Matthew 18

Matthew 18:1

ଯୀଶୁ ସାନ ପିଲାଙ୍କୁ ଶିଷ୍ୟମାନଙ୍କ ନିମନ୍ତେ ଉଦାହରଣ ସ୍ଵରୂପେ ବ୍ୟବହାର କରନ୍ତି ।

ସାନ ପିଲା ପରି ହୁଅ

"ଯେପରି ସାନ ପିଲାମାନେ ଭାବନ୍ତି ସେହିପରି ଭାବ" (ଦେଖନ୍ତୁ: ତୁଳନା/ରୁପକ/ଉପମା)

Matthew 18:4

ଯୀଶୁ ସାନ ପିଲାଙ୍କୁ ଶିଷ୍ୟମାନଙ୍କ ନିମନ୍ତେ ଉଦାହରଣ ସ୍ଵରୂପେ ବ୍ୟବହାର କରିବା ଜାରିରଖନ୍ତି ।

ଯେକେହି ନିଜକୁ ଏହି ସାନ ପିଲା ପରି ନମ୍ର କରେ

"ଯେପରି ଭାବରେ ଏହି ସାନ ପିଲା ନିଜକୁ ନମ୍ର କରେ ସେହିପରି ଭାବରେ ଯେକେହି ନିଜକୁ ନମ୍ର କରେ" (ଦେଖନ୍ତୁ: ତୁଳନା/ଉପମା/ରୁପକ)

ତାହାଙ୍କ ବେକରେ ଗୋଟିଏ ବଡ ଚକିପଥର ଟଙ୍ଗା ଯିବା ଉଚିତ୍, ଏବଂ ତାହାକୁ ମହା ସାଗରରେ ବୁଡାଇ ଦିଆଯିବା ଉଚିତ୍

"ସେମାନଙ୍କୁ ତାହାଙ୍କ ବେକରେ ଗୋଟିଏ ଚକିପଥର ରଖାଯାଇ ଏବଂ ତାହାକୁ ମହା ସାଗରରେ ବୁଡାଇଦିଆଯିବା ଉଚିତ୍" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

ଚକିପଥର

ଗୋଟିଏ ବଡ, ଓଜନ ପଥର ଯାହା ଚାରିକୋଣର ଆକୃତି ଥାଏ ଏବଂ ଗହମକୁ ଚୁର୍ଣ୍ଣ କରିବାକୁ ବ୍ୟବହାର କରାଯାଏ । ଏକାନ୍ତରୀକ ଅନୁବାଦ: "ଗୋଟିଏ ଓଜନ ପଥର ।"

Matthew 18:7

ଯୀଶୁ ସାନ ପିଲାଙ୍କୁ ଶିଷ୍ୟମାନଙ୍କ ନିମନ୍ତେ ଉଦାହରଣ ସ୍ଵରୂପେ ବ୍ୟବହାର କରିବା ଜାରିରଖନ୍ତି ।

ତୁମ୍ଭର ହସ୍ତ

ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ ଏକ ବ୍ୟକ୍ତି ସ୍ଵରୂପେ କହନ୍ତି ।

Matthew 18:9

ଯୀଶୁ ସାନ ପିଲାଙ୍କୁ ଶିଷ୍ୟମାନଙ୍କ ନିମନ୍ତେ ଉଦାହରଣ ସ୍ଵରୂପେ ବ୍ୟବହାର କରିବା ଜାରିରଖନ୍ତି ।

ଏହାକୁ ଉପାଡ ଓ ଫୋପାଡି ଦିଅ

ଅବିଶ୍ଵାର ଗମ୍ଭୀରତ ଓ ଯେକୌଣସି ପରିଣାମେ ଏହାକୁ ଅଗ୍ରାହ୍ୟ କରିବାର ଆବଶ୍ୟକତାକୁ ଏହି ବାକ୍ୟାଂଶ ଦେଖାଏ ।

ଜୀବନକୁ ପ୍ରବେଶ କର

"ଅନନ୍ତ ଜୀବନକୁ ପ୍ରବେଶ କର"

Matthew 18:10

ଯୀଶୁ ସାନ ପିଲାଙ୍କୁ ଶିଷ୍ୟମାନଙ୍କ ନିମନ୍ତେ ଉଦାହରଣ ସ୍ଵରୂପେ ବ୍ୟବହାର କରିବା ଜାରିରଖନ୍ତି ।

ତୁଚ୍ଛ କରିବା

"ଦୃଢ଼ ଭାବରେ ଅଗ୍ରାହ୍ୟ କରିବା" କିମ୍ଭା "ଅଗୁରୁତ୍ଵପୁର୍ଣ୍ଣ ପରି ଭାବିବା"

ସେମାନଙ୍କର ଦୂତମାନେ

"ସନ୍ତାନମାନଙ୍କର ଦୂତମାନେ"

ସର୍ବଦା ମୁଖ ଦେଖ

"ସର୍ବଦା ନିକଟତମ"

Matthew 18:12

ଯୀଶୁ ସାନ ପିଲାଙ୍କୁ ଶିଷ୍ୟମାନଙ୍କ ନିମନ୍ତେ ଉଦାହରଣ ସ୍ଵରୂପେ ବ୍ୟବହାର କରିବା ଜାରିରଖନ୍ତି ।

ତୁମ୍ଭେମାନେ କ'ଣ ଭାବ ?

କିପରି ଲୋକମାନେ କାର୍ଯ୍ୟ କରନ୍ତି ଭାବ ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ସେ ପରିତ୍ୟାଗ କରେ ନାହିଁ କି...ଏବଂ ଅନ୍ଵେଷଣ କରିବାକୁ ଯାଏ...? "ସେ ସର୍ବଦା ପରିତ୍ୟାଗ କରିବେ...ଏବଂ ଅନ୍ଵେଷଣ କରିବାକୁ ଯାଏ..."

ଅନେଶ୍ଵତ

"୯୯"

ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣେ ମଧ୍ୟ ବିନଷ୍ଟ ହେବାର ତୁମ୍ଭମାନଙ୍କର ସ୍ଵରଗସ୍ଥ ପିତାଙ୍କର ଇଚ୍ଛା ନୁହଁ

"ତୁମ୍ଭର ସ୍ଵର୍ଗସ୍ଥ ପିତା ଏହି ସମସ୍ତ କ୍ଷୁଦ୍ରମାନଙ୍କୁ ଜୀବିତ ରହିବାକୁ ଇଚ୍ଛା କରନ୍ତି" (ଦେଖନ୍ତୁ: ଶିଷ୍ଟୋକ୍ତି)

Matthew 18:15

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟରେ ଶିକ୍ଷା ଦେବାକୁ ଆରମ୍ଭ କରନ୍ତି ।

ତୁମ୍ଭେମାନେ ତୁମ୍ଭର ଭାଇକୁ ଲାଭ କରିବ

"ତୁମ୍ଭେମାନେ ତୁମ୍ଭର ଭାଇ ସହିତ ତୁମ୍ଭର ସମ୍ପର୍କକୁ ପୁନର୍ବାର ଉତ୍ତମ କରିବ"

ମୁଖ ଦ୍ଵାରା

ସାକ୍ଷୀର ଶବ୍ଦ ଯାହା "ମୁଖରୁ" ଆସେ (ଦେଖନ୍ତୁ: ରୂଢକ୍ତି/ବାକ୍ୟାଂଶ)

Matthew 18:17

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟର ଶିକ୍ଷାକୁ ଜାରିରଖନ୍ତି ।

ସେମାନଙ୍କୁ ଶୁଣିବାକୁ

ସାକ୍ଷୀମାନଙ୍କୁ ଶୁଣିବାକୁ (୧୮:୧୬)

ସେ ତୁମ୍ଭମାନଙ୍କୁ ଯେପରି ବିଜାତି ଓ କର ଆଦୟକାରୀ ହେଉ

"ଯେପରି ତୁମ୍ଭେମାନେ ବିଜାତି କିମ୍ଭା କର ଆଦୟକାରୀ ପ୍ରତି ଆଚରଣ କରିଥାଅ ସେହିପରି ତାହାଙ୍କ ପ୍ରତି ଆଚରଣ କର"

Matthew 18:18

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟର ଶିକ୍ଷାକୁ ଜାରିରଖନ୍ତି ।

ବାନ୍ଧ...ବନ୍ଧନ ହେବ...ଖୋଲିବା...ଖୋଲାଯିବ

୧୬:୧୯ ରେ କିପରି ତୁମ୍ଭେମାନେ ଅନୁବାଦ କରିଅଛ ଦେଖ ।

ବନ୍ଧାଯିବ... ଖୋଲାଯିବ

ଏକାନ୍ତରୀକ ଅନୁବାଦ: "ଈଶ୍ଵର ବାନ୍ଧିବେ...ଈଶ୍ଵର ଖୋଲିବେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

ସେମାନେ...ସେମାନଙ୍କୁ

"ତୁମ୍ଭମାନଙ୍କ ମଧ୍ୟରୁ ଦୁଇଜଣ"

ଏକତ୍ର ହୋଇଅଛ

"ସମବେତ ହେବ"

Matthew 18:21

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟର ଶିକ୍ଷାକୁ ଜାରିରଖନ୍ତି ।

ସାତ ଥର

"୭ ଥର" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)

ସତୁରି ଗୁଣ ସାତ ଥର

ସମ୍ଭାବନା ଅର୍ଥଗୁଡିକ: ୧) "୭୦ ଥର ୭" (ULB) ୨) "୭୭ ଥର" (UDB) । ଯଦି ସଂଖ୍ୟାକୁ ବ୍ୟବହାର କରିବାରେ ସନ୍ଦେହ ହୋଇପାରେ, ତେବେ ତୁମ୍ଭେ କହି ପାର, "ତୁମ୍ଭମାନେ ଗଣନା କରିବା ଅପେକ୍ଷା ଅଧିକ" (ଦେଖନ୍ତୁ UDB ଓ ଅତ୍ୟୁକ୍ତି)।

Matthew 18:23

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟରେ ଶିକ୍ଷା ଦେବାକୁ ଗୋଟିଏ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତି ।

ଗୋଟିଏ ଦାସକୁ ଅଣାଗଲା

ଏକାନ୍ତରୀକ ଅନୁବାଦ: "କେହିଜଣେ ରାଜାଙ୍କ ଦାସମାନଙ୍କ ମଧ୍ୟରୁ ଜଣକୁ ଆଣିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

ଦଶ ହଜାର ମୁଦ୍ରା

"୧୦,୦୦୦ ମୁଦ୍ରା" କିମ୍ଭା "ଦାସ କେବେହେଁ ପରିଶୋଧ କରିବା ଅପେକ୍ଷା ଅଧିକ ଟଙ୍କା" (ଦେଖନ୍ତୁ: ବାଇବଲ ସମ୍ଭନ୍ଧୀୟ ମୁଦ୍ରା)

ତାହାଙ୍କ କର୍ତ୍ତା ତାହାକୁ ବିକ୍ରୀ ହେବାକୁ ଆଜ୍ଞା ଦେଲେ,...ଏବଂ ପରିଶୋଧ କରିବାକୁ

"ରାଜା ସେହି ଲୋକକୁ ବିକ୍ରୀ କରିବା ନିମନ୍ତେ ତାହାଙ୍କ ଦାସମାନଙ୍କୁ ଆଜ୍ଞା ଦେଲେ...ଏବଂ ବିକ୍ରୀ ହୋଇଥିବା ଟଙ୍କାରୁ ୠଣ ପରିଶୋଧ କରିବାକୁ କହିଲେ"

Matthew 18:26

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟରେ ଶିକ୍ଷା ଦେବାକୁ ଗୋଟିଏ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତି ।

ପଡିଗଲେ, ନତ ହେଲେ

"ତାହାଙ୍କ ଆଣ୍ଠୁରେ ନତ ହେଲେ, ଏବଂ ତାହାଙ୍କ ମସ୍ତକକୁ ନତ କଲେ"

ତାହାଙ୍କ ସମ୍ମୁଖରେ

"ରାଜାଙ୍କ ସମ୍ମୁଖରେ"

ତାହାଙ୍କୁ ମୁକ୍ତ କଲେ

"ତାହାଙ୍କୁ ଯିବାକୁ ଦେଲେ"

Matthew 18:28

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟରେ ଶିକ୍ଷା ଦେବାକୁ ଗୋଟିଏ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତି ।

ଏକ ଶହ ମୁଦ୍ରା

"୧୦୦ ଟଙ୍କା" କିମ୍ଭା "ଏକ ଶହ ଦିନର ବେତନ" (ଦେଖନ୍ତୁ: ବାଇବଲ ସମ୍ଭନ୍ଧୀୟ ଟଙ୍କା)

ଦୃଢ ଭାବରେ ଧରିଲେ

"ଧରିଲେ" କିମ୍ଭା "ହଠାତ୍ ଧରିଲେ" (UDB)

ନତ ହେଲେ...ମୋ ସହିତ ଧୌଯ୍ୟ ଧରନ୍ତୁ, ଏବଂ ମୁଁ ତୁମ୍ଭକୁ ପ୍ରତିଶୋଧ କରିବି

ଯେପରି ତୁମେ ବକ୍ରୋକ୍ତିରେ "ନତ ହେଲେ...ମୋ ସହିତ ଧୌଯ୍ୟ ଧରନ୍ତୁ, ଏବଂ ମୁଁ ତୁମ୍ଭକୁ ପ୍ରତିଶୋଧ କରିବି" ଅନୁବାଦ କରିଅଛ ସେହିପରି ଏହା ଅନୁବାଦ କର)

Matthew 18:30

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟରେ ଶିକ୍ଷା ଦେବାକୁ ଗୋଟିଏ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତି ।

Matthew 18:32

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟରେ ଶିକ୍ଷା ଦେବାକୁ ଗୋଟିଏ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତି ।

ତା'ପରେ ସେହି ଦାସର କର୍ତ୍ତା ତାହାଙ୍କୁ ଡାକିଲେ

"ତା'ପରେ ରାଜା ପ୍ରଥମ ଦାସଙ୍କୁ ଡାକିଲେ"

ତୁମ୍ଭେ କରିବା ଉଚିତ୍ ନ ଥିଲା କି

"ତୁମ୍ଭେ କରିବା ଉଚିତ୍" (ଦେଖନ୍ତୁ: ଶିଷ୍ଟୋକ୍ତି)

Matthew 18:34

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟରେ ଶିକ୍ଷା ଦେବାକୁ ଗୋଟିଏ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତି ।