Matthew 23

Matthew 23:1

ଯୀଶୁ ତାହାଙ୍କ ଅନୁଗାମୀକାରୀମାନଙ୍କୁ ଧାର୍ମିକ ନେତାମାନଙ୍କ ପରି ନ ହେବାକୁ ସଚେତନ କରନ୍ତି ।

ମୋଶଙ୍କ ଆସନରେ ବସନ୍ତି

"ମୋଶାଙ୍କ ପରି ଅଧିକାର ତୁମ୍ବମାନଙ୍କର ରହୁ" କିମ୍ବା "ମୋଶାଙ୍କ ବ୍ୟବସ୍ଥାର ଅର୍ଥ କ'ଣ ତାହା କହିବାକୁ ଅଧିକାର ରହୁ" (ଦେଖନ୍ତୁ: ତୁଳନା/ଉପମା/ରୁପକ)

ଯାହା ବି କିଛି

"ଯେକୌଣସି" କିମ୍ବା "ସବୁକିଛି"

Matthew 23:4

ଯୀଶୁ ତାହାଙ୍କ ଅନୁଗାମୀକାରୀମାନଙ୍କୁ ଧାର୍ମିକ ନେତାମାନଙ୍କ ପରି ନ ହେବାକୁ ସଚେତନ କରନ୍ତି ।

ସେମାନେ ଓଜନ ବୋଝ ବାନ୍ଧନ୍ତି ଯାହା ବହିନେବା ନିମନ୍ତେ କଷ୍ଟକର

"ସେମାନେ ତୁମ୍ବମାନଙ୍କ ଉପରେ ଅନେକ ନିୟମ ରଖନ୍ତି ଯାହା ପାଳନ କରିବା କଷ୍ଟକର ।" (ଦେଖନ୍ତୁ: ତୁଳନା/ଉପମା/ରୁପକ)

ସେମାନେ ଆପଣା ଆପଣା ଅଙ୍ଗୁଳି ହଲାନ୍ତି ନାହିଁ

"ସେମାନେ ସାହାର୍ଯ୍ୟର କ୍ଷୁଦ୍ର ପରିମାଣ ଦେବେ ନାହିଁ" (ଦେଖନ୍ତୁ: ଉପମା/ତୁଳନା/ରୁପକ)

ପବିତ୍ର ବସ୍ତୁ

ଛୋଟ ଚମଡା ବାକ୍ସ ଯାହା କାଗଜ ସହ ଥାଏ ପୁଣି ତାହା ଉପରେ ଶାସ୍ତ୍ର ଲିଖିତ ଥାଏ

Matthew 23:6

ଯୀଶୁ ତାହାଙ୍କ ଅନୁଗାମୀକାରୀମାନଙ୍କୁ ଧାର୍ମିକ ନେତାମାନଙ୍କ ପରି ନ ହେବାକୁ ସଚେତନ କରନ୍ତି ।

Matthew 23:8

ଯୀଶୁ ତାହାଙ୍କ ଅନୁଗାମୀକାରୀମାନଙ୍କୁ ଧାର୍ମିକ ନେତାମାନଙ୍କ ପରି ନ ହେବାକୁ ସଚେତନ କରନ୍ତି ।

ପୃଥିବୀରେ ଥିବା ଲୋକମାନଙ୍କୁ ତୁମ୍ବର ପିତା ବୋଲି ଡାକ ନାହିଁ

"ପୃଥିବୀରେ ଥିବା କୌଣସି ଲୋକଙ୍କୁ ତୁମ୍ବର ପିତା ବୋଲି ଡାକ ନାହିଁ" କିମ୍ବା "ପୃଥିବୀରେ ଥିବା କୌଣସି ଲୋକ ତୁମ୍ବର ପିତା ଅଟନ୍ତି ବୋଲି କୁହ ନାହିଁ"

Matthew 23:11

ଯୀଶୁ ତାହାଙ୍କ ଅନୁଗାମୀକାରୀମାନଙ୍କୁ ଧାର୍ମିକ ନେତାମାନଙ୍କ ପରି ନ ହେବାକୁ ସଚେତନ କରନ୍ତି ।

ନିଜକୁ ପ୍ରଶଂସା କରନ୍ତି

"ନିଜକୁ ମୁଖ୍ୟ କରନ୍ତି"

ଉଚ୍ଚ

"ମୁଖ୍ୟ ହୋଇ ଉଠିବା"

Matthew 23:13

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

ତୁମ୍ବେମାନେ ଏହା ପ୍ରବେଶ କରୁ ନାହିଁ

"ତୁମ୍ବେମାନେ ଈଶ୍ଵରଙ୍କୁ ତୁମ୍ବମାନଙ୍କ ଉପରେ ଶାସନ କରିବାକୁ ଅନୁମତି ଦେଉ ନାହିଁ"

ବିଧବାଙ୍କ ଗୃହଗୁଡିକୁ ଗ୍ରାସ କର

"ସେହି ସ୍ତ୍ରୀମାନଙ୍କଠାରୁ ଯେଉଁମାନଙ୍କର ପାଖରେ ରକ୍ଷା କରିବାକୁ ପୁରୁଷ ନାହାନ୍ତି ସମସ୍ତ ଚୋରି କର"

ନର୍କର ପୁତ୍ର

"ବ୍ୟକ୍ତି ଯେ ନର୍କର" କିମ୍ବା "ବ୍ୟକ୍ତି ଯେ ନର୍କ ଯିବା ଉଚିତ୍" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

Matthew 23:16

Matthew 23:18

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

ଅନ୍ଧ ଲୋକମାନେ

ଆତ୍ମିକତାରେ ଅନ୍ଧ ଥିବା ଲୋକମାନେ (ଦେଖନ୍ତୁ: ତୁଳନା/ରୁପକ/ଉପମା)

କ'ନ ଶ୍ରେଷ୍ଠ ଅଟେ, ନୌବେଦ୍ୟ, କିମ୍ବା ଯଜ୍ଞବେଦୀ ଯାହା ନୌବେଦ୍ୟକୁ ପବିତ୍ର କରିଅଛି ?

ସେମାନେ ଯାହା ପୁର୍ବରୁ ଜାଣନ୍ତି ତାହାକୁ ସୂଚିତ କରିବାକୁ ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରନ୍ତି । (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ନୌବେଦ୍ୟ

ପଶୁର ଏକ ବଳିଦାନ କିମ୍ବା ଭୁମିର ଗହମ ରଖାଯିବା ପୁର୍ବରୁ ଈଶ୍ଵରଙ୍କ ନିକଟକୁ ଅଣାଯିବା

Matthew 23:20

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

Matthew 23:23

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

ହାୟ ତୁମ୍ବମାନଙ୍କୁ

୨୩:୧୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ପୋଦନା, ସୁବାସିତ ପତ୍ର, ଏବଂ ଜୀରା

ପତ୍ର ଏବଂ ବୀଜଗୁଡିକ ଯାହା ଖାଦ୍ୟକୁ ସ୍ଵାଦ କରିବାରେ ବ୍ୟବହାର କରାଯାଏ (ଦେଖନ୍ତୁ: ଅଜଣା ଅନୁବାଦ)

ତୁମ୍ବେମାନେ ଅନ୍ଧ ଉପଦେଷ୍ଟା

ଏହି ଲୋକମାନେ ଶାରୀରିକ ଭାବରେ ଅନ୍ଧ ନୁହନ୍ତି । ଯୀଶୁ ଆତ୍ମିକ ଅନ୍ଧକୁ ଶାରୀରିକ ଅନ୍ଧ ସହିତ ତୁଳନା କରୁଅଛନ୍ତି । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ତୁମ୍ବେମାନେ ଯେ ମଶାକୁ ଛାଣ କିନ୍ତୁ ଓଟକୁ ଗିଳ

କମ୍ ଗୁରୁତ୍ଵପୁର୍ଣ୍ଣର ବ୍ୟବସ୍ଥାକୁ ପାଳନ କରିବାକୁ ଯତ୍ନବାନ ହୁଅ ଏବଂ ଅଧିକ ଗୁରୁତ୍ଵପୁର୍ଣ୍ଣ ବ୍ୟବସ୍ଥାକୁ ଅଜ୍ଞତ କର ଯେପରି ଏହା ନିର୍ବୋଧ ସଦୃଶ୍ୟ ଯେ କ୍ଷୁଦ୍ର ଅଶୁଚି ପଶୁକୁ ନ ଗିଳିବାକୁ ଯତ୍ନବାନ କିନ୍ତୁ ଉଦ୍ଦେଶ୍ୟହୀନ କିମ୍ବା ଅଜଣାତା ଭାବରେ ବୃହତ ଅଶୁଚି ପଶୁର ମାଂସ ଖାଇଥାଅ । ଏକାନ୍ତରୀକ ଅନୁବାଦ: "ତୁମ୍ବେମାନେ ଏହିପରି ନିର୍ବୋଧ ବ୍ୟକ୍ତି ସଦୃଶ୍ୟ ଯେ ତାହାଙ୍କ ପାତ୍ରରେ ମଶା ପଡିଯାଏ ତାହା ଝାଣେ କିନ୍ତୁ ଓଟକୁ ଗିଳିଦିଏ ।" (ଦେଖନ୍ତୁ: ତୁଳନା/ରୁପକ/ଉପମା/ କିମ୍ବା ଅତ୍ୟୁକ୍ତି)

ମୋଶାକୁ ଝାଣ

ଏକ ଲୁଗା ଦ୍ଵାରା ପିଅ ଯାହା ତାହାଙ୍କ ମୁଖକୁ ପ୍ରବେଶ କରିବାଠାରୁ ରଖେ

ମୋଶା

ଏକ କ୍ଷୁଦ୍ର ଉଡନ୍ତା କୀଟ

Matthew 23:25

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

ହାୟ ତୁମ୍ବମାନଙ୍କୁ

୨୩:୧୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

କାରଣ ତୁମ୍ବେମାନେ ପାତ୍ରର ଏବଂ ଥାଳିର ବାହାର ପାର୍ଶ୍ଵକୁ ସଫା କର

"ଶାସ୍ତ୍ରୀ" ଏବଂ "ଫାରୁଶୀ" ଅନ୍ୟମାନଙ୍କ ନିକଟରେ "ବାହାରେ ଶୁଚି" ଦେଖାଯାଆନ୍ତି । (ଦେଖନ୍ତୁ: ଉପମା/ତୁଳନା/ରୁପକ)

ଭିତରେ ସେମାନେ ସମ୍ପୁର୍ଣ୍ଣ ଭାବରେ ଅନ୍ୟାୟ ଏବଂ ଅଶିଷ୍ଟ

"ବଲାତ୍କାର ଦ୍ଵାରା ସେମାନେ ଅନ୍ୟମାନଙ୍କର ନିଅନ୍ତି ଯଦ୍ଵାରା ସେମାନଙ୍କ ପାଖରେ ସେମାନଙ୍କ ଆବଶ୍ୟକତା ଅପେକ୍ଷା ଅଧିକ ହେବ"

ଅନ୍ଧ ଫାରୁଶୀ ତୁମ୍ବେମାନେ

ଫାରୁଶୀ ସତ୍ୟକୁ ବୁଝିପାରନ୍ତି ନାହିଁ । ସେମାନେ ଶାରୀରିକ ଭାବରେ ଅନ୍ଧ ନୁହନ୍ତି । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ପ୍ରଥମେ ପାତ୍ର ଏବଂ ଥାଳିର ଭିତରେ ପରିଷ୍କାର କର, ଯଦ୍ଵାରା ବାହରେ ମଧ୍ୟ ପରିଷ୍କୃତ ହେବ

ଯଦି ସେମାନଙ୍କର ହୃଦୟ ଈଶ୍ଵରଙ୍କ ସହିତ ଯଥାର୍ଥ, ତେବେ ସେମାନଙ୍କର ଜୀବନ ମଧ୍ୟ ତାହା ଦେଖାଇବ । (ଦେଖନ୍ତୁ: ତୁଳନା/ଉପମା/ରୁପକ)

Matthew 23:27

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

Matthew 23:29

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

Matthew 23:32

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

ତୁମ୍ବେମାନେ ତୁମ୍ବର ପିତାମାନଙ୍କର ପାପକୁ ପୂରଣ କର

"ତୁମ୍ବେମାନେ ତୁମ୍ବର ପୁର୍ବଜ ଆରମ୍ବ କରିଥିବା ପାପକୁ ସମାପ୍ତ କର" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତୁମ୍ବେମାନେ ସର୍ପଗୁଡିକ, ତୁମେ କାଳସର୍ପର ବଂଶ

"ତୁମ୍ବେମାନେ ଏହିପରି ମନ୍ଦ ଯେପରି ବିଷାକ୍ତ ସର୍ପଗୁଡିକ ବିପଦପୁର୍ଣ୍ଣ" (ଦେଖନ୍ତୁ: ତୁଳନା/ରୁପକ/ଉପମା)

ତୁମ୍ବେମାନେ କିପରି ନର୍କର ବିଚାରରୁ ରକ୍ଷା ପାଇବ ?

"ନର୍କର ବିଚାରରୁ ରକ୍ଷା ପାଇବାକୁ ତୁମ୍ବମାନଙ୍କ ନିମନ୍ତେ କୌଣସି ପଥ ନାହିଁ" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

Matthew 23:34

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

ହେବଲଙ୍କ...ଠାରୁ...ଜିଖରିୟ...ପର୍ଯ୍ୟନ୍ତ

ହେବଲ ହତ୍ୟାର ପ୍ରଥମ ଶିକାରୀ ଥିଲେ, ଏବଂ ହୁଏତ ଜିଖରିୟ ଯିହୁଦୀମାନଙ୍କ ଦ୍ଵାରା ମନ୍ଦିରରେ ହତ୍ୟା ହୋଇଥିବାର ଶେଷ ବ୍ୟକ୍ତି ହୋଇପାରେ ।

ଜିଖରିୟ

ବାପ୍ତିଜିତ ଯୋହନଙ୍କ ପିତା ନୁହନ୍ତି

Matthew 23:37

କାରଣ ଯିରୂଶାଲେମର ଲୋକମାନେ ଈଶ୍ଵରଙ୍କୁ ଅଗ୍ରାହ୍ୟ କରିଅଛନ୍ତି ସେଥିପାଇ ସେ ଯେ ଦୁଖିତ ତାହା ଯୀଶୁ କହନ୍ତି ।

ଯିରୂଶାଲେମ, ଯିରୂଶାଲମେ

ଯୀଶୁ ଯିରୂଶାଲେମର ଲୋକମାନଙ୍କୁ କହନ୍ତି ଯେପରି ସେମାନେ ହିଁ ନିଜେ ନଗର ଥିଲେ । (ଦେଖନ୍ତୁ: ବର୍ଣ୍ଣଲୋପର ଚିହ୍ନ ଏବଂ ଲାକ୍ଷଣିକ ଶବ୍ଦ)

ତୁମ୍ବମାନଙ୍କର ସନ୍ତାନ

ଇସ୍ରାଏଲର ସମସ୍ତ (ଦେଖନ୍ତୁ: ଅଳଙ୍କାର 'ସିନୋକଡୋଖେ')

ତୁମ୍ବର ଗୃହ ତୁମ୍ବମାନଙ୍କ ପ୍ରତି ପରିତ୍ୟାଗ ହୋଇଅଛି

ଏକାନ୍ତରୀକ ଅନୁବାଦ: "ଈଶ୍ଵର ତୁମ୍ବମାନଙ୍କର ଗୃହକୁ ପରିତ୍ୟାଗ କରିବେ, ଏବଂ ଏହା ଶୁନ୍ୟ ହେବ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତୁମ୍ବମାନଙ୍କର ଗୃହ

ସମ୍ବାବନ ଅର୍ଥଗୁଡିକ: ୧) ଯିରୂଶାଲେମ ନଗର (ଦେଖନ୍ତୁ: UDB) କିମ୍ବା ୨) ମନ୍ଦିର । (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)