ ସମ୍ବାଦ ସେହି ଲୋକଙ୍କୁ କହିବାକୁ ଯୀଶୁ ଶିଷ୍ୟମାନଙ୍କୁ ଅନ୍ୟ ଲୋକଙ୍କୁ କହିବାକୁ କହୁଅଛନ୍ତି । ଏକାନ୍ତରୀକ ଅନୁବାଦ: "ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସେହି ନଗରକୁ ଯାଇ ଏକ ନିର୍ଦ୍ଧିଷ୍ଟ ଲୋକଙ୍କ କହିବାକୁ କହିଲେ ଯେ ଶିକ୍ଷକ ତାହାଙ୍କୁ କହନ୍ତି, 'ମୋହର ସମୟ ଉପସ୍ଥିତ । ମୁଁ ତୁମ୍ବର ଗୃହରେ ମୋହର ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ପାଳନ କରିବି ।' " କିମ୍ବା "ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ନଗରର ନିର୍ଦ୍ଧିଷ୍ଟ ଲୋକଙ୍କ ପାଖକୁ ଯାଇ ତାହାଙ୍କୁ କହିବାକୁ କହିଲେ ଯେ ଶିକ୍ଷକ କହନ୍ତି ଯେ ତାହାଙ୍କ ସମୟ ଉପସ୍ଥିତ ଏବଂ ସେ ସେହି ଲୋକଙ୍କ ଗୃହରେ ତାହାଙ୍କ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ପାଳନ କରିବେ ।"

ମୋହର ସମୟ

ସମ୍ବାବନା ଅର୍ଥଗୁଡିକ: ୧) "ସମୟ ଯାହା ବିଷୟରେ ମୁଁ ତୁମ୍ବମାନଙ୍କୁ କହିଅଛି" (UDB) କିମ୍ବା ୨) "ସମୟ ଯାହା ଈଶ୍ଵର ମୋ ନିମନ୍ତେ ସ୍ଥାପନ କରିଅଛନ୍ତି ।"

ଉପସ୍ଥିତ

ସମ୍ବାବନା ଅର୍ଥଗୁଡିକ: ୧) "ନିକଟବର୍ତ୍ତୀ" (UDB) କିମ୍ବା ୨) "ଆସିଅଛି ।" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

ନିସ୍ତାରପର୍ବ ପାଳନ କର

"ନିସ୍ତାରପର୍ବର ଭୋଜ ଖାଅ" କିମ୍ବା "ସ୍ଵତନ୍ତ୍ର ଖାଦ୍ୟ ଭୋଜନ କରିବା ଦ୍ଵାରା ନିସ୍ତାରପର୍ବ ପାଳନ କର"

Matthew 26:20

ଯେପରି ଯୀଶୁ ସେମାନଙ୍କ ସହିତ ଭୋଜନ କରନ୍ତି ସେ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି ।

ସେ ଭୋଜନ କରିବାକୁ ବସିଲେ

ସାଧାରଣତଃ ଭାବରେ ଯେତେବେଳେ ଲୋକମାନେ ଖାଇବା ସମୟରେ ତୁମ୍ବମାନଙ୍କର ସଂସ୍କୃତିରେ କିପରି ଭାବରେ ଥାଆନ୍ତି ସେହି ଶବ୍ଦ ବ୍ୟବହାର କରନ୍ତୁ ।

ନିଶ୍ଚିତ ଭାବରେ ମୁଁ ନୁହେଁ, ପ୍ରଭୁ ?

"ନିଶ୍ଚିତ ଭାବରେ ମୁଁ ନୁହେଁ, ମୁଁ ଅଟେ କି, ପ୍ରଭୁ ?" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

Matthew 26:23

ଯେପରି ଯୀଶୁ ସେମାନଙ୍କ ସହିତ ଭୋଜନ କରନ୍ତି ସେ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି ।

ସେହି ବ୍ୟକ୍ତି ଯାହା ଦ୍ଵାରା ମନୁଷ୍ୟ ପୁତ୍ର ଧରାଗଲେ

"ସେହି ବ୍ୟକ୍ତି ଯେ ମନୁଷ୍ୟ ପୁତ୍ରଙ୍କୁ ଧରାଇଲେ"

ଏହି ତୁମ୍ବେ ନିଜେ କହିଅଛ

"ଯେପରି ତୁମେ କହିଅଛ, ତୁମେ ହିଁ ଅଟ" କିମ୍ବା "ତୁମେ ଏହା ସ୍ଵୀକାର କରିଅଛ" (ରୂଢି/ବାକ୍ୟାଂଶ)

Matthew 26:26

ଯେପରି ଯୀଶୁ ସେମାନଙ୍କ ସହିତ ଭୋଜନ କରନ୍ତି ସେ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି ।

ନେଲେ ... ଧନ୍ୟ ... ଭାଙ୍ଗିଲେ

୧୪:୯ ରେ ଏଗୁଡିକ କିପରି ତୁମେ ଅନୁବାଦ କଲ ସେହିପରି କର ।

Matthew 26:27

ଯେପରି ଯୀଶୁ ସେମାନଙ୍କ ସହିତ ଭୋଜନ କରନ୍ତି ସେ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି ।

ନେଲେ

୧୪:୧୯ ରେ ଏହା ଯେପରି ତୁମେ କଲ ସେହିପରି ଅନୁବାଦ କର ।

ଏହା ସେମାନଙ୍କୁ ଦେଲେ

"ଏହା ଶିଷ୍ୟମାନଙ୍କୁ ଦେଲେ"

ନିୟମର ରକ୍ତ

"ରକ୍ତ ଯାହା ଦେଖାଏ ଯେ ନିୟମ ଫଳପ୍ରଦ" କିମ୍ବା "ରକ୍ତ ଯାହା ନିୟମକୁ ସମ୍ବାବନା କରେ"

ଢାଳିଲେ

"ମୃତ୍ୟରେ ଢାଳିଲେ" କିମ୍ବା "ଶୀଘ୍ର ମୋହର ଶରୀରରୁ ବହିବ" କିମ୍ବା "ଯେତେବେଳେ ମୁଁ ମୃତ୍ୟବରଣ କରିବି ସେତେବେଳେ ମୋହର କ୍ଷତଠାରୁ ବହିବ"

ଦ୍ରାକ୍ଷାଲତାର ଫଳ

"ଦ୍ରାକ୍ଷାଫଳ" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

Matthew 26:30

ଯେପରି ସେମାନେ ଜୀତପର୍ବତକୁ ଆଡକୁ ଯାତ୍ରା କଲେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରିରଖିଲେ ।

ସ୍ତୁତି

ଈଶ୍ଵରଙ୍କ ନିମନ୍ତେ ପ୍ରଶଂସାର ଗୀତ

ପଳାଇଯିବା

"ମୋତେ ପରିତ୍ୟାଗ କର"

ପଲର ମେଷ ମାନେ ଛିନ୍ନଭିନ୍ନ ହେବେ

ଏକାନ୍ତରୀକ ଅନୁବାଦ: ୧) ସେମାନେ ସମସ୍ତ ପଲର ମେଷଗୁଡିକୁ ଛିନ୍ନଭିନ୍ନ କରିବେ" (UDB) କିମ୍ବା ୨) "ସମସ୍ତ ଦିଗରେ ପଲର ମେଷଗୁଡିକ ପଳାଇଯିବେ ।"

ପଲର ମେଷମାନେ

ଶିଷ୍ୟମାନେ (ଦେଖନ୍ତୁ: ତୁଳନା/ରୁପକ/ଉପମା)

ମୁଁ ଉତ୍ଥିତ ହେଲା ପରେ

ଏକାନ୍ତରୀକ ଅନୁବାଦ: "ଈଶ୍ଵର ମୋତେ ଉତ୍ଥିତ କଲା ପରେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ମୁଁ ଉତ୍ଥିତ ହୋଇଅଛି

ଏକାନ୍ତରୀକ ଅନୁବାଦ: "ଈଶ୍ଵର ମୃତ୍ୟରୁ ମୋତେ ଉତ୍ଥିତ କରନ୍ତି"

Matthew 26:33

ଯେପରି ସେମାନେ ଜୀତପର୍ବତକୁ ଆଡକୁ ଯାତ୍ରା କଲେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରିରଖିଲେ ।

ପଳାଇଯିବା

ଯେପରି ୨୬:୩୧ ରେ ତୁମେ କଲ ସେହିପରି ଅନୁବାଦ କର ।

କୁକୁଡା ଡାକିବା ପୁର୍ବରୁ

ଏକାନ୍ତରୀକ ଅନୁବାଦ: "ସୁର୍ଯ୍ୟ ପ୍ରକାଶିତ ହେବା ପୁର୍ବରୁ"

ଗୃହପାଳିତ କୁକୁଡା (ଗଂଜା)

ଏକ ପକ୍ଷୀ ଯେ ସୁର୍ଯ୍ୟ ପ୍ରକାଶିତ ହେବା ସମୟରେ ଉଚ୍ଚ ସ୍ଵର କରେ

କୁକୁଡାର ସ୍ଵର

ସ୍ଵର ଯାହା କୁକୁଡା କରେ

Matthew 26:36

ଯେପରି ସେମାନେ ଜୀତପର୍ବତକୁ ଆଡକୁ ଯାତ୍ରା କଲେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରିରଖିଲେ ।

ଦୁଃଖପୁର୍ଣ୍ଣ ଭାବରେ

ଅତି ଦୁଃଖ

Matthew 26:39

ଗେଥଶିମାନୀ ବଗିଚାରେ ପ୍ରାର୍ଥନା କରୁଥିବା ବିବରଣକୁ ଏହା ଆରମ୍ବ କରେ ।

ତାହାଙ୍କ ମୁଖରେ ପଡିଲେ

ଉଦ୍ଦେଶ୍ୟ ଭାବରେ ଭୁମି ଉପରେ ପ୍ରାର୍ଥନା କରିବାକୁ ମୁଖ ତଳକୁ କଲେ (ଦେଖନ୍ତୁ: ରୂଢି/ବାକ୍ୟାଂଶ)

Matthew 26:42

ଗେଥଶିମାନୀ ବଗିଚାରେ ପ୍ରାର୍ଥନା କରୁଥିବା ବିବରଣକୁ ଏହା ଜାରିରଖେ ।

ସେ ଦୂରକୁ ଗଲେ

"ଯୀଶୁ ଦୂରକୁ ଗଲେ"

ମୁଁ ଏହା ପାନ ନ କରିବା ପର୍ଯ୍ୟନ୍ତ

"ମୁଁ ଦୁଖଃର ପାତ୍ର ପାନ ନ କରିବା ପର୍ଯ୍ୟନ୍ତ"

ସେମାନଙ୍କର ଚକ୍ଷୁ ମାଡିପଡୁଥିଲା

"ସେମାନେ ଅତି ନିଦ୍ରିତ ଥିଲେ" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

Matthew 26:45

ଗେଥଶିମାନୀ ବଗିଚାରେ ପ୍ରାର୍ଥନା କରୁଥିବା ବିବରଣକୁ ଏହା ଜାରିରଖେ ।

ସମୟ ସନ୍ନିକଟ

"ସମୟ ଆସିଅଛି"

ପାପୀମାନଙ୍କର ହସ୍ତ

"ପାପମୟ ଲୋକମାନେ" (ଦେଖନ୍ତୁ: ଅଳଙ୍କାର 'ସିନୋକଡୋଖେ')

ଦେଖ

"ମୁଁ ଯାହା କହିବାକୁ ଯାଉଅଛି ତାହା ପ୍ରତି ମନୋଯୋଗୀ ହୁଅ ।"

Matthew 26:47

ଗେଥଶିମାନୀ ବଗିଚାରେ ପ୍ରାର୍ଥନା କରୁଥିବା ବିବରଣକୁ ଏହା ଜାରିରଖେ ।

ତଥାପି ଯେତେବେଳେ ସେ କହୁଥିଲା

"ତଥାପି ଯେତେବେଳେ ଯୀଶୁ କହୁଥିଲେ"

କୁହନ୍ତି, "ମୁଁ ଯାହାକୁ ଚୁମ୍ବନ କରିବି, ସେ ଜଣ ଅଟନ୍ତି । ତାହାଙ୍କୁ ଧର ।"

"କହନ୍ତି ଯେ ସେ ଯାହାକୁ ଚୁମ୍ବନ କରିବେସେହି ଜଣକୁ ହିଁ ସେମାନେ ଧରିବେ ।" (ଦେଖନ୍ତୁ: ଉଦ୍ଧୃତ ଅଳଙ୍କାର)

ଯାହକୁ ମୁଁ ଚୁମ୍ବନ କରିବି

"ଜଣକୁ ମୁଁ ଯାହାକୁ ଚୁମ୍ବନ କରିବି" କିମ୍ବା "ସେହି ବ୍ୟକ୍ତି ମୁଁ ଯାହାକୁ ଚୁମ୍ବନ କରିବି" (UDB)

ଚୁମ୍ବନ

ଜଣେ ଶିକ୍ଷକକୁ ସମ୍ମାନ ଭାବରେ ନମସ୍କାର କରିବା

Matthew 26:49

ଗେଥଶିମାନୀ ବଗିଚାରେ ଯୀଶୁଙ୍କୁ ବନ୍ଧୀ କରିବାର ବିବରଣକୁ ଏହା ଆରମ୍ବ କରେ ।

ସେ ଯୀଶୁଙ୍କ ପାଖକୁ ଆସିଲେ

"ଯିହୁଦା ଯୀଶୁଙ୍କ ପାଖକୁ ଆସିଲେ"

ତାହାଙ୍କୁ ଚୁମ୍ବନ କଲେ

"ଚୁମ୍ବନ ସହ ତାହାଙ୍କୁ ସାକ୍ଷାତ କଲେ"

ଯୀଶୁଙ୍କ ଉପରେ ହାତ ଥୋଇଲେ

ତାହାକୁ ଆଘାତ କରିବା ଯୋଜନାରେ ଯୀଶୁଙ୍କୁ ଧରିଲେ (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତାହାଙ୍କୁ ଧରିଲେ

ତାହାଙ୍କୁ ବନ୍ଧୀ କଲେ

Matthew 26:51

ଗେଥଶିମାନୀ ବଗିଚାରେ ଯୀଶୁଙ୍କୁ ବନ୍ଧୀ କରିବାର ବିବରଣକୁ ଏହା ଆରମ୍ବ କରେ ।

ଦେଖ

ଲେଖକ କାହାଣୀରେ ଏକ ନୂତନ ବ୍ୟକ୍ତିଙ୍କୁ ଆଣୁଅଛନ୍ତି । ଏହା କରିବାକୁ ତୁମର ଭାଷାରେ କୌଣସି ମାଧ୍ୟମ ହୋଇପାରେ ।

ତୁମ୍ବେମାନେ ମନେ କର କି ଯେ ମୁଁ ମୋହର ପିତାଙ୍କୁ ବିନତି କରି ପାରିବି ନାହିଁ, ଏବଂ ସେ ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ମୋ ନିମନ୍ତେ ପଠାଇଦେବେ ?

ଏକାନ୍ତରୀକ ଅନୁବାଦ: "ତୁମ୍ବେମାନେ ଜାଣିବା ଉଚିତ୍ ଯେ ମୁଁ ମୋହର ପିତାଙ୍କୁ ବିନତି କରିପାରେ, ଏବଂ ସେ ମୋ ନିମନ୍ତେ ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ

ଦୂତଙ୍କ ସଠିକ୍ ସଂଖ୍ୟା ଗୁରୁତ୍ଵ ନୁହେଁ । (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)

ବାହିନୀ

ପ୍ରାୟ ଛଅ ହଜାର ରୋମୀୟ ସୈନିକର ବିଭାଜନ (ଦେଖନ୍ତୁ: ଅଜଣା ଅନୁବାଦ)

Matthew 26:55

ଗେଥଶିମାନୀ ବଗିଚାରେ ଯୀଶୁଙ୍କୁ ବନ୍ଧୀ କରିବାର ବିବରଣକୁ ଏହା ଆରମ୍ବ କରେ ।

ଡକାଇତ ପରି ଖଣ୍ଡା ଓ ଠେଙ୍ଗା ସହ କ'ଣ ମୋତେ ଧରିବାକୁ ଆସିଲ ? ଏକାନ୍ତରୀକ ଅନୁବାଦ: "ତୁମ୍ବେମାନେ ଜାଣ ଯେ ମୁଁ ଏକ ଡକାଇତ ନୁହେଁ, ସେଥିପାଇଁ ଖଣ୍ଡା ଓ ଠେଙ୍ଗା ଧରି ଆସିବା ତୁମ୍ବମାନଙ୍କ ନିମନ୍ତେ ଭୁଲ ଅଟେ ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଠେଙ୍ଗାଗୁଡିକ

ଲୋକମାନଙ୍କୁ ମାରିବା ନିମନ୍ତେ ଏକ କଠିନ କାଠର ବଡ ଖଣ୍ଡ

ତାହାଙ୍କୁ ଛାଡି ପଳାଇଗଲେ

ଯଦି ତୁମ ଭାଷାରେ କୌଣସି ଶବ୍ଦ ଅଛି ଯାହାର ଅର୍ଥ ତାହାଙ୍କୁ ପରିତ୍ୟାଗ କଲେ ଯେତେବେଳେ ସେମାନେ ତାହାଙ୍କ ସହିତ ରହିବା ଉଚିତ୍, ସେହି ଶବ୍ଦ ଏଠାରେ ବ୍ୟବହାର କରନ୍ତୁ ।

Matthew 26:57

ମହାଯାଜକ ଦ୍ଵାରା ଯୀଶୁଙ୍କୁ ପଚାରାଯାଇଥିବା ପ୍ରଶ୍ନର ବିବରଣକୁ ଏହା ଆରମ୍ବ କରେ ।

ମହାଯାଜକଙ୍କ ନିକଟକୁ

ମହାଯାଜକଙ୍କ ଗୃହ ନିକଟରେ ଥିବା ଏକ ଖୋଲା ଜାଗା

Matthew 26:59

ମହାଯାଜକ ଦ୍ଵାରା ଯୀଶୁଙ୍କୁ ପଚାରାଯାଇଥିବା ପ୍ରଶ୍ନର ବିବରଣକୁ ଏହା ଜାରିରଖେ ।

ଦୁହେଁ ଆଗକୁ ଆସିଲେ

"ଦୁଇ ଲୋକ ଆଗକୁ ଆସିଲେ" (UDB) କିମ୍ବା "ଦୁଇ ସାକ୍ଷୀ ଆଗକୁ ଆସିଲେ"

କହିଲେ, "ଏହି ଲୋକ କହିଲେ, 'ମୁଁ ଈଶ୍ଵରଙ୍କ ମନ୍ଦିର ଭାଙ୍ଗିବାକୁ ଏବଂ ତାହା ତିନି ଦିନ ମଧ୍ୟରେ ତୋଳିବାକୁ ସକ୍ଷମ ଅଟେ ।" (ଦେଖନ୍ତୁ: ଉଦ୍ଧୃତ ପ୍ରଶ୍ନଗୁଡିକ)

ଏହି ଲୋକ କହିଲେ

"ଏହି ଲୋକ ଯୀଶୁ କହିଲେ"

Matthew 26:62

ମହାଯାଜକ ଦ୍ଵାରା ଯୀଶୁଙ୍କୁ ପଚାରାଯାଇଥିବା ପ୍ରଶ୍ନର ବିବରଣକୁ ଏହା ଜାରିରଖେ ।

ତୁମ ବିରୁଦ୍ଧରେ ସେମାନେ ସାକ୍ଷ୍ୟ ଦେଉଅଛନ୍ତି

"ଏହି ସାକ୍ଷୀମାନେ ତୁମ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛନ୍ତି"

ଆମ୍ବମାନଙ୍କୁ କୁହ ତୁମେ କି ଖ୍ରୀଷ୍ଟ ଅଟ

"ଯଦି ତୁମେ ଖ୍ରୀଷ୍ଟ ଅଟ ଆମ୍ବମାନଙ୍କୁ କୁହ"

ତୁମେ ନିଜେ ଏହା କହିଅଛ

"ଯେପରି ତୁମେ କହିଅଛ, ମୁଁ ଅଟେ" କିମ୍ବା "ତୁମେ ଏହା ସ୍ଵୀକାର କରିଅଛ" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

କିନ୍ତୁ ମୁଁ ତୁମ୍ବମାନଙ୍କୁ କହେ, ତୁମ୍ବେମାନେ ବର୍ତ୍ତମାନ ଠାରୁ

ଯୀଶୁ ମହାଯାଜକ ଓ ସେଠାର ଥିବା ଅନ୍ୟବ୍ୟକ୍ତିମାନଙ୍କୁ କହୁଅଛନ୍ତି ।

ବର୍ତ୍ତମାନ ଠାରୁ ତୁମ୍ବେ ମନୁଷ୍ୟ ପୁତ୍ରଙ୍କୁ ଦେଖିବ

ସମ୍ବାବନା ଅର୍ଥଗୁଡିକ: ୧) ସେମାନେ ମନୁଷ୍ୟ ପୁତ୍ରଙ୍କୁ ଭବିଷ୍ୟତରେ ଦେଖିବେ (ଦେଖନ୍ତୁ UDB) କିମ୍ବା ୨) "ବର୍ତ୍ତମାନ" ଯୀଶୁଙ୍କ ମୃତ୍ୟ, ତାହାଙ୍କ ପୁନରୁତ୍ଠାନ, ଏବଂ ତାହାଙ୍କ ସ୍ଵର୍ଗରୋହଣକୁ ଯୀଶୁ ସୂଚାଇଲେ ।

ଶକ୍ତିର ଦକ୍ଷିଣ ହସ୍ତରେ

"ସର୍ବଶକ୍ତିମାନ ଈଶ୍ଵରଙ୍କ ଦକ୍ଷିଣ ହସ୍ତରେ"

ଆକାଶର ମେଘମାଳାରେ ଆସିବେ

"ଆକାଶର ମେଘମାଳାରେ ପୃଥିବୀକୁ ଆସିବେ"

Matthew 26:65

ମହାଯାଜକ ଦ୍ଵାରା ଯୀଶୁଙ୍କୁ ପଚାରାଯାଇଥିବା ପ୍ରଶ୍ନର ବିବରଣକୁ ଏହା ଜାରିରଖେ ।

ମହାଯାଜକ ଆପଣା ବସ୍ତ୍ର ଚିରିଲେ

ବସ୍ତ୍ର ଚିରିବା କ୍ରୋଧ ଦୁଖଃର ଚିହ୍ନ ଥିଲା ।

ସେମାନେ ଉତ୍ତର ଦେଲେ

"ଯିହୁଦୀ ନେତାମାନେ ଉତ୍ତର ଦେଲେ"

Matthew 26:67

ମହାଯାଜକ ଦ୍ଵାରା ଯୀଶୁଙ୍କୁ ପଚାରାଯାଇଥିବା ପ୍ରଶ୍ନର ବିବରଣକୁ ଏହା ଜାରିରଖେ ।

ତା'ପରେ ସେମାନେ

ସମ୍ବାବନ ଅର୍ଥଗୁଡିକ: "ତା'ପରେ କେତେକ ଲୋକମାନେ" କିମ୍ବା "ତା'ପରେ ସୈନିକମାନେ"

ମୁହଁରେ ଛେପ ପକାଇଲେ

ଯେପରି ଅପମାନ

Matthew 26:69

ପିତର କିପରି ଯୀଶୁଙ୍କୁ ଜାଣନ୍ତି ବୋଲି ଅସ୍ଵୀକାର କରନ୍ତି ସେହି ବିବରଣୀକୁ ଏହା ଆରମ୍ବ କରେ ।

ତୁମେ କ'ଣ କହୁଅଛ ମୁଁ ତାହା ଜାଣେ ନାହିଁ

ଦାସୀ ଯାହା କହୁଥିଲେ ପିଟର ତାହା ବୁଝିବାରେ ସକ୍ଷମ ଥିଲେ । ସେ ଯୀଶୁଙ୍କ ସହିତ ଥିଲେ ଏହା ଅସ୍ଵୀକାର କରିବାକୁ ସେ ଏହି ଶବ୍ଦଗୁଡିକ ବ୍ୟବହାର କଲେ ।

Matthew 26:71

ପିତର କିପରି ଯୀଶୁଙ୍କୁ ଜାଣନ୍ତି ବୋଲି ଅସ୍ଵୀକାର କରନ୍ତି ସେହି ବିବରଣୀକୁ ଏହା ଜାରିରଖେ ।

ଯେତେବେଳେ ସେ

"ଯେତେବେଳେ ପିତର"

ଫାଟକ

ପ୍ରାଙ୍ଗଣର କାନ୍ଥରେ ଖୋଲା ହୋଇଥିବା

Matthew 26:73

ପିତର କିପରି ଯୀଶୁଙ୍କୁ ଜାଣନ୍ତି ବୋଲି ଅସ୍ଵୀକାର କରନ୍ତି ସେହି ବିବରଣୀକୁ ଏହା ଜାରିରଖେ ।

ସେମାନଙ୍କ ମଧ୍ୟରୁ ଜଣେ

"ଯେଉଁମାନେ ଯୀଶୁଙ୍କ ସଙ୍ଗରେ ଥିଲେ ସେମାନଙ୍କ ମଧ୍ୟରୁ ଜଣେ"

କାରଣ ତୁମର ବୋଲର ଢଙ୍ଗ ପ୍ରକାଶ କରେ

"ଯେହତୁ ତୁମେ ଗାଲିଲୀୟ ପରି କୁହ ସେଥିପାଇଁ ଆମ୍ବେମାନେ କହିପାରୁ ଯେ ତୁମେ ଗାଲିଲୀର "

ଅଭିଶାପ

"ନିଜ ଉପରେ ଆଭିଶାପ ଢାଳିବା"

ଶପଥ, "ମୁଁ ସେହି ଲୋକଙ୍କୁ ଜାଣେ ନାହିଁ,"

ଏକାନ୍ତରୀକ ଅନୁବାଦ: "ଯେ ସେ ସେହି ଲୋକଙ୍କୁ ଜାଣେ ନାହିଁ," (ଉଦ୍ଧୃତ ଅଳଙ୍କାର)