Matthew 24

Matthew 24:1

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବ ତାହା ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଆରମ୍ବ କରନ୍ତି ।

ତୁମ୍ବେମାନେ କି ଏହିସବୁ ବିଷୟ ଦେଖ ନାହିଁ?

ସମ୍ବାବନ ଅର୍ଥଗୁଡିକ: ଯୀଶୁ ଏହି ବିଷୟରେ କହୁଅଛନ୍ତି ୧) ମନ୍ଦିର ଗୃହ (ଏକାନ୍ତରୀକ ଅନୁବାଦ: "ମୋତେ ତୁମ୍ବମାନଙ୍କୁ ଏହି ସବୁ ଗୃହଗୁଡିକ ବିଷୟରେ କହିବାକୁ ଦିଅ ।") କିମ୍ବା ୨) ବିନାଶ ସେ ଅଳ୍ପ ବର୍ଣ୍ଣନା କରିଅଛନ୍ତି ("ତୁମ୍ବେମାନେ ବୁଝିବା ଉଚିତ୍ ଯାହା ମୁଁ ତୁମ୍ବମାନଙ୍କୁ ବର୍ତ୍ତମାନ କହିଅଛି, କିନ୍ତୁ ତୁମ୍ବେମାନେ ବୁଝିପାର ନାହିଁ !")। (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

Matthew 24:3

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବ ତାହା ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଆରମ୍ବ କରନ୍ତି ।

ତୁମ୍ବମାନଙ୍କୁ ଯେପରି କେହି ଅନ୍ୟ ପଥରେ ନ ନିଏ ସେଥିପାଇଁ ସାବଧାନ ହୁଅ

"ସାବଧାନ ହୁଅ ଯେ କୌଣସି ଲୋକ ତୁମ୍ବେମାନଙ୍କୁ ଏହିସବୁ ବିଷୟରେ ମିଥ୍ୟା କହନ୍ତି ତାହା ତୁମ୍ବେମାନେ ବିଶ୍ଵାସ କରିବ ନାହିଁ ।"

Matthew 24:6

Matthew 24:9

ଯୀଶୁ ଯୁଗାନ୍ତ ବିଷୟରେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରିରଖନ୍ତି ।

ସେମାନେ ତୁମ୍ବମାନଙ୍କୁ ସମର୍ପଣ କରିବେ

"ଯେଉଁ ଲୋକମାନେ ତୁମ୍ବମାନଙ୍କୁ ତାଡନା କରିବାକୁ ଇଚ୍ଛା କରିବେ ସେମାନେ ତୁମ୍ବମାନଙ୍କୁ ସମର୍ପଣ କରିବେ"

ସମ୍ପର୍ପଣ କରିବେ

୧୦:୧୭ ରେ ଯେପରି ତୁମେ ଅନୁବାଦ କଲ ସେହିପରି ଏହା ଅନୁବାଦ କର ।

Matthew 24:12

ଯୀଶୁ ଯୁଗାନ୍ତ ବିଷୟରେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରିରଖନ୍ତି ।

ଅନେକଙ୍କ ପ୍ରେମ ଶୀତଲ ହେବ

ସମ୍ବାବନା ଅର୍ଥଗୁଡିକ: ୧) "ଅନେକ ଲୋକମାନେ ଅନ୍ୟଲୋକମାନଙ୍କୁ ପ୍ରେମ କରିବେ ନାହିଁ" (ଦେଖନ୍ତୁ: UDB) କିମ୍ବା ୨) ଅନେକ ଲୋକମାନେ ଈଶ୍ଵରଙ୍କୁ କେବେ ପ୍ରେମ କରିବେ ନାହିଁ" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

ସମସ୍ତ ଜାତିସମୁହ

ଏକାନ୍ତରୀକ ଅନୁବାଦ: "ସମସ୍ତ ସ୍ଥାନର ଲୋକମାନେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

Matthew 24:15

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ଯାହା ଦାନିୟେଲ ଭାବବାଦୀଙ୍କ ଦ୍ଵାରା କୁହାଯାଇଥିଲା

ଏକାନ୍ତରୀକ ଅନୁବାଦ: "ଦାନିୟେଲ ଭାବବାଦୀ ଯାହା ବିଷୟରେ ଲେଖିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 24:19

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ଯେଉଁମାନେ ଶିଶୁ ସହିତ ଅଛନ୍ତି

ଗର୍ଭବତୀ ସ୍ତ୍ରୀମାନେ (ଦେଖନ୍ତୁ: ଶିଷ୍ଟୋକ୍ତି)

ଶୀତ ଋତୁ

"ଶୀତ ଋତୁ"

ଶରୀର

ଲୋକମାନେ (ଦେଖନ୍ତୁ: ଅଳଙ୍କାର 'ସିନୋକଡୋଖେ')

Matthew 24:23

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ଏହା ବିଶ୍ଵାସ କର ନାହିଁ

"ସେମାନେ ତୁମ୍ବମାନଙ୍କୁ କହିଥିବା ଭ୍ରାନ୍ତ ବିଷୟରେ ବିଶ୍ଵାସ କର ନାହିଁ"

Matthew 24:26

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ଯେପରି ବିଜୁଳି ଚମକେ ... ସେହିପରି ଆଗମନ ହେବ ...

ସେ ଦ୍ରୁତ ଗତିରେ ଆସିବେ ପୁଣି ସେ ଦେଖାଯିବେ । (ଦେଖନ୍ତୁ: ତୁଳନା/ଉପମା)

ଯେଉଁଠାରେ ମୃତ ପଶୁ ଅଛି, ସେଠାରେ ସାଗୁଣାଗୁଡାକ ଏକାଠି ହେବେ

ସମ୍ବାବନା ଅର୍ଥଗୁଡିକ: ୧) ଯେତେବେଳେ ମନୁଷ୍ୟ ପୁତ୍ର ଆସିବେ, ପ୍ରତ୍ୟେକ ଜଣ ତାହାଙ୍କୁ ଦେଖିବେ ଏବଂ ସେ ଯେ ଆସିଅଛନ୍ତି ବୋଲି ଜାଣିବେ (ଦେଖନ୍ତୁ: UDB) କିମ୍ବା ୨) ଯେଉଁଠାରେ ଆତ୍ମାରେ ମୃତ ଲୋକମାନେ ଅଛନ୍ତି, ସେଠାରେ ଭଣ୍ଡ ଭାବବାଦୀମାନେ (ତୁଳନା/ଉପମା/ରୁପକ)

Matthew 24:29

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ତତକ୍ଷଣାତ୍

"ତତକ୍ଷଣାତ୍"

ସେହି ଦିନଗୁଡିକ

୨୪:୨୩ ୨୮ ରେ ବର୍ଣ୍ଣନା ହୋଇଥିବା ଦିନଗୁଡିକ

ସୁର୍ଯ୍ୟ ଅନ୍ଧକାର ହେବ

"ଈଶ୍ଵର ସୁର୍ଯ୍ୟକୁ ଅନ୍ଧକାର କରିବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ/କର୍ମବାଚ୍ୟ)

ଆକାଶର ଶକ୍ତି ବିଚଳିତ ହେବ

"ଆକାଶରେ ଥିବା ବସ୍ତୁ ପୁଣି ଉପରେ ଥିବା ବସ୍ତୁକୁ ଈଶ୍ଵର ବିଚଳିତ କରିବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 24:30

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ସେମାନଙ୍କର ଛାତିରେ ମାରିବେ

ଆଗାମୀ ଦଣ୍ଡର ଭୟ ଦେଖାଇବାକୁ ସେମାନେ ଛାତିରେ ମାରିବେ

ସେମାନେ ଏକାଠି ହେବେ

"ତାହାଙ୍କ ଦୂତମାନେ ଏକାଠି ହେବେ"

ତାହାଙ୍କ ମନୋନୀତମାନେ

ଯେଉଁ ଲୋକମାନଙ୍କୁ ମନୁଷ୍ୟ ପୁତ୍ର ମନୋନୀତ କରିଅଛନ୍ତି

ଚାରି ବାୟୁ

ଏକାନ୍ତରୀକ ଅନୁବାଦ: "ଦକ୍ଷିଣ, ଉତ୍ତର, ପୁର୍ବ, ଏବଂ ପଶ୍ଚିମଠାରୁ" (ଦେଖନ୍ତୁ: UDB) କିମ୍ବା "ପ୍ରତ୍ୟେକ ସ୍ଥାନରୁ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

Matthew 24:32

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ଦ୍ଵାରର ନିକଟବର୍ତ୍ତୀ

ଏକ ନଗରକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବା ସୈନିକ ସଦୃଶ୍ୟ (ଦେଖନ୍ତୁ: ତୁଳନା/ଉପମା/ରୁପକ)

Matthew 24:34

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ଏହି ବଂଶ ଲୋପ ପାଇବ ନାହିଁ

"ଆଜି ଜୀବିତ ଥିବା ସମସ୍ତ ଲୋକମାନେ ମରିବେ ନାହିଁ" (ଦେଖନ୍ତୁ: ଶିଷ୍ଟୋକ୍ତି)

ଏହି ସମସ୍ତ ବିଷୟ ନ ଘଟିବା ପର୍ଯ୍ୟନ୍ତ

ଏକାନ୍ତରୀକ ଅନୁବାଦ: "ଯେ ପର୍ଯ୍ୟନ୍ତ ଈଶ୍ଵର ସମସ୍ତ ବିଷୟ ନ ଘଟାଇବା ପର୍ଯ୍ୟନ୍ତ"

ଆକାଶ ଓ ପୃଥିବୀ ଲୋପ ପାଇବ

"ଆକାଶ ଓ ପୃଥିବୀ ଆଉ ସ୍ଥାୟୀ ରହିବ ନାହିଁ"

Matthew 24:36

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ପୁତ୍ର ମଧ୍ୟ ନାହିଁ

"ପୁତ୍ର ସୁଦ୍ଧା ନୁହେଁ"

Matthew 24:37

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ଯେପରି ନୋହଙ୍କ ଦିନ ଥିଲା, ସେହିପରି ମନୁଷ୍ୟ ପୁତ୍ରଙ୍କ ଆଗମନ ହେବ

ଏକାନ୍ତରୀକ ଅନୁବାଦ: "ନୋହଙ୍କ ଦିନ ଯେପରି ଥିଲା ସେହିପରି ଯେତେବେଳେ ମନୁଷ୍ୟ ପୁତ୍ର ପୁନର୍ବାର ଆସିବେ ସେହିପରି ହେବ" କାରଣ କୌଣସି ଲୋକ ଜାଣିବେ ନାହିଁ ଯେ ସେମାନଙ୍କ ପ୍ରତି ମନ୍ଦ ଘଟିବ ବୋଲି ।

କାରଣ ଯେପରି ସେହି ଦିନଗୁଡିକରେ ଜଳପ୍ଲାବନ ପୁର୍ବରୁ ସେମାନେ ଖାଦ୍ୟ ଓ ପାନ କରୁଥିଲେ, ... ସେମାନଙ୍କ ସମସ୍ତଙ୍କୁ ନେଇଗଲା

ସେହିପରି ମନୁଷ୍ୟ ପୁତ୍ରଙ୍କ ଆଗମନ ହେବ ଏକାନ୍ତରୀକ ଅନୁବାଦ: "ମନୁଷ୍ୟ ପୁତ୍ର ଆସିବା ପୁର୍ବ ଦିନଗୁଡିକ ଜଳପ୍ଲାବନର ପୁର୍ବ ଦିନ ପରି ହେବ, ଯେତେବେଳେ ପ୍ରତ୍ୟେକ ଜଣ ଖାଦ୍ୟ ଓ ପାନ କରୁଥିଲେ, ... ସେମାନଙ୍କ ସମସ୍ତଙ୍କୁ ନେଇଗଲା"

Matthew 24:40

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ତା'ପରେ

ଯେତେବେଳେ ମନୁଷ୍ୟ ପୁତ୍ର ଆସିବେ ।

ଜଣକୁ ନିଆଯିବ, ପୁଣି ଜଣଙ୍କୁ ପରିତ୍ୟାଗ କରାଯିବା ।

ସମ୍ବାବନା ଅର୍ଥଗୁଡିକ: ୧) ଈଶ୍ଵର ଜଣଙ୍କୁ ସ୍ଵର୍ଗକୁ ନେବେ ପୁଣି ଦଣ୍ଡ ନିମନ୍ତେ ଅନ୍ୟଜଣଙ୍କୁ ଛାଡି ଦେବେ (ଦେଖନ୍ତୁ: UDB) କିମ୍ବା ୨) ଦୂତ ଜଣଙ୍କୁ ଦଣ୍ଡ ନିମନ୍ତେ ନେଇଯିବେ ପୁଣି ଅନ୍ୟ ଜଣଙ୍କୁ ଆଶୀର୍ବାଦ ନିମନ୍ତେ ଛାଡି ଦେବେ (ଦେଖନ୍ତୁ ୧୩:୪୦ ୪୩) ।

ଶସ୍ୟ ଚୁର୍ଣ୍ଣ କରିବା ଯନ୍ତ୍ର

ଚୁର୍ଣ୍ଣ କରିବା ପାଇଁ ଏକ ଉପାଦାନ

ସେଥିପାଇଁ

"ସେହି କାରଣରୁ ମୁଁ ତୁମ୍ବମାନଙ୍କୁ ଯାହା କହିଅଛି"

ତୁମ୍ବମାନଙ୍କୁ ରକ୍ଷା କର

"ମନୋଯୋଗୀ ହୁଅ"

Matthew 24:43

ତାହାଙ୍କ ଫେରି ଆସିବ ସମୟ ନିମନ୍ତେ କିପରି ସେମାନେ ପ୍ରସ୍ତୁତ ହେବେ ତାହା ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହନ୍ତି ।

ଚୋର

ଯୀଶୁ କହୁଅଛନ୍ତି ଯେ ଯେତେବେଳେ ଲୋକମାନେ ତାହାଙ୍କୁ ଅପେକ୍ଷା କରୁ ନ ଥିବେ ସେତେବେଳେ ସେ ଆସିବେ, ତାହା ନୁହଁ କି ସେ ଚୋରି କରିବାକୁ ଆସିବେ ।

ସେ ରକ୍ଷକ ହୋଇଥିବେ

"ସେ ତାହାଙ୍କ ଗୃହକୁ ରକ୍ଷା କରୁଥିବେ" ଏହା ସୁରକ୍ଷା ରଖିବାକୁ

ଏବଂ ତାହାଙ୍କ ଗୃହକୁ ଭାଙ୍ଗିବାକୁ ଅନୁମତି ଦେବେ ନାହିଁ

"ସେ କୌଣସି ଲୋକଙ୍କୁ ତାହାଙ୍କ ଗୃହ ଭିତରକୁ ପ୍ରବେଶ କରି ଚୋରି କରିବାକୁ ଅନୁମତି ଦେବେ ନାହିଁ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 24:45

ତାହାଙ୍କ ଫେରି ଆସିବ ସମୟ ନିମନ୍ତେ କିପରି ସେମାନେ ପ୍ରସ୍ତୁତ ହେବେ ତାହା ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରିରଖନ୍ତି ।

ତ କିଏ ବିଶ୍ଵସ୍ତ ଅଟନ୍ତି, ଜ୍ଞାନୀ ଦାସ, ଯାହାକୁ ତାହାଙ୍କ କର୍ତ୍ତା ...?

ଏକାନ୍ତରୀକ ଅନୁବାଦ: "ତ କିଏ ବିଶ୍ଵସ୍ତ ଅଟନ୍ତି, ଜ୍ଞାନୀ ଦାସ? ସେ ଜଣେ ଯାହାକୁ ତାହାଙ୍କ କର୍ତ୍ତା ...." (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ସେମାନଙ୍କୁ ସେମାନଙ୍କର ଖାଦ୍ୟ ଦିଅନ୍ତୁ

"କର୍ତ୍ତାଙ୍କ ଗୃହରେ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟ ଦିଅ"

Matthew 24:48

ତାହାଙ୍କ ଫେରି ଆସିବ ସମୟ ନିମନ୍ତେ କିପରି ସେମାନେ ପ୍ରସ୍ତୁତ ହେବେ ତାହା ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରିରଖନ୍ତି ।

ତାହାଙ୍କ ହୃଦୟରେ କହନ୍ତି

"ତାହାଙ୍କ ମନରେ ଭାବନ୍ତି"

ତାହାଙ୍କ ନିର୍ଦ୍ଧିଷ୍ଟ କରେ

"ତାହାଙ୍କୁ ଆମୋଦ ପ୍ରମୋଦ କରିବାକୁ"