Matthew 21

Matthew 21:1

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହ ଯିରୂଶାଲେମକୁ ଯାତ୍ରା କରିବା ଜାରିରଖିଲେ ।

ବୌଥଫାଗୀ

ଏକ ଗ୍ରାମ (ଦେଖନ୍ତୁ: ଅନୁବାଦ ନାମଗୁଡିକ)

ଅଣ୍ଡିରା ଗଧ ଛୁଆ

"ଅଣ୍ଡିରା ଗଧ ଛୁଆ"

Matthew 21:4

ଏହା ଯୀଶୁ ଏକ ଗଧ ଉପରେ ଯିରୂଶାଲମେକୁ ଯାତ୍ରା କରିବା ବିବରଣକୁ ଜାରିରଖେ ।

ଏହା ଏହିପରି ଘଟିଲା ଯେ ଯାହା ଭାବବାଦୀଙ୍କ ଦ୍ଵାରା କୁହାଯାଇଥିଲା ତାହା ସଫଳ ହୋଇପାରେ

"ଈଶ୍ଵର ତାହାଙ୍କ ଭାବବାଦୀମାନଙ୍କ ଦ୍ଵାରା ଅନେକ ବର୍ଷ ଆଗରୁ ଏହା ଘଟିବାକୁ ଯାଉଅଛି ବୋଲି କହିଥିଲେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତାହା ଯାହା ଭାବବାଦୀଙ୍କ ଦ୍ଵାରା କୁହାଯାଇଥିଲା

"ତାହା ଯାହା ଘଟିବା ପୁର୍ବରୁ ଭାବବାଦୀ ପୁର୍ବରୁ କହିଥିଲେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ସିୟୋନର କନ୍ୟା

ଇସ୍ରାଏଲ (ଦେଖନ୍ତୁ: ଅଳଙ୍କାର 'ସିନୋକଡୋଖେ)

ଗଧ

ପଶୁ ଯାହା ଦରିଦ୍ର ଲୋକମାନଙ୍କ ଦ୍ଵାରା ଚାଳିତ ହୁଏ

ଅଣ୍ଡିରା ଗଧ ଛୁଆ

ଅଣ୍ଡିରା ଗଧ ଛୁଆ

Matthew 21:6

ଏହା ଯୀଶୁ ଏକ ଗଧ ଉପରେ ଯିରୂଶାଲମେକୁ ଯାତ୍ରା କରିବା ବିବରଣକୁ ଜାରିରଖେ ।

ପୋଷାକଗୁଡିକ

ବାହ୍ୟ ବସ୍ତ୍ର କିମ୍ବା ଲମ୍ବା ପଶୁ ଶରୀରର ଲୋମଶ ଶରୀରର ଆବରଣ

ଏବଂ ଯୀଶୁ ସେଠାରେ ବସିଲେ

"ଯୀଶୁ ସେହି ବସ୍ତ୍ର ଯାହା ଗଧ ଉପାରେ ରଖାଗଲା ତହିଁ ଉପରେ ବସିଲେ ।"

Matthew 21:9

ଯୀଶୁ ଏକ ଗଧ ଉପରେ ବସି ଯିରୂଶାଲେମକୁ ଆଡକୁ ଯାତ୍ରା କରିବାର ବିବରଣକୁ ଏହା ଜାରିରଖେ ।

ହୋଶାନ୍ନା

ଏହା ଏକ ଏବ୍ରିୟ ଶବ୍ଦ ଯାହାର ଅର୍ଥ "ଆମ୍ବମାନଙ୍କୁ ଉଦ୍ଧାର କର" କିନ୍ତୁ ଏହାର ଅର୍ଥ ଆସେ "ଈଶ୍ଵରଙ୍କ ପ୍ରଶଂସା କର !"

ସମସ୍ତ ନଗର ଉତ୍ତେଜିତ ଥିଲା

"ନଗରର ପ୍ରତ୍ୟେକ ଜଣ ତାହାଙ୍କୁ ଦେଖିବାକୁ ଆଗ୍ରହ ଥିଲେ"

ସମସ୍ତ ନଗର

"ନଗରରେ ଥିବା ଅନେକ ଲୋକମାନେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ ଏବଂ ଅତ୍ୟୁକ୍ତି)

Matthew 21:12

ଯୀଶୁ ମନ୍ଦିରକୁ ପ୍ରବେଶ କରିବାର ବିବରଣ ଏହା ଆରମ୍ବ କରେ ।

ସେ ସେମାନଙ୍କୁ କହିଲେ

"ଯୀଶୁ ସେମାନଙ୍କୁ କହିଲେ ଯେଉଁମାନେ କ୍ରୟବିକ୍ରୟ କରୁଥିଲେ ପୁଣି ମୁଦ୍ରାବ୍ୟବସାୟୀ କରୁଥିବା ଲୋକମାନଙ୍କୁ କହିଲେ"

ପ୍ରାର୍ଥନାର ଗୃହ

"ଏକ ସ୍ଥାନ ଯେଉଁଠାରେ ଲୋକମାନେ ପ୍ରାର୍ଥନା କରନ୍ତି"

ଦସ୍ୟୁମାନଙ୍କର ଗହ୍ବର

"ଏକ ସ୍ଥାନ ସଦୃଶ୍ୟ ଯେଉଁଠାରେ ଡକାଇତମାନେ ଲୁଚନ୍ତି" (ଦେଖନ୍ତୁ: ତୁଳନା/ଉପମା/ରୁପକ)

ଖଞ୍ଜ

ଯେଉଁମାନେ ଚାଲି ପାରନ୍ତି ନାହିଁ କିମ୍ବା ଗୋଡ ଅଛି କିନ୍ତୁ ତାହା ଆଘାତ ପ୍ରାପ୍ତ ଥିଲା ।

Matthew 21:15

ଯୀଶୁ ମନ୍ଦିରରେ ଥିବା ବିବରଣକୁ ଏହା ଜାରିରଖେ ।

ହୋଶାନ୍ନା

୨୧:୦୯ ରେ କିପରି ତୁମେ ଅନୁବାଦ କରିଅଛ ଦେଖ

ଦାଉଦଙ୍କ ସନ୍ତାନ

୨୧:୦୯ ରେ କିପରି ତୁମେ ଅନୁବାଦ କରିଅଛ ଦେଖ

ସେମାନେ କ୍ରୋଧ ଓ ଅସନ୍ତୋଷ ହୋଇଥିଲେ

"ସେମାନେ ଯୀଶୁଙ୍କୁ ପସନ୍ଦ କଲେ ନାହିଁ ଏବଂ କ୍ରୋଧିତ ହେଲେ"

ଏହି ଲୋକମାନେ କ'ଣ କହୁଅଛନ୍ତି ତୁମେ ଶୁଣ କି ?

"ତୁମ ବିଷୟରେ ଏହି ସବୁ କଥା ଲୋକମାନଙ୍କୁ କହିବାକୁ ତୁମେ ଅନୁମତି ଦେବ ଉଚିତ୍ ନୁହଁ !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ତୁମ୍ବେମାନେ କେବେ ପଢି ନାହଁ କି

"ହଁ, ମୁଁ ସେମାନଙ୍କୁ ଶୁଣେ, କିନ୍ତୁ ତୁମ୍ବେମାନେ ଯାହା ଶାସ୍ତ୍ରରେ ପଢ ତୁମ୍ବେମାନେ ସ୍ମରଣ କରିବା ଉଚିତ୍" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଯୀଶୁ ସେମାନଙ୍କୁ ଛାଡି ଚାଲିଗଲେ

"ଯୀଶୁ ପ୍ରଧାନ ଯାଜକ ଏବଂ ଶାସ୍ତ୍ରୀମାନଙ୍କୁ ପରିତ୍ୟାଗ କଲେ"

Matthew 21:18

ଯୀଶୁ ଡିମିରିଗଛକୁ ଅଭିଶାପ ଦେବାର ବିବରଣକୁ ଏହା ଆରମ୍ବ କରେ ।

ଶୁଖିଗଲା

"ମରିଗଲା"

Matthew 21:20

ଯୀଶୁ ଡିମିରିଗଛର ଅଭିଶାପକୁ ବ୍ୟାଖ୍ୟା କରନ୍ତି ।

ଶୁଖିଗଲା

"ଶୁଖିଲା ଏବଂ ମରିଗଲା"

Matthew 21:23

ଧାର୍ମିକ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ କରିଥିବା ବିବରଣକୁ ଏହା ଆରମ୍ବ କରେ ।

Matthew 21:25

ଧାର୍ମିକ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ କରିଥିବା ବିବରଣକୁ ଏହା ଆରମ୍ବ କରେ ।

ସ୍ଵର୍ଗରୁ

"ସ୍ଵର୍ଗସ୍ଥ ଈଶ୍ଵରଙ୍କଠାରୁ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ସେ ଆମ୍ବମାନଙ୍କୁ କହିବେ

"ଯୀଶୁ ଆମ୍ବମାନଙ୍କୁ କହିବେ"

ଆମ୍ବେମାନେ ଲୋକସମୂହକୁ ଭୟ କରୁ

"ଲୋକସମୂହ କ'ଣ ଭାବିବେ କିମ୍ବା ସୁଦ୍ଧା ଆମ୍ବମାନଙ୍କୁ କରିବେ ସେଥିନିମନ୍ତେ ଆମ୍ବେମାନେ ଭୟ କରୁ"

ସେମାନେ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି

"ଯୋହନ ଭାବବାଦୀ ଥିଲେ ବୋଲି ସେମାନେ ବିଶ୍ଵାସ କରନ୍ତି"

Matthew 21:28

ଯୀଶୁ ଧାର୍ମିକ ନେତାମାନଙ୍କୁ ଏକ ଦୃଷ୍ଟାନ୍ତ ସହ ଉତ୍ତର ଦିଅନ୍ତି ।

Matthew 21:31

ଯୀଶୁ ଧାର୍ମିକ ନେତାମାନଙ୍କୁ ଏକ ଦୃଷ୍ଟାନ୍ତ ସହ ଉତ୍ତର ଦେବା ଜାରିରଖିନ୍ତି ।

ସେମାନେ କହିଲେ

"ପ୍ରଧାନ ଯାଜକ ଏବନ ପ୍ରାଚୀନବର୍ଗ କହିଲେ"

ଯୀଶୁ ସେମାନଙ୍କୁ କହିଲେ

"ଯୀଶୁ ପ୍ରଧାନ ଯାଜକ ଏବଂ ପ୍ରାଚୀନବର୍ଗଙ୍କୁ କହିଲେ"

ଯୋହନ ତୁମ୍ବମାନଙ୍କ ନିକଟକୁ ଆସିଲେ

ଯୋହନ ଆସିଲେ ଏବଂ ଧାର୍ମିକ ନେତାମାନଙ୍କୁ ପୁଣି ସାଧାରଣ ଲୋକମାନଙ୍କୁ ପ୍ରଚାର କଲେ ।

ଧାର୍ମିକତାର ପଥରେ

କିପରି ଲୋକମାନେ ଈଶ୍ଵରଙ୍କ ପ୍ରତି ବ୍ୟବହାର କରିବେ ପୁଣି ଜୀବନଯାପନ କରିବେ ତାହା ଯୋହନ ଦେଖାଇଲେ । (ଦେଖନ୍ତୁ: ତୁଳନା/ଉପମା/ରୁପକ)

Matthew 21:33

ଦ୍ବିତୀୟ ଦୃଷ୍ଟାନ୍ତ ସହ ଯୀଶୁ ଧାର୍ମିକ ନେତାମାନଙ୍କୁ ଉତ୍ତର ଦେବା ଜାରିରଖନ୍ତି ।

ବୃହତ କ୍ଷେତ ଥିବା ଜଣେ ବ୍ୟକ୍ତି

"ଜଣେ ମାଲିକ ଯାହାର ଅଧିକ ସମ୍ପତ୍ତି ଥିଲା ।"

ଏହା କୃଷକମାନଙ୍କୁ ଭଡା ଦେଲା

"ଦ୍ରାକ୍ଷାକ୍ଷେତ୍ରର ଦାୟିତ୍ଵ କୃଷକମାନଙ୍କୁ ଦେଲେ ।" ତଥାପି ମାଲିକ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତୁତ୍ଵ ଥିଲେ ।

କୃଷକମାନେ

ଯେଉଁ ଲୋକମାନେ କିପରି ଦ୍ରାକ୍ଷାଲତା ଏବଂ ଦ୍ରାକ୍ଷାଫଳର ଯତ୍ନ ନେବା ଜାଣନ୍ତି ।

Matthew 21:35

ଯୀଶୁ ଦ୍ବିତୀୟ ଦୃଷ୍ଟାନ୍ତ ସହ ଧାର୍ମିକ ନେତାମାନଙ୍କୁ ଉତ୍ତର ଦେବା ଜାରିରଖିଲେ ।

ତାହାଙ୍କ ଦାସମାନେ

"ବୃହତ କ୍ଷେତ ଥିବା ବ୍ୟକ୍ତିର" ଦାସମାନେ (୨୧:୩୩)

Matthew 21:38

ଯୀଶୁ ଦ୍ବିତୀୟ ଦୃଷ୍ଟାନ୍ତ ସହ ଧାର୍ମିକ ନେତାମାନଙ୍କୁ ଉତ୍ତର ଦେବା ଜାରିରଖିଲେ ।

Matthew 21:40

ଯୀଶୁ ଦ୍ବିତୀୟ ଦୃଷ୍ଟାନ୍ତ ସହ ଧାର୍ମିକ ନେତାମାନଙ୍କୁ ଉତ୍ତର ଦେବା ଜାରିରଖିଲେ ।

ଲୋକମାନେ ତାହାଙ୍କୁ କହିଲେ

"ଲୋକମାନେ ଯୀଶୁଙ୍କୁ କହିଲେ"

Matthew 21:42

ଯୀଶୁ ଦୃଷ୍ଟାନ୍ତକୁ ସ୍ପଷ୍ଟ କରିବାକୁ ଭାବବାଦୀମାନଙ୍କୁ ବ୍ୟବହାର କରନ୍ତି ।

ଯୀଶୁ ସେମାନଙ୍କୁ କହିଲେ

"ଯୀଶୁ ଲୋକମାନଙ୍କୁ କହିଲେ" (୨୧:୪୧)

ପ୍ରସ୍ତର ଯାହାକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହୋଇଅଛି ।

ଏକାନ୍ତରୀକ ଅନୁବାଦ: "ପ୍ରସ୍ତର ଯାହା ନିର୍ମାଣକାରୀମାନଙ୍କ ଦ୍ଵାରା ଅଗ୍ରାହ୍ୟ ହୋଇଥିଲା ତାହା ବହୁତ ମହତ୍ବପୁର୍ଣ୍ଣ ପ୍ରସ୍ତର ହେଲା ।" ଅଧିକାରୀଗଣ ଯୀଶୁଙ୍କୁ ଅଗ୍ରାହ୍ୟ କରିବେ, କିନ୍ତୁ ଈଶ୍ଵର ତାହାଙ୍କ ରାଜ୍ୟର ମସ୍ତକ ତାହାଙ୍କୁ କରିବେ। (ଦେଖନ୍ତୁ: ତୁଳନା/ଉପମା/ରୁପକ)

ଏହା ପ୍ରଭୁଙ୍କଠାରୁ ଥିଲା

"ପ୍ରଭୁ ଏହି ମହାନ ପରିବର୍ତ୍ତନ କରିଅଛନ୍ତି"

Matthew 21:43

ଯୀଶୁ ଦୃଷ୍ଟାନ୍ତକୁ ବ୍ୟାଖ୍ୟା କରିବା ଜାରିରଖନ୍ତି ।

ମୁଁ ତୁମ୍ବମାନଙ୍କୁ କହେ

ଯୀଶୁ ପ୍ରଧାନ ଯାଜକ ଏବଂ ପ୍ରାଚୀନବର୍ଗମାନଙ୍କୁ କହୁଥିଲେ ।

ଏହାର ଫଳଗୁଡିକ ଶସ୍ୟ ଉତ୍ପାଦନ କର

"ଯାହା ଯଥାର୍ଥ ତାହା କରିବ" (ଦେଖନ୍ତୁ: ଉପମା/ତୁଳନା/ରୁପକ)

ଏହାର ଫଳଗୁଡିକ

"ଈଶ୍ଵରଙ୍କ ଫଳର ରାଜ୍ୟ"

ଯେକେହି ଏହି ପ୍ରସ୍ତର ଉପରେ ପଡନ୍ତି

"ଯେଉଁ ଜଣ ଏହି ପ୍ରସ୍ତର ଉପରେ ଝୁଣ୍ଟି ପଡେ" (ଦେଖନ୍ତୁ" ତୁଳନା/ରୁପକ/ଉପମା)

ଏହା ଯାହା ଉପରେ ପଡେ

"ଯାହା ଉପରେ ବିଚାର ପଡେ" (ଦେଖନ୍ତୁ: ଉପମା/ତୁଳନା/ରୁପକ)

Matthew 21:45

ଯୀଶୁ କହିଥିବା ଦୃଷ୍ଟାନ୍ତ ପ୍ରତି ଧାର୍ମିକ ନେତାମାନେ ପ୍ରତିକ୍ରିୟା କରନ୍ତି ।

ତାହାଙ୍କ ଦୃଷ୍ଟାନ୍ତଗୁଡିକ

"ଯୀଶୁଙ୍କ ଦୃଷ୍ଟାନ୍ତଗୁଡିକ"

ହାତ ଥୋଇବା

"ଗିରଫ କରିବା"