Matthew 22

Matthew 22:1

ଯୀଶୁ ଧାର୍ମିକ ନେତାମାନଙ୍କୁ ବିବାହ ଭୋଜ ବିଷୟରେ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି ।

ସ୍ଵର୍ଗରାଜ୍ୟ ସଦୃଶ୍ୟ

୧୩:୨୪ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ଯେଉଁମାନେ ନିମନ୍ତ୍ରିତ ହୋଇଥିଲେ

ଏକାନ୍ତରୀକ ଅନୁବାଦ: "ଯେଉଁ ଲୋକମାନଙ୍କୁ ରାଜା ନିମନ୍ତ୍ରିତ କରିଥିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 22:4

ଯୀଶୁ ବିବାହ ଭୋଜ ବିଷୟରେ ଏକ ଦୃଷ୍ଟାନ୍ତ ଧାର୍ମିକ ନେତାମାନଙ୍କୁ କହିବା ଜାରିରଖନ୍ତି ।

ଦେଖନ୍ତୁ

ଏକାନ୍ତରୀକ ଅନୁବାଦ: "ଦେଖ" କିମ୍ବା "ଶୁଣ" କିମ୍ବା "ମୁଁ ଯାହା ତୁମ୍ବମାନଙ୍କୁ କହିବାକୁ ଯାଉଅଛି ତାହା ପ୍ରତି ମନୋଯୋଗ କର ।"

Matthew 22:5

ଯୀଶୁ ବିବାହ ଭୋଜ ବିଷୟରେ ଏକ ଦୃଷ୍ଟାନ୍ତ ଧାର୍ମିକ ନେତାମାନଙ୍କୁ କହିବା ଜାରିରଖନ୍ତି ।

ସେହି ଲୋକମାନଙ୍କୁ

"ନିମନ୍ତ୍ରିତ ହୋଇଥିବା ଅତିଥିମାନଙ୍କୁ" (୨୨:୪)

ତାହାଙ୍କ ନିମନ୍ତ୍ରଣକୁ ଗମ୍ବିର ଭାବରେ ବ୍ୟବାହାର କଲେ ନାହିଁ

"ତାହାଙ୍କ ନିମନ୍ତ୍ରଣକୁ ଅଜ୍ଞତ କଲେ"

Matthew 22:8

ଯୀଶୁ ବିବାହ ଭୋଜ ବିଷୟରେ ଏକ ଦୃଷ୍ଟାନ୍ତ ଧାର୍ମିକ ନେତାମାନଙ୍କୁ କହିବା ଜାରିରଖନ୍ତି ।

ପଥର ଛକ ଜାଗାଗୁଡିକ

"ଯେଉଁଠାରେ ରାସ୍ତା ପାର ହେଲା ।"

ଘର

ବଡ କଠୋରୀ

Matthew 22:11

ଯୀଶୁ ବିବାହ ଭୋଜ ବିଷୟରେ ଏକ ଦୃଷ୍ଟାନ୍ତ ଧାର୍ମିକ ନେତାମାନଙ୍କୁ କହିବା ଜାରିରଖନ୍ତି ।

Matthew 22:13

ଯୀଶୁ ବିବାହ ଭୋଜ ବିଷୟରେ ଏକ ଦୃଷ୍ଟାନ୍ତ ଧାର୍ମିକ ନେତାମାନଙ୍କୁ କହିବା ଜାରିରଖନ୍ତି ।

Matthew 22:15

ଧାର୍ମିକ ନେତାମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଥିବା ବିବରଣ ଏହା ଆରମ୍ବ କରେ ।

ସେମାନେ କିପରି ଯୀଶୁଙ୍କୁ ତାହାଙ୍କ ନିଜର କଥାରେ ଫାନ୍ଦରେ ପକାଇ ପାରନ୍ତି

"ସେମାନେ କିପରି ତାହାଙ୍କୁ କିଛି କହିବାକୁ ଘଟାଇ ପାରିବେ ଯେ ସେମାନେ ତାହା ତାହାଙ୍କ ବିରୁଦ୍ଧରେ ବ୍ୟବହାର କରିପାରିବେ"

ହେରୋଦୀୟମାନେ

ଯିହୁଦୀୟ ରାଜା ହେରୋଦଙ୍କ ଅନୁଗମନକାରୀମାନେ ପୁଣି କର୍ମଚାରୀମାନେ, ଯେ ରୋମ ସାମ୍ରାଜ୍ୟ ପ୍ରତି ବନ୍ଧୁତ୍ଵ ଥିଲେ (ଦେଖନ୍ତୁ: ଅନୁବାଦ ନାମଗୁଡିକ)

ତୁମ୍ବେମାନେ ଲୋକମାନଙ୍କ ମଧ୍ୟରେ ପକ୍ଷପାତ ଦେଖାଉ ନାହିଁ

"ତୁମ୍ବେମାନେ କେତେକ ଲୋକମାନଙ୍କୁ ସ୍ଵତନ୍ତ୍ର ସମ୍ମାନ ଦେଖାଉ ନାହିଁ" କିମ୍ବା "ତୁମ୍ବେମାନେ ଅଧିକ ମହତ୍ଵପୁର୍ଣ୍ଣ ଲୋକମାନଙ୍କ ପ୍ରତି ମନୋଯୋଗୀ ହେଉ ନାହିଁ"

Matthew 22:18

ଧାର୍ମିକ ନେତାମାନେ ତାହାଙ୍କ କର ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।

ପୁରାତନ ରୋମର ଏକ ରୌପ୍ୟ ମୁଦ୍ରା

ରୋମୀୟର ମୁଦ୍ରା ଯାହା ଏକ ଦିନର ବେତନ ମୁଲ୍ୟ । (ଦେଖନ୍ତୁ: ବାଇବଲ ସମ୍ବନ୍ଧୀୟ ଟଙ୍କା)

Matthew 22:20

ଧାର୍ମିକ ନେତାମାନେ ତାହାଙ୍କ କର ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।

କାଇସରଙ୍କ ଯାହା

"ଯାହାସବୁ କାଇସରଙ୍କ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଈଶ୍ଵରଙ୍କ ଯାହା

"ଯାହା ସବୁ ଈଶ୍ଵରଙ୍କ"

Matthew 22:23

ଧାର୍ମିକ ନେତାମାନେ ତାହାଙ୍କ ଛାଡପତ୍ର ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।

ଶିକ୍ଷକ, ମୋଶା କହିଲେ, 'ଯଦି ଜଣେ ଲୋକ ମୃତ୍ୟ ବରଣ କରେ,....'

ମୋଶା କ'ଣ ଶାସ୍ତ୍ରରେ ଲେଖିଥିଲେ ସେହି ବିଷୟରେ ସେମାନେ ତାହାଙ୍କୁ ପଚାରୁଥିଲେ । ଯଦି ତୁମ୍ବମାନଙ୍କର ଭାଷା ଉଦ୍ଧୃତ ଶବ୍ଦଗୁଡିକ ଭିତରେ ଉଦ୍ଧୃତ ଶବ୍ଦଗୁଡିକ ଅନୁମତି ଦିଏ ନାହିଁ, ତେବେ ଏହା ପରୋକ୍ଷ ଉଦ୍ଧୃତ ପରି ପ୍ରକାଶ ହୋଇପାରିବ: "ମୋଶା କହିଲେ ଯେ ଯଦି ଜଣେ ଲୋକ ମୃତ୍ୟବରଣ କରେ...." (ଉଦ୍ଧୃତ ଅଳଙ୍କାର)

Matthew 22:25

ଧାର୍ମିକ ନେତାମାନେ ତାହାଙ୍କ ଛାଡପତ୍ର ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।

ସେମାନେ ସମସ୍ତଙ୍କ ପରେ

"ପ୍ରତ୍ୟେକ ଭାଇ ତାହାଙ୍କୁ ବିବାହ କଲା ପରେ" କିମ୍ବା "ପ୍ରତ୍ୟେକ ଭାଇ ମୃତ୍ୟ ହେଲା ପରେ"

Matthew 22:29

ଈଶ୍ଵରଙ୍କ ଶକ୍ତି

"ଈଶ୍ଵର କ'ଣ କରିବାରେ ସକ୍ଷମ ଅଟନ୍ତି" ଧାର୍ମିକ ନେତାମାନେ ତାହାଙ୍କ ଛାଡପତ୍ର ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।

Matthew 22:31

ଧାର୍ମିକ ନେତାମାନେ ତାହାଙ୍କ ଛାଡପତ୍ର ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।

ତୁମ୍ବେମାନେ କି ପଢି ନାହିଁ ଯାହା...ଯାକୁବ' ?

ଏକାନ୍ତରୀକ ଅନୁବାଦ: "ମୁଁ ଜାଣେ ତୁମ୍ବେମାନେ ଏହା ପଢିଅଛ, କିନ୍ତୁ ତୁମ୍ବେମାନେ ବୁଝିଲା ପରି ଦେଖାଯାଅ ନାହିଁ ଯାହା...ଯାକୁବ ।' (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଈଶ୍ଵରଙ୍କ ଦ୍ଵାରା ତୁମ୍ବମାନଙ୍କୁ କ'ଣ କୁହାଯାଇଥିଲା

ଏକାନ୍ତରୀକ ଅନୁବାଦ: "କ'ଣ ଈଶ୍ଵର ତୁମ୍ବମାନଙ୍କୁ କହିଥିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଈଶ୍ଵର, କହନ୍ତି, 'ମୁଁ...ଯାକୁବ ଅଟେ'?

ଏହା ଉଦ୍ଧୃତ ମଧ୍ୟରେ ଅନ୍ୟ ଏକ ଉଦ୍ଧୃତ । "ଈଶ୍ଵର ମୋଶାଙ୍କୁ କହିଲେ ଯେ ସେ, ଈଶ୍ଵର, ଅବ୍ରହାମଙ୍କ ଈଶ୍ଵର, ଇସହାକଙ୍କ ଈଶ୍ଵର, ଏବଂ ଯାକୁବଙ୍କ ଈଶ୍ଵର ।" (ଦେଖନ୍ତୁ: ଉଦ୍ଧୃତ ଅଳଙ୍କାର)

Matthew 22:34

ଧାର୍ମିକ ନେତାମାନେ ତାହାଙ୍କ ବ୍ୟବସ୍ଥା ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।

ଓକିଲ

ଜଣେ ଫାରୁଶୀ ଯେ ମୋଶାଙ୍କ ବ୍ୟବସ୍ଥାକୁ ବୁଝିବାରେ ବିଜ୍ଞ ଥିଲେ

Matthew 22:37

ଧାର୍ମିକ ନେତାମାନେ ତାହାଙ୍କ ବ୍ୟବସ୍ଥା ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।

Matthew 22:39

ଧାର୍ମିକ ନେତାମାନେ ତାହାଙ୍କ ବ୍ୟବସ୍ଥା ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।

ଏହା ସଦୃଶ୍ୟ

୨୨:୩୭ ର ଆଜ୍ଞା ସଦୃଶ୍ୟ ।

Matthew 22:41

ଯୀଶୁ ମଶିହଙ୍କ ବିଷୟରେ ଧାର୍ମିକ ନେତାମାନଙ୍କୁ ପ୍ରଶ୍ନ ପଚାରିବା ଆରମ୍ବ କରନ୍ତି ।

Matthew 22:43

ଯୀଶୁ ମଶିହଙ୍କ ବିଷୟରେ ଧାର୍ମିକ ନେତାମାନଙ୍କୁ ପ୍ରଶ୍ନ ପଚାରିବା ଜାରିରଖନ୍ତି ।

ମୋହର ଦକ୍ଷିଣ ପାର୍ଶ୍ଵରେ

"ଦକ୍ଷିଣ ହସ୍ତ" ସର୍ବଦା ସମ୍ମାନର ସ୍ଥାନକୁ ଇଙ୍ଗିତ/ସୂଚିତ କରେ । (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ମୁଁ ତୁମ୍ବର ଶତ୍ରୁମାନଙ୍କୁ ତୁମ ପାଦ ତଳେ ରଖିବା ପର୍ଯ୍ୟନ୍ତ

"ମୁଁ ତୁମ୍ବର ଶତ୍ରୁମାନଙ୍କୁ ପରାଜୟ କରିବା ପର୍ଯ୍ୟନ୍ତ" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

Matthew 22:45

ଯୀଶୁ ମଶିହଙ୍କ ବିଷୟରେ ଧାର୍ମିକ ନେତାମାନଙ୍କୁ ପ୍ରଶ୍ନ ପଚାରିବା ଆରମ୍ବ କରନ୍ତି ।