Matthew 20

Matthew 20:1

ଜଣେ ଲୋକ ତାହାଙ୍କ କର୍ମକାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ଏକ ଦୃଷ୍ଟାନ୍ତ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଆରମ୍ବ କରନ୍ତି ।

କାରଣ ସ୍ଵର୍ଗରାଜ୍ୟ ଜଣେ ଭୂସମ୍ପତ୍ତି ଥିବା ମାଲିକ ସଦୃଶ୍ୟ

ଜଣେ ଭୂସମ୍ପତ୍ତି ଥିବା ମାଲିକ ତାହାଙ୍କ ଭୁମିରେ ଶାସନ କରିବା ସଦୃଶ୍ୟ ଈଶ୍ଵର ସମସ୍ତ ବିଷୟ ଉପରେ ଶାସନ କରନ୍ତି । (ଦେଖନ୍ତୁ: ଉପମା/ତୁଳନା)

ସ୍ଵର୍ଗରାଜ୍ୟ ସଦୃଶ୍ୟ

୧୩:୨୪ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ସେ ସହମତି ହେଲା ପରେ

"ମାଲିକ ସହମତି ହେଲା ପରେ"

ପୁର୍ବ ରୋମର ଏକ ରୌପ ମୁଦ୍ରା

"ଏକ ଦିନର ବେତନ" (ଦେଖନ୍ତୁ: ବାଇବଲ ସମ୍ବନ୍ଧୀୟ ଟଙ୍କା)

Matthew 20:3

ମାଲିକ ତାହାଙ୍କ କର୍ମକାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ଯୀଶୁ ତାହାଙ୍କ ଦୃଷ୍ଟାନ୍ତକୁ ଜାରିରଖିଲେ।

ସେ ପୁନର୍ବାର ବାହାରକୁ ଗଲେ

"ମାଲିକ ପୁନର୍ବାର ବାହାରକୁ ଗଲେ"

ଅଳସୁଆ ଭାବରେ ଠିଆ ହୋଇଥିବା

"କୌଣସି କାର୍ଯ୍ୟ ନ କରୁଥିବା" କିମ୍ବା "ଯାହାର କୌଣସି କାମ ନାହିଁ"

Matthew 20:5

ମାଲିକ ତାହାଙ୍କ କର୍ମକାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ଯୀଶୁ ତାହାଙ୍କ ଦୃଷ୍ଟାନ୍ତକୁ ଜାରିରଖିଲେ ।

ସେ ପୁନର୍ବାର ବାହାରକୁ ଗଲେ

"ମାଲିକ ପୁନର୍ବାର ବାହାରକୁ ଗଲେ"

ଅଳସୁଆ ଭାବରେ ଠିଆ ହୋଇଥିବା

"କୌଣସି କାର୍ଯ୍ୟ ନ କରୁଥିବା" କିମ୍ବା "ଯାହାର କୌଣସି କାମ ନାହିଁ"

Matthew 20:8

ମାଲିକ ତାହାଙ୍କ କର୍ମାଚାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ଯୀଶୁ ତାହାଙ୍କ ଦୃଷ୍ଟାନ୍ତକୁ ଜାରି ରଖିଲେ ।

ସେମାନେ ପ୍ରତ୍ୟେକ

"ପ୍ରତ୍ୟେକ କର୍ମକାରୀ ଯେଉଁମାନେ ଏଗାର ଘଣ୍ଟାରେ କାମ କରିବା ଆରମ୍ବ କରିଥିଲେ"

ପୁରାତନ ରୋମର ଏକ ରୌପ୍ୟ ମୁଦ୍ରା

"ଏକ ଦିନର ବେତନ" (ଦେଖନ୍ତୁ: ବାଇବଲ୍ ସମ୍ବନ୍ଧୀୟ ଟଙ୍କା)

ସେମାନେ ମନେକଲେ

"କର୍ମକାରୀମାନ ଯେଉଁମାନେ ଅଧିକ ସମୟ କାମ କରିଥିଲେ ମନେକଲେ"

Matthew 20:11

ମାଲିକ ତାହାଙ୍କ କର୍ମଚାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ଯୀଶୁ ତାହାଙ୍କ ଦୃଷ୍ଟାନ୍ତକୁ ଜାରିରଖିଲେ ।

ଯେତେବେଳେ ସେମାନେ ଗ୍ରହଣ କଲେ

"ଅଧିକ ସମୟ କାମ କରିଥିବା ଶ୍ରମିକମାନେ ଯେତେବେଳେ ଗ୍ରହଣ କଲେ"

ସମ୍ପତ୍ତିର ମାଲିକ

"ଭୁମିର ମାଲିକ" କିମ୍ବା "ଦ୍ରାକ୍ଷାକ୍ଷେତ୍ରର ମାଲିକ"

ଆମ୍ବେ ଯେଉଁମାନେ ଦିନର ବୋଝ ଏବଂ ଅତି ଗରମ ସହ୍ୟ କଲୁ

"ଆମ୍ବେ ଯେଉଁମାନେ ସାରା ଦିନ ଅତି ଉତ୍ତପ୍ତ ସୁର୍ଯ୍ୟ କିରଣରେ କାମ କଲୁ"

Matthew 20:13

ମାଲିକ ତାହାଙ୍କ କର୍ମଚାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ତାହାଙ୍କ ଦୃଷ୍ଟାନ୍ତକୁ ଯୀଶୁ ଜାରିରଖିଲେ ।

ସେମାନଙ୍କ ମଧ୍ୟରୁ ଜଣେ

"ଯେଉଁ ଶ୍ରମିକମାନେ ଅଧିକ ସମୟ କାମ କରିଥଲେ ସେହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ"

ବନ୍ଧୁ

ଜଣେ ଲୋକ ଯାହାକୁ ସେ ଶିଷ୍ଟଭାବରେ ଗାଳି କରୁଅଛି ସେତେବେଳେ ସେ ଯେଉଁ ଶବ୍ଦ ବ୍ୟବହାର କରେ ସେହି ଶବ୍ଦ ବ୍ୟବହାର କର ।

ଏକ ରୌପ୍ୟ ମୁଦ୍ରା ନିମନ୍ତେ କି ତୁମ୍ବେମାନେ ମୋ ସହିତ ସହମତ ହେଲ ନାହିଁ ?

ଏକାନ୍ତରୀକ ଅନୁବାଦ: "ଆମ୍ବେମାନେ ସହମତି ହୋଇଥିଲେ ଯେ ମୁଁ ତୁମ୍ବମାନଙ୍କୁ ଏକ ରୌପ୍ୟ ମୁଦ୍ରା ଦେଇଥାନ୍ତି ବୋଲି ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଏକ ରୌପ୍ୟ ମୁଦ୍ରା

"ଏକ ଦିନର ବେତନ" (ଦେଖନ୍ତୁ: ବାଇବଲ ସମ୍ବନ୍ଧୀୟ ଟଙ୍କା)

ମୁଁ ଦେବାକୁ ଆନନ୍ଦ କରେ

"ଏହା ଦେବାକୁ ମୋତେ ଆନନ୍ଦ ଲାଗେ" କିମ୍ବା "ମୁଁ ଦେବାକୁ ସନ୍ତୁଷ୍ଟ ଅଟେ"

Matthew 20:15

ମାଲିକ ତାହାଙ୍କ କର୍ମଚାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ତାହାଙ୍କ ଦୃଷ୍ଟାନ୍ତକୁ ଯୀଶୁ ଜାରି ରଖିଲେ ।

ମୁଁ ମୋହର ସମ୍ପତ୍ତି ସହ ଯାହା କରିବାକୁ ଇଚ୍ଛା କରେ ତାହା କି ମୋ ନିମନ୍ତେ ଯୁକ୍ତିଯୁକ୍ତ ନୁହେଁ ?

ଏକାନ୍ତରୀକ ଅନୁବାଦ: "ଯାହା ମୁଁ ମୋହର ସମ୍ପତ୍ତି ସହ କରିବାକୁ ଚାହେଁ ମୁଁ କରିପାରେ ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଯୁକ୍ତିଯୁକ୍ତ

"ନ୍ୟାୟସଙ୍ଗତ" କିମ୍ବା "ନିରପେକ୍ଷ" କିମ୍ବା "ଯଥାର୍ଥ"

କିମ୍ବା ମୁଁ ଉତ୍ତମ ଥିବା କାରଣ ଯୋଗୁ କି ତୁମ୍ବମାନଙ୍କର ଚକ୍ଷୁ ମନ୍ଦ ଅଟେ ?

"ତୁମ୍ବେମାନେ ଦୁଖ୍ଃ ହେବା ଉଚିତ୍ ନୁହେଁ ଯେହେତୁ ମୁଁ ଲୋକମାନଙ୍କ ନିମନ୍ତେ ଉତ୍ତମ କାର୍ଯ୍ୟ କରୁଅଛି ଯେଉଁମାନେ ଏହା ପାଇଁନାହାନ୍ତି ।"

Matthew 20:17

ଯେପରି ସେମାନେ ଯିରୂଶାଲେମକୁ ଯାତ୍ରା କଲେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରିରଖିଲେ ।

ଆମ୍ବେମାନେ ଯାଉଅଛୁ

ଶିଷ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରି ଯୀଶୁ ମଧ୍ୟ ଥିଲେ । (ଦେଖନ୍ତୁ: ସମିଷ୍ଟ/ ସମୁହତା)

ମନୁଷ୍ୟ ପୁତ୍ର ସମର୍ପିତ ହେବେ

ଏକାନ୍ତରୀକ ଅନୁବାଦ: "କେହିଜଣେ ମନୁଷ୍ୟ ପୁତ୍ରକୁ ସମର୍ପଣ କରିବ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ସେମାନେ ବିଚାର କରିବେ...ଏବଂ ବିଜାତିମାନେ ତାହାଙ୍କୁ ପରିହାସ କରିବାକୁ ସେମାନଙ୍କୁ ସମର୍ପଣ କରିବେ

ପ୍ରଧାନ ଯାଜକ ଏବଂ ଶାସ୍ତ୍ରୀମାନେ ତାହାଙ୍କୁ ବିଚାର କରିବେ ଏବଂ ତାହାଙ୍କୁ ବିଜାତିମାନଙ୍କ ନିକଟରେ ସମର୍ପଣ କରିବେ, ପୁଣି ବିଜାତିମାନେ ପରିହାସ କରିବେ

ସେ ଉତ୍ଥିତ ହେବେ

ଏକାନ୍ତରୀକ ଅନୁବାଦ: "ଈଶ୍ଵର ତାହାଙ୍କୁ ଉତ୍ଥିତ କରିବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 20:20

ଦୁଇ ଶିଷ୍ୟମାନଙ୍କର ମାତାମାନେ ଯୀଶୁଙ୍କୁ ଏକ ଅନୁରୋଧ କରନ୍ତି ।

ତୁମ୍ବର ଡାହାଣ ପାର୍ଶ୍ଵରେ...ତୁମ୍ବର ବାମ ପାର୍ଶ୍ଵରେ

ଅଧିକାରର ସ୍ଥାନରେ (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

Matthew 20:22

ଦୁଇ ଶିଷ୍ୟମାନଙ୍କର ମାତାମାନଙ୍କୁ ଯୀଶୁ ଉତ୍ତର ଦିଅନ୍ତି ।

ତୁମ୍ବେମାନେ

ମାତା ଏବଂ ପୁତ୍ରମାନେ (ଦେଖନ୍ତୁ: 'ତୁମ୍ବ'ର ଗଠନ ଦୌତ/ବହୁବଚନ)

ତୁମ୍ବେମାନେ ସକ୍ଷମ ଅଟ କି...? "ଏହା ତୁମ୍ବମାନଙ୍କ ନିମନ୍ତେ ସମ୍ବବ ଅଟେ କି... ?" ଯୀଶୁ କେବଳ ପୁତ୍ରମାନଙ୍କୁ କହନ୍ତି ।

ମୁଁ ଯାହା ପାନ କରିବାକୁ ଯାଉଅଛି ସେହି ପାତ୍ର ପାନ କର

"ଦୁଖଃ ଦେଇ ଯାଅ ଯାହା ଦେଇ ମୁଁ ଯାଉଅଛି" (ଦେଖନ୍ତୁ: ରୂଢକ୍ତି/ବାକ୍ୟାଂଶ)

ସେମାନେ

ପୁତ୍ରମାନେ

ଏହା ସେମାନଙ୍କ ନିମନ୍ତେ ଯେଉଁମାନଙ୍କ ନିମନ୍ତେ ଏହା ମୋ ପିତାଙ୍କ ଦ୍ଵାରା ପ୍ରସ୍ତୁତ ହୋଇଅଛି

"ମୋ ପାର୍ଶ୍ଵରେ ବସିବାର ସମ୍ମାନ ସେମାନଙ୍କ ନିମନ୍ତେ ଯେଉଁମାନଙ୍କ ନିମନ୍ତେ ମୋହର ପିତା ସେହି ସମ୍ମାନ ପ୍ରସ୍ତୁତ କରିଅଛନ୍ତି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ପ୍ରସ୍ତୁତ ହୋଇଅଛି

ପ୍ରସ୍ତୁତ ଅଛି

Matthew 20:25

ଯୀଶୁ ଯାହା ମାତାଙ୍କୁ କହିଲେ ତାହା ସେ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ବ୍ୟବାହାର କରନ୍ତି ।

ବିଜାତିମାନଙ୍କର ଶାସକମାନେ ସେମାନଙ୍କୁ ଜୟକରିବେ

"ବିଜାତିମାନଙ୍କର ଶାସକମାନେ ଯାହା ଇଚ୍ଛା କରନ୍ତି ତାହା ବିଜାତିମାନଙ୍କୁ କରିବାକୁ ବାଧ୍ୟ କରନ୍ତି"

ସେମାନଙ୍କର ଗୁରୁତ୍ଵପୁର୍ଣ୍ଣ ଲୋକମାନେ

ଲୋକମାନେ ଯେଉଁମାନଙ୍କୁ ଶାସକମାନ ଅଧିକାର ଦିଅନ୍ତି

ଅଧିକାରକୁ ଅଭ୍ୟାସ କର

"କର୍ତ୍ତୁତ୍ଵ କରିବା"

ଇଚ୍ଛା/କାମନା

"ଇଚ୍ଛା" କିମ୍ବା "ଅଭିଳାଷଗୁଡିକ"

ତାହାଙ୍କ ଜୀବନ ଦେବାକୁ

"ମରିବାକୁ ଇଛୁକ ହେବା"

Matthew 20:29

ଏହା ଯୀଶୁ ସୁସ୍ଥ କରିଥିବା ଦୁଇ ଅନ୍ଧ ଲୋକର ବିବରଣକୁ ଆରମ୍ବ କରେ ।

ଯେମିତି ସେମାନେ ଗଲେ

ଏହି ଶିଷ୍ୟମାନଙ୍କ ଏବଂ ଯୀଶୁଙ୍କ ବିଷୟରେ କୁହାଯାଉଅଛି ।

ତାହାଙ୍କୁ ଅନୁକରଣ କଲେ

"ଯୀଶୁଙ୍କ ଅନୁକରଣ କଲେ"

ଦେଖ

ନିମ୍ନଲିଖିତ ଆଚମ୍ବିତ ସୂଚନା ପ୍ରତି ପାଠକଙ୍କୁ ମନୋଯୋଗୀ ହେବାକୁ ଲେଖକ କହୁଅଛନ୍ତି । ଏହା କରିବାରେ ତୁମ୍ବର ଭାଷାରେ କିଛି ଥାଇପାରେ ।

ଯାଉଥିଲେ

"ସେମାନଙ୍କ ନିକଟ ଦେଇ ଗମନ କରୁଥିଲେ"

ସେମାନେ ଉଚ୍ଚ ସ୍ଵରରେ କହିଲେ

"ଅନ୍ଧ ଲୋକମାନେ ପୁର୍ବ ଅପେକ୍ଷା ଅଧିକ ଚିତ୍କାର କଲେ" କିମ୍ବା "ସେମାନେ ଉଚ୍ଚ ସ୍ଵରରେ ଚିତ୍କାର କଲେ"

Matthew 20:32

ଏହା ଯୀଶୁ ସୁସ୍ଥ କରିଥିବା ଦୁଇ ଅନ୍ଧ ଲୋକର ବିବରଣକୁ ଆରମ୍ବ କରେ ।

ସେମାନଙ୍କୁ ଡାକିଲେ

ଅନ୍ଧ ଲୋକମାନଙ୍କୁ ଡାକିଲେ

ଇଚ୍ଛା/କାମନା

"ଇଚ୍ଛା" କିମ୍ବା "ସେମାନଙ୍କ ନିମନ୍ତେ ଦୟାରେ ବିଗଳିତ ହେଲେ"

ଆମ୍ବମାନଙ୍କର ଚକ୍ଷୁ ଉନ୍ମକ୍ତ ହୋଇପାରେ

ଏକାନ୍ତରୀକ ଅନୁବାଦ: "ତୁମ୍ବେ ଆମ୍ବମାନଙ୍କୁ ଦେଖିବାରେ ସକ୍ଷମ କରିବ ବୋଲି ଆମ୍ବେମାନେ ଇଚ୍ଛା କରୁ" କିମ୍ବା "ଆମ୍ବେମାନେ ଦେଖିବାରେ ସକ୍ଷମ ହେବାକୁ ଇଚ୍ଛା କରୁ" (ଦେଖନ୍ତୁ: ରୂଢକ୍ତି/ବାକ୍ୟାଂଶ ଏବଂ ଶବ୍ଦର ବିଲୋପ)

ଦୟାରେ ବିଗଳିତ ହେଲେ

"ଦୟାରେ" କିମ୍ବା "