Matthew 19

Matthew 19:1

ଯୀଶୁ ଗାଲିଲୀ ପରିତ୍ୟାଗ କରନ୍ତି ଓ ଯିହୂଦାରେ ଶିକ୍ଷା ଦେବା ଆରମ୍ଭ କରନ୍ତି ।

ଏହା ଏହିପରି ଆସିଲା

ଯଦି ତୁମ୍ଭର ଭାଷାରେ କାହାଣୀର ନୂତନ ଭାଗ ଆରମ୍ଭ କରିବାକୁ କୌଣସି ମାଧ୍ୟମ ଅଛି ତେବେ, ଏଠାରେ ବ୍ୟବହାର କରନ୍ତୁ ।

ଏହି ଶବ୍ଦଗୁଡିକ

୧୮:୧ ୩୫ ଶବ୍ଦଗୁଡିକ

ଚାଲିଗଲେ

"ସେଠାରୁ ଚାଲିଗଲେ" କିମ୍ଭା "ପରିତ୍ୟାଗ କଲେ"

ସୀମା ଭିତରେ

"ଅଞ୍ଚଳ ମଧ୍ୟରେ"

Matthew 19:3

ଯୀଶୁ ବିବାହ ଓ ତ୍ୟାଗପତ୍ର ବିଷୟରେ ଶିକ୍ଷା ଦେବା ଆରମ୍ଭ କରନ୍ତି ।

ତାହାଙ୍କ ପାଖକୁ ଆସିଲେ

"ଯୀଶୁଙ୍କ ନିକଟକୁ ଆସିଲେ"

ତୁମ୍ଭେମାନେ ପଢି ନାହଁ କି...?

ଫାରୂଶୀମାନଙ୍କୁ ଲଜ୍ଜିତ ହେବାକୁ ଯୀଶୁ ଚାହାନ୍ତି । (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

Matthew 19:5

ଯୀଶୁ ବିବାହ ଓ ତ୍ୟାଗପତ୍ର ବିଷୟରେ ଶିକ୍ଷା ଦେବା ଜାରିରଖନ୍ତି ।

ଏବଂ ତାହା ସେ କହିଲେ...? ଏହା ଶବ୍ଦର ବିଲୋପଠାରୁ ପ୍ରଶ୍ନକୁ ଜାରିରଖେ)

ତାହାଙ୍କ ଭାର୍ଯା ସହିତ ଲାଗିବା

"ତାହାଙ୍କ ଭାର୍ଯାର ନିକଟତମ ହେବା"

ଏକ ଶରୀର

"ଏକ ବ୍ୟକ୍ତି" (ଦେଖନ୍ତୁ: ଉପମା/ତୁଳନା/ରୁପକ)

Matthew 19:7

ଯୀଶୁ ବିବାହ ଓ ତ୍ୟାଗପତ୍ର ବିଷୟରେ ଶିକ୍ଷା ଦେବା ଜାରିରଖନ୍ତି ।

ସେମାନେ ତାହାଙ୍କୁ କହନ୍ତି

"ଫାରୂଶୀମାନେ ଯୀଶୁଙ୍କୁ କହନ୍ତି"

ଆମ୍ଭମାନଙ୍କୁ ଆଜ୍ଞା ଦିଅନ୍ତି

"ଆମ ଯିହୂଦୀମାନଙ୍କୁ ଆଜ୍ଞା ଦିଅନ୍ତି"

ତ୍ୟାଗପତ୍ରରେ ପ୍ରମାଣପତ୍ର

ଚୁକ୍ତିପତ୍ର ଯାହା ଆଇନସଙ୍ଗତ୍ ଭାବରେ ବିବାହକୁ ସମାପ୍ତ କରେ

ଆରମ୍ଭରୂ ଏହା ସେହିପରି ନ ଥିଲା

"ଯେତେବେଳେ ଈଶ୍ଵର ପୁରୁଷ ଓ ସ୍ତ୍ରୀକୁ ସୃଷ୍ଟି କଲେ ସେ କେବେହେଁ ସେମାନଙ୍କୁ ତ୍ୟାଗପତ୍ର ଦେବା ନିମନ୍ତେ ଇଚ୍ଛା କଲେ ନାହିଁ"

ବ୍ୟଭିଚାର ବ୍ୟତିତ

"ଯୌନ ସଙ୍ଗମର ଅବିଶ୍ଵସ୍ତ ବିନା"

ଯେଉଁ ସ୍ତ୍ରୀକୁ ତ୍ୟାଗ କରାଯାଇଅଛି ତାହାକୁ ଯଦି ଜଣେ ପୁରୁଷ ବିବାହ କରନ୍ତି ତେବେ ସେ ବ୍ୟଭିଚାର କରନ୍ତି

ଅନେକ ପୁରାତନ ଶବ୍ଦ ଏଗୁଡିକୁ ଅନ୍ତର୍ଭୁକ୍ତ କରେ ନାହିଁ ।

Matthew 19:10

ଯୀଶୁ ବିବାହ ଓ ତ୍ୟାଗପତ୍ର ବିଷୟରେ ଶିକ୍ଷା ଦେବା ଜାରିରଖନ୍ତି ।

ନପୁଂସକ ଯେଉଁମାନେ ସେମାନଙ୍କର ମାତାର ଗର୍ଭରୁ ଜନ୍ମ ହୋଇଥିଲେ

"ସ୍ତ୍ରୀ ପୁରୁଷ ଭେଦ ବା ଲିଙ୍ଗ ଚିହ୍ନ ବିହୁନେ ଜନ୍ମ ହେବା ପୁରୁଷମାନେ"

ନପୁଂସକ ଯେଉଁମାନେ ଆପାଣା ଆପଣାକୁ ନପୁଂସକ କଲେ

ସମ୍ଭାବନା ଅର୍ଥଗୁଡିକ ହେଉଛି ୧) ନପୁଂସକ ଯେଉଁମାନେ ସେମାନଙ୍କର ଲିଙ୍ଗକୁ ଛିନ୍ନ କରନ୍ତି" କିମ୍ଭା ୨) ଯେଉଁ ଲୋକମାନେ ବିବାହ କରିବାକୁ ପସନ୍ଦ ନ କରି ଯୌନ ପ୍ରକ୍ରିୟାରେ ଶୁଚି ରହନ୍ତି" (ଦେଖନ୍ତୁ: ଉପମା/ରୁପକ/ତୁଳନା)

ସ୍ଵର୍ଗ ରାଜ୍ୟର ନାମ ନିମନ୍ତେ

"ଯାହା ଫଳରେ ସେମାନେ ଈଶ୍ଵରଙ୍କ ସେବା ଉତ୍ତମ ଭାବରେ କରି ପାରିବେ"

ଏହି ଶିକ୍ଷା ଗ୍ରହଣ କର...ଏହା ଗ୍ରହଣ କର

୧୯:୧୧ ରେ "ଏହି ଶିକ୍ଷା ଗ୍ରହଣ କର...ଏହା ଗ୍ରହଣ କର" ତୁମ୍ଭେ କିପରି ଅନୁବାଦ କରିଅଛ ଦେଖ ।

Matthew 19:13

ଯୀଶୁଙ୍କ ନିକଟକୁ ଲୋକମାନେ ପିଲାମାନଙ୍କୁ ଆଣନ୍ତି ।

ତାହାଙ୍କ ନିକଟକୁ କେତେକ ପିଲାମାନଙ୍କୁ ଅଣାଗଲା

ଏକାନ୍ତରୀକ ଅନୁବାଦ: "ଯୀଶୁଙ୍କ ନିକଟକୁ କେତେକ ପିଲାମାନଙ୍କୁ ଲୋକମାନେ ଆଣିଲେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

ଅନୁମତି କରିବା

"ଅନୁମତି ଦେବା"

ସେମାନଙ୍କୁ ମୋ ନିକଟକୁ ଆସିବାକୁ ମନା କର ନାହିଁ

"ସେମାନଙ୍କୁ ମୋ ନିକଟକୁ ଆସିବାକୁ ବନ୍ଦ କର ନାହିଁ"

କାରଣ ସ୍ଵର୍ଗରାଜ୍ୟ ସେମାନଙ୍କ ପରି ଲୋକମାନଙ୍କର

"ସ୍ଵର୍ଗରାଜ୍ୟ ଏହିପରି ଲୋକମାନଙ୍କର" କିମ୍ଭା "ଏହି ପିଲାମାନଙ୍କ ପରି ଲୋକମାନେ ହିଁ ସ୍ଵର୍ଗରାଜ୍ୟରେ ପ୍ରବେଶ କରିପାରିବେ"

Matthew 19:16

ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି ।

ଦେଖ

ଲେଖକ ଗୋଟିଏ ନୂତନ ବ୍ୟକ୍ତିଙ୍କୁ କାହାଣୀ ଭିତରକୁ ଆଣୁଅଛନ୍ତି । ତୁମ୍ଭର ଭାଷାରେ ଏହା କରିବାର ଏକ ମାଧ୍ୟମ ହୋଇପାରେ ।

ଉତ୍ତମ ବସ୍ତୁ

ବସ୍ତୁ ବା ବିଷୟ ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ

କେବଳ ଗୋଟିଏ ହିଁ ଉତ୍ତମ

"ଈଶ୍ଵର ଏକା ସମ୍ପୁର୍ଣ୍ଣ ଭାବରେ ଉତ୍ତମ ଅଟନ୍ତି"

Matthew 19:18

ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି ।

Matthew 19:20

ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି ।

ଇଚ୍ଛା

"ଇଚ୍ଛା କରିବା"

Matthew 19:23

ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଜାରିରଖନ୍ତୁ ।

ଈଶ୍ଵରଙ୍କ ରାଜ୍ୟରେ ଧନୀ ଲୋକ ପ୍ରବେଶ କରିବା ଅପେକ୍ଷା, ଏକ ଓଟ ନିମନ୍ତେ ଛୁଞ୍ଚିର ମୁଣୀ ଦେଇ ପ୍ରବେଶ କରିବାର ସହଜ ଅଟେ

ଧନୀ ଲୋକମାନଙ୍କ ନିମନ୍ତେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବା ଅଧିକ କଷ୍ଟକର ଅଟେ । (ଦେଖନ୍ତୁ: ଅତ୍ୟୁକ୍ତି)

ଛୁଞ୍ଚିର ମୁଣୀ

ଛୁଞ୍ଚିର ଶେଷ ଭାଗରେ ସୁତା ଦେବା ପାଇଁ ଥିବା ଏକ କ୍ଷୁଦ୍ର କଣା

Matthew 19:25

ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଜାରିରଖନ୍ତୁ ।

ସେମାନେ ଅତିଶୟ ଆଚମ୍ବିତ ହେଲେ

"ଶିଷ୍ୟମାନେ ଆଶ୍ଚର୍ଯ୍ୟନ୍ଵୀତ ହେଲେ"

ତେବେ କିଏ ଉଦ୍ଧାର ପାଇ ପାରିବେ ? ସମ୍ଭାବନା ଅର୍ଥଗୁଡିକ: ୧) ସେମାନେ ଉତ୍ତରକୁ ଖୋଜୁଥିଲେ କିମ୍ଭା ୨) ଏକାନ୍ତରୀକ ଅନୁବାଦ: "ତେବେ କୌଣସି ଲୋକ ଉଦ୍ଧାର ପାଇପାରିବେ ନାହିଁ !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଆମ୍ଭେମାନେ ସବୁକିଛି ପରିତ୍ୟାଗ କରିଅଛୁ

"ଆମ୍ଭେମାନେ ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି ପରିତ୍ୟାଗ କରିଅଛୁ" କିମ୍ଭା "ଆମ୍ଭେମାନେ ଆମ୍ଭର ସମସ୍ତ ଧନ ସମ୍ପତ୍ତି ପରିତ୍ୟାଗ କରିଅଛୁ"

ଆମ୍ଭେମାନେ କ'ଣ ପାଇବୁ

"ଆମ୍ଭମାନଙ୍କୁ ଈଶ୍ଵର କେଉଁ ଉତ୍ତମ ବିଷୟ ଦେବେ"

Matthew 19:28

ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଜାରିରଖନ୍ତୁ ।

ନୂତନ ଜନ୍ମରେ

ସେହି ସମୟରେ ଯେତେବେଳେ ସମସ୍ତ ବିଷୟ ନୂତନ ହେବ" କିମ୍ଭା "ନୂତନ ଯୁଗରେ"

ଦ୍ଵାଦାଶ ସିଂହାସନ ଉପରେ ବସି, ବିଚାର କରନ୍ତି

"ରାଜାମାନେ ହେବେ ଓ ଉପରେ ଶାସନ କରିବେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

Matthew 19:29

ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଜାରିରଖନ୍ତୁ ।

ଶଏଗୁଣ ପାଇବ

"ଯେତେ ପରିମାଣର ଉତ୍ତମ ବିଷୟସବୁ ପରିତ୍ୟାଗ କରିଥିଲେ ତାହା ଶଏ ଗୁଣ ପାଇବେ"

ବର୍ତ୍ତମାନ ଯେଉଁମାନେ ପ୍ରଥମ ସେମାନେ ଶେଷ ହେବେ

ଜଗତର ଦୃଷ୍ଟିରେ ଯେଉଁମାନେ ପ୍ରଥମ, ଯେପରି ଯେଉଁମାନେ ଧନୀ ଅଟନ୍ତି ପୁଣି ଅନ୍ୟମାନଙ୍କୁ ଶାସନ କରନ୍ତି, ସେମାନେ ଦିନେ ଈଶ୍ଵରଙ୍କ ରାଜ୍ୟରେ ଶେଷ ହେବେ ।