Matthew 25

Matthew 25:1

ଯୀଶୁ ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ବିଷୟରେ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି । (ଦେଖନ୍ତୁ: ଦୃଷ୍ଟାନ୍ତଗୁଡିକ)

ଦୀପଗୁଡିକ

ଏଗୁଡିକ ହୋଇପାରେ ୧) ଦୀପଗୁଡିକ (ଦେଖନ୍ତୁ UDB) କିମ୍ବା ୨) ଗୋଟିଏ ବାଡିର ଶେଷ ସୀମାରେ ଛୋଟ ଲୁଗା ଏବଂ ତୈଳ ସହ ଲୁଗାକୁ ରଖିବା ଦ୍ଵାରା ତିଆରି ହୋଇଥିବା ଏକ ଟର୍ଚ ।

ସେମାନଙ୍କ ମଧ୍ୟରୁ ପାଂଚ ଜଣ

"କନ୍ୟାମାନଙ୍କ ମଧ୍ୟରୁ ପାଂଚ ଜଣ"

ସେମାନଙ୍କ ସହ କୌଣସି ତେଳ ନେଲେ ନାହିଁ

"ସେମାନଙ୍କର ଦୀପରେ ଥିବା ତୈଳ ସେମାନଙ୍କ ସହିତ ଥିଲା"

Matthew 25:5

ଯୀଶୁ ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ବିଷୟରେ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି ।

ସେମାନେ ସମସ୍ତେ ଶୋଇପଡିଲେ

"ଦଶ କନ୍ୟା ସମସ୍ତେ ଶୋଇପଡିଲେ"

Matthew 25:7

ଯୀଶୁ ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ବିଷୟରେ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି ।

ସେମାନଙ୍କର ଦୀପଗୁଡିକୁ ସଜାଡିଲେ

"ସେମାନଙ୍କର ଦୀପଗୁଡିକୁ ସଜାଡିଲେ ଯଦ୍ଵାରା ସେଗୁଡିକ ଉଜ୍ଜଳ ଭାବରେ ଜଳିପାରେ"

ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ

"ନିର୍ବୁଦ୍ଧି କନ୍ୟାମାନେ ସୁବୁଦ୍ଧି କନ୍ୟାମାନଙ୍କୁ କହିଲେ"

ଆମ୍ବମାନଙ୍କର ଦୀପସବୁ ଲିଭିଯାଉଅଛି

"ଅଗ୍ନି ଆମ୍ବମାନଙ୍କର ଦୀପରେ ଉଜ୍ଜଳ ଭାବରେ ଜଳେ ନାହିଁ" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

Matthew 25:10

ଯୀଶୁ ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ବିଷୟରେ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି ।

ସେମାନେ ଚାଲିଗଲେ

"ପାଂଚ ଜଣ ନିର୍ବୁଦ୍ଧି କନ୍ୟାମାନେ ଚାଲିଗଲେ"

ଯେଉଁମାନେ ପ୍ରସ୍ତୁତ ଥିଲେ

ଯେଉଁ କନ୍ୟାମାନଙ୍କର ଅଧିକ ତୈଳ ଥିଲା

ଦ୍ଵାର ବନ୍ଦ ହେଲା

ଏକାନ୍ତରୀକ ଅନୁବାଦ: "କେହିଜଣେ ଦ୍ଵାର ବନ୍ଦ କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଆମ୍ବମାନଙ୍କ ନିମନ୍ତେ ଖୋଲନ୍ତୁ

"ଆମ୍ବମାନଙ୍କ ନିମନ୍ତେ ଦ୍ଵାର ଖୋଲନ୍ତୁ ଯେପରି ଆମ୍ବେମାନେ ଭିତରକୁ ପ୍ରବେଶ କରି ପାରିବୁ" (ଦେଖନ୍ତୁ: ସ୍ପଷ୍ଟ ଓ ଅସ୍ପଷ୍ଟ)

ମୁଁ ତୁମ୍ବମାନଙ୍କୁ ଜାଣେ ନାହିଁ

"ତୁମ୍ବେମାନେ କିଏ ଅଟେ ମୁଁ ତାହା ଜାଣେ ନାହିଁ ।"

Matthew 25:14

ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟରେ ଯୀଶୁ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି ।

ଏହା ଏହିପରି ଅଟେ

"ସ୍ଵର୍ଗରାଜ୍ୟ ଏହି ପରି ଅଟେ" (ଦେଖନ୍ତୁ ୧୫:୧)

ଯିବାକୁ ପ୍ରସ୍ତୁତ ଥିଲା

"ଯିବାକୁ ପ୍ରସ୍ତୁତ ଥିଲା" କିମ୍ବା "ଶୀଘ୍ର ଯିବାକୁ ପ୍ରସ୍ତୁତ ଥିଲା"

ତାହାଙ୍କ ସମ୍ପତ୍ତି ସେମାନଙ୍କୁ ସମର୍ପଣ କଲେ

"ତାହାଙ୍କ ସମ୍ପତ୍ତିର ଦାୟିତ୍ଵରେ ସେମାନଙ୍କୁ ରଖିଲେ"

ତାହାଙ୍କ ସମ୍ପତ୍ତି

"ତାହାଙ୍କ ସମ୍ପତ୍ତି"

ପାଂଚ ତୋଡା

ଏକ "ତୋଡା" କୋଡିଏ ବର୍ଷ ବେତନର ମୁଲ୍ୟ ଥିଲା । ଏହା ଆଧୁନିକ ମୁଦ୍ରାରେ ଅନୁବାଦ କରିବାକୁ ଅଗ୍ରାହ୍ୟ କର । ବୃହତ ପରିମାଣରେ ସମ୍ପତ୍ତି ଅନ୍ତର୍ଭୁକ କରିବା ସାଥେ ସାଥେ ଏହି ଦୃଷ୍ଟାନ୍ତ ଆପେକ୍ଷିକ ପାଂଚର, ଦୁଇ, ଏବଂ ଏକର ପରିମାଣକୁ ତୁଳନା କରୁଅଛି । (ଦେଖନ୍ତୁ UDB, ପାଂଚ ଥଳି ସ୍ଵର୍ଣ୍ଣ" ଏବଂ ବାଇବଲ ସମ୍ବନ୍ଧୀୟ ମୁଦ୍ରା)

ସେ ତାହାଙ୍କ ଯାତ୍ରାରେ ଚାଲିଗଲେ

"କର୍ତ୍ତା ତାହାଙ୍କ ଯାତ୍ରାରେ ଚାଲିଗଲେ"

Matthew 25:17

ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟର ଦୃଷ୍ଟାନ୍ତ ଯୀଶୁ କହିବା ଜାରିରଖନ୍ତି ।

ଅନ୍ୟ ଦୁଇ କଲେ

"ଅନ୍ୟ ଦୁଇ ତୋଡା ଲାଭ କଲେ"

Matthew 25:19

ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟରେ ଯୀଶୁ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି ।

ମୁଁ ଆହୁରି ପାଂଚ ତୋଡା କରିଅଛି

"ମୁଁ ପାଂଚ ତୋଡା ଲାଭ କରିଅଛି"

ତୋଡାଗୁଡିକ

୨୫:୧୫ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ବେଶ୍ ଉତ୍ତମ

"ତୁମେ ଉତ୍ତମ କରିଅଛ" କିମ୍ବା "ତୁମେ ଠିକ୍ କରିଅଛ ।" ଜଣେ କର୍ତ୍ତା (ଅଧିକାରୀଗଣ) ଯେତେବେଳେ ତାହାଙ୍କ ଦାସ (ତାହାଙ୍କ ତଳେ ଥିବା ଲୋକ) କରିଥିବା କର୍ମନୁସାରେ ଅନୁମୋଦିତ କରେ ସେତେବେଳେ ତାହା ପ୍ରକାଶ କରିବାକୁ ତୁମ୍ବମାନଙ୍କର ସଂସ୍କୃତି ଏକ ବାକ୍ୟାଂଶକୁ ବ୍ୟବହାର କରୁଥିବ ।

Matthew 25:22

ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟର ଦୃଷ୍ଟାନ୍ତ ଯୀଶୁ କହିବା ଜାରିରଖନ୍ତି ।

ମୁଁ କରିଅଛି ... ଅନେକ ତୋଡା

୨୫:୨୦ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ବେଶ୍ ... ତୁମ୍ବର କର୍ତ୍ତାର ଆନଦ

୨୫:୨୧ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

Matthew 25:24

ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟର ଦୃଷ୍ଟାନ୍ତ ଯୀଶୁ କହିବା ଜାରିରଖନ୍ତି ।

ତୁମେ ଯେଉଁଠାରେ ବୁଣିଲ ନାହିଁ ସେଠାରେ ତୁମେ କାଟିଲ, ପୁଣି ଯେଉଁଠାରେ ତୁମେ ଶସ୍ୟ ଉଡାଇଲ ନାହିଁ ସେଠାରେ ସଂଗ୍ରହ କଲ

ଏକାନ୍ତରୀକ ଅନୁବାଦ: "ତୁମେ ସେହି ବଗିଚାରୁ ଖାଦ୍ୟ ସଂଗ୍ରହ କର ଯେଉଁଠାରେ ତୁମେ କେହିଜଣକୁ ଭୁମିରେ ବୀଜ ପକାଇବାକୁ ଅର୍ଥ ଦିଅ" (ଦେଖନ୍ତୁ: ସମାନ୍ତରତା)

ଛିନ୍ନଭିନ୍ନ କରିବା

ସେହି ଦିନରେ ସେମାନେ ଧାଡିରେ ବୁଣିବା ପରିବର୍ତ୍ତେ କିଛି ପରିମାଣରେ ବୀଜ ସେମାନେ ଫୋପାଡୁ ଥିଲେ ।

ଦେଖ, ତୁମର ଯାହା ଏଠାରେ ଅଛି

"ଦେଖ, ତୁମର ଯାହା ଏଠାରେ ଅଛି"

Matthew 25:26

ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟର ଦୃଷ୍ଟାନ୍ତ ଯୀଶୁ କହିବା ଜାରିରଖନ୍ତି ।

ତୁମେ ଦୁଷ୍ଟ ଏବଂ ଅଳସୁଆ ଦାସ

"ତୁମେ ଜଣେ ଅଳସୁଆ ଦାସ ଯେ କାମ କରିବାକୁ ଇଚ୍ଛା କରେ ନାହିଁ"

ତୁମେ ଯେଉଁଠାରେ ବୁଣିଲ ନାହିଁ ସେଠାରେ ତୁମେ କାଟିଲ, ପୁଣି ଯେଉଁଠାରେ ତୁମେ ଶସ୍ୟ ଉଡାଇଲ ନାହିଁ ସେଠାରେ ସଂଗ୍ରହ କଲ

୨୫:୨୪ ରେ ଏହି ବିଚାର ତୁମେ କିପରି ଅନୁବାଦ କରିଅଛ ଦେଖ

ମୋହର ନିଜର ପାଇଲି

"ମୋହର ନିଜ ସ୍ଵର୍ଣ୍ଣ ପୁନର୍ବାର ପାଇଲି" (ଦେଖନ୍ତୁ: ଶବ୍ଦର ବିଲୋପ)

ଲାଭ

କର୍ତ୍ତାର ଟଙ୍କା ସାମୟିକ ଭାବେ ବ୍ୟବହାର କରିଥିବା ନିମନ୍ତେ ବ୍ୟାଙ୍କ୍ ବ୍ୟବସାୟୀଙ୍କଠାରୁ ଅର୍ଥ ଅର୍ଥ ପାଇବା

Matthew 25:28

ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟର ଦୃଷ୍ଟାନ୍ତ ଯୀଶୁ କହିବା ଜାରିରଖନ୍ତି ।

ପ୍ରଚୁର ଭାବରେ

"ପ୍ରଚୁର ଭାବରେ ସୁଦ୍ଧା"

ଯେଉଁଥିରେ ରୋଦନ ଏବଂ ଦନ୍ତର କଡିମଡ ଥିବ

"ଯେଉଁଠାରେ ଲୋକମାନେ ରୋଦନ କରିବେ ପୁଣି ସେମାନଙ୍କର ଦନ୍ତ କଡମଡ କରିବେ ।"

Matthew 25:31

ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବାକୁ ଆରମ୍ବ କରନ୍ତି ।

ତାହାଙ୍କ ନିକଟରେ ସମସ୍ତ ଜାତିସମୂହ ଏକତ୍ର ହେବେ

ଏକାନ୍ତରୀକ ଅନୁବାଦ: "ତାହାଙ୍କ ନିକଟରେ ସେ ସମସ୍ତ ଜାତିସମୂହକୁ ଏକତ୍ର କରିବେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତାହାଙ୍କ ଆଗରେ

"ତାହାଙ୍କ ସମ୍ମୁଖରେ"

ସମସ୍ତ ଜାତିସମୂହ

"ପ୍ରତ୍ୟେକ ଦେଶରୁ ସମସ୍ତ ଲୋକମାନେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଛାଗଗୁଡିକ

ଛାଗଗୁଡିକ ମେଷ ପରି ଚାରି ଫୁଟ୍ ସ୍ତନ୍ୟପାୟୀ ଜନ୍ତୁ, ଅନେକ ସମୟରେ ମେଷ ପରି ଗୃହରେ ପାଳିତ କିମ୍ବା ଦଳେ ଦଳେ ରଖାଯାଏ ।

ସେ ସ୍ଥାନ ଦେବେ

"ମନୁଷ୍ୟ ପୁତ୍ର ସ୍ଥାନ ଦେବେ"

Matthew 25:34

ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବା ଜାରିରଖନ୍ତି ।

ରାଜା

"ମନୁଷ୍ୟ ପୁତ୍ର" (୨୫:୩୧)

ଯେଉଁମାନେ ତାହାଙ୍କ ଦକ୍ଷିଣ ପାର୍ଶ୍ଵରେ ଅଛନ୍ତି

"ମେଷ" (୨୫:୩୩)

ଯେଉଁମାନେ ମୋହର ପିତାଙ୍କ ଦ୍ଵାରା ଆଶୀର୍ବାଦ ହୋଇଅଛ, ଆସ

ଏକାନ୍ତରୀକ ଅନୁବାଦ: "ଆସ, ତୁମ ଯେଉଁମାନଙ୍କୁ ମୋହର ପିତା ଆଶୀର୍ବାଦ କରିଅଛନ୍ତି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତୁମ୍ବମାନଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ରାଜ୍ୟ ଅଧିକାର କର

ଏକାନ୍ତରୀକ ଅନୁବାଦ: ଈଶ୍ଵର ତୁମ୍ବମାନଙ୍କ ନିମନ୍ତେ ପ୍ରସ୍ତୁତ କରିଥବା ରାଜ୍ୟ ଅଧିକାର କର"

Matthew 25:37

ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବାକୁ ଆରମ୍ବ କରନ୍ତି ।

ରାଜା

"ମନୁଷ୍ୟ ପୁତ୍ର" (୨୫:୩୧)

ସେମାନଙ୍କୁ କୁହ

"ତାହାଙ୍କ ଦକ୍ଷିଣ ପାର୍ଶ୍ଵରେ ଥିବା ଲୋକମାନଙ୍କୁ କୁହ"

ଭାଇ ଓ ଭଉଣୀମାନେ

ଯଦି ତୁମ ଭାଷାରେ ଏକ ଶବ୍ଦ ଅଛି ଯାହା ପୁରୁଷ ଓ ସ୍ତ୍ରୀକୁ ଅନ୍ତର୍ଭୁକ କରେ, ତେବେ ଏଠାରେ ତାହା ବ୍ୟବହାର କରନ୍ତୁ ।

ମୋ ନିମନ୍ତେ ତୁମ୍ବେମାନେ କଲ

"ତୁମ୍ବେମାନେ ମୋ ନିମନ୍ତେ ଏହା କଲ ବୋଲି ମୁଁ ବିଚାର କରେ"

Matthew 25:41

ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବାକୁ ଆରମ୍ବ କରନ୍ତି ।

ତୁମ୍ବେମାନେ ଶାପଗ୍ରସ୍ତ

"ଯେଉଁମାନଙ୍କୁ ଈଶ୍ଵର ଅଭିଶାପ ଦେଇଅଛନ୍ତି"

ଅନନ୍ତ ଅଗ୍ନି ଯାହା ପ୍ରସ୍ତୁତ ହୋଇଅଛି

ଏକାନ୍ତରୀକ ଅନୁବାଦ: "ଅନନ୍ତ ଅଗ୍ନି ଯାହା ଈଶ୍ଵର ପ୍ରସ୍ତୁତ କରିଅଛନ୍ତି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତାହାଙ୍କ ଦୂତମାନେ

ତାହାଙ୍କ ସାହାର୍ଯ୍ୟକାରୀମାନେ

ତୁମ୍ବେମାନେ ମୋତେ ବସ୍ତ୍ର ପିନ୍ଧାଇଲ ନାହିଁ

"ତୁମ୍ବେମାନେ ମୋତେ ବସ୍ତ୍ର ଦେଲ ନାହିଁ"

ଅସୁସ୍ଥ ଏବଂ ବନ୍ଧୀଗୃହରେ

"ମୁଁ ଅସୁସ୍ଥ ଏବଂ ବନ୍ଧୀଗୃହରେ ଥିଲି"

Matthew 25:44

ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବାକୁ ଆରମ୍ବ କରନ୍ତି ।

ସେମାନେ ମଧ୍ୟ ଉତ୍ତର ଦେବେ

"ଯେଉଁମାନେ ତାହାଙ୍କ ବାମ ପାର୍ଶ୍ଵରେ ଅଛନ୍ତି" (୨୫:୪୧) ରେ ମଧ୍ୟ ଉତ୍ତର ଦେବେ

କାରଣ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣେ

"କାରଣ ମୋହର ଲୋକମାନଙ୍କ କ୍ଷୁଦ୍ରତମମାନଙ୍କ ମଧ୍ୟରୁ କେହି ଜଣେ"

ତୁମ୍ବେମାନେ ମୋ ନିମନ୍ତେ କଲ ନାହିଁ

"ତୁମ୍ବେମାନେ ମୋ ନିମନ୍ତେ କରି ନାହିଁ ବୋଲି ମୁଁ ବିଚାର କରେ" କିମ୍ବା "ବାସ୍ତବରେ ମୁଁ ଜଣେ ଯାହାକୁ ତୁମବେମନେ ସାହାର୍ଯ୍ୟ କଲ ନାହିଁ"

ଅନନ୍ତ ଦଣ୍ଡ

"ଦଣ୍ଡ ଯାହା କେବେ ଶେଷ ହୁଏ ନାହିଁ"

ଧାର୍ମିକ ଅନନ୍ତ ଜୀବନରେ ପ୍ରବେଶ କରନ୍ତି

"ଧାର୍ମିକ ଲୋକମାନେ ଅନନ୍ତ ଜୀବନରେ ପ୍ରବେଶ କରିବେ"